Naba Das Murder Case, Dipali Demands CBI Probe | Nirbhay Gumara Katha

  Рет қаралды 14,249

Nirbhay

Nirbhay

Күн бұрын

Naba Das Murder Case, Dipali Demands CBI Probe | Nirbhay Gumara Katha #NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: www.youtube.co....
Facebook: / nirbhayodia
Twitter: / nirbhaytubeodisha Politics,Odisha News,Khabar Odisha,Odisha Khabar,Rokthok,Nirbhay Khabar,Nirbhay,Politics,Odisha Corruption,BJD,Odisha BJP,BJD Party Office,Bhubaneswar,Odisha,BJD Politics,Odia News,Nabin Das,Nirbhaya,CM Naveen Patnaik,Biju Janta Dal,Election,Monomohan samal,Narendra Modi,PMO,V K Pandian,puri,SocialMedia,P K Mishra,India Today,CMO,NUA O,BJP ODISHA,Kartika Pandian,Vote,Naveen Pattnaik,Mohan Ch Majhi,VKP,Jute Bag Scam,Subhadra,Paddy
Instagram: / in
PH NO -9124469621

Пікірлер: 148
@bishnucharnrana3282
@bishnucharnrana3282 4 сағат бұрын
ବହୁଦିନ ତଳେ ଗୋଟିଏ ଗୀତ ଓଡ଼ିଶାରେ ଚହଳ ପକାଇଥିଲା, "ଲେ ନବୀନା,ଟିକେ ପଛକୁ ଅନା,ପଛରେ ବସିଛି କାଳିଆ ସୁନା" ।ତେଣୁ ଚକା ଆଖି ସବୁ ଦେଖୁଛି !
@dipakpanda9075
@dipakpanda9075 4 сағат бұрын
ବିଜେପି ସରକାର ସବୁ file ଖୋଲିବା ଉଚିତ l
@mrhara1801
@mrhara1801 4 сағат бұрын
ସାର ଗୋଟେ କଥା ପାଇଖାନା ଟାଙ୍କି ରୁ ଯିଏ କାଗଜ ବାହାର କରିଥିଲେ ତାଙ୍କୁ ପ୍ରଥମେ ଜେରା କରା ଗଲେ ନବ ହତ୍ୟା ର ସବୁ ରହସ୍ୟ ବାହାରିଯିବ... ଜୟ ଜଗନ୍ନାଥ 🙏
@prabalbehera9282
@prabalbehera9282 3 сағат бұрын
ବଢିଆ ମଞ୍ଜି କଥା ଟିଏ କହିଛନ୍ତି ସାରେ
@spykerbabu8404
@spykerbabu8404 3 сағат бұрын
ଏମିତି ବିଶ୍ଳେଷଣ କରନ୍ତୁ ନାହିଁ ସର୍ ପଣ୍ଡିଆନ ର ହାର୍ଟ ଅଟେକ୍ ହୋଇଯିବ ।
@kishorchsrichandan307
@kishorchsrichandan307 4 сағат бұрын
କିଛି ହେବନି, ପରିବାର ଲୋକେ ଅଭିଯୋଗ ଲିଖିତ ଭାବରେ ଦେବେ ନାହିଁ। କେବଳ ନାଟକ କରୁଛନ୍ତି।
@chittaranjanbehera8173
@chittaranjanbehera8173 2 сағат бұрын
ଆପଣ ଯାହା କହିଛନ୍ତି, ତାହା ଅପ୍ରିୟ ସତ୍ୟ ।
@basantapattnaik7812
@basantapattnaik7812 Сағат бұрын
ଦୀପାଳି ଏବଂ ବିଶାଳ ଦୁଇ ଭାଇ ଭଉଣୀ ନାଟକ କଲା ପରି ଲାଗୁଛି ଲିଖିତ ଦେଲା ପରି ଲାଗୁନାହିଁ l
@santoshbiswal6256
@santoshbiswal6256 4 сағат бұрын
ସାର ପ୍ରଣାମ. ଦୀପାଳି ଏବଂ ବିଶାଳ ଦାସ ତୁରନ୍ତତଦନ୍ତ କରିବା ପାଇଁ ଅନୁରୋଧ କରନ୍ତୁ. କାରଣ ଦୀପାଳି ମାଡାମ ଆପଣକୁ ବିଜେଡି ବାଲେ କିଛି କରି ପରି ବେନି. ଆପଣକ ବାପା କୁ ନ୍ୟାୟ ମିଳି ବାକୁ ଓଡିଶା ବସି ଅନେଇ ଅଛନ୍ତି. ଜୟ ଜଗନ୍ନାଥ.
@mishrabisudhananda3551
@mishrabisudhananda3551 4 сағат бұрын
କିନ୍ତୁ ମାହାଙ୍ଗା ଯୁଗ୍ମ ହତ୍ୟା ମାମଲା, ମମିତା ହତ୍ୟା ମାମଲା ଏମିତି ବିଜେଡି ବେଳର ପ୍ରାୟ ସମସ୍ତ ମାମଲା ମାଟି ତଳେ ଦବିଗଲା।ବିଜେଡି ର ହଜାର ହଜାର କୋଟି ଦୁର୍ନୀତି ର କିଛି ମାଝୀ ସରକାର କିଛି କଲେନି ମାତ୍ର ଉକ୍ତ ନୃଶଂସ ହତ୍ୟା ର ତଦନ୍ତ ତ ହଉ,ନା ମାଝୀ ସରକାର ଏ ବିଷୟରେ ନୀରବ ରହିବେ?
@trilochanpatnaik6321
@trilochanpatnaik6321 4 сағат бұрын
ଆପୋଲ ହସ୍ପିଟାଲ ରେ ଷ୍ଟ୍ରେଚର ରେ ନବ ଦାସ ଙ୍କୁ ନବୀନ ପଟ୍ଟନାୟକଙ୍କ ନମସ୍କାର ଜଣେଇ ଦେଇଥିଲା ଯେ ନବ ଦାସ ଝାରସୁଗୁଡ଼ା ଠାରେ ଶେଷ ନିଃଶ୍ୱାସ ନେଇ ସାରିଥିଲେ। କେବଳ ପ୍ରହସନ କରି ତାଙ୍କୁ ଭୁବନେଶ୍ବର ଅପୋଲ କୁ ଅଣାଯାଇ ଥିଲା।
@BiswaPradhan-qy5vc
@BiswaPradhan-qy5vc 3 сағат бұрын
Right
@Narmada-s3y
@Narmada-s3y 3 сағат бұрын
ନକହି ନକହି ସବୁ କଥା କହି ସାରିଲେଣି ନବିନ୍ ଭାଇ ବିଶାଳ କେବେ ଥାନାରେ?
@Umlenka
@Umlenka 4 сағат бұрын
BJD IT Cell ପିଲା ଏବେ ଆପଣଙ୍କ ପଛରେ ପୁଣି ଥରେ ପଡ଼ିବା ଆରମ୍ଭ କରିଦେଲେଣି ସୋସିଆଲ ମିଡ଼ିଆ X ରେ। ସାଧାରଣ ଲୋକ ମଧ୍ୟ ତାଙ୍କୁ ଉଚିତ୍ ଜବାବ୍ ଦେଉଛନ୍ତି, ମୁ ମଧ୍ୟ ଉଚିତ୍ ଜବାବ୍ ଦେଇଛି। ମୋର ଅନୁରୋଧ ବିଜେଡି IT ସେଲ୍ ପିଲାଙ୍କ ଉଦ୍ଦେଶ୍ୟ ରେ ଗୋଟେ ଭିଡିଓ କରି ସତ ଲୋକଙ୍କୁ ସାମ୍ନା କୁ ଆଣନ୍ତୁ।
@saratmishra7100
@saratmishra7100 4 сағат бұрын
ଆଜ୍ଞା ନମସ୍କାର। ଦିପାଳି ଦାସ ଓ ବିଶାଳ ଦାସ ସତରେ ଚାହୁଛନ୍ତି ବୋଲି ଆମକୁ ହୃଦବୋଧ ହେଲାନି, ଯେତେବେଳେ ଏକ ଘୋରୋଇ ଚ୍ୟାନେଲ ନିଉଜ 18 ରେ ନିଜ ମତ ବ୍ୟକ୍ତ କରୁଥିଲେ। ଲାଗୁଥିଲା BJP ସରକାର ଙ୍କୁ ଥଟା କରୁଥିଲେ, ଅନ୍ୟ ମାନଙ୍କର ସନ୍ଦେହ ଯେପରି ନହଉ, କାରଣ, ନବୀନ ବାବୁ ଙ୍କୁ ସେମାନେ କ୍ଲିନ୍ଛିଚିଟ ଦେଲେ। କାରଣ ସେମାନେ ରାଜନୈତିକ ପ୍ରତିଷ୍ଠା ହରେଇବାର ଡର ଅଛି। Pandian ବାବୁ କିଛିଭି କରି ପାରନ୍ତି।
@pranatijena7665
@pranatijena7665 4 сағат бұрын
Right
@ishwarchandra3980
@ishwarchandra3980 3 сағат бұрын
ପାଣ୍ଡିଆନ କିଛି ଆକ୍ସନ ନେଲେ ବିଜେପି ଅଛି ! ସେଇଟା ବଡ଼ କଥା ନୁହଁ କଥା ହେଉଛି ଏବେ ଦୀପାଳି ଦାସ, ବିଶାଳ ଦାସ ଆଉ ଗୋପାଳ ଦାସଙ୍କ ଜୀବନ ପ୍ରତି ବିପଦ !
@rajanikantabiswal2669
@rajanikantabiswal2669 3 сағат бұрын
ସାର୍ ନମସ୍କାର ନବ ଦାସ ଙ୍କ ଆମ୍ତା କାନ୍ଦୁ କି ନାହିଁ କିନ୍ତୁ ନିରିହ ଗୋପାଳ ଦାସ ର ନିଶ୍ୱାସ ବିଜେଡି ଦଳ ଉପରେ ନିଶ୍ଚିତ ପଡିଲା, କିନ୍ତୁ ଯେତେ ବାଡେଇ ଛାଟି ହେଲେ କିଛି ଲାଭ ନାହିଁ ବିଜେପି ର ଅଦୃଶ୍ଯ ଶକ୍ତି ର ହାତ ଅଛି
@SabitaKhuntia-ih5yq
@SabitaKhuntia-ih5yq 4 сағат бұрын
Jay Jagannath sir namaskar excellent presentation 🙏🙏
@KamalakantaNayak-z3o
@KamalakantaNayak-z3o 3 сағат бұрын
ଭୁବନେଶ୍ବର ର ଏକ ଜନଗହଳି ପୂର୍ଣ୍ଣ ଛକରେ କାହାର ଦାମି କାର ଗୋଟିଏ ନିରୀହ ଝିଅ ର ଜୀବନ ନେଇଥିଲା ଓ ଜଣେ ସିଆରପିଏଫ ଯବାନ ଗୁରୁତର ଆହତ କରିଥିଲେ ସେ କାର୍ କାହାର? କାର୍ ମାଲିକ ସେ ଦୁଇ ପରିବାର କୁ ଭେଟିଥିଲେ କି ? ଆମେ ଶୁଣି ଥିଲୁ ଯେ ଗାଡ଼ିଟି ବିଶାଳ ଦାସ ଙ୍କର।
@manasdas5715
@manasdas5715 3 сағат бұрын
ଆଞ୍ଜା ଠିକ୍ କଥାଟା ଆପଣ କହିଛନ୍ତି ନବ ଦାସ ହତ୍ୟାକାଣ୍ଡ ଉପରେ କିନ୍ତୁ ବିଚାରା ଗୋପାଳ ଟା ବଞ୍ଚିଗଲା ଅମେରୁଦଣ୍ଡି ନବୀନ ସରକାର ଜାଇଥିବାରୁ, ନହେଲେ ଗୋବିନ୍ଦ ସାହୁ ଭଳିଆ ଜାମୁ କୋଳି ରସିରେ ଫାସି ଦେଇଥାନ୍ତା ଜେଲରେ, ଶୁଣାଯାଏ ନବ ଦାସ ଙ୍କ ଗୁଳିବିଧ୍ୟ ସାର୍ଟ ର ପତ୍ତା ନାହିଁ ,ଧର୍ମ ଅଛି ଆଞ୍ଜା ଯୁଗେ ଯୁଗେ 👌🙏
@PurnachandraBehera-if5tu
@PurnachandraBehera-if5tu 4 сағат бұрын
ଜୟନାରାୟଣ ଜିନ୍ଦାବାଦ। ଜୟନାରାୟଣ ଯାହା କହିଥିଲେ ତାହା ଠିକ BJD ସରକାର ଏଥିରେ ଦାୟୀ।
@ishwarchandra3980
@ishwarchandra3980 3 сағат бұрын
ଦାୟି କଣ ଭାଇ ନବୀନ,ପାଣ୍ଡିଆନ, ବବି ଦାସ ମିଶିକି ପ୍ଲାନ କରି ମାରିଦେଲେ ନବ ଦାସ କୁ ! ତାଙ୍କ ପ୍ଲାନ କଣ କିଛି ବୁଝିପାରିଲ ନାହିଁ ? (1) ଅରୁଣ ବୋଥ୍ରା ରେଡି ରେ ଥିଲା ଝାରସୁଗୁଡା ଯିବା ପାଇଁ ! (2) ଜଣେ ଡାକ୍ତର ରେଡି ରେ ଥିଲା ଗୋପାଳକୁ ପାଗଳ ଆଖ୍ୟା ଦେବା ପାଇଁ !( 3) ଆପୋଲୋ ରେଡିରେ ଥିଲା ନବ ଦାସର ମୃତ୍ୟୁ ଘୋଷଣା ଟିକେ ଡେରିରେ କରିବା ପାଇଁ ! ନବୀନ ବି ରେଡି ରେ ଥିଲା ପରିବାରଙ୍କୁ ସମବେଦନା ଜଣାଇବା ପାଇଁ ! ଆଉ ରେଡିରେ ଥିଲା ନବୀନ ବିରୋଧୀଙ୍କ ଜବାବ ଦେବା ପାଇଁ ଏକା ଥରେ FBI ତଦନ୍ତ ଶେଷରେ ପରିବାର ଚୁପ ବିରୋଧୀ ବି ଚୁପ !
@basantapattnaik7812
@basantapattnaik7812 4 сағат бұрын
ସାର ପ୍ରଣାମ 🙏🌹
@DilipKumar-ds5wd
@DilipKumar-ds5wd 2 сағат бұрын
ଲିଖତ ଅଭିଯୋଗ କରିବେନାହିଁ
@ishwarchandra3980
@ishwarchandra3980 3 сағат бұрын
ଧନ୍ୟବାଦ ନବୀନ ସାର 🙏 ଆପଣ ଗୁମର କଥାରେ ନବ ଦାସ ହତ୍ୟାର ବହୁତ ଗୁମର ଖୋଲିଦେଲେ ! ଏବେ ସେ ଭାଇ, ଭଉଣୀ ଙ୍କ ଇଚ୍ଛା ! କିନ୍ତୁ ଆପଣଙ୍କ ମିଡ଼ିଆ ଜରିଆରେ ଗୋଟେ ଅନୁରୋଧ ଯେ ଦୀପାଳି, ବିଶାଳ ଦାସ ଓ ଗୋପାଳ ଦାସ ଜୀବନ ପ୍ରତି ବିପଦ ! ପ୍ରତି ମୁହୂର୍ତରେ ସତର୍କତା ଅବଲମ୍ବନ କରିବା ଉଚିତ ! ଚୌଦ୍ୱାର ରେ 24 ଘଣ୍ଟିଆ କଡା ପ୍ରହରା ନ ହେଲେ ଗୋପାଳକୁ ଅନ୍ୟତ୍ର ଜେଲରେ ରଖିବା ଉଚିତ ! କାରଣ ଗୋପାଳ ହେଉଛି ମୂଳ ସାକ୍ଷୀ ! ନବ ଦାସ ହତ୍ୟାର !
@trilochanpatnaik6321
@trilochanpatnaik6321 2 сағат бұрын
@@ishwarchandra3980 ଗୋବିନ୍ଦ ଦାସ ର ଜେଲ ରେ ଯାହା ହେଲା ଗୋପାଳ ଦାସ କେସ ରେ ସେପରି ଯେପରି ନ ଘଟେ। BJD ବାଲା ଙ୍କୁ ବିଶ୍ୱାସ ନାହିଁ।
@dr.purnendutripathy5263
@dr.purnendutripathy5263 3 сағат бұрын
ନବୀନ ପଟ୍ଟନାୟକ ଏକ ଡନ ର ଭୂମିକାରେ ଥିଲେ।ଶେଷ ପାଞ୍ଚ ବର୍ଷ ସେ ଏମିତି କାମ କରିଚାଲିଥିଲେ। ଏଣୁ ସମ୍ବିଧାନ ରେ ଅହିଂସା କଥା କହୁଥିଲେ।
@RabindranathPanigrahi-t5l
@RabindranathPanigrahi-t5l 3 сағат бұрын
ଦିପାଳିଙ୍କୁ ଇଣ୍ଟରୋଗେଟ କରା ଯାଉ ସବୁ ଜଣା ପଡ଼ିବ ।
@PradeepBehera-l9g
@PradeepBehera-l9g 3 сағат бұрын
ସାର୍ ଆପଣଙ୍କୁ ମୋର ଅନ୍ତରରୁ ପ୍ରଣାମ କରୁଛି ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଭଲରେ ରଖନ୍ତୁ , ଆପଣଙ୍କର ଉପସ୍ଥାପନା ବହୁତ ସୁନ୍ଦର, ଜୟ ଜଗନ୍ନାଥ ସ୍ବାମୀ 🙏
@bulusethy9220
@bulusethy9220 4 сағат бұрын
❤❤❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ । 1ଷ୍ଟ
@kabitasahoo8385
@kabitasahoo8385 3 сағат бұрын
🙏Jaga sabu dekhuchi. Ahankari politicians, bureaucrats, doctors, and many more will face divine justice. I have faith 🙏 Prabhu 🙏
@AmiyaKumarSahoo-u3s
@AmiyaKumarSahoo-u3s 3 сағат бұрын
ଆପଣ ଟିକେ ବେଶି ଭାବିଦେଉଛନ୍ତି କିଛି ହବନି, ରାଜନୀତି ରେ ଆମେ ଯୋଉ କଥା ଭାବିଥାଉ ତାର ଓଲଟା ହୁଏ. ଲୋକେ ବିଜେପି କୁ ଭୋଟ ଦେଇଥିଲେ ବିଜେଡି ର ଦୁର୍ନୀତି ଓ ଅରାଜକତା କୁ ପର୍ଦାଫାଶ କରିବ କିନ୍ତୁ ବିଜେପି ନେତା ତାଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ଲାଗିପଡିଲେଣି.
@ishwarchandra3980
@ishwarchandra3980 3 сағат бұрын
100% right 👍
@RanjanBehera-ge1kf
@RanjanBehera-ge1kf 3 сағат бұрын
☀️ Absolutely Correct you said 💯 my dear brother..👍
@nagrajkottapali3319
@nagrajkottapali3319 3 сағат бұрын
Kichi pramana miliba nahin ... Sabu nasta heigalani... 🙏🙏🙏
@Jagannath-oc9ht
@Jagannath-oc9ht 3 сағат бұрын
ମୁଁ ଖୁବ ହସିଲି ଯେତେବେଳ ଭାଇ କହିଲେ ଷଡଯନ୍ତ୍ର କାରାଙ୍କ ହ୍ରୁତ୍କ୍ଳିୟା ବନ୍ଦ ହୋଇଜାଇପାରେ ' ଠକ୍' କହିଲେ ଅର୍ଥାତ୍ କହିବା ଶୌଳି ସେମିତି ଥିଲା ।
@laxmidharapanda6086
@laxmidharapanda6086 2 сағат бұрын
ନବଦାସ ହତ୍ୟାକାଣ୍ଡର ସଠିକ ତଦନ୍ତ ହେଲେ ରାମାୟଣର କୈକେୟୀ ଚରିତ୍ରଠାରୁ ଅଧିକ ନିନ୍ଦିତ ହୋଇଯିବେ ନବୀନ ପଟନାୟକ ! ଯେପରି କୈକେୟୀ ନାମରେ କୌଣସି ଝିଅଙ୍କ ନାମ ନଥିବାପରି ଭବିଷ୍ୟତରେ କୌଣସି ବାପାମାଆ ପୁଅଙ୍କ ନାମ ନବୀନ ଦେବେନାହିଁ ! କ୍ଷମାକରିବେ ସାର ଆପଣଙ୍କ ନାମ ବହୁପୂର୍ବରୁ ରହିଛି, ତେଣୁ ଦୋଷାବହ ନୁହେଁ !
@laxmiprasadmohanty3690
@laxmiprasadmohanty3690 3 сағат бұрын
ଖାଲି ମାଖୁନାରେ ଏମିତି ଗୁଡ଼ାଏ ଘଣ୍ଟା ଚକଟା ଓ କାଦୁଅ ଫୋପଡ଼ା ଫୋପଡି ହେବେ । ଫଳ ଶୂନ । ସମୟ ଗଡ଼ିଯିବ, ଲୋକେ ବି ଆସ୍ତେ ଆସ୍ତେ ଭୁଲିଯିବେ ।
@Jagannath-oc9ht
@Jagannath-oc9ht 4 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ।
@trilochanpatnaik6321
@trilochanpatnaik6321 4 сағат бұрын
ଅନ୍ୟ ଦେଶ, ରାଜ୍ୟ ଇତ୍ୟାଦି ରେ କୌଣସି ଦୋଷ ଓ ଦୁର୍ନୀତି ଇତ୍ୟାଦି ରେ ଥିବା ରାଷ୍ଟ୍ରପତି , ମୂଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଇତ୍ୟାଦି ଦଣ୍ଡ ପାଇ ଜେଲ୍ ଯାଇ ପାରୁଛନ୍ତି, କିନ୍ତୁ ଓଡ଼ିଶା ରାଜ୍ୟରେ ଯାହା କଲେ ବି ଦଣ୍ଡ ନାହିଁ। ଏଠାରେ ସବୁ ରାଜ ନିତିଆ ମାନଙ୍କୁ ଚାରି ଖୁଣ୍ ମାଫ୍। ଏହା କଣ ଓଡ଼ିଶା ର ଅସ୍ମିତା?
@ravipatnaik79
@ravipatnaik79 2 сағат бұрын
ଧରାବକ୍ଷରେ ନ୍ୟାୟ ମିଳୁ କି ନମିଳୁ, କର୍ମ ନିଶ୍ଚୟ ଫଳ ଦେବ ... ...
@SurendraMishara-h1p
@SurendraMishara-h1p 4 сағат бұрын
ସାଦର ପ୍ରଣାମ, 🙏କଥାରେ ଅଛି," ପୁରୁଣା ଘାଆକୁ ଉଖାରିଲେ ସାରା ଦେହକୁ ବିନ୍ଧେ "... ନବ ଦାଶ ହତ୍ୟା ରୂପକ ଘାକୁ ନବ ଦାସଙ୍କ ପରିବାର ଉଖାରିବେ ନା ଘାଆରେ ମଲମ ମାରିବେ, ତାକୁ ଦେଖିବାକୁ ଓଡିଶାବାସୀ ଚାହିଁ ବସିଛନ୍ତି... ଜୟ ଶ୍ରୀରାମ 🙏🙏🙏
@prabinakumarmuduli7573
@prabinakumarmuduli7573 4 сағат бұрын
Very nice presentation & right word to Deepali and Vishal.
@santoshnarayanbhagat2437
@santoshnarayanbhagat2437 3 сағат бұрын
Jay jagannath best analices sir
@Narmada-s3y
@Narmada-s3y 4 сағат бұрын
କାମିନୀ କାମିକା କାମିୟା🎉🎉
@kabitasahoo8385
@kabitasahoo8385 3 сағат бұрын
Loved " bhidi ki chatkana" analysis. Thank you. 🙏❤
@prasantakumarswain3419
@prasantakumarswain3419 3 сағат бұрын
ସଫା ହୋଇଯିବ,FBI ବଡ଼ ନା CBI ବଡ଼ ? ଯଦି slip of toung ଥିଲା ନବୀନ ମାନି ଯାଆନ୍ତୁ ।
@narottammishra9353
@narottammishra9353 4 сағат бұрын
Nabin. Madua. Pandian. Chora ra. Hata. Achi🙏
@GolakaBiswal
@GolakaBiswal 2 сағат бұрын
Best analysis 🎉
@rajanikantachoudhury2343
@rajanikantachoudhury2343 4 сағат бұрын
ସାର ନମସ୍କାର. ଏ ନାଟକ ର ସୂତ୍ରଧର ନବୀନ ପଟ୍ଟନାୟକ. ଏପଟେ ଦୀପାଳି ସେପଟେ ଅଳକା ଉଭୟଙ୍କୁ ଆୟତ୍ତ ରେ ରଖିବା ପାଇଁ ଏଇ ନାଟକ ରଚିଥିଲେ. ହେଲେ ବର୍ତ୍ତମାନ କଥାଟା ଅଲଗା ହେବାକୁ ଯାଉଛି.
@bishnumishra8668
@bishnumishra8668 4 сағат бұрын
ଟୁକୁନି ସାହୁଙ୍କ ସ୍ୱାମୀ ଅଭିମନ୍ୟୁ ସାହୁଙ୍କ ହତ୍ୟାର ତଦନ୍ତ କେତେ ବାଟ ଗଲାଣି !??
@ishwarchandra3980
@ishwarchandra3980 3 сағат бұрын
ସେ କେସ ଥାଉ ନବ ଦାସ କେସ ଆଗ ଦେଖିବା 😁
@trilochanpatnaik6321
@trilochanpatnaik6321 4 сағат бұрын
Appollo hospital ରେ ନବୀନ ବାବୁ ନବ ଦାସ ଙ୍କୁ ନମସ୍କାର କରୁଥିବା ଦୃଶ୍ୟ ଟିକିଏ ନବୀନ ଦାସ ବାବୁ ନିର୍ଭୟ ରେ ଦେଖାଇଲେ ଲୋକେ ଥରେ ଦେଖନ୍ତେ।
@ishwarchandra3980
@ishwarchandra3980 3 сағат бұрын
Right 👍
@Narmada-s3y
@Narmada-s3y 4 сағат бұрын
ନବବର୍ଷ ରେ ନବବାବୁ ନବିନଂକୁ ? 🎉🎉🎉
@muralidharswain2494
@muralidharswain2494 4 сағат бұрын
ନବୀନ ବାବୁ ସାଦର ଅଭିନନ୍ଦନ 🎉
@sankarsansahoo47
@sankarsansahoo47 3 сағат бұрын
Jay shree jagannath prabhu jagannath apannkar Mangal karantu nabin bhai❤❤❤❤
@naikunthanayak209
@naikunthanayak209 7 минут бұрын
Jay shree jagannath ❤❤❤
@DeepakSahoo-uu2pi
@DeepakSahoo-uu2pi 46 минут бұрын
ଜୟ ଶ୍ରୀ ଜଗନ୍ନାଥ
@KUNJABIHARINAIK-r3h
@KUNJABIHARINAIK-r3h Сағат бұрын
କ୍ଷମତା ଲୋଭରେ ଦୀପାଳି ନିଜେ ବିବେକ ଶୂନ୍ୟ ହୋଇଗଲେ ଏବେ କ୍ଷମତା ଚାଲିଯିବାପରେ ଏବେ ନ୍ୟାୟଖୋଜୁଛନ୍ତି ଯାହାହେଉ ବହୁତ ବିଳମ୍ବରେ ହେଉପଛେ ଜ୍ଞାନର ଉଦୟ ହେଲା
@YTpro2003
@YTpro2003 4 сағат бұрын
Beautiful story ❤
@BhaktaHari-xy3lf
@BhaktaHari-xy3lf 3 сағат бұрын
Right ❤❤❤❤
@manjupravamishra8000
@manjupravamishra8000 4 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@sanjayadebta8681
@sanjayadebta8681 2 сағат бұрын
ଯେତେଦିନ ପର୍ଯ୍ୟନ୍ତ ସ୍ବର୍ଗତ ନବ ଦାସ ଙ୍କ ପରିବାର ହୃଦୟର ସହ ସତ ଘଟଣା ଜାଣିବାକୁ ଚାହିଁବେ ନାହିଁ କିଛି ସୁଫଳ ମିଳିବ ନାହିଁ, ଘଟଣା ସବୁଦିନ ପାଇଁ ଅନ୍ଧାରରେ ରହିଯିବ
@jyotiranjan203
@jyotiranjan203 3 сағат бұрын
Sir 🙏 🎉
@prafullamohanty5557
@prafullamohanty5557 53 минут бұрын
ସତ୍ୟ ମେଭ ଜୟଟେ। ନରହତ୍ୟ କେବେ ଲୁଚିବନହି। ଟିଭି ଷ୍ଣ ରେ ବସି ଭାଇ ଭଉଣୀ ମିଛ କହିଛନ୍ତି।
@SangramSinghSamant
@SangramSinghSamant 2 сағат бұрын
ସତ କଥା sir. Naba ଦାସ କଁ କଉଠି ହୋଟେଲ ଅଛି ଆଉ ତାର ନମ କଣ ଟିକେ କହି ପାରିବେ
@satishchandrabehera7291
@satishchandrabehera7291 4 сағат бұрын
ନବ ଦାସ ହତ୍ୟା ମାମଲା ଅତ୍ୟନ୍ତ ରହସ୍ୟମୟ। ଅସଲ ଖୁଲାସା ହେବ, ଲାଗିଲେ ତାଙ୍କ ପୁଅଝିଅ।।
@sahasranshupradhan8914
@sahasranshupradhan8914 47 минут бұрын
କ୍ଷମତା ଲୋଭ ରେ ଯଦି ଦିପାଳୀ ଓ ବିଶାଲ୍ ସେତେବେଳେ ଚୁପ୍ ରହିଲେ ଏବେ କେଉଁ ମୁହଁ ରେ ସିବିଆଇ ତଦନ୍ତ ଦାବି କରିବେ ???
@LaxmidharSamal-gt1pg
@LaxmidharSamal-gt1pg 3 сағат бұрын
Very nice Sir BJD will be end soon Sir.
@Sahooramakanta-yj4vx
@Sahooramakanta-yj4vx 2 сағат бұрын
Need such type of analysis now
@giridharibiswal8401
@giridharibiswal8401 2 сағат бұрын
ଯନ୍ତା ଭିତରେ ଏବେ ନିଜେ ବାଘୁଣୀ। ବାହାରିଲେ ଶିକାରୀ ମାରିଦେବ । ନ ବାହାରିଲେ ଭୋକରେ ମରିଯିବା.......😂
@baijnathagrawal3099
@baijnathagrawal3099 3 сағат бұрын
पद व पैसे से बहुत अधिक बाप होता हैं
@kishorechoudhury7844
@kishorechoudhury7844 Сағат бұрын
ନବୀନ ବାବୁ ଓ ପାଣ୍ଡିଆନ୍ ଆରାମରେ ଶୋଇ ପାରିବେ। ଧର୍ମେନ୍ଦ୍ର ଅଛନ୍ତି ନା ବିଜେପି ରେ।
@khirodhota1440
@khirodhota1440 2 сағат бұрын
ଏତେ ଅର୍ଥ ଲୋଭି ଭାଇଭଉଣୀ ବୋପା ମରୁ ପଛେ କିନ୍ତୁ ବୋପାର କଳା ଧନ ସୁରକ୍ଷିତ ରହୁ, ବର୍ତମାନ ସରକାର ବଦଳି ଗଲା ତେଣୁ କେମିତି କଳା ଧନ ସୁରକ୍ଷିତ ରହିବ ସେଥିପାଇଁ ଭାଇ ଭଉଣୀ ଭେଳିକି ଆରମ୍ଭ କରିଛନ୍ତି l
@saratsahu4354
@saratsahu4354 Сағат бұрын
ଲିଖିତ ଅଭିଯୋଗ କରିବା କଥା ଦୀପାଳି ଦାସ କାରଣ ଓଡିଶା ଜାଣିବା ଦରକାର କେତେ ଦୁର୍ନୀତି ହେଇଛି ନବଦାସ ମାରିବା ପାଇଁ, ଗୋଟିଏ ମନ୍ତ୍ରୀ କୁ ମାରି କେମିତି ଶାନ୍ତି ରେ ବସିଛନ୍ତି ଏବଂ ବୁଲୁଛନ୍ତି
@PurnachandraBehera-if5tu
@PurnachandraBehera-if5tu 3 сағат бұрын
ଲିଖିତ ଅଭିଯୋଗ ହେଲେ ମୋହନ ସରକାର cbi ତଦନ୍ତ କରିବାକୁ ଅନୁରୋଧ।
@susantasahoo9544
@susantasahoo9544 2 сағат бұрын
ଯେତେଦୂର ବିଶ୍ୱାସ ଦୀପାଳି ଦାସ କି ତାଙ୍କ ଭାଇ ମୋର ବିଶ୍ୱାସ ଲିଖିତ ଅନୁରୋଧ କରିବେ ନାହିଁ, ଯାହା '"ନିୟୁଜ 18 " ରେ 31:09 ଦୀପାଳି ଦାସଙ୍କ ମନ୍ତବ୍ୟରୁ ପ୍ରମାଣିତ / ସେ କହିଥିଲେ ଆଜିର ଶାସକଦଳ ସେ ସମୟର ବିରୋଧୀଦଳ ଭୂମିକାରେ ଥିଲାବେଳେ ନବ ଦାସଙ୍କ ହତ୍ୟାର "ସି ବି ଆଇ " ତଦନ୍ତ ଦାବିକରୁଥିଲେ /ଏବେ ସେମାନେ ଶାସନରେ , କହିଁକି କିଛି କରୁନାହାନ୍ତି /
@GaluRamMajhi
@GaluRamMajhi Сағат бұрын
ନିର୍ଭୟ ଗୁମର କେବଳ ଉଚ୍ଚ ଶିକ୍ଷିତ ଲୋକ ଦେଖନ୍ତି, ମୁଁ କମେଟ ପଢ଼ି ସନ୍ତୁଷ୍ଟ , କାରଣ ଉଚିତ୍ ଉତ୍ତର ପାଏ
@bijaychhualsingh1464
@bijaychhualsingh1464 49 минут бұрын
ସି ବି ଆଇ ତଦନ୍ତ ହେବା ଉଚିତ୍
@sudeepkumardian1548
@sudeepkumardian1548 Сағат бұрын
CBI ଯାହାଙ୍କ ଅଣ୍ଡରରେ ଅଛି ସିଏ permission ଦେବେନାହିଁ. କାରଣ ସନ୍ୟାସୀଙ୍କର ସ୍ଵରାଷ୍ଟ୍ର ସହିତ ସମ୍ପର୍କ ଅତି ନିବିଡ
@prafulasingh2267
@prafulasingh2267 3 сағат бұрын
ବିଜେଡି , ବିଜେଡି ଟକରା ଟକିରି ବିଜେପି ହୁଇସିଲ୍ ମାରୁଥ
@khirodhota1440
@khirodhota1440 2 сағат бұрын
ନବୀନ ମିଛ କହି ନାହିଁ ସେତେବେଳେ ଟିକେ ସୁରାପାନ ଅଧିକ ହୋଇଯାଇଥିଲା
@niranjanpanda8574
@niranjanpanda8574 2 сағат бұрын
କିଛି ହେବନି ସାର, ପାଣ୍ଡୁ ଧର୍ମେନ୍ଦ୍ର ମେଣ୍ଟରେ ସବୁ ଚାଲିଛି। ଏ ସବୁ ଲୋକ ଦେଖାଣିଆ ବିରୋଧ ଚାଲିଛି।
@kastucharansahu6656
@kastucharansahu6656 53 минут бұрын
ନବୀନ ଓ ପାଣ୍ଡିଆନ୍ ଏକତ୍ର ବସତିର କାରଣ 24 ବର୍ଷର ଅରାଜକତା ଏବେ ପଛକୁ ଅନାଇ ଦେଖିଲା ବେଳକୁ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଯାଉଛି କିପରି ସେଥିରୁ ରକ୍ଷା ମିଳିବ ତାର ଗଳାବାଟ ଖୋଜୁଛନ୍ତି ନବୀନ ନିବାସରେ।
@saratsahoo268
@saratsahoo268 3 сағат бұрын
ମତେ ଲାଗୁଛି ଏହାର ତଦନ୍ତ ଅଧରୁ ବନ୍ଦ ହୋଇଯିବ ।ଆଉ ଏଥିରେ ମୁଖ୍ୟ ଭୂମିକା ବିଜେପି ଓ bhd ର ମଙ୍ଗୁଆଲା ମାନେ ମୁଖ୍ୟ ଭୂମିକା ନେବେ
@mahendraswain2175
@mahendraswain2175 3 сағат бұрын
Reporter must be raise voice in all aspects against any parties not to favore any if it is real fact ....
@manoranjanpalei3369
@manoranjanpalei3369 3 сағат бұрын
ଗ୍ୟାନିନା ଅଗ୍ରଗଣ୍ୟ
@sudhakarpradhan4655
@sudhakarpradhan4655 3 сағат бұрын
BJP Govt work forward in this matter. Govt. Should sort permission from High Court to hand over the case to CBI. If present govt. keep silence then govt will loose confidence of Odia people. Govt should not wait for written consent from Deepali or Bishal Das
@pareshchandragiri165
@pareshchandragiri165 2 сағат бұрын
ଗୋପାଳ କୁ ମାଡ଼ ହେଲେ ସବୁ ସତ ବାହାର ହେବ।
@santoshpurohit8540
@santoshpurohit8540 Сағат бұрын
🤔BJD..Han FBI Enquiry pain.....Ebe BJD wala CBI pain kahiba katha
@kabitasahoo8385
@kabitasahoo8385 3 сағат бұрын
🙏👍❤
@arjunaswain9771
@arjunaswain9771 2 сағат бұрын
ମୋଟ ଉପରେ ସନ୍ଦେହର କାରଣ ବିଜେଡି ଦଳରେ ଯେଉଁମାନେ ଅଧିକ ପାୟାରଫୁଲ ସ୍ଥାନକୁ ଯାଇ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ଜଣାପଡ଼ୁ ଥିଲା । ସେହି ମାନଙ୍କୁ କିଏ ଜଣେ ଅଦୃଶ ଶକ୍ତି ମଣିଷ କାହିଁକି ସେମାନଙ୍କୁ ବିଭିନ୍ନ ଦୋଷୀରେ ଦୋଷୀ କରାଇ ମାରିବା ପର୍ଯ୍ୟନ୍ତ ବି ମନେ ମନେ ପଦକ୍ଷେପ ନେଉଥିଲା । ସେ ଲୋକଟି କିଏ ବିଜେଡି ଦଳରେ..? ଭବିଷ୍ୟତକୁ କି ଆଶା ରଖିଥିଲା ?। ଏହାକୁ ସବୁ ଜଗା ଜାଣୁଥିଲା 🙏।
@aksahoo346
@aksahoo346 3 сағат бұрын
Pranam sir. Dipali mam nka. Katha. Odisara. Purapallire. Abe. Chalapakaichi. Dekhajau. Dipali mam kan karuchanti.
@KalpanaRout-ww3yt
@KalpanaRout-ww3yt Сағат бұрын
A cook was murdered at a minister's house.As he was from a poor family no Investigation was there.
@roshnimohapatra2797
@roshnimohapatra2797 27 минут бұрын
ଜୟ ଶ୍ରୀ ଜଗନ୍ନାଥ 🙏 "ଜାଲ ଛନ୍ଦା ମାଛ ଟି ପରି କରିଲ ଛଟପଟ, ସି..ବି.ଆଇ ଲାଗିଲେ ପଛେ ଖାଇବ ଧର୍ମ ଛାଟ" ବିଜେଡିର ନୀଚ୍ଚ ମନା କଂସେଇ ମାନେ ଗଜମୂର୍ଖ ପରି ହତ୍ଯାକାଣ୍ଡ କୁ ମିଥ୍ଯା ରୂପ ରେ ରୂପାୟିତ କରିବା ପାଇଁ ଏବଂ ସତ୍ଯ ଭିତ୍ତିକ ତଥ୍ଯ କୁ ଲୁଚାଇବା ଯେଉଁ ଷଡଯନ୍ତ୍ର କରି ଥିଲେ ଏବେ ତଦନ୍ତ କରାଗଲେ ସେମାନେ ନିଜ ଗାତରେ ନିଜେ ପଡିବା ଥୟ......ଦୀପାଳି madam ଙ୍କୁ ତାଙ୍କର ଉଚିତ ପଦକ୍ଷେପ ଗ୍ରହଣ ନେଇ ସାଧୁବାଦ......
@AnasuyaNayak-o6g
@AnasuyaNayak-o6g 4 сағат бұрын
🎉🙏
@GolokSahoo
@GolokSahoo 3 сағат бұрын
Sanduasi akramana.One side Pradeep panigrahi and other side Vishal das.Chaka Akhi sabu dekhichi.
@sumankar6856
@sumankar6856 3 сағат бұрын
Pandu jail jiba ti?😂😂😂😂
@successfullife6722
@successfullife6722 4 сағат бұрын
ସାଦର ପ୍ରଣାମ ସାର, 🙏
@manojGiri-m5x
@manojGiri-m5x 25 минут бұрын
Mohan sir jadi cbi nirdesh dei dele au pandu jhadapada gale next time sarkar bjp kariba.❤
@sudarsanprusti
@sudarsanprusti 4 сағат бұрын
Right sir ,aau achhije khaaibe,nimakharam guda
@bhubaneswarsamantaray7936
@bhubaneswarsamantaray7936 2 сағат бұрын
Naba Dash hatyakandara mithya Sardaranka Upare turanta kartanustha karajiba karajiba uchita.
@LaxmidharSamal-gt1pg
@LaxmidharSamal-gt1pg 3 сағат бұрын
BJD dislike by Voter so change BJD Govt by people of Odisha.
@sureshpanigrahi1376
@sureshpanigrahi1376 4 сағат бұрын
Prayaas for support BJP and save business
@SantoshNayak-x4z
@SantoshNayak-x4z 21 минут бұрын
Navin Pattnaik is a great lier.
@suvashreeray5494
@suvashreeray5494 2 сағат бұрын
CBI will come in time. What's BJD views now.
@utakalodisha333
@utakalodisha333 18 минут бұрын
Susanta singh raj put jharaki murder jancha pai cbi hataku jaithila kan hela?
@sudhirsahoo7942
@sudhirsahoo7942 Сағат бұрын
Dipali das mohan sarkar nkars sahajya nei paribe CBI enquiry pain CM nku lekhik diantu Pandian ,Nabina and Bobby jharpada Jail re tas khelibe Ghana pelibe
@gokulanandadas4048
@gokulanandadas4048 3 сағат бұрын
Sir Naba Das ହତ୍ୟା ମାମଲାରେ BJP ହସ୍ତକ୍ଷେପ କରିବା ଆଦାଉଁ ଉଚିତ୍ ନୁହେଁ ,କାରଣ ଆଇନ ପୂର୍ବରୁ ତା ବାଟରେ ଯାଉଥିଲା ଏବେ ବି ଯିବାକୁ ଦିଆଯାଉ , BJP ra 2 jana karmi Mahangarer murder ହୋଇଥିଲା ,ନବାଙ୍କ ପୂର୍ବରୁ ସେ 2 ଜଣଙ୍କ murder rahasya kholasa karanti ,13 no. Mudaalaa kuade gale taku jail re ଭରନ୍ତୁ ,
@ishwarchandra3980
@ishwarchandra3980 3 сағат бұрын
100 right 👍
BAYGUYSTAN | 1 СЕРИЯ | bayGUYS
36:55
bayGUYS
Рет қаралды 1,9 МЛН
The Best Band 😅 #toshleh #viralshort
00:11
Toshleh
Рет қаралды 22 МЛН
人是不能做到吗?#火影忍者 #家人  #佐助
00:20
火影忍者一家
Рет қаралды 20 МЛН
News Fuse 15 JAN 2025
23:01
OTV
Рет қаралды 33 М.
BAYGUYSTAN | 1 СЕРИЯ | bayGUYS
36:55
bayGUYS
Рет қаралды 1,9 МЛН