Naveen Nka Charcha with Ekamra Bhubaneswar MLA Babu Singh.Episode - 01| NABINNKA CHARCHA

  Рет қаралды 41,797

Nirbhay

Nirbhay

6 күн бұрын

Naveen Nka Charcha with Ekamra Bhubaneswar MLA Babu Singh.Episode - 01 NABINNKA CHARCHA | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: kzbin.info/door/_Sk...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 163
@jayalaxmi5517
@jayalaxmi5517 4 күн бұрын
ନୂତନ କାର୍ଯ୍ୟକ୍ରମ କୁ ଆଜ୍ଞା ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା 💐 ଓ ଧନ୍ୟବାଦ 🙏
@chandipadapanda4707
@chandipadapanda4707 4 күн бұрын
ଚର୍ଚ୍ଚା ର ବିଷୟ ବସ୍ତୁ ଅତି ଚମତ୍କାର ।ଏହା ଆରମ୍ଭ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ଯବାଦ।
@pranakrishnakanungo6597
@pranakrishnakanungo6597 4 күн бұрын
ବିଧାୟକ ବାବୁସିଂଙ୍କ ସହିତ ଆଳାପ ଆଲୋଚନା ଖୁବ୍ ସୁନ୍ଦର ଏବଂ ମନଛୁଆଁ ଥିଲା
@susantasahoo9544
@susantasahoo9544 4 күн бұрын
ବହୁତ ଭଲ ଲାଗିଲା।ଯେହେତୁ ଛାତ୍ର ନେତାରୁ ବିଧାୟକ ହୋଇଛନ୍ତି ,ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ଆଗକୁ ବଢ଼ିବାରେ ଅସୁବିଧା ନାହିଁ।
@samarendranathmahapatra3347
@samarendranathmahapatra3347 4 күн бұрын
ଓହୋ ନୂଆମାନଙ୍କ ଚର୍ଚ୍ଚା.... ଭଲ। ମୁଁ ଭାବିଥିଲି ନବୀନ ବାବୁଙ୍କ ବିଷୟରେ ଚର୍ଚ୍ଚା ।
@ajitkumarpanda6388
@ajitkumarpanda6388 4 күн бұрын
ନୂଆ କାର୍ଯ୍ୟକ୍ରମ ନବୀନ ଙ୍କ ଚର୍ଚା ଏକ ସୁନ୍ଦର ପ୍ରୟାସ,,,,,,,ଆଗକୁ ଏହି ଭଳି କାର୍ଯ୍ୟକ୍ରମ ଜାରି ରହୁ ,,,,,,,ବିଭିନ୍ନ ବର୍ଗ ର ଲୋକ ଙ୍କ ସହ ଚର୍ଚା କଲେ ସମାଜ ପ୍ରତି ନିଶ୍ଚୟ ସୁ ପ୍ରଭାବ ପଡ଼ିବ,,,,,
@santoshkumarsahu6586
@santoshkumarsahu6586 4 күн бұрын
🙏🌺🙏 Jay Sri Jagannath 🙏🌺🙏💯❤️💯❤️✓❤
@satyanarayanparida9196
@satyanarayanparida9196 4 күн бұрын
ବହୁତ ସୁନ୍ଦର ଉପସ୍ଥାପନା ପ୍ରିୟ ନବୀନ ଭାଇ। ସବୁ ବେଳେ ଭଲ ଭଲ ଲୋକ ଙ୍କୁ ନେଇ ଆପଣ ସାକ୍ଷାତକାର କରି ଥାନ୍ତି । ଏଭଳି ବ୍ୟକ୍ତି ଙ୍କ କଥା ଅପଣଙ୍କ ର ମୁଣ୍ଡ ରେ କେମିତି ପଶେ ? ଶାସନ ପରିବର୍ତ୍ତନ ରେ ଅଗ୍ରଣୀ ଭୂମିକା ନିର୍ବାହ କରି ଥିବାରୁ ଅଶେଷ ଧନ୍ୟବାଦ ❤
@harekrushnamajhi71
@harekrushnamajhi71 4 күн бұрын
ରାଜ୍ୟର ସମସ୍ତ ଅଞ୍ଚଳର ବିକାଶ ପାଇଁ ଉଦ୍ୟମ ହେବା ଉଚିତ।
@sushantadas2518
@sushantadas2518 4 күн бұрын
ନୂତନ ପ୍ରୋଗ୍ରାମ୍ ଅତ୍ୟନ୍ତ ଭଲ ଭାବରେ ଉପସ୍ଥାପିତ ହୋଇଛି ଏବଂ ଆପଣଙ୍କର ପ୍ରଶ୍ନଗୁଡିକ ବହୁତ ସ୍ୱାଭାବିକ | ଶ୍ରୀ ବାବୁ ସିଂ ମଧ୍ୟ ତାଙ୍କ ପ୍ରବୃତ୍ତିରେ ସ୍ୱାଭାବିକ ଥିଲେ | ନୂତନ ଶୋ ପାଇଁ ଶୁଭେଚ୍ଛା |❤
@JogendraMishra-i4o
@JogendraMishra-i4o 4 күн бұрын
ସପ୍ତାହକୁ ଥରେ ଏମିତି ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ସାକ୍ଷାତକାର କାର୍ଯ୍ୟକ୍ରମ କରାଯାଉ। ଏଇ କାର୍ଯ୍ୟକ୍ରମ ପାଇଁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ।
@prashantkumarbehera8999
@prashantkumarbehera8999 4 күн бұрын
ଆଜି ର ବିଷୟ ବହୁତ୍ ଭଲ ଭାବରେ ଉପସ୍ଥାପନ କରିଛନ୍ତି 🎉🎉
@manoranjan34680
@manoranjan34680 4 күн бұрын
ବହୁତ ଭଲ ଲାଗିଲା ବାବୁ ସିଂ ଙ୍କ ସହିତ ସାକ୍ଷାତକାର , ଏପରି ପ୍ରୟାସ ପାଇଁ ଆପଣଙ୍କୁ ଧନ୍ୟବାଦ 👌👌👌
@shiningsanjay5737
@shiningsanjay5737 4 күн бұрын
ସାର ପ୍ରଣାମ ନୂଆ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଆଗକୁ ଆହୁରି ସୁନ୍ଦର ହେବ ବୋଲି ଆଶା ଓ ବିଶ୍ୱାସ ସାର ବସିଲା ବେଳକୁ ଗୋଡ଼ ତଳକୁ କରି ବସିଲେ ଆହୁରି ସୁନ୍ଦର ଲାଗିବ
@muralidharswain2494
@muralidharswain2494 4 күн бұрын
ଅତି ସୁନ୍ଦର ଉଚ୍ଚ କୋଟି ର ଆଲୋଚନା 👌👌👌🌹
@prafulasingh2267
@prafulasingh2267 4 күн бұрын
ପ୍ରଥମତ ନବୀନ ବାବୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ନୂତନ କାର୍ଯ୍ୟକ୍ରମ ପାଇଁ । ବାବୁ ସିଂହ ବାବୁ ଖୁବ୍ ଉତ୍ତମ ବ୍ୟକ୍ତି , ଖୁବ୍ ଭଲ , ଅତି ସୁନ୍ଦର ଆଳାପ , ସ୍ପଷ୍ଟ ମତାମତ । ଧନ୍ୟବାଦ
@Jhanaksha
@Jhanaksha 4 күн бұрын
ଅତି ସୁନ୍ଦର ଆଲୋଚନା , ବହୁତ ଖୁସି ଲାଗିଲା ବାବୁ ଭାଇ ଙ୍କୁ ଆପଣ ନିମନ୍ତ୍ରଣ କରିଥିବାରୁ।
@manjupravamishra8000
@manjupravamishra8000 4 күн бұрын
ଜୟ ଶ୍ରୀ ଜଗନ୍ନାଥ 🌹🙏
@pabitrakumarchinhara4101
@pabitrakumarchinhara4101 4 күн бұрын
Sir pranam. ଆଜିର ଉପସ୍ଥାପନା ପାଇଁ ଧନ୍ୟବାଦ.
@ranjankumarboxi5957
@ranjankumarboxi5957 4 күн бұрын
ବହୁତ ସୁନ୍ଦର ଉପସ୍ଥାପନା
@rosanachary568
@rosanachary568 4 күн бұрын
ସାର୍ ମୋର ଅନୁରୋଧ ଆପଣଙ୍କ ପାଖରେ କେହି ବସିଲା ସମୟରେ ଗୋଡ଼ ଉପରକୁ ରଖନ୍ତୁ ନାହିଁ ।
@sanjaynaik1442
@sanjaynaik1442 4 күн бұрын
Pura thik
@ommodisha6795
@ommodisha6795 4 күн бұрын
ସୁନ୍ଦର କାର୍ଯ୍ୟକ୍ରମ ଏବଂ ଅତି ଉତ୍ତମ ଆପଣଙ୍କର ଉପସ୍ଥାପନା ଶୈଳୀ
@jchoudhury274
@jchoudhury274 4 күн бұрын
ବହୁତ୍ ବଢିଆ ପ୍ରୟାସ ଭଲ ଭଲ ନେତା ଙ୍କୁ ଆଣି ଆଲେlଚନା କରାଯାଉ ଜୟ ଜଗନ୍ନାଥ
@user-sk6cm7km1g
@user-sk6cm7km1g 4 күн бұрын
ଅତି ସୁନ୍ଦର ଓ ଉଚ୍ଚ କୋଟୀର ଆଲୋଚନାର ଦି ପଦ କଥା ମନ ଛୁଆଁ ହୋଇ ପାରିଛି । ଆଗକୁ ଏମିତି ବିଶେଷ ବ୍ୟକ୍ତିତ୍ଵ ମାନଙ୍କୁ ଆହ୍ଵାନ ଦେଇ ଓଡିଶାର ବିକାଶ ପଥରେ ଲଉଡିଟିଏର କାମ ତୁଲାନ୍ତୁ, ଏବଂ ଏଥି ସହିତ ନୂତନ କାର୍ଯ୍ୟକୁ ଅନେକ ଅନେକ ଶୁଭେଛା ଓ ଅଭିନନ 🌹🌹 🙏ଜୟ ଜଗନ୍ନାଥ🙏
@satishchandrabehera7291
@satishchandrabehera7291 4 күн бұрын
' ନବୀନ ଙ୍କ ଚର୍ଚ୍ଚା ' ନୂତନ ସ୍ୱାଦର କାର୍ଯ୍ୟକ୍ରମ। ସ୍ଵାଗତମ୍, ସ୍ଵାଗତମ୍, ସ୍ଵାଗତମ୍, ସ୍ଵାଗତମ୍।।
@HappyBadminton-qq3qt
@HappyBadminton-qq3qt 4 күн бұрын
ଖୁବ୍ ଭଲ
@GourishankarDash-xp8st
@GourishankarDash-xp8st 4 күн бұрын
ଅତି ସୁନ୍ଦର ଭାବରେ ପର୍ଯ୍ୟବେସିତ, ବହୁତ ଭଲଲାଗିଲା ,ରାଜନୈତିକ ଭାବପ୍ରବଣତା ଓ ବ୍ୟବସ୍ଥା ଆଉ ଆକାଂକ୍ଷା ସବୁକୁ ନେଇ ବହୁସୁନ୍ଦର୍ ପ୍ରଶ୍ନ ଥିଲା ।ଏପରି କାର୍ଯ୍ୟକ୍ରମ ସବୁ ଶନିବାର ରେ ହେଲେ ବଢିଆ ହୁଅନ୍ତା
@sobadhabeura8369
@sobadhabeura8369 4 күн бұрын
Babu Bhai not only giant killer but also future political hero of odisha
@jadumanibehera4656
@jadumanibehera4656 4 күн бұрын
a good discussion with a newly elected MLA,i meet him 2/3 times after election being s resident of Ekambra,hope will do a lot of good things for public,specially development of Lingaraj area,🌹🌹🌹🌹👏💐💐💐
@manasdas5715
@manasdas5715 4 күн бұрын
ଆଞ୍ଜା ବହୁତ ସୁନ୍ଦର କାର୍ଯ୍ୟକ୍ରମ ଟିଏ ହାତକୁ ନେଇଛନ୍ତି 🙏👌👍
@omprakashbehera6998
@omprakashbehera6998 4 күн бұрын
ଭାରି ଆଦର୍ଶବାଦୀ ନେତା ବାବୁ ସିଂ । ତାଙ୍କୂ ପ୍ରଣାମ୍ । ଏ କାର୍ଯ୍ୟକ୍ରମ ମଧ୍ୟ ବେଶ୍ ଉପଭୋଗ୍ୟ ।
@user-dr1ic6bi3c
@user-dr1ic6bi3c 4 күн бұрын
ଜୟ ଶ୍ରୀ କୃଷ୍ଣ
@subhabratamishra4465
@subhabratamishra4465 4 күн бұрын
'ନିର୍ଭୟ' ର‌ ଏକ ନୂଆ କାର୍ଯ୍ୟକ୍ରମ୍‌କୁ ଆମେ ସ୍ବାଗତ୍‌ କରୁଛୁ। ଜୟ‌ ଜଗନ୍ନାଥ୍ 🙏
@rabindrapatra8223
@rabindrapatra8223 4 күн бұрын
ନବୀନ ସାର୍ ନମସ୍କାର। ଆପଣଙ୍କ ସୁଚିନ୍ତିତ ପ୍ରୟାସ କୁ ଆମେ Salute କରୁଅଛୁ। ଯେତେ ଧନ୍ୟବାଦ ଦେଲେ ମଧ୍ୟ ଆପଣମାନଙ୍କ ପାଇଁ କମ୍ ପଡ଼ିବ। ଏମିତି ଶନିବାର program ଗୋଟିଏ ଚାଲୁ । ଧନ୍ୟବାଦ ଜୟ ଜଗନ୍ନାଥ ❤🌹🌹🌹🙏
@nareshdash3796
@nareshdash3796 4 күн бұрын
ବାବୁ ସିଂ ଙ୍କୁ ଶୁଭକାମନା । ଆଶା କରୁ ଜନସେବା ରେ ବ୍ରତୀ ହେବେ ।
@roshnimohapatra2797
@roshnimohapatra2797 4 күн бұрын
ଜୟ ଶ୍ରୀଜଗନ୍ନାଥ............ ଖୁବ୍ ସୁନ୍ଦର ଆଲୋଚନା...ଆଗକୁ ଜାଳି ରଖିବା ପାଇଁ ଅନୁରୋଧ........
@user-dr1ic6bi3c
@user-dr1ic6bi3c 4 күн бұрын
ଜୟ ଶ୍ରୀ ରାମ
@durgaprasadsamantaray7084
@durgaprasadsamantaray7084 4 күн бұрын
ନିର୍ଭୟ ଗୁମର କଥା ର ଏହା ଏକ ନୂତନ କାର୍ଯ୍ୟକ୍ରମ। ଅବଶ୍ୟ ମୂହାଁମୁହିଁ ରାଜନୈତିକ ଚର୍ଚ୍ଚା ଟି ଭଲ ଲାଗିଲା।
@harekrushnamajhi71
@harekrushnamajhi71 4 күн бұрын
ନୂଆ ସରକାରଙ୍କର କାର୍ଯ୍ଯକୁ ଲୋକମାନେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ନିଯୁକ୍ତି ସୁଯୋଗ, ଆଇନ ଶୃଙ୍ଖଳା, ଶିକ୍ଷାର ବିକାଶ, କୃଷିର ବିକାଶ, ପରିବେଶର ଉନ୍ନତି ହିଁ ମୁଖ୍ଯ ଆବଶ୍ଯକତା।
@kishorkumarbeherakishor1405
@kishorkumarbeherakishor1405 4 күн бұрын
💥🚩🙏🏻ଜୟ ଶ୍ରୀଜଗନ୍ନାଥ🙏🏻🌾🌱
@rajanikantabiswal2669
@rajanikantabiswal2669 4 күн бұрын
ବହୁତ ସୁନ୍ଦର କାର୍ଯ୍ୟକ୍ରମ
@bharatchandrabarik5921
@bharatchandrabarik5921 4 күн бұрын
Babu Singh I'd very Befitting person of politics
@maheswarparihari5189
@maheswarparihari5189 4 күн бұрын
ଆପଣଙ୍କ ଯାତ୍ରା ସଫଳ ହେଉ Best of luck
@Aditya.aditya.
@Aditya.aditya. 4 күн бұрын
❤❤❤ ବହୁତ ସୁନ୍ଦର ❤❤❤
@user-dr1ic6bi3c
@user-dr1ic6bi3c 4 күн бұрын
ଜୟ ଶ୍ରୀ ଜଗନ୍ନାଥ
@sarojkumarsahu7251
@sarojkumarsahu7251 4 күн бұрын
Happy Birthday to you Nabin sir. It's a Good decision to start this program with our Ekamra MLA . Babu bhai ❤.
@gobindapadhan145
@gobindapadhan145 4 күн бұрын
ଧନ୍ୟବାଦ
@dwarikanathmohanty179
@dwarikanathmohanty179 4 күн бұрын
Sincerity, honesty of purpose and above all empathy is visible in the face of Sri Babu Singh. We need such public players in politics who can take Odisha forward.
@nikunjabiharisahani2070
@nikunjabiharisahani2070 4 күн бұрын
ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ଭଗବାନ ଜଗନ୍ନାଥ ଙ୍କ ପାଖେ ପ୍ରଥାନା କରୁଛି। ଜୟ ଜଗନ୍ନାଥ ☸️🙏
@debiprasadpanda3490
@debiprasadpanda3490 4 күн бұрын
Enjoyed the beautiful discussion.
@abhiramsahoo5642
@abhiramsahoo5642 4 күн бұрын
ଆଜିର ଚର୍ଚ୍ଚା ଖୁବ୍ ପ୍ରେରଣାପ୍ରଦ ! ବିଧାୟକ ବାବୁ ସିଂଙ୍କ ଛାତ୍ରଜୀବନରୁ ରାଜନୈତିକ ଅଭିଜ୍ଞତାରୁ ଅନେକ ଶିଖିବାର ଅଛି ! ତାଙ୍କ ଆଲୋଚନା ଅତି ମାର୍ଜିତ ଓ ପରିପକ୍ବ ! ରାଜନୀତି ମାଧ୍ଯମରେ ଓଡିଶାର ବିକାଶ ପ୍ରତି ଉତ୍ସର୍ଗୀକୃତ ବ୍ଯକ୍ତିତ୍ବର ଆଭାସ ମିଳୁଛି ! ତାଙ୍କର କର୍ମନିଷ୍ଠା ଆହୁରି ସାକାର ହେଉ !
@bhorelaljaiswal3716
@bhorelaljaiswal3716 4 күн бұрын
Very fine
@hemantapradhan6406
@hemantapradhan6406 4 күн бұрын
Very Nice episode Sir Jay Jagannath
@mihirdwivedi8843
@mihirdwivedi8843 4 күн бұрын
It's a very interesting presentation for us . Sri Singh is a very effective MLA of BJP party.
@nikunjabiharisahani2070
@nikunjabiharisahani2070 4 күн бұрын
ବାବୁ ସିଂ ଙ୍କ ସହିତ ଏ ଚର୍ଚ୍ଚା କେବଳ ଭୁବନେଶ୍ଵର ପାଇଁ ନୁହେଁ ବରଂ ଆମ ରାଜ୍ୟ ର ଉନ୍ନତି ପାଇଁ ଏକ ଖୋରାକ ଯୋଗାଇଛି। ଲୋକ ଏବେ ଚାହୁଁଛନ୍ତି କିଭଳି ଭାବେ ଏ ସରକାର ଲୋକଙ୍କ ପାଇଁ କାମ କରୁ।ବାବୁ ସିଂ ଓଡ଼ିଶା କିପରି ଆଗେଇବ ଚେଷ୍ଟା କରନ୍ତୁ। ଜନସାଧାରଣ ଆଗେଇ ଆସିବେ। ବନ୍ଦେ ଉତ୍କଳଜନନୀ 🙏🙏
@sibaprasadmishra7263
@sibaprasadmishra7263 4 күн бұрын
Really fantastic.... Beautiful discussion... Thanks
@harekrushnamajhi71
@harekrushnamajhi71 4 күн бұрын
କଟକ ଓ ଭୁବନେଶ୍ଵରର ଜଳ ନିଷ୍କାସନର ଉପଯୁକ୍ତ ବ୍ୟବସ୍ଥା କରାଯାଉ।
@harihardhal1974
@harihardhal1974 4 күн бұрын
Very Good❤❤❤❤
@ArundhatiSahoo-bp1cd
@ArundhatiSahoo-bp1cd 4 күн бұрын
Fast views sir
@p.njagadev9597
@p.njagadev9597 4 күн бұрын
I know Babu Singh babu since many years. He is a very nice and gentle person. All our best wishes to him 💐💐🙏
@successfullife6722
@successfullife6722 4 күн бұрын
ଜୟ ଶ୍ରୀରାମ l
@dhrubacharanprusty7077
@dhrubacharanprusty7077 4 күн бұрын
Good conversation
@bijayakumarchoudhury959
@bijayakumarchoudhury959 4 күн бұрын
Retired ଲୋକଙ୍କୁ ପୁଣି extenson ଦିଆ ନ ଯାଉ। ବହୁତ୍ ଭଲ candidate ଅଛନ୍ତି।
@Jagannath-oc9ht
@Jagannath-oc9ht 4 күн бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ।
@rajanikantachoudhury2343
@rajanikantachoudhury2343 4 күн бұрын
ବାବୁସିଂ ଙ୍କ ଆଗକୁ ଚଲାପଥ କୁସୁମିତ ହେଉ.
@mrutyunjayapanda7264
@mrutyunjayapanda7264 4 күн бұрын
Happy birthday Navin Das sir .Many Many happy returns of the day.Sorry for late wishes
@brajakishorepadhi4022
@brajakishorepadhi4022 4 күн бұрын
ସବୁ ନାଟର ଗୋବର୍ଦ୍ଧନ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ କଦାପି ଭଦ୍ର ଲୋକ ନୁହେଁ। ଭଦ୍ର ମୁଖା ପିନ୍ଧା ଡକାୟତ।
@narayanbiswas836
@narayanbiswas836 4 күн бұрын
@laxmansahoo9422
@laxmansahoo9422 4 күн бұрын
Thanks Babu Singh.
@harekrishnamajhi7778
@harekrishnamajhi7778 3 күн бұрын
Very good conversation please carry on
@gautamchandrarout605
@gautamchandrarout605 4 күн бұрын
Congratulations to all 🙏 beautiful analysis 💕
@pabitraswain1273
@pabitraswain1273 4 күн бұрын
ବାବୁ ଭାଇ ଜୟ ଶ୍ରୀ ରାମ
@koffinearbokgaming4494
@koffinearbokgaming4494 3 күн бұрын
Gumar katha is a best platform for success in politics
@sunakarsamantaray9737
@sunakarsamantaray9737 4 күн бұрын
ନୂଆ କାର୍ଯ୍ୟକ୍ରମ ଟିଏ ପାଇଁ ମୋର ଆନ୍ତରିକ ଧନ୍ୟବାଦ୍
@asitrout7659
@asitrout7659 4 күн бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ
@udayalima9094
@udayalima9094 4 күн бұрын
जय जगन्नाथ🙏jay jagannath 🙏 ଜୟ ଜଗନ୍ନାଥ 🙏
@binodsahoo3374
@binodsahoo3374 4 күн бұрын
An humble initiative Of Nirvay family .Best of luck
@nrusinghaprasaddas4783
@nrusinghaprasaddas4783 4 күн бұрын
ନବୀନଙ୍କ ଚର୍ଚ୍ଚା ଶୀର୍ଷକ କାର୍ଯ୍ୟକ୍ରମର ଦୀର୍ଘାୟୁ କାମନା କରୁଛି।
@p.njagadev9597
@p.njagadev9597 4 күн бұрын
Very informative with beautiful presentation 💐💐
@madhusudanmohanty4293
@madhusudanmohanty4293 4 күн бұрын
Excellent
@chhotatimepass3303
@chhotatimepass3303 4 күн бұрын
Sir, jahaheu ethara shanibaar re apananka keryakram dekhibaku miliba.tenu bahut bahut dhanyabaad. Ama samastankara pura asha o bishwas achhi ama Priya cm manyabara Mohan Sir nka upre , se nishchita Odisha bashinka swapna purana karibe . Nua episode ti bahut bhala lagila Sir. Namaste. SUDHIIR FROM BASUDEVPUR.
@manasmandal4983
@manasmandal4983 4 күн бұрын
❤❤❤
@anjananayak3971
@anjananayak3971 4 күн бұрын
Nua karyakramam paini dhanyavad 🎉🎉
@pramodkumarbiswal4883
@pramodkumarbiswal4883 4 күн бұрын
Babu sing ji I most appreciate ur discussion.
@pradoshnayak999
@pradoshnayak999 4 күн бұрын
New episode🎉✌️🙏👏👏👏👏💐
@umakantamajhi4415
@umakantamajhi4415 4 күн бұрын
It’s very interesting interview with babu bhai
@user-ib3jc8pj8f
@user-ib3jc8pj8f 4 күн бұрын
Good analysis
@bapimishra-sv4oz
@bapimishra-sv4oz 4 күн бұрын
Jai jagannath 🙏
@jyotiranjan203
@jyotiranjan203 4 күн бұрын
Sir 🙏
@subasnayak1510
@subasnayak1510 4 күн бұрын
ସବୁ ଚ୍ୟାନେଲ ଅପେକ୍ଷା ଆପଣଙ୍କ ଚ୍ୟାନେଲ କୁ ମୁଁ ବହୁତ ପସନ୍ଦ କରେ ଏଇଥିପାଇଁ ଜେ ଆପଣଙ୍କ ଚ୍ୟାନେଲ କେବେ ବ୍ୟକ୍ତିଗତ ସ୍ତର କୁ ନ ଯାଇ ସାମୁହିକ ସମସ୍ୟା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି କିନ୍ତୁ ଏଭଳି ବ୍ୟକ୍ତିଗତ ଆଲୋଚନା କୁ ପ୍ରସାରଣ କରିବା ଟା ଅନ୍ତତଃ ମୋତେ ଭଲ ଲାଗୁନି
@user-bv3op9gv7b
@user-bv3op9gv7b 4 күн бұрын
Jay sriram
@girijaprasadratha3417
@girijaprasadratha3417 4 күн бұрын
ବହୁତ ଭଲ ଲାଗିଲା
@hemantkumarsingh1387
@hemantkumarsingh1387 4 күн бұрын
Very nice.
@PRADEEPKUMAR-hc9zz
@PRADEEPKUMAR-hc9zz 4 күн бұрын
Very good episode,,,,, continue
@baijnathagrawal3099
@baijnathagrawal3099 4 күн бұрын
Jai shree Ram ❤
@gangadhardash3430
@gangadhardash3430 4 күн бұрын
🎉🎉🎉
@susamadash3483
@susamadash3483 3 күн бұрын
ଆଜ୍ଞା,ନିଜେ ପରା ବସ୍ତିବାଲାଙ୍କୁ ସରକାରୀ ଜମିରେ ଆଣି ରଖେଇଛନ୍ତି,ଲିଙ୍ଗରାଜ ବିହାରରେ ବିଡ଼ିଏ ଜାଗାରେ,ଆପଣ ବାବୁ ସିଂ ଆମ କଲୋନୀରେ ଅଶାନ୍ତି ସୃଷ୍ଟି କରିଚନ୍ତି।
@manojkumarsaint7803
@manojkumarsaint7803 4 күн бұрын
Jay Shree Ram ❤❤❤
@user-ri6rh2jn9r
@user-ri6rh2jn9r 4 күн бұрын
Very nice
@sangeetapurohit8370
@sangeetapurohit8370 2 күн бұрын
Thanks
@surendrakumarsethy8816
@surendrakumarsethy8816 4 күн бұрын
Bahut bhala lagila
@kelucharanbehera3358
@kelucharanbehera3358 4 күн бұрын
ସାରା ଓଡିଶା ରେ ଏକନମ୍ବର ସମ୍ବାଦିକ
BJD muzzling voice of OTV
3:42
OTV
Рет қаралды 550 М.
THEY WANTED TO TAKE ALL HIS GOODIES 🍫🥤🍟😂
00:17
OKUNJATA
Рет қаралды 21 МЛН
I CAN’T BELIEVE I LOST 😱
00:46
Topper Guild
Рет қаралды 103 МЛН
Я нашел кто меня пранкует!
00:51
Аришнев
Рет қаралды 4,2 МЛН
Gill & Gaikwad Shine in Win // Modi Visits Austria
20:48
OdiaTechBulletin
Рет қаралды 57 М.
THEY WANTED TO TAKE ALL HIS GOODIES 🍫🥤🍟😂
00:17
OKUNJATA
Рет қаралды 21 МЛН