‘ଆମେ ବି ବନ୍ଦ କରିଦେବା’ || Potato Price Hike || BJP MP Pratap Sarangi || Odisha Reporter

  Рет қаралды 419,677

Odisha Reporter

Odisha Reporter

Күн бұрын

#ଆମର_ଯାହା_ଜିନିଷ_ଯାଉଛି_ବନ୍ଦ_କରିଦେବା
ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବି, ସେ ପଶ୍ଚିମବଙ୍ଗ ସହ କଥା ହୁଅନ୍ତୁ। ଯଦି ସେ ଭଲ ବ୍ୟବହାର କରିବେନି, ଯଦି ସେ ଆମକୁ ବାସନ୍ଦ କରିବାକୁ ଚାହିଁବେ,ଆମେ ବି ତାଙ୍କୁ ବାସନ୍ଦ କରିବା। ଟିଟ୍ ଫର୍ ଟ୍ୟାଟ୍ ବୋଲି କହିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Potato #PriceHike #PratapSarangi #Balasore #Odisha #WestBengal #chiefministerofodisha

Пікірлер: 1 300
@CreativeNatureLife
@CreativeNatureLife Ай бұрын
ହଉ ନନା ଆପଣ ଏ ପାଞ୍ଚ ବର୍ଷରେ କଣ ଉନ୍ନତି ଦିଗରେ କାମ କରିବେ, ଆମେ ଅପେକ୍ଷାରେ ରହିଲୁ, ଜୟ ଜଗନ୍ନାଥ 🙏🚩🙏
@jyotiranjan12345
@jyotiranjan12345 Ай бұрын
Thanks ❤
@JigyanshuMallick
@JigyanshuMallick Ай бұрын
Right 👉
@Strugglelife9606
@Strugglelife9606 Ай бұрын
5 barsa re kete dev hoi thila
@pradyumnakishor541
@pradyumnakishor541 Ай бұрын
It is continuous problem of Odisha,Potatoes shortage,Find a permanent solution of potato shortage.
@pravasiniswain3322
@pravasiniswain3322 Ай бұрын
Nana tuma govt kete alu production Kariba apekhya rahila
@Raj-kv3vk
@Raj-kv3vk Ай бұрын
ସବୁ ବଙ୍ଗାଳୀ ଆଉ ବଙ୍ଗାଳୀଦେଶୀ କୁ ବିଦା କର ଓଡ଼ିଶା ରୁ। ଓଡ଼ିଶା ପାଇଁ ଏଇ ଗୁଡ଼ା ବିପଦ।।
@NibeditaTripathy-x6v
@NibeditaTripathy-x6v Ай бұрын
Semaane jadi sei katha kabi e loka ku kana sikhaucha
@Raj-kv3vk
@Raj-kv3vk Ай бұрын
@@NibeditaTripathy-x6v ,sir ,u don't know these people, how they made the west bengal to the worst Bengal । They are slowly spreading all over your state and time will become very difficult to handle the situation that time।।। ସମୟ ଥାଉ ଥାଉ ସବଧାନ।।। କଣ କରୁଥିଲ ଗୋଟେ ତାମିଲ ଏଇ ରାଜ୍ୟ କୁ।
@statuslover2559
@statuslover2559 Ай бұрын
@@NibeditaTripathy-x6vBangladeshi loka odisa re pasi asichanti
@sumantabehera7642
@sumantabehera7642 Ай бұрын
ବାଳ କଥା କହିଲୁ ରେ
@hemantadas9363
@hemantadas9363 Ай бұрын
ଆପଣ ମାନଙ୍କ ଏଇ ମୂର୍ଖାମୀ କାମ ପାଇଁ ଆପଣଙ୍କର ତ କିଛି ହେବନି.. କିନ୍ତୁ ନିରୀହ ଜନ ସାଧାରଣ ମାନେ ବଳି ପଡିବେ 👇
@rsantoshreddy2801
@rsantoshreddy2801 Ай бұрын
Wait kara
@RajKumar-dp2ip
@RajKumar-dp2ip Ай бұрын
Right Bhai
@Mrsanjaya-s
@Mrsanjaya-s Ай бұрын
Right 👍
@kartikgouda8136
@kartikgouda8136 Ай бұрын
Right Bhai
@Manojmishra154
@Manojmishra154 Ай бұрын
Ri8 bhai
@muralidharparida9228
@muralidharparida9228 Ай бұрын
୨୦୨୯ସୁଧା କେତେ ଶୀତଳଭଣ୍ଡାର ହେବ ଏବଂ ପୁରୁଣା ସରକାର ଙ୍କୁ ଦୋଷ ଦେବା ବାହାଦୂରୀ ନୁହେଁ ଆପଣ କ'ଣ କରୁଛନ୍ତି, ଜନତା ଦେଖୁଛନ୍ତି....
@rsantoshreddy2801
@rsantoshreddy2801 Ай бұрын
Bhai wait
@dibakarpalai9517
@dibakarpalai9517 Ай бұрын
Right bhai
@BasantaBisoyi-mt5oo
@BasantaBisoyi-mt5oo Ай бұрын
Yes 😢😢😢
@subashkumarlenka7542
@subashkumarlenka7542 Ай бұрын
ମୋତେ କୁକୁର କାମୁଡିଲା ମୁଁ କୁକୁର କାମୁଡିବି ନାନା ରଜନୀତି କରୁଛନ୍ତି ତାର ସମାଧାନ ବାଟ ବାହର କରନ୍ତୁ ଆମ ଓଡ଼ିଶାରେ କେମିତି ଆଳୁ ଚାଷ ବହୁମାତ୍ରାରେ ହେବ ସେ ବ୍ୟବସ୍ଥା କରନ୍ତୁ
@utkalentertainment3696
@utkalentertainment3696 Ай бұрын
Hn bhai Nana ta sei katha Kahile aloo anipariba, phalanula utpadana khetra re odisha ku atmanirvara karibe
@MoOdishaNews
@MoOdishaNews Ай бұрын
Correct
@bhaktamishra9730
@bhaktamishra9730 Ай бұрын
Kukuraku Sina kamudiba nahin kukuraku dareibani kahinki ?
@neenadas3776
@neenadas3776 Ай бұрын
Right
@SureshMuni-s9x
@SureshMuni-s9x Ай бұрын
Mi b l BB​@@utkalentertainment3696
@sujitmukharjee1997
@sujitmukharjee1997 Ай бұрын
ପ୍ରତାପ ନନା ଙ୍କୁ ସାପ କାମୁଡ଼ିଲେ ସେ ସାପ କୁ କାମୁଡି ଦେବେ 😂😂😂😂😂😂😂😂
@panditnilamanipanda6638
@panditnilamanipanda6638 Ай бұрын
20ଜଣ ଏମ୍ ପି ପାର୍ଲିଆମେଣ୍ଟ କୁ ଯାଇ ଓଡିଶା ପାଇଁ ଯେଉଁ ଆଳୁ ନମ୍ବର ପାଇ ଛନ୍ତି ତାହା ବାଣ୍ଟି ଦିଅନ୍ତୁ।
@amiyarana8733
@amiyarana8733 Ай бұрын
😅😂😅😂😅😂😅 lmao
@gourangasa6027
@gourangasa6027 Ай бұрын
ଗେଣ୍ଡା ଦଳ ର ଚାମଚା।
@rajeshkumarbiswal7838
@rajeshkumarbiswal7838 Ай бұрын
Ri8
@JigyanshuMallick
@JigyanshuMallick Ай бұрын
😅😅😅😅😅😅😅😅😅😅😅😅😅😅😅😅😅
@HaklowdaBakra
@HaklowdaBakra Ай бұрын
Address de maaagana khiaa
@sarojakumarmishra1563
@sarojakumarmishra1563 Ай бұрын
ସାର୍, ଓଡ଼ିଶାରେ ଏପରି କୈାଣସି ପଦାର୍ଥ ଉତ୍ପାଦନ ହେଉନାହିଁ ଯାହା ଆମେ ବନ୍ଦ କରିଦେଲେ ଅନ୍ୟ ରାଜ୍ୟ ଲୋକମାନେ ଆମକୁ ଚାତକ ପରି ଚାହିଁ ରହିବେ । ଦୟାକରି ଆପଣ ସରକାରକୁ ଆସିଛନ୍ତି ଏପରି କିଛି ଗୋଟେ ଜିନିଷ ଉତ୍ପାଦନ ଅଧିକ କରନ୍ତୁ ଯେପରି ଅନ୍ୟ ରାଜ୍ୟ ଆମକୁ ନିର୍ଭର କରିବେ ।
@SIBAPRASADDAS-do5si
@SIBAPRASADDAS-do5si Ай бұрын
ପ୍ରତାପ ବାବୁ ପଶ୍ଚିମ ବଂଗକୁ କେତେ ଟନ୍ ମାଛ ପଠାଉଛୁ, କହିବେକି?
@usert-cb3ms92
@usert-cb3ms92 Ай бұрын
Nabin sir pathau thile krusi Ku protsahan deu thile na magana banti loka nku kudhia karichanti
@maheshwardas310
@maheshwardas310 Ай бұрын
Tanka gadia ru pathau chhanti
@puskarsahoo1391
@puskarsahoo1391 Ай бұрын
1 no MP . Odisha ru Kete thara apana machha neiki jaithile
@amarnathbadhei6586
@amarnathbadhei6586 Ай бұрын
@@usert-cb3ms92 Nabin ra 25 Barsha report deuchha tume.Mohan babunka 2 masa heini.Byasta huantu nahin.
@usert-cb3ms92
@usert-cb3ms92 Ай бұрын
@@amarnathbadhei6586 mu kn lekhichi ki
@tulsirammajhi3022
@tulsirammajhi3022 Ай бұрын
ବଙ୍ଗଳୀ ମାନେ ଓଡ଼ିଶା ରେ ବ୍ୟବସାୟ ସେମାନଙ୍କୁ ତଡ଼ି ଦିଆଯାଉ ।
@user-dq8il7is6c
@user-dq8il7is6c Ай бұрын
BJP ପାଇଁ ଭାରତରେ ପେଟ୍ରୋଲ, ଡିଜେଲ ଆରମ୍ଭ କରି ସବୁ ଜିନିଷ ବଜାରରେ ଦରଦାମ୍ ବୃଦ୍ଧି କରିଛନ୍ତି
@bidyadharhembram9837
@bidyadharhembram9837 Ай бұрын
Salary, labour salary increase heuchi seita kohuno
@bhaktamishra9730
@bhaktamishra9730 Ай бұрын
2014 re lokanka income ketethila se bisayare kahuna ?
@rajsidharth3674
@rajsidharth3674 Ай бұрын
ଆଉ ଦରମା ନବୁ 700 ପରିବା ଖାଇବୁ 20ରେ ନାଇ😂
@st-hp1hd
@st-hp1hd Ай бұрын
​@@bidyadharhembram9837 to Bou bia ta badhuchi jie 2007 re 7000 pauthila se ebe 19000 pauchi bala badhichi salary maghi bjp ra kukura
@user-gq2jx1lw1j
@user-gq2jx1lw1j Ай бұрын
Are mg India ku all' world re na kala kia to bopa bjp
@krushnachandranayak8086
@krushnachandranayak8086 Ай бұрын
ଓଡ଼ିଶା ରାଜ୍ୟ ରାଜନୀତି ରେ 2 ଟା ବୋକା ଚୋଦା ଗୋଟେ ସୁରଜ୍ ସେଠୀ ଆଉ ଜଣେ ପ୍ରତାପ ନାନା,ନବୀନ ବାବୁ ଯଦି 24 ବର୍ଷ ଶାସନ ନ କରି ଥାନ୍ତେ ଏ ପ୍ରତାପ ବାବୁ ପରି ଲୋକ ମୁଖ୍ୟମନ୍ତ୍ରୀ ହୋଇ ଥିଲେ ରାଜ୍ୟ ବିଭାଜନ ହେଇ ଦେଶ ରେ ପରିଣତ ହେଇ ଯାଇ ଥାଆନ୍ତା ନିଜ ନିଜ ଭିତରେ ଏମିତି ଏହା ବନ୍ଦ କରି ଦେବା ସେଇୟା ବନ୍ଦ କରି ଦେବା ଛୋଟ ଛୁଆ ବୁଦ୍ଧି ଯାଇନି ପ୍ରତାପ ବାବୁ ଓ ସୁରଜ୍ ବାବୁ ଙ୍କ ର ଦେଶ ଭାଙ୍ଗି ଦେବ ରେ ତମେ 2 ଜଣ
@suvratnanda1368
@suvratnanda1368 Ай бұрын
🤣🤣 କଣ ଟା ପଠଉଛ ଯେ ବନ୍ଦ କରି ଦେବ l ଦାଦନ ନା ହୀରା ସୁନା ପିଆଜ ରସୁଣ ଆଳୁ ପରିବା ମାଛ କୁକୁଡ଼ା କଣ ଟା ପଠାଉଛ କହିଲେ ଭଲ ଭଲ ହୁଅନ୍ତା
@20NEW-MUSIC
@20NEW-MUSIC Ай бұрын
ତୋ ବୋଉ କୁ ପଠାଇବା ବନ୍ଦ କରିଦେବୁ।🤬
@prasantapanda1703
@prasantapanda1703 Ай бұрын
କିଛି ବନ୍ଦ କରିବା ଦରକାର ନାହିଁ ଖାଲି ୱେଷ୍ଟବେଙ୍ଗଲରୁ ଯୋଉ ବାଙ୍ଗୀୟ ସୁନ୍ଦରୀମାନେ ଆସି ଓଡିଶାରେ ଦେହ ବେପାର କରୁଛନ୍ତି ସେଇଟାକୁ ବନ୍ଦ କରିଦିଅ ଦେଖିବ ମମତା ବାନାର୍ଜୀର ବୀଆ ଫାଟିବା ସହିତ ଗାଣ୍ଡି ବି ଫାଟିଯିବ
@biswaranjanparida5679
@biswaranjanparida5679 Ай бұрын
​@@prasantapanda1703😂😂
@sipun5
@sipun5 Ай бұрын
​@@prasantapanda1703wow bhala idea dela. Bidhana sabha re e katha uthu.
@MKM545
@MKM545 Ай бұрын
Are sala tu odisha ra na se behi mamata ra lokar bangali na tu😊
@nikhilpatra2119
@nikhilpatra2119 Ай бұрын
ଆଂଜ୍ଞା ଆଗରୁ କଣ ହେଇଥିଲା ନ ହେଇଥିଲା କୁହନ୍ତିନି ବର୍ତମାନ ଲୋକଙ୍କ ସୁବିଧା ପାଇଁ କଣ କରାଯିବ ସେକଥା ଚିନ୍ତା କରାଯାଉ
@pratapchandrasamal2396
@pratapchandrasamal2396 Ай бұрын
ତମେ ବନ୍ଦ କରି ଥରେ ଦେଖ ତ, ତମର ତାକତ୍ ଆଉ ଔକାତ୍ କେତେ ଆମେ ଦେଖିବୁ। ବିଜେଡ଼ି ସରକାର କିଛି କରି ପାରିଲେ ନାହିଁ ବୋଲି ତ ତୁମକୁ ଲୋକେ ସରକାରଙ୍କୁ ବାଛିଛନ୍ତି। ତମେ କଣ ତାଢୁଛ କି ଉପାଡୁଛ ଆମେ ତମ କାଢୁଆ ପଣ ଦେଖିବୁ। ତମେ ପାରିଲ ନାହିଁ ବୋଲି ମୋଦୀ ତୁମକୁ ମନ୍ତ୍ରୀ ମଣ୍ଡଳରୁ ତଡ଼ି ଦେଲେ। ଖାଲି ଭାଷଣ ବାଜୀ।
@prasannakumardas3077
@prasannakumardas3077 Ай бұрын
ପଶ୍ଚିମ ବଙ୍ଗ ଆପେ ଜବତ ହୋଇ ଯିବ ଯଦି ଓଡ଼ିଶା ସରକାର ଆମର ମୂଳ ସମସ୍ୟା ବଙ୍ଗଳା ଦେଶୀ ଆଉ ରୋହିଙ୍ଗିଆ ମୁସଲମାନ ଙ୍କୁ ଓଡ଼ିଶା ଆସିବାକୁ ସମ୍ପୂର୍ଣ୍ଣ ବନ୍ଦ୍ ଏବଂ ଯେଉଁ ଲକ୍ଷ ଲକ୍ଷ ଏଠି ରହିଛନ୍ତି ସେମାନଙ୍କୁ ସମ୍ପୂର୍ଣ୍ଣ ତଡ଼ି ଦିଆଯାଏ ।
@satyajitswain2773
@satyajitswain2773 Ай бұрын
Pratap sarangi is giving a in mature statement. ସବୁ ସମସ୍ୟା ର ସମାଧାନ ଝଗଡ଼ା ନୁହଁ। ନିଜ government ର ଅପାରଗତା କୁ ଦେଖନ୍ତୁ। ଏଇଟା ଇଲେକ୍ସନ ନୁହଁ ଯେ tit for tat ମନ୍ତବ୍ୟ ଦେବା।
@prasantapanda1703
@prasantapanda1703 Ай бұрын
ପ୍ରତାପ ଷଡ଼ଙ୍ଗୀ ଯାହା କହିଲେ ଠିକ, ଜେସାକୁ ତେସା ହେଲେ ଯାଇକି ରାଣ୍ଡି ମମତା ବୁଦ୍ଧି ଶିଖିଵ ଓ ବାରମ୍ବାର ତା ଆଳୁ ବନ୍ଦ ଧମକ ବନ୍ଦ ହେବ
@jitendranaik9979
@jitendranaik9979 Ай бұрын
Daitohin mantobya
@internationalshmfriendsuni7490
@internationalshmfriendsuni7490 Ай бұрын
ପନିପରିବା ଦର ଉଚ୍ଚ ରହିବା ଦରକାର ।ତେବେ ଚାଷୀ ଉପକୃତ ହେବେ।ଚାଷ କରିବା ପାଇଁ ଲୋକେ ଆଗ୍ରହୀ ହେବେ ।ଚାଷୀ ଉପକୃତ ହେବେ।
@Manojmishra154
@Manojmishra154 Ай бұрын
Tu bhul kahuchu bhai, uchha rate hele chasi khata ku jayena middle man mane sabu rakhanti
@shyamsundarrath275
@shyamsundarrath275 Ай бұрын
ରାଜା ପରିସ୍ଥିତି କୁ ସମାଧାନ ମାଧ୍ୟମ ରେ ସମ୍ଭାଳି ଥାଏ, ରାଜା ପ୍ରଜା ଙ୍କ ସହ ପଙ୍ଗା ନିଏନାହି
@bhabanishankarpati466
@bhabanishankarpati466 Ай бұрын
Ethi praja Kia ..mamata ji intensenly Asabu karuchhanti..sia congress ra queen monopoly rule chalibani..so Pratap ji you are wright
@debasmitaparida2072
@debasmitaparida2072 Ай бұрын
​@@bhabanishankarpati466Ama raja mamata ku alu pain kahi nahanti.Se seade delhi re UP alu asiba boli jogaajog karidei asi amaku bhuan buleile mu mamata ku kahichi.Kintu gote rajya anya rajya ku jou official letter pathae seta kaleni.Ama raja delhi ru asiba purbaru raja nka mantri mane kahisarithile ame UP ru alu anibu.Se UP ru anantu ki america ru anantu amaku purba bhali kam rate re alu darkar.Semane rajaniti karibe boli kana ame pocket ru paisa debu.
@MaabirajaSKM
@MaabirajaSKM Ай бұрын
Nana ବାଲେଶ୍ବର ର ଅନେକ ଲୋକ kollkota ରହିଥାନ୍ତି ଆପଣ ସମାଧାନ ନ କରି ଆପଣ ବନ୍ଦ କରିଦେବା କେତେ ଶୋଭନୀୟ
@abhijeetkar8087
@abhijeetkar8087 Ай бұрын
ରେଲୱେ ବିଭାଗ ବିଜେପି ହାତରେ ଅଛି। ତେଣୁ କେନ୍ଦ୍ର ସରକାର କୁ ପଶ୍ଚିମ ବଙ୍ଗ କୁ ଯାଉଥିବା କୋଇଲା ବୋଝେଇ ସବୁ ଟ୍ରେନ ବାଲେଶ୍ୱର ରେ ଅଟକେଇ ଦୀୟ ଯାଉ। ବିଜୁଳି ସମସ୍ୟା ଉତ୍ପନ୍ନ ହେଲେ ପଶ୍ଚିମ ବଙ୍ଗ ବୁଝିବ ଆଳୁ ବନ୍ଦ କରିବା ଫଳ
@MKM545
@MKM545 Ай бұрын
Right 👍👍👍
@antaryamiswain6937
@antaryamiswain6937 Ай бұрын
Really
@sanjibkumarjena858
@sanjibkumarjena858 Ай бұрын
Right
@bamanabehera5435
@bamanabehera5435 Ай бұрын
ଏମାନେ ଗୋଟେ ଗୋଟେ ମାନସିକ ବିକୃତି ଲୋକ ତେଣୁ ଏଲୋକ ମାନେ କଣ କରିଛନ୍ତି ସେ ପ୍ରଶ୍ନ ପଚାରନ୍ତୁ....ଆଳୁ ନୁହେଁ ବୋରଂ କୁମ୍ଭ ମେଳାରେ କେତେ ଭକ୍ତ ର ସମାଗମ ର ବ୍ୟବସ୍ଥା କରୁଛନ୍ତି ...ତାହା ପଚାରନ୍ତୁ ଓଡ଼ିଶା ଲୋକ ନ ଖାଇ କି ମରିଲେ ଏମାନଙ୍କର କଣ ଯାଉଚି କି... ଯଦି କିଛି ହୁଅନ୍ତା ଯୋଗାଣ ମନ୍ତ୍ରୀ କଣ ନବୀନ ପଟ୍ଟନାୟକ ର ଚିଠି କୁ ବିରୋଧ କରିଥାନ୍ତା କି...?
@bibhutibhusanbehera5147
@bibhutibhusanbehera5147 Ай бұрын
ପଶ୍ଚିମବଙ୍ଗ ଓଡ଼ିଶା କୁ ଆଳୁ ନ ଦେଲେ ସେସବୁ ରହି ରହି ପଚିଯିବ ଭଲ ହେବ। ଆମର ଆଳୁ ୟୁପି ରୁ ଆସୁ ଭଲ ହେବ..
@awcbangarabilasahi1783
@awcbangarabilasahi1783 Ай бұрын
Bhai up ru alu asile rate kete haba janichha ta na calculation janina transportation fee kn janichha na khali bjp bhali katha kahuchha 😂😂
@MKM545
@MKM545 Ай бұрын
​@@awcbangarabilasahi1783tahele nija ghare alu chasa Kariba odisha basi
@jayadevjena8121
@jayadevjena8121 Ай бұрын
acha tahale tame kahucha je ame kehi chasa karibani sabu magena khaiba wah wah re tama chintadhara, UP amaku aloo kahinki daba ta thu bhala tame khaiba chadidia jadi chasa kariparuna nije
@bibhutibhusanbehera5147
@bibhutibhusanbehera5147 Ай бұрын
@@jayadevjena8121 ଏବେ କଣ ସଙ୍ଗେ ସଙ୍ଗେ ଆଳୁ ଫଳିଯିବ କି ଆଳୁ ଖାଇବ
@jayadevjena8121
@jayadevjena8121 Ай бұрын
@@bibhutibhusanbehera5147mu ketebele kahili ki aloo sange sange falijiba boli, samaya taw lagiba na au sethipaien amaku dharjya rakhibaku padiba. aloo kebala gote pariba nuhe, taku chadidele emiti bahut pariba achi jouta khaihaba au ame jadi samaste misiki ama badi bagicha re kichi fala ki pariba chasa kariba tahale amaku besi samaya au lagibani
@sanjibnayak8445
@sanjibnayak8445 Ай бұрын
JAY HIND... ନୂଆ ସର୍କାର କୁ ବଦଲାମ କରିବା ପାଇଁ ଚିଟଫଣ୍ଡ ଚୁର୍. ଚିଟଫଣ୍ଡ ଖିଆ ରାକ୍ଷସ ନବୀନ୍ ବାବୁ ଚାଲ ରେ ପାସ ହୋଇ ଗୋଲା... ନ ହେଲେ ଓଡିଶା ବର୍ଡର ରୁ ଆଳୁ ଘୂରି ଯାଉଛି... ବିକାଶ ର ଅନ୍ୟ ନାମ ବିଜେପି ପରି ବାର.. ବିଜେପି ପରିବାର ଯୋଉଠି ବିକାଶ ସେଇଠି ଥିଲା ଅଛି ଏବଂ ରହିଥିବ ମଧ୍ୟ... JAY HINDU ❤
@saratdas9181
@saratdas9181 Ай бұрын
ତୁମେ ତାଙ୍କ ସହ ନଅ ବର୍ଷ ଥିଲ କଣ କରିଥିଲ. କହୁଛ କଣ ଏବେ ସବୁ ବନ୍ଦ କରୁନ ଦେଖିବା ପାରିବା ପଣିଆ. ସମସ୍ୟା ର ସମାଧାନ କିପରି ହେବ ତା ବିଷୟରେ କହିଲେ ଭଲ ହୁଅନ୍ତା. ଦୁଇ ରାଜ୍ୟ ର ଏ କଥା ଏ ସମସ୍ୟା ଦୁଇ ଦେଶ ମଧ୍ୟରେ ନୁହେଁ.
@dasharathadandapat7239
@dasharathadandapat7239 Ай бұрын
ଓଡ଼ିଶା କିଛି କରିପରିବୋନି କାହିଁକି ନା ଓଡ଼ିଶା ଅନ୍ୟ ରାଜ୍ୟ ଉପରେ depend କରେ
@banditabarik2872
@banditabarik2872 Ай бұрын
Pratap Sarangi sir nku request Petrol, diesel price ku Kam karajau.Au Odisha ra prati block re Shitalbhandar nirman karajau.Ta sahit krusi pain jala sechan free karajau.Tahele Odisha re bi alu,piaj,machh chas subidha re kariheb.Krusi jantrapati bi free re jogai diajau.
@jojosworld5060
@jojosworld5060 Ай бұрын
Absolute Good step
@prasantapanda1703
@prasantapanda1703 Ай бұрын
କିଛି ବନ୍ଦ କରିବା ଦରକାର ନାହିଁ ଖାଲି ୱେଷ୍ଟବେଙ୍ଗୁଲରୁ ଯୋଉ ବାଙ୍ଗୀୟ ସୁନ୍ଦରୀ ଆସିକି ଓଡିଶାରେ ଦେହ ବେପାର କରି ଟଙ୍କା ନେଇ ଯାଉଛନ୍ତି ସେତିକି ବନ୍ଦ କରିଦିଅ ଦେଖିବ ଆପେ ଆପେ ମମତା ରାଣ୍ଡିର ବୀଆ ଫାଟିବା ସହିତ ଗାଣ୍ଡି ବି ଫାଟିଯିବ
@MKM545
@MKM545 Ай бұрын
Right 👍👍👍
@Lokanath-n8l
@Lokanath-n8l Ай бұрын
😮😂😅😂
@ch.prasadkumarpatnaik3428
@ch.prasadkumarpatnaik3428 Ай бұрын
Panda babu, Namaskar. Apononko bhasha ta tike kharap laguchi. Social media re emiti abhadra bhasha post Kariba ta sara Odisha ku apamana. Daya kori, stree mananka biruddho re emiti bhasha proyogo korontu nahni. Bhul thile khyoma korontu.
@prasantapanda1703
@prasantapanda1703 Ай бұрын
​@@ch.prasadkumarpatnaik3428please arrest me
@BasantaBisoyi-mt5oo
@BasantaBisoyi-mt5oo Ай бұрын
😢😂😮😅😊
@ganeswarmahanta1254
@ganeswarmahanta1254 Ай бұрын
ଭାଙ୍ଗିଲା ଦେଶୀ ଅନୁପ୍ରବେଶକାରୀ ବନ୍ଦ କର।ଭାଷଣବାଜି ବନ୍ଦ କର। ଓଡ଼ିଶାକୁ ସ୍ୱାବଲମ୍ବୀ କରାଯାଉ।ଆଳୁ ମିସନ ଚାଲୁ କର।
@lambodarmohanty809
@lambodarmohanty809 Ай бұрын
Nana gote ajogya neta
@Mr.Alok_Sethy_11
@Mr.Alok_Sethy_11 Ай бұрын
ଜଣେ ବ୍ୟକ୍ତି ହିନ୍ଦୁ ମୁସଲମାନ କରୁଛି ଆଉ ଆମ ଏହି ମହାନ୍ ବ୍ୟକ୍ତି ରାଜ୍ୟ ରାଜ୍ୟ ର ମିତ୍ରତା କାଟିବା କଥା କହିଲେ ନି 😒 ତମ କୁ ଦୁରୁ ଜୁହାର 🙏🏼
@SidharthPrasadDas
@SidharthPrasadDas Ай бұрын
ନନା ବାଲେଶ୍ୱର ର ନେତା, ସେଇଠି ବାଟ ରେ ଜଗ ଠେଙ୍ଗା ଧରି, ମମତା ବିଜେପି ରଙ୍ଗ ଛଡ଼େଇବ,
@asit_mohanty
@asit_mohanty Ай бұрын
Taku pachariba baleshwar re adha bangali asi ghara kari rahileni tanku Bida karipariba yah gandire dum achi
@user-gq2jx1lw1j
@user-gq2jx1lw1j Ай бұрын
Mamata bala chodiba
@saraswatijena4134
@saraswatijena4134 Ай бұрын
Tu t chup kr... Balasore ku t sambhali parunhanti... Aau bada bada bhasana
@Rabikant1023
@Rabikant1023 Ай бұрын
Amo odisha saway uper nischy hi neerbar achanti..jaio odisha 🌏🇮🇳🖋️👍😊
@deepakacharya3892
@deepakacharya3892 Ай бұрын
ଅଜା, ଗୋଟେ ବିରାଟ ପାଚେରୀ କରି ଦେଇ ତାଳି, ଥାଳି, ଘଣ୍ଟି, ଟର୍ଚ୍ଚ ମାରି ରାଜ୍ୟବାସୀଙ୍କ ଦୁଃଖ ନିବାରଣ କର। ଶଳା ମୁର୍ଖ ଦଳ 20 MP ନେଇ ବାଳ ଆଣି ରାଜ୍ୟବାସୀ ଙ୍କୁ ଦେଲ। ଶଳା JUMLA ଦଳ।😂😂😂
@chandanparida1561
@chandanparida1561 Ай бұрын
Bhai Tama ku pakistan kahibe 😂😂😂😅😂😅😂😅
@deepakacharya3892
@deepakacharya3892 Ай бұрын
@@chandanparida1561 ଗେରୁଆ ବିରୋଧ ମାନେ ଦେଶ ବିରୋଧୀ, ଆତଙ୍କୀ🤣 . Mora gote Bala bi banka Kari paribani FEKU..
@SanatanSingh-zw2bk
@SanatanSingh-zw2bk Ай бұрын
Good information sadangi sir.
@BhubaneswarBehera-nr8ir
@BhubaneswarBehera-nr8ir Ай бұрын
ପଶ୍ଚିମ ବଙ୍ଗରୁ ଓଡିଶାକୁ ଆସି ରହିଥବା ବଙ୍ଗାଳିମାନଙ୍କୁ ତୁରନ୍ତ ଓଡିଶାରୁ ବାହାରକରାଯାଉ
@sudhanshusekharapadhy9436
@sudhanshusekharapadhy9436 Ай бұрын
Tu ebe jadi to district chhadi alaga dist re rahuthibu tate bahara karidia jiba se dist ru
@MKM545
@MKM545 Ай бұрын
Right
@neenadas3776
@neenadas3776 Ай бұрын
Right
@ch.prasadkumarpatnaik3428
@ch.prasadkumarpatnaik3428 Ай бұрын
Hoi he Behere, Every Indian Citizen has got a fundamental right to live, to carry on trade in any part of India. Your suggestion to get rid of Bengali people from Odisha is rediculous and it reveals your foolishness. Please be thorough on fundamental rights.
@ODSLSMOVIE
@ODSLSMOVIE Ай бұрын
Ri8
@haraprasad6650
@haraprasad6650 Ай бұрын
Ek dam thik sir
@ARNMKP
@ARNMKP Ай бұрын
ତମର ବାଳ ଟା ଅଛି, ତମେ ଖାଇବ, ନିଜର ତ କିଛି ନାଇଁ ଅନ୍ୟ ଉପରେ ନିର୍ଭର। ଦେଖିବା ତୁମ period ରେ କଣ କରୁଛ ନା ଖାଲି jumlabaji
@bhabanishankarpati466
@bhabanishankarpati466 Ай бұрын
Odisha re kn pai rahuchha.. mamata ku Jia support karuchhi west bengal jao sabu achhi sethi
@eodia6475
@eodia6475 Ай бұрын
ମମତା କୁ ମୁ ସପୋର୍ଟ କରୁଛି । କିନ୍ତୁ ମୁଁ west bengal ଯିବିନି। ତାପରେ କଣ କହୁଛ କୁହ। ମୁଁ west ବେଙ୍ଗଲ ରୁ ୫kg ଆଳୁ ଆଣିଛି ଆଉ ଖାଉଛି ,ମୁ ଓଡ଼ିଶା ରୁ ଆଳୁ ନିଏନି।
@rajivkumar9990
@rajivkumar9990 Ай бұрын
ଭଲ ହୁଅନ୍ତା କିନ୍ତୁ ତୁମ ଭଳି ମାୟା, ବାୟା, ଆଉ, ମିଛୁଆ ହୁଅନ୍ତିନି କାରଣ ତୁମ ଛାବି ମୁଦି ପାଖରେ ପା,, ଏବେ ଗୁଜୁରାଟି ଚାଲିଛି ଓଡିଶା ରେ ପା ଆମେ କଣ କରିବୁ ମମତା କୁ ସପୋର୍ଟ କରିବୁ ଅସୁବିଧା କୋଉଠି ରହିଲା​@@bhabanishankarpati466
@rajivkumar9990
@rajivkumar9990 Ай бұрын
​@@bhabanishankarpati466ତୁମେ ଯାଉନ ହେରି ଗୁଜୁରାଟ ଆଘେ ତା ପରେ ଆମେ ଯିବୁ,,, ବଂର 🙏 ମାର ଓଡିଶା ବିକ୍ରି ନ ହେଉ ରେ ଭାଇ ସବୁ ମରେଇ ରେ ଭାଇ
@hariharmahapatra4946
@hariharmahapatra4946 Ай бұрын
ଦୀର୍ଘ ବର୍ଷ ଶାସନ ରେ ପନି ପାରିବା ଉତ୍ପାଦନ ଓ ସଂରକ୍ଷଣ କରିବା ରେ ପୃବ ସରକାର କୌଣସି ପଦକ୍ଷେପ ନେଇନାହିଁ। ଏବେର ସରକାର ଓଡିଶାରେ ବହୁ ପରିମାଣରେ ଉତ୍ପାଦନ ବଢ଼ାଇବା ପାଇଁ ଚେଷ୍ଟା କରନ୍ତୁ। ସବୁ ବ୍ଲକ ରେ cold storage କରାଯାଉ ଓ କୃଷକ ମାନଙ୍କୁ ପ୍ରୋତ୍ସାହନ ଦିଆ ଯାଉ।
@RamaSwami-k2s
@RamaSwami-k2s Ай бұрын
ଚାଷୀଙ୍କୁ inspir Kara jaini mahalia chaula ମିଳିବା ଦ୍ଵାରା ଚାଷୀ ବିଲକୁ ଯାଉନି
@bkdbrothersbbs9338
@bkdbrothersbbs9338 Ай бұрын
Tomo ro kichi chaso jomi dobo ki jou mankoro jomi nahi .....ta hele chaulo ro bhorosa re rohi be nahi odisha re 🤔
@ManguliDas-ux4ps
@ManguliDas-ux4ps Ай бұрын
ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଅନୁସାରେ ହେଉଛି
@anandanaik2969
@anandanaik2969 Ай бұрын
Mantri heichha odisharu kalikotaku kan jauchhi janinahanti
@bhabanishankarpati466
@bhabanishankarpati466 Ай бұрын
Sia thick janichhanti boli kahile jousabu supply heuchhi
@pramodbisoyi3332
@pramodbisoyi3332 Ай бұрын
ନନା ପାଗଳ ଭଳିଆ କଥା କହୁଛନ୍ତି କାହିଁକି........ ଏବେ ଡବଲ ଇଂଜିନ ସରକାର କିପରି ରାଜ୍ୟରେ ଆଳୁ, ପିଆଜ, ଅଣ୍ଡା ଓ କୁକୁଡ଼ା ଭଳି ଉତ୍ପାଦନ ବୃଦ୍ଧି ହେବ, ସେ ବ୍ୟବସ୍ଥା କରାନ୍ତୁ
@ajaysamal1195
@ajaysamal1195 Ай бұрын
Right sata katha sir🙏🙏🙏🙏🙏🙏
@brajakishorepadhi4022
@brajakishorepadhi4022 Ай бұрын
ବୁଝିବିଚାରି କାମ କରନ୍ତୁ। କଳିଗୋଳ ରୁ ଲାଭ ନୁହେଁ କ୍ଷତି ହୁଏ।
@pradeepkumarmandal6242
@pradeepkumarmandal6242 Ай бұрын
ମୁର୍ଖ
@actorsantukumar768
@actorsantukumar768 Ай бұрын
Hn tame bi bhai
@gopalkrushna7687
@gopalkrushna7687 Ай бұрын
ଆଜି ପଶ୍ଚିମ ବଙ୍ଗ ଆଳୁ ଦେଲା ନାହିଁ, ଆମେ ବି ତାକୁ କିଛି ଦେବାନି ।କାଲି କହିବେ ମୋତେ ଯିଏ ଭୋଟ ଦେଇନି, ତାକୁ ମୁଁ ସାହାଯ୍ୟ କରିବିନି, ଏ ସବୁ ଠିକ୍ ନୁହେଁ, ଏହାର ଉଚିତ୍ ସମାଧାନ ବାହାର କରନ୍ତୁ।।
@sudhansumahakud9376
@sudhansumahakud9376 Ай бұрын
ବାଳ କରିବ ତମେ ଭତ୍ତା 3000 କରିପାରୁନ, ସବୁ ଉପାଡିକି ରଖିଦବ
@bhabanishankarpati466
@bhabanishankarpati466 Ай бұрын
Bjd 24 years shasan Kari kn pai vatta 3000 kariparila nahin..wait kar Bjp recent asila
@jitendrabaliarsingh2164
@jitendrabaliarsingh2164 Ай бұрын
3000 neiki tama budhi bia re pureide
@lipianshuvlogs
@lipianshuvlogs Ай бұрын
ଆପଣ କି କଥା କହୁଛନ୍ତି ,ସେମିତି ତ ସବୁଠି ହୁଏ ସ୍ପରସ୍ପର ପଡୋଶୀ ରାଜ୍ୟ ଉପରେ ନିର୍ଭର କରନ୍ତି ନିଜେ କଣ ସବୁ ଚାଷ ଉପାଦାନ କରିହୁଏ, କୋଉ ମାଟି ରେ କଣ ଚାଷ ,ଯିଏ ଆମକୁ ନା ଦଉଚି ଆମର ଯୋଉ ଚାଷ ହଉଚି ଆମଦାନୀ ଅଧିକ ଆମେ ବନ୍ଦ କରିଦେବା,ଆକୁ ତାକୁ ଦୋଷ ଦେଇ କିଛି ଲାଭ ନାହିଁ
@patitakumarchoudhury9855
@patitakumarchoudhury9855 Ай бұрын
ବିଜେପି ଗୋଟିଏ ଅହଙ୍କାରୀ, କ୍ଷମତା ପିପାସୁ, ଟାଉଟଇ, ପ୍ରତିଶୋଧାତ୍ମକ ଦଳ.ମାନ୍ୟବର ନବୀନ ପଟ୍ଟନାୟକ ଯୋଗୁଁ ଆଳୁ ସମସ୍ୟା ସମାଧାନ ହେଲା , ଆନ୍ଧ୍ର ରୁ ମାଛ, ଅଣ୍ଡା ପରିବାର ଆସୁଛି. ସବୁ ବନ୍ଦ ହେଲେ ବିଜେପି ସରକାର ଗାଣ୍ଡି ମ ରେ ଇ ବ 🙏
@udayaudaya6054
@udayaudaya6054 Ай бұрын
ଜେତିକର ଲୋକ ସେତିକିର ରହିଥାଏ ଭଲ ବହୁତ ଭଲ
@balgopalmandal6096
@balgopalmandal6096 Ай бұрын
Nana tame gote diha galua😮 Kila darkar tumaku😅
@Babusan524
@Babusan524 Ай бұрын
Right 👍🏻👍🏻👍🏻👍🏻
@sarojransingh710
@sarojransingh710 Ай бұрын
ଏହେଉଛି BJP ଅପାରଗତା.....
@bhabanishankarpati466
@bhabanishankarpati466 Ай бұрын
Bjd time re bi onion & tomato high rate hoithila .. Remind that previous day
@KasturiMeher-k7w
@KasturiMeher-k7w Ай бұрын
Right action .
@BishnuDas-up5so
@BishnuDas-up5so Ай бұрын
ମୁଁ ଟଙ୍କା ପଠାଇବି ତୁ ଗୋଦୀ ଦୁଇ ଜଣ ଦାଡି କଟିବ ଭତା 3000 ଦେଇ ପରୁନ କଥା କହୁଛ
@rabindranathjena6052
@rabindranathjena6052 Ай бұрын
ଏବେ inspire କର l ଚାଷୀଙ୍କୁ ଶିକ୍ଷା ଦିଅ l ଧାନ ଚାଷ ହଉଚି ଯେ ସେଇ ପୁରୁଣା କାଳିଆ ପଦ୍ଧତିରେ !!!
@dailyshovideo2630
@dailyshovideo2630 Ай бұрын
ଆମ ଓଡ଼ିଶା ରେ ସରକାର ସୁବିଧା ଦେଉ ନ ଥିବା ସେ ରୁ ଲୋକ ଚାଷ ରେ ଧ୍ୟାନ ଦେଉ ନାହାନ୍ତି, ଓଡ଼ିଶା ରେ ଚାଷ ବିଷୟ ରେ ଅଧିକାଂଶ ସଂସ୍ଥା ଧ୍ୟାନ ଦେଉଛି, ଆପଣ କେବଳ ସଂସ୍ଥା କୁ ସପୋର୍ଟ କରନ୍ତୁ, ଓଡ଼ିଶା ବି କୃଷି ରେ ଆଗ ବଡିବ।
@bharatchandramallick2454
@bharatchandramallick2454 Ай бұрын
You are right
@OmjayeshreeVighnaharta
@OmjayeshreeVighnaharta Ай бұрын
ଓଡ଼ିଶାରେ ପ୍ରତ୍ୟେକ ଜିନିଷର ଆବଶ୍ୟକ ରହିଛି ସେଇଥିପାଇଁ ଓଡ଼ିଶାରୁ ପ୍ରତ୍ୟେକ ଜିଲ୍ଲାରୁ ବିଧାୟକ ଏମେଲ୍ ଧ୍ୟାନ ଦିଅନ୍ତୁ ଭଲହୃଅନ୍ତା
@jayanyanaik7772
@jayanyanaik7772 Ай бұрын
Right👍👍🙏❤️
@nrusinghacharanasahoo8830
@nrusinghacharanasahoo8830 Ай бұрын
ହଉ ଏବେ ତ BJP ସରକାର ଆସିଲା ଆଳୁ coldstore କରନ୍ତୁ ଆଉ ଆଳୁ ଚାଷ ପାଇଁ ଚାଷୀ ପାଇଁ କଣ କରୁଛନ୍ତି ଦେଖିବା ।ଆଉ ଗୋଟେ କଥା ସମସ୍ତେ ଜାଣିଛନ୍ତି BJP ଭାଷଣ ରେ ବହୁତ୍ ଭଲ କରିବାରେ ଜାଣିଛୁ କାମରେ ଦେଖେଇବା ଦରକାର ଆଉ ନନା ବି କଣ କରୁଛନ୍ତି ଦେଖିବା । ଆଉ ଖାଲି bjd emiti କଲା କଂଗ୍ରେସ ଏମିତି କଲା ଯୋଉ ଭାଷଣ ଦେଉଛନ୍ତି ଦେଖିବା ଆଗକୁ କଣ କରୁଛନ୍ତି ।ଆଉ ଗୋଟେ କଥା ରଙ୍ଗ ବଦଳା ନାମ ବଦଳା କାମ ରେ ଲାଗିଲେ କଣ ଓଡ଼ିଶା ଆଗକୁ ନେବେ କେମିତି ।
@user-gx1jo6vy6o
@user-gx1jo6vy6o Ай бұрын
ନନା ଙ୍କୁ ତିନି ଦିନପରେ ଜଣାପଡ଼ିଲା ଆଳୁ ଶଙ୍କଟ ପଡ଼ିଛି, ପରେ ମାଛ ବନ୍ଦ କରିବା କଥା ମାଛ ଲାଗି ପରା ଓଡ଼ିଶା ଆନ୍ଧ୍ର ଆଉ ତାସହିତ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛି, ନନା ଦିନରେ ସ୍ଵପ୍ନ ଦେଖାଉଛନ୍ତି
@bijaydash3793
@bijaydash3793 Ай бұрын
ନନା ଆପଣ ମୁଖ୍ୟମନ୍ତ୍ରୀ ହେଇଥିଲେ ଭଲ ହେଇଥାନ୍ତା
@raj_creativity8040
@raj_creativity8040 Ай бұрын
Right sir
@bibhutibhusansamal5503
@bibhutibhusansamal5503 Ай бұрын
ଓଡିଶାରୁ ପଶ୍ଚିମ ବଙ୍ଗଳା କୁ ଯାହା ଯାଉଛି ବନ୍ଦ କରିଦେବା ଦରକାର , ଦିଦି କି ପ୍ରକାର ରାଜନୀତି ଖେଳ ଖେଳୁଛି ଦେଖିବା
@ajaybadjena6799
@ajaybadjena6799 Ай бұрын
ନିଶ୍ଚୟ ହେଵ,
@SanatanNayak-hi5ut
@SanatanNayak-hi5ut Ай бұрын
ଚାଉଳ ବନ୍ଦ କର ସବୁ ଚାଷ ଠିକ ଚାଷ ହେବ କିନ୍ତୁ ମଜୁରୀ 400/500 ହେଲା 4 ଜଣ ଲୋକ 1 ଦିନ କାମ କଲେ 1600 ଟଙ୍କା ମଜୁରୀ ଆଉ 15 ଦିନ କାମ କଲେ କେତେ ଖର୍ଚ ହବ ଆଳୁ ବିକିଲେ କେତେ ପାଇବ ତେଣୁ ଲୋକ ଚାଷ କରୁ ନାହାନ୍ତି
@PradeepMallik-gs4or
@PradeepMallik-gs4or Ай бұрын
Good information sadangi sir
@sakarsansarafsankar9235
@sakarsansarafsankar9235 Ай бұрын
ଶେଷରେ ତୁମର ଯୋଜନା ଦେଖ ପରିବର୍ତ୍ତନ କରି ସବୁ ନିଜେ ହିନୀଷ୍ଟା ଲୋକ ମାନେ ଜନିଗଲେନ ସବୁ ମନୋରଞ୍ଜନ ଯୋଜନା ଗୁଡିକ ବନ୍ଦ୍ ହେବ
@ajaysahoo4622
@ajaysahoo4622 Ай бұрын
ସେମାନେ କୀଛି କରିପାରିବେ ନାହିଁ ତମେ ନନା ପୁଣି ଭୋଟ ବେଳେ ଟଙ୍କା ବାଣ୍ଟିଲ ସେଇ ଟଙ୍କା ଟା କେଉଁଠି ଆଣିବ ବ୍ୟାବସାୟିକ ଠାରୁ ଆଣିବ ନା ରଙ୍ଗ ମିତ୍ରି ଆଣ ରଙ୍ଗ ମିତ୍ରି ଆଣ
@ManoranjanSahu-p8p
@ManoranjanSahu-p8p Ай бұрын
ମାଆ ଗୀଆ
@ManasBehara-t4m
@ManasBehara-t4m Ай бұрын
Very very sa nice
@abhijitmaitra6478
@abhijitmaitra6478 Ай бұрын
Thik katha
@driverdas6496
@driverdas6496 Ай бұрын
ଜେସାକୁ ତେସା, ହାରାମ ଜାଦୀକୁ କୁରାଢ଼ୀ ପଶା, ଆମ ଦେଶରୁ ଯାହା ବଙ୍ଗଳା ଯାଉଛି ତାହା ବନ୍ଦ ତୁରନ୍ତ କରାଯାଉ
@Countryvideo143
@Countryvideo143 Ай бұрын
ବିଜେଡି କଣ କରିଥିଲା ସେ କଥା ଛାଡ ଏବେ ତମେ କଣ କରିପାରିବ କୁହ ହେଲା ବିଜୁଳି 300ଛାଡ ଭତା 3,500ଟଙ୍କା ଆଉ ଦାଦନ ଶ୍ରମିକର ଯିବେନି ଆଉ ଧାନ 3,100 ଟଙ୍କା ଆଉ ସଭୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ 50,000ହଜାର ଟଙ୍କା ଆଉ ଯାହାବି କହିଛ ସବୁ ଆଗେ ଦିଆ ତା ପରେ ଦିଯେଡି କଣ କରିଥିଲା ଆଉ ତମେ ବିଜେପି କଣ କରିଛି କହିବା ହେଲା
@SitaSingh-cb8qs
@SitaSingh-cb8qs Ай бұрын
Thanks
@MANOJKUMARPRADHAN-q4u
@MANOJKUMARPRADHAN-q4u Ай бұрын
Right
@ssvlogskamald5159
@ssvlogskamald5159 Ай бұрын
Good Nona pura correct katha kahicha
@Rohit-i8r1o
@Rohit-i8r1o Ай бұрын
Verry nice vedio
@tirupatibalaji8767
@tirupatibalaji8767 Ай бұрын
ମୂର୍ଖ ଙ୍କ ଭଳି କଣ କଥା ବାର୍ତା ଆଲୁ ବନ୍ଦ କରିଦେଲା ଆମେ ମାଛ ବନ୍ଦ କରିଦେବୁ, ଆରେ ଛୁଆ ଆଲୁ ବିନା ଗରିବ ଲୋକେ ହଇରାଣ ହେବେ ହେଲେ ମାଛ ନ ଗଲେ ଆନ୍ଧ୍ର ର ଲୋକେ ମରିଯିବେ, ତମ ମୁଣ୍ଡକୁ ଭଗବାନ ଭଲ ବୁଦ୍ଧିଟିକେ ଦିଅନ୍ତୁ, ଓଡିଶା ର୍ପଣିପାରିବା କୁ କଣ୍ଟ୍ରୋଲ କରିପାରୁନ ବଡ଼ ବଡ଼ କଥା କହୁଛ
@deepaksutar3857
@deepaksutar3857 Ай бұрын
Yes sir you are right
@AshokPatra-hq3oh
@AshokPatra-hq3oh Ай бұрын
Odisha cm jago jay Jagannath
@nirmalkumarbehuria6411
@nirmalkumarbehuria6411 Ай бұрын
ଓଡିଶା ଦେଇ ବେଙ୍ଗଲ କୁ ଯେତେ ଟ୍ରକ ଯାଉଛି ସବୁ ବନ୍ଧ କରାଯାଉ
@khusimazza
@khusimazza Ай бұрын
ଏହାକୁ ଶୀଘ୍ର ବନ୍ଦ କରନ୍ତୁ |
@AshokPatra-hq3oh
@AshokPatra-hq3oh Ай бұрын
Right
@PriyabrataSahu-bh7ig
@PriyabrataSahu-bh7ig Ай бұрын
ଢଵଲ ଇଂଜିନି ମେଵାଇଲି ରିଚାଜ କମାନ୍ତୁ ପେଟ୍ରୋଲ ରେଟ୍ କମାନ୍ତୁ
@khageswarjena5757
@khageswarjena5757 Ай бұрын
BJP ସରକାର ଏଥର ଓଡ଼ିଶାରେ ଆଳୁ କର ଏଥର ମାଟି ଭଲ ଉର୍ବର ଅଛି।
@hemasagarnaik1781
@hemasagarnaik1781 Ай бұрын
ଏ ବ୍ୟକ୍ତି ଜଣକ କୁହାମୁଣ୍ଡା କପିଳା
@bhagirathipaitial4620
@bhagirathipaitial4620 Ай бұрын
ନନା ଚାହିଁଲେ ଗୋଟେ ବର୍ଷ ରେ ଆଳୁଗଦାହେବ କ'ଣ ଭାବୁଛନ୍ତି କି ନନା ଙ୍କୁ ଆମର
@ashokbehera-qz1xh
@ashokbehera-qz1xh Ай бұрын
ଓଡ଼ିଶାରେ BJP ର ଘୋଡ଼ା ଡିମ୍ବ କେବଳ ଅଛି ,,ଯାହା ପ୍ରତାପ ଷଡ଼ଙ୍ଗୀ ଙ୍କ ଚାଳ ଘରେ ଉତ୍ପାଦନ ହେଉଛି ତେଣୁ ସେ ଆଉ ପଶ୍ଚିମ ବଙ୍ଗ କୁ ଦେବେନି,, ଯାହା ଫଳରେ ପଶ୍ଚିମ ବଙ୍ଗ ଲୋକେ ଭୋକରେ ମରିଯିବେ,,, ସ୍ଵାଗତ ଯୋଗ୍ୟା ପଦକ୍ଷେପ, ପ୍ରତାପ ବାବୁଙ୍କର
@tufanchandradas1060
@tufanchandradas1060 Ай бұрын
ଷଡଙ୍ଗୀ ବାବୁ , ଓଡିଶାରୁ ପଶ୍ଚିମବଙ୍ଗ କୁ କଣ ଯାଉଛି , ଟିକେ ସେ ଜିନିଷ କଣ କହିବେ ।
@anugrahabarik2651
@anugrahabarik2651 Ай бұрын
Good decision Pratap bahu
@gandharbakhuntia733
@gandharbakhuntia733 Ай бұрын
Good
@sujitmukharjee1997
@sujitmukharjee1997 Ай бұрын
ନିର୍ବୁଧିଆ ହିଂସା ବାଦି ପ୍ରତାପ ନନା
@capaccom09
@capaccom09 Ай бұрын
ଦିଦିଙ୍କର ଆଳୁ ଦୋଷ ଅଛି ତ ଦେଲେନି ଆମ ଆଳୁ ଦୋଷ ବାହାରିଲେ ନାନା ଭଲ ହୁଅନ୍ତା.… ଚାଷକୁ ଗୁରୁତ୍ଵ ଦିଅନ୍ତୁ ।
@technical_gyan_m
@technical_gyan_m Ай бұрын
Odisha re ବହୁ ଜାଗାରେ ବଙ୍ଗାଳୀ ମାଡ଼ି ଗଲେଣି ୟକୁ ନିୟନ୍ତ୍ରଣ କରାଯାଉ ଓଡ଼ିଶା ପାଇଁ ଲାଭ ଦାୟକ ହବ , koi bat nei alu darkar nai, se alu emiti hi pochoka heijibo sir, alu bina kn odishabasi nko ghara ଚଳିବନି ନା କଣ 🇮🇳👍
@kirtanmaharana9901
@kirtanmaharana9901 Ай бұрын
ସେଠିକାର ଲୋକ ଓଡ଼ିଶା ରେ ଘର କରିସାରିଲେଣି ସେ କଥା ଆପଣnku କେବେ ହଟେଇବେ
@pratapeditor7330
@pratapeditor7330 Ай бұрын
ଆରେ ମାଛ କଣ ପଶ୍ଚିମ ବଙ୍ଗ ରେ ମିଳୁନି କି କି କଥା
Новый уровень твоей сосиски
00:33
Кушать Хочу
Рет қаралды 3,8 МЛН
So Cute 🥰
00:17
dednahype
Рет қаралды 49 МЛН
Electric Flying Bird with Hanging Wire Automatic for Ceiling Parrot
00:15
BJP MLA PRASANTA JAGADEV SAID ABOUT MP APARAJITA SARANGI
12:32
Rajdhani Reporter
Рет қаралды 6 М.
Новый уровень твоей сосиски
00:33
Кушать Хочу
Рет қаралды 3,8 МЛН