No video

Nabin Nka Charcha With State BJP President Manmohan Samal.. Episode 2 | NABINNKA CHARCHA

  Рет қаралды 66,801

Nirbhay

Nirbhay

28 күн бұрын

Nabin Nka Charcha With State BJP President Manmohan Samal.. Episode 2 | NABINNKA CHARCHA | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: kzbin.info/door/_Sk...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 440
@jyotirmayjena1869
@jyotirmayjena1869 26 күн бұрын
ମନମୋହନ ବାବୁ ସମସ୍ତଙ୍କୁ ନଦୀ ପାର କରିଦେଇ ନିଜେ ଭାସିଗଲେ, କିନ୍ତୁ ଓଡିଶା ଆପଣଙ୍କର ଏ ଅବଦାନକୁ କେବେ ଭୁଲିପାରିବେ ନାହିଁ । ଆମେ ଆପଣଙ୍କ ନିକଟରେ ଚିର ଋଣୀ ।
@hiteshkumarpradhan254
@hiteshkumarpradhan254 26 күн бұрын
Agami dinare manmohan sir nischayan gurutvapurna padabi r rahibe
@titupanigrahy4846
@titupanigrahy4846 24 күн бұрын
Jai shree ram🙏🙏🙏
@user-xm2kp7vc1j
@user-xm2kp7vc1j 24 күн бұрын
jaa manmohan dharipaka
@bidhansunayak4517
@bidhansunayak4517 19 күн бұрын
😊😊😊😊😊😊😊😊😊😊😊😊😊😊
@bidhansunayak4517
@bidhansunayak4517 19 күн бұрын
😊😊😊😊😊😊😊😊😊l...😊😊😊😊😊😊😊😊l😊.😊l😊😊😊😊😊😊😊😊😊😊.😊😊😊😊😊ll😊l😊😊😊😊😊😊l😊😊.😊😊j😊l😊.😊😊😊😊😊.😊😊l😊😊😊😊😊😊😊😊😊
@rajatkumarbehera3973
@rajatkumarbehera3973 26 күн бұрын
ବହୁତ ବଢିଆ ଆଲୋଚନା.... ଆଉ ଏଇଟା ହେଉଛି ମୋଦି ମ୍ୟାଜିକ.....ଓଡିଶା ପାଇଁ ସ୍ମରଣୀୟ ହେଇ ରହିବେ ମନମୋହନ ସାମଲ....
@user-bv3op9gv7b
@user-bv3op9gv7b 26 күн бұрын
Solid analysis in odisha for BJP by MMSamal
@Satyamded
@Satyamded 26 күн бұрын
ମନମୋହନ ସାମଲ ଙ୍କୁ ମୁ ଭେଟିବାକୁ ଚାଁହୁଛି ବ୍ୟବସ୍ତା କରିପାରିବେକି ମହାନ ଲୋକ କିଙ୍ଗ ମେକର ଙ୍କୁ ବହୁତ ବହୁତ ଶୁଭେଚ୍ଛା
@Satyamded
@Satyamded 26 күн бұрын
ଦୟାକରି ଭେଟିବା ର ଉପାୟ ବାତାନ୍ତୁ
@AshokPanda-qt4qn
@AshokPanda-qt4qn 26 күн бұрын
Prakrut ra Monmohan Babu Aka Uchakotira Sangathak Ahi Orissa Sasan Paribartan Ankar Abadan ku Ame orissa basi Bhulu paribunahi Aha Chira Swarania
@chandankumarbal1308
@chandankumarbal1308 26 күн бұрын
​@@Satyamdedପାର୍ଟି ଅଫିସକୁ ରାତି ୧୨ ପରେ ଯିବେ ରାତି ୨-୩ ଟା ମଧ୍ୟରେ ଆପଣଙ୍କ ପାଳି ପଡ଼ିଯିବ କାରଣ ସାରା ଓଡ଼ିଶାର ଲୋକ ଆସୁଛନ୍ତି ବିଭିନ୍ନ କାମ ନେଇ। ଦିନ ସାରା ପ୍ରାୟ ବହୁତ ମିଟିଂ ରହୁଛି
@ajitkumarpanda6388
@ajitkumarpanda6388 26 күн бұрын
ସୁନ୍ଦର କାର୍ଯ୍ୟକ୍ରମ,,,,,,,,, ମେଣ୍ଟ ନ କରି BJP ଏକାକୀ ନିର୍ବାଚନ ଲଢି ଓଡ଼ିଶା ରେ ସରକାର ଗଢ଼ିଲା ଏହାର ଶ୍ରେୟ ସଭାପତି ମନମୋହନ ବାବୁ ଙ୍କୁ ଦିଆ ଯିବ ନିଶ୍ଚୟ,,,,, ଆପଣଙ୍କ ସବୁ ପ୍ରଶ୍ନ ର ଚମତ୍କାର ଉତ୍ତର ମନମୋହନ ବାବୁ ଦେଇଛନ୍ତି,,,,,,,ଏଣିକି ପୂର୍ବ ସରକାର ର ଦୁର୍ନିତୀ ର ପର୍ଦ୍ଦାଫାଶ କରାଯାଉ ଏବଂ ଦୋଷୀ କୁ ଦଣ୍ଡ ଦିଆଯାଉ,,,,,
@SwayamSantosh4u
@SwayamSantosh4u 26 күн бұрын
All the credit goes to him for the winning and forming government of the BJP in Odisha. A decisive leader. Because of his effort the BJP-BJD alliance could not happen and that was a historical, bold decision. A decisive leader can only take such a type of decision. BJP is blessed to have such a person in the party
@gourangakar4729
@gourangakar4729 26 күн бұрын
ଏଥର ମୁଖ୍ୟମନ୍ତ୍ରୀ ହେବାରୁ ଅଳ୍ପକେ ବଞ୍ଚିତ ହେଲେ ମନମୋହନ ଭାଇ। ଏଥର ଓଡିଶା ନିର୍ବାଚନ ରେ ମନମୋହନ ଭାଇ ପ୍ରକୃତ ହୀରୋ।
@brajabandhusahoo6043
@brajabandhusahoo6043 26 күн бұрын
ମନମୋହନ ଭାଇ ଙ୍କୁ ଯେତେ ପ୍ରଶଂସା କଲେବି କମ ହେଵ ସେ ଓଡିଶା ର ଇଯତ ରଖିଛନ୍ତି ତାଙ୍କୁ ବହୁତ ବହୁତ ଧନ୍ୟବାଦ. କିଛି ନେତା ବେଈମାନ କରି ନିଜ ଗାଦି ରକ୍ଷା କରିବା ପାଇଁ ମେଣ୍ଟ ଚାହୁଁଥିଲେ.
@durgaprasadsamantaray7084
@durgaprasadsamantaray7084 26 күн бұрын
ଅତି ସୁନ୍ଦର ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଙ୍କ ସହିତ ରାଜନୈତିକ ଚର୍ଚ୍ଚା।
@brajabandhusahoo6043
@brajabandhusahoo6043 26 күн бұрын
ଜୟ ନାରାୟଣ ବାବୁଙ୍କୁ ନିଶ୍ଚୟ ମନ୍ତ୍ରୀ କରାଯାଉ ମନମୋହନ ଭାଇ ଙ୍କ ପରେ ଜୟ ନାରାୟଣ ଭାଇ 2 ନମ୍ବର ପୋସିସନ ର ଅଧିକାରୀ.
@titupanigrahy4846
@titupanigrahy4846 26 күн бұрын
Jai shree ram🙏🙏🙏
@user-kt4sh2sm6s
@user-kt4sh2sm6s 26 күн бұрын
ମନମୋହନ ଭାଇ ହାରି ନାହାଁନ୍ତି। ମେଣ୍ଟର ବିରୁଦ୍ଧ କରି ଓଡ଼ିଶା କୁ ବରବାଦ ରୁ ରକ୍ଷା କରିଦେଇଛନ୍ତି। ସେ ହିଁ ପ୍ରକୃତ ହିରୋ। ଜୟ ଜଗନ୍ନାଥ।
@laxmidharbarik2487
@laxmidharbarik2487 22 күн бұрын
Right
@narayanbiswas836
@narayanbiswas836 26 күн бұрын
ଓଡ଼ିଶା ତଥା ଚାନ୍ଦବାଲି ରାଜନୀତି ଇତିହାସ ରେ ମନମୋହନ ସାମଲ ସାର୍ ଚିର ସ୍ମରଣୀୟ ହୋଇ ରହିବେ।❤
@hardworkneverdies5679
@hardworkneverdies5679 26 күн бұрын
ସେଥିପାଇଁ ନିର୍ବାଚନ ହାରି ହାରି ଜୀବନ ଗଲା😅
@narayanbiswas836
@narayanbiswas836 26 күн бұрын
@@hardworkneverdies5679 ରାଜନୀତି ରେ ହାର୍ ଜିତ୍ ଅଛି କିନ୍ତୁ ସଂଗଠନ ସୁଦୃଢ କରିବା ଦକ୍ଷତା ବେଶ୍ ଅଧିକ ମୋନମୋହନ ସାର୍ ଙ୍କର। "ଏକକି ଲଢ଼ିବୁ ସରକାର ଗଢ଼ିବୁ" ଏ ବାକ୍ୟ ଟି ଏଇ ରାଜନେତାର।
@anilkumarsahoo794
@anilkumarsahoo794 26 күн бұрын
​@@hardworkneverdies5679 because Dharmanagar is real seat not Chandabali.
@anirudhasahoo5136
@anirudhasahoo5136 26 күн бұрын
Very good. Sir u left one thing. How de former govt announced many things wdet cabinet decision. Odisha ought to be informed widely.
@BishnuMajhi-w3z
@BishnuMajhi-w3z 26 күн бұрын
😅
@anadicharansamal7033
@anadicharansamal7033 26 күн бұрын
ମନମୋହନ ସାମଲ ୨୦୨୪ ନିର୍ବାଚନ ର ଅଭିମନ୍ୟୁ। ନିଜେ ହାରିଗଲେସିନା ଦଳକୁ ଜିତାଇଦେଲେ।
@jyotirmayjena1869
@jyotirmayjena1869 26 күн бұрын
ମନମୋହନ ବାବୁ ଓଡିଶାକୁ ତାମିଲ ଶାସନ କବଳରୁ ବଞ୍ଚାଇ ଦେଲେ ।
@pramodpradhan3395
@pramodpradhan3395 26 күн бұрын
ହେଲେ କଣ ହେବ/ଗୁଜୁରାଟୀଙ୍କୁ ଟେକିଦେଲେ ଓଡିଶାକୁ
@RanjanBehera-ge1kf
@RanjanBehera-ge1kf 26 күн бұрын
Tamilian Mane Drabid. Semane Bhartiya Manaku Ghruna Karanti & Hindi Bhasha Kahu Nahanti. Tamilnadu re Semane Hungama Karanti..❤🎉❤
@prakashtoltia
@prakashtoltia 26 күн бұрын
​@@pramodpradhan3395kie gujurati....mohan majhi keunjhara odishara janina ki
@Odishatoka_07
@Odishatoka_07 25 күн бұрын
ତମକୁ ଦେଖାଯିବ gujurati😂କାରଣ ତମେ ପାଣ୍ଡୁ chata ତମୋ ବାପା ଚାଲିଗଲେ​@@pramodpradhan3395
@user-uk9xo8uq7s
@user-uk9xo8uq7s 12 күн бұрын
Right Bhai
@sushilsamal3789
@sushilsamal3789 26 күн бұрын
ମନମୋହନ ସାମଲ ଜଣେ ଦକ୍ଷ ରାଜନେତା, ଓଡ଼ିଶା ବିଜେପିର ସୁଦକ୍ଷ ବିନ୍ଧାଣି,ସରକାର ଗଢିବାରେ ସୁଚିନ୍ତିତ ଗୋଟିଚାଳନା, ସର୍ବୋପରି ଜଣେ ଜନନେତା ହିସାବରେ ଓଡ଼ିଶାବାସୀ ମନେ ରଖିବେ l
@Manoranjansahoo34680
@Manoranjansahoo34680 26 күн бұрын
👌👌👌👍👍👍
@user-mf8ol8rn3d
@user-mf8ol8rn3d 21 күн бұрын
Jay Shree Krishna
@gyanendrakumartripathy1370
@gyanendrakumartripathy1370 26 күн бұрын
Samal Sir MP LAD ରେ ଉତ୍କଳ ବିପର୍ନ ସହାୟତା ସମିତି ମାଧ୍ୟମରେ ବହୁତ ଆମ୍ବୁଲାନ୍ସ ସରକାରୀ ମେଡିକାଲ କଲେଜ ଗୁଡିକୁ ଦେଇଥିଲେ 2000 ମସିହା ସେତେବେଳେ ମୁଁ ନିଜେ ବ୍ରହ୍ମପୁର ଦାୟିତ୍ୱ ରେ ଥିଲି ଏବଂ UBSS ବହୁତ ଭଲ କାମ ହେଉଥିଲା ଗରିବ ଲୋକମାନେ ବହୁତ ଉପକୃତ ହେଉଥିଲା ମୁଁ ଆଉଥରେ ଆଶା କରିବି ସାମଲ Sir ଠାରୁ ସେହି ଚିନ୍ତାଧାରା 🙏🙏
@Manoranjansahoo34680
@Manoranjansahoo34680 26 күн бұрын
👌👌👌👍👍👍
@saratmishra7100
@saratmishra7100 26 күн бұрын
The real hero of this present Government. But he is the most unfortunate person this time, because of losing at his constituency. ମୋର ଏବଂ ସାଧାରଣରେ ମନମୋହନ ସାମଲ, ରାଜ୍ୟ BJP president ଙ୍କୁ ପ୍ରଶ୍ନ, ଜଣେ ଟାଣୁଆ ଅଭିଜ୍ଞ ନେତା jaynarayana ମିଶ୍ର ଙ୍କୁ କାହିଁକି ମନ୍ତ୍ରୀ ମଣ୍ଡଳରେ ସାମିଲ କରାଗଲାନି? ସେ ମନ୍ତ୍ରୀ ମଣ୍ଡଳରେ ଥିଲେ, ଅନେକ BJD ନେତା ଙ୍କ ପ୍ୟାଣ୍ଟ୍ ଗିଲା ହେଇ ସାରନ୍ତାଣି। ଧନ୍ୟବାଦ୍ ନବୀନ ବାବୁ, ଆପଣ ଏ ପ୍ରଶ୍ନର ଉତ୍ତର ତାଙ୍କୁ ପଚାରି ରଖିବେ ବୋଲି ଆଶା କରୁଛୁ।
@nikunjabiharisahani2070
@nikunjabiharisahani2070 26 күн бұрын
ଚଣ୍ଡିଖୋଲ ସଭାରେ ମୋଦିଜୀ ଯଦି ବିଜେଡ଼ି ବିରୁଦ୍ଧରେ କହିଥାନ୍ତି ତେବେ ବିଜେପି ୧୧୦+ ସିଟ୍ସ ପାଇଥାନ୍ତା ଏହା ସତ୍ୟ, ଯାହା ଗାଁ ଗହଳିରେ ସେ ସମୟରେ ଶୁଣାଯାଇଥିଲା। କିନ୍ତୁ ଦୁଃଖର କଥା ଏଠିକାର କିଛି ଟାଉଟର ଭାଜପା ନେତାମାନେ ବିଜେଡି ସହିତ ଗଠବନ୍ଧନ କରିବାକୁ ଚେଷ୍ଟା କରି ଭାଜପାର ବହୁତ କ୍ଷତି କରିଦେଲେ।ସେମାନଙ୍କୁ ଲୋକମାନେ ସବୁଆଡେ ଜାଣିଛନ୍ତି। ଯାହାହେଉ ମନମୋହନ ଭାଇ ହାରିଥିଲେବି ବିଜେପି ଜିତିବାରେ ତାଙ୍କର ଭୂମିକା ପାଇଁ ଅନେକ ଅନେକ ଶୁଭେଚ୍ଛା। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ।
@basantapattnaik7812
@basantapattnaik7812 26 күн бұрын
ସାର ମନମୋହନ ସାମଲ ଙ୍କୁ ବହୁତ ବହୁତ ଧନ୍ୟବାଦ l ଆଜି ଜଦି ଓଡ଼ିଶାରେ ବିଜେପି ସରକାର ଗଢିଛି ତାହାହେଲେ ସେ ମନମୋହନ ସାମଲ l କିନ୍ତୁ ବିଜେଡ଼ର ଯେଉଁ ମାନେ ଦୁର୍ନୀତି କରିଛନ୍ତି ସେମାନଙ୍କୁ କେବେ ଜେରା ହେବ ଏବଂ ଜେଲ ଜିବେ ସେଇ ଦିନକୁ ଅପେକ୍ଷା............?
@amiyabhanu
@amiyabhanu 26 күн бұрын
ମୁଁ ପୂର୍ବରୁ ଯେତେ ବି ରାଜନୈତିକ ସାକ୍ଷାତକାର ଦେଖିଛି କିନ୍ତୁ ଏହି ଚର୍ଚ୍ଚା ମନକୁ ଛୁଇଁ ପାରିଛି l ମନମୋହନ ଭାଇ ଓଡ଼ିଶା ରାଜନୀତିରେ ଇତିହାସ ସୃଷ୍ଟି କଲେ l🎉🎉💐💐🙏🙏
@ODISHA_KUHE
@ODISHA_KUHE 26 күн бұрын
Most awaited show... Jai jagannath ❤
@ramakantmahanta6994
@ramakantmahanta6994 26 күн бұрын
ବିଜେପି ସଭାପତି ମନମୋହନ ସାମାଲଙ୍କ ନିଷ୍ପତ୍ତି ଯୋଗୁ ଓଡିଶାରେ ବିଜେପି ସରକାର୍ ଗଠନ କରିବାରେ ସଫଳ ଲାଭ କରିଛନ୍ତି । ସାମଲ ମହାଶୟଙ୍କୁ ବହୁତ ବହୁତ ଧନ୍ଯବାଦ । ଜ
@hariomforyou8558
@hariomforyou8558 23 күн бұрын
ଇତିହାସ ଆପଣ ଙ୍କୁ ସର୍ବଦା ମନେ ରଖିବ ମନମୋହନ ବାବୁ ଜୟ ଜଗନ୍ନାଥ
@kamalakantadas6050
@kamalakantadas6050 26 күн бұрын
ମନମୋହନ ଭାଇ ନ ଥିବାରୁ ଏଇ ନୂଆ ସରକାର୍ ଟା ଆମକୁ ଦୁର୍ବଳ ଲାଗୁଛି ।😊
@surendranarayanpanda8021
@surendranarayanpanda8021 26 күн бұрын
ଏଥର ଓଡ଼ିଶାର ନିର୍ବାଚନ ର ରିୟଲ ହିରୋ. ମନମୋହନ ସାମଲ ଜୀ.
@rabindrapatra8223
@rabindrapatra8223 26 күн бұрын
Thanks sir for your presentation with King maker. Manubhai is our real HERO. May God bless him 🙏 Jay Jagannath. Hope he will be next CM of the Odisha 👍🙏
@kajalbrahma3822
@kajalbrahma3822 26 күн бұрын
Really Hero of odisha
@kedarbiswal4575
@kedarbiswal4575 26 күн бұрын
କଥା ସ୍ଥିର।
@sibaprasadkhadanga4375
@sibaprasadkhadanga4375 26 күн бұрын
ପୂର୍ବ ସରକାରଙ୍କ ଅମଳରେ ହୋଇଥିବା ଵଡବଡ ଦୁର୍ନୀତି ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ସେକଥା ଦେଖିବା ପାଇଁ ମୋ ଭଳି ଅନେକ ଲୋକ ଚାହିଁବସିଛନ୍ତି ।
@pravatkumarsutar2431
@pravatkumarsutar2431 26 күн бұрын
ପ୍ରଦୀପ ପାଣିଗ୍ରାହୀ ଙ୍କୁ ଡାକନ୍ତୁ
@mituprdhan2020
@mituprdhan2020 26 күн бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹
@satishchandrabehera7291
@satishchandrabehera7291 26 күн бұрын
ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ମନ ମୋହନ ସାରଙ୍କୁ ଆଶା କରିଥିଲୁ। ହେଲେ ବି ଆମେ ଖୁସି ଯେ ମନ ମୋହନ- ମନ =ମୋହନଙ୍କୁ ଆମେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ପାଇ ପାରିଛୁ। ଜୟ ଜଗନ୍ନାଥ!!!
@abhinashmohapatra2989
@abhinashmohapatra2989 26 күн бұрын
😂😂😂
@rabinarayanpradahan9380
@rabinarayanpradahan9380 26 күн бұрын
रघुकुल रीत सदा चली आई,, प्राण जाए पर वचन न जाई,,, ଇଏ ହେଉଛନ୍ତି ସେହି ମହାନ୍ ଯୋଦ୍ଧା, ନିଜେ ଶହୀଦ ହେଇଗଲେ କିନ୍ତୁ, ତାଙ୍କ ଦଳକୁ(ଦେଶକୁ) ବିରାଟ ବିଜୟ ଦେଲେ,,, ତାଙ୍କର ବଳିଦାନ ଚିରସ୍ମରଣୀୟ ହେଇ ରହିବ,,, ଅବଶ୍ୟ ତାଙ୍କ ଦଳରେ ଥିବା "ଜୟ ଚନ୍ଦ୍ର" ଠାରୁ ତଲୱର୍ ର ଆଘାତ ବି ପାଇଛନ୍ତି, ତଥାପି ନଇଁ ଯାଇନାହାନ୍ତି,,, ଧନ୍ୟ ତୁମେ ବୀର,,, ଧନ୍ୟ ତୁମର ପରାକାଷ୍ଠା,,,🙏🙏
@Manoranjansahoo34680
@Manoranjansahoo34680 26 күн бұрын
ଆଜିର ଶ୍ରେଷ୍ଠମତ ବୋଧହୁଏ ଆପଣଙ୍କର ହିଁ ହେବ, ଧନ୍ୟବାଦ, 👌👌👌
@satishchandrabehera7291
@satishchandrabehera7291 26 күн бұрын
ସ୍ଵାଗତମ୍ ମନମୋହନ ସାର୍। ଜୟ ଜଗନ୍ନାଥ!!!
@Vinood900
@Vinood900 26 күн бұрын
ମୋର ପ୍ରିୟ ନେତା, ତଥା ରାଜ୍ୟ BJP ସଭାପତି ମନମୋହନ ସାମଲ ଙ୍କୁ ଅନୁରୋଧ ଆଉ ବିନୀତ ପାର୍ଥନା ଯେ ଢୋଲ ଭିତରେ ରେ ଥିବା ମୂଷା ଙ୍କୁ ତାଙ୍କ ସୀମା ଭିତରେ ରଖା ଯାଉ। ସୀମା ପାର ହେଲେ 5 ବର୍ଷ ପରେ ଫଳ ଉଲଟି ଯାଇ ପାରେ। BJP ର ଉଜ୍ଜ୍ବଳ ଭବିଷ୍ୟତ ପାଇଁ BJP ର ଉଜ୍ଜଳ ଭବିଷ୍ୟତ କୁ ମୂଷା ମାନଙ୍କ ଠାରୁ ଦୂରେଇ ରଖା ଯାଉ। ଦେଶୀ ଲୁଣ ବ୍ୟବହାର କରି ଶୋଷଣ କାରୀ ଜୋକ ଙ୍କ ବିରୋଧ ରେ କଠୋର ର ରୁ କଠୋର ପଦକ୍ଷେପ ନିଅନ୍ତୁ ଯାହା ଭବିଷ୍ୟତ ପାଇଁ ଉଦାହରଣ ହେବ 🙏🙏🙏
@munakumar5538
@munakumar5538 26 күн бұрын
ବିଜେପି ଯାହା କରୁଛି ତାହା ନିଜପାଇଁ ବିପଦ ଡାକି ଆଣୁଛି, ନବୀନ୍ ଭଲି ଅଯୋଗ୍ୟା ଲୋକ ପ୍ରତି ନିଶ୍ଚୟ କିଛି ଦୁର୍ବଳତା ଅଛି ନହେଲେ ସେହି ବିଭାଗୀୟ ନିର୍ଦେଶକ, ସଚିବ ଆଜିବି ଅଛନ୍ତି l 99% ଅଫିସର ପାଣ୍ଡିଆନ୍ ଲୋକ ଏମାନେ
@user-qh6ws7eh5e
@user-qh6ws7eh5e 26 күн бұрын
ଭାଈ ମନମୋହନ ସାମଲ,ଗୈାତମ ରାୟ ଏବଂ ଜଗନ୍ନାଥ ପ୍ରଧାନ ଙ୍କ ଦୁର୍ଭାଗ୍ୟକୁ ଅସ୍ମିତା ଲହର ବଦଳାଇ ପାରିଲାନି 😢😮😂
@gourangroul3420
@gourangroul3420 26 күн бұрын
Great interview sir. manamohan samal is the hero in odisha politics.
@gyanabratamohanty4219
@gyanabratamohanty4219 19 күн бұрын
ସର୍ପ ସଙ୍ଗେ ବନ୍ଧୁତା ? ସାଙ୍ଘାତିକ ଭୁଲ ହୋଇଥାଆନ୍ତା | ଜଘନ୍ୟ ମିଥ୍ୟାଚାର, ଜଘନ୍ୟ ଗୋତ୍ରମାରୁ, ଚଞ୍ଚକତାରୁ ଦଳଟା ବଞ୍ଚିଗଲା, ସରକାର ବି ଗଢିଲା 🙏🙏👍
@KuKT-vc9vs
@KuKT-vc9vs 26 күн бұрын
The Iron man in Dhamnagar
@Ashu.2.
@Ashu.2. 12 күн бұрын
Chandabali
@jayantanayak1793
@jayantanayak1793 26 күн бұрын
manmohan ସାମଲ କହିନାହାନ୍ତି ସବୁ ବେଳେ bjd ବାଲା ଙ୍କ ସଡଯନ୍ତ୍ର ରେ ହାରିଛନ୍ତି
@manojgiri-jn1cs
@manojgiri-jn1cs 26 күн бұрын
Sir mu bhadrak ru kahuchi. Bhadrak ru monmohan sir nku hareiba pain adhikaru adhika bjd tanka kharcha karichi. Sia sara odisha ku banchei dele. Sia bhasi jibeni. Jagannath achhanti ❤. I love ❤❤❤ sir
@user-qh6ws7eh5e
@user-qh6ws7eh5e 26 күн бұрын
ଦୁର୍ନୀତି ଗ୍ରସ୍ତ ନେତା ଓ ସରକାରୀ ଅଫିସର ଙ୍କ ବିରୋଧରେ କେବେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ 😮😮😮
@menkaparida2735
@menkaparida2735 14 күн бұрын
ଆପଣଙ୍କ ସେବା ଓଡ଼ିଆଙ୍କୁ ଖୁସି ଆଣି ଦେଇଛି, ଆପଣ ଧନ୍ୟବାଦ ସାରେ 🙏💐🇮🇳
@sumankar6856
@sumankar6856 26 күн бұрын
Nabin Babu, this is a fantastic programme ! Keep it up !@❤❤
@user-qh6ws7eh5e
@user-qh6ws7eh5e 26 күн бұрын
ସ୍କାମ୍ ର ତଦନ୍ତ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ କେବେ ଦେବେ🎉🎉🎉🎉
@chakradharsahoo3684
@chakradharsahoo3684 26 күн бұрын
No doubt daring step taken by Mr.Samal formed the BJP Govt.in Odisha. He judged the minds of people during a very critical moment of Odisha poltics. Convey our deep respect to him. Thanks for the today s discussion with him.
@satyakisingh5506
@satyakisingh5506 26 күн бұрын
Nice program, unique questions
@dagreswargoud
@dagreswargoud 21 күн бұрын
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ର ପଦ ଦେଇ ଦେଲେ ତାଙ୍କ କାର୍ଯ୍ୟର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରୁହନ୍ତା
@kishorenayak6690
@kishorenayak6690 26 күн бұрын
Dear sir Your courteous dialog delivery is really appreciable. Lies with adequate moral lessons.
@prafullakumarpradhan8129
@prafullakumarpradhan8129 26 күн бұрын
ମେଣ୍ଟ ହୋଇଥିଲା, ବର୍ତମାନ ଏ ବସ୍ଥା ହୋଇଥାନ୍ତା l ଆପଣ ଙ୍କ ବିପକ୍ଷ ରେ ଠିଆ ହେବାକୁ କେହି ସଂମୁଖ ଆସିନଥାନ୍ତେ l ପାଣ୍ଡୁ ସବୁସୁବିଧା କରି ଦାୟିତ୍ୱ ନେଇଥାନ୍ତା l
@user-jw6bh6ug6h
@user-jw6bh6ug6h 26 күн бұрын
HON'BLE MANAMOHAN SIR ! HEARTY CONGRATULATIONS FROM D.K.BHAKTI CHANNEL ! I WISH YOUR GOOD LUCK ! LORD JAGANNATH MAY BLESS YOU !
@brajabandhusahoo6043
@brajabandhusahoo6043 26 күн бұрын
ବହୁତ ଭଲ ଲାଗିଲା
@user-bv3op9gv7b
@user-bv3op9gv7b 26 күн бұрын
Sir good analysis
@AlineOp
@AlineOp 26 күн бұрын
ମନମୋହନ ବାବୁ ବାସ୍ତବ ରେ ଓଡିଶା ବିଜେପି ର ହିରୋ
@pabitraswain1273
@pabitraswain1273 24 күн бұрын
ଜୟ ମନମୋହନ ସାମଲ ରାଜ୍ୟର ଏକମାତ୍ର ନିର୍ଭରଯୋଗ୍ୟ ଅନୁଷ୍ଠାନ ର ପ୍ରଥମ
@user-qh6ws7eh5e
@user-qh6ws7eh5e 26 күн бұрын
ମନମୋହନ ଙ୍କୁ ଛାଡି ମୋହନ ଙ୍କୁ ମିଳିଲା ମୁଖ୍ୟ ମନ୍ତ୍ରୀ ପଦବୀ 🎉🎉🎉
@rameshdhal7553
@rameshdhal7553 26 күн бұрын
ମନମୋହନ ସାମଲ ଯଦି CM ହୋଇ ଥାନ୍ତେ ତାଙ୍କୁ ଧନ୍ୟବାଦ ଦିଆଯାଇଥାନ୍ତା। କାରଣ ଏତେ ବଡ ବଡ ମୂଖିଆ ନେତା ଥାଉ ଥାଉ ଗୋଟିଏ ବଣ ଭାଲୁକୁ ଆଣି ଗାଦିରେ ବସେଇ ଦେଇ ମୂଖିଆ ମାନେ ବାହା ବାହା ନେଉଛନ୍ତି ଏଟା ବଡ ଲଜ୍ୟା ଜନକ କଥା। TV ରହିବ ଓଡ଼ିଶାରେ remote ରହିବ ଦିଲ୍ଲୀ ରେ। ଆମ ମୋଦି ଜିଙ୍କୁ କେତେ ପ୍ରଶଂସା କରୁଛନ୍ତି ଏମାନେ।ଏମାନେ କେବଳ ଓଡ଼ିଶା କୁ ବରବାଦ କରିବାକୁ ବସିଛନ୍ତି ☹️😔
@chhatishmohanta6403
@chhatishmohanta6403 26 күн бұрын
Very good
@p.njagadev9597
@p.njagadev9597 26 күн бұрын
Words not enough to praise him. He is the real hero of this historic win and government formation of BJP in the state with full strength. He understands Odisha, but Chandbali could not understand him. He is the real victor and all our best wishes and regards for him 💐💐🙏🙏
@dayanidhibarik7763
@dayanidhibarik7763 22 күн бұрын
Nabin ji- It is one of your best episode. Good going.
@mohantykhoka
@mohantykhoka 16 күн бұрын
Badhiaa laagilaa ❤ today's discussions.
@pradeeptadash6501
@pradeeptadash6501 13 күн бұрын
Proud of manmohan samal.... 🙏
@geetanjalikarna8616
@geetanjalikarna8616 26 күн бұрын
ନିର୍ଭୟଗୁମରକଥା ସଂପର୍କରେ କହିଦିଅନ୍ତୁ ।
@jeetendrakumarmohanty2963
@jeetendrakumarmohanty2963 26 күн бұрын
ଅତି ସୁନ୍ଦର ଆଲୋଚନା, ନିର୍ବାଚନ ପୂର୍ବରୁ ଭାଜାପା ଦଳ ଜନସାଧାରଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ,,ଆମ ଦଳ ଯଦି ସରକାର କରେ, ଦୃନିତୀକୁ ପ୍ରଶ୍ରୟ ଦେବ ନାହିଁ, କି ପୂର୍ବ ସରକାରଙ୍କ ଦୃନିତୀକୁ ଜନସାଧାରଣଙ୍କ ଦୃଷ୍ଟିକୁ ଆଣି,ତାହାର ଉପଯୁକ୍ତ ତଦନ୍ତ କରିବୁ, ନୂତନ ସରକାର ଆଜିକୁ ଠିକ୍ ଏକ ମାସ ହେବ, ତେଣୁ ଆମ ଓଡିଶାର ଜନସାଧାରଣଙ୍କୁ ଧର୍ଯ୍ୟର ସହ ସମୟକୁ ଅପେକ୍ଷା କରିବାକୁ ପଡ଼ିବ,ଜୟ ଜଗନ୍ନାଥ।
@saraswatimathseducation
@saraswatimathseducation 25 күн бұрын
ପୁରୀ ରାଜଭବନ ଭିତରେ ଘଟିଥିବା ଘଟଣାକୁ ନେଇ ଆପଣଙ୍କର ଭିଡ଼ିଓ ନାହିଁ କାହିଁକି please ଭିଡ଼ିଓ କରାନ୍ତୁ
@BkEducationOdia
@BkEducationOdia 26 күн бұрын
ରାଜ୍ୟପାଳଙ୍କ ପୁଅ ବିଷୟରେ ଗୋଟେ ଭିଡିଓ ହଉ
@PRADEEPKUMAR-hc9zz
@PRADEEPKUMAR-hc9zz 26 күн бұрын
Very good podcast
@GuptagangaCreations
@GuptagangaCreations 4 күн бұрын
Great Politician ❤
@rahulk934
@rahulk934 18 күн бұрын
Great
@manavdas10k13
@manavdas10k13 26 күн бұрын
Very heart touching not because of "charcha with celebrities " but because of your straight forward and fearless questions to them.... More interesting is that you summaries the episode with your words .... Good luck to your new innings ... May go bless you and give more & more strength to complete 1000 episodes....
@shankardmishra121
@shankardmishra121 26 күн бұрын
A much awaited welcome step by Nirbhay. Hope you will keep this Charcha on with other worthy personalities of Odisha. Mohan Samal was defeated by the conspiracy and treachery of an influential M. P and Minister at the centre of his own party. It is talked about in the media.
@ramakantachhotaray1002
@ramakantachhotaray1002 26 күн бұрын
Bhala lagila
@user-sk6cm7km1g
@user-sk6cm7km1g 26 күн бұрын
🙏ଜୟ ଜଗନ୍ନାଥ🙏
@basantapattnaik7812
@basantapattnaik7812 26 күн бұрын
ସାର ପ୍ରଣାମ 🙏🌹
@jayadevtarei4256
@jayadevtarei4256 24 күн бұрын
Finally❤
@supriyasahoo4400
@supriyasahoo4400 26 күн бұрын
Odisha re bjp sarkar habare Manmohan samal nka sampurna bhumika Sathi pai tanku bahut bahut dhanyawad 🎉🎉🎉 Au nije hariba mote byakti gata bhabe bahut kasta lagichi . But bahut bahut dhanyawad samal babu
@hellobabru143
@hellobabru143 25 күн бұрын
ଟିକେ ରାଜ୍ୟପାଳ ଙ୍କ ପୁଅ ର କାରନାମା ଉପରେ ଗୋଟିଏ news banao
@subashchandradas1638
@subashchandradas1638 25 күн бұрын
ନବୀନ ବାବୁ, ରାଜ୍ୟପାଳ ଙ୍କ ପୁଅ ପ୍ରସଙ୍ଗ ଟିକେ ଆଲୋଚନା ହେଉ।
@NewsEntertainmentetc
@NewsEntertainmentetc 26 күн бұрын
ବହୁତ ବହୁତ ଧନ୍ୟବାଦ #Manmohan sir ଙ୍କୁ 🙏🙏🙏
@POOJA-zt6vg
@POOJA-zt6vg 25 күн бұрын
Sir! You are always raising your voice against all the misdeeds, which is praiseworthy. Why do nt you raise your voice against assault of Asst Section Officer by Governor's son.
@kailashrana5820
@kailashrana5820 26 күн бұрын
ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଯୋଗୁଁ ବିଜେପି ଓଡିଶାରେ ଜିତିଲା ପ୍ରଥମ ଏବଂ ଦ୍ଵିତୀୟ କାରଣ ହେଉଛି ନବୀନ ସରକାରଙ୍କ ପ୍ରତି ଘୃଣା ମନୋଭାବ ।ମନମୋହନ ସାମଲ ଙ୍କ ଭୂମିକା ନଥିଲା ତା ନୁହେଁ କିନ୍ତୁ ପ୍ରାର୍ଥୀ ଚୟନରେ ତ୍ରୁଟି ରହିଯାଇଥିଲା ।ବିଧାନସଭାରେ ଶହେ ଉପରେ ଆସନ ଜିତିବାରେ ବିଜେପି ହକଦାର ଥିଲା ।
@sushilsamal3789
@sushilsamal3789 26 күн бұрын
Good 👍👌
@bhaskarnayak1075
@bhaskarnayak1075 26 күн бұрын
ଧର୍ଯ୍ୟବାନ ମଣିଷ
@prashantkumarbehera8999
@prashantkumarbehera8999 26 күн бұрын
First view
@user-qh6ws7eh5e
@user-qh6ws7eh5e 26 күн бұрын
ଯୋଉ ଦିନ ଯିତିବେ ହେବେ ମୂଖ୍ୟ ମନ୍ତ୍ରୀ🎉🎉
@swapnanandarath2244
@swapnanandarath2244 23 күн бұрын
ଚର୍ଚ୍ଚା ବହୁତ ଭଲ ଲାଗିଲା l
@SwayamSantosh4u
@SwayamSantosh4u 26 күн бұрын
Best episode i have ever watched.
@manoranjanmalla1349
@manoranjanmalla1349 26 күн бұрын
Jay shree Jagannath 🙏 Sir, this week end podcast is very good idea. Thanks 🙏
@user-eo8xe6js2u
@user-eo8xe6js2u 26 күн бұрын
No 1 head strong leader of Odisha.
@user-sl1rs9ij8y
@user-sl1rs9ij8y 26 күн бұрын
ଯୋଡି ବହୁତ ସୁନ୍ଦର ଭଲ ଚର୍ଚ୍ଚା
@manojkumarsaint7803
@manojkumarsaint7803 26 күн бұрын
Jay Shree Ram ❤❤❤
@nityanandabehera-tz2rn
@nityanandabehera-tz2rn 26 күн бұрын
ବିଜେପି ସଭାପତି manamohana ବାବୁଙ୍କୁ ଅସେସ୍ ଧନ୍ୟବାଦ, ଜାହାକହିଲେ ଖୋଲାଖୋଲି କହିଲେ। ଚର୍ଚ୍ଚା ଶୁଣିବାପରେ ବହୁତ୍ ସନ୍ତୋଷ ଲାଗିଲା।
@satyaranjandash388
@satyaranjandash388 17 күн бұрын
ଠିକ question କଲେ ନବୀନ ବାବୁ,ଜୟ ନାରାୟଣ ମିଶ୍ର ଙ୍କୁ ନିହାତି minister କରିବା ଦରକାର
@dhaneswsrsahoo3054
@dhaneswsrsahoo3054 24 күн бұрын
ବହୁତ ସୁନ୍ଦର ଆଲେଚନା ...🙏🙏
@rajjena4219
@rajjena4219 26 күн бұрын
ସବୁ ଠିକ୍ ଅଛି, ଲୋକେ BJD ର କାର୍ଯ୍ୟ କାଳ ଉପରେ ଅତିଷ୍ଠ ହେଇ BJP କୁ ଭୋଟ ଦେଇଛନ୍ତି, ହେଲେ BJD ସହ ହାତ ନମିଲେଇ ତାକୁ ଯଦି କେବଳ opposition ଜାଗାରେ ରଖିବେ ତାହେଲେ ଓଡିଶା ବାସୀ ଖୁସି ହେବେ ।
@chandankumarbal1308
@chandankumarbal1308 26 күн бұрын
ମୁକୁଟ ବିହୀନ ସମ୍ରାଟ, ଆମ ରାଜନୀତିର ବତୀଘର
@ajoykumarmishra-c1z
@ajoykumarmishra-c1z 18 күн бұрын
A perfect and honest leader
@rkd8067
@rkd8067 26 күн бұрын
ରାଜ୍ୟପାଳଙ୍କ ପୁଅ aso ଙ୍କୁ ମାଡ଼ ମାରିବା ଉପରେ କିଛି ମତ ରଖିଲେ ଆପଣଙ୍କ ବୃତ୍ତିକୁ ଭଲ ଲାଗନ୍ତା ।
@padmanavsenapati9586
@padmanavsenapati9586 15 күн бұрын
Governor ଙ୍କ ପୁଅ କେବେ arrest ହେବେ ଗୋଟେ episode କରନ୍ତୁ ଯଦି ସତ ସାହସ ଅଛି
@sadanandmohanty3537
@sadanandmohanty3537 26 күн бұрын
Manmohan Bhai jindabad jindabad jindabad jindabad jindabad jindabad 👍👍👍👍👍
@bijaykumarbarik8519
@bijaykumarbarik8519 25 күн бұрын
Good
@nityajena8629
@nityajena8629 26 күн бұрын
The real hero Manmohan sir❤
@bhawaniswain3681
@bhawaniswain3681 26 күн бұрын
Good podcast 🎉
@manojbehera8900
@manojbehera8900 26 күн бұрын
Sir apananku koti koti pramam
Smart Sigma Kid #funny #sigma #comedy
00:40
CRAZY GREAPA
Рет қаралды 34 МЛН
Why Is He Unhappy…?
00:26
Alan Chikin Chow
Рет қаралды 78 МЛН
Inside Out 2: Who is the strongest? Joy vs Envy vs Anger #shorts #animation
00:22
Nabin Nka Charcha With Berhampur MP Pradeep Panigrahi
45:16
Nirbhay
Рет қаралды 211 М.
1972 Andes Plane Crash Survivor
31:17
Nitish Rajput
Рет қаралды 2,4 МЛН
Smart Sigma Kid #funny #sigma #comedy
00:40
CRAZY GREAPA
Рет қаралды 34 МЛН