Nabin Nka Charcha With Badasahi MLA Sanatan Bijuli

  Рет қаралды 18,055

Nirbhay

Nirbhay

Күн бұрын

Nabin Nka Charcha With Badasahi MLA Sanatan Bijuli
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: www.youtube.co....
Facebook: / nirbhayodia
Twitter: / nirbhaytubeodisha Politics,Odisha News,Khabar Odisha,Odisha Khabar,Rokthok,Nirbhay Khabar,Nirbhay,Politics,Odisha Corruption,BJD,Odisha BJP,BJD Party Office,Bhubaneswar,Odisha,BJD Politics,Odia News,Nabin Das,Nirbhaya,CM Naveen Patnaik,Biju Janta Dal,Election,Monomohan samal,Narendra Modi,PMO,V K Pandian,puri,SocialMedia,P K Mishra,India Today,CMO,NUA O,BJP ODISHA,Kartika Pandian,Vote,Naveen Pattnaik,Mohan Ch Majhi,VKP,Jute Bag Scam,Subhadra,Paddy
Instagram: / in
PH NO -9124469621

Пікірлер: 121
@pramodkumarrout7641
@pramodkumarrout7641 2 күн бұрын
ଆଜିର ଚର୍ଚ୍ଚାରେ ଶ୍ରୀଯୁକ୍ତ ସନାତନ ବିଜୁଳି, ବିଧାୟକ ମହାଶୟ ଙ୍କ ବିଷୟ ଜଣାଗଲା ଯେ ସେ ଜଣେ ଲୋକପ୍ରିୟ ନେତା ଓ ଆଦର୍ଶ ଜନପ୍ରତିନିଧି । ସୁନ୍ଦର ଆଲୋଚନା ପାଇଁ ଧନ୍ୟବାଦ।
@NILANCHALSahani-q5v
@NILANCHALSahani-q5v 9 сағат бұрын
ଜୟ ଶ୍ରୀ ରାମ
@gangadhardash3430
@gangadhardash3430 2 күн бұрын
ଧନ୍ୟବାଦ 🎉🎉
@nrushinghnathsahu1630
@nrushinghnathsahu1630 2 күн бұрын
କେବଳ ଗୋଟିଏ ପ୍ରଶ୍ନ, ପାଣ୍ଡୁ ଓ ପଟନାୟକ ଙ୍କୁ କେବେ ଝାର ପଡା ଦେଖାଇବେ?
@omsahoo4370
@omsahoo4370 2 күн бұрын
Court judge collegium system re choose hei asanti
@omsahoo4370
@omsahoo4370 2 күн бұрын
Sabu thu bada corruption step re judge mane asanti
@MANOJKUMAR-l6q4e
@MANOJKUMAR-l6q4e 2 күн бұрын
ଦିବାସ୍ବପ୍ନ 👎
@nrushinghnathsahu1630
@nrushinghnathsahu1630 2 күн бұрын
@@MANOJKUMAR-l6q4e ସ୍ୱପ କୁ କାର୍ଯ୍ୟକାରୀ କରିବା ଦାୟିତ୍ଵ ବିଜେପି ସରକାର ର.
@BasantaKumarSingh-n6b
@BasantaKumarSingh-n6b 2 күн бұрын
ବହୁତ ସୁନ୍ଦର ଚର୍ଚ୍ଚା ଆପଣଂକୁ ଆଉ ସନାତନ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ.
@NILANCHALSahani-q5v
@NILANCHALSahani-q5v 9 сағат бұрын
ଜୟ ଶ୍ରୀ ଜଗନ୍ନାଥ
@saratkumarmohanta7059
@saratkumarmohanta7059 Күн бұрын
ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉🎉
@kumudapradhan8864
@kumudapradhan8864 Күн бұрын
Best wishes and go ahead.
@ajayakumarrout5854
@ajayakumarrout5854 2 күн бұрын
ଧନ୍ୟବାଦ୍ ନିର୍ଭୟ ଗୁମର କଥା
@thirdeye9492
@thirdeye9492 2 күн бұрын
ବିଜୁଳି ସାର ସତରେ ବିଜୁଳି.... କ୍ରୀଡା ହେଉ କି କଳା.. ଜଣେ କର୍ମଠ ସଂଭ୍ରମ ଏବଂ ଶୃଙ୍ଖଳିତ ବ୍ୟକ୍ତିତ୍ୱ.. ଧନ୍ୟବାଦ 👍❤️
@anirudhabehera9427
@anirudhabehera9427 2 күн бұрын
Very nice
@pradippradhan4388
@pradippradhan4388 2 күн бұрын
ବିଜୁଳି ଭାଇ ନମସ୍କାର
@satishchandrabehera7291
@satishchandrabehera7291 2 күн бұрын
ବଡ଼ସାହି ବିଧାୟକ ମାନ୍ୟବର ସନାତନ ବିଜୁଳି। ରହିଛନ୍ତି, ରହିଥିବେ ସଦା ବିରୋଧୀଙ୍କ ବାଟ ଓଗାଳି।
@bishnumishra8668
@bishnumishra8668 Күн бұрын
He is a multi faceted personality
@sagarbehera9947
@sagarbehera9947 2 күн бұрын
Great lidar sir
@bhaktacharansoren6797
@bhaktacharansoren6797 17 сағат бұрын
ଅତି ସୁନ୍ଦର
@prabhasray675
@prabhasray675 Күн бұрын
Jay Jagannath
@nrusinghacharananpalai8034
@nrusinghacharananpalai8034 2 күн бұрын
ଜୟ ଜଗନ୍ନାଥ
@naikvlogsnaik9688
@naikvlogsnaik9688 Күн бұрын
Good leader
@manaswinisahoo6357
@manaswinisahoo6357 19 сағат бұрын
ବହୁତ ଭଲ ଲାଗିଲା। ଏଭଳି ବହୁମୁଖୀ ପ୍ରତିଭାର ନେତା ଅତ୍ୟନ୍ତ ବିରଳ। ସାଧୁତା ଏବଂ ସତ୍ୟତାର ଅଦ୍ଭୁତ ଉଦାହରଣ। ମନଛୁଆଁ ବ୍ୟକ୍ତିତ୍ଵ।
@lalatenduparida6198
@lalatenduparida6198 2 күн бұрын
Jay Jagannath🙏🙏🙏
@user-rabi317
@user-rabi317 2 күн бұрын
ମୁର୍ଖ ଲୋକମାନଙ୍କ ମଧ୍ୟରେ ମୁର୍ଖ ନବିନ 500ଟଙ୍କା ଦେଇ ଏକ ନମ୍ବର ମୁଖ୍ୟମନ୍ତ୍ରୀ ବନିଥିଲା ସେ ଗୋଟିଏ ଗର୍ଭି ମଣିଷ।
@Manoranjansahoo34680
@Manoranjansahoo34680 2 күн бұрын
ଗର୍ଭି ନୁହେଁ ଗର୍ବୀ, ଧନ୍ୟବାଦ
@MANOJKUMAR-l6q4e
@MANOJKUMAR-l6q4e 2 күн бұрын
ଭୋକର ଭୂଗୋଳ କାହାକୁ କୁହାଯାଉଥିଲା,, ଆପଣ ଜାଣନ୍ତି?? 🙏
@Manoranjansahoo34680
@Manoranjansahoo34680 2 күн бұрын
@@MANOJKUMAR-l6q4e କଣ ନବୀନବାବୁ ଭୋକର ଭୂଗୋଳକୁ ବଦଳାଇଦେଇଥିଲେ? ଆଜି ବି ନଗଡା ଓ କାଶୀପୁର ଉଦାହରଣ ଅଛି
@MANOJKUMAR-l6q4e
@MANOJKUMAR-l6q4e 2 күн бұрын
@@Manoranjansahoo34680 ଆଶା କରିବି,, କରିଥିବା ପ୍ରଶ୍ନକୁ ଆପଣ ସ୍ୱୟଂ ସମୀକ୍ଷା କରିବେ।
@parsursmaparida2258
@parsursmaparida2258 2 күн бұрын
Bijuli Bhai many many thanks to you.this talk should be given before election because or more 3to4 m.l.a.can win
@NILANCHALSahani-q5v
@NILANCHALSahani-q5v 9 сағат бұрын
ଜୟ ଶ୍ରୀ କୃଷ୍ଣ
@madhusudanpanda3089
@madhusudanpanda3089 2 күн бұрын
Dear Sanatan Bijuli Sir,take quick action against privious Govt. corruption one by one quickly and do vigilance raid everyday against corrupt officers and ministers to keep faith of the Odisha people on your party.
@arunkumarbehera9271
@arunkumarbehera9271 2 күн бұрын
Bohut. Sundoro. VoLo Rajoneta
@PradipBhatta-mf3gj
@PradipBhatta-mf3gj Күн бұрын
Very good poltician
@Jagannath-oc9ht
@Jagannath-oc9ht Күн бұрын
ପାଣ୍ଡିଆନ୍ ବିରୋଧରେ ଥିବା ଆକ୍ରୋଶ ଯୋଗୁଁ ବିଜେଡି ହାରଲା ସତ କିନ୍ତୁ ବିଜେପି ଜିତିଲା ସତ୍ୟ ନାହିଁ । ଆକ୍ରୋଶ ର ଭୋଟ କୁଆଡେ ହେଲେ ଜିବ। ଜାହାର କର୍ମ ଭଲ ତାକୁ ଗଲା ।ଆଜି କଂଗ୍ରେସ ଭାରତରେ ନାହିଁ ବିଦେଶରେ ମଧ୍ୟ ଚର୍ଚିତ ତାର କୁକର୍ମ ପାଇଁ ।
@arjuncharansamal7344
@arjuncharansamal7344 2 күн бұрын
ତିଅଣ ଖଟା ହେଲେ ବାସି ପୁରୁଷ ବାହା ନହେଲେ ଖାସି ନବୀନ ବାବୁ ଆମ ଓଡିଶାର ଲଙ୍କା ଖାସି ।
@debasissahoo5132
@debasissahoo5132 Күн бұрын
Katare jibe 😊
@upendranathswain2695
@upendranathswain2695 Күн бұрын
Long live bijuli babu
@trilochanpatnaik6321
@trilochanpatnaik6321 2 күн бұрын
BJD ମୁଖିଆ ନବୀନ ବାବୁ ସେ ଦଳର ନେତା ମାନଙ୍କ ଭାଷାରେ ଲୋକ ପ୍ରିୟ ନେତା ଥିଲେ। କିନ୍ତୁ ସେ ତାଙ୍କ ରାଜୁତି ସମୟରେ ଲୋକ ଙ୍କ ସହ ମିଶିବା ଦୁରେ ଥାଉ ନିଜ ଦଳର ନେତା, ମୁଖପାତ୍ର ଓ ମନ୍ତ୍ରୀ ମାନଙ୍କ ସହ ମଧ୍ୟ। ମିଶୁ ନ ଥିଲେ। ଏପରିକି ସରକାରୀ କାର୍ଯ୍ୟକ୍ରମ କୁ ଭର୍ଚୁଆଲ ମାଧ୍ୟମ ରେ ଚାଲୁ ରଖିଥିଲେ। ଯଦି ସେ କାହା ସହ ମିସୁଥିଲେ ସେ ଥିଲେ ତାଙ୍କ ଘର ଜୋଇଁ ପାଣ୍ଡିଆ। ସେଥି ପାଇଁ ଏବେ ତାଙ୍କର ସ୍ଥାନ ବିରୋଧୀ ଦଳର ନେତା ଭାବରେ ଅଛି।
@sashibhusandas1315
@sashibhusandas1315 2 күн бұрын
ନବୀନ ପଟ୍ଟନାୟକଙ୍କ ଉପରେ ଯେତେ ଚର୍ଚ୍ଚା କରିବେ, ସେ ସତିକି ଲୋକପ୍ରିୟ ହେବେ।ଭଲ।
@whatisthis1900
@whatisthis1900 2 күн бұрын
🐕‍🦺
@SunilPatel-nk1lc
@SunilPatel-nk1lc Күн бұрын
Congratulation, Sir Jane uttam Jana neta .
@hemalatasandhibigraha6645
@hemalatasandhibigraha6645 Күн бұрын
Very nice conversation
@rabishankarraut1977
@rabishankarraut1977 2 күн бұрын
@DhaneswarDas-v6q
@DhaneswarDas-v6q Күн бұрын
ଉଦଳା ବିଧାୟକ Bhaskar Madhei ଙ୍କ ସାକ୍ଷାତକାର କରିବାକୁ ଅନୁରୋଧ ରହିଲା
@sadanandasahoo3707
@sadanandasahoo3707 2 күн бұрын
ନବୀନଙ୍କ ଯୋଗ୍ୟତା ପଚାରୁଥିବା ବ୍ୟକ୍ତି ଙ୍କ ନିଜର ଯୋଗ୍ୟତା କେତେ? ଲୋକ ଜାଣିଛନ୍ତି କାହାର ଯୋଗ୍ୟତା କେତେ, କିଏ ଯୋଗ୍ୟ।
@whatisthis1900
@whatisthis1900 2 күн бұрын
🐕‍🦺
@MadhavKumardas-g1m
@MadhavKumardas-g1m 2 күн бұрын
Naveen buda jadi jagta thanta vk pandian hataku sasano dela kahiniki.and vk pandian remote control boliya Naveen buda Eve payanta kahiniki chalachi.etha Naveen buda chela Mane janino ki . pandian Eve madya Naveen niwas rohichi
@nrushinghachandrajena9076
@nrushinghachandrajena9076 2 күн бұрын
Bijuli babunka sundar answer
@ajitbehera2260
@ajitbehera2260 20 сағат бұрын
Good
@prafulasingh2267
@prafulasingh2267 Күн бұрын
ନବୀନଙ୍କ ଚର୍ଚ୍ଚା ମାଧ୍ୟମରେ ,,,,, ବଡ଼ ସାହି ବିଧାୟକ ମାନନୀୟ ସନାତନ ବିଜୁଳି ମହୋଦୟ ! ଚକବନ୍ଦୀ ପରେ ଇଜିମାଇଲ ସମ୍ପତ୍ତିର ଅଲଗା ଅଲଗା ପଟ୍ଟା ଦେବାପାଇଁ କେନ୍ଦ୍ରର ମୋଦି ସରକାର ବିଜ୍ଞପ୍ତି ଜାରି କରିଥିଲେ , ଯାହାକୁ ପୂର୍ବକ୍ତୋ ରାଜ୍ୟ ସରକାର କେବଳ ଏକ ପ୍ରେସମିଟ୍ କରି ବିଜ୍ଞପ୍ତି ଜାରି କଲେ ନାହିଁ ଯାହାଦ୍ଵାରା ଓଡ଼ିଶାର ବହୁ ଲୋକ ହଇରାଣ ହରକତ୍ ହେଉଛନ୍ତି । ଏଣୁ ଏବେ ଆମ ବିଜେପି ସରକାର ଉକ୍ତ ବିଜ୍ଞପ୍ତି ଜାରି କଲେ ବହୁ ଲୋକ ଉପକୃତ ହେବେ ତତ୍ ସଙ୍ଗେ ରାଜ୍ୟ ସରକାରଙ୍କ ରୋଜୋସ୍ବ ବୃଦ୍ଧିହେବ । ନିର୍ଭୟ ଗୁମର ତଥା ଚର୍ଚ୍ଚା ର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ଅନୁରୋଧ ଚେଷ୍ଟାକରି ଉକ୍ତ କାର୍ଯ୍ୟଟିକୁ କରାଇ ପାରିଲେ ଓଡ଼ିଶାବାସୀ ଉପକୃତ ହେବେ । ପ୍ରଫୁଲ୍ଲ କୁମାର ସିଂହ ଆଗରପଡା ଭଦ୍ରକ (ମୋ) 9668638810
@debiprasadpanda3490
@debiprasadpanda3490 Күн бұрын
All the best for MLA Badasahi.
@jagannathnayak2454
@jagannathnayak2454 2 күн бұрын
କେବେ ଦେଖିବେ କୃଷ୍ଣ ଜନ୍ମସ୍ଥାନ ପାଣ୍ଡୁ ଓ ନାଣ୍ଡୁ | ଘଡଘଡ଼ି ଆଗେ ମାରେ କିନ୍ତୁ ବିଜୁଳି ଆଗ ଦେଖା ଦିଏ | ଏହି କ୍ରମରେ ବିଜୁଳିର ଗୁରୁ ଦାୟିତ୍ୱ |
@manaswinisahoo6357
@manaswinisahoo6357 19 сағат бұрын
ଅସରନ୍ତି ସମ୍ମାନ ଜ୍ଞାପନ କରୁଛି
@hurshikeshmeher2489
@hurshikeshmeher2489 2 күн бұрын
କଳା ଏବଂ କଳାକାର ମାନଙ୍କ ଉନ୍ନତି ପାଇଁ ଚେ଼ଷ୍ଟା କରିବା କୁ ଅନୁରୋଧ
@dillipkumarmishrasings
@dillipkumarmishrasings 23 сағат бұрын
I wish him a bright future.
@niranjanpanda8574
@niranjanpanda8574 2 күн бұрын
ସାର, ପୂର୍ବ ସରକାର ଦୁର୍ନୀତିର ପର୍ଦା ଫାଶ ହେବକି ନା ସେକଥା ଟିକେ ପଚାରନ୍ତୁ। କିଛି ବଡ ନେତା କିଣାବିକା ହେଲେ ନା ତୁତ ମୁତୁରୀ ମୁତ ମୁତୁରୀ ଭାବ ଧରିଲେ?
@rajanikantachoudhury2343
@rajanikantachoudhury2343 2 күн бұрын
ଆଗରୁ କଂଗ୍ରେସ କହୁଥିଲା ବିଜେଡି ବିଜେପି ଏକ ଏବଂ ବାହାଘର ମଧ୍ୟ କରାଇଥିଲେ ଅଥଚ ଛୁଆ ହେଲା କଣ ମିଶା ଛୁଆ.
@rajanikantabiswal2669
@rajanikantabiswal2669 Күн бұрын
Sanatana vai Jay shreeram❤❤❤❤❤
@subratkumarmohapatra1739
@subratkumarmohapatra1739 2 күн бұрын
dear ସନାତନ ବାବୁ,,,NH 16 ଯାଇଥିବା ବୈସିଙ୍ଗା,ବେତନଟୀ ପାଇଁ ଏମିତି କିଛି କରନ୍ତୁ,ଯାହାକୁ ଦେଖି ଜାଣିହେବ ଯେ କିଛି କାମ ହେଉଛି,,, welcome gate ବହୁତ ଭଲ idea,,,, keep it up,, keep going,,,,,thanx
@biswanathdas9678
@biswanathdas9678 Күн бұрын
Stringent action should be taken against currupted officres immedietely
@netajidash9367
@netajidash9367 Күн бұрын
ବଡ଼ସାହି, ମାଣତ୍ରୀ ଖୁଣ୍ଟା ଅଞ୍ଚଳରେ ନୁଆ ନୂଆ ମୁସଲମାନ ବସ୍ତିର ବିସ୍ତାରକୁ ରୋକିବାକୁ କ'ଣ ପଦକ୍ଷେପ ନେବେ? ମୋର ଏଇ ପ୍ରଶ୍ନଟି ପହଞ୍ଚାଇବାକୁ ଅନୁରୋଧ।
@smguru4910
@smguru4910 8 сағат бұрын
ସରକାରୀ ହାଇସ୍କୁଲରେ 2004ରୁ 20013 ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କ ପ୍ରତି ପୂର୍ବ BJD ସରକାର କରିଥିବା discriminatory ନିଷ୍ପତିର ସୁଧାର ଆଣିବାରେ ସାହାଯ୍ୟ କରିବାକୁ ନିବେଦନ !ଜନତାଙ୍କ ସ୍ବରକୁ ବିଧାନସଭାରେ ବାରମ୍ବାର ଉଠାଇ ଯଶସ୍ବୀ ହୁଅନ୍ତୁ ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ଦେବା ଦିଗରେ କାର୍ଯ୍ୟକରି BJPକୁ ଲୋକପ୍ରିୟ କରନ୍ତୁ!
@unlimitedstatus7362
@unlimitedstatus7362 2 күн бұрын
ପ୍ରଥମ ଗୀତ ବହୁତ ବଢିଆ
@santoshpurohit8540
@santoshpurohit8540 2 күн бұрын
Respect 🙏
@saubhagyabiswal4401
@saubhagyabiswal4401 Күн бұрын
Jay. Jaganath..a.latup.thinks.nabin.babu.
@BRAHMANANDADAS-q3k
@BRAHMANANDADAS-q3k 2 күн бұрын
Attention towards agricultural development in your area please. Thanks
@laxminarayanbehera2467
@laxminarayanbehera2467 2 күн бұрын
Mahasaya Bijulli Babu sradhapurn naman apananku lswara sarbada sahaya huantu.
@RanjanBehera-ge1kf
@RanjanBehera-ge1kf 2 күн бұрын
☀️ ନମସ୍କାର ସନାତନ ସାର୍ 🙏 ଭଲ ଉପସ୍ଥାପନା... ସାର୍ ଏ Subhadra Scheme ରେ ବହୁଳ ସଂଖ୍ୟାରେ ବିଜେପି କୁ ଭଲ ପାଉଥିବା ଗରିବ ଲୋକ ବର୍ତ୍ତମାନ ସୁଦ୍ଧା ବଞ୍ଚିତ ଅଛନ୍ତି... ସେ ଦିଗରେ ଆପଣଙ୍କ ନେତା ମାନେ ଟିକିଏ ଦୃଷ୍ଟି ଦିଅନ୍ତୁ...ଯେମିତି କେହି ବଞ୍ଚିତ ନହୁଅନ୍ତି
@asishdash7737
@asishdash7737 2 күн бұрын
MLA sir pratyaka masa re badasahi re janata nka abhijoga sunibaku asantu and at least from every village people should come with their problem.
@RamakrushnaRama-rj3fz
@RamakrushnaRama-rj3fz 2 күн бұрын
Sanatan bijuli pain aame garbita.jay jeev..
@trilochanpatnaik6321
@trilochanpatnaik6321 2 күн бұрын
ନବୀନ ଦାସ ବାବୁ ଦୟାକରି କହିବେ କି ଆପଣ ଚର୍ଚ୍ଚା ପାଇଁ BJD ଦଳରୁ କାହାକୁ ଡାକିଛନ୍ତି କି ଡାକି ବେ କି?
@asitgantayat6619
@asitgantayat6619 2 күн бұрын
Arabinda mahapatra au amar satapathy kau party ra ki??
@BidyabhusanKuldy-yy4cb
@BidyabhusanKuldy-yy4cb 2 күн бұрын
Sanatan Bijuli babu tone b mast achhi to.....
@yudhisthiraswain
@yudhisthiraswain 2 күн бұрын
Jay shree Ram 🎉🎉🎉
@ajaydas1496
@ajaydas1496 2 күн бұрын
Sanatan babu....in our Village there is no concrete road. Village name Chadada Near chhuruni.
@SatyanandaKhatua
@SatyanandaKhatua Күн бұрын
Bijuli babu namaskar, pandu and patnayakaku. Kebe jharpada jelaku jibbe,
@NityagopalMohapatra-um5iv
@NityagopalMohapatra-um5iv Күн бұрын
Bari MLA Biswa Ranjan Mallick nku apana nka charcha ku invite karantu plz
@saratbiswal9258
@saratbiswal9258 2 күн бұрын
Apankar portal ti BJP ra Mukhapatra ebe ebe lagilani,Khali BJD ,BJD Nabin au kichhi nahin.
@rajibdas495
@rajibdas495 Күн бұрын
300 unit bijuli dele thiki achhi
@BidyabhusanKuldy-yy4cb
@BidyabhusanKuldy-yy4cb 2 күн бұрын
Karanjia gote semitia nirbachana mandali..... Loksava Keonjhar re jae.
@studyvlog8729
@studyvlog8729 2 күн бұрын
Respected sir please raise ri amin issue in your platform please sir 🙏
@modanmohanpradhan3046
@modanmohanpradhan3046 Күн бұрын
Power thilabele paandiyan bulile but ebe nabin buluchanti
@harekrishnamajhi7778
@harekrishnamajhi7778 2 күн бұрын
To stream line the administrative set up to realise his two goals
@quoteoftheday2357
@quoteoftheday2357 2 күн бұрын
2027 re pandu 2029 Pattanayak jail jiba thaya 👍👍
@satyaprakashmishra5519
@satyaprakashmishra5519 Күн бұрын
Jay sree ram 🏹🚩
@thenoobplayer9742
@thenoobplayer9742 2 күн бұрын
First view❤❤❤❤
@basantajena3220
@basantajena3220 Күн бұрын
Osssc re bi tike minister nku daki pachara
@Ratnakar1280
@Ratnakar1280 2 күн бұрын
❤❤
@rajendrakumarsethy1637
@rajendrakumarsethy1637 9 сағат бұрын
Naveen Patnaik kana bajpayee au modi kahibe,tuma bela vala Naveen babunka bayasa nahi,nhele😂😂😂bjp
@MohanSahoo-j1x
@MohanSahoo-j1x 2 күн бұрын
Bjp very good party.
@saubhagyabiswal4401
@saubhagyabiswal4401 Күн бұрын
Bekari.samasiya.dura.
@sibaramdash6513
@sibaramdash6513 2 күн бұрын
2 sadhu bhala katha barta hauchanti
@sibaramdash6513
@sibaramdash6513 2 күн бұрын
Nabin ra nama na dhrile tamaku Khaiba ku miliba nahi ok
@MadhavKumardas-g1m
@MadhavKumardas-g1m Күн бұрын
Tote Naveen buda chela Mane taro chela kaam no kole kahibaku milbo nahi sehithipahi support karuchi
@consultsushant
@consultsushant 2 күн бұрын
Nije " Nabinanka charcha" kahibata samecheena hauchi ki ? Ame dekhibare nijaku epari address karibara ( Mane tume apana kahibara) dekhi nahun. Tittle ta aau Jane address kale bodhe bhala huanta.
@sibaramdash6513
@sibaramdash6513 2 күн бұрын
Sabu micha pura micha
@MadhavKumardas-g1m
@MadhavKumardas-g1m Күн бұрын
Naveen buda chela khon sath.naveen budha CM thila bele vk pandian sasano karuthlia na Naveen buda karuthlia.and Eve harile madya Naveen buda vk pandian support kahiniki karuchi.naveen budha vk pandianku kahiniki taro ghare rokhichi.naveen buda kahiniki VK pandian gharu bharo karuni . tell me.kehuta sath.naveen budha chela
@sangamjena31
@sangamjena31 Күн бұрын
Pagala
@arunkumarbehera9271
@arunkumarbehera9271 2 күн бұрын
Mo. sonatono vaiti
@rabishankarraut1977
@rabishankarraut1977 2 күн бұрын
ଏମିତି କାହିଁକି ଲାଗୁଛି, ବି.ଜେ.ପି. ର ପାଣି ଟାଙ୍କିରେ ମଇଳା ଭରିବା ଆରମ୍ଭ ହେଇଗଲାଣି
@royalck1
@royalck1 Күн бұрын
Godi media
@sibaramdash6513
@sibaramdash6513 2 күн бұрын
Tamaku tanka darkar nahi para.. Khali sati sabitri jaka..laja laguni 2 jana jaka tautar
@MadhavKumardas-g1m
@MadhavKumardas-g1m 2 күн бұрын
Toro boliya anada bhakto Naveen buda chela Mane thlia odhisa nash hahijibo
@basantapattnaik7812
@basantapattnaik7812 2 күн бұрын
ସାର ପ୍ରଣାମ 🙏🌹
@Sudipta-y2q
@Sudipta-y2q 2 күн бұрын
ଯଦି ନବୀନ ଙ୍କ ଚର୍ଚ୍ଚା କମ୍ ସମୟ ଭିତରେ ବହୁତ୍ କିଛି ତଥ୍ୟ ଲୋକଙ୍କୁ ଦେଇପାରିବ ତାହେଲେ ନିର୍ଭୟ ଗୁମର କଥା ଭଳି ଅଧିକ ଲୋକପ୍ରିୟ ହୋଇପାରିବ। ପାଖା ପାଖି ଚାଳିଶି ମିନିଟ୍ ରୁ ଅଧିକ ସମୟ ହୋଇଯାଉଛି
@akshayagiri1185
@akshayagiri1185 2 күн бұрын
Pension t0 all teachers in odisha
@chinmaypanda1132
@chinmaypanda1132 2 күн бұрын
Nabin Babu nka name na nele apanka video chalibani bodhe Se ta Hari gale kain tanku aau pandian nka name anuchanti aye sarkar ra ta kichi kama nahi tanka vision bisayare pacharantu
@MadhavKumardas-g1m
@MadhavKumardas-g1m 2 күн бұрын
Toro boliya anada bhakto Naveen buda chela Mane pahi odhisa nash hahijibo.kebe odhisa people Khali Naveen Naveen hehichanti but kehi Jay Jagannath name darunahanti
@sarojprusty2005
@sarojprusty2005 Күн бұрын
Jay RSS Jay Jagannath❤❤❤
@AjayMohapatra-p4r
@AjayMohapatra-p4r Күн бұрын
Sana bahut micha kahuchi se medicine dukan karithila....... Mu ta f...
Зу-зу Күлпаш 2. Бригадир.
43:03
ASTANATV Movie
Рет қаралды 684 М.
Running With Bigger And Bigger Lunchlys
00:18
MrBeast
Рет қаралды 135 МЛН
Planning Of Article 370 Removal
43:06
Nitish Rajput
Рет қаралды 10 МЛН
Зу-зу Күлпаш 2. Бригадир.
43:03
ASTANATV Movie
Рет қаралды 684 М.