ମାଳିକା: ବିଶ୍ୱାସ-ଅବିଶ୍ୱାସ-ଅନ୍ଧବିଶ୍ୱାସ । NandighoshaTV

  Рет қаралды 1,744,877

Nandighosha TV

Nandighosha TV

Күн бұрын

Пікірлер: 1 300
@MamatapatraMamatapatra-yk5zo
@MamatapatraMamatapatra-yk5zo Жыл бұрын
ହେ ପ୍ରାଭୁ ତମେହି ସାହା ଭରସା🙏🙏🙏🙏
@FunBaba-ut3im
@FunBaba-ut3im 3 жыл бұрын
ମାଳିକା ହି ସତ୍ଯ, ସୂତାର ହେଉଛି ଧର୍ମଦ୍ରୋହୀ
@bibhudattasahoo713
@bibhudattasahoo713 2 жыл бұрын
Right kahichanti
@dinabandhup2550
@dinabandhup2550 2 жыл бұрын
ମାଳିକା ସତ୍ୟ ହିଁ ସତ୍ୟ 🙏🙏🙏🙏
@PratapSahu-uv5qv
@PratapSahu-uv5qv 8 ай бұрын
କଳିଯୁଗ ମଣିଷକୁ ପରା ଧର୍ମଗ୍ରନ୍ଥ ଖୋଟା ଲାଗିବ ❤ ଜୟ ଜଗନ୍ନାଥ ❤ ମହାପୁରୁଷ ଙ୍କ ମୁଖ ନିସ୍ତ୍ରୁତ ବାକ୍ୟ ଏହା ଆକାଟ୍ୟ ❤
@susantanath8775
@susantanath8775 3 жыл бұрын
ବିଶ୍ବାଷ ହିଁ ଶରଧା ଅଟେ 🙏🏻🙏🏻🙏🏻🙏🏻🙏🏻
@hemantabahera8047
@hemantabahera8047 9 ай бұрын
ମାଳିକା ବିଶ୍ୱାସ ଅବିଶ୍ବାସ ଅନ୍ଧବିଶ୍ୱାସ ଏ ପୋଗ୍ରମ୍ ବା ଏ କଥା ଓପରେ ଗୋଟିଏ କଥା ହେଲା ବିଶ୍ୱାସେ ମିଳଇ ହରି ଅବିଶ୍ବାସେ ନରକେ ପଡଇ ତେଣୁ ବିଶ୍ୱାସ କଲେ ତରିବ ଅବିଶ୍ବାସ କଲେ ମରିବ,,,,,🙏🌹🙏🌹🙏🌹🙏
@susantanath8775
@susantanath8775 3 жыл бұрын
🚩ପାପର ହେବ ଅନ୍ତ ସତ୍ୟର ହେବ ଜୟ 🚩🙏🏻🙏🏻🙏🏻🙏🏻🙏🏻
@munusatya984
@munusatya984 3 жыл бұрын
Hmm bhai
@biswanathsahu2016
@biswanathsahu2016 3 жыл бұрын
Swamiji badamrukh
@namitasahoo6411
@namitasahoo6411 10 ай бұрын
​@@munusatya984😮😮😮😮😮😮😮😊
@ChhabilaMunda
@ChhabilaMunda 3 ай бұрын
Right
@bhabanisankarsingh6296
@bhabanisankarsingh6296 2 жыл бұрын
ବହୁତ ଭଲ...........
@ncpstudio5783
@ncpstudio5783 3 жыл бұрын
ମାଳିକା ହିଁ ସତ୍ୟ ପ୍ରମାଣ ସତ୍ୟର ଜୟ ହେଉ 🙏
@kokonahak5199
@kokonahak5199 3 жыл бұрын
Jay hau jay hau
@rajeshsahoo2954
@rajeshsahoo2954 3 жыл бұрын
Jaya jaganatha
@Studywithlopashree
@Studywithlopashree Жыл бұрын
52: hindudhrma ह्न्नी अप्र्बितंदबद argumenlajjalagabakatha 0 ଧମ
@GharamaniGharamani
@GharamaniGharamani Жыл бұрын
❤❤❤❤​@@kokonahak5199
@labasethy7393
@labasethy7393 Жыл бұрын
ମହାପୁରୁଷ କହିଛନ୍ତି ନାହିଁ ବେଶିଦିନ ହେଲାଣି ନିକଟ ହେତୁ କରିଥାଅ ରାମ,, ଯେଉଁ ଦିନ ଏହା ପ୍ରତ୍ୟକ୍ଷେ ଫଳିବ ବୁଝିବୁ ଏହାର ମର୍ମ ଜୟ ଜଗନ୍ନାଥ 🙏🙏🙏
@susantanath8775
@susantanath8775 3 жыл бұрын
ସେଇଥିପାଇଁ ଯୁଗର ପରିବର୍ତ୍ତନ 🙏🏻🙏🏻🙏🏻🙏🏻🙏🏻
@SantoshKumar-wk2qh
@SantoshKumar-wk2qh 3 жыл бұрын
Manesa parebrtan
@shatrughana100
@shatrughana100 3 жыл бұрын
ଜୟ ଶ୍ରୀ ମାଧବ
@badinarasingha4597
@badinarasingha4597 3 жыл бұрын
ମାଳିକା ହିଁ ସତ୍ୟ ଜୟ ଜଗନ୍ନାଥ
@rubinayak555
@rubinayak555 3 жыл бұрын
ମାଳିକା ସତ୍ୟ ହିଁ ସତ୍ୟ , ସବୁ ଯୁଗ ପରି କଳିଯୁଗ ନିଶ୍ଚିତ ଶେଷ ହେବ, ତାହା ପୁଣି ଖୁବ୍ ଶୀଘ୍ର ଜୟ ଜଗନ୍ନାଥ 🙏🙏🙏
@Rockmadhu11
@Rockmadhu11 3 жыл бұрын
1888 ରୁ ଶେଷ ହେଇ ସାରିଛି କଳିଯୁଗ, କିନ୍ତୁ କଳି ର ତାହାର ପ୍ରଭାବ ରହିଛି, scanning ଚାଲିଛି, , virus ପୁରୁଷ ସବୁ delete ହେବେ
@prakashmeher8147
@prakashmeher8147 3 жыл бұрын
🙏🙏🙏🙏🙏👍👍👍
@subratkumarswain7576
@subratkumarswain7576 3 жыл бұрын
@@Rockmadhu11 Ààsssssssssssssssssssss8
@anannyapriyadarshini1791
@anannyapriyadarshini1791 3 жыл бұрын
M .
@mamatajena7683
@mamatajena7683 2 жыл бұрын
@@Rockmadhu11 seng lokal
@swadhinsamal519
@swadhinsamal519 Жыл бұрын
ମାଳିକା ସତ ଜଗନ୍ନାଥ ବି ସତ 🙏🙏🙏🙏🙏🙏🙏
@skpandasaroj4877
@skpandasaroj4877 3 жыл бұрын
ଜୟ ଶ୍ରୀ ଗୀତଗୋବିନ୍ଦ 🙏🙏🙏🙏🙏
@shrimadbhagavad-gitaodia6023
@shrimadbhagavad-gitaodia6023 3 жыл бұрын
ଶ୍ରୀମଦ୍ ଭଗବ ଦ୍ ଗୀତା ଦେଖନ୍ତୁ :--- ? ନିଜ ଭିତରେ (Energy) 100% ବଢିଯିବ Guarenty - ୧୦୦% -୧୦୦% -୧୦୦% kzbin.info/www/bejne/aKapeKyFpJ5ljK-cttps://kzbin.info/www/bejne/aKapeKyFpJ5ljK8
@sivaprasadmishra6527
@sivaprasadmishra6527 3 жыл бұрын
@@shrimadbhagavad-gitaodia6023 1 .vvvmmb bbb
@aditiyatripathy645
@aditiyatripathy645 3 жыл бұрын
ଆଜ୍ଞା ମାଳିକା ଆଲୋଚନା 1ଘଣ୍ଟା ଯଥେଷ୍ଟ ହେଉନି, ଆଉ ଅଧିକ ସମୟ ଆବଶ୍ୟକ, ବହୁତ ବହୁତ ବଢିଆ କାର୍ଯ୍ୟକ୍ରମ, ଧନ୍ୟବାଦ
@birendramangal2567
@birendramangal2567 3 жыл бұрын
Viral odisha malika new episode "" youtube channel sahito jodontu. Malika ro oti gupta katha janontu, jay Jagannath🙏🙏🙏
@ganeshsahu4917
@ganeshsahu4917 3 жыл бұрын
Right
@birendramangal2567
@birendramangal2567 3 жыл бұрын
@@ganeshsahu4917 viral odisha malika new episode,, U tube channel sahito jodontu
@kendujharia3990
@kendujharia3990 2 жыл бұрын
@shishukrushna
@amasanskruti9417
@amasanskruti9417 3 жыл бұрын
ଜୟ ପଞ୍ଚସଖା 🙏🙏🙏 ମୁଁ ଜଣେ ମାଳିକା ଭକ୍ତ ମୁଁ ମାଳିକା ବିଷୟ ରେ ଏତିକି କହିବି ମାଳିକା ରେ ଯେଉଁ କଥା ବର୍ଣ୍ଣିତ ହୋଇଛି ଅକ୍ଷରେ ଅକ୍ଷରେ ସତ୍ୟ ହେବ 🙏🙏🙏
@sonalisona6178
@sonalisona6178 2 жыл бұрын
Absolutely Right 💯%
@ShubhamSwain-di5ut
@ShubhamSwain-di5ut 11 ай бұрын
Oo9ó8óóó8 p​@@sonalisona6178
@sudarshanbehera9654
@sudarshanbehera9654 2 жыл бұрын
ମାଳିକା ବଚ୍ଚନ ସତ୍ୟ🙏🙏🙏
@deeparani702
@deeparani702 3 жыл бұрын
ଏ ସ୍ବାମୀ ଜୀ ବା,,,, ଜାଣିଛି ସୁତାର ସେ ମା,,,,,, କିଛି ଜାଣିନି ମାଳିକା ହିଁ ସତ୍ୟ ଜୟ ଜଗନ୍ନାଥ ଯେଉଁ ମାନେ ମାଳିକା ର ପ୍ରମାଣ ମାଗନ୍ତି ସେ ନିଜ ବାପାର ଠିକଣା ମା'କୁ ପଚାରିଲେ ଯାଣିପାରିଵେ ବୋପା ଜାଣେନା ସନ୍ତାନ କାହାର କିନ୍ତୁ ମା ଠିକ୍ ଯାଣିଛି ଦେବେନ୍ଦ୍ର ସୁତରା ସବୁ ବେଳେ ଜଗନ୍ନାଥ ଙ୍କ ବିରୋଧ ରେ ତର୍କ କରିଆସୁଛନ୍ତି ।। ଯେ ନିଜର ବାପାର ଠିକଣା ନିଜେ ଜାଣିନାହିଁ ।। ସେ କଥା ବଡ଼ ବଡ଼ କହୁଛି
@bikash4487
@bikash4487 3 жыл бұрын
Aku hin kuhanti marana kale biparita budhi (se dui Jana Biswas karunahanti naa jebe nija upre hebe thik janiparibe)
@scientificjp
@scientificjp 3 жыл бұрын
ଭାଇ ହୋ ୨ ୟ ଶ୍ରେଣୀରେ କେତେ ଥର ଫାଇଲ ହେଇଚ । ସିଧା ଯାହାକୁ ନାହିଁ ତାକୁ ସୋଦୀ ପକାଉଚ 😅 ଟିକେ ଥଣ୍ଡା ରୁହ । ଯୋଉ mobile ଧରିକି ଏତେ କଥା ଲେଖୁଚ ତାକୁ ତମ ସେ ବାବା ତିଆରି କରିଚି । ଯୋଉ internet pack ପାଇଁଁ ବାପା କୁ ପଇସା ମଗୁଚ ତାକୁ କିଏ ତିଆରି କରିଛି । ବିଜ୍ଞାନ ସବୁ କଥା କୁ ତର୍ଜମା କରେ । ପ୍ରଥମେ କଥା ଟିକେ କଷ୍ଟ ଦିଏ କାରଣ ପିଲାବେଳୁ ଶୁଣି ଆସିଥିବା ଜିନିଷ କୁ ଭୁଲ୍ କହିଲେ ମଣିଷ ସହଜ ରେ ଗ୍ରହଣ କରି ପାରେନି । ମୁଁ ଯଦି କହିବି ତମେ ତମ ବାପ ର ପୁଅ ନୁହେଁ ତମ ମାଆ ଙ୍କ ଆଉ କାହା ସହ ଖରାପ ସମ୍ପର୍କ ଦ୍ଵାରା ତମେ ଜନ୍ମ ହେଇଚ କଣ ରାଗିକି ନିଆଁ ହେଇଯାଉନା କି ମୋ ଉପରେ😅 ହଁ ଠିକ୍ କଥା ମୋର କିଛି ନ ଜାଣି ଏମିତି ତମ ବିଷୟରେ କହିବା ଭୁଲ୍। ଠିକ୍ ସେହି ଭଳି କିଏ କଣ ଲେଖିଛି ଅନ୍ଧ ଭଳି ସତ ମାନି ନେବା ବି ଭୁଲ୍। ହୁଏତ ମାଳିକା ସତ ହେଇପାରେ।କିନ୍ତୁ ଏ ଯାଏ ପ୍ରମାଣିତ ନୁହେଁ😅 । ଯଦି କେବେ ପ୍ରମାଣିତ ହେଇଯିବ ସେତେବେଳେ ଅନ୍ଧ ଭଳି ମନିବ🙏🏻🙏🏻 Last ଯାଏ ପଢିଥିବାରୁ ଧନ୍ୟବାଦ୍ ।
@pradeepsamal5268
@pradeepsamal5268 2 жыл бұрын
ରାଇଟ କଥା
@chintamajhi5057
@chintamajhi5057 2 жыл бұрын
0ppp We weeeee Tq
@santoshkumarmohapatra1431
@santoshkumarmohapatra1431 2 жыл бұрын
Malika samaste bujhi paribe nahi
@priyacharandas7352
@priyacharandas7352 3 жыл бұрын
ଜୟଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାଧା ରମଣ ଜୟଗୋପାଳ ଜୟ ଶ୍ରୀ କୃଷ୍ଣ ଚୈତନ୍ୟ ମହାପ୍ରଭୁ । ହରେକୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ । ହରେ ରାମ ହରେ ରାମ ରାମ ରାମ ହରେ ହରେ ।।
@ranugouda2822
@ranugouda2822 2 жыл бұрын
ମାଳିକା ସତ ହେଇଚି ଆଉ ମାଳିକା ସତ୍ୟ ଆଗକୁ ହବ ଏହି ସତ୍ୟ ଜୟ ମହା କାଳ 🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏
@dinabandhusahu7753
@dinabandhusahu7753 Жыл бұрын
Hrhrmhadeb
@nitumajhi4381
@nitumajhi4381 Жыл бұрын
Malika saty ate au sabubele sata heba जय श्री कृष्ण 🙏🏻
@Biswa717
@Biswa717 Жыл бұрын
ଏହି ବର୍ଷ ଅମାବାସ୍ୟା ସଙ୍କରାନ୍ତି ଏକା ସମୟରେ ପଢ଼ିବ ଅଚ୍ୟୁତ ପ୍ରଭୁ ଙ୍କ ବଚନ ସତ ହେଲା
@__chinu__d7_
@__chinu__d7_ Жыл бұрын
ଦେବେନ୍ଦ୍ର ବାବୁ କଣ ମହା ପ୍ରଭୁଙ୍କ କଥା କହିବେ ଯିଏ ନିର୍ବିକଳ୍ପ ସମାଧି ର ମାଲିକ ତାଙ୍କୁ ଏ ଛାର ମାନବ କଣ ଜାଣିବ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆଖ୍ୟା ଦେଇଛନ୍ତି ଅଚ୍ୟୁତ ଗୋଲକ ନାଥ କଳିଯୁଗେ ବିହରଞ୍ଚ ସାକ୍ଷାତ ବିଷ୍ଣ୍ ସ୍ୱରୂପ ଜୟ ଜଗନ୍ନାଥ
@laxmikantakar1685
@laxmikantakar1685 3 жыл бұрын
ମାଳିକା ହେଉଛି ପରମ ଶାସ୍ତ୍ର, ଏହା ଉପରେ ଗବେଷଣା ହେବା ଦରକାର, ଜୟ ଜଗନ୍ନାଥ ଜୟ ପଞ୍ଚସଖା.
@gouthamragash
@gouthamragash 3 жыл бұрын
ଆଗକୁ କଣ ଏବ
@kalpanapadhi7154
@kalpanapadhi7154 2 жыл бұрын
ମାଳିକା ମିଛ
@santunext5514
@santunext5514 3 жыл бұрын
ଆଜି ର ବିତର୍କ ହିଁ ମାଳିକା ର ସତ୍ୟତା ପ୍ରତିପାଦିତ କରୁଛି.... ଜୟ ଜଗନ୍ନାଥ ଜୟ ପଞ୍ଚସଖା
@SarojiniDarshanYoutubeVideos
@SarojiniDarshanYoutubeVideos 3 жыл бұрын
Ok
@jitupradhan9548
@jitupradhan9548 3 жыл бұрын
ମାଳିକା କଥା ସବୁ ଘଟୁଛି ଆଉ ସବୁ ଘଟିବ ଅବୁଝା କୁ ବୁଜେଇ ହେବନି ଜୟ ଜଗନ୍ନାଥ
@harapriyanayak2136
@harapriyanayak2136 3 жыл бұрын
Right Bhai
@pradeepsamal5268
@pradeepsamal5268 2 жыл бұрын
ରାଇଟ କଥା
@ashoksahu9675
@ashoksahu9675 2 жыл бұрын
@@pradeepsamal5268laPk
@padmininaik5157
@padmininaik5157 2 жыл бұрын
Thik katha
@k.tbrother9272
@k.tbrother9272 2 жыл бұрын
Bekar kotha malika science jugo re bi maliak
@kaliadas6008
@kaliadas6008 2 жыл бұрын
ଏଠି ବିଜ୍ଞାନ ମୋହ ସମସ୍ତଙ୍କୁ ଅନ୍ଧ କରି ଦେଇଛି.. ମାଳିକା ସତ୍ୟ.. ଅନ୍ୟଥା ହବନି.
@prangyamayeesanjibani2405
@prangyamayeesanjibani2405 3 жыл бұрын
ମାଳିକା ହିଁ ସତ୍ଯ.. 🙏
@swoyamsatabdibehera2327
@swoyamsatabdibehera2327 2 жыл бұрын
ପବିତ୍ର ଆତ୍ମା ଦେବେନ୍ଦ୍ର ସୁତାର ଙ୍କର ଜନ୍ମଗତ ଦୋଷ ଅଛି,ମୋ ମତରେ। ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ 🕉️🙏🌱🌹 ଜୟ ପଞ୍ଚସଖା 🙏ଜୟ ଅଚ୍ୟୁତ ସରଣ 🙏🌱🌹
@kishorekumarcreative
@kishorekumarcreative 3 жыл бұрын
ରକ୍ଷା କର ମଣିମା ଜୟ ଜଗନ୍ନାଥ🙏 😭 ମାଳିକା ସତ୍ଯ ସତ୍ଯ ଜଗନ୍ନାଥ🙏 ଆଉୁ ସବୁ ମିଛ, ମାଳିକା କଥା ସତ୍ଯ ଘଟିଛି ଆଗକୁ ବି ହବ ସମସ୍ତେ ସତ୍ଯ ରାସ୍ତା ରେ ଚାଲ ଦିନ ରାତି ଜୟ ଜଗନ୍ନାଥ ଜପ 🙏🙏🙏🙏🙏
@HarapriyaPati-qz9du
@HarapriyaPati-qz9du 6 ай бұрын
ମାଳିକା କଥା ଯିଏ ମାନିବ ସେ ଭଲ ରେ ରହିବ 🙏🙏🙏🙏🙏 ଯେନମାନିବ ସେ ମୂଖ ତାକୁ କିଏ ବୁଜେଇବ ⭕️‼️⭕️🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏🙏 ଜୟ ଶ୍ରୀ ଅଚୁତ
@manojrout8551
@manojrout8551 3 жыл бұрын
କଳିଯୁଗର ଏକ ମାତ୍ର ସତ୍ୟ ଗୀତା ଆଉ ଭାଗବତ
@ChhabilaMunda
@ChhabilaMunda 3 ай бұрын
Right
@bikashsahu2114
@bikashsahu2114 2 жыл бұрын
ଯେମିତି ଜଗନ୍ନାଥ ସତ ସେମିତି ମାଳିକା ସତ ଜୟ ଜଗନ୍ନାଥ 🙏😊
@gopaljani7675
@gopaljani7675 3 жыл бұрын
ଜୟ ଶ୍ରୀ ଅଚ୍ୟୁତାନନ୍ଦ ନମ୍ଃ ମାଳିକା କଥା ‌ଘଟୁଚି ଆଗକୁବି ଘଟିବ ମାଳିକା କଥା କେବେ ମିଛ କହିନାହିଁ ସବୁ ସତ ଲେଖୁଛନ୍ତି ମୋର ପ୍ରିୟ ହିନ୍ଦୁ ଧର୍ମ ଗୁରୁଜୀ ମାନଙ୍କୁ ମୋର ଅତି ନମସ୍କାର ହରି ॐ 🙏🙏🙏🙏🙏🙏ଜୟ ଜଗନ୍ନାଥ
@banabiharinaik6378
@banabiharinaik6378 3 жыл бұрын
Bbnmalikasatyahaipare🤬🌞🤢🤮🤧🤓
@sonalijena371
@sonalijena371 3 жыл бұрын
ବିଶ୍ୱାସ ହେଉଚି ମୂଳ, ମୁଁ ଭଗବାନଙ୍କୁ ବିଶ୍ୱାସ କରେ, ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ନିମନ୍ତେ,,,,,,ହେ ମଣିଷ ଗଣ,,,, ଅନେକ ନାଁରେ ଜଣେହିଁ ପୂଜା ପାଉଛନ୍ତି , ସେ ହେଉଛନ୍ତି ସୃଷ୍ଟିକର୍ତା ଭଗବାନ,,, ଆମେ ସମସ୍ତେ ସମୁଦ୍ରର ହିଡ ଉପରେ ବସବାସ କରି ଅଛନ୍ତି ସିଏ ଚାହିଁଲେ ତ ଗୋଟିଏ ଲହଡିରେ ସାରା ସଂସାର ଭସେଇ ଦେବେ ,,, ଏତେ ଚିନ୍ତା କାହିଁକି, ସେହିଦିନ ଯେବେ ଆସିବ ଦୁଃଖ କାହିଁକି କରିବା ହସି ହସି ଆତ୍ମା ଆହୁତି ଦେଇଦବା ଓ ତାଙ୍କରି ପାଖରେ ଲିଂନ ହେଇଯିବା,,,, ଡରିବାର କିଛି ଆବଶ୍ୟକତା ନାହିଁ, ନିଜକୁ ସୁଦୃଢ କର , ଆମେପରା ଆମ ବାପା ମାଆଙ୍କ ପାଖରେ ଅଛନ୍ତି, ସେ ହେଉଛନ୍ତି ଲକ୍ଷ୍ମୀ ନାରାୟଣ,,,ତାଙ୍କୁ ଧ୍ୟାନ କରି ନିର୍ଭୟରେ ବାଟଚାଲ, ସମସ୍ତଙ୍କ ଚଲା ବାଟରେ ପୁଷ୍ପ ବରଷା ହବ,,,🙏🙏🙏🙏🙏
@prince____pintu4398
@prince____pintu4398 2 жыл бұрын
ସବୁ ଏମିତି ହୋଇଆସୁଛି ଆଗକୁ ସବୁ ଘଟିବ ହେଇଆଶିବ ଜୟ ଜଗନ୍ନାଥ 🙏
@ramji-yn1oz
@ramji-yn1oz 3 жыл бұрын
ମାଳିକା ରଚନା ସବୁ ଠିକ୍ ଏବେ ଘଟୁଛି ଭବିଷ୍ୟତରେ ମଧ୍ୟ ଘଟିବ
@climax0075
@climax0075 3 жыл бұрын
ଅବିଶୁଆସି ମାନେ ହିଁ ଭୋଗନ୍ତି,
@shrimadbhagavad-gitaodia6023
@shrimadbhagavad-gitaodia6023 3 жыл бұрын
ରୁଚୁ ନ ରୁଚୁ ଖା ଅ ପିତା - ? ବୁଝୁ ନ ବୁଝୁ ପଢ଼ ଗୀତା - ?👌kzbin.info/www/bejne/aV6ne6KNdrWYmKOcttps://kzbin.info/www/bejne/hpuUi4qAoaqNpcmcttps://kzbin.info/www/bejne/aKapeKyFpJ5ljK8
@scientificjp
@scientificjp 3 жыл бұрын
ତମେ ତ ବିଶ୍ବାସୀ 😂 ତମ ପରିବାର ଏବଂ ବନ୍ଧୁ ବର୍ଗ ରେ କେହି corona ପୀଡିତ ନଥିବେ । ବାତ୍ୟା ବେଳେ ତମ ଘରକୁ ଛାଡିକି ଆଉ କୋଉଠି current ନଥିବ 😂 👌 ନା କଣ କିଛି ଭୁଲ କହିଲି କି
@rinkugouda4453
@rinkugouda4453 3 жыл бұрын
ମାଳିକା ସତ୍ୟ ଅଟେ
@Localall12
@Localall12 3 жыл бұрын
ସବୁ ସେଇ ମହାପ୍ରଭୁ ଙ୍କ ଇଛା ମାଳିକା ସତ୍ୟ
@ganeshsahu4917
@ganeshsahu4917 3 жыл бұрын
Right
@khyamabehera2382
@khyamabehera2382 2 жыл бұрын
Malika michha 100%
@amasanskruti9417
@amasanskruti9417 3 жыл бұрын
ଜୟ ଜଗନ୍ନାଥ 🙏🙏🙏 ମାଳିକା ସବୁବେଳେ ସତ୍ୟ ଥିଲା ଏବଂ ସତ୍ୟ ହୋଇ ରହିବ🙏 ମାଳିକା ବଚନ କେ କରିବ ଆନ 🙏
@Anilkumarrath
@Anilkumarrath 3 жыл бұрын
Achyuta Nanda Malika Re Jaahaa Sabu Bhabisyat Bani Lekhaa Jaaichhi Sabu Sata Hin Heba Nischitata
@banitabehera1530
@banitabehera1530 3 жыл бұрын
Right
@ranjitdas7688
@ranjitdas7688 3 жыл бұрын
You are right
@susamabalakamila7163
@susamabalakamila7163 Жыл бұрын
​@@Anilkumarrath ❤ co
@susamabalakamila7163
@susamabalakamila7163 Жыл бұрын
😊😊
@debrajbehera2245
@debrajbehera2245 3 жыл бұрын
ଜୟ ଶ୍ରୀରାମ 👏
@pratapbhai8603
@pratapbhai8603 2 жыл бұрын
🌹ଜୟ ଜଗନ୍ନାଥ 🌹 ଜୟ ପାଞ୍ଚସଖ 🌹
@manasmohapatra2188
@manasmohapatra2188 3 жыл бұрын
ଭବିତବ୍ୟ ଯାହା ଘଟେ ବା ଘଟିବ, ସେ କାହାରି ଆୟତ ନାହିଁ ।
@goodluckchenal9131
@goodluckchenal9131 2 жыл бұрын
ଆପଣକଂ ଭାବନା କୁ ଖୁସି ଲାଗିଲା
@Eito_duniya
@Eito_duniya 2 жыл бұрын
ସୁନ୍ଦର ଉପସ୍ଥାପନା କଲେ ଭାଇ।🙏
@jhasaketnsahu8225
@jhasaketnsahu8225 3 жыл бұрын
Joumane amanisa seimane Malika ku abiswas karibe ,Jai jaganath
@daktarmahaling8638
@daktarmahaling8638 2 жыл бұрын
ମାନବ ପଞ୍ଚ ଭୁତରୁ ଜନ୍ମ ,ପଞ୍ଚ ଭୁତରେ ହେବେ ନୀଳ,
@susantanath8775
@susantanath8775 3 жыл бұрын
🚩ଏ କଣ ଡାଲି ଅଳପ ହୋଇଛି ପାଣି ପୁରେଇଦେବା ସମସ୍ତକୁ ହୋଇଯିବ, ଜଦି ଆଉ ଦରକାର ପଡିବ କଣ କରିବେ🚩 🙏🏻🙏🏻🙏🏻🙏🏻🙏🏻
@kaliapanda5210
@kaliapanda5210 2 жыл бұрын
ଆରେ ଅବଧ ମାନବ ଧର୍ମ ଜେତେ କମିବ ସେତେ ପାପ ବଢିବ ସେ ଅନୁସାରେ ଦଣ୍ଡବି ବଢିବ
@laxmidharhasda3753
@laxmidharhasda3753 3 жыл бұрын
ଇଂରାଜୀ ପଢୁଆ ଲୋକମାନେ ମାଳିକା ଶାସ୍ତ୍ର କୁ କଣ ବୁଝିବେ ।
@tk.mohapatra7231
@tk.mohapatra7231 3 жыл бұрын
right
@shrimadbhagavad-gitaodia6023
@shrimadbhagavad-gitaodia6023 3 жыл бұрын
kzbin.info/www/bejne/aKapeKyFpJ5ljK8ଶ୍ରୀମଦ୍ ଭଗବ ଦ୍ ଗୀତା ଦେଖନ୍ତୁ :--- ? ନିଜ ଭିତରେ (Energy) 100% ବଢିଯିବ Guarenty - ୧୦୦% -୧୦୦% -୧୦୦% kzbin.info/www/bejne/sGjWYYmQqq2FsJY
@rakeshkumarrath2684
@rakeshkumarrath2684 3 жыл бұрын
Right
@scientificjp
@scientificjp 3 жыл бұрын
ଭାଇ ମାଳିକା ରେ ଖାଲି ଓଡ଼ିଶା ଆଉ ଭାରତ କଥା ଲେଖା ହେଇଛି😅 ମହାବାତ୍ୟା , ଆହୁରି କେତେ କଣ America japan France Germany Russia ସେମାନେ ସବୁ ବୋକା ଗୁଡା । ବେକାର ଟାରେ ଗ୍ରହ ନକ୍ଷତ୍ର ଗ୍ରହନୂପୁଞ୍ଜ ରୋଗ ଆଦି ର ଗବେଷଣା କରି ଦୈନ ଦିନ ଜୀବନ କୁ ସରଳ କରି ପାରୁଛନ୍ତି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିପରୁଚନ୍ତି । କିନ୍ତୁ ଆମେ ଓଡ଼ିଶା ରେ ବସି ଚାଲ ମାଳିକା ମାଳିକା ଖେଳିବା😂
@rajeshsahoo2954
@rajeshsahoo2954 3 жыл бұрын
Raghti
@binodtiger5649
@binodtiger5649 3 жыл бұрын
ଯେତେ ବେଳେ ଅନ୍ୟାୟ ଅତ୍ୟାଚାର ଚରମ ସୀମା ରେ ପହଞ୍ଚି ଯାଏ ଭଗଵାନ ନୂଆ ଯୁଗର ଆରମ୍ଭ ନିମନ୍ତେ ସୃଷ୍ଟି ର ବିନାଶ ସ୍ଥିର କରନ୍ତି ଏହା ମୁ ନୁହଁ ମାଳିକା କହେ 🙏🏿 ଜୟ ଜଗନ୍ନାଥ 🙏🏿 ଜୟ କଳ୍କୀ ଅବତାର 🙏🏿 ମଣିମା ଦୋଷା ଦୋଷ କ୍ଷମା କର 🙏🙏🙏🙏🙏🙏🙏🙏🙏🙏🙏
@creativesipun9082
@creativesipun9082 3 жыл бұрын
ମାଳିକା ଯାହା ବି କହୁଛି ସତ ହେଉଛି
@ganeshsahu4917
@ganeshsahu4917 3 жыл бұрын
Right
@abhilasmamunparida3609
@abhilasmamunparida3609 3 жыл бұрын
Hmm Bhai jaha lekha heichi Satya heichi ,Satya hauchi auu Satya Madhya heba......Abe gadhi sandhi muhurta .......Kali ro koralo ruparu bartibar Abe thhu prabhunkara Nama dhara,,,sat gami haba.....naii ta sabu fasijiba....karana samaya nikatatara 🙏🙏🙏🙏
@birendramangal2567
@birendramangal2567 3 жыл бұрын
@@abhilasmamunparida3609 viaral odisha malika new episode"" youtube channel sahito jodontu, jay Jagannath🙏🙏🙏
@creation9687
@creation9687 2 жыл бұрын
ଅଚ୍ୟୁତ ଠାର କାଳିଆ ଗାର ।ମାଳିକା ବଚନ ନ ହୋଇବ ଆନ , ଦେଖିବୁ ଦୁଇ ନୟନେ।🙏🙏🙏🙏🙏
@srikanta671
@srikanta671 3 жыл бұрын
ସତ କଥା ଜୟ ଜଗନ୍ନାଥ 🙏🏽 ତୁ କିଛି ଜାଣିପାରୁନି ମହାମାରୀ ହୋଇଛି
@villageboyankitkanha8205
@villageboyankitkanha8205 Жыл бұрын
ଜୟ ଜଗନ୍ନାଥ ମାଳିକା ପୁସ୍ତକ କେଉଁଠି ମିଳିବ ଦୟା କରି କହିବେ କେହି ସ ହୃଦୟ ବ୍ୟକ୍ତି
@susantanath8775
@susantanath8775 3 жыл бұрын
କଳି କଣ ଅମର ବର ପାଇଛି 🙏🏻🙏🏻🙏🏻🙏🏻🙏🏻
@spcreation5820
@spcreation5820 3 жыл бұрын
Yes
@rojalinsahoo7345
@rojalinsahoo7345 3 жыл бұрын
😯😯😯😯
@jaysrirambulurakhal
@jaysrirambulurakhal 3 жыл бұрын
Jay sri ram ଜୟ ଶ୍ରୀ ରାମ ଜୟ 🙏💞💐🌹🌹🌷🌷🥀🥀🌺🚩
@sidharthadas124
@sidharthadas124 Жыл бұрын
ମାଳିକାରେ ଲେଖା ହୋଇଥିଲା ଯେ, ନାରୀ ଯେବେ ପୁରୁଷ ଠାରୁ ଆଠ ଗୁଣେ କାମକରିବେ, ଉଗ୍ର ରୂପ, ଶକ୍ତିଶାଳି ଆଉ ବଳୁଆ ହେବେ, ତେବେ କଳିଯୁଗ ଖୁବଶୀଘ୍ର ଶେଷ ହେବା କୁ ପାଖେଇ ଆସିବ, ସେହିଦିନ ଘୋର୍ କଳିଯୁଗ ହିଁ ହେବ। ବର୍ତ୍ତମାନ ସମୟରେ ଝିଅମାନେ ପୁରୁଷ ଭଳିଆ ହୋଇଥିବାରୁ ତେଣୁ ଯୁଗ ବହୁତ ଖରାପ ହୋଇଯାଉଛି, ସେଥିପାଇଁ ବର୍ତ୍ତମାନ ସମୟ ହେଉଛି ପୁରା ଘୋର୍ କଳିଯୁଗ। ଉଦାହରଣ:- ଯଦି ଝିଅମାନେ କାର୍ ଚଳାଇ ପାରିବେ, ଯଦି ଝିଅମାନେ ବାଇକ୍ ଚଳାଇ ପାରିବେ, ଯଦି ଝିଅମାନେ ବିମାନ ଉଡ଼ାଇ ପାରିବେ, ଯଦି ଝିଅମାନେ ପୋଲିସ୍ ଏବଂ ସୈନିକ ହୋଇପାରିବେ, ଯଦି ଝିଅମାନେ ଯୁଦ୍ଧ କରିପାରିବେ, ଯଦି ଝିଅମାନେ ଗ୍ୟାଙ୍ଗଷ୍ଟର ଏବଂ ଡନ୍ ହୋଇପାରିବେ, ଯଦି ଝିଅମାନେ ବଡି ବିଲଡର୍ ହୋଇପାରିବେ, ଯଦି ଝିଅମାନେ ଭାରୀ ଓଜନ ଜିନିଷ ଉଠାଇ ପାରିବେ, ଯଦି ଝିଅମାନେ ପୁରୁଷଙ୍କ ସହିତ ସମାନ ହୋଇପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି କାମ କରିପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି ଶକ୍ତିଶାଳୀ ଓ ବଳୁଆ ହୋଇପାରବେ, ଯଦି ଝିଅମାନେ ପୁରୁଷଙ୍କ ପରି ସବୁକିଛି କରିପାରିବେ, ତେଣୁ ଯୁଗ ବହୁତ ବେଶୀ ଆଧିକ ଖରାପ ହେବ ଏବଂ ଏହି ସବୁ କାରଣରୁ ଆମ ପୁଅମାନଙ୍କୁ ବହୁତ ପ୍ରଭାବ ପକାଇବ| ଏହି ପ୍ରଭାବ ପକେଇବା କାରଣରୁ ପୁଅମାନଙ୍କର ପୁରୁଷ ହେବାର କିଛି ମୁଳ୍ୟ ରହୁନାହିଁ ଆଉ ପୁଅମାନେ କାପୁରୁଷ, ଦୁର୍ବଳ ହୋଇଯାଉଛନ୍ତି। ଆଉ ଝିଅମାନେ ମର୍ଦ ହୋଇ ବହୁତ ଫାଇଦା ଉଠାଉଛନ୍ତି। ଏହି ଝିଅମାନେ ଘୋର୍ ଅଧର୍ମ କରୁଛନ୍ତି | କିନ୍ତୁ ଏହି ଝିଅମାନଙ୍କୁ ବିନାଶ ହେବ|
@silusuman3524
@silusuman3524 2 жыл бұрын
ପର୍ବତ ଶିଖରେ ଫୁଟିବ କଇଁ ଅଚ୍ୟୁତ ବଚନ ଟଲିବ ନାହିଁ।🙏🧡
@ramakantatripathy827
@ramakantatripathy827 3 жыл бұрын
ଜଗନ୍ନାଥ ସବୁଜାଣୁଛତି ସବୁଭଲ ହବ🙏🙏🙏🙏
@prakshtripathy9953
@prakshtripathy9953 Жыл бұрын
ମାଳିକା ହେଉଛି ସବୁେବେଳ ସତ୍ଯ ମାଳିକା ବିନା ଗତି ନାହିଁ ଜୟ କାଳିଆ❤❤ ମାଳିକା ସବୁ ବେଳ ସତ୍ଯ
@shakaharipruthivi8696
@shakaharipruthivi8696 3 жыл бұрын
କି ଆଲୋଚନା କରୁଛ ? କଣ କଣ ଆଲୋଚନା କରୁଛ ? ନାସ୍ତିକ ଓ ଅବିଶ୍ୱାସୀଂକ ଭିତରେ କେଉଁ ଜ୍ଞାନର ର ଆବଶ୍ୟକତା ଏମିତି ପଡ଼ିଲା ଯେ ଏତେ ଟଣା ଓଟରା ଚାଲିଛି। ୬୪ ପ୍ରକାର ରୋଗ,ସାତଦିନିଆଁ ପ୍ରଳୟ ,ଗୃହଯୁଦ୍ଧ, ଵିଶ୍ଵଯୁଦ୍ଧ ରେ ଯେତେବେଳେ ସାରା ପୃଥିବୀ ଦୁଲୁକି ଯିଵ ସେତେବେଳେ ଛାଏଁ ପୃଥିବୀରେ ପରିଵର୍ତ୍ତନ ହୋଇ ଯିଵ ।ତିନି ଭାଗ ଜନସଂଖ୍ୟା ଭାଗେ ରହୁ କି ଯେତେ ରହୁ ତେତିଶ କୋଟି ଦେଵତା କୁ ସେତିକି ମଣିଷ ଏ ଦେଶରେ ରହିଵେ। କଳ୍କୀ ଅଵତାର ଯଦି ହୋଇଛି ତେଵେ ମେଳ୍ଛ ସଂହାର ତ ଚାଲିଛି।୨୦୧୩ ରୁ ୨୦୩୧ ଗୋଟିଏ ଛୋଟିଆ ସମୟ ଦେଖିଵା ହେଉ ଅସୁବିଧା କେଉଁଠି ରହିଲା। କୋଡ଼ିଏ ରୁ ଫସଲର ଉତ୍ପାଦନ କମ୍ ହେଵା ଏକୋଇଶ ରେ ଭୂକମ୍ପ,ଜଳପ୍ରଳୟ ହେଵା(ଚୀନ ସହିତ ଅନ୍ୟ ପଶ୍ଚିମ ଦେଶରେ ଏଵେ ତ ଲୀଳା ଚାଲିଛି) ବାଇଶରେ ଶାସକ ମଡ଼କ ହେଵା।ଆଗକୁ ଏମିତି ଅନେକ କଥା। ପରୀକ୍ଷା ନୀରିକ୍ଷା କଲେ ଅସୁବିଧା କେଉଁଠି ? ସନାତନ ହିନ୍ଦୁ ଧର୍ମ ଉପରେ ଯେଉଁ ଭୟଙ୍କର ଆକ୍ରମଣ ଚାଲିଛି ସେଇଟା କଣ କମ୍ ଵଡ଼ ପ୍ରମାଣ କି ? ଜଗନ୍ନାଥଂକ କଳ୍କୀ ଅଵତାର ହୋଇ ସାରିଛି । ମେଳ୍ଛ ସଂହାର ଚାଲିଛି। ଅପେକ୍ଷା କର ଦେଖ ।ପୂର୍ବ ର ସୂର୍ଯ୍ୟ ଦିନେ ପଶ୍ଚିମ ରେ ଉଦୟ ହେଵ ।ସାତଦିନିଆଁ ପ୍ରଳୟ ପରେ ଏ ପୃଥିବୀର ଚିତ୍ର ଓ ଚରିତ୍ର ମଧ୍ୟ ବଦଳି ନ ଯିବ କିଏ କହିଵ ? ଏ ଯନ୍ତ୍ରପାତି ସଵୁ ଅଚଳ ହୋଇ ନ ଯାଇଥିଵ ସେ କଥା କିଏ କହିବ ?ସଵୁ ପରିସ୍ଥିତି ପାଇଁ ଯିଏ ପ୍ରସ୍ତୁତ ତାର ଅସୁବିଧା କେଉଁଠି ରହିବ।ଗିରିଗୁମ୍ଫାରେ ଯେ ରହିଛି ଓ ରହିପାରିଛି ଆହାର,ଅର୍ଧାହାର,ଅନାହାର ପାଇଁ ଯେ ପ୍ରସ୍ତୁତ ଅଛି ତାର ଭୟ କଣ ? ଶାକାହାରୀ ଖାଦ୍ୟ ରେ ଯେ ଶରୀର ରଖିଛି ତାର ଡ଼ର କଣ ? ଯେ ବିନା ନିଶାରେ ଵଂଚିଛି ତାର କେଉଁ ମୋହ କଣ କରିଵ ? କେତେ ବିରାଟ ପରିଵର୍ତ୍ତନ ହୋଇ ଚାଲିଛି ।ମଣିଷର ଜୀବନ ଓ ଜୀଵିକା ନଷ୍ଟ ଭ୍ରଷ୍ଟ ହୋଇ ଚାଲିଛି ତଥାପି ଲାଗୁଛି କିଛି ହେଉ ନାହିଁ ? ରୋଗ ର ଭୟ ଵର୍ଷ ଵର୍ଷ ଧରି ଘରେ ଲୁଚେଇ ଦେଲାଣି ତଥାପି ଜଣା ନ ଗଲେ କାହାକୁ କିଏ କେମିତି ଵୁଝେଇଵ ? ଆମ ଠାକୁରଂକୁ ଡାକ ଜାଣିଵ ସେ କହିଦେଵେ କଣ ସଵୁ ଚାଲିଛି ଓ ଚାଲିବ ।କେଵଳ ଅନ୍ତରର ସହିତ ଡାକ ଛାଡ଼ ଜଗନ୍ନାଥ ଜଗନ୍ନାଥ କହିକି ତ ଦେଖ ! କଳ୍କୀ ରାମ କହିଲେ ତ ପୁରା ଅବତାର କଥା ଜାଣି ହେଵ ।କେବଳ ଜ୍ଞାନ, ଭକ୍ତି କୁ ମିଶେଇ ଦେଖ ।ଯାହା ଦେଖିବା କଥା ଦେଖିବ ।ସରଳ ହୃଦୟ ଟିଏ ଦରକାର।ସରଳ ମନଟିଏ ଦରକାର । ଆଉ କଣ ସେ ଠାକୁରଙ୍କ ଦରକାର ? ଗୋଟିଏ ନିରୋଳା ଭଲପାଇବା ଦରକାର ।ଯାହା ନିଃସ୍ଵାର୍ଥ ଓ ନିଷ୍ଠାପର ।ଏଇତ ଭାଵ ।ସେଇଠି ସେ ବନ୍ଧା । ସେଇ ମମତା ଟିକକ ପାଇଁ ତାର ଏତେ ଖେଳ ।କଣ ସଵୁ ଦେଖିଵ ଲେଖିବ ।ଜୟ ଜଗନ୍ନାଥ ଜୟ କଳ୍କୀ ରାମ୍ ।
@duryadhanabehera356
@duryadhanabehera356 3 жыл бұрын
Thank u so much
@abhilasmamunparida3609
@abhilasmamunparida3609 3 жыл бұрын
Hmm bhaii jaha kahile...thhik samya nikatara.... 🙏🙏🙏🙏..abethhu prabhunkara Nama ,,auu Satya ,Santi ,Daya ,khem aii charatira Patra no hele agaku jau korala Rupa asuchi sabu bhasi jibe...... 🙏🙏🙏 Abe baa prabhunkara ...... Bayasa chalichi 🙏🙏 bhai Abe sanghara Nila...aga Ku ahuri ghor bipada.....
@shakaharipruthivi8696
@shakaharipruthivi8696 3 жыл бұрын
@@duryadhanabehera356 ଆନ୍ତରିକ ଶୁଭେଚ୍ଛା ଭାଇ । ଜୟ କଳ୍କୀ ଜୟ ଜଗନ୍ନାଥ
@shakaharipruthivi8696
@shakaharipruthivi8696 3 жыл бұрын
@@abhilasmamunparida3609 ମଣିଷ ଆଜି ଯେତିକି ଧନକୁ ଗୁରୁତ୍ୱ ଦେଉଛି ତା ଅପେକ୍ଷା ଧର୍ମ କୁ ଅଧିକ ଉପେକ୍ଷା କରୁଛି।ଅନୀତି, ଦୂଃର୍ନୀତୀ କରି ଟଙ୍କା ରୋଜଗାର କରିବା ଏକ ଶୋଷଣ ଯୁକ୍ତ ସମାଜ ପାଇଁ ଘାତକ ଅଟେ ।ସଵୁ କ୍ଷେତ୍ରରେ ଦେଖନ୍ତୁ ଦୂଃର୍ନୀତୀ କେତେ ଗଭୀର କୁ ଯାଇ ସାରିଛି।ଅନ୍ଧାର ଯେତେ ଅଧିକ ହେଵ ଆଲୋକ ର ଆସିବା ମଧ୍ୟ ସେତିକି ପ୍ରବଳ ହେଵ ।ଅନୁଭବ ଛଡ଼ା ଇଶ୍ଵରଂକ କଥା କହିହେଵ ନାହିଁ।ସତ୍ୟ, ଶାନ୍ତି, ଦୟା, କ୍ଷମା ଓ ଭଲପାଇବା ଆଜି ମଣିଷର ଭିତରକୁ ଯାଇ ନ ପାରିବା ହିଁ ଏ ପ୍ରଳୟ। ଜୀବ ମାନଙ୍କୁ ହତ୍ୟାକରୀ ମାଂସ ଭକ୍ଷଣ କରି ଆମେ ମଣିଷ ରୁ ଅସୁର ହୋଇ ପାରିଵା ତ ଵିନାଶ ପାଇଁ ଵି ପ୍ରସ୍ତୁତ ରହିବା ଦରକାର। ମୋଟା ମୋଟି କଥା ଶାକାହାରୀ ଵିଶ୍ଵ ହିଁ ଆଗାମୀ ସମୟ ସେଇଟା ହିଁ ସତ୍ୟ ଯୁଗ।ମଣିଷର ମାନସିକତା ର ପରିଵର୍ତ୍ତନ ହିଁ ଯୁଗ ପରିଵର୍ତ୍ତନ।ଜୟ କଳ୍କୀ ଜୟ ଜଗନ୍ନାଥ।
@abhilasmamunparida3609
@abhilasmamunparida3609 3 жыл бұрын
@@shakaharipruthivi8696 angya bhai....Amisha khai sariraka apabitra Kari jau pasu bholi karma karuchi Manisha tara parinam pauchanti aga Madhya Paibe jau niriho jiba jaumankara kichhi Dosha biii Nahi seimankau Mari khaile....knn auu haba dharitri Mata kete auu sahiba Tara pila chhuanka kasta..........(Asuchi asuchi Kalo lahari nimishe deba aa jogata moddi)🙏🙏🙏
@himansuhimansu151
@himansuhimansu151 3 жыл бұрын
ମାଳିକା କଥା ଜୁଗେ ଜୁଗେ ସତ୍ୟ
@bibhuprasad2333
@bibhuprasad2333 3 жыл бұрын
Right
@papakishernipallavi763
@papakishernipallavi763 3 жыл бұрын
ଆମେ ଆଗାମୀ ଭବିଷ୍ୟତ ଜାଣିପାରୁ କିନ୍ତୁ ସେ କଥା କୁ ଅଣ ଦେଖା କରୁ ଉଦାହରଣ ସ୍ୱରୂପ ଆମେ ଜଳ ବାୟୁ କୁ ଦୂଷିତ କରୁ ତାହାର ଆଗାମୀ କୁପ୍ରଭାବ ଆମେ କୁ ପଡିବ ବୋଲି ଆମେ ଜାଣୁ ତା ପରେ ବି ଆମେ ଜଳ ବାୟୁ ଦୂଷିତ କରୁ ଜୟ ଜଗନ୍ନାଥ 🙏
@harishchandramahanta1428
@harishchandramahanta1428 3 жыл бұрын
Malika 💯 correct 👍👍👍
@susantanath8775
@susantanath8775 3 жыл бұрын
🚩ଜୟ ଜଗନ୍ନାଥ 🚩🙏🏻🙏🏻🙏🏻🙏🏻🙏🏻
@himanshuparida2627
@himanshuparida2627 3 жыл бұрын
Maleka 100; sata
@ganeshsahu4917
@ganeshsahu4917 3 жыл бұрын
Right
@Dr12466
@Dr12466 3 жыл бұрын
Micha
@rabindrakumarmallik8717
@rabindrakumarmallik8717 3 жыл бұрын
Jadi sata ghatana sarila pare malika kahiparuchi aagharu kan pain kahiparuni
@_bijay__07_32
@_bijay__07_32 3 жыл бұрын
ଶରୀର ସୁନ୍ଦର ଥାଉ କି ନ ଥାଉ କିନ୍ତୁ କହୁଥିବା ଶବ୍ଦ ଗୁଡାକ ସୁନ୍ଦର ହେବା ନିହାତି ଦରକାର କାହିଁକି ନା ଲୋକ ଚେହେରା ଭୁଲି ଯାଆନ୍ତି କିନ୍ତୁ କହିଥିବା କେଇପଦ କଥା ମନ ଭିତରେ ବସା ବାନ୍ଧି ରହିଯାଏ.... "ଜୟ ଜଗନ୍ନାଥ"
@banitabehera1530
@banitabehera1530 3 жыл бұрын
Right
@debiprasadpanda3007
@debiprasadpanda3007 3 жыл бұрын
ମାଳିକା କଥା ସବୁ ସତ ହଉଛି
@stutikerketta2168
@stutikerketta2168 Жыл бұрын
Bible thu bada vabisya Vani pustaka duniare nhin.
@jagannathabadatya6513
@jagannathabadatya6513 3 жыл бұрын
,🙏ଜୟ ଜଗନ୍ନାଥ🙏ଦେବେନ୍ଦ୍ର ସାର ଯାହା କହିଲେ ଆଗରୁ ଏମିତି ସବୁ ଘଟୁଥିଲା କିନ୍ତୁ ଏମିତି ବାରମ୍ବାର ବାର ବର୍ଷା ବାତ୍ୟା ବିଲରେ ଧାନ ନ ହେବା ଏସବୁ କାହିଁକି ହୋଉଚି କହିପାରିବେକି ଦେବେନ୍ଦ୍ର ସାର ବାବା ଦିବାକର ଦାସ ଯାହା କହୁଛନ୍ତି ତାହା ସତ୍ୟ ହିଁ କହୁଛନ୍ତି ବିଶ୍ୱାସ କରନ୍ତୁ ମାଳିକା କଥାକୁ ବିଶ୍ୱାସ କରନ୍ତୁ ଶ୍ରୀ ଶ୍ରୀ ହରି ଜପନ୍ତୁ 🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@udayasanta9460
@udayasanta9460 3 жыл бұрын
ମାଳିକା ସତ୍ୟ କିନ୍ଦୁ ମାଳିକା ପ୍ରଚାର କରୁତିବା ଲୋକ ଠିକ ନାହିଁ
@dushasannag7446
@dushasannag7446 2 жыл бұрын
Very nice 👌👍
@paramnarayandash7414
@paramnarayandash7414 3 жыл бұрын
ମାଳିକା ନାମରେ କିଛି ଲୋକ ବେପାର କରୁଛନ୍ତି
@odianitibanimrshine
@odianitibanimrshine 2 жыл бұрын
Tu ta mg ta
@odianitibanimrshine
@odianitibanimrshine 2 жыл бұрын
ମାଳିକା ହିଁ ସତ୍ୟ ସତ୍ୟ ସତ୍ୟ
@rameshlenka9762
@rameshlenka9762 3 жыл бұрын
ଜୟ ଜଗନ୍ନାଥ 🙏🙏 ଜୟ ପଞ୍ଚସଖା 🙏🙏🙏🙏
@jagannathabadatya6513
@jagannathabadatya6513 3 жыл бұрын
ଦେବେନ୍ଦ୍ର ସାରଙ୍କ ମୁଣ୍ଡ କାମ କରୁନି ଏମିତି ଲୋକଙ୍କ ପାଇଁ କଳିଯୁଗ ଆସିଯାଇଛି ମୁଁ କଣ କହିଲି ବୁଝିବା ଲୋକହିଁ ବୁଝିବେ ଦେବେନ୍ଦ୍ର ସାରଙ୍କ କଥାକୁ ବିଶ୍ୱାସ କରିବେ ନାଁ ଅଚୁତ୍ୟ ନନ୍ଦ ମହାପୁରୁଷ ଯାହା ମାଳିକାରେ ଲେଖିଛନ୍ତି ତାକୁ ବିଶ୍ଵାସ କରିବ🙏🙏🙏 ଜୟ ଜଗନ୍ନାଥ 🙏🙏🙏
@pradeepsamantaray408
@pradeepsamantaray408 3 жыл бұрын
ଏହାର ଶେଷ ନିଷ୍କର୍ଷ ଏହା ଯେ ,-- ମାଳିକା ସତ୍ୟ ସତ୍ୟ ଏବଂ ନିହାତି ସତ୍ୟ ଅଟେ । ମହାପୁରୁଷ ଅଚ୍ୟୁତାନ୍ଦଙ୍କ ଠାର ଗାର କୁ ବୁଝିବା ଏତେ ସହଜ ନୁହେଁ । ହିସାବ କରି ଗଣନା କରି ତାରିଖ , ମସିହା କୁ ନିର୍ଭୁଲ ଭାବେ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ତା ପରେ - କିଛି ଲୋକ ମହାପୁରୁଷଙ୍କ ଲେଖାରେ ନିଜ ମନଗଢା କଥାକୁ ଯୋଡ଼ିଦେଇ , ବହି publish କରି ବିକ୍ରି କରିଦେଉଛନ୍ତି । ଫଳସ୍ୱରୁପ ଲୋକମାନେ ମାଳିକା କୁ ବିଶ୍ୱାସ କରୁନାହାନ୍ତି । ମୁଁ ଜଣେ ସଦ୍ ଗୁରୁଙ୍କ ଠାରୁ ଶୁଣିଥିଲି , ଯାହାକି ସେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମାଳିକା କୁ ଆଧାର କରି କହିଥିଲେ ଯେ ,-- 2030 ମସିହାରେ ପୁରୀ ସମୁଦ୍ର କୂଳରେ ଏକ ବିଶାଳ କାୟ ଉଲ୍କା ପଡ଼ିବ । ଫଳରେ ବହୁ ଅଞ୍ଚଳ ଜଳମଗ୍ନ ହେବ । ଏବଂ ସେତେବେଳେ ବାଇଶି ପାହାଚରେ ମିନ ଖେଳିବା ସମ୍ଭବ ହେବ । କିଛିଦିନ ପରେ ବିଭିନ୍ନ ଖବକାଗଜରେ ପୃଥିବୀର ବଡ ବଡ scientist ମାନଙ୍କର ଏକ future prediction ଆସିଲା , ଯେ 2032 ମସିହାରେ ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଏକ ବିରଟକାୟ ଉଲକା ଖସିବ । ପୁଣି କିଛିଦିନ ପରେ ସେହି scientist mane ତାଙ୍କର ପୂର୍ବ ବିବୃତି କୁ ସଂଶୋଧନ କରି କହିଲେ , ଏହା 2032 ନୁହେଁ ବରଂ 2030 ରେ ଘଟିବ ।
@RajibKumarNayakRajib
@RajibKumarNayakRajib 4 ай бұрын
୨୦୩୮
@chittaranjanbhoi6347
@chittaranjanbhoi6347 3 жыл бұрын
ଏବେ ଆମଙ୍କୁ ସତ ଚରିତ୍ର ରୂପୀ କର୍ମ କରିବା ଦରକାର।।
@harishchandramahanta1428
@harishchandramahanta1428 3 жыл бұрын
Jay Achutya 🙏🙏🙏🙏🙏
@tapanbarik779com4
@tapanbarik779com4 3 жыл бұрын
ଯୁଗର ପରିବର୍ତ୍ତନ ମାନେ ମାଳିକା କୁ ବୁଝାଏ ଯାହା ଘଟୁଛି ଆଉ ଯାହା ଘଟିବ ତାହା ସବୁ ମାଳିକା ରେ ଉଲ୍ଲେଖ ଅଛି ବିଶ୍ଵାସ କରିବାକୁ ବାଧ୍ୟ ଏମିତି ଏକ ସ୍ଵାଧୀନ ଭାରତରେ ମଣିଷ ଘରେ ବନ୍ଦିହେବେ କେହି ସ୍ୱପ୍ନରେ ଭାବି ନଥିଲେ କିନ୍ତୁ ବିଜ୍ଞାନ ଯୁଗରେ ମଧ୍ୟ ମାନିବାକୁ ବାଧ୍ୟ ସବୁ ସତ୍ୟାସତ୍ୟ ପ୍ରମାଣିତ ହୋଇଛି ଜୟ ଜଗନ୍ନାଥ ସ୍ଵାମୀ
@lokanatharts9063
@lokanatharts9063 2 жыл бұрын
ଯଦି ମାଳିକା ରେ ଲେଖା ହୋଇଛି ତାହା ହେଲେ ସମସ୍ତେ ମରିଯିବେ ନା କ'ଣ ଯେ ଯଦି ବି କେହି ଜଣେ ଦୁଇ ଜଣ ବଞ୍ଚନ୍ତି ସେମାନେ ମଧ୍ୟ ଡର ଭୟ ରେ ଭୋକରେ ମରିଯ ନା ଧନ୍ୟ ପ୍ରଭୁ ଜଗନ୍ନାଥ ତୁମ ର ନିଳା ଧନ୍ୟ
@pintudehury8964
@pintudehury8964 3 жыл бұрын
Malika sata katha Jay jagannath Swami🙏🙏🙏🙏
@surendrasendha9646
@surendrasendha9646 3 жыл бұрын
ମାଳିକା ଯାହା କହିଛି ତାହା ଘଟିଚାଲିଛି
@Gopabandhu91
@Gopabandhu91 3 жыл бұрын
ଜୟ ଜଗନ୍ନାଥ
@gopabandhubariha9783
@gopabandhubariha9783 2 жыл бұрын
ଜୟ ଅଚ୍ୟୁତ 🙏🙏🙏🙏🙏
@ranjanmajhi7890
@ranjanmajhi7890 3 жыл бұрын
ମାଳିକା ବଚନ ଅଖିଓ ଆଖିଓରୋରେ ସତ ଯାହା ଲେଖିଛନ୍ତି ସେଥିରେ ଗୋଟି ଗୋଟି ଘଟୁଛି 🙏 ଜୟ ଜଗନ୍ନାଥ ଜୟ ପଞ୍ଚସଖା
@judhistarbhoi1982
@judhistarbhoi1982 2 жыл бұрын
ମାଳିକା ୦ିକି ଏମାନକ କଥା ଜାଣତୀ
@snehalatasahu5163
@snehalatasahu5163 3 жыл бұрын
ସବୁ ଗୋଟି ଗୋଟି ହୋଇ ଘଟୁଛି ଓ ଘଟିବ 🙏
@prince____pintu4398
@prince____pintu4398 2 жыл бұрын
Right
@manojamanishkamala_abantee7204
@manojamanishkamala_abantee7204 3 жыл бұрын
😀😀😀 ମିଛ 😀😀😀 JAI AMBE MAA
@bijaybehera9970
@bijaybehera9970 3 жыл бұрын
ମାଳିକା କଥା ସତ ହେଉଛି ସବୁ
@muralibehera3409
@muralibehera3409 3 жыл бұрын
ଜୟ ଜଗନ୍ନାଥ 🙏🙏🙏🙏🙏🥺🥺🥺🥺🥺🥺🥺🥺🥺
@shyamsundarandia19191
@shyamsundarandia19191 3 жыл бұрын
ଜୟ ଜଗନ୍ନାଥ , ବନ୍ଦେ ହିନ୍ଦୁସ୍ତାନ ! 🇮🇳 🇮🇳 🇮🇳 🇮🇳 🇮🇳 🇮🇳 🇮🇳
@spcreation5820
@spcreation5820 3 жыл бұрын
ମାଳିକା ସତ୍ୟ
@od3300
@od3300 3 жыл бұрын
ମାଳିକା ବଚନ କେକରିବ ଆନ ସବୁ ସତ ହେବ ଜୟ ଜଗନ୍ନାଥ 🙏🙏🙏🙏
@musicvlogswithjmguddu2946
@musicvlogswithjmguddu2946 3 жыл бұрын
Jay Jagannath Jay Pancha Sakha🙏🙏🙏
@reddynarayan9890
@reddynarayan9890 3 жыл бұрын
He Prabhu Jagannath tume sahabharasa 🙏🙏🙏👏👏👏👃👃👃
@bijanmishra5021
@bijanmishra5021 3 жыл бұрын
ସେତେବେଳେ ଅଳ୍ପ ହଉ ଥିଲା,ଏବେ ଅଧିକ ହଉ ଛି।
@manojamanishkamala_abantee7204
@manojamanishkamala_abantee7204 3 жыл бұрын
SWAMI NARAYAN JAI KRISHNA ଜୟ ଜଗନ୍ନାଥ ସ୍ବାମୀ
@chintamanimoharana2678
@chintamanimoharana2678 3 жыл бұрын
😁 ସେ ଯୁଗ ରେ ହେଉଥିଲା ସେଇ ଯୁଗ ସାଇଲା, ଏବେ ହେଉଛି ଏବି ସରିବ ନିଶ୍ଚିତ, ଅପେକ୍ଷା କରନ୍ତୁ ଆଊ 5 ବରଷ
@rubinayak555
@rubinayak555 3 жыл бұрын
Right bro
@TailaKumardaleiKumar
@TailaKumardaleiKumar Жыл бұрын
ଦିବାକର ବାବା କୁ ଧନ୍ୟବାଦ
@prakashmajhi6688
@prakashmajhi6688 2 жыл бұрын
Malikaa is right 👌 it's true really🙏jai jagannath 🙏
@ChhabilaMunda
@ChhabilaMunda 3 ай бұрын
Malika Bachana Sata Hoipare... Jay Jagarnath ❤ ହେତୁବାଦୀ ମାନେ କେବେ ହେଲେ ବି ସତ୍ୟକୁ ଦେଖିପାରିବେ ନାହିଁ । ସତ୍ୟକୁ ବୁଝି ପାରିବେ ନାହିଁ । ଆଉ ସେମାନେ ଅସ୍ୱୀକାର କରିବେ ।
@prasadmajhi5559
@prasadmajhi5559 3 жыл бұрын
🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ ❤️ସାବାସ୍ ଦିବା ବାବା ବଢ଼ିଆ ମଜା ମାନେ 🌹
My scorpion was taken away from me 😢
00:55
TyphoonFast 5
Рет қаралды 2,7 МЛН