'Who Is He?': Dharmendra Pradhan Response To VK Pandian's Pressmeet | Discussion

  Рет қаралды 456,578

Kanak News

Kanak News

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #Odisha #DharmendraPradhan

Пікірлер: 1 400
@karunakarbarik8956
@karunakarbarik8956 4 ай бұрын
,ଉତ୍କଳର ନେତା ନିଳେ ନାରାୟଣ , ଉତ୍କଳ ନେତାର ନାହିଁ ପରୟୋଜନ। ପ୍ରଭୁ ଜଗନ୍ନାଥ କୋଟି ଓଡ଼ିଆଙ୍କର। ସେ କାହାକୁ ତାଙ୍କ ପ୍ରତି ନିଧି ବାଛିବେ, ସେ ଜାଣିଛନ୍ତି। ଜୟ ଜଗନ୍ନାଥ।
@saratmishra7100
@saratmishra7100 4 ай бұрын
ଆମେ ଭି ପଚାରୁଛୁ, Pandian କିଏ? ଛି ଛି କୁଳାଙ୍ଗାର ସରକାର। BJD ରେ ଆଉ କେହି ନେତା ନାହାନ୍ତି???
@reetap4008
@reetap4008 4 ай бұрын
ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ 18 ବର୍ଷ ହେଲା ନବୀନ ବାବୁ ଙ୍କ ସହ ରହି ଓଡ଼ିଶା ର ବିକାଶ କରିବା ରେ pandian ଙ୍କ ଭୂମିକା ବୁଝପାରୁନାହିଁ 😡 Pandian କୁ ତାମିଲ ତାମିଲ୍ କହି ଅପରାଜିତା ଓଡ଼ିଶା ବାସୀ ଙ୍କ ମୁଣ୍ଡ ରେ ବିଷ ପୁରାଉଚି,ସିଏ ବି ବିହରୁଣି ନା ତାର ଶାଶୁ ଘର ଓଡିଶା ଆଉ pandian ର ଶାଶୁ ଘର ଓଡିଶା ବିକାଶ ଦେଖ ,ଗୁଣ୍ଡା ଗର୍ଦ୍ଦୀ, ମିଛ ପ୍ରତିଶ୍ରୁତି BJP ଦଳର ସଂସ୍କାର 😡😡
@KAMULUKANWAR-in6ru
@KAMULUKANWAR-in6ru 4 ай бұрын
​@@reetap4008❤❤❤
@swainbaikuntha7648
@swainbaikuntha7648 4 ай бұрын
@reetap4008
@dubrajhembram2019
@dubrajhembram2019 4 ай бұрын
ତୁ କିଏ ବେ ମତେ କହ 😊😊😊
@ChandanMajhi-ff1us
@ChandanMajhi-ff1us 3 ай бұрын
ଅପରାଜିତା କିଏ
@rajendrarajput8469
@rajendrarajput8469 4 ай бұрын
ଓଡିଶା ରେ କଣ ଆହୁ କେହି BJD ର ନେତା ନ ଥିଲେ
@dinabandhunaik7332
@dinabandhunaik7332 4 ай бұрын
ବିଜେଡି ନେତା ସବୁ ମେଣ୍ଢା,
@reetap4008
@reetap4008 4 ай бұрын
ଶିକ୍ଷା ଥିଲେ ଏମିତି ବିଚାର ଆସି ନ ଥାନ୍ତା😡
@RanjitSamal-ej6gc
@RanjitSamal-ej6gc 4 ай бұрын
Sulata bf pandu
@just4funindia869
@just4funindia869 4 ай бұрын
ଆପଣ କହୁଛନ୍ତି ପାଣ୍ଡିଆନ ବେଜେଡି ନେତା ହେଲେ କେତେ ଦିନରୁ ସେ ବିଜେଡି ରେ ମାତ୍ର 4 ମାସ ରେ ତାଙ୍କୁ ଏତେ ଗୁରୁତ୍ୱ ଦଳରେ କଣ ପାଇଁ କାରଣ ସେ ଆଗରୁ ଗୁପ୍ତରେ ସରକାରୀ ଚାକିରୀ ରେ ଥାଇ ବି ବିଜେଡି ଦଳ ପାଇଁ କାର୍ଯ୍ୟ କରୁଥିଲେ
@Pk2018-d2h
@Pk2018-d2h 4 ай бұрын
Amit Saha...kahi gaputhila
@bhumijsahoo4737
@bhumijsahoo4737 4 ай бұрын
Strategy maker ପ୍ରଥମେ ପ୍ୟାରିମୋହନ ମହାପାତ୍ର ଥିଲେ କିନ୍ତୁ ସମୟ ଅନୁସାରେ ପ୍ରଥମେ ସେ ହିଁ ବଳିପଡିଥିଲେ। ଏ ଓଡ଼ିଶା ନା ନବୀନ , ନା ରାହୁଲ ଓ ନା ମୋଦୀ ର ଆମ ଜଗନ୍ନାଥଙ୍କ ର । ତେଣୁ ତା ରାଜ୍ୟ ର ଭାର କାହାକୁ ଦେବ ସେ ନିର୍ଣ୍ଣୟ ତାର ,ତମେ ସବୁ କାହିଁକି ହେଉଛ ଭାକୁ ଭାକୁ ସଳା ଦଳ ବଦଳ ନେତା ।ଜୟ ଜଗନ୍ନାଥ 🙏
@LambodarPradhan-sj6uy
@LambodarPradhan-sj6uy 4 ай бұрын
ଓଡ଼ିଶାର ଚାକର ହୋଇଥିବା ଲୋକ ଏବେ ମାଲିକ ହେବାକୁ ଚାହୁଁଛି। ଛି ଛି ଛି
@reetap4008
@reetap4008 4 ай бұрын
ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ
@reetap4008
@reetap4008 4 ай бұрын
ଶିକ୍ଷା ଥିଲେ ଏମିତି ବିଚାର ଆସି ନ ଥାଆନ୍ତା,😡😡
@rainbowleasing6306
@rainbowleasing6306 3 ай бұрын
Right
@supriyasahoo4400
@supriyasahoo4400 4 ай бұрын
ରବି ବାବୁ ବରିଷ୍ଟ ସାମ୍ବାଦିକ,ହେଲେ ନିରପେକ୍ଷ କଥା କହୁନାହାନ୍ତି କି ଓଡ଼ିଶା ର ସ୍ବାର୍ଥ , ବିଷୟରେ କହିନାହାନ୍ତି
@pradippradhan4388
@pradippradhan4388 4 ай бұрын
ସରକାରୀ ସରକାରୀ ଘର ପାଇଛନ୍ତି
@କଳ୍କୀ
@କଳ୍କୀ 4 ай бұрын
ପ୍ରଥମ ହିନ୍ଦୁ ଥିଲା ଖତରେ ମେ ଏବେ ଓଡ଼ିଆ ଖତରେ ମେ ଏବେ ଦେଶ ଲୁଟେରା ଗୁଜରାଟୀ ଓଡ଼ିଆ ଆଉ ଓଡ଼ିଶାର ଅସ୍ମିତା ବିଷୟରେ ଜ୍ଞାନ ପେଲୁଚି କିନ୍ତୁ ମଣିପୁରରେ ଶହଶହ ସସ୍ମିତାଙ୍କ ଇଜ୍ଜତ ନିଲାମ ହେଉଚି।
@anandamohakuda4943
@anandamohakuda4943 4 ай бұрын
Right 👍 absolutely
@Kumbhakarna9
@Kumbhakarna9 4 ай бұрын
Magena khia 😂😂😂
@digitalheman1288
@digitalheman1288 4 ай бұрын
Tu bala besi ka janichu😅
@sirazulkhan8820
@sirazulkhan8820 4 ай бұрын
Right jay navin. Navin odisa
@subratmohapatra638
@subratmohapatra638 4 ай бұрын
Bokachoda Manipur re kebalo Jone mohila..hela..tumo odisha re kn houchi dekh
@user-rdbabu143
@user-rdbabu143 4 ай бұрын
ଭାଇ ମାନେ ଗୋଟେ କଥା କହିବି, ଗୋଟେ ଦଳ 21 ବର୍ଷ ଶାସନ କଲାଣି, ଆଉ ତା ଶାସନ ଆମେ ଦେଖି ସାରିଲୁଣି, ଆଉ ଗୋଟେ ଦଳ କୁ ଚାନ୍ସ ଦବା ଦରକାର୍, ମୋର କହିବା ମାନେ ଗୋଟେ ସାଇଡି ର କଥା ଶୁଣି କିଏ ଠିକ୍ କିଏ ଭୁଲ୍ ବିଚାର କରା ଯାଏନି, ଆଉ ମୋ ମତ ରେ ଗୋଟେ ଥର ଆମ ଓଡ଼ିଶା କୁ bjp ଆସିବା ଦରକାର୍ ଆଉ ତା ଶାସନ କେମିତି ଆମେ ଦେଖିବା, ତା ପରେ ଆମେ ବିଚାର କରିବା କିଏ ଠିକ୍ ଆଉ କିଏ କଥା କହିବା କପିଳା
@binamraanchal1305
@binamraanchal1305 4 ай бұрын
No...
@SouravDas-mz6jf
@SouravDas-mz6jf 4 ай бұрын
Manipur dekhila pare jama nuhe
@laxmidharhasda6209
@laxmidharhasda6209 4 ай бұрын
Right
@rajkumardandapat1748
@rajkumardandapat1748 4 ай бұрын
No.. we can't want BJP
@saratkumarsatapathy7829
@saratkumarsatapathy7829 4 ай бұрын
Cong ta
@umapatra1958
@umapatra1958 4 ай бұрын
Vkpa sir very good🌹 💙💚❤🇧🇴🇧🇴🇧🇴🇧🇴👍🏽
@MukeshKumarSahu-gw4sq
@MukeshKumarSahu-gw4sq 4 ай бұрын
ମୁଁ ବୁଝି ପାରୁନି କାହିଁକି ସମସ୍ତେ pandian sir ଙ୍କୁ ବାହାର ଲୋକ ବୋଲି କହୁଛନ୍ତି ଆମ ଦେଶରେ ଏକକ ନାଗରିକ ପ୍ରଥା ପ୍ରଚଳିତ ଏହି ପ୍ରଥା ଅନୁଯାୟୀ ଆମେ ସମସ୍ତେ ଭାରତୀୟ ନାଗରିକ ଅଟୁ ଆମେ ଓଡ଼ିଶା ର କୌଣସି ସ୍ଵତନ୍ତ୍ର ନାଗରିକତ୍ବ ଗ୍ରହଣ କରିନାହୁଁ ଆମେ ସମସ୍ତେ ଭାରତୀୟ ଆଜି ଆମେ ରାଜ୍ୟ ରାଜ୍ୟ ମଧ୍ୟରେ ଭେଦ ଭାବ ରଖୁଛନ୍ତି କାଲି ଜିଲ୍ଲା ଜିଲ୍ଲା ମଧ୍ୟରେ ରଖିବା ପୁଣି ଗାଁ ଗାଁ ମଧ୍ୟରେ ଭେଦ ଭାବ ରଖିବା ଆମେ ବଞ୍ଚି ପାରିବା ତ
@adjustablevideo
@adjustablevideo 4 ай бұрын
Jilla kathha chhada bhaina goan goan b chhada ghare bhai bhai bheda bhaba hei galani loka Mane ke Jane kemiti hei gale emiti j mun b jani paruni
@anandamohakuda4943
@anandamohakuda4943 4 ай бұрын
Right 👍
@KaliaSethi-ym9rg
@KaliaSethi-ym9rg 4 ай бұрын
Kahunu tu odisha re election ladhibaku se magia pandu pane na dabu ki
@rupeshnaik9027
@rupeshnaik9027 4 ай бұрын
Kintu. Swabhab. Kabi. Gangadhar mehernku. Santha. Kabi. Kahuchhanti. Sei ta. Kana. Thik.
@adityabehera1361
@adityabehera1361 3 ай бұрын
ସମସ୍ତେ ନୁହେଁ କେବଳ ବିଜେପି କହୁଛି , ଏମାନେ କ୍ଷମତା ଲୋଭରେ କିଛି ବି କହିବାକୁ ପଛାନ୍ତି ନାହିଁ
@panchanansahoo8417
@panchanansahoo8417 4 ай бұрын
Kanak news ନିରପେକ୍ଷ ରହିଲେ ଭଲ ହେବ, ବିଜେଡି ଚାନେଲ ହୁଅନ୍ତୁ ନାହିଁ, denkanal ଆସନ୍ତୁ ଆମେ ଲୋକ ମାନେ ଜବାବ ଦେବୁ ଧର୍ମେନ୍ଦ୍ର ପ୍ରଧାନ କଣ କରିଛନ୍ତି, ପାଣ୍ଡିଆନ କଣ କହିବେ, ଭୋଟ ଆମେ ଦବୁ,NTPC 660 Mgwatt, FCI plant, medical collage, central school,ଆହୁରି ଅନେକ ଅଛି ! ଚାକ୍ରନ୍ତ୍ କରି ବିଜେଡି ସରକାର medical collage admission ନେଲେ ନାହିଁ, ground zero report id best, I suggest to kanak news plz come.
@PulakitDhal
@PulakitDhal 4 ай бұрын
ଯୁବବର୍ଗଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ ଖେଳୁଛି ବିଜେପି
@shivdurgaenterprise
@shivdurgaenterprise 4 ай бұрын
Thik bhai
@laxmidharhasda6209
@laxmidharhasda6209 4 ай бұрын
​@@shivdurgaenterpriseତମେ ପାଣ୍ଡୁକୁ ଗାଣ୍ଡୀ ଦେଖାଅ ହେଲା ଭଲ ପୁରେଇବ
@Sambit1575
@Sambit1575 4 ай бұрын
Tk describe kriki kuha
@anandamohakuda4943
@anandamohakuda4943 4 ай бұрын
Ekdam thik katha
@ManishKumar-743
@ManishKumar-743 4 ай бұрын
ମାଗଣାରେ ସିଲିଣ୍ଡର ଦେଉଛ ବୋଲି ଭାରି ଜୋରରେ ଡିଣ୍ଡିମ ପିଟୁଥିଲ, କିନ୍ତୁ ସେହି ଖାଲି ଗ୍ୟାସ ଟାଙ୍କିରେ କିଏ କେମିତି ରୋଷେଇ କରିବ ଭାବିଛ? ଗ୍ୟାସ ଦର ଏତେ ବଢାଇ ଦେଲେଣି ଯେ, ଟାଙ୍କିରେ ଗ୍ୟାସ୍ ଭର୍ତ୍ତି ନକରି ଲୋକେ ଉପାସରେ ଶୋଉଛନ୍ତି ପରା
@RajeshKumar-vk8qp
@RajeshKumar-vk8qp 4 ай бұрын
Bhai agaru chuli re rosei heuthila eave karunahanti upas kana pain rahuchhanti jadi Paisa nahi gas aniba pain tahale se lokanku apana tike paramarsa diantu
@tarachandpanda9481
@tarachandpanda9481 4 ай бұрын
Salary increase heichi na heini kuha ta
@TapasPuja-b8h
@TapasPuja-b8h 4 ай бұрын
Vai chuli Jalibaku Para mana kala gyara randhibaku ujwala dala aba ta amara chuli nahi​@@RajeshKumar-vk8qp
@rajeshbrahma.
@rajeshbrahma. 4 ай бұрын
ଶଳା ଚାଉଳ ନବୀନ ଦୌଚି ବୋଲି କହୁଥିଲୁ ରେ ତାମିଲ୍ ହଳିଆ ଶଳା ଜୁନ୍ 4 ତାରିଖ ରେ ଗାଣ୍ଡୀ ରେ ବାଉଁଶ ପଶିବ
@bapisadangi3373
@bapisadangi3373 4 ай бұрын
ନବୀନ ପଟ୍ଟନାୟକ ଧୁଆଁ,10,000କାଳିଆଟଙ୍କାଦେବ, ବୋଲି କହୁଥିଲା, ଉତ୍ତର ଦିଅନ୍ତୁ
@ratikantanahak5424
@ratikantanahak5424 4 ай бұрын
ଜୟ ଜୟ ଶ୍ରୀ ରାମ
@PratimaSwain-r6c
@PratimaSwain-r6c 4 ай бұрын
Argus news is the best channel
@JayantaPrakash726
@JayantaPrakash726 4 ай бұрын
ବିଜେପି ହେଉଛି ଭାରତୀୟ ଜାଲିଆ ପାର୍ଟି, ଏମାନଙ୍କୁ ବିଶ୍ୱାସ କଲେ ସବୁ ନେଇଯିବେ ଲୁଟି
@bapisadangi3373
@bapisadangi3373 4 ай бұрын
ବିଜେଡି ଧୁଆଁ ଯୋଜନା କାର୍ଯ୍ୟକାରୀ, କରିବାରେ, ଏକ ନମ୍ବର,ପବନ, ଘଡଘଡି,ବର୍ଷା, ଆଦିବାସୀ, ଶ୍ରମିକଙ୍କୁ ଚାଷୀ ଦଳିତ ଗରିବ ବୁଣାକାର ବ୍ୟବସାୟୀ, ଶିକ୍ଷିତ ଯୁବତୀଙ୍କୁ, ଯୁବକ ଙ୍କୁ, ବିଜେଡିଦଳ ଯୋଜନା ମାଳମାଳ, ପିଠା କୁର କାଳିଆ ହାଲିଆ ବ୍ୟାଗ୍,ଚପଲ,ଘାଶକଟା, ମାଛ 🐟 ଡୁଢାଛେଦାଇବାଯୋଜନା, ଏମିତି ବହୁତ ଯୋଜନା କରିଚି, ଏଥରକ ବିଜେଡି ଆସିଲେ ଗ୍ୟାରେଣ୍ଟି ଜାପାନୀ ତେଲ କଣ୍ଡମ୍ ଯୋଜନା ହବ ହାରାମି ବେଶ୍ୟା ଗନ୍ତାଘର ବିଜେଡିଦଳ ନବୀନ ଧୁଆଁ ପାଣ୍ଡୁ ବ୍ୟବସାୟ ପାକିସ୍ତାନ ଶାସନ ଚାଲିଛି, ବିଜେଡିଦଳ ଓଡ଼ିଶାକୁ ବିନାଶ କରିଛି ବିଜେଡି
@mitumishra3216
@mitumishra3216 4 ай бұрын
Sethi Pain B J D Odisha Ku 2 Ta Rajya Ku Bikideichi Gote Hela Andhra Pradesh Hataku Koraput Ra Kotia Au Baki Sabu Tamilnadu Ra Pandian Ku Bikideichi Jouthi Pain Jagannath Mandira Ku Apabitra Karichi Beaf Ba Gomansa Khauthiba Mahila Ku Neiki Jaithila Dalal Heuchi B J D Party
@rajkapoor9830
@rajkapoor9830 4 ай бұрын
Kuade? Tamilnadu?
@ashwinisahu6584
@ashwinisahu6584 4 ай бұрын
JEMITI PANDU LUTUCHHI
@rajkumardandapat1748
@rajkumardandapat1748 4 ай бұрын
​@@bapisadangi3373JHUMLA GUARANTEE.
@PujaKumari-xe6kc
@PujaKumari-xe6kc 4 ай бұрын
ବିଜେପି ସରକାରରେ ହିଁ ଦେଶରେ ବେକାରୀ ହାର ସବୁଠୁ ଉପରେ,ଏକଥା କଣ ଅନ୍ଧଭକ୍ତ ମାନିବେ
@brahmanandam7370
@brahmanandam7370 4 ай бұрын
Tu chora besi janichhu murkha kauthi kara, aji bjp achhi boli desa etiki develop karichhi, Odisha re chori Kari chalichhi nabina, bapa jamiku bikri kariki khusi re banchithiba pua kebe jogya nuha
@anandamohakuda4943
@anandamohakuda4943 4 ай бұрын
Right 👍
@AdityaSahu-sn3yc
@AdityaSahu-sn3yc 4 ай бұрын
ଚାଷୀଙ୍କ ପାଇଁ ଏମାନଙ୍କର ସତରେ କଣ ଏତେ ଦରଦ? ତାହା ହେଲେ ଦିଲ୍ଲୀ ରାଜରାସ୍ତାରେ ବର୍ଷାଧିକ କାଳ କାହିଁକି ଖରା ବର୍ଷାରେ ବସାଇ ହନ୍ତସନ୍ତ କଲ? କାହିଁକି ଲକ୍ଷ୍ମୀପୁର ଖେରିରେ ଚାଷୀଙ୍କ ଉପରେ ଗାଡି ଚଢାଇ ମାରିଲ?
@belalsensenapati1300
@belalsensenapati1300 4 ай бұрын
ସେମାନେ ସମସ୍ତେ ଚାଷୀ ନୁହଁନ୍ତି, ସେଥିରେ ବିରାଟ ଷଡଯନ୍ତ୍ର ରହିଛି। ଯେଉଁମାନେ ଖୋଲାଖୋଲି ସେମାନଙ୍କୁ ସମର୍ଥନ କରୁଛନ୍ତି ସେମାନଙ୍କ ବିଷୟରେ ଜାଣିଲେ ଚାଷୀ ଆନ୍ଦୋଳନ କଥାଟା ବୁଝିହେବ।ଆଉ ଯୋଉ କିଛି ଚାଷୀଙ୍କୁ ନିଆଯାଇଛି
@belalsensenapati1300
@belalsensenapati1300 4 ай бұрын
ଆଉ ରାଜ୍ୟ ସରକାର ଜଳସେଚନ, ଶୀତଳ ଭଣ୍ଡାର, କୃଷି ଜାତ ଫଳ ଓ ଫସଲ ପାଇଁ କୃଷି କ୍ଷେତ୍ରରେ କି ବିକାଶ କରିଛନ୍ତି ଭାଇ?
@kakun63
@kakun63 4 ай бұрын
Then why did bjp won again seems like ur a fool all paid protests
@bapisadangi3373
@bapisadangi3373 4 ай бұрын
25ବର୍ଷଭିତରେ,ଓଡ଼ିଶାରେ ବିଜେଡ଼ି ଏମିତି କୋଣକରିଚି ଭଲକାମ
@bbhabanipatra4018
@bbhabanipatra4018 4 ай бұрын
Sethire kiye thhile tike kohi paribe Bhai.....tike kuhontu semane kiye.....sobu chashi nuhontu tahele kete Loko sethire chasi thhile kuhontu......... ​@@belalsensenapati1300
@premkumarbehera9224
@premkumarbehera9224 4 ай бұрын
ରାଜ ନୀତିରେ କାହାକୁ ଗୁମାସ୍ତା କହିବା ଠୀ କି ନୁହଁ ବରଂ ଏହା ଅନେକଙ୍କ ମନରେ ଏକ ଭାବନା ଜାଗ୍ରତ ହୁଏ ନାହିଁ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ପରିବାର ସଦସ୍ୟଙ୍କ ଗହଣରେ ଥିଲେ ଏବଂ ତାଙ୍କୁ ଶାନ୍ତ ସରଳ ଭାଷାରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରି ଯୋଜନାର ପରିକଳ୍ପନା ମନ୍ଦିର ଅବସ୍ଥିତ ନିକଟସ୍ଥ ଏକ ପ୍ରାନ୍ତର ପ୍ରସିଦ୍ଧ ଏହାଛଡା ଏଠାରେ ଶିକ୍ଷା ଲାଭ କରି ବ୍ରିଟିଶ୍ ଆଇନ୍ ଅନୁଯାୟୀ ଅଲଗା ଅଲଗା ନାମ ଅନୁସାରେ କହିବା ଠିକ୍ ନୁହେଁ
@supriyasahoo4400
@supriyasahoo4400 4 ай бұрын
ସବୁ ଠିକ୍ ମାଡ଼ମ କିନ୍ତୁ ଆପଣଙ୍କୁ କଣ କେହି ଓଡ଼ିଆ ଲୋକ ମିଳି ଲେନିକି pamdian ଙ୍କ ଆବଶ୍ୟକତା ପଡ଼ିଲା । ତାହେଲେ ଆପଣଙ୍କ ସରକାର ଗୋଟେ ଭଲ ନେତା ୨୫ ବର୍ଷରେ କରିପାରିଲେନି । ବର୍ଷ ବର୍ଷ ଧରି କର୍ମୀ ଅପେକ୍ଷା ରେ ଅଛନ୍ତି।
@Sabyasachi_94
@Sabyasachi_94 4 ай бұрын
Babi das achanti.
@nareshpadhi4863
@nareshpadhi4863 3 ай бұрын
Jai jagannath 🙏🏻🌹🙏🏻
@Raudysha5714
@Raudysha5714 4 ай бұрын
କୋଭିସିଲଡ଼ ଭାକସିନ ବିଷୟରେ ବିଜେପି କାହିଁକି କିଛି କହୁନାଇଁ କୋଟି କୋଟି ଲୋକକୁ ହାର୍ଟଫେଲ, ବ୍ରେନଡେଡ, ଭଳିଆ ବଡ଼ବଡ଼ ରୋଗ ଦେଇ ମରଣ ମୁହଁ କୁ ଠେଲି ଦେଇ ବଡ଼ ବଡ଼ ଭାଷଣ ମାରୁଛନ୍ତି ଯେତେବେଳେ କୋଭିସିଲଡ଼ ଭାକସିନ ବନେଇବା କମ୍ପାନୀ ତାର ଭୁଲ ମାନିଲା ସେତେବେଳେ ଫୋଟ ଗାଏବ
@asokbehera1874
@asokbehera1874 4 ай бұрын
Sata katha ta bhai
@dusmantakumarpradhan4101
@dusmantakumarpradhan4101 4 ай бұрын
Tu banchi chhuna 😅
@ConfusedCardinal-gp3dr
@ConfusedCardinal-gp3dr 4 ай бұрын
Biren Mitra bhali aama pandian sir Naveen babu Jindavad 💚💚💚💚💚💚🙏
@dillipkumarsingh5515
@dillipkumarsingh5515 4 ай бұрын
ଭାଇ ଆପଣ ପାଖରେ ଯଦି ହିସାବ ଦେବେ
@ConfusedCardinal-gp3dr
@ConfusedCardinal-gp3dr 4 ай бұрын
BJD 121+
@SUBHAMROUT444
@SUBHAMROUT444 4 ай бұрын
ବିରୋଧୀଦଳର ନେତାମାନେ ଆଉ କିଛି ଦିନ କହିବାର ସମୟ ଅଛି, କାରଣ 4ତାରିଖ ପରେ ସେମାନଙ୍କ ପାଟି ଆଉ ଖୋଲିବ ନାହିଁ|
@GobindaPanda22
@GobindaPanda22 4 ай бұрын
ଦରକାର ନାହିଁ ଅଚ୍ଛେ ଦିନ, ବହୁତ ଭଲ ଥିଲା ପୁରୁଣା ଦିନ । ଗ୍ୟାସ୍ ଦର ୧୦୦୦ ଟପିନଥିଲା, ୧୦୦ ଟଙ୍କାରେ ପେଟ୍ରୋଲ ୨ ଲିଟର ମିଳୁଥିଲା । ବିଜେପିର ଅଚ୍ଛେ ଦିନରେ ସେ ସବୁ ସ୍ୱପ୍ନ ପାଲଟିଗଲାଣି ।
@rabindranathsahoo-nn1qp
@rabindranathsahoo-nn1qp 3 ай бұрын
ରବି ଦାସ ମହାଶୟ କଣ ପ୍ରକୃତରେ ରାଜ ନ୍ୟିତିକ ସମୀକ୍ଷକ ତାଙ୍କର ସମୀକ୍ଷକ ହେବାର ଜ୍ଞାନ ଥିଲା ଭଳି ମନେ ହେଉନି
@AdityaSahu-sn3yc
@AdityaSahu-sn3yc 4 ай бұрын
ବର୍ଷକୁ ୨ କୋଟି ଚାକିରି, ଆକାଉଣ୍ଟରେ ୧୫ ଲକ୍ଷ... ଗପ କହିବ ତ ବିଜେପି ନେତାଙ୍କ ଭଳି । ଲାଜ ଟିକେ ନାହିଁ, ନିଜ ପଛରେ ମଳ ଲଗାଇ ଅନ୍ୟକୁ କହୁଛ ଗନ୍ଧାଉଛି ।
@tariniprasadpanigrahi2440
@tariniprasadpanigrahi2440 4 ай бұрын
PANDU ra chamcha au kamadebani
@laxmidharhasda6209
@laxmidharhasda6209 4 ай бұрын
ଶଳା ତମେ ମାନେ ପାଣ୍ଡୁର ଗାଣ୍ଡୀ ଚଟା କୁକୁର।ମାଗିଆ ପାଣ୍ଡୁ ଓଡ଼ିଶା କୁ ଖାଇ ସାରିଲାଣି ତଥାପି ବିଜେଡି ବିଜେଡି ହଉଛ
@rajkumardandapat1748
@rajkumardandapat1748 4 ай бұрын
Right 👍
@sirazulkhan8820
@sirazulkhan8820 4 ай бұрын
Right
@Himanshusekharsethi
@Himanshusekharsethi 4 ай бұрын
Bhai tame ete Magana khaibaku kahinki Chinta karuchha
@ManishKumar-743
@ManishKumar-743 4 ай бұрын
ଦେଶର ବଡ ବଡ ସଂସ୍ଥାର ଘରୋଇକରଣ କରି ଭିତରୁ ପୂରା ଖୋକଲା କରି ସାରିଲାଣି ଏ ବିଜେପି ଦଳ । ଏମାନଙ୍କୁ ସୁଯୋଗ ମିଳିଲେ ଦେଶକୁ ପୂରା ବିକିଦେବେ
@kakun63
@kakun63 4 ай бұрын
First they should sell u
@bmcreation1302
@bmcreation1302 4 ай бұрын
ମାଗିହା ତ ବଉ ବିଆରେ ପାଣ୍ଡିଆନ ଗେହିଁ ଛୁଆ କଲାଣି ତଥାପି ଜାଣି ପାରୁନୁ 7000କୋଟିର ମାଲିକ, କାହାର ପଇସା ଭାବିଛୁ ସବୁ ଶଳେ ଓଡ଼ିଆ ମେଣ୍ଢା
@debabratanayak5526
@debabratanayak5526 4 ай бұрын
Study imf 1991 reform norms Sethi privatisation upare kan lekha heichi
@anandamohakuda4943
@anandamohakuda4943 4 ай бұрын
Right 👍
@hemantakumarsrichandan1181
@hemantakumarsrichandan1181 4 ай бұрын
ଆରେ ଇଏ ମାନସ ଦାସ ଖାଲି ହେଁ ହେଁ କ'ଣ ହଉଛି କଥା ମଝିରେ ଏଇଟାକୁ ନ୍ୟୁଜ୍ କୋର୍ଡିନେଟର କିଏ କଲା ।?
@babipattnaik1363
@babipattnaik1363 4 ай бұрын
ବିଜେପି ଏମାନେ ହୋଉଛନ୍ତି ଘରଭଙ୍ଗା ଦଳ, ଆଗରୁ ଲୋକେ ଜାଣିଛନ୍ତି
@AdityaSahu-sn3yc
@AdityaSahu-sn3yc 4 ай бұрын
ଏସବୁ ପ୍ରଶ୍ନ ପଚାରିଲେ ଲାଙ୍ଗୁଡ ଜାକି ପଳାଇବେ ବିଜେପି ନେତା ।
@anandamohakuda4943
@anandamohakuda4943 4 ай бұрын
Right 👍
@Kumbhakarna9
@Kumbhakarna9 4 ай бұрын
Magena khia 😂😂😂
@GokulachandraNanda23
@GokulachandraNanda23 4 ай бұрын
ନବୀନ ପଟ୍ଟନାୟକ ହେଉଛି ସବୁଠାରୁ ବଡ଼ ହାରାମି
@babunanda8558
@babunanda8558 4 ай бұрын
Jay jagannath
@EntertainmentAlok-856
@EntertainmentAlok-856 4 ай бұрын
ଅରେ ଭାଇ ଯେଉଁ ମାନେ ମୋଦୀଙ୍କ ସହ ନବୀନ ପଟ୍ଟନାୟକ ଙ୍କୁ ସମକକ୍ଷ କରୁଛନ୍ତି ସେମାନଙ୍କୁ ମୋର ଏକ ପ୍ରଶ୍ନ? ୨୫ ବର୍ଷ ଶାସନ କଲଣି ଗାଁ କୁ ରାସ୍ତା ଅଛି, ଘରକୁ ଛାତ ଶୌଚାଳୟ ଅଛି ପିଇବା ପାଇଁ ପାଣି ଅଛି ଉତ୍ତର ନାହିଁ କିନ୍ତୁ ମୋଦି ଏକ ମରୁଭୂମିରେ Dolera city ତିଆରି କରିଦେଲେ ଯେଉଁଠି ଯୁବକ ମାନଙ୍କୁ ରୋଜଗାର ମିଳିବ, ନିବେଶ ଆସିବ ଭାରତ ବିକଶିତ ହେବ। ଗାଲୁଆ ଶଳା bjd ଦଳ ଆଉ କର୍ମୀ ଉତ୍ତର ଦିଅ
@rajkumardandapat1748
@rajkumardandapat1748 4 ай бұрын
Balo ta heba 10 barsa vitore 20core job modi dei dela,
@Tuludas-d6b
@Tuludas-d6b 4 ай бұрын
Tame dela jataka industries hela jau nijukti milila kaha pai
@ramaniranjanmohapatra6380
@ramaniranjanmohapatra6380 3 ай бұрын
Marubhumire rahucha bodhe.
@PujaKumari-xe6kc
@PujaKumari-xe6kc 4 ай бұрын
ବିଜେପି ପାଇଁ ସବୁଠୁ ବଡ ଆଲର୍ଜି କଣ ଜାଣନ୍ତି, ଚାକିରି
@Swapnashu
@Swapnashu 4 ай бұрын
Chaki chaki kn haucha mo....thik se padhithile chakiri miliba hele jal education re chakiri asiba kemiti
@shaiili6204m
@shaiili6204m 4 ай бұрын
ଗତ 25 ବର୍ଷରେ ଓଡ଼ିଶା ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିଥିଲେ ମଧ୍ୟ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଇଁ ଆଜି ସବୁ କ୍ଷେତ୍ରରେ ଉନ୍ନତି କରିପାରିଛି| 1999 ସୁପର ସାଇକ୍ଲୋନ୍, ଫାଇଲିନ୍, ହୁଡ୍ ହୁଡ୍, ଫନି, ତିତଲି ଇତ୍ୟାଦିରୁ ଓଡ଼ିଶାର ପୁନରୁଦ୍ଧାର ହୋଇଥିବା ସହ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ଶକ୍ତିଶାଳୀ ବିପର୍ଯ୍ୟୟ ପରିଚାଳନା ମଡେଲ ଜାତିସଂଘ ଦ୍ୱାରା ଏକାଧିକ ଥର ପ୍ରଶଂସିତ ହୋଇପାରିଛି। ଆଜି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଏହାର ଅନନ୍ୟ ସ୍ଥିତିକୁ ପ୍ରମାଣ କରିଛି । ଆଇଟି କମ୍ପାନୀ Accenture, Dellotte, IBM, Cognizant, Pwc, EY, Capgemini, Mindtree,Wipro,LTI, Concentrics, Infosys2 ଠାରୁ Core କମ୍ପାନୀ ଯେମିତିକି JSPL,JSW, Bhusan, AM/NS,Vedant etc ହେଉ କିମ୍ବା ପର୍ଯ୍ୟଟନ ହେଉ କି ମନ୍ଦିର, ତୀର୍ଥସ୍ଥଳ ରୁପନ୍ତରିକରଣ ହେଉ କି ଆଇଆଇଟି, ଆଇଆଇଏମ ଭଳି ବିଶ୍ଵସ୍ତରୀୟ ଅନୁଷ୍ଠାନ ହେଉ କି ବିମାନବନ୍ଦର, ସ୍ୱାସ୍ଥ୍ୟ କ୍ଷେତ୍ର, କ୍ରୀଡା, ନିରାପତ୍ତା ହେଉ କି ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ହେଉ କି ସଫଳ ମିଲେଟ ମିଶନ୍, ସବୁଥିରେ ଆମ ରାଜ୍ୟ ଓଡ଼ିଶା ର ସଫଳତା ପ୍ରତିପାଦିତ ହୋଇଛି ।ସଫଳ ମିଲେଟ ମିଶନ କୁ ବିଲ୍ ଗେଟ୍ସ ମଧ୍ୟ ବହୁତ୍ ପ୍ରଶଂସା କରିଥିଲେ। ଜୟ ଜଗନ୍ନାଥ🙏🏻
@anandamohakuda4943
@anandamohakuda4943 4 ай бұрын
Jay jagannath 🙏🙏🙏 Jay BJD
@dilliprana6772
@dilliprana6772 4 ай бұрын
ବିଜେଡ଼ି ହାରିବା ଭୟରେ ମିଛ ପ୍ରଚାର କରୁଛି
@meherhendloom3088
@meherhendloom3088 4 ай бұрын
ବିଜେପି ମାଟି କାମୁଡ଼ିବ ଓଡିଶା ରେ ଦେଖିବୁ
@AnitaNayak-wu6su
@AnitaNayak-wu6su 3 ай бұрын
👏👏👏
@SwayamSantosh4u
@SwayamSantosh4u 4 ай бұрын
ଲୋକେ ଦେଖୁଛନ୍ତି ନବୀନ ପଟନାୟକର ବଳ ବୟସ ଆଉ ନାହିଁ, ନିଜେ କଣ କହୁଛି ସେ ନିଜେ ଜାଣିପାରୁନି। ପାଣ୍ଡିଆନ ଯାହା କୁହଉଛି ନବୀନ ପଟନାୟକ ତାକୁ ବି ଠିକରେ କହି ପାରୁନି। ଭାଷଣ ଦେବା ତ ଦୂରର କଥା। ଶଳେ ଲୋକେ ଏ ସବୁ ନିଜ ଆଖିରେ ଦେଖୁଛନ୍ତି। ତଥାପି ଯଦି ମାଗିହେ ନବୀନ ପଟନାୟକକୁ ମୁଖ୍ୟମନ୍ତ୍ରୀ କରେଇକି ଜଣେ ତାମିଲ ଲୋକଠୁ ଶାସିତ ହେବାପାଇଁ ଭୋଟ ଦେବେ, ତାହେଲେ ଏ ଓଡ଼ିଆ ଜାତିକୁ ଭଗବାନ ଆସିଲେ ବି ରକ୍ଷା କରି ପାରିବେ ନାହିଁ।
@GangaramBishi
@GangaramBishi 4 ай бұрын
Right
@chandrakantasethi9646
@chandrakantasethi9646 4 ай бұрын
କାର୍ତ୍ତିକେୟ ପଣ୍ଡିୟନ୍ ବାବୁ ହେଉଛନ୍ତି। ଓଡ଼ିଶାର ନୂତନ ନିର୍ମାଣ ପାଇଁ ସାରଥୀ।
@Kumbhakarna9
@Kumbhakarna9 4 ай бұрын
First English ebee Tamil sasana odia loka transgender sabu 😂😂😂
@କଳ୍କୀ
@କଳ୍କୀ 4 ай бұрын
ପ୍ରଶ୍ନ ଗୁଡିକୁ ବି ଟିକେ ନ୍ୟୁଜ କର ବିଜେପି ନେତା ଓ ତୁମ ମୁହଁରେ କାଳି ବୋଳିବେ ସାଧାରଣ ଜନତା...😀😀😀 ୧-2 କୋଟି ନିଯୁକ୍ତି କୁଆଡ଼େ ଗଲା..?? ୨-15 ଲକ୍ଷ କୁଆଡେ ଗଲା..?? ୩- ସବୁ କଳାଧନ କୁଆଡେ ଗଲା..?? ୪-100 ଟା ସ୍ମାର୍ଟ ସିଟି କୁଆଡେ ଗଲା..?? ୫-ପେଟ୍ରୋଲ ଦାମ କେତେ ଥିଲା କେତେ ହେଲା..?? ୬-ଡିଜେଲ ଦାମ କେତେ ଥିଲା କେତେ ହେଲା..?? ୭-LPG ଗ୍ୟାସ ସିଲିଣ୍ଡର ଦାମ କେତେ ଥିଲା କେତେ ହେଲା..?? ୮-ଉଜ୍ୱଳା ଯୋଜନା ପ୍ରହସନ ନୁହେଁ କି..?? ୯-ଦରଦାମ ଆକାଶ ଛୁଆଁ କ'ଣ ପାଇଁ ହେଲା..?? ୧୦-ରାଫେଲ ଦୁର୍ନୀତି କିଏ କରିଛି..?? ୧୧-Air india କୁ କିଏ ବିକିଲା ଓ କାହିଁକି..??
@anandamohakuda4943
@anandamohakuda4943 4 ай бұрын
Right 👍
@sadanandasahoo3707
@sadanandasahoo3707 4 ай бұрын
5:48 ବିଜେପିର ବକ୍ତାଙ୍କର ଅବାନ୍ତର ଯୁକ୍ତି। ପାଣ୍ଡିୟାନ ଯଦି କିଏ? ତୁମେ କିଏ କି? ସତ କହିଲେ ଫାଟୁଛି।ବିଜେପିର ପ୍ଲାନ୍ ରାଜ୍ୟର ମୂଖିଆଙ୍କୁ ବି ଜଣା ଥାଏ କି? ମୋଦୀ ନଡ୍ଡା ଏମାନଙ୍କୁ କେଉଁ -ରେ କିଏ ପଚାରେ
@just4funindia869
@just4funindia869 4 ай бұрын
ବିଜୁ ଜନତା ଦଳ ନବୀନ ବାବୁ ଙ୍କ ଯାହା ବୟସ ସେ ଦୃଷ୍ଟିରୁ ନବୀନ ଙ୍କ ପରେ ବିଜେଡି ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଆପଣ ନିଜେ ତାଙ୍କ ଉତ୍ରାଧିକାରୀ ବୋଲି ଘୋଷଣା କରି ନିର୍ବାଚନ ଲଢ଼ 5% ଭୋଟ ପାଇବନି 5
@BharatSahu390
@BharatSahu390 4 ай бұрын
Aji 100 video chhadiba kanka lata
@UttamDas-lm6rk
@UttamDas-lm6rk 4 ай бұрын
ପ୍ରଧାନମନ୍ତ୍ରୀ କ'ଣ ଓଡ଼ିଶା ଲୋକଙ୍କ ପଇସା ରେ ଦରମା ନେଉନାହାନ୍ତି ? ବିଜେପି ପ୍ରବକ୍ତା home work କରି ଆସନ୍ତୁ।
@deepenkumarsahu2047
@deepenkumarsahu2047 4 ай бұрын
ଡର ଆସିଗଲାଣି କାଳେ bjp, ସରକାର ଭାଙ୍ଗିଦେବ
@monojghose4823
@monojghose4823 4 ай бұрын
ଧରମାକୁ ପଚାରୁନାହାନ୍ତି ଉଜ୍ଜଳା ଦିଦିଙ୍କୁ ଦେଖି କାହିଁକି କୁକୁର ପରି ଲାଞ୍ଜ ଜାକି ପଳାଉଚି
@lalukanhar878
@lalukanhar878 4 ай бұрын
Right
@asishpradhan7587
@asishpradhan7587 4 ай бұрын
Only ନବୀନ ପଟ୍ଟନାୟକ ସାର୍
@biswamohanswain9069
@biswamohanswain9069 4 ай бұрын
Nabin Babu nkara au Bala pauni
@RajaPanda-k3k
@RajaPanda-k3k 4 ай бұрын
ଯୁବବର୍ଗଙ୍କୁ ଚାକିରି ନାହିଁ, ମହଙ୍ଗା ମାଡରେ ଜନତା ହାଇଁପାଇଁ । ଇଏ କଣ ଅଚ୍ଛେଦିନ
@basantasahoo425
@basantasahoo425 3 ай бұрын
ରବି ଦାସ ଆଉ ଏଇ ରାଣ୍ଡି ମାନଙ୍କ ପାଇଁ ଓଡିଶା ଆଜି ଭିକାରୀ
@meherhendloom3088
@meherhendloom3088 4 ай бұрын
ବିଜେପି ର ମୁଖ ପାତ୍ର କୁ ମୋର ଅନୁରୋଧ ମୋଦୀ ଗେରେଣ୍ଟି କଣ ତୋ ମୋଦୀ ଘଇତା କୁ କହିବୁ କଣ ପୂରଣ କରିଛି ଶଳା ମାଗିହା 1500000 କେବେ ପୂରଣ ହେବ
@HerosatyajitMohanty
@HerosatyajitMohanty 4 ай бұрын
Bhai tanku bharatiya janata pati na kahi belajya jatra pati kahiba dara kar
@AkeshKumarmahakur-cb5eg
@AkeshKumarmahakur-cb5eg 4 ай бұрын
Chuhi bu pandu ra ta hen tur lagi nta hau chhu tui kichhu rum chhat kari nai paru bujhu lu Jay Shri Ram Jay Modi
@prakashchandraacharya119
@prakashchandraacharya119 4 ай бұрын
ରବୀଦାସ ଗୋଟିଏ ପାଗଳ ପାଗଳ ମାନଙ୍କୁ କାହିଁକି ଡାକିଛନ୍ତି ଶଳା ବାଇମନ କୁ
@rabindrasahoo1394
@rabindrasahoo1394 4 ай бұрын
Who is sulata De Sulata de is Tamil pandu pet in Tamilnadu 😊
@Aviator_7940
@Aviator_7940 4 ай бұрын
😂😂😂😂
@SwavimanOdia799
@SwavimanOdia799 4 ай бұрын
ବିଜେଡି ସରକାର୍ ର ୨୫ ବର୍ଷ ର Anti Incumbency, ମୋଦି ଙ୍କ ଗ୍ୟାରେଣ୍ଟି ଓ ନିଜେ ତିନି ଥର କେନ୍ଦ୍ରରେ ମନ୍ତ୍ରୀ ହେଇ ଭି ନିର୍ବାଚନ ଜିତି ପାରିବାର ଆତ୍ମବିଶ୍ବାସ ଏଯାଏ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କର ଆସିପାରିଲା ନାହିଁ । 🙄🤔
@jyotiranjanmishra101
@jyotiranjanmishra101 4 ай бұрын
ଭାଇ ତମେ ଯେତେ ନେତା ଅଛ ଆମ ଅରୁଣ ଭାଇ ହଉଚି ନେତା ଭିତରେ ନେତାଟିଏ , ଆମ ନୟାଗଡ଼ରେ ସିଏ ଯୋଉ ଭଳି ବିକାଶ କରିଛନ୍ତି ଏଇ ଭଳି କୌଣସି ନେତା କୋଉଠି କରିନଥିବେ , ବିକାଶର ଅନ୍ୟ ନାମ ନୟାଗଡ କହିଲେ ଭୁଲ ହବନି
@HaklowdaBakra
@HaklowdaBakra 4 ай бұрын
Maagiha Arun Gehu
@deepakdas-s4v
@deepakdas-s4v 4 ай бұрын
Dubble engine 🚂🚂🚂 odisha re.
@ItsOkguys392
@ItsOkguys392 4 ай бұрын
ମାନସ ଦାସ୍ ମୁଁ ଆପଣଙ୍କୁ ଗୋଟେ କଥା ପ୍ରଶ୍ନ ପଚାରୁଛି ।। Practically କାହିଁକି ହେଇ ପାରିବନି ବୋଲି ଆପଣଙ୍କୁ ଲାଗୁଚି
@prafullakumarraut8835
@prafullakumarraut8835 4 ай бұрын
ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ?
@anandamohakuda4943
@anandamohakuda4943 4 ай бұрын
Bjd
@rajkishoresahoo6064
@rajkishoresahoo6064 4 ай бұрын
Jay sriram
@manoj6726
@manoj6726 4 ай бұрын
Rabi das gote sambadika asarapa gote chadhei.
@rjsoy4432
@rjsoy4432 4 ай бұрын
ପାଗଳ ଟା 😂
@srikantpatnaik2849
@srikantpatnaik2849 4 ай бұрын
ଯଦି ପାଣ୍ଡିଆନ ଙ୍କୁ "ତାମିଲ ଲୋକ "ବୋଲି ବିଜେପି କହିବ, ତେବେ ବିଜେଡି କହିବେ ମୋଦୀ, ସାହା ହେଉଛନ୍ତି " ଗୁଜୁରାଟ ଲୋକ" l ଲୋକ ସମସ୍ୟା ବିଷୟରେ ଆଲୋଚନା ବିଜେପି କରୁ l
@AbhimanyuNahak-b5j
@AbhimanyuNahak-b5j 4 ай бұрын
ନିଜ ପୁଅ ନିଜ ସମ୍ପତି ର ମାଲିକ ନା ଆଉ କିଏ, ଓଡ଼ିଶା ରେ କଣ ପୁରସ ଲୋକ ନାହାନ୍ତି କି ନବୀନ ବାବୁ ଜଣେ ବାହାର ଲୋକ ଙ୍କ ସାହାରା ନେଉଛିନ୍ତି
@ManasRao-b5q
@ManasRao-b5q 4 ай бұрын
Bhai nabeen janichanti je odisa jete mp mla achhanti lahari v odisaku chalaibara mundanahi Mane dimag so pandian au apajita ta bihari Dharmendra hela koila cr toh odisa ku sambhaliba kie nabeen janichanti je pandian pari vejja kahari nahi . Au p panigrahi kichi kamanahi Khali lekhata chidiba bala chidiba .jitiba sankha n next cm pandian
@meherhendloom3088
@meherhendloom3088 4 ай бұрын
ତୋର ପୁଇତ ଟା ଫାଟିଗଲା
@NarayanGond-gz3bn
@NarayanGond-gz3bn 4 ай бұрын
ପାନଡିଆନ କିଏ କାହିଁକି ଓଡ଼ିଶାରେ ଅଛି ତାକୁ Vigilance Raid, ED Raid ପରେ ଗୁଳି ମାଡ଼ କରାଯାଉ
@MaheswarJena-ed6db
@MaheswarJena-ed6db 4 ай бұрын
ବିଜେଡି ଦଳ ହତାସ. ହେଲାଣି. ତୋ
@alekhachandra6982
@alekhachandra6982 4 ай бұрын
ଆଗରୁ ଘଇତା, ଏବେ ନେତା. ରାଜା କିଏ, ତୁମେ ମାନେ. ଚାକର.
@binodkumarbarik4075
@binodkumarbarik4075 4 ай бұрын
Gumasta is Vairav Pandiyan
@thinkgenuine6428
@thinkgenuine6428 4 ай бұрын
ଜୟ ଦାଦନ....ଜୟ ତାମିଲ...ଜୟ ପାଣ୍ଡୁ... ଆମେ ଓଡ଼ିଆ ମେଣ୍ଢା, ଦାଦନ ଭେଣ୍ଡା... ଜୟ ଗେଣ୍ଡା ଦଳ, ଓଡ଼ିଶା କୁ କରି ଚାଲ ଖୋଳ.... ପଇସା ନିଅ,ଭୋଟ ଦିଅ ; ମଦ ପିଇକି,ଦାଦନ ଯାଅ....#Boycott BJD #SaveODISHA before all loot
@bijayprusty-hy9rh
@bijayprusty-hy9rh 4 ай бұрын
ବିଜେଡି ସରକାର ରହିଛି ରହିବ 💯💯💯💯💯💚💚💚💚💚💚
@Susantadas-ut9nx
@Susantadas-ut9nx 4 ай бұрын
ସିଏ କିଏ ନବୀନ ବାବୁ କ'ଣ ମରିଗଲେକି ଏଥର ଲଢ଼େଇ ମା' ଆଉ ମାତୃଭୂମିର
@gangadharparida2961
@gangadharparida2961 4 ай бұрын
Bjp win
@banshidharpatra5160
@banshidharpatra5160 4 ай бұрын
ସମସ୍ତ କେନ୍ଦ୍ର ନେତା ମାନଙ୍କୁ ଶ୍ରୀଯୁକ୍ତ VK ପଣ୍ଡିଆଁନ ଘାଇଲା କରି ସାରିଲେଣି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲଙ୍ଗଳା କରିସାରିଲେଣି କେନ୍ଦ୍ର ର ଯେତେ ନେତା ଆସୁଛନ୍ତି ସେମାନେ ବହୁତ୍ ଟେନ୍ ସନ୍ ଥିବା ଦେଖା ଯାଉ ଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଦସ କିଲୋ ଉଜନ କମିଗଲଣି ଚେହେରା କଳା ପଡ଼ି ବିକୃତ ଦେଖା ଯାଉଛି l ପଣ୍ଡିଆଁନ ଏକୁଟିଆ ସମସ୍ତ କେନ୍ଦ୍ର ଙ୍କୁ ମୁକାବିଲା କରୁଛନ୍ତି, କିନ୍ତୁ ଟିକେ ବି ଟେନସନ୍ ଦେଖା ଯାଉ ନାହାନ୍ତି l BJD ର କୌଣସି ନେତା ଟେନ ସନ୍ ଦେଖା ଯାଉ ନାହାନ୍ତି l ଏବେ
@NiranjanParida-z1f
@NiranjanParida-z1f 4 ай бұрын
ବିଜେଡି ବାଉଳା ରାଗେର ଓଟ ଭଳି କଂଟାଗଛ ଚୋବୋଉଛି ଆଉ ନିଜ ରକ୍ତ ଖାଇ ଖୁସି ହେଉଛି
@RajalaxmiBehera-wn1ku
@RajalaxmiBehera-wn1ku 4 ай бұрын
Modi guarantee na odisha ku khaiba boli kahuchha emiti
@bijaykhuntia8298
@bijaykhuntia8298 4 ай бұрын
BJP ❤️👑
@saisusanta5329
@saisusanta5329 4 ай бұрын
Only bjp
@Swapnashu
@Swapnashu 4 ай бұрын
Odisha re kn bala ta achi sabu tamilnadu palailani....anaetha pachile khaibu bela
@SouravDas-mz6jf
@SouravDas-mz6jf 4 ай бұрын
​@@Swapnashu😂😂😂up bihar dadan mukhta kara ta pare asibu odisha bisaya re kahibaku
@BiswanataBarik
@BiswanataBarik 4 ай бұрын
ଏଥର ଓଡ଼ିଶାରେ ବିଜେପି ସରକାର ❤❤❤
@PulakitDhal
@PulakitDhal 4 ай бұрын
ଚିକ୍କିଣିଆ କଥା କହିବେ, ଭୋଟ ହାତେଇବା ପରେ ପଛରେ ଲାତ ମାରିବେ । ଏହା ହିଁ ବିଜେପି ନେତାଙ୍କ ଅଭ୍ୟାସ
@ranjanparida.2692
@ranjanparida.2692 3 ай бұрын
Jay jagannath,tme thik kara pandu jau e odisha ru
@BIBHUJYOTIDAS-qf1tt
@BIBHUJYOTIDAS-qf1tt 4 ай бұрын
ଅନ୍ୟ ରାଜ୍ୟରେ ଯୋଉଠି ବିଜେପି ସରକାର ଅଛି ସେଠି. ଓଡିଶା ସରକାର ଠୁ ଅଧିକ ଯୋଜନା ଅଧିକ ସୁବିଧା ସୁଯୋଗ ମିଳୁଚି କି ଯଦି ହଁ ତେଵେ. କଣ କଣ ଟିକେ କୁହ ବିଜେପି ନେତା ଯଦି କିଏ ଅଛ.......
@reetap4008
@reetap4008 4 ай бұрын
Plz BJP ଵାଲେ ଓଡ଼ିଶା ଛାଡ଼ି ଜଲଦି ଯାଅ 😡😡 ଆମ BJD ଦଳ ବହୁତ୍ ଭଲ ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଭଦ୍ର ଉଚ୍ଚ ଶିକ୍ଷିତ ଅଟନ୍ତି ସେ ଶାନ୍ତ ସରଳ ଅଟନ୍ତି ତାଙ୍କ ଉପରେ ଆମର ଭରଷା ଅଛି ରହିବ ମଧ୍ୟ 🙏🙏🙏
@reetap4008
@reetap4008 4 ай бұрын
ଯୋଉ ମୋଦୀ କୁ ନେଇ ବିଜେପି ଵାଲେ ଏତେ ଗର୍ବ, ଅପେକ୍ଷା କର 4 june କହିବ ମୋଦୀ କୁଆଡେ ଯିବ
@pradeepkumarjena4162
@pradeepkumarjena4162 4 ай бұрын
ପାଡିଆନ ଓଡ଼ିଶା ବାସି ଗହଣ କରିବେନାହିଁ ପାଡିଆନ ରିମଟରେ ନବିନି ପଟନାୟକ ଛାଲୁଛି ପାଡିଆନ ଋ ଅବଦାନ କଣ ଓଡ଼ିଶା ପଚି ସେ କିଏ ବିଜେଡି ନବିନି ପଟନାୟକ ନାମକୁମାତ୍ର ମାତ୍ର ସବୁ ପାଡିଆନ କରୁଛି ଏଥର୨୦୨୪ ବିଜେପି ସରକାର କରିବ
@gabakshyanayak5748
@gabakshyanayak5748 4 ай бұрын
The great pandian sir.
@RakeshSahu-rx6vq
@RakeshSahu-rx6vq 4 ай бұрын
Shame on People of Odisha who have given vote by taking money and slave for 5 years
@santoshbehera1687
@santoshbehera1687 4 ай бұрын
ଭାରତର ବଂଶଧର ହୋଇ ଯଦି ଇଂଲଣ୍ଡ ର ପ୍ରଧାନ ମନ୍ତ୍ରୀ ହୋଇପାରୁଛନ୍ତି ତାହାଲେ ପାଣ୍ଡିଆନ ବାବୁ ଏଠି ମୁଖ୍ଯ ମନ୍ତ୍ରୀ ହେଲେ କେଉଁଠି ଅସୁବିଧା ଅଛି । ଯଦି ବି ସେ ହୁଅନ୍ତି ତା ହେଲେ ଆମ ମାନଙ୍କର ଅଯୋଗ୍ୟ ପଣିଆ ହେତୁ ହେବେ । ନୁତନ ପରିକଳ୍ପନା ଆଣନ୍ତୁ । ଅଯଥା କଥା କହି ସାଧାରଣ ଙ୍କ ମନରେ ପ୍ରଶ୍ନ ଆଣନ୍ତୁ ନାହିଁ ।
@manalishasenapati2143
@manalishasenapati2143 3 ай бұрын
ଶୁଲତା ମାଡ୍ରାସ କଥାରେ ଏବେ ଖନି ବାଜୁଚି କଣ କହୁଛନ୍ତି କଣ ମିଡ଼ିଆ ଭାଇ ପଚାରୁଛନ୍ତି
@bibhutigouda9912
@bibhutigouda9912 4 ай бұрын
ହଁ ଏଥର ପରିବର୍ତ୍ତିନ ନୂତନ ଶରକାର ଗଡିବୁ
@sumantapattnayak4443
@sumantapattnayak4443 4 ай бұрын
ତମେ,କିଏ,ଜାନିତ୍ସ,କିତ୍ସି,କରି,ପାରିବେ,ନାହିଁ,singal,enjini,kama,kari,paribaa
@niranjanpanda8574
@niranjanpanda8574 4 ай бұрын
ତାମିଲବାବୁ ୩ୟ ଧନୀ, ତାମିଲ କଣ୍ଟାକ୍ଟର ମାଧମରେ ଲୁଟ ଚାଲିଛି । ଖଣିଲୁଟ , ଚିଟଫଣ୍ଡ, ୫ଟିକୁ ପେଟ ପୁରିଲାନି ଶେଷରେ ପ୍ରଭୁ ଜଗନ୍ନାଥ ଜମି ବେଦାନ୍ତକୁ ଦେଲେ ।ଚାଉଳ ଆଦାୟ କଲେ। ଏ ବେସରମ ଓଡିଆ ତାମିଲ ପାଦ ଚାଟିବେ।
@environmentCriator05
@environmentCriator05 4 ай бұрын
ଓଡ଼ିଶା ରେ ଲୋକଙ୍କର ଅଭlବ୍ VKପଣ୍ଡିଆନ ,ତୁମ କଣ ଓଡିଶା ମେଣ୍ଢା BJD ଦଳକୁ ଚରେଇବ ଛି ଛି ବେହିଆକୁ ଲାଜ ନାହିଁ
@sanjaykumarjena9809
@sanjaykumarjena9809 4 ай бұрын
Odisha need a young and dynamic CM after Navin Pattnaik.
@aiamoodisha
@aiamoodisha 4 ай бұрын
ସୁଲତା ଲଜ୍ଜ୍ୟା ଲାଗୁନି ସେ ଆମ ନେତା ବୋଲି କହିବାକୁ । ତମ ଭଳି ବେହିଆ ଦୁନିଆ ରେ ନାହାଁନ୍ତି
@TofanKhuntia-h4d
@TofanKhuntia-h4d 4 ай бұрын
B j d netanku chhada chunamara baki achhi
@supershakti91
@supershakti91 4 ай бұрын
25 ବର୍ଷ ହେଇଗଲା କିନ୍ତୁ ମୁଖ୍ୟ ମନ୍ତ୍ରୀ ଓଡ଼ିଆ କହିପରିଲେନି
@anantaswain6117
@anantaswain6117 4 ай бұрын
ରବି ଦାସ ଓଡିଶାର କଉଁ ଉପକାରିତା ସାମ୍ବାଦିକ ଜନସାଧାରଣ ଙ୍କ ପାଁଇ କି ଉପକାର କରିଛନ୍ତି
@gyanaranjanpradhan1911
@gyanaranjanpradhan1911 4 ай бұрын
ହଟା ହଟା ହଟା ହଟା ହଟା ହଟା ହଟା ବିଜେଡି ବିଜେଡି କୁ ହଟା ହଟା
@prakashbehera3159
@prakashbehera3159 4 ай бұрын
ଆମେ ଏଇ ପାଞ୍ଚ ବର୍ଷ ମାନ୍ୟବର ଶ୍ରୀଯୁତ ନବୀନ ପଟନାୟକ ଙ୍କୁ ଭୋଟ ଦେଇ ଇତିହାସ କରାଇବୁ !କିନ୍ତୁ 2029 ମସିଆ ବେଳକୁ ଆମେ କେଉଁ ଦଳକୁ ଭୋଟ ଦେବୁ ନିଶିତ ଚିନ୍ତା କରି ଭୋଟ ଦେବୁ ଜୟ ଜଗନ୍ନାଥ 🙏🙏🙏
@barshastore
@barshastore 4 ай бұрын
ସେ ଦୂତିୟ ଅନ୍ୟ ନେତୃତ୍ବ ସବୁ କୁଆଡେ ଗଲେ।
@Tandikana
@Tandikana 4 ай бұрын
ଓଡିଶାରେ ସରକାର ପରିବର୍ତ୍ତନ ଦରକାର 25 ବର୍ଷ ଶାସନ କାଳରେ କଣ ଓଡ଼ିଆ ପୁଅ ମିଲିଲାନାହି ତାମିଲ୍ ହାତରେ ଓଡ଼ିଶା
@chinmayamahunta8255
@chinmayamahunta8255 4 ай бұрын
Jay Jagannath 🙏🙏 Jay Pandiyan 🙏🙏 My heart is Pandiyan 🙏🙏 Jay Naveen Patnaik 🙏🙏 Jay Pandiyan 🙏🙏 Jay Pandiyan 🙏🙏
@santoshbarik1143
@santoshbarik1143 4 ай бұрын
ଆମେ ଚାହୁଁ କୌଣସି ବି ଦଳ ହଉନା କାହିଁକି ପରିବର୍ତ୍ତନ ଚାହୁଁଚୁ
@SethyBabuthepower
@SethyBabuthepower 4 ай бұрын
ଏ ଶଳେ ମୁହଁ କାହିଁକି ଦେଖଉଛନ୍ତି ବୁଝା ପଡୁନି
@Kisnapmm
@Kisnapmm 4 ай бұрын
କେନ୍ଦ୍ର ନେତା କହୁଛନ୍ତି ଡବଲ ଇଞ୍ଜନ ନଂ-୧କରିଦେବୁ ମଣିପୁର ଡବଲ ଇଞ୍ଜନ ନଂ-୧ ହେଇଛି କି?
Minecraft Creeper Family is back! #minecraft #funny #memes
00:26
From Small To Giant Pop Corn #katebrush #funny #shorts
00:17
Kate Brush
Рет қаралды 69 МЛН
отомстил?
00:56
История одного вокалиста
Рет қаралды 7 МЛН
How A Poor Boy Built Oberoi Hotels
17:18
Shivanshu Agrawal
Рет қаралды 2,4 МЛН
Sikh Empire Explained in 35 Minutes
35:25
Mohak Mangal
Рет қаралды 660 М.
Minecraft Creeper Family is back! #minecraft #funny #memes
00:26