ମୋଦିଙ୍କୁ କାହିଁକି ଜନ୍ମଦିନ ଶୁଭେଚ୍ଛା ଜଣାଇଲେନି ନବୀନ? || PM Modi Birthday Wishes || Naveen Patnaik || OR

  Рет қаралды 46,759

Odisha Reporter

Odisha Reporter

Күн бұрын

Пікірлер: 268
@subratmaharathy435
@subratmaharathy435 Ай бұрын
ନବୀନ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବେ ବୋଲି କହିଥିଲେ ମୋଦୀ।ମୋଦୀ ଯେମିତି ଭୁଲିଗଲେ ନବୀନ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ପାଇଁ ଠିକ୍ ସେମିତି ନବୀନ ମଧ୍ୟ ଭୁଲି ଗଲେ ମୋଦିଙ୍କୁ ଜନ୍ମଦିନ ଶୁଭେଛା ଜଣେଇବା ପାଇଁ। ନବୀନ ଜାଣି ଗଲେ ମୋଦୀ ପବନା ବୋଲି।ଆଉ ୟେ ପାଗଲା ହେଇ ଯାଇଛି ବିଜେପି ମୁଖପାତ୍ର।ଆରେ ବିଜେପି ବାଲା କଣ ପାଛୋଟି ନେଇଗଲେ ବରଂ ନବୀନ ବାବୁ ନିଃସ୍ଵାର୍ଥ ପର ଭାବରେ ବିନା ଅଭିମାନ ବିଜେପି ଶପଥ ଗ୍ରହଣ ଉତ୍ସବ ରେ ଯୋଗଦାନ କରିଲେ।ଆଉ ନବୀନ ସୌଜନ୍ୟତା ନ ଭୁଲି ପୁରୀ ରେ ରଥଯାତ୍ରା ସମୟ ରେ ମଞ୍ଚ ତଳେ ଥାଇ ସମସ୍ତ ବିଜେପି ମନ୍ତ୍ରୀ ସାଂସଦ ଙ୍କୁ ନମସ୍କାର କରିଲେ। ବୁଝିଲ ଓଟିଭି ବାଲା ତମ ମାଲିକାଣୀ ଜାଗି ପଣ୍ଡା ଙ୍କ ସ୍ବାମୀ ବୈଜୟନ୍ତ ପଣ୍ଡା ଯେବେ ଠାରୁ ବିଜେପି ରେ ଯୋଗ ଦେଲେଣି ସେବେଠାରୁ ତମ ସାମ୍ବାଦିକ ମାନେ ନିରପେକ୍ଷ ସାମ୍ବାଦିକତା ଭୁଲି ନବୀନ ବାବୁ ଙ୍କୁ ନିଚା ଦେଖେଇ ଚାଲିଛ।ମଣିପୁର ହିଂସା ରେ ମୋଦୀ କେତେ ଅପାରଗ ସେଇଟା ଟିକେ କୁହ ତମ ଚ୍ୟାନେଲ ରେ। ଡାଲି,ଚାଉଳ,ପେଟ୍ରୋଲ ଦର କେମିତି ବଢୁଛି ସେଇଟା ଟିକେ କୁହ। ସୁଭଦ୍ରା ଯୋଜନା ରେ ଓଡ଼ିଶାର ସବୁ ନାରୀ ଟଙ୍କା ପାଇବେ କହିଥିଲେ।ଏବେ କେବଳ କହୁଛନ୍ତି ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବେ।କଥା କଣ।ମୋଦୀ ପବନା ବୋଲି ସମସ୍ତେ ଜାଣିଛନ୍ତି।ସେଥିପାଇଁ ସମସ୍ତେ କୁହନ୍ତି ମୋଦୀ ଲହର , ମୋଦୀ ହାୱା ବୋହୁଛି। କିନ୍ତୁ ନବୀନ ବାବୁ ହୱା କରନ୍ତି ନାହିଁ।ବେଶୀ ହାଵା ବହିଲେ ଲୋକ ମାନଙ୍କୁ କିଭଳି ସୁରକ୍ଷା ଦେବେ ସେଇ କଥା ନବୀନ ବାବୁ କାମ ରେ କରନ୍ତି।ସେଥିପାଇଁ ତ 1999 ମସିହା ବାତ୍ୟା ପରେ ଓଡ଼ିଶା କେବଳ ନବୀନ ଙ୍କ ପାଇଁ ଅଣ୍ଟା ସଲଖି ଛିଡ଼ା ହେଲା
@parsuramsahoo7509
@parsuramsahoo7509 Ай бұрын
ଭାଇ ତୁମକୁ ଧନ୍ୟବାଦ୍🎉🎉🎉🎉🎉🎉🎉
@chandrasekharbagh8029
@chandrasekharbagh8029 Ай бұрын
@@subratmaharathy435 tumku Dhaniybad bhae
@Keyboardwarriors0789
@Keyboardwarriors0789 Ай бұрын
@@parsuramsahoo7509ଯୁଦ୍ଧ ପରେ ଅର୍ଜୁନ ଙ୍କ କଳା ଲୋପ ହେଲା ପରି ଆଉ ସେ ପୂର୍ବନବୀନ ପଟନାଏକ ନାହିଁ ସବୁ ର ଗୋଟେ ସମୟସୀମା ରହିଥାଏ ଏବେ ରାଜ୍ୟ ରେ ବିଦେଶୀଶତ୍ରୁ ଆଶଙ୍କା ଖୁବ ଜୋରେ ରହିଥିବା ବେଳେ ରାଜ୍ୟ ଶାସନଭାର ପ୍ରଦେଶବାସୀ ମୋଦି ହାତେ ଦେଇ କିଛି ଭୁଲ କରିନାହାନ୍ତି ହେଲେ ତାମିଲ ଟଙ୍କାଖିଆ କୁକୁର ଭୁକି ଚାଲିଥିବେ !!
@trilochanswain3201
@trilochanswain3201 Ай бұрын
You are right
@Keyboardwarriors0789
@Keyboardwarriors0789 Ай бұрын
@@subratmaharathy435 ଯୁଦ୍ଧ ପରେ ଅର୍ଜୁନ ଙ୍କ କଳା ଲୋପ ହେଲା ପରି ଆଉ ସେ ପୂର୍ବନବୀନ ପଟନାଏକ ନାହିଁ ସବୁ ର ଗୋଟେ ସମୟସୀମା ରହିଥାଏ ଏବେ ରାଜ୍ୟ ରେ ବିଦେଶୀଶତ୍ରୁ ଆଶଙ୍କା ଖୁବ ଜୋରେ ରହିଥିବା ବେଳେ ରାଜ୍ୟ ଶାସନଭାର ପ୍ରଦେଶବାସୀ ମୋଦି ହାତେ ଦେଇ କିଛି ଭୁଲ କରିନାହାନ୍ତି ହେଲେ ତାମିଲ ଟଙ୍କାଖିଆ କୁକୁର ଭୁକି ଚାଲିଥିବେ !!
@BikashDas-e7d
@BikashDas-e7d Ай бұрын
ମୋଦି ମିଛ କହିଥୀଲେ ନବୀନ ଦେହ ଖରାପ ଅଛି ମିଛ କହି ଭୋଟ୍ ଜିତିଛି
@sanjayanahak5160
@sanjayanahak5160 Ай бұрын
ଭଲ କଲେ ନବୀନ ପଟ୍ଟନାୟକଙ୍କ ମିଛୁଆ bjp
@bsantoshkumar1332
@bsantoshkumar1332 Ай бұрын
ମୋଦୀ କହିଥିଲେ ନବୀନ ସ୍ୱାସ୍ଥ୍ୟ କଥା ବୁଝିବି ବୋଲି କାହିଁ ବୁଝିଲେ କୀ ସେ ଯେମିତି ଭୁଲିଗଲା ନବୀନ ମଧ୍ୟ ମୋଦିକୁ ଭୁଲି ଗଲେ
@mr.sanjayinformationdiscov3282
@mr.sanjayinformationdiscov3282 Ай бұрын
ମୋଦି ଓଡିଶାକୁ ବିକ୍ରି କରିଦେବ ତାକୁ କାଇଁ ସୁବେଚ୍ଛ ଜଣେଇବେ ନବୀନ,,,,
@sabitabarik6037
@sabitabarik6037 Ай бұрын
Naveen babu thik karichanti
@chandrasekharbagh8029
@chandrasekharbagh8029 Ай бұрын
Modi ku thik karichhanti nabinbabu
@akhaykumarsahoo4390
@akhaykumarsahoo4390 Ай бұрын
Budha ra mada Nisha chadini.pandia pakhe soichi.
@chandankumarnaik4456
@chandankumarnaik4456 Ай бұрын
​@@chandrasekharbagh8029na janeile kn bhasijiba ki
@dibakargouda2590
@dibakargouda2590 Ай бұрын
ବାହାର ରାଜ୍ୟରେ ଦୁଷ୍କର୍ମ ହେଲେ OTV New ବାରମ୍ବାର ଦେଖାଉଛି odisha ରେ ଦୁଷ୍କର୍ମ ହେଲେ କଣ କିଛି ମୁହଁ କଲୁନି?
@harprasadsenapati3945
@harprasadsenapati3945 Ай бұрын
Nandighosh TV jemiti bjd ra gunagana karuchi
@BidyarthaJena
@BidyarthaJena Ай бұрын
Loke o nabin Jani goleni je bjp sange misile vote debeni tenu bhrssto manonko soho no misi chup rohile nische jitibe BJD se payeen badhuare suvechha jonaile nahin noitikota dekhaile loke vote debeni se payeen
@sankarbehera6011
@sankarbehera6011 Ай бұрын
ଠିକ୍ ହେଇଛି ଯେଶା କୁ ତେସା ହାରମ୍ ଜଦା କୁ ଟାଙ୍ଗିଆ ପେଶା
@subashkumarlenka7542
@subashkumarlenka7542 Ай бұрын
ବେଇମାନ ବନ୍ଧୁ ଧୋକା ଦେଇଛି
@trilochanswain3201
@trilochanswain3201 Ай бұрын
ଅନ୍ଧ ଭକ୍ତ ବି. ଜେ. ପି. ଵାଲା.
@chintamanidas3249
@chintamanidas3249 Ай бұрын
Bhala hoichi.
@PadmalochanMahalik-v6w
@PadmalochanMahalik-v6w Ай бұрын
You are right nabinbabu
@PravakarParamanik-u9k
@PravakarParamanik-u9k Ай бұрын
Thik karichanti❤Jay Jagannath Jay nabin babu Jay BJD Jay ❤❤❤
@pabitranath5075
@pabitranath5075 Ай бұрын
Tu jmt besanskari to nabini semti besanskari tu thik kahibuni auu kn vul kahibu
@_dance_girl_lucky_
@_dance_girl_lucky_ Ай бұрын
​@@pabitranath5075Tama modi bhari sanskari😂sethi pain setebele Nabin nku upahasya karuthilaa abe Nabin thik karichanti🙌👍
@chandrasekharbagh8029
@chandrasekharbagh8029 Ай бұрын
Righ
@pabitranath5075
@pabitranath5075 Ай бұрын
@@_dance_girl_lucky_ Vote bele sabu smt kuhanti re murkha nabini b kahichi taa boli harila boli amt kariba murkha ra parichaya tu jmt murkha Bt tik mane pakeilu ratha Yatra dina dharmendra talaku asiki neithila kmt nabiniku bjp sansakar sikhichi BJD sanskar sikhini bujhilu murkha
@akhaykumarsahoo4390
@akhaykumarsahoo4390 Ай бұрын
Budha ra mada Nisha chadini😂😂😂😂
@RojalinSasmal
@RojalinSasmal Ай бұрын
Naveen babu thik karichanti....modi ji jaliati kari vote neichanti... Ta ebe odisha ku lutibaku planning karichanti....of course naveen babu thik karichanti👍👍👍bhala karichanti
@UdayaDas-yy7hv
@UdayaDas-yy7hv Ай бұрын
ନବୀନ ପଟ୍ଟନାୟକ ଯାହା କରିଛନ୍ତି ଠିକ୍ କରିଛନ୍ତି କାରଣ ନବୀନ ବାବୁ ସବୁବେଳେ ବିଜେପି କୁ ସହଯୋଗ କରିଆସୁଥିଲେ କିନ୍ତୁ ଯେମିତି ବିଜେପି ସରକାର ଆସିଗଲା ସେମିତି ମୋଦି ବେଇମାନ କରିଲେ ଦୁଇ ଦୁଇଟି ରାଜ୍ୟସଭା ସାଂସଦ ଙ୍କୁ ଜୋରଜବରଦସ୍ତ ଛଡେଇ ନେଇ ଗଲେ ଆରେ ନବୀନ ବାବୁ ଗୋଟେ ରାଜ୍ୟସଭା ସାଂସଦ ତମକୁ ଦାନ କରିଛନ୍ତି ମୋଦି ବାବୁ ତଥାପି ବି ତମେ ବେଇମାନ୍ କରିଲ ତାପରେ ବି ତମର ଶୁଭେଚ୍ଛା ଦରକାର ହେଉଛି । ଓଟିଭି ସାମ୍ବାଦିକ ମାନେ ଏବେ ବିଜେପି ମୋଦିର ସେବାୟତ ହେଇ ଯାଇଛନ୍ତି। ତମ ବୈଜୟନ୍ତ ବାବୁ ଦୁଇ ଦୁଇଥର ରାଜ୍ୟସଭା ଏବଂ ଦୁଇ ଦୁଇଥର ଲୋକସଭାକୁ ନବୀନ ବାବୁ ପଠାଇଥିଲେ ସିଏ ବି ବେଇମାନ କରିଛନ୍ତି ତମେ ଓଟିଭି ବାଲା ଭଲ କେଉଁଠୁ ଆସିବ । ଧିକ୍ ଧିକ୍ ସାମ୍ବାଦିକତା ହଁ ତମେତ ଦରମା ପ୍ରାପ୍ତ କର୍ମଚାରୀ ତମରବା ଭୁଲ୍ କ'ଣ.......
@srikantakumarbeherasanjay3225
@srikantakumarbeherasanjay3225 Ай бұрын
Bhai bhala bhabare janeidia who mediabalanku
@gopabandhubehera453
@gopabandhubehera453 Ай бұрын
ଠିକ୍ କଥା କହିଛ ଏ ଦରମା ଖିଆ ସାମ୍ବାଦିକ ମାନଙ୍କୁ
@nidhiramjena2398
@nidhiramjena2398 Ай бұрын
Kn ta dho hoigala, bandhu hoi jie beimani kama kare se ki padabachya......
@susantakumardas8465
@susantakumardas8465 Ай бұрын
ଯେତେକ କହୁଛ ନବୀନଙ୍କ ମନ ପଢିଲା ନି ସେସବୁ ପାଗଳ ଗୁଡା କ କମେଡି କରୁଛି ତମେ ସବୁ ପଞ୍ଚାୟତରେ କାମ କରିକି ଦେଖା ଆମେ ଜାଣିବୁ ତମେ ସବୁ ବାହାଦୁରିଆ
@santoshnayak4433
@santoshnayak4433 Ай бұрын
Vala karichhanti Naveen sir
@MituJena-f5p
@MituJena-f5p Ай бұрын
Naveen sir bhala karichhanti
@2019TANMAYEETPS
@2019TANMAYEETPS Ай бұрын
ଦରକାର ନାହିଁ। ତମକୁବି ଦେଖେଇଥିଲା ନବୀନ ପଟନାୟକ। ବହୁତ ଜି ମାଇଲ
@Keyboardwarriors0789
@Keyboardwarriors0789 Ай бұрын
ତାମିଲ ଘଇତା ମନା କରିଥିବ !!
@GurudevBhue-o9l
@GurudevBhue-o9l Ай бұрын
Tor kaniaa mana karethila
@OdishaToka56744
@OdishaToka56744 Ай бұрын
Baata to sahi hai😂😂
@PitabasaSenapati
@PitabasaSenapati Ай бұрын
😂😂😂😂😂😂😂😂
@Sharakan5454
@Sharakan5454 Ай бұрын
Bjp hatao Desh bachao 💯💯👍🏻💯 Jay Naveen 💚 Jay BJD sharkar
@ajitsahu7423
@ajitsahu7423 Ай бұрын
ବିଜୁ ଜନତା ଦଳ ବିଜେପି ର ଲୋକସଭା ଓ ରାଜ୍ୟସଭାର ରେ ସବୁ ବିଲ୍ କୁ ସମର୍ଥନ କରୁଥିଲା ନବୀନ ପଟ୍ଟନାୟକ ସବୁବେଳେ ମୋଦି ଙ୍କ ସହିତ ଛିଡା ହୋଇଥିଲେ ବିଜେପି ଦଳ ଓ ମୋଦି କିପରି ବ୍ୟବହାର କଲା ତମ ଚ୍ୟାନେଲ ସବୁବେଳେ ବିଜେପି ଦଳର ପ୍ରଚାର କରେ
@PriyattamaSahoo-z8y
@PriyattamaSahoo-z8y Ай бұрын
Au 5year jete golami karibar thiba karantu manaku danka modiki padibe ta pare kukur bhalia nangu panguru hebe 😮😮
@taranisenrout7155
@taranisenrout7155 Ай бұрын
ସେ ମାଗିହା ମୋଦି କଣ ଛୋଡି ପାରିବ ଛୋଡୁ କୋଉ ଵାଣ୍ଡ ମୁଣ୍ଡିକି ତାକୁ ଅଭିନନ୍ଦନ ଯଣାଇ ଥାନ୍ତା
@gopabandhubehera453
@gopabandhubehera453 Ай бұрын
ଧନ୍ୟବାଦ ଭାଇ ଏ ମାଆଗିହା ମୋଦିକୁ ଏଭଳିଆ ଭାଷା ଦରକାର
@alokbudek1793
@alokbudek1793 Ай бұрын
କାହିଁକି ଜଣାଇବେ ଠିକ କରିଛନ୍ତି
@pabitranath5075
@pabitranath5075 Ай бұрын
Sanskar sikhei thile ki sikhi thile ta janeibe Bt mane paka bada dandare ratha dina bjp kmt sanskar deithila nabini ku dharmendra talaku asiki neithila bjp sansakar sikhichi
@debasmitaparida2072
@debasmitaparida2072 Ай бұрын
​@@pabitranath5075Bada danda re samman deithile karana nabin samman paiba jogya.Nabin bi aga sapath grahana karjyakrama ku jaithile samman rakhi.
@akhaykumarsahoo4390
@akhaykumarsahoo4390 Ай бұрын
Tamil pandu mana karichi
@kishorchsrichandan307
@kishorchsrichandan307 Ай бұрын
ସୁଭେଶ୍ଚା ଜଣାଇବା ନିଜସ୍ୱ ବିଚାର। ଅଧିକାଂଶ ଲୋକ ଆଶିର୍ବାଦ କରିଛନ୍ତି ୨୦ ଟା ସିଟ୍ ଦେଇ।
@RAJESWARIROUT-co7ps
@RAJESWARIROUT-co7ps Ай бұрын
Bhala karichanti naveen sir... Se modi sir nku only tama mananka bhalia godi media hni mane rakhiba uchit
@taktome3340
@taktome3340 Ай бұрын
ତମ otv ର କାଇଁ ପୋଡାଜଳା ହଉଚି ଯେତେବେଳେ ନବୀନ ବାବୁ ଙ୍କ ବନ୍ଧୁ କହୁଥିବା ମୋଦୀ ଜି ନିର୍ବାଚନ ପୂର୍ବରୁ କହୁଥିଲେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ପାଇଁ କମିଶନ ବସେଇବେ କୁଆଡେ ଗଲା ସେ କମିଶନ ?? ପଚାରୁନ ନା ତମ ପଣ୍ଡା ବାବୁ ଚାଟୁକାର କାମ କରୁଛନ୍ତି ବୋଲି ତମେ ବି ସେୟା କରୁଛ
@diptiskumarbal3778
@diptiskumarbal3778 Ай бұрын
Tuma channel ra kama bjp ra. Tekiki dhariba
@ramachandrapanigrahy8319
@ramachandrapanigrahy8319 Ай бұрын
Out of distress or frustration!
@bidyabhusanmohanty387
@bidyabhusanmohanty387 Ай бұрын
ଭଲ ହେଇଛି କାରଣ ନବୀନ ବାବୁ କୁମ୍ଭୀର କାନ୍ଦଣା କାନ୍ଦନ୍ତି ନାହିଁ
@umeshsenapati7602
@umeshsenapati7602 Ай бұрын
Ta dala ru mp kiniba se kou khusi re birthday wish kariba..good decision by naveen😅😅
@Au.1991
@Au.1991 Ай бұрын
ସ୍ୱର୍ଥି ମଣିଷ ଟିଏ।
@pabitranath5075
@pabitranath5075 Ай бұрын
Pura thik
@debasmitaparida2072
@debasmitaparida2072 Ай бұрын
Swarthapara ta modi ji.Rajanaita faida pain Nabin babu nku byaktigata akhepa kari tanka swasthya abastha ku nei tanka na re apaprachar karithile nije Modi ji.Mane paduni bodhe modi ji kahithile BJP sarkar kale Nabin babu nka swasthya abastha janch kariba.Jane loka ra swasthya ku nei emiti tippani deba kete juktijukta.Modi ji bhala PM heiparanti kintu se jemiti nabin babu nku byaktigata kharap akhepa kale taha thik nuhen.Nabin babu kintu kebe kounasi neta nku kharap byabahar karinahanti .
@PriyattamaSahoo-z8y
@PriyattamaSahoo-z8y Ай бұрын
Kai modi kahar chhoduthilaki,jahar chhodiba tamar ragar stamp cm mona mohan jadu molam ta janeichi nabin janeilani boli tamar kai fatila
@SubashHans-vd7my
@SubashHans-vd7my Ай бұрын
Besi or news ku badhigala
@duryodhanmahanta7766
@duryodhanmahanta7766 Ай бұрын
ଜନ୍ମ ଦିନ ଶୁଭେଚ୍ଛା ଜଣାଇବା ପାଇଁ ମନେ ପକେଇବା ଲୋକଟି ପାଖରେ ନଥିବ।
@sanjaypatrasanjaypatra6000
@sanjaypatrasanjaypatra6000 Ай бұрын
Bhala hoiche
@SantoshKumarBhoi-w7h
@SantoshKumarBhoi-w7h Ай бұрын
ଭଲ ହେଇଛି ଏମିତି ଲୋକ ର ଶୁଭେଚ୍ଛା କେଵେ ବି ଶୁଭେଚ୍ଛା ନୁହେଁ।
@sankarattaka6126
@sankarattaka6126 Ай бұрын
Naveen ro memory loss halani
@gunanidhinaik3699
@gunanidhinaik3699 Ай бұрын
ଏ ବର୍ଷ ତାଙ୍କର ସ୍ମରଣ ଶକ୍ତି ପୁର୍ବ ବର୍ଷର ସ୍ମରଣ ଶକ୍ତି ନିଶ୍ଚୟ କମ୍।ତେଣୁ ଏଥିରେ ଆଦୌ ବି.ଜେ.ପି.ବାଲା ଚିନ୍ତିତ ହେବା କଥା ନୁହେଁ ।ମିଡିଆ ବାଲା ଅନ୍ୟ ଖବର ଦେଖାନ୍ରୁ।ଏଥିରେ ସାମାନ୍ୟ ବି ବ୍ୟତିବ୍ୟସ୍ତ ହେବା ଅନୁଚିତ ।ପୃଥିବି ପ୍ରଲୟ ହୋଇ ନାହିଁ ।
@PriyattamaSahoo-z8y
@PriyattamaSahoo-z8y Ай бұрын
Tame bi budha heigalani e saburu durui rahile bhala haba nahale au jetiki bala achhi jhadi jiba jay Nabin 😂😂😂
@chaturbhujabag5095
@chaturbhujabag5095 Ай бұрын
ପାଣ୍ଡୁ ପାଖରେ ନଥିବ ମାଷ୍ଟର ମାଇଣ୍ଡ ଥିଲେ ତ
@AbhijitSahoovlogs24
@AbhijitSahoovlogs24 Ай бұрын
Modi kn pain naveen Pattnaik birthday wish karuni Banda khia godi media modi Banda chatiba Tama pakruti
@SureshMohapatra-wd7gi
@SureshMohapatra-wd7gi Ай бұрын
ଭଲ 😁😁😁😁😁 ହେଲା
@pseries4255
@pseries4255 Ай бұрын
ଖ୍ୟମତାର ଅନ୍ଧ ନବିନ ପଟନାୟକ
@iswareenayak1167
@iswareenayak1167 Ай бұрын
Thik karichhanchi election prachar samayare kipari ama pm ji nabin sir nku target kari kete katha kahuthile
@arunrout9907
@arunrout9907 Ай бұрын
ଆଗରେ ହସ ପଛରେ ଚେର କାଟିବା, ବିଜେପି,ଜାହା କରିଛନ୍ତି ଠିକ କରିଛନ୍ତି,ଭୁଲି ଜାଉଛ ରାଜ୍ୟ ସଭା ପଠା ଇବାରେ ନବୀନ କଣକରିଥିଲେ ତମେ କଣ କଲ,
@rajeshrout5084
@rajeshrout5084 Ай бұрын
Kn bhasigala 😅
@AjaykumarMallick-f7h
@AjaykumarMallick-f7h Ай бұрын
ନବୀନ ପଟ୍ଟନାୟକ ଏବେ ନରେନ୍ଦ୍ର ମୋଦୀ ଙ୍କୁ ଚିହ୍ନିଲେ। ପଚ୍ଛାରୁ ଛୁରୀ ମାରିବା ନେତା ହେଲା ମୋଦୀ
@MitaliBal-gb5lc
@MitaliBal-gb5lc Ай бұрын
Bhala heichi chora chori kari vote nei chanti chora sarkar bjp michua sarkar
@sudarsanpani2771
@sudarsanpani2771 Ай бұрын
What is your problem OTV
@PRATAPChandraJENA-ey1st
@PRATAPChandraJENA-ey1st Ай бұрын
ଅଭଦ୍ର ଦଳ ନବୀନ ବାବୁଙ୍କ ଭଳି ଭାଦ୍ର ବ୍ୟକ୍ତି ଙ୍କୁ ଭଦ୍ରାମିର ଶିକ୍ଷା ସିକ ଉଛି ! B j p ନିଜେ ଆତ୍ମ ସମୀକ୍ଷା କରିବା ଦରକାର !
@chandan_dalei6610
@chandan_dalei6610 Ай бұрын
ମୋଦି ଜନ୍ମ ଦିନ ହେଲା ତ ଜଣା ହବନି କଣ ଭାସି ଗଲା ସେଠୁ
@BishwaRanjanDas-wn1ru
@BishwaRanjanDas-wn1ru Ай бұрын
Kan heigala seithu
@grismantamahapatra9772
@grismantamahapatra9772 Ай бұрын
Nabin sir nka birudha re Modi mithya prachar karile nabin sir asusta achanti boli hele tuma Modi kete meg kariki call kariki bujhi chanti ki nabin sir nka deha satare asusta achhi ki nai jadi se bujhi pari Leni kahi parileni nabin sir kan pain Modi ku janeibe
@gopabandhubehera453
@gopabandhubehera453 Ай бұрын
ନବୀନବାବୁ କାହାକୂ ଶୁଭେଚ୍ଛା ଜଣେଇବ,କି,ନଜଣେଇବ,ସେଇଟା କଣ,ଓଟିଭି ମାଲିକ ଠିକ,କରିବ,ନବିନ ବାବୁ କଣ,ବିଜେପିର ପାଦଚଟା,ଚାନେଲ,ଓଟିଭି,ପାଖରେ,ନା,ଟାଉଟର,ମୋଦି,ପାଖରେ,ଚାକିରି,କରିଛି,ତା,ମାଲିକକୁ ଶୁଭେଚ୍ଛା,ନଜଣେଇଲେ,ତାର,ଚାକିରି,ପକେଇବ ମନେ,ରଖିଥାଅ,ଓଟିଭି,ବାଲା,ତମ,ମାଲିକ ଭଳିଆ,ନବୀନ ଏତେ,ଶସ୍ତା ନୁ୍ହଁ ଆଜି,ବିଜେଡି,କାଲି ବିଜେପି ଦରକାର ପଡ଼ିଲେ କଙ୍ଗ୍ରେସ କୁ ଜାଇପାରେ,ନବିନ ପଟ୍ଟନାୟକ ହଉଛି,ବିଜୁବାବୁଙ୍କ ପୁଅ
@bijayadas140
@bijayadas140 Ай бұрын
Jetebele modi ji Navin babauku apahasha karuthile Jani paruna
@AmulyaParida-sj9bv
@AmulyaParida-sj9bv Ай бұрын
ନବୀନ ପଟନାୟକ ଜାଣି ସାରିଲାଣି ନରେନ୍ଦ୍ର ମୋଦି ହଉଛି ଜଣେ ବେଈମାନ ନମକହାରାମି ଲୋକ...... ଯଉ ନବୀନ 2014 ରେ 20 ଟା mp ବିଜେଡ଼ି ବିଜେପି କୁ ସପୋର୍ଟ କଲେ.....2019 ରେ 12 ଟା mp ସପୋର୍ଟ କଲେ... ଏଥର ଆଉ ନୁହେଁ ଏଥର ଖାଲି ବିରୋଧ ହିଂ ବିରୋଧ ଜାରି ରହିବ
@mitumishra3216
@mitumishra3216 Ай бұрын
Naveen Heuchi Asal Beiman Jou Naveen Australia Padithila Sei B J P Naveen Ku Bharat Anithila Ta Sahita B J D Dala Gathan Pain Tanka Bi Dei Thila B J P Odisha Ra Mukhya Mantri Bi Naveen Ku Karithila B J P Bujhila Naveen Tharu Beiman World Re Kehi Nahanti
@Au.1991
@Au.1991 Ай бұрын
କିଏ ବେଇମାନ ସମସ୍ତଙ୍କୁ ଜଣା
@AmulyaParida-sj9bv
@AmulyaParida-sj9bv Ай бұрын
@@mitumishra3216 ଆରେ ବେଈମାନ କିଏ ସମସ୍ତ knu ଜଣା.... ବୁଝିଲୁ... ନରେନ୍ଦ୍ର ମୋଦି no- 1 ବେଈମାନ.... ପ୍ରତି ସମୟ ରେ ଯଉ ଦଳ ସାଙ୍ଗରେ ସେ ଦୋସ୍ତି କରିବ ଭିତରୁ ଭିତରୁ ଚେର କରିବ.... ସାରା ଦେଶ ରେ କରୁଛି ମୋଦି ଯଦି ଜାଣିନୁ ମୋଦି ର ପୂର୍ବ ଇତିହାସ ପଢେ ଜାଣି ପାରିବୁ
@AmitNayak-cz3ij
@AmitNayak-cz3ij Ай бұрын
Ohankari nabin
@AmulyaParida-sj9bv
@AmulyaParida-sj9bv Ай бұрын
@@mitumishra3216ବିଜୁ ପଟନାୟକ time ରେ ଜନତା ପାର୍ଟି 123 ଟା MLA ସିଟି ଜିତିଥିଲା ସେତେ ବେଳେ ତ ବିଜେପି ସାଙ୍ଗରେ ନ ଥିଲା ଜିତିଲା କେମିତି.... ଯେବେ ଜନତା ଦଳ ରୁ ବିଜୁ ଜନତା ଦଳ ହେଲା ସେତେ ବେଳେ ମେଣ୍ଟ ହେଲା.... ଇତିହାସ ପଢେ ଜାଣି ପାରିବୁ ବିଜେପି କଣ
@Call_me_teju
@Call_me_teju Ай бұрын
ଠିକ୍ କରିଛନ୍ତି ନବୀନ ସାର୍ 😅😅😅
@SPR_CREATION_10
@SPR_CREATION_10 Ай бұрын
ମୋଦି ସରକାର ତାଙ୍କର ଜନ୍ମ ତାରିଖ ହେଲେ ସବୁ ମନେ ପଡ଼ୁଚି। ବାକି ତାରିଖରେ ନିଦ ଭାଙ୍ଗୁନି।
@diptiskumarbal3778
@diptiskumarbal3778 Ай бұрын
Rajyasabha member kina pm ku kia sanman daba . Thik karichanti n pattanaik
@rabijena4494
@rabijena4494 Ай бұрын
Good 👍
@manoranjankumbhar8799
@manoranjankumbhar8799 Ай бұрын
Bhala kama karichhanti nabin sir
@umeshchandrapan4550
@umeshchandrapan4550 Ай бұрын
ଧୋକା ବାଚ ମାନଙ୍କୁ କିଏ ମନେରଖେ
@khirodkumarpanda4763
@khirodkumarpanda4763 Ай бұрын
ସାଧାରଣ ଶିଷ୍ଟାଚାର ଭୂଲି ଗଲେ ନବୀନ ତାଙ୍କ ଗର୍ବ ଓ ଅହଙ୍କାର ତାଙ୍କ ପାଖରେ ଥାଉ ଦେଶର ସବୁ ବିରୋଧୀ ଦଳର ନେତା ମାନେ ମଧ୍ୟ ମୋଦି ଙ୍କୁ ତାଙ୍କର ଜନ୍ମ ଦିନ ର ଶୁଭେଚ୍ଛା ଜଣାଇଲେ ଏପରିକି ମୋଦି ଙ୍କୁ ଘୋର ବିରୋଧ କରୁଥିଵା ରାହୁଲ ଗାନ୍ଧୀ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇବାକୁ ଭୂଲି ନାହାନ୍ତି
@debasmitaparida2072
@debasmitaparida2072 Ай бұрын
Sadharana sistachar prathame ama pradhan mantri bhulithile.Nabin babu nku byaktigsta akhepa kari upahas karithile.Se ta nabin babu bhadra loka tanku kichhi kharap kari kahileni.
@parsuramsahoo7509
@parsuramsahoo7509 Ай бұрын
ଯେସାକୁ ତେସା ସ ସେ ମୀ ରଆ
@Sai-sudarshan
@Sai-sudarshan Ай бұрын
ହାରିଲେ ବୋଲି ଲେଖିଲେନି
@Call_me_teju
@Call_me_teju Ай бұрын
ଏଇ ମିଡିଆ ବାଲା ବି କ'ଣ ହଉଛନ୍ତି । ଖାଲି ତ ହା ହା ଆଉ 😅😅😅
@umeshsenapati7602
@umeshsenapati7602 Ай бұрын
Wish karithila boli ta harila. Rajaniti re gentle hele hariba..sabuthu bada example mamata banerjee jitila without wish to pm..
@anilkumarabehera6804
@anilkumarabehera6804 Ай бұрын
BJP ra anitha khia pada chata news channel Naveen Patnaik ku sistachar dekhauchi laja laguni alajukia news channel ku
@haraprasadmahanta4657
@haraprasadmahanta4657 Ай бұрын
ନବୀନ ପଟ୍ଟନାୟକ ଗର୍ଭ ଅହଂକାର ବେଶି ତାର କାର୍ଯ୍ୟକାଳ ସମାପ୍ତ
@gopabandhubehera453
@gopabandhubehera453 Ай бұрын
ନବିନ ବାବୁ ଓଡିଶାକୁ ବହୁତୁ ଭଲ ଜାଗାରେ ପହଞ୍ଚାଇ ଦେଇଛନ୍ତି ତମେ ଶଳେ ବିଜେପିବାଲା କିଛି ନକରିକି ଖାଲି ବସିକି ଖାଇଲେ ମଧ୍ଯ ସରିବନି
@pravatsahoo5971
@pravatsahoo5971 Ай бұрын
ପିଠା ରେ ବିଜେଡି ସବୁ ଖାଇଗଲା
@sidharthDash-tb3lr
@sidharthDash-tb3lr Ай бұрын
Nabin patnaik invite karibani ta ichha....kn Mahabharat aasudha hoijiba ki
@SMILAN_143
@SMILAN_143 Ай бұрын
ଭଲ ହେଇଛି କିଛି ଆବଶ୍ୟକ ନାହିଁ 😂😂😂😂
@sony1569
@sony1569 Ай бұрын
Orgus ku au kichhi disuni..
@shaktisahu8399
@shaktisahu8399 Ай бұрын
Tama ku au kichi news miluni ki 😅
@brind3686
@brind3686 Ай бұрын
क्युंकि उनसे सत्ता छीन लिया गया है। इतना ही नहीं राजनैतिक जीवन के आखीर पर्याय में हार का दाग लग गया है🙄!
@BarikJaipur-jg1xq
@BarikJaipur-jg1xq Ай бұрын
to bh gi
@ArabindajenaArabinda
@ArabindajenaArabinda Ай бұрын
Waiting 2029😊
@bhagyaranjantripathy377
@bhagyaranjantripathy377 Ай бұрын
Very good modi😢
@bhagyaranjantripathy377
@bhagyaranjantripathy377 Ай бұрын
Thick achi
@bhaviklal88
@bhaviklal88 Ай бұрын
Very boring news. Kindly stop showing this kind of news and do not behave in a childish way.
@PradeepNayak-h3r
@PradeepNayak-h3r Ай бұрын
🇮🇳🙏💐
@fakirabhuyan8538
@fakirabhuyan8538 Ай бұрын
Jay Mohan sarakaar Jay super Nabeen pattnaik sarakaar Jay Jagannath🙏🙏 Semane vitiri menta apana mane kusi ta
@bibhuti5999
@bibhuti5999 Ай бұрын
BJD ହଜିଗଲା
@brajakishorepadhi4022
@brajakishorepadhi4022 Ай бұрын
ବୁଢା ନବୀନ ବର୍ତ୍ତମାନ ଘୁଘୁନି ଛେରୁଛି। ବିଜେପି ଉନ୍ନତି ଦେଖି।
@abhayamalik701
@abhayamalik701 Ай бұрын
Bjp kadali unati karuchi
@gupteswarsabar432
@gupteswarsabar432 Ай бұрын
ତମର ପରିବାର ନବୀନ ଦେଇ ଥିବା ଯୋଜନାରେ ଚଳିଥିବା ଏବେ କହୁଛି ଘୁଙ୍ଗୁଡ଼ି ମାରୁଛି ତୁଇ ଗୋଟେ ମାଗିହା ଚୋର
@brajakishorepadhi4022
@brajakishorepadhi4022 Ай бұрын
@@gupteswarsabar432 ବେ ଅଲାଜୁକ କୁକୁର ନବୀନ ବୁଢା ତା ପକେଟ୍ ରୁ ଦେଉଥିଲା ବୋଧେ। ବେ ଘୁଘୁନି ହଗୁଚି। ମା ଗିହା ନବୀନ ବୁଢା ଓଡିଶା ର କଳଙ୍କ।
@OdishaToka56744
@OdishaToka56744 Ай бұрын
Magiha kukura
@manojdas5615
@manojdas5615 Ай бұрын
Bjp rajanitire ati nimna staraku galani. Tame Nabinnku soujanya sikhaiba na
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
ତାମିଲ ଘଇତା ମନା କରିଥିବ ମୂର୍ଖ ବୁଢ଼ାକୁ ହାଏ ରେ ହିଞ୍ଜଡ଼ା ନବୀନ 😂😂😂😂
@pranabpranab4938
@pranabpranab4938 Ай бұрын
😂ହିଁ ସାରେ
@RkBiswal-f8d
@RkBiswal-f8d Ай бұрын
Okay 👍 but loosing power as CM, loosing all phisical and mental power, nothing will hamper the dignity of PM Modi ji
@geniuschild3329
@geniuschild3329 Ай бұрын
Anil biswal to ନିଜ କଥା ବୁଝ ବେଶୀ soujanyata dekhani
@amiyadalai8590
@amiyadalai8590 Ай бұрын
Pandian ra mana nai wish karibaku thodi naveen wish karuthile
@aseemmahapatra8085
@aseemmahapatra8085 Ай бұрын
ଏ ଚର୍ଚ୍ଚା ୨ଟଙ୍କିଆ ମିଡ଼ିଆରେ
@sannapurna5213
@sannapurna5213 Ай бұрын
Subhecha na Janeile kana asubidha hela poor lokanku kese jana janauchanti
@niranjanpal2385
@niranjanpal2385 Ай бұрын
Them pm should be call Inquiry about Naveen pattanik health
@bhagyaranjantripathy377
@bhagyaranjantripathy377 Ай бұрын
Modi hatao odisha bachao 😊
@JanmejayBabu-qq1fd
@JanmejayBabu-qq1fd Ай бұрын
Jumla mudiku deathre janeibo nabin
@sarojinibehera3680
@sarojinibehera3680 Ай бұрын
Sethi lagi birthday wish deba thiknuhe
@narendraparida3927
@narendraparida3927 Ай бұрын
All comments goes against Modi
@parsuramsahoo7509
@parsuramsahoo7509 Ай бұрын
ବି ଯେ ପି
@KunaSahoo-ws7xn
@KunaSahoo-ws7xn Ай бұрын
ଭାଇ ତମରଚେର କାଟି ଲେଜାଣବ
@somyashreedas6911
@somyashreedas6911 Ай бұрын
Bhala karichanti
@satyabadinayak9238
@satyabadinayak9238 Ай бұрын
Errespective of political differences greetings should be done as courtesy
ROSÉ & Bruno Mars - APT. (Official Music Video)
02:54
ROSÉ
Рет қаралды 302 МЛН
Ice Cream or Surprise Trip Around the World?
00:31
Hungry FAM
Рет қаралды 4,2 МЛН
Каха и лужа  #непосредственнокаха
00:15
7PM Bulletin || 9th November 2024 || Kanak News
18:43
Kanak News
Рет қаралды 8 М.
ROSÉ & Bruno Mars - APT. (Official Music Video)
02:54
ROSÉ
Рет қаралды 302 МЛН