ମୁଁ ରାମ ଭକ୍ତ ସତ କିନ୍ତୁ ମୋଦୀ ଭକ୍ତ ନୁହେଁ - Shankar Om Sharan

  Рет қаралды 4,255

Khati ( ଖଟି )

Khati ( ଖଟି )

Күн бұрын

Пікірлер: 27
@joginathpanda8836
@joginathpanda8836 13 күн бұрын
ଶଙ୍କର ବାବୁ ତୁମ ନିର୍ଭୀକ ଉପସ୍ଥାପନା କୁ ଧନ୍ୟବାଦ
@HUSENJENA
@HUSENJENA 14 күн бұрын
Right sir
@ebanitadas7234
@ebanitadas7234 13 күн бұрын
ଅତି ସୁନ୍ଦର ଷୋଳକ ବାହୁତ ସୁନ୍ଦର
@ଆମଟୋକା
@ଆମଟୋକା 13 күн бұрын
ମୁ ବି ରାମ ଭକ୍ତ କିନ୍ତୁ ଅନ୍ଧ ଭକ୍ତ ନୁହେ
@PRAKASHMOHANTY-x1x
@PRAKASHMOHANTY-x1x 14 күн бұрын
ଜୟ ଶ୍ରୀ ରାମ 🕉️
@mr.pradeepa
@mr.pradeepa 14 күн бұрын
ଜୟ.ଶ୍ରୀରାମ.
@aminaNayak-l6d
@aminaNayak-l6d 14 күн бұрын
Jay SHERR Ram
@bijyakumarshaoo6887
@bijyakumarshaoo6887 14 күн бұрын
Jai shree ram
@aminaNayak-l6d
@aminaNayak-l6d 14 күн бұрын
Jay SHEeeRam
@KailashKumarnagK
@KailashKumarnagK 14 күн бұрын
ଆଜ୍ଞା ଆପଣଙ୍କ ପଛରେ ମନ୍ଦିରର କାନ୍ଥ ଉପରେ ସେ ଉଲଙ୍ଗ ଚିତ୍ର କ'ଣ ଅଟେ
@LituSahoo-cu8nc
@LituSahoo-cu8nc 14 күн бұрын
Jay sriram
@aminaNayak-l6d
@aminaNayak-l6d 14 күн бұрын
Jay SHERR
@SimanchalChaudhuri143
@SimanchalChaudhuri143 14 күн бұрын
ଭାଇ ରାମ ଜନ୍ମ ଭୂମି ତ ପୁରା ସହରରେ ପରିଣତ ହେଇଗଲାଣି କିନ୍ତୁ ଆପଣ ଯାଇଥିବା ଜାଗା ଦେଖି ଲାଗୁଛି ଏଠିି ହିଁ ସବୁକିଛି ମଜା ଥିବ l ଏମିତିକା ବହୁତ ଜାଗା ଅଛି ଯାହା ସରକାର ଗୁରୁତ୍ଵ ଦେଇ ତାକୁ ଆହୁରି ଉନ୍ନତି କରି ଲୋକଲୋଚନ କୁ ଆଣିବା କଥା
@sujitkumarsahoo4671
@sujitkumarsahoo4671 14 күн бұрын
Jay shree ram
@PinklinSahoo
@PinklinSahoo 14 күн бұрын
Jay Shree Ram
@mrutyunjaypanda533
@mrutyunjaypanda533 14 күн бұрын
ଏହି ମନ୍ଦିର ଟି ଯେଉଁ ନିମ୍ନିତ ହେଇଛି, ସେଥିପାଇଁ ଯେଉଁ ଅର୍ଥ ଲାଗିଛି ତାହା କେଉଁ ଉପାୟରେ ଅଜିତ ତାହା ଜଣା ଅଛିତ?
@baishnabcharansahoo9119
@baishnabcharansahoo9119 14 күн бұрын
ଓଡ଼ିଶା ଏକ ମନ୍ଦିର ମୟୀ ରାଜ୍ୟ। ତଥାପି ଓଡ଼ିଶା ର ଲୋକ ଗରିବ କାହିଁକି? ଓଡ଼ିଶାର ଲୋକ ମାନଙ୍କୁ ଖାଇବାକୁ ମିଳୁ ନ ଥିଲା,କିନ୍ତୁ ନବୀନ ପଟ୍ଟନାୟକ ସରକାର ଲୋକ ମାନଙ୍କୁ ଗଣ୍ଡେ ଖାଇବାକୁ ଦେଇ ୨୪ ବର୍ଷ ସରକାର ଚଳାଇଲେ। ବର୍ତ୍ତମାନ ମଧ୍ୟ ବିଜେପି ସରକାର ସେହି ରାସ୍ତାରେ। ଯଦି ଓଡ଼ିଶାରେ ୩୩ କୋଟି ଦେବୀ, ଦେବତା, ଜଗନ୍ନାଥ କୃଷ୍ଣ, ରାମ ଇତ୍ୟାଦି ବିରାଜମାନ ତ ତଥାପି ଲୋକ ମାନଙ୍କୁ ଗଣ୍ଡେ ଖାଇବା ପାଇଁ ମିଳୁନି କାହିଁକି? ଯେଉଁଥି ପାଇଁ ଓଡ଼ିଆ ଲୋକ ମାନଙ୍କୁ ସରକାରଙ୍କ ଉପରେ ନିର୍ଭର କରି ବାକୁ ପଡୁଛି?
@priyacharandas653
@priyacharandas653 13 күн бұрын
ଲୋଭି ଲୋକ ସବୁବେଳେ ଗରିବ
@baishnabcharansahoo9119
@baishnabcharansahoo9119 13 күн бұрын
@priyacharandas653 କେଉଁ ବି ପ୍ରାଣୀ ହୁଅନ୍ତୁ ନା କାହିଁକି ସେମାନଙ୍କୁ ବଞ୍ଚିବା ପାଇଁ କେବଳ ଚାରିଗୋଟି ଜିନିଷ ଦରକାର ପଡ଼ିଥାଏ। ସେଗୁଡିକ ହେଲା ଯଥା:- EATING, MEETING, DEFENDING,& SLEEPING. ଯଦି ଲୋକମାନେ ନଜିର ଖାଇବା ପାଇଁ ବନ୍ଦୋବସ୍ତ କରି ପାରୁ ନାହାଁନ୍ତି,ତାହାହେଲେ ସେମାନେ କେବଳ ଅନ୍ଧ ଭକ୍ତ ନୁହେଁ ମୂର୍ଖ ମଧ୍ୟ। କୌଣସି ମନ୍ଦିର, ମସଜିଦ, ଚର୍ଚ୍ଚ ଲୋକମାନଙ୍କୁ ଖାଇବା ପାଇଁ ଯୋଗାଇ ନଥାଏ ,କିନ୍ତୁ ଲୋକ ମାନଙ୍କ ଠାରୁ ତାହାର ରୋଜଗାର ରୁ କିଛି ନେଇ ସେଠାର Management କୁ ପୋଷି ଥାଏ। ଏହା ଅନ୍ଧ ଭକ୍ତ ମାନଙ୍କୁ ବୁଝିବା ଦରକାର।
@chandrasekharnayaka9658
@chandrasekharnayaka9658 11 күн бұрын
ଆଉ ଏବେ ବି ମୋଦିଙ୍କୁ ପୋସୁ ଛନ୍ତି ଅନ୍ଧ ଭକ୍ତ ସବୁ
@sanjayablog127
@sanjayablog127 14 күн бұрын
Sankar om saran talks right ram bhakt hua modi bhakt feku bhakt nahi
@OdiaNewzBoy
@OdiaNewzBoy 14 күн бұрын
Pichhhe dekho Pichhe toh Dekho😂 Ye Sabu kou Chitra😂
@rameshchandrasahoo8872
@rameshchandrasahoo8872 14 күн бұрын
Modi deshar Raja, lok jitai chhanti. Aantarikta thau ba na thau Raj vakt. Muslim sasan re thile ye pari Raj vakt nuhe kahile mundu kat hoi thanta
ମୋ ଭାଗ୍ୟଟା ସବୁବେଳେ ଫଟା @KhatiNo1
10:27
Mom Hack for Cooking Solo with a Little One! 🍳👶
00:15
5-Minute Crafts HOUSE
Рет қаралды 23 МЛН
coco在求救? #小丑 #天使 #shorts
00:29
好人小丑
Рет қаралды 120 МЛН
Mom Hack for Cooking Solo with a Little One! 🍳👶
00:15
5-Minute Crafts HOUSE
Рет қаралды 23 МЛН