Maa Kaalijai ମା କାଳୀଜାଈ | Odia Gitinatya ଓଡ଼ିଆ ଗୀତିନାଟ୍ୟ | JE Cassette Company

  Рет қаралды 80,901

JE Cassette Company

JE Cassette Company

Күн бұрын

Пікірлер: 19
@mr.kaalicharandas3312
@mr.kaalicharandas3312 4 жыл бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ ଏହି ଗୀତିନାଟ୍ୟ ଟିକୁ ଆପଣ ମାନେ ଅପଲୋଡ଼ କରିଥିବା ରୁ,,, ଯାହାକୁ ମୁଁ ଆଜିକୁ ପ୍ରାୟ ପାଞ୍ଚ, ଛଅ ବର୍ଷ ହେଲା ଖୋଜି ଆସୁଛି,,,, ମୋ ପିଲା ଦିନ ର ମୋ ମନ ପସନ୍ଦ ର ଗୀତିନାଟ୍ୟ ମା କାଳିଜାଈ,,, ଅତି ଭକ୍ତି ମନଲୋଭା ସଙ୍ଗୀତ ଓ ଭାଷା ଏବଂ ବାଦ୍ୟ ଚାଳନା,,, ମୋ ମନ କୁ ବହୁତ୍ ଛୁଇଁଛି,,, ଜୟ ମା,,, ଜୟ ହଉ,,, ଜୟ ମା କାଳିଜାଇ 🙏
@AkshayakumarManahira-im7xn
@AkshayakumarManahira-im7xn Жыл бұрын
Bahuta khojiki paunathili Aji miligala thanks JE company
@nepalmeher774
@nepalmeher774 4 жыл бұрын
ଧନ୍ୟବାଦ ଆପଣଙ୍କୁ ବହୁ ଦିନରୁ ଶୁଣି ନଥିଲି ଏହି ଗିତିନାଟୟ କିନ୍ତୁ ଜେଇ କମ୍ପାନୀ ପ୍ରସ୍ତୁତ କିଚକ ବଧ ପ୍ରସ୍ତୁତ ପାଇଁ ଅନୁରୋଧ
@RanajitSahoo
@RanajitSahoo 3 жыл бұрын
ପିଲାଦିନେ ଏ ନାଟକକୁ କ୍ୟାସେଟ ରେ ଶୁଣୁଥିଲୁ ଏତେ ବର୍ଷ ପରେ ପାଇଲି ଧନ୍ୟବାଦ
@narayansahu8349
@narayansahu8349 4 жыл бұрын
ମୁଁ ଏହି ଗୀତିନାଟ୍ୟ ଟି ବହୁତ ଦିନ ହେଲା ଖୋଜୁଥୁଲି। କାରଣ ମୁଁ ଯେତେବେଳେ ଛୋଟ ଥିଲି ଏହି ଗୀତିନାଟ୍ୟ ଟି ମୋତେ ବହୁତ ପ୍ରଭାବିତ କରୁଥୁଲା । ମୁଁ ଏହାକୁ ବାରମ୍ବାର ଶୁଣିବାର । କିନ୍ତୁ ଆଜି ପୁଣିଥରେ KZbin ମାଧ୍ୟମରେ JE CASSETTE COMPANY ଆମକୁ ଭେଟି ଦେଈଛନ୍ତି । ଧନ୍ୟବାଦ JE CASSETTE COMPANY .
@binodkumarnayak5287
@binodkumarnayak5287 7 ай бұрын
Jai maa kalijai
@santoshmaharana2207
@santoshmaharana2207 11 ай бұрын
ଜୟ ମା କାଳିଜାଇ 😂
@santoshmaharana2207
@santoshmaharana2207 11 ай бұрын
Best Audio..
@ghanasyamdas2810
@ghanasyamdas2810 2 жыл бұрын
Jay maa Kali jai
@vikaripradhan9309
@vikaripradhan9309 4 жыл бұрын
Premika Hala Jogi
@sushreesangeetamohapatra7573
@sushreesangeetamohapatra7573 2 жыл бұрын
Sabu gitinatya badhia laguchi sunibaku.
@laxmanpatra7480
@laxmanpatra7480 4 жыл бұрын
Thank you for your story one more broo
@sudhakarsethi1562
@sudhakarsethi1562 4 жыл бұрын
Beautiful girl
@lilupradhan5459
@lilupradhan5459 4 жыл бұрын
Maa kalijay beauty full natak je music
@subhasissahoo6813
@subhasissahoo6813 3 жыл бұрын
Pro choice
@sukantibadhei8170
@sukantibadhei8170 4 жыл бұрын
By by hisu v🙄😉🙄
@User_2360.
@User_2360. Жыл бұрын
ପିଲାଦିନେ, ବେଳେବେଳେ ମୋ ବାପା, ଆମ ଟେପ୍ ରେକର୍ଡର ରେ, ରାତି ୯ଟା କି ସାଢେ ୯ଟା ରେ ଏ ଗୀତିନାଟ୍ୟ ବଜାନ୍ତି। ଏହାର ପ୍ରତିଟି dialogue ଶୁଣିଲେ ଲୋମ ଟାଙ୍କୁରି ଉଠୁଥିଲା। ନାଟକ ଶେଷରେ, ବାପା, ବୋଉ ଆଉ ମୋ ଆଖିରେ ଲୁହ ଭରି ଯାଇଥାଏ। ବାପା ବୋଉକୁ ଚାହିଁ, ଲୁହ ଭରା ଆଖି ରେ କୁହନ୍ତି, ମୋ ଝିଅ ଶାଶୁ ଘରକୁ ଗଲେ, ମୁଁ କେମିତି ସହିବି?.... ଆଉ ସେ ଟେପ୍ ରେକର୍ଡର୍ ନାହିଁ, କି ଆଉ ସେ ରିଲ୍ ଭରା କ୍ଯାସେଟ୍ ନାହିଁ।... ଅନେକ ଦିନ ହେଲା, କାଳିଯାଇ ନାଟକ ପାଇଁ, ଏ ଗୀତିନାଟ୍ୟ କୁ ବହୁତ୍ ଖୋଜିଛି। KZbin ରେ ତ available ନଥିଲା, କେତେ ଚେଷ୍ଟା କରିଛି, FM centre ର ନମ୍ବର google ରେ ଖୋଜି, call କରିଥିଲି, କିନ୍ତୁ ସେମାନେ ମନା କଲେ । ବହୁତ ଖୁସି ଲାଗୁଛି, ଆଜି ହଠାତ୍ ଖୋଜିଲି, ମିଳିଗଲା। But, ଟିକେ late ରେ ପାଇଲି।Really, no words for this master piece and it is only about my emotion.... Thanks a lot to the channel for uploading this. ❤
@ranjeetkumarmohapatra4549
@ranjeetkumarmohapatra4549 4 жыл бұрын
Maa gojabayani gitinatya upload karantu plz
Мама у нас строгая
00:20
VAVAN
Рет қаралды 9 МЛН
Gitinatya |Mahirabana Badha |BaishnavPani |Bharatiya Vidya Bhawan |Bhubaneswar |
2:12:42
Bharatiya Vidya Bhavan Bhubaneswar Art & Culture
Рет қаралды 12 М.
Sushila Malati
57:14
Braja Jena - Topic
Рет қаралды 46 М.
Kanchi Abhijan Gahani | Odia Gahani | Susil Kumar Das #PabitraParee
28:45