ଲୁଚିଯାଇଛି ଏତେ ବଡ଼ କଥା ... || EP - 29 || Argus Spotlight

  Рет қаралды 32,590

Argus Digital

Argus Digital

Күн бұрын

Пікірлер: 254
@rabinarayansamal6521
@rabinarayansamal6521 Ай бұрын
Welldone news thanks argus news
@LovelyDancing-sf2vh
@LovelyDancing-sf2vh Ай бұрын
ଏତେ ସୁନ୍ଦର ଇତିହା ବର୍ଣ୍ଣନା କରି କହି ଥିବାରୁ 😂 ଆପଣଙ୍କୁ ଅଭିନନ୍ଦନ 🎉🎉🎉Thank you sir ❤❤❤❤❤
@niharsahoo4658
@niharsahoo4658 Ай бұрын
ଏହାକୁ ବିଚିତ୍ରାନନ୍ଦ ଦାସ ବିଶ୍ବବିଦ୍ୟାଳୟ ଭାବେ ନାମିତ କରାଯାଉ। ଜୟ ଜଗନ୍ନାଥ।
@ajayapati4618
@ajayapati4618 Ай бұрын
ସୁନ୍ଦର ଆଲୋଚନା ଓ ତଥ୍ୟ ସଂଗ୍ରହ କରିଥିବାରୁ ଧନ୍ୟବାଦ୍
@puspamohanty3973
@puspamohanty3973 Ай бұрын
ବହୁତ୍ କଥା ଜାଣିବାକୁ ମିଳିଲା ବହୁତ୍ ବହୁତ୍ ଧନ୍ୟବାଦ୍ ସଂଗ୍ରାମ ବାବୁ ।ସୁନ୍ଦର ଉପସ୍ଥାପନା।
@Argusdigital.official
@Argusdigital.official Ай бұрын
Thank you
@janmejayaswain9177
@janmejayaswain9177 Ай бұрын
ଧନ୍ୟବାଦ ଇତିହାସ କଥା ମନେପକାଇଲେ ଆଖିରୁ ଲୁହ ଆସିଗଲା 😢
@Jajpur_Toka_
@Jajpur_Toka_ Ай бұрын
ବିଚିତ୍ରାନନ୍ଦ ଦାସ କି ଜୟ 🙏
@geduludora
@geduludora Ай бұрын
ସୁନ୍ଦର ଉପସ୍ଥାପନା ❤
@silpagouda1787
@silpagouda1787 Ай бұрын
ବହୁତ୍ ସୁନ୍ଦର୍ ଉପସ୍ଥାପନା
@Argusdigital.official
@Argusdigital.official Ай бұрын
Thank you
@gk2198
@gk2198 Ай бұрын
ଏତେ ସବୁ ନ ଜାଣି ଥିବା କଥା ସଂଗ୍ରହ କରି ଆମକୁ ଜଣାଇ ଥିବାରୁ ବହୁତ ବହୁତ ଧନ୍ୟବାଦ 🙏🙏
@Argusdigital.official
@Argusdigital.official Ай бұрын
Thank you
@ଦୈତାରୀ_ଦାସ_ବାଲେଶ୍ୱର_ସୋର
@ଦୈତାରୀ_ଦାସ_ବାଲେଶ୍ୱର_ସୋର Ай бұрын
ବହୁତ ସୁନ୍ଦର ଉପସ୍ଥାପନ କିଛି ଓଡ଼ିଆ ମେଣ୍ଢା ବୁଝିବା ଦରକାର
@usharanisingh9399
@usharanisingh9399 20 күн бұрын
ବହୁତ ବହୁତ ଧନ୍ୟବାଦ ମହାଶୟ।
@jayantimishra4991
@jayantimishra4991 Ай бұрын
ଧନ୍ୟବାଦ ସବୁଖବର ଦେଇଥିବାରୁ
@darshini97
@darshini97 Ай бұрын
Bahut bahut dhanyavaad ate nisthapurna anushandha o Upastapana pain . 🙏🏻
@jagannathabhakti5930
@jagannathabhakti5930 Ай бұрын
ବିଚିତ୍ରାନନ୍ଦ ଦାସଙ୍କ ନାମରେ ରଖାଯାଉ ବା ପୁନଃ କଟକ କଲେଜ ନାମ ରଖାଯାଉ
@pradeeppattnayak.1894
@pradeeppattnayak.1894 Ай бұрын
ବହୁତ ସୁନ୍ଦର ଉପସ୍ଥାପନ ।ଧନ୍ଯବାଦ ।
@debashisjena7717
@debashisjena7717 Ай бұрын
କେଉଁ ମହାପୁରୁଷ ଙ୍କ ନାମରେ ନାମିତ କଲେ ହୁଏତ ବlକବିତାଣ୍ଡ ହୋଇପାରେ।କିନ୍ତୁ ଦିଲ୍ଲୀ ୟୁନିଭରସିଟୀ,କିମ୍ବା ଏଲ୍ହାବlଦ୍ ୟୁନିଭରସିଟି ପରି କଟକ ୟୁନିଭରସିଟି ନାମରେ ନାମିତ କଲେ ଭଲ ହୁଅନ୍ତା।କଟକ ତାର ହୃତ୍ ଗୌରବ ଫେରି ପାଆନ୍ତା।
@jnanranjanswain6504
@jnanranjanswain6504 Ай бұрын
Yes
@gk2198
@gk2198 Ай бұрын
ଏହି ଉପସ୍ଥାପନ ରୁ ବହୁତ କଥା ଜାଣି ବାକୁ ମିଳିଲା । ବହୁତ ବହୁତ ଧନ୍ୟବାଦ 🙏🙏
@Argusdigital.official
@Argusdigital.official Ай бұрын
Thank you
@janmejayaswain9177
@janmejayaswain9177 Ай бұрын
ଓଡ଼ିଶାର ଲୋକମାନେ ଅନେକ ଇତିହାସ କଥା ନଜାଣି ଖାଲି କେବଳ ଅଜଥା ରାଜନିତି କରୁଛନ୍ତି।
@satyanandapradhan6998
@satyanandapradhan6998 Ай бұрын
ବହୁତ ସୁନ୍ଦର ଉପସ୍ଥାପନା ❤❤❤
@drashokkumardhal6936
@drashokkumardhal6936 Ай бұрын
ଭି କେ ପାଣ୍ଡିଆନ ଟି ଏ ରେଭେନ୍ସାଙ୍କର ଅବିକଳ ନକଲ ବାସ୍ତବ କଥାଟିଏ କହିଛନ୍ତି
@niranjanbehera6142
@niranjanbehera6142 Ай бұрын
ସୁବାଷ ଭୋଷଙ୍କ ନାମ ରଖାଯାଉଥା
@Xxxlgey
@Xxxlgey Ай бұрын
ଓଡ଼ିଆ ବୀର ପୁରୁଷଙ୍କ ନାମ ରହୁ। ସୁଭାଷ ଜଣେ ବଙ୍ଗାଳୀ, ତାଙ୍କ ପରିବାର ବଙ୍ଗାଳୀ, ସେମାନଙ୍କର ଭାଷା ବଙ୍ଗାଳୀ ଥିଲା। ଆମେ ଆମର ଓଡ଼ିଆ ବୀର ପୁରୁଷଙ୍କୁ ସମ୍ମାନ ଦେବା କଥା।
@umashankardash5425
@umashankardash5425 Ай бұрын
ସୁବାସ ବୋଷ କେବେ ନିଜକୁ ଓଡିଶା ର ବୋଲି କହିଛନ୍ତି କି ?
@binodkumarsabut1114
@binodkumarsabut1114 Ай бұрын
Right
@AjayaKumarNayak-eg4lm
@AjayaKumarNayak-eg4lm Ай бұрын
Thank for news
@anilkumararan3983
@anilkumararan3983 Ай бұрын
ବିଚିତ୍ରାନନ୍ଦ ଦାସ ରଖାଯାଉ
@DhrutidharaBehera
@DhrutidharaBehera Ай бұрын
ସୁନ୍ଦର ଉପସ୍ଥାପନା! ବହୁତ କିଛି ଜାଣିବା ପାଇଁ ମିଳିଲା, ଧନ୍ୟବାଦ!
@Argusdigital.official
@Argusdigital.official Ай бұрын
Thank you
@satishdas9756
@satishdas9756 Ай бұрын
ସୁନ୍ଦର ଉପସ୍ଥାପକ ଉପସ୍ଥାପନା କରିଛନ୍ତି... ଓଡ଼ିଆ ମାନେ ସ୍ୱାଭିମାନ ହୁଅ ଓଡ଼ିଆ ଜାତି ପାଇଁ ଆଗକୁ କରିବାର ପ୍ରୟାସ ଜାରି ରହୁ
@ChitaranjanSahoo-li2ic
@ChitaranjanSahoo-li2ic Ай бұрын
ସୁନ୍ଦର ଉପସ୍ଥାପନା ମୋ ବ୍ୟକ୍ତିଗତ ମତ ରେ ନାମ ପରିବର୍ତନ ହେବା ଦରକାର
@rasmitabarik3981
@rasmitabarik3981 23 күн бұрын
beautuful episode
@satya2456
@satya2456 Ай бұрын
ନିଶ୍ଚିତ..ଆମେ ନିଶ୍ଚୟ ଓଡ଼ିଶାର ବରପୁତ୍ର ମାନଙ୍କୁ ଉଚିତ୍ ସମ୍ମାନ ଦେଇପାରିନାହାନ୍ତି। ଶିକ୍ଷାନୁଷ୍ଠାନ ର ପରିଚୟ ଶିକ୍ଷକ ଓ ଶିକ୍ଷାବିତ ମାନଙ୍କୁ ନେଇ ହେଇଥାଏ..ତେଣୁ ନାମ ବଦଳାଇ ବରପୁତ୍ର ଙ୍କ ନାମରେ ନାମିତ ହେଲେ college ର ଗାରିମା ବା ପ୍ରତିଷ୍ଠା କୌଣସି ଗୁଣରେ କମିବ ତାହା ମୁଁ ଭାବୁନାହିଁ। bbsr ବରମୁଣ୍ଡା bus stand ର ନାମ ମଧ୍ୟ change ହଉ..
@rajendramohapatra3182
@rajendramohapatra3182 Ай бұрын
Thank you Sangram Babu for your indepth research and bringing out the truth to the public. People who oppose for change of name are the mostly ex-Ravenshaw students who feel empty proud of name of Ravenshaw only.
@rajendramohapatra3182
@rajendramohapatra3182 Ай бұрын
They think people studied in Ravenshaw College are learned, knowledgeous and superior rather than studies in other institutions.
@niranjanmishra3792
@niranjanmishra3792 Ай бұрын
ବିଚିତ୍ରା ନନ୍ଦ ଦାସ୍ ଙ୍କ ମୃତ୍ୟୁ ପଛ ରେ ରେଭେନ୍ସା ଙ୍କ କିଛି ଷଡ଼ଯନ୍ତ୍ର ନାହିଁ ତ?
@subhashreemishra7796
@subhashreemishra7796 Ай бұрын
Bahut sundar
@sanjuktasingh7298
@sanjuktasingh7298 Ай бұрын
ଧନ୍ୟବାଦ 💮🙏
@PrasantakumarParida-b5r
@PrasantakumarParida-b5r Ай бұрын
Good news
@RabilochanHembram-hm9ri
@RabilochanHembram-hm9ri Ай бұрын
Bohut bholo lagila aau sesare pandian kotha modhya
@dharashreesatpathy562
@dharashreesatpathy562 Ай бұрын
ଇଂରାଜୀ ଭାଷା ଯେପରି ଆମ ପାଇଁ ଅପରିହାର୍ଯ୍ୟ ହୋଇଗଲାଣି ସେହିପରି ଏ କଲେଜ ଏବେ ଅନେକଂକର ଅତ ପ୍ରିୟ। ଇଂରାଜୀ ଭାଷାକୁ ଆଉ ପର କରିବା ସହଜ ନୁହେଁ, ତେଣୁ କଲେଜ ନାମକୁ ପରିବର୍ତନ କରି ସେମାନଂକ ଭାବାବେଗକୁ ଆଘାତ କରା ନ ଯାଉ
@gourangasa6027
@gourangasa6027 Ай бұрын
ରେଭେନସା କଲେଜ ର ନାମ ପରିବର୍ତ୍ତନ କରି ବିଚିତ୍ରାନନ୍ଦ ଦାସ ଙ୍କ ନାମ ରେ ନାମିତ କରାଯାଉ।
@rukmi1943
@rukmi1943 Ай бұрын
Yes!ବଦଳିବା ଦରକାର !!ମୁଁ ବି ଭାବୁଥିଲି ରେଭେନ୍ଶା collage ନା କାଇଁ ବଦଳିବ ଏବେ ଜାଣିଲି ଆପଣଙ୍କ vdo ଦେଖି..
@prakashnayak2944
@prakashnayak2944 4 күн бұрын
ସଂଗ୍ରାମ ବାବୁ ଆପଣଙ୍କୁ ମୁଁ ସମ୍ମାନ କରେ କିନ୍ତୁ ଆପଣ ଆଗରୁ ସୋଇଥିଲେ କି ରାଜନୀତି ଆଉ କରାନଯାଉ
@dr.krupasindhumohanta3513
@dr.krupasindhumohanta3513 20 күн бұрын
ସାଧୁ ସାଧୁ
@rabindramohansenapati8964
@rabindramohansenapati8964 Ай бұрын
ରେଭେନ୍ସା ପରି ଜଣେ ନରହନ୍ତା ନାଁ ରେ କୌଣସି ଅନୁଷ୍ଠାନ ର ନାଁ ରହିବା ଉଚିତ ନୁହେଁ।
@shantiswarupapati8366
@shantiswarupapati8366 Ай бұрын
Right,bro💯👍
@rabindrakumardas6910
@rabindrakumardas6910 Ай бұрын
Aehi ଏହି ମାନେ ଆଗରୁ କେଉଁଠି ଥିଲେ? Etekahunchhanti ଏମାନେ ମୋଦି ବ୍ରିଟିଶ ରାଣୀ ଯେତେବେଳେ ମଲେ ବିଜେପି କାହିଁକିକାନ୍ଦୁଥିଲା।
@pramilabarik3626
@pramilabarik3626 Ай бұрын
Thanks❤
@sukantakumarjena9046
@sukantakumarjena9046 Ай бұрын
Right
@sujitbarik6911
@sujitbarik6911 Ай бұрын
I love ରେଭେନ୍ସା ❤❤❤❤❤❤ .. love you bro..
@AmilyaPradhan
@AmilyaPradhan Ай бұрын
ସବୁ ସେଇ ବାରିପଦା ରାଜାଙ୍କ ପାଇଁ... ଓଡ଼ିଶାର କିଛି ରାଜା te ରେଭେନ୍ଶାର ପାଦ ଚାଟୁଥିଲେ....
@jagannathsahu2603
@jagannathsahu2603 Ай бұрын
20000 dele boli atleast clg ta khola heiparila seita bada katha ..ନାଇଁ ମାମୁ ଠୁ କଣା ମାମୁଁ ଭଲ
@managobindamahanta8700
@managobindamahanta8700 Ай бұрын
20,000/- ra interest saha Mayurbhanj ku phera ,tapare katha kahibu .
@jagannathsahu2603
@jagannathsahu2603 Ай бұрын
@@managobindamahanta8700 bas bas kohilo pode katha
@overpowergamer5724
@overpowergamer5724 Ай бұрын
Bahut sundar 👍👍👍
@S11das22
@S11das22 27 күн бұрын
@vladimirputin6530
@vladimirputin6530 Ай бұрын
ବିଚିତ୍ରାନନ୍ଦ ରଖାଯାଉ ରେଭେନ୍ସା ର ନାଁ
@Samirsk927
@Samirsk927 Ай бұрын
ନାମ ପରିବର୍ତ୍ତନ ଉପରେ ଧ୍ୟାନ ନ ଦେଇ ଶିକ୍ଷା କୁ କେମିତି ଉଚ୍ଚମାନର ହବ ସେଇଟି ପାଇଁ ଶିକ୍ଷା ମନ୍ତ୍ରୀ ଧ୍ୟାନ ଦେବା ଉଚିତ୍
@sureshsahoo5862
@sureshsahoo5862 Ай бұрын
ନାଁ ବଦଳିବା ଦରକାର, ଜଣେ ଓଡ଼ିଆ ନାରେ ହଉ
@soumyatripathy7522
@soumyatripathy7522 Ай бұрын
Laguchhi, tame apply karithila hele admission milinathila 😅
@Xxxlgey
@Xxxlgey Ай бұрын
​@@soumyatripathy7522 ସେଇଟା ଗୋଟେ ବାଜେ ୟୁନିଭର୍ସିଟି .. 😂 , ବାଣୀ ବିହାରର ବାଳ କୁ ସରି ହେବନି
@Puala_18
@Puala_18 Ай бұрын
Thik kahicha 👍 👍 ​@@soumyatripathy7522
@sonumahato2974
@sonumahato2974 Ай бұрын
​@@soumyatripathy7522 odia biro putra ko nare rakhile asubidha kono, jia noko durbikhyo pain dai ta na rokha jaichi..
@soumyatripathy7522
@soumyatripathy7522 Ай бұрын
@@sonumahato2974 new university kariki rajhajau name
@prasantapanda1703
@prasantapanda1703 Ай бұрын
ସେହି ମହାନ ମହାପୁରୁଷ ବିଚିତ୍ରାନନ୍ଦଙ୍କ ନାମରେ ସେ କଲେଜକୁ ନାମିତ କରାଯାଉ
@goutambhai2893
@goutambhai2893 Ай бұрын
Super. Jayguru
@nbvlogs697
@nbvlogs697 Ай бұрын
Bahut bhal ❤
@santoshkumarnayak2143
@santoshkumarnayak2143 Ай бұрын
Beautiful 🎉🎉
@AbhishekPaida
@AbhishekPaida Ай бұрын
Au english education system kebe uthiba tike kuhantu
@SushreeSambita3737
@SushreeSambita3737 Ай бұрын
ଉତ୍କଗୌରବ ମଧୁସୂଦନ ଦାସ university ରଖିଲେ ବହୁତ୍ ଭଲ ହୁଅନ୍ତା ..🙏❤️
@Jagannath-oc9ht
@Jagannath-oc9ht Ай бұрын
ଏତେ କଥା ଏଭିତରେ ଥିଲା ବେଳେ କଛୀ ଗୋଡାଣିଆ ରେଭେନ୍ସା ରେଭେନ୍ସା ରଢି ଛାଡୁଛନ୍। ଏମାନଙ୍କ ବୋଲରେ ପଡିବ ନିରିହ ଛାତ୍ରଛାତ୍ରୀ ଭୋଳ। ଧନ୍ୟବାଦ ଅର୍ଗସ ।
@Sahityapanda
@Sahityapanda Ай бұрын
ତୋ ବାଳ
@deepakbarik7795
@deepakbarik7795 Ай бұрын
​@@Sahityapandaତୋ ବୋଉ ବିଆ
@KaliJena-u9p
@KaliJena-u9p Ай бұрын
Nice. Represention.
@RakeshKusahu-m7z
@RakeshKusahu-m7z Ай бұрын
ସୁନ୍ଦର ଉପସ୍ଥାପନା । ଆମ ଓଡ଼ିଆ ଭାଇମାନେ ସ୍ଟକହୋମ ସିନ୍ଡ୍ରୋମ ରେ ପୀଡ଼ିତ ନୁହେଁ ତ !
@NandakishoreJena-r4m
@NandakishoreJena-r4m Ай бұрын
Perfect
@silpagouda1787
@silpagouda1787 Ай бұрын
ଏଥିରୁ ଶିଖରେ ଓଡ଼ିଆ ଜାତି, ଓଡ଼ିଆ ଙ୍କ ଗର୍ବ ଗୌରବ କୁ ବଜାୟ ରଖ
@jayantakumarmuduli8652
@jayantakumarmuduli8652 Ай бұрын
ଦାମୋଦର ଦାସ ମୋଦୀ ବିଶ୍ଵବିଦ୍ୟାଳୟ କଲେ ଭଲ ଅନୁଦାନ ମିଳିବ,,,
@Subharambh_fashion
@Subharambh_fashion Ай бұрын
No
@Angurbala-o8w
@Angurbala-o8w 17 күн бұрын
The real truth reveals. If there is any further, that should be brought to lime light.
@tikiduniamagazine1296
@tikiduniamagazine1296 4 күн бұрын
ଆମ ଓଡ଼ିଆ ଆମର ଗର୍ବ
@sushreeipsitapradhan4504
@sushreeipsitapradhan4504 Ай бұрын
Bahut barsh pare gote chati thara news bhali laguchi.amiti sabubele news diantu .kahara ghara bhanga niti chadantu
@durgasahoo2321
@durgasahoo2321 Ай бұрын
କଲେଜ ର ନାମ ପରିବର୍ତ୍ତନ ନିହାତି ଆବଶ୍ୟକ ।
@lipinabarik1467
@lipinabarik1467 24 күн бұрын
Radhanath nka nama rakhajaau🙏🙏....
@DurgaPrasadMaharana-z1z
@DurgaPrasadMaharana-z1z Ай бұрын
ବନ୍ଦେ ଉତ୍କଳ ଜନନି
@ranjitsamal7131
@ranjitsamal7131 Ай бұрын
Right sir🙏Bichitra nanda hau
@niranjannayak5431
@niranjannayak5431 Ай бұрын
ଉପସ୍ଥାପନା ଯୁକ୍ତି ଭିତ୍ତିକ ଅଛି. ରେଭେନ୍ସା ନାମ ପରିବର୍ତ୍ତନ ହେଉ.
@ashokpradhan8914
@ashokpradhan8914 Ай бұрын
Jay Odisha
@basantakumarsahoo1
@basantakumarsahoo1 Ай бұрын
Tell about Adani story and improvements
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
ଜୟ ଜଗନ୍ନାଥ ଜୟ ବିଜେପି ❤️❤️❤️❤️
@prajanadattaputhal7034
@prajanadattaputhal7034 Ай бұрын
Bjp gandi Mari Khali name change kariba
@nirmalbehuria8778
@nirmalbehuria8778 Ай бұрын
Very nice debate, Upastpana
@Argusdigital.official
@Argusdigital.official Ай бұрын
Thank you
@SobhakarLenka
@SobhakarLenka Ай бұрын
Best presentation
@pruthwirajrana7268
@pruthwirajrana7268 Ай бұрын
ଷଡଙ୍ଗୀ ମହାଶୟ ଆପଣଙ୍କୁ ଏହି ଉପସ୍ଥାପନା ପାଇଁ ଧନ୍ୟବାଦ ଦେବା ପାଇଁ ମୋର ପାଖରେ ଭାଷା ନାହିଁ । ଯେଉଁ ବିଷୟଟି ମୋ ମନରେ ଉଙ୍କି ମାରୁଥିଲା ତାହା ମୁଁ ପାଇଲି ବିଶେଷ କରି ଉପସ୍ଥାପନାର ଶେଷ ସମୟରେ ଯେଉଁ କଥାଟି କହିଲେ ସେ କଥାଟିଏ ବାରମ୍ବାର ମୋ ମନରେ ପ୍ରଶ୍ନ ଆସୁଥିଲା ।
@Argusdigital.official
@Argusdigital.official Ай бұрын
Thank you
@pradeepkumarpradhan4770
@pradeepkumarpradhan4770 Ай бұрын
👍
@AshokKumar-qu5rf
@AshokKumar-qu5rf 16 күн бұрын
ଏସବୁ ଶୁଣି ମୁଁ କହିବି ଯେ ବିଚିତ୍ରା ନନ୍ଦ ଦାସ କଲେଜ ନାଁ ରହିବା ସବୁଠୁ ଓଡ଼ିଆ ବା ଓଡ଼ିଆ ଜାତି ପାଇଁ ଗୌରବ ହେବ.... ସେଇୟା କରନ୍ତୁ.... ଭଲ ହେବ.. ଏମିତି ନିୟୁଜ ଦେଉଥିବେ ନାଁ .. କିଛି କରିବେ.....
@S.manoram
@S.manoram Ай бұрын
We do not know history but if you culture it then a mere highlighted text does not suffice. If name is everything then why this issue had not surfaced in yester decades.
@sonalika1267
@sonalika1267 Ай бұрын
Bhala laguchi sunibaku😊
@bazarvalue
@bazarvalue Ай бұрын
ବହୁତ ବହୁତ୍ ସୁନ୍ଦର ଉପସ୍ଥାପନା, ଉପସ୍ଥାପକ ମହାଶୟଙ୍କ ନାମ କଣ???
@lingarajrath2935
@lingarajrath2935 Ай бұрын
Kindly write an article on this issue.
@prafullamohantakumar8941
@prafullamohantakumar8941 Ай бұрын
Right sir ❤❤❤❤
@susildebata8998
@susildebata8998 Ай бұрын
Very nice presentation
@shyamparida9503
@shyamparida9503 Ай бұрын
ବୀଚିତ୍ରା ନନ୍ଦ ଦାସ ଙ୍କ ନାମ ରାଖାଯାଉ ।
@KulamaniBehera-y7h
@KulamaniBehera-y7h Ай бұрын
Revenshaw college hela pare odisha durgati bhitara ku theli heigala ki jadi nahin kala karananama dhala karanama ra alochana karibara prasangikata achhi ki.
@foxgaming7788
@foxgaming7788 Ай бұрын
Bass etiki hni darkar ama odia hi darkar Cuttack college ra name Karan paine sir. Apana nku bahut dhanyawad epari upastapana paine
@ଛୋଟମୋରଗାଁଟି-ଖ4ଗ
@ଛୋଟମୋରଗାଁଟି-ଖ4ଗ Ай бұрын
absolutely right 👍
@paurnamasirath6802
@paurnamasirath6802 Ай бұрын
କଟକ ୟୁନିଭର୍ସିଟି
@Animals6366
@Animals6366 Ай бұрын
ଆମର ଭାଷାକୁ ବଞ୍ଚେଇ ରଖିଥିବାରୁ ମୋର ସେଇ ବୁଧୀ ଜିବୀ ମାନଙ୍କୁ କୋଟି କୋଟି ପ୍ରଣାମ
@himanshushekharmohanta7657
@himanshushekharmohanta7657 Ай бұрын
କ୍ୟାମ୍ବ୍ରିଡ଼ଗେ ୟୁନିଭେର୍ସିଟି ରଖାଯାଉ
@sankarshanapanda55
@sankarshanapanda55 Ай бұрын
ହଁ ନିଶ୍ଚିତ ବଦଳିବା ଉଚିତ, ଗୋଲାମି/ଦାସତ୍ୱର ବୋଝ କେତେଦିନ ମୁଣ୍ଡାଇବୀ
@birakishoresahoo3080
@birakishoresahoo3080 Ай бұрын
Bahut badhiya upastapana.Jay Odia.
@Godsanju-k9h
@Godsanju-k9h Ай бұрын
Odia namare heu collge
@Argusdigital.official
@Argusdigital.official Ай бұрын
Thank you
@KhulanasundariJena
@KhulanasundariJena Ай бұрын
ନା ବଦଳିବା ଦରକାର
@pintugouda3833
@pintugouda3833 Ай бұрын
ଦର୍ପଣ ଦେଖାଇ ପ୍ରତିବିମ୍ବ ତୋର ନେଲା ସେ ଛଡ଼ାଇ । ଦେହତ ତୋପାଖେ ଅଛି , ଗଢ଼ିଦେଲେ ଗଢ଼ିଦେବ ତୋ ନକଲ ଯୋଡ଼ି ପାରିବନି ତୋର ବୁଦ୍ଧି କି ଅକଲ ଡର କାହିଁ ପାଇଁ ତୋର। ଡରିବୁ ମରିବୁ ଗୋଡ ତୁ ଟାଣିବୁ ସାହି ଭାଇଙ୍କର । ମନରୁ ଏବେ ତୁ ଡରକୁ ତୋର ଛାଡ଼। ଓଡ଼ିଆ ପୁଅତୁ ଲଢ଼ୁଆ ପୁଅ ତୁ ଚେଇ ଶୋଇବୁ ତୁ କେତେ ? ଏମାଟି, ଜାତି ପାଇଁ ପରା ଏଠି ଗଡିଚି କେତେ ଯେ ମୁଣ୍ଡ । ବିର ପୁଅ ତୁହି କେମିତି ସହୁଛୁ କହ ? ଶୋଇ ଶୋଇ କେତେ ସପନ ଦେଖିବୁ ବିଦେଶ ଯାଇକି ଗୋଲାମ ସାଜିବୁ । ମନରେ ରଖିଥା ହେଜି ସଭିଏ ଗଲେଣି ଆଗକୁ ବଢ଼ି ତୁ ଏକା ରହିଛୁ ପଡ଼ି । ଷୋଇ ଥିଲେ ତୁହି ଷୋଇ ଥିବୁ ଉଠେଇ ବେନିରେ କେହି । ଉଠ ଉଠ ବୀର ଏବେ କିଛି କର । ଏ ମାଟି,ଏ ଜାତି କୁ ଏକା ତୁହି ରଖି ପାରିବୁ ପାରିବୁ। ବନ୍ଦେ ଉତ୍କଳ ଜନନୀ 🙏🙏🙏🙏 ଜୟ ଜଗନ୍ନାଥ ।
@pramodchandranayak1860
@pramodchandranayak1860 Ай бұрын
The college was named after Ravenshaw when freedom fighters were alive . It is a memorial institution. If a change of name is thought in of will there not be a controversy for a favourable name? What is the opinion on memorable institutions in foreign countries in Japan and in Indonesia after the names of Honble justice Radhabinod Paul and Biju Patnaik?
@pramodchandranayak1860
@pramodchandranayak1860 Ай бұрын
thought of NOT thought in of
@Kalpataruyatratadka
@Kalpataruyatratadka Ай бұрын
Na bhul kahuchha sir
@jayadebkundu7295
@jayadebkundu7295 Ай бұрын
ବିଚିତ୍ରା ନନ୍ଦ ଦଶ ରଖା ଯାଉ ନାମ
@ranjankumarmallick1157
@ranjankumarmallick1157 Ай бұрын
Narendra modi stadium name b 2029 re change haba confirm
Veer Surendra Sai Story !! Surendra Sai Sambalpur Story
18:34
DIBYABRAMHA PRODUCTION
Рет қаралды 267 М.
Who's spending her birthday with Harley Quinn on halloween?#Harley Quinn #joker
01:00
Harley Quinn with the Joker
Рет қаралды 20 МЛН
Perfect Pitch Challenge? Easy! 🎤😎| Free Fire Official
00:13
Garena Free Fire Global
Рет қаралды 71 МЛН
Family Love #funny #sigma
00:16
CRAZY GREAPA
Рет қаралды 41 МЛН
Who's spending her birthday with Harley Quinn on halloween?#Harley Quinn #joker
01:00
Harley Quinn with the Joker
Рет қаралды 20 МЛН