ମୋ ସ୍ତ୍ରୀ ଠାରୁ ଯାତ୍ରା ଝିଅ କଣ ଅଧିକ ସୁନ୍ଦର ! ଫୁଲ ଆଣିଥିଲି ପୁଲବାଣୀରୁ କୈଳାଶ ପରିଡା

  Рет қаралды 184,318

HIFI ODISHA

HIFI ODISHA

Күн бұрын

#kailashparida #kailash #jatrakailash#jatra #odiajatra #natak #jatraactress #jatraactor
ମୋ ସ୍ତ୍ରୀ ଠାରୁ ଯାତ୍ରା ଝିଅ କଣ ଅଧିକ ସୁନ୍ଦର ! ଫୁଲ ଆଣିଥିଲି ପୁଲବାଣୀରୁ କୈଳାଶ ପରିଡା

Пікірлер: 52
@srikantaharichandan1464
@srikantaharichandan1464 2 жыл бұрын
ବହୁତ୍ ଦେଇଛନ୍ତି ଓଡ଼ିଆ କଳା ଜଗତକୁ। ଆମେ ଆପଣଙ୍କ ନିକଟରେ କୃତଜ୍ଞ
@bibhutiparida4601
@bibhutiparida4601 2 жыл бұрын
ଛୋଟ ଅନୁଷ୍ଠାନ ବଡ଼ ତ କଲା ଛୋଟିଆ କଥାଟି (?) ମନରୁ ଗଲା ! ଏମିତି ହେଲା ସବୁ ଶୁଣି ଭାରି ଭଲ ଲାଗିଲା । ଅନେକ ଅନେକ ଧନ୍ୟବାଦ !
@prabhudattaparija8757
@prabhudattaparija8757 3 жыл бұрын
ଗୋଟିଏ କଥା ଭାରି ଦୁଃଖ ଲାଗେ,,,ପ୍ରାୟ ଅଧିକାଂଶ କଳାକାର ମାନଙ୍କୁ ଯେତେବେଳେ ପଚରା ଯାଏ ତୁମର ପ୍ରଥମ ପାର୍ଟି କିଏ,,,ସେମାନେ ଯଦି କୌଣସି ଛୋଟ ପାର୍ଟି ରୁ କ୍ୟାରିୟର ଆରମ୍ଭ କରିଥାନ୍ତି ତାହେଲେ ସେ ପାର୍ଟି କି ତାଙ୍କୁ ସୁଯୋଗ ଦେଇଥିବା ମାଲିକ ଙ୍କ ନାଁ ନବାକୁ କୁଣ୍ଠା ପ୍ରକାଶ କରନ୍ତି,,ଯେତେବେଳେ A class ପାର୍ଟି ରେ ରହିଯାନ୍ତି ସେମାନେ ଭାବନ୍ତି ଯେ start କରିଥିବା ଛୋଟ ପାର୍ଟି ନାଁ ମିଡିଆ ଆଗରେ କହିଦେଲେ ସେମାନଙ୍କ prestige ଚାଲିଯିବ,,,କିନ୍ତୁ ସେଇଟା ସଂପୂର୍ଣ୍ଣ ଭୁଲ୍,,,ଯିଏ ତମକୁ କଳାକାର ହେବାର ମୂଳଦୁଆ ପକେଇଲା ତାକୁ ଯଦି ଆମେ ଭୁଲିଯିବା,,,ତାଙ୍କ ନାଁ ନବାକୁ କୁଣ୍ଠା ପ୍ରକାଶ କରିବା ଧିକ ଆମ କଳାକାର ଜୀବନ କୁ,,ଯିଏ ଆମକୁ ଜନ୍ମ ଦେଲା ସେ ଆମ ମା,,,ଆମେ ଯେତେ ଉପରକୁ ଗଲେ ବି ଆମ ମାଆ ଆମ ପାଇଁ ସବୁବେଳେ ବଡ଼
@badrinarayandas1111
@badrinarayandas1111 3 жыл бұрын
ଛୋଟପାଟିରୁ କଳାକାରଟିତିଆରି ହୋଇ କହିଁକି ଵଡପାଟିକୁଯାଇଥାଏ କାହିଁକି ସେଇ ଛୋଟପାଟିକୁ ଵଡକରେଇବାକୁ ଚାହେଁନି ଏଇ କାହିଁକି କାହିଁକି ପାଇଁ ପାଟିଦାଇ ନା ପଟିଅରଦାଇ ?
@prabhudattaparija8757
@prabhudattaparija8757 3 жыл бұрын
@@badrinarayandas1111 ଏ ଦୁନିଆ ରେ ସମସ୍ତ ଙ୍କ ଇଚ୍ଛା ଆଉ ଟିକେ ଆଗକୁ ଯିବା,,,ଆଉ ଟିକେ ନାଁ କରିବା,,ଭଲ ରୋଜଗାର କରିବା,,,ଏମିତି ଅନେକ କିଛି,,,କିନ୍ତୁ ଗୋଟିଏ ଛୋଟ ପାର୍ଟି ର ମାଲିକ ତାଙ୍କ ସମ୍ବଳ କୁ ନେଇ ଅନୁଷ୍ଠାନ ଗଢି ଥାଆନ୍ତି,,,ଗୋଟିଏ ନୂଆ କଳାକାର ସେଇଠୁ ସୃଷ୍ଟି ହେଲା,,,ଆସ୍ତେ ଆସ୍ତେ ତା ଭିତରେ ଥିବା ପ୍ରତିଭା ର ବିକାଶ ବି ହେଲା,,,ସେ ନିଶ୍ଚୟ ଚାହିବ ମୁଁ ଆଉ ଗୋଟେ ବଡ଼ ପାର୍ଟି କୁ ଯାଆନ୍ତି କି,,ଆଉ ଅଧିକ ଦରମା ପାଆନ୍ତି କି,,ଏମିତି ଅନେକ କିଛି,,,କିନ୍ତୁ ସେଇ ଛୋଟ ପାର୍ଟି ର ମାଲିକ ତାଙ୍କୁ ସେତିକି ପାରିଶ୍ରମିକ ଦେବା ପାଇଁ ସମର୍ଥ ହୁଅନ୍ତିନି,,(ହେବା ବି ସମ୍ଭବ ନୁହେଁ)ମୋର କହିବ ର ଉଦେଶ୍ୟ ଯୋଉ ଛୋଟ ପାର୍ଟି ରୁ ଆମେ ଅଭିନୟ ଶିଖି,,ଆଗକୁ ବଢ଼ିଲୁ,,,ତାକୁ କଣ ଭୁଲିଯିବା ଉଚିତ କି ?ମା ଆମକୁ ଜନ୍ମ ଦେଲେ,,,ଆମେ ଯେତେ ଉପରକୁ ଗଲେ ବି ଆମ ମାଆ ଆମ ପାଇଁ କଣ କେବେ ଛୋଟ ହୋଇଯିବ କି ?
@seshadevbaliarsingh5085
@seshadevbaliarsingh5085 2 жыл бұрын
@@badrinarayandas1111 kalakar dayee nuhey karana jou Malika pakhe paisa adhika sey organization ku bada kariba, kalakar ta parishram ra mulya niye, jiye adhika paisa deba sey ta pakhu jibey. Chhota hau Ki bada hau Malika Kebay bi employee ra nuhey. Ki employee kebay malikara nuhey Duhinka relationship kebal commercial.
@samarmohapatra2718
@samarmohapatra2718 2 жыл бұрын
କୈଳାଶ ବାବୁ, ସତରେ ଆପଣ ଯାତ୍ରା ଜଗତରେ ଜଣେ ମହାନ ବ୍ୟକ୍ତିତ୍ୱ. କମ ପାଠ ପଢି ମଧ୍ୟ, ପଙ୍କ ରୁ ପଦ୍ମ ପରି ଆପଣଙ୍କ ବ୍ୟବହାର ଓ଼ ହୃଦୟ ନିଆରା ଅଟେ.
@meenagumansingh5756
@meenagumansingh5756 2 жыл бұрын
👌କଳାକାର ଭାବେ ଆପଣଙ୍କ ସାକ୍ଷାତ କାର ଆଗାମୀ ଯୁବ ପିଢ଼ି ପାଇଁ ପ୍ରେରଣା l 🙏🏿
@jayasuryarath8563
@jayasuryarath8563 3 жыл бұрын
କୈଳାଶ ବାବୁ,, ମନର କଥା ପରିପ୍ରକାଶ ବେଶ୍ ଭଲ ଲାଗିଲା,,,କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରନ୍ତୁ,,,ଅନେକ ଅନେକ ଶୁଭେଚ୍ଛା,,,
@bhagabanpradhan7500
@bhagabanpradhan7500 2 жыл бұрын
କୈଳାଶ ଭାଇକୁ ଧନ୍ୟବାଦ ତୁମର ଆଲୋଚନା ପାଇଁ
@cssantoshnayak9746
@cssantoshnayak9746 2 жыл бұрын
We feel proud that these jatra actors are belongs to our state. Kala rahu. Kalakara sabudina pae bhala re ruhantu.. Kala ra urnati heu. Kalakara ra urnati heu. Jay Jagannath...
@prabhudattaparija8757
@prabhudattaparija8757 3 жыл бұрын
ବହୁତ୍ ଭଲ ଲାଗିଲା,,,sir ଙ୍କୁ ଭୂମିଷ୍ଠ ପ୍ରଣାମ
@mahabharatsrikrishna5994
@mahabharatsrikrishna5994 3 жыл бұрын
JAY MAA SARALA 🙏🙏🙏🙏
@srikantaharichandan1464
@srikantaharichandan1464 3 жыл бұрын
ସତରେ କେଷ୍ଟରେ ଥିବା ଏଇ କଳାକାର ମାନେ କେତେ ଆମକୁ ଆନନ୍ଦ ଦିଅନ୍ତି। ହସାନ୍ତି। ଶ୍ରୀକୃଷ୍ଣ ଆସୁଛନ୍ତି ମୁ ଦେଖିଚି। ସୁନ୍ଦର ନାଟକ
@pradiptajena9725
@pradiptajena9725 2 жыл бұрын
Very nice. Jay Jagannath
@k.kamaleswarighatal7347
@k.kamaleswarighatal7347 3 жыл бұрын
Bahut badiya jatra I like👌 Phula anithili phulabaniru True jatra👌
@chinmayakumarsahoo7620
@chinmayakumarsahoo7620 3 жыл бұрын
Sir 🙏. Aapanka Muhanru Suni Bhala Lagila.Thanks Channel Bhai.👍👍👍❤️
@gandhiprasaddas4291
@gandhiprasaddas4291 2 жыл бұрын
Salam kalakar
@subratkumarnanda8234
@subratkumarnanda8234 3 жыл бұрын
Ganjei tike ani thile bhala heithanta.
@amitpattanaik1020
@amitpattanaik1020 2 жыл бұрын
Apananku pranam
@mrutyunjayasahoo5865
@mrutyunjayasahoo5865 3 жыл бұрын
Sata Katha Parida Sir,Sedina ra Se Jatra au nahi,👌👌😂😂🙏🙏
@a.knayak1183
@a.knayak1183 2 жыл бұрын
Love you all from ଉଦଳା ❤
@akshayakumarnayak2687
@akshayakumarnayak2687 3 жыл бұрын
Kailash babu, your life history and jatra life is full of emotional. How hard work pays at last is to be learnt from u. Your love, devotion and affection towards your parents will inspire today' s young mass. You not only a good actor u are a good father, a good son but also a good husband and a citizen. Your sons and family members should drink from your life so that they can prosper without being dependent. Your life is a collection of rich experiences if any one can learn he can. 🙏🌹🌹🌹🌷🦋🦋
@gyanaranjansahoo8539
@gyanaranjansahoo8539 3 жыл бұрын
ବହୁତ ଭଲ ଚିନ୍ତାଧାରା
@offcialvelocity
@offcialvelocity 2 жыл бұрын
Great respect to senior artist.
@diptikantmohapatra9580
@diptikantmohapatra9580 3 жыл бұрын
Sundar actor
@kailashchandrasahoo2063
@kailashchandrasahoo2063 3 жыл бұрын
Bahut khusi lagila
@saathi395cysd-orissa2
@saathi395cysd-orissa2 2 жыл бұрын
🙏🙏🙏Sir
@maheswardalnayak7606
@maheswardalnayak7606 3 жыл бұрын
Great artist
@charansebaksatpathy9041
@charansebaksatpathy9041 3 жыл бұрын
Thank you so much Kailash Babu. Very emotional artist and good human.
@sudhakarpatasani9758
@sudhakarpatasani9758 2 жыл бұрын
Thank. You sir
@sarojpatel535
@sarojpatel535 3 жыл бұрын
Mana ra manasi Basanti barik
@bikashmishra68
@bikashmishra68 3 жыл бұрын
Acting a sir nkara Pasa aou Nisa, please look the odia film 🎥 industry actor
@ganeshsahu4917
@ganeshsahu4917 3 жыл бұрын
Very nice
@alokkumarbehera3561
@alokkumarbehera3561 3 жыл бұрын
Katha guda bahut vala lagila
@ranjankumarpradhan1350
@ranjankumarpradhan1350 3 жыл бұрын
ଏଇତ ବାପା ଆଉ ପୁଅ ତ ପୁଅ ଯେତେ ଯାହା ହେଉଯାଉ ପୁଅ କେବେ ସେହି ବାପ ହେଇପାରିବିନି
@bhabanishankarpati466
@bhabanishankarpati466 3 жыл бұрын
Most welcome
@sarojpatel535
@sarojpatel535 3 жыл бұрын
Bada danda Purina 1989
@nilamadhaba434
@nilamadhaba434 3 жыл бұрын
କୈଳାଶ ବାବୁଙ୍କୁ ମୋର ଭୁମିଷ୍ଟ 🙏 ପ୍ରଣାମ
@prasantakumarsahoo797
@prasantakumarsahoo797 3 жыл бұрын
Legend Artist
@mr.happycomedy4561
@mr.happycomedy4561 3 жыл бұрын
Jay kala Jay maa sarala
@kartiksahoo4176
@kartiksahoo4176 3 жыл бұрын
Mahindra das 2
@samirnayak5364
@samirnayak5364 3 жыл бұрын
Jay jagannath 🙏🙏🙏
@sudhansupatra9792
@sudhansupatra9792 3 жыл бұрын
🙏💯
@mrutyunjayasahoo5865
@mrutyunjayasahoo5865 3 жыл бұрын
👌👌🌹🌹😂😂🙏🙏
@mrutyunjayasahoo5865
@mrutyunjayasahoo5865 3 жыл бұрын
😂😂😂😂👌👌🙏🙏
@Prakash-lw4nc
@Prakash-lw4nc 3 жыл бұрын
Namste
@jitendrabiswal285
@jitendrabiswal285 3 жыл бұрын
A
@Kumardillipmusic
@Kumardillipmusic 3 жыл бұрын
Jay maa sarala
@mitudas3073
@mitudas3073 3 жыл бұрын
Great artist
@pintukhuntula4523
@pintukhuntula4523 3 жыл бұрын
Thank you sir
@samirnayak5364
@samirnayak5364 3 жыл бұрын
Jay jagannath 🙏🙏🙏☺️♥️
Крутой фокус + секрет! #shorts
00:10
Роман Magic
Рет қаралды 39 МЛН
Зу-зу Күлпаш 2. Интернет мошенник
40:13
ASTANATV Movie
Рет қаралды 540 М.
didn't manage to catch the ball #tiktok
00:19
Анастасия Тарасова
Рет қаралды 31 МЛН
Un coup venu de l’espace 😂😂😂
00:19
Nicocapone
Рет қаралды 10 МЛН
Крутой фокус + секрет! #shorts
00:10
Роман Magic
Рет қаралды 39 МЛН