ମୋ ଭଉଣୀ ମୋ ପାଇଁ ଜୀବନ || ଭଉଣୀଙ୍କୁ ଦିଆ ହେଲା Surprise

  Рет қаралды 687,838

ମୁଁ TRAVELLER

ମୁଁ TRAVELLER

Күн бұрын

Пікірлер: 1 800
@manoranjansingh5209
@manoranjansingh5209 Жыл бұрын
ଲବ ଭାଇ ର ଭଉଣୀ ମାନଙ୍କୁ ରାକ୍ଷୀ ପୁର୍ଣିମା ର ଦୀର୍ଘାୟୁ ଏବଂ ସଫଳ ଯାତ୍ରା ର ଶୁଭ କାମନା ♥️♥️♥️♥️♥️♥️
@DebiBebiVlogs
@DebiBebiVlogs Жыл бұрын
ଭାଇ ତମ ଭଳି ମଣିଷ କୋଟିଏ ରେ ଗୋଟିଏ 🙏🙌 ପ୍ରଭୁ ଜଗନ୍ନାଥ ତମକୁ ସବୁବେଳେ ଭଲରେ ରଖିଥାନ୍ତୁ 🙌❣️।
@alokranjanmekap3000
@alokranjanmekap3000 Жыл бұрын
ସ୍ନେହ ଶ୍ରଦ୍ଧା ମଧ୍ୟରେ ଭଗବାନ ଙ୍କୁ ଅନୁଭବ କରିହୁଏ। ବହୁତ ସୁନ୍ଦର ହୃଦୟ ତୁମର। ଭଗବାନ ନିଶ୍ଚୟ ତୁମ ସହିତ ଅଛନ୍ତି। ଜୟ ଜଗନ୍ନାଥ
@bidurmallick143
@bidurmallick143 Жыл бұрын
ସତରେ ଭାଇ ତୋମେ ହୃଦୟୁରୁ ବହୁତ ଭଲ ପ୍ରଭୁ ଜଗରନାଥ ଏମିତି ଶୋଦାବେଳେ ଖୁସିରେ ରଖନ୍ତୁ ଆପଣଙ୍କୁ ❤❤❤❤
@GuluSakti-qh2pt
@GuluSakti-qh2pt Жыл бұрын
ସତରେ ଭାଇ ତମ ହୃଦୟ ବହୁତ ବଡ଼ ଏମିତି ତମ ସମ୍ପର୍କ ସବୁଦିନ ପାଇଁ ରହୁ ଏତିକି ଜଗନ୍ନାଥ ଙ୍କ ପାଖରେ ପାର୍ଥନା। ଜୟ ଜଗନ୍ନାଥ ମହା ପ୍ରଭୁ
@RajendraKumar-tx9lh
@RajendraKumar-tx9lh Жыл бұрын
ଭାଇ ତୁମର ଭାବନା ଆଉ କଥା ଏତେ ଭଲ ଯେ ଆଖିରୁ ଲୁହ ଆସିଯାଇଛି ସବୁ ବେଳେ ଏମିତି ରହିବ ବହୁତ୍ ଭଲ ପାଇବା ମିଳିବ ଭାଇ ତୁମ କଥାରେ ମନ ଭରିଯାୟେ ଦେବା ନେବା ବଡ଼କଥା ନୁହଁ ଜଗନ୍ନାଥ ତୁମକୁ ଭଲ ରେ ରଖନ୍ତୁ god bless you 🙏🙏🙏🙏🙏❤️
@digambar14347
@digambar14347 Жыл бұрын
ଲବ ଭାଇ ତମ ଖୁସି ଦେଖି ବହୁତ ଖୁସି ଲାଗୁଛି.. ଭଗବାନ ଆଶୀର୍ବାଦ କରନ୍ତୁ ତମେ ସବୁବେଳେ ଖୁସିରେ ରୁହ
@sanjibkumarbarik3234
@sanjibkumarbarik3234 Жыл бұрын
ପ୍ରଭୁ ଆପଣଙ୍କୁ ନିଶ୍ଚିତ ଭଲରେ ରଖନ୍ତୁ. ଆପଣ ନିଶ୍ଚିତ ଜଣେ ମହାନ ହୃଦୟ ବାନ ମଣିଷ ଟିଏ. କେବେ ବି ଯଦି ଆପଣଙ୍କ ପାଖରେ ମୋ ପାଇଁ ଟାଇମ ମିଇଳିବ ବୋଲି ଭାବନ୍ତି, ମୋତେ ଟିକିଏ ସୁଯୋଗ ଦେବେ ଆପଣଙ୍କ ସାଙ୍ଗରେ ଦେଖା କରିବାକୁ.
@agaming1367
@agaming1367 Жыл бұрын
ଭାଇ ତୁମେ ଆମ ଓଡ଼ିଶା ପାଇଁ ଗର୍ବ।
@sachi5970
@sachi5970 Жыл бұрын
Laja thau
@classwithSHAKTIMAN
@classwithSHAKTIMAN Жыл бұрын
Gourab bi hannn
@basantakishan568
@basantakishan568 Жыл бұрын
Joy hind
@joshopatel5086
@joshopatel5086 Жыл бұрын
Laba bhai ahama paschamiodisha ku achha
@ANDigital-bk4qu
@ANDigital-bk4qu Жыл бұрын
Yes right
@drnaresh1166
@drnaresh1166 Жыл бұрын
ଶୁଭ ସକାଳ ମୋର ଭାଇ ଜୟ୍ ଶ୍ରୀ ଜଗନ୍ନାଥ ଅଜିର ଦିନଟି ମଙ୍ଗଳ ମୟ ହେଉ ଆପଣଙ୍କ ଚଲାପଥ କୁସୁମିତ ହେଉ ସଦାସର୍ବଦା ଖୁସୀରେ ରୁହନ୍ତୁ ଆପଣ ଭଗବାନ୍ ଙ୍କ ନିକଟରେ ଏତିକି ପ୍ରାର୍ଥନା ମୋର
@satyageduasatya3106
@satyageduasatya3106 Жыл бұрын
ଲବ ଭାଇ ଙ୍କୁ କେଉଁମାନେ ନିଜ ଭାଇ ଭଳିଆ ଭାବୁଛ ହାତ ଟେକ ❤❤❤
@brilliantkrishna5006
@brilliantkrishna5006 Жыл бұрын
ଜାଣିନି କିନ୍ତୁ ତମକୁ ଆଉ ତମ ଭିଡିଓ କୁ ଦେଖିଲା ପରେ ତମେ ବହୁତ ନିଜର ନିଜର ଲାଗୁଛ ❤️❤️❤️❤️ LOVE YOU LABA BHAI ❤️❤️
@namasteodishavlogs
@namasteodishavlogs Жыл бұрын
ବିନା ସ୍ୱର୍ତ ରେ ଭଲ ପାଇବାର ମୂଲ୍ୟକେବେ କେହି ମପି ପାରିବେନି ❤ କାହାକୁ ମନରୁ ଭଲପାଇବା ଠାରୁ ଦେଖେଇ ହେବା ଭଲପାଇବା ଢେର୍ ପର୍ଥକ।
@jagadish7768
@jagadish7768 Жыл бұрын
You are right 👍👍 aita sata kotha kohi chho
@sibaprasadmohanty6902
@sibaprasadmohanty6902 Жыл бұрын
ସତରେ ଭାଇ ତମେ ମହାନ୍💝💝 ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ 🙏🙏
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 ଲବ ଭାଇ ଏ ଭିଡ଼ିଓ ବହୁତ ଭଲ ଲାଗିଲା ଭାଇ ଭଉଣୀ ମାନଙ୍କର ଆଶୀର୍ବାଦ ତମ ଉପରେ ଏତେ ଅଛି ଯେ ଆଗକୁ ବଢ଼ିବାରେ କିଛିବି ଅସୁବିଧା ହବନି ❤️❤️❤️
@JaiShreeRam-mv3my
@JaiShreeRam-mv3my Жыл бұрын
ଇଣ୍ଡୋନେସିଆ ଭ୍ରମଣ, ଲବ ଭାଇଙ୍କ upcoming ଭିଡ଼ିଓ ଦେଖିବା କୁ କିଏ କିଏ excited ଅଛ? 😊
@SureshKumar-qj7qy
@SureshKumar-qj7qy Жыл бұрын
ଭାଇ ତମ ଭଉଣୀ ମାନେ ତମକୁ ଦେଖିଲା ପରେ ତାଙ୍କ ମୁହଁରେ ଯୋଉ ଖୁସି ଦେଖିକି ବୋହୁତ ଖୁସି ଲାଗିଲା ଭାଇ ଦେଖ ଭାଇ ଭଉଣୀ ସମ୍ପର୍କ ଏମିତି ଗୋଟେ ସମ୍ପର୍କ ନ କହିଲେ ସରେ
@rajendrasahoo-mw6un
@rajendrasahoo-mw6un Жыл бұрын
Vai tume bohut agaku Jaa,go karantu tume sabubele khusire ruha.
@rajeshsahurajeshsahu975
@rajeshsahurajeshsahu975 Жыл бұрын
Congratulation for 314k subscriber 🥳 Love from HIRAKUD ❤️ 🥰
@SanjitaGadaba
@SanjitaGadaba Жыл бұрын
ମନ ତରସିଯାଏ ତୁମ ପ୍ରେମ ଦେଖି ଭାଇ ଭଉଣୀ ଙ୍କ ପ୍ରତି।🙏🙏🙏ଭାଇ ❤
@newdigantaodisha
@newdigantaodisha Жыл бұрын
ସବୁ ସମ୍ପର୍କ ର ଉର୍ଦ୍ଧରେ ଭାଇ ଭଉଣୀ ର ସମ୍ପର୍କ ଭଗବାନ ତିଆରି କରିଛନ୍ତି❤❤
@kanhabaral2209
@kanhabaral2209 Жыл бұрын
ଲବ ଭାଇ ବହୁତ ବହୁତ ଧନ୍ୟବାଦ୍ ଆପଣଙ୍କ ପରିବାର କୁ ଦେଖି ବହୁତ ଖୁସି ଲାଗିଲା ଆପଣଙ୍କର black ବହୁତ ଭଲ ଲାଗୁଛି 👍👍👍🥰🥰🥰🇮🇳❤️🇮🇳❤️👍🥰
@jrmahii02mkh
@jrmahii02mkh Жыл бұрын
ଲବ ଭାଇ ମୁ ଭୋଗବନ୍ ଙ୍କୁ ଡାକୁଛି ସବୁ ସମୟରେ ରେ ଖୁସିରେ ରୁହ ❤🙏🙏🙏
@nigomnaik9834
@nigomnaik9834 Жыл бұрын
ସବୁ ବେଳେ ଖୁସି ରେ ଥାଅ ଭାଇ ପ୍ରଭୁ ଜଗନ୍ନାଥଙ୍କ ମହିମା ସବୁ ବେଳେ ଏମିତି ଥାଉ ❤
@RajaExpressVlogs
@RajaExpressVlogs Жыл бұрын
Oh Bhai Ki Emotional re ଭାଇ ବହୁତ୍ ବଢିଆ ଲାଗିଲା ଭାଇ E Emotional Video ଦେଖି ❤❤❤❤❤❤❤ I love u laba bhai😊
@BharatiBagarty
@BharatiBagarty 9 ай бұрын
ସତ ରେ ଲବ ଭାଇ ତୁମେ ଗୋଟେ ହୃଦୟବାନ ମଣିଷ ଆଉ ସବୁ vlog ବହୁତ୍ ବଢ଼ିଆ ଲାଗେ । ଭଗଵାନ କରନ୍ତୁ ତମେ ବହୁତ୍ ଆଗ କୁ ଯାଆ । ଓଡିଶା ବାସି ଙ୍କ ଗର୍ବ ଆଉ ଗୌରବ ଲବ ଭାଇ।
@dhanirambeg7820
@dhanirambeg7820 Жыл бұрын
ଳବ ଭାଇ ତୁମର ଓ ତୁମ ଭଉଣୀ ମାନଙ୍କର ମଧ୍ୟେ ଅଟୁଟ ପ୍ରେମ ସବୁ ଦିନ ପାଇଁ ରହୁ (advance happy rakshabandhan day to all sisters)🎉🎉
@Parayanimarndi
@Parayanimarndi Жыл бұрын
But mara nija bhai nahanti
@WilliamBhuyan143
@WilliamBhuyan143 11 ай бұрын
Yes ବଡ଼ ଭାଇ ତୁମ ହୃଦୟ କେତେ ବଡ଼ dil ସେ Salut
@arunakumarsahoo2231
@arunakumarsahoo2231 Жыл бұрын
ଲବ ଭାଇ ଆମ ମୁଖ୍ୟମନ୍ତ୍ରୀ ୨୫ ବର୍ଷ ହେଲାଣି ଓଡ଼ିଆ ଶିଖି ପାରିଲେନି।ସେ ଭଉଣୀ ଏକ ମାସରେ ଓଡ଼ିଆ ଶିଖି ଗଲେ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ।
@my-attitude-my-style143DR
@my-attitude-my-style143DR Жыл бұрын
Satare bhai gote sata katha kahila 🙏🙏🙏
@iamalone558
@iamalone558 Жыл бұрын
Right
@kabitatoika
@kabitatoika Жыл бұрын
ଭାଇ ଭଉଣୀର Surprise Vdo ଟେ ତ ବହୁତ ହିଁ ବଢିଆ ଲାଗିଲା ଭାଇ.❤
@drnaresh1166
@drnaresh1166 Жыл бұрын
ଲବ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ୍ ସମସ୍ତ ଭାଇ ଭଉଣୀ ମାନଙ୍କୁ ଭଲ୍ପାଇବା ଦଉଛନ୍ତି, ମୁଁ ଆପଣଙ୍କ ପାଇଁ ଭଗବାନ୍ ଙ୍କୁ ଡାକୁଚି ଏଇଭଳି ଆଗକୁ ଜାଆନ୍ତୁ, ଜୟ୍ ଶ୍ରୀ ଜଗନ୍ନାଥ 🙏 ମୁଁ ଗୋଟେ ଭିନ୍ନକ୍ଷମ ଟେ ମତେ ବହୁତ ଖୁସୀ ଲାଗିଲା ଆଉ ଆପଣଙ୍କ ଭିଡି଼ଓ ଦେଖିକି ଦୟାକରି ମୋ ମେସେଜ୍ ପଢ଼ନ୍ତୁ ଭାଇ ଆଉ ଗୋଟେ ଛୋଟିଆ କଥା କହୁଚି ଭାଇ ଆପଙ୍କ ଦ୍ଵାରା ସବୂ ଦେଶ ଦେଖି ପାରୁଚି ଆଉ ମୁଁ ଚାଲି ପାରୁନି ଆଉ ମୋ ହାତ ଗୋଡ଼ୋ କାମ କରୁନି ମୁଁ ନାକରେ ମୋବାଇଲ୍ ଚଲଉଚି ଦୟାକରି ମୋ ମେସେଜ୍ ପଢ଼ନ୍ତୁ ଭାଇ ନମଷ୍କାର୍ 🙏🙏
@drnaresh1166
@drnaresh1166 Жыл бұрын
ଭାଇ ଆପଣ ଙ୍କ ସହିତ କେମିତି କଥା ହେଇ ପରିବି
@drnaresh1166
@drnaresh1166 Жыл бұрын
ଆପଣଙ୍କୁ ମୋ ନଂମବର ଦଉଚି ଆପଣ ମେସେଜ୍ କରିବେ ୭୫୦୪୧୭୪୬୫୮ ଆଉ ଆପଣ ମୋ ୟୂଟୁବ୍ ଭିଡି଼ଓ ଦେଖି ବେ
@abinashbabu304
@abinashbabu304 Жыл бұрын
Thank you bhai .. tumo kotha suniki .. .. ascharjya laguchhi... 😮 jagannath tumo ku bholo re rakhantu... Jay jagannath 🙏🙏
@pabitrapanda5104
@pabitrapanda5104 Жыл бұрын
Laba vai ku ate Sara vala paiba dekhi mote bohut khusi lagila ... love you vai ❤
@Odpelu
@Odpelu Жыл бұрын
ଭାଇ ବହୁତୁ ଭଲ ଲାଗିଲା ❤❤❤❤❤❤❤❤❤❤ ସବୁ ସମ୍ପର୍କ ଠୁ ଭାଇ ଭଉଣି ସମ୍ପର୍କ ନିଆରା love you bro😘🥰😘💖😎🔥😎🔥
@amiyakumarsamal7406
@amiyakumarsamal7406 Жыл бұрын
Bhai u r extraordinary from other vloger. l like u so much.
@RKAnitajourney
@RKAnitajourney Жыл бұрын
Brother's and sisters bonding is eternal 😢❤😊❤❤🤝👍
@alekhchandrabeja5578
@alekhchandrabeja5578 9 ай бұрын
ଲବ ବାବୁ you are the pride of odisha, God bless you
@anjusexpress9073
@anjusexpress9073 Жыл бұрын
ଭାଇ ଆମେ ବି ଆଜି ର ଭିଡିଓ ଦେଖି ବହୁତ୍ funny ଲାଗିଲା 😂😂😂ମନକୁ କିଣି ନେଲା👍🏻ଲବ ଭାଇଙ୍କ ପାଇଁ ଗୋଟେ👍🏻
@sasmitakondagari2942
@sasmitakondagari2942 Жыл бұрын
ତୁମ ଭଲ ପାଇବା ଦେଖି ସତରେ ଭାଇ ଆଖିରୁ ପାଣି ବାହାରି ପଡ଼ିଲା ତୁମେ ଯେମିତି ସମସ୍ତଙ୍କ ପାଇଁ feel କରୁଛ ସେମିତି ମୁ ବି ତୁମ ପାଇଁ feel କରୁଛି ଭାଇ ସତରେ ଦିନେ ନା ଦିନେ ମୁ ବି ତୁମ ସହ ଦେଖା କରିବି Miss u bhai
@silusanwiyan4173
@silusanwiyan4173 Жыл бұрын
I noticed your t-shirt. NOTHING IS IMPOSSIBLE, DON'T GIVE UP ଡ୍ରେସ୍ ରେ ଲେଖା ହେଇଥିବ sentence ଟି କୁ ଆପଣ କରି ଦେଖେଇଲେ, ଆମେ ବହୁତ ଖୁସି ଆପଣ ଙ୍କ ପାଇଁ ଆଜି ଓଡିଶା ର traditional କୁ ବାହାର ଦେଶ ରେ ଦେଖାଉଛନ୍ତି,great 🎉 ଜଗତ ର ନାଥ ଜଗନ୍ନାଥ ଆପଣ ଙ୍କୁ ସର୍ବଦା ଖୁସି ରେ ରଖନ୍ତୁ ଏତିକି ଆମ ମାନଙ୍କ ତାଙ୍କ ନିକଟ ରେ ପ୍ରାର୍ଥନା କରୁଛୁ l ଯୋଉ ମାନେ notice କରିଛନ୍ତି like କରନ୍ତୁ 👍👍👍
@SinghkulaSinku143
@SinghkulaSinku143 Жыл бұрын
I noticed you ...I think you are regular viewers of laba bhai and you give comments every single video
@silusanwiyan4173
@silusanwiyan4173 Жыл бұрын
@@SinghkulaSinku143 yes bro
@SinghkulaSinku143
@SinghkulaSinku143 Жыл бұрын
@@silusanwiyan4173ohh that's great by Da way where r u 4rm?
@silusanwiyan4173
@silusanwiyan4173 Жыл бұрын
@@SinghkulaSinku143 I'm from mayurbhanj
@SinghkulaSinku143
@SinghkulaSinku143 Жыл бұрын
@@silusanwiyan4173 wow me too mayurbhanjia...do you know HO ?
@subratpanda871
@subratpanda871 Жыл бұрын
Bhai really you r so good,And your video is so addicted, Love you Laba bro
@goutamaghadai9066
@goutamaghadai9066 Жыл бұрын
Mayur bhanja hou ki katkia hou kintu aame sabu odia,proud of odisha
@khirodnayak2050
@khirodnayak2050 Жыл бұрын
Tame bhola Manisha boli tamaku ethea sara bhola paiba mulhuchi Jay Jagannath 🙏 God bless you 🙏
@dineshbhoi6480
@dineshbhoi6480 Жыл бұрын
Very nice family members.. god always blessing you chotu bhai.. jai hind jai bharat 🇮🇳🇮🇳.. form sundergarh..
@kichikariba
@kichikariba Жыл бұрын
Lab u really lucky u have the opportunity to get the love and affection of our cultures like lord jagannath. But really u and ur sis like ଜଗା ଆଉ ସୁଭଦ୍ରା ok
@kichikariba
@kichikariba Жыл бұрын
Plz reply my ଇମୋସନ like your ବିଗ୍ b
@mentalmkgOfficial
@mentalmkgOfficial Жыл бұрын
Bhai ଭଉଣୀ ର Albham ଦେଖିଛି ଭାଇ ମୁଁ ଓଡ଼ିଶାର ଶେଷ ସୀମା ମାଲକାନଗିରି ରୁ ଭଉଣୀର ଆଲଭମ ବଉତ ବଡ଼ିଆ ଲାଗେ କିନ୍ତୁ ସାନ୍ତାଲି ଭାଷା ବୁଝିପାରୁନାହିଁ❤❤❤ ଭାଇ next ରାଉଣ୍ଡ ବେଲ କୁ ଆମ ମାଲକାନଗିରି କୁ ଆସ please ❤❤❤❤❤❤ ଭଲରେ ରୁଅ ଜୟ ଜଗନ୍ନାଥ❤❤❤❤
@saratranjanbehera6661
@saratranjanbehera6661 17 күн бұрын
ଲବ ଭାଇ... 🙏 ଗୋଟେ କଥା କହିବି.. ଯେ ଭଲ ଲୋକ ଙ୍କୁ ଭଲ ଲୋକ ହି ମିଳନ୍ତି.. ଆପଣ ସେମିତି ମଣିଷ ବୋଲି ଏମିତି ନିସ୍ଵାର୍ଥ ପର ମଣିଷ ମାନଙ୍କୁ ଭଉଣୀ ଭାବରେ ପାଇଁ ଛନ୍ତି
@priyankapradhan4452
@priyankapradhan4452 Жыл бұрын
I m so proud that you are doing great job..I also belong a tribal community...u proved that tribal s also can do everything. Kebe amo dist kandhamal bi asantu bhai..this dist also full of tribal s...God bless and all the best for your next journey
@ChanduramSoren-y1j
@ChanduramSoren-y1j Жыл бұрын
I no English Iam a Odisha Jay Jagannath 🙏🙏🙏 understand
@minakhiSahoo-vy9gf
@minakhiSahoo-vy9gf Жыл бұрын
Bhai aaji ra vdo dekhiki laguchi a duniaare bhala lokabi b achhanti bhagban karantu tamara sabu ichaa purana hau aau tame sabu beleea khusire ruha
@gopinathbaskey7166
@gopinathbaskey7166 Жыл бұрын
Your videos are very unique type so we want you to get million subscribers very soon and will be very popular in coming days. you are proud of Odisha.Because you represent Odisha state culture abroad❤❤❤❤❤❤
@Priyankkanhar
@Priyankkanhar Жыл бұрын
Tq so much bhai ଆପଣ other country କୁ ଯାଇ ସେ country ବିଷୟ ରେ ଏତେ ସାରା message ଆମକୁ ଦେଉଛନ୍ତି other country ର culture ଆଉ ସେଠାକାର traditional ବିଷୟ ରେ ଏତେ ସାରା ଶିକ୍ଷା ଆମକୁ ଦେଉଛନ୍ତି tq so much again bhai.❤ Love u so much bhai & God bless you....❤❤❤😊
@Adityafoodandvlogs
@Adityafoodandvlogs Жыл бұрын
ଏତେ ସୁନ୍ଦର କଥା ଲାଗି ମୁଁ ଭିଡିଓ ଦେଖେ ମନ ଖୁସି ହେଇଯାଏ ପୁଅ ଭଗବାନ ସବୁବେଳେ ତମକୁ ଖୁସିରେ ରଖନ୍ତୁ ❤❤️ସତ କଥା କହିଲ୍ ଆମେ ସମଦ୍ତେ ତମକୁ ହୃଦୟରୁ ଭଲ ପାଉ
@suvenbehera7603
@suvenbehera7603 Жыл бұрын
Bhai apano nko hrudaya bohut boda bhagban apanoku sabu bele khusire rakhontu ❤❤bhai apano nko bhouni manoko sahita jou volo paiba dekhi bohut khusi laguchi bhai
@tinkuOfficial279
@tinkuOfficial279 Жыл бұрын
ଆମ ଲବ ଭାଇଙ୍କୁ କିଏ କିଏ ଦିଲ୍ ସେ ପସନ୍ଦ କରୁଛ ସେମାନେ ଲାଇକ୍ କରନ୍ତୁ 👍👍 ❤❤❤
@kajalsethy
@kajalsethy Жыл бұрын
kzbin.info/www/bejne/ZnKUi2BumK2Sl9Usi=eTLOXi2pXgOHv8Ee. ❤❤❤dekha
@DillipkumarSahoo-h5m
@DillipkumarSahoo-h5m 4 ай бұрын
ହରି ଓଁ ତମ ଚିନ୍ତାଧାରା ବହୁତ ଉଚ୍ଚ କୋଟର ତେଣୁ ତମେ ବହୁତ ଆଗକୁ ଯିବ ହରି ଓଁ ଜୟ ଜଗନ୍ନାଥ
@RajaExpressVlogs
@RajaExpressVlogs Жыл бұрын
ମୋ ଭଳି ଲବ ଭାଇଙ୍କୁ କିଏ କିଏ ଅଧିକ ରୁ ଅଧିକ ଭଲ ପାଉଚ like kara❤❤❤❤
@niyatibehera2069
@niyatibehera2069 Жыл бұрын
ଭାଇ ମୁଁ ଆପଣଙ୍କ ର ବହୁତ ବଡ fan, ମୁଁ ଆପଣଙ୍କ ର ସବୁ ଭିଡିଓ ଦେଖିଛି ବହୁତ ସୁନ୍ଦର ହେଇଛି god bless you brother
@Dsrrsren7184
@Dsrrsren7184 Жыл бұрын
You are really very proud of our state and country. ଜୟ ଜଗନ୍ନାଥ
@sunitapanigrahy7402
@sunitapanigrahy7402 Жыл бұрын
ବହୁତ ଭଲକାମ କରିଛନ୍ତି👌 ଭଗବାନ ନିଶ୍ଚୟ ବଲ ପାଇବେ🙏🏼🙏🏼❤❤
@odiamotivation22
@odiamotivation22 Жыл бұрын
ଭାଇ airport ରେ ଜଉ କହିଲ ସେମାନେ ଜାଣିନାହାନ୍ତି who i am ହେମିତି ଆଉ କହିବନି please 😢
@navesM
@navesM Жыл бұрын
ଧନ୍ୟବାଦ ଲବ ଭାଇ ଭାଇ ଭଉଣୀ ସମ୍ପର୍କ ବିଷୟରେ କିଛି ବାର୍ତା ଦେଇଥିବାରୁ❤❤❤❤
@naturelovers1137
@naturelovers1137 Жыл бұрын
ଏମିତିକା ଭାଇ ପାଇଁ କେତେଜଣ ଗର୍ବିତ ସାରା ଦେଶ ଜାଣୁ ଆମ ଭାଇ ର power କେତେ 🥰🥰🥰🥰💟💟💟💟👍👍👍👍👍👍👍
@123mahakal36
@123mahakal36 Жыл бұрын
❤❤❤❤❤
@Mr.HIT12
@Mr.HIT12 Жыл бұрын
😮😮🎉🎉🎉❤❤❤❤
@srichandrasandha4915
@srichandrasandha4915 Жыл бұрын
Sata re dada tume bahut bhal mate bahut khusi lagu 6ituma katha sune ki .dada tume bahut aaga ku jiba ❤❤ Jay Jagannath 🙏🏽 khusi re Ruha 🙏🏽
@SunilKumar-o1f9v
@SunilKumar-o1f9v Жыл бұрын
ଭାଇ ତମେ ବହୁତ୍ ଭଲ ଆଜି କାଲି ଦୁନିଆ ରେ ଏମିତି ବି ଭାଇ ଅଛନ୍ତି ଭଉଣୀ ର gute bhul re bi sath ଛାଡ଼ିଦାଉଛନ୍ତି sabu Bhai tama pari haba darakar love you bhai❤
@mamimunda6488
@mamimunda6488 Жыл бұрын
ମୁଁ ତ ଭାଵି ନେଇଥିଲି ତୁମ ରକ୍ତ ସମ୍ପର୍କ... ସତରେ ଭାଇ ତୁମେ ବହୁତ ଭଲ... ତୁମ ଏ ଭିଡିଓ ଦେଖି ଆଖିରୁ ଲୁହ ଝରି ଆସିଲା ଯେତେବେଳେ ତୁମେ ତୁମ ଭଉଣୀ ମାନଙ୍କୁ ଭେଟି ବାକୁ ଯାଇଥିଲ..
@Murmufamilylife
@Murmufamilylife Жыл бұрын
ମୁଁ ତୋ Guarantee ଦେଇ କହିବି.... ଲବ ଭାଇ ତମେ ହିଁ ,ଆମ ଓଡ଼ିଶାର ଏବଂ ଭାରତ ମାଟିର ମାନ (ଟେକ) ରଖିବ ❤❤❤
@bijayapatra8445
@bijayapatra8445 Жыл бұрын
ଭାଇ ତୁମେ ଆମ ଓଡ଼ିଶା ପାଇଁ ଗର୍ବ ତୁମ୍ଭଙ୍କୁ କୋଟି କୋଟି ନମସ୍କାର ଜୟ ଜଗନ୍ନାଥ ଭାଇ
@hrudanandasankhua5824
@hrudanandasankhua5824 Жыл бұрын
ଲବ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ଲବ ଭାଇ ତମ କଥା ଶୁଣି ବହୁତୁ ଭଲ ଲାଗିଲା ଳLove you Laba Bhai ❤️❤️❤❤️❤️❤️️ Jay Jagannath 🙏 Good bless you 👍
@bhaktabanik4523
@bhaktabanik4523 Жыл бұрын
Ate byastata bhitare bhi tu sabu samparka ku akathi jodiki rakhi parichu ,bahut khusi lagila...bada Chhota samastanka pain sath dei paru aita hin Tora mahata pania..you r special for your own creativity...I am an advocate from malkangiri....ahuri agaku badhe...kintu kili Paul bhali nuhen
@sasmitapaikaray7766
@sasmitapaikaray7766 Жыл бұрын
very nice family members pai God bless u 🙏🙏
@abhisheknaik7679
@abhisheknaik7679 4 ай бұрын
ଭାଈ ଅତି ସୁନ୍ଦର୍ ଭିଡ଼ିଓ ଭାଇ ତୋମେ ଓଡ଼ିଶା ପାଇଁ ହିରୋ ଟୋକା ଇତିହାସ ରଚିବ❤, ଜୟ ଜଗନ୍ନାଥ ❤😊
@Debabrata_panda
@Debabrata_panda Жыл бұрын
Love you ଲବ ଭାଇ ,, ତୁମେ ବହୁତ୍ ଭଲ ବିବେକୀ ମଣିଷ ଟିଏ ତୁମେ
@rashmichaudhury425
@rashmichaudhury425 Жыл бұрын
actually tumo voice nd face .bahut interesting achhi..nd ur mentality feel ❤❤❤.suberv..
@nileshsahoo9753
@nileshsahoo9753 Жыл бұрын
ଜୟ ଜଗନ୍ନାଥ 🙏🙏🙏ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣକୁ ସବୁବେଳେ ଖୁସିରେ ରଖନ୍ତୁ....❤❤❤❤
@additarboyKrishna
@additarboyKrishna Жыл бұрын
ତୁମେ ସବୁବେଳେ ଖୁସିରେ ରୁହ ( ତୁମେ ବହୁତ୍ ଭଲ) ଆମ ଘର vi ତୁମ ଘର ପାଖ ରେ ୟେଥର ଆସିଲେ ମୁଁ ଆଉ ମୋ ପୁଅ ନିଶ୍ଚିନ୍ତ ଯିବୁ ଦେଖା କରିବା ପାଇଁ
@odiafamily3812
@odiafamily3812 Жыл бұрын
ଲବ ଭାଈ ତମେ ସତରେ ବହୁତ୍ ହୁର୍ଦୟ ଖୋଲା ପିଲା 😅
@gourisankarmohanty6761
@gourisankarmohanty6761 Жыл бұрын
Jay Jagannath Brother, how are you ? I hope you enjoy with your family. God may bless you brother. Your surprises gift to sister very special & amazing fun.
@subhashreesasmal9434
@subhashreesasmal9434 Жыл бұрын
God bless you lobo bhai❤.....tama bhauni bahut cute 🥰....
@rashmichaudhury425
@rashmichaudhury425 Жыл бұрын
bhai a video dekhiki mu pura emotional heigali ..😢 God bless you 🎊🎊....amiti sabu bhai bhauninko sneho sradhha re ruho...❤❤🎉
@rashmichaudhury425
@rashmichaudhury425 Жыл бұрын
tnku bhai .mo comment ku like karithibaru...🙏❤️🥰👍
@rashmichaudhury425
@rashmichaudhury425 Жыл бұрын
tome jouthibi thao .bholo re ruho..bhagawan tomo ro sabu assha echha au swapno ku purano karonti..mu rashmita .. rayagada.gunpur ru kahuchi...🙏🙏
@desiboydhal2156
@desiboydhal2156 Жыл бұрын
ରାକ୍ଷୀ ପୂର୍ଣିମା ଆଗୋକୁ ଆସୁଛି ସବୁ ଭଉଣୀ ମାନେ ଲୋବ ଭାଇ କିଏ କିଏ ରାକ୍ଷୀ ବାନ୍ଧିବ କମେଟ୍ ରେ ଲାଇକ କରନ୍ତୁ 💥💥
@factcordss
@factcordss Жыл бұрын
Bhai❤❤❤❤ kzbin.info/www/bejne/ZnKUi2BumK2Sl9U Big fan
@SantanuDehury-gg9ko
@SantanuDehury-gg9ko Жыл бұрын
Hi❤❤❤❤❤
@shreetwinklevlog
@shreetwinklevlog Жыл бұрын
ଭାଇ ତୁମ vdos ମୁଁ କିଛି ଦିନ ହେବ ଦେଖୁଛି ମତେ ବହୁତ ଭଲ ଲାଗୁଛି ଏମିତି ଭଲ vdos କରନ୍ତୁ ଜଗନ୍ନାଥ ଭଲରେ ରଖନ୍ତୁ ତୁମକୁ ଭାଇ
@subhasinigandha8084
@subhasinigandha8084 Жыл бұрын
ବାବୁ,,ଏ, ଦୁନିଆରେ ,ଜେତିକି, ମାଁ ଓ, ଭ ଉଣି,ତତେ,ଭଳପାଇବାଆ,, ଦେଉଛନ୍ତି,ସେଇଟା,ଗଟେ,ତପାଇ,ଏଇଟା, ଭଗବାନଙ୍କ, ଆଶିର୍ବାଦ ବାବୁ, 😭😭😭😭😭😭😭🙏
@babularomio9373
@babularomio9373 Жыл бұрын
Tomo pakhore manobikota ochi. You are the great bro..
@ashishkumarsahuashishkumar4024
@ashishkumarsahuashishkumar4024 Жыл бұрын
God bless you little brother laba
@entertainment4you...974
@entertainment4you...974 Жыл бұрын
Bhai you r a kind hearted person.....I love u
@itssangramvlogs952
@itssangramvlogs952 Жыл бұрын
ଲବ ଭାଇଙ୍କ ଏମିତି ନୂଆ ନୂଆ ଦେଶର ଭିଡ଼ିଓ ଆଣନ୍ତୁ କେଉଁ କେଉଁ ମାନେ support କରୁଛ Like 👍🏻 କର. ❤️
@soumyajitpadhi6930
@soumyajitpadhi6930 Жыл бұрын
15.30 I have tears in my eye .. love you bro ❤
@bijayamarandiofficial8738
@bijayamarandiofficial8738 Жыл бұрын
so beautiful❤❤❤god blessing him...full support bhai...
@murmukola8741
@murmukola8741 Жыл бұрын
ଭାଇ ଭଉଣୀ କହ କାହାଣୀ ଲବ ଭାଇ ବଡ଼ ସାହସୀ 🤗👍
@minusingh6506
@minusingh6506 Жыл бұрын
Ye hauchi Jagannath desha🙏🏼 bhai bhauni ra desha 🤝so love every moment love every one❤pata saree khande saiti rakhile dine na dine chiri jiba sneha mamata ku bandhi rakhi thile chira dina pain thiba 💝Jai Jagannath ♥️🙏🏼 always Jagannath blessed you bro
@ranjankanhar682
@ranjankanhar682 Жыл бұрын
ବହୁତ ଖୁସି ଲାଗିଲା ଭାଇ ବହୁତ ବହୁତ❤❤❤❤❤
@janakagoud4308
@janakagoud4308 Жыл бұрын
ଏହି ଭିଡିଓ ଟା ଟିକେ ବହୁତ emosnal ଲାଗିଲା 😊
@KUSOSINGHBLOGGER
@KUSOSINGHBLOGGER Жыл бұрын
Laba dada pai like gote heijau Love you dada 🥰❤
@kariahembram3216
@kariahembram3216 Жыл бұрын
ଭାଇ ତୁମ ହୃଦୟ ନିର୍ମଳ
@TaniTanveerTribal
@TaniTanveerTribal Жыл бұрын
ଭାଇ ଏମିତି ସବୁବେଳେ ଖୁସିରେ ରୁହ 👌🏼👌🏼
@BapiSingh-n5f
@BapiSingh-n5f Жыл бұрын
You are great bro
@RajaExpressVlogs
@RajaExpressVlogs Жыл бұрын
ଭାଇ ସତ କହୁଚି ମୋ ଆଖିରେ ଲୁହ ଆସିଗଲା .... 15:36 ରେ ଏହି କ୍ଲିପ୍ ରେ 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
@msdigitalphotopro4833
@msdigitalphotopro4833 Жыл бұрын
Go out there and make a difference.❤❤❤ Love you Bro
@keshabapatra9428
@keshabapatra9428 Жыл бұрын
So beautiful ❤️❤️❤️
@rasmitarudhi142
@rasmitarudhi142 Жыл бұрын
Wow ... beautiful surprise Brother.. aap ni behen ko kitni achhi se surprise kiya aap ne...so nice Brother 👌👌🥰🥰🥰
@sudhirmpm7488
@sudhirmpm7488 Жыл бұрын
Happy family ❤❤❤
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 18 МЛН
Мясо вегана? 🧐 @Whatthefshow
01:01
История одного вокалиста
Рет қаралды 7 МЛН
Natia Comedy Part 516 || Nua Barsha Bhoji
15:58
utkal cartoonworld
Рет қаралды 1,8 МЛН
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 18 МЛН