ପୋଷ୍ଟରରେ ମୋ ଫଟୋ ନଥିଲେ ଫିଲ୍ମ ରିଲିଜ ହୁଏନି ..| Ollywood Comedy King Jayiram Samal |Nandighosha Diary

  Рет қаралды 741,019

Nandighosha TV

Nandighosha TV

Күн бұрын

Пікірлер: 733
@subratsenapati6881
@subratsenapati6881 Жыл бұрын
କେତେ ସୁନ୍ଦର,କେତେ ଶାଳୀନ ଅଭିନେତା ଜୟୀରାମ ସାମଲଙ୍କ କଥାବାର୍ତ୍ତା ବହୁ ଦିନ ପରେ ତାଙ୍କର ଏ ସାକ୍ଷାତକାର ଦେଖି ଖୁବ୍ ଭଲ ଲାଗିଲା
@sankarsenapati7876
@sankarsenapati7876 Жыл бұрын
Satare bhai❤❤❤❤❤❤ Jai bhai Jane bahut bhala kalakar
@MaheshBabu-js6lr
@MaheshBabu-js6lr Жыл бұрын
ତେଲୁଗୁ ରେ ବ୍ରହ୍ମାନନ୍ଦମ ହିନ୍ଦୀ ରେ Johney Lever ଓଡ଼ିଆରେ ଜୟୀ ଭାଇ ❤ Jayee ଭାଇ always 1ନମ୍ବର କେହି ତାଙ୍କ ଭଳି comedy ଆଜି ଯାଏଁ କରିପାରିନାହାନ୍ତି
@parsurambhoi8518
@parsurambhoi8518 Жыл бұрын
Ri8👌
@gyanaentertainment3924
@gyanaentertainment3924 Жыл бұрын
ଠିକ୍ କଥା 😊
@PrakashChandra766
@PrakashChandra766 11 ай бұрын
Hindi re Mehmood bhai. Se gote time re Hero thu besi price paau thile
@Bhagirathirout000
@Bhagirathirout000 11 ай бұрын
Perfect kahichanti bhai
@upendranathkhuntia
@upendranathkhuntia 4 ай бұрын
​@@parsurambhoi85181❤❤❤😅 bu ji😮 bu ji ni ji
@Runukunu
@Runukunu Жыл бұрын
ଜୟୀଭାଇ ଜଣେ ବହୁତ ସୁନ୍ଦର ଅଭିନେତା। ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ। ନନ୍ଦିଘୋଷ ଟିଭିର ଏ ପ୍ରୟାସଟି ପ୍ରଶଂସନୀୟ।🙏
@kamakhipradhan4221
@kamakhipradhan4221 Жыл бұрын
My favourite comedian jairam sir
@niranjanbiswal9913
@niranjanbiswal9913 Жыл бұрын
Really best
@rabindranathransinghnayak8240
@rabindranathransinghnayak8240 10 ай бұрын
​❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ @@niranjanbiswal9913
@kunaprasad5058
@kunaprasad5058 Жыл бұрын
ଜୟୀ ଭାଈ ଙ୍କୁ ଦେଖି ହିଁ ଆମେ ବଡ଼ ହେଇଚୁ। ଜୟୀ ହେଉଛନ୍ତି ଜଣେ କମେଡି ଜଗତ ର ବାଦଶାହା। ଆପଣ ଙ୍କୁ ଭଗବାନ ଦୀର୍ଘାୟୁ କରନ୍ତୁ। ଜଗନ୍ନାଥଙ୍କ ଅଶେଷ କୃପା ଆପଣଙ୍କ ଉପରେ ବରସୁ ଥାଉ। ନମସ୍କାର ❤❤❤❤❤❤❤❤❤❤
@satyanayak4271
@satyanayak4271 Жыл бұрын
ଜୟୀ ଭାଇ ହେଲେ ଜଣେ କିମ୍ବଦନ୍ତୀ ହାସ୍ୟ ଅଭିନେତା ! ଯିଏ ଯେତେ ଏବେ ଆସିଲେ ବି ସେ ହେଉଛନ୍ତି ବାଦଶାହ ! ଅତି ସୁନ୍ଦର ଆଉ ଭଦ୍ର, ସାଳିନତା, ଅମାୟିକ ବ୍ୟକ୍ତିତ୍ଵ ଟିଏ ! କଳା ସାଆନ୍ତେ ତାଙ୍କୁ ଆଉ ତାଙ୍କ ପରିବାରକୁ ସଙ୍ଖରେ ପୁରେଇ ଘଣ୍ଟ ରେ ଘୋଡେ଼ଇ ଚକ୍ର ଆଢୁଆଳରେ ରଖିଥାନ୍ତୁ ! ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
@dinabandhughibela3455
@dinabandhughibela3455 Жыл бұрын
ଜୟୀ ଙ୍କ ହସ ବହୁତ୍ ମିଠା ଏମିତି ହସ ଆଉ କେହି ହସି ପାରିବନି ଜୟ ଜଗନ୍ନାଥ
@socialvision6771
@socialvision6771 Жыл бұрын
ଯେତେ ହାସ୍ୟ ଅଭିନେତା ଆସିଲେ ବି, ଜୟୀରାମ ସାମଲ ପରି କେହି ହେବେନାହିଁ ।
@menakamalik603
@menakamalik603 Жыл бұрын
Thiki
@mitanabhera1795
@mitanabhera1795 Жыл бұрын
​@@menakamalik603apan tanka jhia ki mam
@smrutiranjanmallick2577
@smrutiranjanmallick2577 Жыл бұрын
​@@menakamalik603😊😊😊😊
@JagamohanJena-l3p
@JagamohanJena-l3p Жыл бұрын
.ଅଭିନନ୍ଦନ ଜୟୀ ଭାଇ ଆପଣଙ୍କ ଫିଲ୍ମ ଆମେ ପିଲା ଦିନୁ ଦେଖି ବଡହେଇଛୁ ଆପଣ ଦୀର୍ଘାୟୁ ହେଇ ରୁହନ୍ତୁ ଜଗନ୍ନାଥ ମହାପ୍ରଭୁ ସୁସ୍ଥ ରଖନ୍ତୁ..... 🚩🕉️🙏
@soubhagyamanjarikar274
@soubhagyamanjarikar274 Жыл бұрын
JAIBHAI ZINDABAD
@akhayakumarsamal7792
@akhayakumarsamal7792 11 ай бұрын
❤❤❤9Q
@bauribandhupanda6031
@bauribandhupanda6031 4 ай бұрын
ସହରୀବାଘ ସିନେମା ର "ମୁଁ କଟକିଲାଲା ମୁଁ ଲଟେରି ବାଲା" ଗିତ ମୋର ପସନ୍ଦ 💚
@bhagabansadangi1996
@bhagabansadangi1996 Жыл бұрын
Jairam Samal is a real comedy king. No one can replace hhim.Aau jane loka hisabare bahut vala loka jahara kebe kichi controversy ki kouthi kichi kharap affair bi nahin. Mun God nku dakuchi Tankara Good Health pain. Please Shankar bhai apana jou bi artist mananku invite karuchanti please tanku tike aama puruna artist mananka bisayare kichi pacharantu. Se kichi memory share karibe.
@b2bpassers
@b2bpassers Жыл бұрын
ବହୁତ୍ ଦିନ ପରେ ଜୟୀ ସାର୍ ଙ୍କ ସାକ୍ଷାତକାର ଦେଖି ଖୁସି ଲାଗିଲା। ନନ୍ଦିଘୋଷ TV ର ଏହି ପ୍ରୟାସ ବହୁତ ଭଲ। ଏମିତି ଆମର Legend କଳାକାର ମାନଙ୍କୁ ଆଗକୁ ଆଣିବା ଭଲ ଲାଗୁଛି।
@surajnayak9272
@surajnayak9272 4 ай бұрын
ଶଙ୍କର ଭାଇ ଙ୍କୁ ଅଶେଷ ଧନ୍ୟବାଦ୍ ନନ୍ଦିଘୋଷ tv ମାଧ୍ୟମରେ ଯଇ ସାର୍ ଙ୍କୁ ଲୋକ ଲୋଚନକୁ ଆଣିଥିବା ଯୋଗୁଁ ।
@patitakumarchoudhury9855
@patitakumarchoudhury9855 Жыл бұрын
ଜୟୀ ଭାଇ ଅପ୍ରତିଦ୍ବନ୍ଦି ହାସ୍ୟ ଅଭିନେତା 🙏ଶ୍ରୀଜଗନ୍ନାଥ ତାଙ୍କୁ ଆରୋଗ୍ୟ ଦୀର୍ଘାୟୁ କରନ୍ତୁ 🙏
@prasantmishra4360
@prasantmishra4360 Жыл бұрын
ଶଙ୍କର ଭାଇ ଙ୍କୁ ଅଶେଷ ଧନ୍ୟବାଦ, ଜୟୀ ଭାଇଙ୍କୁ ଦେଖା କରେଇ ଥିବାରୁ...😂
@biswabhusanrath2814
@biswabhusanrath2814 Жыл бұрын
ଜୟୀ ଭାଇଙ୍କ ସହ ଆଳାପ ବହୁତ ଭଲ ଲାଗିଲା । ବର୍ଣ୍ଣିବାକୁ ଭାଷା ନାହିଁ । ଧନ୍ୟବାଦ ଶଙ୍କର ବାବୁ । ଜୟ ଜଗନ୍ନାଥ । 🙏
@Santoshvlogs671
@Santoshvlogs671 Жыл бұрын
Legendary ହାସ୍ୟ ଅଭିନେତା 🙏👌👌💚💚💚
@maheshkumarpanda7530
@maheshkumarpanda7530 Жыл бұрын
ଆଜିକାର ହାସ୍ୟ ସବୁ ଦ୍ବିଅର୍ଥ ବୋଧକ କିନ୍ତୁ ଜୟୀ ଙ୍କ ର ଅଭିନୟ ରେ ସେ ସବୁ ନାଇଁ
@ranjankumarnayak1211
@ranjankumarnayak1211 Жыл бұрын
ଏବେବି ଜୟୀ ଭାଇ ୟୁଟ୍ୟୁବ ରେ କମେଡ଼ି ଭିଡ଼ିଓ କରିଲେ ଭଲ ଚାଲିବ ❤😂
@purusottamnayak6984
@purusottamnayak6984 Жыл бұрын
ଅତି ସୁନ୍ଦର ଭଗବାନ ଜୟୀ ଭାଇ ଭଲରେ ରଖନ୍ତୁ ।
@sarbeswarpradhan9427
@sarbeswarpradhan9427 Жыл бұрын
ଜାହି ହଉ ଏତେ ଦିନପରେ ଜଣେ ମହାନ ଗୁରୁଙ୍କ ସହିତ 🙏🏻🙏🏻🙏🏻🙏🏻
@nayak.creation1991
@nayak.creation1991 Жыл бұрын
ଜୟୀ ସାର୍ ସିନେମାରେ ଆସିବା ଦରକାର 🙏🏻
@natrajmotivationalmind
@natrajmotivationalmind 8 ай бұрын
Right 👍
@niranjannayak5126
@niranjannayak5126 Жыл бұрын
Jaye samal odisha re no 1 king actors
@debendranathrout3972
@debendranathrout3972 Жыл бұрын
ଜୟୀ ବାବୁ ମାହାଙ୍ଗା ମାଟିର ସୁଯୋଗ୍ୟ ସନ୍ତାନ। କୋଟି କୋଟି ପ୍ରଣାମ।
@anupamanathsharma9321
@anupamanathsharma9321 15 күн бұрын
ବହୁତ ଭଲ ଲାଗିଲା ଜୟୀ ଭାଇ ଙ୍କୁ ନନ୍ଦିଘୋଷ ଡାଏରୀ ରେ ଦେଖି।
@sarbeswardas4207
@sarbeswardas4207 Жыл бұрын
ପ୍ରଣାମ ହୃଦୟରୁ ହସ ଏକ ସୁନ୍ଦର ଉପହାର ଟିଏ
@sorotoka9717
@sorotoka9717 Жыл бұрын
God bless Both of you 🙏ଜୟ ଜଗନ୍ନାଥ 🙏
@chinmayaraulo456
@chinmayaraulo456 Жыл бұрын
Legend of ollywood industry ❤
@Ashutoshguddi
@Ashutoshguddi Жыл бұрын
ଆମେ ବହୁତ ଖୁସି ଯେ ଜଈ ଭାଇ ଆମ ସମୟର ଅଭିନେତା । ଶଙ୍କର ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ ଏହି ସୁନ୍ଦର ସାକ୍ଷାତକାର ପାଇଁ ।
@prashantpatra9883
@prashantpatra9883 Жыл бұрын
Evergreen Comedian Jai Babu . Thank you very much. God bless you , live 200 years
@BikramKumar-dh4zu
@BikramKumar-dh4zu Жыл бұрын
Odia film industry ra sabuthu bada award jayiram samal nku Abe deba nihati darkar,pare 1000 dele labha kana.Legendary actor
@bhagabanrana4898
@bhagabanrana4898 Жыл бұрын
ଜୟୀ ଭାଇ ଭଳିଆ ଅଭିନେତା ଓଡ଼ିଶାରେ ଜନ୍ମ ହୋଇପାରିବେ ନାହିଁ 🙏🙏🙏🙏🙏
@mscl9512
@mscl9512 4 ай бұрын
Really beautiful jayeram samal.babu.is.best Legend comedian in.jayeram.sir.so.god.bless.you.sir. Aapan amti.khushi.ruhantu.prabhu.jagnnath.apanku Bhal ry Rakhantu
@amirbox1975
@amirbox1975 Жыл бұрын
ଧନ୍ୟବାଦ ଶଙ୍କର ଭାଇ ଜୟୀ ଭାଇ ଙ୍କ ସ୍ଵାକ୍ଷତକାର ।।
@techlyodi1703
@techlyodi1703 Жыл бұрын
COMEDY KING❤🎉
@sibajenas7181
@sibajenas7181 Жыл бұрын
Comedy king 💐
@akshyasahu4335
@akshyasahu4335 Жыл бұрын
ଓଃ ହୋ ହୋ ହୋ ହୋ, ହୋ ହୋ ହୋ ହୋ ହୋ ହୋ..... ଧନ୍ୟବାଦ ଶଙ୍କର ଭାଇ ଧନ୍ୟବାଦ ଜୟୀ ଭାଇ 🎼ହସି ହସି ପେଟ ଟା ପୀଡା ହେଇଗଲାଣି 😃😃😃😃
@kathahrudayara2905
@kathahrudayara2905 Жыл бұрын
ଜୟୀ ଭାଇ ଙ୍କୁ ସିନେମା ରେ ପୁଣି ନିଆଯାଉ
@odiyachristianmessage9622
@odiyachristianmessage9622 3 ай бұрын
ବହୁତ୍ ସୁନ୍ଦର୍ ପ୍ରତିଭା ଙ୍କ ସହ ଆପଣଙ୍କ ଆଲୋଚନା ବଢିଆ ଲାଗିଲା ସାର୍ 👍👍👍👍
@jayhanuman1789
@jayhanuman1789 3 ай бұрын
Simple... Super talented.... Comedy superstar... Mr. Jayram Samal 🙏🙏🙏🙏
@TheLordOfUniverse01
@TheLordOfUniverse01 27 күн бұрын
The Legend Actor Jayi Sir❤
@ritanjalisamal8492
@ritanjalisamal8492 Жыл бұрын
Sir, You are always my favourite comedian.
@Bicky-y3m
@Bicky-y3m Жыл бұрын
ଜୟୀ ଭାଇଙ୍କ ସିନେମା ଆଉ ଆସୁନି ଜୟୀ ଭାଇ ଆପଣ ସିନେମା କରନ୍ତୁ
@bsantoshkumar1332
@bsantoshkumar1332 4 ай бұрын
ବହୁତ ଭଲ ଲାଗେ ତାଙ୍କ ଅଭିନୟ 🙏
@abhimanyunamita4779
@abhimanyunamita4779 Жыл бұрын
Maturity is when you realize, being a hero is easy, being a villian is harder but being a comedian is the hardest.
@lipsy6012
@lipsy6012 3 ай бұрын
ଖୁବ୍ ସୁନ୍ଦର ଲାଗିଲା ଜୟୀ ଭାଇଙ୍କୁ ଦେଖି ଧନ୍ୟବାଦ୍ ଆଜ୍ଞା🙏
@satyanayakodiavlogs
@satyanayakodiavlogs 3 ай бұрын
ଓଡିଆ ନମ୍ବର ୱାନ ହାସ୍ୟ ଅଭିନେତା ଜୟୀ ରାମ ସାମଲ 👍👍
@fukun001
@fukun001 Жыл бұрын
ଆଜି କା ଟୋକା କହୁଛନ୍ତି ଓଡ଼ିଆ ସିନେମା ଚାଲୁନି। ଏଭଳି ଏକ୍ଟର ଆଉ କାହାଣୀ ଆଉ ନାହିଁ ଓଡ଼ିଆ ସିନେମା ରେ। ଜୟୀ ଭାଇଙ୍କ ପାଇଁ ଆମ ପିଲା ଦିନ ଟା ସୁନ୍ଦର ହେଇଥିଲା ।
@Beautifulnture-et2bk
@Beautifulnture-et2bk 9 ай бұрын
Aaaji Ra Toka Zero 😂😂😂😂
@durgasethy7821
@durgasethy7821 3 ай бұрын
Jairam SAMAL odia Jane mahanuvabi comedian , god bless you sir
@dhaneswarmallikdhana1631
@dhaneswarmallikdhana1631 Жыл бұрын
One of the greatest comedian of olywood industry Jai bhai. Love you Bhai.May god bless you
@jitendrabehera9999
@jitendrabehera9999 Жыл бұрын
Old is gold.ଜୟୀ ଭାଇ ଜିନ୍ଦାବାଦ।
@saratranjanbehera6661
@saratranjanbehera6661 Жыл бұрын
ଶଙ୍କର ଭାଇ... 🙏... 🌹 ଜୟୀ ଭାଇ ଙ୍କର ଏଇ ଅଧ୍ୟାୟ ଟା ଦେଖୁ ଦେଖୁ କେମିତି ସରିଗଲା ସତରେ ଜାଣି ପାରିଲିନି... ଓଡ଼ିଆ ସିନେମା ଜଗତ ଥିବା ଯାଏ ଜୟୀ ଭାଇ ଲୋକ ଙ୍କର ହୃଦୟର ସାଇତା ହସର ମଣି ଟିଏ ହେଇ ରହିବ, ହୁଏତ ଏହାକୁ କେହି ଅସ୍ବୀକାର କରିବେନି..... 🙏 ଜୟୀ ଭାଇ ଆଜି ନିଜେ ନିଜର ଇତିହାସ ଲେଖିଛନ୍ତି...... ଜୟୀ ଭାଇ ସର୍ବଦା ସୁସ୍ଥ ଥାଆନ୍ତୁ
@sipubhai5632
@sipubhai5632 3 ай бұрын
ଓଡ଼ିଆ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ହାସ୍ୟ ଅଭିନେତା 🙏 ଜୟୀରାମ ସାମଲ। ❤ ଆଗକୁ ଏମିତି କିଏ ଅଭିନେତା ମିଳିନପାରନ୍ତି , ଶ୍ରେଷ୍ଠ।
@surendramajhi9374
@surendramajhi9374 Ай бұрын
Bahut din pare jaee sir nku dekhi bahut khusi lagila.... dhanyvad nandi Ghosh tv
@manaspradhan9902
@manaspradhan9902 2 ай бұрын
Our childhood happiness 😊 Thank you for all the memories ❤ Jagannath apananku sabubele khushire au sustha rakhithantu..jai Jagannath 🙏
@satyaswarupnayak4381
@satyaswarupnayak4381 Жыл бұрын
Jayee bhai nka comedy ru villan role must lage Real down to earth actor 💕💕💕
@pankajbehera9092
@pankajbehera9092 Жыл бұрын
Odia comedy King ❤❤❤❤
@spanda5354
@spanda5354 Жыл бұрын
ज ई भाई आपका कमेड़ी वहत आछा
@chinmayaraulo456
@chinmayaraulo456 Жыл бұрын
❤ respect for you sir .ame apanka film dekhi bada heichu pila dinu❤
@bhimasenkusumalia6273
@bhimasenkusumalia6273 Жыл бұрын
ଭାଇ କୁମାର ବାପି ଙ୍କୁ ଥରେ ଆଣନ୍ତୁ
@sankarsenapati7876
@sankarsenapati7876 Жыл бұрын
Ha bhai b tik katha kahichanti bhai Kumar bapi gita really heart touching ❤❤❤❤❤❤
@sidharthatripathy6206
@sidharthatripathy6206 Жыл бұрын
Kumar Bapi aau Malaya Mishra kouthiki interview pain aasibeni
@SantoshSahoo-ux8mn
@SantoshSahoo-ux8mn Жыл бұрын
​@@sidharthatripathy6206kn pai asibeni kuhantu
@subhamkhuntiavlogs2317
@subhamkhuntiavlogs2317 Жыл бұрын
Eia episode mnu last jae dekhili... gote part bi boring nahi...❤❤❤❤❤ jai sir is the jewel of odisha...
@amulyasabar7724
@amulyasabar7724 Жыл бұрын
ଜୟୀ ଭାଇ ଙ୍କ କମେଡି ବହୁତ ଭଲ
@iamking6144
@iamking6144 Жыл бұрын
Legend never dies !!❤
@bikashdas1877
@bikashdas1877 Жыл бұрын
Jai bhai best odia comedy king man❤
@pabitramahakhuda89
@pabitramahakhuda89 Жыл бұрын
He's amazing actor
@payelradhapayelradha4277
@payelradhapayelradha4277 Жыл бұрын
No 1 actor jayee bhai
@hemantrout93
@hemantrout93 Жыл бұрын
Jaga hau ette Dina para aama favourite jai bhai nku dekhibaku milila ...😊 long live legend ❤ jai jagannath 🙏❤️
@sukantapatra5537
@sukantapatra5537 13 күн бұрын
ଜଇ ଭାଇଙ୍କ ପରି ଭଏସ ସିନେମା ଜଗତରେ ଆଉ କେହି ଆଣି ପାରିବେ ନାହିଁ, ଏହା ନିଶ୍ଚିତ.
@himanshuparida2309
@himanshuparida2309 Жыл бұрын
Jayiram Sir is very great person, he is legend of odiya comedy
@sibanayak9252
@sibanayak9252 3 ай бұрын
ନମସ୍କାର ଜଇ Sir ଙ୍କର କଥା ଶୁଣିକି ବହୁତ ଭଲ ଲାଗିଲା
@thenewday4885
@thenewday4885 Жыл бұрын
Jayee bhai pranam. Ete dinapare dekhiki bahut khusi lagila
@jajatikesarirout4767
@jajatikesarirout4767 2 ай бұрын
The comedy king jairam samal sir.one of the best comedy actor in odisha 👌🙏😊💝
@yourschoice5812
@yourschoice5812 Жыл бұрын
jayee bhai amti hasuthantu au ama mana nku hasauthantu..Jagannath mahaprabhu amti apana nka sustha rakhithantu..
@abhayswain8822
@abhayswain8822 8 ай бұрын
Best comedian of Odisha he is very good person of odia film industry many. Many thanks you Jai Bhai thank you
@durgatripathy3430
@durgatripathy3430 Жыл бұрын
Jai bhai namaskar,you are the great artist in odisha
@BiswajitPanda-sg2dj
@BiswajitPanda-sg2dj Жыл бұрын
Jey bhai many many thanks sundara abhinaya pani
@binayrout6279
@binayrout6279 Жыл бұрын
Joye Bhai, ever green🟢 comedian. Long live Sir. God bless🙏 you abundantly🙌.
@sisirkumar8047
@sisirkumar8047 Жыл бұрын
Legendry comedy actor ❤🙏
@sanjaymahanandia3748
@sanjaymahanandia3748 Жыл бұрын
90 dasaka ra eka matra hasya abhineta Jayiram Samal jahaku dekhi ame odiya cinema ku prachur parimana re bhala pauthilu ❤ Ebe odiya cinema industry's ra durbhagya j a-bhali abhineta ku sujog deu nahanti jie ki 90 dashak re nije eka nija Sundara Abhinaya re odiya cinema industry ku sirsha re nei ki jaithile ...Lot of love for King of comedian Odiya Industry's jayiram samal ❤
@gopalchandradigal8590
@gopalchandradigal8590 Жыл бұрын
Jayram samal nku Au thare return karantu odia film industry ku dekhibe bohi pura jalijiba
@niranjanpatra1945
@niranjanpatra1945 Жыл бұрын
Jai bhai odiya flim babadaku bahuta sundar katha pade kahile❤
@arjunlaguri380
@arjunlaguri380 26 күн бұрын
ଜୟୀ ଜେଜ ଆଇ ଲ ଭିୟୁ i miss u 😢😂😢😂😢❤❤
@bishnupadasamanta9642
@bishnupadasamanta9642 4 ай бұрын
Jayee ବାବୁ କାଳଜୟୀ ଜୟଜଗନ୍ନାଥ ଆପଣଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛି
@JagannathAstakamDasa
@JagannathAstakamDasa Жыл бұрын
Legends are Born... Not Made ❤❤❤❤❤Remember This. 👍
@niranjanpatra84
@niranjanpatra84 Жыл бұрын
Jai bhai nku bahuta bhala paiba❤❤❤ love you Sankar bhai❤❤
@samarendrarout4341
@samarendrarout4341 Жыл бұрын
Jayee Sir....The Legend 🙌❤️
@supremibiswal9265
@supremibiswal9265 Жыл бұрын
Jaibhai.no1comedy.god blesshim jaijagànartha
@subratmishra9697
@subratmishra9697 Ай бұрын
Dekhantu kete bada camedian tanka chalachala au banchibara rastha kmti au amane kichibnkri bada bada kotha sampati cheee jayee sir great😢
@neelagrawalla9449
@neelagrawalla9449 Жыл бұрын
Jai Samal ,Akhyaya Mohanty are the immortal artists of Odisha !!They will remain for ever in the heart ❤️ of people !!🙏🇮🇳❤️
@7SeasEntertainment-q9z
@7SeasEntertainment-q9z Жыл бұрын
ଜୟୀ ଭାଇ ନିଜର ଆତ୍ମ ଜୀବନ ଲେଖନ୍ତୁ, ଆପଣଙ୍କ ଦୀର୍ଘ ଆୟୁ ପାଇଁ ମୁଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି l
@sanjibmuduli134
@sanjibmuduli134 Жыл бұрын
Jayee bhai great, Love you JAYEE BHAI...
@sudhakarbehera3440
@sudhakarbehera3440 Жыл бұрын
Many Many thanks "Sankar" Bhai for interview ଜୟୀ ଭାଇ
@apna-india1408
@apna-india1408 Жыл бұрын
କୁକୁଡ଼ା ହସ ସାରଙ୍କର ଭଲ ଲାଗେ
@ଆଦିତ୍ୟକୁମାରପଧାନ
@ଆଦିତ୍ୟକୁମାରପଧାନ 24 күн бұрын
Old ❤ Gold
@bipinprivatevideo
@bipinprivatevideo Жыл бұрын
ବୋହୁତ ବୋହୁତ ଧନ୍ୟବାଦ
@somanathnayak1613
@somanathnayak1613 5 ай бұрын
Jayee bhai best actor
@prasantkumarcreations
@prasantkumarcreations Жыл бұрын
Jayi Bhai ❤❤Tanka Kukuda Hasa❤❤👏👏😍😍🙏🙏
@janmejayaojha1385
@janmejayaojha1385 Жыл бұрын
ବହୁତ ସୁନ୍ଦର ଅଭିନେତା 👌👌
@SatughanaMarndi
@SatughanaMarndi 5 ай бұрын
In
@jnanadiptasamantaray1562
@jnanadiptasamantaray1562 5 ай бұрын
ଏଗୁଡ଼ିକ ଇଶ୍ଵରଙ୍କ ସୃଷ୍ଟିରେ ସମୟର ଯୋଗାବେଗ ଓ ଆତ୍ମିକ-ସମ୍ବେଗର ପରିଣାମ । ଆଉ, କିଛି ହିଁ ହୋଇ ପାରେନା । ଧନ୍ୟବାଦ
@birajchalan1588
@birajchalan1588 Жыл бұрын
ଜୟୀ ଭାଇଙ୍କର ପରିଚୟ ସବୁ ନେଲେ, ହେଲେ ତାଙ୍କର ଶ୍ରେଷ୍ଠ କଳା ଯାହା ମନକୁ କୁତୁକୁତୁ କରେ ସେହି କଳା ଆମେ ଦେଖି ନଥିବାରୁ ବହୁତ ଦୁଃଖିତ। ଟିକିଏ ଜୟୀ ଭାଇଙ୍କ ହସ ଆମକୁ ନନ୍ଧିଘୋଷ tv channel ର diary ମାଧ୍ୟମରେ ଶୁଣାଇଥିଲେ ଆମେ ବହୁତ ଖୁସି ହେଇଥାନ୍ତୁ।😢😢
@ADsasmitavlogs5437
@ADsasmitavlogs5437 Жыл бұрын
U r a dimond star of our odisha, we love sir,
@bikashparida3663
@bikashparida3663 Жыл бұрын
Atisundar prayas nandighoshatv ra jayi ram sir is a very good acter I love you sir
Beat Ronaldo, Win $1,000,000
22:45
MrBeast
Рет қаралды 158 МЛН
How to treat Acne💉
00:31
ISSEI / いっせい
Рет қаралды 108 МЛН
Что-что Мурсдей говорит? 💭 #симбочка #симба #мурсдей
00:19
Beat Ronaldo, Win $1,000,000
22:45
MrBeast
Рет қаралды 158 МЛН