ମିଛ ମହାତ୍ମା ର ଶେଷ ଦୃଶ୍ୟ (ଭାଗ 11)192Dr Bibudharanjan

  Рет қаралды 14,773

Dr Bibudharanjan

Dr Bibudharanjan

Күн бұрын

Пікірлер: 533
@SanyasiBehara-q7w
@SanyasiBehara-q7w 4 күн бұрын
ଆପଣଙ୍କ କଥା ମୋ ହୃଦୟକୁ ତରଳି ଦେଲା, ମୋ ଜୀବନରେ ମଧ୍ୟ ଏହି ଭଳି ଘଟଣା ଘଟିଛି, ଆପଣଙ୍କ ଫୋନ ନମ୍ବର ପଠାଇବେ କଥା ହେବି ମୁଁ ମଧ୍ୟ ଜଗନ୍ନାଙ୍କ ଭକ୍ତ, ବ୍ରହ୍ମ ଅନ୍ୱେଷଣ ଆଶ୍ରମର ପ୍ରତିଷ୍ଠାତା ସଦସ୍ୟ
@KHIRODKUMARSWAIN-q6m
@KHIRODKUMARSWAIN-q6m 3 ай бұрын
ମହାତ୍ମନ୍, ସାଦର ପ୍ରଣାମ। ମିଛ ମହାତ୍ମା ପୁସ୍ତକର ସମୀକ୍ଷା ପାଇଁ ସରକାର ଯେଉଁ ମହାନୁଭବ ମାନଙ୍କୁ ନେଇ କମିଟି ଗଠନ କରିଥିଲେ ଏବଂ ସେମାନେ ଆପଣଙ୍କ ବିରୋଧରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ, ଦୟାକରି ସେହି ମହାପୁରୁଷ ମାନଙ୍କ ନାମ ପ୍ରକାଶ କଲେ ଆମ୍ଭେମାନେ ଚିରୋପକୃତ ହେବୁ ପ୍ରଣାମ ।। ଜୟ ଜଗନ୍ନାଥ ।।
@bamanpratihari9078
@bamanpratihari9078 3 ай бұрын
ବହୁତ ବଢିଆ ଲାଗିଲା ଯେଉଁ madam ଆପଣଙ୍କୁ ଅହଂକାରୀ କହିଛନ୍ତି ତାଙ୍କୁ ଧନ୍ୟବାଦ 😊 କାରଣ, ତାଙ୍କ ପାଇଁ ଆପଣ ଯେଉଁ ଦୁଇ ପଦ କହିଲେ ତାହା ଶୁଣି ମୋ ମନ ଆନନ୍ଦରେ ପୁରିଗଲା 🙏🏼 ଜୟ ଜଗନ୍ନାଥ 🙏🏼
@ayush-r7g99
@ayush-r7g99 3 ай бұрын
ଓହୋ ଆଜି ଟିକେ ଶାନ୍ତିରେ ନିଶ୍ୱାସ ମାରିବି ଓ ଶୋଇବି. ଧର୍ମ ର ଜୟ ହେଲା ଏବଂ କାଳ କାଳ କୁ ହେବ ଜୟ ଜଗନ୍ନାଥ
@gyandrapatra7719
@gyandrapatra7719 3 ай бұрын
ଗୁରୁଜୀ ପ୍ରଣାମ । ‌ସତ୍ଯମେବ ଜୟତେ,ଜୟ ଜଗନ୍ନାଥ ଜୟ ଗୁରୁଜୀ।
@saritaranibehera6077
@saritaranibehera6077 8 күн бұрын
ହୃଦୟ ସ୍ପର୍ଶି କଥା, ଯାହାର କାଳିଆ ସାହା ତାକୁ କିଏ କଣ କରିପାରିବ
@trilochananjeneya
@trilochananjeneya 9 күн бұрын
Sir, ଆପଣଙ୍କୁ ପ୍ରଣାମ🙏🏻 ସବୁ ଶୁଣିସାରି ମୋତେ ଯାହା ଲାଗିଲା, ଯୁଗେ ଯୁଗେ ସତ୍ୟର ଜୟ ହୁହେ ଓ ସତ୍ୟ, ଧର୍ମ ରକ୍ଷା ପାଇଁ ହିଁ ଯୁଗେ ଯୁଗେ ପ୍ରଭୁଙ୍କର ଅବତାର ଓ ଲୀଳା , ତାହା ହିଁ ଏକମାତ୍ର ସତ୍ୟ 🙏🏻 । ଯେମିତି ମହାଭାରତ ଯୁଦ୍ଧ ପାଇଁ ଅର୍ଜୁନଙ୍କୁ ସଖା କରିଥିଲେ ସେମିତି ସେ ଆପଣଙ୍କୁ ମଧ୍ୟ ସଖା କରିଛନ୍ତି ସମାଜକୁ ଅଜ୍ଞାନ ଅନ୍ଧାରରୁ ରକ୍ଷା କରିବା ପାଇଁ । ଯଦି ଏତେ ସବୁ ଲୀଳା ହୋଇନଥାନ୍ତା, ତେବେ ସେ ପୁସ୍ତକର ସତ୍ୟତା ଉପରେ ବିଶ୍ୱାସ ସେତେ ମଜଭୁତ ହୋଇପାରି ନଥାନ୍ତା । କିନ୍ତୁ ଆପଣଙ୍କ ଅଙ୍ଗେଲିଭା କଥା ଶୁଣିସାରିବା ପରେ ମୁଁ ନିଶ୍ଚିନ୍ତ , ଏ ପୁସ୍ତକ ସ୍ଵୟଂ ଜଗନ୍ନାଥଙ୍କ ଇଚ୍ଛା । ସେ ଲୀଳାମୟ ତାଙ୍କ ଲୀଳା ମାଧ୍ୟମରେ, ଆପଣଙ୍କ ମାଧ୍ୟମରେ, ଏହି ପୁସ୍ତକ ମାଧ୍ୟମରେ ପ୍ରକୃତ ସତ୍ୟ କୁ ସବୁଦିନ ପାଇଁ ସମାଜରେ ପ୍ରତିଷ୍ଠା କରିଦେଲେ ।
@drbibudharanjan2960
@drbibudharanjan2960 8 күн бұрын
You are absolutely right
@upperprimaryodisha3797
@upperprimaryodisha3797 3 ай бұрын
ଜୟ ଗୁରୁ ଜୟ ଜଗନ୍ନାଥ ,ପ୍ରଣାମ ମହାଶୟ,ବହୁତ ଧନ୍ୟବାଦ,ଆପଣଂକ ଅନୁଭୁତି ଅତ୍ୟନ୍ତ ଆକର୍ଷଣୀୟ ,ଆପଣ ନିଶ୍ଚିତଭାବେ ଜଗନ୍ନାଥଂକ କୃପାପ୍ରାପ୍ତ ବ୍ୟକ୍ତିତ୍ୱ।
@abhiramsahoo5642
@abhiramsahoo5642 3 ай бұрын
ଖୁବ୍ ସୁନ୍ଦର ଅଲୌକିକ ସତ୍ଯ କାହାଣୀ ଶୁଣି ଆଧ୍ଯାତ୍ମିକ ଦିଗ ପ୍ରତି ଗଭୀର ଆସ୍ଥା ଓ ବିଶ୍ବାସ ହନ ଭିତରେ ସୃଷ୍ଟି ହେଉଛି ! ଏବେ ନାଥୁରାମ୍ ଗଡସେ ବା ଚେତନ୍ଯଙ୍କ ଉପରେ ଆଲୋଚନା ରଖିବାକୁ ଅନୁରୋଧ !
@chittaranjanmohapatra6786
@chittaranjanmohapatra6786 3 ай бұрын
ସତ୍ୟ ମେବ ଜୟତେ 🌹🌹ଡ଼କ୍ଟର ବିଭୂଧ ରଞ୍ଜନଙ୍କ ସତ୍ୟ ପ୍ରତି ପ୍ରତିବଦ୍ଧତା ପ୍ରଶଂସନୀୟ 🌹🙏🏿🌹
@BIBHUTIBHUSANMOHANTY-m3c
@BIBHUTIBHUSANMOHANTY-m3c 20 күн бұрын
Jay Jagannath.Bibudharanjan sir !your experience with Lord Jagannath is really thrilling.Namaste sir.
@arunakar9673
@arunakar9673 3 ай бұрын
ପ୍ରଣାମ ସାର୍ 🙏🏾 🙏🏾
@JalandharaJhodia
@JalandharaJhodia Ай бұрын
Bubu Sir Pranam 🙏🏿 Aapana Thhik Katha Aanand Lagu chhi Thank You Sir for You 🌹♥️👌🏿👍🏿😘🙌🏿.
@brainthought5795
@brainthought5795 3 ай бұрын
ଶ୍ରୀ ଚୈତନ୍ୟ ଙ୍କ ହତ୍ୟା ରହସ୍ୟ କଥା କହିବା ପାଇଁ ଅନୁରୋଧ
@MahendraKhuntia-qh3eg
@MahendraKhuntia-qh3eg 3 ай бұрын
I requiest
@shantiswarupapati8366
@shantiswarupapati8366 3 ай бұрын
I request, 😭😭
@sarojinisahoo2652
@sarojinisahoo2652 3 ай бұрын
Yes, I request
@subhrapradhan2987
@subhrapradhan2987 3 ай бұрын
Mora humble request
@pabitramohanta8964
@pabitramohanta8964 3 ай бұрын
I request
@JalandharaJhodia
@JalandharaJhodia Ай бұрын
Ram Naam Satya Hai Hari Naam Satya Hai Hari Bol 🙌🏿.
@narayanswami7253
@narayanswami7253 3 ай бұрын
ନାରାୟଣ! ବହୁତ୍ ବହୁତ୍ ଧନ୍ୟବାଦ ଆପଣଙ୍କୁ।ସତ୍ୟର ଜୟ ନିଶ୍ଚିତ। ମାତ୍ର ପଥୁକି ବହୁ କଷ୍ଟ ଓ ଯନ୍ତ୍ରଣା ପାଏ। ଶେଷରେ ଅନୁରୋଧ ଆପଣଙ୍କୁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହା ପ୍ରୟାଣର ସତ୍ୟ ପ୍ରକାଶ କରିବେ।
@narayansahoo1279
@narayansahoo1279 3 ай бұрын
Pranam Guruji ପ୍ରଭୁ ଜଗନ୍ନାଥଙ୍କ ମହିମା ଆପଣଙ୍କ ମୁହଁରୁ ଶୁଣିଲା ପରେ କେବଳ ଜଗନ୍ନାଥ ପ୍ରେମୀ ହିଁ ପ୍ରଭୂଙ୍କ ନିକଟତର ହେବାକୁ ପ୍ରୟାସ କରିବ । ଜଗନ୍ନାଥ ଏମିତି ଭକ୍ତଙ୍କ ଦୁଃଖ ଦୂର କରି ତାଙ୍କର ବିଜୟ ବାନା ଉଡାଉଥାନ୍ତୁ । ଜୟ ଜଗନ୍ନାଥ
@ramachandrapanipani7424
@ramachandrapanipani7424 3 ай бұрын
ଗଭୀର ପ୍ରେମ୍ ଓ ନିଃସର୍ତ୍ତ ସମର୍ପଣ ଭଗବାନଙ୍କୁ ପାଇବାର ଉଚିତ ମାର୍ଗ । ଶ୍ରୀଅରବିନ୍ଦଙ୍କ THE MOTHER ବା ମା ବହିଟି ପଢ଼ିଥିବେ ବୋଲି ଆଶା ।
@satyanayak4271
@satyanayak4271 3 ай бұрын
ସାର୍ ପ୍ରଣାମ🙏 ଆମ ଅନୁରୋଧ ରକ୍ଷା କରି ଆପଣ ଏତେଦିନ ଯାଏ ଏ କଥା କହି ଚାଲିଲେ ସେଥିପାଇଁ ଆପଣଙ୍କୁ ବିଶେଷ ଭାବେ ହୃଦୟରୁ ଜୁହାର ଆଉ ସାଧୁବାଦ ! ଏହା ପରେ ଆପଣ ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କ ହତ୍ୟା ବିଷୟରେ କହିବେ ଆଉ ତା ପରେ ନିଜ ଅନୁଭୂତି ଜଗନ୍ନାଥ ଙ୍କ ସହିତ କିପରି ସେ ବିଷୟରେ କହିବେ ! ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
@lalatendudas456
@lalatendudas456 3 ай бұрын
ଜଗନ୍ନାଥ ମହାପ୍ରଭୁଙ୍କର ଭକ୍ତଙ୍କର ଜୟ ଗାଥା, ଆପଣଙ୍କ ହୃଦୟର ପରାକାଷ୍ଠା। ମହlତ୍ମନ , ଖୁବ୍ ହୃଦୟ୍ପର୍ଶି କଥା କହିଲେ। ନୂଆ କଥାକୁ ଅପେକ୍ଷା।
@prasantadas3327
@prasantadas3327 2 ай бұрын
Sir, Namaskar. I have already watched all your 12 episodes regarding Michha Mahatma. I cried 3 times by listening your words. Really u r the real hero of our society. U are also a good writer, banker, social reformer, spiritual guru, motivator and many more. I got valuable information by watching ur videos. Namaskar
@damodarsahoo114
@damodarsahoo114 3 ай бұрын
ମହାପ୍ରଭୁଙ୍କ ଅପାର କରୁଣାରୁ ସବୁ କାମ ଠିକଣା ସମୟରେ ଓ ଠିକଣା ବାଟରେ ସମାପନ ହୁଏ।ଆପଣଙ୍କ ସ୍ପଷ୍ଟବାଦିତା ନିମିତ୍ତ ଅଜସ୍ର ଧନ୍ୟବାଦ ଆଜ୍ଞା।
@jayantakumardash4057
@jayantakumardash4057 3 ай бұрын
ଜୟ ଜଗନ୍ନାଥ 🙏🙏🙏
@sanjuktabhattamisra1363
@sanjuktabhattamisra1363 2 ай бұрын
Sata katha kahile sir suni bohuta bhala laguchhi.jay Jagannath 🙏
@kanchandash936
@kanchandash936 3 ай бұрын
Joy Jagannath🙏🙏🙏🙏🙏🙏🙏
@usharanisingh9399
@usharanisingh9399 Ай бұрын
ଆପଣ ଙ୍କୁ ହୃଦୟ ରୁ ପ୍ରଣାମ।
@NandakiswarMallick
@NandakiswarMallick 2 ай бұрын
ଜୟ ଶ୍ରୀ ଜଗନ୍ନାଥ ସତ୍ଯର ଜୟ ନ୍ଯାୟ ର ଜୟ କନ୍ଧମାଳ ରୁ ଧନ୍ଯବାଦ
@kamalaprasadkanungo5607
@kamalaprasadkanungo5607 3 ай бұрын
ବହୁତ୍ ବଢିଆ ଲାଗୁଥିଲା ଜୟ ଜଗନ୍ନାଥ
@sanjuktabiswal1569
@sanjuktabiswal1569 3 ай бұрын
ଜୟ ଜୟ ଜଗନ୍ନାଥ 🌿🌼❤️🙏🏽🛐 ତୁମ ଲୀଳା ତୁମକୁ ଜଣା ପ୍ରଭୁ 🙏🏽🛐 ଆପଣଙ୍କୁ କାଳୁ ହିଁ ଭରଷା ❤ଏଥିରେ ଅହଂକାର ବୋଲି କିଛି ନାହିଁ, ସାର୍ବଜନୀନ ଭାବର କଥା, ସର୍ବସାଧାରଣକୁ ଆସିଲେ ବହୁତ କିଛି ଶୁଣିବାକୁ ଆସେ, ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ 👍🏽👍🏽👍🏽👍🏽🌲🫁🫁🫁🌹👌🏽🌲💪🏽
@sipungarnayak8962
@sipungarnayak8962 3 ай бұрын
ଶେଷରେ ମୋ ଏତିକି କହିବି କି ଆପଣ ଙ୍କ କଥା ଶୁଣିକି ଆମ ଭିତରେ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତି ଜାଗୃତ ହେଉଅଛି ଅସ୍ଥା ପ୍ରକଟ ହେଉଛି.. ଆପଣ ଶ୍ରୀ ଜଗନ୍ନାଥ ଙ୍କ ଲୀଳା ପ୍ରସାର ପ୍ରଚାର କରୁଛନ୍ତି ସେଥିପାଇଁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ
@prakashchandrapattanayak4344
@prakashchandrapattanayak4344 3 ай бұрын
ଗୁରୁଜୀ ପ୍ରଣାମ, ଆପଣଙ୍କୁ ବିଶେଷ ଧନ୍ୟବାଦ ,ମନମୁଗ୍ଧକର ବିଷୟ ଶୁଣି ଖୁସି ଲାଗିଲା।ବର୍ଣ୍ଣନାଶୈଳୀ ଚମତ୍କାର। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ।
@not6d
@not6d 3 ай бұрын
ଜୟ ଜଗନ୍ନାଥ 🙏🙏🙏🙏 ବହୁତ ବହୁତ ଧନ୍ୟବାଦ 🙏🙏
@bhabadattamishra4475
@bhabadattamishra4475 3 ай бұрын
ଆପଣଙ୍କର ମତାମତ ଅନୁଭୂତି ଭିତିକ ତେଣୁ ସ୍ୱାଭିମାନ ତ ନିଶ୍ଚୟ ରହିବ କାରଣ ଅଗ୍ନି ଉପରେ ଚାଲିବା ଲୋକ ହିଁ କହିପାରିବ ଅନୁଭୂତି କେମିତି 🙏🌹
@aratipatanaik5565
@aratipatanaik5565 3 ай бұрын
We are so grateful to you sir.Sri Chaitanya nka bisayare kahibaku binamra anurodh.Pranam nebe
@ramachandrapanipani7424
@ramachandrapanipani7424 3 ай бұрын
ଜୟ ଜଗନ୍ନାଥ ! ଶେଷରେ ମୁକ୍ତି ଦେଲେ ।
@basudevswain-zz5bp
@basudevswain-zz5bp 3 ай бұрын
Satyara,Sadhanapaine,Bahut,Bahut,Dhanyabad
@Aditya.aditya.
@Aditya.aditya. 3 ай бұрын
Mangu gunia ଆପଣଙ୍କ ଭାଷାରେ ଅଶୋକ ସମ୍ରାଟ ,ଆଜ୍ଞା ମୁଁ ବଳଙ୍ଗା ଅଞ୍ଚଳ ବ୍ୟକ୍ତି ,ଏବେ ବି ବହୁତ ଲୋକ ସେଠାକୁ ଆସୁଛନ୍ତି
@prashantajena1149
@prashantajena1149 2 ай бұрын
ଏସବୁ ଅନୁଭୂତି ଓ ଉପଲବ୍ଧି ସମାଜରେ ପ୍ରକାଶ ହେବା ଉଚିତ,ଏହା ଦ୍ବାରା ଜଗନ୍ନାଥଙ୍କୁ ଭଲ ପାଇବାର ଗଭୀର ଚେତନା ଓ ଭଲ ପାଇବା ସୃଷ୍ଟି ହେବ। ଜୟ ଜଗନ୍ନାଥ 🙏🏼🙏🏼
@ranjeetadei7509
@ranjeetadei7509 3 ай бұрын
You r right sir.Nice experience . Having watch it so excited towards God
@satyajitmohanty7436
@satyajitmohanty7436 3 ай бұрын
ଯାହା ଇଚ୍ଛା କରିବେ ସେହି କାଳୁ କରିପାରିବେ। ସତ୍ୟ, ପ୍ରେମ ଏବଂ କରୁଣାର ଆଧାର ସେହି କାଳୁ।
@indukumar3004
@indukumar3004 Ай бұрын
ଜୟ ଜଗନ୍ନାଥ 👏👏👏
@monalishapattnaik602
@monalishapattnaik602 3 ай бұрын
Sir , you are a rare combination of righteous ness, boldness, and lover of Almighty. Waiting to hear from you about your experience with God.🙏🏻
@ramamanidevi1212
@ramamanidevi1212 3 ай бұрын
Thank you bibudhbabu,we are more impressed by your KZbin channel.
@purnachandraswain1744
@purnachandraswain1744 3 ай бұрын
U r 100% correct, i like u very much ଆପଣ ବହୁତ ଭଲ, ତାହା ର ତୁଳନା ନାହିଁ, କଳନା ନାହିଁ, ଏକାଦଶୀ ଉପବାସ ବିଷୟରେ କହିବେ, ଚୈତନ୍ୟ ଙ୍କ ବିଷୟରେ କହିବେ
@divyaranjanbarik3631
@divyaranjanbarik3631 3 ай бұрын
ସତରେ ଆପଣ ଙ୍କ ର ଏ ମିଛ ମହାତ୍ମା ର କେସ ର ଫାଇନାଲ judgement ବହୁତ୍ ବଡ଼ ସଫଳତା । ସବୁ ପ୍ରଭୁ ଜଗନ୍ନାଥ ଙ୍କ ଲୀଳା । E episode sunile ରୁମ tankuri ଉଠିଲା ଆଉ ଆପଣ ତ ନିଜେ ଏହାକୁ ଅନୁଭବ କରିଛନ୍ତି ଆପଣ ଙ୍କୁ କେମିତି ଲାଗୁ ନଥିବ। ସତରେ ଜାଗା ର ଅପାର କୃପା ର ଫଳ । ମଣିଷ ମାରିବା ବା ଶେଷ ଅବସ୍ଥା ରୁ ବି ବଞ୍ଚେଇ ଦିଏ ❤
@ashokkandi4646
@ashokkandi4646 2 ай бұрын
Yuge yuge satya ra jitapata hoi thae aji bhi pramanita hela,jai jaganath
@nirojnalinigantayat4884
@nirojnalinigantayat4884 3 ай бұрын
Jay Sri Jagannath🙏apananka episode ati dukhada o hrudayasparshi.hele be sabu khetra re Prabhu apananka saha achanti
@Sahildadaofficial
@Sahildadaofficial 3 ай бұрын
ଗୁରୁ ଦେବ ଆପଣଂକୁ କୋଟି କୋଟି ପ୍ରଣାମ 🙏🙏🙏 ଗୁରୁ ଦେବ ପ୍ରଭୁ ଜଗନ୍ନାଥ ଓ ଆପଣଂକ ଅନୁଭୁତି ର ପ୍ରସାଦ କୃପା କରି ବଣ୍ଟନ କରନ୍ତୁ ଜୟ ଜଗନ୍ନାଥ ଜୟ ଗୁରୁ ଦେବ 🙏🙏🙏 ❤❤❤❤❤❤❤❤❤❤❤
@alekhchandramalik740
@alekhchandramalik740 3 ай бұрын
Sir Jay Jagannath Swami 🙏🙏🙏🙏🙏🙏🙏🙏🙏🙏🙏🙏🌹🌹❤️
@mitadash1782
@mitadash1782 Ай бұрын
Satya alok. Luchi karchi jay jay .jagannath sir
@narunaru4374
@narunaru4374 3 ай бұрын
Yes guruji mu bahuta khusi
@sukantisamal7191
@sukantisamal7191 3 ай бұрын
,Jay Jaganath bahut val lagila
@BiranchiSutar-lk2ys
@BiranchiSutar-lk2ys 3 ай бұрын
Jay shree jaganath❤❤❤
@harapriyapanda7966
@harapriyapanda7966 3 ай бұрын
Bahut badhia laguchi
@sasmitadatta8819
@sasmitadatta8819 3 ай бұрын
ଧର୍ମର ଜୟ। ଜୟ ଜଗନ୍ନାଥ 🙏
@s.gcreation5285
@s.gcreation5285 3 ай бұрын
ପରଂବ୍ରହ୍ମ ଙ୍କ ଚରଣ ତଳେ ଅନନ୍ତକୋଟି ପ୍ରଣାମ,ଆପଣଙ୍କୁ ମଧ୍ୟ ହୃଦୟରୁ ପ୍ରଣାମ। ଦର୍ଶନ ଶାସ୍ତ୍ରର ଜୀବନ୍ତ ଅନୁଭୂତି ଭରା ଏହି ଅଧ୍ୟାୟ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି। ଆମପରି ସାଧାରଣ ଜୀବନ କାଟୁଥିବା କଳିଯୁଗ ମଣିଷ ସମାଜ ପଛରେ ଧାଉଁଛି ଯାହା ଫଳରେ ସମାଜ ଆଜି ବିଶୃଙ୍ଖଲିତ, କେତେଜଣ ଆପଣଙ୍କ ପରି ହେବେ!!! ଈଶ୍ୱରଙ୍କ ଇଛା ଆମକୁ ଏହି ଶିକ୍ଷା ଦେବାପାଇଁ ଆପଣ ମଣିଷ ଶରୀର ଧାରଣ କରିଛନ୍ତି। Atleast ଆମେ ତ କିଛି ଶିଖିବୁ..... ଭକ୍ତି, ବିଶ୍ୱାସ, ଭାବ , ସତ କହିବା ପାଇଁ ସାହସ, ଉଚିତ କର୍ମ କରିବା ଭଳି ଗୁଣ ଧାରଣ କରିବାପାଇଁ ଆହୁରି ଅନେକ ଅଧ୍ୟାୟ ସୃଷ୍ଟି କରନ୍ତୁ, କାଳୁ ଆପଣଙ୍କୁ ଦୀର୍ଘାୟୁ, ନିରୋଗ କରୁ ଏହି କଳ୍ପନା କରି ରହୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବ୍ରାହ୍ମଣ, ଶୁଦ୍ର, ଅସବର୍ଣ୍ଣଙ୍କ ଜାତି ପ୍ରଥା ଗୀତରେ କିପରି ବର୍ଣ୍ଣିତ ଏବଂ ଆଜି ହିନ୍ଦୁ ସମାଜର ତଥାକଥିତ ଧର୍ମ ଗୁରୁ ଏହା କୁ କିପରି ପରିଚାଳିତ କରୁଛନ୍ତି, ଏହିରେ ଆପଣଙ୍କ ମତାମତ ଜଣାଇବାକୁ ଅନୁରୋଧ। ପ୍ରଣାମ
@vedantgamer5220
@vedantgamer5220 3 ай бұрын
No no it is not a sign of arrogance. It is a sign of gratitude towards my kanha. Keep it up Mausa. ,🙏🙏 Anek Anek Dhanyabad for sharing your experience with Jagannath 🙏
@ChintamaniBiswal-kk5gw
@ChintamaniBiswal-kk5gw 3 ай бұрын
ଜୟ ଜଗନ୍ନାଥ ଆପଣଙ୍କ କଥା ଭଲ ଲାଗିଲା ଆଉ କିଛି କହିବେ
@manamohanbehera2850
@manamohanbehera2850 3 ай бұрын
150 were so called intellectuals, they're just like owls. You were truthful and that's why you own and above all Jagannath was there and His powerful hands were on your head.
@kshirodmoharana2702
@kshirodmoharana2702 3 ай бұрын
Sir pranam. I salute you Sir. Sabubale bahut loka nka tharu sunuchi gotia katha. Nijara jaha anubhav aau iswar jaha krupa kale kahaku kahibani. Emiti hale krupa bond heijiba. A katha bahut mahan loka mane hi kuhanti. Mote directly hi bahut jana kahichanti. First time aapana jane jeki a sabu kahiba darkar boli kahile. Ethi ego katha aasuni. Emiti faltu comment jia dauchanti pls avoid them sir. Aaji bahut khusi lagila ki daily aapana kichhi kahibe. Aapana kou v topic kuhantu but regular kuhantu Sir. Finally I have seen a person like you which I was searching since many days. Thank you. Pranam Sir
@babitapanda3406
@babitapanda3406 3 ай бұрын
ଜୟ ଶ୍ରୀ ଜଗନ୍ନାଥ 🙏 ବହୁତ ଧନ୍ୟବାଦ 🙏
@PrakashChandraJena-e4w
@PrakashChandraJena-e4w Күн бұрын
ବନ୍ଦିତା ମହାରଥା ନିଜେ ଅହଂକାରୀ ମୂର୍ଖା ନାରୀ। ଜଗନ୍ନାଥଙ୍କ ଭକ୍ତଙ୍କଠାରୁ ଆମେ ଯେଉଁ କଥାମୃତ ପାନ କରୁଛୁ ଜଣେ ମୂର୍ଖ ଲୋକ ବୁଝି ପାରିବେ ନାହିଁ।
@sulochanadash6566
@sulochanadash6566 3 ай бұрын
Bahut bahut bhala lgila apananku ases dhanyabad namaste jay jagannath mahaprabhu🙏🏻
@sasmitamaharathi5757
@sasmitamaharathi5757 3 ай бұрын
Jay shree jagannath 🙏🙏
@manasranjanbehera8425
@manasranjanbehera8425 2 ай бұрын
Salute to your knowledge and wisdom Sir
@paramanandamahanta138
@paramanandamahanta138 3 ай бұрын
ଜୟ ଜଗନ୍ନାଥ ବହୁତ ଭଲ ଲାଗିଲା
@ramamishra8476
@ramamishra8476 3 ай бұрын
ManyMany.thanksBhai🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉
@rashmikrishna1701
@rashmikrishna1701 3 ай бұрын
God is greatest.... Jay Jagannath
@susantamahananda9667
@susantamahananda9667 3 ай бұрын
ସାର ପ୍ରଣାମ ମିଛ ମହାତ୍ମାର ସମସ୍ତ ଆଲୋଚନା ଭାଗ ଦେଖିଲି ଶୁଣିଲି l ବହି ମଧ୍ୟ କିଣି ପଢୁଛି l ଖୁବ ଭଲ ଲାଗୁଛି l ପରବର୍ତୀ ଆଲୋଚନା ଚୈତନ୍ୟ ମୃତ୍ୟୁ ବିଷୟରେ ହେଲେ..... ଭଲ ହୁଅନ୍ତା.....
@laxmidharnayak4191
@laxmidharnayak4191 3 ай бұрын
ମିଛ ମହାତ୍ମା ପାଇଁ ଆପଣ ବହୁ ମାନସିକ ଅଶାନ୍ତି ପାଇଛନ୍ତି। ତଥାପି ଆପଣ ନିଜ ନିର୍ଣ୍ଣୟ ରେ ଦୃଢ଼ ନିଶ୍ଚିତ ଅଛନ୍ତି। ଆଇନର ମେରି ରାୟ ହାର ମାନିଛନ୍ତି। ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଓ ଅଭିନନ୍ଦନ। ଆଗକୁ ବଢି ଚାଲନ୍ତୁ ଜଗନ୍ନାଥ ସବୁବେଳେ ସାଥୀ ରେ ଅଛନ୍ତି। ମିଛ ମହାତ୍ମା କଟକର କେଉଁ ବୁକ୍ ଷ୍ଟୋର ରେ ମିଳେ କହିବେ।
@drbibudharanjan2960
@drbibudharanjan2960 3 ай бұрын
Contact 9853431018
@gaganbiharibaral7723
@gaganbiharibaral7723 3 ай бұрын
You are an original thinker, Bhai.
@hiraklatadash2550
@hiraklatadash2550 3 ай бұрын
Khub chamatkar
@vedantgamer5220
@vedantgamer5220 3 ай бұрын
Bah bah Mo Prabhu nka Lila
@rudranarayanjena4972
@rudranarayanjena4972 Күн бұрын
ସାର, ଆପଣ ଅନନ୍ୟ, ଆପଣଙ୍କ ଅନୁଭୁତି, ଧୈର୍ଯ୍ୟ, ସାହସ ଓ ବ୍ୟକ୍ତିତ୍ୱ ଅନନ୍ୟ। କିନ୍ତୁ ଏହି ସମାଜ ଉପରେ ଟିପ୍ପଣୀ ର ଶବ୍ଦ କଠିନ ଓ ସୁବିଧାବାଦୀ ମାନଙ୍କ ପକ୍ଷେ ଅସହ୍ୟ ହୋଇ ପଡିଛି। ଯାହାହେଉ ଚୈତନ୍ୟ ଓ ତାଜମହଲ ଉପରେ ଭିଡ଼ିଓ ନିଶ୍ଚୟ କରିବେ। ଜୟ ଶ୍ରୀ ଜଗନ୍ନାଥ, ଜୟ ହୋ।
@manamohanbehera2850
@manamohanbehera2850 3 ай бұрын
Chaitanya mahaprabhu lila
@thinkersclubodisha
@thinkersclubodisha 3 ай бұрын
Tremendous fact,historical order.. - Barada Das
@PramodKumarNayak-i8d
@PramodKumarNayak-i8d 3 ай бұрын
ଗୁରୁଜୀ ନମସ୍କାର। ଆପଣଙ୍କ ଠାରେ ଈଶ୍ବରୀୟ ସତ୍ତା ଅଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ହିଁ ଏହାର ନିଦର୍ଶନ। ଜୟ ଶ୍ରୀଜଗନ୍ନାଥ।
@sailabalasatpathy5285
@sailabalasatpathy5285 3 ай бұрын
Pranam, Those who are telling that u r proud for feeling Lord Jagannath with u , they r fully wrong. I have also felt got many such miraculous events of Shree Jagannath. The more obe shares more peopke get attached to Him more n more, so that social crimes will b minimised,n running to Astroligers etc will b eliminated by strong faith n complete selfless surrender to Him.
@sagarnandinisamantaray4829
@sagarnandinisamantaray4829 Ай бұрын
Satya meba jayate
@parbatidash7451
@parbatidash7451 3 ай бұрын
Jay Jagannath.Apana sabubele eimiti kahi chalantu Sir.
@BikashChandraSahoo-w7p
@BikashChandraSahoo-w7p 3 ай бұрын
ଜୟ ଜଗନ୍ନାଥ
@sudarsanprusti
@sudarsanprusti 3 ай бұрын
Jai Jagannath
@urbashreenayak8217
@urbashreenayak8217 3 ай бұрын
Rightjayjaganntha
@UmaraniKhuntia-fe9yx
@UmaraniKhuntia-fe9yx 3 ай бұрын
Jay Jagannath Swami nayan patha gami bhaba tume pravu 🙏🙏🙏
@rabinarayan4123
@rabinarayan4123 3 ай бұрын
Jay shree jagannath
@GeetaSwain-fv7vl
@GeetaSwain-fv7vl 3 ай бұрын
Bahut bhala lagila
@SuperSn1964
@SuperSn1964 3 ай бұрын
Jay Jagannatha
@arunbiswal96
@arunbiswal96 3 ай бұрын
Truth always strives, struggles and triumphs in the long run.You are the luminous example I salute thousand times.Such an inexhaustible spirit is the rarest of the rare.God bless you...
@susamapradhan3339
@susamapradhan3339 3 ай бұрын
ମୁଁ ଜଣେ ସାଧାରଣ ଗୃହିଣୀ , ପ୍ରାୟ ୧୦/୧୨ ତଳେ ଏକ ବହି ପଢ଼ି ଥିଲି ' ମୁଁ ନାଥୁରମ କହୁଛି ' ସେଇଦିନରୁ ଗାନ୍ଧୀ ଙ୍କ ପ୍ରତି ଥିବା ପିଲାବେଳର ଭାବ ମୂର୍ତ୍ତି ସମ୍ପୂର୍ଣ ରୂପେ ବଦଳି ଯାଇଥିଲା ,ଆପଣ ଙ୍କର ମିଛ ମହାତ୍ମା ବହି ପଢିନି କିନ୍ତୁ ଆପଣଙ୍କୁ ମୋର ଅଶେଷ ଅଶେଷ ଧନ୍ୟଵାଦ ଓ ନମସ୍କାର 🙏🙏
@muktikantamohapatra2899
@muktikantamohapatra2899 3 ай бұрын
Simply great !!! ସତ୍ୟ ହିଁ ପ୍ରତିଷ୍ଠିତ ହୁଏ ,, ଏହା ଚିରନ୍ତନ। ଜଗନ୍ନାଥଙ୍କ ପାଖରେ ଅହଂକାର ବି ଆଶିଷ ।
@Sitaraninayak-y4t
@Sitaraninayak-y4t 5 күн бұрын
Jayjagannath
@ppinkydas4326
@ppinkydas4326 3 ай бұрын
Jay Jagannath🙏
@shantiswarupapati8366
@shantiswarupapati8366 3 ай бұрын
Finally,39:07 minute re Sara khusi mate b miligala,Karan judge nka prati Mora samman badhigala,I salute that day,of high court judges, 🙏🙏🙏🙏 mo Kalia kebe sata patha re thiba loka nku khala re pakantini,dukha deiki parikshya karanti,au pakhare sabu bele thanti,😭😭😭😭😭
@Subhrapuspa
@Subhrapuspa 3 ай бұрын
ଜୟ ଜଗନ୍ନାଥ ଗୁରୁଜୀ 🙏🙏🙏
@shantiswarupapati8366
@shantiswarupapati8366 3 ай бұрын
Hey,bhagaban 😭😭😭😭😭😭 kete sankata ru udhhara karilu,re mo Kalia,😭😭😭to ra jay heu
@AmritarashmiNath
@AmritarashmiNath 3 ай бұрын
Bahut bhabare Hrudaya ku chhuinla Apana nka sesa dui pada, mote emiti Feel heuchi jemiti mu mo mahaprabhu nka nikataku Bahut tani hei jauchi, mo vitara biswas , Prema , vakti mo prana priya Prabhu mo pita shree jagannath mahaprabhu nka prati bahut badhi badhi jauchi , pranam mo mahaprabhu nku🙏🙏🙏🙏pranam Apananku 🙏
@ChittaranjanMohapatra-ls4mx
@ChittaranjanMohapatra-ls4mx 8 күн бұрын
Sir, Namaskar. Really, you are an extraordinary person. Heartly you are fully purified.
@drbibudharanjan2960
@drbibudharanjan2960 8 күн бұрын
So nice of you
@sarojpati4636
@sarojpati4636 3 ай бұрын
ସାର୍, ଜୟ ଜଗନ୍ନାଥ। ଆପଣଙ୍କ ସମ୍ରୁଦ୍ଧ ପ୍ରାରବ୍ଧ ଏବଂ ଜଗତର ନାଥଙ୍କ କରୁଣା ବଳରେ ଆପଣ ସିନା ଏହି ସମସ୍ତ ବର୍ଣ୍ଣିତ ନାକାରାତ୍ମକ ପରିବେଶରୁ ବର୍ତ୍ତିଗଲେ ମାତ୍ର ଏପରି ସମସ୍ତଙ୍କ ଜୀବନରେ ଘଟେ ନାହିଁ। ଆପଣଙ୍କ ଜୀବନ ଏକ ଅନନ୍ଯ ଅନୁଭବାତ୍ମକ ଏବଂ ଅଲୌକିକ ଜୀବନ୍ତ କାହାଣି ଯାହା କେବଳ ଅନୁଭବୀ ହିଁ ଅନୁଭବ କରିପାରେ। ଜଗନ୍ନାଥ ଆପଣଙ୍କର ସର୍ବ ମଂଗଳ କରିବା ହୁଅନ୍ତୁ ଏହାହିଁ ପ୍ରାର୍ଥନା। 🙏 50:15
@ashokkandi4646
@ashokkandi4646 2 ай бұрын
Jai jagannath
@tareswartripathy4141
@tareswartripathy4141 3 ай бұрын
Sir Namaskar. The experience of your life is most sweet and biter and praise worthy for all of us. I have heard your mithological experience earlier. Thank you Sir.
@drbibudharanjan2960
@drbibudharanjan2960 3 ай бұрын
Many many thanks
@KalpanaPanda-i1m
@KalpanaPanda-i1m 3 ай бұрын
Sir🙏🏻, ସତ୍ୟ ଓ ଧର୍ମ ପଥରେ ଚାଲୁଥିବା ମଣିଷ କୁ ତା ବିଭିନ୍ନ ପ୍ରକାର କଷ୍ଟ ସହିବାକୁ ପଡିଥାଏ, କିନ୍ତୁ ଶେଷରେ ସତ୍ୟର ଜୟ ହୁଏ, ଜୟ ଜଗନ୍ନାଥ 👏👏👏👏
SLIDE #shortssprintbrasil
0:31
Natan por Aí
Рет қаралды 49 МЛН
Every team from the Bracket Buster! Who ya got? 😏
0:53
FailArmy Shorts
Рет қаралды 13 МЛН
ମୁଁ ଓ ମୋ କାଳୁର ଲୀଳା (195)Dr Bibudharanjan
29:32
Padmashri Purnamasi Jani Tadisaru Bai Bhajan 62
8:18
TADISARU MISSION
Рет қаралды 488
Mysteries of the Human God, Life after death|Podcast with Dr. Bibudha Ranjan Part-02
1:10:00