Mangale Aila Usha - ମଙ୍ଗଳେ ଅଇଲା ଉଷା - Swabhaba Kabi Gangadhar Meher | Debasmita Acharya |Odia Bhakti

  Рет қаралды 108,434

Odia Bhakti

Odia Bhakti

Күн бұрын

Пікірлер
@arlitamohanty5195
@arlitamohanty5195 4 ай бұрын
ଏହି ଗୀତଟି ଦଶମ ଶ୍ରେଣୀରେ ମୋର ବହୁତ ପ୍ରିୟ ଥିଲା । God bless you Debasmita❤
@ran727
@ran727 4 ай бұрын
ଚମତ୍କାର ଶବ୍ଦ ସଂଯାଜନ , ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କୁ କୋଟି କୋଟି ପ୍ରଣାମ।
@pabitramohanswain7859
@pabitramohanswain7859 2 ай бұрын
No words How rich our culture
@debashish_padhan_143
@debashish_padhan_143 4 ай бұрын
ସତରେ ଦଶମ ଶ୍ରେଣୀ ରେ ପାଠ ମନେ ପଡିଗଲା.... ❤
@rudraprasadmaharana5142
@rudraprasadmaharana5142 2 ай бұрын
Exactly
@batakrushnamisra5353
@batakrushnamisra5353 5 ай бұрын
ପ୍ରକୃତ ରେ ସୀତାରାମ ଅଗ୍ରୱାଲ ମେମ ଆମ ଓଡ଼ିଆ ମାଟିର ପ୍ରକୃତ ହୀରା ଟିକୁ ଖୋଜି କାଢିଛନ୍ତି ଦେବସ୍ମିତା ମା ମହାପ୍ରଭୁ ଙ୍କ ଆଶୀର୍ବାଦ ସର୍ବଦା ତୋ ଉପରେ ରହିଥାଉ ଏହି ପରି ସବୁବେଳେ ମିଠା ମିଠା ଗୀତ ଆମ କୁ ଶୁଣାଉ ଥା
@surendranathnayak9319
@surendranathnayak9319 5 ай бұрын
ହୀରା ହୀରା ସତ ସବୁ ସତ ହେ ପ୍ରଭୁ ଜଗନ୍ନାଥ ଧନ୍ୟ ମୁଏହି ଜଣାଶ ଶୁଣିଲି ଜୟ ଜଗନ୍ନାଥ ❤❤❤
@arlitamohanty5195
@arlitamohanty5195 4 ай бұрын
You are right sir....
@LaxmipriyaPanigrahi-um9ft
@LaxmipriyaPanigrahi-um9ft 3 ай бұрын
Sir se sitaram agrawal mam nuhanti sir
@AlivaParida-qz2mz
@AlivaParida-qz2mz 2 ай бұрын
@pratapkesharimohapatra6838
@pratapkesharimohapatra6838 3 ай бұрын
ସୁନା ଝିଅ, ଏ ଝିଅ ଏକ ଅମ୍ଲାନ ପ୍ରତିଭା ର ଅଧିକାରିଣୀ ହେଉ ଈଶ୍ୱର ନିକରେ ପ୍ରାର୍ଥନା 🌹🌹🌹🌹
@Odia.Jhia_Puja
@Odia.Jhia_Puja 5 ай бұрын
ମଙ୍ଗଳେ ଅଇଲା ଉଷା🌅😊ବାଃ...ସୁନ୍ଦର୍ ଭଜନ ଟେ🥰🤗ପୁରା ମନ କୁ ଛୁଇଁଲା ପରି ବୋଲିଛନ୍ତି🎧ଦେବସ୍ମିତା ଆଚାର୍ଯ୍ୟ ଦିଦି❤️👍🏻
@pabitramohanswain7859
@pabitramohanswain7859 2 ай бұрын
No words How great our language n culture Jai Jagannath
@Bharatdas431
@Bharatdas431 23 күн бұрын
Bahut sundar dhanyabad bad
@laxmikhuntia8158
@laxmikhuntia8158 5 ай бұрын
କି ସୁନ୍ଦର କଣ୍ଠ କେତେ ସୁନ୍ଦର ଭାବେ ଗାଇଛନ୍ତି ଦେବସ୍ମିତା ମା ଜଗନ୍ନାଥେ ଘଣ୍ଟ ଘୋଡେଇ ରଖିଥାନ୍ତୁ
@surendranathnayak9319
@surendranathnayak9319 3 ай бұрын
Why i bless her ❤ Jay shree ram ❤
@bhubananandapadhan2877
@bhubananandapadhan2877 4 ай бұрын
ଓଡିଶାର କଳା, ସଂସ୍କୃତି ତଥା ଭାଷା ସାହିତ୍ୟର ଉନ୍ନତି ପାଇଁ ଯେଉଁ କତିପୟ ଲୋକ ପ୍ରୟାସରତ ଅଛନ୍ତି ତାଙ୍କ ଭିତରେ ସୀତାରାମ ଅଗ୍ରବାଲଙ୍କ ସ୍ଥାନ ସବା ଉପରେ। ଅଶେଷ ଧନ୍ୟବାଦ।
@pabitramohanswain7859
@pabitramohanswain7859 2 ай бұрын
No words How rich our language n culture Akhire Aasru Jai Jagannath
@LalitakumarPany
@LalitakumarPany 3 ай бұрын
Dear Debashmita - God bless you.Go ahead with your mission i.e promotion of Odia kavya. 🙏💐❤️
@ramakantapanda673
@ramakantapanda673 26 күн бұрын
Excellent..song itself is very soothing one..
@ashokakumardash4502
@ashokakumardash4502 15 күн бұрын
Debasmita you and your heightened song is unique and unparalleled.
@PadmanavaBaral-qh5ml
@PadmanavaBaral-qh5ml 2 ай бұрын
Debasmita didi voice is outstanding in every time ❤😊
@sushilkumardhir7486
@sushilkumardhir7486 Ай бұрын
ଦେବସ୍ମିତା ଏ ଗୀତ ତୁମର ସ୍ଵରରେ ବହୁତ ଭଲ ଲାଗୁଛି। ମୋର ଅଶେଷ ଧନ୍ୟବାଦ
@ashokakumardash4502
@ashokakumardash4502 Ай бұрын
How beautiful and humble Debasmita you are,and you are a Angel from heaven.
@Dharani-o3j
@Dharani-o3j 2 ай бұрын
ଚୋଖି ରାଗ ମନକୁ ବହୁତ ଆନନ୍ଦ ଦିଏ। ତୁମର କଣ୍ଠସ୍ବର ବହୁତ ସୁନ୍ଦର। ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବ ।ଧନ୍ଯବାଦ୍
@clashroyalegaming6599
@clashroyalegaming6599 16 күн бұрын
Ki sundar gitta ❤😊
@sureswaricreation6906
@sureswaricreation6906 3 ай бұрын
अत्यंत सुन्दर सुसीला कंठ स्वर. भगबान आपको आशीर्वाद दे आप आगे जाए 🌸👌fentastic
@krushnapanigrahy5882
@krushnapanigrahy5882 3 ай бұрын
ଆକ୍ଷରିକ ଅର୍ଥ ଥାଇ ମାତା ସୀତାଙ୍କ ଉଦ୍ଦେଶ୍ଯରେ ଏହି ସୁନ୍ଦର ମନୋଲୋଭା ସ୍ବନାମଧନ୍ଯ କବି ଗଙ୍ଗାଧର ମେହେରଙ୍କ ଗୀତ ।
@rameshkishan2437
@rameshkishan2437 3 ай бұрын
ଜୟ ଜଗନ୍ନାଥ‌‌, ବହୁତ ଭଲ ଲାଗିଲା ଭାରି ମନଛୁଆଁ ଗୀତ ।
@ArunKumarPanda-uy5wp
@ArunKumarPanda-uy5wp 4 ай бұрын
Your singing style is very good and heart touching.Thanks a lot Debasmita.Gangadhar Mehernkara lekha madhya bahut hrudayasparsi.Eha 10th class Tapaswini kabyare mun padhithili.
@chittaranjansahu7876
@chittaranjansahu7876 2 ай бұрын
ପ୍ରକୃତରେ ବହୁତ ସୁନ୍ଦର
@nigamdas4991
@nigamdas4991 2 ай бұрын
Daughter like Debasmita , well sung our childhood's song , which we virtually forgotten meantime. It is still difficult to explain its meanings.
@sibajena8204
@sibajena8204 3 ай бұрын
ଅତି ସୁନ୍ଦର👌👌👌👌
@janardanmuduli8935
@janardanmuduli8935 3 ай бұрын
ସୁନ୍ଦର କଣ୍ଠ ଆଃ କି ସୁନ୍ଦର ,
@surendranathnayak9319
@surendranathnayak9319 5 ай бұрын
ପ୍ରଭୁ ଙ୍କ ଶୁଭାଶିଷ ଦେବସ୍ମିତା ଙ୍କ ଉପରେ ପଡ଼ିଲା ଜୟ ଜଗନ୍ନାଥ ନମସ୍କାର ❤❤
@gadadharkar3527
@gadadharkar3527 Ай бұрын
ସ୍ୱର, ଲୟ, ତାଳ, ଉଚ୍ଚାରଣ, ଗଳା ଟି ରତ୍ନବତ୍ ହୋଇଥିବାରୁ ଦେବସ୍ମିତା ତୁ ମା ଧନ୍ଯବାଦାର୍ହ।
@rameshmishra3251
@rameshmishra3251 2 ай бұрын
ଯେଡେ ଶୁଣୁଛି ଅତି ସୁନ୍ଦର ଅନୁଭୂତ ହେଉଛି..ଈଶ୍ବର ଏ ବିଭୁତି ର ଅଧିକ ବିକାଶ କରିବେ ଆଶା
@SachitaPadhan-b4v
@SachitaPadhan-b4v 4 ай бұрын
A Gita gai panchayat level re mu first prize paithili😊 Satare Gita ti manaku chhuingala❤
@saratpradhan5726
@saratpradhan5726 2 ай бұрын
ଅତି ସୁନ୍ଦର ଭାବରେ ଗାଇଛନ୍ତି ମାଡମ। ବହୁତ୍ ବହୁତ୍ ଧନ୍ୟବାଦ୍।
@TimanNaik-yc6vs
@TimanNaik-yc6vs 2 ай бұрын
ବହୁତ ଭଲ ଲାଗିଲା ଦିଦି
@bamadevseth3493
@bamadevseth3493 2 ай бұрын
ଫାଣ୍ଟାଷ୍ଟିକ୍ କଣ୍ଠ 👍
@SaniaDalai-l3h
@SaniaDalai-l3h 5 ай бұрын
ବହୁତ ଭଲ ଲାଗିଲା ❤❤❤❤❤❤
@sidharthabhuyan1749
@sidharthabhuyan1749 22 күн бұрын
ଓଡିଆ ଶବ୍ଦ ର ସୁନ୍ଦର ଉଚ୍ଚାରଣ ଗୀତ ଶୁଣି ବହୁତ ଖୁସି ଲାଗିଲା. ଝିଅ କୁ ବହୁତ ଆଶୀର୍ବାଦ ଧନ୍ୟବାଦ ସୀତାରାମ ବାବୁ ଏ ପରି ପ୍ରୟାସ ପାଇଁ.
@kisukisu8899
@kisukisu8899 4 ай бұрын
Exclant didi ❤
@rajanbhanu2912
@rajanbhanu2912 Ай бұрын
Very nice.
@LitunNayak-y7s
@LitunNayak-y7s Ай бұрын
ବହୁତ ଭଲ ଲାଗିଲା ଆହୁରି ପଠେଈବେ 👍👍🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹👍👍👍👍👍👍👍👍👍👍🙏
@sitarambhoi8567
@sitarambhoi8567 2 ай бұрын
ବହୁତ୍ ସୁନ୍ଦର ହୋଇଛି, ସ୍ୱର ଟି ଅତି ମିଠା, ସ୍ୱର ସଂଯୋଜନା ସଙ୍ଗୀତ ସହିତ ଜବରଦସ୍ତ ହୋଇଛି
@surendranathnayak9319
@surendranathnayak9319 3 ай бұрын
❤ ଜୟ ସିତାରାମ ❤ ଜୟ ଜୟ ଶ୍ରୀ ରାମ ହେ ପ୍ରଭୁ ଦଶରଥ ନନ୍ଦନ ତୁମ ଜୀବନ ଧନ୍ୟ ଧନ୍ୟ ❤ ସତ୍ୟ ର ଆବତାର❤ ଜୟ ଶ୍ରୀ ରାମ ❤ ଜୟ ଶ୍ରୀ ରାମ ❤
@BhagyabantaAdbang
@BhagyabantaAdbang 5 ай бұрын
🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏🙏🙏🙏ଗୀତ ଟି ମନକୁ ଛୁଇଁଲା ପରି ହୋଇଛି 🪻❤️🌺🌻🌼🌷ଧନ୍ୟ ଦେବସ୍ମିତା ଭଉଣୀ 🪻❤️🌺🌻🌼🌷🌷🌼🌻🌺❤️❤️🌺🌻🌼🌷🌷🌼🌻🌺❤️🪻🪻❤️🌺🌻🌼🌷
@sunandabehera3391
@sunandabehera3391 10 күн бұрын
Very nice voice
@parthakalyari4687
@parthakalyari4687 4 ай бұрын
Ati sundar bhabare hoichi
@niranjanbal6703
@niranjanbal6703 4 ай бұрын
Beta, bahat bahat khubsurat.out standing.truly I have no words to compliment your sweet voice, so sweet facial expressions and you have glorified you and all in this assiduously composed song. Really you deserve all appreciation and honour indeed.
@niranjanbal6703
@niranjanbal6703 3 ай бұрын
May God bless you a happy prosperous long life with all success.
@PrashantSahu-h2r
@PrashantSahu-h2r 2 ай бұрын
❤❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉 So good
@ramachandrapanipani7424
@ramachandrapanipani7424 Ай бұрын
ଧନ୍ୟ ଏ ସିଦ୍ଧାର୍ଥ ଭକ୍ତି ସୀତାରାମଙ୍କର କୃତି ପ୍ରକାଶେ ଭକ୍ତି ସଙ୍ଗୀତ ସାରା ସଂସାରେ, ଉତ୍କଳ (ଓଡ଼ିଶା) ସାହିତ୍ୟ କୃତି ଜଗତେ ପ୍ରକାଶୁଛନ୍ତି ଶୁଭେଚ୍ଛା ଆମର ସଦା ରହୁ ସାଥିରେ । (୩)
@ramachandra8999
@ramachandra8999 2 ай бұрын
❤mangalre guru mata ji or shuvaom ch pradano Tks lordzrmdevaji
@surendranathnayak9319
@surendranathnayak9319 5 ай бұрын
ଗୀତ ଶୁଣି ଆମ ଭାଗ୍ୟ ଖୋଲି ଯାଉ ଜୟ ଜଗନ୍ନାଥ ❤
@binapaniparija7827
@binapaniparija7827 3 ай бұрын
Bless you Debosmita beautiful voice
@bishnuprasadmallick7846
@bishnuprasadmallick7846 Ай бұрын
ଓଡ଼ିଆ ମାଟିକୁ ମୋର କୋଟି କୋଟି ପ୍ରଣାମ 🙏🙏🙏❤❤❤
@Surendra-p7e
@Surendra-p7e 5 ай бұрын
10 class song Athire sahityasrujanire mu block re first haichhi🎉🎉
@BharatiBehera-w8l
@BharatiBehera-w8l 2 ай бұрын
Excellent singing
@SangeetaPatel-sf4er
@SangeetaPatel-sf4er 2 ай бұрын
Aahahàha ati madhura mana pura amrutamaya hoigala
@pradiptalenka6791
@pradiptalenka6791 3 ай бұрын
all beautiful....
@pabitramohanswain7859
@pabitramohanswain7859 2 ай бұрын
M proud sanatani vaidik Hindu odiya Jai Jagannath
@bichitranandasahoo9728
@bichitranandasahoo9728 3 ай бұрын
Nua Pratibha anyeswan karithiba pratibhanku o thankara abiskruta kuni pratibhanku Jagannath nkara asirbad sarbada rahithau.
@nibeditadashmohapatra4123
@nibeditadashmohapatra4123 5 ай бұрын
Debasmita you and your voice seems like Our Favorite Namita Agrawals daughter her mini version
@RamnathNayak-yy5mh
@RamnathNayak-yy5mh 4 ай бұрын
ମଂଗଳେ ହୋଇଲା ଉମା ବହୁତ ସୁନ୍ଦର ହେଇଛି ଧନ୍ୟବାଦ 🥰❤️🥰
@anilkumarbhanja9918
@anilkumarbhanja9918 2 ай бұрын
Uma nuhe usha
@PrasantMallik-k8d
@PrasantMallik-k8d 2 ай бұрын
Class-X ❤
@PrasantMallik-k8d
@PrasantMallik-k8d 2 ай бұрын
Beautiful song
@ramachandrapanipani7424
@ramachandrapanipani7424 Ай бұрын
ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା ଜାନକୀ ଦର୍ଶନ ତୃଷା ହୃଦୟେ ବହି କର ପଲ୍ଲବେ ନୀହାର ମୁକ୍ତା ଧରି ଉପହାର ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି କଳକଣ୍ଠ କଣ୍ଠେ କହିଲା ଦରଶନ ଦିଅ ସତୀ ! ରାତି ପାହିଲା । ଆହା ! କି ଉନ୍ନତ ଭାବ, ଭକ୍ତି ଆଉ ଶବ୍ଦ ସଂଯୋଜନା ସ୍ଵଭାବକବି ଗଙ୍ଗାଧର ମେହେରଙ୍କର ! କବିଙ୍କୁ ଆମର ସଭକ୍ତି ପ୍ରଣାମ । ଗାୟିକା ଏବଂ ସଙ୍ଗୀତ ପ୍ରସାରକଙ୍କୁ ଆମର ହାର୍ଦ୍ଦିକ ଅଭିନନ୍ଦନ ଓ କୃତଜ୍ଞତା । -- ରାମଚନ୍ଦ୍ର ପାଣି, ଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ ୧୧ । ୧୨ । ୨୦୨୪, ବୁଧବାର
@ramachandrapanipani7424
@ramachandrapanipani7424 Ай бұрын
ରାମ ସୀତାଙ୍କ ଚରିତ ଦଶମ ଶ୍ରେଣୀର ପାଠ ପଚାଶ ବର୍ଷ ତଳର ମନେ ପଡ଼ିଲା, ଦେବସ୍ମିତା ଆଚାର୍ଯ୍ୟଙ୍କ କଣ୍ଠୁ ମଧୁରେ ନିଃସୃତ ବାରଂବାର ଶୁଣିବାକୁ ମନ ବଳିଲା । (୨)
@mr.dhanamalipanda2525
@mr.dhanamalipanda2525 2 ай бұрын
ଖୁବ୍ ସୁନ୍ଦର୍, ମନଛୁଆଁ ହୋଇଛି ଝିଅ,Thank U
@surendrabarik963
@surendrabarik963 3 ай бұрын
Super🎉🎉
@ajoykumarbehera4313
@ajoykumarbehera4313 2 ай бұрын
Excellent performance
@manashranjanpadhi8034
@manashranjanpadhi8034 3 ай бұрын
One of the life line song ,oh god ,jai gangadhar meher
@ramachandrapanipani7424
@ramachandrapanipani7424 Ай бұрын
ଗଙ୍ଗାଧର ମେହେରଙ୍କ ତପସ୍ଵିନୀ କାବ୍ୟ ଗତ ଉଷା ବର୍ଣ୍ଣନା ଅଦ୍ଭୁତ ହୃଦ କିଣିଲା । ଚୋଖି ରାଗରେ ଲିଖିତ ଏହା ସ୍ଵଭାବକବିଙ୍କ ଅତୀବ ସୁନ୍ଦର ଗୀତ ମନ ଛୁଇଁଲା । (୧) (କ୍ରମଶଃ) -- ରାମଚନ୍ଦ୍ର ପାଣି ଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ ୧୧ ଡିସେମ୍ବର, ୨୦୨୪, ବୁଧବାର
@buluswain3835
@buluswain3835 4 ай бұрын
Hare Krishna 🌹🌹🌹🌹🌹 beutiful singer ❤ very nice song ❤❤❤❤
@AbhimanyuSingh-z9s
@AbhimanyuSingh-z9s 5 ай бұрын
Your such a miraculous singer how all kind of songs is sooo divinefull in your voice Debasmita God bless you 😊
@TikeswarBehera-em4jq
@TikeswarBehera-em4jq 4 ай бұрын
Debasmita is a good singer. God may bless her
@bijayeenipanda4845
@bijayeenipanda4845 5 ай бұрын
Debasmita didi superhit singer 🌟 thank you Soo much for singing the song 🤗
@lalitkumarpradhan1854
@lalitkumarpradhan1854 3 ай бұрын
My favourite song, I song it often
@LaxmikantaBhanja-bf5zt
@LaxmikantaBhanja-bf5zt Ай бұрын
ପିଲାଦିନେ ହାଇସ୍କୁଲରୁ ବର୍ଷାରେ ଭିଜି ଗାଉଥିଲି ,ଅତୀତ ମନେପଡୁଛି
@SanjibGaigaria-c8b
@SanjibGaigaria-c8b 5 ай бұрын
Deva Smita upasana ku ଲକ୍ଷ୍ମୀ ପୁରାଣ ଗାଇବାକୁ ଦିଆଯାଉ all member ku anuradh sidhart tv ku anuradh
@somnathbhuyan4407
@somnathbhuyan4407 2 ай бұрын
Divine. God's gift
@rameshmishra3251
@rameshmishra3251 2 ай бұрын
ଅତି ସୁନ୍ଦର
@sarojkumarpradhan1917
@sarojkumarpradhan1917 4 ай бұрын
Excellent
@nilakanthameher4893
@nilakanthameher4893 2 ай бұрын
Bahut suntar
@ashokakumardash4502
@ashokakumardash4502 2 ай бұрын
How beautiful you are, what a beautiful face and you have got beauty which is joy for ever.
@sampadakhamari2771
@sampadakhamari2771 2 ай бұрын
Very Sweet tone
@KhageswarSahu-xq2re
@KhageswarSahu-xq2re 4 ай бұрын
Best song in odia of all.
@biswajitbehera8357
@biswajitbehera8357 5 ай бұрын
My favourite poem in 10th class ☺️
@YtstarBoy-t6n
@YtstarBoy-t6n 25 күн бұрын
This have a our odia book in Class 10
@sushamamishra9951
@sushamamishra9951 5 ай бұрын
Excellent.
@RUKMINIMISHRA-bf1fd
@RUKMINIMISHRA-bf1fd 5 ай бұрын
Beautiful very nice best voice thanks 👍👍 from RUKMINI PRODUCTION Jai jagannath jai 🙏🕉️🙏🙏
@manamohanbiswal9711
@manamohanbiswal9711 4 ай бұрын
The song is as beautiful as your voice .
@sankarsamanta9454
@sankarsamanta9454 5 ай бұрын
Beatiful bhajan
@priyagumansingh
@priyagumansingh 2 ай бұрын
Kas ame 10th re Amit padhibaku paithantu
@pramodasahu5277
@pramodasahu5277 5 ай бұрын
Debasmita mo jhia tma gita na sunile jamaru khaeni ame Sabu tmara bada fan
@SIDDHARTHSOURAVCOMEDAY
@SIDDHARTHSOURAVCOMEDAY 3 ай бұрын
ur most beatiful
@prafullachandradash4954
@prafullachandradash4954 4 ай бұрын
So nice song and so sweet tone
@jayasennayak5435
@jayasennayak5435 Ай бұрын
Buaity full song
@hrushikeshdas299
@hrushikeshdas299 3 ай бұрын
Beautiful
@LitunNayak-y7s
@LitunNayak-y7s Ай бұрын
🎉🎉🎉 ok 🎉🎉ok 🎉🎉🎉ok💋
@sarthakchinhra5524
@sarthakchinhra5524 5 ай бұрын
ସତ ରେ ଗୀତ ଟି ଏତେ ମଧୁର ହୋଇଛି ଯେ ମନ ପୁଣି ସେ ପିଲାଦିନ କୁ ଫେରି ଗଲା
@HuensaMeher
@HuensaMeher 5 ай бұрын
10th class bhajan song
@BhabaniBhabaniShankar
@BhabaniBhabaniShankar 4 ай бұрын
ଗାଇକାଙ୍କର ନମ୍ବର ମିଳି ପାରିଵ ଆଜ୍ଞା।
@jayakrushnabehera9579
@jayakrushnabehera9579 4 ай бұрын
She is the best singer
@kailashpanigrahi6705
@kailashpanigrahi6705 5 ай бұрын
Sundar
@disembernial7110
@disembernial7110 5 ай бұрын
❤❤
@jibeswarseth4469
@jibeswarseth4469 4 ай бұрын
Very nice
@GADADHARSAHOO-t4n
@GADADHARSAHOO-t4n 4 ай бұрын
Beautifulsongandvoiceissosweet
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 18 МЛН
99.9% IMPOSSIBLE
00:24
STORROR
Рет қаралды 31 МЛН
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН