MLA ବାବୁ ଙ୍କ ପଡିସା ଆଦିବାସୀ ଜନଜାତି ଙ୍କ ଗାଁ କୁ ରାସ୍ତା ଜାଉନି /

  Рет қаралды 550

KANHAR BHAI

KANHAR BHAI

Күн бұрын

MLA ବାବୁ ଙ୍କ ପଡିସା ଆଦିବାସୀ ଜନଜାତି ଙ୍କ ଗାଁ କୁ ରାସ୍ତା ଜାଉନି (bangulipadar) /#kanhar bhai #kandhamal
ଆଜି ବୁଲିବାକୁ ଗଲୁ ବେଙ୍ଗଲି ପଦର । ଏହି ଗ୍ରାମ ଟି ଦେଖିବାକୁ ବହୁତ୍ ସୁନ୍ଦର ଏହି ଗ୍ରାମ ରେ ପ୍ର।ୟତଃ ୨୦ ଟି ଘର ରହିଛି ବିଜୁ ପକ୍କା ଘର ରୁ ମଧ୍ୟ ବଞ୍ଚିତ ଅଛନ୍ତି।ଘର ଗୁଡ଼ିକ ଆଜି ବି ଛୋଟ କୁଡିଆ ଭଳି ଲାଗୁଛି।ବେଙ୍ଗଲି ପଦର ଏକ ଆଦିବାସୀ ଜନଜାତି ଗାଁ ଟିଏ।ଏଇ ଲୋକ ମାନେ ମୁଖ୍ୟ ତଃ କୃଷି ଉପରେ ନିର୍ଭର କରିଥାନ୍ତି।ଏହି ଗ୍ରାମରେ ଧାନ, ମକା, କାନ୍ଦୁଲ ଓ ଗହମ ଚାଷ ଆଦି ବହୁତ ମାତ୍ରାରେ ଦେଖିବାକୁ ମିଳିଥାଏ। ରାସ୍ତାର ଅଭାବ ହେତୁ କୌଣସି ପ୍ରକାରରେ ବଜାରକୁ ଜାଇ ବିକ୍ରି କରି ପୁଞ୍ଜି ଆଦାୟ କରିବା ସମ୍ଭବ ହେଉନାହିଁ।ପାଖ ଗ୍ରାମର MLA ବାବୁ ଥାଇ ମଧ୍ୟ ବେଙ୍ଗଲି ଗ୍ରାମକୁ ରାସ୍ତାର ସୁଜୋଗ ଦିଆଯାଉନାହିଁ ବୋଲି ଗ୍ରାମବାସୀମାନେ ଆପତ୍ତି ଜଣେଇଛନ୍ତି।
#kanhar bhai
#adivasivlogs
#adibasi
#village
#kanhar
#desivlog
#kandhamal
#phulbani
#villagelife
#bengulipadar

Пікірлер: 14
@LingarajKanhar-w7t
@LingarajKanhar-w7t 19 күн бұрын
Nice vloge bahut bhalo heichhi
@KaranKumar-s4t1q
@KaranKumar-s4t1q 25 күн бұрын
❤❤nice
@Kanharbhai
@Kanharbhai 25 күн бұрын
@@KaranKumar-s4t1q thank you
@SAMIRMALLICKVLOGS
@SAMIRMALLICKVLOGS 26 күн бұрын
I ❤️ Kandhamal district
@Kanharbhai
@Kanharbhai 25 күн бұрын
@@SAMIRMALLICKVLOGS we love kandhamal 😍👌
@srabanapradhan7490
@srabanapradhan7490 26 күн бұрын
Nice bro
@Kanharbhai
@Kanharbhai 25 күн бұрын
@@srabanapradhan7490 thank you bro 😊
@Kanharbhai
@Kanharbhai 25 күн бұрын
@@srabanapradhan7490 ଶ୍ରବଣ ଭାଇ କେମିତି ଅଛ
@payalmusic355
@payalmusic355 25 күн бұрын
ରାସ୍ତା ଉପରେ ଏତେ ବଡ଼ ପଥର ଦେଖି ଦୁଃଖ ଲାଗିଲା
@Kanharbhai
@Kanharbhai 25 күн бұрын
@@payalmusic355 ହଁ ଭାଇ ଧନ୍ୟବାଦ
@tribevloggeruttam
@tribevloggeruttam 26 күн бұрын
ବହୁତ ଭଲ ଲାଗିଲା ଭାଇ 🙏🙏🙏 ଏମିତି ଭଲ ଭଲ ଭିଡ଼ିଓ ଆନନ୍ତୁ 🙏
@Kanharbhai
@Kanharbhai 25 күн бұрын
@@tribevloggeruttam ଧନ୍ୟବାଦ୍ ଉତ୍ତମ ଭାଇ
@OD..KAHANISTORY123
@OD..KAHANISTORY123 11 күн бұрын
Very nice place bro, I am kandhamal district, balliguda block 🙏🙏🙏🙏🙏🙏🙏♥️♥️♥️♥️♥️♥️
@Kanharbhai
@Kanharbhai 11 күн бұрын
@@OD..KAHANISTORY123 thank u bro
DIRTY DIAMONDS - The Child Miners of Sierra Leone 🇸🇱
30:10
Progetto Happiness
Рет қаралды 2 МЛН
How I Turned a Lolipop Into A New One 🤯🍭
00:19
Wian
Рет қаралды 9 МЛН
How To Get Married:   #short
00:22
Jin and Hattie
Рет қаралды 31 МЛН
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 53 МЛН
How I Turned a Lolipop Into A New One 🤯🍭
00:19
Wian
Рет қаралды 9 МЛН