"ମୁଁ ଯେମିତି ଅନାଥ ଭାବେ ବଢିଛି ,ମୋ ଝିଅକୁ ସେମିତି ବଢିବାକୁ ଦେବିନି ..ନ୍ୟାୟ ମିଳିବା ପର୍ଯ୍ୟନ୍ତ ବସିବି"

  Рет қаралды 612,882

Odisha Bhaskar

Odisha Bhaskar

Күн бұрын

Пікірлер: 512
@DeepakKumarMallick-n9q
@DeepakKumarMallick-n9q 5 ай бұрын
ପୁଅ ହଉକି ଝିଅ ଭଲ ପାଇଛ ମାନେ ବାହା ହେବା ପାଇଁ ବାଧ୍ୟ ଏଭଳି ନିୟମ ହେଲେ ଭଲ ହୁଅନ୍ତା ।
@snigdharani2891
@snigdharani2891 4 ай бұрын
ପୁରା ଠିକ୍
@ShankarNial-uv6wn
@ShankarNial-uv6wn 4 ай бұрын
God job
@rajneeshkumar1303
@rajneeshkumar1303 4 ай бұрын
@@DeepakKumarMallick-n9q semiti hebani... Aji kali gote jhia ra 4-5 ta boyfriend rahuchi... Aji aa bike re ta kali ta bike re buluchi.. Ebe kuha se kete jananku baha heba
@doleswardehury6628
@doleswardehury6628 3 күн бұрын
Hmm pura right kahela
@Toony123star
@Toony123star 5 ай бұрын
ଏଇ ଝିଅ କୁ ଶିଘ୍ର ନାୟ ମିଳୁ, ଦୟାକରି ସମସ୍ତେ ସହଯୋଗ କରନ୍ତୁ,
@Sonalispeaks
@Sonalispeaks 5 ай бұрын
ଆରେ କାହିଁକି ଏ ସୋସିଆଲ ମିଡ଼ିଆ ରେ ପ୍ରେମ କରୁଚ ,ଉଛୁଳୁଚ ,ପୁଣି ଛୁଆ ଧରିକି ଏସବୁ ଅବସ୍ଥା ହେଉଛ 😢😢 ଦୁଃଖ ଲାଗୁଚି ଏସବୁ ଦେଖିକି ,ପୁଣି ବିରକ୍ତ ଲାଗୁଚି ଯେ ଝିଅ ଗୁଡ଼ାକ ବି ନିଜର ମର୍ଯ୍ୟାଦା ଭୁଲିଯାଉଛନ୍ତି
@MissAisaa
@MissAisaa 5 ай бұрын
Right
@rushavmahananda9360
@rushavmahananda9360 5 ай бұрын
Apn b thik kahile j e sabu gute Val pila Kariba ki se harmi b kharp
@StudywithChinmaya1646
@StudywithChinmaya1646 5 ай бұрын
​@@rushavmahananda9360 right se
@BhupindratandiBhupindratandi
@BhupindratandiBhupindratandi 2 ай бұрын
5:09
@maktapanda406
@maktapanda406 5 ай бұрын
ହଇରେ ମାଗିହା ତାରସାଙ୍ଗରେ ସୁଇଲା ବେଲେ ଭଲଲାଗିଲା ଏବେ ଗାଣ୍ଡିଫାଟୁଛି, DNA ଟେଷ୍ଟ କରାଯଉ ଝିଅକୁ ଅଧାସମ୍ପତି ମିଳୁ ଦୋଷିକୁ ଦଣ୍ଡମିଳୁ🌹ଜୟ ଜଗନ୍ନାଥ🌹
@prasantapanda1703
@prasantapanda1703 5 ай бұрын
ସେ ଟୋକା ନିଶ୍ଚୟ ତାକୁ ବାହାହବା ଦରକାର, କିନ୍ତୁ ଏଠି ମୋର ପ୍ରଶ୍ନ ହେଉଛି କଣ ଖାଲି ସେ ପୁଅର ଦୋଷ, ଝିଅର ଜମା ଦୋଷ ନାହିଁ, ବିବାହ ପୂବରୁ କାହିଁକି ସମ୍ପର୍କ ରଖୁଥିଲ, ସେ ପୁଅ କଣ ଖାଲି ମଜା ନେଉଥିଲା ତମେ କିଛି ମଜା ନେଉ ନଥିଲ, ଓଡିଶାରେ ଏମିତି ଅନେକ କେଶ ହେଇସାରିଛି ତଥାପି ତମେମାନେ କାହିଁକି ବିବାହ ପୂର୍ବରୁ ସବୁକିଛି ସମର୍ପି ଦେଉଛ ଏଭଳି କିଛି ହାରାମି ପୁଅ ମାନଙ୍କ ପାଖରେ, ସେ ଟୋକାକୁ ଖାଲି ମାଡ଼ ଦରକାର, ନିଶ୍ଚୟ ଆଇନ କାନୁନ ସେ ଟୋକା ସହିତ ଏ ଝିଅର ବାହାଘର କରାଉ, ସେ ଟୋକାର ଭଉଣୀ ସହିତ ଯଦି କିଏ ଏମିତି କରେ ସିଏ କଣ କରିବ ବୋଲି ତାକୁ ପ୍ରଶ୍ନ କରାଯାଉ
@lofistickie7422
@lofistickie7422 5 ай бұрын
Hnn bhai Ae ta bhul je ki se taa upare biswas kala... Ae kali juga re kahaku biswas kariba katha nuhen kintu jie jane anatha se sabu bele prema paen tarashiba.... Se jete bele se pua thu prema paila ta upare sahaja re biswas kari gala
@prasantapanda1703
@prasantapanda1703 5 ай бұрын
​@@lofistickie7422ଆରେ ଭାଇ ଏମିତି ଅନେକ କେଶ ହେଇ ସାରିଲାଣି, news ରେ ଦେଖୁଛନ୍ତି ପେପରରେ ପଢୁଛନ୍ତି ତା ଛଡା ଆଜିକାଲି ସମସ୍ତଙ୍କ ପାଖରେ ମୋବାଇଲ ଅଛି ସମସ୍ତେ ଅତି ସହଜରେ ସମ୍ବାଦ ଦେଖୁଛନ୍ତି ତଥାପି ବିଶ୍ୱାସ କରୁଛନ୍ତି, ମୋର ସବୁ ଝିଅ ମାନଙ୍କୁ ଉପଦେଶ ହେଉଛି ଯଦି କୌଣସି ପୁଅ ଶାରୀରିକ ସମ୍ପର୍କ ରଖିବାକୁ କହେ ପ୍ରଥମେ ତାକୁ କୁହ ଆଗେ ସେ କୋର୍ଟ ମ୍ୟାରେଜ କରୁ ତାପରେ ଯାହା ଦୈହିକ ସମ୍ପର୍କ ରଖିବ
@Basudev-t1i
@Basudev-t1i 5 ай бұрын
​@@lofistickie7422sayad ethi pai hi jhia manka pakhare dimag Kam thaA bahut case emiti ghatuchhi fir jhia Mane marriage purba ru physical heuchhanti,are 999 loka use Kariba pai achhanti,jane loka hi Prema kare,aji kali love kichhi nahi sabu habas Sethi pai mu e chakkar re padeni,real love 90s re thila
@pradeepsahoo954
@pradeepsahoo954 5 ай бұрын
100%right
@MikunPuja856
@MikunPuja856 5 ай бұрын
Jadi pua raji nahi ta ghara loka raji nahi tebe sethi rahiki kn khusi paiba...
@harekrushnabehera5851
@harekrushnabehera5851 5 ай бұрын
ସବୁ ଭୁଲ ଝିଅର ସେଇଟା ଠିକ ଶାରୀରିକ ସଂପର୍କ ଝିଅ ଆଗକେବେ କରେ ନାହିଁ। ଲଜ୍ଜା ଲାଗୁନି ତୁମକୁ ଗୋଟେ ବାପା ମା ଛେଉଣ୍ଡ ଝିଅ ବୋଲି ଏମିତି କରିିବାପାଇଁ ସାହାସ କରୁଛି।
@DeepakKumarMallick-n9q
@DeepakKumarMallick-n9q 5 ай бұрын
ଭଲତ ପାଉଛ ଦେହ ରିଲେକ୍ସନ କାହିଁକି ରଖୁଛ ଏବେ ନାମ ନିଅ |
@prasantapattanaik862
@prasantapattanaik862 5 ай бұрын
ପ୍ରଥମେ ରେଜିଷ୍ଟ୍ରେସନ କର ଓ ପରେ ପ୍ରେମ କର।ଫଳରେ ସେମାନେ ଧୋକା ଦେଲେ ଆଇନ ତାକୁ ଧରିବ।ଏବେ ପୋଲିସ୍ ର ଆଶ୍ରୟ ନିଅ।
@odiajhiamona
@odiajhiamona 5 ай бұрын
ଏଇଟାବି ଭୁଲ registration ପରେ ବି ଲୋକ ଧୋକା ଦେଇଛନ୍ତି ,ଏବେ ବି court re case chailichhi pilankara pua mane jhianku kn bhabuchhanti kejani ethi only pua dai nuha eha pachhare nari dai karana pura maa aau bhaini pai esabu hauchhi
@Lipidash1234A2z
@Lipidash1234A2z 5 ай бұрын
Thik kahicha
@rushavmahananda9360
@rushavmahananda9360 5 ай бұрын
Ajikali regstri pare b chaduchan ajikali Val mentality pila tukl darkar na hele life gala
@Toony123star
@Toony123star 5 ай бұрын
ନବ ଜାତ କନ୍ୟାକୁ ତା ବାପର ପରିଚୟ ମିଳୁ
@beheramonalisa8418
@beheramonalisa8418 4 ай бұрын
Right
@puspitamohanty9831
@puspitamohanty9831 5 ай бұрын
Se padisa mousa mausi bohut vala❤❤
@rowedykuna3903
@rowedykuna3903 5 ай бұрын
Rahiba bodhe asiki
@Simasahoo-r7r
@Simasahoo-r7r 5 ай бұрын
Right
@Simasahoo-r7r
@Simasahoo-r7r 5 ай бұрын
Right
@Chulbulli_naaikaa
@Chulbulli_naaikaa 5 ай бұрын
ଗାଁ ଲୋକ ଙ୍କୁ🫡🫡 ଖାସ୍ କରିକି ସେ ମଉସା ଙ୍କୁ ଆଜି କାଲି ଦୁନିଆ ରେ ଏମିତି ଲୋକ ବହୁତ୍ କମ୍ .......❤❤
@sanjuktabiswal1569
@sanjuktabiswal1569 5 ай бұрын
ଜୟ ଜଗନ୍ନାଥ 🙏🏽🛐ପୁଅ ମାନେ ବିଶ୍ୱାସ ଦେଇ ଝିଅ ଙ୍କ ସାଙ୍ଗରେ ଖେଳ କରିବେ, ଶେଷରେ ଫାଙ୍କିମାରୀ ଲୁଚିବେ, ଜାଣିଲା ଅନାଥ ଝିଅ ଜାତି ଛୋଟ ସେତେବେଳେ ତାକୁ ବିଶ୍ୱାସ ଦେଲୁ, କେମିତି? ଝିଅ ମଧ୍ୟ ଜାଣିବା କଥା ଏମିତି କେତେ ଘଟଣା ଘଟିଛି କଣ ଜମା ଶୁଣିନି,
@jayjagannath-Puri123
@jayjagannath-Puri123 5 ай бұрын
Naa ta Apavitra rakhiba katha.... Izat bada katha ebe bhabuchhu..... Mohan majhi pakhaku jaa... Jadi paruchhu income kari pilaku rakha nahele se apavitra ra murder karide
@judhisthiramohanta5862
@judhisthiramohanta5862 5 ай бұрын
ପୁଅ କିଛି ଭୁଲ ନାହିଁ ପୁଅ କୁ ଦୋଷ ଦିଅନ୍ତୁ ନାହିଁ, ଭୁଲ ହଉଛି ଝିଅ ର ଝିଅ ବିନା ସହମତି ରେ ବିନା ଅନୁମତି ରେ କଣ ଏତେ ସବୁ ଘଟଣା ଘଟିଥାନ୍ତା
@jayjagannath-Puri123
@jayjagannath-Puri123 5 ай бұрын
@@judhisthiramohanta5862 DNA test ru bopa kie jana padile pila ra share ta debate badhya....she may not be wife... But child has right to get his share... Ha... Law tike padhibu jaa...moumita case re bhi jhia doshi kahunu.... Nirlaja bopa maa ra kulangar pua mane emiti kanda karanti...
@gourangasahoo8977
@gourangasahoo8977 5 ай бұрын
Pua nku kn pain dosa daucha jhia na chahile esabu hei pariba ki kuha
@lofistickie7422
@lofistickie7422 5 ай бұрын
​@@judhisthiramohanta5862 bhai tame jete bele gote jhia ra bapa Heijiba Sete bele bujhiba...... Bhagaban karantu tamara 2-3 ta jhia janma huantu
@chinmayacreations3271
@chinmayacreations3271 5 ай бұрын
ଏହା ଜମା ବି କ୍ଷମା ଯୋଗ୍ୟ ନୁହଁ ଦୋଷୀ କୁ ଉଚିତ୍ ଶାସ୍ତି ମିଳୁ
@rashmiranjan286
@rashmiranjan286 5 ай бұрын
@@chinmayacreations3271 ବିଚାରୀ ଝିଅ ଯାହା ... ଖାଇଲା ତାର ଦୋଷ ନାହିଁ ବୟସର ଦୋଷ। ଏହା ତାର ଦୋଷ ନୁହେଁ । କିନ୍ତୁ ପିଲାଟାକୁ ଗର୍ଭରେ ରଖିବା ଭୁଲ୍ କଲା ।
@lofistickie7422
@lofistickie7422 5 ай бұрын
​@@rashmiranjan286 hnnn bhai jete bele tamara jhia te haba bhala se bujhi pariba
@abiramgamango-nv6hf
@abiramgamango-nv6hf 5 ай бұрын
ଧନ୍ୟବାଦ ଭାଇ 👌👌❤️🌹👍
@rajneeshkumar1303
@rajneeshkumar1303 5 ай бұрын
​​@@lofistickie7422tume b tuma jhia ku kahiba je boyfriend banani.. Jadi boyfriend banauchu ta marriage purbaru Oyo jaiki khai piki aseni
@santoshibehera6689
@santoshibehera6689 5 ай бұрын
🥹😢😢😢🙏🙏
@pradeeppatra2655
@pradeeppatra2655 5 ай бұрын
ଫେସ ବୁକ୍ ପ୍ରେମ ମିସ୍ କଲ ପ୍ରେମ ଏମିତି ହୁଏ ।
@PapuniMaharana-w3k
@PapuniMaharana-w3k 5 ай бұрын
Bjp ସରକାର କଣ କରୁଛି ଆଉ କଣ ନ୍ୟାୟ ମିଳୁଛି ଏ ଭଉଣୀ କି ନାହିଁ BJD ଗଲା ଆଉ BJP କଣ କରିବ ଦେଖିବା
@panditmoharaj2687
@panditmoharaj2687 5 ай бұрын
ବାହାଘର ଆଗରୁ ଚତୁର୍ଥୀ କଲେ ଏମିତି ଫଳ ଭୋଗିବାକୁ ପଡ଼ିବ ଲୋ ମାଁ ଟିକିଏ ଦେହ ସୁଖ ପାଇଁ ସାରା ଜିବନ ଅନୁତାପ କର ଏଥିରେ ସରକାର କି ମିଡ଼ିଆ କ'ଣ କରିବେ
@Sushreescreation_607
@Sushreescreation_607 5 ай бұрын
Thik kahila Bhai
@Deepak-zf2mc
@Deepak-zf2mc 5 ай бұрын
Kn kala se
@RameshMohanty-n4q
@RameshMohanty-n4q Ай бұрын
100 % true'.
@NiranjanOram-fu1qt
@NiranjanOram-fu1qt 5 ай бұрын
ନାରୀ ନେତ୍ରୀ ମାନେ କୁଆଡେ ଗଲେ ? ଝିଅ କୁ ନ୍ୟାୟ ଦିଆଯାଉ । ହିନ୍ଦୁ ସମାଜରେ ଗନ୍ଧର୍ବ ବିବାହ ବି ଗ୍ରହଣ ଯୋଗ୍ୟ । ପିଲା ଆଉ ମା ର ସୁରକ୍ଷା ଦିଆଯାଉ। ।
@ishani_2.0
@ishani_2.0 5 ай бұрын
ଏଠି ସବୁ ଭୁଲ୍ ଝିଅର ଆରେ ତୁ ତ ବାହା ହେଇନୁ ତା ସହ Physical relation ରଖୁଥିଲୁ କ'ଣ ପାଇଁ 🤨👿 ପୁଣି ଛୁଆ 😨🤭🤭 He bhagwan ଏଇ ମାନଙ୍କ ପାଇଁ କଳିଯୁଗ ସରି ସରି ଆସିଲାଣି 🤕
@kingofkings8071
@kingofkings8071 5 ай бұрын
Puo mane semity tricky kotha kahi jhio mananku phasai dionti . Puo jadi tk rich haithiba tah pain bahut easy haijae . Jhio mane v bhabanti mun jadi physical se auu mate chhadi jibani😢😢
@JibanjyotiMallick-e2t
@JibanjyotiMallick-e2t 5 ай бұрын
@@ishani_2.0 toki mane paesa pae bia dioti
@SunaramSundi123
@SunaramSundi123 5 ай бұрын
ତୁ ଝିଅ ନା ବାଣ୍ଡ ମୁଣ୍ଡି , ଶଳା ଝିଅଙ୍କୁ Support ନ ଦେଇ ଅଲ୍ଟା କହୁଛୁ ତର ସେମିତି ଅବସ୍ଥା ହେଲେ ଭଲ ହୁଅନ୍ତା ଖାଇନୁ ବଦେ ।ସେଥି ପାଇଁ ସେମିତି କହୁଛୁ ନା କିରେ?😅😅
@bijaypingua9571
@bijaypingua9571 5 ай бұрын
ଠିକ୍ କଥା
@lofistickie7422
@lofistickie7422 5 ай бұрын
Tama bhauni ki stree sangare kharp hele bi tame emiti kahiba ta
@NANDABHATRA-w1s
@NANDABHATRA-w1s 5 ай бұрын
ସେମିତି ପୁଅକୁ ପାସି ହେଉ ତୁମେମାନେ କଣ କହୁଛ ନହେଲେ ଆଉ ଆଗକୁ ପୁଣି ଘଟିବ ଗଟଣା ଝିଅକୁ ନିହାୟ ମିଲୁ ତୁମେ କଣ କହୁଛ ବାପା ଭାଇ ମାନେ
@rashmiranjan286
@rashmiranjan286 5 ай бұрын
(1) କେତେ ଜଣକୁ ପ୍ରେମ କରିବା କଥା ବୋଲି ଆଇନ ଅଛି ? (2) ଏ ଝିଅର ସନ୍ତାନ ଯଦି ସେଇ ପୁଅର ସନ୍ତାନ ତେବେ ତାକୁ ପିଲାର ବାପାର ପରିଚୟ ମିଳିବା ଉଚିତ ।
@TILAKSISA-t1p
@TILAKSISA-t1p 5 ай бұрын
ନାୟ ନଦେଲେ ପୁଅ କୁ ପାଶି ଦିଆ ଯାଉ କାହିକି ନା ସେଇ ଝିଅ ଅନାଥ ତାକୁ ଆଉ କଷ୍ଟ ଦେବା ଉଛିତ ନୁହେ
@Sushreescreation_607
@Sushreescreation_607 5 ай бұрын
ଝିଅଙ୍କର ବଂଚିବାର୍ ଅଧିକାର ଅଛି , କିଏ କହିଲା ଅଧିକାର ନାହିଁ .. ପୁଅ ଭୁଲ କରିଛି ଝିଅ କଣ ସାଧୁଥିଲା , ଝିଅ ଯଦି ସ୍ୱୀକୃତି ଦେଇନଥାନ୍ତା ପୁଅ କଣ ଜବରଦସ୍ତି ସେକ୍ସ କରିଥାନ୍ତା ନା ପିଲା ରହିଥାନ୍ତା , ଜବରଦସ୍ତ କରି ଥାନ୍ତା ତା ପାଇଁ ଆଇନ ଆକ୍ସନ ନେଇଥାନ୍ତା .. ଆଉ ସମାଜ ରେ କେତେ ଘଟଣା ଘଟିଲେ ତୁମେ ଝିଅ ସବୁ ଚେତିବ, ଝିଅ ର ଦୋଷ ବି ଅଛି ଏତେ trust କେମିତି କଣ କରିକି ଏତେ ଆଗଉଛ ...
@UttamKumar-ij2fb
@UttamKumar-ij2fb 5 ай бұрын
So beautiful comment 🎉
@UttamKumar-ij2fb
@UttamKumar-ij2fb 5 ай бұрын
Nice 👍 god bless 🙏 you sister
@Sushreescreation_607
@Sushreescreation_607 5 ай бұрын
​@@UttamKumar-ij2fb Thank You
@ashishranjandhungia6288
@ashishranjandhungia6288 5 ай бұрын
ଯିଏ ବି love କରୁଛ ଝିଅ ହୋଉ କି ପୁଅ ପ୍ରଥମେ ଘର ଲୋକଙ୍କୁ କୁହୋ ଘର ଲୋକ କଣ କହୁଛନ୍ତି, ତା ପରେ ଆଗକୁ ଚାଲ ନ ହେଲେ ଏମିତି କେତେ ଯେ case ହେଲାଣି ଏବଂ ଆଗକୁ କେତେ ଏମିତି case ହେବ କହି ହେବନି 🙏🙏🙏
@shrutibagh5331
@shrutibagh5331 4 ай бұрын
Danyawad gaon loka ku 🙏👌❤️✨
@pradeepnayak3392
@pradeepnayak3392 5 ай бұрын
Madam: apananka sahajya pain bahut bahut dhanyavaad.
@sanjaymallickhindustanmera8031
@sanjaymallickhindustanmera8031 5 ай бұрын
ଯେଉଁ ମାନେ ଏମିତି କରୁଛନ୍ତି ସେମାନଙ୍କୁ ପଚାରନ୍ତୁ ଜଦି ତାଙ୍କ ର ଝିଅ କିମ୍ବା ଭଉଣୀ ହୋଇ ଥାଆନ୍ତା ତାହା ସହିତ ଏମିତି ହବାକୁ ଦେଇ ଥାନ୍ତେ ଆରେ ଜାହାର ଛୁଆ ସେ କେମିତି ଛୁଆ କୁ ନଦେଖି ରହିଛି ତୋ ରକ୍ତକୁ ଜିଏ ତିଆରି ହୋଇଛି ତାକୁ ଛାଡି କେମିତି ରହି ପାରୁଛୁ ତୋର ମା ବାପା ଙ୍କର କଣ ଏମିତି ସଂସ୍କାର
@basantmalick9799
@basantmalick9799 4 ай бұрын
ମୁଁ ଏତିକି କହିବି ସେପୁଅକୁ, ବାବୁରେ ଆପଣଂକ ଗାଆଁ ରେ ବହୁତ ପରବାର ଥିବେ କିନ୍ତୁ ସେ ଅନାଥ ପିଲାଟି ୨୨ମାସରପିଲାକୁଧରି ଆପଣକଂ ଘରଆଗରେ ବସିଛି କାହିଁକି? ବାବୁ ଆପଣଂକୁ ମୋର ଅନୁରୋଧ ଆପଣ କଂର ନିଶ୍ଚିତ କିଛି ଭଲଗୁଣ ଥିବ ଆପଣ ଏହାର ନାୟ ବାହାର କଲେ ମୁଁ ଭାବୁଛି ଭଲହେବ। ଜୟ ଜଗତରନାଥ🙏🙏
@chitaranjandas8878
@chitaranjandas8878 5 ай бұрын
Thanks so much, mausi, mausa, and all village people for support her, 🙏🙏🙏
@anjananath2158
@anjananath2158 5 ай бұрын
Jay maa mangala a bhauni nku Naya dia 🙏
@jitendrasahoo3356
@jitendrasahoo3356 5 ай бұрын
ବ୍ରମଣ ନେହିଁ ମୋଚି ଜାତି
@rashmiranjan286
@rashmiranjan286 5 ай бұрын
ମୋଚି ଜାତି ହେଲେ କଣ ହେଲା ? ଝିଅ ନିଜେ ବି କହୁଚି ଭୁଲ୍ କରିଚି ବୋଲି ।
@pkpapei8977
@pkpapei8977 5 ай бұрын
ଆଲୋ ଝିଅ ସବୁ ଭୁଲ ତୋର ତୁ କହି ଥାନ୍ତୁ ଗାଡି ଚଢିବା ପୂର୍ଵରୁ ଗାଡିର ଲାଇସେନ୍ସ ବାହାର କର R T O ଅଫିସ ରେ କାଗଜ ପତ୍ର କର ତାପରେ ଗାଡି ଚଢ଼ିବ ଦେଖ ଚେଷ୍ଟା କର......
@Deepak-zf2mc
@Deepak-zf2mc 5 ай бұрын
Thik katha
@rashmiranjangiri6221
@rashmiranjangiri6221 5 ай бұрын
Madam ame ଆପଣକଂ ସାଥିରେ ଅଛୁ ତାଙ୍କୁ ନ୍ୟାୟ ଦରକାର
@nayakbrothersvlog5443
@nayakbrothersvlog5443 3 ай бұрын
ଦେଖ ମା ଆଜିକୁ ଦୁଇ ଦିନ ହେବ ସେ ଲୋକ ଘର ଲୋକ କବାଟ ବନ୍ଦ କରି ରଖିଛନ୍ତି. ସେମାନଙ୍କର ହୃଦୟ ନାହିଁ.
@kailashharijan6771
@kailashharijan6771 5 ай бұрын
ଏହି ଝିଅକୁନ୍ୟାୟ ମିଳିବା ଦରକାର
@santoshsabar5051
@santoshsabar5051 5 ай бұрын
ଏହାର ଏମିତି କରିଛି ପୁଅର ଘର କୁ ଭୁଲ୍ଡୋଜର ଲଗାଇ ଭାଙ୍ଗି ଚୂର୍ଣ୍ଣ କରି ଦିଅ
@bmcreation1302
@bmcreation1302 5 ай бұрын
ଭାସିଆ ପାଖରେ ଏଇ ଭଳିଆ ମଜାଳିଆ ଖବର ତୋତେ ଯିଏ pr ରଖିଲା ତୁ କାହିଁକି ସୁଯୋଗ ଦେଲୁ ବାହା ଘର ପୂର୍ବରୁ ଦେଖେଇଲୁ କଣ ପାଇଁ ଖାଇବା ଘର ଛୁଆ ରଙ୍କ
@sanjusamson5869
@sanjusamson5869 4 ай бұрын
Prema karucha enjoy kara.but not 🚫 to physical relationship rakha nhi.its sure to finally dhoka.😊
@DambaruSingerqm7no
@DambaruSingerqm7no 2 ай бұрын
😢😢😢😢😢😢😢😢😢😢😢😢😢😢😢😢😢😢😢😢
@rajeshkumarsahu4436
@rajeshkumarsahu4436 5 ай бұрын
ଭଉଣୀ ତମେ ବହୁତ simple ଝିଅ
@sonukhansonukhan8387
@sonukhansonukhan8387 5 ай бұрын
Please. Sister. Direct. CM. Ku. Dekha karantu. Odisha. Bhaskar. Ku. Swagat
@bulumohapatra8191
@bulumohapatra8191 4 ай бұрын
Please dekha karuntu CM nku
@AkshayaBehera-j5k
@AkshayaBehera-j5k 3 ай бұрын
ତୁ ଜାଣିଥିଲି ବ୍ରାହ୍ମଣ ବଳି ଭୋଳ ପାଉଥିଲୁ ଚଟକାଷ୍ଟ କହୁଛ କେମିତି ଭୋଳ ପାଇଲୁ ପରେ ଧକଦେବ ଜାଣି ନଥିଲୁ ଧକା ପାଠ ପଢିନୁ ଭଲହେଇଛି ଅନାଥ ଛୁଆହେଲ କେମିତି ତମ ଭୋଲିଆ ଝିଅ ଓ ପୁଅ , ଏମିତି ପ୍ରେମରେ ଅନାଥ ହୁଏ,,
@s.sgamer1361
@s.sgamer1361 5 ай бұрын
Padisai mausi mausa dhanyavaad
@purnabasisabar8971
@purnabasisabar8971 5 ай бұрын
ଦିଦି ଆମ ଦେଶ ହେଉଚି ପୁରୁଷ ପ୍ରଧାନ ଦେଶ। ତେଣୁ କରି ତ ପୁରୁଷ ମାନେ ଯାହା ଇଚ୍ଛା ତାହା କରିବେ
@PradiptaParida-j2p
@PradiptaParida-j2p 5 ай бұрын
Wrong katha nari ra desa nahele nari bhul kn pain karuchi barambar sabu janiki kn pain jhia kharap kama karuchhanti
@jayramjena506
@jayramjena506 5 ай бұрын
Kuchhu bhi Sabu dosh jhiapilar
@jayanteenanda768
@jayanteenanda768 5 ай бұрын
କୋଉ ବାପା ମା ଛୁଆସହ ବୋହୁ ସ୍ବାଗତକରିବେ ଝିଅକଣ ମାନସିକ ରୋଗୀ ନା ସବୁ ବୁଝିସୁଝି ଖେଳିଛି
@jayjagannath-Puri123
@jayjagannath-Puri123 5 ай бұрын
@@jayanteenanda768 sanskari bopa maa nija pua ra bhi bhul achhi mani bohu au pila ku accept kariba uchit... Doubt achhi jadi DNA proof hau
@Odiasmruti
@Odiasmruti 4 ай бұрын
ଝିଅର ଭୁଲ ନାହିଁ ,ପୁଅର ସବୁଭୁଲ।ଭଲ ପାଇ ବାହା ହେବ ନାହିଁ ଯଦି କାହିଁକି ଭଲ ପାଉଛ। ତର ଯଦି ଗଲୁ କରୁଥିଲା ବେଶ୍ୟ ପଡା ଗଲୁନି ସେ ଝିଅ ର ଜୀବନ କାହିଁକି ନଷ୍ଟ କଲୁ।ତମକୁ ଲଙ୍ଗଳା କରି ବିଛୁଆତି ଡାଙ୍ଗ ରେ ପୀଟା ଦରକାର।
@rameshchandrabhoi5385
@rameshchandrabhoi5385 4 ай бұрын
ସେ ଝିଅକୁ ପୁଅ ଘର ଲୋକ ଯେପରି ବ୍ୟବହାର କରୁଛନ୍ତି ତାହା ଏ ସଭ୍ୟ ସମାଜରେ କରାଯାଇନପାରେ । ଏଥିରୁ ଜଣାପଡୁଛି ସେ ପୁଅ ଘର ଲୋକ ଜାତିରେ ବଡ ହୋଇପାରନ୍ତି କିନ୍ତୁ ସଂସ୍କାରିତ ନୁହନ୍ତି । ଯେଉଁ ଲୋକମାନଙ୍କ ପାଖରେ ମଣିଷପଣିଆ ନାହିଁ ସେ ସମାଜରେ ଯେଉଁ ଆଦର ପାଉଥିବେ ଏଇଥିରୁ ଜଣାପଡୁଛି । ଶୀଘ୍ର ସେ ଝିଅକୁ ବୋହୁ ଭାବରେ ଗ୍ରହଣକରିନିଅନ୍ତୁ ନଚେତ ସେଇ ପରମେଶ୍ୱର ଆପଣମାନଙ୍କ ପାଇଁ ଉଚିତ ଦଣ୍ଡର ବ୍ୟବସ୍ଥା କରିବେ ।
@PadmacharanPradhan-u8d
@PadmacharanPradhan-u8d 5 ай бұрын
Manuchhu ame jhia bhul karichhi hele bi a jhia kathare kichhi Satyata achhi a jhia ku nya miliba darkar
@itsiti8654
@itsiti8654 5 ай бұрын
Jhia bhul karichhi kintu ebe jhia ku nyaya miliba katha...
@sagarparida579
@sagarparida579 5 ай бұрын
Mausa mausi jou media samna re bite dele se mane bahut bhala media madam jetebele bite pai asile gaon loka nka pakhu setebele samaste paleigale hele mausa au mausi nirvaya re sabu kichhi kahigale au bahut sikhit bhali bi katha kahile semane bahut bhala semananku hrudayaru pranam..🙏🙏
@PallaviNag-s1w
@PallaviNag-s1w 4 ай бұрын
ଏ ମଉସା ଙ୍କ କଥା ମତେ ଭଲ ଲାଗିଲା
@kusumbehera6150
@kusumbehera6150 5 ай бұрын
Dosi ku uchit sasti dia jau.jhia byasta huani god achhanti
@sakuntalanayak3968
@sakuntalanayak3968 5 ай бұрын
ଏ ବାବଦରେ ଆଇନର ତୁରନ୍ତ ଆଶ୍ରୟ ନିଅ, ଏ ସୈତାନ୍ ସମାଜରେ ସାହାଯ୍ୟ କରିବା ପାଇଁ ଖୁବ୍ କମ୍ ଲୋକ ବାହାରିବେ।।
@RameshKumar-t8z8x
@RameshKumar-t8z8x 3 ай бұрын
GOD gift no doubt . SO so so so so much.
@kcdasfishcatcher
@kcdasfishcatcher 5 ай бұрын
ଜଳି ପୋଡ଼ି ପାଉଁଶ ହେଇଯିବ ଭାଇ ନାୟ ଦିୟ
@dasndas2535
@dasndas2535 5 ай бұрын
ଗୋଟିଏ ପୁଅ ଜଦି ଧୋକା ଖାଇକି କାହା ଘର ଆଗରେ ବସେ ତାହେଲେ
@jayanteenanda768
@jayanteenanda768 5 ай бұрын
ସୁନ୍ଦର ଅଭିଯୋଗ ଦୁନିଆ କେବଳ ଝିଅଙ୍କ ଲୁହ ଦେଖିପାରେ ପୁରୁଷଙ୍କ ଆଖି କାନ୍ଦେନି ହୃଦୟ କାନ୍ଦେ
@chisky1997
@chisky1997 5 ай бұрын
Gote pua kebe gote chhua ku dhari basibani Naa....ethi jadi pila nathanta kichi tension nathila
@sdash6242
@sdash6242 5 ай бұрын
@@jayanteenanda768 bedha mankara baanda kaande
@rushavmahananda9360
@rushavmahananda9360 5 ай бұрын
Basi jau kintu kau jhia chua ku gute pua kn r v Kariba ki tu se pila au gute jhia mrg kari pariba purush Pradhan samaj eta besi jatha kahiba thik muhe
@Basudev-t1i
@Basudev-t1i 5 ай бұрын
​@@chisky1997aita sata Katha sei janmita sisu pai hi jhia ti basichhi
@IndraGouda-j6d
@IndraGouda-j6d 5 ай бұрын
ଵା ବା ରେ ଦୁନିଆ ଫୁଅ ଧକା ଖାଇଲେ ଫୁଅ ମାନଙ୍କୁ ଫାଇ କିଛି ନ୍ୟାୟ ନାହିଁ ଆମ ଫୁଅ ମାନଙ୍କ ବି ବହୁତ କଷ୍ଟ ଅଛି ମାତ୍ର ବାହାରେ କିଛି କହି ପାରୁନାହାଁନ୍ତି
@linaho5677
@linaho5677 4 ай бұрын
Thank you for your help and support with this matter Thank you so much
@KairaPurty-j5g
@KairaPurty-j5g 4 ай бұрын
All right madam neyaa karantu
@debabrartamohanty4077
@debabrartamohanty4077 5 ай бұрын
ସେ ମାଗିହା ପାଖକୁ ଜାନା ସେ ମାଗିହା ଟା ମାରିଦବ ରେ।ତୋର କେହି ନାହାନ୍ତି ସେ ଜାଣିଛି କେସ କେହି କରିବ।ତୁ ସଖ୍ୟମ ଅଛୁ ତୋଛୁଆକୁ ତୁ ବଡକର। ସେ ମାଗିଆ ର ନାରେ କେସ କରି ଦେ।ଜଦି ଫ ଇସଲା ନହେଲା ଜଲ୍ଦି। ମୁଖ୍ୟ ମନ୍ତ୍ରି ପାଖକୁ ଜାଇ ଅଭିଯୋଗ କର।
@Batakishor-v6k
@Batakishor-v6k 2 ай бұрын
Thankyou
@sonukhansonukhan8387
@sonukhansonukhan8387 5 ай бұрын
Nabajata. Sisu. Ku. Uchit niya. Milu. Direct. CM ku. Sakhiyat. Karantu. Please
@RajeevMinz143
@RajeevMinz143 5 ай бұрын
କାହିଁକି ଅଲଗା ଜାତି ରେ ପ୍ରେମ କରୁଥିଲ ଦିଦି 😢😢😢
@swarnswain722
@swarnswain722 5 ай бұрын
ପ୍ରେମ କରିବା ପୂର୍ବରୁ ଛୁଆ karani plz
@rajamajhiraja
@rajamajhiraja 4 ай бұрын
ଦେଖ ମିଡିଆ ବାଳେ ସେ ବେଟା କୁ ଛାଡ଼।ନାହିଁ ସଳା ଝିଅ ମାନଙ୍କର ଇଜ୍ଜତ ରେ ଖେଳ ଖେଳୁଛି ସଲା କୁ ଗୋଡ଼ ଉପର ମୁଣ୍ଡ ତଳକୁ କରି ବାନ୍ଧି ପିଟିବା କଥା ଯଳଦି ପୋଲିସ୍ ଅଭି ଯୋଗ୍ କର ସବୁ ଲେଡିସ୍ ମିସି କରି ଧନ୍ୟ ବାଦ୍
@alekhchandrabeja5578
@alekhchandrabeja5578 5 ай бұрын
God bless you maa
@SanjayNayak-tz8xs
@SanjayNayak-tz8xs 5 ай бұрын
ଝିଅ ଟିକୁ ମାଳିସାହି ପଠାଇ ଦେବା କଥା, ଶାଳୀ ଏତେ ମଲ ମଲ ହେଉଥିଲା ତୋ --- ଯେ ବାହା ନ ହୋଇ କି ମରେଇ ହେଉଥିଲୁ ପୁଣି ଛୁଆ ବି ଜନ୍ମ କରି ପକାଇ ଲୁ ଛି ଛି
@rajneeshkumar1303
@rajneeshkumar1303 5 ай бұрын
Bhai aji Kali jhia guda lafanga, batera sahita relationship rakhuchanti.. Jadi tanku kie bujhaye semane sunibeni.. Setebele kahibe my life who r u .. My life my choice... But g* khaisarila pare pua pila cheat kale, jaiki pua ra ghara agare basibe😂😂
@dinabandhusethi8592
@dinabandhusethi8592 4 ай бұрын
Hn re ta vauni saha rahiba😂
@lakshitmohanty1468
@lakshitmohanty1468 5 ай бұрын
Mora Odisha Basi bhauni manku Anurodh ki Ye saburu Dureijantu Kichi Lafanga Toka Niriha jhianka Life re Emti kichi Lobha dekhai Tanka life ku barbad karanti So Samya thiba prubaru Sajag huantu Bhaunimane ...Jai Jaganath
@manashkumardas3348
@manashkumardas3348 5 ай бұрын
Jaha anichhanti thik kahichhanti
@dailylife1956
@dailylife1956 5 ай бұрын
Tume jete bujhile kehi sunibeni.. Jetebele kanda heijiba sete bele cheta pasiba.. Ebe kehi jhia bujhibeni, kahibe mera wala yesa nehi he.. Mera babu dunia ka best boyfriend he.. My life my choice etc🤦‍♂️
@kingofkings8071
@kingofkings8071 5 ай бұрын
Jhio mananka pain school time ru hin awareness programme rakhiaba kotha .😢
@babitajena6635
@babitajena6635 5 ай бұрын
Baha nahoi kn pai amiti karuthilu
@bijayakumarnayak2113
@bijayakumarnayak2113 5 ай бұрын
ଆଜିକାଲି ଉଭୟଙ୍କର ଦୋଷ ଅଛି ।
@bpriydarshini2439
@bpriydarshini2439 4 ай бұрын
ଏଥିରେ ପୁରା ଭୁଲ ପୁଅ ର ବାପା -ମାଙ୍କର
@A.NOfficial_628
@A.NOfficial_628 5 ай бұрын
Mausi mousa bhala right katha kahuchhanti 🙏🙏
@bikashmahanta7579
@bikashmahanta7579 5 ай бұрын
ଭଲ ହେଇଚି
@rdas9015
@rdas9015 5 ай бұрын
Odisha ra maa o bhauni manan nku binamra anurodh se jhiaku adhikar diantu.
@sandhyatara1993
@sandhyatara1993 5 ай бұрын
ଛୁଆ କଣ ରାତାରାତି ହେଇଗଲା????
@Rohankumar-qy1ko
@Rohankumar-qy1ko 5 ай бұрын
Love
@Rapid-1214
@Rapid-1214 5 ай бұрын
Facebook re love kara, without marriage chua, child, chandam kara, Only boy is responsible? No responsibility of girls without marriage? What society?
@sarojkumarmallicksani6678
@sarojkumarmallicksani6678 5 ай бұрын
Sai bhai lokanku dilse salute sangare Ruha baha ghar kara
@mundarama1122
@mundarama1122 4 ай бұрын
ବ୍ରାହ୍ମଣ ଜାତି ଗୋଟେ କୁକୁର ଜାତି ପଇତା ଛୁଇଁ ଅନାଥ ଝିଅ କୁ ଇଜତ ନଷ୍ଟ କରିଛନ୍ତି। ଛି ଛି ବ୍ରାହ୍ମଣ ଜାତି
@Santosh-y3n
@Santosh-y3n 4 ай бұрын
Sabu Brahmin saman nuhanti kichi kharap acchanti and kichi bhala acchanti so thik se opinion de
@radhamadhab4618
@radhamadhab4618 4 ай бұрын
ଦଣ୍ଡ । ସେତେବେଳେଗଲୁ କରୁଥିଲ ଏବେ ପାଣି ମରିଗଲା| ସେ ଟୋକା ଯଦି ଗ୍ରହଣ କରେ ସପରିବାରକୁ ତୁରନ୍ତ ଦଣ୍ଡ ଦିଆଯାଉ
@TravelingwithDeepak-z2c
@TravelingwithDeepak-z2c 5 ай бұрын
ମାଗିଆ ଭାସ୍କର ତୋ ବୋଉର video ବନା
@nikitadalai9605
@nikitadalai9605 5 ай бұрын
Sabubele 1st nija vull dekhiba uchit. Asabu problem pain 2 jana nkara vull a6i. 🙏 Ame sabu jhia mane storng haba darkar. Ame jadi nija taraf ru thik rahiba. Kou boyfriend physical relation Rakhiparibeni. Ame tanku asabu pain sujog dauche boli aji Apari ghatana ghatuchi. 🙏 Vull kahithibi jadi plz khyama karidebe . Vagaban karantu se jhia ra sabu problem clear heijau 🙏🙏
@simanchalpattnaik3678
@simanchalpattnaik3678 5 ай бұрын
Chhua heba agaru gharaku asibara thila. Tapare ghare rahila pare chhua karibar thila aai baki sabu thik achhi sabu mahila maa mane mishi a jhiaku ta ghare jabrdasti purantu.
@binodmallick7814
@binodmallick7814 5 ай бұрын
Sarakanku anurodh, A niriha anatha jhiatiku nyaay diantu boli anurodh 🙏
@bidyadharnaik4259
@bidyadharnaik4259 5 ай бұрын
He bhagawan 😢😢😢😢bahut dukha laguchi😢😢😢
@JitendraSethy-q7c
@JitendraSethy-q7c 4 ай бұрын
ସିଏ କଣ ପାଇଁ ବାହା ହେବ ମୁଁ କାଇ ନୁହେଁ ମୁଁ ଶ୍ରମିକ ମୁଁ ବାହା ହେବି
@sadashivapainter1064
@sadashivapainter1064 5 ай бұрын
ଯୋଗି ରଜ ଦରକାର
@brainlicker5647
@brainlicker5647 5 ай бұрын
ପ୍ରହସନ ଛାଡ, court ରେ case ଚାଲିଛି, ସେଥିପାଇଁ police ନିରବ
@RudranarayanaChoudhury
@RudranarayanaChoudhury 5 ай бұрын
ତୁ କେତେ ସତିଗେହି ଜଣା ପଡ଼ୁଛି,,,ବାହା ନହେଇ କି ନୁନି କାଇଁ ଦେଖେଇ ଥିଲୁ,,,ଯଦି ଦେଖେଇଲୁ ଲୋଡ କାଇଁ ନେଲୁ ,,ଯଦି ଲୋଡ ହେଲା,,unload କରିଦେଲୁନି,,
@RakeshDas-ql7ii
@RakeshDas-ql7ii 5 ай бұрын
ଖାଲି ଟୋକାର ଭୁଲ ନୁହେଁ ଝିଅର ଭି ଭୁଲ ପଇସା ବାଲା ଟୋକା ଦେଖି ନଙ୍ଗଲା ହେଇଗଲା
@Sss-k1h1v
@Sss-k1h1v 4 ай бұрын
Bhala heichhi. Marriage purbaru relationship re kahinki asilu. 1 ta caste difference. Kemiti sahasa kalu. Ete jadi sahasa kalu. Marriage karideluni. Ame khusi heithantu ki caste feelings nahin.
@seshadevbaliarsingh5085
@seshadevbaliarsingh5085 5 ай бұрын
Kahaku bharosha karani ki kahaku dhoka diyani, Dekhi ba success tuma ra sunischita.
@SurendraMohanty-w5f
@SurendraMohanty-w5f 5 ай бұрын
Jay Jagannath
@rajendrasamal3284
@rajendrasamal3284 5 ай бұрын
ନ୍ୟାୟ ମିଳିବା ଦରକାର
@brajakishorepadhi4022
@brajakishorepadhi4022 5 ай бұрын
ନାରୀ ଦେହ ସୁଖ ରୁ ନିବୃତ୍ତ ରୁହନ୍ତୁ।
@UmeshKumar-cs5wm
@UmeshKumar-cs5wm 5 ай бұрын
ଜଉ ଝିଅ marriage ପରେ ସ୍ୱାମୀକୁ ଛାଡି ଯାଉଛି, ତାକୁ କଣ କରିବା ଦରକାର୍
@saunetudu2032
@saunetudu2032 5 ай бұрын
Jay jagannath
@TutunaBiswal
@TutunaBiswal 5 ай бұрын
He prbhu....tunta nyamilu..😢
@Rohankumar-qy1ko
@Rohankumar-qy1ko 5 ай бұрын
Can you
@Nageswararao-gs9tq
@Nageswararao-gs9tq 5 ай бұрын
Right katha kahichchati
@rajkumardasraj900
@rajkumardasraj900 5 ай бұрын
ସେ ମାଗିହl ଟୋକାକୁ ଫାଶୀ ଦିଆ ଯାଉ
We Attempted The Impossible 😱
00:54
Topper Guild
Рет қаралды 56 МЛН
小丑女COCO的审判。#天使 #小丑 #超人不会飞
00:53
超人不会飞
Рет қаралды 16 МЛН
ପ୍ରେମିକ ଘର ଆଗରେ ଧାରଣା
8:32
Dharitri Live
Рет қаралды 221 М.
We Attempted The Impossible 😱
00:54
Topper Guild
Рет қаралды 56 МЛН