Monalisa Superhit Songs | Kandhei | Romantic Love & Sad Songs | Shankar Comedy | Nandighosha Diary

  Рет қаралды 288,883

Nandighosha TV

Nandighosha TV

Күн бұрын

Пікірлер: 2 400
@rajanikantaMoharana
@rajanikantaMoharana 3 ай бұрын
ଗଗନ ଭାଇ ଙ୍କୁ ଯେଉ ମାନେ ଭଲ ପାଆନ୍ତି ONE LIKE 👍❤❤
@AkshayMalik-rf5iw
@AkshayMalik-rf5iw 3 ай бұрын
18:03
@AkshayMalik-rf5iw
@AkshayMalik-rf5iw 3 ай бұрын
Bhaikanagailamna Bhagabanapanankidirghaukarantuna madkar
@AkshayMalik-rf5iw
@AkshayMalik-rf5iw 3 ай бұрын
Nabamipujarebebhop 26:00
@AkshayMalik-rf5iw
@AkshayMalik-rf5iw 3 ай бұрын
Odiareoneppece 28:12
@sudhakarnimal6976
@sudhakarnimal6976 3 ай бұрын
Nice singer director
@user-vq5lk8jp9w
@user-vq5lk8jp9w 3 ай бұрын
ଆମ ଓଡ଼ିଆ ସଂଙ୍ଗିତ ର ଏମିତି ଗୋଟିଏ କଳା ହୀରା ଙ୍କ ସହିତ ପରିଚୟ କରେଇଥିବା ରୁ ଅଶେଷ ଧନ୍ୟବାଦ।
@mantubaral8679
@mantubaral8679 3 ай бұрын
❤❤❤
@ramakantasahu8992
@ramakantasahu8992 2 ай бұрын
Right 👍👍
@kanhucharandas7134
@kanhucharandas7134 3 ай бұрын
ବିନା ପ୍ରଚାର ପ୍ରସାରରେ ଏତେ ବଡ ସ୍ଥାନରେ ପହଞ୍ଚିଛନ୍ତି ଗଗନ ଦାଦା, ସେ ଉଚ୍ଚକୋଟୀର ଗୀତିକାର ବା ନିର୍ଦ୍ଦେଶକ ହେଲେ କେବେ ବି ଗର୍ବ କରନ୍ତି ନାହିଁ ଆଉ ଓଡିଆ ସଙ୍ଗୀତ ଦୁନିଆକୁ ସେତେବେଳେ ବଞ୍ଚେଇ ରଖିଥିଲେ , ନିହାତି ଦାଦାଙ୍କ ପାଇଁ like ହଉ 💚
@Social_worker_angul
@Social_worker_angul 3 ай бұрын
ଗଗନ ଭାଈ ମୋ favourite ସିଙ୍ଗର ❤❤❤❤ ଖାସ୍ କରି ମୋନାଲିସା ଗୀତ ପାଇଁ 😢❤❤❤❤❤
@artsirsitu
@artsirsitu 2 ай бұрын
❤❤❤
@shantilatafurniture.5408
@shantilatafurniture.5408 3 ай бұрын
ଏଇ episode ଫାଷ୍ଟ ରୁ ଲାଷ୍ଟ ଯାଏ ଦେଖିଲି ମୁଂ ଭାବୁଛି ସବୁ ଦର୍ଶକ ବି ଦେଖିଥିବେ 👌🏻👌🏻👌🏻 ଅତି ସୁନ୍ଦର ପ୍ରତିଭା ଅତି ସୁନ୍ଦର ଲୋକ ଅତି ସୁନ୍ଦର ସଂଗୀତ ଅତି ସୁନ୍ଦର ନିର୍ଦେଶକ wawoo ❤❤❤❤❤❤
@Somanath123
@Somanath123 3 ай бұрын
ସତରେ ଏଇ ଏପିଶୋଡ ଟା ଟିକେ ବି ବୋର୍ ଲାଗିଲାନି ବହୁତ୍ ଖୁସି ଲାଗିଲା😅
@srikantabiswal7359
@srikantabiswal7359 3 ай бұрын
ଏତେ ବଡ଼ ପ୍ରତିଭା, ଏତେ ସରଳ ଆଉ ନିରାଡମ୍ବର, ସତରେ ଅଦ୍ଭୁତ
@ramakantasahu8992
@ramakantasahu8992 2 ай бұрын
Apan thik kahichanty bhai
@m.monalisa1995
@m.monalisa1995 2 ай бұрын
Vala heichi
@jitendrasahu1942
@jitendrasahu1942 3 ай бұрын
ସୁନ୍ଦର ସଂଗୀତ ର ଅବସାନ ନାହିଁ, ଯେତେ ଶୁଣୁଥିଲେ ମନ ମାନୁନାହିଁ, ଓଡ଼ିଶାର ଗର୍ବ ର ପ୍ରତୀକ,,
@Nareshkumarofficial
@Nareshkumarofficial 3 ай бұрын
ମୁଁ ଆଜି ଜାଣିଲି ଆମ favourite love sad song ର director Gagan sir ବୋଲି। Thank you ନନ୍ଦିଘୋଷ TV। All 90' s guys plz like and share this episode for more public reach 🙏
@ashishroutray_ashu97
@ashishroutray_ashu97 3 ай бұрын
ପ୍ରଥମ ଥର ପାଇଁ ମୁଁ ଗୋଟେ ଏପିଶୋଡ ଦେଖିଲି ନନ୍ଦିଗୋଷ ଚାନେଲ ର ବହୁତ୍ ବିରଳ ଲୋକ ଗଗନ ବିହାରୀ ସାର୍ 🙏
@PrashantaKumar-rf3eh
@PrashantaKumar-rf3eh 3 ай бұрын
ମୁଁ ଆଜି ଜାଣିଲି ଗଗନ sir ଏ ସବୁ ଗୀତ ରେ music ଡିରେକଟର
@prabhatkumardigal1402
@prabhatkumardigal1402 3 ай бұрын
Mu bi
@Rohu_s_understaing
@Rohu_s_understaing 3 ай бұрын
ସବୁ ଗୀତ ଗୁଡା ମୋର ଅତିପ୍ରିୟ କିନ୍ତୁ ପ୍ରଚ୍ଛଦ ପଟର ନାୟକଙ୍କୁ ଜାଣିନଥିଲି। ❤❤ One of the best episode of #NADIGOSHADIARY ... Gagan bhainka contact number plz ...
@muduli85
@muduli85 3 ай бұрын
tame sabu gita kani sunu thila kichi janina tahele
@prabhatkumardigal1402
@prabhatkumardigal1402 3 ай бұрын
@@muduli85 ଭାଇ ଆମ ଘରେ ସେହି ସମୟରେ ରେ mobile thila ନା TV ଥିଲା କେମିତି ଜାଣିଥାନ୍ତି ମୁଁ ସେହି ସମୟରେ 5 '6 ବର୍ଷ ହେଇ ଥିଲି ଏଠି ସେଥି CD plate re dekhithili
@samirnayak8251
@samirnayak8251 3 ай бұрын
Me also
@SantoshPatra-jb7ey
@SantoshPatra-jb7ey 3 ай бұрын
ଓଡ଼ିଆ ସଂଙ୍ଗୀତ ଜଗତର ରାଜ କରିଛନ୍ତି ଗଗନ ଭାଇ 🙏
@sarojkumarjena2691
@sarojkumarjena2691 3 ай бұрын
ଓଡ଼ିଶା ସଙ୍ଗୀତ ଜଗତ ରେ ଆଲବମ ଜଗତରେ ସୁରେଶ ୱାଡେକର ଙ୍କ ମୋନାଲିସା ,କଣ୍ଢେଇ , ପାଉଁଶ , ତୋତେ ଭଲ ପାଇ ଯେଉଁ ଭୁଲ କରିଛି । ଏହା ସହିତ ଅନେକ ବମ୍ବେ ସିଙ୍ଗର ଙ୍କୁ ନେଇ ଆଲବମ୍ ଜଗତ ରେ ନିଜର ସ୍ଵତନ୍ତ୍ର ଛାପ ପକାଇ ପାରିଛନ୍ତି । ଆଜିବି ଲୋକେ ଜାଣି ନାହାନ୍ତି ଏ ସବୁ ଗୀତ ର ସ୍ରଷ୍ଟା ଗଗନ ବିହାରୀ ଜେନା ବୋଲି ।
@dutianayak-vu8ty
@dutianayak-vu8ty 3 ай бұрын
Ri8 bro TQ 👈
@muduli85
@muduli85 3 ай бұрын
right
@SabitaSwain-wg8mr
@SabitaSwain-wg8mr 3 ай бұрын
God bless this simple person .
@SabitaSwain-wg8mr
@SabitaSwain-wg8mr 3 ай бұрын
Heartly l pray God again to listen this voice . Otherwise this God gift voice will remain unknown .
@MousumiDas-wk6hk
@MousumiDas-wk6hk 3 ай бұрын
Right 👍👍
@bharatbehera8671
@bharatbehera8671 3 ай бұрын
ପ୍ରକୁତରେ ଗଗନ ବିହାରୀ ଭାଇ ଓଡ଼ିଶାର ଜଣେ ସୁନାମ ଧନ୍ୟ କଳାକାର। ସତରେ ପ୍ରତିଭା ଅନୁସାରେ ସେ ଯେତିକି ଲୋକପିୟ ହୋଇପାରି ନାହାନ୍ତି। ଗଗନ ଭାଈ ଆପଣଙ୍କର ସ୍ଵର, ଗାଇବାର ଶୈଳୀ, ବେଶଭୂଷା ଏକ ଭିନ୍ନ ଉଚ୍ଚ ଶୈଳର। Fantastic..👍👍👍
@Ku_Dushmanta
@Ku_Dushmanta 3 ай бұрын
ସତରେ ମୋ ପିଲା ଦିନେ ବହୁତ୍ ଶୁଣିଛି ଏ ଗୀତ କିନ୍ତୁ ଜାଣି ନଥିଲି ଗଗନ ଭାଇ ଏ ସବୁ ଗୀତ କରିଛନ୍ତି ଭାଇ କୁ ହୃଦୟରୁ 🙏❤️
@Manu-nz8gx
@Manu-nz8gx 3 ай бұрын
Great singer Gagan Bihari Jena
@ramakantasahu8992
@ramakantasahu8992 2 ай бұрын
Right 👍👍
@satyanarayansethi3601
@satyanarayansethi3601 3 ай бұрын
ନନ୍ଦିଘୋଷ ଡାଏରି କୁ ମୋର ଅଶେଷ ଧନ୍ୟବାଦ ଆଜି ଆମ ସହିତ ଏଇ ମହାନ ସଗୀଂତକାର ଙ୍କ ପରିଚୟ କରେଇ ଥିବାରୁ❤ ଗଗନ ସାର୍🙏🙏 ❤
@tathadmfc
@tathadmfc 3 ай бұрын
ଗଗନ ଭାଇଙ୍କ ଗୀତ କେତେ ହୃୟସ୍ପର୍ଶୀ ଶଙ୍କର ଭାଇ ମୁହଁ କୁ ଦେଖିଲେ ମାପି ହେଇଯିବ। କି ଗୀତ କି ସ୍ୱର। ଗଗନ ଭାଇ ❤। ଶଙ୍କର ଭାଇଙ୍କୁ ଧନ୍ୟବାଦ ଗୋଟେ ଅଲଗା ପ୍ରକାର ଲୋକକୁ ଆଜି ର "ଚିରୀଙ୍ଗ ଚିରିଙ୍ଗ" ଗୀତ ଜମାନା ରେ ଉପସ୍ଥାପିତ କରିଥିବାରୁ। ❤❤
@explodia31
@explodia31 3 ай бұрын
ଏମିତି ପ୍ରତିଭାକୁ ପୁଣି ସୁଯୋଗ ମିଳିବା ଦରକାର ❤
@manaskujena7099
@manaskujena7099 3 ай бұрын
ପଙ୍କ ତଳେ ପଦ୍ମ ଅଛି Thanks to Nadighoshs TV
@sudhakarkunar8313
@sudhakarkunar8313 3 ай бұрын
ଏତେ ଦିନ ପରେ ନନ୍ଦିଘୋଷ ଗୋଟେ ଭଲ କାର୍ଯ୍ୟକ୍ରମ କଲା
@bhaktirahasya9910
@bhaktirahasya9910 3 ай бұрын
ଦିଲ ଖୁସ ହୋଇଗଲା ଗଗନ ଭାଇ... ଜୟ ମହାବୀର ବଜରଂଗବାଲି....ପ୍ରଭୁ ଆପଣକୁଂ ବହୁତ ଭଲରେ ରଖନ୍ତୁ.। ଜୟ ଶ୍ରୀ ରାମ ।
@abhijitmohanty8284
@abhijitmohanty8284 2 ай бұрын
Ehi episode ta ketebele arambha hela au sarigala jana padilani,bahut sundar interview
@sudhira230
@sudhira230 3 ай бұрын
ଓଡ଼ିଆ Singer . କୁମାର ବାପି. ଟି ସୋରୀ. ଶ୍ରୀଚରଣ. ଗଗନ ବିହାରୀ. ଶକ୍ତି ମିଶ୍ର.No.1 Singer.❤❤❤❤❤
@titunkumarpanda3401
@titunkumarpanda3401 3 ай бұрын
ଗଗନ ଭାଇ ଆପଣ ଙ୍କୁ ଭଗବାନ ଶ୍ରୀ ଜଗନ୍ନାଥଙ୍କ କୃପାରୁ ବହୁତ ଲୋକପ୍ରିୟ ହୋ ଇଯାଆତୁଁ 🙏
@DebendraNayak-r9b
@DebendraNayak-r9b 3 ай бұрын
ଓଡ଼ିଆ ଇଣ୍ଡଷ୍ଟ୍ରି ଲାଗି ଗଗନ ସାର ଗର୍ବ ଆଉ ଗୌରବ..... Love u sir... Love from Bargarh
@AnjanaBehera-p8q
@AnjanaBehera-p8q 3 ай бұрын
Bahut sundar singer tanka gita gudaka subu sunichhi ❤ sambalpur
@bigyanbehera9568
@bigyanbehera9568 3 ай бұрын
ଦିନେ ନ ଦେଖିଲେ ତୋତେ କାନ୍ଦୁଥିଲୁ ସକେଇ Outstanding 🎉🎉🎉
@jnanranjanswain6504
@jnanranjanswain6504 2 ай бұрын
Bhai ta Bhai Gagan Bhai...❤❤❤❤❤❤❤❤❤.
@manojpradhan3523
@manojpradhan3523 3 ай бұрын
ପ୍ରକୃତରେ ରୋ ମିଟରିଆଲ.... ଅନନ୍ୟ ତାଙ୍କ ପ୍ରତିଭା, ପ୍ରଚାର ,ପ୍ରସାର କମ୍ ପାଇଁ ଆଗକୁ ବଢ଼ି ପାରିନାହାନ୍ତି....
@treerajcreation
@treerajcreation 3 ай бұрын
ଗଗନ ଭାଇ ଙ୍କ song always Super Hit
@sarojkumarsathua659
@sarojkumarsathua659 3 ай бұрын
ଗଗନ ଭାଇ ଙ୍କ ନମ୍ବର ଦରକାର
@Pratiksha8686
@Pratiksha8686 3 ай бұрын
Now I m realize that GAGAN SIR is the jewel of odia album industry ..... 🎉😢 These song's are our childhood memories .... 😢😊
@deogarhtalent
@deogarhtalent 3 ай бұрын
Aaji aakhiru luha bahari asila Apananko saralata, dekhi 😭😭😭😭😭😭😭 Apanka nku koti koti namaskar 🎉🎉🎉🎉🎉🎉❤❤❤❤❤ Dhanyabaad Nandighosa TV ku ❤❤❤❤❤❤
@Gitanjalikar
@Gitanjalikar 3 ай бұрын
ଚିର ନମସ୍ୟ ଗଗନ sir 🙏🙏🙏 ମୋ ପାଖରେ ଭାଷା ନାହିଁ ଆପଣ ଙ୍କ ଗୁଣ ଗାନ କରିବାକୁ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସୁସ୍ଥ ଏବଂ ନିରାମୟ ରଖନ୍ତୁ 🙏
@NIRANJANBEHERA-n8r
@NIRANJANBEHERA-n8r 3 ай бұрын
ଗଗନ ଭାଇ ତୁମେ ବହୁତ ଗାଉଛ ଠାକୁର ଆପଣ ଙ୍କୁ ଆଶ୍ରିବାଦ କରନ୍ତୁ ଆଗକୁ ଆହୁରି ଆଗକୁ ଯାଆନ୍ତୁ
@RajendraJena-g9p
@RajendraJena-g9p 3 ай бұрын
ଭାୟୀ ପ୍ରକୁତ ଏମାନେ ଭଲ ସିଙ୍ଗର ❤❤❤❤❤
@dreammusic6108
@dreammusic6108 2 ай бұрын
Super hit....... gagan bhai......
@pinkuchinara9886
@pinkuchinara9886 3 ай бұрын
💐💐💐ସୁନ୍ଦର ଉପସ୍ଥାପନା 💐💐💐
@AlwaysgodBlessall
@AlwaysgodBlessall 3 ай бұрын
Best simplicity person a bhainku bahut samman paaebaar jogya.really really.god gift.
@jaganvlogsmaa
@jaganvlogsmaa 3 ай бұрын
ଗଗନ ଭାଇ ଏତେ ବଡ ପ୍ରତିଭା ତାଙ୍କର ମନରେ ଗର୍ବ ନାହିଁ ❤
@sisirkumar8047
@sisirkumar8047 3 ай бұрын
ଅଦ୍ଭୁତ ପ୍ରତିଭା 👏👏👏
@odiaodiamix6985
@odiaodiamix6985 3 ай бұрын
Chamatkar composition ❤
@scintillatingstar5479
@scintillatingstar5479 2 ай бұрын
Dedicated singer , outstanding performance ❤❤❤
@debasisdhir8567
@debasisdhir8567 3 ай бұрын
ବୋହୁତ ସୁନ୍ଦର ତାଙ୍କ ଗୀତ ଶେ ସବୁ ସିଙ୍ଗର ଙ୍କ ମଧ୍ୟରେ ଅନ୍ୟତମ 🙏🙏
@sarajubaladevi5314
@sarajubaladevi5314 3 ай бұрын
ମୁଁ ଆଜି ଜାଣିଲି ଗଗନ ସାର୍ ଜଣେ ଉଚ୍ଚ କୋଟୀର ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ। ବହୁତ ବହୁତ ଧନ୍ୟବାଦ ଦୁଇ ଜଣଙ୍କୁ।
@suryakantbarik7420
@suryakantbarik7420 3 ай бұрын
ମୁଁ ଆପଣଙ୍କୁ ଜାଣିନଥିଲି ନଦିଘୋଷ ଡାଏରିରୁ ଚିହ୍ନିଲି ଆପଣଙ୍କୁ । କିନ୍ତୁ ଆପଣ ତିଆରି କରିଥିବା ସବୁ ଗୀତ ଶୁଣିଚି । ଆପଣ କେଉଁଠି ଗୋଟେ ଦବି ହୋଇ ରହିଗଲେ । ମୁଁ ନିଜକୁ ଦୁଃଖିତ ମନେ କରୁଚି ।
@AnilPati-mb4wp
@AnilPati-mb4wp 3 ай бұрын
ଗଗନ ଭାଇ ଜୟ ବଜରଙ୍ଗ ବାଲି ଜୟ ❤️❤️
@RanjanPradhan-d4h
@RanjanPradhan-d4h 29 күн бұрын
Gagan bhai nku mahari anek anek dhany bad
@sujitofficials
@sujitofficials 3 ай бұрын
Really Gagan sir ଙ୍କ ପାଖରେ ପ୍ରତିଭା ଅତୁଳନୀୟ
@PrabirKumarDas-dz8db
@PrabirKumarDas-dz8db 3 ай бұрын
ଗଗନ ଭାଇ ଜଣେ ଉଚ୍ଚ କୋଟିର music director । ସେ ଚ୍ୟାନେଲ ମାଲିକଙ୍କ ପାଖରେ ଲାଞ୍ଜ ହଲେଇ ପାରିଲେ ନି । ଗୀତ ପାଇବେ କେମିତି ନା ହାଇ ଲାଇଟ୍ ହେବେ କେମିତି ?ଦେଖୁନା କେମିତିଆ singer judge ହୋଇଛନ୍ତି।
@jayanandakhatei2998
@jayanandakhatei2998 3 ай бұрын
Wanderful actor
@physicslovers2222
@physicslovers2222 3 ай бұрын
ଏଇ episode ଏତେ ଭଲ ଲାଗିଲା ଯେ mu ମଝିରେ ମଝିରେ pause କରିକି sabu puruna songs down କରିକି ଶୁଣିଲି au ଥରେ llll
@saradamohanty1518
@saradamohanty1518 3 ай бұрын
Beautiful Artist and Beautiful Episode Thanks to NANDI GHOSH TV
@TkBehera-j1p
@TkBehera-j1p 3 ай бұрын
Most Popular Singer and Music Director of Odisha Mr. Gagan Bhai, Diamond of Odisha Music Industry. Contribution of Odia Music Industry always rememberable. God bless you . Jay Jagannath
@chitraentertain6806
@chitraentertain6806 3 ай бұрын
କି ଗୁଣ ଗାଇବି, ସେଜେ ଗୁଣର ଗନ୍ତାଘର ମା 🙏🏻ଙ୍କର ଆସ୍ରୀବାଦ ବଳେ ତୁମେ କଳାକାର No.1👑👑👑🔥🔥🔥💐💐💐💐❤️❤️❤️❤️🙏🏻🙏🏻🙏🏻
@BishiSantosh
@BishiSantosh 3 ай бұрын
ଗଗନ ଙ୍କ ଗୀତ ସତରେ ବହୁତ ବଢିଆ |
@laxmanabiswal
@laxmanabiswal 3 ай бұрын
🙏🙏🙏ବହୁତ ସୁନ୍ଦର ତୁମ ଭଳି କଳାକାର ଙ୍କ ପାଇଁ ଆଜି ଓଡିଶା ରେ କଲା ବଞ୍ଚିଛି,
@rabindranathdas3869
@rabindranathdas3869 2 ай бұрын
❤ Thank you Vaee ❤
@manoranjanpani7850
@manoranjanpani7850 3 ай бұрын
ସତରେ ବୋବାଲ ସିଙ୍ଗର ଗଗନ ଭାଇ ତୁମକୁ ସତ କୋଟି ପ୍ରଣାମ ❤❤
@kantabarik1894
@kantabarik1894 3 ай бұрын
All song is my favourite କିନ୍ତୁ first time ଦେଖିଲି ଏ song ର ପ୍ରକୃତ Hero ଏଇ ଗଗନ ଭାଈ ।
@susantkumarpanigrahy7073
@susantkumarpanigrahy7073 3 ай бұрын
All song is best songs ❤❤
@Pitambarmalik-b8b
@Pitambarmalik-b8b 3 ай бұрын
ଭାଇ ଆଉ ଥରେ ପୁରା interview nia 🙏🙏🙏🙏🙏🙏🙏
@balaramjena2580
@balaramjena2580 3 ай бұрын
ଆମେ ଆମ ପିଲା ଦିନ ସେ ଗୀତ କୁ ଭୁଲି ପାରୁନେ ଗଗନ ସାରେ
@priyaranjannayak5804
@priyaranjannayak5804 3 ай бұрын
ଗଗନ ଭାଇଙ୍କ ସ୍ୱର ସଂଯୋଜନା ହୃଦୟସ୍ପର୍ଶୀ ❤
@miki38881
@miki38881 3 ай бұрын
A inspiring and fundamental Singer🙏🙏🙏
@nityashreebehera001
@nityashreebehera001 3 ай бұрын
ସତରେ ବୋହୁତ high scale ଆମ ଓଡ଼ିଶା ଏମିତି ପ୍ରତିଭା ମାନଙ୍କୁ ସୁଯୋଗ ଦେଇ ପାରୁନି ବୋଲି industry ଆଗେଇ ପାରୁନି ଜୟ ଜଗନ୍ନାଥ
@SuryakantaBehera-fs2yn
@SuryakantaBehera-fs2yn 3 ай бұрын
ଗଗନ ଭାଇ ମୋର ଗୋଟି ହୃଦୟର କଥା ଆପଣ ଯାତ୍ରା ରେ କାମ ଦିଅନ୍ତୂ
@ashishkumarnayak1264
@ashishkumarnayak1264 3 ай бұрын
After watching GAGAN BHAI...Really ,I am speechless...❤❤❤❤😊
@RajkishorMahapatra-pp9xw
@RajkishorMahapatra-pp9xw 3 ай бұрын
ସୁରେଶ ବଳ ବାଙ୍କୁ ବାବୁଙ୍କୁ ଟିକେ ଦେଖାନ୍ତୁ ❤
@PabiOfficialStar
@PabiOfficialStar 2 ай бұрын
ମୁଁ ନିଜକୁ ଭାଗ୍ୟବାନ ମନେକରେ ଗଗନ ସାରଙ୍କ Era ରେ ଜନ୍ମ ହେଇଛି ।❤❤❤
@subratmeher3658
@subratmeher3658 3 ай бұрын
କେତେ ଭଲ ଲାଗୁଛି ବହୁତ ବଢ଼ିଆ ଲାଗୁଛି 🙏🙏🙏
@Bishnupriya-vw1ow
@Bishnupriya-vw1ow 3 ай бұрын
କଣ୍ଟ ରେ ସରସ୍ଵତୀ ଅଛନ୍ତି ପ୍ରକୃତ ପ୍ରତିଭା ସୁନ୍ଦର ସୋର 🙏🙏
@NareshBag-w4j
@NareshBag-w4j 3 ай бұрын
Hii
@swarnalatabehera8905
@swarnalatabehera8905 3 ай бұрын
ଗଗନ ଭାଇ ୩୫ ବର୍ଷ ତଳେ ଆପଣ ଶିଉଳି ଯଂଜ୍ଞରେ ପ୍ରଥମ ଗୀତ ଗାଈଥିଲେ ଆପଣଙ୍କୁ କାବୁ ଭାଇ ଆଣିଥିଲେ ଏବଂ ଆପଣଙ୍କ ଭାଇ ବନ ଭାଇ ମଧ୍ୟ ଆସିଥିଲେ
@RanjanPrusty-o8f
@RanjanPrusty-o8f 2 ай бұрын
ବିନା ମିଉଜିକ୍ ରେ କି ସ୍ଵର ❤🙏❤ବହୁତ ବଢିଆ
@niharbalajena6836
@niharbalajena6836 3 ай бұрын
ଗଗନ ଭାଇ ଜୟଗୁରୁ 🙏🙏ଆପଣଙ୍କର ଗାଇବାର ଶୈଳୀ ଅତି ଚମତ୍କାର ❤❤
@sivasankarpradhani8951
@sivasankarpradhani8951 3 ай бұрын
ଗଗନ sir ବହୁତ ବଡ଼ music directar
@pratisyasahoo2079
@pratisyasahoo2079 3 ай бұрын
ଗଗନ ଭାଇ ସୁପର୍ ହିଟ୍ ❤ ❤🎉 ଗଗନ ବିହାରୀ କୁ ମୋଉକା ମିଳୁ ଜଗନ୍ନାଥ
@bnayak2202
@bnayak2202 3 ай бұрын
ଗଗନ ମହାଶୟ ତମ ପାଦ ତଳେ କୋଟି କୋଟି ପ୍ରଣାମ, ତମ ପରି ପ୍ରତିଭା ବଲିଉଡ୍ ରେ ବି ନାହାନ୍ତି
@jjsmusiccreation1393
@jjsmusiccreation1393 3 ай бұрын
Talented singer, composer , directer ❤ again come back ....
@arjunbehera7631
@arjunbehera7631 3 ай бұрын
ଗଗନ ଭାଇ ଭଲ ସିଙ୍ଗର ❤️❤️❤️
@shishirkumar7203
@shishirkumar7203 3 ай бұрын
ଗଗନ ଭାଇ ଅମରେନ୍ଦ୍ର ଭାଇ , ଦୀପକ କୁମାର ମୋ ପସନ୍ଦ ।
@SatyaPodhan
@SatyaPodhan 2 ай бұрын
Gagan vai best singer❤😢😅😮😊
@AllIndian240
@AllIndian240 3 ай бұрын
ବହୁତ ଉଚ୍ଚକୋଟିର କଳାକାର ଲୋକ , ଏମାନଙ୍କୁ ଅଧିକ ରୁ ଅଧିକ ସୁଯୋଗ ମିଳିବା ଦରକାର ।
@sushilparida2986
@sushilparida2986 3 ай бұрын
ଅତି ସୁନ୍ଦର , ଚମତକାର
@amarendraparida5599
@amarendraparida5599 3 ай бұрын
ମୁଁ ଗଗନ ଭାଇ ଙ୍କୁ ଜାଣିଥିଲି କିନ୍ତୁ ଏତେ ଭଲ ଭଲ ଗୀତ ଗାଇଥିଲେ ବୋଲି ଜାଣିନଥିଲି କିନ୍ତୁ ବଜରଙ୍ଗବାଲି ଙ୍କ ପାଖରେ ପ୍ରାଥନା ଗଗନ ଭାଇ ଙ୍କୁ ଭଲରେ ରଖନ୍ତୁ, ଏ ଏପିଷୋଡ ଦେଖି ଦେହରେ ଲୋମ ଟାଙ୍କୁରୀ ଉଠୁଛି 🙏ଜୟ ଜଗନ୍ନାଥ 🙏🙏
@swapnabehera2553
@swapnabehera2553 3 ай бұрын
Such a versatile singer . Thanks for this interview.
@PKSeProcure
@PKSeProcure 3 ай бұрын
ବହୁତ ଭଲ ଏପିଶୋଡ ,ଆଉଥରେ ଅଧିକ ସମୟ ନେଇ ଆଉଥରେ ଗଗନ ବାବୁଙ୍କୁ programme କରନ୍ତୁ। ବହୁତ୍ ଭଲ
@sibasankarrout4544
@sibasankarrout4544 3 ай бұрын
ମିଛମାୟାରେ ସଂସାର ଖେଳ! 🙏
@subratkumarnaik4414
@subratkumarnaik4414 3 ай бұрын
ଗଗନ ଭାଇ ଆପଣଙ୍କୁ ଅନୁରୋଧ ପୁଣି ସଙ୍ଗୀତ ଜଗତକୁ ଆସନ୍ତୁ
@jyotiranjannayak1701
@jyotiranjannayak1701 3 ай бұрын
ମୋନାଲିସା ଗୀତ ହେଉଛି ଗୀତିକାର ପଞ୍ଚାନନ ନାୟକଙ୍କ ବାସ୍ତବ ଜୀବନର କାହାଣୀ ❤❤❤❤❤
@prasanta_ku_behera
@prasanta_ku_behera 3 ай бұрын
Mu 10 thara dekhisarilini . Best episode.once again plz another episode with gagan sir
@SumantakumarSahoo-rq1gm
@SumantakumarSahoo-rq1gm 3 ай бұрын
ଗଗନ ଭାଇ , you are great 🙏🙏🙏
@saratpati9629
@saratpati9629 3 ай бұрын
Gagan vai is my favourite singer in our odisha
@santoshkumarsahu4477
@santoshkumarsahu4477 3 ай бұрын
ଗଗନ ଭାଇ ଏବେ ବି ଗୀତ ବନାନ୍ତୁ, ଏଵଂ ଭଏସ୍ ଦିଅନ୍ତୁ , please please, Your voice is So Sweet
@HariharBarik-kt9zv
@HariharBarik-kt9zv 3 ай бұрын
ଗଗନ ଭାଇ ଆପଣ ଜଣେ ଓଡ଼ିଆ ସଂଗୀତ ନିର୍ଦ୍ଦେଶନା ର ଯେଉଁ ପ୍ରତିଭା ଅଛି ତାହା ଆଜି ପ୍ରକାଶିତ ବେଶି ହୋଇ ପାରିନାହିଁ ତାହାର କାରଣ ଆପଣ କେବେ ଲୋଭରେ ଆସିନାହାନ୍ତି। ଆପଣ ଜଣେ ‌ହନୁମାନ ଭକ୍ତ ଯାହାଙ୍କୁ ନେଇ ଆଜି ଆପଣ ଏତେ ବାଟ ଆସିପାରିଛ, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କ ର ସଙ୍ଗୀତ ଆହୁରି ଲୋକପ୍ରିୟତା ହୋଇ ଆପଣଙ୍କ ର ସଙ୍ଗୀତକୁ ଦୀର୍ଘ ଦିନ ଧରି ଲୋକଙ୍କ ହୃଦୟରେ ଜିବୀତ ରହୁ।ଜୟ ଜଗନ୍ନାଥ, ଜୟ ଶ୍ରୀରାମ ଜୟ ହନୁମାନ।
@yogeshsahu2928
@yogeshsahu2928 3 ай бұрын
ବହୁତ୍ ସୁନ୍ଦର ପ୍ରତିଭା ଯେତେ କହିଲେ, ଯେତେ ପ୍ରଶଂସା କଲେ କମ୍ ହେବ। ଗଗନ ଭାଇ ଅନନ୍ୟ ପ୍ରତିଭା ର ଅଧିକାରୀ
@TanmayaBabool
@TanmayaBabool 3 ай бұрын
ହୃୟସ୍ପର୍ଶୀ ଗୀତ ଆପଣଙ୍କର 🎉
@pabitrapradhan7237
@pabitrapradhan7237 3 ай бұрын
Mahal manda,,, Congratulations sir,, well done,, super soning
@shantilatafurniture.5408
@shantilatafurniture.5408 3 ай бұрын
ଏମିତି ସଂଗୀତ କାର ଆଉ ଜନ୍ମ ନେବେ ଅସମ୍ଭବ ...... Sure ବହୁତ ଭଲ ସିଙ୍ଗର gagan bhai
@kamalnayak706
@kamalnayak706 3 ай бұрын
ବହୁତ ଉଚ୍ଚକୋଟୀର ଆପଣଙ୍କ ସଂଗୀତ ନିର୍ଦ୍ଦେଶନା।
@RojiRoji-dk7nz
@RojiRoji-dk7nz 3 ай бұрын
ଏମିତି କଳାକାର ଙ୍କୁ ନନ୍ଦିଘୋଷ ଟିଭି ରେ ସବୁ ବେଳେ ଅଣାଯାଉ Ollywood Badsaha Stage 👑 King Gaganbihari Super duper ⭐ star
@subhendrakumarnayak6072
@subhendrakumarnayak6072 2 ай бұрын
Sir ❤❤❤❤❤❤❤❤❤❤❤u
@ChoudhuryBhoi-u1d
@ChoudhuryBhoi-u1d 3 ай бұрын
So beautiful gagan Bhai very nice vicas ❤❤❤❤❤❤❤❤❤
The Lost World: Living Room Edition
0:46
Daniel LaBelle
Рет қаралды 27 МЛН
Wednesday VS Enid: Who is The Best Mommy? #shorts
0:14
Troom Oki Toki
Рет қаралды 50 МЛН
Bhajan antakhyari Ep197_10Sept2016
45:45
Prarthana Life
Рет қаралды 1,1 МЛН
The Lost World: Living Room Edition
0:46
Daniel LaBelle
Рет қаралды 27 МЛН