ମା ଶ୍ରୀମନ୍ଦିର କଳ୍ପବଟରେ ଗୋଡ଼ି କେମିତି ବାନ୍ଧନ୍ତି? Jagannath Mahima | Shakti Shankar Mishra | Odisha 365

  Рет қаралды 38,206

ODISHA 365

ODISHA 365

Күн бұрын

Shreemandira Kalpa Bata Re Godi Kemiti Bandhanti |
ପୁରୁଷ ଶୂନ୍ୟ ହେବାକୁ ଯାଉଥିବା ଘର ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏବେ ଶାନ୍ତିରେ ଚାଲିଛି |
--------
Snana Yatra
Jagannath Mahima
Shakti Shankar Mishra
Odisha 365
Jhini Mishra
Manu, Jajpur
-------------------
Shreemandira Kalpa Bata
Puri Jagannath Temple Kalpa Bata
If You Like Our Content
Join this channel to Support our work:
/ @odisha365
#odisha365 #jagannathmahima #shaktishankarmishra #jhinimishra #jagannath #snanapurnima #odisha365channel #snanayatra #snanajatra

Пікірлер: 299
@sabitaswain5513
@sabitaswain5513 Ай бұрын
ଆଜ୍ଞା ପ୍ରଣାମ ବିଶ୍ଵ ର ବଡ ଡାକ୍ତର ମହାପ୍ରଭୁ ...ମୋ ବାପା...🙌🙏🙏🙏
@priyankamohapatra1647
@priyankamohapatra1647 Ай бұрын
ମୋ ଜଗନ୍ନାଥ ସ୍ୱାମୀଙ୍କ ଶ୍ରୀ ଚରଣ କମଳ ତଳେ ଅନନ୍ତ କୋଟି କୋଟି ପ୍ରଣାମ
@kalpanapadhi8709
@kalpanapadhi8709 Ай бұрын
ପ୍ରକୃତରେ ମନ,ପ୍ରାଣ ଦେଇ ଡାକିଲେ ଠାକୁର ନିଶ୍ଚୟ ଶୁଣନ୍ତି 🙏ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏
@OdishreeKalaaranga
@OdishreeKalaaranga Ай бұрын
ଜୟ ଜଗନ୍ନାଥ 🙏🙏ମୋ ନାମ ମଧ୍ୟ ମାନୁ.. ମୋ ସହ ମଧ୍ୟ ଏମିତି ଘଟଣା ଘଟିଛି.. ମହାପ୍ରଭୁ ପ୍ରତି ପାଦ ରେ ରକ୍ଷା କରିଛନ୍ତି
@dharmyodha4083
@dharmyodha4083 Ай бұрын
କି କଥା ମ
@AjayakumarGochhi
@AjayakumarGochhi Ай бұрын
ମୋ ନାଁ ମଦନ ମୋ ସହିତ,,,,,,,,,,,,,,,,,,,, ଆଗକୁ ମହାପ୍ରଭୁ ଭରଷା 🙏🙏🙏
@DurgaPrasad-pl3hg
@DurgaPrasad-pl3hg Ай бұрын
ଆପଣ ଏଇ ବ୍ୟକ୍ତି ନୁହନ୍ତି ତ
@jharanapradhan7836
@jharanapradhan7836 Ай бұрын
ମଣିମା ମହାବାହୁ କାଳିଆ ସାଆନ୍ତଙ୍କର ଆଶୀର୍ବାଦ ଏବଂ କୃପାଦୃଷ୍ଟି ଯାହା ଉପରେ ଅଛି , ତା'ର କିଏ ଅବା କଣ କରି ପାରିବ!! ମଣିମା ମହାବାହୁଙ୍କର ଜୟ ହେଉ🙏🙏🙏
@anilkusahoo33539
@anilkusahoo33539 Ай бұрын
ଜୟ ଜଗନ୍ନାଥ ସ୍ବାମୀ 🙏⭕‼️⭕🙏 ସମଗ୍ର ପୃଥିବୀ ର ନାଥ ଜଗନ୍ନାଥ ଆମ ଓଡ଼ିଆ ଙ୍କ ପାଖରେ ଅଛନ୍ତି ସମସ୍ତେ ଲେଖନ୍ତୁ ଜୟ ଜଗନ୍ନାଥ 🙏⭕‼️⭕🙏
@seshadevnayak5978
@seshadevnayak5978 18 күн бұрын
ହେ ମହାପ୍ରଭୁ ସବୁ ଆପଣଙ୍କ ଲୀଳା 🙏🙏🙏
@debarajmohapatra781
@debarajmohapatra781 Ай бұрын
ପ୍ରଭୁ ହେ ଆପଣଙ୍କ କୃପା ଅପାର 🙏....
@ranjitbehera4815
@ranjitbehera4815 Ай бұрын
ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା । ତୁମ୍ଭେ ନ ରଖିଲେ ଭାସିଲି ଶୁଣ ହୁଅ ଅଚିନ୍ତା ।।🙏🏻 ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🙏🏻
@prakasinidas8188
@prakasinidas8188 Ай бұрын
କୃପାସିନ୍ଧୁ ହେ!ଅନନ୍ତ,ଅସୀମ ତୁମ କୃପା...କୋମଳ ଶ୍ରୀଚରଣ କମଳରେ ଅନନ୍ତ କୋଟି ପ୍ରଣାମ ମଣିମା❤️🌹❤️🙏
@ashutoshpanda4982
@ashutoshpanda4982 Ай бұрын
ମହାପ୍ରଭୁ ଲୀଳା ନା କେହି ଜାଣିଛି ନା କେହି ଜାଣି ପାରିବେ , ମାୟା ର ଠାକୁର ସେ । ତାଙ୍କ କୃପା 🙏🏻🙏🏻 ବଡ଼ ବିଚିତ୍ର। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🏻🙏🏻🙏🏻
@krushnakeshaba2972
@krushnakeshaba2972 Ай бұрын
କାଳିଆ😢ରେ ତତେ କଣ ବା ଅସମ୍ଭବ 😭😭ତୁ ହିଁ ସବୁ ସମ୍ଭବ କୁ ଅସମ୍ଭବ କରି ପାରୁ ଆଉ ଅସମ୍ଭବ କୁ ସମ୍ଭବ କରିପାରୁ।
@agneyasahoo8697
@agneyasahoo8697 Ай бұрын
⭕❗⭕ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ
@studypoint1280
@studypoint1280 Ай бұрын
ତୁମ ଇଚ୍ଛା ପୂର୍ଣ୍ଣ ହେଉ ଆହେ ମଧୁସୂଦନ❤ ଜୟ ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ଵାମୀ କି ଜୟ 🙏
@swapnanandarath2244
@swapnanandarath2244 Ай бұрын
ଅପୂର୍ବ ବର୍ଣନା, ମହାପ୍ରଭୁଙ୍କର ଗୁଣଗାନ ଶୁଣି ଧନ୍ୟ ହେଲି l ଆପଣଙ୍କୁ ଅଶେଷ ଧନ୍ୟବାଦ l
@kalpanasamantaray1667
@kalpanasamantaray1667 Ай бұрын
ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏
@panchananchakraborty3200
@panchananchakraborty3200 Ай бұрын
ଜଗା ର ଲୀଳା ଅପରମ୍ପାର, ମୋ ନିଜ ସ୍ତ୍ରୀଙ୍କ ଜୀବନ ରେ କାଲିଆ ର କୃପା ଅଭାବନୀୟ
@birakishorenayak1690
@birakishorenayak1690 26 күн бұрын
ଧନ୍ୟ ତୁମେ ମହାପ୍ରଭୁ, ତୁମକୁ ଅନନ୍ତକୋଟି ପ୍ରଣାମ । ତୁମର ଜୟ ହେଉ, ଜଗତର ମଙ୍ଗଳ ହେଉ🙏
@amitabehera4923
@amitabehera4923 Ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ
@pradeshkumarsahoo1877
@pradeshkumarsahoo1877 26 күн бұрын
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏🙏
@princearyan3657
@princearyan3657 Ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ମଣିମା
@DebasmitaBahinipati
@DebasmitaBahinipati Ай бұрын
Jay Jagannath 🙏 Jay Jagannath 🙏 Jay Jagannath 🙏 Mahabahu tama Bina kehi nai nijara 😢❤
@skrushnareddy6796
@skrushnareddy6796 Ай бұрын
ପୂଜ୍ୟ ଶ୍ରୀ ଶକ୍ତି ଶଙ୍କର ମିଶ୍ର ମୋର ଅନନ୍ତ କୋଟି କୋଟି ପ୍ରଣାମ 🕉️💮🕉️🙏🕉️🙏🕉️🙏🕉️💮🌼🌼💐🪔🙌🏿🍁🏵️🌹🌸🌸🥀🥀🌿🌷🙌🏿🙌🏿🙌🏿⭕‼️⭕
@dinakrushnabai8087
@dinakrushnabai8087 Ай бұрын
ମଣିମା 🙏
@rahulmohanty7297
@rahulmohanty7297 Ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
@sarmisthajena2524
@sarmisthajena2524 Ай бұрын
ଜଗନ୍ନାଥ ପ୍ରଭୁ ହିଁ ଆମର ରକ୍ଷା କର୍ତ୍ତା
@user-eu1ph6bo1d
@user-eu1ph6bo1d Ай бұрын
ଧନମଣି କାଳିଆ ସାଆନ୍ତେ ହରି କୋଟି କୈବଲ୍ୟ ନାଥ ତୁମର ନାମ ସମସ୍ତି ଙ୍କ ତୁଣ୍ଡରେ ଥାଉ 🙏🙏
@anjucutack9120
@anjucutack9120 Ай бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।
@akashbarik8387
@akashbarik8387 Ай бұрын
ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕
@bamadebajena5968
@bamadebajena5968 Ай бұрын
Jay ଶ୍ରୀରାମ
@debashritadash2739
@debashritadash2739 26 күн бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁ ମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@debashritadash2739
@debashritadash2739 26 күн бұрын
ଉଦ୍ଧାର କରନ୍ତୁ ହେ ମହାପ୍ରଭୂ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏💕💕💕💕
@majhidharmraj3098
@majhidharmraj3098 Ай бұрын
Jai shree jagannath
@nityanandbehera3373
@nityanandbehera3373 27 күн бұрын
ଜୟ ଜଗନ୍ନାଥ ହରିବୋଲ 🙏
@manasmantry9610
@manasmantry9610 Ай бұрын
Jai shree jagannath Swami Nayana Patha gami bhaba tume Jai shree ram ji ki jai 🙏🙏🙏🙏🙏🙏🙏🙏🙏🙏🙏🙏🙏
@crezyyt6337
@crezyyt6337 Ай бұрын
ମହାପ୍ରଭୁଙ୍କ କଥା ଯେତେ ଶୁଣିଲେ ବି ଆହୁରି ଶୁଣିବା ପାଇଁ ଇଚ୍ଛା ହୁଏ।ସମସ୍ତଙ୍କୁ ଘଣ୍ଟା ଘୋଡାଇ ରଖିଥା ପ୍ରଭୁ ।ଜୟ ଜଗନ୍ନାଥ ।
@_Shruti909
@_Shruti909 Ай бұрын
ହେ ପ୍ରଭୁ ତୋ ମହିମା ଅପାର।ଜୟ ଜଗନ୍ନାଥ ସ୍ବାମୀ।🙏
@debarajharijan
@debarajharijan Ай бұрын
ଜୟ ଜଗନ୍ନାଥ ସ୍ବାମୀ 🙏🙏🙏🙏🙏
@balakrushnanayak2547
@balakrushnanayak2547 Ай бұрын
🙏ହେ ⭕❗⭕ ମଣିମା 🙏
@P.sarbeswarpradhan9770
@P.sarbeswarpradhan9770 Ай бұрын
Jay jagannath swami🙏🙏🙏🙏🙏❣️❣️🌷🌷
@rabindranathpradhan4378
@rabindranathpradhan4378 21 күн бұрын
Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏🙏🙏
@anasuyamohanty2263
@anasuyamohanty2263 Ай бұрын
He prabhu jagannatha krupa kara prabhu 🙏🙏🙏🙌🙌🙌🙌🙌🙌🙌🙌🙌🙌🙌🙌🙏🙏🙏
@tapankumardas9431
@tapankumardas9431 Ай бұрын
Jay Shree Jagannath 🙏🙏🙏🙏🙏🙏🙏
@puspanjalibehera9591
@puspanjalibehera9591 Ай бұрын
ଅନନ୍ତକୋଟୀ ଦଣ୍ଡବତ ମହାବାହୁ 🙏🙏🙏🙏🙏
@user-ir9oj1ox5o
@user-ir9oj1ox5o 18 күн бұрын
ଜୟ ଜଗନ୍ନାଥ ସ୍ବାମୀ 🥺🙏🙏🙏
@Abinaschannel
@Abinaschannel Ай бұрын
Jay Shree Jagannath Mahaprabhu
@user-hg3xl3lx4g
@user-hg3xl3lx4g Ай бұрын
Jai sree jagannatha Swami nayan path gami bhabatu me❤
@skkhuntia7901
@skkhuntia7901 Ай бұрын
🕉 OM NAMO BHAGABATE VASUDEBAYA NAMAH JAY JAGANNATH 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🕉
@maakitchenette
@maakitchenette 7 күн бұрын
❤❤❤ Jay shree jagannath 👏🙏👏🙏👏🙏👏🙏👏🙏👏🙏👏🙏👏🙏
@pritimusic3690
@pritimusic3690 Ай бұрын
Kalia sabu bele mo pakare achanti....mo katha v sunanti...Jai jagannath Swami 🙏
@user-hg3xl3lx4g
@user-hg3xl3lx4g Ай бұрын
Jai jagannatha, balbhadra, subhadra maharani ki jai❤🙏
@sasmitadatta8819
@sasmitadatta8819 Ай бұрын
ଜୟ ମହାବାହୁ 🙏
@meenakshikar6351
@meenakshikar6351 Ай бұрын
ଜୟ ଜଗନ୍ନାଥ 🙏🌷🌻🌷🙏
@AJJAYQJNUMEROLOGY
@AJJAYQJNUMEROLOGY Ай бұрын
Jay sree Jagannath Mahaprabhu tumara jaya hau prabhu 🙏
@user-fj1kq3pq3x
@user-fj1kq3pq3x 16 күн бұрын
PaahipaahiJagannatha🙏🙏🙏
@bishnupriyasahoo1777
@bishnupriyasahoo1777 Ай бұрын
Jai jagannath mahaprabhu Hey 🙏🙏🙏
@saktikantakar573
@saktikantakar573 Ай бұрын
ଜୟ ଜଗନ୍ନାଥ 🙏🚩🙏🚩🙏
@Litu905
@Litu905 Ай бұрын
Jay shree Jagannath mahaprabhu 🙏🙏🙏
@jayjagannathjayjagannath7121
@jayjagannathjayjagannath7121 Ай бұрын
ମଣିମା ଙ୍କର ଜୟ ହେଉ 🙏
@smitapattnaik3000
@smitapattnaik3000 Ай бұрын
ମହାପ୍ରଭୁ ମଣିମା ମହାବାହୁ କୋଟି ପ୍ରଣାମ ପାଦପଦ୍ମ ରେ🙏🙏🙏🙏❤️❤️ ପ୍ରଣାମ ଶକ୍ତି Sir 🙏🥰🙏 ଧନ୍ୟବାଦ୍ ଓଡ଼ିଶା 365🙏🙏
@bikashkumarsamal2824
@bikashkumarsamal2824 22 күн бұрын
ଜୟ ଜଗନ୍ନାଥ ❤❤❤🙏🙏🙏♥️♥️♥️
@tofansahoo4085
@tofansahoo4085 Ай бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@hifystore4553
@hifystore4553 Ай бұрын
Jai Shree Jagannath🙏🙏🙏
@abhirammallik8940
@abhirammallik8940 Ай бұрын
Jaya Jagannath, Jaya Jagannath, Jaya Jagannath.
@aparajitasahoo8724
@aparajitasahoo8724 Ай бұрын
Jay shree Jagannath 🙏🙏🙏🙏❤❤❤❤
@Its-You
@Its-You Ай бұрын
ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
@jyotiranjanparida7031
@jyotiranjanparida7031 Ай бұрын
ଜୟ ଜଗନ୍ନାଥ
@umasankarpujari9543
@umasankarpujari9543 Ай бұрын
Jai jagannath Jai jagannath Jai jagannath..🙏🏼🙏🏼
@tanujarath1378
@tanujarath1378 Ай бұрын
Jai Shree Jagannath🙏
@leenasahoo6301
@leenasahoo6301 Ай бұрын
ଜୟ ଜଗନ୍ନାଥ 🙏🏻🙏🏻
@krishnanayak8285
@krishnanayak8285 Ай бұрын
JAY JAGANNATH 🙏🏻 🙏🏻 🙏🏻 🙏🏻 🙏🏻 🙏🏻
@user-cw7id6nq6x
@user-cw7id6nq6x Ай бұрын
Jai jaggnatha 🙏🙏🙏🙏❤️
@Prasannamishra1
@Prasannamishra1 Ай бұрын
God bless you Sj Mishra . Prasanna Mishra Puri
@biswajitsahoo-cw5qr
@biswajitsahoo-cw5qr Ай бұрын
Jay Jagannath Jay Jagannath Jay Jagannath 🙏🙏🙏
@amiyabhanu
@amiyabhanu Ай бұрын
🚩🙏ଜୟ ଜଗନ୍ନାଥ 🙏🚩
@binodinimohanty7818
@binodinimohanty7818 Ай бұрын
Jay Jagannath, sabu tar karuna
@rammishra5781
@rammishra5781 Ай бұрын
ସେ କାଳୀ, ସେ କ୍ରୁଷ୍ଣ, ସେ ଜଗନ୍ନାଥ... ସେ କଳି ଯୁଗ ଶ୍ରେଷ୍ଠ, ପ୍ରତ୍ୟକ୍ଷ ଓ ଭାବର ଦେବତା। କୋଟି ନମନ, କୋଟି ପ୍ରଣାମ। ଆଶ୍ରିତ ର ଆଶାବାଡି। ଏଇଠୁ ପ୍ରଣାମ।।
@banajiniswain3098
@banajiniswain3098 Ай бұрын
ଜୟ ଜଗନ୍ନାଥ।❤
@gudultukul5066
@gudultukul5066 Ай бұрын
ଜୟ ଜଗନ୍ନାଥ 🙏🙏🙏
@hemendrasingh2043
@hemendrasingh2043 Ай бұрын
Jai jagnnath ସତ୍ୟ ଘଟଣା
@GAMINGGUY4905-g1w
@GAMINGGUY4905-g1w Ай бұрын
Joy joy Jagannath Mohaprabhu 🙏🙏🙏
@madhusmitamohanty8320
@madhusmitamohanty8320 Ай бұрын
ମହାପ୍ରଭୁ ଯେ ସମସ୍ତ ସମସ୍ୟା ର ସମାଧାନ କରନ୍ତି। ତାଙ୍କ ଲୀଳା ଅପାର। ଜୟ ଜଗନ୍ନାଥ 🙏
@akashchandsethi9917
@akashchandsethi9917 Ай бұрын
ଜୟ ଜଗନ୍ନାଥ 🙏❤️❤️❤️
@asitrout7659
@asitrout7659 Ай бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ
@user-hg3xl3lx4g
@user-hg3xl3lx4g Ай бұрын
Jai sree jagannatha Swami ki jai❤🙏
@abhinashsingh173
@abhinashsingh173 Ай бұрын
ଜୟ ଜଗନ୍ନାଥ 🙏🙏🙏🙏
@sudhansuranjanmohapatra6429
@sudhansuranjanmohapatra6429 Ай бұрын
Jai Jagannath 🙏 🙏 🙏
@debaduttamohanty9044
@debaduttamohanty9044 Ай бұрын
Jai Jagannath ❤️ ❤️ 🙏🙏🪷
@manaspradhan4168
@manaspradhan4168 Ай бұрын
ଜୟ ଜଗନ୍ନାଥ🙏🙏🙏🌹🌹
@bimalendunayak
@bimalendunayak Ай бұрын
Jay Jagannath Swami Nayan patha gami bhawa tume .
@Ansita282
@Ansita282 Ай бұрын
ଜୟ ଜଗନ୍ନାଥ ⚫‼️⚫🚩🙏🏻
@user-os5vs1nu5b
@user-os5vs1nu5b 18 күн бұрын
Jay shree jagnnatha 🙏🙏🙏
@pratimanayak5256
@pratimanayak5256 Ай бұрын
Jay Jagannath 🙏 🙏 🙏 🙏
@bhagabanpadhi4993
@bhagabanpadhi4993 Ай бұрын
PRANAM prabhu JAGANNATH 🙏🌺🌸❤❤🌸🌺🙏
@ashwanipradhan3397
@ashwanipradhan3397 Ай бұрын
Jay Jagannath Jay anata Jay ho 🙏🙏🚩
@prafullakumarsenapati7135
@prafullakumarsenapati7135 Ай бұрын
Jay Jagannath Swami 🙏🙏🙏
@swatimalick9895
@swatimalick9895 22 күн бұрын
Jay Jagannath ✨🙏❤️
@golapchandmishra710
@golapchandmishra710 24 күн бұрын
Jagannatha swami Nayanapathagami bhabatume. Jay Jagannath.
@AnjaliSingh-bm9cn
@AnjaliSingh-bm9cn Ай бұрын
Jay Jagannath Ji
@prasantaroutraya4952
@prasantaroutraya4952 Ай бұрын
Jai Jai Shree ShreeJagannatha Mahaprabhu.
@MamiMami-lm3wk
@MamiMami-lm3wk Ай бұрын
Jay Jagannath mahaprabhu 🙏 sir pranam
DAD LEFT HIS OLD SOCKS ON THE COUCH…😱😂
00:24
JULI_PROETO
Рет қаралды 16 МЛН
КАК ДУМАЕТЕ КТО ВЫЙГРАЕТ😂
00:29
МЯТНАЯ ФАНТА
Рет қаралды 10 МЛН
Ekadashi Palibe Kipari || By Sripad B.V Bodhayana Maharaj || Odia Prabachana
20:49
DAD LEFT HIS OLD SOCKS ON THE COUCH…😱😂
00:24
JULI_PROETO
Рет қаралды 16 МЛН