କାହିଁକି ମୋଦି ଓଡ଼ିଶାର ଶତ୍ରୁ, ନିଶ୍ଚିତ ଶୁଣନ୍ତୁ ସତ କଣ? ଓଡିଶା ପାଇଁ ଭୟଙ୍କର ଭବିଷ୍ୟବାଣୀ

  Рет қаралды 235,721

Gita Gyan ORG

Gita Gyan ORG

Күн бұрын

Пікірлер: 241
@sanjaypanda1225
@sanjaypanda1225 2 ай бұрын
ଲୋକଙ୍କୁ ଭୟଭିତ କରେଇବା ଏମାନଙ୍କର କାର୍ଯ୍ୟ । ମୁଁ 1980/1982 ରୁ ପ୍ରତିବର୍ଷ ପୃଥିବୀ ଧ୍ଵଂସ ହେବା କଥା ଶୁଣି ଆସୁଛି ଭଗବାନ୍ ନିଜର ସୃଷ୍ଟି କୁ ନିଜେ କେବେହେଲେ ନଷ୍ଟ କରିବେ ନାହିଁ
@Truthstory321
@Truthstory321 Ай бұрын
Right It will be only for reconstruction
@NarahariPujari-uk5mr
@NarahariPujari-uk5mr 2 ай бұрын
ସାର ଏ ମାଳିକା ବାଲା ବାବା ମାନେ କୁଆଡେ ଶୋଇଥିଲେ ଏ ବାବା ମାନଙ୍କ ଲାଜ ନାହିଁ ଏ ବାବା ମାନେ ଲୋକ ହସାଇ ହେ ବେକଳିଯୁଗେ ବିଜେଡି ଛବିଶି ବର୍ଷ ଶାସନ କଲା ଏମାନେ କଣ ଶୋଇଥିଲେ ଯଦି ଏତିକି ଚାହୁଁଛ ତେବେ ହିନ୍ଦୁ ମାନେ ଶୋଇଛନ୍ତି ତାଂକୁ ଉଠାଇ ବାକୁ ଚେଷ୍ଟାକର ହିନ୍ଦୁ ମାନେ ତ ହେତୁବାଦୀ ହେଇଗଲେଣି ସେମାନଙ୍କୁ ଚେତାଇ ବାର ଚେଷ୍ଟାକର ନହେଲେ ସବୁର ବେଲା ବୁଡିବ ଜୟ ଜଗନ୍ନାଥ
@mahendradobai7734
@mahendradobai7734 Ай бұрын
Odisa ta anek pare naa hela Agaru ta utkala ba kalinga naa re samaste janithile Malika k be kara adhunika na puratana
@PURNACHANDRASENAPATI-l5p
@PURNACHANDRASENAPATI-l5p Ай бұрын
Jago hindu jago
@arucharanpradhan5502
@arucharanpradhan5502 Ай бұрын
ନିକଟ ଅତୀତରେ କବି ନଷ୍ଟ ପରିବେଶ କୁ ଦେଖି ଲିଖିତ ସଜାଗ ପ୍ରହରି ଭାବେ ଜଣାଇବାକୁ ମନୋରଞ୍ଜନ ଧର୍ମୀ ପୁସ୍ତକ ଗୁଡିକୁ ପ୍ରଚାର କରି ମାଳିକାର ଆଖ୍ୟା ଦେଉଛନ୍ତି।ଏସବୁ ସମସ୍ତେ ଜାଣିଛନ୍ତି।
@pradiptamohanty3253
@pradiptamohanty3253 2 ай бұрын
ମୋଦି କାହିଁ କିଓଡିଶା ର ଶତ୍ରୁ ବୁଝାନ୍ତୁ
@MamataNayak-gt3iq
@MamataNayak-gt3iq 2 ай бұрын
❤ ଜୟରାଧେରାଧେ 🌺 ପ୍ରଭୁ ରକ୍ଷାକର ❤
@GaduMallick
@GaduMallick Ай бұрын
ଆପଣ ମାନେ ଯଦି ଏତେ ଜ୍ଞାନୀ ଏ ବାତ୍ୟା ପ୍ରଳୟ ଆସୁଛି କାହିଁକି କୁହନ୍ତୁ
@pradeepkumarsethi164
@pradeepkumarsethi164 2 ай бұрын
ମହାଶୟ ସାଦର ପ୍ରଣାମ, ମୁଁ ଆପଣଙ୍କ ମାଳିକା ପଢା ଶୁଣି ଜାଣିବାକୁ ପାଇଲି ଯେ, ଆପଣ ଘଟିଯାଇଥିବା ଘଟଣା ଗୁଡ଼ିକୁ ଚତୁରତାର ସହ ପଢି ଶୁଣାଇଛନ୍ତି। ଘଟଣା ଘଟିବା ପୂର୍ବରୁ ପଢି ଶୁଣାଇଲେ ଏବଂ ବାକ୍ୟ ଗୁଡ଼ିକର ସଠିକ୍ ଅର୍ଥ ବୁଝାଇଲେ ଆପଣଙ୍କ ଜ୍ଞାନର ପ୍ରକୃତ ପରିଚୟ ମିଳନ୍ତା। ନମସ୍କାର ରହୁଛି।
@ସୁବାସଵଳଵନ୍ତରାୟ
@ସୁବାସଵଳଵନ୍ତରାୟ 2 ай бұрын
U R right bro. 👍 👍🫡
@BasantaPradhan-r6o
@BasantaPradhan-r6o 2 ай бұрын
😊😊😊😊😊😊
@nukulchandrasahoo9318
@nukulchandrasahoo9318 2 ай бұрын
Exactly.
@pitambarpanda7522
@pitambarpanda7522 2 ай бұрын
Ok
@ସୁବାସଵଳଵନ୍ତରାୟ
@ସୁବାସଵଳଵନ୍ତରାୟ 2 ай бұрын
@@pradeepkumarsethi164 ଖାଲି ମିଛ ଟାରେ ମାଳିକା ମାଳିକା ହେଉଛନ୍ତି ଏମାନେ, ଏ ପ୍ରମୋଦ ମହାଶୟ ଏ ମାଳିକା ର ଗୋଟିଏ ଅଧ୍ୟାୟ ପ୍ରବଚନ ପାଇଁ କେତେ ଟଙ୍କା ନିଅନ୍ତି, ଟିକିଏ ଉତ୍ତର ଦେବେ କି ? ଯଦି ଭଗବାନ ଙ୍କ ଉଦେଶ୍ୟ ରେ ସମର୍ପଣ ତ ଏ ମୂଲ୍ୟ କୋଉଥି ପାଇଁ, କେବଳ ଲୋକଙ୍କୁ ଚୁତିଆ ବନେଇ ପଇସା ରୋଜଗାର କରିବା କଥା । ସଂସାର ର ଗୋଟିଏ କଥା ସତ, କର୍ମର ଫଳ ଚିରନ୍ତାଇ ସତ୍ୟ । ଯେମିତି କର୍ମ ସେମିତି ଫଳ । ମାଳିକା ଏଟା କହିଲା ସେଟା କହିଲା, ସବୁ ବକବାସ୍ । ସମସ୍ତେ ନିଜେ ନିଜର କର୍ମ ହିଁ କରି ଚାଲନ୍ତୁ ।
@pratapkumarsahoo5811
@pratapkumarsahoo5811 2 ай бұрын
🙏🙏🙏ଜୟ 🙏🙏🙏ଗୁରୁଦେବ 🙏🙏🙏ଜୟ 🙏🙏🙏ଜଗନ୍ନାଥ 🙏🙏🙏
@gangadharbiswal2606
@gangadharbiswal2606 2 ай бұрын
ପଣ୍ଡିତେ ମହାଶୟ ଆପଣ କେଉଉଠି ପାଠ ପଢିଥିଲେ ଯେ ମାଳିକାରେ ଥିବା ଅକ୍ଷର ଓ ପାଠ ବୁଝି ପକାଇଲେ । ସ୍ବର ଭଲ ଦେଉଛ ମାତ୍ର ଜ୍ଞାନ ବିଲକୁଲ ଥିବା ପରି ଜଣା ପଡୁନାହିଁ। ଯେଉଁମାନେ ମାଳିକାକୁ ସରଳ ଭାଷାରେ ଅନୁବାଦ କରିଛନ୍ତି ସେମାନେ ମହାପୁରୁଷଙ୍କ ପୋଥି କେଉଁଠାରୁ ନେଲେ ଓ କେତେ ବାଖ୍ୟା କରିଛନ୍ତି । ଲହରେଇ ଗୀତ ଗାଇଲେ ଖାଲି ସତ ବାହାରିବ ।
@rushimalatritharushikulyap7607
@rushimalatritharushikulyap7607 2 ай бұрын
ଜୟ ଜଗନ୍ନାଥ
@pratapsahani4255
@pratapsahani4255 2 ай бұрын
Maagia kou banda ku gita gauchha be, dekhauchha gote kahuchha gote.
@ସୁବାସଵଳଵନ୍ତରାୟ
@ସୁବାସଵଳଵନ୍ତରାୟ 2 ай бұрын
ପ୍ରକୃତ କଥା ହେଲା ଏଭଳି ଲୋକ ମାନେ କେବଳ ବେପାର ବଣିଜର ଉଦେଶ୍ୟ ରେ ମାଳିକା କୁ ବ୍ୟବହାର କରୁଛନ୍ତି । କିନ୍ତୁ ଏମାନଙ୍କୁ ମାଳିକା ର ଆଦିଓ ଅନ୍ତ କିଛି ଜାଣି ନାହାଁନ୍ତି ।
@anadi323jan
@anadi323jan Ай бұрын
ଆପଣଙ୍କ ପ୍ରବଚନର ଶିରୋନାମା ଯାହା ବର୍ଣ୍ଣନା ଭିନ୍ନ...ସ୍ପଷ୍ଟ କରି କୁହନ୍ତୁ ମୋଦୀ କିପରି ଓଡିଶାର ଶତ୍ରୁ....ପୁନଶ୍ଚ ପୁରୀ ମନ୍ଦିର ବୁଡିଯିବ ଜଗନ୍ନାଥ ଛତିଆ ପଳେଇବେ...ଏହା କେବେ ହେବ....ପୁଣି ରୁଷିଆ ଜଗନ୍ନାଥଙ୍କୁ ନେଇଯିବ..ବରିରେ ଇଞ୍ଜିନ ଅକାମି ହେବ ଜଗନ୍ନାଥ ଛତିଆ ଯିବେ...ଏହିପରି ଭିନ୍ନ ଭିନ୍ନ କଥା କହି ଲୋକମାନଙ୍କୁ ଭ୍ରମରେ ପକାଯାଉଛି...ହୀରାକୁଦ ବନ୍ଧ ଭାଙ୍ଗିବ ଏପରି ଭିନ୍ନ ଭିନ୍ନ କଥା କହୁଛନ୍ତି...ଗୋଟିଏ ପଦକୁ ବାରମ୍ବାର ପ୍ରକାଶ କରୁଛନ୍ତି । ମୋ କହିବା କଥା ମାଳିକା ବଚନ ବୋଲି କହି ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି ।
@subashchandrapanda5741
@subashchandrapanda5741 2 ай бұрын
😢 ଜୟ ଜଗନ୍ନାଥ
@gaganbehera5412
@gaganbehera5412 Ай бұрын
ନରେନ୍ଦ୍ର ମୋଦି ଓ ମୋହନ ମାଝୀଙ୍କ ବିଷୟରେ ମାଲିକାରୁ
@udaybhanusahoo4824
@udaybhanusahoo4824 Ай бұрын
ମହାରାଜ , କିଛି ଗୋଟେ ବିଷବସ୍ତୁକୁ କହି।, କେବଳ ନିଜକୁ high light କରିବା କଥା । ଭଲ କରି ବୁଝନ୍ତି , ବେପାର ଭଲ ଚାଲିବ ।
@tusharakantabehera2587
@tusharakantabehera2587 2 ай бұрын
ମନ୍ତ୍ରୀମଣ୍ଡଳ ରେ 19 ମନ୍ତ୍ରୀ ରୁହନ୍ତି, ଆପଣଙ୍କ କହିବା ହିସାବରେ 13 ରାଜା କେମିତି.
@sanojkrdalai1046
@sanojkrdalai1046 2 ай бұрын
ଜଦି ମୋଦି ଓଡ଼ିଶା ର ଶତୃ, ତେବେ ଓଡ଼ିଶା ର ଗରିବ ଲୋକଙ୍କୁ ଏତେ ପରିମାଣର ପି.ମ୍ ଆବାଶ କାହିଁକି ବାଣ୍ଟୁଛନ୍ତି ? ୨୫ ବର୍ଷ ର ଶର୍କରା ବିଜେଡ଼ି ର ମଧ୍ୟ ସେତିକି ବିଜୁ ପକାଘର ନାହିଁ। ପ୍ରମାଣ ସ୍ବରୁପ ପ୍ରତ୍ୟେକ ଗ୍ରାମ ଭ୍ରମଣ କରି ଦେଖିପାରନ୍ତି
@saiprasannadas9873
@saiprasannadas9873 2 ай бұрын
Pm abas modi ra project nuha
@haridas5442
@haridas5442 2 ай бұрын
ଏସବୁ ହେବା ଦରକାର
@prabirkumardas641
@prabirkumardas641 Ай бұрын
ମହାଶୟ, କେତେବେଳେ କହୁଛନ୍ତି ମୋଦି ଓଡ଼ିଶାର ଶତ୍ରୁ କେତେବେଳେ କହୁଛନ୍ତି ମୋଦି ଭଗବାନଙ୍କ ଶେଷ ଅବତାର । କାହିଁକି ଭକ୍ତ ମାନଙ୍କୁ ଭ୍ରମିତ କରୁଛନ୍ତି ?
@pintumohantypintumohanty3540
@pintumohantypintumohanty3540 2 ай бұрын
ଜୟ ଜୟ ଜଗନ୍ନାଥ
@PitambarDash-dk3tp
@PitambarDash-dk3tp 2 ай бұрын
କଣ ମାଳିକା ରେ ମୋଦୀଙ୍କ ନାମ ଲେଖା ଯାଇଅଛି। ପ୍ରକ୍ରୁତ୍ତିର ବିନାଶ ପାଇଁ ମନୁଷ୍ୟ ସମାଏ ଦାୟୀ । ମୋଦୀ ନୁହନ୍ତି।
@deenabandhusripallab1144
@deenabandhusripallab1144 2 ай бұрын
ଆଜ୍ଞା ନମସ୍କାର। ଆପଣ ସୂଚନା ପ୍ରଦାନ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ର ଶତ୍ରୁ ଏହା କିପରି ? କେଉଁଠି ମାଳିକା ରେ ବର୍ଣ୍ଣନା ହୋଇଅଛି ତାହା ଜଣାଇଲେ ନାହିଁ ବରଂ ଢେଙ୍କାନାଳ ରେ ତିନି ରାଜାଙ୍କ କଥା କହିଲେ।
@rajanikantachoudhury2343
@rajanikantachoudhury2343 2 ай бұрын
ମାଳିକା ର ପ୍ରକୁତ ଅର୍ଥ ନ ଜାଣି ମିଛ ପ୍ରଚାର କରାଯାଉଛି.
@dambaruchhatria-xr5lk
@dambaruchhatria-xr5lk 2 ай бұрын
Jay Jagannath 🙏🙏🙏🙏🙏🙏🙏🙏
@jayakrushnachoudhury1624
@jayakrushnachoudhury1624 Ай бұрын
Bjp ଆସିବାଠୁ ଓଡ଼ିଶାକୁ ଲକ୍ଷ୍ମୀ ଛାଡ଼ି ଗଲେଣି ।
@BasantakumarGond
@BasantakumarGond 2 ай бұрын
ଜୟ ଜଗନ୍ନାଥ 🙏🙏🙏
@banamaliharijan-if7gk
@banamaliharijan-if7gk 2 ай бұрын
oMM Nomo RaghukulatilakNoMosriRam
@ArunNaik-y3r
@ArunNaik-y3r 2 ай бұрын
Jai jagannath
@pradipsahu5711
@pradipsahu5711 2 ай бұрын
Jay.jaganatha
@ShradhaMohapatra-v6s
@ShradhaMohapatra-v6s Ай бұрын
Jagataku Uddhara kara he Prabhu.Jagatara Kalyaana Kara. Jay Jagannath. 🙏🏻🙏🏻🙏🏻
@bhaskarpanda8850
@bhaskarpanda8850 2 ай бұрын
ପ୍ରାୟ ଏଥିପାଇଁ କାମ ଆରମ୍ଭ ହୋଇଯାଇଛି। ରତ୍ନଭନ୍ଡାର ତାର ନମୁନା,
@AshokKumarDasKahnu
@AshokKumarDasKahnu 2 ай бұрын
ଜୟ ଜଗନ୍ନାଥ ମହାପ୍ରଭୁ ମୋର ପ୍ରଣାମ ଗ୍ରହଣ କରନ୍ତୁ ବାବା
@jugalsethi1455
@jugalsethi1455 2 ай бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ।
@satrughnasethi9032
@satrughnasethi9032 Ай бұрын
Jayjagannàth a
@anilkumarnayak2030
@anilkumarnayak2030 Ай бұрын
Jai jagarnath Jai jagarnath Jai jagarnath Jai ho
@ChhabilaMunda
@ChhabilaMunda 2 ай бұрын
Jay Jagarnath ❤
@manashmaya3332
@manashmaya3332 2 ай бұрын
Jay jagannath
@mahendraprasaddas9531
@mahendraprasaddas9531 Ай бұрын
ୟାଙ୍କ ମୁଖ ମଣ୍ଡଳ ଆଗରୁ ଯେମିତି ଥିଲା ଆଉ ସେମିତି ନାହିଁ।ଇଏ ବି କଳେବର ଵଦଳେଇଲେଣି। କାରଣ ସୋସିଆଲ ମିଡ଼ିଆ ଟି ବର୍ତ୍ତମାନ ଏକ ଭଲ ଖତିଆନ ଟିଏ ହୋଇଛି ତେଣୁ ଅନେକ ବାଣୀ କାର୍ତ୍ତିକ ବାହାରି ଚର୍ବିତ ଚର୍ବଣ କରୁଛନ୍ତି।ୟାଙ୍କ ପାଇଁ ଆଉ ଘରଭଙ୍ଗା ଧାରାବାହିକ ପାଇଁ ଗୃହଲକ୍ଷ୍ମୀ ଆଉ ସଜ ଖାଦ୍ୟ ପ୍ରସ୍ତୁତ କରୁନାହାନ୍ତି।ଗୃହ କର୍ତ୍ତା ବାସି କାସି ରେ ଗୃହ ଲକ୍ଷ୍ମୀ ଙ୍କ ଆୟତ୍ତରେ ଛଟପଟ। ଟଙ୍କା ରୋଜଗାର ପାଇଁ ଅଭିନବ ଉପାୟ। ଯାହାତ କରିବେ ସାଇଁ ସେତେ କାହାରିକୁ ଜଣାନାହିଁ।।
@KamakhiPradhan-v9j
@KamakhiPradhan-v9j Ай бұрын
Promad sir telling correct
@ladukishorepadhy144
@ladukishorepadhy144 Ай бұрын
ବନ୍ଦକରେ ତୁମର ମନଗଡ଼ା ରଚନା । ତୁମେ କହିବ। ଘଟଣାର ସମ୍ପୁର୍ଣ୍ଣ ଓଲଟା ହେବା ଘଟଣା ବାସ୍ତବ ମାଳିକାରେ ଅଛି | ତୁମକୁ ସେ ରହସ୍ୟ ମୋଟେ ଜଣା ନାହିଁ । ଶସ୍ତା ନକଲି ଶାସ୍ତ୍ର ପ୍ରଚାର କରିବାର ଫଳ ଭୟଙ୍କର ହେବ । ସାବଧାନ ହୁଅ |
@RohitBhoi-l3u
@RohitBhoi-l3u 2 ай бұрын
Jay Jagannath 🙏🙏🙏
@subhashchandrapadhi7177
@subhashchandrapadhi7177 2 ай бұрын
ମହାଷୟ!!!ପ୍ରଣାମ!!!ଭିଡିଓ ଟିର ଶିରୋନାମା ଟି ରେ ଆପଣ ଲେଖିଛନ୍ତି ଯେ ମୋଦି ଓଡ଼ିଶାର ଶତ୍ରୁ କିନ୍ତୁ ଏହାର ସମଗ୍ର କଳେବର ରେ ସେମିତି କିଛି ବିଷୟ ବସ୍ତୁ ତାକୁ ପୁଷ୍ଟି କରୁନାହିଁ ତେଣୁ ଆମେ କାରଣ ଓ ମ୍ମତବ୍ୟକ୍ତ କରୁଛୁ ଯେ ଆପଣ ନିଶ୍ଚୟ ଗେଣ୍ଡା ଦଳ ଲେ ଲବିନାର, ଲୁଣ୍ଠିତ ଧନ କିମ୍ବା ଅପକର୍ମ ରୁ ଲାଭ ଉଠାଇ ପ୍ରଭାବିତ ହୋଇ ପଡିଛନ୍ତି,:ସଭିଁଏ ଜାଣନ୍ତି ଆମେ ପୃଥିବୀର ଭାରତୀୟ ଦିନହୀନ ଲାଂଛିତ କୁକୁର ସମାନ ଘୃଣ୍ୟ ବ୍ୟବହାର ପାଉଥିଲୁ, ଛୋଟ ଦେଶ ପାକିସ୍ତାନର ପରି ବି ସମ୍ମାନ ଆମର ନ ଥିଲା, ଏବେ ବିଶ୍ୱଗୁରୁ ଅସ୍ତ୍ର ଶସ୍ତ୍ର ସୁନା, ସର୍ବୋପରି ଭେଟୋ ର ଅଧିକାରୀ, ହଁ ଏବେ ଭିଡ଼ିଓ କରି ଦିଅନ୍ତୁ ଯେ ଲବିନା ଗେଣ୍ଡା ଦଲୁଆ ସେସବୁ କରିଚ୍ଛି
@AlokPradhan-e5l
@AlokPradhan-e5l 2 ай бұрын
Absolutely right.
@santoshkumarnayak5259
@santoshkumarnayak5259 2 ай бұрын
ଏକଦମ ଠିକ କଥା କହିଛନ୍ତି 🙏
@dibyanuprapti4877
@dibyanuprapti4877 2 ай бұрын
ଟୋଟାଲ ଆମେ ତୋ ନାଁରେ କେସ ଦେବାକୁ ଯାଉଛୁ, ମୋଦି କେମିତି ଓଡ଼ିଶାର ଶତ୍ରୁ, ତୂ ଥାନାରେ ସବୁ ପ୍ରମାଣ ଦେବୁ, ବହୁତ ଉବୁକା ହଉଛୁ ଶଳା
@bksethirekha9873
@bksethirekha9873 Ай бұрын
Thik kahichi maalika.😅
@LalajiPradhan-o1k
@LalajiPradhan-o1k Ай бұрын
A Sala Pagala.
@NiranjanMohanty-sx7uj
@NiranjanMohanty-sx7uj 2 ай бұрын
Jay Jagannath Jay Panchasakha Jay Sri Achyutananda Jay Gurudev Apanku Koti Koti Namaskar
@SaratSwain-ub1tk
@SaratSwain-ub1tk 2 ай бұрын
JayJAganath
@DeepakRanjanPanda-s5j
@DeepakRanjanPanda-s5j 2 ай бұрын
ଏହାର ବହୁତ୍ ଶୀଘ୍ର ବିନାଶ ହେବ
@PragyanPandey-l3b
@PragyanPandey-l3b 2 ай бұрын
Guruji.pranam
@AkshayakumarParida-k4z
@AkshayakumarParida-k4z 2 ай бұрын
ପ୍ରମୋଦ ମୋଦି କାହିକି ଓଡିଶାର ସତୁରି ଭଲଭାବେ ମାଳିକାବୁଝାଇଦିଅ
@Nandineebehera-u1j
@Nandineebehera-u1j 2 ай бұрын
🕉️ Jay pancha sakha namah 🌻🌹🌹🌻🌻🪔🪔🪔🪔🪔🛐🧘 So thanks guru ji pranam.🎉🙏
@pratimasamal8918
@pratimasamal8918 2 ай бұрын
Jay Jay Mahadev
@debendradhal5935
@debendradhal5935 Ай бұрын
ଏହି ଦଶବାର ବର୍ଷ ହେବ ବହୁତ ମାଳିକା ଓ ପ୍ରବଚକ ବହୁତ ଏବହି ସବୁ ଆଗରୁ ତ ନଥିଲା କେବଳ ହାଡିଆ ମାଳିକା ଓ ୨୦ଟି କଥା ଯାହାକି ସତ ହୋଇସାରିଲାଣୀ
@parsurampradhan4929
@parsurampradhan4929 Ай бұрын
ଏ ଲୋକଟି ତଣ୍ଟି ବସେଇ ତାତ୍ସଲ୍ୟ କଲାଭଳି ଗାଉଛି ଓ ବଖାଣୁଛି I ମହାପୁରୁଷ ଯାହା କହିଛନ୍ତି ସେଇ କଥାକୁ ଦୋହରାଉଛି I
@tapanpanda4419
@tapanpanda4419 Ай бұрын
ବାଜେ ଗାଲୁ କଥା
@AnantaBehera-g7w
@AnantaBehera-g7w 2 ай бұрын
jayjagrntha
@singraimurmu4103
@singraimurmu4103 2 ай бұрын
🚩 Jay Jagannath 🌏🪔🙋‍♂️
@TrinathNayak-pq7xh
@TrinathNayak-pq7xh Ай бұрын
ମିଛ କହିବା କୁ ପ୍ରଚାର ଲୋକ କୁ ଭୟବିତ କରୁଛ କାହଁକି
@seemapatra9773
@seemapatra9773 2 ай бұрын
Jay jagannath sawmi guruji pranam 🙏
@PragyanPandey-l3b
@PragyanPandey-l3b 2 ай бұрын
Jagannath.bharasa
@swamisachchidanandasaraswa7788
@swamisachchidanandasaraswa7788 Ай бұрын
ଏ ପାଗଳଙ୍କ କଥା ଶୁଣନ୍ତୁ ନାହିଁ,
@lakshmidhardas-fl9gv
@lakshmidhardas-fl9gv 2 ай бұрын
Uttam samay asile hei pare jay jagannath jay
@manojjali4576
@manojjali4576 2 ай бұрын
Thank😢🎉
@akpradhan6120
@akpradhan6120 Ай бұрын
Odisha will damage by corrupted officers
@raghunathmohanty6929
@raghunathmohanty6929 2 ай бұрын
ସାରଥୀ ବାବା = ପ୍ରମୋଦ ବାବା. ମାଡ଼ ଏମାନଂକୁ ଏକ ମାତ୍ର ଔଷଧ.
@arunmalik9922
@arunmalik9922 2 ай бұрын
ଦେଖୋଉଚ୍ଚ ଗୋଟେ କହୁଚଗୋଟେ ଆଉ ଦେଖିବୁ ନାଇଁ
@durgakeshariparida576
@durgakeshariparida576 Ай бұрын
ପଇସା ପାଇଁ କି ରଙ୍ଗ ରେ ଗାଉଛନ୍ତି କିଓ ଭାଇ । ଯାହା ହେଉ ମହାତ୍ମା ଅଚ୍ୟୁତ ଓ ମାଳିକା ନାମ ରେ ପରିବାର ପ୍ରତିପୋଷଣ ହୋଇପାରୁଛି ତ ।
@ashokhota9114
@ashokhota9114 Ай бұрын
, ପ୍ରବଳ ଗଂଜେଇ ରେ ଅଫିମ ମିଶାଇ ଖାଇ କାହିଁକି ପ୍ରଳାପ କରୁଛ ମହାଶୟ?
@Lucifer1-d5x
@Lucifer1-d5x 2 ай бұрын
Manoranjan bachana
@sridharapradhan2758
@sridharapradhan2758 2 ай бұрын
Jay maa biraja.
@abhaymoharana8202
@abhaymoharana8202 2 ай бұрын
Bala Malika tame bujhicha michhua lampata pakhanda tame age mariba.
@prafullakumarsamantaray2493
@prafullakumarsamantaray2493 Ай бұрын
ଭଲ ଗୀତ ପଢ଼ୁଛ । ମାଳିକା ନାମରେ ସମାଜକୁ ଭୁଲ ବାର୍ତ୍ତା ଦିଅ ନାହିଁ ।ମାଳିକା ବହି ଛାପିବା ସମୟରେ ଅନେକ ଭୁଲ ତଥ୍ୟ ଲେଖା ଯାଇଛି ।ଜଗନ୍ନାଥ ଆପଣକୁ ସଦବୁଦ୍ଧି ଦିଅନ୍ତୁ ।
@arunkumar-nq5iy
@arunkumar-nq5iy 2 ай бұрын
ମୋଦି ⁉️⁉️⁉️⁉️⁉️⁉️ ଓଡ଼ିଶାର ଶତ୍ରୁ ⁉️⁉️⁉️⁉️
@BirenmitraMohanty
@BirenmitraMohanty Ай бұрын
ଏଇଟାକୁ ମହିଳା ମାନେ ଝାଡୁରେ ପାହାର ଦେଲେ ସୁଧରିବ
@birendrasenapati724
@birendrasenapati724 2 ай бұрын
Jay shree krishna🙏🙏 Jay shree gurudev ji🙏🙏❤❤❤
@chseglory8896
@chseglory8896 2 ай бұрын
Jai jagannath swami nayanpath gami bhava tume
@Aditya.aditya.
@Aditya.aditya. 2 ай бұрын
ନେମାଳରୁ ତଡା ଖାଇ ସାରଦା ସାଥୀ ହେଇ tautari ଚାଲିଛି
@pravakarparida132
@pravakarparida132 2 ай бұрын
In
@LalajiPradhan-o1k
@LalajiPradhan-o1k Ай бұрын
Modi Kipari Odisha ro Satru Boyana Deiparibu tho.? Court re
@jayshreeramsatya6174
@jayshreeramsatya6174 Ай бұрын
Malikare lekha achi modi is god bcz he created Ram mandir
@nirmalpatnaik5796
@nirmalpatnaik5796 2 ай бұрын
GANJAD UBACHA (IDOT )
@parameswarpanda245
@parameswarpanda245 2 ай бұрын
Jaya Jagannath Malika bachana ra heading title rajanaitika na heba darakar
@kirtichandrapradhan1408
@kirtichandrapradhan1408 Ай бұрын
ବେପାର କରୁଛି କିଛି ନ ଜାଣି।
@dkraut9901
@dkraut9901 Ай бұрын
ଏ ମହାଶୟ ଓଠ ଲମ୍ବାଇ ଲହରେଇ ଲାହରେଇ ଗୁଡ଼ାଏ ମିଛ ଇଆଡୁ ସିଆଡୁ କଥା କହୁଛନ୍ତି । ସମ୍ପୂର୍ଣ ମିଥ୍ୟା ଏବଂ ପ୍ରବଞ୍ଚନା । ଏହି କଥା ବାଚକ ମଧ୍ୟ ବହୁତ୍ ମିଛ ଭ୍ରମିତ୍ କଥା କହନ୍ତି । ଏଥିରେ କିଛି ବିଜେପି ବିଜେଡ଼ି ସମ୍ପର୍କ ନାହିଁ । ମାତ୍ର ଏକଥା ସତ୍ୟ ମୋଦି ଓଡ଼ିଶାର ଆଦୌ ଶୁଭ ଚିନ୍ତକ ନୁହନ୍ତି । ଅନ୍ୟଥା ଏକ ଦୁର୍ବଳ ଶାସନ ର ପୃଷ୍ଟ ପୋଷାକ ହୋଇ ନଥାନ୍ତେ ।
@basudevpradhan703
@basudevpradhan703 Ай бұрын
ଏଇ ଗାୟକ ମହାଶୟ ୟୁଟ୍ୟୁବରେ ଫେମସ ହେବା ପାଇଁ ଭିଡିଓ କରୁଛନ୍ତି।ନଚେତ୍ ମୋଦି ବିରୋଧୀ। ମାଳିକା ବଚନ ଅର୍ଥ କୁ ଅନର୍ଥ କରୁଛନ୍ତି।
@kanhuist
@kanhuist 2 ай бұрын
Malika jeun mahapurusa lekhile tanka area pain jaha tanka pain pruthvi. Odisha ku durvikshya asigalani. Odisha podi gale pruthvi saha samparka nahin. Mahapursa samaya gala ni katha galani. Bekara katha kahi lokanku bhaya bhita karantuni.
@munaparida6696
@munaparida6696 2 ай бұрын
Malika କଥା ମିଛ
@prafulasahoo3922
@prafulasahoo3922 Ай бұрын
ସତ
@prafulasahoo3922
@prafulasahoo3922 Ай бұрын
ତମେ କଣ ଜାଣିନ ମାଳିକା କହିଥିଲା ମଣିଷ ମାଂସ ମଣିଷ ଖାଇବ ଏବେ ଖାଉଛନ୍ତି
@NikunjakishoreSahoo
@NikunjakishoreSahoo 2 ай бұрын
KAI MODI NKA BISAYARE TA KICHHI ABHAS NAHI SIR APANA BODHHE MODI BIRODHHI MALIKA RE TANKA NAM KAI PUROUCHHA
@ramrajkumar7983
@ramrajkumar7983 Ай бұрын
only hilight bepar pain vidio karuchi.bada baba. veiw khojuchi .
@SaratNayak-qi8cc
@SaratNayak-qi8cc 2 ай бұрын
JAYA JAGANNATHA,JAYA ACHYUTA SHARAN.
@SurendraSurendragamango
@SurendraSurendragamango 2 ай бұрын
ମିଛରେ ଅପଲୋଡ କରୁଛ
@NibeditaPanda-m4w
@NibeditaPanda-m4w 2 ай бұрын
T😢
@puspamohapatra7413
@puspamohapatra7413 2 ай бұрын
Mahapurusa kan khali modi katha lekhichhanti? Kain agaru ta kebe kahu na thile? Odisa ku no 1 kala pare, ete bikas kala pare apan ete mana gadha kahani prachaar karantuni. Na hele malika uparu biswas tutijiba. Sabubele khali apan modi birudhare kahi chalichhsnnti. Anya bisayare kuhantu please.
@Funnyvideos-uy1hm
@Funnyvideos-uy1hm 2 ай бұрын
Aaemane tautar
@niharkantaswain648
@niharkantaswain648 2 ай бұрын
ବେକାର କଥା
@naliniprusty-kq3vz
@naliniprusty-kq3vz Ай бұрын
ଏ ଲୋକ ରିସର୍ଚ୍ଚ କରିଛନ୍ତି ବୋଧେ
@ShankarMalik-c2z
@ShankarMalik-c2z Ай бұрын
Prabachana bhala deuchu harijana adibashi ku gaa mandira bhitare pashile manaa kahinki karuchha jaganath heu chhnti adibashi nka thaakura
@PrabhakarPathy
@PrabhakarPathy 2 ай бұрын
Ye Malika real hey, believe it.
@rabindrapradhan8639
@rabindrapradhan8639 2 ай бұрын
Jay tarhi achyuta jay tarhi jagannath charane swarana dia prabhu kurti kurti pranam prabhu jagataku udhar kar prabhu gurudev pranam pramod sir pranam
@redhakhollatestvideoredhak4524
@redhakhollatestvideoredhak4524 2 ай бұрын
ଏଗୁଡିକ ସବୁଯାକ ଅନ୍ଧ ବିଶ୍ୱାସ. ମାଳିକାରେ ଯଦିଲେଖଚି ତାହାହେଲେ ମୁଖ୍ୟମନ୍ତ୍ରୀ ଙ୍କୁ ଦିଅନ୍ତୁ. ଇଏ କେବଳ Harmonium ବଜେଇ ହାଟରେ ଚଟି ବହି ବିକିବାଲାଗି. ଏଗୁଡିକ ମନରେ ପୁରେଇଲେ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବ.
@SaratNayak-qi8cc
@SaratNayak-qi8cc 2 ай бұрын
❤❤❤❤❤❤❤
@bipinrana4830
@bipinrana4830 2 ай бұрын
Kebe ku haba
@alokroutaray3865
@alokroutaray3865 Ай бұрын
Ata pura tautor no 1
@raghunayak1198
@raghunayak1198 2 ай бұрын
Apan ghatiba pare kahuchhanti Kahinki agaru kahinahanti
@krishnamajhi8581
@krishnamajhi8581 Ай бұрын
ମିଛ କହୁଛ କାହା ପାଇଁ...????
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 544 М.
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 14 МЛН
Mom Hack for Cooking Solo with a Little One! 🍳👶
00:15
5-Minute Crafts HOUSE
Рет қаралды 22 МЛН
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 544 М.