ମେଜରଙ୍କ ବାନ୍ଧବୀଙ୍କ ଭାଇରାଲ୍ ଭିଡିଓ ନେଇ ବର୍ଷିଲେ ମନୀଷା || Rok Thok

  Рет қаралды 3,173

Argus News

Argus News

Күн бұрын

#NO_ମାନେ_NO
ମେଜରଙ୍କ ବାନ୍ଧବୀଙ୍କ ଭାଇରାଲ୍ ଭିଡିଓ ନେଇ ବର୍ଷିଲେ ମନୀଷା
#ArgusNews #RokThok #ArmyOfficer #Police #Controversy #OdishaGovt #Justice #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 20
@numerologistsannjoy5996
@numerologistsannjoy5996 3 сағат бұрын
ଭାଇ ମୋର ଖାଲି ଏଇ 6 ଟା ପ୍ରଶ୍ନ ର ଉତ୍ତର ଯିଏ ଦେଇ ପାରିବେ ମୁଁ ମାନିଜିବି. ଏତେ କଥା ଛାଡ଼ନ୍ତୁ ଖାଲି 4 no.ଆଉ 5 no.ର ଉତ୍ତର ଦେଇଦେଲେ ବି ମୁଁ ଖୁସି ହୋଇ ଯିବି. 1. ଯଦି ସେ ଝିଅ କହୁଛି ଯେ ମୁଁ ଭିଡ଼ିଓ ରେକର୍ଡିଙ୍ଗ କରିଛି ବୋଲି ସେ ଭିଡ଼ିଓ ସବୁ ଆଜି ପଯ୍ୟନ୍ତ ବାହାରକୁ ଆସି ପାରୁନାହିଁ କାହିଁକି ? ନା ତା ଫୋନ ପୋଲିସ ଵାଲା ନେଇକି ସବୁ ଭିଡ଼ିଓ ଡିଲେଟ କରି ଦେଇଛି. 2. ତାମାନେ ଏବେ ଯେତେ ବି ଭିଡ଼ିଓ ଭାଇରାଲ ହେଉଛି ସେ ସବୁ ପୋଲିସ ଵାଲା କରୁଛନ୍ତି. ପୋଲିସ ଵାଲା ଭିଡ଼ିଓ ଭାଇରାଲ କରୁଛନ୍ତି ବୋଲି ଗୋଟିଏ ପ୍ରମାଣ ହେଉଛି ଥାନା ଭିତରେ ଥିବା ଭିଡ଼ିଓ ଟି. ପୋଲିସ ଛଡା ଅନ୍ୟ କେହି ରାତି 2ଟା ବେଳେ ଉଠାଇନଥିବେ. କିମ୍ବା ଥାନା ଭିତରେ ଅନ୍ୟ କେହି ଭିଡ଼ିଓ ଉଠାଇ ମଧ୍ୟ ପାରିବେ ନାହିଁ ସେ ଦିନରେ ହେଉ କି ରାତିରେ ହେଉ. 3. ଯଦି ପୋଲିସ ଵାଲା ଭିଡ଼ିଓ ବନାଇ ପାରୁଛି ତେବେ - ପୋଲିସ ତ କହୁଛି ଯେ ସେ ଝିଅ ଟି ମଦ ପିଇ ଥିଲା ବୋଲି ତାହେଲେ ପୋଲିସ ତାର wine detecter ରେ ଟେଷ୍ଟ କରିପାରିଥାନ୍ତା ଆଉ କାମୁଡିବା ସମୟ ର ଭିଡ଼ିଓ ଭି ଆଉ ଯେତେବେଳେ ସେ ପୋଲିସ ଉପରକୁ ହାତ ଉଠାଉଥିଲା ସେତେବେଳ ର ଭିଡ଼ିଓ ସବୁ ପୋଲିସ କାହିଁକି ଉଠାଇ ପାରିଲା ନାହିଁ. କି ମିଛ ଟାରେ ସେ ଝିଅ ଉପରେ ଦୋଷ ଲଦିବାରେ ଲାଗିଛ 4. ଆଉ ଯଦି ସେ ଝିଅ ଟି ମଦ ପିଇ ଥିଲା ତେବେ ତାକୁ ହାଜତ ରେ ସେମିତି ପୁରାଇ ଦେଇଥିଲେ ସକାଳୁ ତାର ଓଟୋମେଟିକ ନିଶା ଛାଡି ଯାଇଥାନ୍ତା. ତାକୁ ନଙ୍ଗଳା କରିବାର କିମ୍ବା ପିଟିବାର କିଛି ଆବଶ୍ୟକ ହିଁ ପଡି ନ ଥାନ୍ତା. 5. ଆଉ ଯଦି ପୋଲିସ ସେଇଦିନ ରାତିରେ ତାକୁ ନେଇକି ପେଟ୍ରୋଲିଙ୍ଗ ଗାଡ଼ିରେ ସ୍ପଟ ଉପରକୁ ଯାଇଥାନ୍ତା, ଆଉ ସ୍ପଟ ଉପରେ ଖୋଜା ଖୋଜି ବାହାନାରେ ଅଧା ଘଣ୍ଟା time pass କରିଥାନ୍ତା , ତାପରେ ସେ ପିଲାଙ୍କୁ ପୋଲିସ ପାଉ କି ନ ପାଉ ସେତିକିରେ ସେ ଝିଅ ଥଣ୍ଡା ହୋଇଯାଇଥାନ୍ତା. କିନ୍ତୁ ପୋଲିସ ଏମିତି କଲା ନାହିଁ କାହିଁକି. କାରଣ ସେ ପିଲାମାନେ ପୋଲିସ ବାଲାଙ୍କ ରେଗୁଲାର କଷ୍ଟମ୍ବର . 6. ବାକି ମୋର ଶେଷ ପ୍ରଶ୍ନ - ଯଦି ପୋଲିସ ଵାଲା ବର୍ତମାନ କହୁଛନ୍ତି ଯେ ଜଷ୍ଟିସ ନ ହେବା ପଯ୍ୟନ୍ତ ପୋଲିସ ବାଲାଙ୍କୁ ସସ୍ପେଣ୍ଡ ଅର୍ଡର ଉଠାଯାଉ. କାହିଁକି ତୁମକୁ ଯଦି କେହି ମିଛ ରେ କିମ୍ବା କାହାରି ଠାରୁ କିଛି ଅର୍ଥ ନେଇ ଅନ୍ୟ ବିରୁଦ୍ଧରେ ଚୋରି କିମ୍ବା ନାରୀ କେସ ରେ ଫସାଉଛ. ସେତେବେଳେ ତ କହୁନ ଯେ ଜଷ୍ଟିସ ନ ହେବା ପଯ୍ୟନ୍ତ ସେ ଜେଲ ନ ଯାଉ. ସେତେବେଳକୁ ସାଙ୍ଗେ ସାଙ୍ଗେ ତାକୁ ବାନ୍ଧି ଜେଲ ପଠାଇଦେଉଛ.
@indiaruralvillegeandtheirt6252
@indiaruralvillegeandtheirt6252 2 сағат бұрын
RIGHT
@arunrout857
@arunrout857 2 сағат бұрын
Bahaut Khushi lagila ye bites padhi.asali o Satya tike badhe lokanku.
@Vritika-r2j
@Vritika-r2j 2 сағат бұрын
Madam right kahuchanti 🎉🎉🎉🎉🎉
@sasmitateaandvarietystore8013
@sasmitateaandvarietystore8013 2 сағат бұрын
Right madam
@suryakantabehera5607
@suryakantabehera5607 2 сағат бұрын
Police ku free hand karajau, every case re police pressurize hauchhi , police ku policing karibaku independent Chhada jau
@jtl1872
@jtl1872 2 сағат бұрын
ଏହି ଟୋକାମାନେ ରାତି 2.00 ଟା ରେ ସେଇଠି କ'ଣ କରୁଥିଲେ କି ? ଭୁବନେଶ୍ୱର ର ସମସ୍ତ ମଦୁଆ ମାନଙ୍କୁ ସଂସ୍କାର ଶିଖାଇବାକୁ ଏମାନଙ୍କୁ ଦାୟିତ୍ୱ ଦିଆଯାଇଛି କି ?
@arunrout857
@arunrout857 Сағат бұрын
@@jtl1872 charas aau ganjei Nisa sangaku dhala powder bhai bujhile ki na.maa dhankuti Pua nagar.
@bikrammohanty3961
@bikrammohanty3961 30 минут бұрын
You are very correct Madam. Police has no role in asking her personal histry. The lady went to give FIR as she and her would major or captain were humiliated some anti social boys at mid night onthe way back to their home. But instead of taking action on their FIR started their own police actions in their own way, not acceptable at all. Rather police started demoralising them that they came there after taking wine, they were dancing in the bar. What is instead of taking actions on their complain,actions against those students who were not supposed to be present at midnight there. Police has completely failed doing his duty, and failed totally giving justice to there FIR. RATHER POLICE TOTURED THEM BRUTALLY KNOWING VERY WELL THAT HE WAS AN ARMY OFFICER. Shame on police......
@kailashswain4735
@kailashswain4735 3 сағат бұрын
Video editing kari chhada jauchhi ...
@POWER_OF_BAPPA
@POWER_OF_BAPPA 51 минут бұрын
ASO ଙ୍କୁ ମାଡ଼ ଯେତେବେଳେ ହୋଇଥିଲା ସେତେବେଳେ ଅଃର୍ଗୁସ ନିଉଜ ଚାଁନେଲ କେତେଥର ପ୍ରସାର କରିଥିଲା ଏବଂ ବିଜେପି ସରକାରଙ୍କୁ କେତେଥର ପ୍ରଶ୍ନ କରିଥିଲା ତାହା ଓଡିଶା ବସି ଜାଣିସାରିଲେଣି ଆଜି ଆସିଛନ୍ତି ସଫେଇ ଦେବାକୁ।ଛାଡ ହୋ ହାଇକୋର୍ଟ ଦେବ ନ୍ୟାୟ ତମେ ସବୁ କାହାଣୀ ବନ୍ଦ କରି ଆରାମ ନିଅ।କାହୁକୁ ଯଦି ନ୍ୟାୟ ଦେଇପାରିବନି ତାହେଲେ ଚାଁନେଲ ଚଲେଇବା ଯୋଗ୍ୟ ନୁହେ।
@pradiptakumarmohanty9740
@pradiptakumarmohanty9740 3 сағат бұрын
Ama Odishar jhia mae jama durbal nuhanti pua heu ba jhia samaste samana.
@ShrimantaSingh-ox8my
@ShrimantaSingh-ox8my 2 сағат бұрын
No
@uksatapathy1
@uksatapathy1 23 минут бұрын
politically made dcp is ruining odisha
@AnchalAndAnchal
@AnchalAndAnchal 2 сағат бұрын
Argues bekar tv
@uksatapathy1
@uksatapathy1 22 минут бұрын
mr mishra may have done that what is directed by saddist dcp
@uksatapathy1
@uksatapathy1 24 минут бұрын
all odian should think of culture first.
@ranjulatanayak8102
@ranjulatanayak8102 2 сағат бұрын
Bajya gapa gapucha
@jyotiprakash90
@jyotiprakash90 Сағат бұрын
Mahilanka jukti ekdum bhul au aayin eha swikar kebe b kareni. Ame dekhuchu e kumbhira kandana kandi kandi mahila mane samaja ku 4 panji ru bida karileni. Public support au lady pain nahi 😂 Drama ra anta ghatichi 😊Police ra agaru bhul Thai pare, anya bhaut case re bhul Thai pare, kintu ehi mamala re police hin pidita evam Lawyer mahila hele drama queen 😂 Au gote katha ki- micha katha ra samarthana kebe b kara jiba katha nuhe. Taha tarka ra sangya re ase hin nahi 🙂‍↔️
@rockkyi593
@rockkyi593 2 сағат бұрын
Se jhio ra totally bhul
💩Поу и Поулина ☠️МОЧАТ 😖Хмурых Тварей?!
00:34
Ной Анимация
Рет қаралды 1,7 МЛН
SCHOOLBOY. Мама флексит 🫣👩🏻
00:41
⚡️КАН АНДРЕЙ⚡️
Рет қаралды 7 МЛН
WORLD BEST MAGIC SECRETS
00:50
MasomkaMagic
Рет қаралды 49 МЛН
💩Поу и Поулина ☠️МОЧАТ 😖Хмурых Тварей?!
00:34
Ной Анимация
Рет қаралды 1,7 МЛН