ମାଲକାନଗିରିର ଆଦିବାସୀ ମେଳି, ମୋହନଙ୍କ ପାଇଁ ଚେତାବନୀ || Satyapatha Debate

  Рет қаралды 23,283

Satyapatha

Satyapatha

Күн бұрын

ମାଲକାନଗିରିର ଆଦିବାସୀ ମେଳି, ମୋହନଙ୍କ ପାଇଁ ଚେତାବନୀ || Satyapatha Debate
#satyapatha #mohanmajhi #satyaprakashnayak #prafullasamantray
#tribal

Пікірлер: 55
@BalanhadraNuanga
@BalanhadraNuanga 3 күн бұрын
ସତ୍ଯ ପାଠ ନିୟୁଜ୍ କୁ ବହୁତ ବହୁତ୍ ଧନ୍ଯବାଦ, ନମସ୍କାର , ଆଦିମ ଅଧିବାସୀ ଆଦିମ ଅଧିକାର ଆଦିବାସୀ କଲ୍ଚର ଆଦିବାସୀ ପରମ୍ପରା ଆଦିବାସୀ ରୀତି ନୀତି ଭାଷା ସଂସ୍କୃତି ପ୍ରକ୍ରୁତୀ ର ପରିବେଶ ସୁରକ୍ଷା ଏବଂ ଜଳ ଜମି ଜଙ୍ଗଲ ହକ୍ ଗୋଷ୍ଟି ଗତ ଜଙ୍ଗଲ ବ୍ଯକ୍ତି ଗତ ଚାଷ ବାଷ କରୁଥିବା ଜଙ୍ଗଲ ଜମି ହକ୍ କରିବା ଆମ ହକ୍ ଆଦିମ ଅଧିକାର ପାଇଁ ସାରା ଓଡିଶା ରେ ସଂଗଠିତ ଏକତ୍ର ଜାରି ରହିବ (ଚାଷୀ ମୂଲିଆ ସୁରକ୍ଷା ସମିତି କନ୍ଧମାଳ)
@sandhumajhi5898
@sandhumajhi5898 3 күн бұрын
ଆଦିବାସୀ ମାନଙ୍କ ସରଳତାର ସୁଯୋଗ ନେଇ ରାଜନୈତିକ ଦଳ ଶଷଣ କରୁଛି BJP
@rabindralakra7812
@rabindralakra7812 3 күн бұрын
ଓଡ଼ିଶାର ମିଡ଼ିଆସବୁ ବିକ୍ରି ହେଇଛି
@somnathkulasika
@somnathkulasika 2 күн бұрын
Good news saty prakash babu
@debamadkami8903
@debamadkami8903 3 күн бұрын
Satyapata bahuta bahut Thanks
@user-on5wv8xw8h
@user-on5wv8xw8h 3 күн бұрын
ସତ୍ୟ ଭାଇ ଆପଣ ସବୁବେଳେ ସତ୍ୟ ହିଁ ଉପସ୍ଥାପନ କରୁଛନ୍ତି ଅନ୍ୟ ସାମ୍ବାଦିକ ପାଟି ବନ୍ଦ
@PrakashKanhar-jc6yh
@PrakashKanhar-jc6yh 3 күн бұрын
ଜୟ ସତ୍ୟ ପାଠ ଜୟ ଆଦ୍ୟ ଆଦୀବାସୀ
@sandhumajhi5898
@sandhumajhi5898 3 күн бұрын
ସବୁ ମିଡ଼ିଆ ପାଟିରେ ପୁରେଇ ଦେଇଛି କଦଳୀ BJP ଆପଣ ବହୁଟ ଭଲ ଆଜ୍ଞା ସତ୍ୟ ର ସନ୍ଦାନ ଉପସ୍ଥାପନ କରୁଛନ୍ତି ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ଆଜ୍ଞା ❤❤
@gakulachandramahanta2511
@gakulachandramahanta2511 3 күн бұрын
Very very thanks to Mr.Satyaprakash Nayak.As pet articles-V&VI of Constitution.
@nilanchalapanda4430
@nilanchalapanda4430 3 күн бұрын
Really delighted for such journalism . courageous n upright
@chandraparzachandraparza5949
@chandraparzachandraparza5949 3 күн бұрын
Jay adivasi Jay Johar 🎉🎉❤❤
@pavitraranjanswain4010
@pavitraranjanswain4010 3 күн бұрын
Now CM will distribute Paatta of 1% of forest lands to Adivasi. Rest 99% will be given to Adani.
@user-xn7xz2rx4d
@user-xn7xz2rx4d 2 күн бұрын
ଆମେ ହାଦି ବସି ଜଳ ଜଙ୍ଗଲ ମାଟି ପାଇଁ ଜୀବନ ଦେବୁ ପଛେ ହଟିବୁ ନାଇଁ ଲୋଡେହି ଜାରି ରୋହିବୋ ହାଗାମି ଧିନୋ ରେ
@omsrisainamoh2603
@omsrisainamoh2603 2 күн бұрын
ଜୟ ଆଦିବାସୀ ସମାଜ 🙏🏻🙏🏻🙏🏻🙏🏻
@RanjanKumar-mx1ki
@RanjanKumar-mx1ki 3 күн бұрын
କେବଳ ଆଦିବାସୀ ନୁହନ୍ତି ସମଗ୍ର ରାଜ୍ୟ ରେ ଲକ୍ଷ୍ୟ ଲକ୍ଷ୍ୟ ଗରିବ, ହରିଜନ, ଏବଂ ମଧ୍ୟ୍ୟବିତ୍ତ ମାନେ ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ହେବ ଜାଗା ଓ ଜମି ରେ ରହୁଛନ୍ତି ଓ ଚାଷ ବାସ କରି ରହି ଆସୁଛନ୍ତି ସେ ଜାଗା ସବୁକୁ ସେହି ଲୋକ ମାନଙ୍କ ନାମରେ ପଟ୍ଟା issue କରାଯାଉ l ତେଣୁ ଭୁ ବନ୍ଦୋବସ୍ତ ଜରିଆରେ ଏ ସମସ୍ୟା ର ସମାଧାନ କରାଯାଉ ସବୁ ଜିଲ୍ଲା ରେ
@sopanabadek5696
@sopanabadek5696 2 күн бұрын
ଭାରତରେ ସବୁ ପରିବାର ପାଇଁ ଭୂସମ୍ପତ୍ତିକୁ ସମାନ କରାଯାଉ । ଯେମିତି କି କେହି ସର୍ବ ନିମ୍ନ ଜମିକୁ କେହି ବିକ୍ରି କରିପାରିବେ ନାହଁ କି କିଣି ପାରିବେ ନାହିଁ । ଆଉ ପୂର୍ବରୁ ଯେ କମ୍ ଜମି ଥାଇ ଠକାମିରେ ପଡ଼ି ନିଜ ଜମି ହରେଇଛି,ତାହା ସରକାର ବିନା ଖର୍ଚ୍ଚରେ,ବିନା ବାଧାପ୍ରାପ୍ତରେ ମୂଳ ଜମି ମାଲିକକୁ ଫେରସ୍ତ କରିବାର ଅତି ଶିଘ୍ର ଆଇନ ପ୍ରଣୟନ କରିବା ପାଇଁ ଅନୁରୋଧ । ଆଉ ଯଦି ସେହି ଜମିର ବର୍ତ୍ତମାନର ଅଧିକାର କରୁଥିବା ଜମି ମାଲିକକୁ ଯେତେ ଦିନ ନିଜ ଅକ୍ତିଆରରେ ଠକି ରଖିଥିଲେ, ତାଙ୍କ ଉପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଇନ ପ୍ରଣୟନ କରାଯାଉ ଯେ , ଭବିଷ୍ୟତରେ ଆଉ କେହି ଠକିବା ପାଇଁ ଚେଷ୍ଟା କରିବେ ନାହଁ ।
@gatipattanaik3536
@gatipattanaik3536 2 күн бұрын
That's true💯 🇮🇳Masterly wordings Prabhu Ankara by our Odisha Journalists Legend Master Shri Satya Prakash Nayak Regarding Malkangiri Adibasi Janata Development Demands in Our State New Chief Minister of BJP Governments full fill their Demand Congratulations Salutes to Our Journalists 🌻❤👏🌻❤👏🌻❤👏🇮🇳Bandemataram👍
@satyabanaSethy-m3s
@satyabanaSethy-m3s Күн бұрын
Jay Congress
@chandrapanda7222
@chandrapanda7222 2 күн бұрын
ପ୍ରଦୀପ ବାବୁ ଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଭିତରେ ତାଙ୍କର ନିଜ ଜ୍ୱାଇଁ କୋରାପୁଟ ଜିଲ୍ଲାର ADM ଥିଲେ ରାଜେନ୍ଦ୍ର କୁମାର ମାଝୀ, ଓ ଉମରକୋଟ ନିବାସୀ ନୀଳାମ୍ବର ପୂଜାରୀ ORS, ସେହି ଆଦିବାସୀ ସମ୍ପ୍ରଦାୟ ର ବୈପାରୀଗୁଡା ତହସିଲ ଅନ୍ତର୍ଗତ ରାମଗିରି ଗ୍ରାମର ଗରିବ, ଅଶିକ୍ଷିତ ପରିବାର ଟିକୁ ହଇରାଣ କରି ଦେଲେ.
@jagamuchaki4617
@jagamuchaki4617 2 күн бұрын
Jai adivasi
@NarsinghPujari-b9t
@NarsinghPujari-b9t 3 күн бұрын
Jay jay jay
@DhanurjayKrisani
@DhanurjayKrisani 2 күн бұрын
Jay adivasi mohasangh
@rajukabasi6871
@rajukabasi6871 Күн бұрын
Jay aadivasi...💪💪💪💪💪
@Ravitech8r1
@Ravitech8r1 2 күн бұрын
Jay Adivasi 🏹💪
@jayramsk8449
@jayramsk8449 2 күн бұрын
Right 👍👍👍
@jaga-ul9tk
@jaga-ul9tk 2 күн бұрын
Kie kie malkangiri ru dekhuchanti ehi news ku comment ku like Kara 🎉🎉❤❤
@Aswinagomango
@Aswinagomango Күн бұрын
Yes good 🎉
@fitindia3832
@fitindia3832 2 күн бұрын
Thanks sir..🎉
@dlodpbp-bk5ih
@dlodpbp-bk5ih 3 күн бұрын
We also demand PESA act
@user-zs4vp2ce9u
@user-zs4vp2ce9u 2 күн бұрын
Thank sir
@mukeshsunam596
@mukeshsunam596 3 күн бұрын
Thank you ,
@indramanipanda3539
@indramanipanda3539 2 күн бұрын
ଆଦିବାସୀ ଙ୍କ ମଧ୍ଯ ରେ Bjp Bjd ଓ କଂଗ୍ରେସ ଅଛନ୍ତି।
@Bhimarelease1997
@Bhimarelease1997 2 күн бұрын
Good
@anantakhilla3527
@anantakhilla3527 3 күн бұрын
ଜୟ ଆଦିବାସୀ 🙏
@mamitakabasi3508
@mamitakabasi3508 3 күн бұрын
Odishara malkangiri jilar media odhika bichitra bhabare bikri huonti
@mamitakabasi3508
@mamitakabasi3508 3 күн бұрын
Pabitra charki
@hemantadash6520
@hemantadash6520 3 күн бұрын
ଓଡ଼ିଶା ନୁହ ସାରା ଦେଶରେ ବି ମିଡ଼ିଆ ବିକ୍ରୀ ହେଇ ଯାଇଚି 😂 journalist ମାନଙ୍କ ମୁହଁରେ ଛେପ ପକାଇବା କୁହି ଇଚ୍ଛା ନାହିଁ 😢 journalist ମାନଙ୍କୁ ଲାଜ ବି ଲାଗୁନି 😢
@msdmunda5083
@msdmunda5083 3 күн бұрын
Malkangiri basi BJP ku vote diyanti or BJP ku bahat bhala pahanti or andulana eka or prakashana semane bujhanti sata kintu kana bhala janiparile nahin ebe kana bujhine je parjyanta education nahin se parjyanta sachetsna nahin
@chandrayhansda3254
@chandrayhansda3254 3 күн бұрын
Thinking of scheduled areas administration should be the today's mission of tribals.
@NabkishorBarik
@NabkishorBarik 3 күн бұрын
It is only responsible BJP/Modi not Mohan.Mohan remote by BJP government (India)
@rabindralakra7812
@rabindralakra7812 3 күн бұрын
ସାର୍ ଆମ ସୁନ୍ଦରଗଡ଼ ଜିଲ୍ଲାରେ ଆନ୍ଦୋଳନ କରିଥିଲେ
@NarsinghPujari-b9t
@NarsinghPujari-b9t 3 күн бұрын
Jay adibasi jay jagarnath
@BishnucharanRay-xy5ox
@BishnucharanRay-xy5ox 3 күн бұрын
ସତ୍ୟ ପାଠ ଏବେ ଦଳ ଗତ ରାଜନୀତି କରୁଛି
@Jagannath-oc9ht
@Jagannath-oc9ht 3 күн бұрын
ଆପଣ ବୁଝି ପାରୁନାହାନ୍ତି କି? ପ୍ରଦୀପ କହୁଛନ୍ତି ସସେ ଅଛନ୍ତି ବୋଲି ସା କେଉଁ ରାଜନୈତିକ ଦଳର?। ଆଦିବାସୀ ଥା! ନ୍ୟାୟ ପାଆନ୍ତୁ ।
@suvendusenapati1610
@suvendusenapati1610 2 күн бұрын
How this government has given two bauxite mine and land to Adani
@KailaSahu-f1g
@KailaSahu-f1g 3 күн бұрын
Maine aadivasi purane gane
@Sena-326
@Sena-326 3 күн бұрын
Congress belt Koraput & Malakangir hence don't fool people of Odisha. Fake channel
@mukeshsunam596
@mukeshsunam596 3 күн бұрын
ତମକୁ କାହିଁ ଜଳୁଛି କହିଲୁ?😂
@ajitpramod2080
@ajitpramod2080 2 күн бұрын
Odisha loke nija goda re nije kuradi marichnaty. BJD thila bele atleast se project stay hei hei Jai thila BJP ku vote dei pura biki hei jaichi
@sujitkumar1977
@sujitkumar1977 18 сағат бұрын
Sethipain
小丑妹妹插队被妈妈教训!#小丑#路飞#家庭#搞笑
00:12
家庭搞笑日记
Рет қаралды 35 МЛН
哈莉奎因怎么变骷髅了#小丑 #shorts
00:19
好人小丑
Рет қаралды 45 МЛН
Остановили аттракцион из-за дочки!
00:42
Victoria Portfolio
Рет қаралды 3,1 МЛН
小丑妹妹插队被妈妈教训!#小丑#路飞#家庭#搞笑
00:12
家庭搞笑日记
Рет қаралды 35 МЛН