ମୁଁ ବି କଲେଜ ବେଳେ କମେଣ୍ଟ ଖାଇଛି | lLIFE 360 WITH manoranjanmishra | |pravatiparida | PODCAST |

  Рет қаралды 107,659

News Room

News Room

Күн бұрын

Пікірлер: 180
@RashmiTutorialR
@RashmiTutorialR Ай бұрын
ଅତ୍ୟନ୍ତ ଭଦ୍ର ମହିଳା Madam ପ୍ରଭାତୀ ପରିଡା ତାଙ୍କ interview ଦେଖିକି ବହୁତ କିଛି ଶିଖିବାକୁ ମିଳିଲା, ଏମିତି podcast ଖୋଜୁଥିଲି madam ଙ୍କର ତାଙ୍କର lifestyle ବିଷୟରେ ଆହୁରି କିଛି ପଚାରିଥିଲେ ଭଲ ହେଇଥାନ୍ତା ତଥାପି ବହୁତ ବଢିଆ podcast ଥିଲା Thank You Manoranjan Sir🙏
@dhaneswardas548
@dhaneswardas548 Ай бұрын
ବହୁତ ସୁନ୍ଦର ଉପସ୍ଥାପନା ।ଅସୀମ ଧୈର୍ଯ୍ୟ, ସାହସ ଓ ଆତ୍ମ ବିଶ୍ୱାସ ସହିତ ମହତ୍ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କଲେ ସଫଳତା ମିଳିବ ଏଥିରେ ସନ୍ଦେହ ନାହିଁ। ଆଶା କରୁଛି ନାରୀ ସମାଜ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରନ୍ତୁ।
@bijaypanda1843
@bijaypanda1843 Ай бұрын
ମାଡାମ ଆପଣ ଙ୍କ ସ୍ୱାମୀ ଭି ବହୁତ ଜଷ୍ଟ କାରିଛନ୍ତି ❤️
@bibhuprasaddash2933
@bibhuprasaddash2933 Ай бұрын
ସୁନ୍ଦର ଉପସ୍ଥାପନା Madam ଙ୍କ ଉତ୍ତର ଦେବାର ଶୈଳୀ ବି ଅତି ସୁନ୍ଦର ହୋଇଛି।🙏
@tsodia8275
@tsodia8275 Ай бұрын
ବହୁତ୍ ସୁନ୍ଦର ଉପପ୍ଥାପନା
@GolakBihariSahoo-o9f
@GolakBihariSahoo-o9f Ай бұрын
👍, ଧନ୍ୟବାଦ ଭଦ୍ର ମହିଳା ମାନ୍ୟବର ଉପ -ମୁଖ୍ୟମନ୍ତ୍ରୀ ଓଡ଼ିଆଙ୍କର ଗର୍ବ ନୁହନ୍ତି କି?
@SasmitaSwain-eh7xb
@SasmitaSwain-eh7xb Ай бұрын
Haan garbi...au paisa khiaaa stree loka
@SasmitaSwain-eh7xb
@SasmitaSwain-eh7xb Ай бұрын
Ama ghara pakha ra ye ladies
@manojmallick9333
@manojmallick9333 Ай бұрын
Kan Pain😮
@SethyBabuthepower
@SethyBabuthepower 15 күн бұрын
ହଁ କିଏ ମନାକଲା ହେଲେ କିନ୍ତୁ ମୋ ମତ ରେ ଆଉ 10 ଜଣ ଉପମୁଖ୍ୟମନ୍ତ୍ରୀ ରହିବା ଦରକାର
@amulyakumarsahoo3896
@amulyakumarsahoo3896 Ай бұрын
ଯଦି ୨୦୨୪ ରେ ସମୀର ଦାସ ଙ୍କୁ BJD ଟିକେଟ ମିଳିଥାନ୍ତା, ତାହାହେଲେ Madam ଜିତିଥାନ୍ତେ କି ?
@SaileshDehuri
@SaileshDehuri Ай бұрын
Jauthi Nabin babu Bhali Neta Hari Gale Sethi Samir Das Kau Bala ku Je😂😂😂😂😂😂
@SasmitaSwain-eh7xb
@SasmitaSwain-eh7xb Ай бұрын
Naa kebe bi jiti nathante
@simanchaldora1699
@simanchaldora1699 Ай бұрын
ତମ ପ୍ରଶ୍ନର ଉତ୍ତର ମୋ ପାଖରେ ଅଛି, ନବୀନ ପଟ୍ଟନାୟକ ଜାଣିଥିଲେ ସମୀର ଦାଶ ହାରିବ ବୋଲି, ସେଥିପାଇଁ ଟିକେଟ ଦେଲେନି, ଯଦି ସମୀର ଦାଶର ଏତେ ପାୱାର ଥିଲା, ସ୍ୱାଧୀନ ଦଳରେ ଏକା ଲଢ଼ିବାର ଥିଲା..
@prasantaparida7250
@prasantaparida7250 Ай бұрын
Beautiful sexy BJP
@rakeshakumar351
@rakeshakumar351 Ай бұрын
Right ​@@SaileshDehuri
@sarojdas8539
@sarojdas8539 Ай бұрын
I salute her for her patience in remaining in the BJP despite her losing 3 assembly elections,her commitment to BJP,her cool temperament etc.BJP has rightly assigned her the very important position of Dy CM's post in Odisha Govt.👏👏👏
@rajeshkumarpanda7057
@rajeshkumarpanda7057 19 сағат бұрын
1:04:09 pua Mane rahijibe jhia paleiba but se pua 30yrs pare b mla huye au gote jhia thare mla heiki b DCM heijiba.. female ku sabu bele favour mile semane tanka sex gender pai hi benefits niyanti
@TripatiPanda-l6u
@TripatiPanda-l6u Ай бұрын
Prabhati didi one of powerfull lady ,,,
@TruptiBehera-wx6px
@TruptiBehera-wx6px Ай бұрын
ପ୍ରଭାତି ପରିଡା ମହୋଦୟା ଜିଲ୍ଲା ପରିଷଦରେ ବି ହାରିଛନ୍ତି
@ganeswarbehera2247
@ganeswarbehera2247 Ай бұрын
ଏ ମହିଳା ଜଣଙ୍କ ପ୍ରକୁତରେ ବହୁତ୍ ଅହଙ୍କାରୀ ଆମ ନିର୍ବାଚନ ମଣ୍ଡଳୀ ର mla
@bharatapradhan6742
@bharatapradhan6742 Ай бұрын
Mind blowing interview... Next CM OF ODISHA..
@sudhanshusekharapadhy9436
@sudhanshusekharapadhy9436 Ай бұрын
Next ward member
@badalcreation204
@badalcreation204 Ай бұрын
Bahut sundar advices in odisha pablic janata
@rajeshkumarpanda7057
@rajeshkumarpanda7057 19 сағат бұрын
Ame bjp ku dharmendra pradhan aparajita sadangi baijayanta panda ka face dekhi deithilu but ladoo au Jane khaile jiye kichi karibi nathile.. caste politics at its peak.
@sunitasahoo1884
@sunitasahoo1884 Ай бұрын
Really, you are very gentle and open hearted, madam.
@ratikantnayak3032
@ratikantnayak3032 Ай бұрын
Bjp ଯେଉଁ ପ୍ରତିଶୃତି ଦେଉଥିଲା ଠିକ୍ ସେ ପାଳନ କରନ୍ତୁ
@akshayakumardhupal3615
@akshayakumardhupal3615 Ай бұрын
Beautiful podcast.
@PramodKumarPatanayak
@PramodKumarPatanayak Ай бұрын
ଏମାନେ କଣ ପ୍ରକୃତରେ ଠିକ ଭୋଟ ପାଇ ଜିତିଛନ୍ତି ନା ଜାଲି କରି ଜିତିଛନ୍ତି
@BMajhi-me3kt
@BMajhi-me3kt Ай бұрын
Jali vote
@BibhutiPanda-pw9nr
@BibhutiPanda-pw9nr Ай бұрын
Wonderful presentation.... Blessed to have her. Never expected this type of mindset from a politician especially for women👌.... Waiting ahead for a brighter Odisha 👍
@LuckyDebajaniswain
@LuckyDebajaniswain Ай бұрын
ପ୍ରଭାତି ମାମ 🙏🙏🙏🙏
@BijoyKumarDas-rc1ss
@BijoyKumarDas-rc1ss Ай бұрын
Thanks Manoranjan Bhaina
@rajeshkumarpanda7057
@rajeshkumarpanda7057 19 сағат бұрын
43:19 ma'am 5000 independent karideba?? Yearly 10k kn independent karideba?? Na se sabu district re gote msme baseile semane independent Hebe every month salary asiba. Kan ae guarantee debe ki se 5000 heiki Khali patha padeibe..ae gote freebie revdi bantuchanti plzz aku band karantu ma'am.. ae sabu ru bas election jita jaye desha uparku jayeni ma'am plzz ae a bjp voter plzz request karuchi.. Odisha re job nahi youth berozgar. Women independent karantu
@bhanudash7542
@bhanudash7542 Ай бұрын
ତମାମ କଥା ଶୁଣିଲି ଆପଣହିଁ ଧର୍ଯ୍ୟଶିଲା ଅପରାଜିତା 🎉
@Bajrangi-bhijan
@Bajrangi-bhijan Ай бұрын
AMA APA PRABHATI APA❤
@gallery98644D
@gallery98644D Ай бұрын
Madam.very.talented
@mastermaneesee2581
@mastermaneesee2581 Ай бұрын
Thanks bhai for your right inform.
@debabratapradhan7246
@debabratapradhan7246 Ай бұрын
Nice thought madam
@jashobantapradhan7888
@jashobantapradhan7888 Ай бұрын
୨୦୦୯ପରେ ବିଜେପି ମହିଳା ମୋର୍ଚା ବହୁ କଷ୍ଟ କରି ପାର୍ଟି କୁ ଆଗକୁ ଆଣିଛନ୍ତି
@sabitarani6363
@sabitarani6363 Ай бұрын
ଧନ୍ୟବାଦ ପ୍ରଭାତୀ ମାଡମ,ଆଗକୁ ଯେଉଁ ପଦକ୍ଷେପ ଗ୍ରହଣ କରିବେ ସେଥିରେ କେବଳଝିଅ ମାନଙ୍କ ଚିନ୍ତା ନକରି ଛୋଟ ଦିନ ରୁ ପୁଅଟିକୁ ଚରିତ୍ର ଗଢ଼ିବାକୁ ସଚେତନତା ସୃଷ୍ଟି କରିବା। ଏତଦ୍ ବ୍ୟତୀତ ସାଧାରଣ ନାରୀ ଯିଏ କେବଳ ରୋଜଗାର କ୍ଷମ କିପରି କରି ପାବ,ସେସମୟରେ ନିଜ ଶିଶୁକୁ ସୁରକ୍ଷା ନିମନ୍ତେ କ୍ରେଚ ଖୋଲିବାକୁ ଅନୁରୋଧ ରଖୁଛି। ଧନ୍ୟବାଦ ଆପଣଙ୍କୁ
@HadibandhuParida-s3m
@HadibandhuParida-s3m Ай бұрын
ଜୟ ମା ମଂଗଳା, ମଂତ୍ରୀ ମହୋଦୟା ଙ୍କୁ ପ୍ରଣାମ knw
@geetanjaliacharya6079
@geetanjaliacharya6079 Ай бұрын
God bless you to your family mam 🙏
@subhalaxmibehera8199
@subhalaxmibehera8199 Ай бұрын
Bahut vala lagila madam nka way of presentation ,u r a inspiration . Hope ki apan odisa ra rural area pai vala kama karibe pratiti Naree ra hrudayare stanapaibe .👍
@itzz_moonzx
@itzz_moonzx Ай бұрын
Wow, Mind blowing.😊
@sanjuktasingh7298
@sanjuktasingh7298 Ай бұрын
ମାଡାମ ମହିଳ ଓ ଶିଶୁ ବିକାଶ ବିଭାଗ ଟିକୁ ଟିକେ ଭିତରକୁ ପସି ଦେଖି ଲେ ଭଲ ଭାବେର ଜାଣି ପାରିବେ ଆଉ କମୀॆଂକ ଦୁଖ ବୁଝି ପାରିବେ 👋🙏🌷🙏👋🙏🌷👋🙏🌷👋🙏🌷
@rajakishoremundi8616
@rajakishoremundi8616 Ай бұрын
ସୁନ୍ଦର ବାର୍ତ୍ତାଳାପ
@pritampolei7087
@pritampolei7087 Ай бұрын
Madichala 🎉
@bijayakumarbehera4613
@bijayakumarbehera4613 Ай бұрын
Interview ta bahut bhala lagila
@rangaballavrout8226
@rangaballavrout8226 Ай бұрын
God.blese.you
@GourangRout-fk7xv
@GourangRout-fk7xv Ай бұрын
Manoranjan Babu ,pl bring the notice of CM, Odisha, Urban Minister, Odisha, BMC/BDA/ Smart City 1 Comissioner for construction of Drains/Swerage at Hanshapal -Balianta Nadibandha road and it's colonies for dewatering from these area as residents are suffering a lot.
@rajeshkumarpanda7057
@rajeshkumarpanda7057 20 сағат бұрын
Kintu mana ki na mana bjd ra bagi neta Samir Das ra support na thile puni harithnte.. ae thara jiye khatila au bjp ku anila odisha re se bhakua heiki basichi ( dharmendra pradhan,aparajita sadangi ,main baijayanta panda, pratap sadangi)
@bibekanandasahoo5413
@bibekanandasahoo5413 Ай бұрын
Prediction says Madam Pravati would be CM of Odisha. We r proud of her.
@AJAYAKUMARBEHERA-h9k
@AJAYAKUMARBEHERA-h9k Ай бұрын
Everything is unique in the NEWS ROOM.
@tapan_das91
@tapan_das91 Ай бұрын
Good and best podcast
@barunpradhan4084
@barunpradhan4084 Ай бұрын
Madam odisha ra deputy cm,tanku odisha ra development bisayare pachara jau,paribairika personal questions pachariba darkara nahi.she is not individual,she is representing all odisha
@chitrarekha5206
@chitrarekha5206 Ай бұрын
Mam 👍👍🙏🙏
@AJAYAKUMARBEHERA-h9k
@AJAYAKUMARBEHERA-h9k Ай бұрын
So beautiful 🎉🎉🎉
@pratyushbhanja540
@pratyushbhanja540 Ай бұрын
ଶୁଭେଚ୍ଛା 💐💐
@AkshayKumarMuduli-wo2tu
@AkshayKumarMuduli-wo2tu Ай бұрын
Thank s
@AJAYAKUMARBEHERA-h9k
@AJAYAKUMARBEHERA-h9k Ай бұрын
You are Unique person manaranjan babu 💐💐💐
@diptimayeebehera4826
@diptimayeebehera4826 Ай бұрын
👍👍👍
@ratikantnayak3032
@ratikantnayak3032 Ай бұрын
ବହୁମୂଲ୍ୟ ସମୟ ନଷ୍ଟ କରୁଛନ୍ତି ଏ Bjp ସରକାର ଜନସାଧାରଣଙ୍କର କେବଳ ନିଜର ଗପ କୁହା ବନ୍ଦ କରନ୍ତୁ ଲୋକଙ୍କ କାମ କରନ୍ତୁ
@mpanda81
@mpanda81 Ай бұрын
👌
@barunpradhan4084
@barunpradhan4084 Ай бұрын
Ask her future developments planing of odisha
@PradeepSenapati-fj7mb
@PradeepSenapati-fj7mb Ай бұрын
Best wishes madam....🙏
@bibhuprasadjena2346
@bibhuprasadjena2346 Ай бұрын
ସମିର ଦାସ ଦୟାରୁ ଆଜି ଜିତିଛି ପ୍ରଭାତି ପରିଡ଼ା ନଚେତ୍ ସରପଞ୍ଚ ଜିତିବା ବି କଷ୍ଟ ପ୍ରଭାତୀ ପରିଡ଼ା ପାଇଁ 😂😂😂😂 ପୁରା ନିମାପଡ଼ା ବାସୀ ଜାଣିଛନ୍ତି
@IndiraPatra-bh3to
@IndiraPatra-bh3to Ай бұрын
ବଣ ମାଳି ବଣରେ ଫୁଟି ମରୁଛି କିନ୍ତୁ ଯାହାର ଅଛି ବା ତେଲିଆ ମୁଣ୍ଡରେ ତେଲ ଆପଣ ଥରେ ମାନ୍ୟ ବର ମାଡ଼ମର କୁ ପଚାରନ୍ତୁ ତ ଆମ କଥା ଦୁଃଖ ତି କେବେ ବୁଝିବେ 😭🙏
@pramod2928
@pramod2928 Ай бұрын
Madam ଆପଣ ଜଣେ ଭଦ୍ର ମହିଳା ,ମୁଂଜଣେ ଓଡିଆ ହିସାବରେ ଆପଣଂକ ବିଚାର ଶୁଣି ମୁଂ ଗୌରବାନ୍ବିତ🙏🏼
@sachalabal9308
@sachalabal9308 Ай бұрын
Wow
@ratikantnayak3032
@ratikantnayak3032 Ай бұрын
ମିଛୁଆ ରାଧୁଆ ଗପ କୁହା ସରକାର ମିଛ ଗପ କହୁ କହୁ ସରିଯିବ ୫ ବରଷ ମିଶ୍ର ବାବୁ ଓଡ଼ିଶା ପାଇଁ କଣ କରୁଛନ୍ତି ସେ ବିଷୟରେ ପ୍ରଶ୍ନ କରନ୍ତୁ ମୋର ଅନୁରୋଧ??? ଓଡ଼ିଶା ରେ ସଚେତନ ଗଣମାଧ୍ୟମ ହିସାବରେ
@balaramdas9302
@balaramdas9302 Ай бұрын
ତମେ ପାଣ୍ଡୁର ପାଦ ଚଟା କଥା କୁହନି 24 ବର୍ଷ ରେ ଓଡିଶା ଭବିଷ୍ୟତ ପାଇଁ କଣ କରିଛନ୍ତି ଆଗେ କୁହ ତା ପରେ 3 ମାସ ର ସରକାର କୁ ପଚାରୁଚ
@swarupjena1387
@swarupjena1387 Ай бұрын
ଭାଇ ପୂର୍ବ ସରକାର 24 ବର୍ଷ ରେ କଣ କରିଛି. 24ମାସ ପୁରୁ ଆଗ
@diptimayeebehera4826
@diptimayeebehera4826 Ай бұрын
Tu nije michhua re , sethipain sata tote michha dekhajauchi
@CreationOdia1234
@CreationOdia1234 Ай бұрын
ଧନ୍ୟବାଦ୍ କିନ୍ତୁ ତୁମେ ଯାହା କହିଥିଲ କରିପାରିଲନି
@bibhutimuduli2318
@bibhutimuduli2318 Ай бұрын
ଧୀର ପାଣି ପଥର କାଟେ ଅପେକ୍ଷା ର ଫଳ ମିଠା ଧଯ୍ୟ ଧର
@BijayaKumarNayak-t7r
@BijayaKumarNayak-t7r Ай бұрын
Yes
@dr.surekhadas2004
@dr.surekhadas2004 Ай бұрын
🙏🙏
@ParamaSamal-j4u
@ParamaSamal-j4u Ай бұрын
Madam very talented
@laxmansatrujit9514
@laxmansatrujit9514 Ай бұрын
Hello michha
@MeriJungOneManArmy1
@MeriJungOneManArmy1 Ай бұрын
ୟାର ଯେତେ ଭାଉ.. ଇନ୍ଦିରା ଗାନ୍ଧି pm ହେଇକି ସେତିକି ଖାଇ ନଥିବେ... ବୋପାଲୋ ଇଏ ତ ଏକା ମନ୍ତ୍ରୀ ହେଇଛି ଜୀବନ ସାରା ରହିବ ଯେମିତି ସମୀର ଦାଶ ଦୟାରୁ ଜିତିଛି
@SHORTSBREAKAi91
@SHORTSBREAKAi91 Ай бұрын
Wait 2029 ......😂😂😂
@sanjitpanda2477
@sanjitpanda2477 14 күн бұрын
Alu chaso bhi jb pattnayak samaya re e bhalo kranti ani thila. J b pattnaya Congress ra training nele ..aau Alu chaso ra suphala Loko dekhuchanti😅😅😅😅😅😅😅😅😅😅😅😅
@upendrakumarmallick2086
@upendrakumarmallick2086 Ай бұрын
Au jiti paribani 29 pare
@bijaypanda1843
@bijaypanda1843 Ай бұрын
ପ୍ରଭାତୀ ପରିଡା ଭୁଲ କଲେ ନିର୍ଭୟ କୁ ଯାଇଥାନ୍ତେ
@barunpradhan4084
@barunpradhan4084 Ай бұрын
Manoj babu apana gote senior journalist,emiti faltu prashna pachari chanti
@manojkumarpattanaik3153
@manojkumarpattanaik3153 Ай бұрын
Manoranjan babu v.k pandian b.j.d re thibaru b.j.p jitila. Samir dash ticket paithile prativa madam harithante sure.
@JagdeeshPati-jv5uv
@JagdeeshPati-jv5uv Ай бұрын
ସମୀର ଦାଶ ମହୋଦୟ BJD ରୁ ଟିକେଟ ପାଇଥିଲେ Madam ପୁଣି ଏଥର ହାରିଥାନ୍ତେ।
@kaninikarout4176
@kaninikarout4176 Ай бұрын
Mam please period leave ku announce karantu
@MinatiSahoo-c6q
@MinatiSahoo-c6q Ай бұрын
Period leave ku lagu karajau
@debasisacharya8954
@debasisacharya8954 Ай бұрын
Agnya BJD lagi BJP Madam jitichhanti 😊
@ganeswarbehera2247
@ganeswarbehera2247 Ай бұрын
ବିନା ସୀମିର ଦାସ ରେ ଗୋଟିଏ ବାଳ ଉଠି ନଥାନ୍ତା ଜିତିଲା ପରେ ବେଇମାନ କରିଲେ
@Social_research
@Social_research Ай бұрын
Madam ସମୀର ଦାସ ଙ୍କୁ ଟିକେଟ ମିଳିଥିଲେ କଣ ହୋଇଥ1ନ୍ତା
@akshyanayak4525
@akshyanayak4525 Ай бұрын
ଆପଣ ଜିତି ନାହାନ୍ତି,evm ଜିତିଛି
@puspanjalinanda7382
@puspanjalinanda7382 Ай бұрын
Madam if u want to developed women then please try to trained them any way.
@abhilipsapradhan3408
@abhilipsapradhan3408 Ай бұрын
Madam sahàra tanka kebe miliba Amit saha nku pacharantu ame byasta hei pa
@milibahalia6294
@milibahalia6294 Ай бұрын
Jaha kahile madam sata
@prafullakumarsingh2828
@prafullakumarsingh2828 Ай бұрын
@ajitpradhan3547
@ajitpradhan3547 Ай бұрын
ସମୀର ଦାସ BJP ରେ ମିଶିଲା ପରେ ଭଲ ହେଲେ କି, ମମ୍ କହିବେ କି
@chikusahu
@chikusahu Ай бұрын
ହଇରେ ବେଧ ଛୁଆ ମନୋରଞ୍ଜନ କେତେ ଲାଞ୍ଚ ଖାଇଛୁ ବିଜେପି ଠୁ
@techconcepts4you850
@techconcepts4you850 Ай бұрын
Ele power ku asicha..khai chala odisha revenue.. no shame at all for unemployment
@kshyamasagardash2188
@kshyamasagardash2188 Ай бұрын
Deputy cheif Minister nka saha ki alochana hauchi
@maheswarpradhan4247
@maheswarpradhan4247 Ай бұрын
Samir help karinathile madam amanat harei thante.29 rejanapadiba.
@akashpradhan4160
@akashpradhan4160 Ай бұрын
Jana sadharananka dukha bujha sie college time katha heba pain kn loka vote deichhanti ki madam?
@ratikantamishra9924
@ratikantamishra9924 Ай бұрын
Poor sound quality
@ratikantnayak3032
@ratikantnayak3032 Ай бұрын
Bjp ଦଳରେ ଏ ପାଗଳାମି କିଏ କଣ ପଦ ପଦବୀରେ ରହିବେ ସେ ବିଷୟରେ ସେ ବେକ୍ତି କିଛି ଅବଗତି ନ ଥାଆନ୍ତି ଏ କେବଳ ପାଗଳାମି ନୁହେଁ ତ ଆଉ କ ????😂😂
@sarojkumarmallick4688
@sarojkumarmallick4688 Ай бұрын
ବାର୍ତ୍ତାଳାପ ଖୁବ ଉଚ୍ଚକୋଟୀର
@jitendragouda78
@jitendragouda78 Ай бұрын
50 comment sabu heichhi ancer ti dele bhalalagiba
@manojkumarpattanaik3153
@manojkumarpattanaik3153 Ай бұрын
Apana jitibar mukhya karana hela pandian ra karjyakalap. Lokamane jidikale jiejitu pachheke kintu pandian ku hareiba. Pandian manaechha meeting kala.
@bishnubehera7949
@bishnubehera7949 Ай бұрын
Mu a madam ka Gaon ra🙏
@manasbehera2833
@manasbehera2833 Ай бұрын
No
@proudindian8021
@proudindian8021 Ай бұрын
Intelligent minister ⭐hope for best
@jullysamal6626
@jullysamal6626 Ай бұрын
Jali କରି ଜିତିଛି
@drvicky1729
@drvicky1729 Ай бұрын
Jali vote
@chitrarekha5206
@chitrarekha5206 Ай бұрын
Swang sahaika goshthi band hela bhala helaa
@jitendragouda78
@jitendragouda78 Ай бұрын
24 barsara sarkar karunahanti boli kahuthile apana nk Sarkar kana kale bina sarbhe re jojana karuchhanti
@MunaPradhaan-q8u
@MunaPradhaan-q8u Ай бұрын
Janapriya netri pravati apa
Человек паук уже не тот
00:32
Miracle
Рет қаралды 3,6 МЛН
My MEAN sister annoys me! 😡 Use this gadget #hack
00:24
JOON
Рет қаралды 1,9 МЛН
風船をキャッチしろ!🎈 Balloon catch Challenges
00:57
はじめしゃちょー(hajime)
Рет қаралды 35 МЛН
Человек паук уже не тот
00:32
Miracle
Рет қаралды 3,6 МЛН