ନ୍ୟାୟିକ ତଦନ୍ତର ସତ୍ୟ Judicial Enquiry in Bharatpur Police Assault Case

  Рет қаралды 10,478

Raag Kedar - ରାଗ କେଦାର

Raag Kedar - ରାଗ କେଦାର

Күн бұрын

Пікірлер: 66
@PurastomMuduli
@PurastomMuduli Ай бұрын
ସାର୍ ଆପଣଙ୍କ ଭିଡିଓ ପାଇଁ ସାରା ଦିନ ଅପେକ୍ଷା କରିକି ଥିଲି। ଭାବିଥିଲି ଆଜି ଭିଡିଓ ରଖିବେନି ବୋଲି। ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍।
@subhransudalai8360
@subhransudalai8360 Ай бұрын
ଓଡ଼ିଶା ର Ravish Kumar ❤ ଙ୍କୁ ପ୍ରଣାମ
@nagenmishra2948
@nagenmishra2948 Ай бұрын
Very beautiful presentation fact and Very informative.
@jagannathprasadbarik7084
@jagannathprasadbarik7084 Ай бұрын
Well presented facts about justice CR DASH❤❤❤🙏🙏
@manishapattanayak2152
@manishapattanayak2152 Ай бұрын
ଖୁବ ସୁନ୍ଦର ଆଉ ସତ୍ୟ ଉପରେ ଆଧାରିତ ଆପଣଙ୍କ ଉପସ୍ଥାପନା ଆଉ ଲୋକଙ୍କୁ ପୁରା ସଚେତନ ତା କରି ସତ୍ୟତାକୁ ସାମ୍ନାକୁ ଆଣି ଲୋକଙ୍କ ବିଶ୍ୱାସ ଉପରେ ଆପଣ ବିଜୟ ହାସଲ କରିଛନ୍ତି, ଖୁବ୍ ସୁନ୍ଦର ଆଉ ବୁଝିଲା ପରି ଆପଣଙ୍କ ଉପସ୍ଥାପନା ଶୈଳୀ Sir 🙏🏻
@pratapchandrasamal2396
@pratapchandrasamal2396 Ай бұрын
ଆପଣ ଭାବୁଛନ୍ତି କି କମିଶନଙ୍କ ରିପୋର୍ଟ କୁ ସରକାର ଗ୍ରହଣ କରିବେ ଏବଂ ସାର୍ବଜନୀନ କରିବେ ଏବଂ ତାହା ନିରପେକ୍ଷ ହେବ।
@chitta127
@chitta127 Ай бұрын
This Video is perfect.... Contents.. Thumbnail...Subject matter...Title...Tags.. Voice... Length 12 mnts... ..Description given inside 👌
@reetap4008
@reetap4008 Ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ଆପଣଙ୍କୁ ବହୁତ ସୁନ୍ଦର ପରିବେଷଣ ପାଇଁ 🙏
@SidharthPrasadDas
@SidharthPrasadDas Ай бұрын
ବା ସୁନ୍ଦର ଉପସ୍ଥାପନା, ଧନ୍ୟବାଦ ଆଜ୍ଞା, ତେବେ ଯାତ୍ରା ଚାଲୁଛି ତେବେ ଭିତରେ ଭିତରେ, rss ଆଉ bjp ଗୋଟେ ମୁଦ୍ରା ର ଦୁଇଟି ପାର୍ଶ୍ୱ, ଯା ହେବ ଆଉ
@sadhudas2758
@sadhudas2758 Ай бұрын
ବିଜେପିର ମତ ମହିଳାଙ୍କ ପରାଧୀନତା
@PurnachandraPanda-vx2nj
@PurnachandraPanda-vx2nj Ай бұрын
ଆର୍ଥିକ ସହଯୋଗ କରିପାରୁନଥିବାରୁ ଆମେ ଦୁଃଖିତ ।
@SimanchalChaudhuri
@SimanchalChaudhuri Ай бұрын
ବହୁତ୍ ବଢିଆ ମତ ରଖିଲେ👍👍👍
@dillipsahoo7921
@dillipsahoo7921 Ай бұрын
ନ୍ୟାୟ ପାଇବା ଆଶା ବହୁତ୍ କମ୍ କାରଣ ବିଚାରପତି RSS ର ସଭ୍ୟ ଥିଲେ
@sanjuktamohanty9668
@sanjuktamohanty9668 Ай бұрын
Thank you so much for your right information 😊 ☺️ 🙏
@abhirampradhan9138
@abhirampradhan9138 Ай бұрын
Right sir
@chitta127
@chitta127 Ай бұрын
Thanks
@bhanuprakashbehera4419
@bhanuprakashbehera4419 Ай бұрын
ଗେରୁଆ ରଙ୍ଗର ଏଇଟା ଅସ୍ଥିମଜ୍ଜାଗତ ସ୍ଵଭାବ....................!!!!!! ଆଉ କଣ ବା ଆଶା କରାଯାଇପାରେ......!!!!!!!!!!
@NirodPadhi
@NirodPadhi Ай бұрын
Super analysis
@SoumyaranjanPandey-do8ke
@SoumyaranjanPandey-do8ke Ай бұрын
Shame on Mohan Majhi. He is not capable at all. RSS member will not do justice to this incident 😢😢😢😡😡😡😡😡😡😡
@uksatapathy1
@uksatapathy1 Ай бұрын
Justice Das will give the best, we should expect
@hadibandhusamal3924
@hadibandhusamal3924 Ай бұрын
ଠିକ୍
@bibhuprasadnanda6922
@bibhuprasadnanda6922 Ай бұрын
Right
@jayantsahu9870
@jayantsahu9870 Ай бұрын
ତଦନ୍ତ ର ଦିଗ କଣ ହେବ ଜଣା ଯାଉଛି
@jawaharlalsethi6238
@jawaharlalsethi6238 Ай бұрын
❤right❤
@subashbaraj
@subashbaraj Ай бұрын
Keep your hope alive but nothing will happen, ultimately victim will be victimized Thanks
@travelexploreodisha735
@travelexploreodisha735 Ай бұрын
Sir all knows that nothing will come from the inquiry....the police officers will be punished only to suspension level...& that's all the out of the inquiry.... because after 60/70 days people would have forgotten the matter...
@rashmidmohanty2456
@rashmidmohanty2456 Ай бұрын
ପୋଲିସ ର ପ୍ରଥମ ସମସ୍ୟା ହେଉଛି ଯଦି ସେମାନଙ୍କୁ ଏଫଆଇର ରଖିବାକୁ କହିବ ତେବେ ସେମାନେ ସଂଗେ ସଂଗେ ପୋଲିସ ମାନେ ରାଗି ଯାନ୍ତି ...ହୁଏତ ହାତ ଗୁଂଜା ଦେଇ ଚାକିରୀ କରିଛନ୍ତି .... ଇଂରାଜୀ ରେ ଲେଖିବାକୁ ଡରୁଛନ୍ତି ନ ହେଲେ ତାଙ୍କର କି ଲାଭ ଅଛି ସେ କଥା ଭାବୁଛନ୍ତି ....ଲୋକଙ୍କ ଦୁଃଖ କଥା ତା ଭାବିବା ବହୁତ ଦୂର ର କଥା ...ଆଉ ଗୋଟେ ବଡ କଥା ହେଲା ପୋଲିସମାନେ ନିଜକୁ ବିଚାରପତି ଭଳି ମାନେ କରୁଛନ୍ତି ....ସେଥି ପାଇଁ ଅଭିଯୋଗକାରୀଙ୍କ ଗାଳି ମନ୍ଦ କରିବା ମଦ ମାରିବା ଧମକେଇବା ଇତ୍ୟାଦି ଇତ୍ୟାଦି ସବୁ ଅନ୍ୟାୟ କାମ କରୁଛନ୍ତି .....ଯଦି ଜଣେ ଝିଅ ନିଶା ଶକ୍ତ ଅବସ୍ଥା ରେ ପୁରୁଷ ମାନଙ୍କ ଦ୍ୱାରା ନିର୍ଜଚିତ ହୋଇ ଥାନା କୁ ଆସିଛି ଅଭିଯୋଗ କରିବା ପାଇଁ ...ତା ମାନେ କଣ ତାକୁ ବଳାତ୍କାର କରିବେ ଥାନା ବାବୁ ମାନେ ??? ସବୁ ଭାଇରଲ ବିଡ଼ିଓ ଫୁଟେଜ ପୀଡିତ ଝିଅ ବିରୋଧର ପୋଲିସ ହିଁ ଛାଡୁଛୁ ଇଣ୍ଟେର୍ନେଟ ରେ .....ତାର ଚରିତ୍ର ସଂହାର କରି ନିଜକୁ ନିର୍ଦୋଷ ଦେଖେଇବା ପାଇଁ ....ଥାନା ରେ ସିସିଟିଭି ଥିଲା ସେଥି ପାଇଁ ଫୂଟଜେ ମିଳିଲା କିନ୍ତୁ ....ନିର୍ଯାତନା ଦିଆ ଯାଇଥିବା ପ୍ରକୋଷ୍ଠ ର ଫୁଟେଜ କୁ ନଷ୍ଟ କରି ଦିଆ ଯାଇଛି...ପୀଡିତ ର ରେକର୍ଡ ଫୁଟେଜ ଯାହା ସେ କହୁଛନ୍ତି ପୋଲିସ ଉଚା କର୍ମକର୍ତା କୁ ସେ ଦେଇଛନ୍ତି...ସେ ପଦସ୍ଥ ପୋଲିସ କର୍ମଚାରୀ କିଏ ଯିଏ ପୀଡିତ ର ଫୁଟେଜ କୁ ନଷ୍ଟ କରିଛନ୍ତି ନିଜ ପୋଲିସ ଭାଇ ଙ୍କୁ ରକ୍ଷା କରିବାକୁ ତାର ବି ତଦନ୍ତ ହେବ ଉଚିତ ...............
@satyapriyaswain6208
@satyapriyaswain6208 Ай бұрын
BJP is a curse
@pradeepchoudhury4313
@pradeepchoudhury4313 Ай бұрын
Waa talented journalist in our odisha
@mamatamaharana1784
@mamatamaharana1784 Ай бұрын
Kete sundar bichar dhara apana nkr sir 🙏👌👌👌
@PurnachandraPanda-vx2nj
@PurnachandraPanda-vx2nj Ай бұрын
ସାରା ଓଡ଼ିଶାର ସ୍ୱ ର ପୋଲିସ୍ ରବିରୋଧି ,ଓଡ଼ିଶାର ନେତା ମୋହନ ମାଝୀ ଯଦି ଜାଣି ନାହାଁନ୍ତି , ତାହାହେଲେ ସେ ଓଡ଼ିଶାର ନେତା ହେବାକୁ ଯୋଗ୍ୟ ନୁହନ୍ତି ବୋଲି ମୋର ବ୍ୟକ୍ତିଗତ ମତ ,ନା ଆପଣ ମାନେ କଣ କହୁଛନ୍ତି ?
@sanjuktamohanty9668
@sanjuktamohanty9668 Ай бұрын
How can we expect justice ⚖️ 😔
@gopalchandrapallai5200
@gopalchandrapallai5200 Ай бұрын
Adani and RSS will rule this state.
@Rakesh.Panigrahi
@Rakesh.Panigrahi Ай бұрын
❤❤❤❤❤
@rasmiranjanbehera7396
@rasmiranjanbehera7396 Ай бұрын
You are Right sir
@felixnayak6317
@felixnayak6317 Ай бұрын
ଭାରତରେ, ସାଧାରଣ ଭାବେ ସତକଡା 95 ଭାଗ ଦୁର୍ନିତି ନେତା ଓ କର୍ମଚାରୀମାନେ ଓ ଜନତା ଲଜା ଓ ନିନ୍ଦା ଓ ଅପମାନକୁ ଖିରି ଓ ରସଗୋଲା ଭାବେ ଆସ୍ବାଦନା କରନ୍ତି, ଏମାନକୁଂ ରୋଡ ଉପରେ ଘୋଷାଡି ଘୋଷାଡି ମାରିଲେ ମଧ୍ୟ ଦୁର୍ନିତି ଛାଡି ପାରିବେନି। ଯେଉଁ ସତକଡା 5 ଭାଗ ସଚୋଟ ନେତା ଓ ଓଫିସର ଓ ଜନତା ଅଛନ୍ତି, ସେମାନକଂ ଯୋଗୁ ଦେଶ କଷ୍ଟେମଷ୍ଟେ ଚାଲିଚି ଆଉ ତିଷ୍ଠିଛି!
@biswakalyanimohanty569
@biswakalyanimohanty569 Ай бұрын
ଆପଣ ଆଶା କରନ୍ତୁନି , ସିଏ ତାଙ୍କ ହିସାବରେ କରିବେ, ଆପଣ ଙ୍କୁ ଭଲ ଲାଗିପାରେ, ନ ଲାଗି ପାରେ
@drbasantkumardash4641
@drbasantkumardash4641 Ай бұрын
Right suggestion to honourable Justice Dash Kedar Babu. Lets wait what type of report of the commission is coming.
@SimanchalChaudhuri
@SimanchalChaudhuri Ай бұрын
Sir ଆଶା ରଖିବା ଏଥର କିଛି ମାତ୍ରାରେ ସୁଧୁରିବେ କିନ୍ତୁ ଯୋଉମାନେ ସୁଧୁରିବେନି ସେମାନଙ୍କୁ ଆଇନର ଛାଟ ଦରକାର l
@SantoshKumar-ke2gx
@SantoshKumar-ke2gx Ай бұрын
The state government is a serious lier as they are telling lies in the general assembly and to the honorable High court as the total number of police station in Odisha is served different on number as C M had served a number in assembly and solicitor general had tolled another number to honorable High court
@pravashmishra1178
@pravashmishra1178 Ай бұрын
ଆଉ କିଛି ନ୍ୟାୟ ମିଳିବ ନାହିଁ ବୋଲି ପ୍ରମାଣିତ @ ସି ଆର୍ ଦାସ ଆର୍ ଏସ ଏସ 😢
@RameswarMahakur-m7t
@RameswarMahakur-m7t Ай бұрын
Very nice sir
@pabitramohannayak1551
@pabitramohannayak1551 Ай бұрын
May be he has no wife nor daughter nor mother nor sister!
@omkarahi
@omkarahi Ай бұрын
Police mindset will never change, because British mindset if still there from top to bottom. See our politicians and other bureaucrats, how they live luxuriously with the taxpayers money and how they behave in public.
@AjayJena-uq8tt
@AjayJena-uq8tt Ай бұрын
Ap ke jese masiha honachaia sir
@ramachandrasahoo7067
@ramachandrasahoo7067 Ай бұрын
କେଦାର ଭାଇ ଆପଣଙ୍କର ସମସ୍ତ ବିଶ୍ଳେଷଣ ବହୁତ ବାସ୍ତବ୍ୟ ରହିଛି ତେଣୁ ମୁଁ ଆପଣଙ୍କୁ ବହୁତ ପସନ୍ଦ କରୁଛି ।ମୁଁ ଅପଣକ ସହିତ ସାକ୍ଷାତ କରିବାକୁ ଚାହୁଁଚି ।ତେଣୁ କେଉଁଠି ପାଇବି ଜଣାଇବେ ମୋର ମୋବାଇଲ ନମ୍ବର ୭୩୮୧୭୭୮୪୯୭ .
@debasishpatra1366
@debasishpatra1366 Ай бұрын
Mr Justice (Retd) belong to RSS Who may be influenced by Mr Honorable PM BJP.
@bbsenapati2245
@bbsenapati2245 Ай бұрын
Sir RSS loka. Inquiry upre question mark. Pidita ku Naya milu
@sushantadalai400
@sushantadalai400 Ай бұрын
💯🙏🏻
@uksatapathy1
@uksatapathy1 Ай бұрын
Justice Dash is a retired and matured law professional. Let him be RSS supporter or BJP supporter, We hope he can't just leave his character tarnished
@drtusharkantinayak7523
@drtusharkantinayak7523 Ай бұрын
Laws exist & no further recommendations required for working of police . With the existing laws many were broken in Bharatpur . The accused police personnels must be arrested without further delay based upon the case filed by the lady & major . Rest be left to the judicial process . All attempts are being made to hush up the case so that the culprits ( police & hooligans ) go scot free . Nothing expected of this commission. Any specific reason to appoint Justice Das whose track record was questioned by the SC ?
@KedarPattnaik
@KedarPattnaik Ай бұрын
କେଦାର.ପଟ୍ନନାଯୂକ
@swarnaprabhalenka572
@swarnaprabhalenka572 Ай бұрын
Sir rati duitare bulebaku jai nathile tanku abchara kara jaichi khale bidakale habani 20 barSa jalre katiba darakar
@souravpradhan5186
@souravpradhan5186 Ай бұрын
CR became justice at time of UPA Govt.
@kalpanamohanty4251
@kalpanamohanty4251 Ай бұрын
He bhagawan peeditaku nyaya milu
@srikant11
@srikant11 Ай бұрын
Dear government and coat ya jiea b rule change karichanti new rule tiaari kara government sector re jiea 7 time bhul kariba tanku totally job ru bahar karajiba with half pension miliba life sara ...bass atiki kariki dekha aa se central government hau ki any state government atiki kariki dekha gote bhul b karibaku 100thara bhabibe just try it ... 🍃
@Deshbhakt-hx9du
@Deshbhakt-hx9du Ай бұрын
❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉
@bhushanlalsharma2268
@bhushanlalsharma2268 Ай бұрын
Nyayik prakriya re rajaneeti posila pare au nutral justice rahiba kahin. Om.
@SanjayaBehera-to8hl
@SanjayaBehera-to8hl Ай бұрын
Rajya pala pua mada case pandara dina re report asibaku tini masa sarigala result fail kintu major mada case sixty dina ta fainal heba odisha basi bhulijaa
@ManashRanjanMishra-q2r
@ManashRanjanMishra-q2r Ай бұрын
Ramnidanta kosalbisayare kihikuhantu
@dasharathi2271
@dasharathi2271 Ай бұрын
Bhanja kuaade gale😅😅😅
@sayanodisha9650
@sayanodisha9650 Ай бұрын
Thanks
@entertainmenthub4464
@entertainmenthub4464 Ай бұрын
Thanks
@samata-kedarmishra
@samata-kedarmishra Ай бұрын
Thanks a lot. Grateful.
Каха и лужа  #непосредственнокаха
00:15
When u fight over the armrest
00:41
Adam W
Рет қаралды 24 МЛН
LIVE || 7 PM Bulletin || Breaking News || PrameyaNews7
Prameya News7
Рет қаралды 26
Nupur Sharma Controversy
17:12
Nitish Rajput
Рет қаралды 2,8 МЛН
PM Modi Live | Public meeting in Pune, Maharashtra
Narendra Modi
Рет қаралды 10 М.