No video

YouTube ପଇସା ରେ ସାନ ଭାଇ ପାଇଁ Mobile ଆସିଲା || my home and family

  Рет қаралды 792,948

ମୁଁ TRAVELLER

ମୁଁ TRAVELLER

Күн бұрын

KZbin ପଇସା ରେ ସାନ ଭାଇ ପାଇଁ Mobile ଆସିଲା || my home and family #mutraveller
ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡିକ: ମୋତେ Instagram, Twitter ଏବଂ Facebook ରେ ମୋତିଆନ୍ତରୀକ ଅପଡେଟଗୁଡ଼ିକ, ଆକର୍ଷକ ଭିଜୁଅଳ୍‌ସମୂହ, ଏବଂ ସଂକ୍ଷିପ୍ତ ଆଲୋଚନାମୂଳକ ସହିତ ଅନୁସରଣ କରନ୍ତୁ।
📷 ଇନ୍ସ୍ଟାଗ୍ରାମ :-
/ laba_hansda
📘 ଫେସବୁକ ID :-
/ mutraveller1
📱 Social Media Handles: Follow me on Instagram, Twitter, and Facebook for real-time updates, stunning visuals, and engaging discussions.
My Facebook :-
/ mutraveller01
Instagram ID :-
/ laba_hansda

Пікірлер: 2 600
@MuTraveller
@MuTraveller Жыл бұрын
Finally meet my family 😢😢
@himanshusekharnanda7331
@himanshusekharnanda7331 Жыл бұрын
Bhai ama vagya re nahi tuma ku dekhiba,, Bhadrak kebe asucha kuha 🎉😮❤
@Lipi_satya_mama_express
@Lipi_satya_mama_express Жыл бұрын
ଭାଇ ତୁମକୁ ଜଗନ୍ନାଥ ଭଲରେ ରଖନ୍ତୁ
@Fitbybabu
@Fitbybabu Жыл бұрын
Bhai first like
@Krishnamusic112
@Krishnamusic112 Жыл бұрын
ଭାଇ ତୁମକୁ ଓଡ଼ିଶାରେ ଦେଖି ବହୁତ୍ ଖୁସି ଲାଗିଲା 👍
@shrabanidash2167
@shrabanidash2167 Жыл бұрын
ଭାଇ ଆନନ୍ଦପୁର ଆସନ୍ତୁ
@naturelovers1137
@naturelovers1137 Жыл бұрын
କିଏ କିଏ ଚାହୁଁଛ ଭାଇ ଙ୍କର ୨୦୨୪ ଭିତରେ 1M suscribe ହେଇଯାଉ ବୋଲି like କର ଏଠି😔🤗❤️❤️
@JPshorts365
@JPshorts365 Жыл бұрын
2023 re hin hei jibo dekhibo ♥️
@shyamsundarhansdah6394
@shyamsundarhansdah6394 Жыл бұрын
Bohut joldi hin hebo
@gagansing1004
@gagansing1004 Жыл бұрын
2024 purboru haijibo❤❤🎉🎉🎉🎉🎉
@msmadhabisabar
@msmadhabisabar Жыл бұрын
Time Lagi Bani November re hei jiba 1m
@naturelovers1137
@naturelovers1137 Жыл бұрын
ଭାଇ ଆଉ ରି ଭଲ କଥା ଭାଇଙ୍କର ଭିଡିଓ ଇଣ୍ଡିଆ ରେ viral ହେଇଯାଉ😘😘😘😘❤️❤️❤️❤️
@Krishnamusic112
@Krishnamusic112 Жыл бұрын
କେଉଁ ମାନେ ଲବ ଭାଇ ଙ୍କୁ ହ୍ରୁଦୟ ରୁ ଭଲପାଅ ❤❤❤
@BalabantaNayak-wx4ss
@BalabantaNayak-wx4ss Жыл бұрын
Mu laba bhai ku bahut bhala pae
@motivationalshow...
@motivationalshow... Жыл бұрын
Mu😊
@user-ov8qe2ts8z
@user-ov8qe2ts8z Жыл бұрын
Mu
@Rajesh-Patra.Official
@Rajesh-Patra.Official Жыл бұрын
Bhai mu. I Love you laba bhai❤❤❤❤
@giridhargouda5335
@giridhargouda5335 Жыл бұрын
Mu b bahut bhala pae❤
@roxysadhu5303
@roxysadhu5303 Жыл бұрын
ଭାଇ 28ମିନିଟ୍ ରେ ପୁରା ଜୀବନ ର କାହାଣୀ ଅନୁଭବ କରିଦେଲ।❤❤❤ ଦୁଃଖ /ସୁଖ ର ସିଢ଼ି ଭାଇ ଆମର ଉଠି ଏତେ ଆଗକୁ ଆସିପାରିଛି। ଭଗଵାନ କରନ୍ତୁ ତୁମେ ଆହୁରି ଆଗକୁ ଯାଅ। ଇଏ କିଛି ନୁହଁ ଜୀବନରେ ଆଉ ଅନେକ କିଛି କରିବାର ଅଛି
@Bijay.3456
@Bijay.3456 Жыл бұрын
ଯାହା ହେଉ ଆମ ଭଦ୍ରକ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ❤❤❤
@ranjankumarnayak1211
@ranjankumarnayak1211 Жыл бұрын
ଲବ ବାବୁ ,ତୁମେ ବହୁତ ଭଲ ।କାରଣ ତୁମେ ବହୁତ ସରଳ,ନିଷ୍କପଟ ଓ ଗର୍ବ ନ ଥିବା ମଣିଷ ।ତୁମେ ନିଜର ବାସସ୍ଥାନ ଚାଳ ଘର କୁ ଦେଖାଇଛ।ତୁମେ ଚାହିଁଥିଲେ ଅନ୍ୟ କାହାର କୋଠା ଘର କୁ ଦେଖାଇ ଟାଉଟାରୀ ମାରିଥାନ୍ତ ,କିନ୍ତୁ ମୁଁ ଜାଣେ ଆଦିବାସୀ ଲୋକମାନେ ମିଛ କୁହନ୍ତି ନାହିଁ ।❤ ତେଣୁ ମୁଁ ତୁମପାଇଁ ଆନନ୍ଦିତ ।ଭଗବାନ ତୁମର ମଙ୍ଗଳ କାମନା କରନ୍ତୁ 💐👍👌
@Bhagaan.....
@Bhagaan..... Жыл бұрын
Right bro 👌👌👌
@chinmaykumarmishra2012
@chinmaykumarmishra2012 11 ай бұрын
ଭାଇ ଖାଲି ଆଦିବାସୀ ନୁହେଁ❤ଆମେ ମୟୂରଭନଯିଆ ବାସି ସରଳ,ଆଉ ଆମ ମନରେ ଅହଙ୍କାର ନାହିଁ❤❤ ଗର୍ବରେ କହୁଚି ମୁଁ ମଧ୍ୟ ମୋ ମୟୂରଭଞ୍ଜ ମାଟିର ପୁଅ
@ranjankumarnayak1211
@ranjankumarnayak1211 11 ай бұрын
@@chinmaykumarmishra2012 💐🙏👍❤️many thanks brother
@rameshbadatya4614
@rameshbadatya4614 11 ай бұрын
ସେମାନଙ୍କୁ ଆଦିବାସୀ କହିବା ଆପଣଙ୍କ ର ଭୁଲ୍ ଥିଲା
@DipuMarandi-cw3co
@DipuMarandi-cw3co 5 ай бұрын
Labo bahi phone number and karo
@YOBOY08
@YOBOY08 Жыл бұрын
ଲବ ଭାଇ ଙ୍କୁ ଆଉ ତାଙ୍କ vlog ଟା ଦେଖିଦେଲେ ଦିଲ ପୁରା ଖୁସି ହେଇଯାଉଛି ❤️😍
@benudharanti5195
@benudharanti5195 Жыл бұрын
ଆପଣଙ୍କ ପରିବାର ର ସମସ୍ତ ଲୋକଙ୍କୁ ଭଗବାନ ସଦାବେଲେ ହସ ଖୁସିରେ ରଖିଥାନ୍ତୁ .ଜୟ ଜଗନ୍ନାଥ..🙏🙏🙏
@OdiaBhaiPK
@OdiaBhaiPK Жыл бұрын
aasha mo pro file ku sabu dddd
@narayansahu1659
@narayansahu1659 Жыл бұрын
ଭଗବାନ ମାଆ ଆଦିଶକ୍ତି ତୁମ ପରିବାର କୁ ତୁମକୁ ସଦା ସର୍ବଦା ଖୁସି ରେ ରଖନ୍ତୁ ମଙ୍ଗଳ କରନ୍ତୁ🙏❤️🇮🇳🌺🙇😊
@lolifa464
@lolifa464 Жыл бұрын
କେଉଁ ମାନେ ଚାହୁଁଛ ଲବ ଭାଇଙ୍କର 2023- ରୁ 2024 ପ୍ରଯନ୍ତ 2 million subscribers ହେବ 🎉Dil Se Bhai
@ramaprasadnayak3769
@ramaprasadnayak3769 Жыл бұрын
ଭଗବାନ ସବୁବେଳେ ଖୁସି ରେ ରଖନ୍ତୁ bhai❤ ଭାବି ନଥିଲି ଏତେ ଲାଇକ୍ ହବ🙏
@Adityafoodandvlogs
@Adityafoodandvlogs Жыл бұрын
ଘର ଠୁ ବାହାର ପର୍ଯନ୍ତ କେହି ନି ସ୍ୱାର୍ଥପର ନୁହନ୍ତି ହେଲେ ବି ହୃଦୟରେ ଭଲ ପାଇବା ସମସ୍ତଙ୍କର ଥାଏ ସେଥିଲାଗି ତ୍ ସଂସାର ଆଗକୁ ବଢୁଛି ଭାରି ଭଲ ଲାଗିଲା ଆଜିର ଭିଡିଓ
@OdiaBhaiPK
@OdiaBhaiPK Жыл бұрын
aasha mo pro file ku sabu 🗽🗽🗽
@loveislifecreation1491
@loveislifecreation1491 Жыл бұрын
ଲବ ଭାଇ ସମସ୍ତେ youtube ପଇସା ରେ ଘର ବନଉଛନ୍ତି ତମେ ଭି youtube ପଇସା ରେ ତାଜ୍‌ମହଲ ଭଳିଆ ରାଜମହଲ ବନେଇ ବ ଧନୟବାଦ୍‌ ଭାଇ ଜହାର ଗି ❤❤❤
@Arihant269
@Arihant269 Жыл бұрын
ଜୟ ଜୋହାର ଲବ ଦାଦା ଆପଣଙ୍କ ପରିବାର ସବୁ ବେଳେ ଏମିତି ହସ ଖୁସିରେ ରହୁ ❤
@kariahembram3216
@kariahembram3216 Жыл бұрын
ଏତେ ଦିନ ପରେ ପରିବାର ସହିତ ଆଉ ସାଙ୍ଗ ମାନଙ୍କ ଏବଂ ବନ୍ଧୁଙ୍କ ସହ ସାକ୍ଷାତ ହେଲା। ଆମେ ବହୁତ ଖୁସି 🎉
@ashokbhuyan8602
@ashokbhuyan8602 Жыл бұрын
ଲବ ଭାଇ ମୁଁ ତୁମକୁ ହୃଦୟରୁ ବହୁତ୍ ଭଲ ପାଏ.. ତୁମ ସପରିବାର ର ସମସ୍ତଙ୍କୁ ସବୁବେଳେ ଏମିତି ଖୁସି ରେ ଆଉ ଭଲରେ ରୁହନ୍ତୁ ❤❤
@itssangramvlogs952
@itssangramvlogs952 Жыл бұрын
ଲବ ଭାଇଙ୍କ ମଙ୍ଗଳ ଚିନ୍ତା କରୁଥିବା ଭାଇ ଓ ଭଉଣୀ ଗୋଟେ Like 👍🏻 କରିଦିଅନ୍ତୁ. ❤️
@binayadas9919
@binayadas9919 Жыл бұрын
Loba ba ba
@gobindahansdahunofficialcr5560
@gobindahansdahunofficialcr5560 Жыл бұрын
ମଣିଷ ମାନେ ସହର ସୃଷ୍ଟି କରିଛନ୍ତି, କିନ୍ତୁ ଭଗବାନ ଗାଁ ସୃଷ୍ଟି କରିଛି। This the exemplary Life style of small village . thankyou loba bhai .. ମାଡ଼ି ଚାଲ ଭାଇ .....
@abhisheknaik7679
@abhisheknaik7679 11 күн бұрын
ଭାଈ ଲଭ ୟୁ, ଏତେ ଦିନ ପରେ gharku ଆସିଲ, ପରିବାର ବହୁତ ଖୁସି ଦେଖିକି ମୋତେ ବି ଖୁସି ଲାଗିଲା,laba bhai ଗୋଟେ ଲାଇକ ହୋଉ,❤
@kilogram382
@kilogram382 Жыл бұрын
ସାନ ଭାଇ Mobile ମିଳିବାରୁ ମୁଁ ବହୁତ ଖୁସି congratulation bro.
@itssangramvlogs952
@itssangramvlogs952 Жыл бұрын
ଲବ ଭାଇଙ୍କ ପରିବାର କୁ ଦେଖିକି କେତେ ଖୁସି ଲାଗିଲା?
@MarthyuTuduRushika-re3hn
@MarthyuTuduRushika-re3hn Жыл бұрын
Bahut😊
@djdebananda5319
@djdebananda5319 Жыл бұрын
Bahut Bhala lagila
@pinkikandi5596
@pinkikandi5596 Жыл бұрын
ସବୁ ବେଳେ ଖୁସି ରେ ରୁହ ପୁରା family ରେ ମା ମଙ୍ଗଳା ତମକୁ ଖୁସି ରେ ରଖନ୍ତୁ 🙏🙏🙏
@jyotiprakashkuanar2028
@jyotiprakashkuanar2028 Жыл бұрын
ଭାଇ ଆମ ଭଦ୍ରକ ଦେଖି ବହୁତ୍ ଗର୍ବିତ ଅନୁଭବ ହଉଛି❤❤❤
@biswaanathtarai2001
@biswaanathtarai2001 Жыл бұрын
କେଉଁ ମାନେ ଲବ ଭାଇଙ୍କ ସହ କଥା ହେବାକୁ ଚାହୁଁଛ ❤❤❤କର...
@ODIANEWS5
@ODIANEWS5 Жыл бұрын
ପ୍ରଭୁ ଜଗନ୍ନାଥ ତୁମକୁ ଓ ତୁମ ପରିବାର କୁ ଖୁସି ରେ ରଖନ୍ତୁ ଜୟ ଜଗନ୍ନାଥ ❤❤❤
@alokkumarkhuntia9137
@alokkumarkhuntia9137 Жыл бұрын
ଭାଇ ହସ ଦେଖିବ ତ ତମ ସାନ ଭାଇର 😀😀ତମ ପରିବାର ବହୁତ ଭଲ ଭଗବାନ ତମ ପରିବାର କୁ ଭଲରେ ରଖନ୍ତୁ 🙏🙏
@pinky6776
@pinky6776 Жыл бұрын
କେତେ ଖୁସି ଅଛ ଭାଇ ଘରକୁ ଆସି ଏମିତି ଖୁସିରେ ରୁହ ସବୁବେଳେ 😂😂
@benudharanti5195
@benudharanti5195 Жыл бұрын
Tora kahibar karana bujhi hou nahi..
@princetattooarts2520
@princetattooarts2520 Жыл бұрын
Congratulations 🎉300k KZbin family... Love you laba bhai ❤❤❤
@additarboyKrishna
@additarboyKrishna Жыл бұрын
ତୁମକୁ ଭଗବାନ୍ ସବୁବେଳେ ଖୁସିରେ ରଖନ୍ତୁ
@tapandash6488
@tapandash6488 Жыл бұрын
ଭାଇ ସବୁଠୁ ଭଲ ଲାଗୁଛି ତୁମ ସାନ୍ତାଳୀ ମାନଙ୍କ guest ମାନଙ୍କୁ ସନମାନ ଦେବାର ପରମ୍ପରା.
@YTSHORTS45678
@YTSHORTS45678 Жыл бұрын
ଭାଇ ତମେ ଆଗେ ଗୋଟେ କୋଠା ଘର ଟି ଏ ବନାନ୍ତୁ ❤❤❤❤❤❤love from Jagatsinghpur 😊😊😊😊😊😊😊😊 ଆପଣଙ୍କ ଘର ର ଲୋକ ମାନେ ସମସ୍ତେ ବୋହୁତ ଖୁସିରେ ରୁହନ୍ତୁ ଭଗବାନ୍ ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା
@Lipi_satya_mama_express
@Lipi_satya_mama_express Жыл бұрын
ଜଗନ୍ନାଥ ପୁରା ପରିବାର କୁ ସବୁେବେଳ ଖୁସିରେ ରଖନ୍ତୁ🙏
@Deva69795
@Deva69795 Жыл бұрын
ବହୁତ୍ ସୁନ୍ଦର ପରିବାର ଲବ ଭାଇ ❤
@mitumaharana437
@mitumaharana437 Жыл бұрын
କି ଇଂରାଜୀ ରେ ଭାଇ ଦିଲ ଖୁସି ହେଇଗଲା😂😂🤣🤣🤣❤❤❤❤❤❤❤❤❤❤👌👌👌
@satyaartcreations8186
@satyaartcreations8186 Жыл бұрын
❤❤❤❤❤ ପ୍ରଭୁ ଙ୍କୁ ଡାକୁଛି ତୁମ ପରିବାର ଙ୍କୁ ଖୁସି ରେ ରଖନ୍ତୁ
@kanhupinguaofficial6778
@kanhupinguaofficial6778 Жыл бұрын
ବହୁତ ଦିନ ପରେ ବାପା ମାଆଙ୍କୁ ଦେଖିଲ ସେହିଟା ହିଁ ବଡ କଥା।
@swatimohanta...2389
@swatimohanta...2389 Жыл бұрын
Tankoro maa nahanti😢😢
@kanhupinguaofficial6778
@kanhupinguaofficial6778 Жыл бұрын
@@swatimohanta...2389 wow So sad😢😢😢😢😢😢😢😢😢😢
@rasmitadas7193
@rasmitadas7193 Жыл бұрын
ଲବଭାଇ ତୁମକୁ ତୁମ ପରିବାର କୁ ପ୍ରୁଭ ଜଗନ୍ନାଥ ସବୁ ବେଳେ ଖୁସି ରେ ରଖନ୍ତୁ
@Chikisfamilylifestyle
@Chikisfamilylifestyle Жыл бұрын
ଆଜି ତୁମ ମା ଥିଲେ ବହୁତ ଖୁସି ହେଇଥାନ୍ତେ 😢😊❤
@user-kl4wi9ie3e
@user-kl4wi9ie3e Ай бұрын
ଭାଈ ଭଦ୍ରକ ର କେଉଁ ଜଗାରେ ତମ ଘର ଆମ ଘର ବି ଭଦ୍ରକରେ 👍🏻👍🏻💗
@sonukhansonukhan8387
@sonukhansonukhan8387 8 ай бұрын
Nega. Ghara. VEDIO. Sabutharu. Valalagila. Iswara. Kari. Agaku. Bada. I love. You. Hansda
@itssangramvlogs952
@itssangramvlogs952 Жыл бұрын
ଲବ ଭାଇଙ୍କ ପାଇଁ ଗୋଟେ Like 👍🏻 ଆସୁ. ❤️
@itssangramvlogs952
@itssangramvlogs952 Жыл бұрын
ମୟୁରଭଞ୍ଜରୁ କିଏ କିଏ କୋଉ ଜାଗାରୁ ସବୁ ଦେଖୁଛ??
@prakashsahu3104
@prakashsahu3104 Жыл бұрын
Mu thakurmunda ru
@jagannathhembram4420
@jagannathhembram4420 Жыл бұрын
Baripada
@tinkuOfficial279
@tinkuOfficial279 Жыл бұрын
ଭଗବାନ ସବୁବେଳେ ତୁମ ପରିବାରକୁ ଖୁସି ରେ ରଖନ୍ତୁ love you ଲଭ ଭାଇ ❤❤❤
@prafullarana3965
@prafullarana3965 Жыл бұрын
ଭାଇ ସାନ୍ତାଳୀ ଭାଷାରେ Language ku kn କୁହାଯାଏ ? Plz reply
@jagannathhembram4420
@jagannathhembram4420 Жыл бұрын
The santali meaning of "language" is:- Alang (ᱟᱲᱟᱝ) { ଆଳାଂ} thank you for asking❤
@prafullarana3965
@prafullarana3965 Жыл бұрын
@@jagannathhembram4420 ଭାଇ ସାନ୍ତାଳୀ ଭାଷାରେ ୧- ଅରା ୨- ପାରସି ୩-ବାନି ୪- ଗଏଠ ଏହା ଭିତରୁ କଉଟାକୁ "ଭାଷା " ବୋଲି କୁହାଯାଏ? Plz kahibe
@sanjaynayak1462
@sanjaynayak1462 Жыл бұрын
ଲବ ଭାଇ ତମ ପରିବାର ବହୁତ ସୁନ୍ଦର 👩‍👧‍👦👩‍👧‍👦ମୁ ଏତିକି ପ୍ରାଥନା କରୁଛି ଭଗବାନ ଙ୍କୁ ତମେ ସବୁବେଳେ ଆମକୁ ଏଇଭଳି ଖୁସି ଦେଖାଉଥାଅ 🙏🙏ଆଉ ଭାଇ ମୋ ଭାଗ୍ୟରେ ନ ଥିଲା ତମ ସହ ଭେଟ ହେଇପାରିଲିନି 😂😂👍🙏 ଜୟ ଜଗନ୍ନାଥ 🙏 God bless you ❤️🌹😁👍😂🙏🙏👩‍👧‍👦
@kunameher5060
@kunameher5060 Жыл бұрын
ଭାଇ ଭିଡ଼ିଓଟି ବହୁତ ସୁନ୍ଦର, ଆପଣଙ୍କ ପରିବାରଙ୍କୁ ପ୍ରଭୁ ଜଗନ୍ନାଥ ସଦା ସର୍ବଦା ଏମିତି ଖୁସିରେ ରଖିଥାନ୍ତୁ, ବହୁତ ସୁନ୍ଦର ପରିବାର, ସବୁଠୁ ବଢିଆ ଲାଗିଲା ସାଙ୍ଗମାନଙ୍କ ସହିତ କମିଡି l ଜୟ ଜଗନ୍ନାଥ ଭାଇ
@badalbiswal-vp9fv
@badalbiswal-vp9fv Жыл бұрын
ଲବ ଭାଇଙ୍କ ପରିବାର ବହୁତ ସୁଖରେ ରୁହନ୍ତୁ joy Hind 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
@sahilkumar-vk9np
@sahilkumar-vk9np Жыл бұрын
ଭାଇ ଲେଖ ମାଇ ଲେଖିଛ
@sidhuraika2946
@sidhuraika2946 Жыл бұрын
Such a beautiful tribal tradition laba Bhai... being a tribal boy...I am extremely happy to see the vedio..❤❤❤
@bhubanewardharua9631
@bhubanewardharua9631 Жыл бұрын
ବହୁତ ସୁନ୍ଦର ତମ ପରିବାର ଭଲ ଲାଗିଲା ଭାଇ
@RMalik110
@RMalik110 Жыл бұрын
ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 💐🙏🙏🙏
@madhujitushortsvideo3602
@madhujitushortsvideo3602 Жыл бұрын
ଭାଇ ଆଜିର ଭିଡିଓ ଦେଖି ବହୁତ୍ ମଜା ଲାଗିଲା।ସବୁବେଳେ ଏମିତି ଖୁସିରେ ରୁହ ଭାଇ।ଏମିତି ଆଗକୁ ମାଡି ଚାଲ।ଜୟ ଜଗନ୍ନାଥ ❤❤❤❤❤❤❤❤
@sasmitakondagari2942
@sasmitakondagari2942 Жыл бұрын
ବହୁତ୍ ଭଲ ଲାଗିଲା ଭାଇ ତମେ ଭଲରେ ଘରେ ପହଞ୍ଚି ଗଲ ମୁଁ ତ ତୁମ fan ହେଇଗଲି....miss u bhai
@ManiPradeepVlogs
@ManiPradeepVlogs Жыл бұрын
ସତରେ ଭାଇ ମୁଁ ବହୁତ ୟୁଟ୍ୟୁବରେ ଦେଖିଛି କିନ୍ତୁ ଆପଣ ହେଉଛନ୍ତି ସେହି ବ୍ୟକ୍ତି ଯିଏ କି ନିଜ ମାଟି ଏବଂ ଗାଁ ସହିତ ଜଡ଼ିତ। ସତରେ ଆପଣଙ୍କ ପତି ହୃଦୟରୁ ସ୍ବତନ୍ତ୍ର ସମ୍ମାନ ରହିଛି ଏବଂ ରହିବ । ସବୁଠୁ ବଡ଼ କଥା ହେଲା କି ଆପଣଙ୍କ ଭିଡ଼ିଓ ମାଧ୍ୟମରେ ଆମେ ଅମ ଜିଲ୍ଲା ଏବ ଆମର ଆପଣର ସହର ଅର୍ଥାତ୍ ନିତିଦିନର ଚଳାପଥର ସହର ଚରମ୍ପା ଦେଖି ବହୁତ ଖୁସି ହୋଇଗଲି। ଗୋଟିଏ ଦୁଃଖ ରହିଲା କି ଆପଣଙ୍କୁ ଭୁବନେଶ୍ୱର ଦେଖା କରିପାରିଲି ନାହିଁ। ଭଗବାନଙ୍କ ଇଚ୍ଛା ଥିଲେ ନିଶ୍ଚିତ ଦେଖା ହେବ । ଜଗନ୍ନାଥ ଆପଣଙ୍କୁ ବହୁତ ଖୁସିରେ ରଖନ୍ତୁ। Love From your Hometown Charampa ❤ ( BHADRAK ) youtube.com/@ManiPradeepVlogs
@arunkuliha
@arunkuliha Жыл бұрын
ଲବ ଭାଇ ଆପଣଙ୍କ ବିଷୟରେ ମୁଁ ଜାଣିକି ବହୁତ ଭଲ ଲାଗିଲା, ବଢିଆ ଭାଇ ଆପଣ ବହୁତ ପ୍ରାକୃତିକ ଭାବରେ ଭିଡିଓ ଗୁଡାକୁ ତିଆରି କରୁଛନ୍ତି।❤
@samajikachetana
@samajikachetana 2 ай бұрын
ବହୁତ ବଢ଼ିଆ ଭାଇ... 👌👌 ଜଗତର ନାଥ ପ୍ରଭୁ ଜଗନ୍ନାଥ ସର୍ବଦା ଆପଣଙ୍କ ପରିବାରକୁ ସୁଖ, ଶାନ୍ତି ଦିଅନ୍ତୁ |
@odiatokachakra
@odiatokachakra Жыл бұрын
ଦେଖ ଭାଇ ତୁମେ କାହା କଥା ଶୁଣନି ତୁମେ ଆମକୁ ଏମିତି ଭଲ ଭଲ ଜାଗା ଦେଖେଇ ଛାଲ ଆମ support ସବୁ ବେଳେ ❤ ମୁ ବି Bhadrak ର 👍👍👍 ପିଲା ❤❤❤❤
@tanamaysweet9274
@tanamaysweet9274 Жыл бұрын
ଭାଇ ତୁମକୁ ଅଭିନନ୍ଦନ ଜଣାଉଛି|ମୁଁ ବହୁତ ଖୁସି ଲାଗିଲା ଭାଇ ❤🎉❤🎉
@discoveryofthuamulrampur6794
@discoveryofthuamulrampur6794 Жыл бұрын
ଭାଇ ତମ ଘର ଦେଖିଲି ବହୁତ ଭଲ ଲାଗିଲା ❤
@nilanchalasahu74
@nilanchalasahu74 Жыл бұрын
ଲବ ଭାଈ ଭିଡିଓ ଟା ମୋଜ ଲାଗିଲା this is a କେରାଡି comdey ଜୟ ଶ୍ରୀ ରାମ
@guruarang
@guruarang Жыл бұрын
Congratulations 🎉 ଲବ ଭାଇ 300K subscriber ପାଇଁ ❤❤❤ 1M Subscriber ଜଲଦି ପୁରା ହେବ।
@YoutubestarDillip
@YoutubestarDillip Жыл бұрын
My all time favourite crab 🦀
@trilochansha9836
@trilochansha9836 Жыл бұрын
ଭାଇ ମୋତେ ସଜନା ମଞ୍ଜି ଦେବେ ମୁଜିବି ଆପଣଙ୍କ ଘରକୁ ଆମଘର ଘସିପୁରା ବ୍ଲକରେ 🙏🏿🇮🇳
@srutihantal5445
@srutihantal5445 Жыл бұрын
ଆପଣଙ୍କ ପରିବାର ଦେଖି ବହୁତ ଭଲ ଲାଗିଲା ଲବ ଭାଇ ❤❤❤
@funnymasala844
@funnymasala844 Жыл бұрын
Sabuthu khusi lagila mote....jetebele tanka bapa kahile....Opppoma.....au janini kan pain mo akhi re luha asigala.....Satare....Kahaku bi jealous feel haunathiba Tama ku dekhi ki Tama income ku dekhi....Bahut sundar....Laba Bhai
@ratanpradhani3039
@ratanpradhani3039 Жыл бұрын
Apnka family members samste bahut bhala..laba bhai ku bahut sneh Prema & adhara karuchhanti
@rajprasad5884
@rajprasad5884 Жыл бұрын
ଭାଇ ତମର simple Life ଦେଖିକି ବହୁତ୍ ଖୁସି ଲାଗିଲା
@Art21MyAllArts
@Art21MyAllArts Жыл бұрын
ମୁଁ wait କରିଥାଏ ଲବ ଭାଇର videos କେତେ ବେଳେ ଆସିବ 👌🌼🌻
@likanbehera3113
@likanbehera3113 Жыл бұрын
ଭାଇ ମଣିଷ ପରିସ୍ଥିତିର ଦାସ ଜୟ ଜଗନ୍ନାଥ
@santibehera3224
@santibehera3224 Жыл бұрын
Tamaku aau tama paribaraku bhagavan bhalare rakhantu sabubele emiti khusi re ruha 🥰❤❤
@menkasorensoren4971
@menkasorensoren4971 Жыл бұрын
ହା ହା ହା ଭିଡିଓ ଦେଖିକି ବହୁତ ହସ ଲାଗିଲା
@sushantakumarsahoo7729
@sushantakumarsahoo7729 Жыл бұрын
Laba daa is the odisha bear Grylls 👍👍👍👍 jia ki out of the country jai senar culture aau adventure k ame show karu6n....such a great job Laba daa....we proud of u
@binisahu8918
@binisahu8918 Жыл бұрын
ଭାଇରେ ତମେ କାହାକୁ ଧରି କି ନା ଆସିଛ ତମ ଗାଁକୁ ଭାଇ ତାଙ୍କ କଥା କିଛି ବୁଝି ହଉନି ଦୟା କରିକିନା ଉତ୍ତ ଟା କହିବ❤❤
@GuluSakti-qh2pt
@GuluSakti-qh2pt Жыл бұрын
ଜୟ ଜଗନ୍ନାଥ ମହା ପ୍ରଭୁ ଲବ ଭାଇ ଭଲ ରେ ରୁହନ୍ତୁ ଏତିକି ଜଗନ୍ନାଥ ଙ୍କ ପାଖରେ ପାର୍ଥନା ଜୟ ଜଗନ୍ନାଥ
@Localtonybai-Yt
@Localtonybai-Yt Жыл бұрын
ବହୁତ୍ ଖୁସି ଲାଗିଲା ଆପଣଙ୍କ ପରିବାର ଦେଖିକି ❤jay jagannath 🙏 family ପାଇଁ ଗୋଟେ like ତୋ ଦିଅ ❤
@nayakjatravlogs
@nayakjatravlogs Жыл бұрын
God bless you ଭାଇ. ମୋ ୟୁଟ୍ୟୁବ ଚ୍ୟାନେଲ ତରଫ ରୁ ସ୍ୱାଗତମ
@munanaik1649
@munanaik1649 Жыл бұрын
ଇ ଏ ହେଲା ଭାଇ ପ୍ରତି ପ୍ରେମ 🎉🎉🎉🎉❤❤❤❤❤
@GopalMurmu-mc4tu
@GopalMurmu-mc4tu Жыл бұрын
We are also proud to be 💝👏👏 santalii
@biswajitswain7140
@biswajitswain7140 Жыл бұрын
ଜୟ ଜଗନ୍ନାଥ 🙏🙏ମହାପ୍ରଭୁ 🙏🙏ସବୁବେଳେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଖୁସିରେ ରଖିଥାନ୍ତୁ 🙏🙏
@jayanteebagarty8106
@jayanteebagarty8106 Жыл бұрын
Bahut sundar ghara mate bahut bhala lagila dekhiki🙏
@ParvatiBehera-yy3yq
@ParvatiBehera-yy3yq 11 ай бұрын
ଯାହା ହେଉ ଆଜି ଆମରଗର୍ବଯେଓଡିଆପିଲାଜଣେବାହାରଦେଶରଖବର ଆଣିଆମପଖରେପହଞ୍ଚାଉଛି ମୁଁ ବାଲେଶ୍ଵର ଫୁଲଡିରୁମେସେଜକଲି ଧନ୍ୟବାଦ୍
@user-su9mf1mu6v
@user-su9mf1mu6v Жыл бұрын
ଭାଇ ଭଗବାନ ଆପଣଙ୍କୁ ସବୁବେଳେ ଖୁସି ରେ ରଖନ୍ତୁ ❤❤❤❤
@rkdancegroupofficial
@rkdancegroupofficial Жыл бұрын
ଜଗନ୍ନାଥ ପୁରା ପରିବାର କୁ ସବୁବେଳେ ଖୁସିରେ ରହନ୍ତୁ 🙏
@gaurangasahu1453
@gaurangasahu1453 Жыл бұрын
God bless you .
@krshnasundaray4449
@krshnasundaray4449 Жыл бұрын
Such a kind hearted person Laba Bhai 🇮🇳💐💐💐🎊🎊
@PrahalladGochhayat
@PrahalladGochhayat Ай бұрын
ଭାଇ ତୁମକୁ ପ୍ରଭୁ ଆଶିର୍ବାଦ କରନ୍ତି
@biswanathsahoo2888
@biswanathsahoo2888 Жыл бұрын
Welldone good 👍 👌 👏 😋 🙌 😌 very best all is well ,mindblowing .Have a good energy ❤❤❤❤
@wpshorts5705
@wpshorts5705 Жыл бұрын
ଭାଈ ଆମ ଗାଁ ରେ ନିଧିଆ ବୋଲି ଜନକର କ୍ଷୀର ଦୋକାନ ଅଛି ଖରାପ ଭାବିବନି ଭାଈ love you bro❤😊
@RNSouravVlogs
@RNSouravVlogs Жыл бұрын
ଭାଇ ଗୋଟେ କଥା କହିବି ଖରାପ ଭାବିବନି... ଆପଣଙ୍କ video ମୋତେ ବହୁତ ଭଲ ଲାଗେ but ଏତିକି କହିବି ବାପା ମା ଙ୍କ ଅସୁବିଧା ସମୟରେ ତାଙ୍କ ପାଖରେ ରହିବାକୁ ଚେଷ୍ଟା କର | ତାଙ୍କ ବିନା ତମେ କିଛି ବି ନୁହଁ| ବଡ଼ ଭାଇ ହିସାବରେ ଗୋଟେ Advice ବୋଲି ଭାବିପାର
@sumantachandrakantahembram2654
@sumantachandrakantahembram2654 Жыл бұрын
Seta thik hele bhai family cholei ba loko nahanti tenu bodhe vlog koru thibo
@B.NBOYOFFICEL
@B.NBOYOFFICEL Жыл бұрын
୩ ଭାଇଙ୍କର ଦାଇତ
@sarbeswarasisa1810
@sarbeswarasisa1810 Жыл бұрын
Tama family ku dekhi bahut Bhala lagila Dil se full support Bhai Love from koraput ❤
@Ama_Sunuma_Live_Express
@Ama_Sunuma_Live_Express Жыл бұрын
ଭଗବାନ୍ କରନ୍ତୁ ତମେ ବହୁତ୍ ଆଗକୁ ଯାଅ...god bless you
@mrguruofficial567
@mrguruofficial567 Жыл бұрын
Tama famili ku dekhiki bahut ମଜା ଲାଗିଲା ,👌👌👌😁😁😁👍
@TaniTanveerTribal
@TaniTanveerTribal Жыл бұрын
ଭାଇ ତୁମେ ଗୋଟେ ଭିଡ଼ିଓ 2/3ଥର ଦେଖିଲେ ହେଲେବି ନୂଆ ହିଁ ଲାଗେ love❤you ଭାଇ ❤️❤️
@Mopakhala8337
@Mopakhala8337 Жыл бұрын
ଲବ ଭାଈଙ୍କ ପାଇଁ ହୃଦୟରୁ ଗୋଟିଏ like ହେଇଯାଉ ❤️ ❤️
@itssangramvlogs952
@itssangramvlogs952 Жыл бұрын
ଲବ ଭାଇଙ୍କ ଗାଁ କେମେତି ଲାଗିଲା?
@sibasankarmurmu5203
@sibasankarmurmu5203 Жыл бұрын
କିଏ କିଏ ବିରୋଧ କରୁଛ ଲବ ଭାଇ ର news ନେଇକି ଫାଲତୁ thumbnail ରଖିଛନ୍ତି ❌❌❌❌❌❌❌❌
@user-ke3dd8em4q
@user-ke3dd8em4q Жыл бұрын
ଲବ ଭାଇ ସୋଜନା ମଞୀ ୨ଟା ମୋ ପାଇଁ ରଖି ଥିବ , ମୁଁ ନିଶ୍ଚିତ ଯିବି
@sambitkumar628
@sambitkumar628 Жыл бұрын
Advance Congratulations 300k You Tube Family Laba Hansda Bhai Jay Jagannath 🙏🎉❤️
@bijayswain9157
@bijayswain9157 Жыл бұрын
ଭାଇ ତମେ ତ ସବବେଳେ କହୁଚ। Family ବଲାଙ୍କୁ ତମ ବିଷୟରେ କିଛି ପଚାର, ଖାସ୍ କରି ବାପାଙ୍କୁ ।
@vjtrinathvlogs7880
@vjtrinathvlogs7880 Жыл бұрын
Enjoy bro❤❤❤❤we support you & you r a real hero 🎉🎉
@sumitramurmuofficial4759
@sumitramurmuofficial4759 Жыл бұрын
Labu babu congratulations 300k subscribe youtube family 💐💐🎉🎉 .
@gourisankarmohanty6761
@gourisankarmohanty6761 Жыл бұрын
Jay Jagannath brother, I have seen your home Village life & family also. It is very impressive & heart touching memory. God may bless you & best of luck for next visit of Indonesia country. Always making of all videos are hard labour basis. Thank you brother.
Underwater Challenge 😱
00:37
Topper Guild
Рет қаралды 46 МЛН
Incredible Dog Rescues Kittens from Bus - Inspiring Story #shorts
00:18
Fabiosa Best Lifehacks
Рет қаралды 33 МЛН