ମୋହନଙ୍କୁ ବଦନାମ ପାଇଁ ପୋଲିସ୍ ମେଳି ପଛରେ କିଏ ? | Odisha Reporter

  Рет қаралды 22,360

Odisha Reporter

Odisha Reporter

Күн бұрын

ଭରତପୁର ଥାନାରେ ଘଟିଥିବା ଘଟଣାକୁ କମିଶନରେଟ୍ ପୋଲିସ୍ ଯେଉଁଭଳି ଭାବେ ହ୍ୟାଣ୍ଡେଲ କଲା ତାହା ସମଗ୍ର ରାଜ୍ୟ ପାଇଁ ନିନ୍ଦା ଆଣିଲା। ଓଡ଼ିଶା ପୋଲିସର ଛବି ମଳିନ ହେଲା। ଯଦି ସେହିଦିନ ଥାନାରେ ହିଁ ଏହି ଘଟଣାକୁ ପୋଲିସ ଠିକ ଭାବେ ମ୍ୟାନେଜ କରିଥାନ୍ତା ତେବେ ଏଭଳି ଘଟଣା ହୁଏତ ଘଟିନଥାନ୍ତା। ପୋଲିସ ଯଦି ଏଫଆଇଆର ଗ୍ରହଣ କରି ମାମଲାର ସମାଧାନ ଆଡକୁ ବଢ଼ିଥାନ୍ତା ହୁଏତ ଚିତ୍ର ଆଉ କିଛି ହୋଇଥାନ୍ତା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #policeman #commissionratepolice #odisha #bharatpur #army #OdishaReporter

Пікірлер: 302
@birakishoresahoo5421
@birakishoresahoo5421 2 сағат бұрын
ପୀଡ଼ିତା କୁ ଆରେଷ୍ଟ କରାଗଲା କିନ୍ତୁ ପୀଡ଼ିତା ତ ପୋଲିସ ଙ୍କ ନାମରେ fir ଦେଇଛି ,ପୋଲିସଙ୍କୁ କୋଉ ଦିନ ଆରେଷ୍ଟ୍ କରାଯିବ ।
@deepakswain391
@deepakswain391 2 сағат бұрын
ପୋଲିସ ମେଳି ପୋଲିସ କି ଚେହେରା ପୋଲିସ ଙ୍କ ର ପେଟ ଦେଖି ହସ ଲାଗୁଚି ସବୁ ଯାକ ଉପରି ଖାଇକି
@hrushikesh8842
@hrushikesh8842 2 сағат бұрын
ମେଳି କରିଥିବା ପୋଲିସ ଙ୍କୁ ସବୁଦିନ ପାଇଁ ପ୍ରମୋସନ ନଦିଆଯାଉ ଓ ଉପାନ୍ତ ଜିଲ୍ଲା କୁ ପଠାଯାଉ
@Tapas-ip9on
@Tapas-ip9on 2 сағат бұрын
ସବୁକିଛି ପୋଲିସ ପ୍ରଶାସନ ଦାଇ
@biplabnotes
@biplabnotes 2 сағат бұрын
ଏମାନଙ୍କୁ ବାହାର କରିବା ଦରକାର
@Subhendu_Vlogs
@Subhendu_Vlogs 2 сағат бұрын
ସମସ୍ତ ଙ୍କୁ ବହିସ୍କାର କରିଦିଅ ନୂଆ ଆପଏଣ୍ଣ୍ ମେଣ୍ଟ ବାହାର କର..।
@RamchandraHansdahofficial123
@RamchandraHansdahofficial123 2 сағат бұрын
ଏଇଟା ତ ଆରମ୍ଭ ସତ କହୁଚି ଏଇ ପୋଲିସ ଅଧିକାରୀ ମାନଙ୍କ କାମ ପାଇଁ ଆଜି ମୋହନ ସରକାର ଅପମାନିତ ଆଉ ଏଇ ମାନଙ୍କ ପାଇଁ ମୋହନ ସରକାର ମଧ୍ୟ ରହିବନି
@funnyy9120
@funnyy9120 Сағат бұрын
ଠିକ କଥା
@BenudharMajhi-oj2dd
@BenudharMajhi-oj2dd 2 сағат бұрын
ଏହି ସବୁ ପୋଲିସ କୁ ଚାକିରି ରୁ ବହିସ୍କାର କରାଯାଉ ଏବଂ ଦୀନକୃଷ୍ଣ କୁ ଆରେଷଟ କରାଯାଉ
@babanathasahu1029
@babanathasahu1029 Сағат бұрын
ମୁଖ୍ୟମନ୍ତ୍ରୀ strong action ନିଅନ୍ତୁ ।
@AntaryamiSamal-nc6uo
@AntaryamiSamal-nc6uo Сағат бұрын
ଜାତି ଭାଇ ତ ପ୍ରମ ତ ଉଚ୍ଛୁଳି ପଡୁଚି ଜେତେ ଜଣ ଆସିଥିଲେ ସବୁ ଗୋଟେ ଗୋଟେ ସେଇ ପୋଲିସ ଭଳି ଏ ସମସ୍ତଙ୍କୁ ଚାକିରିରୁ ନିଲମ୍ବିତ କରାଜାଉ
@bideshiradhyradhyguruji6460
@bideshiradhyradhyguruji6460 2 сағат бұрын
ଲଗେଇ ଦେଲା ନିଆଁ ଆନ୍ଦୋଳନ କାମ ନ କରିବାରୁ ଆର୍ମି କୁ
@nirakarsahoo7004
@nirakarsahoo7004 Сағат бұрын
ଓଡ଼ିଶା ପୋଲିସ ଗତ ଚବିଶ ବର୍ଷ ମଧ୍ୟରେ ଧରା କୁ ସରା ମଣି ଆସିଛନ୍ତି, ବିଗତ ସରକାର ସମୟରେ ବହୁ ନିରୀହ ଜନସାଧାରଣ ପୋଲିସ ପାଖରୁ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି, ସରକାର ବଦଳିବା ପରେ ସେମାନେ ଭାବୁଛନ୍ତି ଯେପରି ଏ ମୋହନ ସରକାର ମଧ୍ୟ ତାଙ୍କରି ଇସାରା/ ନିର୍ଦ୍ଦେଶ ରେ କାମ କରନ୍ତୁ , ଯେଭଳି ବିଗତ ସରକାର ସମୟରେ ତୃତୀୟ ମହଲା ରୁ ପ୍ରତ୍ୟେକ ଥାନା ମାନଙ୍କୁ ପରିଚାଳନା କରାଯାଉଥିଲା ଓ ସ୍ଥାନୀୟ ଦଳୀୟ କର୍ମୀଙ୍କ ଦ୍ବାରା ଥାନାରେ ନ୍ୟାୟ ପ୍ରଦାନ କରାଯାଉଥିଲା ଓ ପୋଲିସ ବାବୁ ମାନେ ବିଗତ ସରକାର ସମୟରେ ଅଭୟ ବର ପାଉଥିଲେ ଏବଂ ପ୍ରତି ବଦଳରେ ନିର୍ବାଚନ ସମୟରେ ସରକାରୀ ଦଳକୁ ବୁଥ୍ ଦଖଲ କରିବା ଓ ପୋଲିସ ଗାଡିରେ ସରକାରୀ ଦଳର ଟଙ୍କା ବାଣ୍ଟିବା ରେ ସାହାଯ୍ୟ କରି ଆସୁଥିଲେ। ନବୀନ ବାବୁ ଓ ବିଜେଡି ଦଳର ପାପର ଘଡା ପୁରିଗଲା ଓ ସରକାର ରୁ ବିଦା ହୋଇଗଲେ । ଓଡ଼ିଆ ରେ ଗୋଟିଏ ଢଗ ଅଛି " ସବୁ ଦିନେ ନଥିବ ଚାନ୍ଦିନୀ ରାତି" , ଯାହାକି ନବୀନ ବାବୁଙ୍କ ଦଳ ଭୋଗୁଛି ଓ ଏକ ତିନି ମାସର ସ୍ୱଚ୍ଛ ତଥା ଖୋଲା ବହି ର ସରକାର କୁ ବଦନାମ କରିବା ପାଇଁ ପୁରୁଣା ଫର୍ମୂଲା ଆପଣାଉଛନ୍ତି ଓ ନିନ୍ଦିତ ପୋଲିସ ବିଭାଗରେ ମେଳି ସୃଷ୍ଟି କରାଉଛନ୍ତି, କିନ୍ତୁ ଏହା ଏକ ବୃଥା ପ୍ରୟାସ !!!
@AkrurNaik
@AkrurNaik 2 сағат бұрын
ଏମାନଙ୍କୁ ନିଳମ୍ବିତ କର ନହେଲେ ମହନ ସରକାର ଇସ୍ତପାଦିଅ
@umeshkumar-dy8lr
@umeshkumar-dy8lr Сағат бұрын
CP ,DCP କେମିତି ଜନିପରିଲେନି ସେମାନେ ଭୁବନେଶ୍ୱର ରେ ଅଛନ୍ତି ତ .?ଯଦି ପ୍ରଦର୍ଶନ କରିବାର ଅଛି uniform re ନୁହେଁ।ଏହା ଦେଖି ଡର ଲାଗୁଚି ପୋଲିସ କୁ ଏହା ପୋଲିସ ଆତଙ୍କ କି?
@santoshkumarmishra2620
@santoshkumarmishra2620 Сағат бұрын
ପରିବାର ଏକାଠି ହେଲେ କିଛି ବି କରିପାରିବେନି. ହଁ ପ୍ରଛଦ ପଟ ନାୟକ କୁ ତୁରନ୍ତ ଚିହ୍ନଟ କରାଯାଉ
@hrushikesh8842
@hrushikesh8842 2 сағат бұрын
ପରଦା ଷଛର ନାୟକ ପାଣ୍ଡୁପୁତ୍ର ଓ କେତକ ଅସାଧୁ ପୋଲିସ ଅଧିକାରୀ
@HarapriyaAbility
@HarapriyaAbility 16 минут бұрын
Aehi samasta ghatanar main actor only B JD, semaane chahunchhati BJP govt. Ku badnaam kari taaki hairaan kari, maarideba then bi-election kariba, lokanku bhuan bilai dalaku aasiba
@saratkumarpanda7007
@saratkumarpanda7007 2 сағат бұрын
ପୋଲିସ ବାବୁ ମାନଙ୍କୁ ହ୍ୟାଙ୍ଗ ଓଭର ଛାଡିନି।ନ୍ୟାୟୋଚିତ କାର୍ଯ୍ୟ ନ କଲେ ପରିଣାମ ଭୟଙ୍କର ବୁଝି ଯିବା ଉଚିତ୍।
@itsbikram24
@itsbikram24 2 сағат бұрын
ସରକାର କମଜୋର ଦେଖା ଗଲେ ଏମିତି ହୁଏ । ସରକାର ଶକ୍ତ କେବେ ହେବ ? ଏମିତି ଚୁପ୍ ରହିଲେ ସରକାର ବଦନାମ ହେବେ ।
@HarapriyaAbility
@HarapriyaAbility 14 минут бұрын
Right brother, thik time re Aparajita sarangi chup
@manoranjanmullick3487
@manoranjanmullick3487 Сағат бұрын
ସବୁ ଓଡିଶା ପୋଲିସ ଙ୍କୁ ଓଡିଶା ବାହାରେ ପୋଷ୍ଟିଙ୍ଗ ଦିଆଯାଉ, ସେନା ଯବାନ କଣ ପାଇଁ ବଡ଼ର ରେ ଡିଉଟି କରୁଛନ୍ତି, ଓଡିଶା ପୋଲିସ ବଡ଼ର ରେ ଡିଉଟି କରନ୍ତୁ, କଂଗ୍ରେସ ଆସିଲେ ସବୁ ଓଡିଶା ପୋଲିସ ହେବେ ସାବାଡ଼
@bijayhansdah9701
@bijayhansdah9701 Сағат бұрын
ଏହା ବିଜେଡିର ଉଦ୍ୟମ
@subodhabarik8278
@subodhabarik8278 Сағат бұрын
ଚାକିରୀ କରିବ ପୁଲିସ ମାଛ ଖାଇବ ଇଲିସି ସବୁ ପୁଲସ ହରେ ଭିଜିଲାନ୍ସ ରେଡ କରାଯାଉ
@PuspalataDas-s9q
@PuspalataDas-s9q 2 сағат бұрын
Right 👍👍
@rajanisahu4577
@rajanisahu4577 Сағат бұрын
ଯେଉଁ ପୋଲିସ ମାନେ ମେଳି କରିଥିଲେ ସମସ୍ତଙ୍କ ଉପରେ କଡ଼ା ନଜର ରଖି ତାଙ୍କ କାର୍ଯ୍ୟଦକ୍ଷତା ପରୀକ୍ଷଣ କରିବା ଉଚିତ।
@ManoranjnaPatra-dj1pf
@ManoranjnaPatra-dj1pf 2 сағат бұрын
ପ୍ରତୀକ ସିଂ ଆଉ ସଂଜୀବ ମିଶ୍ର ମୋହନ ର ମନ୍ତ୍ରୀ ପଦ ଖାଇବେ ଖୁବ ଅଳ୍ପ ଦିନରେ ! ମୋହନ ନିଆଁକୁ ଅଣ୍ଟିରେ ପୁରାଇ ବୁଲୁଛି !
@RupNarayanMajhi
@RupNarayanMajhi Сағат бұрын
ମୋହନ ଯେତେ ଡେରି କରିବ, ସେତେ ତାର political image କୁ ଅଡ଼ୁଆ ହେବ ।
@kailashpatra6450
@kailashpatra6450 2 сағат бұрын
Cp, Dcp are correpted, so tranfer another state
@umeshkumar-dy8lr
@umeshkumar-dy8lr Сағат бұрын
ପୋଲିସ କାହିକି ମେଲି ହେଲେ ପୁଣି ଡ୍ରେସ code re Rahi ki କାହିଁକି?
@HarapriyaAbility
@HarapriyaAbility 19 минут бұрын
Bjd usukaichhi
@salikrammajhi753
@salikrammajhi753 2 сағат бұрын
ଓଡ଼ିଶା ପୋଲିସ କୁ ଜମ୍ମୁ କାଶ୍ମୀର କୁ ପଠା ଯାଉ ତାପରେ ଜାଣିବେ କେମିତି duity ହୁଏ
@soubhagyaranjansethy5730
@soubhagyaranjansethy5730 2 сағат бұрын
Katha pade kahila mana ku paila
@RupNarayanMajhi
@RupNarayanMajhi 2 сағат бұрын
ମାଲକାନଗିରି ଯଥେଷ୍ଟ, ଭୁବନେଶ୍ୱର ରେ ରହି ବହୁତ duty କଲେ, ଏବେ ମାଲକାନଗିରି ପଠାଯାଉ ।
@bibhutinaik1462
@bibhutinaik1462 Сағат бұрын
Excellent suggestion
@harekrushnapujari.7337
@harekrushnapujari.7337 Сағат бұрын
Yes
@bhagabatmarndi6424
@bhagabatmarndi6424 Сағат бұрын
Right
@_chintu_671
@_chintu_671 Сағат бұрын
ଏ ପୋଲିସ ମାନଙ୍କୁ ଚାକିରୀ ରୁ ବାହାର କରାଯାଉ
@Dashbinodkumar47
@Dashbinodkumar47 2 сағат бұрын
Jou police mane samil achanti seimane nku termination kara au new post bahar karantu sir
@SanjaySwain-h4e
@SanjaySwain-h4e 2 сағат бұрын
Right
@maheswarkumar4907
@maheswarkumar4907 2 сағат бұрын
Right sair ❤❤
@purnachandradehury7559
@purnachandradehury7559 Сағат бұрын
ପୋଲିସ ସାଇଜ ହେଲେ ଅପରାଧୀ ସାଇଜ ହେବେ । ପୋଲିସ ନିଜେ ଅପରାଧୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟ ସରକାର । ନହେଲେ ପୋଲିସଙ୍କ ଦୋୖରାତ୍ମ୍ୟ ବଢିଯିବ । ପଶ୍ଚିମବଙ୍ଗ ଠାରୁ ବଢିଗଲେଣି ଏମାନେ ।
@BibhuranjanMishra-z1z
@BibhuranjanMishra-z1z 2 сағат бұрын
ନିରାଟ ସତ୍ୟ
@LipunDas-xd6hc
@LipunDas-xd6hc Сағат бұрын
ଆମ ପୋଲିସ ସୈନ୍ୟବାହିନୀରେ କିଛି ଦିନ କାମ କରନ୍ତୁ ଓ ସେନାବାହିନୀର ଲୋକ ଓଡ଼ିଶାର ଆଇନ ଶୃଙ୍ଖଳା ରେ ସହଯୋଗ କରନ୍ତୁ। ଆଉ କିଛି ପାତର ଅନ୍ତର ରହିବ ନାହିଁ। ଅନେକ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଅଧା ଦରମାରେ କାମ ମିଳିଯିବ।
@rkbiswal621
@rkbiswal621 Сағат бұрын
ଏ ମାଗିଆ ଙ୍କୁ କିଏ permission ଦେଲା!
@bhagabanswain6148
@bhagabanswain6148 19 минут бұрын
ମୋହନ ସାଧା ସିଧା ଭାବୁଛନ୍ତି ପୁରୁଣା ବିଜେଡି ପୋଲିସ୍ ଏବେ ପୂରା ସିଧା ହେଇଯିବେ ।
@ଜୟଜଗନ୍ନାଥ-ଠ8ଡ
@ଜୟଜଗନ୍ନାଥ-ଠ8ଡ Сағат бұрын
ଏବେ ବି ନଜେଡି ଚାମଚା ଅଛନ୍ତି ବହୁତ.
@tikutiku291
@tikutiku291 2 сағат бұрын
Right, sir
@susantasahoo9544
@susantasahoo9544 51 минут бұрын
ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ମୋହନ ଚରଣ ମାଝୀ ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଅରାଜକତା ସୃଷ୍ଟି ହେବ, ସର୍ବପ୍ରଥମେ 5 T ରେ ହୋଇଥିବା ଦୁର୍ନୀତିକୁ CBI ଦ୍ଵାରା ଅନୁସନ୍ଧାନ କରିବା ପାଇଁ ଅନୁମତି ଦିଅନ୍ତୁ, ସବୁ ଠିକ୍ ହୋଇଯିବ ।
@parsuramnayak4093
@parsuramnayak4093 Сағат бұрын
Police duty post ଛାଡି ଆସିଛନ୍ତି କଡ଼ା ପଦକ୍ଷେପ ସରକାର୍ ନିଅନ୍ତୁ।
@kirttanmahanta9806
@kirttanmahanta9806 2 сағат бұрын
Right matter.
@Sudhirkumarsamal-y5w
@Sudhirkumarsamal-y5w 2 сағат бұрын
ଏଠି ଯେଉଁ ପୋଲିସ ବାବୂ ମାନେ ଅଛନ୍ତି ସେମାନେ ହେଲେ, ବିଜେଡି ର,
@likanbiswal3490
@likanbiswal3490 2 сағат бұрын
ତୁ job ବାଣ୍ଟୁ ଥୁଲୁ naa 😂
@RupNarayanMajhi
@RupNarayanMajhi 2 сағат бұрын
ସରକାର BJP ର, ମେଳିର ଷଡ଼ଯନ୍ତ୍ର BJD କରିଦେଲା । ସରକାରର ଗୁଇନ୍ଦା ଜନିପାରିଲେନି କିଛି । ତା ମାନେ ତ ସରକାର ନିଜକୁ ଦୁର୍ବଳ ପ୍ରମାଣିତ କରୁଛନ୍ତି ।
@madanmohandas534
@madanmohandas534 2 сағат бұрын
ସରକାର। ଅଜୋଗ୍ୟ। ହେଲେ ରାଜ୍ୟର। ଅବସ୍ଥା।ଏମିତିହେବ
@nirakarsahoo7004
@nirakarsahoo7004 Сағат бұрын
ବନ୍ଧୁ , ବିଗତ ଚବିଶ ବର୍ଷ ମଧ୍ୟରେ ରାଜ୍ୟରେ କିପରି ଅବସ୍ଥା ରହିଥିଲା, ନବୀନ ବାବୁଙ୍କ ସରକାର କାହାକୁ ନ୍ୟାୟ ପ୍ରଦାନ କରିଥିଲେ ? ଇତିଶ୍ରୀ ବେବିନା ସୁଜାତା ମାଧବୀ ଲତା ମମିତା ମେହେର ପରି ପିହୁ ଇତ୍ୟାଦି ଇତ୍ୟାଦି ମାନଙ୍କୁ ------ ? ବନ୍ଧୁ , ନବୀନ ବାବୁଙ୍କ ଉକ୍ତି " Law will take its own course" କେତେ ବାଟ ପର୍ଯ୍ୟନ୍ତ ଯାଇଥିଲା ଓ କେଉଁ କେଉଁ ମାନେ ଦଣ୍ଡିତ ହୋଇଥିଲେ । ନବୀନ ବାବୁ ରାଜ୍ୟରେ କେବଳ ଗୁଡ଼ିଏ ମାଗଣା ଖିଆ ଗୋଷ୍ଠୀ ଗଠନ କରି ଜନମାନସକୁ ବିଭ୍ରାନ୍ତ କରି ବାରମ୍ବାର ଶାସନ ଗାଦି କୁ ଅନୈତିକ ଉପାୟରେ ଅକ୍ତିଆର କରିବାରେ ସଫଳ ହୋଇ ଆସୁଥିଲେ । ବର୍ତ୍ତମାନ ଓଡ଼ିଶା ରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି --- ମୋହନ ସରକାର । ବନ୍ଧୁ , ନିଜ ବିବେକ କୁ ପଚାରିବେ ଓ ମନ୍ତବ୍ୟ ରଖିବେ !!!
@RohitkumarParida-h2y
@RohitkumarParida-h2y 54 минут бұрын
ସମସ୍ତ ଙ୍କୁ ଦଣ୍ଡ ଦିଆଯାଉ. Bjd ସରକାର ଅଛି ବୋଲି ପୋଲିସ ଭାବୁଛି.
@ambarishkumargiri9319
@ambarishkumargiri9319 Сағат бұрын
CM should dismiss all of them .Many young, qualified unemployed boys are in orissa. Appoint them accordingly...jai Hind.
@padmanavparhi9602
@padmanavparhi9602 Сағат бұрын
Police strike Very shameful
@hemantasahoo6502
@hemantasahoo6502 Сағат бұрын
Sabu.poliice.ku.suspend.karajau Nua.pila.nku.appointment.karajau.quickly
@chittaranjandas7140
@chittaranjandas7140 2 сағат бұрын
Disciplinary action may be initiated against the gathering police staff .
@gyansagar6073
@gyansagar6073 2 сағат бұрын
ତଦନ୍ତ ହେଉ
@Rseries-93
@Rseries-93 Сағат бұрын
ଓଡିଶାରେ ଯୋଗୀ ଶାସନ ଦରକାର!!!!!
@sunilkumarpradhan9739
@sunilkumarpradhan9739 Сағат бұрын
ବୋକା ଓଡିଶାରେ ବି ଡବଳ ଇଞ୍ଜିନ ସରକାର ଅଛି
@akshayakumarbhol4132
@akshayakumarbhol4132 Сағат бұрын
ଯେତେ ମେଳି କଲେ ବି ଅଧଲା ପାହୁଲା ର ମୂଲ୍ୟ ନାହିଁ । ଏ ନାଟକର ନେପଥ୍ୟ ନାୟକ କିଏ ? କାହିଁକି ଓ କେଉଁ ଅଧିକାର ବଳରେ ଭାରତୀୟ ସେନାର ଜନୈକ କମିଶନଡ୍ ଅଫିସର୍ ଙ୍କୁ ପୋଲିସ ହାଜତରେ ସକାଳ ପର୍ଯ୍ୟନ୍ତ ରଖିପାରିଲା , ତା'ର କୈଫିୟତ କିଏ ଦେଇପାରିବ ?
@biswajit9165
@biswajit9165 Сағат бұрын
Right News channel....
@TrinathBadamundi-v5l
@TrinathBadamundi-v5l 2 сағат бұрын
Your thoughts is right sir
@PradeepkumarNayak-s4u
@PradeepkumarNayak-s4u Сағат бұрын
Govt immediate change the CP and DCP to other state then they will learn something about their lack of law and order.
@santoshkumarmishra2620
@santoshkumarmishra2620 Сағат бұрын
ଏଗୁଡା ଯେତେ ମେଳି କଲେ ବି କିଛି କରିପାରିବେନି. ମୋହନ ମାଝି ସରକାର ବୋକା ନୁହଁନ୍ତି. DGP ଅତ୍ଯନ୍ତ ଭଦ୍ର ବ୍ଯକ୍ତି. ତେଣୁ ସରକାର ଏଗୁଡାଙ୍କୁ ଦୃଢହାତରେ ଦମନ କରନ୍ତୁ.
@DilePatel-rz6vm
@DilePatel-rz6vm Сағат бұрын
Yes. Sar
@jiteshkhara7130
@jiteshkhara7130 2 сағат бұрын
BJD ର ଚାଲ ସବୁ
@rabipuvala6464
@rabipuvala6464 Сағат бұрын
Political angle.
@musicon5982
@musicon5982 2 сағат бұрын
ଏଟା ଗୋଟେ ଷଡ଼ଯନ୍ତ୍ର,ସେ ଝିଅ ଲାଗି ସବୁ ନାଟ
@sanatanmaharana4727
@sanatanmaharana4727 2 сағат бұрын
Police d g ku cm pacharibadarakara kaha anumatire melihoithile
@sriseshkumarkar3499
@sriseshkumarkar3499 2 сағат бұрын
Ye already pre plaanmed
@SibanandaPrida
@SibanandaPrida 58 минут бұрын
DEAR CM BE ACTIVE PLEASE
@kalicharanpanda4079
@kalicharanpanda4079 Сағат бұрын
Absolutely correct statement by OR channel. ❤❤❤❤❤❤❤
@gajendrapatel960
@gajendrapatel960 2 сағат бұрын
Police criminal dadagiri karuchi
@Mahanpreet
@Mahanpreet 42 минут бұрын
ସେ ମଦୁଆ ସ୍ତ୍ରୀ ଆଉ ତା ମିଛୁଆ ବାପା କୁ ପ୍ରଥମେ ଗିରଫ କର। ଓଡିଶା କୁ ବଦନାମ କଲେ।
@KrishnaMurthy-x2z
@KrishnaMurthy-x2z 2 сағат бұрын
ତମ media ପାଖରେ କିଛି proof ଅଛି ଜଦି ଦିଅ ଏତେ ଭୋକୁଛ କି ପାଇଁ ସତ ସମସ୍ତେ ଜାଣିଛନ୍ତି
@pradoshbehura3794
@pradoshbehura3794 Сағат бұрын
ପଛ ରେ ଷଡ଼ଯନ୍ତ୍ର ନିଶ୍ଚୟ। ପୂର୍ବତନ ପ୍ରଶାସକ ଙ୍କ ପାଖ ଲୋକ ଥିବେ।
@surjyasamanta6961
@surjyasamanta6961 2 сағат бұрын
Suspend only.
@ashokbadajena8568
@ashokbadajena8568 13 минут бұрын
ସମସ୍ତ ଙ୍କୁ ବହିଷ୍କାର କରାଯାଉ,,ପୁରା ନୂଆ ସଂକେତ ଓଡ଼ିଶା ପାଇବ
@vigyan657
@vigyan657 Сағат бұрын
Jetiki police strike karuthille, samastanku chakiri ru bahara kara.. New recruitment kara... Emiti kale hi berozgaar kamiba.. Aau kama bhi bhala heba.. Common people pain bhi bhala heba...
@dambarudharbehera8423
@dambarudharbehera8423 2 сағат бұрын
Good take action
@debasishpatra1366
@debasishpatra1366 Сағат бұрын
Army should take over this issue.
@gourcharanmahapatra295
@gourcharanmahapatra295 2 сағат бұрын
They want to show police solidarity. But do it for a good cause not for an unlawful act of police. The person in question is a tainted official. Now the CM should take action.
@minatidash-t6p
@minatidash-t6p 55 минут бұрын
ରାଜନୀତି ଚାଲିଛି
@thirdeye9492
@thirdeye9492 59 минут бұрын
Drastic action should be taken against the Protesters as deemed proper..😢😢
@KrishnaMurthy-x2z
@KrishnaMurthy-x2z 2 сағат бұрын
Se ହାରାମି ଝିଅ ର ବାପା କୁ ପଚାର
@birbalbagh7624
@birbalbagh7624 Сағат бұрын
Maghia ପୋଲିସ କୁ ସେ ଦିନର ଫଟୋ ଦେଖି discharge karjau
@kushmusics133
@kushmusics133 28 минут бұрын
ଏମାନଙ୍କୁ ବହୁତ ଡର ଲାଗିଲାଣି କୁଆଡେ ମାଲକାନଗିରି କିମ୍ବା କୋରାପୁଟ ଆଡେ ଭାସିଯିବେ ବୋଲି ଏକାଠି ମେଳି ହେଉଛନ୍ତି
@satnaamsaranum2229
@satnaamsaranum2229 Сағат бұрын
Jaldi bida kar manmukhi reject karmiku
@sorotoka9717
@sorotoka9717 Сағат бұрын
ଡିଜି ଙ୍କୁ ପଚାର ଓଟିଭି ଵାଲା ଜାଣି ପାରି ବେ...... ଓଡ଼ିଆ ଅସ୍ମିତା ଭଲ ଚାଲି ଛି ଓଡିଶା ରେ. ଧନ୍ୟ ଡବଲ ଇଂଜିନ... ଜଗନ୍ନାଥ ସବୁ ଦେଖୁ ଛନ୍ତି. ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🙏
@sunilkumarpradhan9739
@sunilkumarpradhan9739 Сағат бұрын
ଶତପତୀ ସାର ଯାହା କହୁଛନ୍ତି 100% ଠିକ
@RameshNayak-r1f
@RameshNayak-r1f 2 сағат бұрын
ଆରେ ଓଟିଭି କିଛିଟା ସରମ କର। ବିଜେପି ର ଗୁଣ ଗାଉଥିବା ଚାମେଚା
@AjayakumarGochhi
@AjayakumarGochhi 51 минут бұрын
ନନ୍ଦିଘୋଷ ଓ କଳିଙ୍ଗ ଟିଭି। BJD ର ଦଲାଲ ମିଡିଆ। ଏ ମାନଙ୍କ ପାଇଁ ଓଡିଶା ବଦନାମ ହେଲା
@srikantamoharana9974
@srikantamoharana9974 Сағат бұрын
ମୋହନ ମାଝି କଣ ତୋ ବୋପା ଆରମ୍ଭରୁ ମୋହନ ମାଝି
@Natasha._.Wonderland69
@Natasha._.Wonderland69 Сағат бұрын
Shame on police I think mohan sir can easily handle the issue
@GhasiramMishra-i9z
@GhasiramMishra-i9z 27 минут бұрын
ପୋଲିସ ଏ ସରକାର ଅକ୍ତିଆର କୁ ଆସିନାଇ ଜଣା ପଡ଼ିଲା...
@trinathsethi8075
@trinathsethi8075 Сағат бұрын
Jetejana police melibandhi thiahoichhanti samastanku dismiss karajau. Kaha permission re meli bandhithile ghora anyaya karuchhanti police
@trinathsethi8075
@trinathsethi8075 Сағат бұрын
Sabu dosha police staff ra
@rajumallik203
@rajumallik203 Сағат бұрын
High court judgement neba katha
@priyabratabiswal927
@priyabratabiswal927 50 минут бұрын
Jau police Bharatpur ghatanabku support karibe semananku suspend kariba darakar.
@santoshkumarpradhan7614
@santoshkumarpradhan7614 Сағат бұрын
ame sabu support karuchi
@sanu_sanu_sanu
@sanu_sanu_sanu 2 сағат бұрын
ସମାନ ପ୍ରଶ୍ନ ପୋଲିସ କୁ ବଦନାମ କରିବାରେ ଏବଂ ଓଡ଼ିଶାକୁ ବଦନାମ କରିବାରେ ମିଡ଼ିଆ ବାଲାଙ୍କ ପଛରେ କାହା ହାତ ??????😢😢😢
@kashinathdash4772
@kashinathdash4772 Сағат бұрын
ପୋଲିସ ବ୍ୟବସ୍ଥା ଶାସନ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ।। କିନ୍ତୁ ବିଶୃଙ୍ଖଳିତ ଆଚରଣ ଓ ପ୍ରଦର୍ଶନ ପୋଲିସ ବ୍ୟବସ୍ଥା ଶାସନ ବ୍ୟବସ୍ଥା ପାଇଁ ପ୍ରଶ୍ନ ବାଚି ସୃଷ୍ଠି କରିଛି।। ଆମ ପୋଲିସ୍ ବ୍ୟବସ୍ଥା ଶାସନ ବ୍ୟବସ୍ଥା ର ପଥ କୁ ଅନୁସରଣ କରୁନଥିଲା ପରି ଅନୁଭବ ହେଉଛି।। ଏଥି ପାଇଁ ବ୍ୟବସ୍ଥାରେ ଉପର ସ୍ତର ରୁ ଆମୂଳଚୁଳ ପରିବର୍ତ୍ତନ ଆବଶ୍ୟକ।। ନତୁବା ଭବିଷ୍ୟତ ରେ ଏହା ଶାସନ ବ୍ୟବସ୍ଥା ପ୍ରତି ପ୍ରତିବନ୍ଧକ ହେବ।।
@MamisKitchen-sm9wn
@MamisKitchen-sm9wn 33 минут бұрын
👍👍👍👍👍👍👍👍👍👍👍👍👍
@akpanda833
@akpanda833 Сағат бұрын
CP AND DCP . Must go .
@pulakchandansamal1997
@pulakchandansamal1997 Сағат бұрын
କିଛି ହେବନାହିଁ l ଅଳ୍ପ ଦିନ ପରେ ସବୁ ଥଣ୍ଡା ପଡିଯିବ l 😊
@anandnayak7549
@anandnayak7549 Сағат бұрын
Good. 👍👍🙏🙏
@କୋରାପୁଟିଆYouTube
@କୋରାପୁଟିଆYouTube Сағат бұрын
🙏🙏🙏🙏
@viralshorts9951
@viralshorts9951 Сағат бұрын
Suspended all police from that protest..
@ସାଧାରଣଜନତା-ର9ଥ
@ସାଧାରଣଜନତା-ର9ଥ Сағат бұрын
ତମ ମିଡିଆ କେତେଟା ବଢେଇ ଚଢେଇ ସେ ଆର୍ମୀ ଆଉ ତା ସହିତ ସେ ଲେଡିକି ଟେକିଲ ଆମ ଓଡିଶା ପୋଲିସ କୁ ବଦନାମ କଲ ,ପୋଲିସ ମେଳି ପଛରେ ତମ ମିଡିଆ ଦାଇ
@adityamallick7881
@adityamallick7881 Сағат бұрын
ଯଦି ପୋଲିସ ମେଳି ରେ ମୋହନ ମାଝୀ ବଦନାମ୍ ହୋଇ ଯାଉଛନ୍ତି ... ତେବେ ସେନା ମେଳି ରେ ପ୍ରଧାନମନ୍ତ୍ରୀ ବଦନାମ୍ ହେଉ ନାହାନ୍ତି କି??? ଯଦି ମେଳି ପାଇଁ ପୋଲିସ ଦୋଷୀ .... ତେବେ ସେନା କାହିଁକି ଦୋଷୀ ନୁହେଁ ???? ନ୍ୟାୟ ଟା କଣ ଗୋଟେ ପାଖିଆ ....
@HimansuKumarDas-c8e
@HimansuKumarDas-c8e Сағат бұрын
Dear friends If No security why move during late hour......reasons of all disorder......
SHAPALAQ 6 серия / 3 часть #aminkavitaminka #aminak #aminokka #расулшоу
00:59
Аминка Витаминка
Рет қаралды 979 М.
АЗАРТНИК 4 |СЕЗОН 2 Серия
31:45
Inter Production
Рет қаралды 1,1 МЛН
Worst flight ever
00:55
Adam W
Рет қаралды 20 МЛН