Major Revelations by Former Police Officer in Bharatpur Incident: Victims Were Drunk

  Рет қаралды 23,757

OTV

OTV

Күн бұрын

ସେମାନେ ମଦ ପିଇ ଥାନାକୁ ଗଲେ, ଆମେ ଥିଲେ। ଭରତପୁର ଘଟଣାରେ ମୁହଁ ଖୋଲିଲେ ପୂର୍ବତନ ପୋଲିସ ଅଧିକାରୀଙ୍କ ବଡ଼ ବୟାନ
#BharatpurPS #ArmyMajor #OdishaPolice #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 701
@srisaidesignvastu9209
@srisaidesignvastu9209 2 сағат бұрын
ଏ ମାନେ ସବୁ ହାରାମି ସ୍ମିତା ,ପରି କେଶ ରେ ଏମାନେ ଶଳେ ମଦଖାଈ ଆରମ୍ କରୁଥିଲେ ! ପୋଲିସ୍ ର ଖରାପ ବ୍ୟବହାର ଅନେକ ପ୍ରମାଣ ଅଛି !
@SPINFOTAINMENT
@SPINFOTAINMENT 2 сағат бұрын
କୋଉ ବାଣ୍ଡକୁ suspension ଉଠାହବ ସାଧାରଣ ଲୋକ ପାଇଁ ଗୋଟେ ଆଇନ ଆଉ ତୁମ ପୋଲିସ ପାଇଁ ଆଉ ଗୋଟେ କି ।
@pravatkumarsethy1205
@pravatkumarsethy1205 Сағат бұрын
Right 👍
@trendingnow1567
@trendingnow1567 Сағат бұрын
କେହି ରିପୋର୍ଟର ଶଳା ବୁଢା ମୁହଁ ରେ ୟେ କଥା କୁହନ୍ତା I
@pradeepnayak7439
@pradeepnayak7439 55 минут бұрын
Without investigation, proof re suspends kn jodi police ro vul ochhi ta panishment milu but se Women drinking Kari drive Kari PS re jemiti heuthila taku v punishment milu
@KumarPabitra-r1y
@KumarPabitra-r1y 54 минут бұрын
👌👌👌👌👌👌
@sunilsamantaray5569
@sunilsamantaray5569 43 минут бұрын
R8 bro​@@pradeepnayak7439
@PratapMajhi-y5b
@PratapMajhi-y5b 2 сағат бұрын
ତମେ ଦେଖିଥିଲ କିଏ କାହାକୁ ମାରିଲା ଗାଲୁଆ କଥା କହୁଚ
@pradeeppatra2655
@pradeeppatra2655 2 сағат бұрын
ପୁଲିସ୍ ଶଳା ହାରାମି ଯିଏ ଥାନାକୁ ଯିବ ଆଗ ପଇସା ଦବ ତା ପରେ ତୁମ କଥା ଶୁଣିବେ ।
@Shreyasubi
@Shreyasubi 2 сағат бұрын
ଓଡ଼ିଶା ପୋଲିସ୍ ସାଧାରଣ ଲୋକଙ୍କ ସହ ଭଦ୍ରାମୀ ରେ ବ୍ୟବହାର କରନ୍ତୁ।।
@Kalandicharansahoo-pz6gj
@Kalandicharansahoo-pz6gj Сағат бұрын
Right ji
@JagannathSahoo-vb4rj
@JagannathSahoo-vb4rj Сағат бұрын
ତା ହେଲେ ସନମାନ ମିଳିବ
@susmitarout7657
@susmitarout7657 33 минут бұрын
Don't blem totall odisha police. U don't think police doesn't do their duty properly why any occasion u need police force?
@Kalandicharansahoo-pz6gj
@Kalandicharansahoo-pz6gj 21 минут бұрын
@@susmitarout7657 right mam
@abhiabhi2511
@abhiabhi2511 2 сағат бұрын
ମଉସା ମାନେ ଘରକୁ ପଳାଅ ତମ କଥା ଶୁଣା ଯିବନି... ତମେମାନେ ଭୂଲ କୁ ସପଟ କରୁଛ
@smrutiranjan5401
@smrutiranjan5401 Сағат бұрын
Mausa mane jani nahanti ki tanka pachhare bhartiya sena padichi😂
@All_Things_HR
@All_Things_HR Сағат бұрын
@Chagala43
@Chagala43 Сағат бұрын
Public joudina uthiba sabu kuade g mareiba bhabiparibani
@JogeswarMajhi-lt7hj
@JogeswarMajhi-lt7hj Сағат бұрын
Correct 💯💯💯
@gajendramajhi3718
@gajendramajhi3718 2 сағат бұрын
ବାପ ବାଣ୍ଡ କହୁଛନ୍ତି ତମ ପାଇଁ ଗୋଟେ ଆଉ ଆମ ପାଇଁ ଅଲଗା
@BasudebNayak-i6f
@BasudebNayak-i6f 2 сағат бұрын
Sir ଆପଣ ଶିକ୍ଷିତ ଲୋକେ ଆଜି ଏ ସମାଜ କୁ ଖରାପ କରୁଛନ୍ତି କାହିଁକି ନା ପୋଲିସ୍ ଗୋଟେ ଚୋର ଆଉ ମଦୁଆ
@purnanandadas4468
@purnanandadas4468 Сағат бұрын
Madua nuha MAHA MADUA
@binodsahoo6761
@binodsahoo6761 Сағат бұрын
Tame bhala....loka Tamara bichara karibara khyamata nahi, jadi 2 jana loka bhul kariki tuma pakha ku asibe tame kichi na bujhi janaku danda dae debe
@biruamamalaxmi541
@biruamamalaxmi541 Сағат бұрын
ଆଉ ସେ ଝିଅ ଆଉ army wala ମଦୁଆ ନୁହ 😂😂
@Isusantaku
@Isusantaku Сағат бұрын
Bhul hauchi jhia ra bhoguchi odisha police....dhanya
@skcraft2857
@skcraft2857 30 минут бұрын
Emane agauu thile para emti 😅😅
@DJ_ROYAL_KING_BALASORE
@DJ_ROYAL_KING_BALASORE 2 сағат бұрын
ତୁମ ମାନଙ୍କର ଗର୍ବ ଅହଂକାର ଏବେ ବି ଭାଙ୍ଗିନୀ କାରଣ ତୁମେ ମାନେ ଗୋଟେ ଭାଡ଼ିର ପାରା ସବୁ ତୁମ Family ସହ ଏମିତି ହୋଇଥିଲେ ଜାଣିଥାନ୍ତ
@dillipkumarswain5636
@dillipkumarswain5636 2 сағат бұрын
Police 90%ଲୋକଙ୍କୁ ଖରାପ ବେବହାର କରେ
@Mantubhai-z6u
@Mantubhai-z6u 2 сағат бұрын
Bhai 99%
@srinivassahu346
@srinivassahu346 2 сағат бұрын
Right
@dharmendrakaran9956
@dharmendrakaran9956 Сағат бұрын
Correct
@PrakashNaik-s9y
@PrakashNaik-s9y Сағат бұрын
100% corect
@subhajitparida4845
@subhajitparida4845 Сағат бұрын
@@dillipkumarswain5636 au bali thiba 10% paisa wala😂😂😂😂loko
@srisaidesignvastu9209
@srisaidesignvastu9209 2 сағат бұрын
ସାଧାରଣ ଲୋକଙ୍କୁ ଆପଣ ସମୟଦେଉଥିଲେ କି ?
@PublicMood1
@PublicMood1 Сағат бұрын
ଭକ୍ତ ବାବୁ ଆପଣ କହିପାରିବେ ପୋଲିସ କାହିଁକି କୌଣସି କଥା ନ ଶୁଣି ପ୍ରଥମେ ଆରେଷ୍ଟ କରୁଛି।
@biswaranjanbiswal7612
@biswaranjanbiswal7612 2 сағат бұрын
ସମସ୍ତେ ନୁହନ୍ତି କିଛି ରାଣ୍ଡିଆଙ୍କ ଯୋଗୁଁ ଆଜି police ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠୁଛି , ବ୍ୟବସ୍ଥା ଆଇନ ରେ ଚାଲେ ବ୍ୟକ୍ତିଗତ ଇଚ୍ଛାରେ ନୁହେଁ , ସଂପୃକ୍ତ ପୋଲିସ ମାନଙ୍କୁ dismiss କରାଯାଉ ଏବଂ ଜେଲ୍ ପଠା ଯାଉ , ଜୟ ଜଗନ୍ନାଥ
@SoumyaDas-122
@SoumyaDas-122 Сағат бұрын
ଆପଣଙ୍କ ଉପରକୁ କଥା ଆସିଲା ବୋଲି ଆପଣ ମାନେ ସପୋଟରେ କଥା କହୁଛନ୍ତି ଯଦି ଗୋଟେ ନିରୀହ ଲୋକ ହେଇ ଥାଆନ୍ତା ଆପଣ ମାନେ କଣ ତା ସପୋର୍ଟ ରେ କଣ କହିଥାନ୍ତି
@abhiabhi2511
@abhiabhi2511 2 сағат бұрын
ମଉସା ମାନେ ଥରେ ଦୀନକୃଷ୍ଣ ବାବୁ ଙ୍କ ଲାଞ୍ଚ ଭିଡ଼ିଓ ଦେଖିକି କଥାବାର୍ତା କର....ତାର ଚାକିରୀ ସବୁଦିନ ପାଇଁ ବାହାର କରିବା ଆମର ଡିମାଣ୍ଡ
@sisirkumarpradhan7696
@sisirkumarpradhan7696 Сағат бұрын
Mausa mane bi tanka time re table tale khaichhanti seithi pain sabu chira ekathi
@SPINFOTAINMENT
@SPINFOTAINMENT 2 сағат бұрын
ଏ mg ବୁଢ଼ାଙ୍କୁ ସବୁ ଖାଲି ମାଡ଼ ଦରକାର ଏ ଶଳା ଗୁଡାକ ନିଜ ଚାକିରି ସମୟରେ ବହୁତ ଲୋକଙ୍କୁ ହଇରାଣ କରିଥିବେ ଜଣା ପଡୁଛି ସେ ସମୟରେ ଯଦି camera facility ରହିଥାଆନ୍ତା ki social media ର ଏତେ ବ୍ୟବହାର ହଉଥାନ୍ତା ତାହେଲେ ଏ mg ଦିନକୃଷ୍ଣ ଭଳିଆ ଏମିତି ଏ ଶଳା ବୁଢ଼ା ବି ସବୁ ଗାଣ୍ଡୀ ମରେଇଥାଆନ୍ତେ ଚାକିରୀରୁ ତଡ଼ା ଖାଇକି ଆଉ ଏତେ ଭାଷଣ ଆଶିକି ମାରନ୍ତେନି ଏମାନେ ଏତେ ବେଳକୁ ଶଳା mg ଚୋରକୁ support କରିକି ।
@Justfun-md2dx
@Justfun-md2dx 2 сағат бұрын
Sate
@amohapatra123
@amohapatra123 Сағат бұрын
True
@SPINFOTAINMENT
@SPINFOTAINMENT Сағат бұрын
@@Justfun-md2dx ନାଇଁ ରେ ମିଛେ
@abhijitmohanty8284
@abhijitmohanty8284 Сағат бұрын
Right eita dalal bhalia laguchi
@rajeswarimanik4139
@rajeswarimanik4139 Сағат бұрын
Jeunmane eisabuku support karuchhanti semane b semiti thibe
@BukayMarandi-zq2rx
@BukayMarandi-zq2rx Сағат бұрын
Sir ଠିକ ଅଛି ସେ ଝିଅ ମଦ ପିଇ ଥିଲା police ତ ମଦ ପିଇ ନ ଥିଲା କୋଉ ଆଇନ ରେ ଜଣେ ଆର୍ମି ଅଫିସର କୁ ହାଜତ ରେ ରଖିଲା
@SPINFOTAINMENT
@SPINFOTAINMENT 2 сағат бұрын
Criminal କୁ arrest କଲା ବେଳେ ତମେ ମାନେ କଣ ଦେଖିକି କର ଟିକେ କହିଲ ବୁଢ଼ା ମଉସା ।
@ariyandas8091
@ariyandas8091 2 сағат бұрын
CRPC
@tyrelesssoul
@tyrelesssoul 2 сағат бұрын
Upcoming SP ..lol​@@ariyandas8091
@SPINFOTAINMENT
@SPINFOTAINMENT 2 сағат бұрын
@@ariyandas8091 କେତେଟା example ଦେଇପାରିବ ବିନା ଦୋଷରେ arrest କରିବା ଥାନାରେ ବାଡ଼ା ମରା କରିବାର ବହୁତ ପ୍ରମାଣ ଅଛି ଦରକାର ଯଦି କୁହ ଆମେ ଦେଖେଇପlରିବୁ ତମ ପୋଲିସ ମାନେ କେତେ ମହାନ୍ ।
@SoumyaDas-122
@SoumyaDas-122 Сағат бұрын
ସାର୍ ଆପଣ ଯୋଉ କଥା କହୁଛନ୍ତି ଥରେ ଭାବିଲେ ଯଦି ଆପଣଙ୍କ ଝିଅ ବୋହୂ ହୋଇଥାନ୍ତେ
@PratapMajhi-y5b
@PratapMajhi-y5b 2 сағат бұрын
ମାଡ ମାରିଲା କିଏ କହୁନ
@HINDUSAMAJ-rv6ng
@HINDUSAMAJ-rv6ng 2 сағат бұрын
ଅଧ ରାତି ପର୍ଯ୍ୟନ୍ତ କାହିଁକି ମଦ ବିକ୍ରି ହୁଏ ଏଇଟା କାହାର ଭୁଲ
@SushilaTiria
@SushilaTiria Сағат бұрын
Mada vatiru tanka ta mile to rati sara chaliboni kemiti 😂😂
@rudrapratapnayak1996
@rudrapratapnayak1996 2 сағат бұрын
ପୋଲିସ୍ କଉ ପ୍ରକାର ବ୍ୟବହାର କୋରେ ସାରା ଓଡ଼ିଶା ଜାଣେ
@GurudattaNayak-j8q
@GurudattaNayak-j8q 2 сағат бұрын
ବେକାର କଥା କୁହନ୍ତୁ ନାହିଁ ସାର୍ ।ଆଉ ଘଣ୍ଟ ଘୋଡ଼ା ନୀତି ନ ଦେଖେଇ କୁହନ୍ତୁ ଯେ ସେଇ ଅଭଦ୍ର ପୋଲିସ ଙ୍କୁ ଡିସ ମିସ୍ କରାଯାଉ ।ତେବେ ଜଣା ପଡ଼ିବ ଯେ ଆପଣ ଜଣେ ଭଲ ପୋଲିସ ବୋଲି ଆମେ ଭବିବୁ ।ଖାଲି ତ ତଦନ୍ତ ହେବ କହି ସବୁ କେସ ଗୁଡ଼ା ଲମ୍ବେଇ ଖସି ଯିବାର ବାଟ ବେଶ୍ ଜଣା ଆପଣଙ୍କୁ ।ପୋଲିସ ସବୁବେଳେ ଭୁଲ ଭାଲ କାମ କରିବାରେ ମାହିର କାରଣ ଆଉ ପୋଲିସ ର ଚରିତ୍ର ଠିକ୍ ନାହିଁ ।ମହାପ୍ରଭୁ ଶ୍ରୀ କୃଷ୍ଣ ଯଦି ତାଙ୍କର ଚକ୍ର ଛାଡ଼ି ଏ ମହା ପାପିଙ୍କର ମୁଣ୍ଡ କାଟି ଦିଅନ୍ତେ ତେବେ ଜଗତର ମଙ୍ଗଳ ହୁଅନ୍ତା ।ଜୟ ଶ୍ରୀକୃଷ୍ଣ ।।
@ManjariManjari-p6f
@ManjariManjari-p6f 2 сағат бұрын
Suspend thik achi
@harekrishnaratha6376
@harekrishnaratha6376 Сағат бұрын
ଆପଣ ସେ ରାତିରେ ଥାନା ରେ ଥିଲେ ନାଁ medical report ଦେଖି କହୁଛନ୍ତି।ମୂର୍ଖ ଭଳି ଅନ୍ୟକୁ ନିନ୍ଦା କରନାହିଁ।
@bibekanandaray4591
@bibekanandaray4591 2 сағат бұрын
Retired Police babu ku vigilance department ଦ୍ଵାରା ତଦନ୍ତ ନିର୍ଦ୍ଦେଶ ଦେଲେ ଆୟ ବହିର୍ଭୁତ ସମ୍ପତ୍ତି ଅନେକ ବାହାରିବ।
@kushmusics133
@kushmusics133 2 сағат бұрын
ଏବେ ପୋଲିସ ବାଲା ବନ୍ଧୁ ମାନେ ନ୍ୟାୟ ପାଇଁ ଗୁହାରି କରୁଛନ୍ତି
@nalineepanda8150
@nalineepanda8150 2 сағат бұрын
ପୁଲିସ ବାଲା ଆନ୍ଦୋଳନ କରୁନ ଲୋକ ତୁମକୁ ବାଡେଇବେ।
@BBM-6600
@BBM-6600 2 сағат бұрын
ମଦୁଆ ପୋଲିସ
@JayaramMallick-iz6ny
@JayaramMallick-iz6ny Сағат бұрын
ଏଇବୃଦ୍ଧ ଲୋକ police କୁ support କରିବାକୁ ଯାଇ ମତି ଭ୍ରମ ହେଲେଣି
@itishreejena3610
@itishreejena3610 Сағат бұрын
ଆଛା ମାଉସା ଆପଣ ଛାତିରେ ହାତ ରଖି କହିଲେ ଚାକିରୀ କାଳ ଭିତରେ ଆପଣ ସବୁ ସଚୋଟ କାମ କରିଛନ୍ତି।ଆଉ ସମସ୍ତେ ଜାଣନ୍ତି ପୋଲିସ କିପରି behave କରେ
@User-yhjjgzz
@User-yhjjgzz 2 сағат бұрын
Suspension nuhe Arrest haba katha.
@mrutunjayadakua24
@mrutunjayadakua24 Сағат бұрын
ପୋଲିସ ବିଭାଗର ପୁର୍ବତନ ଅଧିକାରୀ ମାନେ କଣ କହିବେ .. ସେମାନେ ମଧ୍ୟ ଦିନ କୃଷ୍ଣ ମିଶ୍ର ଭଳି ଆଚରଣ କରି Retired କରିଛନ୍ତି। ଆଜି ଅବସର ପରେ ନିଜକୁ ପବିତ୍ର କହୁଛନ୍ତି 😊
@kushmusics133
@kushmusics133 Сағат бұрын
ମଉସାଗୋ ଏ ବୟସ ରେ ଅନଶନ କରିବା ଦେହ ପାଇଁ ଭଲ ନୁହଁ
@mantoshmohanty3712
@mantoshmohanty3712 Сағат бұрын
Right, mandira re jaee basa. Kie gote kali lady police madam kahuthila, se Army Lady Madam thana ku na jaee Madira jaeethile bhala hoithaanta. Mo janibare eimane Mandira Jaantu
@basantrath6684
@basantrath6684 2 сағат бұрын
ଯୋଉ ବାବୁ କହୁଛନ୍ତି ଆମେ ବି FIR ନେଇ ନ ଥାନ୍ତୁ ସେ ବାବୁ ନିଶ୍ଚୟ ଚାକିରୀରେ ଥିଲାବେଳେ ଏଇଆ କରୁଥିବେ I ପୋଲିସ ଯାହା କରିଛି ଠିକ କରିଛି ବୋଲି ଦୃଢ଼ କଣ୍ଠରେ ବିଚାର ଶୁଣାଇଦେବା ଦ୍ୱାରା ବାବୁଙ୍କର ଚାକିରୀ ସମୟର କର୍ତ୍ତବ୍ୟ ନିଷ୍ଠାକୁ ଜଣେଇ ଦେଉଛି !
@SPINFOTAINMENT
@SPINFOTAINMENT Сағат бұрын
@@basantrath6684 ଏଗୁଡ଼ା କି ବାଳ ଚାକିରି କରିଥିବେ ଜଣା ଅଛି ଶଳା ପଇସା ଖିଆ ରାଜନେତାଙ୍କ ଦଲାଲ୍ mg ଏଗୁଡାକ ସବୁ ଶଳା ପ୍ୟାଣ୍ଟ୍ ସାର୍ଟ ଖୋଲି ମାଡ଼ ଖାଲି ମାଟିଆ ପୋଷାକ ପିନ୍ଧିଦେଲେ ଏଇ ଭଳିଆ କେତେଟା mg officer ନିଜକୁ mg ଭାବନ୍ତି ସର୍ବେସର୍ବା ଆଇନକୁ ମୋଡ଼ି ମକଚି ପକେଟ୍ ରେ ପୁରେଇ ଦିଅନ୍ତି ଏମାନେ ସେ lady ନିଶା ଖାଉ ବରଂ ତା ସାହସ କୁ ମୋର କୋଟି ମୁଣ୍ଡିଆ ଏ ଭଳିଆ ବେଧ ଛୁଆଙ୍କ ମୁଖା ଖୋଲି ଦେଇଛି ।
@biruamamalaxmi541
@biruamamalaxmi541 Сағат бұрын
ତୁ ଗୋଟେ ବଡ଼ ଛୋଡ଼ି ପୁଅ
@saratkumarpanda7007
@saratkumarpanda7007 Сағат бұрын
ସେଇଥିପାଇଁ ହାଇକୋର୍ଟ ଏମାନଙ୍କ ଗାଣ୍ଡିରେ କିକ୍ ଦେଇଛି ତଥାପି ମନ ବୁଝୁନି
@rohitbiswal8360
@rohitbiswal8360 2 сағат бұрын
All police officers are neat and clean ,present and past.
@TapankumarPattanayak
@TapankumarPattanayak 2 сағат бұрын
ମଉସା ଆପଣ ବିଶ୍ରାମ ନିଅନ୍ତୁ
@ManasMallick-fc3bq
@ManasMallick-fc3bq Сағат бұрын
95% odisha ra janata odisha police ku ghrunakaruchhanti kouthipain tumemananku angulinirdhesha karuchhanti o army ku salute karuchhanti.
@sanjibakumargouda9907
@sanjibakumargouda9907 2 сағат бұрын
ସାର. ଆପଣଙ୍କ. ବହୁତ ଚାଲାଗି. ଗାଲୁଆ. ଆଃ. ଥୁ
@ashokakumarlenka7457
@ashokakumarlenka7457 2 сағат бұрын
ଚୋର କଲ୍ୟାଣ ସମିତିର ସଭାପତି
@jayantidas8179
@jayantidas8179 Сағат бұрын
😂😂😂😂😂
@gyanaveena349
@gyanaveena349 2 сағат бұрын
Where there is no public perception there is no justice.
@ratnakarsahu9288
@ratnakarsahu9288 Сағат бұрын
ଦୟାକରି ଦୋଷୀ ପୋଲିସ ଙ୍କ ସପକ୍ଷରେ କହି ଅଧିକ ଲଜ୍ୟା ଦିଅନ୍ତୁନି।
@meenapal1164
@meenapal1164 2 сағат бұрын
ମାଉସ ପ୍ରଥମେ କୁହନ୍ତୁ ପୋଲିସ କୁ ଲୋକ ମାନେ କାହିଁକି ଭଲ ପାଆନ୍ତି ନାହିଁ, ସେ ପୋଲିସ କୁ ଯାଇ କୁହନ୍ତୁ, ଭୁଲ ଟା କାହାର
@SanatanBankira-r1j
@SanatanBankira-r1j Сағат бұрын
ଏବେ ପୋଲିସ ଲୋକଙ୍କ ପାଇଁ ଭଦ୍ରାମି ସହ କାମ କରିବାକୁ ଶିଖନ୍ତୁ
@niharpatra07
@niharpatra07 Сағат бұрын
ପୂର୍ବତନ ଚୋର ଟାଉଟର ଗୋଷ୍ଟୀ ...retired ପରେ ବି ମନ ବୁଝିନି ଲୋକ ମାନଙ୍କୁ ଲୁଟିବାକୁ।
@bishnuprusty9608
@bishnuprusty9608 Сағат бұрын
ଆପଣ କଣ ଶଵୁ‌ ଜାଣିଛନ୍ତି ଆଗରୁ ଅନେକ ନ୍ୟାୟ ପାଈନଥିଵାରୁ ଅଭିଯୋଗ କରିଛନ୍ତି ଆପଣଙ୍କ ପାଇଁ ବିଚାର ଅଲଗା ଆଉ ଜଣକ ପାଇଁ ବିଚାର ଅଲଗା ଟିକିଏ ଭାବନ୍ତୁ କେତେବଡ କଥା ସବୁ ମଡିଆରେବାଜୁଛି କଣ ନା ଓଡ଼ିଶା ମାଟିରେ କଳଙ୍କ ଆଠାରୁ ନିନ୍ଦନିୟ କଣ ଅଛି ଶାରେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
@sarojmahapatro9177
@sarojmahapatro9177 2 сағат бұрын
Without enquiry tume kana karuthila thanare nija bibeku pacarantu
@sankarmshanta3964
@sankarmshanta3964 57 минут бұрын
ସମସ୍ତେ ସବୁ ପ୍ରକାର କହୁଛନ୍ତି ସିସିଟିଭି ଏବେ ବାଟରେ ରୋଡରେ ସବୁଠି ଲାଗିଛି ଏ ପର୍ଯନ୍ତ ସେ ଥାନାରେ କାହିଁକି ଲାଗିନି. କଣ ନିଜର ମାରଦାଙ୍ଗି ଦେଖେଇବା ପାଇଁ
@PrasannaChampatiray
@PrasannaChampatiray 2 сағат бұрын
You are honest, very honest, Sale chore
@bishnuprasadjagdev7173
@bishnuprasadjagdev7173 2 сағат бұрын
All those.policemen should have been dismissed instead of suspension.
@bijayakumarmohanty8180
@bijayakumarmohanty8180 Сағат бұрын
ସଳେ ନିଜେ କହୂଚ ଯେ punishment ତ ଦଣ୍ଡ ନୁହେଁ ଆଉ କନ୍ଦୁଚ କାହିଁକି । ଆଗରୁ ଡିଜି ମଉକା ଖୋଜୁଥିଲେ iic ଙ୍କୁ ପାନେ ଦବାପାଇଁ । ଏହା ରାଜ୍ଯବାସୀଙ୍କ ପାଇଁଶୁଭଙ୍କର ନିଶ୍ଚୟ
@GobindaBehera-r2h
@GobindaBehera-r2h 2 сағат бұрын
Kou rules hisabre , police tanku help Nakari , lockup re kahiki rakhila , mada marila , road Romeo upre kahi ki action kahiki naa nela .
@shrutimohanty545
@shrutimohanty545 Сағат бұрын
ଯାହା ଘଟିଛି ଅତି ନିନ୍ଦନୀୟ l ଆପଣ ଅନ୍ୟାୟକୁ ପ୍ରଶୟ ଦେଉଛନ୍ତି l
@pramodkumarrout7641
@pramodkumarrout7641 Сағат бұрын
ସାଧାରଣ ଲୋକ ଭରତପୁର ପୋଲିସ ବିରୁଦ୍ଧ ରେ ବହୁ ଅଭିଯୋଗ କରୁଛନ୍ତି।
@SrikunjaSrikunja-qd5yw
@SrikunjaSrikunja-qd5yw 2 сағат бұрын
Police tharu sadharan loka nya kebe paeni
@BimbadharMangaraj
@BimbadharMangaraj Сағат бұрын
ତୁମ ଝିଅ ବୋହୁ ଙ୍କର ଏଭଳି ଘଟଣା ହୋଇଥିଲେ କଣ ଏପରି କଥା କହିଥାନ୍ତ
@jitendrabehera7504
@jitendrabehera7504 Сағат бұрын
Tanka bohu jhia sikhita se jhia pari abhdra nuhe
@RenubalaDas-j5g
@RenubalaDas-j5g 2 сағат бұрын
aau a mane police association demand kahuchhanti 😂😂
@bibhutibhusannayak6819
@bibhutibhusannayak6819 2 сағат бұрын
We are very sorry Why police could not show at least proper behavior to defense person at least.
@manojnayak3746
@manojnayak3746 2 сағат бұрын
Sir Did your police arrest Major with the permission from his superiors? Arresting the Major was legal?
@RasmitaSwain-ke4tt
@RasmitaSwain-ke4tt 2 сағат бұрын
ଆପଣ ଙ୍କ ଝିଅ ସହ ଏମିତି ହେଇଥିଲେ , ଆପଣ ଚୁପ୍ ଥାଆନ୍ତେ କି
@pramilamarei9357
@pramilamarei9357 2 сағат бұрын
Tanka jhia adharati re Mada pi ki bulunahanti
@RajibkumarBehera-cc4jq
@RajibkumarBehera-cc4jq 2 сағат бұрын
Mdm apana police ra Sikara kebe hoichanti ..na jeja bapa nka katha kuha kahani kahichanti police kharap ..se hisabare apana mantyab rakhuchanti
@PintuRout-i7b
@PintuRout-i7b Сағат бұрын
Pua godaa Khali bulibe jhia pike bulibani​@@pramilamarei9357
@satyapirsubhajit5512
@satyapirsubhajit5512 Сағат бұрын
Police chhua pray chora ...emane lancha bahut khaithibe...eman nka katha ru Jana paduchi...eman nka bhagya bhala sete bele social media n thila...
@satyapirsubhajit5512
@satyapirsubhajit5512 Сағат бұрын
​@@RajibkumarBehera-cc4jqmadam kichhi bhul kahi nahanti...Bharat pur police station re iic nka lancha magiba visual dekhichhanti ki??
@hareshkumarpatel7452
@hareshkumarpatel7452 46 минут бұрын
ସେନା ଅଧିକାରୀ କୁଂ ଧନ୍ଯବାଦ। ସାର ଏମାନଙ୍କୁ ଛାଡି ବେନି ଏଇ ବିଲୁଆ ମାନ କୁଂ ଉଚିତ୍ ଶିକ୍ଷା ଦିଆଯାଉ
@tsggurukul2197
@tsggurukul2197 2 сағат бұрын
Kahiki pati karucha,judicial enquiry haba para,besi pati kale you may lose.
@manojnayak3746
@manojnayak3746 Сағат бұрын
Now the police gang and lobby will not work.This government and media are different.
@gouravbehera5639
@gouravbehera5639 35 минут бұрын
Valid Point.
@s.sgamer1361
@s.sgamer1361 2 сағат бұрын
Sir suspend kariba right
@rohitbiswal8360
@rohitbiswal8360 2 сағат бұрын
How a girl able to beat four police staff ??
@user-qh5vi7yr5d
@user-qh5vi7yr5d 8 минут бұрын
Right
@sanjaykumishra5186
@sanjaykumishra5186 2 сағат бұрын
Mane tuma department bhul
@SUKANTAKUMAKR
@SUKANTAKUMAKR 2 сағат бұрын
Police vul ....safei dei banchi jibani
@smrutiranjan3910
@smrutiranjan3910 2 сағат бұрын
Odisha police ra kama hauchi p.c naba
@sanjeebdas116
@sanjeebdas116 Сағат бұрын
ମଉସା ଆପଣ ମିଛ କହୁଛନ୍ତି. ଥାନାରେ ମୋଟେ ଭଲ ବ୍ୟବହାର ମିଳେନି.. ଆପଣ ଘଣ୍ଟ ଘୋଡାଉଛନ୍ତି...
@bibutibehera117
@bibutibehera117 2 сағат бұрын
ମୋହନ ସରକାର ସଳା ଧନ୍ଦା ଚଲେଇଲି, NIA , or, CBI ତଦନ୍ତ କାହିଁକି କରୂନାହାତି
@jayantidas8179
@jayantidas8179 Сағат бұрын
CBI ku bharasa nahin nyaya payin
@bishnuprasaddash1106
@bishnuprasaddash1106 2 сағат бұрын
Badhiya action apana manakara.
@Ajohn-zy5yr
@Ajohn-zy5yr 35 минут бұрын
ଆଗେ ସେଇ 7 ଜଣ ପୋଲିସ ଙ୍କୁ ଜେଲ୍ ପଠାଇବା କଥା,ଯଦି ସେମାନେ ନିର୍ଦ୍ଦୋଷ ତେବେ ନିର୍ଦ୍ଵନ୍ଦରେ ରେ ଖଲାସ ହେବେ.... ଅସୁବିଧା କଣ? କେଜରିୱାଲ ଙ୍କୁ ଅଘେ ଜେଲ୍ ପଠାଗଲା, ତା ପରେ ସେ ନିର୍ଦ୍ଦୋଷ ରେ ଆସିଲେ....
@redrose298
@redrose298 5 минут бұрын
ଆପଣ ଅବସର ନେଲା ଭଳି ଜଣାପଡୁଛନ୍ତି, ଏବେ ଥାନାରେ ଲୋକମାନେ କେମିତି ବ୍ୟବହାର ପାଉଛନ୍ତି ଆପଣ 100 ଜଣ ଲୋକଙ୍କୁ ପଚାରନ୍ତୁ ଉତ୍ତର ପାଇଯିବେ l ଆପଣଂକ ବେଳେ ସମୟ ଅଲଗା ଥିଲା l
@saumyakantaswain9984
@saumyakantaswain9984 37 минут бұрын
ଅଭିଯୋଗ କରିବାରେ ଶୈଳୀ ବୋଲି ବାଡେଇବା
@sunilkumarkaran4814
@sunilkumarkaran4814 58 минут бұрын
ଏମାନେ ସଳା Experience ଲାଞ୍ଚୁଆ।
@iswarchandralenka2608
@iswarchandralenka2608 30 минут бұрын
ପୋଲିସ ର ବ୍ୟବହାର ଭଲ କି ଖରାପ ,ଥରେ online voting କରନ୍ତୁ,ଜାଣିପାରିବେ,90% ନେଗେଟିଭ ହେବ ,ଥରେ କରିକି ଦେଖନ୍ତୁ ପୋଲିସ ସାଧାରଣ ଜନତା ଙ୍କୁ କିପରି ବ୍ୟବହାର କରେ, ଜନସାଧାରଣ ଜାଣିଛନ୍ତି,
@sudarsanhati6578
@sudarsanhati6578 15 минут бұрын
ଆପଣ ଏଇଟା . ଲିଖିତ ଆକାରରେ..ପୋଲିସ ମୁଖ୍ୟଙ୍କୁ ଦିଅନ୍ତୁ ସୋସିଆଲ ମିଡିଆରେ. କାହିଁ ଦେଉଛନ୍ତି
@therout6311
@therout6311 2 сағат бұрын
Sabuthik..jadi se drink karithila..tamaku soduthila... taku hata bandhi rakhithanta.... Taku maragala kan pain.. Kie adhikar dela mariba pain
@djdudul1173
@djdudul1173 45 минут бұрын
ସଳା ତା ଝିଅ ହେଇଥିଲେ ସେ ଏମିତି ପୋଲିସ ସପକ୍ଷରେ ଯାଇଥାନ୍ତା।madam ତାଙ୍କୁ ପଚାରନ୍ତୁ।
@badalmohapatra9205
@badalmohapatra9205 39 минут бұрын
ଆପଣଙ୍କ ମତରେ ପୋଲିସ ପାଇଁ ଅଲଗା ନିୟମ ଆଉ ସାଧାରଣ ଲୋକଙ୍କ ପାଇଁଅଲଗା ନିୟମ କଣ ଏଇଟା ତାଲିଵାନ
@1Lkjhgfdda
@1Lkjhgfdda Сағат бұрын
ମଦ ନବୀନା ପିଇ ପିଇ କରି ରାଜ୍ୟରେ 2 କୋଟି ଲୋକଙ୍କ ଘର ବର୍ବାଦ କରିଛି ,ତେଣୁ ସିଏ ତାଭିତରୁ ଗୋଟିଏ ଯାଅ ତାକୁ କହିବୁ ।
@gayatritripathy3120
@gayatritripathy3120 51 минут бұрын
ତମେ ସବୁ ଏକା ଲାଉର ମଂଜି, ଯେତେବେଳେ ଗୋଟେ ଚୋର ଧରାପଡିଲା, ସେତେବେଳେ ସବୁ ଚୋର ଏକାଠି ହୋଇ ଆମେ ଚୋର ନୁହେଁ ବୋଲି ଚିତ୍କାର କରୁଛ।ଯେତେ ଶୀଘ୍ର ୫ଟା କୁ ବରଖାସ୍ତ କରାଯିବ, ସେତେବେଳେ ଜନତା କୁ ନାୟ ମିଳିବ।
@pattanaikdillipkumar
@pattanaikdillipkumar Сағат бұрын
କିଏ ତମକୁ ସଭାପତି ବାନେଇଲେ, ନ୍ୟାୟ କଥା କୁହ, ଏ -----କଥା କହନି.
@ramaniroutray2262
@ramaniroutray2262 Сағат бұрын
ମଉସା ମାନେ ଏତେ ଚୋପା ଛଡା କଥା ନ ଗପି ଗୋଟିଏ କଥା କୁହ, ଲୋକମାନେ କାହିଁକି ପୋଲିସକୁ ସପୋର୍ଟ କରୁନାହାନ୍ତି l ତୁମ ମାନଙ୍କର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା l
@haraprasadmahanta4657
@haraprasadmahanta4657 Сағат бұрын
ଏମାନେ ବିଜେଡ଼ି ଗ୍ରୁପ ପୋଲିସ ସଂଘ ଦୋଷୀ ତ ଦଣ୍ଡ ପାଇବେ ଏ ନବୀନ ପଟ୍ଟନାୟକ ସରକାର ନୁହଁ ମୋହନ ସରକାର
@anantc.h.s.kharghar457
@anantc.h.s.kharghar457 Сағат бұрын
iic.nka record kharap..
@bijayakumarmohanty8180
@bijayakumarmohanty8180 Сағат бұрын
ଆମେ ଆପଣ ଆପଣ କହିଲାବେଳେ ପୁଲିସ ସଳେ ତୁତା କରି କହିବ ଏହା କଣ ମୋ ସରକାର ର ଶିକ୍ଷାକି ରାଜ୍ଯବାସୀ ଏକ ହବାର ବେଳ ଆସିଯାଇଛି ।
@The_one_and_onlyyyy
@The_one_and_onlyyyy Сағат бұрын
ମାଗିହା ତମେ ମାନେ ଆମକୁ "ତୁ ତା" କରି କଥା ହେବ, ଆଉ ଆମେ ତମକୁ ଆଜ୍ଞା ଆପଣ କରି କଥା ହେବୁ.. ବାଣ୍ଡ ଛୋଡୁଥିଲ ନା ଆଉ..👊🤬
@alokjena2974
@alokjena2974 30 минут бұрын
ସେ ଛୋଡି ପୁଅ ଜେତେ ବେଳେ କଟକରେ ପଈସା ମାଗୁଥିଲା ସେ ଟାଈମ ରେ ତମେ କଣ କରୁଥିଲ
@Nancypathasala
@Nancypathasala 2 сағат бұрын
Kie pitila kahunu...
@JogeswarMajhi-lt7hj
@JogeswarMajhi-lt7hj Сағат бұрын
ସେ ରାତିରେ ସାଧାରଣ ମଳି ମୁଣ୍ଡି ଯଦି ଏମିତି କରି ଥାନ୍ତା,,ପୋଲିସ ତା ଯୌନାଂଗ କୁ କାଟି ଧରେଇ ଦେଇ ଥାନ୍ତା,, ଗାଲ୍ଲୁ ଗପ ଲୋକଙ୍କୁ କୁହ ନି,,,,ତୁମ ବ୍ୟବହାର ବି ଅଧିକାଂଶ ରେ ବହୁତ୍ ଖରାପ,,
@GopabandhuSahu-nv8ym
@GopabandhuSahu-nv8ym 2 сағат бұрын
ଯାହା ହେଲେବି ଵାଡେଇ ପିଟି ଲହୁ ଲୁହାଣ କରି ତଣ୍ଟି ଚିପି ମାରିଦବ।
@ShishirKumar1995
@ShishirKumar1995 40 минут бұрын
ପୋଲିସ ସାଧାରଣ ଲୋକଙ୍କୁ ମାଛି,କୁକୁର ଭଳି ବ୍ୟବହାର କରେ,,,
@AntaryamiSamal-nc6uo
@AntaryamiSamal-nc6uo Сағат бұрын
ଜୋଉମାନେ ଘରେ ବସିଲେ ସେମାନେ ଭଲ ଲୋକ କି ସେ ବିସୟରେ ଲୋକଙ୍କ ଠାରୁ ସୁଣନ୍ତୁ ତୁମେ ତ ସଳା ମୁତୁରୀ ଥିଲ ଏ ସଳେ ବି ମୁତୁରୀ
@Narayanii369
@Narayanii369 Сағат бұрын
ଆପଣ retired ହେଲେଣି ମୁଣ୍ଡରେ ବହୁତ tension thiba😢.😅😅.....ବେକାରରେ ସମୟ ଖରାପ କରନି..... ଗୋଟେ ନିରୀହ ଲୋକୋ ପାଇ କେବେ media ରେ ଆସୁଛ......ତମେ ସବୁ uniform ରେ corrupted ଲୋକ......
@OmmprakashRoutray-bw1jq
@OmmprakashRoutray-bw1jq 13 минут бұрын
ସାର ଡିଜେବଦହୋଇଗଲାତ ସେଥିପାଇ ଜଲଦି ସସ୍ପେଡକରାଗଲା ଲାଜସରମ ସବୁସାରିଦେଲରେ ଧନ୍ୟରେତୁମର ଜିବନ ଛି ଛୀ,,,,,,
@RenubalaDas-j5g
@RenubalaDas-j5g 2 сағат бұрын
thana re jane sadharan loka ku kemiti behave kara jaye samaste jananti
@bhorelaljaiswal3716
@bhorelaljaiswal3716 24 минут бұрын
ପୋଲିସ ବିଭାଗ କୁ ବନ୍ଦ କରି Army କୁ ଆଇନ ଶୃଙ୍ଖଳା ବିଭାଗ ହାତରେ ଦେବା କଥା
Самое неинтересное видео
00:32
Miracle
Рет қаралды 2,7 МЛН
Bike Vs Tricycle Fast Challenge
00:43
Russo
Рет қаралды 82 МЛН
Girl, dig gently, or it will leak out soon.#funny #cute #comedy
00:17
Funny daughter's daily life
Рет қаралды 64 МЛН
The joker favorite#joker  #shorts
00:15
Untitled Joker
Рет қаралды 10 МЛН
Самое неинтересное видео
00:32
Miracle
Рет қаралды 2,7 МЛН