"ମୋ ଦୁଇ ଝିଅଙ୍କୁ ମୁଁ ମୋ ପୁଅ ଭଳି ଭାବୁଥିଲି...ଝିଅ ଜନ୍ମ କରି ଭୁଲ କରିଦେଲି ବୋଧେ !"

  Рет қаралды 1,154,268

Odisha Bhaskar

Odisha Bhaskar

Күн бұрын

Пікірлер
@chittaranjansahoomereram123
@chittaranjansahoomereram123 2 жыл бұрын
ଯେତେବେଳେ କେହି ବାପା ମାଆ କହିଦେବେ କି ଏ ପୁଅ ଅବା ଝିଅ ଜନ୍ମ କରି ଆମେ ଭୁଲ କଲୁ, ଜାଣିବ ଏଥିରୁ ବଳି ଆଉ କିଛି ଦୁର୍ଭାଗ୍ୟଜନକ ଶବ୍ଦ ନାହିଁ ସନ୍ତାନ ପାଇଁ। 🙏🙏
@kamasenbhoi9788
@kamasenbhoi9788 2 жыл бұрын
100% crt
@binodraaz7197
@binodraaz7197 2 жыл бұрын
Ate Bodo kori ki papa jhio nku kichhi Lavo nai
@kscreation8405
@kscreation8405 2 жыл бұрын
Laaaja lagiba katha se bhalia jhia ku bapa ra jiban nei gala sange saman
@anayasahoo4787
@anayasahoo4787 2 жыл бұрын
100%right
@SR01995
@SR01995 2 жыл бұрын
Vala bapa maa emiti katha kebe kahanti nahi.
@r.screationsodisha9256
@r.screationsodisha9256 2 жыл бұрын
ନା ଆପଣ ଭୁଲ୍ କରିନାହାନ୍ତି କିନ୍ତୁ ଯେ ଝିଅର ଯୋଗ୍ୟତା ନାହିଁ ଆପଣଙ୍କ ଭଳି ବାପାଙ୍କ ସ୍ନେହ ଓ ଆଦର payeba କୁ
@rashmiranjanprusty2340
@rashmiranjanprusty2340 2 жыл бұрын
Thik kahila
@dronarajhans6807
@dronarajhans6807 2 жыл бұрын
A bhali chinta dhrara lokanka pain hin bhruna hatya hauchi amo samaj re..
@avinashbehera5591
@avinashbehera5591 2 жыл бұрын
ଆପଣଙ୍କ ଭଳି ପିତା ଙ୍କୁ ଶତ ଶତ ନମନ । ଆପଣଙ୍କ ଭଳି ବାପା ସମସ୍ତଙ୍କୁ ମିଳୁ କିନ୍ତୁ ଆପଣଙ୍କ ଝିଅ ଭଳି ଝିଅ କାହାକୁ ନ ମିଳୁ ।
@shubhrajitnayak7797
@shubhrajitnayak7797 2 жыл бұрын
Right
@asutoshraj3651
@asutoshraj3651 2 жыл бұрын
100℅ right brother
@hembram1986
@hembram1986 2 жыл бұрын
Daughter also right.for herself.
@avinashbehera5591
@avinashbehera5591 2 жыл бұрын
@@hembram1986 you are right but when their freedom becomes trouble in their future then who is responsible for this ?
@BabuDas-wc3cq
@BabuDas-wc3cq 2 жыл бұрын
@@hembram1986 who the asked you????
@sripatitalasaruda9940
@sripatitalasaruda9940 2 жыл бұрын
ଝିଅ ମାନଙ୍କୁ ମୋର ଅନୁରୋଧ ପ୍ରେମ ପାଇଁ ବାପାମା ଙ୍କ ଆଶାକୁ ଭାଙ୍ଗିଦିଅନାହିଁ.....ବାପାମା ଙ୍କ ଆଖିରେ ଲୁହ ଆସିଲେ,ତମେ କେବେବି ଶାନ୍ତିରେ ରହିପାରିବନି..
@thragshwh6426
@thragshwh6426 2 жыл бұрын
Aau bapa maa kna aasa pain pua mana kna Herat ku aau nija love ku sacrifice kari daba eeita thik
@PALASPURVLOGS5004
@PALASPURVLOGS5004 2 жыл бұрын
Madam apanka katha ku mu samrthana karuchi kintu 2 baribara basiki bichar kariba katha karana 2 na ra bhabisanta nirbhar karuchi semane sansra akribe kintu athi pua jhia nkara bhul anhi 2 paribara b bhul achhi
@SubhransuPandaOfficial
@SubhransuPandaOfficial 2 жыл бұрын
ଏହିଭଳି ଭୁଲ decission ଯୋଗୁ ଆଜି ସମାଜରେ ଛଡାପତ୍ର ଭଳି ମାମଲା ବଢୁଛି। teen Age Deccission ବହୁତ ଖରାପ।
@laxmidharjena5427
@laxmidharjena5427 2 жыл бұрын
@@PALASPURVLOGS5004 right
@Priyanka-ut3zl
@Priyanka-ut3zl 2 жыл бұрын
You are right
@sangramnaik9473
@sangramnaik9473 2 жыл бұрын
ବାପା, ମା କୁ ଯିଏ କନ୍ଦାଏ ସେ କେବେ ସୁଖ, ଶାନ୍ତି ରେ ଘର ସଂସାର କରି ପାରିବନି. ଏମିତି ପୁଅ, ଝିଅ ର ମୁଁହ ଚାହିଁବା କଥା ନୁହଁ, ଛି ଛି 😡
@nandinidas7055
@nandinidas7055 2 жыл бұрын
Bhul katha angya.bapa ma janma deichanti Karma ki bhagya dei paribeni
@kariamarandi9397
@kariamarandi9397 2 жыл бұрын
Thhik kathha vai
@sangramnaik9473
@sangramnaik9473 2 жыл бұрын
@@nandinidas7055 bapa, ma,ete kastare, bhoka upasare rahi manisha karichanti, kn seta ra mulya aea, j gute puo paen parents ku society re loka hasa kariba paen ki madam.
@anurupbiswal5267
@anurupbiswal5267 2 жыл бұрын
Feel sorry for her father.... A father can only feel the pain when his children do something like this going against his will... Still hope everything settles in a decent way...
@dbss206
@dbss206 2 жыл бұрын
Taa??? Bala decent way!!! Chua bada hele nija marji re baah hebeni? Enti maa bapa chua janma kariba katha nue
@prasanjeetnayak8253
@prasanjeetnayak8253 2 жыл бұрын
Sei paa... thare nija bapa bisayare bhi bhabilani
@bhagyashreemalick
@bhagyashreemalick 2 жыл бұрын
Jie nija bapa maa nka ra nuhne ta se kahara hei pari bani 🤨
@AsishKumar-qw2xu
@AsishKumar-qw2xu 2 жыл бұрын
ବାପା ମା କେତେ କଷ୍ଟ କରିକି ପାଠ ପଢେଇ ମଣିଷ କରିଛନ୍ତି କିନ୍ତୁ ଆଜି ଗୋଟେ ଟୋକା ପାଇଁ ତୁ ତାଙ୍କୁ ଭୁଲିଗଲୁ ଯିଏ ବାପା ମା ଙ୍କ ମନରେ ଦୁଃଖ ଦେଇକି ଏମିତି ଯାଇଛି ସେ କେବେବି ସୁଖରେ ରହିନି ବେଳ ଆସିବ ସେମାନଙ୍କ ଆଖିର ଲୁହ ନିଶ୍ଚୟ ପଡ଼ିବ ତୋ ଉପରେ ସେତେବେଳେ କାନ୍ଦୁଥିବୁ କିନ୍ତୁ ଆଉ ମୁହଁ ନଥିବ ଘରକୁ ଫେରିବା ପାଇଁ
@desiboy..7960
@desiboy..7960 2 жыл бұрын
Perfect katha....bapa maanka birudhare jaoni tanku request kara se sure manibe
@padmalochanbiswal4866
@padmalochanbiswal4866 2 жыл бұрын
Mo life re bi amiti situation asithila kintu mu se pua ku chhadiki bapa maa nkA katha manili au se pua ku sabu dina pain chhadideli
@narendramallick1300
@narendramallick1300 2 жыл бұрын
ଇଏ ହେଇନି କିଛି/ ଦେଖ ଆଗକୁ କଣ ହଉଛି , ବାପା ମା କୁ ଦୁଃଖ ଦେଉଥିବା ପିଲାମାନେ କେବେ ବି କୋଉଠି ଶାନ୍ତି ରେ ରହିପାରିବେ ନାହିଁ,
@jhilliraninaik7636
@jhilliraninaik7636 2 жыл бұрын
right
@dbss206
@dbss206 2 жыл бұрын
Emiti Bala bapa maa kauthi Santi pai paribe nai
@jagadishchandradas4008
@jagadishchandradas4008 2 жыл бұрын
ଭାଇ ଆଉ ଝିଅ ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ। ସେ ସ୍ୱାଧିନତା ନାଁରେ ସ୍ୱେଚ୍ଛାଚାରୀତାକୁ ଗ୍ରହଣ କରିଛି। ସେ ଆଗକୁ ଅକିଳା ସାଂସାରିକ ବାମ୍ଫ ନେବା ସୁନିଶ୍ଚିତ।
@samirmohanta107
@samirmohanta107 2 жыл бұрын
Right👍👍
@Mr.Pharmacistvlogs
@Mr.Pharmacistvlogs 2 жыл бұрын
Kain bhai bampha naba se educated pila se ta decision bhabi chinti neithiba , au bapa ra ichha jemiti achhi jhia ra b ichha achhi
@sunlight2357
@sunlight2357 2 жыл бұрын
@@Mr.Pharmacistvlogs h 😂😂😂😂😂 Se jhia ra jete bele jhia te haba au ta jhia madhya emiti bhala pai ki jiba sete bele a jhia ti bhabib mu ta Semiti karithili tenu mo jhia bi patha padhi bada manisa heichi se ta life re jau 😂😂😂. Bapa maa mane pila nku kasta re bada karithanti emiti bapa maa nku khatir na kari bhala pai gharu jibaku ,Semiti jadi haba au kebhe b maa bapa mane au pila karibe nahi
@sunlight2357
@sunlight2357 2 жыл бұрын
Bhai mane Tamar Sabu jadi jhia achanti ta hele tar lalan palan kari kast re bada au karani kahiki na bada heigala pare patha padhi sikhit hei love kari paleibe, Tenu Bal pila kahiki janm Kariba banjh heba ta thik hab
@thelosttraveller1403
@thelosttraveller1403 2 жыл бұрын
Point Bhai Point
@philipmashi6789
@philipmashi6789 2 жыл бұрын
ସତ କଥା ହେଉଛି.. ଏ ଦୁନିଆ ରେ କେହି କାହାର ନୁହନ୍ତି.... କେବଳ ସେ ଆତ୍ମା ର ଆତ୍ମା ପରମେଶ୍ୱର ହିଁ ମଣିଷ ର ନିଜର.... ବାକି ସବୁ ପର...... ସ୍ୱାର୍ଥ ନେଇ କି ବଂଚୁଛନ୍ତି... ସମସ୍ତେ... ଆପଣମାନେ ଖୋଜନ୍ତୁ କିଏ ଆପଣଙ୍କୁ ବିନା ସ୍ୱାର୍ଥ ରେ ପ୍ରେମ କରେ.... ସେ କେବଳ... ପରମେଶ୍ୱର 🙏🙏🙏
@desiboy..7960
@desiboy..7960 2 жыл бұрын
Hmm
@desiboy..7960
@desiboy..7960 2 жыл бұрын
Thik
@pradoshkumar7833
@pradoshkumar7833 2 жыл бұрын
ପିଲା ମାନେ ଭୁଲିଯାଉଛନ୍ତି ଯେ ବାପା ମା ଙ୍କୁ କଷ୍ଟ ଦେଇ କୌଣସି କାମ ସଫଳ ହୁଏନି.ଭଲ ପାଅ ମନା ନାହିଁ କିନ୍ତୁ ବାପା ମା ଙ୍କ ହୃଦୟ କୁ ଭାଙ୍ଗିକି ନୁହେଁ.ଯୋଉ ପିଲା ମାନେ ନିଜ ଭଲ ପାଇବା ପାଇଁ ବାପା ମା ଙ୍କୁ କଷ୍ଟ ଦେଇଥାନ୍ତି ସେ ପିଲା କେବେ ବି ଖୁସି ରେ ରହିପାରେନି ଏଇଟା ହିଁ ସତ
@chandanchandini867
@chandanchandini867 2 жыл бұрын
💯 Right
@subhashreesahu3826
@subhashreesahu3826 2 жыл бұрын
Satare mu seia bhoguji
@pradoshkumar7833
@pradoshkumar7833 2 жыл бұрын
@@subhashreesahu3826 କଣ ହେଇଛି କୁହନ୍ତୁ
@ambikasa7550
@ambikasa7550 2 жыл бұрын
Right
@vikramkesharibehera1616
@vikramkesharibehera1616 2 жыл бұрын
ସେଥିପାଇଁ ଝିଅ ଜନ୍ମ କଲେ ଜଣେ ପିତା ବହୁତ ଭାବି ଥାଏ, ତେଣୁ ସବୁ ସାରିଲାଣି ଆଉ କିଛି ଭାବିବା thik ନୁହେଁ
@rasmikantasenapati5855
@rasmikantasenapati5855 2 жыл бұрын
ଝିଅ ୟା ' ପରେ ବାମ୍ଫ ନବାଟା ଥୟ ! ଭାଇ ଆପଣ ଆଉ ଝିଅ ପାଈଁ ବ୍ୟସ୍ତ ହୁଅନ୍ତୁନି ! ବରଂ ଏଣିକି ଟିକେ ଖାଇ ପିଇ ଶାନ୍ତିରେ ରୁହନ୍ତୁ !
@jagandas5249
@jagandas5249 2 жыл бұрын
Perfect right
@rakeshoutlet2979
@rakeshoutlet2979 2 жыл бұрын
Jhiya ta lyf re bahut kandiba jea ta Bapa maa ra hei pari lani auu kahar kn heba
@SR01995
@SR01995 2 жыл бұрын
Kain bamfa naba se Se tara mrrg kariki khusi re rahiba. Tama mane hi olti se jhia ku khrap vala kahucha
@prakashsahoo500
@prakashsahoo500 2 жыл бұрын
@@SR01995 bhai wait kara
@pmohanty9622
@pmohanty9622 2 жыл бұрын
ବାମ୍ଫ ମାନେ ଯେମିତି ଦେହ, ମୁଁହ ପୁରା ଫୋଟକା ହେଇଯିବ...
@bijayakumarjena4874
@bijayakumarjena4874 2 жыл бұрын
ସବୁ ଝିଅ ସମାନ ନୁହନ୍ତି କିଛି ଝିଅ ଧନ ଦେଖି ଭଲ ପାଆନ୍ତି କିଛି ଝିଅ ମନ ଦେଖି ଭଲ ପାଆନ୍ତି ଯେଉଁ ଝିଅ ଧନ ଦେଖି ଭଲ ପାଆନ୍ତି ବେଶି ସେଇ ଝିଅ ଗାଣ୍ଡି ମରାନ୍ତି 👍
@bishnujagat9155
@bishnujagat9155 2 жыл бұрын
Correct
@anjananayak747
@anjananayak747 2 жыл бұрын
Ki chopa Prema ?
@basucreation2776
@basucreation2776 2 жыл бұрын
Aau mono dekhi bholo pauthiba jhio b gandi moranti
@chittaranjanjena4065
@chittaranjanjena4065 2 жыл бұрын
ଆଜିର ପିଲାମାନେ ମାତାପିତାଙକୁ ଅଯୋଗ୍ୟ ଭାବୁଛନ୍ତି।
@arunnag9943
@arunnag9943 2 жыл бұрын
🙏 right
@kharpahansda2973
@kharpahansda2973 2 жыл бұрын
Obiously right.
@susamasahu6592
@susamasahu6592 2 жыл бұрын
A bapa hi badas
@susamasahu6592
@susamasahu6592 2 жыл бұрын
Hajar hajar pila manakara rakta susichi
@chittaranjanjena4065
@chittaranjanjena4065 2 жыл бұрын
@@susamasahu6592 ନାହିଁ। ବାପା ମା କେହି ପିଲାଙ୍କ ଅମଙ୍ଗଳ ଚାହାନ୍ତି ନାହିଁ। ପିଲାମାନେ କୁସଙଗରେ ପଡ଼ି ଧରାକୁ ସରା ମନେକରି ଏପରି ଅବାଟରେ ଯାଉଛନ୍ତି। ବାପା ମା ନିରୁପାୟ।
@jaypuriamadhab7776
@jaypuriamadhab7776 2 жыл бұрын
ଗୋଟିଏ ଆଇନ ହେଉ କି ଯେଉଁ ଝିଅ ବାପା ମା କଂ ବିନା ଅନୁମତି ରେ ନିଜ ପସନ୍ଦ ର ପୁଅକୁ love marriage କରିବାକୁ ଇଚ୍ଛା କେର କରୁ ମନାନାହି କିନ୍ତୁ ବାପାଙ୍କ ସବୁ ଟଙ୍କା ପଇସା ଫେରସ୍ତ କରୁ ସୁଧ ସହିତ ଜନ୍ମ ଠୁ ଆଜି ପର୍ୟ୍ଯନ୍ତ ଯେତିକି ଟଙ୍କା ପଇସା ଖର୍ଚ୍ଚ ହେଇଛି ଦେଖିବା କେତେ love କରୁଛ ଆଉ କେତେ true love.......................
@subhasmitanayak7947
@subhasmitanayak7947 2 жыл бұрын
I have lost my dad and I know how much he has done and even today I feel his blessings is on me .. Kindly request you to please hold ur dad's hand then any other guy is important trust on my words sister
@moddedgames7548
@moddedgames7548 2 жыл бұрын
Tahele kebe baha na Hoi Raha ekutia. Bapo premi
@princeharshitattitudeboy7718
@princeharshitattitudeboy7718 2 жыл бұрын
This is love.... Only love
@princeharshitattitudeboy7718
@princeharshitattitudeboy7718 2 жыл бұрын
Love bekar aye.... I really hat girl..
@kumarrama8469
@kumarrama8469 2 жыл бұрын
@Subhasmita Nayak. Se toki au Toka agaru live-in relationship re rahithile au sexual enjoyment karuthile.au se jhia maja neichi bhuliba kemiti
@phirojdungdung8350
@phirojdungdung8350 2 жыл бұрын
Yeah really Sister I have also lost my dad , I do feel
@Sudarshinirout9876
@Sudarshinirout9876 2 жыл бұрын
Tame kanhiki tahre jhia ra choice ku support karuna o jou jhia forcefully tuma kathare baha haba se best jhia.au jie nije pasand kala se kharap.taku janma Kari bhul kala
@balaramnath2903
@balaramnath2903 2 жыл бұрын
ଏଗୁଡା ଭୁଲ କଥା ସେ ନିଚିନ୍ତ ହଅଈରାଣ ହେବ , ବାପା ମା ଛୋଟରୁ ବଡ କରିବେ କେତେ କଷ୍ଟ କରି ମଣିସ କରିବେ, ଆଉ ଛୁଆ ଚାକିରି କଲାପରେ ବାପା କିଏନା ମା କିଏ , ଏମିତିକା ପିଲାଙ୍କୁ ଭଗବାନ ସହିବେନି,
@kuniahappy9506
@kuniahappy9506 2 жыл бұрын
Sir apanaka jhia prema kariche kiche papa karine...ta khusi pai apana kete kn karichanti... Jadi se bhala paiche takhusire khusi hei taku baha Kari deantu... Bapa Maa khusire jemite pila mane khusi..pilanka khusire apana bhi khusi hei dekhantu... Se jadi ta patnar sahita khusire banchiparuche apana bahut khusi hebe....please mana dukha karantu nahi...
@phulamurmu7135
@phulamurmu7135 2 жыл бұрын
You are absolutely right. 👍
@kuniahappy9506
@kuniahappy9506 2 жыл бұрын
@@phulamurmu7135 thanks dear... Apana love upare bharasa karanti..na areng upare....
@tapasbehera5758
@tapasbehera5758 2 жыл бұрын
ଆଜି କାଲି ବାପା ଆଉ ମା କୋ ସମ୍ମାନ କିଏ ଦେଖୁଚି ଏଇଠି ସବୁ ସୂର୍ଥାବର ଏତେ କଷ୍ଟ କରିକି ବାପା ମା ପିଲା କୁ ବଡ଼ କରୁଛନ୍ତି କୁନ୍ତ୍ ପିଲା ମାନେ ସବୁ ଭୁଲି ଯାଉଛତି 🙂🙂🙂🥲
@sibasundarrout4220
@sibasundarrout4220 2 жыл бұрын
କିଛି ଲୋକ କୁହନ୍ତି ଆମେ ପୁଅ ଜନ୍ମ କରି ଭୁଲ କରିଛୁ ଝିଅ ହେଇଥିଲେ ଭଲ ହେଇଥାନ୍ତା. ଏଠି କିନ୍ତୁ ଓଲଟା ଶୁଣିବାକୁ ମିଳୁଛି. ମୋ ମତରେ ଏଠି କେହି ଭଲ ନୁହନ୍ତି କିଛି କ୍ଷେତ୍ରରେ ପୁଅ ଭଲ କିଛି କ୍ଷେତ୍ରରେ ଝିଅ ଭଲ. ଆପଣଙ୍କ ସମୟ ଭଲ ଚାଲିଥିଲେ ସବୁ ଠିକିନହେଲେ ନାଇଁ. କିଛି ପୁଅ କିମ୍ବା ଝିଅ ଙ୍କ ପାଇଁ ଆମେ ସମଗ୍ର ପୁରୁଷ ଏବଂ ନାରୀ ଜାତିକୁ ଦୋସାରୋପ କରିବା ଠିକି ନୁହଁ. ପ୍ରତେକ ବ୍ୟକ୍ତି କୁ କ୍ରୋଧ କିମ୍ବା ଦୁଃଖ ସେତେବେଳେ ଲାଗେ ଯେତେବେଳେ ତା ଇଛା ବିରୁଦ୍ଧରେ କିଛି କାର୍ଯ୍ୟ ହୁଏ. ଯାହା ଆପଣଙ୍କ ସାଥିରେ ହେଲା. ଭଗବାନ ସମସ୍ତ ଙ୍କୁ ସଦବୁଦ୍ଧି ଦିଅନ୍ତୁ ଭ୍ରମ ରେ ନ ରହି ବାସ୍ତବତା କୁ ଚିହ୍ନ. ଜୟଜଗନ୍ନାଥ
@shibanisethi3567
@shibanisethi3567 2 жыл бұрын
ମୁଁ ଗୋଟେ ଝିଅ ଭାବରେ କହୁଚି କୌଣସି ଝିଅ ବି ଏମିତି କରନି ବାପା ମା ଙ୍କ ବିଷୟରେ ଟିକେ ଭାବ ସେମାନେ ଆମକୁ କେତେ କଷ୍ଟ ରେ ମଣିଷ ଟିଏ କରିଛନ୍ତି ଆପଣଙ୍କୁ ତ ପାଠ ପଢେଇ ଡକ୍ଟର ଟିଏ ବନେଇଛନ୍ତି ଆଊ ତମେ ଏମିତି କେମିତି ହେଇଗଲ । ପ୍ରେମ କରୁଛ କର ବାପା ମା ଙ୍କୁ convince କର ନ ମାନିବା ଯାଏ ବୁଝାଓ ଟିକେ ତ ଅପେକ୍ଷା କର ମୁଁ uncle ଙ୍କୁ ଦେଖିକି imotional ହେଇଯାଉଚି ତମେ ତ ତାଙ୍କ ଝିଅ କେମିତି ରହିପରୁଚ 🙏🏻
@manaskumarpradhan4262
@manaskumarpradhan4262 2 жыл бұрын
Right soibani.I also very very imotional.
@ashokkumarmohanta3081
@ashokkumarmohanta3081 2 жыл бұрын
Bhabile bahit kasta laguchhi
@satyajeetsingh2216
@satyajeetsingh2216 2 жыл бұрын
Didi gote katha mate kuha. Kn bapa maa nku pila mana nku pachariba katha ki nai . Ki tu jadi kaha ku pasand karuchu amaku kaha. Mor Jane bada bhai bhalia hebe. Tanka ghare na manibaru tanka marriage heiparilani. Last re aau kaha saha marriage karidele tanku. Ebe sie kemti kasta pauchanti bapa maa nka katha mani seta ame hi janichu.
@ambikasa7550
@ambikasa7550 2 жыл бұрын
Didi tame tanku jete request karle v ni sunt tankar Munda re love ra bhut chaghichhe.. ...
@maheswarbeheramahi3341
@maheswarbeheramahi3341 2 жыл бұрын
ଆଜିକା ଦିନରେ ଭଲ ପାଇବା ସାଧାରଣ କଥା ହେଲେ ବାପା ମାଆଙ୍କୁ ପଚାରନା ସେମାେନେ ସେଠି ରାଜି ହଉଛନ୍ତି କି ନାହିଁ ତାପରେ ବୁଝେଇବା କୁ ଚେ଼ଷ୍ଟା କର ଦେଖ ଏମିତି କଷ୍ଟ ଦିଅନି ତମକୁ ସେ କେତେ ଦୁଖ କଷ୍ଟ କରି ପାଠ ପଢେଇ ଉଚ୍ଚ ଶିକ୍ଷିତ କରି ଗଢିଛନ୍ତି ତମେମାନେ ଚାକିରୀ କଲା ପରେ ସବୁ ଭୁଲି ଯାଉଛ ଧନ୍ଯ ରେ
@krushnaranjannaik681
@krushnaranjannaik681 2 жыл бұрын
.. ପିଲା ବଡ ହାଇଗଲେ.... ବାପା ମା.. ଙ୍କୁ ଖାତିର ନାହିଁ... ଧନ୍ୟବାଦ. ସେ ବାପା ଙ୍କୁ ଝିଅ କୁ MBBS କରିଥିଲେ..,.
@sanghamitradas371
@sanghamitradas371 2 жыл бұрын
Ajikali pilaku bujheiba kiye...sabupilata oversmart...kahiba kahaku
@prakashsingh204
@prakashsingh204 2 жыл бұрын
ପୁଅ ହଉ କି ଝିଅ, ଆଜି କାଲିର ପିଲା ଏମିତି। ସୁବିଧା, ସୁଯୋଗର ଦୁରୂପୋଯଗ ର ଉଦାହରଣ ସବୁଠି ଦେଖିବାକୁ ମିଳେ।
@hmmheichiheichibhalaheichi8575
@hmmheichiheichibhalaheichi8575 2 жыл бұрын
​@@Lipsa_love Didi tumora bohut comments achhi yeh video re suna didi Nija ichha nija khusi nija aasa re jeevan jee ba bhul katha nuha kintu Tume thare bhabi dekha bapa maa hisaab re tanka nija chhua prati kichhi haq nahi ? aau rahila bhala paiba Katha ki nija ichha re baha heba katha ta kara na kintu yemiti nuha situation ku tume ta thik se dekhucha aau bujhucha ta jadi tume kahaku bhala paucha baha heba ku chanhucha ta thik achhi bapa maa nku kuha tanku bujheibaku chesta kara jadi bujhu nahanti ta tume tanku time diya aau nije madhya time niya bas gotay ziddi tumo katha re mu razi kintu mote aau kouthi badhya karibani ki mu aau kouthi baha hebini jadi baha hebi ta seithi jouthi mu chanhuchi Tume ta razi helani ta mote aau kouthi badhya karibani dekhiba kete din bapa maa yemiti chup hoi rahibe jhia ta kama kariba samay jiba bapa maa jhia ku dekhu thibe badhya hoi jhia ra khusi re nijara ichha mantabya debe se bi pua ku dekhibe ta bisaya re janibe samay krame jouta anichha thila seita dhere dhere ichha re parinat heba mu gote pua kintu mu 6 years apekheya kali aamo ghare kehi raji na thile Ta mu aau kouthi baha hebaku raji helini ghare kichhi asanti nahi chup chap pura rahili mu mo kama kali kichhi masa gala pare bapa raji hele ta pare sabu thik yemiti kichhi nahi jouta ki asambhav duniya re asambhav boli kichhi nahi bas Kari janile sabu heba 🙏 kintu karibara tarika thik heba darkar Jadi bhala paiba yete bada ta bapa maa nija pai bada nuha ki ? Bhala paiba pai kichhi bi kari para Ta bapa maa nka ichha pai kn kichhi din kichhi masa kichhi barsa ra samay tume dei paribani Nijaku Samaste khusi mana re raji hele bohut khusi ra katha Hmm jadi situation yemiti ki tumo life prati risk achhi ta bata kn heba tume nije thik kara Kintu ta purbaru yemiti kariba ta bhul Mane rakha jemiti kariba semiti paiba Jeevan chhota kintu banchi rahiba ra ichha bohut Dekhu dekhu samay yemiti aasi jiba aau tumo saha semiti heba Jouta tume kichhi barsa tale kari thila Sete bele jani pariba maa bapa nka ra aakhi luha aau kasta ra mane kn Maa bapa maaf kari dei paranti Kintu upar wala kebe maaf karini ki karibani Jemiti karma semiti phala
@SM.7creativeworld
@SM.7creativeworld 2 жыл бұрын
@@hmmheichiheichibhalaheichi8575 absolutely correct... jmti bapa maa nkara nija chua upare ete asha thae semti chua nkara b nija life ku neiki bht kichi asa au swapna thae..... hm eta thik ki ame bapa maa nku kebe kasta daba katha nuhe.. so sethi pn kn kaama karile maa bapa b khusi hebe au tama icha b fulfil haba... bass sei jinsa ku bujhiki janiki kama karile hela.... vala paeba vul nuha... kintu sethire andha heiki vul decision naba b thik nuha... vala pao mana nahi.. carreer au love ku handle kariki taa saha nija bapa maa nku handle kariki kmti agaku badhibi seta chinta karuki kama kariba darkar...😊☺️
@susamasahu6592
@susamasahu6592 2 жыл бұрын
Bapa ra charitra semiti jhia kemiti hebo
@BikashVlogs38448
@BikashVlogs38448 2 жыл бұрын
ବ୍ୟସ୍ତ ହୁଅନ୍ତୁ ନାହିଁ ସାର୍ , ବହୁତ୍ story' ଏମିତି ଘଟି ସାରିଛି । ବାସ୍ ବାକି ରହିଲା ସେ nonsence ଝିଅ ର ଜଳନ୍ତା ଭବିଷ୍ୟତ ଦେଖିବାର .. ଜୟ ଜଗନ୍ନାଥ 🙏🏻
@bikashbiki5111
@bikashbiki5111 2 жыл бұрын
Mausanka icha thila j jhia ko gote doctor. Pua dekhi baha deithante seita heiparilani so emti katha kahuchanti .. ........manuchi tame janma deicha kintu Karma ki bhagya tame dei naha sooo.jhia well settled achi so prblm kichi nai
@subalkumarbarik1495
@subalkumarbarik1495 2 жыл бұрын
ମୁଁ ଆଜ୍ଞା ଗୋଟେ ଗରିବ ଘରର ପିଲା ଅର୍ଥ ଅଭାବ ରୁ higher study kariparunahin mora knowledge thai madhya mu banchita aemananku aete scope miliba pare v aemane hata chhada karuchhanti.bhauni aau Aehi sujaga aasibani aapananka bapa nka Katha barta ru laguchhi se aapanamananka paini sacrifice bahut karuchhanti but se aaji ମର୍ମାହତ plz love chhadiki aaji puni carrier ku focus kara fight kara samajare nija goda re chhida hua dekhiba aapanku dunia respect deba juade jibe siade sanmanara saha banchibe .mun aetiki sesare kahibi ଭୂଲି ଯାଅ ପଛେ ସଭିଙ୍କୁ ଭୂଲ ନାହିଁ ମା ବାପାଙ୍କୁ 😔😔😔😔😔😔😔
@susant...3674
@susant...3674 2 жыл бұрын
ଦୁଃଖ ଲାଗୁଛି କିନ୍ତୁ ବାପା ତୁମେ ଏପରି କୁହନ୍ତୁନି ମୋର ଦୁଇ ଝିଅ ଅଛନ୍ତି .... ତାକୁ ଟିକେ ବୁଝା ସୁଝା କର , ନ ହେଲେ ଗ୍ରହଣ କର ସବୁ ଭାଗ୍ଯ ଆଜ୍ଞା
@deepakpatra4750
@deepakpatra4750 2 жыл бұрын
balo na grahana kariba mn balo
@singraymahali2136
@singraymahali2136 2 жыл бұрын
U r right...
@dishamohapatradis892
@dishamohapatradis892 2 жыл бұрын
Marriage is an individual choice.respect parents too are choices,so understand n respect each n every one as long as the choices are that much bad.
@Prerit224
@Prerit224 2 жыл бұрын
That's correct! But When she or he get betrayed from each other and stand infront of divorce then who will help them????
@bilasabhisek
@bilasabhisek 2 жыл бұрын
Also it's parents choice not to send their daughter for higher studies and get them married in early years just after 21.its also Parents choice not to spend huge money for a girls education. They can save the money for their old age. MBBS studies requires huge money in Lakhs. I wonder this man spent crores to get their girl child become a doctor. She has completed her 5 yrs and joined PG and paid all the fees and now she revealed her true intentions. Honestly I have no words and sympathy for ths useless father. He did everything and repenting now.
@pravashkumarbehera3368
@pravashkumarbehera3368 2 жыл бұрын
ନିଜ ଛୁଆ ମାନଙ୍କ ସାଙ୍ଗେ ଶୀଘ୍ର ସାଙ୍ଗ ହୋଇ ରୁହନ୍ତୁ ନହେଲେ ସେମାନେ ଆଉ କାହା ସଙ୍ଗେ ସାଙ୍ଗ ହୋଇ ଏମିତି କାମ କରି ଆଗେଇ ଯିବେ
@kunmunvlogs2701
@kunmunvlogs2701 2 жыл бұрын
Ri8 kahile bhaei
@chaskamisantalbhasate4149
@chaskamisantalbhasate4149 2 жыл бұрын
Kounosi poristhi ti re jhio sohito puo sango ku choto beloru hin baron koribe, au aji gote puo sango au dine au gote puo sango ghoroku kimba school college re dorkar nahin ehi bholi sango ubhoy puo o jhio ro life ku borbad kori deuchi Puo sohito puo sango Jhio sohito jhio sango Nijor podosi jhio kimba puo sohito bi sango hebaku mona koriba dorkar Sobudino sehi soman boyoso rohu nahin au kichi loko emiti achonti dhoni ghoro ro pila manonko sohito sango korai be ..jahaki tanku phaida hebo ...
@ambikasa7550
@ambikasa7550 2 жыл бұрын
Sata katha chhua mananka sahita friendly rahinar katha
@rajakumarilabanya1956
@rajakumarilabanya1956 2 жыл бұрын
Arrange marriage re jetebele jhia dukha pae setebele ta bapa maa nijaku doshi karantini au pila bi bapa ma nku doshi bhabeni.
@rakeshkumardas8731
@rakeshkumardas8731 2 жыл бұрын
ate ba vala lekhi6 ta 😂😂😂😂😂 Aaji kali jhia nku vagban b chahile khusi dei paribeni..aaji kali jhia nku kahaku gahana darkar au kahaku gih@na 😂😂😂😂😂....au kahaku tanka
@niteshchandraaich5636
@niteshchandraaich5636 2 жыл бұрын
Tumari bhali pila nka pain parents mane nija ku lajjita anubhav karuchhanti tama bhasan ru kichhi sikhiba ku miluni kintu han jie manisha chhua heithiba bapa maa nka thu jana ma neithiba se tanka feel ta bujhi pariba
@vanubatimajhi1010
@vanubatimajhi1010 2 жыл бұрын
Right
@motiramnaik3467
@motiramnaik3467 2 жыл бұрын
Ganduu
@satyajeetsingh2216
@satyajeetsingh2216 2 жыл бұрын
@@niteshchandraaich5636 hmm j but tame janaku true love karithiba. Bapa maa jadi mana kale kn Kariba? Kn tanka ichha re marriage karidaba ki?
@qwertyui4317
@qwertyui4317 2 жыл бұрын
In this day thevyoung generation didn't understood the fathers mothers emotions
@sipun36
@sipun36 2 жыл бұрын
Absolutely right
@alakadas4631
@alakadas4631 2 жыл бұрын
Absolutely right
@earthisbeautiful2527
@earthisbeautiful2527 2 жыл бұрын
💯👌
@rabindradash3890
@rabindradash3890 2 жыл бұрын
Right
@aspirant_-_aliva2954
@aspirant_-_aliva2954 2 жыл бұрын
Father is a great person in the world 🙏
@debasissahu9059
@debasissahu9059 2 жыл бұрын
Being sad with which doesn't fit in your brain is obvious. But, She is adult and has every right about her life.
@sarbeswarjena196
@sarbeswarjena196 2 жыл бұрын
ଝିଅ ଜନ୍ମ କରି ଭୁଲ୍ କରିନାହାନ୍ତି, କାରଣ ସଦାପ୍ରଭୁ ଆପଣଙ୍କୁ ଦେଈ ଥିଲେ, ଆପଣ ସମାଜର ସଂସକାରର ଶିକ୍ଷା ଦେଈପାରିଲେନହି,
@rasmiranjan111
@rasmiranjan111 2 жыл бұрын
ସେ ଝିଅ ଭଲରେ ରହୁ ।ଜୀବନରେ କିଛି ଭଲ ମନ୍ଦ ହେଲେ,ସେ ଝିଅ ପୁଣି ଏ ବାପାଙ୍କୁ କାନ୍ଦିକି ଫୋନ କରିବ।
@dronarajhans6807
@dronarajhans6807 2 жыл бұрын
Bala sala arrange marriage re kan..kichhi bhala banda hauni..
@kishordharua
@kishordharua 2 жыл бұрын
Jhia decision ku parents accept kale ni se abhali decision nela ....jhia mature enough to take his own decision....so parents mank anurodh nija pila nku katha tike bujha dekhibe semane bi apan care nebe ....
@sibaprasadmallick2359
@sibaprasadmallick2359 2 жыл бұрын
Atleast she Can approach and convince his Father.. Hats off to this Father..
@divinelight1212
@divinelight1212 2 жыл бұрын
Arrange marriage re jadi couples nka mana miseni family tanku ekathikaribaku lagipadanti... But ... Couples nka mana misithile jadi marriage karibaku kahibe tanku sei family hin alaga karidebare lagipadibe... Esabu ku love kuhajaeni marriage gote business heijaichhi jouthi money invest kariki nija pila ra hasa khusi jibana banchibara saili ku nija hatamithare rakhiba...au jou pua jhia sesabu kale se vala au nakale se hela beiman
@rrrsolutions460
@rrrsolutions460 2 жыл бұрын
Very heart touching.....they didn't understood fathers affection
@pikunnaik4338
@pikunnaik4338 2 жыл бұрын
Sir your great Jay Jagannath 🙏🙏🙏🙏good father...... Jhio👿😠
@subhakantapanda4289
@subhakantapanda4289 2 жыл бұрын
ଯେଉଁ ଝିଅ ପ୍ରେମ ପାଇଁ ନିଜ ବାପା ମା ଙ୍କୁ ଛାଡି ପାରୁଛି ସେ ତା ଜୀବନ ସାରା କେବେବି ଭଲରେ ରହି ପାରିବ ନାହିଁ ଆଉ ବାକି ରହିଲା ଦେଖ ଆଗକୁ କଣ ହେଉଛି
@pehchanparesh3180
@pehchanparesh3180 2 жыл бұрын
ଏ ଅଭିଶାପଠୁ ଆଉ କ'ଣ ଅଛି 🙏🙏🙏ସୁଧୁରି ଯାଅ ରେ ...ଛି ଛି
@jiteshbehera6752
@jiteshbehera6752 2 жыл бұрын
2 barsa pare gharaku asiba chua dhariki divorce case kariba pain🤣🤣🤣
@truptiranisika6814
@truptiranisika6814 2 жыл бұрын
Please bhai amiti kuhantu ni
@pinku_005
@pinku_005 2 жыл бұрын
😂😂😂 correct
@itsbikash8124
@itsbikash8124 2 жыл бұрын
100% Correct
@pinku_005
@pinku_005 2 жыл бұрын
@@truptiranisika6814 tote gandi marantuni na , bapa akhi re luha deiki se bedha kn santire rahiba. Sala ta bapa kahuchi 400 tanka darama paikii ta jhia ku patha padhau thila
@truptiranisika6814
@truptiranisika6814 2 жыл бұрын
@@pinku_005 ta katha se bujhi ba jete bele dukha padiba SE te bele se jhia jani ba tame kana pain gandi fandi dekhau chha bhai
@Biswajit_9937
@Biswajit_9937 2 жыл бұрын
Don’t hurt your parents for some fun or stupid relationship
@kajalpati9603
@kajalpati9603 2 жыл бұрын
How can you judge their relationship as fun or stupid?
@Biswajit_9937
@Biswajit_9937 2 жыл бұрын
@@kajalpati9603 I don’t judge any ones relationship here I’m just saying the truth .. and I’m not against him or her but just saying don’t take any wrong move without thinking about your parents
@Biswajit_9937
@Biswajit_9937 2 жыл бұрын
@master suraj but bapa, Maa hurt ta heinathante
@laxmitbr5294
@laxmitbr5294 2 жыл бұрын
Right ସେଥିପାଇଁ ଝିଅକୁ ମା ପେଟରୁ ହିଁ ହତ୍ୟା କରାଯାଏ. ଏଟା ହିଁ କାରଣ. ଆଜି ର ସମାଜରେ ଯୌତୁକ ଦେଇପାରିବୁନି ବୋଲି ଡରି ବ୍ରଣ ହତ୍ୟା କରାଯାଏନି ଝିଅ କୁ 20/22ବର୍ଷ ପାଳିଥିବ ଝିଅ ଯଦି ଆଉ କେଉଁ ପୁଅ ପାଇଁ ବାପା, ମା, ଭାଇ ଙ୍କୁ ଛାଡ଼ି ଯାଉଛି.. ଟିକେ ଭାବ
@pashupati55
@pashupati55 2 жыл бұрын
Narrow minded
@shonali3313
@shonali3313 2 жыл бұрын
To mind hin cheap aou jou pua jhia nku nea se kn vl se nuhe to pari Bastard maa peta ru marijiba vl ....jhia nathile ae duniya hin rahibani gote jhia hin sabu kichhi chadi asipare jhia hin janma deipare .....bapa maa nku b pila nka mana ku bujhiba drkr kou bapa maa jhia ku ghre jiban sara rakhantini aou ajikali sabuthu besi murder aou dowry pain murder arrange marriage re hin hauchi ..... divorce b 90% arrange marriage re hin hauchi jhia jaha saha jauchi se pua ra kn bapa maa nahanty na tankara izzat nahi ...jhia ku anichi kahi semane b ta kuhante tanti chipi maridele pua ra vl heithanta
@archie-xs5fd
@archie-xs5fd 2 жыл бұрын
🙂 Tate gote niswas re phasi deba Katha, laxmi TBR.. Randi maikina.
@laxmitbr5294
@laxmitbr5294 2 жыл бұрын
@@shonali3313 na na ପୁଅ ଙ୍କୁ କହୁଛି ସେମାନେ ଅନ୍ୟ ଝିଅ ଙ୍କୁ ଆଣୁଛନ୍ତି ଟିକେ ଭାବୁନ ଯଦି ଆମ ଭଉଣୀ ଏମିତି କରିବ ଆମକୁ କେମିତି ଲାଗିବ goan ରେ ଆମେ କେମିତି ମୁଣ୍ଡ ଟେକି ବାଟ ଛାଲିବା ଲୋକେ କଣ କହିବେ. ପୁଅ, ଝିଅ ଦୁହିଁ ଙ୍କୁ ଟିକେ ଭାବିବା କଥା ଯଦି love କରୁଛ ଘରେ କୁହ ଭଲରେ ଘରେ ଟିକେ ବୁଝ... ଆଉ ତୁ sonali lenka ଲାଗୁଛି ତୁ ଝିଅ ଟା ତୁ ମତେ ନ ଜାଣି bastard କହୁଛୁ ଟା ମାନେ ତମ ଘରେ bastard ପିଲା କେତୋଟା ଅଛନ୍ତି ସେଥିଲାଗି ତୋ ବୋପା ମା ଏମିତି ଶିଖେଇ ଛନ୍ତି Ra........N....ଭଲରେ କହିଥାନ୍ତୁ ତତେ ଭଲରେ ବୁଝେଇ ଥାନ୍ତି
@shonali3313
@shonali3313 2 жыл бұрын
@@laxmitbr5294 na mu ta apananku vabili Bastard heithibe boli bcz apana clearly mention karichanty jhia nku maa peta ru hatya karajae nd joutuka pain karajaeni ....but fact eita j dowry pain nd aou sabu rape accid attack pain hue apana bodhe uneducated sethipain national issues aou daily news dekhantini ....aou jaha b cmnt karuchanty tk vabiki dekhiki aou clearly karantu apananka msg dekhi jea kehi b apananku gali kariba
@AMohapatra
@AMohapatra 2 жыл бұрын
I can feel the pain of the father. But if the girl agrees with him, that would be cheating towards the boy. So congrats to the lady for her courage and loyalty.
@bishnukishordash2798
@bishnukishordash2798 2 жыл бұрын
I feel very bad for father he makes many dreams and sacrifices to make a doctor grow up kids please respect parents feelings
@divinelight1212
@divinelight1212 2 жыл бұрын
Ajijaen bi bahut parents uneducated achhanti love ku nei.... Kahanti parents hin bina swarthare vala paithanti au semane hin true love.. but parents nije janinahanti je tanka love hin sabutharu bada business... Sethipain semane adhika invest karanti....au ebe dekha e case re bi father eya kahuchhanti ki ete tankare padheili but jhia anya jatire baha hauchhi ... Is this true love!!!? Marriage ra mane thik loka au unstanding lokasaha jiban biteiba jie tamaku bujhiparuthiba...but ethi ta marriage ra mane jati,dharma, barna, education, specially money, good looks heijaichhi ... Totally business chalichhi ...
@Rkd6122
@Rkd6122 2 жыл бұрын
A father should not be so emotional, Should accept d decision taken by them as they are not minor now.
@earthdairy4278
@earthdairy4278 2 жыл бұрын
And daughter should present their father as criminal infront of society ...
@SR01995
@SR01995 2 жыл бұрын
@@earthdairy4278 kn criminal kla se ta bapa ku
@budhianahaka9376
@budhianahaka9376 2 жыл бұрын
ସତରେ ଆଜି କାଲି ଝିଅ ଜନ୍ମ କଲେ ବହୁତ ଡର ଲାଗୁଚି କିଛି ଝିଅ ଏତେ ତଳକୁ ଖସି ଯାଉଛନ୍ତି ନିଜ ଇଛାରେ ଜାହା କିଛି କରୁଚନ୍ତି ଟିକେ ଭି ଭାବୁନାହାନ୍ତି ତାଙ୍କର ଗୋଟେ ଭୁଲ୍ ବାପା ମା ଙ୍କ କାଳ ବହୁତ ଝିଅ ମବାଇଲ୍ ଧରିକି ଖରାପ୍ ହେଇଗଲେ ଲକ୍ଡାଉନ୍ ରେ ଝିଅ ଅନ୍ ଲାଇନ୍ ପାଠ ପଢିବ କହି ଧାର୍ କରଜ୍ କରି ମୋବାଇଲ୍ ଦେଲେ କିନ୍ତୁ ପିଲା ପାଠ ନ ପଢି ଇନ୍ ଷ୍ଟା ଫେସ୍ ବୁକ୍ ରେ ବର୍ ବାଦ୍ ହେଲେ
@samirmohanta107
@samirmohanta107 2 жыл бұрын
Bapa, maa nku jia kondei thae Sia ke be santi re rohi pareni... 🕉🕉🕉🕉🕉🕉🕉🕉🕉🕉
@SarojNaik-hr9cj
@SarojNaik-hr9cj 5 ай бұрын
Jete parjyanta judge mane sudhurinahanti sete parjyanta amiti ghatana ghatiba
@bikashnahak7766
@bikashnahak7766 2 жыл бұрын
Just feel girl's dad's emotions
@sunitakumaridas9987
@sunitakumaridas9987 2 жыл бұрын
Jhia amiti kala je bhul heigala. Jadi pua karithanta ta hele bina question aau safeire nija ghara ku neijai thante.pua bhula kale kichhi nai. jia kale. Jhia janma kali bhula kali na.
@sunilsahoo7434
@sunilsahoo7434 2 жыл бұрын
As a father you have done your duty. Accept them and bless them
@thebudgetless
@thebudgetless 2 жыл бұрын
ଯେଉଁ ବ୍ୟକ୍ତି ବାପ ମା ଙ୍କ ପାଖରୁ ପୋଲିସ କୁ ସୁରକ୍ଷା ମାଗିଲା ସେ ବ୍ୟକ୍ତି ମନେ ରଖିବା ଉଚିତ୍ ସିଏବି ଆଉ କିଛି ଦିନ ପରେ ବାପ ମା ହେବେ ମାରିବ ରେ ସମୟ ଅଛି ଠିକ ବାଟ ରେ ଚାଲ୍ ବାପ ମା ମାନଙ୍କୁ ମୋର ବିଶେଷ ଅନୁରୋଧ ଯିଏ ତମ ନାରେ ବଡ଼ ହୋଇଗଲେ ବୋଲି ପୋଲିସ ରେ complen କଲେ ସେ ପୁଅ ଝିଅ ମରିଗଲେ ବି ତାଙ୍କୁ ନ ଅନେଇବା ଦରକାର
@kkmalick4308
@kkmalick4308 2 жыл бұрын
She is an adult and the parents should respect it. I understand the pain of the father. She should be more open discussion with her parents before take any call. How can her father say that his choice going to be the best? It's matter of time and he should respect her decision.
@GudduBhaiTrader
@GudduBhaiTrader 2 жыл бұрын
Exactly right
@OjhaCreations
@OjhaCreations 2 жыл бұрын
Sir gote katha kuhantu apana jou b pila ku apana nka jhia pain nije choose karithante se pila kan single thiba tara kehi b gf agaru nathibe , ki abe nathibe...nija bapa nka khusi pain nija love ku chhadiki kou pua aau kou jhia ku mrg karuchi ta kehi jhia b ..taa para step re suicide aau murder cash torture a sabu drama ....mrg pare pua nija gf saha gapuchi ta kichhi jhia nija bf saha gapuchi ...a sabu ate drama kan pain ....aau gote katha jetiki b maa bapa nija pasand re chhua nku force kareiki mrg karouchanti na puni semane para step re kan pain social media re asiki kahuchanti mo jhia ku maridele torture kariki joutuka deithili ahuri magile sethi pain mo jhia mala ..bapa ta bachhhiki deithile se ta khusi re rahithante kichhi problem heba katha nuha na problem na hebaku pa maa bapa semti dekhiki diyanti tahale a sabu jinisa kan pain chalichi tk kuhantu ....apana bapa hisab re jadi nija jhia khusi re thare khusi heiki dekhithante na tahale a sabu social media re nija naa ki nija jhia naa emti tale pakeiki majak banei nayhante🙏
@jahidskabu7326
@jahidskabu7326 2 жыл бұрын
Love marriage ra jhia life barbad huchee
@biranchinarayanbehera3614
@biranchinarayanbehera3614 2 жыл бұрын
Bapa maa bujhiba darkar ki tume mane jhiaku janma deicha baha deithanta se ta choice re baha hauchi taku support dei daba katha pila mananka khusire bapa maa khusi haba haba katha
@srikant5862
@srikant5862 2 жыл бұрын
Why , parents ra adhikar nai ki , jhia pain gote bhal and settle Pila khojibara . Jadi jhia kali kichhi asubidha re pade tahele dai kia heba
@ranjankumarmohali2329
@ranjankumarmohali2329 2 жыл бұрын
bhai arrange marriage re bhi crime hauchi bapa maa khali pila ra status dekhanti naki pilara nature dekhanti. so jia jadi mature the let it be her choice. bapa maa bhi bhul karanti .
@satyajeetsingh2216
@satyajeetsingh2216 2 жыл бұрын
@@srikant5862 dekh bhai duniya ra gote wasool. Jadi bapa aau maa nka ichha re marriage kala aau agaku tuma married life re kichhi problem hele, ghare kahibe toh bhagya re thila seia. Aau jadi love marriage Kala aau tuma married life re kichhi problem hele, kahibe nije pasand Kari baha heichu nije bamfa ne.. eita hi reality bhai
@JogeswarMajhi-lt7hj
@JogeswarMajhi-lt7hj 4 ай бұрын
ଆଜିକାଲି କଉ ପୁଅ ଆଉ ବାପା ମା ଙ୍କ କଥା ରଖୁଛନ୍ତି କି,, ଯୁବା ସମୟ ରେ ନିଜର ଆଉ ଥରେ ବାହା ହେଲା ପରେ ଶାଶୁ ଶଶୁର ମାନେ ଜୁଆଁଇଙ୍କୁ ଅର୍ଥ ପ୍ରଲୋଭନ ରେ କିଣି ତାଙ୍କ ପରିବାର ଠାରୁ ଛଡେଇ ନେଉଛନ୍ତି
@swostipragyanmohapatra272
@swostipragyanmohapatra272 2 жыл бұрын
Jhia janma kari bhul karina hele uchit sanskara deki badheno khali puo bhabile heboni nije back re rahi tanku puo pari baneba darkar sir jhia kharap nuhanti hele tanku kharap hebaku society re chalauchanti sei hin kharap karuchi janma ru kehi v kharap hei janma huantini kharap surrounding hin semiti karidie hele janma karibara jhia bhul kae hebo ame bhavidele puo pari heboni amaku setiki tanka pache pache rahiba darkar j tasaha hauchi kn every moment taku friendly ta saha rahiba darkar jemiti se sabu share kariparibo
@niteshchandraaich5636
@niteshchandraaich5636 2 жыл бұрын
Right
@swostipragyanmohapatra272
@swostipragyanmohapatra272 2 жыл бұрын
@@niteshchandraaich5636 hmm
@supei600
@supei600 2 жыл бұрын
Cool It's Normal..ଶଳା ଏମିତି ସବୁ ପ୍ରେମ ବିବାହ ଓ ସବୁ ପରିବାର ସହମତି ବିବାହ ସୁଖ ରେ କଟିନଥାଏ ।କିଏ ଜାଣିଚି ବିବାହ ପରେ ଭଲରେ ରହିବେ ନରହିବେ।
@odiafoodgirl
@odiafoodgirl 2 жыл бұрын
Yah should never hurt parents.. But as a parents also creating prblm will solve nothing.. So, accepting them is a wise decision according to me.
@Pabitra_kumar_Jena
@Pabitra_kumar_Jena 2 жыл бұрын
*😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡ପଥମେ କଥା ହେଲା ନିଜ କଥାରୁ ଜଣା ପଡୁଛି ଲୋକଟି କେମିତି ହୋଇଥିବ 2nd media ଆଗରେ ମୁହଁ ଦେଖାଇବା ଆଗରୁ ଝିଅକୁ ସଂସ୍କାର ଶିଖନ୍ତୁ ନିଜେ ବି ବୁଝିବା ଦରକାର ଆଜି କାଲି ଦେଖୁଛି ବାପ ଆଗରେ ଝିଅ ଖଲା ମେଲା ହେଇ ଯାଉଛି ଗୋଟେ ଗୋରିବ ଘୋର ଝିଅ ଦେଖିଲ ଆହୁ ଗୋଟେ ଏହିଭଳିଆ ଲୋକର ଝିଅ ଦେଖିଲ ଫୋରକ କଣ ଜାଣି ପାରିବ*
@ashbiniram1198
@ashbiniram1198 2 жыл бұрын
After 12yeas every parents should convert themselves as a friend of their children, then only you can know your kids well other wise this type of situations will be developed. Jadi Sabudina Bapa Hoi rahiba, ahahi haba, Aji ragucha Kali thik Heijiba.
@SM.7creativeworld
@SM.7creativeworld 2 жыл бұрын
Ek dam thik katha... maa bapa jadi chua nkara sanga heithante then chua sabu share karibara sahas pai parante.... aji kali maa bapa nkara kichi na kichi vul rahuchi... setgi pn chua agaku jai emti kama karuchanti
@apmahar1967
@apmahar1967 2 жыл бұрын
You are right father . Se jhia ku atisighra tejya karantu. God
@mylessonmyplanmlmp1199
@mylessonmyplanmlmp1199 2 жыл бұрын
You are her Parents and that's the most BAD LUCK for her. As a Father you gave all the things that she really wants but You Can't forced her to choose her life Partner! You just looking for your prestige in society but don't your daughter happiness? Your Own Statement Shows your Mentality.
@kajalpati9603
@kajalpati9603 2 жыл бұрын
Absolutely correct
@kavitamohapatra7121
@kavitamohapatra7121 2 жыл бұрын
Do everything in life according to your father's choice. But marriage and career.....do that according to your choice.
@hemantaswain1421
@hemantaswain1421 2 жыл бұрын
Cool down brother. Don't upset mind regarding your daughter's decision. If her lover proved a fraud boy in near future you can find a way to get back again your daughter's respect for you. Be strong to face this problem and pray God for better future of your family and daughter's family .
@earthdairy4278
@earthdairy4278 2 жыл бұрын
So u say let u r daughter make mistskes and stay cool .... if its her choice let her go ....dont .... make any relationship with her further ..... say good buy and god bless u
@soudaminimeher382
@soudaminimeher382 2 жыл бұрын
Nhi yaar jo bhi hum toh parents hain Hum chah kr bhi unko chhod nhi sakte Chahe wo humse naftrat kre Lekin hum yuhi unhe thookra nhi sakte Aur agr koi baccha ya bacchi kisi aur se pyaar krta hai /krti hai To use jabardasti krne se bhi kuch fayda nhi hai
@minaxihembram6049
@minaxihembram6049 2 жыл бұрын
Bachho ke khatir app sharminda na huwa karein 🙏🙏🙏 app wohi baap hein jo bacho ke haar ekk khwahish ko pura kiya hein 👍👍👍
@sunilratha1532
@sunilratha1532 2 жыл бұрын
It is the true example of woman empowerment.
@souravkumartripathy2202
@souravkumartripathy2202 2 жыл бұрын
Chup
@sunilratha1532
@sunilratha1532 2 жыл бұрын
@@souravkumartripathy2202 the constitution also give me the right of expression.
@chinmayacool
@chinmayacool 2 жыл бұрын
Bhai sabu thik achhi woman empowerment constitution sabu thik But nija parents ra against re jiba ta vul decision ...... Tankara b tanka daughter prati bahut hope believe bahut thila se nij b kaahuchhanti.....
@SR01995
@SR01995 2 жыл бұрын
Exactly vai . Se financially independent , ebe nija life partner b choose kala ta hisab re. Loka nakara bahut prblm eithire
@trptoneaboveall7627
@trptoneaboveall7627 2 жыл бұрын
@@sunilratha1532 Sarcasm କି ରେ????
@nabakishore4297
@nabakishore4297 2 жыл бұрын
ଆଜ୍ଞା ଆପଣ ପ୍ରଥମେ ନିଜ ଝିଅର ଦୋଷ ଦେଖନ୍ତୁ , ଝିଅ ବାପା ମା ଏତେ ବାଟ ଯାଏ ଆଣି ଥିଲେ ସେ ଆପଣମାନଙ୍କ ଇଜତ ରଖିଲାନି । ଷଡଯନ୍ତ୍ର କଥା କୁହନ୍ତୁନି । ଏଗୁଡ଼ାକୁ ମିଡିଆ ଆଗରେ କହିକି ଲଜିତ ହୁଅନ୍ତୁ ନାହିଁ ।
@sabitadash8140
@sabitadash8140 2 жыл бұрын
ଭାଇ , ଖୁସିରେ ରହନ୍ତୁ ଆଶୀର୍ବାଦ ଦିଅନ୍ତୁ
@ramakrushnamantri5025
@ramakrushnamantri5025 2 жыл бұрын
You are great father You should let them
@antaryamipradhan2
@antaryamipradhan2 2 жыл бұрын
Don't Hurt Your Parents. They Are Our God.
@bikrampatra7501
@bikrampatra7501 2 жыл бұрын
👍
@01Bharatiya
@01Bharatiya 2 жыл бұрын
ଯିଏ ଘରର ନୁହେଁ ସିଏ କାହାର ନୁହେଁ
@gyandaspattanaik5160
@gyandaspattanaik5160 2 жыл бұрын
Being a ex -armyman , how can you be a so negative thought oriented person. As a father you are supposed to do the upbringing of childrens .Let them decide there future now. Please allow them to marry happily. Please be broadminded person. They both are welleducated .Please give your blessings.
@pinku_005
@pinku_005 2 жыл бұрын
Jama English chodani ethi, sala bhadua dala , sala bapa maa khoi pei badheibe patha padheibe, tankar bi kichhi asa achhi pila manak thu, sesa re tanku goda re adei daba. Broad minded mo Banda minded. To bhauni emiti kale broad minded habu Ta. Poda uthiba ganiru
@1babulu
@1babulu 2 жыл бұрын
Ok sir, According to you this is good decision, I think the girl had a great mistake....
@artameher1611
@artameher1611 2 жыл бұрын
Everybody is right on their own way but the time will decide which decision is correct.
@rrmohapatra777
@rrmohapatra777 2 жыл бұрын
Leave it, as a father why you are defending. Dont give any thing. Sell all your land and go for a world tour. Your fight is over 🙏🏼🙏🏼🙏🏼🙏🏼🙏🏼🙏🏼🙏🏼
@swarnalatapradhan3152
@swarnalatapradhan3152 Жыл бұрын
Bapa maa sabutu bada
@generaliquest4397
@generaliquest4397 2 жыл бұрын
She has every rights to take her decission.choosing a lifepartner is not ur choice.the father is so egoist nature.
@earthdairy4278
@earthdairy4278 2 жыл бұрын
Ok ..... father is egoistic so he make every possible ... way to make her able to be a doctor ....
@manasranjankar9843
@manasranjankar9843 2 жыл бұрын
bilkul thik ...bapa ethi nija status ku dekhuchi...jhia khusi ku dekhibar nahi...1st status maintain drkr
@artistdipika7312
@artistdipika7312 2 жыл бұрын
Maa,bapa ku dukha dei kehi khushi re rahi paranti ni,I love my mummy papa,,unki khushi hi meri duniya hai,❤❤❤
@sidharthadas124
@sidharthadas124 2 жыл бұрын
ଝିଅମାନେ ପୁରୁଷ ପରି କାମ କଲେ, ଝିଅମାନେ ପୁରୁଷ ଭଳି ବଳୁଆ ହେଲେ ଓ ଝିଅମାନେ ପୁରୁଷ ଭଳି ସବୁକିଛି କରିପାରିଲେ, କିନ୍ତୁ ଆମ ପୁଅମାନଙ୍କୁ ପ୍ରଭାବ ପକାଉଛି। କାରଣ ଝିଅ ପୁରୁଷ ପରି କାମ କଲେ, କିନ୍ତୁ କିଛି ପୁଅମାନେ ପୁରୁଷ ପରି କାମ କରିପାରୁ ନାହିଁ। ଝିଅମାନେ ପୁରୁଷ ଭଳିଆ ହୋଇଥିବାରୁ, କିନ୍ତୁ ପୁଅମାନେ କାପୁରୁଷ ହୋଇଯାଉଛି।
@sibendranaik165
@sibendranaik165 2 жыл бұрын
You are absolutely right uncle
@gobindachandrasoren9957
@gobindachandrasoren9957 2 жыл бұрын
Educated persons say both boys and girls are equal.Bapare after 18 years old we have no right on our daughters.Jhia janama kette BHUL kebala se Bapa bujhi chhonti.
@dillipkumarpattanayak9239
@dillipkumarpattanayak9239 2 жыл бұрын
Pua janma kete bhul anatha ashram re rahuthiba Bapa maa bujhi chhanti
@supravat2200
@supravat2200 2 жыл бұрын
ଜଗନ୍ନାଥ ଆପଣଙ୍କୁ ଏ ସମୟରେ ସାହା ହୁଅନ୍ତୁ , ଜୟ ଜଗନ୍ନାଥ
@kiran89242
@kiran89242 2 жыл бұрын
We don't know what the actual situation is but yes I' m just saying here NOT ONLY EDUCATE YOUR CHILD SPENDING IN EXPENSIVE ........BUT ALSO BUILD UP SOME SANSHKARS IN THEM SPENDING EXPENSIVE LOVE AND AFFECTIONS.
@balaramnayak9349
@balaramnayak9349 2 жыл бұрын
It should be reciprocal no parents want this type of kids, the kids are to be blamed, for their weird attitude
@sanjaysahoo5544
@sanjaysahoo5544 2 жыл бұрын
ଶ୍ରଦ୍ଧା କରିବା ଠିକ୍ କିନ୍ତୁ ଯୋଉ ବାପ ମା ନିଜ ପିଲା ଙ୍କୁ ସଂସ୍କାର କଣ ଶିକ୍ଷା ଦେବାରେ ହେଳା କରୁଥାନ୍ତି ଏମିତି ଅବସ୍ଥା ତ୍ ହେବା ଟା ସୁନିଶ୍ଚିତ Jay jaganath swami 🙏 Joyguru 🙏🌼🙏
@balaramnayak9349
@balaramnayak9349 2 жыл бұрын
You are absolutely wrong, this version was right 30 years back, kids adopt etiquettes & culture
@sanjaysahoo5544
@sanjaysahoo5544 2 жыл бұрын
@@balaramnayak9349 ଯାହା ଠିକ୍ ଭାବୁଛନ୍ତି ତାହା କରନ୍ତୁ ପ୍ରଭୁ ମଙ୍ଗଳ କରନ୍ତୁ
@gobindsirstudycenter1238
@gobindsirstudycenter1238 2 жыл бұрын
ଏମିତି ଝିଅ ମାନଙ୍କ ପାଇଁ , ଦେଖିବ ଦିନ ଆସିବ କୌଣସି ବାପ ଚାହିଁବ ନାହିଁ ଝିଅ ହଉ ଘରେ ବୋଲି
@banditasatapathy851
@banditasatapathy851 2 жыл бұрын
ଆଜିର ଦୁନିଆ ରେ କେହି ବି କାହାର dicision ku accept କରୁନାହାନ୍ତି ବାପା ଙ୍କ proposal ଝିଅ କୁ choice haunii ki jhia ra proposal ବାପା ଙ୍କୁ choice hauni then emiti ta incident heba ହିଁ ହେବ...... କେହି ବି ଜଣେ ନିଜ ଖୁସି କୁ sacrifice kara ଦେଖିବ ଦୁନିଆ ର ସବୁ ଖୁସି ନିଜ ପାଖକୁ ଆସିଯିବ ....try to understand...
@abhiseknayak
@abhiseknayak 2 жыл бұрын
Odisha will remain a backward state with this mentality. Let children choose their life partner. This man is crying because his ego is hurt and making a public drama
@kishore6469
@kishore6469 2 жыл бұрын
But at the same time remember that parents are more mature. So listen them carefully before choosing.
@abhiseknayak
@abhiseknayak 2 жыл бұрын
Shes quite educated, am sure she would have told her parents way before . Parents are in mood to hear, that's why she took an extra step. Parents are clearly telling to marry some relative, how will that help the girl?
@gagalgagal2337
@gagalgagal2337 2 жыл бұрын
ବାପା ମା ଙ୍କ କଥା ଆଜି କାଲି ପିଲା ଆଉ ଭାବୁ ନାହାନ୍ତି ଏମିତି କଲେ ସେମାନଙ୍କୁ କେତେ କଷ୍ଟ ହେଉ ଥିବା ତାଙ୍କ ପିଲା ଏମିତି କଲେ ସିଏ ଭୂଜିବେ ? ଖାଲି ତ କନ କନ ଆଉ 😜
@kathaokabitabysunanda2136
@kathaokabitabysunanda2136 2 жыл бұрын
Definitely a concerned parent will be worried for the child but saying that being a father of a girl is a bad luck and he raised daughters as son is not helpful. If you would be a father of a son then would you be proud and say the same for a son in the same situation??? As a parent you raise your child not a son or daughter and making them capable is your responsibility. I understand your pain but don't spread the bad stereotypical message that you did a lot for a daughter as if you would have never done if it was a son.
@manisapadhiali5671
@manisapadhiali5671 2 жыл бұрын
L
@banisworld339
@banisworld339 2 жыл бұрын
Definitely he would have say the same thing if that was their son.
@banisworld339
@banisworld339 2 жыл бұрын
All the time some of you the people waiting for jump when someone comparing a female with a male... Stop this nonsense.
@SR01995
@SR01995 2 жыл бұрын
A sabu natak. Se jhia financially independent achhi Let her choose her life partner. Se pila bekar thile b kichhi asunidha nahi . Jhia ta earn karuchi na. Jemiti majority pua mane earn karanti aau jhia mane housewife thanti. Stereotype break karibaku hele emiti kichhi kichhi hue And i support this for a greater cause
@ajitkumarjena3112
@ajitkumarjena3112 2 жыл бұрын
You are right father
@daredevil4386
@daredevil4386 2 жыл бұрын
E maghia News balanku ebhali News milile bahut Khushi hauchanti kahinki na Anubhav barsa case pare eita latest porsnal matter ku bi godei godei news banaucha laja laguni reporter na mo bala heichia
@chinmayakhuntia1562
@chinmayakhuntia1562 2 жыл бұрын
Thik katha, parents nku respect deba katha , without them we are nothing,they are our god
@Rashmiranjanswain1
@Rashmiranjanswain1 2 жыл бұрын
ଏଇଟା ଗୋଟେ ସମାଚାର, କିମ୍ବା ଲେମ୍ବୁ ଆଚାର🤔🥺
@pradhanansu
@pradhanansu 2 жыл бұрын
Now a days,after getting matured most of the youngers think that blind love of their is more precious than parents love, which is very sad. In other way, if our children choose their life partner as per their choice, we should respect them also if they are in right way. As a parent we should always close to our baby girl also. Specially, as a father, we should aware our children what to do and what not to do. A father should share minimum 1 hour with his children everyday by gossiping, sharing the whole day experience etc., so that childrens feel free with father also as like mother. Father's duty is not only to just income for family, but also to be a friend with their children.
@SR01995
@SR01995 2 жыл бұрын
Seta khali kahibaku . Ebe se jhia nije financially independent achhi And she loves her classmate jahakau se bahut barsa hela janichi Ethire bapa maa agree karibeni jadi bapa maa nka vul ethi. Se jhia ra kichhi vul nahi.
@pradhanansu
@pradhanansu 2 жыл бұрын
@@SR01995 thik କହିଲେ ଯେ, ଯଦି ସେ ତାର classmate କୁ ବହୁତ ବର୍ଷ ହେଲା ଜାଣି ଭଲ ପାଉଥିଲା, ତାହେଲେ ଏସବୁ ବାପା ମା ଙ୍କୁ ଲୁଚାଇବାରେ କଣ ଦରକାର ଥିଲା??? ଏ ସବୁ ତ ସେ ନିଜର ବାପା ମା ଙ୍କୁ share କରି ପାରିଥାନ୍ତା ନା.... ଆଜି ସେ ନିଜେ financially independent, only bcoz of her parents, not bcoz that lover. ଓଲଟି ଲୁଚି କରି ଭଲ ପାଇ ସେ ତାର life ର କିଛି step ତଳକୁ ଖସି ଯାଇଛି..... Love କର no problem. But, ସବୁ କିଛି parents ଙ୍କୁ share କର.... Parents ବି ପିଲାମାନଙ୍କ ପାଇଁ ଖାଲି ପଇସା ଖର୍ଚ କରିଲେ ହେବନି, ପିଲା ମାନଙ୍କୁ ବି ସମୟ ଦେବାକୁ ପଡିବ, ପିଲାମାନଙ୍କ ସହିତ as a friend ରହିବାକୁ ପଡିବ, ସେମାନଙ୍କୁ thik ଭୁଲ ବତାଇବାକୁ ପଡିବ, ନେଡି ଗୁଡ ବୋହି ଗଲେ, ଆଉ କିଛି ଲାଭ ନାହିଁ
Sigma girl VS Sigma Error girl 2  #shorts #sigma
0:27
Jin and Hattie
Рет қаралды 124 МЛН
🎈🎈🎈😲 #tiktok #shorts
0:28
Byungari 병아리언니
Рет қаралды 4,5 МЛН
Sigma girl VS Sigma Error girl 2  #shorts #sigma
0:27
Jin and Hattie
Рет қаралды 124 МЛН