Modi's Ego Will Break After 2024 Elections Result In Odisha | Sr Political Analyst Rabi Das Reaction

  Рет қаралды 435,786

Rising Odisha

Rising Odisha

27 күн бұрын

Watch Senior Political Analyst Rabi Das Reaction On PM Modi Speech During Odisha Visit.
#politicalanalyst #rabidas #pmmodispeech #odishabjp #odishaelection2024 #2024electionsurvey #bjdvsbjp #bjpodisha #bjpmanifesto2024 #bjpelectionplan #odianews #risingodisha
Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
#RisingOdisha #OdiaNews #WebChannel
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
Rising Odisha Web Channel:
ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
#RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
“ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Social Link :
➠Visit Our Website: www.risingodisha.in/
➠KZbin: / @risingodishanews
➠Facebook: / risingodisha.news
➠Twitter: / rising_odisha

Пікірлер: 2 100
@sarat1294
@sarat1294 25 күн бұрын
ନବୀନ ବାବୁଙ୍କୁ ପାଣ୍ଡିଆନ ପଢେଇଥିବା ଦିବାସ୍ବପ୍ନ ଦେଖିବା କଥା କଣ ରାଜ୍ୟ ମୁଖିଆ ତୁଣ୍ଡରେ ଶୋଭା ଲାଗୁଛି
@shantiswarupapati8366
@shantiswarupapati8366 17 күн бұрын
👍👍👍👍💯
@dwarikanathrath8242
@dwarikanathrath8242 25 күн бұрын
କର୍ମୀ ଙ୍କର ମନୋବଳ ବଢ଼ାଇବାକୁ ରାଜନେତା ମାନେ ଏହିଭଳି କହିଥାନ୍ତି. ଏହାକୁ ଅହଂକାର କହିବା ଅନୁଚିତ.
@pravakaracharya4020
@pravakaracharya4020 25 күн бұрын
ମନୋବଳ ବଢାଇବ ଠିକ କଥା।କିନ୍ତୁ ସବୁବେଳ "ମୁଁ "ମୁଁ "ମୁଁ ମୋଦି" କହିବା ଅହଙ୍କାର। ସେ ମୁଁ ନକହି ଆମ ସରକାର ବା ମୋ ସରକାର କହିଲେ ଭଲ ହୁଅନ୍ତା ।
@prahaladasatpathy4146
@prahaladasatpathy4146 25 күн бұрын
Very good.
@soumyadas9759
@soumyadas9759 25 күн бұрын
Kali jugare jia mu mu hua Tara binas hua Kali jugara mu mu houchi Rakhiasa aeta janiparunahanti
@samalfood5262
@samalfood5262 25 күн бұрын
No ,modi failed because of no CM candidate finalize till now.
@bibhudattanayak1099
@bibhudattanayak1099 25 күн бұрын
You a biased journalist has no power to give any remark against a world leader.
@saratmishra7100
@saratmishra7100 25 күн бұрын
ଆପଣ ଭଳି ଲୋକଙ୍କ ପାଇଁ କହିଲେ। କାହିଁକି ନା ଆପଣ ବିକ୍ରି ହେଇ ଯାଇ ଛନ୍ତି।
@shantiswarupapati8366
@shantiswarupapati8366 17 күн бұрын
👍👍👍🙏
@abinashnayak8840
@abinashnayak8840 25 күн бұрын
ଏହି ଭଳି କିଛି ବେଧୁଆ ମାନଙ୍କ ପାଇଁ ଓଡିଶା ରେ ପରିବର୍ତ୍ତନ ହେଈପାରୁନି
@gopinathmallickmallick2711
@gopinathmallickmallick2711 25 күн бұрын
ଆଗ ରୁ ଠିକ୍ ଥିଲା ଏବେ କିନ୍ତୁ BJD ର ଗୁଣଗାନ କରୁଛନ୍ତି।
@bijaykumarrout4161
@bijaykumarrout4161 25 күн бұрын
Pandu dalali
@DNS7960
@DNS7960 25 күн бұрын
Pandu pakharu 50000 neichi.
@MrLLB143
@MrLLB143 25 күн бұрын
Adhika milijaichi😅😅😅
@Chandan220s
@Chandan220s 23 күн бұрын
୧.୫ ଲଖ 😂
@stutisamal1954
@stutisamal1954 19 күн бұрын
Pocket full garam
@nareshpanda4485
@nareshpanda4485 25 күн бұрын
କଣ ଅସୁବିଧା ହେଲା ଆପଣଙ୍କ ର. ଜଣେ ପ୍ରଧାନମନ୍ତ୍ରୀ ସମସ୍ତ ଙ୍କର. ସେ କଣ ଓଡିଶା ର ନୁହେଁ କି. ମୁଁ ଭାବୁଛି ଜଣେ ସାମ୍ବାଦିକ କୌଣସି ରାଜନୀତି ଦଳ କୁ ସପୋର୍ଟ ନକରି ନିଜସ୍ୱ ମତ ଦେବା କଥା. କିନ୍ତୁ ଆପଣଙ୍କ ନିଜସ୍ୱ କିଛି ନାହିଁ ଆପଣ ନବୀନ ଆଉ ପାଣ୍ଡିଆନ ପେଳ ଚଟା ସାମ୍ବାଦିକ ଲାଗୁ ଚି
@kamalakantaparida6652
@kamalakantaparida6652 24 күн бұрын
Right
@gangadharpatra8104
@gangadharpatra8104 24 күн бұрын
R8 bro
@Sambalpur955
@Sambalpur955 24 күн бұрын
🤣🤣
@bijoykrishnadas7577
@bijoykrishnadas7577 5 күн бұрын
After 4th June you will see what will be the result.
@kamalakantapanda8822
@kamalakantapanda8822 25 күн бұрын
ରବି ବାବୁ ବିଜେଡି ଠାରୁ କିଛି ପକେଇଛ, ନା ରାଜ୍ୟସଭା ପଦ.
@maasaralacomputer
@maasaralacomputer 24 күн бұрын
ପ୍ରକୃତ କଥା ମୋଦି ଙ୍କର ଗର୍ବ ବଢିଯାଇଛି, ଗର୍ବଗଞ୍ଜନ ମହାପ୍ରଭୁ ଓଡିଶା ରେ ଗର୍ବ କେବେ ସହିବେନି 🙏
@pratapbiswal6837
@pratapbiswal6837 19 күн бұрын
Naveen aska 40 mariki soiba gumasta tamilnaduru asiki lootibe eita tuma pain bhala
@coolguruspiritual4660
@coolguruspiritual4660 12 күн бұрын
Modinkara Confidence bhara Chaaliku jie bi dekhiba, Eiaa kahiba ... Garba Badhijaichhi... Kintu Dukhara Katha Odishaare (Naahi Tale), Pandunkara Kaarnama ... Kahari Aakhinku Dishilaa Nahin... Last 14-15 Barsha Bhitare ... Pandubaabu ... Sabu Chuti Kaatineichhanti... Odisha Loke Modi Kana kala samalochanare Byasta ... :) Big Comedy
@user-rr1yp2pw9x
@user-rr1yp2pw9x 25 күн бұрын
ଆପଣ ଜଣେ ବରିଷ୍ଠବ୍ୟକ୍ତିଙ୍କ ଭିତରେ ଅତି ଭଦ୍ରଲୋକ କେତେବେଳେ ନବିନ ପଟ୍ଟନାୟକ ବିରୋଧରେ କହୁଛନ୍ତି ଆଉ କେତେବେଳେ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କହୁଛନ୍ତି ଏସବୁ ଆପଣଙ୍କୁ ଶୋଭା ପାଉନି, କି ଆମମାନଙ୍କୁ ମଧ୍ୟ ଭଲଲାଗୁନି
@Drmadhabfitness
@Drmadhabfitness 25 күн бұрын
ବୁଢା ମୁଣ୍ଡ ଖରାପ ହେଇଗଲାଣି
@sushantanaik5987
@sushantanaik5987 25 күн бұрын
Se jaha thik seya kohonti
@timepasswithguruji3636
@timepasswithguruji3636 25 күн бұрын
ବାଳ ଟା ଠିକ୍ କହୁଛି
@user-wo9kp6ss1b
@user-wo9kp6ss1b 25 күн бұрын
Tu ta Sabu janichu
@bikramkesharidas3917
@bikramkesharidas3917 25 күн бұрын
ସତ କହିଲେ ଖରାପ କଣ ? ରବି ସାର୍ ସତ ହିଁ କହନ୍ତି
@biswaranjanpadhi9280
@biswaranjanpadhi9280 25 күн бұрын
ଲାଗୁଚି ଆପଣ ସାମ୍ବାଦିକ ନୁହନ୍ତି Bjd , agent ପରି ଲାଗୁଚି ।
@TophanJena-rr3xo
@TophanJena-rr3xo Күн бұрын
Only bjd odisha
@saratmishra7100
@saratmishra7100 25 күн бұрын
ପାଣ୍ଡିଆ ପ୍ରଭୁ, ଜିନ୍ଦାବାଦ। ତାମିଲ ବାବୁ ଜିନ୍ଦାବାଦ। ଓଡ଼ିଆ ଭକୁଆ, ନମସ୍କାର। ରାଜ୍ୟର ଇଞ୍ଜିନିୟର, ବାହାର। ରାଜ୍ୟ ର ଯୋଜନା, କେନ୍ଦ୍ର ସରକାର। ବାହାବା ନିଅନ୍ତି, ଏ ସରକାର। ଓଡ଼ିଆ ନଜାଣି, ମିତ ହସନ୍ତି। ପାଣ୍ଡିଆ ବାବୁ, ତାମିଲ ବାବୁ, ସବୁ ଲୁଟନ୍ତି। ବିଶ୍ଵ ସ୍ତରୀୟ ସରକାରୀ medical। ନେତା, ମନ୍ତ୍ରୀ ଯାଆନ୍ତି, ପ୍ରାଇଭେଟ୍ medical। 5T ରଙ୍ଗମରା ସ୍କୁଲ୍ଳ୍, ଶିକ୍ଷକ ନାହାନ୍ତି। ନେତା ମନ୍ତ୍ରୀଙ୍କ ପିଲା ପ୍ରାଇଭେଟ୍ ସ୍କୁଲ ଯାଆନ୍ତି। ମାଗଣା ଖିଆଙ୍କ, ସଂଖ୍ୟା ବଢ଼ିଛି। ମଧ୍ୟ୍ୟବିତ ଙ୍କ, ଅଣ୍ଟା ଭାଗିଛି। ବାହାରେ ବାହା, ଆମେ ଓଡ଼ିଆ।।।
@sanjayjena6155
@sanjayjena6155 Күн бұрын
Bhala kahila bhai. Au pade jodi thant ame mendha odia magana khai khai karam kodhia ethi jojana mala mala ama mukhia kintu durbal
@user-ub3nx4py8x
@user-ub3nx4py8x 24 күн бұрын
ଓଡିଶାର ବିକାଶ କିପରି ହେବ ସେ ବିଷୟରେ କୁହନ୍ତୁ.... ଆପଣ ଏ ବେକାର କଥା ଆଲୋଚନା କରି କିଛି ଲାଭ ନାହିଁ...
@manojkumarsabat
@manojkumarsabat 25 күн бұрын
ସବୁ ଜାଣିଗଲେଣି. ଆପଣଙ୍କ ଉଦ୍ୟେଶ କଣ କୁହନ୍ତୁ.
@anandamohakuda4943
@anandamohakuda4943 25 күн бұрын
Bjd
@shan_ananta_786
@shan_ananta_786 25 күн бұрын
E buda bjd walaa😂😂😂sabu ta badabadia katha
@bijaykumarbarik8519
@bijaykumarbarik8519 25 күн бұрын
ରବି ବାବୁ ଉତ୍ତର ପ୍ରଦେଶ ରେ ଯେତେବେଳେ ଯୋଗୀ ଆଦିତ୍ୟ ନାଥ ହେଲେ ସେତେବେଳେ କଣ ଉତ୍ତର ପ୍ରଦେଶ ଲୋକ ଆଗରୁ ଜାଣିଥିଲେ ଯୋଗୀ ମୁଖ୍ୟମନ୍ତ୍ରୀ ହେବେ ।
@pintupati8786
@pintupati8786 23 күн бұрын
ମୁଖ୍ୟମନ୍ତ୍ରୀ ନା କହିଲେ ବିଜେପି ନେତା ମାଡ଼ଗୋଳ ଲାଗିବେ
@jatradunia848
@jatradunia848 23 күн бұрын
ଭାଇ ଏଇଟା ଓଡିଶା
@jinurvf8373
@jinurvf8373 21 күн бұрын
Ta odia asmita aasila kouthu .. Tamara gujurati , marwadi influence re govt haba 😂😂😂 Asmita na au kn
@coolguruspiritual4660
@coolguruspiritual4660 25 күн бұрын
ମହାଶୟ ଆପଣ ସେଇ ପୁରୁଣା formula ରେ ଦେଶ ଆଉ ରାଜ୍ୟକୁ ଆକଳନ କଲେ ହବନି... ରାଜ୍ୟକୁ ପରିବର୍ତ୍ତନ ର ଆବଶ୍ୟକତା 200% due ହେଇ ସାରିଲାଣି.
@saratchandrapatra8919
@saratchandrapatra8919 24 күн бұрын
ରବିବାବୁ ! ନମସ୍କାର । ଆପଣଙ୍କର ନିଶ୍ଚୟ କୌଣସି ଏକ ରାଜନୈତିକ ଦଳ ପ୍ରତି ସମର୍ଥନ ଥାଇପାରେ । କିନ୍ତୁ ଯେହେତୁ ଆପଣ ଜଣେ ସାମ୍ବାଦିକ, ଆପଣଙ୍କ ବକ୍ତବ୍ଯ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସପକ୍ଷରେ ହେବା ଆଦୌ ସମୁଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ସମ୍ମାନ କ୍ଷୁର୍ଣ୍ଣ ହେଉଛି । ଆଶା କରିବୁ ଏଥିପ୍ରତି ଆପଣ ସଚେତନ ହେବେ ନିଶ୍ଚୟ । ଧନ୍ୟବାଦ ।
@trilochansi7852
@trilochansi7852 25 күн бұрын
ମଉସା ର ବୟସ ଅଧିକ, ସେ କଣ କହୁଛନ୍ତି ନିଜେ ଜାଣି ପାରୁ ନାହାଁନ୍ତି। ସେ ଥରେ କଲେ କଣ ଟା ହୋଇ ଯିବ?
@sriyanundruka8468
@sriyanundruka8468 25 күн бұрын
Tome besi janiocho bjd 1 number
@saratmishra7100
@saratmishra7100 25 күн бұрын
ପୁରା ସତ
@Shreeramasena9862
@Shreeramasena9862 24 күн бұрын
ତାମିଲ ପାଣ୍ଡୁ ଏବେ ଓଡ଼ିଶାରେ no୧। ଧିକ୍ ତମ କ୍ରୀତଦାସ post ku
@Kulapani
@Kulapani 25 күн бұрын
ଆପଣ ଙ୍କ କଥା ଭଲ ଲାଗେ କିନ୍ତୁ ମୁଁ ଜାଣି ନଥିଲି ଆପଣ ବି ବିଜେଡି ସହିତ ମିଶି ଓଡିଶା କୁ ବିକି ବାକୁ ଚାହୁଁଛନ୍ତି, No ଭାଷଣ only change CM
@anchalmallikmallik1967
@anchalmallikmallik1967 24 күн бұрын
BJP kan କରୁଛି ଭାରତ ର
@PrakashSubudhi-cu5fn
@PrakashSubudhi-cu5fn 24 күн бұрын
Pradhanmantrink Shankar bhangiba
@khantiodia4412
@khantiodia4412 24 күн бұрын
​@@anchalmallikmallik1967kn karuchi?
@_mr___rajput
@_mr___rajput 24 күн бұрын
​@@anchalmallikmallik19672gb data achhi Google ku jibu jau department janichhu sabu search karibu odisha pai jani paribu odisha centre govt ra project & fund sabu achhi 👍👍
@Nunguda
@Nunguda 23 күн бұрын
​@@anchalmallikmallik1967କଣ କଲା ତମ ଘରୁ ଚୋରି କରିଚି କି
@pratapdas5289
@pratapdas5289 24 күн бұрын
ତମପରି କିଛି ଲୋକକଂ ପାଇଁ ଓଡିଆ ଲୋକେ ନିନ୍ଦୀତ। ଧିକ୍ ତମ ସାମବାଦିକତା।
@monalisavlog8900
@monalisavlog8900 24 күн бұрын
ରବି ଦାସ ବରିଷ୍ଠ ସାମ୍ବାଦିକ ନହୁନ୍ତି ସେ ବି ଜେ ଡି ନେତା
@megharaybaske8373
@megharaybaske8373 25 күн бұрын
ରବି ଦସ ବିଜେଡି ଓ ତାମିଲ ର ଚାଟୁକାର
@bibhudattamishra2471
@bibhudattamishra2471 24 күн бұрын
Bhai odi lok congress party nahi ki odia lok aap nahi ki modi virtha kare kemithi Tamil suppoter hele modi central election BJP jauchi re bhaiiiii
@ramakantapanda6476
@ramakantapanda6476 24 күн бұрын
You are right
@dibyaranjanbehera7927
@dibyaranjanbehera7927 24 күн бұрын
Jana paduchi
@simancalmohanty3092
@simancalmohanty3092 24 күн бұрын
Thik katha
@khantiodia4412
@khantiodia4412 24 күн бұрын
​@@bibhudattamishra2471bjp asiba
@RudraChoudhury-ol6eh
@RudraChoudhury-ol6eh 25 күн бұрын
Sir ଆପଣ କହିଦେଲେ କିଛି ହବନି ଜବାବ ଦେବେ ଜନ ସାଧାରଣ
@sriyanundruka8468
@sriyanundruka8468 25 күн бұрын
Tome kohile hobo jaouno kohibo
@ashokrout3910
@ashokrout3910 24 күн бұрын
BJP kuha spno dekhi chalu
@ranjankumarnayak
@ranjankumarnayak 24 күн бұрын
ଅଭିନୟ କରିକି କିଛି ଲାଭ ହବନି ଆଜ୍ଞା
@abinashnayak8840
@abinashnayak8840 25 күн бұрын
ଏ ସଳା କଥା କେହି ଶୂଣନି ଏ ମାଆଗିଆଟା ସବୁବେଳେ bjp ku ବିରୋଧ କରେ
@user-sq7xj2iw7d
@user-sq7xj2iw7d 24 күн бұрын
Bjp desa ku bikidela ni re sala tu kn janinu ki gandi moreiheba ku ichha ki Kerala re dekhe kia achhi congress
@narayandas369
@narayandas369 24 күн бұрын
ରବି ବାବୁ କିଛି ଜାଣି ନାହିଁ
@BasantakumarPradhan-oq4gk
@BasantakumarPradhan-oq4gk 16 күн бұрын
Kahinki bjp sarbopari ki. Bjp birodhre khaile kan paapa lagi baki..dhanya tuma chinta dhara.
@anjumanara3493
@anjumanara3493 10 күн бұрын
Bhai ki bhasha ,?
@ishanibhan3159
@ishanibhan3159 16 сағат бұрын
Aap ka byte ke liye koi v aap ke for mai comment nahi de raha hai quin?
@jyotiranjanpradhan5119
@jyotiranjanpradhan5119 25 күн бұрын
ମଉସା ଏବେ ଭାରତ ର pm hela ଭଳିଆ କଥା କହୁଛନ୍ତି। ଯେମିତି ସବୁ ତାଙ୍କ କଥାରେ ଭୋଟର ପରିବର୍ତ୍ତନ ହୋଇଯିବେ ।ମଉସା ଙ୍କ ମୁଣ୍ଡ କାମ ଆଉ କରୁନି। କାଲି ଠାରୁ pm sir ଭାଷଣ o ଜନତା ଙ୍କୁ ଦେଖିଲା ପରେ। ଜୟ ଶ୍ରୀ ରାମ ...
@DNS7960
@DNS7960 25 күн бұрын
Yeta gote chora o melakhau sambadika.
@rajmotionpictures5496
@rajmotionpictures5496 25 күн бұрын
ଜୟ ଜଗନ୍ନାଥ
@rasmistatus
@rasmistatus 25 күн бұрын
Bhae Hindi news dekhunaki
@pk-xt8km
@pk-xt8km 25 күн бұрын
Modinka Munda kama karuni bodhe..power pai..nahele..ethi jie kahuchi
@nityanandaswain-cb4bp
@nityanandaswain-cb4bp 25 күн бұрын
Desaku khola karibe. Kendra neta ,,! Odisa ku au Sabu rajyaku thare bulile ,kete kharcha Kalani ? Shalu achhi ? Agaru modi , Amit Saha poda transfer kahi thile ! Nabin ku samudraku fungi thile ,kintu nabin ra Sahajya barmbar nei Chanti. Nabin kebe tanku kharap kahi nahanti
@RudraChoudhury-ol6eh
@RudraChoudhury-ol6eh 25 күн бұрын
ଆପଣ ଗୋଟିଏ ବିଜେଡି କର୍ମୀ ଆପଣ ଯାହା କହୁଛନ୍ତି ତାହା ସ୍ୱଷ୍ଟ ଜଣାପଡୁଛି ଆପଣ ଯାହା କହୁଛନ୍ତି ତାହା ଜଣସାଧାର ଜଣାବ ଦେବେ
@raghunarhkarjee947
@raghunarhkarjee947 25 күн бұрын
ନା ଭାଇ ଏଇଲୋକଟି ପୁରା ବେଇମାନି
@cpuja9674
@cpuja9674 25 күн бұрын
Eta Buddha Kala re bjd Ru paisa neuchi
@dibyaranjanbehera7607
@dibyaranjanbehera7607 25 күн бұрын
BJP 💙
@dibyaranjanbehera7607
@dibyaranjanbehera7607 25 күн бұрын
Apan bht janichanti au Apan BJD loko jona poduchi
@ajayakumar292
@ajayakumar292 25 күн бұрын
Rabid as hu Kat a no......
@chandramnisahoo1348
@chandramnisahoo1348 24 күн бұрын
Bahut bhala lagila Rabibabunka katha
@prasantadashpupu7853
@prasantadashpupu7853 24 күн бұрын
ପ୍ରତ୍ୟେକ ୫ ବର୍ଷ ରେ ଦେଶ ଓ ରାଜ୍ୟ ରେ ସରକାର ବଦଳାନ୍ତୁ।ଆଉ କିଛି ନାହିଁ।
@ramakantabarik4944
@ramakantabarik4944 25 күн бұрын
ବିଜେଡି ଦଳର ଚାଟୁ କାର ଏ କଥାକୁ ସମସ୍ତେ ଜାଣନ୍ତି। ନିରପେକ୍ଷ ସାମ୍ବାଦିକତା ବୃତ୍ତିରେ ଆଗକୁ ବଢନ୍ତୁ ରବି ବାବୁ।
@nirakarb7233
@nirakarb7233 25 күн бұрын
ରବି ଦାସ ହେବେ ଓଡିଶା ର ମୁଖ୍ୟ ମନ୍ତ୍ରି
@linkanjena7640
@linkanjena7640 25 күн бұрын
ଚଳିବ କିନ୍ତୁ ତୋର Aoukat ନାହିଁ।
@SubashdashNiku
@SubashdashNiku 24 күн бұрын
Pandu Chamcha giri kariba abhayasa tmr sbu...
@bijoyasamal5008
@bijoyasamal5008 23 күн бұрын
May be a peon.
@binayarout3657
@binayarout3657 23 күн бұрын
😂😂😂
@ranjitbhuyan3348
@ranjitbhuyan3348 20 күн бұрын
​@@bijoyasamal5008Bhai peon pai bi jogya nuha e Ravi das😂😂😂
@saratmishra7100
@saratmishra7100 25 күн бұрын
ଠିକ୍ କରିଛନ୍ତି। ଜୟ ଶ୍ରୀରାମ
@sarojmohanty4327
@sarojmohanty4327 23 күн бұрын
ରବି ବାବୁ ଙ୍କ କଥାର ଦମ ଅଛି, ବହୁତ ସୁନ୍ଦର କଥା କହିଛନ୍ତି 🙏
@bmalesu2838
@bmalesu2838 25 күн бұрын
BJP ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଠିକ ନକରି, ସପଥ ଗ୍ରହଣ କୁ invite କରିବl ହସ୍ୟସ୍ୱାଦ
@nayakgirish7198
@nayakgirish7198 25 күн бұрын
😂😂😂😂
@user-kz7jk6uo2d
@user-kz7jk6uo2d 25 күн бұрын
ରବି ବାବୁ ଆପଣ ଏତେ ଶୀଘ୍ର ଆପଣଙ୍କ ସ୍ୱୋର ବଦଳାଇଦେବେ କେବେ ଭାବି ନଥିଲୁ, ଆପଣ ନିରପକ୍ଷ ସାମ୍ବାଦିକତା କରନ୍ତୁ, କୁକୁର ଙ୍କ ଭଳି କଥା କହୁଛନ୍ତି, କେତେ ଟଙ୍କା ଖାଇଛନ୍ତି, ନିଜକୁ ସ୍ଥିର କରିନିଆନ୍ତୁ, ଉଚିତ୍ କଥା କୁହନ୍ତୁ
@sunilsardar9257
@sunilsardar9257 25 күн бұрын
ରଵିଵାଵୁ ଜଣେ ଵେକାର୍ ଲୋକ ।ସେ ବରିଷ୍ଠ ସାମ୍ବାଦିକ ନୁହନ୍ତି ସେ ଜଣେ ବରିଷ୍ଠ ଵିଜେଡି ନେତା। ରାଜ୍ୟ ଶାସନ ଵାଵଦରେ ସତେ ଯେମିତି କିଛି ଵି ଧାରଣା ନାହିଁ। ରାଜ୍ୟରେ ପାଣ୍ଡିଆନ ସର୍ବେ ସର୍ଵା ମନ୍ତ୍ରୀ ମାନେ ରାଜ୍ୟ ଶାସନରେ ସଖି କଣ୍ଢେଇ। ଯେମିତି ମନ୍ତ୍ରୀ ସୁଦାମ ମାରାଣ୍ଡି ନିଜେ ଜଣେ ଆଦିବାସୀ ଏବଂ ଆଦିବାସୀ ମାନଙ୍କ ଭୋଟରେ ମନ୍ତ୍ରୀ, ଆଦିବାସୀଙ୍କ ଜମି ନିଲାମ ର ଷଡଯନ୍ତ୍ର ପାଣ୍ଡିଆନ କରୁଥିଲା, ମନ୍ତ୍ରୀ ଚୁପ୍ ଚାପ୍, ଆଦିବାସୀମାନେ ପ୍ରତିବାଦ କରିବାରୁ ପ୍ରସ୍ତାଵ ସ୍ଥଗିତ ଅଛି। ସରକାର ତ ସମସ୍ତେ ସମାନ। କଣ ପାଇଁ ରଵି ଵାଵୁର ଗାଣ୍ଡି ଫାଟୁଛି। ଵାଳ ସାମ୍ବାଦିକ, ପିତ୍ରୃ ଵିଜେଡି।
@ajayakumar292
@ajayakumar292 25 күн бұрын
Right
@SRIKANTATHEMUSICLOVER-zn8hk
@SRIKANTATHEMUSICLOVER-zn8hk 3 күн бұрын
ଭାଇ ଟଙ୍କା କରେ ମୁଁହ ବଙ୍କା, ପାଣ୍ଡିଆ ପାଦଦେଶରେ ଆଶ୍ରିତ ପ୍ରାଣୀ ଆଉ କ'ଣ କହିବେ
@SRIKANTATHEMUSICLOVER-zn8hk
@SRIKANTATHEMUSICLOVER-zn8hk 3 күн бұрын
ଧିକ ତୁମ ଜୀବନ ସାମ୍ବାଦିକ ଭାବରେ ନିଜକୁ ପରିଚୟ ଦଉଛ। ସତ୍ୟ କଥା ପଦାକୁ ଆସିବା ପରେ ମଧ୍ୟ ପାଣ୍ଡିଆର ଚାମଚାଗିରି କରୁଛ
@abinashnayak8840
@abinashnayak8840 25 күн бұрын
ଏ ହି ମାଆଗିଆଟା କୁ ମୁଖ୍ୟମନ୍ତ୍ରୀ କରିଦିଅ ନବୀନ ପେଲିକି ସାଇଜ କରିଦବ ଏ ସଳା ଲାଳୁଆକୁ
@Chasipua
@Chasipua 23 күн бұрын
ତୁ ବୁଧବୟସରେ ବି ମିଥ୍ୟା ର ସାଥ ଦେଉଚୁ,ଛି ଛି ଛି,ଆମ ବିଶ୍ୱାସ ପଦ୍ମ ହିଁ ଜିତିଓ ❤❤❤❤❤ଜୟ ଶ୍ରୀ ରାମ
@kumarprahllada6197
@kumarprahllada6197 25 күн бұрын
ଏହା ଅହଂକାର ନୁହଁ ବିଶ୍ୱାସ, ମନବଳ ବଢ଼ାଇବା ୫୦ ବର୍ଷ ଶାସନରେ ଯାହା କେହି କରିନାହାନ୍ତି । ତାହା ନରେନ୍ଦ୍ର ମୋଦୀ କରିଚି। ଆଗରୁ କଂଗ୍ରେସ୍ ଭାରତକୁ ଭାଗ କରୁଥିଲା ବର୍ତ୍ତମାନେ BJD ମନ୍ଦିର ରିଡେଭ୍ଲୋପମେଣ୍ଟ କଥା କହୁଚି।
@nityanandaswain-cb4bp
@nityanandaswain-cb4bp 25 күн бұрын
Jadi thik ete nikal hoi b j p prachar karucha kahinki ? Agaru kou Pradhan mantri buli buli vote prachar karu thile ! Jie thik kama kare , se nirbhay re Basile hi vote Molina ?
@sudhakarsahu3252
@sudhakarsahu3252 25 күн бұрын
Ta Naveen glass ghare ta rahe ebe Kemiti prachar karuchi ta aakhire kn kurunda bajichi ki ?
@JAGAMAMALIJS
@JAGAMAMALIJS 24 күн бұрын
Nai bro ...cm parthy nahi ta delhi kn pain nispati neba..
@khantiodia4412
@khantiodia4412 24 күн бұрын
​@@nityanandaswain-cb4bpkie karini samaste karichanti..tame anda ta janiparin congress samaya re kete odisha ku pachauthile?😂
@_mr___rajput
@_mr___rajput 24 күн бұрын
​@@JAGAMAMALIJSDelhi cm bachhiba kuha jaini odisha janata jau mla ku chanhibe se cm hoipariba 👍
@pradeepbhutia4922
@pradeepbhutia4922 25 күн бұрын
ମୋଦୀ ପାଗଳ ପରି କଥା କହୁଛନ୍ତି ଓଡ଼ିଶା ରେ କେବଳ ବିଜେଡି ସରକାର
@nirakarsahoo7004
@nirakarsahoo7004 25 күн бұрын
ବନ୍ଧୁ , ଆଗାମୀ ନିର୍ବାଚନରେ ଏହା ଦିବା ସ୍ୱପ୍ନ ବିଜେଡି ଦଳ ପାଇଁ !!!
@Bigsauction2234
@Bigsauction2234 25 күн бұрын
Karan bopa heichi Tamil pandu
@susantkumarsahoo7226
@susantkumarsahoo7226 25 күн бұрын
ବିଜେଡି କଣ କୋଳି ଖାଇ ମଞ୍ଜି ପୋତିଛି କି?...24 ବର୍ଷ ଶାସନ କରୁଥିବ....2024 ରେ ପରିବର୍ତନ ( ab ki baar modi sarkar ).. ab ki baar 400 paar )..... Modi.... Modiiii..... Modiiiiiii....... 👍🏻🎉
@pustamjuadi5867
@pustamjuadi5867 25 күн бұрын
Tamil
@gamesforbabies7029
@gamesforbabies7029 24 күн бұрын
Tamil hatao
@nityanandaswain-cb4bp
@nityanandaswain-cb4bp 19 күн бұрын
Nischay Ahankar bhangiba ! Jagannath mahaprabhu kahar garba Sahi beni🙏🏼👍
@PurnachandraJena-cf4gh
@PurnachandraJena-cf4gh 20 күн бұрын
ରବି ବାଵୁ ଓଡିଶାରେ ମୂଖ୍ୟମନ୍ତ୍ରୀ ହୁଅନ୍ତୁ ଭଲ କହୁଛନ୍ତି
@ajaykara5872
@ajaykara5872 25 күн бұрын
Rabi Babu kuhantu continue gotae sarkar rahibaki.
@pravakaracharya4020
@pravakaracharya4020 25 күн бұрын
ପ୍ରଧାନମନ୍ତ୍ରୀ ନିଜ ର ଗରିମା ରଖୁ ନାହାନ୍ତି।
@manojkumarsingh6285
@manojkumarsingh6285 25 күн бұрын
Jay cangress
@akhaykumarsahoo4390
@akhaykumarsahoo4390 25 күн бұрын
JAY BJP
@ajayturuk5646
@ajayturuk5646 25 күн бұрын
Yes
@Sambalpur955
@Sambalpur955 24 күн бұрын
ବିଜେପି ❤️❤️
@bibekanandasarangi1300
@bibekanandasarangi1300 11 күн бұрын
Absolute correct.Our.state is better. than other states.lnspite.negligence of central govt.our state improving day by day.
@dilipjena6810
@dilipjena6810 24 күн бұрын
କାହିଁକି ତମେ କେବେ ପ୍ରଧାନମନ୍ତ୍ରୀ ହୋଇଥଲ କି ? ତାଙ୍କର ସେତିକି confidence ଅଛି ବେଲି ନା ! ପରିବାର ବାଦ ନୁହଁ ରବିବାବୁ। ସମସ୍ଯା କୁ ଦେଖି ନିଷ୍ପତି ନିଆଯିବ। ଘରର ବାପାକୁ ଜଣା କେଉଜାଗାରେ କିଅବା ଠକ୍ ମେଦକୁ ଠିକ ଜଣା , ଆପଣ ବ୍ଯସ୍ଥ ହୁଅନ୍ତୁ ନି , ୨୫ବର୍ଷର ଶାସନର ଅନୁଭୁତ ଅଛି ମେଦିଂକର । ନିଶ୍ଚୟ
@mayadharmahanta7126
@mayadharmahanta7126 25 күн бұрын
ରବି ବାବୁ ଗୋଟିଏ ପ୍ରଶ୍ମ ପ୍ରାର୍ଥି କୁ ନ ଦେଖି ନବିନ ଙ୍କୁ ଦେଖି ଶଙ୍ଖ ଚିହ୍ନ ରେ ଭୋଟ ଦେବ ଏହା ର ଅର୍ଥ ମୁଁ ବୁଝ୍‌ପାରୁ ନାହିଁ | ମାନେ କାଠ ଖୁଣ୍ଟ କୁ ମଧ୍ୟ | ଓଡିଆ କଣ ମେଣ୍ଟା I ବିଜେଡିରେ ନେତା ର ଘୋର ଅଭାବ ।
@abhijitnanda40
@abhijitnanda40 25 күн бұрын
ଆରେ ବାବୁ ମୋଦି ବ୍ରହ୍ମପୁର ରେ କଣ ଦେଶର ପ୍ରଧାନ ମନ୍ତ୍ରୀ ହିସାବରେ ଆସିକି ପ୍ରଚାର କରୁ ଥିଲେ କି. ସେ ବିଜେପି ଦଳ ର ନେତା ଭାବରେ ପ୍ରଚାର କରୁଥିଲେ. କର୍ମୀଙ୍କୁ ଉତ୍ସାହିତ କରିବାକୁ କହିଲେ ଯେ ଶପଥ ଗ୍ରହଣ ଉଶ୍ଚବ କୁ ନିମନ୍ତ୍ରଣ କରିବାକୁ ଆସିଛି. କଣ ଭୁଲ କହିଲେ. Election time ରେ ଏମିତି କହିବା ଟା କଣ ଗୋଟେ ବହୁତ ବଡ଼ ଭୁଲ. ବିଜେଡି ଠୁ ମାଲ ଖିଆ କିଛି ଲୋକ ନିଜକୁ ସାମ୍ବାଦିକ କହି କି ଏମିତି ଗପ ଶୁଣଉଛନ୍ତି
@user-cv5mv1wi5c
@user-cv5mv1wi5c 18 күн бұрын
ଗଣତନ୍ତ୍ର ରେ ମୋଦି ଙ୍କ ଅଭିଭାଷଣ ଉଚିତି ମନେ ହେଉନି l ଓଡିଶା ର ମୁଖ୍ୟମନ୍ତ୍ରୀ ଓଡିଶା ର ଜନସାଧାରଣ ନିଷ୍ପତି ନେବେ.... ଜୟ ଜଗନ୍ନାଥ 🇮🇳🇮🇳🇮🇳🇮🇳🇮🇳
@rabindranayak9643
@rabindranayak9643 17 күн бұрын
Aapan akdam thike katha kahichhanti I like it sir 💗💗🇮🇳🌹👍
@rabindrakumarmohanty9415
@rabindrakumarmohanty9415 25 күн бұрын
ବିଜେପି କଥା ଛାଡ, କଂଗ୍ରେସ ରେ କିଏ ମୁଖ୍ୟ ମନ୍ତ୍ରୀ ହେଵେ କୁହନ୍ତୁ, ସବୁବେଳେ ଏକ ତରଫା ମୂଲ୍ୟହୀନ କଥା ବାର୍ତା ମହାଶୟ କୁହନ୍ତି।
@ashokpatra8543
@ashokpatra8543 24 күн бұрын
Jadi neja jeja kemba bapa ku pacharele answer paiba,
@user-fp4vw1mw5u
@user-fp4vw1mw5u 25 күн бұрын
Best analysis
@laxmanmishra9944
@laxmanmishra9944 23 күн бұрын
ମତେ ଯିଏ ୧୦୦୦୦ ଟଙ୍କା ଦେବ ମୁଁ ତାକୁ ଭୋଟ ଦେବି 😂
@sarjankumaracharya4750
@sarjankumaracharya4750 20 күн бұрын
😀😀sir... ଆପଣା ଏତେ ଛାନିଆ କାଇଁ ଯେ ରବି ବାବୁ କେତେ ମାଲ ବିଜେଡି ରୁ ମିଲା କି ନ ହେଲେ ପୁଣି ଆପଣ ଏତେ
@dibyajyotiparida04
@dibyajyotiparida04 25 күн бұрын
ବୁଢ଼ା ମୁଣ୍ଡ ପାଗଳ ହେଇ ଯାଇଚି । ନାରାୟଣ ଏବେ ଯେ ଏତେ start-up ହେଇଛ ତତେ ସେଟା ଦେଖିବାକୁ ଭଲ ଲାଗୁନି। ଖାଲି ସରକାର ଚାକିରି ସରକାର କଣ ଠିକ ନେଇଛି ତତେ ଖିବାକୁ ପଇସା ଦବା । ରହିବାକୁ ଘର ଦବ । ମୋ କଥା ଟିକେ ଶୁଣନ୍ତୁ ଆମେ ପାଖରେ କଣ ଏତିକ power ନାହିଁ।ଯେ ଆମେ ସରକାର ସରକାର ହେବା
@dibyajyotiparida04
@dibyajyotiparida04 25 күн бұрын
ଭାଈ ମାନେ 400 ପାର ଓଡ଼ିଶା ରେ bjp ସରକାର
@anantaparida2290
@anantaparida2290 25 күн бұрын
ସେହା ପା ଭାଈ
@anantaparida2290
@anantaparida2290 25 күн бұрын
କଣ କରିବା bjd ମାଲ ଟା ଦେଇଛ ତା ସେ pany ଏମିତି କହୁଛନ୍ତି
@user-wf5pk1md6j
@user-wf5pk1md6j 25 күн бұрын
ଭାଈ ମାନେ ଅଜା ଟିକେ ମାଲ୍ ପିଇଦେଇ ଚନ୍ତି। Bjd ସହ ମିଶି କି ଅଛନ୍ତି
@user-wf5pk1md6j
@user-wf5pk1md6j 25 күн бұрын
ଓଡିଆ ଭାସ ସାହିତ୍ୟ କୁ ଓଡିଶା ବାଶି ମାନେ ହିଁ ଅମର କରିପାରିବେ। ନହେଲେ ସବୁ ତାମିଲ୍ ହୋଇଯିବା ରେ ଅଜା
@bidyutranjanpradhan652
@bidyutranjanpradhan652 25 күн бұрын
ନବିନ ବାବୁ ଙ୍କୁ ୧ ନମ୍ବର ମୁଖ୍ୟମନ୍ତ୍ରୀ କହୁଥିବା ମୋଦୀ ଏବେ ଖରାପ କହୁଛନ୍ତି 😢😢 ମୁଣ୍ଡ ଖରାପ ହୋଇଛି ନା କଣ ?? 😢😢😢
@TillottamaSahoo022
@TillottamaSahoo022 25 күн бұрын
ମୋଦି ହଟାଅ ଦେଶ ବଚାଓ
@DeepakSahoo1986
@DeepakSahoo1986 25 күн бұрын
Statement was not no 1. It was most popular. No1 ta nabina times magazine ru kini thila.
@chitraguptadas2921
@chitraguptadas2921 25 күн бұрын
ମୋଦୀ କେବେ ନବୀନ ବାବୁଙ୍କୁ ଏକ ନମ୍ବର ମୁଖ୍ୟମନ୍ତ୍ରୀ କହିନାହାନ୍ତି I ଛାପା ଗଣମାଧ୍ୟମ ସର୍ଭେ ଜରିଆରେ ନବୀନଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବାଛିଥିଲା ଏବଂ ଏହା ପ୍ରଥମରୁ ବିତର୍କର ବିଷୟ ଥିଲା I
@saratmishra7100
@saratmishra7100 25 күн бұрын
​@Tillot😮tamaSahoo022 , ବହୁତ୍ ଟଙ୍କା ଅଛି ବୋଧେ। ନମସ୍କାର, ଲୋକେ ଦାଦନ ଯିବେ। ଆପଣ କଣ କରିବେ।।।
@kapilasmahakur8371
@kapilasmahakur8371 24 күн бұрын
No 1 😅😅😅 bujhi paruna, Class re sabuthhu gadhaa pilanku b kuha jaae thatta re 😂😂😂
@thefarmenterprise
@thefarmenterprise 22 күн бұрын
ମୋଦିଙ୍କର କିଛି ହବନି। ଓଡ଼ିଶା ବାସୀ ସର୍ବସନ୍ତ ହେବେ
@kuanrtudu9960
@kuanrtudu9960 25 күн бұрын
BJP ଦଳ କହୁଥିଲେ ରବିଦାସ ଙ୍କୁ କରିବେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ।
@user-pu9qo1sg6p
@user-pu9qo1sg6p 25 күн бұрын
ଆଜ୍ଞା ଏହାର ଅର୍ଥ ହେଲା ଯେଉଁ ରାଜ୍ୟରେ ବିଜେପି ଦଳ ସରକାର କରିବା ପାଇଁ ସୁଯୋଗ ପାଇଲା ତାଙ୍କର କେନ୍ଦ୍ର ନେତୃତ୍ୱ ସେ ରାଜ୍ୟର ମୂଖ୍ୟ ମନ୍ତ୍ରୀ ବାଛିବାର ଅର୍ଥ ହେଉଛି, ଯେଉଁ ବିଧାୟକ ତାଙ୍କର ନିହାତି ଅନୁଗତ ହେଇଥିବ ଏବଂ ତାଙ୍କର ବୋଲକରା ହେଇପାରୁଥିବ ତାକୁ ସେମାନେ; ଯାହାକୁ କହନ୍ତି ସଖୀ କଣ୍ଢେଇ, ସେହିପରି ବ୍ୟକ୍ତିକୁ ମୂଖ୍ୟ ମନ୍ତ୍ରୀ କରି ବସାଉଛନ୍ତି।ଏହା ହେଉଛି ତାଙ୍କ ଦଳର ନିୟମ।କାରଣ ସେ ମୁଖ୍ୟ ମନ୍ତ୍ରୀ ସବୁବେଳେ ହା ଜି ମାରୁଥିବ। ମୋଟାମୋଟି କହିବାକୁଗଲେ ଗୋଟିଏ ଗୋବର ଗଣେଶ ସ୍ଥାପନ କରାହେଉଛି ସେ ରାଜ୍ୟରେ।
@DeepakSahoo1986
@DeepakSahoo1986 25 күн бұрын
Se bjp ku congress bhabi chi rabi. Budhha Kala re ijat harauchi.
@manmatharay4464
@manmatharay4464 25 күн бұрын
ମୋଦୀଜୀ ଶପଥକୁ ନିମନ୍ତ୍ରଣ କଥା ଆପଣଂକ ମୁହଁରୁ ଶୋଭା ପାଉନାହିଁ।ମୋଦୀ ଯେଉଁ ସମସ୍ୟା ପ୍ରଶ୍ନ ଉଠାଇଲେ ସେ ସଂପର୍କରେ ଅଲୋଚନା ରେ ଆପଣଂକ ଭଳି ବରିଷ୍ଠଂକ ସମ୍ମାନ ବଢିଥାନ୍ତା। ବାସ୍ତବ ଆଲୋଚନା କରି ସଚେତନତା ସୃଷ୍ଟିକରନ୍ତୁ।
@ghanashyamnayak8224
@ghanashyamnayak8224 25 күн бұрын
Manmohan Singh pmsoniagandhi jemiti ksaruthile
@user-pu9qo1sg6p
@user-pu9qo1sg6p 25 күн бұрын
ଆଜ୍ଞା ରବିବାବୁ ଜଣେ ଓଡ଼ିଆ ପତ୍ରକାର। ସମ୍ବିଧାନର ଚତୁର୍ଥ ସ୍ତମ୍ବ।ସେ ସମସ୍ତଙ୍କୁ ସମାଲୋଚନା କରିବାର ଲାଇସେନ୍ସ ପାଇଛନ୍ତି।ତାଙ୍କୁ ରାଗିବା ବା ଭୁଲ୍ ବୁଝିବା କଥା ନୁହେଁ। ଏଇଟା ତାଙ୍କ ପେଶା।
@ambujasahoo4202
@ambujasahoo4202 25 күн бұрын
Sir chandikhol re modi Nabin patnayak nku 1 no CM world ra kahithile but ebe kharap...karan menta pai raji nahebaru
@saisuman5220
@saisuman5220 21 күн бұрын
ଓଡ଼ିଆ ଅସ୍ମିତା ବିପଦରେ ପଡ଼ିବା ପରେ ଆପଣଙ୍କର ଏ ବକ୍ତବ୍ୟ ଦୁର୍ଭାଗ୍ୟଜନକ।
@mintumsallick5379
@mintumsallick5379 24 күн бұрын
ରବି ଦାସ ଜଣେ ଢ଼ଲେଇ ନୀତି ଠିକ୍ ଜାଗାରେ ପ୍ରୟୋଗ କରିବା ବହୁତ୍ ଭଲ ଭାବରେ ଜାଣନ୍ତି କିନ୍ତୁ ଏପରି କହିବା ଏବଂ କରିବା ଠିକ୍ ବୋଲି ମୁଁ ମନେ କରୁନି।
@gudulu8882
@gudulu8882 25 күн бұрын
School ra thik bhabe pathapadha hauchi medical re doctor achanti .gangare mada ganjei drugs bikri hauchi jubaka nku kama miluni se bisayare kai kichi kahileni
@user-pp7ko6dr2p
@user-pp7ko6dr2p 25 күн бұрын
Right sir
@dkmohanty1884
@dkmohanty1884 25 күн бұрын
Bjd only
@sailendupanda2027
@sailendupanda2027 25 күн бұрын
ରବି ବାବୁ ତୁମେ ମାଣ୍ଡିଆ ଗୁଣ୍ଡ ତୋରାଣି ପିଅନ୍ତୁ ଏଥରେ ମୋଦୀ ହିଁ ଆସିବ -400ପାର ଜୟ ବିଜେପି ❤❤❤
@indianmarblecompanyrourkel9322
@indianmarblecompanyrourkel9322 21 күн бұрын
ଶପଥ ଗ୍ରହଣ ପାଇଁ ନିମନ୍ତ୍ରଣ ,ଓଡ଼ିଶାର ଜନ ସାଧାରଣ ନ୍କ ପ୍ରତି ଉପହାସ।
@srofficialbelpara6385
@srofficialbelpara6385 25 күн бұрын
Rabi Das sata katha kahu nahanti parokshya bhaba re gotia dala ku katha re sahajog karu chhanti.
@babunamallick5594
@babunamallick5594 25 күн бұрын
କ୍ଷମତା ଲୋଭି, ନରେନ୍ଦ୍ର ମୋଦୀ ପାଗଳ ହେଇଗଲେଣି 🤣🤣🤣🤣
@anandamohakuda4943
@anandamohakuda4943 25 күн бұрын
Right 👍
@Userissleeping7
@Userissleeping7 25 күн бұрын
କେତେ ଦିନ ଆଉ ପାଣ୍ଡୁର ପlଦଚଟା ହେଇକି ରହିବ ନିଜ ହୃଦୟକୁ ପଚାର । ଆଉ କେତେ ଦିନ ଦାଦନ ଖଟିବାକୁ ଯିବେ ଓଡ଼ିଆ ଲୋକ।ଓଡ଼ିଶାର ସବୁ ଗାଁ ରୁ ଲୋକ ଯାଇ ସୁରତ, ତାମିଲନାଡୁ ଅନ୍ୟ ଜାଗାରେ କାମ କରୁଛନ୍ତି ତାହା କଣ ଠିକ୍ ।
@babunamallick5594
@babunamallick5594 25 күн бұрын
@@Userissleeping7 ଧନ ରେ ଟିକେ ୟୁପି ଆଡ଼େ ବୁଲି ଜାଓ ତାପରେ କୋଉଠି ଦାଦନ ଅଛନ୍ତି ଜାଣି ପାରିବ, ତମେ ଓୌଷଧ ବିକଳରେ ଚିତ୍କାର କରୁଛ ଏଥର ବି ଓଡ଼ିଶାରେ ବିଜେପି ଦୁଇ ନମ୍ବର ଦଳ ହୋଇ ବିରୋଧୀ ଦଳ ଆସନ ରେ ବସିବ
@Rameshnaik664
@Rameshnaik664 25 күн бұрын
Ab ki bar 400 par
@babunamallick5594
@babunamallick5594 25 күн бұрын
@@Rameshnaik664 ଅବ୍ କି ବାର ଓଡ଼ିଶା ରୁ ବିଜେପି ହାର୍ 🤣🤣🤣
@sibaprasadmishra1953
@sibaprasadmishra1953 25 күн бұрын
ଆଞା🙏 ଆପଣଙ୍କ ଉକ୍ତି ଏବଂ ଆତ୍ମମୋହିତ ପର୍ବାନୁମାନ ସଂପୂର୍ଣ୍ଣ ଅଗ୍ରହଣୀୟ ,ହଁ ଏହା ସତ ଆପଣ କାହାକୁ ନିମ୍ନ ତ କାହାକୁ ଉର୍ଦ୍ଧ ବିବେଚିତ କରିବା ଆପଣଙ୍କ ବୃତିଗତ ବ୍ୟାପାର । ସମଗ୍ର ବିଶ୍ବ 'ର ବିଶିଷ୍ଠ ନେତୃବୃନ୍ଦ ଓ ପ୍ରଚଣ୍ଡ ଞାନୀ ଗୁଣି ମାନେ ଶ୍ରୀ ମୋଦି ଜୀ ଙ୍କୁ ତାଙ୍କର ଆଦର୍ଶ ବୋଲି ପ୍ରାମାଣିକ ତଥ୍ୟ ପ୍ରଦାନ କରିଛନ୍ତି , କିନ୍ତୁ କଙ୍ଗ୍ରେସୀ ଆଙ୍କୁ ଏ କଥା ହଜମ ହେବ ନାହିଁ । ଆଗକୁ ଅନେକ ଅବୌଧ ଦୋକାନ ବନ୍ଦ ହେବ ପର୍ବାନୁମାନ !! ଏଣୁ , ବେଣ୍ଟ ଆମିଷ ଚଟୂ ନିରିମିଷ!! ଆପଣଙ୍କ ବିଚାର ଆଦୌଁ ପସନ୍ଦ ଯୋଗ୍ଯ ହେଲା ନାହିଁ
@abinashnayak8840
@abinashnayak8840 25 күн бұрын
ଏ ସଳା ଟା ର ଲାଳ ଦୋଷ ରହିଯିଇଛି ଏ ଟା ଫୁଲ ଗାଣ୍ଡିଆଟା ଏ ବେଧଛୁଆକୁ କିଛି ଜଣାନାହିଁ
@dilippatra7900
@dilippatra7900 25 күн бұрын
Right
@biswaranjanpadhi9280
@biswaranjanpadhi9280 25 күн бұрын
ପ୍ରଧାନମନ୍ତ୍ରୀ କହିଲେ ଭୁଲ ହେଇଗଲା କିନ୍ତୁ ପାଣ୍ଡୁ ଯାହା କହିଲେ ଠିକ୍ କହିଲେ । ବାଃ ଭଲ କହୁଚ ଆଉ।
@sekhardehury1502
@sekhardehury1502 18 күн бұрын
ଆମର କେବଳ ନବୀନ ପଟ୍ଟନାୟକ ଓଡ଼ିଶାର ରହିବା ଦରକାର୍ 🐚🐚🐚🐚🐚💚
@RakeshRout-cu4iu
@RakeshRout-cu4iu 22 күн бұрын
ପୁଣି ନବୀନ ପଟ୍ଟନାୟକଙ୍କ ସରକାର ହବ 🎉🎉🎉🎉🎉🎉 ନବୀନ ବାବୁ ଜେତିକି ଯୋଜନା କରିଛନ୍ତି ଲୋକ ଯୋଉ ପାଉଛନ୍ତି bsky card ରେ ଯେତିକି ଲୋକ ସାହାଯ୍ୟ ପାଉଛନ୍ତି ମୋଦି ର ଅଛି ଖାଲି ମିଛ କଥା ପ୍ରବଳ ଶିଖିଛି
@sk-pm2od
@sk-pm2od 25 күн бұрын
Rabi babu Chattisgarh,Asham and MP katha chinta karibaku padiba........ Maharashtra katha b mind ku niantu.......Modi ji kahuchanti mane kichi ta haba.....Bjp ku apana pacharuchanti chief minister kia haba.......MP re kana hela......sabu sambhaba Rabi babu......... BJP ra rananeeti kichi different apana aaeta kouthire b compare karantu.......
@GuruCharanRout-lu7ch
@GuruCharanRout-lu7ch 25 күн бұрын
💯
@prafullachandrasahoo9688
@prafullachandrasahoo9688 25 күн бұрын
ମୋଦିଙ୍କ ଅଂହକାର ଭାଙ୍ଗିବା କଥା କହୁଛନ୍ତି, କାହିଁକି ଦିନକ ପାଇ କେବେ bjd ବିରୁଦ୍ଧରେ କହିଛନ୍ତି କି. ମୋଦୀ ଯେଉଁ 5ଟି ପ୍ରଶ୍ନ ପଚାରିଥିଲେ ତାର ଉତ୍ତର କିଏ ଓ କେତେବେଳେ ଦେବା ଉଚିତ. କଂଗ୍ରେସ 70 ବର୍ଷ ଶାସନ କରିଥିଲା.
@Shreeramasena9862
@Shreeramasena9862 25 күн бұрын
ଏ ବୁଢା Bjd ଲୋକ ତେଣୁ Bjd ବିରୁଦ୍ଧରେ କେମିତି କହିବ 😅
@ranjankumarpatra2284
@ranjankumarpatra2284 24 күн бұрын
ଯେତେବେଳେ ଓଡ଼ିଶାରେ ବାଳଅପରାଧ, ଖଣି ଦୁର୍ନୀତି , ପାଣିଦୁର୍ନୀତି ଓ ରତ୍ନଭଣ୍ଡାର ଦୁର୍ନୀତି ଉଠିଲା ସେତେବେଳେ ତ କାହିଁକି ଭାଷଣ ଦେଉନଥିଲେ ଏବେ ଲୋକେ ସବୁ ବୁଝିସାରିଲେଣି , ଏବେ ଯାହାହେବ ଜନସାଧାରଣ କହିବେ ଓଡ଼ିଶାରେ କିଏ ମୁଖ୍ୟମନ୍ତ୍ରୀ ହେବେ
@saisuman5220
@saisuman5220 21 күн бұрын
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କ୍ୟୁଣ୍ଟାଲ ପିଛା ଚାଷୀମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ କରିବ।
@chittaranjanmohanty3627
@chittaranjanmohanty3627 25 күн бұрын
Bhai thik katha kahucha
@SureshChandraSahoo-qs4bp
@SureshChandraSahoo-qs4bp 25 күн бұрын
Bjp desharu hatiba prianka pm hebe
@raghunarhkarjee947
@raghunarhkarjee947 25 күн бұрын
ସପନ ଦେଖିବା ମନା ନୁହଁ
@saisuman5220
@saisuman5220 21 күн бұрын
୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ସ୍ବାସ୍ଥ୍ୟ ବୀମା ଯୋଜନା ବିଷୟରେ କହିବାକୁ ଅନୁରୋଧ। କାରଣ ଆପଣ ବରିଷ୍ଠ ନାଗରିକ।
@saheblenka2788
@saheblenka2788 24 күн бұрын
ଅଧିକ ବୟସ ହେବା ଯୋଗୁ୍ ନବୀନ ବାବୁଙ୍କ ଅବସ୍ତା ଯେପରି,ଠିକ୍ ସେହିପରି ଆପଣଙ୍କ ଅବସ୍ତା
@NabakisshorMahakud-di3xn
@NabakisshorMahakud-di3xn 25 күн бұрын
ସେଣ୍ଟର ରାଜ୍ୟ ଗୋଟିଏ ସରକାର ରହିଲେ ବିକାଶ ହୁଏ ନାହିଁ
@janmejaytripathy4386
@janmejaytripathy4386 25 күн бұрын
Hmm mo situation dekhijao... Nabin kn korichii moro
@biswamberbhutia3280
@biswamberbhutia3280 25 күн бұрын
ସେ ପିଏମ ନୁହେ ସେ ହେଲେ ଭାଷଣ ପ୍ରଦାନ କାରି ଆଡ ଭାଟାଇଜ
@amohanty4374
@amohanty4374 24 күн бұрын
ଆପଣ ସବୁବେଳେ ଆଉ ପ୍ରତ୍ୟେକ କଥାରେ ବିଜେଡିକୁ ସୁହାଇଲା ଭଳି କଥା କହନ୍ତି ଏ କଥା ଓଡିଶା ବସି ଜାଣନ୍ତି
@rameshchandranayak575
@rameshchandranayak575 22 күн бұрын
ସେ ନିଜକୁ ଆମେରିକାର ରାଷ୍ଟ୍ରପତି ବୋଲି ଭାବନ୍ତି।
@jullysamal6626
@jullysamal6626 25 күн бұрын
ଜୟ BJD ନବୀନ ଶଙ୍ଖ ଯୋଡିସଂଖ
@NiranjanPaikaray-ed9jc
@NiranjanPaikaray-ed9jc 25 күн бұрын
ରବିଦାସ ଏ ବେ ବହୁତ ବିଜେଡିର ଗୁଣଗାନ କରିଛନ୍ତି ।
@anamacharandas5490
@anamacharandas5490 19 күн бұрын
ରବି ବାବୁ ଆପଣ ଏହି ଭଳି କଥା କହି ପ୍ରତ୍ୟେକ୍ଷ ରେ ନବୀନ ବାବୁ ସମର୍ଥନ କରି ବହୁତ ଲଜ୍ୟା କଥା କହୁଛନ୍ତି।ଏଥିରୁ ନିବୃତ ରୁହନ୍ତୁ।ଆପଣ ନିଜର ସମ୍ମାନ କ୍ଷୁଣ୍ଣ କରୁଛନ୍ତି।
@BishwanathSethiBishwa
@BishwanathSethiBishwa 25 күн бұрын
You are right Sir.Correct analysis
@s.khurdha9371
@s.khurdha9371 25 күн бұрын
ମଧ୍ୟ ପ୍ରଦେଶ ରୁ ମାତ୍ର 8 ଘଣ୍ଟାରେ ରାସ୍ତା ଗୁଜରାଟ ଦାଦନ କେତେ ମଧ୍ୟ ପ୍ରଦେଶ ରୁ ଗୁଜରାଟ ଯାଉଛନ୍ତି ସେ ତୁଳନାରେ ଓଡ଼ିଶା କିଛି ନୁହେଁ
@banshidharpatra5160
@banshidharpatra5160 25 күн бұрын
BJP ର ଅବସ୍ଥା ମିଛ କହିବା ଦ୍ଵାରା ବହୁତ୍ ଖରାପ ସ୍ତିତି ହୋଇଗଲା
@bimalchandrasarangi1128
@bimalchandrasarangi1128 22 күн бұрын
ବିଜେଡି ର ସମସ୍ତ ପ୍ରକଳ୍ପ କୁ ବିରୋଧୀ ମାନେ ବନ୍ଦ କରିବାରୁ ଓଡିଶାର ଉନ୍ନତି ହେଉନାହିଁ।
@baikunthapanigrahi4150
@baikunthapanigrahi4150 25 күн бұрын
Very good sir hundred percent right
@jullysamal6626
@jullysamal6626 25 күн бұрын
ମୋଦି ଅହଙ୍କାର ଭାଙ୍ଗିବ ମୋଦି ଚା ବିକିଵ
@thabirkumarharjan2893
@thabirkumarharjan2893 25 күн бұрын
Correct
@suchandanbehera4156
@suchandanbehera4156 25 күн бұрын
ଚା ମୁ ପିଇବି
@user-gi8mc5ut7l
@user-gi8mc5ut7l 25 күн бұрын
କପ୍ ଧୁଇବୋ
@sunilsardar9257
@sunilsardar9257 25 күн бұрын
ପାଣ୍ଡିଆନ ର ---- ଚାଟିଵୁ
@sridharsahoo6937
@sridharsahoo6937 24 күн бұрын
Tu badha kana janichhu
@NiranjanMallick-cw9nv
@NiranjanMallick-cw9nv 21 күн бұрын
ଗୋଟିଏ ରାଜ୍ୟ ପତନ ହେବା ପାଇ ବେଶି ସମୟ ଲାଗିବ ନାହି ଯେତେବେଳେ ରାଜ୍ୟର ମୁଖିଆ ଏକଛତ୍ରବାଦୀ ହୋଇଯିବ ,ଅଫିସର ଭ୍ରଷ୍ଟାଚାରୀ ହୋଇଯିବେ ,ସାମ୍ବାଦିକ ବିକ୍ରି ହୋଇଯିବେ ଓ ଭୋଟର ଲାଞ୍ଚ ନେଇ ଭୋଟ ଦେବେ ।
@niharpalai3774
@niharpalai3774 16 күн бұрын
Tu gote ପ୍ରଧାନମନ୍ତ୍ରୀ ହେଇ ପାରିବୁନି ବୁଢ଼ା ହେଲୁଣି ସେଥିଲାଗି ନିଜ ଅଯୋଗ୍ୟ ଗୁଣ ଉପରେ ଜଳୁଛୁ, Jai Ho Modiji💕🙏
@arunkumardas6631
@arunkumardas6631 25 күн бұрын
ରବି ବାବୁ! ନମସ୍କାର। ଆପଣ ଯେ କଥା କହିଛନ୍ତି,ଯେ ପ୍ରଧାନ ମନ୍ତ୍ରୀ ଙ୍କୁ,ଏମିତି କହିବାର ନଥିଲା। ଆଗରୁ ଏମିତିକା ମନ୍ତବ୍ୟ କେହି ପ୍ରଧାନ ମନ୍ତ୍ରୀ ଦେଇ ନାହାନ୍ତି।ଆଗରୁ ତ କୌଣସି ପ୍ରଧାନ ମନ୍ତ୍ରୀ article 370 ହଟାଇ ନଥିଲେ,ରାମ ମନ୍ଦିର କରି ନଥିଲେ,tripple talaq ହଟାଇ ନଥିଲେ,ତାର ଅର୍ଥ ନୁହେଁ ଯେ,କିଛି ପରିବର୍ତ୍ତନ ନ ହେଉ। ବିଜେଡି ହୁଏତ ଜିତି ଯାଇ ପରେ, କିନ୍ତୁ କହିବା ରେ ଭୁଲ୍ କେଉଁଠି ରହିଲା?
@nuelbaa8392
@nuelbaa8392 23 күн бұрын
Agoru keun PM ete garva re katha heuthile apono tike tanko na dayakari kahibe ki ? Ebeto jeuthi bhi dekhibe kebolo ouruna sarkar bisayere bisho ogaluchanti,laguchi jemiti ei PM ra bapa desoku swadhin anithile !
@_bapi___303
@_bapi___303 25 күн бұрын
ସବୁ କଥା ରେ ଦମ ଅଛି କିଛି ନିରାଟ କଥା
@parsuramsahoo7509
@parsuramsahoo7509 23 күн бұрын
ରବି ଦାସ ଜଣେ ନିରପେକ୍ଷ ରାଜନୀତି ସମୀକ୍ଷକ b j p ର ଅହଙ୍କାର ହେବାପାଇଁ ଏହି ଦଶା ଓଡ଼ିଶାରେ ଡ ଙ୍କ ମେଲୁନି ଗର୍ଜନ n କରି ନମ୍ର ହେଲେ କିଛି ଫଳ ମିଳି ପାରେ jay janata jindabada jay jagannath swami maapadmyalaya Sagar nandine maasarana rakha ❤🎉🎉🎉❤
@santoshkumardas4364
@santoshkumardas4364 25 күн бұрын
ଆପଣ ଜାଣିରଖିବା ଦରକାର ଲୋକେ ମୋଦି ଙ୍କୁ ଭୋଟ ଦେବେ ମୋଦି ମୁଖ୍ୟମନ୍ତ୍ରୀ ଠିକ କଲେ ଅସୁବିଧା କୋଉଠି....
@pradeepjena3595
@pradeepjena3595 25 күн бұрын
Very true Said 🙏
Como ela fez isso? 😲
00:12
Los Wagners
Рет қаралды 28 МЛН
Когда на улице Маябрь 😈 #марьяна #шортс
00:17
Osman Kalyoncu Sonu Üzücü Saddest Videos Dream Engine 118 #shorts
00:30