Nabin Nka Charcha With BJP korei MLA Akash Dasnayak | Nirbhay Gumara Katha

  Рет қаралды 25,081

Nirbhay

Nirbhay

Күн бұрын

Пікірлер: 99
@mituprdhan2020
@mituprdhan2020 2 ай бұрын
ବହୁତ ସୁନ୍ଦର
@rjsoy4432
@rjsoy4432 2 ай бұрын
ଅତି ସୁନ୍ଦର ସାକ୍ଷାତକାର ❤
@laxmidharabarik2952
@laxmidharabarik2952 2 ай бұрын
ଖୁବ୍ ସୁନ୍ଦର ଉପସ୍ଥାପନା ସାର୍ ❤❤❤
@hemantapradhan6406
@hemantapradhan6406 2 ай бұрын
Very Very Nice Episode Sir
@susantasahoo9544
@susantasahoo9544 2 ай бұрын
ଆଜିର ଆଲୋଚନା ହୃଦୟସ୍ପର୍ଶୀ ଓ ସ୍ବାଗତଯୋଗ୍ୟ ।ଆପଣଙ୍କ ଏ ପ୍ରଚେଷ୍ଟା ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ନବୀନ ବାବୁ ।
@sidhakatha_2021
@sidhakatha_2021 2 ай бұрын
କେବେ ଆସିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନବୀନଙ୍କ ଚର୍ଚ୍ଚାରେ ?
@pruthwirajrana7268
@pruthwirajrana7268 2 ай бұрын
ସେ ଓଡିଆ ଜାଣି ନାହିଁ ତେଣୁ ସେ ଓଡିଆ ନିୟୁଜ ଚ୍ୟାନେଲକୁ ସାକ୍ଷାତକାର ଦିଅନ୍ତି ନାହିଁ
@sidhakatha_2021
@sidhakatha_2021 2 ай бұрын
@@pruthwirajrana7268 ତଥାପି ତାଙ୍କ ମୁହଁରୁ ଖଣ୍ଡି ଓଡ଼ିଆ ଶୁଣିଲେ ଅନ୍ତତଃପକ୍ଷେ episode ଟି ମନୋରଞ୍ଜନଧର୍ମୀ ତ ହବ ।
@omsahoo4370
@omsahoo4370 2 ай бұрын
@@pruthwirajrana7268 Hindi jaha ku asiba , taku odia bhala re asiba , seita gote plan thae
@pranakrishnakanungo6597
@pranakrishnakanungo6597 2 ай бұрын
ଆଜିର ଆଲୋଚନା ଖବ ହୃଦୟସ୍ପର୍ଶି ଥିଲା I ସେଥିପାଇଁ ଅନେକ ଅନେକ ଧନ୍ୟବାଦ. ନାୟକଙ୍କର କେବେ ପରାଜୟ ନଥାଏ. ଓଡ଼ିଶା ମା ତାଙ୍କ ଠାରୁ ବହୁତ କିଛି ଆଶା ରଖିଛି ଭାବୁଛି ଆମ ଭାଷା ଓ ସାହିତ୍ୟ ତାଙ୍କ ଦ୍ଵାରା ଉନ୍ନତି ଲାଭ କରିବ
@RamachDas-v2t
@RamachDas-v2t 2 ай бұрын
ବହୁତ ଭଲ ଲାଗିଲା ଧନ୍ୟବାଦ୍
@ajayakumarmohanty9582
@ajayakumarmohanty9582 2 ай бұрын
ଆକାଶ ଦାସ ନାୟକ ଙ୍କ ସହ ସାକ୍ଷାତକାର ଓ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଟି ବହୁତ ଖୁସି ଲାଗିଲା। ଧନ୍ୟବାଦ।
@abhiramsahoo5642
@abhiramsahoo5642 2 ай бұрын
ଖୁବ୍ ସୁନ୍ଦର ଏବଂ ଆନ୍ତରିକ ସାକ୍ଷାତ୍କାର ! ଆକାଶ ଦାସ ନାୟକ ବାବୁ ଅତି ଭଦ୍ର ଏବଂ ସଂସ୍କାରସମ୍ପନ୍ନ ପରିବାରର ସନ୍ତାନ ! ମନକୁ ଛୁଇଁଲା ଭଳି ସତ୍ଯତଥ୍ଯର ଆଲୋଚନା ପାଇଁ ଆକାଶ ବାବୁଙ୍କ ସହ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା !
@manojpanda2956
@manojpanda2956 2 ай бұрын
ଆଜ୍ଞା ଧନ୍ୟବାଦ, ଆଲୋଚନା ଭଲ ଲାଗିଲା, ବେଶ୍ ଭଲ ଲାଗିଲା ନବୀନ ପଟ୍ଟନାୟକଙ୍କ ଚରିତ୍ର କୁ ସିନେମା କରିବା
@kabitasahoo8385
@kabitasahoo8385 2 ай бұрын
🙏👍❤ Loved " whatever happens is good " analysis.
@ErGouttamBehera
@ErGouttamBehera 2 ай бұрын
Nice interview with @akash bhaiya
@pramodkumarbiswal4883
@pramodkumarbiswal4883 2 ай бұрын
Good conversation. Nahin ji many Many Thanks.
@Jagannath-oc9ht
@Jagannath-oc9ht 2 ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ।
@BishnucharanRay-xy5ox
@BishnucharanRay-xy5ox 2 ай бұрын
ବହୁତ ଭଲ ଲାଗିଲା
@manjupravamishra8000
@manjupravamishra8000 2 ай бұрын
ଜୟ ଶ୍ରୀ ଜଗନ୍ନାଥ 🌹🙏।
@rabindrapatra8223
@rabindrapatra8223 2 ай бұрын
Very beautiful presentation. Thanks sir ବହୁତ୍ କଥା ଶ୍ରୋତା ମାନଙ୍କୁ ଜଣାଇଲେ । ଶନିବାର program 👍 ରଖିଥିବାରୁ ଉଭୟଙ୍କୁ ଧନ୍ୟବାଦ ଜୟ ଜଗନ୍ନାଥ ❤
@KhirodChandrachand
@KhirodChandrachand 2 ай бұрын
ମନ ବର୍ଷା ପାଖରେ ଧନ ବର୍ଷା ର ମାନ ନଗନ୍ୟ ମାତ୍ର। ଖୁବ୍ ଆନନ୍ଦ ଦାୟକ।
@SrikantaSathua-nf6ex
@SrikantaSathua-nf6ex 2 ай бұрын
Megastar Siddhant Mohapatra nku guest dakantu
@trilochanasatapathy5025
@trilochanasatapathy5025 Ай бұрын
Thanks
@umeshchandraswain8578
@umeshchandraswain8578 2 ай бұрын
ନବୀନ ପଟ୍ଟନାୟକ ଦୁର୍ନୀତି ଚରିତ୍ର ବିଷୟରେ ଗୋଟିଏ ଫିଲ୍ମି କରନ୍ତୁ
@jeetendrakumarmohanty2963
@jeetendrakumarmohanty2963 2 ай бұрын
ଅତି ସୁନ୍ଦର 36:25 36:27 ଆଲୋଚନା, ଯଦି ହିନ୍ଦି ସିନେମା ରେ "ରାଜନୀତି"ଚଳଚ୍ଚିତ୍ର ହୋଇଛି, ଓଡ଼ିଆ ଚଳଚିତ୍ରରେ "ରାଜନୀତି"ହୋଇ ପାରିଲେ ଭଲ ହୁଅନ୍ତା।
@srinibashpanda9726
@srinibashpanda9726 2 ай бұрын
Jay Jagannath 🙏
@pramodkumarrout7641
@pramodkumarrout7641 2 ай бұрын
Das Naik title is found in Sri Lanka . Very good discussion. Akasha babu , I hope your prosperous in political career.
@rackyroy
@rackyroy 2 ай бұрын
❤❤❤❤❤
@panigrahi_abhishek
@panigrahi_abhishek 2 ай бұрын
ଅତି ଭଦ୍ର, ନମ୍ର, ମାର୍ଯୀତ ସାକ୍ଷ୍ୟାତକାର । ଏହି ୫ ବର୍ଷ ରେ ଓଡିଆ ସିନେମା କୁ ଗୋଟେ ନୁଆ ରୁପ ଦିଅନ୍ତୁ ,ଓଡିଶାବାସୀ ଆପଣକୁଂ ଧନ୍ୟ କହିବେ ।
@ramakantamohanta7970
@ramakantamohanta7970 2 ай бұрын
Very good nabin sir
@pranatidildilbecharasahoo6719
@pranatidildilbecharasahoo6719 2 ай бұрын
Very good discussion.
@samanathbhumia9392
@samanathbhumia9392 2 ай бұрын
🎉jay.jagannath🙏🎉
@Vinood900
@Vinood900 2 ай бұрын
Very Honest and soft talking Person Akash DasNayak Sir... Odisha BJP is really very lucky to have this Jewel in his Team... Please Sir Do your Best for our Motherland ODISHA...We expect your Valuable Contribution and Direction With State Government to achieve best Growth for our people..🙏
@somyaranjanmohapatra8610
@somyaranjanmohapatra8610 2 ай бұрын
Navin nka charcha ra sabu thhi bada show... Today this episode❤🎉❤🎉
@shyammajhi1082
@shyammajhi1082 2 ай бұрын
Bhauto bholo lagila Sir
@NarayanNayak-wf8cg
@NarayanNayak-wf8cg 2 ай бұрын
ମୁଁ ବୋହୁତ କମ ଦୀନ ମାନେ ଏଇ ମେ ମାସ ଠାରୁ ଭାଇଙ୍କ ସହ ପରିଚିତ ହେଲି ବା ଭାଇଙ୍କ ସହ କାମ କରିବାକୁ ସୁଯୋଗ ପାଇଲି ,ସତରେ ଜଣେ ମଣିଷ ପରି ମଣିଷ ଟିଏ ଭଦ୍ର ନମ୍ର କୌଣସି ଗୁଣରେ କେହି କହିପାରିବେ ନାହିଁ,ଏଭଳି ବ୍ୟକ୍ତିତ୍ୱ ରାଜନୀତି ରେ ପ୍ରାୟ ମିଳିବା କଷ୍ଟ
@brajabandhusahoo6043
@brajabandhusahoo6043 2 ай бұрын
ଏବେ ଏହି ଫିଲିମ ଟି କରନ୍ତୁ
@LAXMINARAYANNAYAK2000
@LAXMINARAYANNAYAK2000 Ай бұрын
ଆକାଶ ଦାସ ନାୟକ ଜଣେ ଭଲ ଲୋକ। ଦୟାକରି ଅନୁରୋଧ ଓଡ଼ିଆ ଚଳଚ୍ଚିତ୍ର ଆଗକୁ ନିଅନ୍ତୁ।
@TirtharajPanda
@TirtharajPanda 2 ай бұрын
Jai Jagannath 🙏 Sir Do a Navin ka charcha with MLA Dharmasala
@brajabandhusahoo6043
@brajabandhusahoo6043 2 ай бұрын
ଭୁତପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ଙ୍କ ଚରିତ୍ର କୁ ନେଇ ଗୋଟିଏ ଫିଲିମ କଲେ ସାରା ଜଗତ ଜାଣିବ ସେ କିଭଳି ଓଡ଼ିଆ ଙ୍କ ପ୍ରତି ବେଈମାନ କରିଛନ୍ତି. ଜୟ ଜଗନ୍ନାଥ.
@JITENDRAKUMAR-kg7zv
@JITENDRAKUMAR-kg7zv 2 ай бұрын
ଖୁବ୍ କମ୍ ଲୋକେ ତାଙ୍କର ବଂଶ ବୁନୀୟାଦୀ ବିଷୟ ଜାଣନ୍ତି ଯେ ସେମାନଙ୍କ ପରିବାରରେ ପ୍ରକୃତରେ କେତେ ଜଣ ହିନ୍ଦୁ ଧର୍ମର, ଯଦି ସନ୍ଦେହ ହେଉଛି ତେବେ କଟକ ଗୋରା କବର ରେଜିଷ୍ଟ୍ରାର ଯାଇ ଚେକ୍ କରନ୍ତୁ ସତ୍ୟ ବଳେ ବଳେ ଜାଣିଯିବେ, ପିଲାଟି ଦିନରୁ ସେ ହିନ୍ଦୁ ଧର୍ମ ଓ ସଂସ୍କୃତିର ଠାରୁ ବହୁତ ଦୂରରେ ଥିଲେ, ତାଙ୍କର କୈଶୋର ଓ ଯୁବାବସ୍ଥା ବିଦେଶରେ ଫିରୀଙ୍ଗୀ ଯୁବକ ଯୁବତୀ ମାନଙ୍କ ଗହଣରେ ବିତିଛି ତଥା ତାଙ୍କର ବାସ୍ତବ ଜୀବନ ଶୈଳୀ ହିଁ ମିଶନାରୀ ପ୍ରକାରେ, ଭାଟିକାନ ସିଟି ପୋପଙ୍କର ସେ ଜଣେ ଅନୁଗାମୀ, ତାଙ୍କର ବାସ୍ତବ ସତ୍ୟ ରହସ୍ୟମୟ।
@dhaneswardas548
@dhaneswardas548 2 ай бұрын
ଫିଲ୍ମ ଟି ସୁପର୍ ଡୁପର୍ ହେବ ନିଶ୍ଚୟ ଏଥିରେ ସନ୍ଦେହ ନାହିଁ। କାରଣ କେହି ନ ଦେଖନ୍ତୁ ପଛେ ସବୁ ବିଜେଡି ବାଲା ତ ନିଶ୍ଚୟ ଦେଖିବେ... Producer ମାଲେମାଲ ହୋଇ ଯିବ....
@ramratan3907
@ramratan3907 2 ай бұрын
Right
@chandipadapanda4707
@chandipadapanda4707 2 ай бұрын
ବିରଳ ଓ ବିଚିତ୍ର ଚରିତ୍ର ର ନେତା ନବୀନ ବାବୁଙ୍କ ସମ୍ଭନ୍ଧରେ ଆଲୋଚନା ଅତ୍ଯନ୍ତ ରୁଚିକର ମନେହେଲା ।ଧନ୍ଯବାଦ।
@tusharmohapatra7704
@tusharmohapatra7704 2 ай бұрын
Nice going show sir by the bless of Lord Jagannath 🙏
@aryaswamidasyadav7088
@aryaswamidasyadav7088 2 ай бұрын
Voice tk vala karantu
@bhagabanmajhi9902
@bhagabanmajhi9902 2 ай бұрын
Excellent
@saratmishra7100
@saratmishra7100 2 ай бұрын
Jay Jagannath
@BidyabhusanKuldy-yy4cb
@BidyabhusanKuldy-yy4cb 2 ай бұрын
Bastav re Akash DN jane bhala manisha te. Apananka charcha bhitare asirvad thiba ru mote bahut priya lage. You're great Naveen babu. Apana amara Guru tulya guardian jane. Thank you🙏.
@sushantakumardas9901
@sushantakumardas9901 2 ай бұрын
Mu Akash Babu nku Bisesh Anurodh Karuchi , Se So Called BJD Party ra Mr Clean / Mr White as well as Durnitira Bikhyata Kalaakar Mr Naveen Patnaik , Ex- Chief Minister in Odisha Consequitively for 24 years in Odisha upare gotie Sinder Film Karantu jaha Nishchita Bhabare Supwr Duper Hit Heba .
@acharyaone7500
@acharyaone7500 2 ай бұрын
@prasantamohapatra7767
@prasantamohapatra7767 2 ай бұрын
ଚର୍ଚ୍ଚାଟି ଭଲ ଲାଗିଲା ନାହିଁ
@netajidash9367
@netajidash9367 2 ай бұрын
ନମସ୍କାର ନବୀନ ବାବୁ। ଜଣେ ନିୟମିତ ଶ୍ରୋତା ହୋଇଥିବାରୁ ମନରେ ବହୁତ କ୍ଷୋଭ ଏଥିପାଇଁ ଯେ ୩୮ ମିନିଟ୍ ମଧ୍ୟରୂ ଆଠ ମିନିଟ୍ ହୁଏତ ଭଲ ଭାବରେ ଶୁଣିପାରିଥିବି କି ନାହିଁ ଅଡିଓ ଗୁଣବତ୍ତା ପାଇଁ। ଆଉ ଥରେ ଭଲ ଭାବରେ ଶୁଣିବାକୁ ସୁଯୋଗ ମିଳିବ କି ନା ସେ ନିଷ୍ପତ୍ତି ଆପଣ ନେବେ। ନମସ୍କାର।
@whatisthis1900
@whatisthis1900 2 ай бұрын
audio ta bhai clr pura..... amara . tame phone hardware chk kara
@chhatishmohanta6403
@chhatishmohanta6403 2 ай бұрын
ନବିନ ସାର୍ ଆପଣ ଟିକେ ମୟୂରଭଞ୍ଜ ଜିଲ୍ଲାରେ ସନାତନ ବିଜୁଳି ଟିକିଏ ଡାକନ୍ତୁ 🙏🙏🙏
@Manoranjansahoo34680
@Manoranjansahoo34680 2 ай бұрын
ଆକାଶ ଦାସ ନାୟକ ବାସ୍ତବିକ ଜଣେ ଖୁବ ଭଲ ମଣିଷ,2012 ମସିହାରେ ଥରେ ତାଙ୍କ ସହିତ ମୋର ବ୍ୟକ୍ତିଗତଭାବେ ମିଶିବାର ସୁଯୋଗ ପାଇଥିଲି, ତାଙ୍କର ବ୍ୟସ୍ତତମ ସମୟରୁ 20 ମିନିଟ ସମୟ ସେ ଦେଇଥିଲେ, ସେଇ ସ୍ୱଳ୍ପ ସମୟର କଥାବାର୍ତ୍ତାରେ ମୁଁ ଅନୁଭବ କରିଥିଲି ଯେ ସେ ଜଣେ ଭଲ ମଣିଷ, ଧନ୍ୟବାଦ 👌👌👌
@acharyaone7500
@acharyaone7500 2 ай бұрын
Navin babu ama odisha ra jane khanti sambadika..proud of u sir♥️🙏
@rakeshkumarsahoo1043
@rakeshkumarsahoo1043 2 ай бұрын
Need An Interview with Siddhant Mohapatra
@Jay_Shri-Ram091
@Jay_Shri-Ram091 2 ай бұрын
BJD ନବୀନ ପଟ୍ଟନାୟକ ଜନ୍ମ ଠାରୁ ମୃତ ପଯ୍ୟନ୍ତ ଯୋଜନା ରହିଛି? ଶୁଣିବା ବହୁତ୍ ସହଜ ହେଲେ ୨୪ ବର୍ଷ ଶାସନ କାଳରେ ଗୋଟେ ଭି could ଷ୍ଟୋର ଦେଖିବାକୁ ମିଳୁନି?
@upperprimaryodisha3797
@upperprimaryodisha3797 2 ай бұрын
Jay Guru Jay Jagannath
@laxminarayanswain8657
@laxminarayanswain8657 2 ай бұрын
Upasana Mohapatra ,Prasanta jagadeb nka sakshyatakar, please.
@PintuKuldip-z6k
@PintuKuldip-z6k 2 ай бұрын
Sir Sound Clear Laguni
@SsBarik-y3v
@SsBarik-y3v 2 ай бұрын
❤️🙏🌹
@trilochanpatnaik6321
@trilochanpatnaik6321 2 ай бұрын
Sound system full clear ହେଉନି। କାରଣ କଣ?
@Savana-o5x
@Savana-o5x 2 ай бұрын
Very Handsome Hero,his way of talking makes him more nice .Wish him more to fulfill his wants successfully.Teacher S.Bhabani,Berhampur.
@soumyaranjan6247
@soumyaranjan6247 2 ай бұрын
🎉🎉🎉🎉🎉❤❤❤❤
@rackyroy
@rackyroy 2 ай бұрын
ଆମ ଭାଇ ଆମ ହିରୋ ❤️
@lilamayasahu6669
@lilamayasahu6669 2 ай бұрын
Prasant jayadev ku tike ଅନାନ୍ତୁ
@bijaypanda1843
@bijaypanda1843 2 ай бұрын
ଦଶନାୟକ ବାବୁ ଆପଣ ଖାଲି ନିଜ ପଡିଆ ରେ ଖେଳିବେ 😮କଥା କେମିତି ଗନ୍ଧେଇ ଳା
@ame_odia501.
@ame_odia501. 2 ай бұрын
Nabin bhai bahuta manara kata mara ace tike asa
@manaswinisahoo6357
@manaswinisahoo6357 2 ай бұрын
ଏଭଳି ହୃଦୟସ୍ପର୍ଶୀ ସାକ୍ଷାତକାର ମୁଁ କେବେ ଦେଖି ନାହିଁ। ଆକାଶ ଦାସନାୟକ ଜଣେ ନିଃସନ୍ଦେହ ଏକଦମ୍ ନିରୋଳା ମଣିଷ । ବହୁଧା ସଫଳତାର ନାୟକ, ବହୁ ପ୍ରତିଭାର ଅଧିକାରୀ । ତାଙ୍କୁ ଅସରନ୍ତି ଶୁଭେଚ୍ଛା ଏବଂ ଶୁଭକାମନା
@santoshpanda7814
@santoshpanda7814 2 ай бұрын
Akash bhai is real Hero
@ranjandas-sq4gy
@ranjandas-sq4gy 2 ай бұрын
Akash Babu congratulations winning BJP party great person of odisha, chora Dalal BJD party' Ku support Kari le nanhi, Bramhand gosain Shree Jagannath mahaprabhu nka ashree bad achhi,
@yudhisthiraswain
@yudhisthiraswain 2 ай бұрын
Jay shree Ram
@SrikantaSathua-nf6ex
@SrikantaSathua-nf6ex 2 ай бұрын
Superstar Arindam roy nku guest dakantu
@Funnytrainvideos-u1g
@Funnytrainvideos-u1g 2 ай бұрын
He has exposed the internal politics of BJD.
@SsBarik-y3v
@SsBarik-y3v 2 ай бұрын
କୋରେଇ ହିରୋ ଆକାଶଭାଇ
@gajendranathjena356
@gajendranathjena356 2 ай бұрын
ଜୟଶ୍ରୀ ଜଗନ୍ନାଥ
@kushadhwajanahak186
@kushadhwajanahak186 2 ай бұрын
ସାର୍ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ( ଲିକୁ ସାହୁ) ଙ୍କୁ ଥରେ ଆପଣଙ୍କ ଚର୍ଚ୍ଚା କୁ ଡାକନ୍ତୁ,
@nicelcomputerathgarh3152
@nicelcomputerathgarh3152 2 ай бұрын
Sir apana computer institute certificate ku nei charcha karantu students Mane confused heuchhanti certificate ku nei
@sudarsannayak356
@sudarsannayak356 2 ай бұрын
Voice is not clear.
@MarutiEntertainment5241
@MarutiEntertainment5241 2 ай бұрын
Bijay Mohapatra,Jay Narayan Mishra,Tatwa prakash Satpathy (papu pom pom) nku charcha ku dakuntu
@Jayjagannath.God_456
@Jayjagannath.God_456 2 ай бұрын
Sidhanta Mohapatra nku thare anantu sir.....
@laxminarayanpadhy6820
@laxminarayanpadhy6820 2 ай бұрын
Plz next time go to other party.
@niladripradhan1527
@niladripradhan1527 2 ай бұрын
ସଂକୁଚିତ ଅବଧି ମଧ୍ୟରେ ସାରଗର୍ଭକ କଥା ବସ୍ତୁର ଉପସ୍ଥାପନ ଓ ସଂସ୍ଥାପନ ଚର୍ଚାର ଗୁରୁ ଗଂମ୍ଭିର ପରିସର. ଆକାଶ ଦାସ ନାୟକଙ୍କୁ ମୋର ଏକ ପ୍ରଶ୍ନ ସମାଜ ସେବାରେ କାହାର ସେବା କରାଯାଏ ଏବଂ ରାଜନୀତିରେ କାହାର ସେବା କରାଯାଏ? ସେବା ଏବଂ କର୍ତବ୍ୟ ମଧ୍ୟରେ ପାର୍ଥକ୍ୟ କଣ?ଚର୍ଚାର ପରିସର ମଧ୍ୟକୁ ଏଭଳି ବାରମାସୀ ରଙ୍ଗ ବଦଳାଉଥିବା ଚରିତ୍ର ମାନଙ୍କୁ ସ୍ୱାଗତ କରି ନଜର ଭାବ ମୁର୍ତ୍ତିକୁ କେତେ ସୁରକ୍ଷିତ ରଖିଛନ୍ତି?
@laxminarayanpadhy6820
@laxminarayanpadhy6820 2 ай бұрын
Sir u didnot got d ticket dats y u changed party.No party is good.
@PapuBhai-u9r
@PapuBhai-u9r 2 ай бұрын
ଏକ ପାଖୀଆ ପ୍ରୋଗ୍ରାମ ଟି ଇଏ
@Sports-c1i
@Sports-c1i 2 ай бұрын
Genle politician
@RajendraJena-c1d
@RajendraJena-c1d 2 ай бұрын
Upasana kebe asibe
@jyotirmayeedash2258
@jyotirmayeedash2258 2 ай бұрын
Pandian nare eka film karantu
@radhakantrk7677
@radhakantrk7677 Ай бұрын
Rengali vidhayak sudarshan Haripal nku dakantu
@ranjandas-sq4gy
@ranjandas-sq4gy 2 ай бұрын
Basterd pandian ku arrest karantu property kabja Kari diantu please, Jay Jagannath Jay achyut sarana,
@saratpradhan4122
@saratpradhan4122 2 ай бұрын
Bjd MLA charcha ku asu nahanti na apana daku nahanti tike kuhantu please
@LaxmidharRoul-vd1gh
@LaxmidharRoul-vd1gh 2 ай бұрын
AMA M ĹA AKASH BABU BADABIRUAN
REAL 3D brush can draw grass Life Hack #shorts #lifehacks
00:42
MrMaximus
Рет қаралды 12 МЛН
Osman Kalyoncu Sonu Üzücü Saddest Videos Dream Engine 269 #shorts
00:26
REAL 3D brush can draw grass Life Hack #shorts #lifehacks
00:42
MrMaximus
Рет қаралды 12 МЛН