Mohan Majhi Govt To Identify Genuine Farmers: Registration For Real Farmers To Start In January

  Рет қаралды 215,721

OTV

OTV

Күн бұрын

Пікірлер: 209
@ARNMKP
@ARNMKP 18 күн бұрын
ଆରେ ଭାଇ ଯିଏ ସର୍ଭେ କରିବେ, ସିଏ ପରା ପଇସା ଖାଇ ଅଣ ଚାଷୀ କୁ ଚାଷୀ ବୋଲି ଦର୍ସାଇବେ, ground level ରେ ବହୁତ୍ ଦୁର୍ନୀତି ଚାଲିଛି
@sanjayakumar8110
@sanjayakumar8110 18 күн бұрын
1000% right bhai
@biswaltutorial1522
@biswaltutorial1522 18 күн бұрын
Right
@fakirmohankhatua2832
@fakirmohankhatua2832 18 күн бұрын
ବହୁତ ଭଲ କଥା 100%ସତ, କିନ୍ତୁ ଆମେ କୋମେନ୍ଟ ରେ ଲେଖି ପରିବା ହେଲେ ଅଫିସର ଆଗରେ ମୁହଁ ଖୋଲିବା କୁ ସାହସ ନାହିଁ, ଏଇଟା ଦୁଃଖ
@jaga918
@jaga918 18 күн бұрын
ଯୋଉ ମାନେ govt job ପାଇଛନ୍ତି ସେମାନଙ୍କୁ ଚାଷୀ subsidy ରୁ ହଟା ଯାଉ l
@ROHITSAHU-ev5uv
@ROHITSAHU-ev5uv 18 күн бұрын
Right
@KalishBhatra-ot3bg
@KalishBhatra-ot3bg 18 күн бұрын
thank you
@prasantsahoo579
@prasantsahoo579 18 күн бұрын
ଆରେ ଭାଇ ଜେତେ ଜୋଜନା ଭାରିଲେ କଣ ହବ ପ୍ରକୃତ ଚାଷୀଙ୍କୁ କିଛି ପାଉନାହାନ୍ତି
@hrushikeshdharua4522
@hrushikeshdharua4522 18 күн бұрын
ଯାହାର ଜମି ଅଛି ସେ ଚାଷ କରୁନି କିନ୍ତୁ ସେହି ଜମିକୁ ଯାହାର ଜମି ନାହିଁ ସେ ଚାଷ କରୁଛି ସେ କଣ କରିବ
@patnaiksatish5108
@patnaiksatish5108 18 күн бұрын
Really we should Identify reality
@jaydebjena5159
@jaydebjena5159 17 күн бұрын
Right 👍
@nishikantaroutray9382
@nishikantaroutray9382 17 күн бұрын
Right
@satyasatya6668
@satyasatya6668 17 күн бұрын
Right
@kskanha143
@kskanha143 15 күн бұрын
Right kn karajiba
@rasapadhan1232
@rasapadhan1232 18 күн бұрын
ଏ ବାଳ ସରକାର ବୁଝିବେନି ଚାଷୀଙ୍କ କଥା ଆମେ ଜାଣିଛୁ ଚାଷୀ ହେଲେବି ଚାଷୀ ରେ ଗଣତି ଯିବୁନି ସୁଭଦ୍ରା ଯୋଜନା ରେ ପଇସା ଦେଇକି ଏବେ କହୁଛନ୍ତି ପଇସା ଫେରେଇବକୁ। ଆଉ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡିବ ସରକାର ଚେଞ୍ଚ୍ କରିବାକୁ।ଏଇ ସରକାର ଜିତିବା ପୂର୍ବରୁ କହିଥିଲା ଆଉ ଏବେ କଣ ହଉଛି ଦର ଦାମ୍ ଯେମିତି ବଢ଼ିବାରେ ଲାଗିଛି ଆମ ଭଳିଆ ଗାଉଁଲି ଲୋକ ନ ଖାଇ କି ମରିଯିବେ ।ଆମେ ବି ଏଇ ମେସେଜ box ଲେଖିକି କହିଲେ ବି ଆମ କଥା କେହି ଶୁଣି ବେନି । ଆହୁରି କହିବାକୁ ବହୁତ୍ ଅଛି ହେଲେ କହିଲେ ଲାଭ ନାହିଁ ଆମ କଥା କେହି ସୁଣିବେନି ଏଇ ଦୁନିଆରେ କେହି ନୁହଁ କାହାର ନିଜ ସ୍ବାର୍ଥ ପାଇଁ ନିଜ କାମ କରନ୍ତି। ଜୟ ଜଗନ୍ନାଥ 🙏⭕‼️⭕🙏
@_mr___rajput
@_mr___rajput 15 күн бұрын
Kire murkha tate kie subhadra tanka dela 😂😂 puni phereibu ?? , chasi nka katha new govt bujhini taa price badhuchhi kemiti ?? Price badhile chasi labha ban hue , price kamile chasi mrutya hara badhe janichhu ki nanhi ?? Jadi price badhile tor prblm ta ase mo pariba bagicha re kama karibu
@makarsenapati1213
@makarsenapati1213 18 күн бұрын
ପ୍ରଥମେ ଦର ଦାମ୍ ନିୟନ୍ତ୍ରଣ କର ମୋହନ୍ ମାଝୀ
@_mr___rajput
@_mr___rajput 15 күн бұрын
Chasa kale price kamiba nahale hata ganati chasa hele chasi labha ban Heba
@beherafarming
@beherafarming 18 күн бұрын
ଆରେ ଓଡିଶା ରେ ଯେତିକି ଚାଷୀ ନାହାନ୍ତି ତା ଠାରୁ ଅଧିକ ଭାଗଚାଷୀ ଅଛନ୍ତି ତାଂକ ପାଇଁ କିଛି ନାହିଁ ସେମାନେ କିଛି ପାଉ ନାହାଁନ୍ତି
@KalishBhatra-ot3bg
@KalishBhatra-ot3bg 18 күн бұрын
very good sir
@DallyDISCOUNT50
@DallyDISCOUNT50 17 күн бұрын
Kintu semane kichi bisubidha Pau nahanti na lone na sbusit na gov subidha pauchanti semane Khali kheti sahuchanti please provide 🙏
@soumyaranjan7958
@soumyaranjan7958 18 күн бұрын
ଜୟ କିଷାନ
@SushantaPatra-bn8kf
@SushantaPatra-bn8kf 18 күн бұрын
ବହୁତ ଭଲ 👌👌👌👌
@lalithembram7294
@lalithembram7294 18 күн бұрын
Swagat jogyo padakhep
@mohankumarnemalpurimohan5803
@mohankumarnemalpurimohan5803 18 күн бұрын
ବେପାର କରନ୍ତୁ ନାହିଁ ଆଜ୍ଞା ବାଗ ଚାଷୀ କ'ଣ ଚାଷ କରିବ ନାହିଁ କି ସେମିତି ହେଲେ ଆଗକୁ ସମୟ ଅପେକ୍ଷା କରନ୍ତୁ
@AsitkumarsahooAsit
@AsitkumarsahooAsit 18 күн бұрын
ଆପଣଙ୍କୁ ସ୍ୱାଗତ. ସତରେ ଅସଲ ଚାଷୀ ବାହାରୁ
@RANJANKUMAR-jb1xw
@RANJANKUMAR-jb1xw 16 күн бұрын
ବିଜେପି ଜିନ୍ଦାବାଦ ଓଡ଼ିଶା ସରକାର ଧନ୍ୟବାଦ ବିଜେପି ସରକାର
@achyutamajhi5509
@achyutamajhi5509 18 күн бұрын
ବହୁତ ଭଲ ହେବ
@JayaMeher-op3vy
@JayaMeher-op3vy 18 күн бұрын
Good dission
@amulyagadatia1569
@amulyagadatia1569 18 күн бұрын
100%ହେବ କଥା
@beherafarming
@beherafarming 18 күн бұрын
ତେଣୁ ଆଗ ଭାଗଛାଷୀ ଖୋଜ ତା ପରେ କିଛି ପଦକ୍ଷେପ ନେବା ପାଇଁ ଚିନ୍ତା କର
@SushantaPatra-bn8kf
@SushantaPatra-bn8kf 5 күн бұрын
ବହୁତ ବହୁତ ଭଲ
@anannabehura856
@anannabehura856 18 күн бұрын
Great job
@dhaneswarkatual6046
@dhaneswarkatual6046 18 күн бұрын
ବେପାର କରିବା ଆରମ୍ଭ ହୋଇଗଲା. ପୁଣି 2029 କୋ ଅପେକ୍ଷା କର ଚାଷୀ କିଏ ଜାଣିବ. ଆରେ ଆଗ ଦର ଦାମ୍ କମ କର . ଚାଷୀ ମୂଲିଆ ପରେ ଖୋଜିବ. ବେପାରୀ ଦଳ.
@_mr___rajput
@_mr___rajput 15 күн бұрын
Tu nihati chasi nuha 😂😂 chasi sabu bele price kebhe badhiba apekhya karithae
@susantapalei8174
@susantapalei8174 18 күн бұрын
ଭାଇ ଭଗଚାଷି ପାଇଁ କଣ ଲାଭ ଓଡିଶା ରେ ଭଗଚଷୀ ଅଧୀକ ଥରେ ତାଙ୍କ କଥା ଭାବନ୍ତୁ
@maheshpadhan4462
@maheshpadhan4462 18 күн бұрын
ବିନାଶ କାଳେ ବିପରିତ ବୁଦ୍ଧ୍ଧି ,ଧାନ ତ ଭଳରେ କିଣୁନ,5 ବରଷରେ ମରିବ ତମ ସରକାର
@KrushnaSahoo-sj5rd
@KrushnaSahoo-sj5rd 18 күн бұрын
100%ଠିକ୍
@KaluNayak-rf2el
@KaluNayak-rf2el 18 күн бұрын
ସରକାରଙ୍କ ପଦକ୍ଷେପ ଠିକ୍ ଅଛି କାହିଁକି ନା ଅଟ ଚଲେଇବା ଲୋକ ବି ଏଠି ପିଏମ କିସାନ ରେ ଟଙ୍କା ପାଉଛି
@desimodernagriculture9074
@desimodernagriculture9074 17 күн бұрын
Right decisions for real farmers
@RadhamohanDas-l5m
@RadhamohanDas-l5m 18 күн бұрын
ଖୁବ୍ ଭଲ ପଦକ୍ଷେପ।ମୋହନ ସରକାରଙ୍କ ସହିତ ସମ୍ରାଟ ମୋଦି ଜୀ ଙ୍କ ର ଜୟ ।
@RD123.........
@RD123......... 18 күн бұрын
ଭାଗଚାଷୀ ମାନଙ୍କ ପାଇଁ କିଛି କର
@santoshgouda8684
@santoshgouda8684 18 күн бұрын
Thank you otv khabar
@harishchandranaik2528
@harishchandranaik2528 18 күн бұрын
Good Step
@RANJANKUMAR-jb1xw
@RANJANKUMAR-jb1xw 16 күн бұрын
ଅନୀଲ ବାବୁ ଆପଣ ପୂରା ଠିକ୍ କଥା କହୁଛନ୍ତି ଜୟ ଜଗନ୍ନାଥ
@AnilRao-k6v
@AnilRao-k6v 18 күн бұрын
Very nice
@ParsuramSethi-z1x
@ParsuramSethi-z1x 14 күн бұрын
Swagat❤padakhyp❤
@patnaiksatish5108
@patnaiksatish5108 18 күн бұрын
This process should be Sterctly Implement for the better of farmers👳👳👳💦
@LOVEMK912
@LOVEMK912 13 күн бұрын
ଆରେ ଭାଇ ଯାହାର ଜମି ଅଛି ସେ ହେଉଛି ଜମିଦାର ଆଉ ଯାହାର ଜମି ନାହିଁ ..ସେ ହେଉଛି ପ୍ରକୃତ ଚାଷୀ ସେମାନେ କେମିତି ଚାଷୀ ରେ ଗଣତି ହେବେ ଆଉ କିଛି ସୁବିଧା ପାଇବେ ସେ କଥା ଟିକେ ଭାବ....😢😢😢
@samparkmusicchannel
@samparkmusicchannel 16 күн бұрын
Good decision 🌐
@gobindamuduli8360
@gobindamuduli8360 18 күн бұрын
Bahuth bhalo nishpati nelesarakar❤🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏👍👌
@sunamalik3350
@sunamalik3350 18 күн бұрын
Jahara jami achhi taku sabu miliba jahara nanhi sia uparaku aneibe
@AmbikaSa-hj5lc
@AmbikaSa-hj5lc 18 күн бұрын
Thank you
@chandankumarmatia4761
@chandankumarmatia4761 18 күн бұрын
Right Katha
@RutiaSidu
@RutiaSidu 18 күн бұрын
Emiti hele Bagachasi mariba sar
@ranjitgajapati
@ranjitgajapati 18 күн бұрын
Good news
@manasmanas3632
@manasmanas3632 18 күн бұрын
Thankyou sir
@subhrajyoti7809
@subhrajyoti7809 18 күн бұрын
ଦିନ ମଜୁରିଆ କୁ ଆଗ କାଟ. ସେ ସବୁ ପାଉଛି
@santsahu4489
@santsahu4489 18 күн бұрын
ଭାଗଚାଷୀ ଯିଏ ସିଏକଣ କରିବ
@prabhanjanasahu9514
@prabhanjanasahu9514 18 күн бұрын
ଭୂବନ୍ଦବସ୍ତ କରାଯାଉ ଏବଂ ଚାଷୀ କାର୍ଡ ଦିଆ ଯାଉ । ତାପରେ ପ୍ରକୃତ ଚାଷୀ ଜଣାଯିବ। ଜମି କିଣା ବିକା ସମୟରେ ମଧ୍ୟ ତାଙ୍କ ଚାଷୀ କାର୍ଡ ରେ ଜମି କମିବ ବା ବଢିବ।
@gagulmohanty7420
@gagulmohanty7420 18 күн бұрын
Good. Decission
@susantbiswal1725
@susantbiswal1725 18 күн бұрын
Dear sir, Jou mana nka pakhare Chasha jami nathhiva but se Jami ku lease re neiki chasa karithhiva then semanaka pai kn sahayata achhi govt tarafaru
@rameshwar4742
@rameshwar4742 18 күн бұрын
Great idea.... ସୁଭିଧାବାଦୀ ସବୁ ଖୋଳ କରୁଛନ୍ତି
@Dkalakanheimajhi
@Dkalakanheimajhi 18 күн бұрын
ଆଜ୍ଞା ଏହାଦ୍ବାରା କେବଳ/ଅଧିକାଂଶ ଜମି ମାଲିକ ମାନେ ହିଁ ଲଭାନ୍ଵିତ ହେବେ । କିନ୍ତୁ ପ୍ରକୃତରେ ଚାଷ କରୁଥିବା ଓ ଚାଷ ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ବାଦ୍ ପଡ଼ିଯିବେ...🙏🏼 ଏହା ଛଡ଼ା, ଭବିଷ୍ୟତରେ ସରକାର ଚାଷୀଙ୍କର କଣ ଉନ୍ନତି କରିବେ ଅବା ନକରିବେ ସେଇଟା ତ ଛାମୁଙ୍କୁ ମଧ୍ୟ ଜଣା ନାହିଁ... ହେଲେ ବର୍ତ୍ତମାନ ଅଦିନିଆ ବର୍ଷା ପାଣି ଜମି ଯେଉଁ ଫସଲ ନଷ୍ଟ ହୋଇଛି, ତାର ତଦନ୍ତ କରି... ପ୍ରକୃତରେ ଯିଏ ଚାଷୀ ତାକୁ ସହାୟତାର ହାତ ବଢ଼ାଇବାକୁ ଅନୁରୋଧ...🙏🏼🌾🌾🌾🌾🌾
@AbhiAbhi-ib7dl
@AbhiAbhi-ib7dl 18 күн бұрын
Good decision mohan sir
@janardanmohanty831
@janardanmohanty831 18 күн бұрын
Good decision
@TapashRanjan-po3uo
@TapashRanjan-po3uo 18 күн бұрын
Right katha sabu
@dhananjayanayak8564
@dhananjayanayak8564 18 күн бұрын
Right
@TrilochanMahanta-k3h
@TrilochanMahanta-k3h 18 күн бұрын
Right direction
@prasantakumarjena4437
@prasantakumarjena4437 18 күн бұрын
ତମ ର ସବୁ ଯୋଜନା ଫେଲ୍
@bedabyashmunda6879
@bedabyashmunda6879 18 күн бұрын
ପ୍ରକୃତ ଚାଷୀ କୁ ରାଷଣ କାର୍ଡ ପ୍ରଧାନମନ୍ତ୍ରୀ ଆବାସ pm kisan cm kisah ଚାଷୀ ପେନସନ ଚାଷୀ ଲୋନ ଚାଷୀ ଶ୍ଚଲରାସିପ ଏସବୁ ଦିଅ ନାଇ ହେଳେ ବିଜେପି ସରକାର ଓଡିଶା ଛାଡ଼
@Meher80
@Meher80 16 күн бұрын
ବରଗଡ଼ ଜିଲ୍ଲାରେ ଫୈଲ୍ଆୟ୍
@suniltechnicals7492
@suniltechnicals7492 18 күн бұрын
ସରକାର ଲୋକଙ୍କୁ ଠୋକୁଛନ୍ତି
@Niharika-B90
@Niharika-B90 18 күн бұрын
ଭାଇ ଆମ ଗାଆଁ ରେ ବିନା ପଢା ଲୋକ OLM ରେ କାମ କରୁ ଛନ୍ତି 8th class ମଧ୍ୟ ପାସ୍ କରି ନାହାନ୍ତି। ସେମାନେ ହିଁ ଆମର Village ରେ ସବୁ କିଛି କରୁଛନ୍ତି ଯାହା ପାଖରେ ଜମି ଅଛି ତାଙ୍କୁ ମୂଜି ବା ସୁବିଧା ଦିଅନ୍ତି ନାହିଁ ଯାହା ପାଖରେ ଜମି ନାହିଁ ସେ ସବୁ କିଛି ପାଇ ପାରୁଛି (ଯିଏ କଲମ ଧରି ଜାଣେ ସିଏ ଏଇଠି ବାଡି ଧରୁଛି, ଆଉ ବାଡି ଯେଉଁମାନେ ଧରନ୍ତି ସେମାନେ କଲମ ✍️ ଧରୁଛନ୍ତି
@RaghunathNag-y1i
@RaghunathNag-y1i 18 күн бұрын
Good discussion sir
@phakirsenapati6723
@phakirsenapati6723 18 күн бұрын
Good
@manoranjan647
@manoranjan647 18 күн бұрын
Right କଥା
@makramohanta1047
@makramohanta1047 18 күн бұрын
Right sir
@SubodhaChandraMahalik
@SubodhaChandraMahalik 15 күн бұрын
ଏହି କାର୍ଡ କରିବା ପାଇଁ ଯେଉଁ ନିୟମ କରିଛନ୍ତି ଏହା ଏତେ ସହଜ ନୁହେଁ, କାରଣ ଓଡ଼ିଶାର ସମସ୍ତ ଚାଷିଙ୍କ ନାରେ ଜମି ନାହିଁ ତାଙ୍କ ବାପାଙ୍କ ନାମରେ କିମ୍ବା ସେମାନଙ୍କର ସାନ୍ତ କିମ୍ବା ଜେଜେଙ୍କ ନାମରେ କିମ୍ବା ବାପାଙ୍କର ବାପା ତା ବାପାଙ୍କର ବାପା ନାମରେ ଜମି ଅଛି ଏହା ଗୋଟିଏ ଦିନ କିମ୍ବା ଦୁଇଦିନ ନୁହେଁ ତିନିମାସ ମସରୁ ଛ ମାସ କିମ୍ବା ଏକ ବର୍ଷ ସମୟ ଲାଗିବ , ଯେଉଁମାନଙ୍କ ନାମରେ ଜମି ଅଛି ତାଙ୍କର ଶୀଘ୍ର ହେ ଯେଉଁମାନଙ୍କ ନାମରେ ଜମି ନାହିଁ ସେମାନଙ୍କର ଲମ୍ବା ସମୟ ଲାଗିବ ନିଶ୍ଚୟ
@deenabandhusingh1551
@deenabandhusingh1551 17 күн бұрын
କିଛି ବଦଳିବ ନାହିଁ.... କାରଣ ସମସ୍ତ ସରକାରୀ କର୍ମଚାରୀଙ୍କ ଲାଭ ହେଵ (ବଡ ଚାଷୀଙ୍କ ଠାରୁ ପଇସା ଖାଇବେ)💯💯
@DibakarHansdah-g1j
@DibakarHansdah-g1j 18 күн бұрын
SUNANDA THIK KAHUCHHANTI
@birendrasahu8282
@birendrasahu8282 18 күн бұрын
ଯୋଗ୍ୟ ନେତା କଉଦିନ ଖୋଜା ହବ.
@tularammajhi6317
@tularammajhi6317 17 күн бұрын
କୃଷକ ସାଥି ଙ୍କର ଦରମା କେତେ ସରକାରଙ୍କୁ ସ୍ଥିତି ମାଗନ୍ତୁ | କେତେଦିନ କାର୍ଯ୍ୟ କରିବେ କୃଷକସାଥି ଏହି ପ୍ରୋଗ୍ରାମ ପାଇଁ' |
@RabindraBehera-yq4ee
@RabindraBehera-yq4ee 18 күн бұрын
ଭାଗ ଚାଷୀଙ୍କୁ ପାଇଁ କଣ ଆପ କରାଯାଉ ସରକାର
@rajuoram1058
@rajuoram1058 18 күн бұрын
Modi ji ki jai
@hariharbiswal7960
@hariharbiswal7960 18 күн бұрын
Asala chasi Kia .... ? 1. Jahara jami achhi jamipata achhi . 2. Naa jia jamire chasa karichhi . Khara barsa Shita ...baramaSha Munda jhala tundare Mari nijara jaminatjae b anyatharu jami bhaga Chasha karichhi. Chasha upare jahara barsakara Dana-Pani nirbhara karichhi . Pratyakati jyojana mulare jamipata pramana darkar...👏👏
@ajayakumarsethy855
@ajayakumarsethy855 18 күн бұрын
Bhaga chasi pai kichi byabasta karajau
@Rseries-93
@Rseries-93 18 күн бұрын
ପୂର୍ବ ରୁ ରେଜିଷ୍ଟ୍ରି ହୋଇ ରହିଥିବା ଜମି ତାର ପ୍ରକୃତ ମାଲିକାନା ଗୋଟିଏ ଚାଷୀ କେମିତି ସରଳ ମାଧ୍ୟମ ରେ ପଟ୍ଟା ପାଇବ ତାହା ପ୍ରତି ଟିକିଏ ଦୃଷ୍ଠି ଦିଅନ୍ତୁ ତେବେ ଯାଇ ତ ସେହି ଚାଷୀ ର bhulekha ରେ ନାମ ଯୋଡ଼ି ହେବ ଏବଂ ଚାଷୀ ଟି ତାର ପ୍ରକୃତ ମାଲିକାନା ଫେରି ପାଇବା ସହିତ ଆପଣ ଙ୍କ ଯୋଜନାରେ ସାମିଲ ହୋଇ ଏକ " ଅସଲି ଚାଷୀ " ବା ନୂତନ ଚଷା ପୁଅ ର ମାନ୍ୟତା ପାଇବ!!ଜୟ ଶ୍ରୀ ଜଗନ୍ନାଥ 🙏🙏
@RameshBhatra-j7t
@RameshBhatra-j7t 18 күн бұрын
Good morning sir
@KarthikswainnKarthik
@KarthikswainnKarthik 18 күн бұрын
ଲେବର ଏ ଠି ଚାଷୀ ଅସଲ ଚାଷୀ ଙ୍କୁ ସାହାଯ୍ୟ କରିବା ଦରକାର
@sasankasekharsatpathy2241
@sasankasekharsatpathy2241 18 күн бұрын
Bhala padakshyap, prakruta chasi labha paebe.
@jayganeshag
@jayganeshag 18 күн бұрын
Agrinest web site re allready I'd achi
@saratkumarghadai3222
@saratkumarghadai3222 16 күн бұрын
ମୁଁ ଜଣେ ଭାଗଚାଷୀ। ମୋର ମୀତ୍ର ୧୭ ଡିସିମିଲ ଜମି ଅଛି। ହେଲେ ମୁଁ ୪.୫ ଏକର ଜମି ଜମି ମାଲିକ ଠାରୁ ଆଣି ଚାଷ କରିଛି ଏବଂ ୪ ଏକର ଜମି ଅଦିନିଆ ବର୍ଷା ଯୋଗୁଁ ସମ୍ପୁର୍ଣ୍ଣ କ୍ଷ ତି ଗ୍ରସ୍ତ ହୋଇଛି। ଯେତେବେଳେ କି ସମ୍ପୂର୍ଣ୍ଣ ସରକାରୀ ସୁବିଧା ସୁଯୋଗରୁ ମୁଁ ବଞ୍ଚିତ। ମୋ ପରି ମୋ ଗାଁ ରେ ୯୦ ଭାଗ ଚାଷୀ ଅଛନ୍ତି।ସତରେ କ'ଣ ସରକାର ମୋତେ ସମ୍ପୂର୍ଣ୍ଣ ସୁବିଧା ଦେବେ ନା ପୂର୍ବ ସରକାର ଭଳି ମିଛ ପ୍ରତିଶ୍ରୁତି।
@DipuDas-o1n
@DipuDas-o1n 18 күн бұрын
👌👌👌👌👌👌👌
@sandeepbiswal194
@sandeepbiswal194 18 күн бұрын
Absolutely Magnificent Decision By BJP Government..👍
@babakedarnath5560
@babakedarnath5560 18 күн бұрын
Card 💳 kale bala haba
@spsubhalaxmipani5446
@spsubhalaxmipani5446 18 күн бұрын
Jahara jami nahi semanaku jami diajau semane chasa kariparibe valare chali paribe jeumanakara jami achhi semane valare chalu chhanti
@pramodajena4066
@pramodajena4066 18 күн бұрын
Odisha ru bangaladesi nku bahara kale adhika bhuta chasi baharibeni
@phakirsenapati6723
@phakirsenapati6723 18 күн бұрын
👍
@sunamalik3350
@sunamalik3350 18 күн бұрын
Jia real krushak taku dekhare taku help karu sarkar au jahara jami jaga ghara badi achhi taku na diantu
@pradhanashok5005
@pradhanashok5005 17 күн бұрын
ଗପୁଆ ସରକାର, ଗପ ପ୍ରବଳ କାମ ଦୁର୍ବଳ ଦରଦାମ ନିୟନ୍ତ୍ରଣ ହେଇପାରିଲାନି, ଲୋକଙ୍କୁ ଭୁଆଁ ବୁଲେଇବାକୁ ଏଇଟା ଗୋଟେ ନୂଆ ପ୍ରୟାସ ବାଘ, ଶାଗୁଣା, ବୁଲା କୁକୁର ପରି ଏବେ ଚାଷୀ ହେଇଗଲେ.....ବାଃ ରେ ମୋହନ ସରକାର ଜମି ପଟ୍ଟା ଥିବା ଚାଷୀ ଯେତେ ଚାଷ କରନ୍ତି ନାହିଁ, ତାଙ୍କ ଠୁ ଅଧିକ ତାଙ୍କ ଚାଷ ଜମିରେ ଭାଗ ଚାଷୀ ଚାଷ କରନ୍ତି, ଜମି ଥିବା ଚାଷୀ ର ରେଜିଷ୍ଟେସନ ତ ହେଇଯିବ, ଭାଗ ଚାଷୀ କଣ କରିବେ.....ତମ ଗପ, ଯୁମୁଲା ଶୁଣିବେ
@RajnikantaPadhy-b5m
@RajnikantaPadhy-b5m 18 күн бұрын
Rajanikanta padhy
@pitambarsingh7904
@pitambarsingh7904 18 күн бұрын
କୃଷକ ପରିବାର ସଦସ୍ୟ ସଂଖ୍ୟା ବୃଦ୍ଧି ଘଟିଛି ଜନେଥିଲେ ବର୍ତ୍ତମାନ ଚାରିଜଣ ଚାଷୀ ସଂଖ୍ୟା ବୃଦ୍ଧି ହେଉଛି ଅଲଗା ପଞ୍ଜିକରଣ ସୁବିଧା ମିଳୁ ପରିବାର ମୁଖ୍ୟଙ୍କ ପଞ୍ଜିକରଣ ହେବକି ସ୍ବାମୀ ପଞ୍ଜୀକୃତ ଥିଲେ ତାଙ୍କ ଅନ୍ତେ ସ୍ତ୍ରୀ ପାଇବେକି ଉଭୟ ପଞ୍ଜୀକୃତ ହୋଇପାରିବେ କି
@GandhipBag
@GandhipBag 18 күн бұрын
First reair First repair canal then supply water to cultivated land after that you may do any work ,without water farmer can not reduce anything,
@pratapbaisnab9755
@pratapbaisnab9755 18 күн бұрын
Kichi hei pariboni only Tanka khaiba yojana
@deepanjalisahoo2738
@deepanjalisahoo2738 18 күн бұрын
BJP SARAKARA kahithila sabu mahila anku subhadra tanka deba, matra pare alaga rule kala, BJD SARAKARA JINDABADA, Next 5 years pare BJD SARAKARA Asiba
@bibekanandajena5070
@bibekanandajena5070 18 күн бұрын
ଏମିତି ସ୍କୁଲ ଆଣ୍ଡ କଲେଜ ରେ ଦୁଃପ୍ଲିକେଟ ଶିକ୍ଷକ କୁ ଠାବ କରାଯାଅ
@niranjanbehera281
@niranjanbehera281 18 күн бұрын
Sir krusak id card purba sarakar deichhanti.
@HemantDas-ki2sv
@HemantDas-ki2sv 18 күн бұрын
ପଇସା ଖାଇବା ପାଇଁ ଗୋଟେ ନୂଆ ଚକ୍ରାନ୍ତ
@baruncreation8489
@baruncreation8489 18 күн бұрын
ବିନାଶ ବେଳେ ବିପରୀତ ବୁଦ୍ଧି
@tularammajhi6317
@tularammajhi6317 18 күн бұрын
ଯେତେ ମାଠୁଛୁ ମାଠ ସେଇ ଦର ପୋଡ଼ା କାଠ ଜାଲିଆତି ହବାଟା ୧୦୦%
@sukantrout7042
@sukantrout7042 18 күн бұрын
👍🙏
@satyasatya6668
@satyasatya6668 17 күн бұрын
Mora nijara jami nahi but mu 20ekar ra other property re chasa karuchi ta mote ea registration kariparibi na nahi
@sumitrabehera9658
@sumitrabehera9658 18 күн бұрын
Chasi manakar dhana chasa bhasi galani ....amane chasi kia khojuchhanti😢
@ShivobrotoPanda
@ShivobrotoPanda 18 күн бұрын
Sabu Niall karibe
@tejramchhatra393
@tejramchhatra393 15 күн бұрын
Khali jagare kan plant karibe
@mihirmallick2899
@mihirmallick2899 18 күн бұрын
କେଉଁମାନଙ୍କୁ ଆପଣ ଚାଷୀ କହୁଛନ୍ତି
人是不能做到吗?#火影忍者 #家人  #佐助
00:20
火影忍者一家
Рет қаралды 20 МЛН
人是不能做到吗?#火影忍者 #家人  #佐助
00:20
火影忍者一家
Рет қаралды 20 МЛН