Malika Devotee Revealed Untold Secrets Of Malika |

  Рет қаралды 107,269

Satya Bhanja

Satya Bhanja

Күн бұрын

Пікірлер
@SashankaSekharPatel00
@SashankaSekharPatel00 3 жыл бұрын
ଏବେ ବି ସମୟ ଅଛି, ସତ୍ୟ ନ୍ୟାୟର ପଥର ପଥିକ ହୁଅନ୍ତୁ।। ଇଶ୍ବରଙ୍କ ଠାରେ ନିଜକୁ ସମର୍ପଣ କରନ୍ତୁ।। ପ୍ରଭୁଙ୍କୁ ହୃଦୟରୁ ଭକ୍ତି କରି ପ୍ରକୃତ ଭକ୍ତ ହୁଅନ୍ତୁ। ଜୟ ଜଗନ୍ନାଥ 🙏🙏
@ranjandas8018
@ranjandas8018 2 жыл бұрын
Naa samaya nahin
@KhagaAdal
@KhagaAdal 7 ай бұрын
​@@ranjandas8018 0😊
@seshadevsahoo4856
@seshadevsahoo4856 3 жыл бұрын
ଓଁ କଳ୍କୀ ରାମ ହରେ ହରେ... ଜୟ ପଞ୍ଚସଖା......
@yajnaduttaswain358
@yajnaduttaswain358 3 жыл бұрын
Bhai sabu thik je ame bahut kichi jani baku pailu.. pandia janile rakhiba ta baba nku.. Sai kalki nka bharasa
@anjanpallai5646
@anjanpallai5646 3 жыл бұрын
ବାବା ଙ୍କ ଚରଣ କମଳ ରେ ଅନନ୍ତ କୋଟି ପ୍ରଣିପାତ।ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ସତ୍ୟ ବାବା।🙏🙏🙏
@manojkumarkarji2499
@manojkumarkarji2499 3 жыл бұрын
କୌଣସି ମାଳିକା ବକ୍ତଙ୍କ କଥା ତାଳମେଳ ଖାଉନି।ମାଳିକା ଭକ୍ତ ଅଲଗା ଅଲଗା ହେଲେ ମାଳିକା ଲେଖା ତ ଗୋଟେ, ହେଲେ ମତାମତ ଅଲଗା ଅଲଗା ଆସୁଛି କେମିତି
@sujeet4455
@sujeet4455 3 жыл бұрын
🙏🙏 ଜୟ ଜଗନ୍ନାଥ ସତ୍ୟ ର ଜୟ ହେଉ,{{ କରି କରାଉ ଥାଏ ମୁଁ ହି ମୋ ବିନୁ ଅନ୍ୟ ଗତି ନାହିଁ }} ସବୁ ଗପ ଭିତରେ ଏ କଥା ଭୁଲନ୍ତୁ ନାହିଁ ଗୁରୁଜି କୋଉ ମୁହୂର୍ତ୍ତରେ କିଛି ବି ପରିବର୍ତ୍ତନ କରିପାରନ୍ତି ସେ ଜୟ ଜଗନ୍ନାଥ 🙏🙏
@Haribaba16
@Haribaba16 3 жыл бұрын
ତମେ ଯେତେ ବାବା କୀ ଭକ୍ତ ପାଖକୁ ଗଲେ କେହି କହିବେନି ଜାଣିଥିଲେ ସିନା କହିବେ
@Jagannath989
@Jagannath989 3 жыл бұрын
ॐଗୁରୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଶ୍ରୀ ଅଚ୍ୟୁତାନନ୍ଦ ଦେବନମଃ
@rajeshjena559
@rajeshjena559 3 жыл бұрын
ମୁଁ ସତ୍ୟ ପଥରେ ଗଲେ,ତୁମେ ସତ୍ୟ ପଥରେ ଗଲେ, ଧୀରେ ଧୀରେ ସମସ୍ତେ ସତ୍ୟ ପଥରେ ଯିବେ,ସତ୍ୟଯୁଗ ହୋଇଯିବ । ହେଲେ ସମ୍ପୂର୍ଣ୍ଣ ସତ୍ୟ ପଥରେ ଯିବା ଭାରି କଷ୍ଟ ମୋପାଇଁ, ବର୍ତ୍ତମାନ କଳ୍କୀ କଁ ନିହାତି ଆବଶ୍ୟକ, ଯେ କି ଆମକୁ ସାହସ ଓ ଶକ୍ତି ଦେବେ,ଆମକୁ ରୋଗ , ଶୋକ ଓ ଦୁଃଖ ରୁ ରକ୍ଷା କରିବେ !
@Si_pu310
@Si_pu310 3 жыл бұрын
ଜୟ ଗୁରୁଦେବ 🙏🙏🙏 ।ଜୟ ପଞ୍ଚସଖା 🙏🙏🙏 ସତ୍ୟ ଭାଇଙ୍କୁ ଅନେକ ଶୁଭେଚ୍ଛା । ବିପିନ୍ ବାବା ଙ୍କ ସହିତ ଆଳାପ ଅତି ମନଛୁଆଁ ।ବାବା କଥା ପ୍ରଶଙ୍ଗ ରେ କହିଲେ ପ୍ରଭୁ ଜନ୍ମ ହେବେ କମଳ ପୁର ଏହା ଅତ୍ୟନ୍ତ ସତ୍ୟକଥା । ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଯାଇଛନ୍ତି କଳିଯୁଗରେ ପ୍ରଭୁ ଜନ୍ମଗ୍ରହଣ କଲେ ପ୍ରଭୁଙ୍କର ଶେଷ ଜନ୍ମ ଗୁପତରେ ଥିବେ ମଳିନ ଭାବେଣ ।ଗୁପତରେ ରହି ଲିଳା କରୁଥିବେ ।ଏ ସମ୍ପର୍କରେ କେହିବି ଜାଣିପାରିବେ ନାହିଁ ।ଆଉ ପଞ୍ଚରୁଷି ଥିବେ ତାଙ୍କ ସଙ୍ଗର । ତାଙ୍କୁ ଦେଖିଲେ ମଧ୍ୟ ଜାଣିବା ସହଜ ହେବନାହିଁ । ଯେତେ ଦେବୀ ଦେବତା ଙ୍କୁ ଧ୍ୟାନ କଲେ ମଧ୍ୟ ସେମାନେ କିଛି ସୁଚନା ଦେବେ ନାହିଁ । ପୂର୍ବରୁ ଏହି ଭଳି ନିୟତୀ ର ନିୟମ ରହିଅଛି । କ୍ଷୀର ନଦୀ ଦକ୍ଷିଣ ଯେ ବିରଜା ମଣ୍ଡଳ । ଖ୍ୟାତ ସେ କମଳପୁର ଗୁପ୍ତ ସେ ସମ୍ବଳ ।।
@chandandehuri2383
@chandandehuri2383 3 жыл бұрын
Thankes,ସତ୍ୟ,ବାବୁ
@subashmishra5616
@subashmishra5616 Ай бұрын
❤ତ୍ରାହି ଅଚ୍ୟୁତ ଶରଣ ମହାପ୍ରଭୁ ଜୟ ଜଗନ୍ନାଥ
@premchandnayak7962
@premchandnayak7962 3 жыл бұрын
ସଦଗୁରୁ ଶ୍ରୀ ପୂର୍ଣ୍ଣାନନ୍ଦ ଗୋସ୍ୱାମୀ ହଂସପୁର, ଗଞ୍ଜାମ ଜିଲ୍ଲା ବିଷୟରେ ମାଳିକାରେ ବର୍ଣ୍ଣିତ ହୋଇଅଛି କି ନାହିଁ ଟିକେ ଅନୁସନ୍ଧାନ କରିବେ । ଅନୁରୋଧ ରହିଲା ସତ୍ୟ ଭାଇ । ପ୍ରତେକ୍ ଏପିସଡ ତମର ଦେଖେ ବହୁତ୍ ଖୁସି ଲାଗୁଛି । ଭାଷା ନାହି ମୋର କହିବା ପାଇଁ ବାରମ୍ବାର ଦେଖିଲେ ମଧ୍ୟ ଏ ଆଖି ମନ ବୁଝୁନାହି,ତମର ପ୍ରୟାସ କୁ ବହୁତ୍ ଧନ୍ୟବାଦ୍🙏🙏🙏
@hukumisabar2437
@hukumisabar2437 3 жыл бұрын
ଜୟ କଳ୍କୀ ଅବତାର, ଜୟ ଜଗନ୍ନାଥ
@anupamanayak8568
@anupamanayak8568 3 жыл бұрын
ଧନ୍ୟବାଦ ସତ୍ୟ ।ଅନେଶ୍ୱଣ ଜାରି ରହୁ ।ଜୟ ଜଗନ୍ନାଥ।
@smileplease5551
@smileplease5551 3 жыл бұрын
କଳ୍କୀ ତ ମହେନ୍ଦ୍ର ଗିରି ପର୍ବତ ଉପରେ ଅସ୍ତ୍ର ବିଦ୍ୟା ଅଧ୍ୟୟନ କରୁଛନ୍ତି , ହେଲେ ତାଙ୍କୁ ଜନ୍ମ ଦେଇଥିବା ପିତା ଏବଂ ମାତା ତ ସମ୍ବଳ ଗ୍ରାମ ରେ ଥିବେ ନା , କ'ଣ ସେମାନଙ୍କ ପାଖକୁ ଯାଇ ପାରିବେ ନି କି ?🤔🤔🤔😵😵😱😱
@nigamjyotisahoo1320
@nigamjyotisahoo1320 3 жыл бұрын
Nahi Bhai bhagwan Ka adesh na paile Jain kehi jai paribe nahi
@biswanathchoudhury5362
@biswanathchoudhury5362 3 жыл бұрын
Jay jagannath🙏Jay pancha sakha🙏 Jay satya bhai🙏
@dhananjayajena1497
@dhananjayajena1497 3 жыл бұрын
ସତ୍ୟବାବା, ମଙ୍ଗଳା ମଣ୍ଡଳର ଏକ ଭିଡିଓ ପ୍ରସାରଣ କଲେ ବହୁତ ଖୁସି ଲାଗିଲା । ଆପଣଙ୍କୁ କହିରଖେ କି , କାକଟପୁର ଶୁକ ପୋଖରୀର ତୁଳସୀ କୈବଲ୍ୟ ଆଶ୍ରମ ଠାରେ ୨୦୦୭ ମସିହାରୁ ଆଜି ପର୍ଯ୍ୟନ୍ତ ଅଖଣ୍ଡ ନାମ କଳ୍କୀ ମହାମନ୍ତ୍ର ଜପ ଚାଲି ଆସୁଛି । ସେଠାରେ କେତେଜଣ ଭକ୍ତ ଅଛନ୍ତି ବା ସେ ଅଞ୍ଚଳରେ ଅଛନ୍ତି, ଭଗବାନଙ୍କ ନିର୍ଦ୍ଦେଶ କଣ ହେଉଛି ସେଠି ପହଞ୍ଚି ,ଯଦି ଭିଡ଼ିଓ ପ୍ରସାରଣ କରନ୍ତେ ବହୁତ ଭଲ ହୁଅନ୍ତା । ପୀଠଟି ମାଆ ମଙ୍ଗଳା ମନ୍ଦିରର ୭ କି.ମି ଦୂରରେ ଶୁକ ପୋଖରୀ ଠାରେ ଅବସ୍ଥିତ । ମୁଁ ଆଶା ରଖିବି ଆପଣ ଏହି ପୀଠର ଭିଡ଼ିଓ ପ୍ରସାରଣ କରିବେ । ଜୟ ଜଗନ୍ନାଥ । ଜୟ କଳ୍କୀ ଦେବ ।
@madanmishra9916
@madanmishra9916 3 жыл бұрын
Jay Jagannath. Jay kalki madhav. Jay panchasakha🙏🙏🙏🙏🙏. Pranam pandit ji
@prasantadas4616
@prasantadas4616 3 жыл бұрын
Fast like fast view,,,, jay jagannath 💐🙏 jay panchasakha 💐🙏 jay bhakta gana 💐🙏
@RATIKANTAPRO
@RATIKANTAPRO 3 жыл бұрын
ପୁରା ସତ୍ୟ ମୋର ସେ ଗୁରୁ ଙ୍କୁ କୋଟି 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏ବହୁତ ସତ୍ୟ କୁ କହିଦେଲ ବହୁତ ସାଙ୍ଗର୍ଷ ଭୟଙ୍କର ସମୟ ସବୁକିଛି ଓଲଟ ପାଲଟ ଚାଲିବ ଗୁରୁଦେବ ଙ୍କୁ ମୋର କୋଟି ପ୍ରଣାମ 🙏🙏🙏🙏🙏🙏ସତ୍ୟ ଭାଇ ଆପଣଂକ ନାଁ ସତ୍ୟ ସତ୍ୟର ସନ୍ଦନରେ ଜୟ ହୋ ଭାଇ ଆପଣବି ପ୍ରଭୁ ଙ୍କର ଖଳରେ ସାମିଲୀ ଧନ୍ୟବାଦ ବାଦେ ଭାଇ ଆପଣଙ୍କୁ ବି 🙏🙏🙏🙏🙏🙏🙏🙏🙏🙏🙏🙏🙏ଭାଇ
@sonubhuyan2262
@sonubhuyan2262 3 жыл бұрын
I proud of my village . ମହେନ୍ଦ୍ରଗିରି ।
@anitamohanty3179
@anitamohanty3179 3 жыл бұрын
Ur so great because Urs channel gives us many mythological knowledge about malika.
@raakuu
@raakuu 3 жыл бұрын
Mythological nhi mataji.. Sb kuch hoga jald hi
@sushritabisoi1789
@sushritabisoi1789 3 жыл бұрын
Mythology term mithya ko darsata he. Angrej humare pothi purano ko humse dur karne ke liye aur purano pe sanka utparn karne k liye mythology ka naam de diye he. Taki humare sach ko, humare itihaas ko, humari buniyad ko humse dur karke uspe sandeh utparn karke humko kamjor kar sakenge.
@bidyadharmeher725
@bidyadharmeher725 3 жыл бұрын
Kalki mata ki Jay. Shreekrishna saranam namah.
@sanjuktabhuyan6507
@sanjuktabhuyan6507 2 жыл бұрын
Baba o Satya Babu nku pranaam. Jay Jagannath, Jay Panchasakha, Trahi Achyut nka Charanare ananta koti pranam. 🙏🙏🙏🙏🙏❤️❤️🌺🌺
@baskarsamal9803
@baskarsamal9803 3 жыл бұрын
Thanks satya vai
@satyajitpratap6535
@satyajitpratap6535 2 жыл бұрын
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ର ଜୟ 🙏 ଜୟ ଶ୍ରୀ ପଞ୍ଚସଖାଙ୍କ ର ଜୟ 🙏 ଜୟ ସନାତନ ଧର୍ମ ର ଜୟ 🙏
@maulanabakruddindeobandi6255
@maulanabakruddindeobandi6255 3 жыл бұрын
ବିପିନ ବାବାଙ୍କର ଜୟ ହେଉ 🙏🙏
@mitalis1551
@mitalis1551 3 жыл бұрын
Koti pranam baba.eha satyanhi haba. He jagannath rakhya kara prabhu
@hariharbrahma2428
@hariharbrahma2428 3 жыл бұрын
Jai jagannath.,
@prasadmajhi5559
@prasadmajhi5559 3 жыл бұрын
🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ପ୍ରଭୁ ଜହରା 🗽
@santunext5514
@santunext5514 3 жыл бұрын
ଯଦି ପ୍ରଭୁ ଜନ୍ମ ନେଇ ସାରିଛନ୍ତି ତାହାଲେ ପୁଣି କଣ ଜନ୍ମ ହେବେ ?????
@somelife9719
@somelife9719 3 жыл бұрын
Jay jagannath swami 🙏🙏🙏🌹🌹🌹
@bighneswarmohanty2760
@bighneswarmohanty2760 3 жыл бұрын
ଜୟ ଜଗନ୍ନାଥ 🙏🙏🙏
@ajaybehera8685
@ajaybehera8685 3 жыл бұрын
ଜୟ ଜଗନ୍ନାଥ ସ୍ୱାମୀ
@supravamohanty5925
@supravamohanty5925 3 жыл бұрын
Jay jagannath🙏🙏🙏
@sunitasarkar1262
@sunitasarkar1262 2 жыл бұрын
Jay malika🙏🙏🙏 bachan jay bipin baba🙏🙏🙏 and satya vanja vai🙏🙏🙏🙏🙏🙏 ke amar koti koti pronam🙏🙏🙏🙏🙏🙏
@suchetamishra8533
@suchetamishra8533 3 жыл бұрын
Jay jay Jagannath Thaku ra u icha amo icha heu 🙏🙏
@prashantkumarprashant456
@prashantkumarprashant456 3 жыл бұрын
ଜୟ ଜଗନ୍ନାଥ ଜୟ ପଞ୍ଚସଖା
@deepkbiswal9907
@deepkbiswal9907 3 жыл бұрын
Jay jagannath mahaprabhu
@neerennayak7417
@neerennayak7417 3 жыл бұрын
ଜୟ malika jay କାଳିମା ଜୟ ଜଗନ୍ନାଥ
@dildarmusicvideo6817
@dildarmusicvideo6817 3 жыл бұрын
Jay trinatha baba 🙏🙏🙏
@mamisahu6116
@mamisahu6116 3 жыл бұрын
Jaya sri krisna
@maheshkumarmahali
@maheshkumarmahali 3 жыл бұрын
ଯିଏ ଯାହା ଇଚ୍ଛା କହିଲା, ସାମନ୍ତପୁର ରେ କଣ କ୍ଷୀର ନଦୀ ଅଛି?
@JituEntertainment99
@JituEntertainment99 3 жыл бұрын
Jày jagàñattha swami 🌷🌷🌷🙏🙏🙏 Jay pancha sakha swami 🌷🙏🙏🙏🌷 🌷
@dipi867
@dipi867 3 жыл бұрын
Jai jaganathh jai panchasakha pravu 🙏🙏🙏🙏🙏🙏🙏🙏🙏🙏🙏
@dhananjayajena1497
@dhananjayajena1497 3 жыл бұрын
ସତ୍ୟ ବାବା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ମଙ୍ଗଳା ମଣ୍ଡଳ ବିଷୟରେ ତଥା ମଙ୍ଗଳା ମଣ୍ଡଳର ବାବାଙ୍କ ର ଭିଡ଼ିଓ ପ୍ରସ୍ତୁତ କରିଥିବାରୁ । ଆଉ ଏକ ଆଶ୍ରମ କାକଟପୁର ଅଞ୍ଚଳରେ ଅଛି । ଯେଉଁଠି ୨୦୦୭ ମସିହାରୁ ଆଜି ପର୍ଯ୍ୟନ୍ତ ଅଖଣ୍ଡ ନାମ ଜପ ଚାଲିଚି । ତାହାର ନାମ ତୁଳସୀ କୈବଲ୍ୟ ଆଶ୍ରମ, ଶୁକ ପୋଖରୀ । ମଙ୍ଗଳା ମନ୍ଦିରଠାରୁ ଦକ୍ଷିଣକୁ ୩ କି.ମି. ମଧ୍ୟରେ ପଡିବ । ସେଠି ପହଞ୍ଚି ସେଠାର ଭକ୍ତ ମାନଙ୍କ ତାଲିକା, ଗୁପ୍ତ ରହସ୍ୟ ଆପଣ ସଂଗ୍ରହ କରିପାରିବେ । କେତେଜଣ ଭକ୍ତ ସେ ଅଞ୍ଚଳରେ ଅଛନ୍ତି ଆପଣ ଜାଣିପାରିବେ । ଜୟ ଗୁରୁଦେବ । ଜୟ କଳ୍କୀ ଦେବ ।
@dhananjayajena1497
@dhananjayajena1497 3 жыл бұрын
ମୁଁ ଆପଣଙ୍କ ଠାରୁ ଆଶା କରିବି କି ଆପଣ ନିଶ୍ଚିତ ଏ ଭିଡ଼ିଓ ପ୍ରସାରଣ କରିବେ ।
@sumantapaikray9309
@sumantapaikray9309 3 жыл бұрын
Jay Jagannath jay panchasakha
@pravatmohanty1052
@pravatmohanty1052 3 жыл бұрын
Bipin Babanku Sahasra Pranam 🙏 Jay Panchasakha 🙏
@pintu9872
@pintu9872 3 жыл бұрын
Right really originally passage allmost important
@jagadishchandramahanta7226
@jagadishchandramahanta7226 3 жыл бұрын
Jay jagatnnath Jay panchasakha
@samirsethi3803
@samirsethi3803 3 жыл бұрын
ଜୟ ଜଗନ୍ନାଥ, ସାଧୁ ସନ୍ଥ ବୈଷ୍ଣବ ଭକ୍ତ ଗଣ ମୋର କୋଟି କୋଟି ଜନମର ଶଂରଣ୍
@JayJagannathSwami-gp5dq
@JayJagannathSwami-gp5dq 2 жыл бұрын
ତ୍ରାହି ଜଗନ୍ନାଥ 🙏🏿
@kaushikpradhan6536
@kaushikpradhan6536 3 жыл бұрын
ଜୟ ଜଗନ୍ନାଥ ପ୍ରଭୁ 🙏🌺🙏
@chandrakumarbehera568
@chandrakumarbehera568 3 жыл бұрын
)
@anandabag700
@anandabag700 3 жыл бұрын
Jay gagannatha 🙏🙏🙏🙏🙏
@SashankaSekharPatel00
@SashankaSekharPatel00 3 жыл бұрын
ଜୟ ଜଗନ୍ନାଥ 😊🙏🙏
@soudaminimallick2064
@soudaminimallick2064 3 жыл бұрын
🙏🙏JAY JAGANNATH🙏🙏 🙏🙏SATYA BHAI 🙏🙏🙏 🙏🙏very nice👍 🙏🙏 🙏🙏koti koti pranamBaba🙏🙏Satya vai apana Nimapada asuchhanti? Ame apanku dekha karibaku chahuchhu 🙏🙏🙏🙏🙏🙏🙏🙏🙏🙏🙏🙏
@prativadas4161
@prativadas4161 2 жыл бұрын
Meditation Samaya. Bhakta marga ru gyan ku asantu.
@skdsingerkumarsaroj655
@skdsingerkumarsaroj655 3 жыл бұрын
ଜୟ କଳକୀ ଜୟ ଜଗନ୍ନାଥ
@saratchandradas9573
@saratchandradas9573 2 жыл бұрын
ଯଦି କେହି ଜାଣିଛନ୍ତି କଳ୍କୀ ଙ୍କର ଠିକଣା ତାହେଲେ ସିଧାସଳଖ ୮୬୫୮୫୭୯୨୫୪ ରେ ଯୋଗାଯୋଗ କରନ୍ତୁ। ଅଯଥାରେ କାହିଁକି ଭୁଲ୍ ତଥ୍ୟ ପ୍ରଦାନ କରୁଛନ୍ତି (ମହାଦେବ)
@barajabandhusahoo8401
@barajabandhusahoo8401 2 жыл бұрын
🙏🙏JAY JAGNNATH SWAMI 🙏🙏 🙏🙏JAY PANCHA SAKHA KI🙏🙏
@manoranjansenapati-jh5wo
@manoranjansenapati-jh5wo Ай бұрын
Jai jagannath Jai panchasakha jai Satya sanatana dharma 🚩🚩🚩🚩🚩🌴🌴🌴🌴🌴🌿🌿🌿🌿
@rameshchandrasahoo8872
@rameshchandrasahoo8872 3 жыл бұрын
Dekhiba pain kehi nathibe karan Malika bani prati gram re 4/5 jana rahibe
@MUSICSTUDIO-y1k
@MUSICSTUDIO-y1k 2 жыл бұрын
Jay kalkiram 🙏🙏🙏 Jay satya baba🙏
@tgksomesh1787
@tgksomesh1787 3 жыл бұрын
Jay jagannath
@jitendrakumarsahoo2329
@jitendrakumarsahoo2329 2 жыл бұрын
🙏 Satya Bhai 🌻🌼🌼🌼🌼🌻
@ankitasahu6711
@ankitasahu6711 3 жыл бұрын
Jay Jagannath 🙏🙏🙏🙏🙏
@harashchandraswain6178
@harashchandraswain6178 3 жыл бұрын
ଆଜ୍ଞା 🙏🙏, ଆମେ ପୁରା confuse.
@santoshkumarmohanty4737
@santoshkumarmohanty4737 2 жыл бұрын
Baba nka charane kotti pranam
@jeebankumarnaik1455
@jeebankumarnaik1455 3 жыл бұрын
JAY JAGANNATH JAY PANCHA SAKHA
@nrusinghbarik7083
@nrusinghbarik7083 3 жыл бұрын
Jay Jagannath swami 🙏🙏🙏 jay panchsakha 🙏🙏🙏
@skygod2926
@skygod2926 3 жыл бұрын
Jay Jagannath Jay gurudev Jay panchasakha Jay achuta ram Jay kalki ram Jay mataji Mo pranam grahan karantu 🙏🙏
@YashwantkumarPradhan
@YashwantkumarPradhan 8 ай бұрын
🙏🙏🙏Jay jagnnath jay panchasakha🙏🙏🙏
@studyicon02
@studyicon02 3 жыл бұрын
3rd world war ପରେ ତାର ଧୂଆଁ ରେ 7 ଦିନ 7 ରାତି ଅନ୍ଧାର ପାଲଟିବ ମୋତେ ଯାହା ଲାଗୁଚି 🙏
@Luckyluxury4541
@Luckyluxury4541 3 жыл бұрын
Jay Jagannatha
@anganawadistory6548
@anganawadistory6548 9 ай бұрын
Jay Jagannath Jay panchasakha 👃👃👃👃👃👃👃
@norihorihori4910
@norihorihori4910 3 жыл бұрын
Jaijagnatha swami
@sulochanabarik7265
@sulochanabarik7265 2 жыл бұрын
🙏🌺💐 Jay jagannatha, jay panch Sakha, jay baba achyutananda debay namah 🙏🌺💐
@tarangasendharuadharua9418
@tarangasendharuadharua9418 3 жыл бұрын
Jay Jagannath swami 🙏🙏🙏🙏🙏❤❤❤❤❤
@pradeeprout3705
@pradeeprout3705 3 жыл бұрын
jay jaganntha jay panchasakha jay bhakta gana.n
@VSjoshiRajgor
@VSjoshiRajgor 3 жыл бұрын
Jai jagannath 🙏🏻
@purnachandrasahoo5350
@purnachandrasahoo5350 3 жыл бұрын
Jay maa Mangal mandal 🙏🙏🙏🙏 Excellent
@pabitrakumarmallick5735
@pabitrakumarmallick5735 3 жыл бұрын
Satya Babu namaskar Kalki ra nama kanthiba Bhagaban bhalare Rakhantu Satya babu
@akhiguru3916
@akhiguru3916 3 жыл бұрын
Malika bhakta babanku pranam
@gurunaik1238
@gurunaik1238 3 жыл бұрын
Thanks bro. Malika bisayare inform deuthibaru. Jai jagannath jai panchsakha
@batapattanaik3401
@batapattanaik3401 3 жыл бұрын
କାଲି,କାହିଁକି ପଚାରୁଚ
@radhakrushnapatnaik158
@radhakrushnapatnaik158 3 жыл бұрын
ମହେନ୍ଦ୍ରଗିରି ରେ ମଧ୍ୟ ଯାଜପୁର ବୋଲି ଗ୍ରାମ ରହିଛି
@sonubhuyan2262
@sonubhuyan2262 3 жыл бұрын
ନାହିଁ ଭାଇ । ମହେନ୍ଦ୍ର ଗିରି ରେ ଯାଜ ପୁର ବୋଲି କିଛି ଗ୍ରାମ ନାହିଁ । ମୁଁ ବା ମହେନ୍ଦ୍ର ଅଞ୍ଚଳ ର ଅଧିବାସୀ ।
@anupamasahu7079
@anupamasahu7079 2 жыл бұрын
Baba bht bhala 🙏🙏
@sangrambarik2275
@sangrambarik2275 3 жыл бұрын
Jay Jagannath Jay PanchaSakha🙏🙏🙏
@pk2minutes
@pk2minutes 3 жыл бұрын
Eta satare ananta juga chalichi au mu mailka katha bahut bahut biswas kare 🙏🏼 Jay Ananata thakure🙏🏼🙏🏼🙏🏼
@praneshbasantia4728
@praneshbasantia4728 3 жыл бұрын
Jay achyuta
@janmejaynayak5459
@janmejaynayak5459 3 жыл бұрын
ଯୁଦ୍ଧ କେବେ ଆରମ୍ଭ
@sibudas2480
@sibudas2480 3 жыл бұрын
2099 WAR STARTS 🌟ON
@subhakumar7813
@subhakumar7813 3 жыл бұрын
Most dengerous year 2025 Screenshot rakha My name - Jagannath sethy Jay shri Hari Vishnu 🙏🙏🙏
@sidharthmohanty9172
@sidharthmohanty9172 3 жыл бұрын
YES YOU ARE CORRECT JAY JAGGANATH 🙏
@ramapradhani9061
@ramapradhani9061 3 жыл бұрын
Very very good satya bhai
@Haribaba16
@Haribaba16 3 жыл бұрын
ଜୟ ମା ଭାରତୀ
@rashmisahoo291
@rashmisahoo291 2 жыл бұрын
Jay Jagannath 🙏🏻🙏🏻🙏🏻🙏🏻 Jay Panchasakha 🙏🏻🙏🏻🙏🏻🙏🏻
@bishnumohanparida536
@bishnumohanparida536 2 жыл бұрын
Jay shree ram ji panchasakha🙏🙏🙏
@rikupradhan3075
@rikupradhan3075 3 жыл бұрын
Jay jaganath🙏🙏🙏🙏🙏 Jay pancha sakhaa🙏🙏🙏🙏🙏
@rupalisahoo8004
@rupalisahoo8004 3 жыл бұрын
Baba nku Pranam 🙏🙏 Jay Jagannath 🙏🌑‼️🌑🙏 Jay Panchasakha 🙏🌹🙏
@balaramtudu7164
@balaramtudu7164 3 жыл бұрын
Long time after you reach your destination
@govtasbala4125
@govtasbala4125 2 жыл бұрын
Rushidev
@niranjannanda445
@niranjannanda445 3 жыл бұрын
Prabhu ki Lila Pravu hi jane Pravu ki Jai Ho Jay SRI Ram.
@anupamasahu7079
@anupamasahu7079 2 жыл бұрын
Sambala mane ....... Sambalpur agyan ....aame seiya bhabhuchu . Khyama karibe 🙏🙏.Jai jagannath
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 14 МЛН
Что-что Мурсдей говорит? 💭 #симбочка #симба #мурсдей
00:19
Malika Bhakta | Shocking Things Revealed | Satya Bhanja
39:32
Satya Bhanja
Рет қаралды 384 М.
Malika Devotee Revealed Shocking Facts | Satya Bhanja
26:13
Satya Bhanja
Рет қаралды 207 М.
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 14 МЛН