Рет қаралды 1,372,900
ମାଟିରେ ପାଳ ଛତୁ ଚାଷ//How to start mushroom bed by using soil //New method of mushroom farming / MUSHROOM
ଆଜିର ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ ଏକ ନୂଆ ପ୍ରଣାଳୀ ଯାହାକି ମାଟିକୁ ବ୍ୟବହାର କରି ପାଳ ଛତୁ ର ବେଡ୍ ପ୍ରସ୍ତୁତ କରାଯାଉଛି |
ଏଇଠି ଆପଣ ମାନଙ୍କୁ କହି ରଖୁଛୁ କି ଏହା ଏକ ପରୀକ୍ଷା ମୂଳକ ଭାବେ ବେଡ୍ ପ୍ରସ୍ତୁତି ହେଇଛି | ଆମେ ଆଶା ରଖୁଛୁ କି ପରୀକ୍ଷା ମୂଳକ ଭାବେ ବେଡ୍ ପଡ଼ିଲେ ମଧ୍ୟ ଏଥିରୁ ଛତୁ ହେଇ ପାରିବ |
ଅଧିକ ଜାଣିବା ପାଇଁ ଯୋଗାଯୋଗ କରିପାରିବେ 8984699784
#soilmushroom
#bedprepair
#mushroom
#sandhyamushroom
#mati
#matirepalachhatu
#howcanstartmushroom
#odishafarming
#actofodisha
#palachhatuchasa
For more information about mushroom 🍄 farming you can contact me 8984699784