ଆରମ୍ଭ ହେଲା ଚାଷୀ ପଞ୍ଜିକରଣ,କେମିତି କରିବେ ଆବେଦନ ଦେଖନ୍ତୁ | Farmer Registration | Argus News

  Рет қаралды 92,058

Argus News

Argus News

Күн бұрын

ନୂଆ ବର୍ଷରୁ ଆରମ୍ଭ ହେଲା ନୂଆ ଯୋଜନ। ଆରମ୍ଭ ହେଲାା ଚାଷୀ ପଞ୍ଜିକରଣ। ପ୍ରକୃତ ଚାଷୀ ଖୋଜିବେ ମୋହନ ସରକାର। ଚାଷ କ୍ଷେତ ସହ ଚାଷୀ ଙ୍କ ପ୍ରମାଣ ପତ୍ର ପ୍ରସ୍ତୁତ କରିବେ ରାଜ୍ୟ ସରକାର। ତେବେ କେମିତି ଓ କିପରି କରିବେ ଏହାର ପଞ୍ଜିକରଣ ଦେଖନ୍ତୁ
#ArgusNews #newyear2025 #FarmerRegistration #OdishaGovt #Puri #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
ଆରମ୍ଭ ହେଲାା ଚାଷୀ ପଞ୍ଜିକରଣ,କେମିତି କରିବେ ଆବେଦନ ଦେଖନ୍ତୁ | Farmer Registration | Argus News
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 167
@asisgiri7021
@asisgiri7021 Ай бұрын
ଏହାକୁ ଲାଗୁ କରିବା ଏତେ ସହଜ ହେବନାହିଁ,90%ଲୋକ ଙ୍କ ନିଜ ନାମ ରେ ଜମି ନାହିଁ,ସେମାନେ ତାଙ୍କ ବାପା, ମା, ଜେଜେ ବାପା ଙ୍କ ଜମି ରେ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି,ଏହା କୁ ପ୍ରଥମେ ସଂଶୋଧନ କରିବା ଆବଶ୍ୟକ, ନହେଲେ bjp 2029ରେ ଆଉଟ୍ ହେବା ଥୟ 💯💯💯✌️🙏
@ashirbadsahoo9237
@ashirbadsahoo9237 Ай бұрын
Samasay Anya aade rahichi, emane kintu PM Nissan, CM kissan ru naa katiba plan re achhanti.
@Odishapolice19999
@Odishapolice19999 Ай бұрын
Vote ଦିଆ ହେବ ଆଉ, ପାଇବୁ ବିଜେପି ସରକାର,
@subhakantadas5577
@subhakantadas5577 Ай бұрын
ଜୟ ଶ୍ରୀରାମ 🙏🚩
@Kalmikuliyt
@Kalmikuliyt Ай бұрын
ଚାଷୀଙ୍କୁ ହଇରାଣ ଆଉ ଟଙ୍କା ଖର୍ଚ୍ଚ କରିବାର ଗୋଟେ ଯୋଜନା ✅
@Civilization369
@Civilization369 Ай бұрын
Digital hele corporation kam heba 😅
@rakeshpradhan6972
@rakeshpradhan6972 Ай бұрын
Right😊
@pramodkumarvlogs4429
@pramodkumarvlogs4429 Ай бұрын
ଏ ଡବଲ୍ ଇଂଜିନ୍ ସରକାର ଯାହା କରୁଛନ୍ତି ଠିକ୍ କରୁନାହାନ୍ତି.ପ୍ରଥମ କଥା ପଟ୍ଟା ରେ କାହାରି ନାମ ନାହିଁ.ସେହି ପଟ୍ଟାରେ ଜେଜେ/ବାପାଙ୍କ ନାମ ଅଛି.ଏମିତି କେମିତି ହେବ.ଏ ସରକାରଙ୍କର ଗୋଟିଏ "ହଇରାଣିଆ ଯୋଜନା"...
@arunabasantia5869
@arunabasantia5869 Ай бұрын
ଏମିତି କୈଉ ଚାଷି ପିଏମେ କିଷାନ ଟଙ୍କା ମିଳିବ ନାହିଁ ଟଙ୍କା ଦବାକୁ ପଡିବ ବେଲି ମହନ ଜାଣିସୁଣି ଏମିତି କରୁଛି
@Saraswati1i
@Saraswati1i Ай бұрын
100% ଲୋକ ମାନଙ୍କ ର ବାପା ବୁଡ଼ା ବାପା ଙ୍କ ନାମରେ ଜମି ଅଛି କିନ୍ତୁ ତାଙ୍କ ପୁଅ ନାତି ମାନେ ଚାଷ କରୁଛନ୍ତି ସେମାନେ କେମତି ପାଇବେ id
@RamaBisoi-or2gi
@RamaBisoi-or2gi Ай бұрын
99/ satay❤❤❤
@thepama9411
@thepama9411 Ай бұрын
Mutation karibaku padiba
@Jaydeepofficialjp
@Jaydeepofficialjp 10 күн бұрын
100% thik
@RamaBisoi-or2gi
@RamaBisoi-or2gi 29 күн бұрын
ଯିଏ ଚାଷ କରୁଥିବେ ବା ସିଏ ପ୍ରକୃତ ଚାଷୀ ତାର ହିଁ ରେଜଷ୍ଟି ସନ ରୁ ବଞ୍ଚିତ ହେବେ ଏହାର କାରଣ ତାଙ୍କ ବାପାଙ୍କ ନାମ ରେ ଜମି ପଟା ଥିବ ସେ କୌଣସି ସମାଧାନ କରିପାରିବ ନାହିଁ କାରଣ ତାକୁ ବହୁତ ସମୟ ଲାଗିବ। ଏହା ତ ଗୋଟେ ଚାଷୀ ଙ୍କ ପାଇଁ ଶକ୍ତ ଆଘାତ କହିଲେ ଅତୁଅକତ ହେବନାହିଁ 😊😊😊
@RankandhiJena-iq2sg
@RankandhiJena-iq2sg Ай бұрын
ଏ ଅଧିକାରୀ ଭୂଲ କଥା କହୁଛନ୍ତି। କେବଳ ଦୂର୍ନିତୀଗ୍ରସ୍ତ କର୍ମଚାରୀଙ୍କ ପାଇଁ ମିଛ ଚାଷୀ ସୃଷ୍ଟି ହୋଇଛନ୍ତି।
@rajprasanjit3144
@rajprasanjit3144 Ай бұрын
ଜେଜେ ଙ୍କ ନାମରେ ପଟା ଅଛି, ଜେଜେ ଙ୍କ ର 4 ପୁଅ। ଗୋଟେ ପୁଅ ର 4 ପୁଅ ସମସ୍ତେ ଚାଷ କରୁଛନ୍ତି ବାପା ବି ଚାଷ କରୁଛନ୍ତି କେମିତି କଣ ହବ
@dambarubehera3149
@dambarubehera3149 Ай бұрын
ଏହି ପ୍ରକ୍ରିୟା ହେଲେ ସବୁ ଠିକ ହେବ, କିନ୍ତୁ ଯାହାର ବାପା, ଗୋସାଇଁ ବାପା ଙ୍କ ନାମରେ ଜମି ଥିଲେ ତାଙ୍କ ଉତ୍ତରାଧିକାରୀଙ୍କ ନାମରେ ଜମି ର ଅଧିକାର ସାବ୍ୟସ୍ତ କରାଯାଉ ତା ପରେ ଏହି ପ୍ରକ୍ରିୟା ଚାଲୁ କରନ୍ତୁ, ପ୍ରଥମରେ ସରକାର ନିଜେ ସଂସ୍କାରିତ ହେଉ ତାପରେ ସମସ୍ତେ ଠିକ ହୋଇଯିବେ
@sujit5814
@sujit5814 Ай бұрын
ସୁଭଦ୍ରା ଭଳି ପୁଣି ହଇରାଣ କରିବ ଚାଷୀ ଲୋକ ଙ୍କୁ ମୋହନ
@routsk9660
@routsk9660 Ай бұрын
Right bro
@Anshu77-b8i
@Anshu77-b8i 25 күн бұрын
ଠିକ କଥା
@Arun-q6v5i
@Arun-q6v5i Ай бұрын
ଧନ୍ୟବାଦ ମହନସରକାର 🎉
@bhartibishal7350
@bhartibishal7350 Ай бұрын
Fast settlement karantu tapara jojana kariba
@badrinathgantayat6972
@badrinathgantayat6972 27 күн бұрын
Sir, ଆମ୍ଭର ଜେଜେବାପା ଙ୍କ ନାମରେ ପଟା ଅଛି ତାଙ୍କ ତର୍ଫେ ନିଯନାମରେ ପାଉତି ବାନ୍ଧୁଛି
@PratapMahapatra-nz7us
@PratapMahapatra-nz7us Ай бұрын
Thanks 🙏
@Kalmikuliyt
@Kalmikuliyt Ай бұрын
ବାଳ ଧନ୍ଦା ଯୋଜନା ଆରମ୍ଭ କଲ 🚫🚫🚫🚫
@buludora6297
@buludora6297 Ай бұрын
ଭାଇ ସରକାର ଏମିତି ଗୋଟେ ନିୟମ କରିଛନ୍ତି ଯେ ନା କେହି ଜମି ନିଜ ନାରେ କରିପାରୁଛନ୍ତି ନା କିଛି କାମରେ ଲଗାଇ ପାରୁଛନ୍ତି ଆମର ଗୋଟେ ଜମି ଜେଜେ ବାପାଙ୍କ ନାମରେ ଅଛି ନିଜ ନାମରେ କରିବାକୁ ଚେଷ୍ଟା କଲୁ ହେଲେ ଆମ ପିସି ନାନି ଆସିଲା ନାହିଁ ପୁଣି କହିଲା ମୁଁ ମରିଗଲି ବୋଲି କହିଦିଅ ହେଲେ RI ମାନିଲାନି ହେଲେ ନିଜ ନାମରେ ଜମି କେମିତି ହେବ ତେଣୁ ମୋର ଅନୁରୋଧ ସରକାର ୟା ପ୍ରତି ଆଗ କିଛି କରନ୍ତୁ ପ୍ରଥମେ settlement କରନ୍ତୁ ତାପରେ ଯାହା କରିବେ
@tapaskumarbehera9877
@tapaskumarbehera9877 Ай бұрын
ଜେଜେ ମାନଙ୍କ ନାମ ରେ ପଟା ସବୁ ଅଛି, ତାଙ୍କ ନାତି ଆଉ ପୁଅ ନାମ ରେ କେମିତି ହେବ
@tanvisambalpurivlogs
@tanvisambalpurivlogs Ай бұрын
ସମସ୍ତ କର ଏହି ଗୋଟେ ପ୍ରବ୍ଲମ୍
@subhrajitnayak7405
@subhrajitnayak7405 Ай бұрын
ଜେଜ ଙ୍କ ର death certificate Kari legal hair apply Kari ta pare mutation pai apply karantu ଆପଣଙ୍କ area ra ଜନସେବା କେନ୍ଦ୍ର ରେ ଯୋଗାଯୋଗ କରନ୍ତୁ
@user-zr5bj5vx4u
@user-zr5bj5vx4u Ай бұрын
ଅଶୀ ମହଣ ଘିଅ ହେବ ନାଁ ରାଧା ନାଚିବ । ଗରିବ ମରିବ ।
@anilkumarkhilar1154
@anilkumarkhilar1154 Ай бұрын
😂😂​@@user-zr5bj5vx4u
@mrJani4559
@mrJani4559 Ай бұрын
Right
@nilamanipanda6046
@nilamanipanda6046 Ай бұрын
Athhara prakrut chasi benefits paipariba.good deseion
@ttrtize
@ttrtize 5 күн бұрын
ସ୍ୱାଗତ ଯୋଗ୍ୟ ନିଉସ ଵାଲା କହୁଛନ୍ତି
@ajit3330
@ajit3330 Ай бұрын
ସବୁ ଚାଷୀଙ୍କ ଭୁସମ୍ପତି ର ତଥ୍ୟ, ସମ୍ପତ୍ତି ତାଲିକା ଓ ବ୍ୟାଙ୍କ ଖାତାକୁ କୁ ଏକତ୍ରି କରଣ କରି। ଉପଯୁକ୍ତ ଚାଷୀ ଙ୍କୁ ଉପଯୁକ୍ତ ସହଯୋଗ ହେଲେ,ଓଡିଶା ର ସବୁ ଚାଷୀ ଉପକୃତ ହେବେ ଏବଂ ଦେଶର ଆର୍ଥିକ ପରିସ୍ଥିତିର ସୁଧାର ଆସିବ।।
@RankandhiJena-iq2sg
@RankandhiJena-iq2sg Ай бұрын
ଭୂତ ଚାଷୀ ସୃଷ୍ଟି କରୁଛନ୍ତି ଦୂର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ ମାନେ।‌
@statusforyous4u268
@statusforyous4u268 Ай бұрын
ଚାଷୀ ମାନେ ପଞ୍ଜି କରଣ କେନ୍ଦ୍ର ରେ ଠେଲା ପେଲା ହଇ ମରିଯିବେ ଚାଷୀ କୁ ହୋଇରଣ କରିବା କଥା
@SanjayNaik-eg2pr
@SanjayNaik-eg2pr Ай бұрын
ଆମ ରାଜ୍ୟ ରେ ମୋହନ ସରକାର ବେଶି ଦିନ ରହିବ ନାହିଁ
@KHUSIRAMBAGARTY
@KHUSIRAMBAGARTY Ай бұрын
ବେକାର ଟାରେ ଲୋକଙ୍କୁ ହ‌ଇରାଣ କରା ଯାଉଛି ।
@RankandhiJena-iq2sg
@RankandhiJena-iq2sg Ай бұрын
କେବଳ ଲୋକଙ୍କୁ ହଇରାଣ କରିବା କଥା।
@Mahendra-yx7yd
@Mahendra-yx7yd Ай бұрын
Thnks sat gad bless you
@ame_odia501.
@ame_odia501. Ай бұрын
Thik heici
@RankandhiJena-iq2sg
@RankandhiJena-iq2sg Ай бұрын
ଏଥିପାଇଁ ଯେଉଁ ନିୟମ ଧାର୍ଯ୍ୟ କରାଯାଇଛି ତାହା ସମ୍ପୂର୍ଣ ତୃଟିପୂର୍ଣ୍ଣ।
@manojkumarswain9178
@manojkumarswain9178 Ай бұрын
Jou ଚାଷୀ ମାନଙ୍କ ର ସାଜି ରେ ଅଛି gote ଜମି କୁ sia kmt ପଞ୍ଜିକରଣ କରିବ
@padmalochanofficial4380
@padmalochanofficial4380 Ай бұрын
ଲୋକ କାଡ କରି କରି ଦିନ ଯିଵ
@GoloSai-b4m
@GoloSai-b4m Ай бұрын
Ethiru Jana padila ki sarkar khali jojona RU nama karibe au mu emiti haba boli bhabi nathili bhabili kichhi odisha re paribartana heba hele kn hela tahele ta naveen p Sir bhala karuthile
@RankandhiJena-iq2sg
@RankandhiJena-iq2sg Ай бұрын
ଏହି ରେଜିଷ୍ଟ୍ରେସନ କିଏ କରୁଛି? କେଉଁଠି କରା ହେଉଛି?
@pratapmarndi4479
@pratapmarndi4479 Ай бұрын
In our Village of Nangalsila block Kusumi of Mayurbhanj 1000 farmers are there,but only 10 numbers of famer has own land tenant.
@keshabchandrasahoo1428
@keshabchandrasahoo1428 Ай бұрын
ଏହି ଗାଇଡି ଲାଇନ ଚେଞ୍ଜ କରାଯାଉ ନ ହେଲେ ବୋହୁତ ପ୍ରୋବେଲମ ହବ
@sbbeheracreationandeducati1489
@sbbeheracreationandeducati1489 Ай бұрын
Totali ଲୋକ ମାନେ ହଇରାଣ ହେବେ ଜଉ ମାନଙ୍କର ପଟl ନାହିଁ କେବଳ ପଇସା ପାଇଁ ଏଇ ପାଲା ଚାଲିଛି
@subalkumarswain1457
@subalkumarswain1457 Ай бұрын
ଭାଗଚାଷୀ କଣ କରିବେ
@makramohanta1047
@makramohanta1047 Ай бұрын
Really
@spyder3219
@spyder3219 Ай бұрын
Vote dei maribe
@Tapan801
@Tapan801 Ай бұрын
Right Bhai
@KANHAYAYT143
@KANHAYAYT143 Ай бұрын
Right
@digitaltechplanet
@digitaltechplanet Ай бұрын
bhaga chasi vote neigale ebe jaha haba next election thiba 6 masa purbaru :)
@DeepakBiswal-bk7dc
@DeepakBiswal-bk7dc Ай бұрын
ଏଥିରେ ମେଜର ଜମି ଆଉ ଚକଜମି ରେ ଅସୁବିଧା ହେବ ସରକାର ଟିକେ ବ୍ୟବସ୍ଥା କରନ୍ତୁ ।
@natureindia7606
@natureindia7606 Ай бұрын
ଆମ ଜମିବାଡ଼ି ସବୁ ଜେଜେ ବାପାଙ୍କ ନାମରେ ତାଙ୍କର 4 ପୁଅ ସେମାନଙ୍କର କାହାର 2 କାହାର 3
@sudamsahu187
@sudamsahu187 Ай бұрын
ସରକାର ପାଗଳ କରିବ ସବୁକୁ
@sbbeheracreationandeducati1489
@sbbeheracreationandeducati1489 Ай бұрын
Pata ପାଇଁ ଫ୍ରୀ କର ଆଗ ପଟl କରନ୍ତୁ ତା ପରେ କୃଷି ପଞ୍ଜିକରଣ କରିବେ
@Raja-pu7ny
@Raja-pu7ny Ай бұрын
Angya 100% thick katha,
@Bichitra123_odia
@Bichitra123_odia Ай бұрын
Bahuta gariba loka faida paibeni
@jibanmaharanajibanmaharana5142
@jibanmaharanajibanmaharana5142 Ай бұрын
Bhumihina mane kn karibe ??
@chandramanibehera7497
@chandramanibehera7497 Ай бұрын
ଆଗ ଜେଜେବାପା ନାରୁ ନାତି ନଙ୍କୁ ଆନାନ୍ତୁ ତାପରେ ଚାଷୀ ଆଡ଼ି କରିବେ ସେମାନେ ଏବେ ମାରିଗଲେନି
@SunamBehera-zv4vo
@SunamBehera-zv4vo 23 күн бұрын
ସାର ଆମ ପଟରେ ଦୁଇ ଭାଇଙ୍କର ନାମ ଅଛି ତାହାହେଲେ ଆମେ କିପରି ଫାର୍ମର ଆଇଟ କେମିତ୍ କରିପାରିବୁ
@user-zr5bj5vx4u
@user-zr5bj5vx4u Ай бұрын
ମାମୁଁ ଘର ଜମି ଯେଉଁ ମାନେ ଦାନରେ ପାଇ ଚାଷ କରୁଛନ୍ତି ନିଜର ଜମି ନାହଁ ଏଵଂ ଆଦିବାସୀ ଲୋକ ଜମି କିଣିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ପଟା ନିଜ ନାମରେ କରିପାରୁ ନାହାନ୍ତି ହେଲେ ଜମି ଚଷୁଛନ୍ତି ଖଜଣା ମଧ୍ୟ ନିଜ ନାମରେ ଦେଉଛନ୍ତି ସେମାନେ କେମିତି farmer ID ପାଇବେ ?
@RanjitSabar-y3i
@RanjitSabar-y3i Ай бұрын
ଜମିନ ସେଟଲ ମେଣ୍ଟ କଥା କେହି ବି ଟଫିକ ପକାଉ ନାହାନ୍ତି
@ajaykumarbarik3274
@ajaykumarbarik3274 Ай бұрын
ବହୁତ ଲୋକ କ ପଟାରେ ଜେଜେ ନାମରେ ଅଛି
@giris2692
@giris2692 Ай бұрын
Jeje nka nare registration heba
@RanjitSabar-y3i
@RanjitSabar-y3i Ай бұрын
ଜମି ଗୁଡ଼ାକ ନିଜ ନାମରେ ନାହିଁ ଦାଦା . ଜେଜେବାପା. ବୁଢ଼ାବାବା ନାରେ ଅଛି କଣ କରାଯିବ
@labadkua5095
@labadkua5095 Ай бұрын
ଯୌଉ ଚାଷୀ ମାନେ ଭାଗ ଚାଷୀ ହୋଇଥିବେ ସେ ଚାଷୀ ମାନକୁ କେମିତି Id ମିଳିବ ସବୁ କ୍ଷେତ୍ରରୁ ଵାଦ ପଡିବେ
@RankandhiJena-iq2sg
@RankandhiJena-iq2sg Ай бұрын
ଏହା ଏକ ଜଟିଳ ପ୍ରକ୍ରିୟା।
@dalumahakud2723
@dalumahakud2723 Ай бұрын
ଠିକ୍ କରିଛନ୍ତିି 🙏🙏
@rudranarayanmishra34
@rudranarayanmishra34 Ай бұрын
Govt aga settlement karantu, tapare jaha kariba katha karantu
@mrJani4559
@mrJani4559 Ай бұрын
Mutetion pain poisa kie debo
@Odishatechnical677
@Odishatechnical677 Ай бұрын
ସବୁ ଯାତ୍ରା ରା ଚାଲିଛି
@odisha8513
@odisha8513 Ай бұрын
G maruchhi government
@suvendukar6898
@suvendukar6898 Ай бұрын
ଆଗ ଫର୍ମ ଓଡ଼ିଆରେ କର।ତାପରେ ଓଡ଼ିଆରେ ପୁରଣକରିବ।
@alokkumarpaikaray6738
@alokkumarpaikaray6738 Ай бұрын
Aadhar re 12 ta number thae 14 ta number kebe tu asilani mu ta kanhi jani niii tanka deiki chakiri karicha na kn sethi lagi jani paruna 😅😅 12 ta thae sir jani na jadi jani nea
@akshayakumarboitai8144
@akshayakumarboitai8144 Ай бұрын
Mal id କ'ଣ ସବୁ ଚାଷୀ ଙ୍କର ଅଛି
@umakantapanda7906
@umakantapanda7906 Ай бұрын
ମନ୍ଦିର ଜମିରେ ଆମେ ଚାଷକାର୍ଯ୍ୟ କରୁଛୁହେବକି
@JayantaJena-x9f
@JayantaJena-x9f 4 күн бұрын
Aorgus action.nabaki am gp ki asileni feb moth hela asileni
@sudhanshu5326
@sudhanshu5326 Ай бұрын
Sound sir nka ra kamigala
@sudhanshu5326
@sudhanshu5326 Ай бұрын
Thanks
@Dipubhaktisagara
@Dipubhaktisagara Ай бұрын
Asabu bala dhanda chalichi
@sbhtdi1158
@sbhtdi1158 Ай бұрын
Sir ଜଙ୍ଗଲ ଜମି ପଟ୍ଟା ରେ farmer id ହେଇ ପାରିବକି
@dibyaranjanmohanta2018
@dibyaranjanmohanta2018 Ай бұрын
Joumanankkara Land nahi Lease ba bhaga chasha karanti semanankkara kn hobo semane kn karibe, Joumanankkara Jami achhi semane chasha karunahanti aou joumanankkara nahi semane karuchhanti chasha semane moribe tume ahara samadhana kadha nohele namo nebo
@Jayanta-yy6md
@Jayanta-yy6md 21 күн бұрын
Jiye..bhaga..chasi..Kan..Kariba...
@AminKhatua
@AminKhatua Ай бұрын
Jebe baba nka nare achi pata ame kn pain bunu
@mohantaproduction
@mohantaproduction Ай бұрын
Death prove nothile kn karibe kuhantu
@Odishapolice19999
@Odishapolice19999 Ай бұрын
ଫାଷ୍ଟ ଜମି ଦେ ରେ ବିଜେପି ସରକାର, ପରେ ଚାଷୀ ବାଛିବୁ
@Sunilkumarbehera94-5G
@Sunilkumarbehera94-5G Ай бұрын
BJD ରୁ ମିଳିନି କି ଭାଇ😅
@JAentertain
@JAentertain Ай бұрын
Miliba bhai 5 acr lekha
@GoDillip
@GoDillip Ай бұрын
Go kanya bhumi bhagyare thile mile na bjd na bjp kehi kichhi debeni khali prahasana😂
@pabitrakumar8296
@pabitrakumar8296 Ай бұрын
Sasera sbu bhaga farmer au jetiki joint family members marijibe well done doubel engine gov ❌doubel drop out gov ✅
@tusharmalik4638
@tusharmalik4638 Ай бұрын
Aadhar no 12 ta 14 ta nuhe
@sesadebsahoo9936
@sesadebsahoo9936 24 күн бұрын
eha na kale kan pm cm kisan benifit paibaki nanhi
@sudhansusekharbehera5283
@sudhansusekharbehera5283 Ай бұрын
Chasi nka nama re janmi patta ehathu bada chalana au kichi nahin| Au ei chalana sabu dala karuchanti Au sabu officer karuchanti Au sabu loka madhya samarthaan karucjhanti e sabu 1947 ru chalichi KIe kaha thu una nuhanti ++++++++++++++++++++++++++++ mo pakha re better idea achi | Padhantu (i) Ubhaya chasi o chasa jami malika nka nama registry heu (ii) Chasi jetiki jami re chasa karuchi se bhitaru kete jami tahara o kete jami anya kahara (iii) Puni aiya bi hoipar jami bapa ma nka thu semane mala pare tanka pua jhia nama ku transfor heini se sabu madhya dhyana debaku padiba (iv) Ubhaya Jami malika (Patta semana nka nama re thau ba semana nka pita mata nka nama re thau) O sehi jami ku chasa karuthiba bhaga chasi UBHYA NKU MARJYADA DEBA KU PADIBA (V) KHALI CHASI CHASI HOI MICHA CHALANA KARI CHASI NKA NAMA RE JAMI PATTA KHOJILE KHALI DURNITI CHA AU KICHI HEBANI ++++++++++++++++++++++++++++ aSUBIDHA HEUCHI jeumane 1st division re pass hoi IAS ba OAS Officwr hoi chanti ba MP ba MLA hoichanti se sabiu asna re basila pare pura puri budhi sunya hoi jaanti Sethi pain chasi nka pain kichi yojana baharile tanka namare jami patta khija jauchi . Are gyani officer rajya ra adhikansa chasi bhaga chasi Au adhikansa jami malika bhaga re jami chasa ku dei anya kichi karanti ubhayanku marjyada dei kama karibaku padiba JAMI MALIKA NKU CHORA BOLI BHABI LE CHASI RA KEBE UNNATI HEBANI KI CHASI PAINA KUMBHIRA KANDANA KANDILE KEBE CHASI RA UNNATI HEBA NI TENU UBHAYA NKAU MARJYADA DI ARTHAT UBHAYA CHASI O CHASA JAMI MALIKA NKU ID DIA DAYA KARI ETIKI KARA NISCHAYA BHOTA MILIBA
@tadasilu8478
@tadasilu8478 Ай бұрын
Jami nama ku kale paisha ki deba
@purnachandrabehera8438
@purnachandrabehera8438 Ай бұрын
Jami pata nathile
@myhealthmyhappiness2339
@myhealthmyhappiness2339 Ай бұрын
Sir 12 ta sir adhar no apanaka
@GoloSai-b4m
@GoloSai-b4m Ай бұрын
Eaita kichhi bhala hela nanhi jau manankara Jami nanhi o se anya Jami re karithiba thele she kn kariba
@amitmulia733
@amitmulia733 Ай бұрын
loke kou hariran heba katha
@adityapradhan5375
@adityapradhan5375 Ай бұрын
Bahuta lokankara jami bhaga banta heini semane kemiti karibe au jami devied na heba karanaru bahuta laka hairan heuchhanti au
@SulataGouda-m2y
@SulataGouda-m2y Ай бұрын
Nukha ra awaj asuni
@Poult_ryfram
@Poult_ryfram Ай бұрын
Abe settlement asuchi je heba ki nai
@Subhasri154-ul9ck
@Subhasri154-ul9ck Ай бұрын
ଯାହାର ଜମି ପଟ୍ଟା ନାହିଁ ଆଉ ଚାଷ ଉପରେ ନିର୍ଭର କରୁଥିବା ସେ ସରକାର ଯୋଜନା ବଞ୍ଚିତ କାହିଁ କି
@sibaprasaddash4386
@sibaprasaddash4386 Ай бұрын
Bjp ku kana eithi pain vote dei thile?
@ganeswarsahu2258
@ganeswarsahu2258 Ай бұрын
Jami nathiba lok jojonapaeba Kalia pm cm sea chasi
@ratnakarpujari4936
@ratnakarpujari4936 Ай бұрын
Sir, mo father nka name re patta nai, jeje nka name re patta achhi, but jeje death hoichati 25yr purbe, kn mo father kn register kariparibe ki, sir aama ganre 60ghara ru 45 ghara lokanka amiti problem, 1965-1990 death hoithiba lokanka death certificate apply pain 4000ru 5000 tnka neuchati, ate paisa pain death certi kehi kari nahandi, aau kehi kehi karichati, aage 1st govt purba purusa nka name re thiba patta ku paribartan byabasta karithile, bhala hoitata
@badudai7112
@badudai7112 Ай бұрын
Mu ta paili jeje bapa name re achi ta pare id milila bro,kintu BJD balaro mundo batha badhila ki😂😂😂😂
@rakeshpradhan6972
@rakeshpradhan6972 Ай бұрын
Godi Media😅
@sanjuktadash4503
@sanjuktadash4503 Ай бұрын
Suna jauni
@mickykumar6654
@mickykumar6654 Ай бұрын
Loka manaku kahinki hoeiran karaucho subhadra yojana bhali....
@beardman3531
@beardman3531 Ай бұрын
Tame khali bad pakabar chakare achha bo
@digitaltechplanet
@digitaltechplanet Ай бұрын
tamara sabu jojana bala bhali planning heithae aau eita bi bala bhali, kou bhanga nisa ganjei khai plan karucha, bhaga chasi ku nadia se alaga katha, sala bapa jeje namara jami thai jane apply kari paribeni seita ascharya laguchi
@JitendraPradhan-e1m
@JitendraPradhan-e1m Ай бұрын
Bal government
@aravindapati8126
@aravindapati8126 Ай бұрын
60% chasinkara Mobile nahin ki mail id nahin semane Kan karibe
@nandarana6494
@nandarana6494 Ай бұрын
Bjp sarkar lakanku hariana karuchhi
@kodandaparida2631
@kodandaparida2631 Ай бұрын
Aame vaga chasi Aame kan karibu
@amitmulia733
@amitmulia733 Ай бұрын
bjp odhisa mukhat
@ANADICHARANROUTA
@ANADICHARANROUTA Ай бұрын
GOOD BJP GOVERNMENT ODISHA ❤
@sukantaswain6382
@sukantaswain6382 Ай бұрын
ଡବଲ ଇଞ୍ଜିନ 😂
@sanjayaojha1228
@sanjayaojha1228 Ай бұрын
BJP sabu kaideba
@MithunPadhiali
@MithunPadhiali Ай бұрын
Tamaku sarama nain je lokanku asubidha katha bujhins
Vampire SUCKS Human Energy 🧛🏻‍♂️🪫 (ft. @StevenHe )
0:34
Alan Chikin Chow
Рет қаралды 138 МЛН