KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
KHOLA KATHA EP 848 APRIL 04 2024, Exclusive Interview with BJP leader SIDHANT MOHAPATRA
21:30
ବାଘ ଟିକେ ଗର୍ଜିବା ଛାଡିଦେଲା ବୋଲି କଣ ଜଙ୍ଗଲ ଟା ବିଲେଇର ହେଇଯିବ?| Siddhanta | Namrata | Sivani Sangita
12:06
UFC 308 : Уиттакер VS Чимаев
01:54
the balloon deflated while it was flying #tiktok
00:19
Когда отец одевает ребёнка @JaySharon
00:16
小蚂蚁会选到什么呢!#火影忍者 #佐助 #家庭
00:47
ମୁନ୍ନା ଖାନ୍ ଓ ସିଦ୍ଧାନ୍ତ ମହାପାତ୍ର ମୁହାଁମୁହିଁ || Munna Khan VS Sidhant Mohapatra
Рет қаралды 260,300
Facebook
Twitter
Жүктеу
1
Жазылу 1,4 МЛН
Argus News
Күн бұрын
Пікірлер: 1 300
@pk5993
7 ай бұрын
ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି realy hero, munaa ଖାଁଙ୍କ ର ଭୁଲ୍ ଚିନ୍ତା ଧାରା,
@ramakantapradhan6288
7 ай бұрын
ସିଦ୍ଧାନ୍ତ ମହାପାତ୍ର ଉଚିତ୍ ଜବାବ ଦେଇଛନ୍ତି
@Indianarmy143
7 ай бұрын
ଯଦି ନବୀନ ପଟ୍ଟନାୟକଙ୍କ ଦୟାରେ ଜିତୁ ଥିଲେ ତେବେ କାହିଁକି ସିଦ୍ଧାନ୍ତ, ଅନୁଭବ ଅରିନ୍ଦମ କୁ ନିର୍ବାଚନରେ ବୁଲାଉଥିଲ
@krushnasahu5394
7 ай бұрын
Bhai se time re emanaka star power thila BJD emanaku bebahara kala au ebe emanku pacharuni
@Chandrasekharbiswal-u8g
7 ай бұрын
Jay shree ram ae a sabu modi lahar
@satya_pcreation3483
7 ай бұрын
Point bro
@balunkeswarprusty6499
7 ай бұрын
Right bro
@BabuKhan-pg7px
7 ай бұрын
Excellent very nice
@pradeepsahoo4849
7 ай бұрын
ସିଦ୍ଧାନ୍ତ ମହାପାତ୍ରଙ୍କ ତୁଳନା ରେ, ତମେ ସବୁଥିରେ ଜିରୋ । ସିନେମା ହଉ କି ରାଜନୀତି ।
@sncreations8224
7 ай бұрын
ସିଦ୍ଧାନ୍ତ ମହାପାତ୍ର ଜଣେ ସାଧାରଣ ଲୋକ ସେଥିପାଇଁତ ଡର ଆରମ୍ଭ ହେଇଗଲାଣି ଶିବିର ରେ ଆଉ ଗୋଟେ କଥା ସିଦ୍ଧାନ୍ତ ଙ୍କୁ ଜନତା ଜିତେଇ ବେ
@dasharathi2271
7 ай бұрын
Banda naa😅😅😅
@debasishsahoo7215
7 ай бұрын
@@dasharathi2271 To pant tale
@dasharathi2271
7 ай бұрын
Aagaru jaaninathilu kire ebe jaanilu hinjada
@sncreations8224
7 ай бұрын
@@dasharathi2271 dekhe agaku kn hauichhi
@kishorechandrasekharmishra2658
7 ай бұрын
ମୁନ୍ନା ଖାଁଙ୍କର ବକ୍ତବ୍ୟ ସମ୍ପୂର୍ଣ୍ଣ ଅପରିପକ୍ୱତାର ପରିଚାୟକ। ପ୍ରକାରାନ୍ତରରେ ସେ ଏହା ମଧ୍ୟ କହିଲେ ଯେ ତାଙ୍କର ନିଜର କୌଣସି ଦକ୍ଷତା ନଥାଇ କେବଳ ନବୀନବାବୁଙ୍କ ଦୟାରୁ ସେ ରାଜ୍ୟସଭା ଯାଇଛନ୍ତି। ପ୍ରକୃତରେ ଦେଖିବାକୁ ଗଲେ ସେ ନିଜ କଥାଟି ସିଦ୍ଧାନ୍ତଙ୍କ ନାଁ ନେଇ ପ୍ରକାଶ କଲେ। ଏଭଳି ଲୋକଙ୍କର ଗଣମାଧ୍ୟମରେ ବକ୍ତବ୍ୟ ରଖିବାର ଯୋଗ୍ୟତା ନାହିଁ। ମାନ୍ୟବର ମାନ୍ୟବର କହି ଚାମଚାଗିରି ଓ ତେଲ ମାରି ଚାଲ।
@bharatam8716
7 ай бұрын
Perfect
@cksportsnews1748
7 ай бұрын
ସିଦ୍ଧାନ୍ତ ବିପକ୍ଷରେ ଠିଆ ହୁଅ, ଜଣା ପଡିବ କିଏ ୱାର୍ଡ ମେମ୍ବର ଆଉ କିଏ mp
@gyanaranjandash1207
7 ай бұрын
🎉 your right sir
@ShrabanaBanichor
7 ай бұрын
Sidhant sir best.
@BuluBiker
7 ай бұрын
Theek katha munna khan ta tautara
@sagarbhoi8875
7 ай бұрын
Sidhant Sir best
@mamananda7821
7 ай бұрын
କଣ କହିଲ ମ ଭାଇ ❤
@tofanpradhan871
7 ай бұрын
ଆରେ ମୂର୍ଖ ସିଦ୍ଧାନ୍ତ ମହପାତ୍ର ଙ୍କ ବାଳ କୁ ସରି ହେବୁ
@krishnabadatya1989
7 ай бұрын
Jay b.j.p.
@krishnabadatya1989
7 ай бұрын
Jay shree ram
@HR_ROUT
7 ай бұрын
ତୁମେ ବି ରାଜ୍ୟସଭା ଛାଡ଼ି ମୋ ସହ ୱାର୍ଡ ମେମ୍ବର ଲଢ଼ ଦେଖିବା କିଏ ଜିତୁଛି 🙏
@diwanbadaraito1830
7 ай бұрын
Well said bro.
@sipujena7709
7 ай бұрын
ଏ ପାଗଳ ମୁନା ଖାଁ ହାରିଵ
@sarojkumarsahoo9268
7 ай бұрын
Muna Khan...Khali chatiba😂😂😂
@lipanmallick1896
7 ай бұрын
Bhai Hard ହେଇଗଲା 😅😅😅
@bikramkesharisahu4885
7 ай бұрын
😂😂😂😂😂
@laxmidharnayak9594
7 ай бұрын
ସିଦ୍ଧାନ୍ତ ଭାଇ ଜଣେ ଭଲ ମଣିଷ ତାଙ୍କର କଥାବାର୍ତ୍ତା ,ଆଉ ଚିନ୍ତା ଧାରା ର ଗୋଟେ% ବି ମୁନନ୍ ଖାଁ ହେବେନି
@chhayakanta7328
7 ай бұрын
Sidhant bhai sure win karibe... BJP win
@prasantpatel3384
7 ай бұрын
100 ru 100
@RoshanHota-m8o
7 ай бұрын
Bjd ସରକାର ୨୪ ବର୍ଷ ଧରି ସାନ କଳା ଏବେ ଆପଣ ମାନଙ୍କ ପାଳି ତାମିଲ କୁ ହଟାଇବା BJP କୁ ଓଡ଼ିଶା ରେ ଆଣି ବା🙏🙏
@speedobren3354
7 ай бұрын
ସିଦ୍ଧାନ୍ତ ଙ୍କ " ତେଣୁକରି " କଥା ଟା ଭାରି ମନଲୋଭା❤
@jkbkskdehuri6934
6 ай бұрын
ସିଦ୍ଧାନ୍ତ କେବେ ଜିତି ପାରିବନି ନବିନ୍ ଦୟାରୁ ନୁହଁ ଆଉ କଣ ମୋଦି ଦୟାରୁ ଜିତୁ ଥିଲା
@subhabratamishra4465
7 ай бұрын
ସିଦ୍ଧାନ୍ତ୍ ସାର୍ ଆପଣ ହିଁ ଜିତିବେ ।
@aniljenaus
7 ай бұрын
ସିଦ୍ଧାନ୍ତ ମହାପାତ୍ର ହାରିବା ଟା ଫାଇନାଲ
@HariBhoi-gh8rg
7 ай бұрын
ମୁନା ଖାନ ଗୋଟିଏ ପାଗଳ bjd ତ criminal ବଲାତ୍କାରୀ ପାଗଳ ରହିଛନ୍ତି ମୁନା ବି ଗୋଟିଏ
@bijayanandadash5344
7 ай бұрын
100 %
@anantaprasad-ry8iv
7 ай бұрын
Bjd odisha ku khai dele
@dipi867
7 ай бұрын
100% sata
@ganapatiswain8281
7 ай бұрын
Sata katha bhai...
@gymloverboyaj5971
6 ай бұрын
Yes
@rajupatra-fi3ck
7 ай бұрын
ସିଦ୍ଧାନ୍ତ ମହାପାତ୍ର ଫିଲ୍ମ ହଉ କି ରାଜନୀତି ସବୁଥିରେ ହିରୋ ମୋର ପସନ୍ଦ ସିଦ୍ଧାନ୍ତ ମହାପାତ୍ର ❤❤❤❤❤❤
@nishithchoudhury91
7 ай бұрын
ମୁନ୍ନା ଖାଁ ତୁ ସିଦ୍ଧାନ୍ତ ମହାପାତ୍ର against ରେ stand କର ତୋର agent ବି ମିଳିବେନି.
@happyworld2135
7 ай бұрын
😂😂😂😂
@chandankumar2289
7 ай бұрын
@@letsgetsuccessinlifetu mg muna Khan ra chuchumi de
@svycganesha
7 ай бұрын
@@letsgetsuccessinlife 500 tanka re bikri heithiba Tamil gulam
@apmusictone6203
7 ай бұрын
Thik kahichha Mo Bhai A Muna khan Kie
@apmusictone6203
7 ай бұрын
@@svycganeshaWow Mo Bhai Bhala Kahila
@ssktv4398
7 ай бұрын
ସିଦ୍ଧାନ୍ତ ଭାଇଙ୍କ ଆଗରେ ଛିଡା ହୋଇ କଥା କହିବାର ଯୋଗ୍ୟତା ହୋଇନାହିଁ ତୁମର ମୁନା ଖାଁ .........
@LituGouda-xn6qm
7 ай бұрын
ମୁନା ଖାଁ ଆସି ଆମରି ଓ୍ବାଡ ରେ ଓ୍ବାଡ ମେମ୍ବର ନିର୍ବାଚନ ଲଢ଼ିବାକୁ ଆହ୍ବାନ କରୁଛି କିଏ ଜିରୋ ଆଉ କିଏ ହିରୋ ଜଣାପଡ଼ିଯିବ
@manaskumarrana4405
7 ай бұрын
ଆପଣ ସିଦ୍ଧାନ୍ତ ଭାଇ ଙ୍କ ସହ ଲଢେଇ କର ଜଣା ପଡ଼ିବ କିଏ ୱାର୍ଡ ମେମ୍ବର ହବାକୁ ଅଯୋଗ୍ୟ
@dhamirona8662
7 ай бұрын
ଖାନ୍ ମିଆ ର ଅଖା ନାଇ କି ବିରି ନାହିଁ ଏବେ ବାଉଳି ହେଉଛି
@ranjanjena6454
7 ай бұрын
Ta ku Congress jiba,
@mayadharsahoo9376
7 ай бұрын
ବିଜେଡି ଜିତିବା ନିଶ୍ଚିତ
@srustidhardey5817
7 ай бұрын
❤❤❤❤ only BJP win କରିବ ଓଡ଼ିଶା ରେ
@ManojNayak-l6c
7 ай бұрын
No chance impossible baijayanta panda jeunthi dui thara mp thile seithi kain harile.nabin babunka hata thare uthi gole word member pain jagya nuhanti.
@amitdas2480
7 ай бұрын
ନବୀନ ବାବୁ ପୁଣି ଓଡ଼ିଶାରେ ଏଥର
@shashikantmahakud3930
7 ай бұрын
ସିଦ୍ଧାନ୍ତ ମହାପାତ୍ର ଓଡ଼ିଶା ର ସୁପର ଷ୍ଟାର ନବୀନ ବାବୁ ଙ୍କ ପୂର୍ବରୁ। ନବୀନ ବାବୁ ବିଜୁ ବାବୁ ଙ୍କ ମୃତ୍ୟୁ ପରେ ଦୟା ର ପାତ୍ର ରୁ ମୁଖ୍ୟ ମନ୍ତ୍ରୀ ହୋଇଥିଲେ ବୋଲି ଲୋକ କହୁଛନ୍ତି
@SureshKumar-mz4ue
7 ай бұрын
ସିଦ୍ଧାନ୍ତ ସାର୍ ହେଉଛନ୍ତି ଗୁଡ଼ 👍👍💪♥️🕉️🚩🙏
@endlessLove591
7 ай бұрын
ଦିନେ ଥିଲ ଓଡ଼ିଶା କଳା ସଂସ୍କୃତି ରେ ପୃଥିବୀ ନମ୍ବର ୱାନ ଆଜି ଏହି ମାଆ ଘିଆ BJD ସରକାର ସବୁ କଳା ଓ ସଂସ୍କୃତି ଭସ୍ମ କରିଦେଲା
@sashikantojha5218
7 ай бұрын
ଛିଡା ହେଇକି ଦେଖାଅ ସିଧାନ୍ତ ମହାପାତ୍ର aagare
@Quickfitness1
7 ай бұрын
Sidhanta mohapatra 10 barsha re kn karichi ?...
@sarojkumarsahu220
7 ай бұрын
ନବୀନ ପଟ୍ଟନାୟକ ଓ ବିଜେଡ଼ି ଦଲ ମହାନ ବୋଲି ମୁନ୍ନା ଖାନ କହୁଛନ୍ତି ତେବେ ଯେଉଁ ଭୋଟର ମାନେ ଭୋଟ ଦେଇ ନିର୍ବାଚିତ କରୁଛନ୍ତି ସେମାନେ କିଏ
@88955
7 ай бұрын
Bjp jindabad
@dinabandhumuduli73
7 ай бұрын
ସିଦ୍ଧାନ୍ତ ର ବାଳ କୁ ସରି ହାବୁନା
@niranjanswain3198
7 ай бұрын
ନବିନ ଦୟା ନୁହେଁ, ଓଡ଼ିଶା ବାସୀଙ୍କ ଦୟା
@letsgetsuccessinlife
7 ай бұрын
Ri8 kahila bhai
@MotivationZone321
7 ай бұрын
ଖା,ଭୂଞ୍ଜ.ଗିଳେ ସବୁ ଗୋଟି ଅର୍ଥ
@drgoutambiswal6717
7 ай бұрын
ମୁନା ଖାଁ ଜଣେ ବୁଦ୍ଧି ବିବେକ ହୀନ ମୁର୍ଖ ଅଜ୍ଞାନ ଭଳି କହୁଛି
@deepakkumarjena3347
7 ай бұрын
BJP jindabad .. siddhant bhai jindabad 🙏
@happymoment999
7 ай бұрын
BJP ଦୟା ରୁ ହିଁ BJD ଶାସନ ଆରମ୍ଭ କରିଥିଲା ଓଡ଼ିଶା ରେ BJD କଣ ଦୟା କରିବ କି କାହାର
@ersubhasish
7 ай бұрын
ପ୍ରକୃତ ଲୋକତନ୍ତ୍ର କଣ ଏ ରଜନିତିଆ ଜାଣିନାହାନ୍ତି,,,ସେଥିପାଇଁ ଆମ ଦଳ ଆମ ଦଳ ହେଉଛନ୍ତି।।।।ଦଳ କୁ ନେଇ ତା କିଛି ନାହିଁ।।। ଆମେ ଜନତା ହିଁ ସରକାର,,, ଦଳ ତ ନାମ କୁ ମାତ୍ର।।।
@sambeswarbiswal2904
7 ай бұрын
ମୁନା ଖା ତୁମେ ୱାର୍ଡ ମେମ୍ବର ହୋଇପାରିବନି ବୋଲି ନବୀନ ର ଦୟା ରେ ରାଜ୍ୟ ସଭା ଗଲ. ହେଲେ ସେ ଦୁଇଜଣ ଲଢିକି ଜିତି ଛନ୍ତି. ସତ୍ୟ କେଉଁଟା ଲୋକ ଜାଣି ଛନ୍ତି.
@dineshmohanty182
7 ай бұрын
ଆରେ ମୁନ୍ନା ଖାଁ, ତୋର ଯଦି ସତ୍ ସାହସ ଅଛି ତା ହେଲେ ଲୋକସଭା ରେ ଜିତିକି ଦେଖା, ଏମିତି ମାଇଚିଆ ଭଳି ରାଜ୍ୟସଭା ସାଂସଦ ହେଇକି ଅନ୍ୟ କୁ ଜିରୋ ବୋଲି କହୁଛୁ ଶଳା। ତୋର ଆଉକତ କେତେ ଓଡିଶା ବାସୀ ସମସ୍ତେ ଜାଣିଛନ୍ତି। ତୁ ଥର୍ଡ କ୍ଲାସ୍ ଅଭିନେତା ଟେ, ତୋର ନାମ ରେ ଖାନ୍ ନଥିଲେ ତତେ ରାଜ୍ୟସଭା ଭି ମିଳି ନଥାନ୍ତା
@SaileshDehury-wm7zo
7 ай бұрын
Satakatha Bhai 😅 Sala Bidharmi😅
@chanti124
7 ай бұрын
Sata kahila bhai khali chodi chadi hele kn haba jadi sat sahas achi ladhi ki dekha muna khan
@ersubhasish
7 ай бұрын
ଭାଈ ଏ ସମୟରେ ମୁନା ଖାଁ ଯଦି ନବୀନ ସାର୍ ଙ୍କୁ ନ ଟେକିବେ,,,ତେବେ ନବୀନ ପଟ୍ଟନାୟକ ଜାଣିବେ କିପରି, ବିପଦର ବଂଧୁ ହିଁ ପ୍ରକୃତ ବଂଧୁ।
@rakeshkumarbehera2863
7 ай бұрын
Jia mp thilea sea kana karipakilea, Kichi bi asitya rahiba nahi
@alekhkumarmohanty1073
7 ай бұрын
Muna Khan Babu is expressing his gratefulness to Nabin Babu for giving him a Rajya Sabha membership.
@kshitishkumar2412
7 ай бұрын
Bjd ଓଡ଼ିଶା କୁ ଖୋଳ କରି ସବୁ ଖାଇଗଲା
@ksp3490
7 ай бұрын
Muna khan(0) Vs Muna Mohapatra (Hero)❤
@chiranjibmohanty471
7 ай бұрын
ଦଳ ଟିକେଟ ଦେଇଥିଲେ ସବୁ ଠିକ୍ ଥାଆନ୍ତା। ଏବେ ବିଜେପି ରୁ ଜିତି ଦେଖା।
@sasmitanayak731
7 ай бұрын
Only one sidhant
@ManasKar623
7 ай бұрын
ଏକଦମ ସତ୍ୟ କହିଲେ ମୁନା ଖାଁ ବାବୁ
@chinmayeepanda2536
7 ай бұрын
Sidhant mohapatra is a real gem..
@sarbeswarbehera4122
6 ай бұрын
ସିଦ୍ଧାନ୍ତ ଭାଇ ବିଜେଡ଼ି ଦଳରେ ରହିଲେବି ଆମେ ତମ ସାଙ୍ଗରେ ଅଛୁ
@sarbeswarbehera4122
6 ай бұрын
ଆମେ ଦଳରୁ ବାହାରୁ ଯାଇ ପାରୁ ହେଲେ ସିଦ୍ଧାନ୍ତ ଭାଇଙ୍କ ସକାଶେ 🌹🙏❤️
@mrprasannacomedyvlogs7293
7 ай бұрын
ମୁନା ଖାନ ବାବୁ ଔଷଧ ରାଗରେ ତାଟିଆ କାମୁଡିଳେଣି ହାରିବା ଭୟଟା କବାଟ ବାଡେ଼ଇଲାଣି ରାଗରେ ଜର୍ଜରିତ ହୋଇ ମୂର୍ଖ ଭଳି କହିଯାଉଛନ୍ତି i ମୁନା ଖାନ ନିଜେ ୱାର୍ଡ଼ ମେମ୍ବର ଜିତି ପାରିବେନା ଚାଲୁଣି କହୁଛି ଛୁଞ୍ଚି କୁ ମୋ ପଛରେ ବଡ ଗାତ 😅😅😅
@chiranjeevdash2898
7 ай бұрын
ସେଟା BJD BJP ଯାହା ବି ହେଉ ସିଦ୍ଧାନ୍ତ ମହାପାତ୍ର ଯୁଆଡେ ଜନତା ସିଆଡେ , ମୁନା ଭାଇ ଜିନ୍ଦାବାଦ୍
@sudhirghadai9545
7 ай бұрын
ନବୀନ ପଟ୍ଟନାୟକ କଣ ଭଗବାନ ଏମିତି ତା ଦୟାରେ ଆଶ୍ରିବାଦରେ ସବୁ ଜିତୁଛନ୍ତି ମୁନ ଖାଁ ତୁ ଗୋଟେ ପାଦ ଚଟା କେବେ ନିର୍ବାଚନ ଲଢ଼ିକି ଦେଖ ସିଦ୍ଧାନ୍ତ ମହାପାତ୍ର ସହିତ
@SaileshDehury-wm7zo
7 ай бұрын
Navina ra banda Chati loka se😅
@patitapabanpradhandipu1778
7 ай бұрын
ମୁନା ଖାଁ କୁ କିଏ ଜାଣେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ସାରା ଓଡିଶା ବାସି ଜାଣନ୍ତି
@ksp3490
7 ай бұрын
Muna khan is a unsuccesfull a man of faliour in both acting and political
@ossscmedical
Ай бұрын
ମୁନା ଖାଁ ଗୋଟେ ପାଗଳ ଭଳି କହୁଛି ।
@ranjankumarmohanty3151
7 ай бұрын
Siddhanta Mohapatra is a gold metal.those who critise he will glaze more
@Tigeruttam272
7 ай бұрын
ଆମେ ରାମ ରାଜ୍ୟ ଚାହୁଁ ପାଣ୍ଡିଆନ ରାଜ୍ଯ ନୁ୍ହଁ Only bjp ❤❤
@samarendrarout4341
7 ай бұрын
Superb... Congratulations Sidhant Sir...Jay Shree Ram 😍
@nilamanipadhiary6003
7 ай бұрын
ତୁ ପ୍ରଧାନ ମନ୍ତ୍ରୀ ହେଇଯିବୁ ରେ ମୁନ୍ନା ଖାଁ
@srikantpatnaik2849
7 ай бұрын
ସିଦ୍ଧାନ୍ତ ମହାପାତ୍ର ଙ୍କୁ ଚାଲେଞ୍ଜ କରନ୍ତୁ ସେ ସାଂସଦ ଥାଇ ବ୍ରହ୍ମପୁର ବିଷୟରେ କେବେ ଥର ଟିଏ ଆଲୋଚନା କିମ୍ବା ପ୍ରଶ୍ନ କରି ଛନ୍ତି ତାହା କୁହନ୍ତୁ l ଏମାନେ ପଦବୀ ପାଇବା ପରେ ସିନେମା କରନ୍ତି ଲୋକଙ୍କୁ ଭୁଲିଯାନ୍ତି l ନବୀନ ପଟନାୟକ ନାମରେ ଜିତିଲେ ଏବେ ଟିକଟ ମିଳିଲା ନାହିଁ ବୋଲି ବିଜେପି କୁ ଗଲେ l
@bidyadhardeep432
7 ай бұрын
Correct
@sandeepswaroop958
7 ай бұрын
Correct
@dusmantanaik2506
7 ай бұрын
Jai bjd
@helloranjitmajhi
7 ай бұрын
Jay Congress
@debasishsahoo7215
7 ай бұрын
Tma bou bia re nabina Banda purei ki rakhichi bodhe Jia jaha kala tmar Kain gandi paduchi
@pratapsinghramakanta5213
7 ай бұрын
ତାମାନେ ମୁନା କାକା ତମେବି ତ ବିଜେଡି ବିନା ଚାହାଳି ମନିଟର ହେଇପାରିବନି
@SoumyaranjanBehera-p9w
7 ай бұрын
Sidhanta mahapatra nku kandhamala mp
@DilipSahu-eb9xx
7 ай бұрын
ସିଦ୍ଧାନ୍ତ ମହାପାତ୍ର ଭାଈ 👍👍👍👍👍
@hrudayaranjan8217
7 ай бұрын
Bjd ra a garba au ahnkari Pani hi odisha re bjd ra patan ghatiba.
@SoubhagyaranjanDas-j9c
7 ай бұрын
ମୁନ୍ନା ବାବୁ -00000000000
@PrinceAnil-lq6rl
7 ай бұрын
ମୁନ୍ନା ଖାଁ କୁ ନବୀବ ବାବୁ କି ପାଣ୍ଡୁ ବାସୀ ପଖାଳରେ ପଚାରୁନି,ଆଉ ସିଦ୍ଧାନ୍ତ ଭାଇ ପାଖରେ ତମେ ଜଣେ ସଭୁଠୁ ବଡ଼ ଜିରୋ , କାଳେ ପାଣ୍ଡୁ ଟିକେଟ ଦବ ବାହାନାରେ ଖାଁ ଖାଁ ହେବା ଭଲ ନୁହେଁ। ଏତେ ଦିନ ହେଲା କୋଉଠି ଥିଲ ,ତମର ତ ଦେଖା ଦର୍ଶନ ନ ଥିଲା ।
@sanatanpalei4511
7 ай бұрын
Bjd ଟଙ୍କା ଦେବା ବଦ କରିଦିଏ ଜାଉ ତାପରେ ଦେଖିବେ କିଏ ଜିତିବ
@JainoNaika
7 ай бұрын
No bjp no bjd only Congress
@sudeep1392
7 ай бұрын
Ok.. Matlab Mughal ghulami bhala lage tamaku .
@swagatmohanty2389
7 ай бұрын
ମୁନା ବାବୁ ଚାଉ ପଟ୍ଟନାୟକ ଜିତିକି ଆସୁଥିଲା କଂଗ୍ରେସ ରେ ଯେତେବେଳେ ସିଦ୍ଧାନ୍ତ ସାର୍ ତାଙ୍କ ଆଗେନଷ୍ଟ ରେ ଠିଆ ହେଲେ ସେତେବେଳେ ସେଠି BJD ଜିତିଲା
@foodtravelvlog2222
7 ай бұрын
An intelligent answer by muna Bhai...love u ...
@satyabratsahani3568
7 ай бұрын
ମୁନା ଖାଁ ବାବୁ ଉତ୍ତର ରଖିବେ କି ବିଜୁ ଜନତା ଦଳ ହାରିଥିବା ଅଂଚଳ କିମ୍ବା ସେ ଅଂଚଳ ରୁ ଲଢ଼ୁଥିବା ପ୍ରାର୍ଥୀ ମାନଙ୍କ ପାଇଁ ନବୀନ ବାବୁ ଙ୍କ ଦୟା କି ଆଶୀର୍ବାଦ କାହିଁକି କାମ କରିଲା ନାହିଁ।
@jyotiprakashnayakjyotiprak5086
7 ай бұрын
Absolutely right Big Brother 👍👌🙏
@ganeswarnayak7161
7 ай бұрын
ମୁନା ଖାଁ ଗୋଟେ ଚାମଚା।ସେ ନବିନ-- ଝୁଲୁଛି । ତାର ନିଜର ଆଉକାତ୍ ନାହିଁ।ଭର୍ତୁହରି ମହତାବ ଜଣେ ବେଷ୍ଟ ସାଂସଦ।
@aloksatpathy1680
7 ай бұрын
Siddhanta tu 2 thara MP thilu kn karichhu gote example dele bhala heba.
@pratapnayak6021
7 ай бұрын
ସିଦ୍ଧାନ୍ତ sir King ତାଙ୍କ ପରି ଓଡ଼ିଶାରେ କେହି ହୋଇ ପାରିବେ ନାହିଁ ନା କିଏ ଆସିବ ଓଡ଼ିଶା king
@readytohelp30
7 ай бұрын
Munna Khan Babu emiti utyakta huantu nahin.. Siddhanta sir right
@priyadarsinitripathy7069
7 ай бұрын
ଯଦି ସେମାନଙ୍କର ୱାର୍ଡ଼ ମେମ୍ବର ହେବାର କ୍ଷମତା ନାହିଁ BJD ସରକାର କେମିତି ସେମାନଙ୍କୁ mp ରେ stand କରେଇଥିଲା ଉତ୍ତର ଦିଅନ୍ତୁ Sir
@RanjeetBehra-m1z
7 ай бұрын
Tu hebu wordmebara
@CreationOdia1234
7 ай бұрын
100% True କହିଛନ୍ତି ଆପଣ ସିଦ୍ଧାନ୍ତ ମହାପାତ୍ର କ୍ଷମତା ର ଲାଳସା ରେ Bjp join କରିଛି ସିଦ୍ଧାନ୍ତ କିନ୍ତୁ Bjp ରୁ ଲଢ଼ିଲେ 100% ହରିବ ସିଦ୍ଧାନ୍ତ
@RamakataJena-lf3uk
7 ай бұрын
Apnku Jana nahi badha bjd election Hari jiba buli menta karuthila.bjd dala congress dala ru leader kini election laduchi.
@rakeshmohanty685
7 ай бұрын
Siddhant hariba
@dileswarbiswal2962
7 ай бұрын
ପୂର୍ବରୁ ବରହମପୁର ରେ MP କଂଗ୍ରେସ ନେତାଙ୍କୁ ହରାଇ ପାରୁ ନ ଥିଲ, ସିଦ୍ଧାନ୍ତ ଆସିଲା ପରେ ସେ ବରହମପୁର ର MP ସିଟ୍ BJD ର ହେଲା ।
@harekrishnasahoo7506
7 ай бұрын
A wise person's answer.👍
@desicomedynayak
7 ай бұрын
Munn khan jitiba pakka
@dayanidhimohanta7376
7 ай бұрын
Apana ward member chhidahei dekhantu
@subhamjena3704
7 ай бұрын
ଯୌମନେ ବି ଭାରତୀୟ ଜନତା ପାର୍ଟି ରେ ଯୋଗଦେଇଛନ୍ତି ସେମାନେ ହଉଛନ୍ତି କଟର ହିନ୍ଦୁ
@satyachintan5804
7 ай бұрын
Khan ବାବୁ ନବୀନ ବାବୁଙ୍କୁ last ଥର କେବେ ସାକ୍ଷାତ କରିଥିଲେ ଟିକେ କୁହନ୍ତୁ
@odiashortstories3102
6 ай бұрын
Film star ମାନଙ୍କୁ ଭୋଟ ଦେଲେ । ସେମାନେ କେବଳ ପ୍ରଚାର ସମୟରେ ଦେଖାଦେବେ, ଅନ୍ୟବେଳେ Film Hall ରେ ଦେଖିବାକୁ ପାଇବେ ।
@Jkl-pooja
7 ай бұрын
ବେ ଶଳା ମୁନା ଖାଁ ତୋର ଆଉକାଟ ଅଛି ଯଦି ସିଦ୍ଧାନ୍ତ ମହାପାତ୍ର against ରେ ଠିଆ ହୋ l
@lightingseven5492
7 ай бұрын
ମୁନା ଖାନ 👎👎👎👎👎👎👎
@satyaranjandash388
7 ай бұрын
ମୁନା ଖାନ ର ବହୁତ କ୍ୱାଲିଟି ଅଛି, ତୋର କ୍ୱାଲିଟି ଅଛି ବୋଲି ତୁ ବିଜେଡି ରେ ରହିଛୁ
@mangarajbrothers3436
7 ай бұрын
ବିଜେଡି ବାଲା ତମର ଆଉ କେହି କଣ ନଥିଲେ ମୁନାବାବୁ ଙ୍କୁ ଦେଖ କଳାକାର ଭିତରେ ଫାଟ କରୁଚ ମୁନାବବୁ ବୁଝି ଯାଆ ଓଡ଼ିଶା ପାଈ ଭଲ ରାଜନୀତି ପରେ
@hrudanandasahuofficial
7 ай бұрын
ମୁନାଖାଆନ ଅପାଠୁଆ ବିବେକହୀନା ମୂର୍ଖଟା
@akshayjena6913
7 ай бұрын
ବିଜେଡି ହାରିବା ଦରକାର ଏଭଳି ଦଳ ରହିଁକି ଲାଭ କଣ
@jayantamohanta6810
7 ай бұрын
ଖାନ୍ ସନ୍ ପପୁ ଡି ବିକିବ
@CHK-fg6ec
7 ай бұрын
ମୁନା ଖାଁ ଯେମିତି କହୁଛନ୍ତି ଆମର ଓଡ଼ିଆ ସିନେମା ର ଜଣେ ହାସ୍ୟ କଳାକାର ବ୍ରଜ କମେଡି କରନ୍ତି ସେହିଭଳି
@premenanda
7 ай бұрын
ମୁନା ଖାନ ବାବୁ ଟିକେ ସିଦ୍ଧାନ୍ତ ବାବୁ ଉଠୁଥିବା ଜାଗା ରୁ ଉଠ ସେ ବି ଗୋଟା star ତୁମେ ବି ଭଲ ଫାଇଟ ହବ ଦେଖିବା କିୟେ ଜିତୁଛି ସିଦ୍ଧାନ୍ତ ମହାପତ୍ର ଜଣେ ଭଦ୍ର ଲୋକ
@shyamsundarnanda1416
7 ай бұрын
ସିଦ୍ଧାନ୍ତ ମହାପାତ୍ର ଜଣେ ପ୍ରକୃତ ସୁ ଚିନ୍ତିତ ବ୍ୟକ୍ତିତ୍ଵ,ତୋ ଭଳି ଅହଙ୍କାରୀ କଥା ବାର୍ତ୍ତା କରିପାରିବେନି ,ଫିଲ୍ମ ରେ ଭି real hero politics re ଭି real
@smrutiranjanmohanty3417
7 ай бұрын
ମୁନା ଖାଁ ଜା ପାକିସ୍ତାନ ଯାଇ ନମାଜ ପଢ଼ିବୁ
@sudipkumarparida3029
7 ай бұрын
ଖାଁନ ବାବୁ ଆପଣଙ୍କର ଯୋଗ୍ୟତା କେତେ ଅଛି ତାହା ଜଣା ପଡ଼ିଯିବ... ସିଦ୍ଧାନ୍ତ ବାବୁଙ୍କ ବିରୁଦ୍ଧରେ ଗେଣ୍ଡା ଦଳରୁ ଲଢ଼ି ଦେଖନ୍ତୁ
@MotivationZone321
7 ай бұрын
ଆପଣ ଦୁଇଥର ସାଂସଦ ରହିଲେ। କିଛି କମ କଥା ନୁହେଁ ଦଶ ବର୍ଷ ବହୁତ ସମୟ । ଗୋଟେ ଗୁରୁଦାୟିତ୍ୱ ଦିଆଗଲା, ଦେଶର ,ପ୍ରଦେଶର, ତଥା ଦଳର ସର୍ବାଙ୍ଗିନ ଉନ୍ନତି କରିପାରିଥାନ୍ତେ.ଆପଣଏବେ ଯାହା ଭୂଲ ତୃଟି ଦର୍ଶଉଛନ୍ତି କେବଳ ଆପଣଙ୍କର ଅପାରଗତା କେବଳ କୌଣଷି ଲୋକାଭିମୁଖି ଦଳନାରେ ସିଟରେ ବସିବାର ଆପଣଙ୍କର ଲକ୍ଷ ତେବେ 'ସମୟ ନଷ୍ଟ କରୁଛନ୍ତି ସାଧାରଣ ଭୋଟର ଓ ନିର୍ବାଚନ ମଣ୍ଡଳିର''କିଛି କରିବାପାଇଁ ଆନ୍ତରିକତା ଓ ମନ ବଳ ଦର୍କାର କାହାକୁ ଆକ୍ଷେପ କରିବା ନୁହେଁ.
@bhagirathimohapatra3604
7 ай бұрын
ତୁ ମୁନା ପଠାଣ ଜୀବନରେ କେବେ ୱାର୍ଡମେମ୍ବର ରେ ଛିଡା ହେଇଛୁ କି ଶଳା ବିଜେଡ଼ି କୁକୁର ପାଣ୍ଡିଆନ ତାମିଲ ପାଦ ଚଟା କୁକୁର ଦଳ ଲଜ୍ୟା ନାହିଁ
@iconicstudio1932
7 ай бұрын
ଏସବୁ ବ୍ରହ୍ମହପୁର ବାସି ଉତ୍ତର ଟା ଦେଲେ ଭଲ ହୁଅନ୍ତା
@balajigouda4502
7 ай бұрын
ମୁନା ଖାନ୍ ମୁନା ବାବୁ ସନା ଧନ ଭଳିଆ ପିଲାଟା କଣ କହୁଚ ସେ ନିଜ ଜାଣିପାରି ନାହାନ୍ତି ସିଦ୍ଧାନ୍ତ vs ମୁନା ଜଣାପଡ଼ିବ ki zor Hiro
21:30
KHOLA KATHA EP 848 APRIL 04 2024, Exclusive Interview with BJP leader SIDHANT MOHAPATRA
OTV
Рет қаралды 335 М.
12:06
ବାଘ ଟିକେ ଗର୍ଜିବା ଛାଡିଦେଲା ବୋଲି କଣ ଜଙ୍ଗଲ ଟା ବିଲେଇର ହେଇଯିବ?| Siddhanta | Namrata | Sivani Sangita
Tarang Music Shows
Рет қаралды 381 М.
01:54
UFC 308 : Уиттакер VS Чимаев
Setanta Sports UFC
Рет қаралды 874 М.
00:19
the balloon deflated while it was flying #tiktok
Анастасия Тарасова
Рет қаралды 35 МЛН
00:16
Когда отец одевает ребёнка @JaySharon
История одного вокалиста
Рет қаралды 17 МЛН
00:47
小蚂蚁会选到什么呢!#火影忍者 #佐助 #家庭
火影忍者一家
Рет қаралды 128 МЛН
49:49
ବିଜେପି ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ 'ଆମନା ସାମନା'
Argus News
Рет қаралды 62 М.
26:40
Amna Samna LIVE With ବିଜେପି ନେତା ସିଦ୍ଧାନ୍ତ ମହାପାତ୍ର | Sidhant Mohapatra | 30 Mar 2024 | Argus News
Argus News
Рет қаралды 88 М.
17:55
ANGRY LAW STUDENT ABUSED SADHGURU | Watch What Happened To Him Next |HEATED DEBATE At Nalsar!
Enlightened By Sadhguru
Рет қаралды 4,2 МЛН
7:08
Sidhanta Mohapatra & Bhartruhari Mahatab Joins BJP, MP Munna Khan Targets Saying They Are Big Zero's
Kanak News
Рет қаралды 29 М.
2:15:13
Laxman Rekha - Odia Full Film ଲକ୍ଷ୍ମଣ ରେଖା | Sidhanta, Rachana, Bijoy, Uttam, Mihir | Sidharth TV
ODIA HD
Рет қаралды 6 МЛН
15:06
TMC MP Sayani Ghosh Excellent Speech In Lok Sabha | PM Modi | Parliament Budget Session | News Buzz
News Buzz
Рет қаралды 2,6 МЛН
25:44
🔵 Unveiling The Truth With Actor Siddhanta Mahapatra | Kanak News
Kanak News
Рет қаралды 421 М.
4:17
ନବୀନଙ୍କ ଡର କଣ ? ଓଡ଼ିଶାବାସୀ ଅଛନ୍ତି ତାଙ୍କ ସୁରକ୍ଷା ପାଇଁ ! Ex CM Naveen Patnaik's security withdrawn.
Pratidin TV
Рет қаралды 29 М.
26:16
Prasnakala Live | ପ୍ରଶ୍ନକାଳ : ବନ୍ୟାପରେ ଧାମନଗର... | Bhadrak DhamNagar | 01 Nov 2024 | Argus News
Argus News
Рет қаралды 387
4:58
କଣ ପାଇଁ ହଠାତ ରାଗିଗଲେ ବିଜେଡି ଛାଡି ବିଜେପିରେ ମିଶିଥିବା ସିଦ୍ଧାନ୍ତ ମହାପାତ୍ର Sidhant Mohapatra Angry
Odisha Bhaskar
Рет қаралды 230 М.
01:54
UFC 308 : Уиттакер VS Чимаев
Setanta Sports UFC
Рет қаралды 874 М.