MLA : ଫାଇନାଲ ହେଲା ବିଧାୟକଙ୍କ ଦରମା ! | MLA Salary In Odisha | Salary Hike Demands | Odia News

  Рет қаралды 23,885

News18 Odia

News18 Odia

Күн бұрын

Пікірлер: 165
@Lucky-sk3lo
@Lucky-sk3lo 5 күн бұрын
MLA ମାନଙ୍କୁ pm ଆବାସ ଓ ରାସନ କାର୍ଡ ଦିଆଯାଉ ବେଲାଜ୍ୟା
@khagabhaivillage
@khagabhaivillage 6 күн бұрын
ନେତା ମନ୍ତ୍ରୀଙ୍କର ଦରମା ଚିନ୍ତା । ସାଧାରଣ ଜନତାଙ୍କର ରାତି ପାହିଲେ ଆଳୁ କିଣିବା ଚିନ୍ତା । ଧନ୍ୟରେ ଓଡ଼ିଶା ନେତା
@khagabhaivillage
@khagabhaivillage 6 күн бұрын
ନେତା ମନ୍ତ୍ରୀଙ୍କର ଅନେକ ଆଶା , ଓଡିଶାର ଜନତା ଭଲରେ ରହିଲେ , ନେତା ମନ୍ତ୍ରୀଙ୍କୁ ଭଗବାନ ଭରସା, ଜୟ ଜଗନ୍ନାଥ.ପ୍ରଭୂ ପୁରଣ କର ସମସ୍ତଙ୍କର ଆଶା
@biswambharmanahira966
@biswambharmanahira966 6 күн бұрын
ହେ ମୋର ପ୍ରିୟ ମୁଖ୍ୟମନ୍ତ୍ରୀ, ଆପଣମାନେ ଦେଶସେବା କରୁଛନ୍ତି ନ ଦେଶକୁ ଶୋଷଣ କରୁଛନ୍ତି l ଆପଣଙ୍କ ଦରମା ରାତା ରାତି ବଢିପାରୁଛି କିନ୍ତୁ ଜଣେ ପ୍ରାଥମିକ ଶିକ୍ଷକଙ୍କ ଦରମା ବଢ଼ାଇଲା ବେଳେ ପଛଘୁଞ୍ଚା ଦେଉଛନ୍ତି କାହିଁକି l
@bhagyabanjenamoni8539
@bhagyabanjenamoni8539 5 күн бұрын
Absolutely correct
@gourangacharangouda6203
@gourangacharangouda6203 6 күн бұрын
ସେମାନଙ୍କ ସ୍ୱାର୍ଥ ପାଇଁ ସେମାନେ ସମସ୍ତେ ମିଶୁଛନ୍ତି ଦରମା ବଢିବା ପାଇଁ, କିନ୍ତୁ ଓଡିଶା ର ସ୍ୱାର୍ଥ ପାଇଁ ନୁହଁ. ଗୋଟେ ସାଧାରଣ କର୍ମଚାରି ଟେ 10-15 ହଜାର ଟଙ୍କାରେ କେମିତି ପରିବାର ଚଳାଉଛନ୍ତି ବୁଝିଛନ୍ତି, ଦରମା ବଢୁ ବୋଲି ଚାହିଁଛନ୍ତି. ଖାଲି ରାଜନେତା ସରକାରୀ ବାବୁ ମାନଙ୍କର ହିଁ ଅସୁବିଧା ହଉଛି,ଏଜେନସି କର୍ମଚାରୀ କୁ କିଏ ପଚାରେ.
@milanmamafarmhouse4323
@milanmamafarmhouse4323 6 күн бұрын
ଠିକ କହିଲ ଭାଇ ,ଆମେ strike କରିବା ଦରକାର
@ramkumarsa4889
@ramkumarsa4889 5 күн бұрын
ସେମାନେ କଣ ଚାକିରୀ କରୁଛନ୍ତି କି?,ପାଞ୍ଚ ବର୍ଷ ପାଇଁ ଜନସାଧାରଣଙ୍କ ସେବା ପାଇଁ ନିର୍ବାଚିତ ହୋଇ ଆସୁଛନ୍ତି.ତାହା ହେଲେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ରଖାଯାଉ.ଜଣେ ପାଠ ପାଠପଢି ତିରିଶ ବର୍ଷ ଚାକିରୀ କରିବ ପେନସନ ପାଇବ ନାହିଁ. ଆଉ ଆପଣ ମାନେ...
@satyaprakashsahu2481
@satyaprakashsahu2481 5 күн бұрын
ସେବା ପୁଣି ଦରମା ବଢିବ l କଣ ସେବା
@arucharanpradhan5502
@arucharanpradhan5502 6 күн бұрын
ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ସରକାରଙ୍କ କର୍ମଚାରୀଙ୍କ ଦରମା କାହିଁକି କମ ରଖା ଯାଇଛି?କେନ୍ଦ୍ର ହାରରେ ଦରମା ଦିଆଯାଉ।
@ChandanMajhi-ff1us
@ChandanMajhi-ff1us 5 күн бұрын
Write sir
@sadashibabag3791
@sadashibabag3791 5 күн бұрын
ଯାହା କୁ ଇଛା ନାହିଁ ଏସ୍ତଫା ଦିଅ
@pradipkumarmallick8143
@pradipkumarmallick8143 6 күн бұрын
ସବୁ ବିଧାୟକ ତ ଜନ ସାଧାରଣ ମାନଙ୍କର ସେବା ପାଇଁ ନିର୍ବାଚନ ଲଢ଼ୁଛନ୍ତି ଦରମା କଣ୍ ହବ, ଭୋଟ ବେଳେ ଗୋଟେ କଥା ଭୋଟ ପାଇଲା ପରେ ଆଉ ଗୋଟେ କଥା, 😢
@DebendraRout-x9i
@DebendraRout-x9i 5 күн бұрын
ରାଜ୍ୟ ଅଉ ଦେଶ କୁ ଶଳେ ବିକି ଦେବେ,
@PrasannakumarPanda-m2d
@PrasannakumarPanda-m2d 5 күн бұрын
କିଛି ଦରକାର ନାହିଁ, ଦରମା ଵଢିଵା କାରଣ ଏମାନେ ଜନସେବା କରିବାକୁ ଆସିଛନ୍ତି ।ଯାହା ବି ପାଉଛନତି,ଵହୁତ ।ଅନେକ ଲୋକ ଭୋକରେ ତାଙ୍କ କଥା କିଏ ଵଝିଵ।ସାଧାରଣ ଲୋକ କଣ କର ଦେଇକି ମରିଵେ ।
@jantarammeher4304
@jantarammeher4304 5 күн бұрын
Sir ଓଡ଼ିଶା ରେ ହଜାର ହଜାର ବ୍ଲକ୍ ଗ୍ରାଣ୍ଟ ହାଇ ସ୍କୁଲ ଅଛି ଆଜି ପର୍ଯ୍ୟନ୍ତ ଏକ ଟଙ୍କl ବି ପାଇନାହିଁ 20/25ବର୍ଷ ଚାକିରୀ କଲେଣି 😢
@sibugaminggameryt709
@sibugaminggameryt709 5 күн бұрын
ଆଉ କାହା ଦରମା ଦରକାର କଥା ଚିନ୍ତା କର ନାହିଁ ଖାଲି ML ଙ୍କ ଦରମା କଥା ଚିନ୍ତା କର..
@chayiye
@chayiye 5 күн бұрын
ଏଇ ନେତା ମାନଙ୍କ ପାଇଁ ଦର୍ ଦାମ ବୃଦ୍ଧି ହେଇଛି ଚାକିରି କରୁଥିବା ଙ୍କ ପାଇଁ ଦର୍ ଦାମ ବୃଦ୍ଧି ହୋଇ ନାହିଁ ଦୁନିଆ ରେ ଯେଉଁ ଜିନିଷ ଖାଉ ଛନ୍ତି ଲୋକ ମାନେ ତାହା ବହୁତ୍ ଶସ୍ତା ଆଉ ନେତାମାନେ ଯେଉଁ ଜିନିଷ ଖାଉଛନ୍ତି ତାହା ବହୁତ୍ ମହଙ୍ଗା ଦରମା ବଢ଼ି ବା କଥା ନେତା ମାନେ ଯେଉଁ ଜିନିଷ ଖାଉଛନ୍ତି।ସେଇଟା ହେଉଛି ଲୋକଙ୍କ ମଲ
@himansudash9149
@himansudash9149 5 күн бұрын
ଦେଶ କୁ ଏ ନେତା ଖାଇ ଦେବେ।
@banchhanidhigaigaria1914
@banchhanidhigaigaria1914 6 күн бұрын
ଗୋଟିଏ ପରିବାର ପାଇଁ କେତେ ଟଙ୍କା ମାସିକ ଦରକାର ବିଚାର କରହେଉ ତାପରେ ଦରମା ବଢା ହେଉ
@bhagyabanjenamoni8539
@bhagyabanjenamoni8539 5 күн бұрын
Nice suggestion
@silpibrajendrarout5921
@silpibrajendrarout5921 5 күн бұрын
ଲୋକମାନଙ୍କ ମତାମତ ନିଆ ଯାଉ
@bhagyabanjenamoni8539
@bhagyabanjenamoni8539 5 күн бұрын
Excellent suggestion
@jitendrabehera4249
@jitendrabehera4249 5 күн бұрын
ସାଧାରଣ ବାହ୍ୟଠିକା କର୍ମଚାରୀ 8ru10hajara ଦରମା ପାଉଛନ୍ତି କେମିତି ଚଳୁଛନ୍ତି ଥରେ ଚିନ୍ତା କରନ୍ତୁ
@PurnachandraBhue-s7u
@PurnachandraBhue-s7u 5 күн бұрын
ଆମର ଓଡିଶା ର ଲୋକ ମାନଙ୍କର ରକତ ପିଅ ରେ ନେତା ମନେ
@LaxmanMohapatra-ys7cn
@LaxmanMohapatra-ys7cn 6 күн бұрын
JTS regular karajau. Then MLA nka salary badhajau.
@shyamsahu5765
@shyamsahu5765 5 күн бұрын
Right 👍
@bibhutisahoo7344
@bibhutisahoo7344 5 күн бұрын
Don't run after government jobs Prepare for lucrative MLA Post.
@bipinbihariswain3511
@bipinbihariswain3511 5 күн бұрын
No need to increase the salary of MLAs as Odisha people are very poor. More than one crore people are migrant labourers. Seventy percent people are Poor and are supplied free rice. Rampant unemployment in Odisha. MLAs should be with people.
@DIKCHARANPRADHAN
@DIKCHARANPRADHAN 4 күн бұрын
ବିଧାୟକମାନଙ୍କୁ ସର୍ବ ନିମ୍ନ ମଜୁରୁ ଦେବା କଥା ?
@manbodrana5313
@manbodrana5313 5 күн бұрын
୭୩ପ୍ରତିଶତ କୋଟିପତି ହେଲେଣି ତଥାପି ସେମାନଙ୍କୁ ଆଣ୍ଠୁ ନାହିଁ ।ଜଣେ ଶିଖିତ ପିଲା ୭୦୦୦,୧୦୦୦୦ ଟଙ୍କା ରେ ଚାକିରି କରୁଛି ।ସେମାନେ କିପରି ଚଲୁଥିବେ ।
@bhagyabanjenamoni8539
@bhagyabanjenamoni8539 5 күн бұрын
Really , this is the most crucial issue that how a JTS can maintain himself and his family with a salary of Rs 9000 p/m
@arabindaPrusty-v5x
@arabindaPrusty-v5x 4 күн бұрын
ଦର ଦାମ କେବଳ ଏମ ଏଲ ଏ ମାନଙ୍କ ପାଖରେ ବଢିଯାଉଛି, କିନ୍ତୁ ଶିକ୍ଷକ ମାନେ ବାହାରେ ଯାଇ ୯୦୦୦ ଟଙ୍କା ରେ କିପରି ଚଳିବେ ? ଏମ ଏଲ ଏ ମନ୍ତ୍ରୀ ମାନଙ୍କ ଜୀବନ ହେଉଛି ମଣିଷ ଜୀବନ, ଶିକ୍ଷକ ମାନଙ୍କ ଜୀବନ ଖଟା ପଖାଳ। ନୁହଁ, ଏଇ ହେଉଛି ଭାରତ ର ସମ୍ବିଧାନ।
@sadashibabag3791
@sadashibabag3791 5 күн бұрын
ସବୁ ସ୍ୱାଥ ପର ଲୋକ ମାନ ଙ୍କ କଥା ଚିନ୍ତା କରିବେ ନାହିଁ
@Prasantakumarpatel-p5r
@Prasantakumarpatel-p5r 5 күн бұрын
କିନ୍ତୁ ଜନ ସାଧାରଣ ଙ୍କ ଭର୍ତି ବଢିଲା ନାହିଁ ।
@K.Siladityavlogs
@K.Siladityavlogs 5 күн бұрын
କାମ ଚୋର ନେତା ମନ୍ତ୍ରୀ ମାନଙ୍କ ଉପରକୁ କଥା ଆସିଲେ ସେମାନେ ସେଇ ଛୋଟ କର୍ମଚାରିକୁ ଢାଲ କରି ଖସି ଯାଉଛନ୍ତି. ଧନ୍ୟ ଗଣତନ୍ତ୍ର ଧନ୍ୟ. ସେଇ ଛୋଟ କର୍ମଚାରିଟିଏ ନଥିଲେ kou ଗୋଟେ ବି ସରକାରୀ ଦପ୍ତର କାମ ହେଇପାରିବନି. କାରଣ ନେତା ମନ୍ତ୍ରୀ ମନେ ପୁରା ଅପାଠୁଆ. ସେମାନଙ୍କୁ ବର୍ଣ୍ଣବୋଧ ଆସେନି math କଥା ଦୂର.
@shibakumardash8970
@shibakumardash8970 5 күн бұрын
Poor MLA are suffering a lot so please increase thrice to the present salary.
@ashisbehera3543
@ashisbehera3543 5 күн бұрын
Primary teacher mananku regular kara jaau
@milanthelakoushiknanchhpr9164
@milanthelakoushiknanchhpr9164 5 күн бұрын
ଆଗିଆ।।। କୁହନତୁକେଊ। ବିଧୀୟକ।। ରଘର।।।ଗାଡି।।। ପଈଷା।।। ନାହିଁ।। ସବୁ।। ତପିସି।।। ଖିଆ।।। ପିଷିନେବେନି।। କିସବୁତ।।। ପିସି।।। ରେ। ଲୁଟି।। ଚାଲିଛନ୍😮😮😮
@chittaranjansamal8853
@chittaranjansamal8853 6 күн бұрын
Wrong very bad decied
@DIKCHARANPRADHAN
@DIKCHARANPRADHAN 4 күн бұрын
ମିଡିଆଙ୍କୁ କେତେ ଟଙ୍କା ମିଳିଛି?
@tudu652
@tudu652 5 күн бұрын
ଅନ୍ୟାନ୍ୟ ସୁଵିଧା ସୁଯୋଗ ନ ଥାଇ ପ୍ରାଥମିକ ଶିକ୍ଷକ 9000 ଟଙ୍କା ରେ କେମିତି ଚଳୁଛନ୍ତି 😢😢😢😢😢
@K.Siladityavlogs
@K.Siladityavlogs 5 күн бұрын
କୋଟି କୋଟି ନେଇକି ମଧ୍ୟ ete ନିଅଣ୍ଟ ସେଥିରେ ପୁଣି ଘର ଆଉ ଗାଡି. ସବୁ ପ୍ରକାର ସୁବିଧା ଯୋଗାଯାଇଥାଏ. ତଥାପି ବିଧାୟକ ମାନଙ୍କ ର ଦରମା ଚିନ୍ତା କିନ୍ତୁ ଏପଟେ କୋଡିଏ ହଜାର ଦରମା ପାଉଥିବା ଛୋଟ କର୍ମଚାରୀ ର ବେତନ କୁ କାଟିଦିଆଯାଉଛି.
@PurusottamSahu-m2g
@PurusottamSahu-m2g 5 күн бұрын
ଏମାନେ ଦରମା ଲାଗି ମାଡ଼ଗଲ ଆଳୁ କଥା କିଏ ପଚାରେ ମିଡ଼ିଆ ଭାଇ ମାନେ ମଧ୍ୟ ଦରମା କଥା କୁ ପ୍ରଚାର କରୁଛନ୍ତି ଆଳୁ କଥା ପ୍ରଚାର କରିବା ଦେଖି ପାରୁନୁ ଯାହାକୁ କୁହାଯାଏ ଚତୁର୍ଥ ସ୍ଥମ୍ଭ ପୁରା ଆଶାହାୟ
@debabratnayak8863
@debabratnayak8863 5 күн бұрын
Agriculture Department ra ATMA staff nku regular kara .Jahaki 2012 year ru khatuchhanti.Au lokanka seba karichhanti.
@bharatbhoi754
@bharatbhoi754 5 күн бұрын
According to BJP Sab ka sarbanash MLAs ka bikash.
@shyamsahu5765
@shyamsahu5765 5 күн бұрын
କୋଟିପତିଙ୍କ ଦରମା ବଢ଼ିବ । ପ୍ରାଥମିକ ଶିକ୍ଷକ କେମିତି ଚଳିବେ 9700 ରେ ।ସେମାନେ ତାଙ୍କ ଦରମା ବୃଦ୍ଧି କରିବେ ବୋଲି ଭୋଟ ଦେଇଛୁ ଆମେ
@prabhanjalinaik8825
@prabhanjalinaik8825 5 күн бұрын
All MLAs must quit salary and perks to prove themselves patriot...if not, salary will be given at par with a construction labourer...
@prabhakarswar1226
@prabhakarswar1226 5 күн бұрын
Was a not necessary. Members of EPS'95 Scheme, though contributed more amount to Govt. Fund, are getting Rs. 1000.00 Rupees one thousand only minimum per month to maintain their family. This has been fixed in 1995 during the UPA Govt. Hence it is the question to my Govt. why more amount is required for the MLA and MP? Is it not the unnecessary expenditure?
@shashankashekhardash5622
@shashankashekhardash5622 6 күн бұрын
ପ୍ରଥମେ ରାଜ୍ୟର ଆର୍ଥିକ ସ୍ଥିତି ପ୍ରତି ଦୃଷ୍ଟି ଦିଆଯିବା ଦରକାର
@alokbasantara5201
@alokbasantara5201 5 күн бұрын
outscoring ki regular karunhanti but M.L.A mananka salary badhuchhi
@jagannath9914
@jagannath9914 6 күн бұрын
Junior teacher schematic ku regular karajau
@dillipjena5818
@dillipjena5818 6 күн бұрын
ପେନସନର ମାନଙ୍କ ମଧ୍ୟ ଦରମା ବଢୁ , ଖାଲି ନେତା ମନ୍ତ୍ରୀ ଙ୍କ ଦରମା ବଢ଼ାଇବା ଠିକ୍ ନୁହେଁ ।
@khagabhaivillage
@khagabhaivillage 6 күн бұрын
ସାଧାରଣ ଜନତାଙ୍କ ଜୀବନ ସହିତ ଖେଳୁଛନ୍ତି ବୋଲି ସେମାନଙ୍କୁ ରୋଗ ହେଉଛି ତଥାପି ବୁଝିପାରୁ ନାହାନ୍ତି | ତେଣୁ ସେମାନଙ୍କୁ ରୋଗ ହେବନି କଣ ଭଗବାନଙ୍କୁ ରୋଗ ହେବ
@rajeshsethy549
@rajeshsethy549 5 күн бұрын
MLA ମାନଙ୍କର ଯଦି ଦରମା ବଢିଲେ...... Jt ମାନଙ୍କ regular କରାଯାଉ ଅନ୍ୟ ରାଜ୍ୟ ରେ ଯେମିତି କର୍ମଚାରୀ ମାନଙ୍କୁ ଯେମିତି ଦରମା ଦିଆହେଉଛି ଠିକ ସେମିତି ଓଡ଼ିଶାର କର୍ମଚାରୀ ମାନଙ୍କୁ ଠିକ ସେମିତି ଦରମା ଦେବା ନିହାତି ଜରୁରୀ... ଯଦି ଅ ସବୁ ନହେଲେ ସରକାରୀ କର୍ମଚାରୀ, ଚାଷୀ ଭାଇ ଓ ଭଉଣୀ ମାନେ ସବୁ ଏକ ହୋଇକି ରାଜ ରାସ୍ତାରେ ଓଲ୍ହେଇବେ. ଏଇଟା ବି ଆମ ମାନଙ୍କର ଦାବି.
@SumantaKumar-m4j
@SumantaKumar-m4j 5 күн бұрын
ଏଠି ଶିକ୍ଷକ ପାଇବ 10,000/ ଆଉ ବିଧାୟକ ପାଇବ 😭😭😭
@K.Siladityavlogs
@K.Siladityavlogs 5 күн бұрын
ସେବକ ଚାକର ର ଦ୍ୱାହିଦେଇ ସେମାନେ ସାଧାରଣ ଲୋକଠୁ ଖସିଯିବାକୁ ସକ୍ଷମ ହେଉଛନ୍ତି.
@pratapjena1193
@pratapjena1193 6 күн бұрын
ସାଧାରଣ ସର୍ମୀକ ମାନଂକର ମଜୁରୀ ଵଢାଜାଉ
@DulumaNayak
@DulumaNayak 5 күн бұрын
UB
@murmuthakur7573
@murmuthakur7573 6 күн бұрын
ସେମିତି ହେଲେ ଗୋଟିଏ ବି କର୍ମ ଚାରି ରଖନ୍ତୁ ନାହିଁ l ସବୁ ଦର୍ମା ବିଧାୟକ ମାନେ ହିଁ ନେଇଯାନ୍ତୁ l ଆଉ ଆମ ଦେଶ ଭଲରେ ରଖିବେ l ଆଉ ଜମ୍ମୁ କାଶ୍ମୀର ରେ ଆପଣ ରାତିରେ ସିତ କାକର ରେ ବlଡ଼ ଭଳି ଠିଆ ହୁଅନ୍ତୁ l ମେଡିକାଲ୍ କଲେଜ ସ୍କୁଲ ରେ ଛୁଆକୁ ପାଠ ପୋଢେଇବେ l
@nproduction3815
@nproduction3815 5 күн бұрын
Neta mankara darama badhiba kintu gov employee mananka darama badhiba ni, Dhanya re sarkar,jts darama bahut badheu dele aame bahut khusi, e sarakar ku aau thare vote dei jitaiba....
@Skgbul470
@Skgbul470 6 күн бұрын
ଯେଉଁ MLA ମିପ ମାନଙ୍କୁ ପୁସଉ ନାହିଁ ହାଣ୍ଡିଆ ମହୁଲି ପାଉଚ ବିକ ସେଥିରେ ବହୁତ ପଇସା ଅଛି.
@RabindraBhoiRabiBhoi
@RabindraBhoiRabiBhoi 5 күн бұрын
No pensan
@purnachandradas7073
@purnachandradas7073 5 күн бұрын
This is our mato of our MLA to day
@kapilcharanmohanty9673
@kapilcharanmohanty9673 5 күн бұрын
2005 later MLA nMp must not get pension like the civil servants.they may be paid EPF
@ramchandraupadhyay3479
@ramchandraupadhyay3479 5 күн бұрын
MLA Mane rajakosa khalikaridia.garibmane marantu
@LaxmidharSamal-gt1pg
@LaxmidharSamal-gt1pg 5 күн бұрын
Please new Government give job for all.
@avayakumarsahu139
@avayakumarsahu139 5 күн бұрын
MLA Mane istafa deidiantu bahut loka achhanti MLA hebaku bina salary re
@avimanyusahoo6103
@avimanyusahoo6103 5 күн бұрын
m.l.a mane kahu kahi darama ghosana hei jau chi kintu teacher, kissan, doctor all services holder brasa barsa dhari khara barsa sita kakara re strike kale tara kichi samadhan heuni . namaskar.I am praud.of you.
@parbatibhuyan6686
@parbatibhuyan6686 5 күн бұрын
Primary teacher mankar darama badha jao
@BiranchiMaharana-l8c
@BiranchiMaharana-l8c 5 күн бұрын
Odisha Loot kete
@kamallochannayak9660
@kamallochannayak9660 5 күн бұрын
Pramila Malik Odisha Jakora Dali Chori Ki Khaila Puni Darama Beshi Darkar Dhik .
@ramchandraupadhyay3479
@ramchandraupadhyay3479 5 күн бұрын
Sir pari.pihu case re akatanahi. Darama badhaela belaku akta.dany Odisha MLA dany
@binod.eha.guruttapurna.ate708
@binod.eha.guruttapurna.ate708 5 күн бұрын
Neta odisha faltu
@KapurchanBhue-r4u
@KapurchanBhue-r4u 5 күн бұрын
Odisha ku MLA sunya karajau
@skjofficial5076
@skjofficial5076 5 күн бұрын
ଯଦି ବିଧାୟକ ଚାକିରୀରେ ଦରମା କମ, ତେବେ ତମର ଗଲୁ କାହିଁକି ହେଉଛି ବିଧାୟକ ହେବାକୁ, ଅଲଗା ଧନ୍ଦା କର,
@santoshkumarmishra2620
@santoshkumarmishra2620 4 күн бұрын
ବିଧାୟକମାନେ ଯେତେବେଳେ ଚାହିଁବେ ଦରମା ବଢିଯିବ. କିନ୍ତୁ ଶିକ୍ଷକପାଇଁ ପେନସନ୍ ନାହିଁ
@santoshkumarmishra2620
@santoshkumarmishra2620 4 күн бұрын
ଏବେ ୩ ଦଳର ବିଧାୟକ ଏକାଠି ହୋଇ ଦରମା ବଢେଇ ନେଇଯିବେ. ଭାଇଭାଇ ଏକାଠି ହେବେ଼
@AKSM.1728
@AKSM.1728 3 күн бұрын
ଅର୍ଥ ଅଭାବରୁ HRA ଦେଇ ପାରୁନାହାନ୍ତି ଓଡ଼ିଶା ସରକାର କହୁଛନ୍ତି, ଅର୍ଥାତ୍ ଏସବୁ ଦୁଃଖର ବିଷୟ !
@Lucky-sk3lo
@Lucky-sk3lo 5 күн бұрын
ଲୁଟି ଚାଲ
@santoshsatapathy4249
@santoshsatapathy4249 5 күн бұрын
Koti pati hele b ahuri 2 lobha peta fatiba parjynta Tanka nei swarga ku jibe Benu mausa bhali huantu Bhagaban asirbad karibe
@debiprasad1256
@debiprasad1256 6 күн бұрын
Kalijugara ravana😅
@krutarthaseth3546
@krutarthaseth3546 4 күн бұрын
ସମସ୍ତ ନେତା ମାନେ ସ୍ବାର୍ଥ ବାଦି କାରଣ ଦରମା ବୃଦ୍ଧି କଲାବେଳେ ନିଜ ନିଜ ଦଳକୁ ଭୁଲିଯାଇ ଏକ ଏବଂ ଅଭିନ୍ନ ହୋଇ ଯାଆନ୍ତି ଆଉ ଯେତେ ବେଳେ ଆଇନ ପାସ୍ କରନ୍ତି ସେମାନେ କିଛି ନ ବୁଝି କେବଳ ବୀରୋଧ କରନ୍ତିଏହି ସ୍ବାର୍ଥପର ମାନଙ୍କ ପରିଭାଷା ଓ ଉଦ୍ଧେଶ୍ୟ।
@skmohapatra-kj3vu
@skmohapatra-kj3vu 5 күн бұрын
Pramila MLA ra beshi abhaba taku au dia amar patato kinibaku Paisa nathau ba bah odisha neta
@hrushikeshmahanta6590
@hrushikeshmahanta6590 5 күн бұрын
Assembly କୁ ଯିବା ପୂର୍ବରୁ ଦରମା କଥା ନ ବୁଝି କାହିଁକି ସେଠାକୁ ଏତେ struggle kari ଯାଉଥିଲ ,ଯଦି ଦରମା ପୋଷାଉନି ଛାଡ଼ି ଦିଅ ,ଯଦି ଦରମା ବଢ଼ାଉଛ ତା ହେଲେ qualification ଅନୁସାରେ ଦିଆଯାଉ
@ramchandraupadhyay3479
@ramchandraupadhyay3479 5 күн бұрын
Prmila malik kar dali tanka sarigalani ki
@BajrangBagh-uk1te
@BajrangBagh-uk1te 5 күн бұрын
Bhatta kebe?
@ganeshpanigrahi8296
@ganeshpanigrahi8296 2 күн бұрын
ଏଶଳା କୁଁ ଟଙ୍କା ଟିଏ ବଡା ନଯାଉ। ଏହି ରାଜ୍ୟର ବିଜୁପଟ୍ଟନାୟକ ରିକ୍ସା ରେ ବିଧାନସଭା କୁ ଯାଉଥିଲେ। ଟଙ୍କା ଟିଏ ଦରମା ନେଉ ଥିଲେ।ଏଶଳା ଇସ୍ତଫା ଦେଇ ଦିଅନ୍ତୁ।
@prakashmahapatra2182
@prakashmahapatra2182 5 күн бұрын
ଜନ ସାଧାରଣ ତ ନିହାଲ. ବହୁତ କାମ କରୁଛନ୍ତି ବିଧାୟକ. ଲଜ୍ୟା ନାହିଁ.
@shyamsahu5765
@shyamsahu5765 5 күн бұрын
Kendriya hara re primary teacher ku salary dia jua
@meghamalanayak3845
@meghamalanayak3845 5 күн бұрын
Pramila mam bhikari Tankar darama badhao.tame MLA mane kaha tanka darama neb.
@DulumaNayak
@DulumaNayak 5 күн бұрын
Sadharana loka pahi dara dam nahi kintu mla manankar a darama darkar
@Lipsa_art
@Lipsa_art 6 күн бұрын
Dina majuri 600 diajau
@shankarkisan1757
@shankarkisan1757 6 күн бұрын
Dinamajuri 800 karajau
@Tulsisinghgartia
@Tulsisinghgartia 5 күн бұрын
😂😂😂😂sabu chati nai ..
@debiprasad1256
@debiprasad1256 6 күн бұрын
Hata panthi nuhe seta peta panthi
@maheshprasadmajhi5836
@maheshprasadmajhi5836 5 күн бұрын
Neta aamo India ku aagei agei nebe😄😄😄😄😄😄😄😄
@Odiadevotee129
@Odiadevotee129 5 күн бұрын
Tume neta tuma darama nije badhei deba ...Teacher mane marigale bi badheibani ...kete lutiba aau
@bhabanemallick1801
@bhabanemallick1801 5 күн бұрын
Seba. Karuchanti. Na. Darama. Pain. Election. Re. Thia. Heuchanti.
@saratpradhan691
@saratpradhan691 5 күн бұрын
Sadharana lokanka pai daradama brudhi houni kebala MLA nka pai daradam brudhi houchhi ...puni fund nhi fund nhi boli kahuchhanti but other govt. Employee mana Kara salary badheiba katha kebe chinta karichhanti ye gadi re jie asuchhi kebala nija party pai hiii kama karuchhi kehibi lokanka /janasadharana nka dukha bujhiba pai kehi b nhi..... Darty politics shame on you..
@subashshrambutika5030
@subashshrambutika5030 6 күн бұрын
Salary ବି ବଢାନ୍ତୁ
@RanjitKingal
@RanjitKingal 4 күн бұрын
ପ୍ରଥମେ ପ୍ରମିଳା ମାଲିକ ରେସନ କାର୍ଡ ଆଉ ଆବାସ ଘର ଦିଆଯାଉ l ବେଲଜ୍ୟା mal ମାନେ ମୁହଁରେ ଲାଜ୍ଜ ନାହିଁ l
@BinaykumarMohanta-i6k
@BinaykumarMohanta-i6k 6 күн бұрын
😢😂😂 hi re sorokar. Public kotha bujhontu pratham
@prasantasahu9538
@prasantasahu9538 6 күн бұрын
Ganatantra means development of leaders
@dambaruchhatria-xr5lk
@dambaruchhatria-xr5lk 5 күн бұрын
Sarbanimana majuri 30.000hajara kara jau CM sir modi babu Odisha re sighra sarbanimana majuri badajau odisha ra sarmika Mane kanduchanti 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭 Odisha re sighra sarbanimana majuri badajau Jay jagannath Jay jagannath Jay jagannath 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 😅
@mohapatrasubhranshusekhar7545
@mohapatrasubhranshusekhar7545 6 күн бұрын
MLA Mane ka'n Mundi ki? Hele Kam Darama pauthiba Chakiriamane vendi ki? Emiti hele BJP lopa paiba thaya . Chalkiria pension paibe nahi . HeleMLa mame keu Bala ? Samanya Shikshya kete ?
@jayrampradhan7004
@jayrampradhan7004 2 күн бұрын
ଜନସେଵା ପାଇଁ ପାଞ୍ଚବର୍ଷ ରେ କି ଦରମା ଗୁରୁ ଅନାୟ ‌
@SiripatiBehera
@SiripatiBehera 5 күн бұрын
Bidhayak kama chura badhaa ni
@prativaprusty1502
@prativaprusty1502 3 күн бұрын
ଦରମା କିଛି ବୃଦ୍ଧି ନହ‌ଉ
@tapankumarmoharana517
@tapankumarmoharana517 4 күн бұрын
Once thought, After retirement no pension is implemented till date. For the intrest of Government employees implement the old pension scheme in Odisha.
@susantakumardash3794
@susantakumardash3794 5 күн бұрын
ସବୁବେଳେ ଜନତା ଶୋଷିତ ହେଉଛି..ମାଗଣା ଦିଅନାହିଁ କି ଦରଦାମ ବୃଦ୍ଧି ନ ହେଉ., କି ଦରମା ବୃଦ୍ଧି ନହେଉ... ସବୁ ଜନସାଧାରଣଙ୍କ ମତାମତ ନିଆଯାଉ..ସରକାର କିଛି ଦେଉନାହାନ୍ତି. ସବୁ ଜନସାଧାରଣଙ୍କ ଟଙ୍କା.. ବିଚାର ଜନସାଧାରଣଙ୍କ ଉପରେ ଛାଡି ଦିଆଯାଉ. 🙆🏼‍♂️🙆🏼‍♂️🙆🏼‍♂️
@kapilcharanmohanty9673
@kapilcharanmohanty9673 5 күн бұрын
Right .only free goods is responsible for price hike
Beat Ronaldo, Win $1,000,000
22:45
MrBeast
Рет қаралды 139 МЛН
It’s all not real
00:15
V.A. show / Магика
Рет қаралды 9 МЛН
Beat Ronaldo, Win $1,000,000
22:45
MrBeast
Рет қаралды 139 МЛН