ଏମିତି ହେଲେ ଓଡିଶା ରେ ହିନ୍ଦୁ ରହିବ କଷ୍ଟ ହୋଇଯିବ sanatani odia movie sambeet acharya

  Рет қаралды 62,832

Odisha Prabhab

Odisha Prabhab

Күн бұрын

Пікірлер: 1 200
@mrsaroj4u429
@mrsaroj4u429 7 күн бұрын
Sc st ଯେତେ ବେଳେ ଧର୍ମ ପାଇଁ ଲଢନ୍ତି ସେତେ ବେଳେ ସେ ହିନ୍ଦୁ ହେଇ ଯାଆନ୍ତି ଆଉ ଯେତେ ନିଜ ହକ୍ ପାଇଁ ଲଢନ୍ତି ସେତେ ବେଳେ ଦଲିତ୍ ଛୋଟ ଜାତି 😢😢
@thomashpradhan7691
@thomashpradhan7691 Күн бұрын
Right
@AllhaSuarwala
@AllhaSuarwala 23 сағат бұрын
ଆମେ st ଦଳିତ ନୁହେଁ ।
@mr.pradeepofficial5816
@mr.pradeepofficial5816 9 күн бұрын
ଆମେ christian ଆମେ କେବେ ସମ୍ବିଧାନ ବିରୁଦ୍ଧରେ ଯିବୁନୁ କିମ୍ବା କଉ ଧର୍ମ ର ଲୋକଙ୍କୁ ବିରୁଦ୍ଧରେ ଉଠିବୁନୁ ଆମେ ଆମ କର୍ମ ଓ ବିଶ୍ୱାସ ରେ ବେଶ ଖୁଶ. ତମେ ଆମ ଉପରେ କେତେ ଅତ୍ୟାଚାର କରୁଛ ତଥାପି ଆମେ କାହାକୁ ଘୃଣା ଚକ୍ଷୁରେ ଦେଖୁ ନୁ. Christian ମାନଙ୍କ ଠାରୁ ଟିକେ ଶିଖ ଆଜ୍ଞା 🙏🙏🙏🙏
@AdiAro-official
@AdiAro-official 9 күн бұрын
Thik kohicho bhai👍
@Amashmandal-j7w
@Amashmandal-j7w 9 күн бұрын
👏👏👍👌🙏
@rajendramuduli6009
@rajendramuduli6009 9 күн бұрын
ତମକୁ କିଏ ଅତ୍ୟାଚାର କରୁଛି??
@AlokBiro
@AlokBiro 9 күн бұрын
Hindu mane
@aratipramila6110
@aratipramila6110 9 күн бұрын
@@rajendramuduli6009kondho malo district re kon hei thila kichhi idea ouchhi koraput district ?…. Church bhangile kete loko ku jibon re mari dele Jhio manonku naked rasta re bulei jionta jali dei chhonti …. Video ouchhi dekho tike .. Aita ki hindu manonko Sikhya ? Sanatani ? Kou gote bhodkei bhasono dei dele bajrang dolo church bhangi mariba pai ready. Nijoro Gods manoro choritro prothome podho pore mano .
@SukantaMajhi-h3o
@SukantaMajhi-h3o 10 күн бұрын
Joy Masihi ki.... Joy.
@GamangoAmisen
@GamangoAmisen 8 күн бұрын
ଆମେ ଶାନ୍ତି ରାଜ୍ୟ ପାଇଁ ପ୍ରସ୍ତୁତି କରୁଛୁ, ଯେପରି ଜଣେ ସୁଦ୍ଧା ନରକକୁ ନ ଯାହାନ୍ତି
@agadhusarbhang7457
@agadhusarbhang7457 7 күн бұрын
Jesus is living God
@rajendramuduli6009
@rajendramuduli6009 7 күн бұрын
@@GamangoAmisen ଓଡିଶା ଜଗନ୍ନାଥ ସଂସ୍କୃତି ରାଜ୍ୟରେ ତମର cross ଵାଲାଙ୍କ କି କାମ?
@HiralalBardhan-g1i
@HiralalBardhan-g1i 7 күн бұрын
Jaganatha mandira kebe tiari hoe thila
@RamakantaBhuyan-s4k
@RamakantaBhuyan-s4k 7 күн бұрын
​@@rajendramuduli6009 ମିଛ କଥା
@RamakantaBhuyan-s4k
@RamakantaBhuyan-s4k 6 күн бұрын
@@rajendramuduli6009 କିଏ କହିଲା ଓଡ଼ିଶା ତମର ସଂସ୍କୃତି , ଓଡ଼ିଶାରେ ଯେତେ ଲୋକ ବସବାସ କରୁଛନ୍ତି ସେତିକି ଲୋକଙ୍କର ସଂସ୍କୃତି ।
@Daniellimma88
@Daniellimma88 8 күн бұрын
ବାଇବଲ ପରିବର୍ତ୍ତନ ହଉନି ବାଇବେଲ ପଡିବାଲୋକ ଲୋକ ପରିବର୍ତନ ହୁଅନ୍ତି ❤❤❤
@BhimaGond-l7o
@BhimaGond-l7o 7 күн бұрын
Yes
@jabuljabul9309
@jabuljabul9309 8 күн бұрын
ଆରେ ହିନ୍ଦୁ ମାନେ ବି ଟଙ୍କା ଦେଇ ପ୍ରଚାର କରିପାରିବେ ନାହିଁ କି ଟଙ୍କା ଲୋଭରେ ଅଣ୍ଡା ମାଂସ ଖାଇ ବକ ବକ କରିଲେ ଏବକି ଲାଜର କଥା
@Philosopher11319
@Philosopher11319 5 күн бұрын
ମୋଗଲ ମାନେ ବର୍ଷ ବର୍ଷ ଶାସନ କଲେ ପେଲିଲେ ଠେଲିଲେ ଟନାଟନି ସନାତନୀ ଓ ହିନ୍ଦୁ ସବୁ କଣ କରୁଥିଲେ ୩% ହିନ୍ଦୁ ଛଳକଳ କରି ଲୋକଙ୍କୁ ଧର୍ମ ଧର୍ମ କରୁଛନ୍ତି କଣ ଏ ସନାତନୀ ଭାରତରେ ଉଦଭାବନ କରିଛନ୍ତି ସବୁତ ବିଦେଶୀ ଜିନିଷ ଏମାନେ କେବଳ ଉପନିଷେଦ ବେଦ ଓ ବେଧ ନାରେ ବିଭେଦ ସୃଷ୍ଟି କରି ଏ ଧର୍ମରେ ୬୦୦୦ ହାଜର ରୁ ଉର୍ଦ୍ଧ ଜାତି ଶୋଷଣ ଓ ଅତ୍ୟାଚାର କରି ଲୋକଙ୍କୁ ଶୋଷି ଆସିଛନ୍ତି ଏ ଧର୍ମଟି ନିଶ୍ଚିନ ହୋଇଯିବ କାରଣ ଏ ଦେବତା ମାନେ ବି ଭୀରୁ କାପୁରୁଷ କାରଣ ଭାରତକୁ ବିଦେଶୀ ଲୁଟିଲା ବେଳେ ଏମାନେ କଣ ନାଇରେ ତେଲ ଦେଇ ଶୋଉଥିଲେ ଏଠି ଏତେ ବଡ ଧନ ଦେବି ଅଛନ୍ତି US ଓ UK ର ମୁଦ୍ରା ତୁଳନାରେ ଏ ଦେଶ ମୁଦ୍ରା କମ ଦାମ କେମିତି ହାସ୍ୟାସ୍ପଦ ଧର୍ମ ନା ରେ ମାନବ କୁ ଭାଗ ଭାଗ କରିଥିବା ଧର୍ମ ଓ ବିଚାର ସବୁ ବିଚରା ଅଟେ।
@aaz7362
@aaz7362 3 күн бұрын
Only humanity..No religion heba darkar.
@lipun1531
@lipun1531 2 күн бұрын
​​@@aaz7362humanity Tama pakhare rakha Buddist manankar afganistan re kn hele janicha muslim akramana time re... Sastra na uthai ahinsa gyana deuthile 80% ru 0% rahigale
@AstoniGamanga
@AstoniGamanga 9 күн бұрын
Praise the lord hallelujah. ଫିଲ୍ମ କରିଥିଲେ କର ଭାଈ କିନ୍ତୁ ଖ୍ରୀଷ୍ଟିଆନ ମାନେ ପଇସା ଦେଇକି ଧର୍ମ ପରିବର୍ତନ କରୁନାହାନ୍ତି । କେବଳ ମନ ପରିବର୍ତ୍ତନ କରନ୍ତି କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ପରିତ୍ରାଣ ଦିଅନ୍ତି ଆମେନ
@santoshbisoi8766
@santoshbisoi8766 9 күн бұрын
ସମ୍ପୂମ ଭୁଲୁ
@santoshbisoi8766
@santoshbisoi8766 9 күн бұрын
ତୁମେ କଣ ଖିତ୍ସନ୍ ❤❤
@SonuKumara-d7i
@SonuKumara-d7i 8 күн бұрын
Yes right
@indrajeet-s4z
@indrajeet-s4z 7 күн бұрын
Tomo prabhu tomo pakhore rokho Ho
@rajendrakhara819
@rajendrakhara819 7 күн бұрын
Amen
@prakashdang9705
@prakashdang9705 9 күн бұрын
Praise the lord
@RamakantaBhuyan-s4k
@RamakantaBhuyan-s4k 6 күн бұрын
ଯିଏ ଏହି ଭିଡ଼ିଓ ରିଲିଜ୍ କରୁଛି ତାଙ୍କ ପାଇଁ ଆମେ ପ୍ରାର୍ଥନା କରିବା 🙏 ପ୍ରଭୁ ତାଙ୍କୁ କ୍ଷମା କରନ୍ତୁ ଆମେନ୍ 🙏
@bikramnayak1900
@bikramnayak1900 6 күн бұрын
Drama😂😂
@agriculturenaturevillager7531
@agriculturenaturevillager7531 5 күн бұрын
@@RamakantaBhuyan-s4k to maipa bia
@RamakantaBhuyan-s4k
@RamakantaBhuyan-s4k 5 күн бұрын
@@agriculturenaturevillager7531 Abhadra kukura 🐈
@jingumingufunnytv6363
@jingumingufunnytv6363 5 күн бұрын
​@@agriculturenaturevillager7531kebe bujibare
@RamakantaBhuyan-s4k
@RamakantaBhuyan-s4k 5 күн бұрын
@@agriculturenaturevillager7531 Abhadra kukura 🐈
@ajitKumar-ch5pv
@ajitKumar-ch5pv 6 күн бұрын
ଯଦି christian ମାନେ ହିନ୍ଦୁ ଲୋକଙ୍କୁ ପଇସା ଦେଇ convert କରୁଛନ୍ତି ତ ତମେ ହିନ୍ଦୁ ମାନଙ୍କ ପାଖରେ ପଇସା ନାଇକି । କାହିଁକି ଜଣଙ୍କୁବି ପଇସା ଦେଇ ହିନ୍ଦୁ କରିପାରୁନ। ମୁଁ କହିବି ଯୀଶୁ ଖ୍ରୀଷ୍ଟ ଶତ୍ୟ ଅଟନ୍ତି ତାହାଙ୍କୁ ଯିଏ ପାଇବ (ଧନ ନାହିଁ ତା'ର ମନ ଥିଲେ ଯୀଶୁଙ୍କୁ ପାଇବ) praise the lord 🙏 my god is real and true 🙏🙏🙏❤❤❤ Jesus is the king of king 👑👑✅
@amarpradhan1995
@amarpradhan1995 6 күн бұрын
Paisa dei Dharma kariba Tame lekhithiba tu jaha kahichhu same Movie realised hoichhi…. Ama dharma kn Padha janiba…. Actually kn. Gote tila Mundare mariki World champion heuchhi… Bhabena Hindu samanya boli.
@ajitKumar-ch5pv
@ajitKumar-ch5pv 6 күн бұрын
ଯେତେ ବିବାଦ କଲେବି ସାରା ଜଗତରେ ଯୀଶୁଙ୍କ ରାଜ୍ୟ ଆସିବ ❤ praise the lord 🙏 amen 🙏
@biswajitaswain420
@biswajitaswain420 6 күн бұрын
​@ajitKumar-ch5pv ଯୀଶୁ ର ବୋଉ ବୀଆ ରେ ଘିଅ
@bharatmeher7156
@bharatmeher7156 6 күн бұрын
​@@ajitKumar-ch5pv Sabka baap, Kishan Lal hi niklenge 🚩🚩🚩
@santoshkumarkuldeep7063
@santoshkumarkuldeep7063 6 күн бұрын
Praise the Lord ❤
@Naturalviewsagain
@Naturalviewsagain 6 күн бұрын
ଭାଇ କୌଣସି ଖ୍ରୀଷ୍ଟିଆନ ଭାଇ ଭଉଣୀଙ୍କର ପଇସା ବଳକା ହଉନି ଯେ ସେମାନେ ଧର୍ମ ପାଇଁ ଅନ୍ୟ ମାନଙ୍କୁ ପଇସା ଦେବେ । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଯଦି ମୋର ଇଚ୍ଛା ନାହିଁ ମୁଁ କାହିଁକି ଅନ୍ୟ ଧର୍ମ ଗ୍ରହଣ କରିବି ଯଦି ମୋ ପାଇଁ ଖ୍ରୀଷ୍ଟିଆନ ଧର୍ମ ଭଲ ଲାଗୁଚି ଗ୍ରହଣ କରିବି ଆଉ ହିନ୍ଦୁ ଧର୍ମରେ ରହିବାକୁ ଭଲ ଲାଗୁଚି ରହିବି ଏଥିରେ controversy କଣ ପାଇଁ
@youtubestar.aditya
@youtubestar.aditya 10 күн бұрын
ଧର୍ମ ପରିବର୍ତନ କରିବାକୁ ଆସିନାହାନ୍ତି ମନ ପରିବର୍ତନ କରିବାକୁ ଆସିଛନ୍ତି
@Amashmandal-j7w
@Amashmandal-j7w 9 күн бұрын
👏👍👍👌🙏
@Rupay_Marndi999
@Rupay_Marndi999 9 күн бұрын
Mana jodi Paribartana houchi. Christian hela Pare. Hindu Puja Kariba pai kn pai mana karucho😂
@Amashmandal-j7w
@Amashmandal-j7w 9 күн бұрын
@Rupay_Marndi999 Christian hela pare ame kahiki mana karibu nije janibe je prakruta ispara kie jani paribe⛪
@Rupay_Marndi999
@Rupay_Marndi999 9 күн бұрын
@@Amashmandal-j7w to nijo maa ku bhuli jai anya maa ku maa dakucho.
@Amashmandal-j7w
@Amashmandal-j7w 9 күн бұрын
@@Rupay_Marndi999 prakruta ispara Jadi janibo ando bispaso chalibo
@tulukandi6180
@tulukandi6180 9 күн бұрын
ସାଉଥ ରେ ବି ବହୁତ୍ ଲୋକ କ୍ରିସ୍ଟିଆନ୍ ଧର୍ମ ନେଇ ଯାଉଛନ୍ତି
@SanjuBaba2016
@SanjuBaba2016 8 күн бұрын
That's good
@SanjaySha-hm1tb
@SanjaySha-hm1tb 7 күн бұрын
Paisa neiki heuchhanti
@ashalatapradhan7329
@ashalatapradhan7329 3 күн бұрын
bhala heichi
@SudhakarTurukOfficial
@SudhakarTurukOfficial 7 күн бұрын
ଆମେ ସବୁ ଖ୍ରୀଷ୍ଟିଆନ କିଏ, ଆମ ଇଚ୍ଛା ରେ ହିଁ ହେଇଛୁ । ଆମ ପୂର୍ବ ପୁଋଷରୁ ଖ୍ରୀଷ୍ଟିଆନ୍ ହୋଇ ଆସିଛୁ ଆମକୁ ଏମିତି ଫିଲ୍ମ୍ ଦେଖେଇ କେବେ ଆଉ ହିନ୍ଦୁ ଧର୍ମ କୁ ନେଇ ପାରିବନି ଓକେ ।
@alivetour-t6j
@alivetour-t6j 4 күн бұрын
ବଢ଼ିଆ (Indipendent)
@Sanjit464
@Sanjit464 3 күн бұрын
Christian toh India ro dharma nhi jaunu se American re
@शुभंबेबर्तापटृनायक
@शुभंबेबर्तापटृनायक 2 күн бұрын
😂 han muthae chaula bhika pain nija dharma bikithiba loka bi amara darkar nai.... To bapa dada purva purusha paisa pain nija ghara lokanku ki bi bikithibe 😂
@deepakkumarnayak6343
@deepakkumarnayak6343 2 күн бұрын
Tume sabu gote gote Ghusbeti....ho....Tumaku au jisu ku ee bharataru Bahar heba darkar...
@Biblestories189
@Biblestories189 2 күн бұрын
@@Sanjit464 Hindu bi ta India ra dharma nuha Sethi pain secular country kuhajae, kahiki na samaste tanka ichaa anusare kounasi dharma grahana kari paribe. Hindu sabdara artha hi nahi ta Hindu loka kuadu asile history re search kora janiba . Sethi pain Hindu loka mar pit sabubale Kari thanti eta sata.
@babulusingh4869
@babulusingh4869 9 күн бұрын
Jesus is king 👑
@SadanMajhi-g9h
@SadanMajhi-g9h 8 күн бұрын
Right sir
@Dknmusicevents
@Dknmusicevents 8 күн бұрын
😂😂😂
@SanjaySha-hm1tb
@SanjaySha-hm1tb 7 күн бұрын
ଆମେ ଆଉ କଣ କହୁଛୁ କି ତମ ଘରେ କିଙ୍ଗ ହେଉ
@bikramnayak1900
@bikramnayak1900 6 күн бұрын
Lol
@KrushnaJani-y8m
@KrushnaJani-y8m 5 күн бұрын
🐒
@mr_jaga_dada_5537
@mr_jaga_dada_5537 6 күн бұрын
ଖ୍ରୀଷ୍ଟିଆନ ଲୋକଙ୍କୁ ଯେତେ ହଇରାଣ କରିବ ସେତେ ବଢ଼ିବେ କାରଣ। ଯୀଶୁ ଜୀବିତ।
@PrabirkumarPanda-v8x
@PrabirkumarPanda-v8x 6 күн бұрын
😅😅😅
@amarpradhan1995
@amarpradhan1995 6 күн бұрын
Jay Sri Ram🙏
@RamakantaBhuyan-s4k
@RamakantaBhuyan-s4k 6 күн бұрын
@@amarpradhan1995 Jay Yeshu mashi ki jay 🙋
@biswajitaswain420
@biswajitaswain420 6 күн бұрын
ବୋଉ ଵିଆ ଯୀଶୁ ର
@Sambhumaharona
@Sambhumaharona 6 күн бұрын
😂😂😂😂😂
@jakabkumar8053
@jakabkumar8053 8 күн бұрын
I love jesus ❤
@PadminiSabar-c7c
@PadminiSabar-c7c 7 күн бұрын
Praise the Lord Amen
@GodWithUs_Official
@GodWithUs_Official 7 күн бұрын
Amen
@shakakumar3202
@shakakumar3202 8 күн бұрын
ଯେଉଁ ଠାରେ ସତ୍ୟତା ଥାଏ ସେଠାରେ ଲୋକମାନେ ଯାଆନ୍ତି ।ତମେ ମାନେ ଭି ତ ଶିକ୍ଷିତ ଲୋକ ତ ତମେ ଭି ନିଜ ଧର୍ମ କୁ ଅନିକି ଦେଖାଅ କାହିଁକି ତମ ଧର୍ମକୁ ପ୍ରଚାର କରୁନ ତମକୁ କଣ ସମ୍ବିଧାନ ଅଧିକାର ଦେଇନି କି ।ମୂର୍ଖ ଦଳ ମାନେ
@suleman-21
@suleman-21 8 күн бұрын
@sipaibanara5657
@sipaibanara5657 7 күн бұрын
@amarpradhan1995
@amarpradhan1995 6 күн бұрын
Tamebi Hindu dharma re thila abe Khristian hoichha … So Satya Kota Science bi janeidelani Jay Sri Ram kia thile …..
@RamakantaBhuyan-s4k
@RamakantaBhuyan-s4k 6 күн бұрын
ହଁ ଆମେ ହିନ୍ଦୁ ଧର୍ମରେ ଥିଲୁ ସତ କିନ୍ତୁ ହିନ୍ଦୁ ଧର୍ମରେ ସତ୍ୟତା ନାହିଁ । ଏଥିପାଇଁ ଆମେ ସତ୍ୟକୁ ଅନୁସନ୍ଧାନ କରି ପ୍ରଭୂ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ପାଇଲୁ ।
@RamakantaBhuyan-s4k
@RamakantaBhuyan-s4k 6 күн бұрын
@@shakakumar3202 Right
@AmanKumar-n9d7o
@AmanKumar-n9d7o 7 күн бұрын
କେହିବି ତମ ଫିଲ୍ମ ଦେଖିବାକୁ ଯିବେନି ତମ ଧର୍ମ ନାମରେ ଫିଲ୍ମ ତିଆରି କରିଚ ଆଜିକାଲି ସମସ୍ତେ ଶିକ୍ଷିତ ଅଛନ୍ତି! ଓଡ଼ିଶାରେ ବକା ମାନେ କମ୍ ଅଛନ୍ତି,
@DularamSingh-vc4zk
@DularamSingh-vc4zk 7 күн бұрын
ହିନ୍ଦୁ ଧର୍ମ ଏହି ପୃଥିବୀରୁ ସଂପୂର୍ଣ୍ଣ ଲୋପ ପାଇଯିବ, ଦେଖିବ ଭାଇ ! ସମୟ ହିଁ କହିବ ।
@comedyhungama096
@comedyhungama096 7 күн бұрын
ସବୁ ଧର୍ମ ଲୋପ ହେବ, କେବଳ ହିନ୍ଦୁ ଧର୍ମ କାହିଁ କି ? ଟକେ ଅପେକ୍ଷା କର 😊।
@rahulkadeyang8979
@rahulkadeyang8979 6 күн бұрын
ବାଳ ହେବ ,ଯିଏ ଯୋଉ ଧର୍ମ ନେଉ ତୁମ କାହିଁକି ପାଟୁଛି
@amarpradhan1995
@amarpradhan1995 6 күн бұрын
Tu nathilu Hindu Thila Tu aasilu Khristian helu….kipari… Ehi movie re jala jala kari achhi….. Sruya jeuparyanta achhanti tu thibu…. Bcz surya Hindu Debata… se jadi libbijibe tubi rahibunu . Jay Sri Ram🙏
@RamakantaBhuyan-s4k
@RamakantaBhuyan-s4k 6 күн бұрын
କିଏ କହିଲା Surya ତୋର ହିନ୍ଦୁ ଦେବତା
@RamakantaBhuyan-s4k
@RamakantaBhuyan-s4k 6 күн бұрын
କିଏ କହିଲା Surya ତୋର ହିନ୍ଦୁ ଦେବତା
@PrabeshDigal-j9g
@PrabeshDigal-j9g 8 күн бұрын
I ❤️ Love Anly Jesus
@Hemadhabofficial
@Hemadhabofficial 7 күн бұрын
ଭାଇ ଭୁଲ୍ ରେ ଚାଲି ଆସିଛ ଏଠିକି ତମର କିଛି କାମ ନାହିଁ ଏଠି ସନାତନି ଙ୍କ କଥା ପଡ଼ିଛି ତମେ ତମ ପ୍ରଭୁ ଙ୍କୁ ତମ ଘରେ ଡାକ 🤗
@SanjaySha-hm1tb
@SanjaySha-hm1tb 7 күн бұрын
​@@Hemadhabofficialright 😊
@Bayley-b2z
@Bayley-b2z 10 күн бұрын
ଧର୍ମକୁ ଜବରଦସ୍ତ convert କରିବା ଭୁଲ୍ କିନ୍ତୁ ଏ କାମ କେଉଁ ମାନେ କଲେ, ତାହାର କିଛି ପ୍ରୁଫ ମୁଁ ପାଉନି । Movie,ban ତ ହୋଇ ପାରେ - controversy ଶୁଭାରମ୍ଭ ହେବ । ଆମ ହିନ୍ଦୁ ଭାଈ ମାନେ ମଧ୍ୟ ନିଜ ଧର୍ମ ଉପରେ ବିଶ୍ୱାସ କରନ୍ତି ନି ବଧେ - ସେଥିପାଇଁ ଅନ୍ୟ ଧର୍ମରେ convert ହେଇ ଯାଉଛନ୍ତି । ଭାଈ ସବୁ ଧର୍ମ ସମାନ - plz ଧର୍ମକୁ convert କରନ୍ତୁନି । ହିନ୍ଦୁ , ଖ୍ରୀଷ୍ଟିଆନ, ମୁସଲମାନ , ଏଗୁଡ଼ିକ କେବଳ department ଧର୍ମ ହେଉଛି ଏକ - ସତ୍ୟ ପଥେ ଚାଲିବା , ସମସ୍ତଙ୍କୁ ସ୍ନେହ ପ୍ରେମ କରିବା, ଭଗବାନ ବୋଲି କିଏ ତ ଥିବେ ତାଙ୍କୁ ପୂଜା କରିବା ହେଉଛି ଧର୍ମ ।
@Dibya598
@Dibya598 10 күн бұрын
Eekdam thik bhai
@suleman-21
@suleman-21 8 күн бұрын
@suleman-21
@suleman-21 8 күн бұрын
@AdiAro-official
@AdiAro-official 8 күн бұрын
@@Bayley-b2z ଯିଏ ଯେଉ ଧର୍ମ ପାଳନ କଲେ କାହାର ଲାଭ କାହାର କ୍ଷତି ହୋଉଛି ଯେ ଏଭଳି movie ତିଆରି କରାଯାଉଛି, ବରଂ ଦମନ ପରି ସଚେତନତା, ଆତ୍ମନିର୍ଭରଶୀଳ ହେବା ଏବଂ ଅନ୍ୟକୁ ବାଟ ଦେଖାଇଲା ଭଳି Movie ବାନାଅ ଯାହାକି ସମସ୍ତେ ଗୋଟେ ବାର୍ତ୍ତା ପାଇବେ 🙏🙏
@mr.siboofficial8133
@mr.siboofficial8133 6 күн бұрын
Bhai emiti secularism re adha laka ro munda gandi katiki alaga hei jaichi... ! 💯
@s.k.n.8507
@s.k.n.8507 8 күн бұрын
ଭାଇ ତୁମର କେଉଁ ଧର୍ମ ..... ଧର୍ମ ବୋଲି କିଛି ନାହିଁ ମୋ ଭାଇ କାରଣ ଯୀଶୁ କେଉଁ ଧର୍ମ ପରିବର୍ତନ କରିବାକୁ ଆସି ନ ଥିଲେ ଯୀଶୁ ଆସିଥିଲେ ପାପୀ ମାନଙ୍କୁ ପରିତ୍ରଣ ଦେବାକୁ ପ୍ରଭୁ ଯୀଶୁ ଆପଣଙ୍କୁ ଶାନ୍ତି ଦିଅନ୍ତୁ ❤ମୋ ଭାଇ ମୁଁ ଗୋଟେ କଥା କହିବାକୁ ଚାହେଁ ମୋ ଭାଇ ମନ ପରିବର୍ତନ କର ✝️ ପଭୁ ଯୀଶୁଙ୍କୁ ବିଶ୍ୱାସ କର ପରିତ୍ରଣ ପାଇବ ✝️✝️✝️✝️✝️✝️✝️✝️✝️ ଭାଇ ଆମେ ଧର୍ମର ପ୍ରଚାର କରୁନୁ ଆମର ପ୍ରଚାର ହେଉଛି ମନ ପରିବର୍ତନ କର
@TukunaRanasingh
@TukunaRanasingh 6 күн бұрын
କଣ କଉଚ ମୋ ଭାଇ ଆମେ ଧର୍ମ ପଚାର କହୁନୁ କିଛି ତୁମ ଧର୍ମ ପ୍ରଚାରକ ମାନେ ଆମକୁ ଆସି ଖ୍ରୀଷ୍ଟିଆନ ଧର୍ମ କୁ convert କରୁଥିଲେ ଆମର ଜାତି ହିନ୍ଦୁ ଆମେ ହିନ୍ଦୁ ଆମ ପିତୃ ଲୋକ ହିନ୍ଦୁ କାହା କଥାରେ ଆମେ ଧର୍ମ ବୀକିବୁ ନାହିଁ ମୋ ଭାଇ😂😂😂😂😂😂
@gyanaranjan8013
@gyanaranjan8013 4 күн бұрын
​@@TukunaRanasingh mo Banda Maghia Jisu Nku Tama Pakhe Rakha ସମସ୍ତଙ୍କୁ Janaoni ନା ହେଲେ ହଣା ଖାଇବା
@The_one_and_onlyyyy
@The_one_and_onlyyyy 4 күн бұрын
Mg, prachara karunu prachara karunu kahi kahi, prachar karidelu..😂😂 Convert karibara sabu technique sikhichhu aau..
@s.k.n.8507
@s.k.n.8507 4 күн бұрын
@@TukunaRanasingh ହିନ୍ଦୁ ବୋଲି କୌଣସି ପୁସ୍ତକ ରେ ଲେଖା ହେଇନି ମୋ ଭାଇ ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ ଆଉ ଈଶ୍ୱରଙ୍କୁ ପାଇବାକୁ ହେଲା ବାଇବେଲ ପାଠ କରେ ମୋ ଭାଇ କାରଣ ବାଇବେଲ ରେ ଲେଖା ଅଛି କିଛି କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ଯୋହନ 3:16-17 ଆମର ପ୍ରଚାର ହେଲା କି ମନ ପରିବର୍ତନ କର ଧର୍ମ ନୁହେଁ ପ୍ରଭୁ ଯୀଶୁ ଆପଣଙ୍କ ପରିବାରକୁ ଶାନ୍ତି ଦିଅନ୍ତୁ ✝️🙏🏻
@s.k.n.8507
@s.k.n.8507 4 күн бұрын
​@@gyanaranjan8013 ପ୍ରଭୁ ଯୀଶୁ ଆପଣଙ୍କ ପରିବାର କୁ ଶାନ୍ତି ଦିଅନ୍ତୁ ମୋ ଭାଇ
@gyanaranjanbarik5876
@gyanaranjanbarik5876 Күн бұрын
ନିଜ ବାପାଙ୍କୁ ବାପା ଡାକ ପଡିସା ଦେସର ଦାଦାଙ୍କୁ ନୁହେଁ
@TheTrueWayofLifeMission
@TheTrueWayofLifeMission 8 күн бұрын
ଯେଉଁ moive ଦ୍ଵାରା ହିନ୍ଦୁ ଓ ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ ଶତ୍ରୁତା ତିଆରି କରିବା କେତେ ଯୁକ୍ତି ଯୁକ୍ତ?
@comedyhungama096
@comedyhungama096 7 күн бұрын
ଭାଇ କାହାକୁ କେତେ ଟଙ୍କା ଦେଇ ଖ୍ରୀଷ୍ଟିୟାନ କରାଯାଇଛି, କିଛି ପ୍ରମାଣ ଦେଇ ପାରିବ? ବିନା ପ୍ରମାଣରେ ଏମିତି କହିବା ଠିକ୍ ନୁହେଁ ।
@Sambhumaharona
@Sambhumaharona 6 күн бұрын
ଭାଇ ତମେ ଖ୍ରୀଷ୍ଟିଆନ ଗାଁ ରେ ଯାଇ ପଚାର ଦେଖ ପ୍ରମାଣ ମିଳିବ !
@arunkumarpradhangbu4895
@arunkumarpradhangbu4895 6 күн бұрын
I have ten members please brother who is giving money please give me cantact ​@@Sambhumaharona
@AayuU-b9c
@AayuU-b9c 5 күн бұрын
Haloo liyaa achhe ..Taha Dekha ..kemiti change Kara jauchhi je
@ManaGouda-h2f
@ManaGouda-h2f 5 күн бұрын
Right Bhai ✝️✝️✝️
@Milian-cc1ul
@Milian-cc1ul 5 күн бұрын
କିଛି ଆବଶ୍ୟକ ନାଇଁ କିଏ କାହାଠୁ ପଇସା ପାଇଁ ଖ୍ରୀଷ୍ଟିଆନ ହେଇ ନାହାନ୍ତି ତମେ ଯାଇକି ପଚାର
@SashikantSashikant-wy7hr
@SashikantSashikant-wy7hr 10 күн бұрын
ତୋମକୁ କିଏ ଟଙ୍କା ଦେଇଥିଲେ କି ଧର୍ମ ପରି ପରିବର୍ତ୍ତନ କରିବା କୁ ? ସେହି ମାନଙ୍କ ଫରି ଟଙ୍କା ଥିଲେ ତୋମେ ମଧ୍ୟ ଯାଇ ଧର୍ମ ପରିବର୍ତ୍ତନ କର , ଗୋବର ଭକ୍ତ ମଳମୂତ୍ର ସେବନ କାରୀ ତୋର ମନ୍ତବ୍ୟ ଭାରତ ଧର୍ମ ନିରପେକ୍ଷତା ଦେଶ ନୂହ କେବଳ ଗୋବର ମଳମୂତ୍ର ସେବନ କାରି ଙ୍କ ଦେଶ ଅଟେ ଏହା ହିଁ ହେଉ , ଏହି ତୋରି ଭାଷାରେ ଏହି ଫିଲ୍ମର କେତେ ସପଟ ଆସୁଛି ଦେଖ୍ ଅପେକ୍ଷା କର , ନିଜକୁ ପଚାରେ ମୋର ପାଟିର ଭାଷା ରେ କେବଳ ହିଂସା ଅଶାନ୍ତି ଗୋଣ୍ଗଗଳ ମରାପିଟା ବିଶୃଙ୍ଖଳିତ କରିବା ର ସନ୍ଦେଶ , ଅନ୍ୟ ମାନଙ୍କୁ ଟେନସନ ଦେବା ବିଶୃଙ୍ଖଳିତ ର ବାତାବରଣ ପ୍ରସାର କରିବା ବିଷୟ ଅଟେ ଏହି ଗୋବର ଭକ୍ତ
@abhayamallick
@abhayamallick 9 күн бұрын
Bhai go mutra pabitra
@abhayamallick
@abhayamallick 9 күн бұрын
Bhai sara world ra gotiye Dharm Hindu ahu kau dharm nahi
@rajendramuduli6009
@rajendramuduli6009 9 күн бұрын
ହରେ mg ଏଇ କଥା ଜଣେ ମୁସଲମାନ କୁ ଯାଇ କହ ତୋ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେବ ହିନ୍ଦୁମାନେ ସହୁଛନ୍ତି ବୋଲି ତମର ମୁହଁ ବଢ଼ି ଯାଉଛି 2-4 ହଣା ଖାଇଲେ ଠିକ ହୋଇଯିବ
@Seralhembram096
@Seralhembram096 8 күн бұрын
@@abhayamallick 😆
@Amrita-tiffin
@Amrita-tiffin 8 күн бұрын
Right sir sabu andha bhakta
@MrIndianCricketer2.0
@MrIndianCricketer2.0 7 күн бұрын
ଦେଖୁଛନ୍ତି୍ ତୋ ଏଥିପାଇଁ ଲୋକେ କହନ୍ତି ହିନ୍ଦୁ ମାନେ କେବଳ ହିଂସା, ଘୃଣା କରନ୍ତି । କେବେହେଲେ ପ୍ରେମ,ସେହ୍ନ ହିନ୍ଦୁ ମାନଙ୍କୁ ଜଣାନାହିଁ। ମିଡିଆ ରେ ଆସି କହନ୍ତି ହିନ୍ଦୁ ଧର୍ମ ଲୋକଙ୍କୁ ଭାଇଚାରା ଶିଖାଇଥାଏ ବୋଲି! କୁଆଡ଼େ ଗଲା ଭାଇଚାରା ? ହିନ୍ଦୁ ମାନେ ଜାଣିନାହାନ୍ତି ଭାରତ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର ଅଟେ. ହିନ୍ଦୁ ରାଷ୍ଟ୍ର ନୁହେଁ। article 25 to 28 ପଡ଼ନ୍ତୁ ପ୍ରତ୍ୟେକ ହିନ୍ଦୁ ଧର୍ମର ଲୋକ .
@justiceleague29
@justiceleague29 10 күн бұрын
Hindu na re bepar chaleichanti ..jadi satare hindu nka paeen bhala chahucha ta Hindu mananku help kara..
@kumarchiku8643
@kumarchiku8643 5 күн бұрын
Bangladesh ra hindu mane bepara karuchanti
@BaikunthaNaik-rm5b
@BaikunthaNaik-rm5b 7 күн бұрын
ମୋର ପ୍ରଶ୍ନ ତମ ଧର୍ମ ର ଭଗବାନଙ୍କ ପାଖରେ ଦମ ନାହିଁ କି ନିଜ ଆୟତରେ ଆପଣ ଭକ୍ତ ମାନକୁ ରଖିବା ପାଇଁଁ ଯେ ଅନ୍ଯ କୈାଣସି ଧର୍ମର ଲୋକ ମାନେ ଆସି ହିନ୍ଦୁ ଭାଇ ଏବଂ ଭଉଣି ମାନକୁ ଧର୍ମ ପରିବର୍ତ୍ତନ କରିଦେଉଛନ୍ତି ଆପଣ ଏ ଭିଡିଓ ଖ୍ରୀଷ୍ଟୀୟାନ ମାନଙ୍କୁ target କରିକି ଭିଡିଅ କରିଛନ୍ତି ଶୁଣନ୍ତୁ ଖ୍ରୀଷ୍ଟୀୟାନ ମାନେ ଧର୍ମ କେବେବି ପରିବର୍ତ୍ତନ କରନ୍ତି ନାହିଁ ସେମାନେ ଗୋଟିଏ ମନୂଷ୍ଯ ର ମନକୁ ପରିବର୍ତ୍ତନ କରିବା ପାଇଁ ପ୍ରଭୁ ଯିଶୁ ଖ୍ରୀଷ୍ଟ ଙ୍କ ବିଷୟରେ ଜଣାନ୍ତି ବା ପ୍ରଚାର କରନ୍ତି ଆପଣ ମାନେ ଏ ବିଷୟ କୁ ଧର୍ମ ପରିବର୍ତ୍ତନ ଆକ୍ଷା ଦେଉଛନ୍ତି ଆପଣ ମାନେ ଆପଣଙ୍କ ଧର୍ମ ବିଷୟରେ ପ୍ରଚାର କରନ୍ତୁ ଅନ୍ୟାନ୍ୟ ଧର୍ମର ଭାଇ ଏବଂ ଭଉଣି ମାନେ ତାଙ୍କର ଧର୍ମ ବିଷୟ ପ୍ରଚାର କରନ୍ତୁ ଆମେ ସମେସ୍ତେ ଭାଇ ଭାଇ ଆମେ କେହି କାହାର ଶତୃ ନୁହନ୍ତି ଭାରତ ଏକ ଧର୍ମ ନିରପକ୍ଷ ରାଷ୍ଟ ଏ ଦେଶରେ ସମସ୍ତ ଧର୍ମ ର ଲୋକ ମାନେ ବସବାସ କରିପାରିବେ ନିଜ ନିଜ ଧର୍ମ ପ୍ରଚାର ଏବଂ ପ୍ରସାର କରିପାରିବେ କିନ୍ତୁ ଯବରଯସ୍ତି କରିପାରିବେ ନାହଁ ଏହା ଭୁଲ୍ ଅଟେ ସନାତନ ସନାତନ ଧର୍ମ ବିଷୟରେ ବି ଆପଣମାନେ ମଧ୍ୟ କାହାକୁବି ଯବରଯସ୍ତି କରିପାରିବେ ନାହିଁ ଆଜି ଖ୍ରୀଷ୍ଟୀୟାନ ମାନେ ଯିଶୁ ଖ୍ରୀଷ୍ଟ ଙ୍କ ବିଷୟରେ ପ୍ରଚାର କଲେ ଆପଣ ମାନେ ଧର୍ମ ପରିବର୍ତ୍ତନ ର ଆକ୍ଷା ଦେଇପାରିବେ ନାହିଁ ଏହା ଆଇନ ବିରୋଧ ମୁଁ ସମସ୍ତ ଖ୍ରୀଷ୍ଟୀୟ ବିଶ୍ବାସି ଏବଂ ବିଶ୍ବାସିନୀ ଭାଇ ଏବଂ ଭଉଣି ମାନକୁ କହିବାକୁ ଚାହେ ଆପଣ ମାନେ ଯେଉଁ ସ୍ଥାନରେ ପ୍ରଭୁଙ୍କ ବାକ୍ୟ ପ୍ରଚାର କରିବାକୁ ଯାଉଛନ୍ତି ଆପଣମାନେ ପ୍ରପର ପ୍ରମାଣ ସହକାରେ ରହିବେ କେହିଯେପରି ଆପଣ ମାନଙ୍କୁ କହିପାରିବେ ନାହିଁ ଯେ ଆପଣମାନେ ଧର୍ମ ପରିବର୍ତ୍ତନ କରୁଚ ବୋଲି ଆପଣ ମାନେ ଈଶ୍ୱରଙ୍କ ବିଷୟରେ ପ୍ରଚାର କରନ୍ତୁ ସେ ବିଷୟକୁ ଯେଉଁ ମାନେ କହିବେ ଧର୍ମ ପରିବର୍ତ୍ତନ କରୁଛନ୍ତି ବୋଲି ସେମାନଙ୍କ ଭିଡିଓ ସୁଟ କରି ଆଇନ ଆଶ୍ରୟ ନେବେ
@AayuU-b9c
@AayuU-b9c 5 күн бұрын
Hindu sarala ..tanku tamor ra sehi buudhi jibi mane sastroo ra giyana deba paei mana karuchnti ...auu tamor ra Haq Nahi kahaku change karibara ......
@KasamKumar-w4o
@KasamKumar-w4o 3 күн бұрын
Right
@Sanjit464
@Sanjit464 3 күн бұрын
Jahara paristhiti tk kharap taku jao au kichi poisa deiki convert Kariba athi besi kotha kahibani
@DP-i5d
@DP-i5d 2 күн бұрын
ବେକାର କଥା kuhani, ଟଙ୍କା ଦେଇ ଧର୍ମ ପରିବର୍ତ୍ତନ ହଉଛି, seita tame b janichha ଆମେ b ଜାଣିଛୁ।
@KasamKumar-w4o
@KasamKumar-w4o 2 күн бұрын
@@DP-i5d ତୁ ନା ତ ବାପା ଦେଇଥିଲା ପଇଶl
@ajitKumar-ch5pv
@ajitKumar-ch5pv 7 күн бұрын
Praise the lord 🙏 jai jisu
@ajambarsabar6528
@ajambarsabar6528 7 күн бұрын
ଛି ଛି ରେ ମୋ ଓଡ଼ିଶା ର ଏପରି ସତ୍ୟକୁ ନଜାଣି ପ୍ରକୃତ ବିଷୟ ନ ଜାଣି ଏପରି ସିନେମା ପ୍ରସ୍ତୁତ କରିବା ଲଜ୍ୟା ଦାୟକ ଅଟେ ।
@BadBoy-ik4od
@BadBoy-ik4od 5 күн бұрын
Tu magiha ki bando ta janichhu koho
@Giyanshi
@Giyanshi Күн бұрын
Jay sri ram 🚩🙏 and all my Christian Brothers kindly read about the book - Mother Teresa the untold story....... Then u may know about the conversion lady..... 👍👍
@surendranaik8831
@surendranaik8831 6 күн бұрын
ଭାରତରେ ଧର୍ମ ନାଆଁ ରେ ଜାତି ଭେଦ କରି ଛୋଟ ଜାତି ର ଲୋକ ଛୋଟ କ।ମାରେ ହିଁ ରୁହନ୍ତୁ ଓ ଉଚ୍ଚ ଜାତିର ଲୋକ ଏମାନଙ୍କ ଉପରେ ଅତ୍ୟାଚାର କରି ଚାଲି ଥାଆନ୍ତୁ ଏ ବଡ ବାବୁ ମାନଙ୍କ ଇଚ୍ଛା, ଯଦି ହିନ୍ଦୁ ଧର୍ମ ଏତେ ମହାନ୍ ତେବେ ବ୍ରାହ୍ମଣ ଝିଅ ମାନଙ୍କୁ ସୁଦ୍ରଘରେ ବିବାହ ଦେଉ ନାହାନ୍ତି କାହିଁକି ?
@tejamajhi2271
@tejamajhi2271 23 сағат бұрын
Apan mane direct marriage kahiki asanti, mu bujhi pareni.. Mu bi ST but koi brahman jhia ku marriage kariba irada nahi.. Apan mane brain wash karuchanti
@k.tbrother9272
@k.tbrother9272 18 сағат бұрын
​@@tejamajhi2271 bhai marrige re hi praman mile jati bheda bhaba ochhi ku nahi
@tejamajhi2271
@tejamajhi2271 8 сағат бұрын
@@k.tbrother9272 no, bilkul nahi..
@TheTrueWayofLifeMission
@TheTrueWayofLifeMission 8 күн бұрын
ଭାରତ ଧର୍ମ ନିରପେକ୍ଷ ରାଷ୍ଟ୍ର ନିଜର ଧର୍ମର ପ୍ରସାର ପ୍ରଚାର କରିବା ସମ୍ବିଧାନ ଅଧିକାର ଦିଏ lତୁମେ ଅନ୍ୟ ଧର୍ମକୁ ବିରୋଧ କରିବା ଆଇନ ସମତ ନୁହଁ l
@DP-i5d
@DP-i5d 2 күн бұрын
ପ୍ରଚାର ପ୍ରସାର କରିପାରିବ କିନ୍ତୁ ଟଙ୍କା ଦେଇକି ଭୁଲେଇ କି ଧର୍ମ ପରିବର୍ତ୍ତନ କରିବା ଅପରାଧ। ମୁଁ ଖ୍ରୀଷ୍ଟିଆନ ଧର୍ମ ଖରାପ କହୁନି କିନ୍ତୁ ଟଙ୍କା ଲୋଭ ରେ ଧର୍ମ ପରିବର୍ତନ ହବା କାପୁରୁଷ ଙ୍କ କାମ
@DP-i5d
@DP-i5d 2 күн бұрын
ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ ହଉଛି eita ର ସାକ୍ଷ୍ୟ ମୋ ପାଖରେ ଅଛି।
@sitarambadamundi-kp6cu
@sitarambadamundi-kp6cu 10 күн бұрын
ଗଜପତି, କୋରାପୁଟ ମାଲକାନଗିରି ରାୟଗଡ଼ା ନବରଙ୍ଗପୁର ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, ମୟୁରଭଞ୍ଜ ଜିଲ୍ଲାମାନଙ୍କରେ ଅନେକ ଆଦିବାସୀ ହରିଜନ ହିନ୍ଦୁ ସମ୍ପ୍ରଦାୟରୁ ଧର୍ମାନ୍ତରୀକରଣ ହୋଇଛନ୍ତି ସେମାନେ ଖ୍ରୀଷ୍ଟିଆନ ହୋଇ ଛନ୍ତି
@RiteshMj-k7i
@RiteshMj-k7i 10 күн бұрын
Hindu he ham
@RiteshMj-k7i
@RiteshMj-k7i 10 күн бұрын
Rayagada 78% karaput69%malkangiri72%gajapati65% nabarngapur57% ganjam76% sambalpur59%sundargad74%mayurbhanj53% raurkela71% kalahandi83%kendhujar92% kandamal 86% bhadrak76% baleswar43% other distict 100% -49% hindhu adivasi sampraday
@MamitaTadingi-dy5th
@MamitaTadingi-dy5th 10 күн бұрын
Hele Tamara kouthi ​@@RiteshMj-k7i
@MamitaTadingi-dy5th
@MamitaTadingi-dy5th 10 күн бұрын
Heinahanti
@JISUMARANGMUSIC
@JISUMARANGMUSIC 9 күн бұрын
Keonjhar ru mu
@Madboy707u9
@Madboy707u9 2 күн бұрын
କିଛି ଗାଡ଼ି ଟ୍ୟାଙ୍କି ଫୁଲ ଥିଲେ ମଧ୍ୟ କମ ବ୍ୟବହାର କରନ୍ତି ଆଉ କିଛି ଗାଡ଼ି ତେଲ ନ ଥିଲେ ମଧ୍ୟ ପେଲି ପେଲି ଚଲାନ୍ତି ଆଉ ଏହି କଥା ଗାଡ଼ି ପାଇଁ ନ ଥିଲା
@lokistadingi8753
@lokistadingi8753 9 күн бұрын
ସେଥିପାଇଁ ଓଡ଼ିଆ ସିନେମା ତଳକୁ ଯାଉଛି ଜଣେ ଜଣକୁ ବିରୋଧ ଭାବ ଯୋଗୁଁ
@bhadhinathkabasi9055
@bhadhinathkabasi9055 7 күн бұрын
@@lokistadingi8753 ପୁରା ଠିକ god belsse you
@premjohnpaul2524
@premjohnpaul2524 5 күн бұрын
ଯୀଶୁ ଖ୍ରୀଷ୍ଟ ନାମ,ଶକ୍ତିଶାଳୀ ନାମ, ପାପୀର ଆଶ୍ରୟ ନାମ, ଅନ୍ୟ ସବୁ ନାମଠୁ ମହାନ ନାମ- ଯୀଶୁଙ୍କ ଦିବ୍ୟ ନାମ, ସର୍ବ ପ୍ରାଣୀଗଣ କରିବେ ପ୍ରଣାମ , ଆନନ୍ଦେ ଗାଇବା ନାମ...ହାଲ୍ଲେଲୁୟା I
@RajuBebartaa-io1bm
@RajuBebartaa-io1bm 10 күн бұрын
🇮🇳✝️ I am Christians only prathna karu
@surajkumardas2607
@surajkumardas2607 7 күн бұрын
Converted 😂
@GodWithUs_Official
@GodWithUs_Official 7 күн бұрын
​@@surajkumardas2607 ଟାଉଟର, ଅନ୍ଧ Bhakta....🤔🤔
@NewLifeanindian
@NewLifeanindian 7 күн бұрын
Ex christian galib kamal videos dekhantu
@rajendrakumarsahu8184
@rajendrakumarsahu8184 5 күн бұрын
You ara converted hindu not christian
@SankarMadkami-b7f
@SankarMadkami-b7f 4 күн бұрын
Jutiha Gippy christian Kati de be Kati Kati pingide
@Bagunsamad2.0
@Bagunsamad2.0 2 күн бұрын
ମୂର୍ଖ କଣ କହିଲା ମୋତେ ବୁଝା ପଡିଲା ନାହିଁ... ଆଗ ଯାଇକି Indian Constituent ପଢିବା ଉଚିତ... I am Also a Hindu❤ ଗୁଣ୍ଡାଗିରି କାହିଁ କରୁଛ ଭାଇ...?
@kalebdigal7202
@kalebdigal7202 8 күн бұрын
ଆମେ ପୁଷ୍ପା ଦେଖିବୁ । ଓଡ଼ିଆ ସିନେମା ଲୋପ ପାଇଗଲା ଭାଇ ,ଓଡ଼ିଆ ସିନେମା ରେ ଖାଲି ରାଜନୀତି ଚାଲେଇଚ ସେଥିପାଇଁ ଉନ୍ନତି ଆଉ ହେଉନି । ହିନ୍ଦୁ ମାନଙ୍କୁ ବାଦେଳେଇବା ପାଇଁ କିଏ ଚେଷ୍ଟା କରୁଛି କହିଲ ଭାଇ । କ୍ରିଷ୍ଟିୟାନ ,ମୁସଲମାନ ନା ଯୋଇନ ଧର୍ମ ଲୋକ । ଖାଲି ହିନ୍ଦୁ ଧର୍ମ ଲୋକ ନିଜ ନିଜ ଭିତରେ ତମେ ସେମିତି ହେଉଛ ଅନ୍ୟକୁ କାହିଁକି ଦଶ ଦେଉଛ ଖରାପ୍ ଲାଗୁନି ଟିକେ ।
@mkiro3038
@mkiro3038 7 күн бұрын
Right
@archanabhuyan5507
@archanabhuyan5507 6 күн бұрын
Right
@शुभंबेबर्तापटृनायक
@शुभंबेबर्तापटृनायक 2 күн бұрын
Jesu was the devotee of lord Jagannath......
@JikhariyaBadaraita
@JikhariyaBadaraita 10 күн бұрын
ଯେତେ ଯାହା କରୁଛ କର କିଛି କରି ପାରିବ ନାହିଁ ସମସ୍ତେ ଯୀଶୁଙ୍କୁ ଗ୍ରହଣ କରିବେ
@PramodLima-fg3mk
@PramodLima-fg3mk 8 күн бұрын
Absolutely right bro
@Amrita-tiffin
@Amrita-tiffin 8 күн бұрын
Right sir
@KanchanBagh-lf6mz
@KanchanBagh-lf6mz 5 күн бұрын
Thike kotha bhai
@trinathbehera329
@trinathbehera329 3 күн бұрын
ଜୟ ଜଗନ୍ନାଥ🙏🙏🙏
@hebl2155
@hebl2155 9 күн бұрын
I ❤ Jesus ✝️
@DilipKumarSwain-t5s
@DilipKumarSwain-t5s 4 күн бұрын
Jay sri ram
@sbtdigal7459
@sbtdigal7459 9 күн бұрын
କେବଳ ହିନ୍ଦୁ ଧର୍ମର ଲୋକେ ଦେଖିବେକି ଭାଈ
@nababkhan7590
@nababkhan7590 7 күн бұрын
Hindu Muslim Christian Sikh all are equal brother ❤ tume kn pai Amiti hindu Muslim Christian dharma bisayare faltu tippani daucha 😢❤sare jaha se accha hindusita hamara ❤️🫂🇸🇦🚩 ham bul bule hai iske a gulsita hamara ❤️🫂🇮🇳 Hindustaan jindabad 🙏💚
@junasbage2486
@junasbage2486 7 күн бұрын
Not equall
@AnantaMulekmajhi
@AnantaMulekmajhi 8 күн бұрын
ତମ ଫିଲ୍ମ୍ କୁ କୁକୁର ବି ହଗିବନି 😅😅😅😅😅
@SanjaySha-hm1tb
@SanjaySha-hm1tb 7 күн бұрын
କିକୁର ହଗିବ କହିକି ଫିଲ୍ମ ରେ
@sagarsamadproduction
@sagarsamadproduction 5 күн бұрын
😂😅🤣🤣
@kanhagouda3952
@kanhagouda3952 4 күн бұрын
Converted😂
@RanjitMahanandia-sp9eh
@RanjitMahanandia-sp9eh 8 күн бұрын
Praise the lord, Jesus saviour of the world
@u_bro_creation2547
@u_bro_creation2547 9 күн бұрын
ଧର୍ମ ପରିବର୍ତ୍ତନ ନୂହେଁ ମନ ପରିବର୍ତ୍ତନ ପାଇଁ
@rajendramuduli6009
@rajendramuduli6009 9 күн бұрын
😂😂😂ସତ କଥା ମାନିବାକୁ ନାରାଜ
@amulyakumar4427
@amulyakumar4427 9 күн бұрын
Tanka mana Kan kochiki
@santoshbisoi8766
@santoshbisoi8766 9 күн бұрын
ତୁମେ କଣ ସତରେ ମନ ବଳାଇ daocha
@Asim-xz2hp
@Asim-xz2hp Күн бұрын
Bhai reporters thanks aji jane jagya lakanku paichha interview nabaa pai 💯🙏🙏🙏😭🕉️ Dhanya baad odia roaster bhai....🙏
@bimalmajhi7775
@bimalmajhi7775 10 күн бұрын
ଜୟ ଶ୍ରୀରାମ ହିନ୍ଦୁ ମାନଙ୍କୁ ଜାଗୃତ କରୁନ୍ତୁ ଜାଗୃତ ହୁଅ ହିନ୍ଦୁ ଭାଇମାନେ
@BikramonFaith
@BikramonFaith 8 күн бұрын
Bhai tanka Paisa ame dau nu. Amen Satya parameshwar nka ra prachar Karu au tanku banchau narka ru jiba pain. But Forcefully conversion is bad! Tama dharma re kana Satya achi tike kahibe
@amanasabar4428
@amanasabar4428 8 күн бұрын
ତୁମ୍ଭେ ଟଙ୍କା ଦେଇ ଫିଲ୍ମ କର ପୁଣି ଫିଲ୍ମ ଦେଖ। ଟଙ୍କା ବର୍ବାଧ କରି ତୁମ ଧର୍ମ ବଞ୍ଚାଅ। ଆମେ କିନ୍ତୁ ବିନା ଟଙ୍କାରେ/ମୂଲ୍ୟରେ ମାନପରିବର୍ଥନ କରି ଆମେ ଆମର ଅନନ୍ତ ଜୀବନ ନିମନ୍ତେ ବଞ୍ଚିବୁ। ଯିଏ ଯୀଶୁଙ୍କୁ ପାଇଛି ସିଏ ଜୀବନ ପାଇଛି, ସମସ୍ତେ ମରିଲେ କିନ୍ତୁ ଯୀଶୁ ମାତ୍ର ଜଣେ ପୁନର୍ଜୀବିତ ହେଲେ। ତେଣୁ ତୁମ ଧର୍ମ କର୍ମ ଥିଲେ କି ଲାଭ, ଧର୍ମ ନୁହେଁ ଭାଇ/ଭଉଣୀ ବରଂ ମନ ପରିବର୍ତ୍ତନ କର ଯିଶୁରେ, ଆଉ ଅନନ୍ତ ଜୀବନ ପ୍ରାପ୍ତ ହୁଅ ସରଗପୁରେ!!!!!!
@kalebdigal7202
@kalebdigal7202 8 күн бұрын
କେତେ ଜାଗ୍ରତ ହେଲେ କଣ ହେବ ସବୁତ ଜାଣି ଜାଣି ବକା ପରି ହେଉଛ
@ManguluNayak-mq5dz
@ManguluNayak-mq5dz 8 күн бұрын
ହେ ଆରେ ବକା ବ୍ରଅହ୍ମଣ ମାନେ ହିନ୍ଦୁ ବୋଲି ଆମକୁ ଗୈଲାମ କରିଥିଲେ ,ବାବା ସାହେବ ଆସି ରକ୍ଷା ମୁକ୍ତି କଲେ
@BikramonFaith
@BikramonFaith 8 күн бұрын
@@kalebdigal7202 Bhai Prabhu Jesu Satya parameshwar. Tara proof bhi achi. Time bhi mano, tame banchi jiba narka ru jiba ru.
@Pralambari
@Pralambari 6 күн бұрын
ଆରେ ଭାଇ ପୁରୀ ରେ ଗୋଟେ gang ବାହାରିଛି ଯିଏ ଜି demand କରୁଛି କି ଜଗନ୍ନାଥ ମନ୍ଦିର ଆଗରୁ ବୁଦ୍ଧ ବେଧ ମନ୍ଦିର ଥିଲା। ବ୍ରାହ୍ମଣ ମାନେ ଚକ୍ରାନ୍ତ କରି ସେଠି ଜଗନ୍ନାଥ ମୂର୍ତ୍ତି ବସେଇଛନ୍ତି। ସେଇ ବେଶ୍ୟା ପିଲା gang କୁ expose କେବେ କରିବେ?
@SanjayaCreation
@SanjayaCreation 5 күн бұрын
ଧର୍ମ ଧର୍ମ ନାଁ ରେ Controversy 😅 ଯାହାକୁ ଯେଉଁ ଧର୍ମ ଠିକ୍ ଲାଗେ ସିଏ ସେଇ ଧର୍ମ ଆଡେ ଆପେ ଆପେ ଟାଣି ହୋଇଯାଇଥାଏ ଏଠି ପଇସା ଅପେକ୍ଷା ଗୋଟେ ଧର୍ମରେ ଭଳ ପାଇବା ଦେଖୁଛନ୍ତି❤
@user-en5ez3ok4n
@user-en5ez3ok4n 3 күн бұрын
ହିନ୍ଦୁ is really true
@ashalatapradhan7329
@ashalatapradhan7329 3 күн бұрын
hnn naa😂😂
@akarsheetbebarta9447
@akarsheetbebarta9447 2 күн бұрын
aare bhai goboro khaibo hindu hele. mutra piebo and trees and animals will be your gods and goddesses,.
@ChandanSahu-qq5vd
@ChandanSahu-qq5vd 2 күн бұрын
Haan tu besi janichhi are sala Hindu hei kn tu labhapaichhi
@ChandanSahu-qq5vd
@ChandanSahu-qq5vd 2 күн бұрын
Posutu sethipain gaiku maa kahuchhu moinsiku bapa kahuchhu pathorku bhagbaan kahuchhi tunije Jane sotya ishrakie ok
@Pinuelmallik5727
@Pinuelmallik5727 2 күн бұрын
Really true meaning ta kana explain karuna
@santanuparida3897
@santanuparida3897 6 күн бұрын
In tribal area , christian missionaries they convert Hindus in Christians by distributing money. If missionaries really wants to help poor tribals , why they convert them , into Christians.
@sunilharpal2892
@sunilharpal2892 6 күн бұрын
Because Bible speaks real nature of God.
@RameshSirka-n8t
@RameshSirka-n8t 3 күн бұрын
I have never seen Missionaries distrubing money but seen them that they are making them awareness about their life & rights giving them education for better understanding of social rights
@guptasemarlia8601
@guptasemarlia8601 7 күн бұрын
ତୁ ଗୋଟେ ଲକକୁ ପଚାରେ କିଏ ପଇସା ଦ୍ବାରା ଖ୍ରୀଷ୍ଟିଆନ୍ ହୋଇଛି
@sumitofficeall
@sumitofficeall 6 күн бұрын
ଗୋଟେ ବର୍ଷ ପରେ କାହିଁକି ଫିଲ୍ମ୍ ରୀଲିଜ୍ ଆମେ ବହୁତ ଭଲ ରେ ଜାଣିଛୁ କାହିଁକି ନା ଖ୍ରୀଷ୍ଟିଆନ ର ଜଣେ ମହା ପୁରୁଷ ପ୍ରିୟ ପ୍ରଭୁଙ୍କ କୂଳକୁ ଚାଲିଗଲେ ନା ସେଥିଲାଗି ଲେଟ୍ ହୋଇଗଲା ଆଉ ନା କିଛି ଭଲ ହେଇନି ଏ ଫିଲ୍ମ ୧୦୦ ଟଙ୍କା ଦେଇ ଫିଲ୍ମ୍ ଦେଖିବା ଅପେକ୍ଷା ସେ ୧୦୦ ଟଙ୍କା ରେ ୫ ଜଣ ମିସି ଚାର୍ଟ ଖାଇ ଦିଅ 😂😂😂😂😂😂😂😂😂😂😂😂😂😂😂😂😂😂😅😅😅😂😂😂😂😂 ଜୟ ଯୀଶୁ ❤❤❤❤❤❤❤❤❤❤❤❤❤
@queenashiq_
@queenashiq_ 5 күн бұрын
ମୁଁ ତ ଓଡ଼ିଆ film ହିଁ ଦେଖେନି ନାଚ ଗୀତ ନାଇଁ, ହିନ୍ଦୀ ଇଂରାଜୀ testimony ବହୁତ ଭଲ ଲାଗେ, ଆଉ ଏ ମାନଙ୍କ ର ପର୍ବ ଯାତ୍ରାକୁ ବି କେବେ ଯାଏନି, କେବଳ lust ଆଉ lust ହିଁ ଭରିକି ଥାଏ ସେସବୁ ରେ ମୋତେ ଜଣା,
@-CHOTU_DLX965
@-CHOTU_DLX965 9 күн бұрын
Odia movie ପାଇଁ ପଦେ ମୁ ଯାଉଛି ରାସ୍ତା ରେ ମୁଁ ଯାଉଛି ରାସ୍ତା ରେ ଓଡ଼ିଆ ଫ୍ଲିମ୍ କୁ ଗେ.......ବି ଶସ୍ତା ରେ
@brajabandhukhora7646
@brajabandhukhora7646 7 күн бұрын
😄ଏଇଠୁ ଜଣା ପଡୁଛି 👉film କିଏ ବନାଉଛନ୍ତି, କାହିଁକି ବନାଉଛି, ଏହାର ପଛରେ କେଉଁ ମାନଙ୍କ ପଇସା ଲାଗିଛି,ଆଜି ଏମିତି film ବନାଇବା କାରଣ ପୋଛୋ ର କାହାଣି କୁ daut ଲାଗୁଛି. ଆସ ଆମେ ମିଳିମିଶି ଓଡିଶା କୁ ଜାଳିବା 😄
@SalmanBhuyan-ob8jf
@SalmanBhuyan-ob8jf 9 күн бұрын
ତୁମେ ମାନେ କେତେ କୁକୁର ପରି ବୁକିଲେ ବି ଖ୍ରୀଷ୍ଟ ଆନ୍ ଧର୍ମ ଆହୁରି ବଢି ଚାଲିବ କାରଣ ସତ୍ୟକୁ ଲୋକେ ବୁଝି ସାରି ଲେଣି ତୁମେ ମାନେ କିଛି କରି ପାରିବନି.
@Shiva-i9l
@Shiva-i9l 9 күн бұрын
Hmmm Jesus Christ sata jau Mane dharama change karichanti se mane chhaka heithibe kattar hindu nku change kara dekhiba
@PrabeshDigal-j9g
@PrabeshDigal-j9g 8 күн бұрын
Right 👍
@vikashchandramali2440
@vikashchandramali2440 7 күн бұрын
Yes brother
@anishapradhan7117
@anishapradhan7117 4 күн бұрын
Ilove Jesus ❤
@TrilochanPradhan-hw9gu
@TrilochanPradhan-hw9gu 9 күн бұрын
ଆରେ ତମେ ବି କେତେବେଳେ ଯୀଶୁ ଖ୍ରୀଷ୍ଟ ଙ୍କୁ ଗ୍ରହଣ କରିବ ନିଜେ ଜାଣି ପାରିବ ନାହିଁ । ପବିତ୍ର ବାଇବଲ ଅଧ୍ୟୟନ କର ସତ୍ୟ ବିଷୟ ଜାଣିପାରିବ । ଖ୍ରୀଷ୍ଟ ଧର୍ମ କୁ କେହି ବି ରୋକି ପାରିବେ ନାହିଁ । ସତ୍ୟ ହିଁ ସତ୍ୟ
@priyacharandas653
@priyacharandas653 9 күн бұрын
जय श्री जगन्नाथ जय श्री राधे कृष्ण जय श्री राम जय सियाराम जय सनातन धर्म
@Shiva-i9l
@Shiva-i9l 9 күн бұрын
Maghia to jisu ku to gandi re pura jiye satare hindu heithila se kebe alaga dharma ku jibani.
@Shiva-i9l
@Shiva-i9l 9 күн бұрын
Tu hindu thilu bodhe agaru jati re Pradhan Tote emiti kie gandi marila ki tu dharma change kalu Tote kan jabardasti hairana karuthile hindu tu Jesus Christ heigalu tu to helu ethi kan chhodi hauchu
@Shiva-i9l
@Shiva-i9l 9 күн бұрын
Dekhiba tu ashilu Patia ku mote dharam change kareibu to gandi re baunsha kila pureidebi
@PramodLima-fg3mk
@PramodLima-fg3mk 8 күн бұрын
ଭାଷା ଠିକ୍ କରେ ନାହିଁ ତ ନାମ ନବୁ
@Abcd-e3s7s
@Abcd-e3s7s 6 күн бұрын
Who is the light of the world ???? ଯିଶୁ ଙ୍କୁ ପୃଥିବୀ ସାରା ଲୋକ ଜାଣନ୍ତି but ଜଗନ୍ନାଥ ଙ୍କୁ ପୃଥିବୀ ସାରା ଜାଣିଛନ୍ତି କି ??
@KOBITA5559
@KOBITA5559 7 күн бұрын
There are No money, No Ground place or No rice,,,, why ????? There are Only,,,, for Life of Heaven,, Because Christian is Heaven way❤❤❤❤❤❤❤❤❤
@sumantakumardas5185
@sumantakumardas5185 6 күн бұрын
ହୋଇ ବେ ରକ୍ଷକ ନା ଭକ୍ଷକ ତୋତେ କିଏ କହିଲା ଟଂକା ଦେଇ ଧର୍ମ ପରିବର୍ତନ କରାଯାଉଛି,ଆଜି ପର୍ଯ୍ୟନ୍ତ ତୁ ଅଜ୍ଞାନ ହୋଇ ରହିଛୁ
@PasungaPradhan-j4z
@PasungaPradhan-j4z 8 күн бұрын
Satya janiba hie Mukti ra bata Prabhu apanakhu Satya janiba pwi sahajya karanthu praise the Lord
@GEETAMUNDA-c1o
@GEETAMUNDA-c1o 7 күн бұрын
Ameen❤❤jai❤❤yesus
@ranjeetmali8426
@ranjeetmali8426 6 күн бұрын
ଯୀଶୁଙ୍କୁ ବିଶ୍ୱାସ କର ଭାଇ ପରିତ୍ରାଣ ପାଇବ।କାରଣ ଯୀଶୁ ହିଁ ପଥ,ଯୀଶୁ ହିଁ ସତ୍ୟ ଯୀଶୁ ହିଁ ଜୀବନ ତାଙ୍କ ବିନା ଆଉ କାହା ଠାରେ ପରିତ୍ରାଣ ନାହିଁ।ଦିନ ଆସିବ ସମସ୍ତେ ଯୀଶୁଙ୍କୁ ବିଶ୍ୱାସ କରିବେ ସେ ଦିନ ସ୍ବର୍ଗ ରେ ମହା ଆନନ୍ଦ ହେବ।
@entertain502
@entertain502 5 күн бұрын
ସ୍ବର୍ଗ କୁ ଯାଅ କିଏ ଅଛି ଦେଖିବ 😂😂😂
@dayanidhibarik224
@dayanidhibarik224 5 күн бұрын
😅
@sumantdehury5870
@sumantdehury5870 5 күн бұрын
Jisu god pua hele hindu god bapaa. Karan ishwar ranra putra god jisu . Ishwar heuchhanti devo ka dev mahadev. Om nama shivaya
@juliyasjagaranga
@juliyasjagaranga 6 күн бұрын
Christian ଧର୍ମ ଲୋକଙ୍କୁ ତମେ ଯେତେ ତାଡନା ଦେବ ସେତେ ଅଧିକ ବଢିବ ଏବଂ ବିଶ୍ୱାସରେ ଦୃଢ଼ ହେବେ, ସବୁ ଧର୍ମ ଲୋପ ପାଇବ କିନ୍ତୁ Christ ଧର୍ମ କଦାପି ଲୋପ ପାଇବ ନାହିଁ
@KasamKumar-w4o
@KasamKumar-w4o 3 күн бұрын
ଆରେ ସମସ୍ତେ ଖ୍ରୀଷ୍ଟିଆନ୍ ହେଲେ ଦେଶ ଶାନ୍ତି ରହିବ କାହିଁକି ନା ହିନ୍ଦୁ ଧର୍ମ ହୋତୀୟlର ଧରିବl ଶିଖାଏ ମୁସଲିମ ଧର୍ମ ବି ହୋତୀୟlର ଧରିବl ଶିଖାଏ ଖ୍ରୀଷ୍ଟୀୟାନ ଗୋଟେ ଧର୍ମ ଯଉଟା କେବଳ ଶାନ୍ତି ସିଖାଏ ମାରପିଟ୍ ବିଲକୁଲ ଆଲାଉ ନାହିଁ ଖ୍ରୀଷ୍ଟିଆନ ଧର୍ମ ରେ ଜଣେ ମାରିଲେ ବି ତାକୁ ନ ମାରି ତlପାଇଁ ପ୍ରାର୍ଥନା କର ଶିଖାଏ ,ତମେ ଜୟ ଶ୍ରୀରାମ କହିକି ଜଣକୁ ମରିପlର କିନ୍ତୁ ଯୟ ଯୀଶୁ କହିଲେ ମାରିବା ହlତ ତଳକୁ ହେଇଥାଏ ଏଇଟା difference
@bhadhinathkabasi9055
@bhadhinathkabasi9055 7 күн бұрын
ତମକୁ ଭଲ ଲାଗୁଚି ଆମ୍ବକୁ ନୁହେଁ god blessyou.
@ManojSabar-zj5kc
@ManojSabar-zj5kc 10 күн бұрын
ଯେତେ ଯାହା କରୁଛ କର କିଛି କରି ପାରିଵ ନାହିଁ ସମସ୍ତେ ଜୟ ଶ୍ରୀ ରାମ କହିବ
@Dibya598
@Dibya598 10 күн бұрын
Jay Jagannath
@Shiva-i9l
@Shiva-i9l 9 күн бұрын
Jay shree ram jay Jagannath 🙏
@amanasabar4428
@amanasabar4428 8 күн бұрын
ସତ କହିଛ ଭାଇ, କିନ୍ତୁ ନା ତାଙ୍କ ସହିତ ଆମେ କେବେ କୋଉ ମନ୍ଦିରରେ ପୂଜା କରିବାର ସମାନ ଅଧିକାର ପାଇଛୁ ନା କୋଉ ରୋଷେଇ ଶାଳରେ ମିଶିକି ରୋଷେଇ କରି ଖାଇବାର ଅଧିକାର ପାଇଛୁ। ହିନ୍ଦୁ ଧର୍ମ ଯଦି ଏଥେ ଭଲ ଆମେ ଆଦିବାସୀ ମାନେ କାହିଁକି ବ୍ରାହ୍ମଣ ମାନଙ୍କର ଗୁଲାମ୍ରେ ଅଛୁ? .... ଥରେ ନିଜକୁ ପଚବକୁ ନିହାତି ଦରକାର। ଧର୍ମ କର୍ମ ଛାଡ଼ି, ଭଲ ହେବ ଯଦି ସତ୍ୟ ଇଶ୍ୱର୍ରଙ୍କର ଖୋଜିବାକୁ ବାହାରିବା!!????
@GodWithUs_Official
@GodWithUs_Official 7 күн бұрын
ଯେତେ ଯାହା କଲେ ବି ତୋମେ କିଛି କରିପାରିବନି କାରଣ ସତ୍ୟ ✝️ଯୀଶୁଖ୍ରୀଷ୍ଟ ଈଶ୍ଵର ଅଟନ୍ତି ✝️🙏🙏 🙏🙏Jai Yeshu Masih K🎉
@MyDream-kx1ru
@MyDream-kx1ru 7 күн бұрын
ମୁଁ ଘର ବାପଶି କରିଛି ଆଦିରେ ମାନେ କରୋଡ ବର୍ଷ ପୂର୍ବେ ଯେ ଏ ବିଶ୍ୱୋକୁ ସୃଷ୍ଠି କରିଥିଲେ ତା ଘରକୁ ମାନେ ୟାହୋଭା ଘରକୁ ବାପଶି କରିଛି ଆଉ ସନାତନି ବନିଛି ମୁଁ ଭାରି ଖୁସି ଅଛି jai ସନାତନି ମୁଁ ସନାତନି jai yeshu,
@susantabhoi3452
@susantabhoi3452 9 күн бұрын
ହିନ୍ଦୁ କଳଙ୍କ ଧର୍ମ ଛୋଟ ଜାତି SC, St, obc ପାଇଁ ବିପଦ
@rajendramuduli6009
@rajendramuduli6009 9 күн бұрын
ସବୁ ଧର୍ମରେ ଜାତି ଅଛି ରେ ଭାଇ
@Seralhembram096
@Seralhembram096 9 күн бұрын
​@@rajendramuduli6009nahi they don't treat them inhuman okk
@PramodLima-fg3mk
@PramodLima-fg3mk 8 күн бұрын
Christian Dharm re ଜାତି ନାହିଁ
@surajkumardas2607
@surajkumardas2607 7 күн бұрын
Magiha Christian Banda Jesus Madarchod 2000 Barsa Purba Ru To Jesus Kouthi Thila 😂
@rajendramuduli6009
@rajendramuduli6009 7 күн бұрын
@@Seralhembram096 କାହିଁ ତମକୁ କିଏ କହୁଛି କି? କୋଟା ନେବାକୁ ,,ତମେ ମନା କରିଦିଅ,,,ମଣିଷ ମାତ୍ରକେ ହିଂସ୍ର ଏ କଥା ସତ ଯାହାପାଖରେ ପଇସା ଅଛି ସେ ଗରିବଙ୍କୁ ଘୃଣା କରେ ଏହା ସାଧାରଣ କଥା
@krushnachandrabehera9339
@krushnachandrabehera9339 5 күн бұрын
Pura hit haba.
@Aswinipradhan-143
@Aswinipradhan-143 10 күн бұрын
ଆରେ ପାଗଳ କଣ କହୁଛୁ ତୁ ନିଜେ ଜାଣି ପାରୁଛୁ!
@Hindustanzindabad-x
@Hindustanzindabad-x 10 күн бұрын
Tu b chaula pain convert heigalu
@Dibya598
@Dibya598 10 күн бұрын
​​@@Hindustanzindabad-x maninia sie convert hoijaichi , ta ethire problem kn , eeta ta iccha , hue ta , ta pakhare chaula na thila bele kehi anya dharma ra loka taku sahajya karichi , ta gote prakar sie ta runa sujhiba pain tanka dharma grahana karichi. Just like karna , jie ki adharma ku support karibaku badhya hela . prakrutare bhai sata katha hela , dharma kaunasi naa re nuha karma re thae, bhala karma kara aau kharap karuthiba lokanku oppose kara , so jau mane emiti karuchanti , jadi semane badhya kari lokanku emiti karauchanti , tahele tanka uppare action nia. Aau sabuthu bada katha hela ee jau ekata , samastanka bhitare acchi aau asubidha samayare sabu ekathi bi hebe , yele samaste je emiti ekathi hua ekathi hua lageichanti , ta phalare dharma gote boarder bhaliya kama karuchi , aau dine na dine boarder bhitare judhya hni hue , sethipain agaru bi samaste bhai bhai bhali khusire rahuthile , aau ebe bi semiti rahiba darkar , no doubt jie bi bhul karu danda miliba darakar , irrespective of his or her religion❤
@SanjuBaba2016
@SanjuBaba2016 8 күн бұрын
​@Hindustanz ଆଉ ତୁ କଣ ଦେଇ ପାରୁନ କାହାକୁ ?... ହିନ୍ଦୁ ଧର୍ମରେ କେହି ଦେଇ ପାରୁ ନାହାନ୍ତି କି? ହିନ୍ଦୁ ଧର୍ମର ଲୋକ ମଧ୍ୟ ଦେଇପାରିବେ ଭାଇ ତୁମେ ମଧ୍ୟ ବେସାହାରା କୁ ଦେଇକି ଦେଖ ତୁମ ଧର୍ମ ବିଷୟରେ କିଛି କହିବା ଦରକାର ନାହିଁ ଯଦି ଇଛା ହେବ ତାହା ହେଲେ ସେ automatically ତୁମ ଧର୍ମ କୁ follow କରିବ...
@premjohnpaul2524
@premjohnpaul2524 5 күн бұрын
ଭାଇ ତମ ପାଖରେ ଟଙ୍କା ନାହିଁ, ଯଦି ଟଙ୍କାରେ ମଣିଷକୁ କିଣେ, ତା ହେଲେ ତୁମେ ମଧ୍ୟ କିଣିଦିୟ, ଟଙ୍କାରେ ମଣିଷକୁ କିଣି ପାରିବେନି,,ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର। 16 ଯେ ବିଶ୍ୱାସ କରେ ଏବଂ ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ସେ ବିଶ୍ୱାସ କରେ ନାହିଁ, ସେ ଦଣ୍ଡାଜ୍ଞା ପାଇବ। ଯୋହନ ୧୬:୧୫
@AnwesanaNag
@AnwesanaNag 4 күн бұрын
Mark:16:15 bhai
@mniroz143
@mniroz143 9 күн бұрын
ଆମେ ପୁଷ୍ପା 3 ଆସିଲେ ଦେଖିବୁ ତମର ସନତାନି ଫିଲ୍ମ ତମ ପାଖରେ ରଖ।
@biswajitbiswal8935
@biswajitbiswal8935 5 күн бұрын
We completely support this movie.
@nababkhan7590
@nababkhan7590 7 күн бұрын
Film 📽️🎥 director mane hi sabu jati bhitare farak danga cret kareibaku chahuchanti
@Bestlife31808
@Bestlife31808 6 күн бұрын
ଓଡିଶା real ଷ୍ଟୋରୀ 🚩🚩🚩🚩🚩🇮🇳🇮🇳🇮🇳🇮🇳
@rubenmandal2152
@rubenmandal2152 7 күн бұрын
ପ୍ରତମେ ତୁ ନିଜକୁ ପଚାରେ ଧର୍ମ ବିଶ୍ବାସୀ ନା ବେପାରୀ, ଧର୍ମ ବିଶ୍ବାସୀ କାହାକୁ ଘୃଣା କରନ୍ତି ନାହି
@mohantaram9321
@mohantaram9321 7 күн бұрын
Very good ❤release hoba darkar ...Khali odia bhasa re nuho sabu bhasa release hoba darkar tahele jai dharma paribartan karou Thiba loko manaka ro asalmukha kholibo ...
@rmcreation2103
@rmcreation2103 11 күн бұрын
ଭାଇ ତମେ ଠିକ୍ କଥା କହିଛ ❤❤❤
@SANGRAMBHATTA-vs5cb
@SANGRAMBHATTA-vs5cb 5 күн бұрын
ଭାଇ ଆପଣକୁଂ ଯେତେ ଧନ୍ଯବାଦ ଦେଲେ କମ୍। ଭଲ Topick ଉପେରେ ଆଲୋଚନା କରିଛନ୍ତି। 😊😊😊😊😊😊😊🙏🙏🙏🙏🙏🙏🤝🤝🤝🤝🤝🤝🤝🤝👍👍👍👍👍👍 Jay shree ram🙏🙏🙏🙏🙏🙏🙏🙏🙏 💪💪💪💪💪
@SAMIRMALLICKVLOGS
@SAMIRMALLICKVLOGS 9 күн бұрын
🕉️🕉️🕉️🕉️🕉️🕉️Jai Shree Ram 🚩 🚩 🚩 🚩 🚩 🙏🙏🙏🙏🙏🙏🙏🙏Jai Jagannath 🙏 🙏 🚩 🚩 🚩
@baishnabcharansahoo9119
@baishnabcharansahoo9119 7 күн бұрын
ଭାରତରେ ହିନ୍ଦୁ କିଏ? କଣ ବ୍ରାହ୍ମଣ ହିନ୍ଦୁ? କଣ କ୍ଷତ୍ରିୟ ହିନ୍ଦୁ? କଣ ବୈଶ୍ୟ ହିନ୍ଦୁ? କଣ ଶୁଦ୍ର ହିନ୍ଦୁ? ଯଦି ଆମେ ସମସ୍ତେ ହିନ୍ଦୁ! ତାହାହେଲେ ହିନ୍ଦୁ ମାନଙ୍କ ପରସ୍ପର ମଧ୍ୟରେ ସାମାଜିକ ରୂପେ ପୁଅ ଝିଅ ମାନଙ୍କର ବାହାଘର ହୋଇ ପାରୁ ନାହିଁ କାହିଁକି??? କାରଣ ଆମେ କେହି ହେଲେ ହିନ୍ଦୁ ନୁହନ୍ତି। ଆମେ ଅନେକ ପୂର୍ବରୁ ଚାରି ବର୍ଣ୍ଣ ଓ ୬୭୪୩ ଜାତି ରେ ବିଭାଜିତ ହୋଇ ଯାଇ ଅଛେ। ଯଦି ଆମେ ହିନ୍ଦୁ କେବଳ ଭୋଟ ଦେଇ ସରକାର ବାଛିବା ପାଇଁ ହିନ୍ଦୁ ଅଟନ୍ତି।
@SubratLima
@SubratLima 11 күн бұрын
It's rong bro all God respect give
@AnjaliSwain-r9d
@AnjaliSwain-r9d 6 күн бұрын
A bhai ta kichhi janinahanti prabhu tumaku ashribad karantu... Prabhu jisu ek matra parmeshwar Ama manankar nirmana karta se ama jagat ku asile paap ku dhauta kale mo prabhu jisu papa samastinkara papa amen🙏
@KILLER_SPY
@KILLER_SPY 9 күн бұрын
Mo balo movie 😅😂
@abhayamallick
@abhayamallick 9 күн бұрын
Bala kahaku kua jaye janichu
@sibaramsabar2304
@sibaramsabar2304 8 күн бұрын
କେତେମିଳିଲା ପଇସା ବାଇଡ଼ ଦେଉଛ
@LaxmanDigal-i2w
@LaxmanDigal-i2w 10 күн бұрын
Jay shree jagannath Jay shree ram har har mahadev
@santoshkumarnayak2131
@santoshkumarnayak2131 8 күн бұрын
ଆରେ ଭାଇ ଅସୁବିଧା ହଉଚି ଛୁଆଁ ଅଛୁଆଁ ଜାତି ଭେଦ ହିନ୍ଦୁ ଧର୍ମ ରୁ ଆଗ ଉଠଓ
@odisatv7
@odisatv7 9 күн бұрын
ଭାଇ ସତ କଥା ହେଲା ମୁସଲମାନ ମାନେ ଭାରତ କୁ ମୁସଲମାନ ଦେଶ ବନେଇବା କୁ ଚେ଼ଷ୍ଟା ଚାଲିଛି ଓଡିଶା ରେ ଯେଉଁଠାରେ ବାଂଲାଦେଶୀ ମାନକୁଂ ଦେଖୀବେ ହାଣି ଦିଅନ୍ତୁ ନ ହେଲେ ଗୋଡାଏ ମାଡ ମାରି ପୁଲିସ୍ ରେ ଦିଅନ୍ତୁ
@Anak3164
@Anak3164 8 күн бұрын
ପ୍ରଥମେ ତମେ ବାଂଲାଦେଶୀ ଙ୍କୁ ହାଣ... ଆମେ ହାଣି ପାରିବୁ ନାହିଁ.. ଆମର ପିଲା ଛୁଆ ଅଛନ୍ତି
@Alit_Naik
@Alit_Naik Күн бұрын
ଭାରତ = ହିନ୍ଦୁସ୍ଥାନ ତେଣୁ ମୁଁ ଗର୍ବ କରେ ହିନ୍ଦୁ ହିସାବରେ l ଆଉ ଯିଏ ଯାହା ପାଇଁ ନିଜକୁ ଗର୍ବ କରୁଛି ଛାଡ଼ ଭାଇ 🤟🤟🤟
So Cute 🥰 who is better?
00:15
dednahype
Рет қаралды 19 МЛН
Try this prank with your friends 😂 @karina-kola
00:18
Andrey Grechka
Рет қаралды 9 МЛН
The evil clown plays a prank on the angel
00:39
超人夫妇
Рет қаралды 53 МЛН
Sabita bhabi returns ll Chandan biswal ll Odia comedy ll
24:13
Chandan Biswal
Рет қаралды 2,6 МЛН
So Cute 🥰 who is better?
00:15
dednahype
Рет қаралды 19 МЛН