Minister Trapped In Land Controversy | No Comments | Nirbhay Gumara Katha

  Рет қаралды 18,100

Nirbhay

Nirbhay

Күн бұрын

Пікірлер
@ashokpattanik6945
@ashokpattanik6945 12 күн бұрын
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମହୋଦୟ ଦୟାକରି ଟିକେ ଏ ବିଷୟ ଦେଖିଲେ ଭଲ ହୁଅନ୍ତା।
@laxmidharapanda6086
@laxmidharapanda6086 12 күн бұрын
ଏ ଭଦ୍ରଲୋକ ଧରମା ର ଲୋକ, ପାଞ୍ଚ ଅଙ୍ଗୁଳି ପାଟିରେ ପୁରାଇଦେଲେ ଏକାଥରେ ! ନିଶ୍ଚୟ ବାନ୍ତି କରିବେ !
@sanjayapanda8176
@sanjayapanda8176 12 күн бұрын
ସୁରଶପୂଜାରୀ ମୋହଦୟ ବଡ ବଡ କଥା କହୁଥିଲେ... ଏବେ ଶୋଇପଡ଼ିଲେ ନା କଣ
@niranjanpanda8574
@niranjanpanda8574 12 күн бұрын
ଛି ଛି ବିଜେପି ବିଜେଡି ଫରକ କଣ?ସେଥିଲାଗି ପାଣ୍ଡିଆନର ଦୁର୍ନୀତି ବିରୁଦ୍ଧରେ କିଛି କାର୍ଯାନୁଷ୍ଠାନ ବିଜେପି ନେଲାନି। ତୁୁତ ମୁତୁରୀ ମୁଁ ମୁତୁରୀ..
@prameshdutta7429
@prameshdutta7429 11 күн бұрын
Absolutely right
@pratapchandrasamal2396
@pratapchandrasamal2396 12 күн бұрын
ଆଗରୁ 9 ବର୍ଷ ବିଜେଡି ସାଙ୍ଗରେ ସରକାରରେ ଥିଲେ। ଅଳ୍ପ ଅଳ୍ପ ଖାଇଥିଲେ, ପେଟ ଅଧା ରହିଥିଲା। ଏବେ ଯେତେବେଳେ କ୍ଷମତାକୁ ଆସିଲେ ପୁରା ଖାଇବେ ନା। ସେମାନେ ଖାଉଥିଲେ , ଏମାନେ ପୁରା ଚଳୁ କରିଦେବେ।
@KishorAcharya-rc5lj
@KishorAcharya-rc5lj 12 күн бұрын
ଏଇ ମନ୍ତ୍ରୀ ଆଗରୁ ବିବାଦୀୟ ଥିଲା, ଏବେ ପୁଣି ------------। ଏହାଙ୍କୁ ଶୀଘ୍ର ବିଦା କରିବା ଉଚିତ୍
@pradeepbrahma1959
@pradeepbrahma1959 12 күн бұрын
Today you had an impartial presentation. I personally liked it after a long time. Thank you very very much.
@pramodkumarrout7641
@pramodkumarrout7641 12 күн бұрын
ଏ ମନ୍ତ୍ରୀ ମହାଶୟ ଏବେ ବିବାଦ ରେ ଛନ୍ଦି ହୋଇ ଗଲେଣି।ଭାଜପା ଏହା ଉପରେ ନିଷ୍ପତ୍ତି ନିଅନ୍ତୁ।
@santoshnarayanbhagat2437
@santoshnarayanbhagat2437 12 күн бұрын
Jay jagannath best analices sir
@dolagobindasahoo9267
@dolagobindasahoo9267 12 күн бұрын
ଭୂମିହୀନଙ୍କୁ ୪ ଡିସିମିଲ ଜମି ଦବାକୁ କେତେ ଆଇନ କାନୁନ,ଆଉ ଆଙ୍କ ବେଳକୁ ଏକା ବେଳେ ୫୨ ଏକର ? କଣ ଦୁନିଆ ରହିବନି ?
@BhawaniPrasaRout
@BhawaniPrasaRout 12 күн бұрын
କିଛି ହେଇନି ଆଗକୁ ଆହୁରି ହେବ ଓଡ଼ିଶା ରେ 15yr ପରେ bjp ଆସିଛି ସବୁ ଖାଇବା ପାଇଁ busy ରହିଲେଣି
@debendrakumarsahoo9775
@debendrakumarsahoo9775 12 күн бұрын
Good advice 👍. Minister is also GOVERNMENT,
@kishorchsrichandan307
@kishorchsrichandan307 12 күн бұрын
ମିଛ ଖବର।
@trilochanpatnaik6321
@trilochanpatnaik6321 12 күн бұрын
ଏ ମନ୍ତ୍ରୀ ମାନେ ଗରମ କ୍ଷୀରି ମଝି ରେ ହାତ ପୁରେଇ ଦେଉଛନ୍ତି। ଏ ବିଜେପି ବାଲା ଙ୍କ ଭବିଷ୍ୟତ କଣ ଆଗକୁ ଜଣା ପଡ଼ିବ।
@atalpradhan2956
@atalpradhan2956 12 күн бұрын
ଆଳୁ ଚାଷ କରିବେ ଆପଣ ଙ୍କ ସହିତ
@Kulamani-nr5oq
@Kulamani-nr5oq 12 күн бұрын
Immediate take action against krusna ch Patra. Don't late.
@biswadunia8109
@biswadunia8109 11 күн бұрын
ଓ କି ନରମ ଭାଷା । ବିଜେଡି ହୋଇଥିଲେ ଭାଷା ଶାଣିତ ହୋଇଥାନ୍ତା । ବିସ୍କୁଟ ମିଡ଼ିଆର ଅଂଶ ବିଶେଷ ।
@bikashkumar-u5x9j
@bikashkumar-u5x9j 12 күн бұрын
ନିହାତି ତଦନ୍ତ ହବା ଦରକାର ନିୟମ ସମସ୍ତଙ୍କୁ ସମ୍ମାନ ହବା ଦରକାର ନେତା ହଉ କି ଜନତା ଜୟ ଶ୍ରୀ ଜଗନ୍ନାଥ
@raghunathmohanty6929
@raghunathmohanty6929 11 күн бұрын
ଵେ ବନ୍ଦୋବସ୍ତ କେସ ଟା. କିଛି ଭୁଲ ନ ଥିଲା ଭଳି ଜଣାଯାଉଛି
@kshirodkumarbehera5105
@kshirodkumarbehera5105 12 күн бұрын
ମହାଶୟ ଆପଣ ଜାଣନ୍ତି ଓଡ଼ିଶାର ଜନସାଧାରଣ ମଧ୍ୟ ଜାଣନ୍ତି ଯୋଉ ସରକାର ନିର୍ବାଚିତ ହୁଅନ୍ତି ତାଙ୍କ ଦଳ ଲୋକ ସରକାରୀ ଯାଗା ଜମି ସରକାରୀ ସମ୍ପତ୍ତି ନେଇଛନ୍ତି ନେଉଛନ୍ତି ଏ କଥା ନୂଆ ନୁହେଁ ଏହା ଉପରେ କିପରି ବନ୍ଦ୍ ହେବ ଯେଉଁ ମାନେ ନେଇଛନ୍ତି ସରକାର ଙ୍କ ପାଖକୁ କିପରି ଫେରିବା ବାଟ ହେବ ତା ଉପରେ ତର୍ଜମା କରନ୍ତୁ।ଆପଣଙ୍କ ଅପ୍ରିୟ ସତ୍ୟକଥା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। ଧନ୍ୟବାଦ।
@baralsubash7787
@baralsubash7787 12 күн бұрын
Good news Sir.
@ashutoshmeher7352
@ashutoshmeher7352 12 күн бұрын
ତହସିଲଦାରଙ୍କ ହଠାତ୍ ଜ୍ଞାନଦୋୟ ହୁଏ ଯେବେ ମୁଦାଲା ରାଜନୈତିକ ଶକ୍ତିଶାଳୀ ହୋଇଥାଏ । ସାଧାରଣ ଜନସାଧାରଣଙ୍କର କଥା ଶୁଣିବାକୁ ଏମାନଙ୍କର ସମୟ ନ ଥାଏ ।
@gangadhardash3430
@gangadhardash3430 12 күн бұрын
🎉🎉
@radhamadhabmishra2750
@radhamadhabmishra2750 12 күн бұрын
ଆଇନ ସମ୍ମତ ହୋଥିଲେ ମଧ୍ଯ, ମନ୍ତ୍ରୀମାନଙ୍କ କାମ କ୍ଷମତାପ୍ରାପ୍ତ ଅଧିକାରୀ କରି ପାରିବେ ନାହିଁ ?
@PurnachandraBehera-if5tu
@PurnachandraBehera-if5tu 12 күн бұрын
ଧାନ ମଣ୍ଡିରେ godown ନଥିଲେ ଏମିତି ହେବ। ସରକାର ଦୃଷ୍ଟି ଦିଅନ୍ତୁ।
@AjayaKumar-c1h
@AjayaKumar-c1h 12 күн бұрын
ବର୍ତମାନ ରାଜନୀତି ର ମାନେ ଯଦି କୌଣସି ପ୍ରକାର କ୍ଷମତା ମିଳୁଛି ତାହେଲେ ତାର ସଦୁପଯୋଗ କରିବା.... ଯିଏ ପଛେ ଯାହା କହୁ
@arunkumarbeura417
@arunkumarbeura417 10 күн бұрын
Revenue mister should interfere this matter
@susantasahoo9544
@susantasahoo9544 12 күн бұрын
ଦୟାକରି ଜଣାଇବେକି ଏ ଜମି ରାଜ୍ୟସରକାରଙ୍କ ଜମି ନା ମନ୍ତ୍ରୀଙ୍କ ପରିବାର କାହାଠାରୁ କିଣିଥିଲେ ?
@ranjansamal4782
@ranjansamal4782 12 күн бұрын
A patra ku mantri mandala ru jadi daba katha a jamaru kamaku nuha khali katha re
@BhaktaHari-xy3lf
@BhaktaHari-xy3lf 12 күн бұрын
Very good afternoon
@akpanda833
@akpanda833 12 күн бұрын
CBI CASE MUST BE FILLED
@Jagannath-oc9ht
@Jagannath-oc9ht 12 күн бұрын
ମହୋଦୟ ମୋହନ ମୁଖ୍ୟମନ୍ତ୍ରୀ ଆପଣ କଣ କରିବେ ,ଦେଖିବାକୁ ରହୀଲୋ।
@BirendraDas-xr1sk
@BirendraDas-xr1sk 12 күн бұрын
From time to time Krushna Patra ,Minister,Civil Supplies dept.has issued various statements which have proven that he is a capable minister who can do anything at his sweet will.When his Govt is in power, nothing wrong he has done.Will Shuresh Pujari, Revenue Minister as well as an advocate of great repute review the case?
@kalucharanpaikray7238
@kalucharanpaikray7238 12 күн бұрын
ମନ୍ତ୍ରୀ ଜମି ହାତେଇବେ ନାହିଁ ତ କିଏ ହାତେଇବ.?? କ୍ଷମତା ରେ ଅଛନ୍ତି... ନା.... ଝାରସୁଗୁଡା ରେ ଟଙ୍କିକିଆ ତ୍ରିପାଠୀ ର land trap ଦେଖାଯାଉ......
@Narmada-s3y
@Narmada-s3y 12 күн бұрын
ଖାଲି ଖାଁ ଖାଁ ହେଉଛନ୍ତି😮😮
@BishwaRanjanDas-wn1ru
@BishwaRanjanDas-wn1ru 9 күн бұрын
ଆପଣଙ୍କ ସ୍ଵର ଆଜି ନରମ କାହିଁକି ଏ ବିଜେପି ବୋଲି
@arucharanpradhan5502
@arucharanpradhan5502 12 күн бұрын
ସାର୍ ନମସ୍କାର, ଯିଏ ବି ହଉ ନା କାହିଁକି ସନ୍ଦେହ କରିବା ବିଧେୟ। ଲୋକେ ଜବର ଦଖଲ ଉଚ୍ଛେଦ କରିବେ,ତାହା ହେଲେ ମନ୍ତ୍ରୀ ନିଜେ ଛାଡ଼ି ଦେବା ଉଚିତ ହେବ। ନାହିଁ ତ ବିଜେପି ପ୍ରତି ଆଙ୍ଗୁଳି ଉଠିବା ନିଶ୍ଚିତ। ରାଜ୍ୟରୁ ଦୁର୍ନୀତି ଉଠାଇବା ପୂର୍ବରୁ ନିଜେ ନିଜେ ପ୍ରଥମେ ସରକାର ଦଳର ନେତା ନେତ୍ରୀ ଓ ମନ୍ତ୍ରୀ ମାନେ ଦୁର୍ନୀତି ମୁକ୍ତ ହେବା ଆବଶ୍ୟକ।
@chandipadapanda4707
@chandipadapanda4707 12 күн бұрын
ପୂର୍ବ ମୁତୁରୀ କୁ ଅନୁସରଣ କରିଥିବା ମନ୍ତ୍ରୀଙ୍କର ଏଭଳି କାର୍ଯ୍ଯ ନିଶ୍ଚୟ ନିନ୍ଦନୀୟ।
@tukunayak9028
@tukunayak9028 12 күн бұрын
Are ebe ra dekha double dhamaka
@skaifoundation8120
@skaifoundation8120 12 күн бұрын
🙏👍❤
@shreyansineemohanta440
@shreyansineemohanta440 12 күн бұрын
Allu allu allu ...
@Jodhaniji
@Jodhaniji 6 күн бұрын
Namaskar, I am the daughter of Jogmaya Devi and grand-daughter of Nrusingh Pratap Singh Deo and Jatan Kumari Devi. This land was in my mother Jogmaya Devi's name at the time it was fraudulently sold by her brother, the late Arjendu Pratap Singh Deo. The case (appeal) is still in court and Jogmaya Devi's advocate in Dhenkanal is continuing to defend the case for us. Jogmaya Devi passed away in 2015 without seeing justice in any of her cases (either as plaintiff or defendant). I am surprised that this step has been taken so easily when our fight for justice for my parents and grandparents has been such a hard and obstacle ridden journey, full of such fraudulent sales, compromised cases and deliberate acts of injustice. For records sake, no buyer has compensated Jogmaya Devi upon these fraudulent sales either. Sri Krishna Patra is not the only buyer who was fraudulently sold my mother's inheritance. Thank you so much for raising your question. It was my mother's wish that 25% of her inheritance was to be donated to the Prime Minister's relief fund. We hope that your question will help us fulfill that wish.
@sishirkumarjhankar6507
@sishirkumarjhankar6507 12 күн бұрын
Vari dukha
@Narmada-s3y
@Narmada-s3y 12 күн бұрын
ମୋତେ ବି କୋଡ଼ିଏ ଏକର ଜମି ମାଲିକ କରିଦିଅ 🎉🎉🎉😂😂😂
@BasantaBehera-gl3li
@BasantaBehera-gl3li 12 күн бұрын
ଏବେ କୁହନ୍ତୁ ଆପଣ ବିଜେପି ମିଛୁଆ ଦଳ କଣ କରିବେ ଟିକେ ଜଣାନ୍ତୁ
@dibya63
@dibya63 10 күн бұрын
Sir law college ର GB ପ୍ରେସିଡେଣ୍ଟ ଥିଲା ବେଳେ ଚଞ୍ଚକତା ର ସହ ଗୋଟେ ଶିକ୍ଷାନୁସ୍ଥାନ ର ଜମି ହା ତେଇ ଛନ୍ତି, Dkl law college ରେ ଓଡିଶା ର ପିଲାଙ୍କୁ ପଢିବାକୁ ନ ଦେଇ ଓଡିଶା ର ବାହାରେ ଅଧିକା ପଇସା ରଖି ପିଲାଙ୍କୁ ପଢ଼ାଉଛନ୍ତି
@debiprasadpanda3490
@debiprasadpanda3490 12 күн бұрын
First thing it is to be seen the same person was Tdr. during 2016.Secondly the Present Tdr. must have followed due Procedure before settling the land ,failing which he will have to face the consequences .The reason for not settling it earlier might have been due to Political pressure.
@manoranjanmalla1349
@manoranjanmalla1349 12 күн бұрын
Some unfit leaders are there in cabinet. BJP party has to take action immediately otherwise consequence will be bad on BJP. Jay Jagannath
@santoshkumarsahu6586
@santoshkumarsahu6586 12 күн бұрын
Pranam Sir🙏 Dhana kinare Millarku Dosa Diyantu Nahing Karana Dhana Kiniba Dayetwa Kahar Aau Millara Ra Bhumika Kana Tike BhalaBhabe BicharaKu Niyantu Jadi Au Adhhika Janiba Payeing Chahnuchhanti ApankaCharchaRa Episoda Ku All Odisha Millar Union Savhapati Nku Dakai Gotiye Episod Karantu Tapare Apana Janibe Miller Nka Sukha Au DukhaRa Kahani ❤🙏❤BINITA ANURODHA NISCHYA GOTIYE SANIBARE KARUTHHIBA CHARCHA EPISODA KU AROMA SABHAPATINKU DAKANTU❤🙏❤
@pankajkumarnayak5261
@pankajkumarnayak5261 11 күн бұрын
ଗତ 20 ବର୍ଷରେ ତାଙ୍କର ସମ୍ପତ୍ତି ର ତଦନ୍ତ ହେବା ଉଚିତ l ତାଛଡା ବିଜେପି କେନ୍ଦ୍ର ସରକାର ସବୁ MLA ଓ MP ମାନଙ୍କର ସମ୍ପତ୍ତି ତାଲିକା ସାର୍ବଜନୀନ କରିବା ଉଚିତ l କିନ୍ତୁ ଶୁଣିବ କିଏ?? ଖୋଦ ବିଜେପି ଦଳ ଦୁର୍ନୀତି ଗ୍ରସ୍ତ l
@subhransupatra1
@subhransupatra1 12 күн бұрын
Sir your explanation and points are always true. I watch your channel everyday. But i have one thing to say why you're only focusing on politics BJP BJD, because I think for this already a lot of TV channels are there. So if you start making videos on developments in Odisha then this will create an awareness and as well as a message will go to the government also. Thank you
@benudharcreations8464
@benudharcreations8464 12 күн бұрын
2002 ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୈବ୍ରତ ଜମିକୁ SEBCବର୍ଗର ବ୍ୟକ୍ତି କିଣିପାରୁଥିଲା (ଅନେକ କିଣିଛନ୍ତି ହେଲେ ପଟ୍ଟା ପାଇ ପାରୁନାହାନ୍ତି )ମନ୍ତ୍ରୀ ଙ୍କର ହେଉଛି ସାଧାରଣ ଲୋକଙ୍କର କେବେ Settlement ହେବ
@raghubirdas7621
@raghubirdas7621 12 күн бұрын
This is not correct by a minister if it is proved
@ajaykumardash9999
@ajaykumardash9999 12 күн бұрын
Jay sree ram
@JagannathNath-r6m
@JagannathNath-r6m 12 күн бұрын
ଲୋଟି ଖାଇଦେବେ ଭକ୍ତ
@laxmidharnayak4191
@laxmidharnayak4191 10 күн бұрын
ମନ୍ତ୍ରୀ ହେଉଛନ୍ତି ସରକାର ର ଅଂଶ ବିଶେଷ। ମନ୍ତ୍ରୀ ଙ୍କ ନାମ ଓ ତାଙ୍କ ପରିବାର ନାମରେ ୮ ବର୍ଷ ପରେ ତ ଇଲା ୫୨ ଏକର ଜମି ରେକର୍ଡ଼ ହେବା ପାଇଁ କିଏ ନିଶ୍ଚିତ ପ୍ରଭାବ ପକାଇ ଥିବ । ଲୋକେ ନିଶ୍ଚିତ ସରକାର ଙ୍କ ଠାରୁ ଉତ୍ତର ଆଶା କରୁଛନ୍ତି। ଲୋକଙ୍କର ନିର୍ବାଚନ ପୂର୍ବର ଆଶା ଆଶାରେ ରହି ନ ଯାଉ।
@chandrasekhardas5422
@chandrasekhardas5422 12 күн бұрын
ତହସିଲଦାର କଣ ଆପେ ଆପେ କରିଦେଲେ....
@JaduPradhan-x3b
@JaduPradhan-x3b 12 күн бұрын
How and from where from did the Jogarna mantry's family acquired the 50 acres land using the Tahsildar? It should be thoroughly investigated independent of the current government. The minister should step down voluntarily until the matter is finalised.
@jchoudhury274
@jchoudhury274 12 күн бұрын
ତଦନ୍ତ କରାଯାଉ
@satishchandrabehera7291
@satishchandrabehera7291 12 күн бұрын
ଟିକେ ତ ଜଗି ରଖି ଚାଲ ହୋ। ନ ହେଲେ ଜାଣ, ସବୁ ହେବ ଢୋ।।
@ajaykumardash9999
@ajaykumardash9999 12 күн бұрын
Hy prabhu
@manasranjanmangaraj2219
@manasranjanmangaraj2219 12 күн бұрын
ଗରିବ ମାଇକିନିଆ ସମସ୍ତ କ ଶାଳି
@khirodhota1440
@khirodhota1440 12 күн бұрын
ଗାଲୁଆ ଟା ଗାଲୁଆ ଙ୍କ ବାରବାଟୀ ଚାଷ ଯୁମୁଲା ଦଳର ନାୟକ l
@chakradharabhoi5958
@chakradharabhoi5958 12 күн бұрын
If it will be true BJP govt become blame near future.
@AnkeetaAgroGoatFarm
@AnkeetaAgroGoatFarm 12 күн бұрын
Khaigaley 😂Odisha BJP
@AnilkumarParida-tf3vq
@AnilkumarParida-tf3vq 12 күн бұрын
ALU chasha kari odishabashinu freere debe
@ashutoshsahu2361
@ashutoshsahu2361 12 күн бұрын
😮😮😅😢😅😊Bjp sarakaraku bhalabhabare adjustment kari katha kahuchhanti, bjp ra bahut chatukarita karuchhanti.
@achieversacademy9691
@achieversacademy9691 12 күн бұрын
Modi Shah bachhiki bala lokanku mantri karichanti, including CM
@rajanikantabiswal2669
@rajanikantabiswal2669 12 күн бұрын
Start for 1st wicket BJP Govt......
@BiduutaravaSahoo
@BiduutaravaSahoo 12 күн бұрын
Negative or distractive
@shreyansineemohanta440
@shreyansineemohanta440 12 күн бұрын
Allu Chas kale heba
@utkalodisha293
@utkalodisha293 11 күн бұрын
ଆପଣ ପୁରା DP ଚଟା ସବୁ ଜାଣିଲେଣି ଆପଣ ନା ବିଜେପି ନା ବିଜେଡି ର newz କରନ୍ତି. ଆପଣ DP ଙ୍କର ଉଦେଶ୍ୟ ରେ news କରୁଛନ୍ତି.ଆପଣ ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ ବେଳ ଥିଲା ଧର୍ମେନ୍ଦ୍ର ପ୍ରଧାନକୁ ମୁଖ୍ୟମନ୍ତ୍ରୀ କଲେ ଠିକ ହେବ ପରୋକ୍ଷରେ news କରିଥିଲେ. ନା ଅପରାଜିତା ନା ମନମୋହନ ସମସ୍ତଙ୍କୁ ସାଇଡ୍ କରୁଥିଲେ.ବାକି ରହିଲା ଏ ଲୋକ ପଛରେ DP ଶହେ ଶହେ ରେ ଲାହିଛି ଆପଣ ଭଲ ଭାବରେ ଜାଣିଛନ୍ତି. Ticket ପାଇଲେ ବୋଲି ଆପଣ news କରିଥିଲେ ବିଜେପି ଢେଙ୍କାନାଳ ରେ ଭୁଲ ଲୋକଙ୍କୁ ticket ଦେଲା. ପୁଣି କହିଲେ ଇଲେକ୍ସନ predict କଲାବେଳେ dnkl ବିଜେପି already ହାରିଯାଇଛି. ହରିବାଲୋକଙ୍କୁ ticket ଦେଇକି. କିନ୍ତୁ କଣ ହେଲା dnkl ଜିତିବା ସହିତ ସରକାର ବି kala ବିଜେପି. ମନ୍ତ୍ରୀ ପଦ ମିଳିବାରୁ ଆପଣ news କରିଥିଲେ. ଆଉ ଏବେ ଯଉ ଜମି matter କହୁଚ ସେ ଜମି ଦୀର୍ଘ ଦିନ ପୂର୍ବରୁ ପାତ୍ର family name ରେ ଅଛି ସେଟା ଢେଙ୍କାନାଳ ବାସି ଭଲ ଭାବରେ ଜାଣିଛନ୍ତି. ଢେଙ୍କାନାଳ ଲୋକ ଜାଣିଛନ୍ତି dp ମହାଶୟ dnkl ରେ ପୁରୁଣା ବିଜେଡି ଗୋଷ୍ଟିକୁ ନେଇକି ଆଣ୍ଟି ବିଜେପି ବିଦ୍ରୋହ ସୃଷ୍ଟି କରୁଛନ୍ତି. ଛାଡ ହୋ ତମେ କହି ପାରିବ dp mp କଣ ପାଇଁ ଜିତିଲେ only cuttakia feelings ପାଇଁ ନହେଲେ କାଇଁ dp କାଇଁ boby. କହିଲେ କହିବେ କହୁଛି 😄😄😄😄
@annapurna612
@annapurna612 12 күн бұрын
sir,starting way ta change karantu,please.
@dasharathi2271
@dasharathi2271 12 күн бұрын
Prabasi Samilani naare 200 koti barabada karidele, odisa paaila kana chhi
@dinabandhudas688
@dinabandhudas688 12 күн бұрын
B jp. Sarkar. Dhana kinare. Mahaghotala. Karuchanti. Bhou. Sigra. Badanami heb
@adwaitchandrabeura6847
@adwaitchandrabeura6847 12 күн бұрын
କେବଳ ଢେଙ୍କାନାଳ ତହସିଲଦାର ନୁହଁନ୍ତି ରାଜସ୍ବ ବିଭାଗ ରାଜସ୍ୱମନଂତ୍ରୀ ନିରପେକ୍ଷ ଦୃଷ୍ଟି ରଖିବେ ନିଶ୍ଚିତ ନ୍ୟାୟ ମିଳିବ। ଭୁବନେଶ୍ବର ତହସିଲଦାର ଅଧମର OSS CASE NO. 2821/2016 RI REPORT ପରେ ମଧ୍ଯ ଝୁଲେଇ ରଖିଛନ୍ତି। ଅଧମର ରେକର୍ଡ ଠିକ୍ ଥିବା ସତ୍ବେ ନ୍ୟାୟ ପାଇନାହିଁ ।NI ACT ଅନୁଯାୟୀ ପୂର୍ବ ତହସିଲଦାର ବ୍ୟାଙ୍କକୁ 1997 ମସିହାରୁ ବନ୍ଧକ ରଖିଥିଲେ ମଧ୍ଯ ରାଜ୍ଯ ସରକାର NI ACT କୁ ବେଖାତିର କରି ଆସୁଛନ୍ତି ।ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଆବଶ୍ୟକ ସ୍ଥଳେ ବରିଷ୍ଠ ନାଗରିକ ପ୍ରତି ଅନୁଗ୍ରହ ରହୁନାହିଁ।ଏବେମଧ ପେନସନ ରୁ ରୁଣ ପରିଶୋଧ ଚାଲୁଛି ।ସାଧାରଣ ବର୍ଗ ଲୋକ ନିଶ୍ଚିତ ନ୍ୟାୟ ପାଉନାହିଁ। ମହାମହୀମ ରାଷ୍ଟ୍ରପତିଙ୍କ ଉକ୍ତି ବିଳମ୍ବରେ ମିଳୁଥିବା ନ୍ୟାୟ ନିଶ୍ଚିତ ଅନ୍ୟାୟ ତାର ଜ୍ବଳନ୍ତ ଉଦାହରଣ।
@manmohanpadhi9778
@manmohanpadhi9778 12 күн бұрын
KUMTI P..I.
@manoranjanpalei3369
@manoranjanpalei3369 12 күн бұрын
ଯଦି ଏପରି ବ୍ୟବସ୍ଥା ଚାଲେ ତେବେ ନିର୍ବାଚନ ପୂର୍ବରୁ ନିଜ ସମ୍ପତି ବା ଆୟ ର ପରିମାଣ ଆସନ୍ତା 20290ନିର୍ବାଚନ ବେଳକୁ ବିଧାୟକାନଙ୍କର ଆୟର ପରିମାଣ ପଚାଶ ଗୁଣା ବଢ଼ି ଯାଇଥିବା। ଏହା ମଧ୍ୟ ତଦନ୍ତ ସାପେଖ୍ୟ ଯେ 20160ମସିହାରୁ ପଡ଼ି ରହିଥିବା ଆବେଦନ କାହିଁକି ଗୃହୀତ ହୋଇ ନ ପାରି ହଠାତ୍ କିପରି ସରକାର ପରିବର୍ତ୍ତନ ର 3/4 ମାସ ମଧ୍ୟରେ ଗୃହୀତ ହୋଇ ପାରିଲା ? ଯେତେବେଳେ ସାଧାରଣ ଜନତା ନିତ୍ୟ ଆବଶ୍ୟକ ଉପଭୋକ୍ତା ପାଇଁ ଆତୁର ଥିବା ବେଳେ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ପରିବାର କେଉଁ ଅଧିକାର ବଳରେ ଏତେ ସମ୍ପତ୍ତିର ମାଲିକ ନା ପାଇପାରୋଲେ? ଯାହାକି 2016 ମସିହା ରୁ 2024 ଅଗଷ୍ଟ ମାସ ପର୍ଯ୍ୟନ୍ତ ସେହି ଅଧିକାର ତୁ ବଞ୍ଚିତ ଥିଲେ, ! ତେବେ ଏହି ସରକାର ଲୋକଙ୍କ ସରକାର ନା ସର୍ବ ଗ୍ରାସି ସରକାର।
@Sahuod
@Sahuod 9 күн бұрын
Buleke kanhik kahuchanti sata kahibaku daruchanti
@susilrout8008
@susilrout8008 12 күн бұрын
Yaku minister kahniki karichhanti bujhi hauni....ye gote ward member pain jogya nuha...khali pati futani maruchhi...kebala pradhan babu nka bhau re se tau khauchhi
@proactiveguy9216
@proactiveguy9216 Күн бұрын
Godi media😂
@bijendramohanty3710
@bijendramohanty3710 12 күн бұрын
Na Toro bjp neta sabu bhala
@padarbindasamal4365
@padarbindasamal4365 12 күн бұрын
It's already 6 months since this new govt. When they learn to avoid all this nonsense. With full-on tamasha in the new state government, the state BJP will face a disaster because all these "unnecessary and careless things" are created now and then.
@tukunayak9028
@tukunayak9028 12 күн бұрын
Ye suru he bjp ra
@Its_Shorts_Clip
@Its_Shorts_Clip 12 күн бұрын
ହୋ ନବୀନ ବାବୁ ତମେ ଜଣେ ସାମ୍ବାଦିକ ନା ବିଜେପିର କାର୍ଯ୍ୟକର୍ତ୍ତା ତମକୁ ବହୁତ ବାଧୁଚି ବିଜେପି ବଦନାମ ହେଲେ |
@achyutanandamohanty1715
@achyutanandamohanty1715 12 күн бұрын
Ae minister ta sabu tharu bada tautor ta... khali gapa bada
@BibhutibhusanaMohanty-eh9kw
@BibhutibhusanaMohanty-eh9kw 12 күн бұрын
Chorsatkar.Parammaru. Janatajanantu.Bjd.Bjp.gotia
@bijendramohanty3710
@bijendramohanty3710 12 күн бұрын
Bjp masaku kete dauchi tote
@Sahuod
@Sahuod 9 күн бұрын
Toma pakhe sabu data achi Abe jadi au party ra heithanta apna head line kn kn heithanta
@Views-rb4lm
@Views-rb4lm 12 күн бұрын
Are Navin Das tu pora Odisha Bjp canteen ra cook... Tor se Bjp canteen re roseu ra video pada ku asi jaichi. Tu gote Bjp ra Posha... Se bjp ra crime Paisa re tu au tor family valare kebe bi nathiba
@dsharma6328
@dsharma6328 12 күн бұрын
Pandian ra kadhunu kete benami plot achi..kete Paisa khaichu pandian tharu..majhire majhire tone change hei jae tora
@prasantapandaprasanta8824
@prasantapandaprasanta8824 12 күн бұрын
Abhijog aau pramana bhitare farak achhi
@surendrasahoo4183
@surendrasahoo4183 12 күн бұрын
Bekar lok
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН
“Don’t stop the chances.”
00:44
ISSEI / いっせい
Рет қаралды 62 МЛН
Political Tensions Rise Over Prakash Mishra's Book
4:48
Katani-Chatani takes away 800 rupees | No Comments
4:52
Nirbhay
Рет қаралды 10 М.
Former CM disclosed secrets of Odisha in public
18:54
Nirbhay
Рет қаралды 39 М.
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН