ପୁଲ ତଳେ ଝୁଲି କି ଚାଲୁଛି ଟ୍ରେନ୍ ଏମିତିକା ଟ୍ରେନ୍ କେବଳ ଚାଇନା ରେ ଦେଖିବାକୁ ମିଳେ || CHINA SKY TRAIN

  Рет қаралды 279,926

ମୁଁ TRAVELLER

ମୁଁ TRAVELLER

6 күн бұрын

ପୁଲ ତଳେ ଝୁଲି କି ଚାଲୁଛି ଟ୍ରେନ୍ ଏମିତିକା ଟ୍ରେନ୍ କେବଳ ଚାଇନା ରେ ଦେଖିବାକୁ ମିଳେ || CHINA SKY TRAIN
#mutraveller
#travel #labahansda

Пікірлер: 1 500
@MuTraveller
@MuTraveller 4 күн бұрын
Hul Johar sanam ko 🙏🙏🙏
@RutuRajpradhanRutuRajpradhan
@RutuRajpradhanRutuRajpradhan 4 күн бұрын
Bhai....🙏🙏🙏🙏
@RutuRajpradhanRutuRajpradhan
@RutuRajpradhanRutuRajpradhan 4 күн бұрын
Take care bhai...
@kkmemorial75
@kkmemorial75 4 күн бұрын
ᱥᱟ.ᱜᱩᱱ ᱦᱩᱞ ᱢᱟᱦᱟ ᱫᱟᱫᱟ
@Beshrabiti
@Beshrabiti 4 күн бұрын
Hul johar Sanam ko ge..🙏🙏🙏🙏🙏
@dukhuraz05
@dukhuraz05 4 күн бұрын
Dada am ho
@rahulonline1985
@rahulonline1985 4 күн бұрын
ଆମେ ଭଉତ ଖୁସି କାଲି ଆମ india ଜିତିଲା.... I love my india
@badalkumar-my3ix
@badalkumar-my3ix 4 күн бұрын
Ame bahut dukhita.south Africa harigala j
@ManoranjanSingh-qc2bw
@ManoranjanSingh-qc2bw 4 күн бұрын
​@@badalkumar-my3ixTu cahun chhu Africa jiti thanta
@mithundada5814
@mithundada5814 4 күн бұрын
​@@badalkumar-my3ix To gandi moraehoo au south africa jaaaa pgl sola
@Sached299
@Sached299 4 күн бұрын
​@@mithundada5814south Africa ଥରେ ବି ଜିତିନି l ଭାରତ ଜିତିଲା ବହୁତ ଖୁସି ଲାଗିଲା l south africa ଜିତି ଥିଲେ ବି ଖୁସି ହେଇଥାନ୍ତୁ l
@harish1377
@harish1377 4 күн бұрын
​@@badalkumar-my3ixpussi Munda gehi de ja sa re Toke laaj tk lage nai maghia India jitichi gote Kushi heba kata sala nei kori
@SLF__RAJESH
@SLF__RAJESH 4 күн бұрын
ଗରିବ ହେଲେ ଲୋକେ ଅଣଦେଖା କରିବେ,ପରିଶ୍ରମ କଲେ ଲୋକେ ହସିବେ ଆଉ ସଫଳତା ପାଇଲେ ଲୋକେ ଜଳିବେ, ସେଥିପାଇଁ ଲୋକଙ୍କ କଥା ନ ଶୁଣି ନିଜ କାମ କରନ୍ତୁ ❤️🙂 ଜୟ ଜଗନ୍ନାଥ 🙌🏻❤️‍🩹🙏🏻
@ranjankumarnayak1211
@ranjankumarnayak1211 4 күн бұрын
ବହୁତ ସୁନ୍ଦର ଭାବରେ ଆପଣ କହିଛନ୍ତି❤
@SantoshiMahapatra-ko4zd
@SantoshiMahapatra-ko4zd 4 күн бұрын
ପାଗଳ ଚୋଦା ଟେ ଲବ ଭାଇ ଙ୍କୁ ଖରାପ ବୋଲି କେହି କହିବାକୁ ସାହସ କରିନି ଏ ପାଗଳ ଚୋଦା ଗୋଟେ ଲେଖିଛି ବାଳ କଥାଟେ 😄😄 ଯାହା ଲେଖୁଛୁ ଲେଖ କିଛି ଶିଖିଲା ଭଳି ନହେଲେ ଲେଖନୀ ଆଉ ବାଳ କିସ କହିବି ରେ
@SLF__RAJESH
@SLF__RAJESH 4 күн бұрын
@@ranjankumarnayak1211 ❤️🙂
@SLF__RAJESH
@SLF__RAJESH 4 күн бұрын
@@SantoshiMahapatra-ko4zd to pai ମୋର ଗୋଛାଏ ବାଳ 💀😂
@bittutripathyvlog1647
@bittutripathyvlog1647 3 күн бұрын
ଏ DAILOGE ବହୁତ ପୁରୁଣା ହେଇଗଲାଣି କିଛି Unic କର
@prasantaray6943
@prasantaray6943 4 күн бұрын
ଓଲଟା ଟ୍ରେନ୍ ଚାଲିବାର ପ୍ରଥମ ଦେଖିଲି ଖୁବୁ ଅଶ୍ଚଜ୍ୟ
@itssangramvlogs952
@itssangramvlogs952 4 күн бұрын
ଲବ ଭାଇଙ୍କ ଭିଡ଼ିଓ କୁ ଯେଉଁ ମାନେ ଅପେକ୍ଷା କରିକି ରୁହ Like କର. 👍🏻🤗🌿❤️
@AshokMeher-cu5vo
@AshokMeher-cu5vo 4 күн бұрын
ଅନୁଗୋଳ ରୁ କିଏ କିଏ ଅଛନ୍ତି like ❤❤❤
@TapanDehury-h4v
@TapanDehury-h4v 4 күн бұрын
Mu
@TapanDehury-h4v
@TapanDehury-h4v 4 күн бұрын
Mu
@krazygamermsp296
@krazygamermsp296 4 күн бұрын
Muu
@AshokMeher-cu5vo
@AshokMeher-cu5vo 4 күн бұрын
@@TapanDehury-h4v thank you
@AshokMeher-cu5vo
@AshokMeher-cu5vo 4 күн бұрын
@@krazygamermsp296 thank you
@anupamadas6512
@anupamadas6512 4 күн бұрын
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ଖୁବ୍ ସୁନ୍ଦର ଭିଡିଓ ବହୁତ ଭଲ ଲାଗୁଛି । ଆମକୁ ସପନ ଦେଖି ଲା ଭଳି ଲାଗୁଛି । ସତରେ ଯେତେ ଧନ୍ୟବାଦ ଦେଲେ ମଧ୍ଯ କମ ପଡ଼ିବ । ଭଗବାନ କୋଟି ପରମାଯୂଂ ଦିଅନ୍ତୁ ବହୁତ ଭଲରେ ଥାଅ ।
@Natabar16
@Natabar16 4 күн бұрын
ଆମର ଏଠି PC କାରବାର ଯୋଗୁ ଉନ୍ନତି ହୋଇ ପାରୁନାହିଁ, ସେଠାରେ କମ୍ଯୁନିଷ୍ଟ ଶାସନ ତେଣୁ ଉନ୍ନତି ହେବ
@rmblogs
@rmblogs 4 күн бұрын
ଲବ ଭାଈ ଓଡ଼ିଶାରେ no1,bloger kie kie manichha like kara😮😮😮
@duniyarangamancha230
@duniyarangamancha230 4 күн бұрын
Congratulations Team India ❤ India team ପାଇଁ ଗୋଟାଏ ଲାଇକ୍ ହଉ ❤
@Sinusahoowd2dm
@Sinusahoowd2dm 4 күн бұрын
helicopter 🚁 ରେ ବାତ୍ୟା ଅଞ୍ଚଳ ଅନୁଧ୍ୟାନ କରୁଛି 😁😅 ବହୁତ୍ ବଢିଆ 🙏 ଜୟ ଜଗନ୍ନାଥ 🚩weather ସହ veiw ର ମଜା 👌👌👌👌👌👌😊💯💯💯
@SanuTudu-rg4ct
@SanuTudu-rg4ct 4 күн бұрын
Laba Bhai ଜାଣିଛ Kali ଆମ india t20 world cup ଜିତିଯାଇଚି ବହୁତ ଖୁସି ଲାଗୁଛି I love india 🇮🇳🇮🇳🇮🇳🇮🇳🇮🇳❤❤❤❤❤
@laxmanbadamajhi168
@laxmanbadamajhi168 4 күн бұрын
ଆମ ଦେଶ କେବେ ଉନ୍ନତି ହେବ ନାହିଁ, କାହିଁକିନା, ସରକାର କେବେ ଏହି ଏମିତିକା ଟେକନଲଜି, ଏଯୁକେସନ ନିଜର ସ୍ୱାର୍ଥ, ଆଉ ଧର୍ମ ନା ରେ ରାଜ ନୀତି ଆଉ ମଣିଷ ଖାଇକି ବଞ୍ଚିବି ଭାବିଲା ବେଳକୁ ଖାଇବାର ମଧ୍ୟ ରେଷ୍ଟ୍ରିକ୍ସନ୍ ଥାଏ, ତ ଏମିତିରେ ଦେଶ ଡେବ୍ଲପ୍ କେମିତି ହେବ
@TulsiMeher-ut2vn
@TulsiMeher-ut2vn 4 күн бұрын
Khali sarkar ku desa dele heba nahi Bhai ama Des Ra bublic b kou Thu Kam nuhanti sarkar upre depend karuchanti au subidha Pai ki alsi hei jouchanti paisa b ajatha jagah re use karuchanti tenu ahi Bali ama Des develop karu nahi
@bangtans0757
@bangtans0757 4 күн бұрын
Bhai sabu bele govt ku blame kariba band kara aama desha ra public freebies aau govt upare defend rahi chanti jodi govt faltu jinisha re free deba toh paisa koutu asiba development pai Aau bhai loka mane madhya satark heba uchit because vote ra 1 din rati re 500 tanka pai bikri deuchanti seita kie kaiba. Main reason aama desha ra loka sabu murkho😢😢😢
@bikramnayak8341
@bikramnayak8341 4 күн бұрын
Right
@dineshdigal4062
@dineshdigal4062 4 күн бұрын
ଭାଇ ଯାହାବି କହିଲ ରାଇଟି କହିଲ
@subham1954
@subham1954 4 күн бұрын
ଲବ ଭାଇ ବହୁତ୍ ସୁନ୍ଦର୍ ❤❤❤❤❤ ଗୋଟେ like କର ଲବ ଭାଇ ପାଇଁ❤❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@surathanaik1169
@surathanaik1169 4 күн бұрын
ଚାଇନା ସବୁଥିରେ ନୁମ୍ବର one🌹
@Dev-jk6rr
@Dev-jk6rr 4 күн бұрын
ଭାରତବିହବାକୁଯାଉଛି
@chunapatra
@chunapatra 4 күн бұрын
​@@Dev-jk6rrଏତେ ସ୍ୱପ୍ନ ପାଇଁ ରାତି କାହିଁ
@sunilpradhan1892
@sunilpradhan1892 4 күн бұрын
ଭାରତ ସରକାର ଆଉ ଲକ କିଏ କାହାକୁ ଗାଣ୍ଡୀ ମାରିବାରେ ମାହିର ରେ ଭାଈ କୀ ବାଳ ପରିବର୍ତ୍ତନ କରିବେ ଚୋରି ଡ଼କାୟତ ରେପ୍ ମଡ଼ର୍ର କ୍ରାଇମ୍ ବଟି ଦଙ୍ଗା ଏ ଗୁଡାକ ଜଉ ପର୍ଯନ୍ତ୍ ବନ୍ଦ୍ ହବନି ସେ ପର୍ଯନ୍ତ୍ତ୍ କିଛି ହବନି।
@Dev-jk6rr
@Dev-jk6rr 4 күн бұрын
@@chunapatra ଭାରତ୬୦ବର୍ଷସାସନରେଆଗେରେକେତେଟାamsଥିଲାକେତେଟାଏଆରେର୍ପଟଥିଲାକେତେତେଟାସ୍ବଦେସିକପାଂନିଥିଲାରେଳଅବସ୍ତାକିଥିଲାଦିଲ୍ଲିରେବ୍ରୁହତସାମେସଗଂକପାଂନିକରିଛିଆଗେରେଲୋକଖାଇତେପାଉନଥିଲେ
@DolbahadurChhetri
@DolbahadurChhetri 4 күн бұрын
Modo pio vote diyo chicken modo khao election time re​@@sunilpradhan1892
@prafullakumarsahoo2639
@prafullakumarsahoo2639 4 күн бұрын
ଆପଣଙ୍କୁ ପ୍ରଶଂସା କରିବାକୁ, ଧନ୍ୟବାଦ ଦେବାକୁ ଆମପାଖରେ ଭାଷା ନାହିଁ।
@ODISHABHAI-eq8jq
@ODISHABHAI-eq8jq 4 күн бұрын
ଏ ଭିଡିଓ ମିଲିୟନ ଛୁଇଁ ଯିବ 👍🏾👍🏾❤️❤️❤️💐💐
@misskoraputia3171
@misskoraputia3171 4 күн бұрын
ମାଲକାନଗିରିରୁ କିଏ କିଏ ଦେଖୁଛ --ଆଗକୁ ଆସୁଛି ରଥଯାତ୍ରା -କିଏ କିଏ କଉଟି କି ଯିବ Comment କର_ଜୟ ଜଗନ୍ନାଥ
@rn-80pandavtudu88
@rn-80pandavtudu88 4 күн бұрын
ଜୟ ଜଗନ୍ନାଥ
@Jagabandhuofficial
@Jagabandhuofficial 4 күн бұрын
I am from koraput borigumma paradeep jiba rata jatra dekibaku
@Jagabandhuofficial
@Jagabandhuofficial 4 күн бұрын
I am from koraput borigumma paradeep jiba rata jatra dekibaku
@mrlovecreations2108
@mrlovecreations2108 4 күн бұрын
Tame sei ratha jatra mandira vitare pasi thaha China bhali ama desha kebe devlop hei paribani kahiki na Amara ta kali mandira jatra 😂
@kondelrockers3893
@kondelrockers3893 4 күн бұрын
Iam from Kgumma
@Tarash_123
@Tarash_123 4 күн бұрын
କଠିନ ପରିଶ୍ରମ ବିନା ଜୀବନରେ କ success ଣସି ସଫଳତା ନାହିଁ | ଜଣେ ନିଷ୍କ୍ରିୟ ବ୍ୟକ୍ତି, ଯିଏ ସବୁବେଳେ ଆରାମରେ ଦେଖାଯାଏ, ସେ କେବେବି ସଫଳତା ହାସଲ କରିପାରିବ ନାହିଁ | କଠିନ ପରିଶ୍ରମ ବିନା ସଫଳତାର ଉଚ୍ଚତାରେ ପହଞ୍ଚିବା ଅସମ୍ଭବ ଅଟେ | ଲୋକମାନେ ସର୍ବଦା ସର୍ଟକଟ୍ ବିଷୟରେ ଭାବନ୍ତି, କିନ୍ତୁ ଜୀବନରେ କଣସି ସର୍ଟକଟ୍ ନାହିଁ |❤
@MajhiMba
@MajhiMba 4 күн бұрын
ଆମ ଆଦିବାସୀ ମାନଙ୍କ ଇତିହାସ ରଚିଲ ଭାଇ thank you so much..God be with you....
@dasarathimohapatra618
@dasarathimohapatra618 4 күн бұрын
ଓଲଟା ଟ୍ରେନ ଦେଖି ବହୁତ ସୁନ୍ଦର ଲାଗିଲା, ଭିଡିଓ ଟି ବହୁତ ଭଲ ଲାଗୁଛି, ଶେଷ ଯେଉଁ କଥା ଟି କହିଲେ ତାହା ନିରାଟ ସତ୍ୟ କଥା,ଜୟ ଜଗନ୍ନାଥ,
@hemantabahera8047
@hemantabahera8047 4 күн бұрын
ଶୁଭ ସକାଳ ଗଜବ ଦେଶରେ ଅଜବ ଦୁନିଆ ରେ ଭାଇ ❤❤❤❤❤❤
@deepakpatra588
@deepakpatra588 4 күн бұрын
ଭାଈ ଧନ୍ୟବାଦ ଆପଣଙ୍କୁ ଏମିତି ଭିଡିଓ ଦେଖାଇବାରୁ 🙏🙏🙏👌👍
@pradyumnanayak7278
@pradyumnanayak7278 4 күн бұрын
ଭାଇ ଲାଗୁଛି ତୁମର Million ହେଲେ ତୁମେ ଯେତିକି ଖୁସି ନ ହବ ତାର 3ଗୁଣା ଖୁସି ତୁମ Subscriber ମାନେ ହବୁ ସବୁ ବେଳେ ଏମିତି vdo ଆଣୁ ଥାଅ ଭାଇ ❤❤❤🎉
@smrutisagarikagouda3942
@smrutisagarikagouda3942 4 күн бұрын
ଆମ ଦେଶର ରେଳ ବିଭାଗ କଥା କଣ କହିବା ବାହାନଗା ଦୁର୍ଘଟଣା ଏହାର ଜ୍ୱଳନ୍ତ ଉଦାହରଣ 😔🙏
@PNBEXPRESS
@PNBEXPRESS 4 күн бұрын
ଧନ୍ୟବାଦ ଲବ ଭାଇଙ୍କୁ, ଆପଣଙ୍କୁ ସବୁ ବେଳେ ଜଗନ୍ନାଥ ଭରସା ରହୁ,ଲବ ଭାଇର ଭିଡିଓ ଭଲ ଲାଗିଲେ ଲାଇକ କରନ୍ତୁ,👉🙏🙏🙏🙏🙏
@user-lx2sn3je5r
@user-lx2sn3je5r 4 күн бұрын
JAY JAGANNATH
@prafullakumarsahoo2639
@prafullakumarsahoo2639 4 күн бұрын
ଯେଉଁ ମାନେ ଆପଣଙ୍କୁ ବକିବା କଥା କହୁଛନ୍ତି, ସେମାନେ ମଣିଷ ନୁହଁନ୍ତି। ତାଙ୍କ ପେଟ ଭିତରେ ଈର୍ଷା ଭର୍ତ୍ତି ହୋଇରହିଛି।
@isk046
@isk046 4 күн бұрын
Ultaa ଟ୍ରେନ ମୁଁ belive କରୁନଥିଲି ଭାଇ wao
@ritendrasahu1713
@ritendrasahu1713 4 күн бұрын
Mu Phulbani ru dekhuchi Tama vdo pura super unique sabuthire kichi sikhiba pain achi thanks
@dilbalajiban...2468
@dilbalajiban...2468 4 күн бұрын
ଅତି ସୁନ୍ଦର ଲବ ଭାଇ.. ଏଭଳିଆ ଟ୍ରେନ ପ୍ରଥମ ଥର ପାଇଁ ଦେଖିଲି...❤❤❤
@budunibaskey7524
@budunibaskey7524 4 күн бұрын
ମୁଁ first time ଦେଖୁଛି 😮😮
@Koraputiaadivasiculture123
@Koraputiaadivasiculture123 4 күн бұрын
ଶେଷ ନିୟୁଜ ଭଲ ଲାଗିଲା କାହାକୁ କାହାକୁ ଭଲ ଲାଗୁଛି ଲାଇକି କରିବେ 🙏🙏🙏
@untalentedengineerbro
@untalentedengineerbro 4 күн бұрын
Very good knowledge video. ବହୁତ ବଢିଆ ଲଭ ଭାଇ ଆଗକୁ ଏମିତି ବଢ଼ି ଛାଲ, ଆମ ଦେଶ କୁ ଟିକିଏ ତମ ବିଡ଼ିଓ ଦ୍ୱାରା କିଛି ଶିକ୍ଷା ମିଳୁଛି କିନ୍ତୁ ଦୁଃଖର କଥା କି ଆମ ଦେଶ ଚାହେଁ ନାହିଁ Development ହେଉ କାରଣ ଜାତି ଧର୍ମ ନାଁରେ ହଁ ଚାଲିବ ସରକାର ଲୋକ ଶିକ୍ଷିତ ହେଲେ ସରକାର ପାଇଁ ବିପଦ କାରଣ ଭାରତର ଧନୀ ଲୋକଙ୍କୁ ଓ ସରକାର କୁ ପ୍ରଶ୍ନ କରିବେ ଯେହେତୁ ଧନୀ କୁ ଧନୀ ଓ ଗରିବ କୁ ଅତି ଗରିବ କରୁଛି ଆମ ସରକାର। India development ନ ହେବା କାରଣ କି (For Uneducated prime minister And BJP ministers) . . . From Koraput!❤
@The_Fusion_Podcast
@The_Fusion_Podcast 4 күн бұрын
Right 👍
@PS-CREATION.96
@PS-CREATION.96 4 күн бұрын
ଲବ ଭାଇ ମୁ କଟକ ଓଡ଼ିଶାରୁ ଆପଣଙ୍କ ଭିଡ଼ିଓ ଦେଖୁଛି, ଧନ୍ୟବାଦ ଭାଇ ଆପଣ କିଛି ୟୁନିକ ଜିନିଷ ଦେଖାଉଛନ୍ତି ଆମକୁ 🙏🏻❤️
@jogeswarmunda3170
@jogeswarmunda3170 4 күн бұрын
ତମର ସବୁ vdo କୁ ଦେଖି ଖୁସି ଲାଗେ ❤✨
@SandhyaRaniUpadhyaya
@SandhyaRaniUpadhyaya 4 күн бұрын
Thanks beta sunder kotha kohilo
@budunibaskey7524
@budunibaskey7524 4 күн бұрын
I like your quality information.❤
@Rssurajsahu3292
@Rssurajsahu3292 4 күн бұрын
Bhai tumar video 1milion view par nebar darkar bhai ke support kar
@mamalimamali7036
@mamalimamali7036 4 күн бұрын
Laba bhai ame sabudina apekhya re rohuchu ketebele tame uplod kariba vedio bhagaban sabubele tamaku bhalare rakhantu
@manojmajhi8197
@manojmajhi8197 4 күн бұрын
କାହା କାହା କୁ କମେଣ୍ଟ ପଡ଼ି ବାରେ ମଜା ଲାଗେ❤
@hrudanandasankhua5824
@hrudanandasankhua5824 4 күн бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@susantakumarnanda4875
@susantakumarnanda4875 4 күн бұрын
❤ odisha ର ପରିବ୍ରାଜକ ଲବ ହାଁସଦା ଭାଇ ❤
@bhaskarparida8769
@bhaskarparida8769 4 күн бұрын
Bahut sundar lagila amiti bhala reruha
@G.PayalPriyadarshini
@G.PayalPriyadarshini 2 күн бұрын
ଆମ ଓଡିଶା ରେ ବି ଏମିତି ଉନ୍ନତି ହେବା ଦରକାର୍ ଭାଇ 💝💝💝💝💝💝💝💝💝💝💝
@srbsom5776
@srbsom5776 4 күн бұрын
କୁମ୍ଫୁ କରାଟେ ଯେଉଁଠି ଶିଖାଯାଏ ସାଓଲିନ୍ ଟେମ୍ପୁଲ୍ ,ସେଇଠିକି ଯାଆନ୍ତୁ ଭାଇ
@culturalgramin7363
@culturalgramin7363 4 күн бұрын
ଲବ ଭାଇ ଭଲ କହିଲେ କମ୍ ଲୋକ ଗ୍ରହଣ କରିବେ ହେଲେ ଆପଣ ଭଲ କଥା ସଦାବେଳେ କୁହନ୍ତି । ଏମିତି ଏକ ଦିନ ଆସିବ ତମ କଥା ଧିରେ ଧିରେ ସମସ୍ତେ ଶୁଣିବେ ❤❤❤ଲବଭାଇ ଜିନ୍ଦାବାଦ୍😂😂😂ଜୟ ଭାରତ ❤ଜୟ ଓଡିଶା🙏🙏
@kkumarsahoo3275
@kkumarsahoo3275 4 күн бұрын
Laba bhai TQ so much jaha hau ame ghare rahiki bi ame sabu country ra view dekhiparuchu au chaina olta train dekhiki bhaut khusi lagila
@rameshchampiya3042
@rameshchampiya3042 4 күн бұрын
ଚାଇନା ସବୁଥିରେ No 1 ଲବ ଭାଈ ❤❤❤❤
@KabitaBarik-jq3hr
@KabitaBarik-jq3hr 4 күн бұрын
ଭାଇ ଆପଣ ଙ୍କ ପାଇଁ ଆମେ ମାନେ ଏ ସବୁ ଦେଖିପାରୁଚୁ ଆପଣ ଆହୁରି ଆଗକୁ ଯାଆନ୍ତୁ ପ୍ରଭୁ ଜଗନ୍ନାଥଙ୍କ କୃପା ଆପଣଙ୍କ ଉପରେ ଥାଉ
@VISUAL_X_SK_SID
@VISUAL_X_SK_SID 4 күн бұрын
🙋
@amautkal
@amautkal 4 күн бұрын
❤❤❤ବହୁତ ବଢିଆ ଲବ ଭାଇ ଭିଡିଓ ଲାସ୍ଟ ରେ ଯେଉଁ କଥା କହିଲ ସବୁ ସତ କିନ୍ତୁ ଲୋକେ ବୁଝନ୍ତି ନାହିଁ ତମେ ଏଭଳି ଭିଡିଓ ବନାଓ ଓ ଇନଫରମେସନ ଦେଉଥାଓ
@SugresanNag
@SugresanNag 4 күн бұрын
Very nice
@Adivasi32
@Adivasi32 4 күн бұрын
ଆମେ କେନ୍ଦୁଝରିଆ😊
@r.tuduofficial1317
@r.tuduofficial1317 4 күн бұрын
Ame mayurbhanjia
@Adivasi32
@Adivasi32 3 күн бұрын
@@r.tuduofficial1317 keonjharia and kayurbjanjia bhai bhai 🙂
@manasparida680
@manasparida680 4 күн бұрын
Bhai amiti train mu Khali reels re dekhib bhabithili auu feck video vabuthili but abe dekhili so tqs bro nice 👍👍👍 life re dekhiparib boli jani nathili so again thank you bro
@debabrataverma8822
@debabrataverma8822 4 күн бұрын
YOUR CHINA VEDIOS ARE MARVELOUS.GOD BLESS YOU LABAJI.
@NKProduction222
@NKProduction222 4 күн бұрын
ଆପଣଙ୍କ video ଦ୍ୱାରା ବହୁତ୍ କିଛି ଦେଖିବାକୁ ପହିଛି loba bhai, ମୋତେ lively ଦେଖିଲା ପରି ଲାଗେ, love you lova sir❤ thank you
@NandakiswarMallick
@NandakiswarMallick 4 күн бұрын
ଜୟ ଶ୍ରୀ ଜଗନ୍ନାଥ ଲବ ବେଟା ଏମିତି ଦେଶ ଦୁନିଆ ର ଭିଡିଓ ଦେଖାଉ ଥାଅ ା ୟା ପରେ ଜାପାନ ଫ୍ରାନସ ତାପରେ ଜର୍ମାନ ଆମେରିକା ଯାଅ ା ଧନ୍ଯବାଦ କନ୍ଧମାଳ ରୁ❤❤❤❤❤❤❤❤❤
@user-io7zh1fh1p
@user-io7zh1fh1p 4 күн бұрын
Laba bhai pai gote like hau jay jagannath ❤❤
@SrikantaBehera-jg6zq
@SrikantaBehera-jg6zq 4 күн бұрын
Beautiful video 📸📷📷❤❤❤😊😊😊
@BapunDas-kt9kq
@BapunDas-kt9kq 4 күн бұрын
Bhalalagila au bhutu kichi sikhibaku melila thanks
@ManojNayak-vw9bq
@ManojNayak-vw9bq 4 күн бұрын
ଲବ ଭାଇ ଶେଷରେ ଠିକ କଥା କହିଲ 👌👌👍👍👍
@ODISHABHAI-eq8jq
@ODISHABHAI-eq8jq 4 күн бұрын
ନବ ଭାଇ ଭିଡ଼ିଓ ରେ ଦମ୍ ଅଛି 32 ମିନିଟ ,10653 ଭିୟୁ ❤️❤️👍🏾👍🏾
@gpl...1523
@gpl...1523 4 күн бұрын
Your video is very beautiful, informative & unique... Thank you
@manojkumarhansdah1946
@manojkumarhansdah1946 4 күн бұрын
Great information and excellent creations.
@kailovemama80
@kailovemama80 4 күн бұрын
Apananka vlog mote bahut vala lage Bhai🎉🎉🎉🎉
@sumanttalent5874
@sumanttalent5874 4 күн бұрын
ମୁଁ fast ଦେଖିଲି ଭାଇ
@SADBAYBANTI
@SADBAYBANTI 4 күн бұрын
କଣ ହେଲା
@smithk1439
@smithk1439 4 күн бұрын
Fast na first 😂😂😂😂
@Gunanidhi1212
@Gunanidhi1212 4 күн бұрын
ତୁ ପୁରସ୍କାର ପାଇବୁ ନା ପହିଲା ଦେଖିଲୁ ।
@pknaik4145
@pknaik4145 4 күн бұрын
ତୁ ବାଳ chhudi😂ଦେଲୁ ଆମ country କୁ ଦେଖ
@santanunaik6472
@santanunaik6472 4 күн бұрын
Bhai tamara video ru bahut nua kichi dekhibaku pauchu
@AmitanayakAmitanayak-tv7co
@AmitanayakAmitanayak-tv7co 4 күн бұрын
ଜୟ ଜଗନ୍ନାଥ ଭାଇ । ସତରେ ଚାଇନା ପୁରା ଡେଭଲମେଣ୍ଟ।
@jagabandhupatrajagabandhup2776
@jagabandhupatrajagabandhup2776 4 күн бұрын
Dill me kitna vi gam ho ❤❤lekin ap ko dekhte hi dill bohot khush hojati hai 😇😃😃kiyu ki ap laba hadsa ❤❤❤ho esliye 😊
@Rashmi-zh9ux4bc7k
@Rashmi-zh9ux4bc7k 4 күн бұрын
Thiki katha bai love you katha
@SandhyaRaniUpadhyaya
@SandhyaRaniUpadhyaya 4 күн бұрын
Bohut sunder kotha kohile India loknku kohilki hebo .aeguda sudhiribeni
@PinkydigalBA-
@PinkydigalBA- 4 күн бұрын
God bless you bheya
@talumunda4585
@talumunda4585 4 күн бұрын
ବହୁତ୍ ଭଲ ଲାଗିଲା ଝୁଲାମେଟ୍ର❤❤❤
@BiswanthRaitakkg
@BiswanthRaitakkg 4 күн бұрын
ମୁଁ ବିଶ୍ବ ନାଥ ରଇତ ଗଜପତି ରୁ❤❤❤❤❤❤
@SUJAYA187
@SUJAYA187 4 күн бұрын
ଭାଈ ଉଲ୍ଟା ଟ୍ରେନ୍ ଦେଖି ଭାରି ଖୁସି ଲାଗିଲା ❤
@UNTELENTEDSTKOLA01
@UNTELENTEDSTKOLA01 4 күн бұрын
Beutiful video❤️❤️
@SushantaBhue-ef1ne
@SushantaBhue-ef1ne 4 күн бұрын
Very nice vdo ❤khush ho gayaa Love you Bro
@kumardev220
@kumardev220 3 күн бұрын
Very interested video thank bro for your daily New interested updated
@jimamallick
@jimamallick 4 күн бұрын
ମୁ like ଭି କରୁନି but ସବୁ ଭିଡ଼ିଓ ଦେଖୁଛି 🎉🎉🎉🎉🎉🎉❤❤❤❤😂u,
@sureshchandradas88
@sureshchandradas88 4 күн бұрын
Beautiful video ❤👌 India can't come to this level so long as a multiparty system exists here. I think china is the superpower in terms of the most advanced infrastructure
@lalitakandangkel6222
@lalitakandangkel6222 4 күн бұрын
Intresting video.
@debendrahembram3634
@debendrahembram3634 4 күн бұрын
Video bahut bholo lagila❤... Message bi best thila👍
@dmaheswar921
@dmaheswar921 2 күн бұрын
ଧନ୍ୟବାଦ ନବଭାଇ ଚାଇନା ର ଡେଭଲପ ଦେଖାଇଲ
@SubhadraNaik-ms6qf
@SubhadraNaik-ms6qf 4 күн бұрын
Jay jagannath bhai
@satyajeet552
@satyajeet552 4 күн бұрын
It's feeling like watching Hollywood movies ❤❤
@sibasankarbehera2095
@sibasankarbehera2095 4 күн бұрын
ଏଇଟା indiaଏଠିରାଜନିତିବଢିଛି ସେଇଟା ଚାଇନା ସେଠିରାଜନିତୀନାହି ସେଠାରେ ରାଷ୍ଟ୍ରପତି ଅଛି
@sarita1033
@sarita1033 4 күн бұрын
Awesome vedio and very useful information abt our duplicate products.you r rocking 👌👍
@NarayanJena-my5jo
@NarayanJena-my5jo 4 күн бұрын
Bhala lagila ❤❤❤❤❤❤❤❤
@GochchnarSamad-gu2vd
@GochchnarSamad-gu2vd 4 күн бұрын
Good information❤❤❤❤❤laba bhai
@harishvillagecooking
@harishvillagecooking 4 күн бұрын
किसी भी चीज का जानकारी देना अच्छी बात है आप जानकारी देते हैं तभी तो लाइक करते हैं आप हमलोग को देश विदेश के प्रोग्रेस के बारे में जानकारी इससे ये बहुत बड़ी बात है बहुत बहुत आभार प्रकट करते हैं आपका 🎉❤
@AshokMeher-cu5vo
@AshokMeher-cu5vo 4 күн бұрын
Super laba bhai
@LovelyLovely-uh2py
@LovelyLovely-uh2py 4 күн бұрын
Bahut sundar place auu unique train ame ta jaiparibuni apanaka madhyama re dekhi paruchu amanku dekhauchanti ta sahita nije b enjoy karuchanti thank u laba Bhai👍
@Odiabhaktarajkunu
@Odiabhaktarajkunu 4 күн бұрын
Perfect Laba vai... 👍 ki sasta ..duplicate jinisha manufacturing....hauchi...jaha ama health ku kharap karuchi..❤
@SitaSingh-cb8qs
@SitaSingh-cb8qs 4 күн бұрын
Thanks vai
@GangadharMali-th9sz
@GangadharMali-th9sz 4 күн бұрын
Indian cricket team tigers ❤
@KartikBhai-dp1bw
@KartikBhai-dp1bw 4 күн бұрын
ଅନୁଗୋଳ ରୁ କିଏ କିଏ ଦେଖୁଛ ଲାଇକ କର .ଚାଇନା ଠାରୁ ଭାରତ 20 ବର୍ଷ ତଳେ ଅଛି .
@manaskumar9259
@manaskumar9259 4 күн бұрын
Very nice 👍👍👍
@nibashbehera7422
@nibashbehera7422 4 күн бұрын
ଲବ ଭାଈ ବହୁତ ଖୁସି ଲାଗିଲା ଭିଡିଓ ଗୁଡା ଦେଖି ଜୟଶ୍ରୀରାମ
@DeepakBarik-lb1zt
@DeepakBarik-lb1zt 4 күн бұрын
Jaldi 1m karo bhai amo odisha pila Bhai sopart karo
@subharatnabarik123
@subharatnabarik123 4 күн бұрын
Laba bhai mo kaha video re comment kareni but tama video mate bahut inspirkaruchi. Love you bro ❤❤❤❤❤❤
@realityboyofficial2141
@realityboyofficial2141 4 күн бұрын
Ekdam sahi bola hai laba dada 🎉❤️🎉❤️🎉❤️🎉❤️🎉❤️🎉❤️🎉❤️🎉❤️🎉❤️🎉❤️🎉❤️
@Abhiram14310
@Abhiram14310 4 күн бұрын
ଅତି ସୁନ୍ଦର ❤❤🎉🎉
터키아이스크림🇹🇷🍦Turkish ice cream #funny #shorts
00:26
Byungari 병아리언니
Рет қаралды 29 МЛН
Получилось у Вики?😂 #хабибка
00:14
ХАБИБ
Рет қаралды 6 МЛН
small vs big hoop #tiktok
00:12
Анастасия Тарасова
Рет қаралды 29 МЛН
X- gang ll Part 2 ll Chandan Biswal ll Odia Comedy ll
41:32
Chandan Biswal
Рет қаралды 2 МЛН
터키아이스크림🇹🇷🍦Turkish ice cream #funny #shorts
00:26
Byungari 병아리언니
Рет қаралды 29 МЛН