ଆମେ ଜଗନ୍ନାଥଙ୍କୁ ଅପମାନ କରିନୁ |ପୂର୍ବ ଓଡ଼ିଶା ଲୋକେ ସହିପାରୁନାହାଁନ୍ତି ଅମକୁ | Odia singer Human Sagar |

  Рет қаралды 31,808

Susriofficial

Susriofficial

Күн бұрын

Пікірлер: 250
@pabitparichha6185
@pabitparichha6185 3 ай бұрын
ଦିଦି ଗୋଟିଏ ଭିଡିଓ ବନାନ୍ତୁ ଜଗନ୍ନାଥଙ୍କ ରଥ ଟାଣିଲା ବେଳକୁ ଯ‌ଉ ଅଶ୍ଳିଳ ଭାଷା କହିବା ତାହା ଠିକ କି ଭୁଲ ,ସେ ବିଷୟରେ ଭିଡିଓ ବନାନ୍ତୁ, ଜଗନ୍ନାଥଙ୍କୁ ପାଖରେ ରଖି ଭାଷା କହିବା ଟା ଭଲ
@koushalmangaraj7371
@koushalmangaraj7371 3 ай бұрын
Thank you so much sister ❤❤
@gopabandhuhans3955
@gopabandhuhans3955 3 ай бұрын
ପାତର ଅନ୍ତର ଚାଲିଛି ସେଥି ପାଇ ପଶ୍ଚିମ ଓଡିଶା ଅଲଗା ରାଜ୍ୟ ପାଇଁ ଦାବି କରୁଛି
@SomyaBhoi-sb1vi
@SomyaBhoi-sb1vi 3 ай бұрын
Good 👍
@Kornelgomango-mu8vk
@Kornelgomango-mu8vk 3 ай бұрын
Very nice sis, God bless u
@Ashwinideep-el4tk
@Ashwinideep-el4tk 3 ай бұрын
No 1 nani
@SubashMeher-td5ir
@SubashMeher-td5ir 3 ай бұрын
Thank you didi
@manbodrana5313
@manbodrana5313 3 ай бұрын
ନାଁ ନାଁ ଭ୍ଉଣୀ ଆମ ଓଡିଶାର ଲୋକ ଏମିତି ଯେ ହାତୀ ଗଲିଯାଏ କିନ୍ତୁ ପିମ୍ପୁଡ଼ି ଗଲିଲେ ତାର ଦୋସ କୁ ଥାନାରେ କେସ ଦିଅନ୍ତି ।
@Samirwhistlefluid
@Samirwhistlefluid 3 ай бұрын
ନିଶା ମହାରଣା କଣ ଭଲ କାମ କରୁଛି
@mrbikkiofficial3599
@mrbikkiofficial3599 3 ай бұрын
ଏଥିପାଇଁ ଲୋକେ କହନ୍ତି କୋଟିଏରେ ଗୋଟିଏ ବୋଲି ତୁମେ ଯୋଉଠି ର ହୁଅ ନା କାହିଁକି ବହୁତ ଭଲ କଥା ଟେ କହିଲ ଆଉ ବୁଝେଇଲ ମୂର୍ଖ ଲୋକ କେବେ ବୁଝିବେନି ସେଥିପାଇଁ thankyou so much
@pabitparichha6185
@pabitparichha6185 3 ай бұрын
ଗାୟକ ଗାୟିକା ଲୋକମାନଙ୍କର ଉତ୍ସାହ ପାଇଁ ଓ ଓ ଶବ୍ଦ ବ୍ୟବହାର କରି ଥାଆନ୍ତି,
@RameshGamango-xj2hp
@RameshGamango-xj2hp 3 ай бұрын
Thanks sister good messege delo
@rashmiranjan286
@rashmiranjan286 3 ай бұрын
ସତ କଥା ଭଉଣୀ ❤
@KB-BHAI-OFFICIAL
@KB-BHAI-OFFICIAL 3 ай бұрын
ବହୁତ ଭଲ କଥା କହିଛନ୍ତି ମେଡମ, ଆପଣ କାହା ସପୋର୍ଟ ନେଉ ନାହାନ୍ତି, ଭୁଲ ତ ସଭିଏଁ କରୁଛନ୍ତି, ସମସ୍ତଙ୍କୁ ଦେଖନ୍ତୁ, ଖାଲି ଦୁଇ ଜଣ କୁ କାହିଁକି/form NUAPADA
@bhajamanapadhan3585
@bhajamanapadhan3585 3 ай бұрын
ପୂର୍ବ ଓଡ଼ିଶାର ଳୋକ ପାଗଳ ଆଏ ଦିଦି
@mukeshmahakur6774
@mukeshmahakur6774 3 ай бұрын
Satakatha Bhai
@b_k_status206
@b_k_status206 3 ай бұрын
To band
@BilliamRaita-w7i
@BilliamRaita-w7i 3 ай бұрын
Very good dibete sister thank q
@bvijaykumar-z6e
@bvijaykumar-z6e 3 ай бұрын
ଭ‌ଉଣୀ ସମସ୍ତେ କାହିଁକି କହିବେ କିଛି ଟା ଗଧ ଆଉ ଅଇଁଠା ଖିଆ କୁକୁର ଅଛନ୍ତି ଏଭଳି ବେକରା କଥା ରେ ମୁଣ୍ଡ ପୁରାନ୍ତି ଯେମିତି ଥାନା ପୁଲିସ୍ କରି ବାଳକୁ ଉପାଡ଼ି ପକେଇବେ କିଛି ଛୋଡ଼ି ପାରିବେ ନାହିଁ ଖାଲି ମାଟି କାମୁଡ଼ି ରହିବେ 😂😂😂😂
@ujwalhema703
@ujwalhema703 3 ай бұрын
Didi good message
@AKASH_ODIA_NEWS
@AKASH_ODIA_NEWS 3 ай бұрын
ପୂର୍ବ ଓଡ଼ିଶାର ଲୋକ ମାନେ ହିଁ, ତମେ ପୁରା ପାଗଲା ହେଇଗଲଣି ତମେ ଭୁଲ୍ କଲେ ଭଲ ଆଉ ପଶ୍ଚିମ ଓଡ଼ିଶାର କଳାକାର ମାନେ ଭୂଲ୍ କଲେ ତମେ ତାକୁ ଭୂଲ୍ କହୁଛ ! ଓଡ଼ିଶା ତୋ ଗୋଟେ ଓଡ଼ିଶାରେ ସମସ୍ତଙ୍କ ପାଇଁ ସମାନ ନ୍ୟାୟ ଦରକାର୍ ।
@jitendrahial2120
@jitendrahial2120 3 ай бұрын
ନିଶ୍ଚୟ ରୁକୁ ସୁନ। ଓ ହୁମନ୍ ସାଗର ସେମାନଙ୍କର ------- ମାନଙ୍କୁ ---- ଥିବେ।
@abhimanyudash8360
@abhimanyudash8360 3 ай бұрын
କୌଣସି ଧର୍ମକୁ କ୍ଷମା ମାଗ ନାହିଁ,.. ସବୁ ଧର୍ମ ହେଉଛି ଠକ, ଅମାନବିକତା, ମନୁଷ୍ୟ ମନୁଷ୍ୟ ମଧ୍ୟରେ ଘୃଣା, ଜାତିଭେଦ, ନୃଷଂସ ହତ୍ୟା କରିବାକୁ ପ୍ରବର୍ତ୍ତାଏ.. କେବଳ ଆମକୁ ବୈଜ୍ଞାନିକ ଚିନ୍ତାଧାରା କୁ ବିଶ୍ବସ କରିବା, ସମ୍ବିଧାନକୁ ମାନିବା, ମାନବିକତାକୁ ଅନୁଷରଣ କରିବା ଦରକାର.. ପ୍ରତ୍ୟେକ ଧର୍ମର ମୁଳ ମନ୍ତ୍ର ହେଉଛି ଅନ୍ୟ ଧର୍ମକୁ ଘୃଣା କରିବା ଓ ଲୋକଙ୍କୁ ହତ୍ୟା କରିବା.. ତେଣୁ ଏସବୁ ଠାରୁ ଦୁରରେ ରହି. କେବଳ ମାନବିକତାକୁ ସ୍ବିକାର କରି ଭାରତର ସମ୍ବିଧାନକୁ ସର୍ବାଗ୍ରେ ରଖି ଚଳିବା...ତେଣୁ ଭୟ କରିବାରେ କିଛିନାହିଁ.. ଯେଉଁମାନେ ଭଗବାନ ଅଛି ବୋଲି କହୁଛନ୍ତି.. ସେମାନେ ତାର ପ୍ରମାଣ ଦେବା ହୁଅନ୍ତୁ .. ଖାଲି ଚୁଛା ନାଟକବାଜି କରି ମନୁଷ୍ୟକୁ ଧର୍ମ ନାମରେ ହଇରାଣ ହରକତ କରୁଛନ୍ତି.. ପ୍ରତ୍ୟେକ ଧର୍ମରେ ଏଭଳି ଚାଲିଛି.,. ତେଣୁ ସମସ୍ତଙ୍କୁ ଅନୁରୋଧ ବିଜ୍ଞାନବାଦୀ, ତର୍କବାଦୀ ହୁଅନ୍ତୁ.. ନହେଲେ ପିଢ଼ି ପିଢ଼ି ପର୍ଯ୍ୟନ୍ତ ଧର୍ମର ଗୋଲାମଗିରି ରେ ରହି ଦୁଃଖ ପାଇବେ...ମୁକ୍ତ ହୁଅନ୍ତୁ ଧର୍ମବାଦରୁ.. ଜୟ ମାନବତା.. ଜୟ ସମ୍ବିଧାନ..
@bishnuprasad69979
@bishnuprasad69979 3 ай бұрын
Bhai bodhe apanaka knowledge dharma bisayare tk kam achhi. Dharma gote hin jauta heuchi Sanatan dharma. Bibada jhagada sabubele Sampradaya bhitare hue. Kaubi Sampradaya 100% thik nhi. But Sanatan dharma 100% right au 100% scientific. Bhai Jauta dharana kariheba taku hin Dharma kuhajae. Sanatan Dharma re Samastanku dharana karaheichi seithipain ta ethi Hetubadi mane b jaga paichanti jahaku Charbakya wala kuhajae. Au Bhai tume jau Science Katha kahucha seita heuchi Modern Science . But ta purba ru b Science thila jauta Vedic Science kuhajae. Au Seita Sanatan Dharma ra part ate. Now Ei topic re bhauni jauta kahichanti mu b seita ku support kare. Ame kaunasi Criticism pain kahaku target kariba thik nuhe. Ame Scripture re b dekhiche loka ta bhagwan Rama au maa Sitanku b Criticize karithile but ta boli kan Rama tanku kebe target kari nathile. Kintu Samay asile Samaste nija Karma fala bhogibe.
@bishnuprasad69979
@bishnuprasad69979 3 ай бұрын
Problem hauchi Adhikansa loka Dharma ra right definition aji panta bujhi nahanti seithipain jaha b conflict hele akhi bujiki Dharma ku Gali dianti. Manisa nija Ideology ra golam seithipain se Sufferer hue.
@ManbodhMajhi-yc9cl
@ManbodhMajhi-yc9cl 3 ай бұрын
ମଣିଷ ବୁଦ୍ଧି ଶୂନ୍ୟ ହେଲେ ପୂର୍ବ କଥାକୁ ଧରି ସବୁ କଥା କାରେ
@LunaPradhan-p5t
@LunaPradhan-p5t 3 ай бұрын
ମାଡି଼ ଚାଲ ସାଗର ବାବୁ ,ସାକାଲା କା ରାୱା ଙ୍କ ନାମ ରେ ବଡ଼ ଦାଣ୍ଡ ଓ ଆମ ଜଗନ୍ନାଥ ମନ୍ଦିର ସମସ୍ତ ସାଗର ରେ ଲୀନ ହୋଇଯାଉ ,ସତ୍ୟଂ ଏମାନେ 2024 ମସିହା ରେ ରାମ କୁ ପାଇଲେ ଓ ଜଗତ ର ଠାକୁର ଜଗନ୍ନାଥ କୁ ଫିଙ୍ଗିଲେ ,( ରଥ ଯାତ୍ରା) ଏ ଗୋଷ୍ଠୀ କୁ ଦେବ ମାନଙ୍କ ଦେବ ମଧ୍ୟ କ୍ଷମା ଦେବେନି , ରତ୍ନଭଣ୍ଡାର କେମିତି ଖୋଲିବେ । ସେ ମନ୍ତ୍ର ପାଠ କାହାଠାରେ , ଏ ସବୁ କିଏ କେମିତି କରିବ ?
@RohitElectricalWork
@RohitElectricalWork 3 ай бұрын
ଆମ ହିନ୍ଦୁ ଲୋକ ପ୍ରଭୁ ଜଗନ୍ନାଥଙ୍କ ଭଜନ ବିଭିନ ରଙ୍ଗ, ଢଙ୍ଗରେ ଗାଇବା କିନ୍ତୁ ଠିକ Human sagar ଗୋଟେ christian ଧର୍ମ ର ଲୋକ ବୋଲି ଏହି ଭଳି video viral ହେଉଛି
@bhubanbhatraofficial9778
@bhubanbhatraofficial9778 3 ай бұрын
ଯେଉଁ ଗୁଉଖିଆ କେସ୍ ଦେଇଛି ସେହି ଗୁଅଖିଆ ନାମରେ କେସ୍ ଦିଆଯାଉ
@ShantanuBhanja-f6l
@ShantanuBhanja-f6l 3 ай бұрын
ସତ କଥା ଦିଦି
@jayakrushnatandi3163
@jayakrushnatandi3163 3 ай бұрын
Val laguchha
@miamihansdh1968
@miamihansdh1968 3 ай бұрын
Ratha tanilabela Asila bhasa.tabisayare kn kahibe.....
@SimanchalaRaita-fi4io
@SimanchalaRaita-fi4io 3 ай бұрын
ଆପଣ ଯେଉ ଚିତର ଦେଖାଇଲ ତାହା ଠିକ୍ ଜଣେ ସୁପର ଷୣର ଏପରି ଗାଇଲା ଯେ ତାକୁ ସମସେ଼ ବିରୁଧ.
@jagatanandsagar5879
@jagatanandsagar5879 3 ай бұрын
ପଶ୍ଚିମ ଓଡ଼ିଶାର କଲା କାର୍ ମାନଙ୍କୁ ସବୁବେଳେ ପୂର୍ବ ଓଡ଼ିଶା ର କେତେଜଣ କଳାକାର ନବୁଝି ନଜାଣି ଖରାପ ନଜର ରେ ଦେଖୁଛନ୍ତି l
@stylesstar7751
@stylesstar7751 3 ай бұрын
ମୁଣ୍ଡ ର ଚୁଟି କୁ ଆଗରେ ଦେଖାଇ ବାର କଣ ଜରୁରୀ ଥିଲା😂😂😂😂😂😂😂😂😂😂
@kishannag6350
@kishannag6350 3 ай бұрын
Bahut .sunder. Kahile..mem
@rajendratandi
@rajendratandi 3 ай бұрын
ପୂର୍ବ ଓଡିଶା ର ଲୋକ ମାନେ ସମ୍ପୂର୍ଣ୍ଣ ପାଗଳ ପାଗଳ ପରି ମନ୍ତ୍ଵାବ୍ୟ ଦେଉଛନ୍ତି
@SUSHILKUMAR-xi4kf
@SUSHILKUMAR-xi4kf 3 ай бұрын
I love Human and Ruku❤❤❤❤🎉🎉
@rajkumarchinda8099
@rajkumarchinda8099 3 ай бұрын
ବହୁତ ଭଲ କଥା କହିଛନ୍ତି ଭଉଣୀ
@somanathacharya2657
@somanathacharya2657 3 ай бұрын
Very nicely narrated about real unsocial to educate the public for taking proper action on such persons involved.
@sudamsagar8675
@sudamsagar8675 3 ай бұрын
ଧନ୍ୟବାଦ ଭଉଣୀ
@mylifestyle4493
@mylifestyle4493 3 ай бұрын
ତୁ ଆମକୁ ବୁଝେଇବୁ kauta ଅପମାନ କଉଟା ସମ୍ମାନ, ଧନ୍ୟ ତମ ଚିନ୍ତାଧାରା, ଗୋଟେ ସ୍ଵର ରେ କଣ ଗୋଟେ ଗୀତ ଗାଈ ହେବ, ତମ ମାନଙ୍କୁ Titanic ଗିହଣା ଦରକାର
@narendrasabar8511
@narendrasabar8511 3 ай бұрын
ଜଗନ୍ନାଥ ର ରଥ ଟାଣିଲା ବେଳେ ଖାଲି ଅଭଦ୍ର ଭାଷା କହନ୍ତି. ଏହିଟା କି ପ୍ରକାର ଦେବତା.. ସେକ୍ସ ଦେବତା ଅଭଦ୍ର ଦେବତା. ଗୀତ ଟା ଭଜନ ସ୍ୱର ରେ ଗାଇଲେ. କେଉଁ ଭଦ୍ର ପବିତ୍ର ଜଗନ୍ନାଥ ର ଅପବିତ୍ର ହେଲା.
@AmbreshKarada
@AmbreshKarada 3 ай бұрын
Best mem ❤❤❤❤❤
@jm8270
@jm8270 3 ай бұрын
Jay koshal Jay maa samalei
@ArateeChhatria
@ArateeChhatria 3 ай бұрын
Bahut sundar bhuni
@JugindraGahir
@JugindraGahir 3 ай бұрын
ନାଇଁ ଗୋ କେନ୍ନ ଟେଜ ଭାଙ୍ଗିଗଲା ଭାଙ୍ଗଳା ଟାଇମ୍ରେ ରେ ହେ ଗୀତ ରୁକୁ ଦା ଗାଉଥିଲେ ଆଉ ଟେଜ ଭାଙ୍ଗି ଗଲା ସେ କଥା କେ ହସୁଥିଲେ ଯଂଲୁ
@AmbreshKarada
@AmbreshKarada 3 ай бұрын
Beautiful
@AImastermind143
@AImastermind143 3 ай бұрын
You're right❤❤
@VibekKumar-tc8qh
@VibekKumar-tc8qh 3 ай бұрын
Thanks so much sister for ur few words
@SkAlliBakhas
@SkAlliBakhas 3 ай бұрын
Riya dey ko full roast karo didi
@mgchhura3758
@mgchhura3758 3 ай бұрын
Bhal kahuchn didi..❤❤❤
@reetareeta1716
@reetareeta1716 3 ай бұрын
WE HAVE TO BIND TOGATHER ALL OUR ODISHA PEOPLE IN ONE GARLAND.... CAN'T DEVIDE OUR STATE TO IN TO DIFFERENT PARTS....
@dibyadila3742
@dibyadila3742 3 ай бұрын
Apaman keve kale didi tume kahucha j ❤
@AmbreshKarada
@AmbreshKarada 3 ай бұрын
Best mem
@surajstar5931
@surajstar5931 3 ай бұрын
Good 👍
@Oppp-yd5hd
@Oppp-yd5hd 3 ай бұрын
Very good 👍👍👍👍
@mrbikkiofficial3599
@mrbikkiofficial3599 3 ай бұрын
କଟକିଆ ଭାଷା ରେ ଆଉ ଦୁଇଟି ଗୀତ ଅଛି ସେଇଟା ବହୁତ ଅଶ୍ଳୀଳ ବାଷା ପୁରୀ ଟୋକା ଆଉ ଲୋ ପୋଡ଼ା ମୁହିଁ ସେ ଦୁଇଟି ଗୀତ ର ବାରେ ଟିକେ କୁହ
@Anjali-qy8ku
@Anjali-qy8ku 3 ай бұрын
You are correct sister
@SuhanSuhankumar
@SuhanSuhankumar 3 ай бұрын
You are right
@jagatanandsagar5879
@jagatanandsagar5879 3 ай бұрын
Good
@Chandanp-ch1cz
@Chandanp-ch1cz 3 ай бұрын
❤❤❤
@sanunag9791
@sanunag9791 3 ай бұрын
ପୂର୍ବ ଓଡ଼ିଶା ର ଲୋକ ମାନେ ପାଗଳ ହାଇଗଲେନି
@pushpanarayan6679
@pushpanarayan6679 3 ай бұрын
❤ ❤
@reetareeta1716
@reetareeta1716 3 ай бұрын
👏👏👏👏👏APPRECIATE YOU MAM....I THINK WOMEN CAN DO LOT BETTER FOR BRINGING HARMONY TO OUR STATE
@Rajibkumar3868
@Rajibkumar3868 3 ай бұрын
💯 right didi
@PrashantBhuyan-mt8nv
@PrashantBhuyan-mt8nv 3 ай бұрын
Right sister
@keshabmajhi6218
@keshabmajhi6218 3 ай бұрын
କାଇଁ ଭାରତକୁ ବି କୁହାଯାଉଛି ପୂର୍ବ ଭାରତ, ଦକ୍ଷିଣ ଭାରତ, ପଶ୍ଚିମ ଭାରତ, ଉତ୍ତର ଭାରତ,,,,ସେତେବେଳେ ତ କୁହଜାଉନି, ଆମର ଭାରତ ଗୋଟେ, ଆମେ ସମସ୍ତେ ସମାନ ବୋଲି।।
@RanjithmgMajhi
@RanjithmgMajhi 3 ай бұрын
Good mm
@mgchhura3758
@mgchhura3758 3 ай бұрын
Jiye fir deichhe tk saja heba darkar
@surendrarout6982
@surendrarout6982 3 ай бұрын
👍👍👍👍👍👍
@Rajlaxmi591
@Rajlaxmi591 3 ай бұрын
ଆଉ ଗୋଟେ ଗୀତ ଶୁଣିଛ ।। ଲୋ ଘୋଡା ଗେହି, ଚାଲିଆ ଠିଆ ଦେମି ଗେହି
@BiswanathNag-sg3gx
@BiswanathNag-sg3gx 3 ай бұрын
Hard heigala 😂😂😂
@ranjitking9314
@ranjitking9314 3 ай бұрын
ଖଟ ନ ମିଳିଲେ ନାହିଁ ଲୋ ଘୋଡ଼ା----- ହି ଆ ଦେବୀ ଠିଆ ଠିଆ -- ହି ଏଇ ଗୀତ କେମିତି ଟ୍ରୋଲ ହଉନି
@k.L-majhi
@k.L-majhi 3 ай бұрын
Hn ଦିଦି ବହୁତ ଭଲ ବୁଝାଇଲ 👌👌
@abiyamusic2937
@abiyamusic2937 3 ай бұрын
Bhala kata kahila madam ❤❤❤❤ tq
@MannuDeep-ez8lo
@MannuDeep-ez8lo 3 ай бұрын
Right didi
@dinabandhusuna7349
@dinabandhusuna7349 3 ай бұрын
Looks beautiful 💘⚘,I am atheist 💙🇮🇳🇮🇳🇮🇳🙏
@bhubanabhoi7521
@bhubanabhoi7521 3 ай бұрын
Right kahuchha didi
@CHHATTISGARHSABJIBHAJI
@CHHATTISGARHSABJIBHAJI 3 ай бұрын
Right 👍
@Tulukanhar-yi7ni
@Tulukanhar-yi7ni 3 ай бұрын
Thank you didi ❤❤❤❤
@BhubaneswarNayak-pk4tq
@BhubaneswarNayak-pk4tq 3 ай бұрын
ଠିକ୍ କଥା କହିଛ ଦିଦି❤❤
@ManualSuna-ox1go
@ManualSuna-ox1go 3 ай бұрын
ପୂର୍ବ ଓଡ଼ିଶାର ଲୋକ ପାଗଳ ତାଙ୍କର ଗିତ ଦେଖା ଯାଉନିକି ଖରାପଗିତ ଗାଉଅଛତି
@Bikram_Bhue_Offical
@Bikram_Bhue_Offical 3 ай бұрын
ତା ମାନେ ସେ କହୁଛି ଆମ ସମ୍ବଲପୁରୀ ଭାଷା ଅସିଲା
@muktiswarseth1106
@muktiswarseth1106 3 ай бұрын
ପୁର୍ବ ଓଡ଼ିଶା ନୁହ ପାଗଳ ଓଡ଼ିଶା,ଆମେ sambalpuria ଫୁଲ koshli ପିଲା,ତୁମେ ଉପକୁଲିଆ ଅହଙ୍କାରୀ ସବୁ
@Ratikantchatterjee-z2w
@Ratikantchatterjee-z2w 3 ай бұрын
Odisha kaha baapa ra nuha,ye sabu jagannath nkara,east -west _north-south-equal one,lord Jagannath Prabhu amara.
@lihitguru8826
@lihitguru8826 3 ай бұрын
Didi Good
@radhekrushnapanda8547
@radhekrushnapanda8547 3 ай бұрын
Right katha
@BadaNani
@BadaNani 3 ай бұрын
Jay koshal ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@pintukumbhar6656
@pintukumbhar6656 3 ай бұрын
Katkiye nai sahebar sambal puriye ku he jagannath amaku alagakaridia jay koshal Koshal darkar amiti ak tarfa sapot karuthiba burba odisha amku alga heba pain sapotkara aau anya ya karani
@srikantabehera90784
@srikantabehera90784 3 ай бұрын
Didi ଆପଣଙ୍କ ମା ବାପା ଙ୍କୁ ଆପଣ କେବେବି ଗଲି କରୁଥିବେ। ଅନ୍ୟ ଲୋକ କିଆବି ଗଲିକଲେ ସମଲିବ
@susricreatives
@susricreatives 3 ай бұрын
ନିଜ ମା ବାପା ହେଲେବି ଗାଳି କରିବ କଣ ପାଇଁ?
@କୋଶଲ
@କୋଶଲ 3 ай бұрын
Right didi❤❤❤👌👌👌
@mukeshmahakur6774
@mukeshmahakur6774 3 ай бұрын
A1 message didi
@BinayakDalai-b7p
@BinayakDalai-b7p 3 ай бұрын
Perfect ❤
@susmakerketta5916
@susmakerketta5916 3 ай бұрын
Right kohucho sister
@MukundaMadkami-y9m
@MukundaMadkami-y9m 3 ай бұрын
Good message sister
@tilakantabibhar5982
@tilakantabibhar5982 3 ай бұрын
👍👍
@tilakantabibhar5982
@tilakantabibhar5982 3 ай бұрын
Sata Katha sister
@ratnakartandi1119
@ratnakartandi1119 3 ай бұрын
U r right sister
@jasamantamallick9594
@jasamantamallick9594 3 ай бұрын
ତମେ ଜାଣିନ ବୋଧେ ନାନୀ ଡେଙ୍ଗା ମୁଣ୍ଡ ରେ ସିନା ଠେଙ୍ଗା ବାଜେ😊😊
@davidpahad3
@davidpahad3 3 ай бұрын
ଗୀତ ର practice କରିବାକୁ ଯାଇ ସାରେଗାମା ଶିଖୁଛନ୍ତି।
@Rajibofficial771
@Rajibofficial771 3 ай бұрын
Right mam
@birendrabag6775
@birendrabag6775 3 ай бұрын
Bhai mane bhauja ku kharap comment kara ni se bujhi paru6i seita bahut bhala katha.. ❤❤🙏🙏aau emiti vdo kari ki6i paisa b paijiba so support kara
@vlogdisbilitybapunu
@vlogdisbilitybapunu 3 ай бұрын
Ld nic well
@mohantyparameswar8396
@mohantyparameswar8396 3 ай бұрын
Thik kahichhanty bhouni
@kshirodrasunaspeaking1574
@kshirodrasunaspeaking1574 3 ай бұрын
Very nice sister
@PrakashKumarDas-c8y
@PrakashKumarDas-c8y 3 ай бұрын
Jou gharaku jiba ta ghara bhangidaba ye nani Jagannathnku tike dare jou mane doso karicha ta danda Nishit paiba
What's in the clown's bag? #clown #angel #bunnypolice
00:19
超人夫妇
Рет қаралды 44 МЛН
НАШЛА ДЕНЬГИ🙀@VERONIKAborsch
00:38
МишАня
Рет қаралды 3,4 МЛН
Who’s the Real Dad Doll Squid? Can You Guess in 60 Seconds? | Roblox 3D
00:34
Kluster Duo #настольныеигры #boardgames #игры #games #настолки #настольные_игры
00:47
What's in the clown's bag? #clown #angel #bunnypolice
00:19
超人夫妇
Рет қаралды 44 МЛН