Malika About South Odisha | Malika Place Untold Truth | Satya Bhanja

  Рет қаралды 138,248

Satya Bhanja

Satya Bhanja

Күн бұрын

Пікірлер: 351
@SatyaBhanja
@SatyaBhanja 3 жыл бұрын
ମାଳିକା ବିଷୟରେ ଅଧିକ ଜାଣିବା ପାଇଁ ସତ୍ୟ ଭଞ୍ଜ Telegram Channel Join କରନ୍ତୁ Telegram: t.me/satyabhanja
@prasantadas4616
@prasantadas4616 3 жыл бұрын
Satya vai pranam,,,,Etiki bhagaban nku prathana mor malika sastra ku sara biswa loke janantu,,,,, 🙏🙏
@prashabro9145
@prashabro9145 3 жыл бұрын
@@prasantadas4616 nischinta janiba Sara biswa
@harishchandraa4284
@harishchandraa4284 3 жыл бұрын
Biranchi Narayan buguda re achi se parala khemundi kahidele bhul se
@prasantadas4616
@prasantadas4616 3 жыл бұрын
@@prashabro9145 🙏
@sridharpradhan8241
@sridharpradhan8241 3 жыл бұрын
Baba pranam baba jou 5 tee gacha besare kahuthelle adhha kahichanti seai gachha besare auu thare kuhantu jajpur town
@satyanayak4271
@satyanayak4271 3 жыл бұрын
ପାଗେଳା ବାବା, ଆପଣ ଙ୍କ ଚରଣ ରେ ଅନେକ ଅନେକ ପ୍ରଣାମ 🙏🙏🙏🙏🙏
@niranjannahak7515
@niranjannahak7515 3 жыл бұрын
ପାଗଳା ବାବା ଙ୍କୁ ମୋର ଅନନ୍ତ କୋଟୀ ପ୍ରଣାମ ଜୟ ଜଗନ୍ନାଥ ଜୟ ପଞ୍ଚ ସଖା
@anjanpallai5646
@anjanpallai5646 3 жыл бұрын
ପାଗେଳା ବାବାଙ୍କୁ ଆନ୍ତରିକ ପ୍ରଣାମ। ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ସତ୍ୟ ବାବା।🙏🙏🙏
@SashankaSekharPatel00
@SashankaSekharPatel00 3 жыл бұрын
ବାବାଙ୍କୁ ଆନ୍ତରିକ ପ୍ରଣାମ 🙏🙏
@SashankaSekharPatel00
@SashankaSekharPatel00 3 жыл бұрын
ଜୟ ପଞ୍ଚସଖା।। ଜୟ ଜଗନ୍ନାଥ।। ଜୟ ମାଁ ସମଲେଇ 🙏🙏🙏
@GaurangPradhan-bl7nm
@GaurangPradhan-bl7nm 19 күн бұрын
ଜୟ ଜଗନ୍ନାଥ ଜୟ ପଞ୍ଚଶଖା ପ୍ରଭୁ ଜଗନ୍ନାଥଙ୍କ ନିକଟରେ କୋଟି କୋଟି ପ୍ରଣାମ ସମସ୍ତଙ୍କର ମଙ୍ଗକରନ୍ତୁ ବାବାଙ୍କୁ ପ୍ରଣାମ ସତ୍ୟ ଭାଇ ପ୍ରଣାମ ଅତି ସୁନ୍ଦର ପ୍ରୟାସ
@Jagannath989
@Jagannath989 3 жыл бұрын
ॐଗୁରୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଶ୍ରୀ ଅଚ୍ୟୁତାନନ୍ଦ ଦେବନମଃ,
@binodbhukta1125
@binodbhukta1125 3 жыл бұрын
ଶ୍ରୀ ଗୁରୁ ସ୍ଵାମୀ ଅନାମ ବ୍ରହ୍ମ ଶରଣ
@janmejaynayak5459
@janmejaynayak5459 3 жыл бұрын
ସତ୍ୟ ବାବୁ ଓଡ଼ିଶା ବାହାରେ ଭି ଲୋକ ରହୁଛନ୍ତି ଟିକେ ଦୟା କର🙏🙏🙏
@gamingff7017
@gamingff7017 2 жыл бұрын
ସମ୍ପୂର୍ଣ ସତ୍ୟ ବାବା ଶ୍ରୀ ହରି ଶରଣ 🙏🏽🙏🏽🙏🏽ଆପଣଙ୍କ ପାଦ କମଳରେ କୋଟି କୋଟି ପ୍ରଣାମ 🙏🏽🙏🏽🙏🏽
@rajeshpuri3556
@rajeshpuri3556 3 жыл бұрын
ଜୟ ଜଗନ୍ନାଥ 🙏🏼🙏🏼🙏🏼
@ratiranjangardia3179
@ratiranjangardia3179 3 жыл бұрын
ପାଗଳାବାବାଙ୍କୁ ଅନେକ ଅନେକ ଧନ୍ୟବାଦ ସଦାସର୍ବଦା ଆମ୍ଭମାନଙ୍କୁ ଏଭ ଭଳି ବାର୍ତ୍ତା ପ୍ରଦାନ କରନ୍ତୁ ।
@skdsingerkumarsaroj655
@skdsingerkumarsaroj655 3 жыл бұрын
ଜୟ କଳକୀ ଜୟ ଜଗନ୍ନାଥ
@satyabannayak
@satyabannayak 3 жыл бұрын
ଝଗଡେଇ ଗୁମ୍ଫା ଏବେ ମଧ୍ୟ ଅଛି। ଗଞ୍ଜାମ ଜିଲ୍ଲାର ଆସ୍କା ସହର ନିକଟସ୍ଥ ଆସ୍କାରୁ ଭଞ୍ଜନଗର ଯିବା ରାସ୍ତାରେ ପଡ଼େ
@bijaymohanty2248
@bijaymohanty2248 3 жыл бұрын
ବୁଗୁଡା ର ବୁଦ୍ଧଖୋଲ ! ବିରଞ୍ଚି ନାରାୟଣ କାଷ୍ଠ ନିର୍ମିତ ସୂର୍ଯ୍ୟମନ୍ଦିର ରହିଛି ।
@sukantakumarmallick4121
@sukantakumarmallick4121 8 ай бұрын
🚩🙏ଜୟ ପାଗଳା ବାବା 🙏😭😭😭😭
@jaymaatarini-gouri3615
@jaymaatarini-gouri3615 Жыл бұрын
ପାଗଳା ବାବାଙ୍କୁ ମୋର ଭୂମିଷ୍ଠ ପ୍ରଣାମ🙏
@SagarRanjanMohanty
@SagarRanjanMohanty 3 жыл бұрын
ପାଗଳ ବାବାଙ୍କୁ ଭକ୍ତିପୂତ ପ୍ରଣାମ ଏବଂ ସତ୍ୟ ବାବୁଙ୍କୁ ଆନ୍ତରିକ ଶୁଭେଚ୍ଛା। ନାନା ମୁନିଙ୍କର ନାନା ମତ ଶୁଣି ଶେଷରେ ମାଳିକା ବିଷୟରେ ଆମ ମୁଣ୍ଡକୁ ଆଉ କିଛି ପ୍ରଶ୍ନ ଆସୁନି।ମତେ ଯାହା ଲାଗୁଛି ମାଳିକା କୁ ନେଇ ଆମ ଓଡ଼ିଶାରେ ନୂଆକରି ଗଢି ଉଠିଥିବା ଆଧ୍ୟାତ୍ମିକ ସଂଗଠନ ଗୁଡ଼ିକ ମଧ୍ୟରେ ପ୍ରାୟ ମହାଭାରତର ବାକିଥିବା ଓଳିଏ ଯୁଦ୍ଧ ହବ।Winner ସଂଗଠନ ରୁ ବୋଧ ହୁଏ କଳ୍କୀ ଦେବ ବଛା ହୋଇ ପାରନ୍ତି। *ଶେଷରେ ଗୋଟିଏ କଥା, ଯାହା ହେବାର ଥିବ,ତାହା ହବ, ତାକୁ କାହାର ହାତ ଅଛି। କେବଳ ଏତିକି ଦୁଃଖ ଲାଗୁଛି କି ଗୋଟିଏ ପ୍ରଶ୍ନର ପଚାଶ ପ୍ରକାର ଉତ୍ତର ଶୁଣି ଆମ ସତ୍ୟ ବାବୁଙ୍କ ମନୋବଳ ଦୁର୍ବଳ ନହେଉ।ସତ ହେଉ କି ମିଛ ହେଉ, ଠାକୁରଙ୍କ ଆଲୋଚନା ତ ଚାଲିଛି। ଜୟ ଜଗନ୍ନାଥ।
@kanhucharan5487
@kanhucharan5487 3 жыл бұрын
ଜୟ ଜଗନ୍ନାଥ 🙏🙏🙏 ଜୟ ପଞ୍ଚସଖା 🙏🙏🙏
@babupradhan273
@babupradhan273 8 ай бұрын
Satya ଭାଇ ଦକ୍ଷିଣ ଓଡିଶା ନାମ ଗଞ୍ଜା ବ୍ରହ୍ମପୁର ମଣ୍ଡଳ ଧନ୍ୟବାଦ
@nrusinghbarik7083
@nrusinghbarik7083 3 жыл бұрын
Jay Jagannath swami 🙏🙏🙏🙏 jay panchsakha 🙏🙏🙏🙏🙏 jay baba pagela 🙏🙏🙏🙏
@wondergirlradhikavlogs9652
@wondergirlradhikavlogs9652 3 жыл бұрын
🙏🙏🙏🙏🙏🙏 Jay Shree Krishna 🙏🙏🙏🙏
@prashantkumarprashant456
@prashantkumarprashant456 3 жыл бұрын
ଜୟ ଜଗନ୍ନାଥ ଜୟ ପଞ୍ଚସଖା
@prasanjit5119
@prasanjit5119 3 жыл бұрын
ସତ୍ୟ ଭାଇ ପଗେଲା ବାବା ଙ୍କୁ ପୂର୍ବ ଓଡ଼ିଶା ବିଷୟ ରେ ପଚାରନ୍ତୁ
@basantbisoi916
@basantbisoi916 Жыл бұрын
ବାବା କୋଟି କୋଟି ପ୍ରଣାମ ଆଗକୁ ବଢ଼ାଇବା ପାଇଁ
@prasantadas4616
@prasantadas4616 3 жыл бұрын
Jay jagannath 🙏💐 jay panchasakha 💐🙏 jay bhakta gana 💐🙏
@soudaminimallick2064
@soudaminimallick2064 3 жыл бұрын
Great baba 🙏🙏🙏🙏many many many many many thanks Satya vai 🙏🙏🙏koti koti pranam Baba thanks for your advice🙏🙏🙏🙏🙏
@puspalatamohanti3946
@puspalatamohanti3946 3 жыл бұрын
pp
@babupradhan273
@babupradhan273 8 ай бұрын
ପାଗଲା ବାବାଙ୍କୁ ମୋର କୋଟି କୋଟି ପ୍ରଣାମ
@jitendrakandi3397
@jitendrakandi3397 3 жыл бұрын
Thanks
@prashabro9145
@prashabro9145 3 жыл бұрын
Dhanyabad
@pravatmohanty1052
@pravatmohanty1052 3 жыл бұрын
Pagala Babanku Sahasra Pranam 🙏 Satya Babu apananku bahut-bahut dhanyabad 🎉
@neerennayak7417
@neerennayak7417 3 жыл бұрын
ଜୟ ମାଳିକା ଜୟ ଜଗନ୍ନାଥ ଜୟ ପଞ୍ଚସଖା
@anirudhanayak79
@anirudhanayak79 3 жыл бұрын
ପାଗଳା ବାବାଙ୍କୁ ମୋର ଭୁମୀଷ୍ଠ ପ୍ରଣାମ,ଜୟ ଜଗନ୍ନାଥ , ଜୟ‌କଳକୀ ,ଜୟ ପଞ୍ଚସଖା,
@rupalisahoo8004
@rupalisahoo8004 3 жыл бұрын
Jay Jagannath 🙏 Jay Panchasakha 🙏🙏
@skygod2926
@skygod2926 3 жыл бұрын
Jay Jagannath Jay gurudev Jay panchasakha Jay achuta ram Jay kalki ram Jay matadi Jay shree ram ram Mo pranam grahan karantu 🙏🙏
@gourangapanda7884
@gourangapanda7884 Жыл бұрын
Jai jagannaatha jai panchasakha trahimam Srihari narayan rakhya kara prabhu 🙏🏻 pranam satya bhai 🙏🏻 pranam baba
@rashmisahoo291
@rashmisahoo291 2 жыл бұрын
Jay Jagannath 🙏🏻🙏🏻🙏🏻🙏🏻🙏🏻Jay Panchasakha 🙏🏻🙏🏻🙏🏻🙏🏻🙏🏻🙏🏻
@jashobantabagha2501
@jashobantabagha2501 3 жыл бұрын
Pranam Bhakta prabara
@bandanapatra7266
@bandanapatra7266 3 жыл бұрын
Jay Jagannath 🙏 jay pancha sakha
@anatasasmal686
@anatasasmal686 3 жыл бұрын
>
@hindisong8089
@hindisong8089 2 жыл бұрын
ସତ୍ୟ ଭାଇ ମୁ ଅନୁଗୋଳ ଡିଷ୍ଟ୍ ରୁ ଆମ ଅନୁଗୋଳ ଜିଲ୍ଲା ର କିଛି ଲେଖା ଅଛି କି ନାହିଁ ଟିକେ ବାବାଙ୍କୁ ପଚାରିବେ
@kshamamayeeswain2095
@kshamamayeeswain2095 3 жыл бұрын
Jay jagannath. Jay pancha Sakha. Jay pujya pagala baba. Anata koti pranam. 🙏🙏
@bharat7845
@bharat7845 2 жыл бұрын
ମୁଁ ଗଜପତି ର ଦର୍ଶକ ଆଜ୍ଞା । ସର୍ବଦା ଆପଣଙ୍କ ର ମାଳିକା ଦେଖେ ଓ ମହେନ୍ଦ୍ର ଗିରି ପାହାଡ଼ ଆମ ଗକପତି ପାରଳାଖେମୁଣ୍ଡି ଠାରୁ 40 କିଲୋମିଟର ଦୂରରେ ଅବସ୍ଥିତ । 2 ମାସ ପୂର୍ବରୁ ଆମ ପରିବାର ଯାଇଥିଲୁ ଆଜ୍ଞା । ଦାରୁବ୍ରହ୍ମ ଙ୍କ ମନ୍ଦିର ଓ କୁନ୍ତୀ ମନ୍ଦିର, ଭୀମ ମନ୍ଦିର, ଯୁଧିଷ୍ଠିର ଙ୍କ ମନ୍ଦିର ଓ ଅର୍ଜୁନଙ୍କ ମନ୍ଦିର ଭଗ୍ନ ଓ ଅର୍ଧ ଭଗ୍ନ ଅବସ୍ଥାରେ ଅଛନ୍ତି ।ଜୟ ଜଗନ୍ନାଥ ସ୍ୱାମୀ । ଜୟ ପଞ୍ଚସଖା । କୋଟ କୋଟି ପ୍ରଣାମ ।
@raghunathdas6484
@raghunathdas6484 3 жыл бұрын
ଉତ୍ତର ଓଡ଼ିଶାର କୋଣ ଅନୁକୋଣରେ କଣ ଅଛି ଦେଖନ୍ତୁ
@jyotirbidniranjangiri9143
@jyotirbidniranjangiri9143 3 жыл бұрын
ମାଳିକା ସତ୍ୟ
@chandandehuri2383
@chandandehuri2383 3 жыл бұрын
ସତ୍ୟ,ବାବୁ,ଆଉ,ଥରେ, ଯାଆ ତ୍ନୁ
@akshyakusethy9502
@akshyakusethy9502 3 жыл бұрын
Satya babu Jay jagannatha baba jaha samaja ku kahile thiki katha.samasta malika bhakta manaku pacharantu gibana saili kemiti heba darakar.
@prakashchandrasahu9786
@prakashchandrasahu9786 3 жыл бұрын
Bala lagila satya bhanj jay jagnat🙏🙏
@pradeepmajhi1967
@pradeepmajhi1967 3 жыл бұрын
jhagadei ଗୁମ୍ଫା ର ଗୋଟିଏ video ବାନାନ୍ତୁ
@sunitasarkar1262
@sunitasarkar1262 2 жыл бұрын
Jay panchashakha🙏🙏🙏🙏🙏jay pagala baba and satya vanja vai🙏🙏🙏🙏🙏🙏 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@ranendradash1258
@ranendradash1258 3 жыл бұрын
ପାଣ୍ଡବ ବଖରା ଟିକେ ଦେଖନ୍ତୁ. ପlଥପୁର ps dompara ବାଙ୍କୀ କଟକ
@kanhacharanpradhan157
@kanhacharanpradhan157 3 жыл бұрын
🙏🙏🙏🙏❤️ dhanyavad Satya bhai
@jenaranjan6261
@jenaranjan6261 3 жыл бұрын
ସତ୍ୟ ଭଇ ଦକ୍ଷିଣ ଓଡ଼ିଶା ବିଷୟରେ କହୁଥିଲ ଯେଉଁ କଥା କହୁ ଥିଲେ । ସେଥିରେ । ତିଗିରିଆ, ଆଠଗଡ଼ ବିଷୟରେ କହି ଆସୁଥିଲେ । ଆଉ । କହିଲେନି । ଆମେ ଜାଣି ବାକୁ ଚାହୁଁଛୁ । ମୁଁ ରୋହନ । ମୋର ଏତିକି ମିନତି
@ripuchandrasahoo9279
@ripuchandrasahoo9279 3 жыл бұрын
ଅନୁଗୁଳ ଜିଲ୍ଲାରେ ସେମିତି କିଛି ଭକ୍ତଙ୍କ ପୀଠ ଯଦି ଅଛି ତେବେ ଟିକେ ସାମ୍ନା କୁ ଆଣନ୍ତୁ ।।। ସତ୍ୟ ଭାଇ ଆପଣଙ୍କୁ ଅନୁରୋଧ ରହିଲା,ଆମ ତରଫରୁ ।।
@kiransabar4992
@kiransabar4992 3 жыл бұрын
Amme deogarh district Ru ho bhai
@akshayamishra4842
@akshayamishra4842 2 жыл бұрын
Plz give a description about🙏keonjhar and Mayurbhanja
@ghanashyamsahu4840
@ghanashyamsahu4840 Жыл бұрын
ଗୁରୁ ଶରଣ
@jitendrajena3897
@jitendrajena3897 3 жыл бұрын
ସତ୍ୟ ବାବୁ ବାବାଙ୍କ କଥା ଅତି ଚମତ୍କାର ବାବା ଙ୍କୁ କୋଟି କୋଟି ପ୍ରଣାମ ବାବାଙ୍କ କଥା କାଳ୍ପନିକ ନୁହେଁ ଭାରତୀୟ ସଂସ୍କୃତି ଶାସ୍ତ୍ର ବେଦ ବେଦାନ୍ତ ଏଭଳି ଯେ ପବିତ୍ର ଭାରତ ବର୍ଷ ରେ ସବୁ ଅସମ୍ଭବ ସମ୍ଭବ ହେଇ ପାରିବ । ବାବାଙ୍କ ଆଶ୍ରମ କେଉଁଠି ଦୟାକରି କୁହନ୍ତୁ । ଜୟ ଜଗନ୍ନାଥ ଜୟ ପଞ୍ଚସଖା ।
@malikaalochana7632
@malikaalochana7632 2 жыл бұрын
ହିମାଳୟ ରେ କ,ଣ କଳିକି ଙ୍କ ବାସସ୍ଥାନ କି।ହିମାଳୟ ରୁ କାହିଁକି ଆସିବେ।କୋଉଠି କେଉଁ ମାଳିକା ଓ କେତେ ପୃଷ୍ଟା ରେ ମହାପୁରୁଷ ଲେଖିଛନ୍ତି ଟିକେ ଫଟ ଉଠାଇ ପୋଷ୍ଟ କରିବାକୁ ଅନୁରୋଧ।ଯିଏ ଯାହା ପାଉଛି କହିଯାଉଛି।ମାଳିକା କୁ ଏମାନେ କାଳିମା କରିଦେଲେଣି।ମହାପୁରୁଷ ଙ୍କୁ ଏମାନେ ବଦନାମ କରୁଛନ୍ତି।ହିମାଳୟ ର ନାଁ ମାଲିକାରେ ନାହିଁ।ଏଣୁ ପ୍ରମାଣ ଦିଅନ୍ତୁ।
@rashmiranjan5680
@rashmiranjan5680 3 жыл бұрын
MY BEST REGARDS FOR THE DEVOTEE AND BEST WORDS FOR YOU ALL VIEWERS...
@rameshdehury2167
@rameshdehury2167 3 жыл бұрын
Jay jagannath🙏🙏🙏
@pintumishra6522
@pintumishra6522 3 жыл бұрын
Wow... Satya babu dhanya heigali dakhina odisha Katha suniki..mu rayagada ru belong Kare.
@kumarlipa1659
@kumarlipa1659 3 жыл бұрын
ଭାଇ, କଟକ ଜିଲ୍ଲା ବାଙ୍କୀ ର ଉତ୍ତର ଦିଗ ରେ କାଳିଆ ପାହାଡ଼ କୋଉଠି ଅଛ ମାଳିକା ରେ ଲେଖା ହେଇଚି,
@suryasmitadashsenapati8731
@suryasmitadashsenapati8731 2 жыл бұрын
Babanku pranam dhanyabad
@arunmohapatra8717
@arunmohapatra8717 3 жыл бұрын
ରଣପୁର ରେ ପାହାଡ଼ ରେ ଯଜ୍ଞ ହେଉଥିଲା ବେଳେ କଳ୍କୀ ଆସିବେ ବୋଲି ଲେଖା ହେଇଚି. ମାଳିକା ରେ ବୋଲି ସେଠାରେ ଲେଖା ହେଇଚି. କେତେ ସତ ସତରେ ମାଳିକା ରେ ଅଛି କି
@ankitanahak8215
@ankitanahak8215 2 жыл бұрын
Mu apanka sabu video like kare au dekhe
@rajivbhai7115
@rajivbhai7115 2 жыл бұрын
Jay Jagannath ,Baba jou Gajapati Katha kahile taha mo Mahendragiri Parbata ,Thank u
@BiswajitParida-uy9up
@BiswajitParida-uy9up 8 ай бұрын
😊😊😊😊😊
@asantaray7170
@asantaray7170 3 жыл бұрын
Jay Jagannath swami Nayanapathagami Bhobotume....
@aparnapani123
@aparnapani123 Жыл бұрын
Baba aapananku sata sata pranam
@kamalakaralia796
@kamalakaralia796 3 жыл бұрын
Jay jagannath, jay ponchasaka ,god bless you Satya bhai
@supravamohanty5925
@supravamohanty5925 3 жыл бұрын
Jay jagannath swami nayan patha gami bhabatume🙏🙏🙏
@ashwanipradhan3397
@ashwanipradhan3397 3 жыл бұрын
Shree kalaswar Jay ramswar Jay ho
@aparnapani123
@aparnapani123 Жыл бұрын
Satya Vai Apanaku b bht dhanyabad pranam apana ete kasta sahi aamamananka Pani amruta ra sudha khoji bantuchanti
@sasmitapradhan6636
@sasmitapradhan6636 3 жыл бұрын
Baba nku pranam jay jagannath🙏🙏🙏🙏
@panchananbehera6434
@panchananbehera6434 3 жыл бұрын
Jay prabhu Pagla Baba n jay Panchsakha...
@jharanamallick3405
@jharanamallick3405 3 жыл бұрын
🙏🙏🙏 jai Jagannath swami Nayana patha gami bhaba tume 🙏🙏🙏🙏🪔🪔🌹🪔
@pujamoharana7932
@pujamoharana7932 3 жыл бұрын
Jay sadguru dev vagaban Pranam pagala baba
@kanhucharan5487
@kanhucharan5487 3 жыл бұрын
ବୁଗୁଡ଼ା ର ବୁଦ୍ଧଖୋଲ ମନ୍ଦିର ରେ ଯାହାକି ଅଜି ଯାଏଁ ସେଠାରେ ଏକ ଝରଣା ଅନବରତ ବହି ଆସୁଛି
@krishna____7979
@krishna____7979 3 жыл бұрын
Jay Jagannath..dhanyabad
@khageswarmallik9681
@khageswarmallik9681 3 жыл бұрын
ଭଂଜ ବାବୁ ପଶ୍ଚିମ ଓଡିଶାରେଥିବା ମାଳିକା ବିଷୟରେ କିଛି ଜଣାଇବେକି ?
@balarampradhan5760
@balarampradhan5760 2 жыл бұрын
Ram 🌺ram🌺 ram🌺Om. Om
@subhamofficialss
@subhamofficialss 3 жыл бұрын
Sabu katha satya pagela baba nku dhanyavad suni bahut khushi lagila satya bhanja channel ku madhya dhanyavad
@anweshamishra9942
@anweshamishra9942 3 жыл бұрын
Kalahandi re pratekhya debi maa manikeswari🙏
@MunnaBhai-zx1mv
@MunnaBhai-zx1mv 3 жыл бұрын
Saty Bhai apane mo tarafuru Sabu Baba ku kote kote namaskar
@manasbihari9016
@manasbihari9016 3 жыл бұрын
ସତ ଧନ୍ୟବାଦ ସତ୍ୟ ବାବୁ, ମତେଲାଗେ ଆପଣ ବି ,ସାମାନ୍ୟ ନୁହନ୍ତି ।ଦୟାକରି ସମସ୍ତ ବାଵା ମାନଙ୍କୁ ମୋର ଆନ୍ତରୀକ ଦଣ୍ଡ ବତ ଜଣାଇଦେବେ ,ଅନୁରୋଧ ରହିଲା ।
@chhabilapradhan7930
@chhabilapradhan7930 3 жыл бұрын
Jai panchasakha jay Jagannath.namoste achyuta nadam namoste Jagannathaya namoste Joshabanta Anatam Balaram nom nomh.
@sharaddhanjali9015
@sharaddhanjali9015 3 жыл бұрын
Satya bhai very very thankyou
@sridharshoo9442
@sridharshoo9442 2 жыл бұрын
OK thanks for your Beautiful note
@kulamanibehera9058
@kulamanibehera9058 Жыл бұрын
କଳ୍କୀ ଦେବ ଏବେ ହିମାଳୟରେ ହାଉଆ ଖାଉଛନ୍ତି କି?।
@motilal508
@motilal508 2 жыл бұрын
🙏🏼🙏🏼🙏🏼🙏🏼🙏🏼
@prasadmajhi5559
@prasadmajhi5559 3 жыл бұрын
🌅 Jay Jagannath 💩 Sundar Baba and Sotyo Babu🚩 Sotyo sanatana Aba johora.Amiti Jari rohi 🗽
@laxmidharsasmal1597
@laxmidharsasmal1597 3 жыл бұрын
Jay Pancha Sakha
@sunitabehera7632
@sunitabehera7632 3 жыл бұрын
Pagala babanko charanare moro koti koti pranam jai jagannath jai ponchasakha
@ashokjena5932
@ashokjena5932 3 жыл бұрын
Jay Jagannath swami jay panchasakha
@bideshiradhyradhyguruji6460
@bideshiradhyradhyguruji6460 3 жыл бұрын
ସତ୍ଯ ସନାତନ ଧର୍ମ କି ଜୟ ଗଜାମ କଥା ସତ୍ଯ ଭାଇ ବାବା ଜହା କହୁଛନ୍ତି ସବୁ ଅଛି ନିଜେ କେତୋଟି ଜାଗାକୁ ମୁ ଜାଇଛି
@ajaykumarlenka1669
@ajaykumarlenka1669 3 жыл бұрын
Jai jagarnatha swami nayan patha gami bhaba tume jai panchasakha
@madhusudanmahapatra9662
@madhusudanmahapatra9662 3 жыл бұрын
Dhanyawad satya bhai..jai jagannath 🙏
@santilatanayak5142
@santilatanayak5142 Жыл бұрын
dhnaya baad satybau😊
@ranjansahu4730
@ranjansahu4730 3 жыл бұрын
Jayjagannath
@ranjitkumar-th7qg
@ranjitkumar-th7qg 3 жыл бұрын
Jay jagarnath
@deepakmishra6948
@deepakmishra6948 2 жыл бұрын
🙏🙏🙏🙏🙏🙏🙏
@ganeshjena1121
@ganeshjena1121 3 жыл бұрын
Nice.
Malika Devotee Revealed Untold Facts about Malika | @SatyaBhanja
22:32
Don’t Choose The Wrong Box 😱
00:41
Topper Guild
Рет қаралды 60 МЛН
Enceinte et en Bazard: Les Chroniques du Nettoyage ! 🚽✨
00:21
Two More French
Рет қаралды 42 МЛН
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 15 МЛН
Maa Tara Tarini Temple Story Odisha !! Tara Tarini Temple Mystery
9:57
DIBYABRAMHA PRODUCTION
Рет қаралды 2 МЛН
Hidden Malika Devotee shared hidden Facts | Satya Bhanja
24:07
Satya Bhanja
Рет қаралды 152 М.
Don’t Choose The Wrong Box 😱
00:41
Topper Guild
Рет қаралды 60 МЛН