ମଧୁ ବାବୁଙ୍କ ଗାଁ ସତ୍ୟଭାମାପୁର l Satyabhamapur village l Local bazar food 😋 l Cuttack

  Рет қаралды 156,509

Gouranga Nayak Odia Vlogs

Gouranga Nayak Odia Vlogs

Күн бұрын

Пікірлер: 298
@sujitpanda1749
@sujitpanda1749 Жыл бұрын
ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ଜନ୍ମପୀଠ ଦର୍ଶନ କରେଇ ଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ ଆଜ୍ଞା । ଜୟ ଜଗନ୍ନାଥ ।
@jayantpatra7302
@jayantpatra7302 Жыл бұрын
ଓଡ଼ିଶାର ବରପୁତ୍ର ମନଙ୍କ ର ଗାଁ ର ଭ୍ରମଣ ଏକ ସୁନ୍ଦର ପ୍ରଚେଷ୍ଟା। ଏହା ଚାଲୁ ରାଖିବାକୁ ଅନୁରୋଧ।
@sejalmishra5227
@sejalmishra5227 Жыл бұрын
ଯାହା ହଉ ବ୍ଲଗ୍ ମାଧ୍ୟମରେ ଆମେ ମାନେ ବହୁତ୍ କିଛି ଜିନିଷ ଦେଖିବାକୁ ପାଉଛୁ... ମଧୁ ବାବୁଙ୍କୁ ପଢିଥିଲୁ ଏବେ ତାଙ୍କ ଜନ୍ମ ମାଟି ଦେଖିବାକୁ ପାଇଲୁ..ଭଲ ଲାଗିଲା ତାଙ୍କ ଭିଟା ମାଟି ଦେଖିକି .. ଅବିସ୍ମରଣୀୟ ଦିନ ଗୁଡ଼ିକ ସତରେ।।ବହୁତ୍ ଧନ୍ୟବାଦ୍ ଭାଇ ମଧୁବାବୁ ଙ୍କ ଗ୍ରାମ ଙ୍କୁ ବ୍ଲଗ୍ ମାଧ୍ୟମରେ ଆଣିଥିବାରୁ..🥰
@kishorkumarbhitiria323
@kishorkumarbhitiria323 Жыл бұрын
ବଡ ଭାଇ ହୃଦୟରୁ ପ୍ରଣାମ..ମଧୁବାବୁ ଙ୍କ ଉତ୍କଳ ଟ୍ୟାନେରୀ ଜୋତା କାରଖାନା କରିଥିଲେ..ତା"ର କିଛି ଦୃଶ୍ୟ ଆପଣ ଦେଖାନ୍ତେ ନାହିଁ!!!!
@Gouranganayakodiavlogs
@Gouranganayakodiavlogs Жыл бұрын
ଭାଇ ସେ ସ୍ମୃତି ସଂରକ୍ଷିତ ନାହିଁ ବୋଧେ
@chinmayacool
@chinmayacool Жыл бұрын
ଭାଇ ସେହି ପିଲା ଦିନ କଥା ମନେ ପଡିଗଲା ମଧୁବାବୁଙ୍କର କବିତା କଥା ସେହି ଅଭୁଲା ସ୍ମୁତି କେବେ ବି ଭୁଲି ହେବ ନାହିଁ ବହୁତ୍ ମନେ ପଡ଼ିଲା ଆପଣଙ୍କ ପାଇଁ ଧନ୍ୟବାଦ ଭାଇ
@chinamayapatra3212
@chinamayapatra3212 Жыл бұрын
ଜୟ ଜଗନ୍ନାଥ ସାର୍ ମଧୁ ବାବୁ ଆମ ଓଡ଼ିଶା ମାଟିର ଗୌରବ ।
@kitcheniconodia5708
@kitcheniconodia5708 Жыл бұрын
ଜୟ ଜଗନ୍ନାଥ ସାର୍ 🙏, ଆଜି ଆଉ ଜଣେ ବୀର ପୁରୁଷ ଙ୍କ ଗାଁ ବୁଲେଇ ଥିବାରୁ ବହୁତ୍ ଧନ୍ୟ ବାଦ୍ ସାର୍, ସେ ମଉସା କହିଲେ ଦୀପ ତଳ ଅନ୍ଧାର , ନାଇ ସାର୍ କଥାରେ ନାହିଁ ଗାଁ କନିଆଁ ସିଂହାଣୀ ନାକି, ସେହି ବୀର ପୁରୁଷ ମଧୁ ବାବୁ ଙ୍କୁ କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏
@Material-Scientist-22
@Material-Scientist-22 Жыл бұрын
ଆମ କରଣ ଜାତି ର ସ୍ୱାଭିମାନ ମଧୁ ବାବୁ😊 ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ
@ratikantanaik7183
@ratikantanaik7183 Жыл бұрын
Jati palei asila? 😂 madhu babu ta hallu lueye la bani jaithile.
@Material-Scientist-22
@Material-Scientist-22 Жыл бұрын
@@ratikantanaik7183 ସେ ସମୟ ରେ କେବଳ ବ୍ରାହ୍ମଣ ଆଉ କରଣ ଉଚ୍ଚ ଶିକ୍ଷିତ ଥିଲେ । ଲୋକ କଥା ରେ ଅଛି କରଣ ରାଜା ବ୍ରାହ୍ମଣ ମୂର୍ଖ ହେଲେ ଅକାରଣ ପାଠ ପଢିବା ପାଇଁ ତାଙ୍କୁ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବାକୁ ପଡ଼ିଥିଲା, କିନ୍ତୁ ମରିବା ଯାଏ ସେ ଜଗନ୍ନାଥ ଙ୍କ ଭକ୍ତ ଥିଲେ । ସେ ଇଂଲଣ୍ଡ ରୁ ଓଡିଶା ପ୍ରତ୍ୟାବର୍ତ୍ତନ କରିବା ପରେ ସେ christianity ର against ହୋଇଯାଇଥିଲେ ଆଉ ହିନ୍ଦୁ ମାନେ christian ର convert ହେବା ର against ରେ ଥିଲେ ତାଙ୍କ ଝିଆରୀ ରମାଦେବୀ ଚୌଧୁରୀ ଯାହା ନାମ ରେ Rd womens university ହେଇଚି bbsr ସେ ଭି ଜଣେ ବଡ଼ freedom fighter ଥିଲେ ସେ ଗଜପତି ରାଜା ଙ୍କ କେସ ଲଢି ଇଂରେଜ ଙ୍କ ହାଥ ରୁ ଜଗନ୍ନାଥ ମନ୍ଦିର ର ମାଲିକାନା ଆଣିଥିଲେ। ତାଙ୍କ ପାଇଁ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇ ପାରିଛି ତମେ ସବୁ ଆମ୍ବେଦକରବାଦି ମାଗଣା ରାସନ୍ , Reservation ପାଉଚ, ବିନା reservation ରେ କିଛି ଭି ତାଡି ପାରିବନି
@swagatbehera1591
@swagatbehera1591 Жыл бұрын
Hmm Cristian heijaithile
@Material-Scientist-22
@Material-Scientist-22 Жыл бұрын
@@swagatbehera1591 jaeki life story padh janibu
@trptoneaboveall7627
@trptoneaboveall7627 5 ай бұрын
​@@Material-Scientist-22Se Christiantity accept karithile
@DesiBoy-vz8pz
@DesiBoy-vz8pz Жыл бұрын
ଭାଇ ଆମ ଗାଁ ଠାରୁ 1 କିମି ସତ୍ୟଭାମାପୁର ମଧୁ ବାବୁ ଙ୍କ ଜନ୍ମ ପିଠ କୁ ଆସି ଥିବାରୁ ବହୁତ ଧନ୍ୟବାଦ ଶୁଭ ସନ୍ଧ୍ୟା ସାର୍
@SARTHAK_YOP
@SARTHAK_YOP Жыл бұрын
Khub sundor video
@PMalay-dc3ti
@PMalay-dc3ti Жыл бұрын
ମଧୁ ବାବୁ ଙ୍କ ଜନ୍ମ ପୀଠ ଦେଖି ଖୁସି ଲାଗିଲା 🙏
@U12jgk
@U12jgk Жыл бұрын
beutyfull shearing proud💪😊 of you
@M.Bhoi3087
@M.Bhoi3087 Жыл бұрын
ଜୟ ଜଗନ୍ନାଥ ସାର୍ ଜୟ ମା ସମଲେଇ
@gopalbhanja6991
@gopalbhanja6991 Жыл бұрын
Jai jagannath swami ❤️ excellent 👍🙏🏾 dhanyawad you
@kameswarYouTubeExpress
@kameswarYouTubeExpress Жыл бұрын
My fevorite village background information 🥰🙏😥 I love village
@laxmibeborta812
@laxmibeborta812 Жыл бұрын
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ସେ ପ୍ରମୁଖ କର୍ଣ୍ଣଧାରା ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସଂବୃଦ୍ଧି ତାଙ୍କର ଅବଦାନ, ଓଡ଼ିଆ ର ସ୍ୱାଭିମାନ. ଶ୍ରୀ ଜଗନ୍ନାଥ ମନ୍ଦିର ସହ ତାଙ୍କର
@saratnayak7491
@saratnayak7491 Жыл бұрын
Bahut bhala lagila bhai
@nirmalmallick5314
@nirmalmallick5314 Жыл бұрын
ଐତିହାସିକ ସ୍ଥାନ ଗୁଡ଼ିକ ଦେଖାଇବା ସଙ୍ଗେ ସଙ୍ଗେ ବିଭିନ୍ନ ଧାରଣା ମଧ୍ଯ ଦେଉ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ ।
@manasranjandash2464
@manasranjandash2464 Жыл бұрын
ମଧୁସୂଦନ ଦାସଙ୍କ ପୁଣ୍ୟ ଜନ୍ମମାଟି ସତ୍ୟଭାମାପୁର ଆସିଥିବାରୁ ଆନ୍ତରିକ ସମ୍ମାନ କିନ୍ତୁ ସେଇ ପାଖରେ ଥିଲା ପୁରୁଷୋତ୍ତମପୁର ରେ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ଙ୍କ ବାସଭବନ।କେବେ ଆସିଲେ ଆସିବା ହେବେ? ଧନ୍ୟବାଦ ସହ ସମ୍ମାନ। ସତ୍ୟମେବ ଜୟତେ।
@spgentertainment3951
@spgentertainment3951 Жыл бұрын
ବହୁତ ସୁନ୍ଦର
@AkshayKumarMalik-qx8sv
@AkshayKumarMalik-qx8sv 10 ай бұрын
Bahuta bhala lagila
@odiavlogs99
@odiavlogs99 Жыл бұрын
Jay jagannaath
@prasantasamal4606
@prasantasamal4606 5 ай бұрын
Bhout bhala lagila 🙏
@Gouranganayakodiavlogs
@Gouranganayakodiavlogs 5 ай бұрын
Thank you
@cricketmasti9461
@cricketmasti9461 Жыл бұрын
ଭାଇ ଆପଣଙ୍କ ଭିଡିଓ ଟି ବହୁତ୍ ସୁନ୍ଦର୍ ଲଗିଲା... ଆପଣ ଆଜିର ଏହି ମେଡେନ୍ ଯୁଗରେ ବି ଆମ ଓଡିଶା ର କଳା ଓ ବୀର ମହାପୁରୁଷ ମାନଙ୍କ ଏୈତିହାସିକ ଜିନିଷ ଗୁଡ଼ାକ ଦେଖେଇବାରୁ.... ଜୟ ଶ୍ରି ରାମ 🙏
@sumangarnaik2795
@sumangarnaik2795 11 ай бұрын
Xellent video with xellent bgm.
@sugyanranjanrout4976
@sugyanranjanrout4976 Жыл бұрын
Beautiful memories about MADHUBABU. Thank you Gourangababu
@sabitamohapatra4769
@sabitamohapatra4769 Жыл бұрын
ମଧୁ ବାବୁଙ୍କ ଉପରେ episode ଦେଖି ସାରିଲା ପରେ ତୁମ ପରି ଛୋଟ ପିଲାଟିଏ ଗୀତ ଟି ମାନେ ପଡିଗଲା ଯାହା ହେଉ ମଧୁବାବୁଙ୍କ ଘର ଆଉ ଗାଁ ଦେଖାଇବାର ସୁଯୋଗ ପ୍ରଦାନ କରାଇ ଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍ ଭିଡିଓ ଟି ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ ଭାଇନା 🎉🎉🎉
@prasantkhuntia6314
@prasantkhuntia6314 Жыл бұрын
Jai Jagannath.
@VishnucharanBehera-c1b
@VishnucharanBehera-c1b Жыл бұрын
ଭାଇ ଆପଣଙ୍କୁ ବହୁତ ଧନ୍ୟବାଦ ମଧୁବାବୁ ଙ୍କର ଜନ୍ମ ସ୍ଥାନ ବୁଲେଇ ନେଲ
@ayasswain
@ayasswain Жыл бұрын
Thanks for showing Utkal Gaurab Shree Madhu Babu's home, the history and the artifacts that take us back to 100-130 years in time. Bahut badhia vlog. Aji ra generation pila mane Madhubabanka bisyare jani b nahanti. We should show this to them.
@sagardash4905
@sagardash4905 Жыл бұрын
Awesome vlogs & jai jagannath
@pradipbarik7861
@pradipbarik7861 Жыл бұрын
Very nice volg.. Thanks for covering
@silukeshabrao5221
@silukeshabrao5221 Жыл бұрын
Correct video blogs
@pranabtripathy4899
@pranabtripathy4899 Жыл бұрын
One of the best Odia vlog. Madhu Babu nka video dekhi mana romanchita heigala❤
@likunrout2600
@likunrout2600 Жыл бұрын
Sir Jay jagannath
@ranjitranjankar8436
@ranjitranjankar8436 Жыл бұрын
Jai jagannath
@narayantripathynarayantrip2865
@narayantripathynarayantrip2865 Жыл бұрын
Beautiful village life God bless you
@pratappatra8489
@pratappatra8489 7 ай бұрын
Jay jagannatha 🙏🙏🙏 9
@smitamohapatra7286
@smitamohapatra7286 Жыл бұрын
Jai jagannath sir Video bahut bhala lagila
@MoOdishaVlogwithSanjay
@MoOdishaVlogwithSanjay Жыл бұрын
Ki Sundar Bhabe Kahile ❤ Mast Lagila Satare Bada Bhai I Love You
@SwakhiraRay
@SwakhiraRay Жыл бұрын
ଭାଇ ଆପଣଙ୍କର ଯାତ୍ରା ଏମିତି ଚାଲିଥାଉ...🙏 ଜୟ ଜଗନ୍ନାଥ
@raghunathsahoo179
@raghunathsahoo179 Жыл бұрын
ଜୟ ଜଗନ୍ନାଥ ସାରେ ଶୁଭ ରାତ୍ରୀ
@odiavlogs99
@odiavlogs99 Жыл бұрын
Fast veiw
@biswanathbala8973
@biswanathbala8973 Жыл бұрын
ଜୟ ଜଗନ୍ନାଥ
@bijaysamal9024
@bijaysamal9024 Жыл бұрын
Very good video
@thirdeye9492
@thirdeye9492 Жыл бұрын
ପାଠ ପଢ଼ିବି ଓକିଲ ହେବି କାଳିଆ ଘୋଡାରେ ଚଢ଼ିବି ମଧୁବାବୁ ସଙ୍ଗେ ଲଢ଼ିବି....... ଶହେ ବର୍ଷ ତଳୁ ଓଡିଶାରେ ଲୋକମୁଖେ ଏଇ ଗୀତି ଚଳେ କୋଟି ଓଡ଼ିଆର ମଉଡମଣୀହେ ତୁମ ପଦେ ମୁଁ ପ୍ରଣତି ଢାଳେ 🙏🙏🙏🙏🙏❤️
@mitanabhera1795
@mitanabhera1795 Жыл бұрын
Khali dahara katha ae dahara nitiru school re kemiti mada khauthilu mane paduchi kire baha pia
@thirdeye9492
@thirdeye9492 Жыл бұрын
@@mitanabhera1795 ମୁଁ ଯେତେବେଳେ ପଢ଼ୁଥିଲି ପାଠ ଇସ୍କୁଲରେ.. ଜନମ ତୋହର ନ ଥିବ ବାପା ଏ ଧରା ପରେ... ନାତି ଟୋକା ବଡ଼ ନଟ ଖଟ ତୁ ବାଇଆଟା..ଜ୍ଞାନୀଙ୍କୁ ପଚାରି ବୁଝିବୁ କବିତା ମରମଟା ❤️💚
@Sambhunath_Patra
@Sambhunath_Patra Жыл бұрын
Jay Jagannath
@sanatamohanty1366
@sanatamohanty1366 Жыл бұрын
Jai jaganatha gauranga bhai really apana ka episode dekhibaku bahuta maja lage
@suprabhadash3254
@suprabhadash3254 Жыл бұрын
Best vlog
@RasmiKanta-rw6se
@RasmiKanta-rw6se Жыл бұрын
Good job
@pupunmishra7273
@pupunmishra7273 Жыл бұрын
ଉତ୍କଳଟ୍ୟନେରୀ ଜୋତା କରଖାନା ଥିଲା ମଧୁବାବୁଙ୍କର।
@SindurAbhay
@SindurAbhay Жыл бұрын
Bahut sundar blog❤😊madhu babu ka gaon dekhi, bahut bhala lagila😊❤
@subashrout6328
@subashrout6328 Жыл бұрын
Beautiful blog👍👍👍👍👍👍👍👍👍👍👍 keep it up 🙏🙏🙏🙏. Jai jagannath. ❤❤❤❤❤❤
@gopalpanda2536
@gopalpanda2536 Жыл бұрын
ଓଡ଼ିଆ ଭାଷା କୁ ରକ୍ଷା କରିଥିବା ଆଉ ଜଣେ ପୁରୋଧା ହେଉଛନ୍ତି ଫକୀର ମୋହନ ସେନାପତି ବାଲେଶ୍ୱର କୁ କେବେ ଆସନ୍ତୁ ତାଙ୍କ ସ୍ମୃତି ଏବେ ବି ଅଛି ବାଲେଶ୍ୱର ସହର ସ୍ଥିତ malikaspur ର
@balaramrout8380
@balaramrout8380 Жыл бұрын
Jay jagannath sir
@priyamvadabarik3024
@priyamvadabarik3024 Жыл бұрын
Beautiful place, a place to be seen by all odias. We all are proud of him. Thank you sir for showing us the village.
@nirakarbaliarsingh1582
@nirakarbaliarsingh1582 Жыл бұрын
Nice video sir
@umeshchandrasahoo2740
@umeshchandrasahoo2740 Жыл бұрын
Fast view❤❤❤❤❤
@imtiajsidique499
@imtiajsidique499 Жыл бұрын
So much late sir ,but finally come
@SamirKumarNaik-o3g
@SamirKumarNaik-o3g Жыл бұрын
Nice video
@pravatbarik8088
@pravatbarik8088 Жыл бұрын
Ja hu apna traveling Blog ru bahut kichi sikhibaku miluchi. Madhu Babu gana dekhili .
@dr.surendranathdash8861
@dr.surendranathdash8861 Жыл бұрын
Intelligent video, We are amazed seeing Madhubabu,s birthplace, please continue this type of travel videos
@Mpatra1038
@Mpatra1038 Жыл бұрын
Jay jagannath bhai
@ashutoshmal2466
@ashutoshmal2466 Жыл бұрын
Awesome vlog.
@narendrasahoo4539
@narendrasahoo4539 Жыл бұрын
1st comment
@kameswarYouTubeExpress
@kameswarYouTubeExpress Жыл бұрын
Ganjam parmpara 🥰🙏
@debashisray8693
@debashisray8693 Жыл бұрын
Jay Jagannath....Gouranga babu : Aneka dina talu... Paribar sahira..sethiki jaiki...Ama Utkal Gaurav-Madhu babu nka janmashtana bulibaku ichha thila....Aji apana darshana kareidele..ASHESHA DHANYABAD..APANA NKU...🙏
@sanjaydassanjay-gz8li
@sanjaydassanjay-gz8li Жыл бұрын
ଜୟ ଜଗନ୍ନାଥ ସାଙ୍ଗ ମାନେ
@ranjanpradhan3446
@ranjanpradhan3446 Жыл бұрын
sir jagannath ❤❤❤❤
@rebatimishal2986
@rebatimishal2986 7 ай бұрын
Very nice
@rajanikantapaul-bc4gj
@rajanikantapaul-bc4gj Жыл бұрын
Jay jagannath gaurang babu
@govindnayak4490
@govindnayak4490 Жыл бұрын
Bahi I am first like
@sanjaydassanjay-gz8li
@sanjaydassanjay-gz8li Жыл бұрын
ମାଡି ଚାଲ ଭାଇ
@laxmibeborta812
@laxmibeborta812 Жыл бұрын
ପର୍ଯ୍ୟଟନ ସ୍ଥଳି ଭାବେ ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗ ମାନ୍ୟତା ଦେଇଛନ୍ତି
@smurtisikhaswain6295
@smurtisikhaswain6295 Жыл бұрын
Nice Video🙏👍❤️
@chandanbiswal9574
@chandanbiswal9574 Жыл бұрын
ଆପଣ ସମ୍ବଲପୁର ଜିଲ୍ଲା ର ଖିଣ୍ଡା ଗ୍ରାମକୁ କେବେ ଆସନ୍ତୁ ବିର ସୁରେନ୍ଦ୍ର ସାଏ ଙ୍କ ଘର ଏବେ ବି ଅଛି
@Gouranganayakodiavlogs
@Gouranganayakodiavlogs Жыл бұрын
Jiba kebe
@mitanabhera1795
@mitanabhera1795 Жыл бұрын
​@@Gouranganayakodiavlogsmu bi jibi tama sange naba na plz kuhana plz
@SanhitaSutra
@SanhitaSutra Жыл бұрын
Absolutely right❤
@babajicharanmohanty8291
@babajicharanmohanty8291 Жыл бұрын
​😊😊😊😊😊😊😊😊
@manoranjanbehera6253
@manoranjanbehera6253 Жыл бұрын
Jay Jagannath 🙏
@prasantswain81
@prasantswain81 Жыл бұрын
Thank you so much Gaurang Babu for such a wonderful video. Jay Jagannath.
@MAAHINGULABLAGAR
@MAAHINGULABLAGAR 6 ай бұрын
Very nice 👍👍❤❤
@sejalmishra5227
@sejalmishra5227 Жыл бұрын
ମଉସା ଠିକ୍ କହିଛନ୍ତି ଦୂର ପାହାଡ ସୁନ୍ଦର..ମଧୁବାବୁଙ୍କ ପୀଠ ଅବହେଳିତ ମଉସା ଜଣଙ୍କ ଅତି ଦୁଃଖ ର ସହିତ କହିଲେ ..ସରକାର ଆମର ପୂର୍ବର ଉପାଧି ପାହ୍ୟା ବୀର ପୁରୁଷ ମାନଙ୍କ ପାଇଁ ତାଙ୍କ ର ଚିର ଦିନ ସ୍ମୃତି ଇତିହାସ ପାଇଁ କାଇଁ କିଛି ପଦକ୍ଷପ ନଉ ନାହାନ୍ତି କେଜାଣି??😔🥰
@sarojkantanayak6764
@sarojkantanayak6764 Жыл бұрын
Oh..... Beautiful. There r so many important places exists around our district but we cannot unearth it.
@suryanarayanrout6757
@suryanarayanrout6757 Жыл бұрын
Pure original
@akshyasahu4335
@akshyasahu4335 Жыл бұрын
ସାର 🙏,କାଳିଆ ଘୋଡାରେ ଚଢ଼ିବି, ମଧୁବାବୁ ସାଙ୍ଗେ ଲଢ଼ିବି 🐴ମଧୁବାବୁଙ୍କ ଜନ୍ମ ମାଟି (ଏନ୍ତୁଡ଼ିଶାଳ )ଦେଖେଇ ଥିବାରୁ ବହୁତ ବହୁତ ଧନ୍ୟବାଦ 🙏, ପିଲାଦିନେ ବଡ ପାଟି କରି ସାହିତ୍ୟ ବହିର ସେ ପଦ୍ୟ ଟି ଘୋଷା ହେଇଚି ଯେ ଆଜି ଯାଏ ମନେ ଅଛି 🤔(ତୁମ ପରି ଛୋଟ ପିଲା ଟିଏ )👈ଆପଣ ଙ୍କ ପ୍ରଶ୍ନ ରେ ଜଣେ ମଉସା ଙ୍କ ଉତ୍ତର ଥିଲା..... ଯିଏ ଭଲ କାମ କରେ ତା ବଂଶ ରେ କଣ କିଏ ରହେ !କେହି ନ ରହନ୍ତୁ, ହେଲେ ସେ କରିଯାଇଥିବା କୀର୍ତ୍ତି ଚିର ଅମର ନା 👌❤️👌ଜୟ ଶ୍ରୀରାମ 🚩
@kkrout1869
@kkrout1869 Жыл бұрын
Super ❤❤❤❤❤❤
@SutapaBharatiya
@SutapaBharatiya 5 ай бұрын
Bahut sundar mo piladina seithi katichhi
@sanjaykumarbasantia5653
@sanjaykumarbasantia5653 Жыл бұрын
Madhu Babu nka amhemane helu tanka Dayada Jai madhu Barrister Jai utkal Jay odisha
@bubupradhan2403
@bubupradhan2403 Жыл бұрын
Ama gaan ❤❤❤❤❤
@soumyabehera2066
@soumyabehera2066 Жыл бұрын
Jai shree jaganath Bhai
@bmbag5584
@bmbag5584 Жыл бұрын
Jay jagarnnath🙏🙏🙏🙏
@dhanescreation6622
@dhanescreation6622 Жыл бұрын
ଯାହା ହେଉ ଆପଣ ଆସିଲେ ଆମ area ଆଡ଼କୁ ଆସିଲେ ଧନ୍ୟବାଦ।
@madhabsahoo2002
@madhabsahoo2002 Жыл бұрын
ଆମର ପାଖ ଗାଁ କୁ ଆସିଥିଲେ ବହୁତ ଭଲ ଲାଗିଲା ll ଜୟ ଜଗନ୍ନାଥ 🙏🙏🙏
@Tanveerbisoi
@Tanveerbisoi Жыл бұрын
Maro gulgula bhari pasant❤❤ love from koraput ❤️
@sumantshoo8524
@sumantshoo8524 Жыл бұрын
ଜୟ ଜଗନ୍ନାଥ ଭାଇ 🙏🏻🙏🏻🥰
@asitbaliarsingh662
@asitbaliarsingh662 Жыл бұрын
ପବିତ୍ର ଗୁରୁଦିବସ ତଥା ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଦାର୍ଶନିକ, ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଗୁରୁ-ଶିଷ୍ୟ ପରମ୍ପରା ଭାରତୀୟ ସଂସ୍କୃତିର ଅନନ୍ୟ ବିଭବ। ଜ୍ଞାନ ରୂପକ ଆଲୋକରେ ଜୀବନକୁ ପରିପୂର୍ଣ୍ଣ କରି ବ୍ୟକ୍ତିତ୍ୱ ନିର୍ମାଣ, ସୁସ୍ଥ ସମାଜ ଗଠନ ଦିଗରେ ଗୁରୁମାନଙ୍କ ଅବଦାନ ଅତୁଳନୀୟ
@KishorSwain-v2l
@KishorSwain-v2l Ай бұрын
God
@manoranjanbehera6253
@manoranjanbehera6253 Жыл бұрын
Beautiful sir 🙏
@bikisahu1004
@bikisahu1004 Жыл бұрын
Bhai jaha bi kuha tuma kahiba style bahut bhala laguchi atyanta hrudayasparshi love from Angul
@trushnaswain8118
@trushnaswain8118 Жыл бұрын
Very nice 👏🏼👏🏼
@leninpradhan9219
@leninpradhan9219 Жыл бұрын
Jai Jagannath 🙏
@ramachandrakumbhar2761
@ramachandrakumbhar2761 Жыл бұрын
Love form Koraput 💕💕💕
Леон киллер и Оля Полякова 😹
00:42
Канал Смеха
Рет қаралды 4,7 МЛН
To Brawl AND BEYOND!
00:51
Brawl Stars
Рет қаралды 17 МЛН
BAYGUYSTAN | 1 СЕРИЯ | bayGUYS
36:55
bayGUYS
Рет қаралды 1,9 МЛН
1971 IND-PAK War Exposed - A Soldier's True Bravery | Capt G. Choudhary | TRSH 187
1:50:38
Леон киллер и Оля Полякова 😹
00:42
Канал Смеха
Рет қаралды 4,7 МЛН