ମଦ ପିଇବାରେ ଓଡ଼ିଶା ୧ ନମ୍ବର || Liquor Ban || newsroom ||

  Рет қаралды 178,762

News Room

News Room

Күн бұрын

ମଦ ପିଇବାରେ ଓଡ଼ିଶା ୧ ନମ୍ବର || Liquor Ban || newsroom ||
#Odisha #liquorban #LiquorShop #Newsroom #manoranjanmishra #Congress #bjd #bjp #CMMohanMajhi #BreakingNews #trendingvideo

Пікірлер: 232
@AmitPanda-u4o
@AmitPanda-u4o 3 ай бұрын
ମଦ ପରେ ଗୋରୁ ବେପାରୀ ମାନଙ୍କୁ ଧରାଯାଉ
@SagarMalik-or7iy
@SagarMalik-or7iy 3 ай бұрын
ମଦ ପାଇଁ ଓଡ଼ିଶାରେ କେତେ କ୍ଷତି ହେଈଛି ତାହା କୁହନ୍ତୁ କାହାର ଘର ଭାଙ୍ଗି ଯାଉଛି ଦିନକୁ ଦିନ ଗାଡ଼ି ଆକ୍ସିଡେଣ୍ଡ ହେଉଛି ଚୋର ଡକାୟତ ଏଶଳା ମନୋରଞ୍ଜନ ମିଶ୍ର ଗୋଟେ ମଦ ପାଗଳ ସେ ଚାହୁଁଛି ଓଡ଼ିଶାରେ ମଦ ବନ୍ଦ ନହେଉ
@siddhartharanjanghatual3521
@siddhartharanjanghatual3521 3 ай бұрын
100 ରୁ 70% ମଦ ପିଉଛନ୍ତି
@pratisekdash4461
@pratisekdash4461 3 ай бұрын
ହଁ ମଦ ବନ୍ଦ କରି ଓଡ଼ିଶା କୁ ମଦମୁକ୍ତ କରନ୍ତୁ🙏🏻🙏🏻🙏🏻🙏🏻
@dillipdas779
@dillipdas779 3 ай бұрын
Yes
@swarajyanayak6559
@swarajyanayak6559 3 ай бұрын
ମଦ ବନ୍ଦ ହେବା ନିହାତି ଜରୁରୀ
@lilamayasahu6669
@lilamayasahu6669 3 ай бұрын
Jadi ମଦ ବନ୍ଦ ହେବ Oyo , cigarette bhi band hau
@pabitranath5075
@pabitranath5075 3 ай бұрын
Oyo jae dhum peluchu mada pei 😂😂 laguchi 😂😂
@BijayaBaral-gc1fo
@BijayaBaral-gc1fo 3 ай бұрын
Are mada band hele kn haba khaini. Gutkha cigarette bidi pana desi mada handia mahuli tadi ganjei besya bajar cll girl au coroption ban karantu
@Luvsahu4836
@Luvsahu4836 3 ай бұрын
ଓଡ଼ିଶା ରାଜ୍ୟକୁ 🍺 ମଦ ମୁକ୍ତ କରିବା ସହିତ ନିଶାମୁକ୍ତ କରନ୍ତୁ ଆଜ୍ଞା। No 🍷 Drinking and No Smoking 🚬🚭
@uttambaba6800
@uttambaba6800 3 ай бұрын
Kebe heboni karano mohuli
@ommsolarenterprise6977
@ommsolarenterprise6977 3 ай бұрын
ଓଡ଼ିଶାରେ ମଦ ବନ୍ଦ ମାନେ ଲଙ୍କାରେ ହରି ଶବ୍ଦ...!! ଧନ୍ୟବାଦ।
@kasibehera8006
@kasibehera8006 3 ай бұрын
BJP ସବୁଦିନ ପାଇଁ ଓଡ଼ିଶାରୁ ଚାଲିଯିବ 100% ମାନ କି ମାନ ଖାଲି ଲୋକଦେଖାଣିଆ bjp କ୍ରମି coment କରୁଛନ୍ତି ok ବିହାରୀ ମୋର ବହୁତ୍ ସାଙ୍ଗ ସେମାନେ ସବୁ ଘରେ ମଦ ବିକ୍ରି କରୁଛନ୍ତି ଆଉ ଗୁଜୁରାଟ ରେ ମୁଁ ନିଜେ ମଦ କିଣିଛି ସେଠୀ ନା କୁ ମାତ୍ର ବନ୍ଦ ହେଲେ ଓଡ଼ିଶା ଠୁ ବେଶି ବିକ୍ରୀ ହେଉଛି ଯିଏ ଗୁଜୁରାଟ ଯାଇଛି ତାକୁ ପଚାର ସେ କହିବ କିଛି ଫାଇଦା ହବନି ବରଂ crime ଅଧିକ ହେବ ଆନ୍ଧ୍ର ବେଙ୍ଗଲ ଝାଡ଼ଖଣ୍ଡ। ମଦ ଚୋର ଚାଲାଣ ଜୋର୍ ହେବ। ବିହାର ପରି ଘରେ ଘରେ ମଦ ମିଳିବ
@kanharnilambar
@kanharnilambar 3 ай бұрын
BJP ର କାମ ଦେଖିକି ରାଜ୍ୟ ବାସି (ମୋନ)ଊଣା କରିଛନ୍ତି।( ହଁ)
@maheswarbehera1385
@maheswarbehera1385 3 ай бұрын
ମଦ ବନ୍ଦ ହେଲେ ସରକାର୍ ଅଧିକ ଲାଭବାନ୍ ହେବେ ବର୍ତ୍ତମାନ ଗୁଜରାତ୍ ରେ ବିଜେପି ସରକାର ମଦ ବନ୍ଦ କରିଛି କିନ୍ତୁ ପ୍ରତି ଗଳିକନ୍ଦି ରେ ମଦ ମିଳୁଛି | ମଦ ବନ୍ଦ ହେବ ଦ୍ୱାରା ଲାଇସେନ୍ସ ଧାରୀ ମାନଙ୍କ ଠାରୁ ସେମାନେ ଯେଉଁ ଟଙ୍କା ଟିକସ ଆକାରରେ ଆଦାୟ କରୁଥିଲେ | ମଦ ବନ୍ଦ ହେଲେ ସେମାନେ ମଦ ମାଫିଆଙ୍କ ଠାରୁ ତାର 10ଗୁଣା ଅଧିକ ଟଙ୍କା ବଟି ଆକାରରେ ଆଦାୟ କରିବେ |ବର୍ତମାନ ଲୋକେ ଯେଉଁ 30 ଟଙ୍କା ରେ ମଦ ପ୍ୟାକଟ କିଣୁଥିଲେ ଚୋରା ମଦ ବିକ୍ରି ହେଲେ ତାହା 50 ଟଙ୍କା ରେ କିଣିବେ ଏହା ଦ୍ୱାରା ସରକାର ଅଧିକ ଲାଭ ବାନ ହେବେ|
@snigdhasorenofficial863
@snigdhasorenofficial863 3 ай бұрын
Mohan ସରକାର ମଦ ବନ୍ଦ୍ କରିପାରିବେ ନାହିଁ ,ଏହା ଏକ bekaria news
@damusingbhatara3894
@damusingbhatara3894 3 ай бұрын
ଓଡିଶା ସରକାର ମୁ ତୁମକୁ କୋଟି🙏🙏🙏🙏🙏🙏🙏🙏🙏🙏🙏🙏..... ପ୍ରଣାମ କରୁଛି ମଦ ଵନ୍ଦ କର😭😭😭😭😭😭
@DebendraSwain-n6k
@DebendraSwain-n6k 2 ай бұрын
ମଦ ବନ୍ଦ କର।cm take action.ରାଜସ୍ବ ପାଇବ।କେତେ ମଣିଷ ମରୁଛନ୍ତି ହିସାବ କର।
@GaneshPradhan-r6d
@GaneshPradhan-r6d 3 ай бұрын
ସିଏମ୍ ସାର ମଦ ଵନ୍ଦ କର
@keshabchaudhary5550
@keshabchaudhary5550 3 ай бұрын
ମନ୍ତ୍ରୀ ମୋମେ ନାରୀ ନିର୍ଯାତନା କରୁଛନ୍ତି ମଦ ପିଇକର ସେଜକ ଭୁଲ ନାହିଁକି. ସବୁଠୁ ମାଇଗା ମାନେ ହେଲେ ଏଇ ଦେଶର ନେତା. ଓଡିଶା ନେତା ମାନେ ଅନ୍ଦ୍ରା ନେତା ଭଳିଆ ହୁହୋ ଦେଶର ଗରିବ ହଟାହ ପାଙ୍ଗୁଆ ଡିସିସନ କର ନାହି ଆମ ଦେଶ ସୁଆଦିନ ହେଲାବେଳରୁ ବୋଉତ ମନ୍ତ୍ରି ବହୁତ ନେତା ଆସି ଛନ୍ତି ଏଇଟା ନୂଆ ନାହି ବାଣ୍ଡ ଯାକ ଛୋଡ଼ି ଦେବ ତମେ
@ishwargond6727
@ishwargond6727 3 ай бұрын
ନିହାତି ବନ୍ଦ୍ ହେବା ଦରକାର ମଦ ପିଇ ବା ଦ୍ୱାରା ଲୋକ ମାନଙ୍କର ଧନ ହାନି ମାନ ସନମାନ ହାନି ଭାଇ ଭାଇ ଭିତରେ ଝଗଡ଼ା ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଦୁର୍ଘଟଣା ହେବାର ସମ୍ଭାବନା ଥାଏ।
@prasantadashpupu7853
@prasantadashpupu7853 3 ай бұрын
ଲକ୍ଷ ଲକ୍ଷ ପରିବାରରେ ଶାନ୍ତି ଫେରିଆସିବ। criminal activities ମଧ୍ୟ ହେବନାହିଁ।
@bhagyabatimajhi2360
@bhagyabatimajhi2360 3 ай бұрын
ମଦ କେହି ବି ପିଇବା ଦରକାର ନାହିଁ
@goutammallick1610
@goutammallick1610 3 ай бұрын
ଆମ ଗାଁ ରେ 100% to 90% ପିଉଛନ୍ତି
@GoraMarndi-uv5sr
@GoraMarndi-uv5sr 3 ай бұрын
ସତରେ
@PETLoversBishal
@PETLoversBishal 3 ай бұрын
ବନ୍ଦ କରିବାର ଅଛି ବଇଲେ। ସବୁଦିନ ପାଇଁ ବନ୍ଦ କରା ଯାଉ ମଦ
@Luvsahu4836
@Luvsahu4836 3 ай бұрын
ଆପଣ ସମସ୍ତ ଡାଟା ଦେଖେଇ କରି ଲାଭ-କ୍ଷତି ସହ ଜନତାଙ୍କୁ ବତାଅ/ଜଣାଅ।
@krishnabisoi9489
@krishnabisoi9489 3 ай бұрын
ଆଗ ଗୋରୁ ଚାଲାଣ ଵନ୍ଧ କରାଯାଉ
@biplabbhoi8527
@biplabbhoi8527 3 ай бұрын
Hindu mananku Christan karantu
@ChaitanyaBhukta-yc8vw
@ChaitanyaBhukta-yc8vw 3 ай бұрын
ମଦ ବଦ ହେଉ ଓଡ଼ିଶାରେ
@ashokbudhia2333
@ashokbudhia2333 3 ай бұрын
ପ୍ରଥମେ ମନ୍ତ୍ରୀ ମାନେ ମଦ ପିଇବା ବନ୍ଦ କର ତା ପରେ ଦେଶ କିମ୍ବା ରାଜ୍ୟ କଥା ଚିନ୍ତାକରି ବ
@JayaDeheri
@JayaDeheri 3 ай бұрын
Ama village re 100 ru 90% loka Mada piuchhanti
@subhransupanda9094
@subhransupanda9094 3 ай бұрын
pura maduli guda
@Bhubaneswarmajhi-yb7bd
@Bhubaneswarmajhi-yb7bd 3 ай бұрын
ମଦ ନିହାତି ବନ୍ଦ ହେବା ଦରକାର। ମଦ ପଇବା ବ୍ଯକ୍ତି ଜଣିପାରୁ ନାହାଁନ୍ତି। ମଦ ନପିଇବା ବ୍ଯକ୍ତି କେତେ ଦୁଖ ଭୋଗୁଛନ୍ତି କହିଲେ ନ ସରେ।।
@Guddusir_Creation
@Guddusir_Creation 3 ай бұрын
ଆଜ୍ଞା ଗାଆଁ ଗାଆଁ ରେ ମଦ ବନ୍ଦ୍ ହେଲେ କଣ ହେବ, ଗାଆଁ ପାଖ ବଜାର ରେ ମଦ ଦୋକାନ ଅଛି କାହାକୁ ଆଉ ବେଶୀ ବାଟ ଯିବା ପାଇଁ ପଡ଼ିବନି ଭଲ ସେ ଲୋକେ ଆହୁରି ପିଇବେ... ଯଦି ଚାହୁଁଛନ୍ତି କି ଲୋକେ ଭଲ ରେ ରୁହନ୍ତୁ କାହାର ଘର ନ ଭାଙ୍ଗୁ କି କାହାର ସ୍ତ୍ରୀ ପିଲା ଛୁଆ ଅନାଥ ନ ହୁଅନ୍ତୁ ତେବେ ଦୟାକରି ମଦ ବନ୍ଦ୍ କରି ଦିଅନ୍ତୁ.... ଯିଏ ଆଜ୍ଞା ମଦ ପିଉଛି ସେ କଣ ଗାଆଁ ରେ ମଦ ବନ୍ଦ୍ ହେଲେ ସେ ଲୋକ ପିଇବା ଛାଡ଼ିଦେବ କି ଆଜ୍ଞା ମଦ ଦୋକାନ ରୁ ଯାଇ ମଦ ଆଣିବା ତାଙ୍କ ପକ୍ଷେ କଷ୍ଟ ନୁହେଁ
@sanjayswain5824
@sanjayswain5824 3 ай бұрын
ହେବା ଦରକାର
@AkashayMandal
@AkashayMandal 3 ай бұрын
ଏଇଟା କୋଉଟି ଠିକ୍ ବିଚରା ଗରୀବ ମୂର୍ଖ ଲୋକ ଗୁଡା କିଛି ବୁଝନ୍ତିନି 300 ଟଙ୍କା କମେଇଲେ 200 ଟଙ୍କା ଖର୍ଚ୍ଚ କରିଦେଲେ
@JagabandhuBehera-yw1ez
@JagabandhuBehera-yw1ez 3 ай бұрын
ମଦ ବନ୍ଦ ହେଉ
@tulasinghmajhi6466
@tulasinghmajhi6466 3 ай бұрын
ମଦ ପିଇ କେତେ ଲୋକ ମରୁଛନ୍ତି କେତେ ମାରୁଛନ୍ତି ସେଇ ଟା କାହିଁ କି କହିନାହାନ୍ତି
@abhirampanda5462
@abhirampanda5462 3 ай бұрын
ମଦୁଆ ମଦ ଛାଡ଼ି ପାରିବେ ନାହିଁ, ସରକାର ମଦ ରୁ ଟ୍ୟାକ୍ସ ପାଉଛନ୍ତି, ମଦ ବନ୍ଦ ହେଲେ ସରକାର ଙ୍କ ର ରାଜସ୍ବ କ୍ଷତି ହେବ।
@keshabakalar1701
@keshabakalar1701 3 ай бұрын
ପଇସାରା ଲାଲସରେ ପଡ଼ନ୍ତୁ ନାଇଁ ସବୁପ୍ରକର ନିଶାଦରବ ଉପରେ ରୋକ ଲଗାନ୍ତୁ ଓ ଦେଶ ବଞ୍ଚାନ୍ତୁ ।
@RANGILAKUMAR-ju9dc
@RANGILAKUMAR-ju9dc 3 ай бұрын
ମଦ ବନ୍ଦ କରିଲ ମାନେ ତାଙ୍କ ଖାଇବା ବନ୍ଦ କରୁଛ ସେମାନେ କଣ ଚୁପ ରହିବେ
@tapasdebnath4819
@tapasdebnath4819 3 ай бұрын
Hyderabad ରେ 100 to 95% 🍺
@akash55vv
@akash55vv 3 ай бұрын
କିଛି ଦରକାର ନାହିଁ, ଗରିବ ଲକେ ମରନ୍ତୁ କଣ ହେଲା
@AnantaKumarBehera-d7n
@AnantaKumarBehera-d7n 3 ай бұрын
Good 👍
@kanakalatalenka7001
@kanakalatalenka7001 3 ай бұрын
ମଦ ବନ୍ଦ କରି ଦେରେ ବିଜେପି ଓଡ଼ିଶାରୁ 100 ରୁ100 ଭୋଟ ପାଇଵ
@kanharnilambar
@kanharnilambar 3 ай бұрын
୧୦୦₹୦୦ ପାଇବ
@shibaBag696
@shibaBag696 3 ай бұрын
B p L card re magana mada subidha diajau card pichha 5Ltr
@kanharnilambar
@kanharnilambar 3 ай бұрын
ଓଡ଼ିଶାରେ କାହିଁକି ବିଶ୍ୱରେ ବନ୍ଦ କର ।
@sankarmohanty6613
@sankarmohanty6613 3 ай бұрын
ତମେ ଦୁଇ ଜଣ ବି ଟିକେ ଟିକେ 😂😂😂😂😂😂😂😂😂😂😂😂😂😂
@ChaitanyaBhukta-yc8vw
@ChaitanyaBhukta-yc8vw 3 ай бұрын
ପ୍ରଥମେ ପାଉଚ୍ଚ ଭାଟି ବନ୍ଦ ହେଉ
@devdolphinpatbandha561
@devdolphinpatbandha561 3 ай бұрын
Modo bandh koribo hele pura bandh kora
@bhubanajani6500
@bhubanajani6500 3 ай бұрын
ମଦ ବନ୍ଦ ହେବା ଦରକାର 🙏
@BijankumarOjha-w4n
@BijankumarOjha-w4n 3 ай бұрын
ମଦ ବନ୍ଦ କରାଯାଉ
@SidhantHans-zu5bi
@SidhantHans-zu5bi 3 ай бұрын
𝐌𝐚𝐝𝐚 𝐛𝐚𝐧𝐝 𝐡𝐞𝐮
@raghunathbihari4813
@raghunathbihari4813 2 ай бұрын
Not control full stop lickrer (odissa)
@Sagarparida-ph4ds
@Sagarparida-ph4ds 3 ай бұрын
ଏଗୁଡ଼ news ନା bhandua giri , Mada band hele kn haba , important ଆଲୋଚନା
@keshabakalar1701
@keshabakalar1701 3 ай бұрын
ଦେଶୀ ଗାଁ ମାନଙ୍କରେ ପ୍ରାୟ 90 ପତିଶତ ଲୋକ ମଦ ପିଅନ୍ତି। ଓଡ଼ିଶାରେ ବହୁତ ମା ମାନେ ମଦଯୋଗୁ ନିଜ ସ୍ୱାମୀ ମାନଙ୍କୁ ଅରାଇ ବିଦବାହେଉଛନ୍ତି। ହୁଏତ ବିଦବା ବତ୍ତା କମିଯାଇପାରେ. ଘରେ ଘରେ ଶାନ୍ତି ଆସିପାରେ. ରାସ୍ତାଘାଟରେ ଦୁର୍ଘଟଣା ବଡ଼ୁଛି, ଦିନ ଦିନକୁ ରେପ ମଡ଼ର ବି ବଡ଼ୁଛି। ଶିକ୍ଷା କ୍ଷେତ୍ରରେ ବି ବାଧା ସୃଷ୍ଟି କରୁଛି। ଏସବୁକୁ ଦୃଷ୍ଟିକୁ ଡେକି ମଦବନ୍ଦ ହେବାଦରକାର। ମଦବନ୍ଦହେଲେ ଓଡିଶା ସମୃଦ୍ଧ ହୋଇପାରିବ। ଯଦି ଜନସଂଖ୍ୟା କମକରିବାର ଅଛିଜଡି ମଦ କୁବହୁତ ମାତ୍ରାରେ ବଡ଼େ ଇଚାଲ।
@SunilSamaddar-fe6pf
@SunilSamaddar-fe6pf 2 ай бұрын
Sir.odishare.sabu.panchaytre.6.ti.lekhay.ochi.apono.mane.inquari.kale.jani.paribe.bjd.ro.dalal.neta.mane.poisa.nei.ga.gholire.dokan.pokei.thile
@bikashmahanta7579
@bikashmahanta7579 3 ай бұрын
ଲୋକେ ବାଉଁଶୁଗାର ଖାଇବେ
@vladimirputin6530
@vladimirputin6530 3 ай бұрын
ପ୍ରଥମେ ଅଣଓଡିଆ ହଟାଅ । ମନୋଜ ସେ ଅଣଓଡିଆକୁ ହଟାଅ
@bhagyabatimajhi2360
@bhagyabatimajhi2360 3 ай бұрын
ପୁରା ବନ୍ଦ ହେବା ଦରକାର ....
@odisha126MILLION
@odisha126MILLION 3 ай бұрын
Bala ଜାଣିଚି
@AkashayMandal
@AkashayMandal 3 ай бұрын
Are ଯଦି ମଦ ତିଆରିରେ ଖର୍ଚ୍ଚ ହେଉଛି ତାର ତିନି ଗୁଣା rate ରେ ବିକ୍ରି ହେଉଛି
@BaghrayHansda-v9q
@BaghrayHansda-v9q 3 ай бұрын
, ମଦ ବନ୍ଦ ହେବା ଦରକାର
@AkashayMandal
@AkashayMandal 3 ай бұрын
ମଦ ବନ୍ଦ ହେବା ଦରକାର୍
@MardarajBanua-gy3sh
@MardarajBanua-gy3sh 3 ай бұрын
Jadi mada odishare banda hua tebe bjp 50 barsa sashana kariba
@chandramajhi8049
@chandramajhi8049 3 ай бұрын
Right
@PINTUVLOG57
@PINTUVLOG57 3 ай бұрын
Amo gharo pakhare desi moda vati Amo ga 100% 100%Desi moda pionti au maa ghiha police 🚨 khali asibe poisa nei polebe Cm sir ku onuradh Moda mucta kara🙏🙏🙏🙏🙏🙏🙏🙏🙏🙏🙏🙏
@SATYAJIT3.0
@SATYAJIT3.0 3 ай бұрын
ama gaan dokan re mada miluchi angya 😂😂😂
@LilimaniHansdah-g6e
@LilimaniHansdah-g6e 2 ай бұрын
ମଦ ଶୀଘ୍ର ବନ୍ଦ କର
@PurastamaPatra
@PurastamaPatra 3 ай бұрын
Nisa mukta odisha haba darkar
@bijaypatra9105
@bijaypatra9105 3 ай бұрын
ପେନ କାର୍ଡ ଦେଖା ଇଁଲେ ମଦ ମିଳିବ ଗୋଟିଏ ବୋତଲ ତା ପରେ ମଦ କମିଯିବ
@pubg1550
@pubg1550 3 ай бұрын
What is pen card
@AkashayMandal
@AkashayMandal 3 ай бұрын
ତାର କଣ ହବ ଆରେ licence ତମେ ଦେଲ ବିକ୍ରି କରିବା ପାଇଁ ଲୋକେ କଣ କରିବେ
@haresh69
@haresh69 3 ай бұрын
Complete ban of alcohol
@ranjankumarbhanja6202
@ranjankumarbhanja6202 3 ай бұрын
In Tamilnadu 38 peoples are died even though liquor hasn't stopped in TN. You go to Gujrat or Bihar you will get liquor. You person didn't see duniya. Government is going to eran black money.
@damusingbhatara3894
@damusingbhatara3894 3 ай бұрын
Right sir👍
@uttambaba6800
@uttambaba6800 3 ай бұрын
Amo nga re total 100 ru 90 mohuli peu chhanti bond kori kichhi balota heboni😅😂😢 jodi hebo kichhi tebe majhi mane koti poti hebe mohuli biki😅😢😂
@Dharmaraj_544
@Dharmaraj_544 3 ай бұрын
100%70ମ ଦ ପି ଉ ଛ ନ
@BhimesenMajhi
@BhimesenMajhi 3 ай бұрын
Why not bjp dal mada band Kara boli kahu thila Abe sarakar ହେବାରୁ band Kari ପରୁନକି ।
@sanjeevmunda2738
@sanjeevmunda2738 3 ай бұрын
Balo ta band karibo, mahuli pauch bhati, desi mahuli bhati, khajuri bhati,handia bhati, aamo village re kou police kou excise department. Kahari gandi re dum nahi....
@PINTUVLOG57
@PINTUVLOG57 3 ай бұрын
Desi moda pie 20 jana mori sarileni Au 20 /15 jana moriba abosta re ochanti
@asheemkumar3198
@asheemkumar3198 3 ай бұрын
Jone byakti kon khaibo kon pibo taha Anya Jone kemiti pratibandha logeiparibo ,eha paradhina ate jiye jaha khauchi ki piuchi taha Tara byaktigoto samasya ate
@HiranNaik-qw5wr
@HiranNaik-qw5wr 3 ай бұрын
Amo gaan re 100%ru98% modo piuchhanti😢😢😢😢
@ratikantabagudei9125
@ratikantabagudei9125 3 ай бұрын
Sata katha ye jau so called journalist patha padhichi na kaha reference re job karuchi. Sir apana tike data publish karantu mun bi tike tama data source dekhibi. Please hipocrate ji send the data
@Indo-Hindi
@Indo-Hindi 3 ай бұрын
Jemiti odisha re gutkha ban haechi, semiti mada ban haba. Black re bikri haba. Jemiti Bihar re mada black re bikri hauchi
@ArunNayak-f4u
@ArunNayak-f4u 3 ай бұрын
Odishasarakarakanachahuchhatnijetebahumaneradahuatnujhiabahurepehuatnuodisharakarakukanakuhajibakanamaduaasarakara
@santoshbehera1867
@santoshbehera1867 3 ай бұрын
BJP Sarkar mote laguchi ghare ghare ferry style re mada bikiba, jadi mada band karibara achhi masa ku 20 ta counter band karana, chhai kadhucha kn paen?
@BadalKumar-xy9oy
@BadalKumar-xy9oy 3 ай бұрын
ମଦବନ୍ଦହବାନୀହାତିଦରକାର
@Rabindramarndi83
@Rabindramarndi83 3 ай бұрын
Mado bandh heu jao amaro kidiny Aau livor Parbalem heichi
@sanjeevmunda2738
@sanjeevmunda2738 3 ай бұрын
Without testing mahuli pauch bhati, khajuri rasa bhati, handia bhati ghare ghare... Kahari gandi re dum achhi desi mahuli bhati band kari debo...
@sanjay78666
@sanjay78666 3 ай бұрын
Monoranjan sir bhuli jauchanti j aita odisha atey rule heba atey easy nhi .funny part is madua card😂😂😂😂😂
@KrishnaNaik-hx5zf
@KrishnaNaik-hx5zf 2 ай бұрын
Thipi.khola.663.nuho.khali.ctc.re.300.au.desi.600
@subhransupanda9094
@subhransupanda9094 3 ай бұрын
are vai alcohol consume karithiba byakti kuhantu , emiti madua gote kan kahuchhanti. jane sambadika nka muha ru kan evali sabda sobha pauchi
@arpitasahuproduction449
@arpitasahuproduction449 3 ай бұрын
Mada band hele odisha giriba ru agakujiba development haba
@officialhydralite8466
@officialhydralite8466 3 ай бұрын
Mada jogu sansar ujudi gala bhai please banda karajau
@KrishnaNaik-hx5zf
@KrishnaNaik-hx5zf 2 ай бұрын
Are bhai.nisa.pura.band kle.asubidha.kan.
@rasmiranjan6906
@rasmiranjan6906 3 ай бұрын
Alcohol don't stop because desi alcohol product increase haba
@rowannaik27817
@rowannaik27817 3 ай бұрын
Kebe band habani kari paribe nahin...
@KrishnaNaik-hx5zf
@KrishnaNaik-hx5zf 2 ай бұрын
Jadi.modo.band.na.hue.ta.hele.mohon.sir.sit.re.kahiki.basibe
@Kushaleseth
@Kushaleseth 3 ай бұрын
Rajaswa badhaiba pain kan lokanka ghara ujudi jiba?maa bhauni mane apaman kete dina hebe sir? Bjd sarkar mada ra prachar karichhi...
@ganapatimajhi3556
@ganapatimajhi3556 3 ай бұрын
Government ra jete lavaheunahi mada dukanare kama karuthiba loka kotipati
@rahulsahoo7445
@rahulsahoo7445 3 ай бұрын
Nice cm
@ଓଡ଼ିଆପୂଜାଏବଂବେଦ
@ଓଡ଼ିଆପୂଜାଏବଂବେଦ 3 ай бұрын
Kete paribara dukha ru banchijibe
@dushmanthjani3574
@dushmanthjani3574 3 ай бұрын
Amo gaonre 100? to 90 piuchanti sir 🙏
@rasmitabag123
@rasmitabag123 3 ай бұрын
ମଦ ବନ୍ଦ ହେବା ବହୁତ୍ ଜରୁରୀ କାହିଁକି ନା ଯାହାର ଘରେ ମଦୁଆ ଅଛନ୍ତି ସେମାନେ ହିଁ କହିପାରିବେ ମଦ ବନ୍ଦ୍ ହେବା ବହୁତ୍ ଜରୁରୀ ବୋଲି
@ramakrushna6230
@ramakrushna6230 3 ай бұрын
Practi 100 mitarare Mada miluchi blackre
@keyboardboysushil
@keyboardboysushil 3 ай бұрын
ମଦ ଓଡ଼ିଶାରେ ସଂପୂର୍ଣ୍ଣ ଭାବେ ବନ୍ଦ ହେବା ନିହାତି ଦରକାର।
@Heartbeet92
@Heartbeet92 3 ай бұрын
Sojetion Deithibaru bhala lagila
@akash55vv
@akash55vv 3 ай бұрын
ମଦ ବିକ୍ରି ହେଲେ ଦେଶ ଚାଲିବ ନହେଲେ ଚଳିବନି, ତାହାଲେ ମଦ ଖୋଲା ଭାବରେ ବିକ୍ରି କରା ଯାଉ ସମସ୍ତେ ପିଇବେ, ଭଲ ହେବ
වාහන නාටකයේ අලුත් නළුවෝ
33:07
Players vs Corner Flags 🤯
00:28
LE FOOT EN VIDÉO
Рет қаралды 75 МЛН
Will A Guitar Boat Hold My Weight?
00:20
MrBeast
Рет қаралды 259 МЛН
Malkin aur Naukar |Full-Episode | crime story |crime stop |alert india |
21:31
Jasmer Khatri films
Рет қаралды 50 МЛН
Ansuni Aur Anokhi Sikh Kahaniyaan Ft. Sarbpreet Singh - Guru Gobind Singh Ji & More
2:21:40