ସମ୍ବଲପୁର : ଯାତ୍ରା ସମୟରେ କଳାକାରଙ୍କୁ ଆକ୍ରମଣ ଘଟଣା, ଶୁଣନ୍ତୁ କଣ କହୁଛନ୍ତି ଅଭିନେତା ସୁବାସ ବେହେରା

  Рет қаралды 156,568

Nandighosha TV

Nandighosha TV

Күн бұрын

Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
Hathw@y Channel No: 731
NXT Digital Channel No: 16
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219

Пікірлер: 173
@hrushikeshbehera5607
@hrushikeshbehera5607 4 ай бұрын
ସୁବାସ ଭାଇ ମୁଁ ତୁମକୁ ସନମାନ କରେ ଆପଣ ଏପରି ଯାତ୍ରା କରନ୍ତୁ ମୁସଲମାନ ମାନ ଙ୍କୁ ହିନ୍ଦୁ କରିବାର ଅଭିନୟ କଲେ ଭଲ ହୁଅନ୍ତା
@DamadarBehera-ob3gi
@DamadarBehera-ob3gi 4 ай бұрын
Right
@sanjaymaharana6744
@sanjaymaharana6744 4 ай бұрын
Emargency.kashmir fayle . Bangladesh ... story challu 🕉️🕉️🕉️🕉️🕉️♥️
@kirtansarathi3083
@kirtansarathi3083 4 ай бұрын
ଏମିତି ଦୃଶ୍ୟ ବନ୍ଦ ହେବା ଦରକାର
@ritaaayush3403
@ritaaayush3403 4 ай бұрын
ଯାତ୍ରା କର କିନ୍ତୁ ଜାତି ଧର୍ମ କୁ ନେଇକି ଏମିତି ଯାତ୍ରା କର ନାହୁଁ ଏମିତି ଯାତ୍ରା କଲେ ମାଡ଼ ଖାଇବ କିନ୍ତୁ ଏଥିରେ କୌଣସି ଜୀବନ୍ତ ଅଭିନୟ ନାହିଁ
@rohankumarsamantaray1229
@rohankumarsamantaray1229 4 ай бұрын
ବହୁତ ବଢିଆ ନାଟକ ସମାଜ କୋ ମେସେଜ ସୁପର ନାଟକ 👌🙏
@japanirout8102
@japanirout8102 4 ай бұрын
ଯାତ୍ରା ପାଇଁ ଏକ ନମ୍ବର ହିରୋ
@Tandikana
@Tandikana 4 ай бұрын
❤ Jay shree ram
@deepakkumarjena5787
@deepakkumarjena5787 4 ай бұрын
Acting ଯଦି ଦେଖିବ ତା ହେଲେ ଯାତ୍ରା ଦେଖ acting କାହାକୁ କହନ୍ତି,, ଜାଣିବ
@nirakarasahublogs3653
@nirakarasahublogs3653 4 ай бұрын
Apan thik kahuchan bhai @deepakkumarjena
@BkPatravlogs
@BkPatravlogs 4 ай бұрын
100 right
@MohanKumar-vz9jy
@MohanKumar-vz9jy 4 ай бұрын
Nandghash riport is best
@dusmantsahoo9901
@dusmantsahoo9901 4 ай бұрын
Jayajaganth❤❤❤❤❤❤❤
@chaturbhujamahakud6600
@chaturbhujamahakud6600 4 ай бұрын
Jai jagannath Jai shree ram
@awesome_utkal77
@awesome_utkal77 4 ай бұрын
❤❤❤❤❤Suresh Sir❤❤❤❤❤❤❤❤
@bidyadharharijan
@bidyadharharijan 4 ай бұрын
ଫିଲ୍ମରେ ଇଣ୍ଡିଆ ଓ ପାକିସ୍ତାନ କୁ ନେଇ ଫିଲ୍ମ ବନାନ୍ତି । ସେହି ଫିଲ୍ମ ରେ ଅଭିନୟ କରୁଥିବା ଲୋକ ଭାରତୀୟ ଓ ହିନ୍ଦୁ,ସେ ଆତଙ୍କବାଦୀ ର ରୋଲ୍ କରି ଇଣ୍ଡିଆ ବିରୋଧରେ କହୁଛନ୍ତି । ଆମେ ତାଙ୍କୁ ପିଟିବା ଟା ଆମର ମୁର୍ଖାମି ।
@JagaJaga-tc9jb
@JagaJaga-tc9jb 4 ай бұрын
Best actor ସୁବାସ ଭାଇ ❤🎉😢
@somanathmaharana2918
@somanathmaharana2918 4 ай бұрын
❤❤ super acting subash sir
@nabakishoremohanta6561
@nabakishoremohanta6561 4 ай бұрын
ଆଜ୍ଞା , ମୁଁ ୧୯୮୫ ମସିହାରେ ଗାଁ ଯାତ୍ରାରେ ଐତିହାସିକ ନାଟକ ' ବେଗମ୍ ଆସମାନ୍ ତାରା ' ରେ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କର ଆକ୍ରୋଶର ଶିକାର ହୋଇଥିଲି ।
@Babulsahu95
@Babulsahu95 4 ай бұрын
😂
@subharantakumarmeher7898
@subharantakumarmeher7898 4 ай бұрын
Super super hit natak
@Ranjitsahoo92
@Ranjitsahoo92 4 ай бұрын
King Star - Subash Behera
@sorbeswarbiswal8903
@sorbeswarbiswal8903 4 ай бұрын
Very good👍🎉
@sukadevsahoo2913
@sukadevsahoo2913 4 ай бұрын
Subash Behera most beautiful actor
@subratmeher3658
@subratmeher3658 4 ай бұрын
ଆପଣ ଅଭିନୟ ବହୁତ ଭଲ କରିଥିବାରୁ ଏମିତି କିଛି ହୋଇଗଲା
@patirajcomedy5931
@patirajcomedy5931 4 ай бұрын
Good hints
@trilochanbiswal52
@trilochanbiswal52 4 ай бұрын
ଅର୍ଥ ରୋଜଗାର ପାଇଁ ଏପରି ଉତ୍ତେଜନା ସୃଷ୍ଟି କରୁଥିବା ନାଟକ କିମ୍ବା ଉତ୍ତେଜିତ ଦୃଶ୍ୟ କୁ ପରିବେଷଣ କରିବାରୁ ବିରତ ରହିବାକୁ ବିନମ୍ର ଅନୁରୋଧ
@babulibhai6794
@babulibhai6794 4 ай бұрын
କୋଉଠି ସମାଜ ରେ ଏମିତି ଘତିଛି କହିଲ । ଏମିତି ଧର୍ମ କୁ ନେଇ ନାଟକ କରନି। ଦେଖିକରି। ଲୋକ 😊ଶିଖିବେ
@sangramkesharitripathy968
@sangramkesharitripathy968 4 ай бұрын
Bhai pura Right Katha Kahuchanti Aapana
@rajkumariranajit2054
@rajkumariranajit2054 4 ай бұрын
Party filling କାହିଁକି ହେଉଛି ଏହି ପ୍ରକାର ନାଟକ କରି ଲୋକଙ୍କ ଠାରେ ମତଭେଦ ନ କରନ୍ତୁ ନାହିଁ
@subhasishswain792
@subhasishswain792 4 ай бұрын
Mata bheda jatra karuni jouta hauchi taha jatra madhyamare dekha hauchi
@subhasishswain792
@subhasishswain792 4 ай бұрын
Hindu sabubele pratarita, 22cr Muslim nijaku minority kahuchanti india re
@sarojkumarpanda6670
@sarojkumarpanda6670 4 ай бұрын
ଦେଖନ୍ତୁ ସୁବାସ ବାବୁ ଆପଣ ହିନ୍ଦୁ ରୁ ମୁସଲମାନ କରୁଛନ୍ତି , ଆପଣ ନାଟକରେ ମୁସଲମାନ ରୁ ହିନ୍ଦୁ କରନ୍ତୁ . ଆପଣ ମାନେ ଏମିତି କରି ଆମ ହିନ୍ଦୁ ସମାଜ କୁ ପଛକୁ ପକାଉଛନ୍ତି
@papichhandanmoharana8606
@papichhandanmoharana8606 4 ай бұрын
Yes 💯 obsolete right Bhai
@badalgamer8119
@badalgamer8119 3 ай бұрын
Kie be tu aeita khali natak hela ameti tu Hindu neiki agaku paleigaluni tu cheli khaunu kahila kn na pachaku pakauchanti
@MunaBhai-qh9fl
@MunaBhai-qh9fl 4 ай бұрын
ଜୟ ଜଗନ୍ନାଥ 🙏🏻 ଲାତ ମାରିବାଟା ପାଇଁ ବହୁତ ଦୁଃଖ ଦାୟକ
@somethingforyou-tv2cv
@somethingforyou-tv2cv 4 ай бұрын
ଇଶ୍ଵର ଆଲ୍ଲା ତେରେ ନାମ୍ ସବକୋ ସନମତି ଦେ ଭଗବାନ
@Hindustanzindabad-x
@Hindustanzindabad-x 12 күн бұрын
Tu mg congress chua
@jatraloverramachandra4471
@jatraloverramachandra4471 4 ай бұрын
ଭୁଲ୍ କହିଲ ସୁବାସ ଭାଈ ,ଯାତ୍ରା ପରିବେଷଣ ସମୟରେ କଳାକାର ମାନେ ଯେମିତି ଷ୍ଟୋରି କୁ ନିଜେ ଅନୁଭବ କରି ପରିବେଷଣ କରନ୍ତି ସେମିତି କିଛି ଦର୍ଶକ ମଧ୍ୟ ଷ୍ଟରିକୁ ନିଜେ ଅନୁଭବ କରନ୍ତି ସେଥିପାଇଁ ଏପରି ଘଟଣା ଘଟୁଛି ।
@ranjanmirdha8406.
@ranjanmirdha8406. 4 ай бұрын
Right bhai....jatra darshaka bahut bhaba bihwala hoi dekhanti
@debasisacharya8954
@debasisacharya8954 4 ай бұрын
ରିଲ ଆଉ ରିଅଲ ବୁଝିଲେ ଭଲ ହେବ ।
@harishmalik9680
@harishmalik9680 4 ай бұрын
Jay hind
@dineshrath2500
@dineshrath2500 4 ай бұрын
Super jatra go on
@kunmun9983
@kunmun9983 4 ай бұрын
First time pai ❤❤world class topic
@karanbehera3291
@karanbehera3291 4 ай бұрын
Nataka chalu rakhantu loka sachitan hebe Jay jagannath 🙏
@LOKANATH94
@LOKANATH94 4 ай бұрын
Bahut sundar katha subash bhai bite badhia
@MrTdas-d6b
@MrTdas-d6b 4 ай бұрын
ଠିକ କଥା ହିନ୍ଦୁ ଧର୍ମ କୁ ଏମିତି କଲେ ତମକୁ ଏମିତି ଶାସ୍ତି ଦିଆଯିବ
@pramodchoudharypramodchoud7769
@pramodchoudharypramodchoud7769 4 ай бұрын
ଏମିତି ଯଦି ନାଟକ କରିବ ତାହା ହେଲେ ମାଡ଼ ଖାଇବାକୁ ହିଂ ପଡିବ... ନାଇଁ ତ ଏମିତି ନାଟକ ନ ଲେଖିବାକୁ ନାଟ୍ୟ କାରଙ୍କୁ ଅନୁରୋଧ
@jitendracreation203
@jitendracreation203 4 ай бұрын
Great actor 🙏🏻🙏🏻
@kunmun9983
@kunmun9983 4 ай бұрын
8:43 8:43 8:43 8:44 ❤❤😢😢bhai Akhi ru luha asigala
@lambodarmohapatra7274
@lambodarmohapatra7274 4 ай бұрын
Super super jatra
@kalashkumarsahoo1320
@kalashkumarsahoo1320 4 ай бұрын
😊😊😊😊
@sanjaymaharana6744
@sanjaymaharana6744 4 ай бұрын
Dunyare jha. ..ghtuchi 💯✅✅✅✅✅✅♥️♥️♥️😮♥️♥️♥️🚩sundar 😬😬😬😬🕉️ Jai shree Ram 🙏🏽
@satyajitmohanty7436
@satyajitmohanty7436 4 ай бұрын
ଥରେ ଲେଖକଙ୍କୁ କୁହନ୍ତୁ ଚରିତ୍ର ଦୁଇଟିକୁ ଟିକିଏ ଓଲଟାଇ ଦେଇ ଗୋଟାଏ ନାଟକ ଲେଖନ୍ତୁ। ମନେରଖନ୍ତୁ ପ୍ରେମର ଅର୍ଥ ଆଜି ବାଟବଣା। ମିଛ ମହାତ୍ମା ଲେଖିଥିବା ଲେଖକ ଡଃ ଵିଭୁଦଙ୍କ ବିଷୟରେ ପଢ଼ିଲେ ଜାଣିବେ।
@umakantasahoo6644
@umakantasahoo6644 4 ай бұрын
ସତରେ ମହାପ୍ରଭୁ ଯେମିତି ତା ସାଙ୍ଗ ସେଇ ଭଳିଆ କଥା କହୁଛି ସୁବାସ ବେହେରା
@nboy9584
@nboy9584 4 ай бұрын
କାଇଁ ତତେ ଗେହୀ ଦେଲା କି ବେଧେଇ ପୁଅ
@bapisahoo7956
@bapisahoo7956 4 ай бұрын
ସାମ୍ବାଦିକ ଭାଇଙ୍କ ଶ୍ୱର ଟି ଭବାନୀ ଭାଇଙ୍କ ଶ୍ୱର ସହିତ ମିଶୁଛି....
@Kanhar721
@Kanhar721 4 ай бұрын
ତାଙ୍କ ସାନ ଭାଇ ବୋଧେ
@prakashrout6195
@prakashrout6195 4 ай бұрын
ଭାଇ ଜଣକ ଯୋଉ ବାଇଟ ନେଇଛନ୍ତି ସୁବାସ ବେହେରା ଯାହା କହିଛନ୍ତି,ଜାଣିବା କଥା ଜନ୍ମରୁ ମୃତ୍ୟୁ ସଂସାରର ନାଟକ,ସେ କଣ ଧର୍ମକୁ ନେଇ ନାଟକ କରିବେ ତାଙ୍କ ପରିବାର ରୁ କାହାକୁ ମାରିଦୀୟାଜିବ ବୋଲି କୁହାଯଏ ସେ କଣ ଚୁପ୍ ରହିଥାନ୍ତି, ସେ ଭାଇ ମାରିକି ଠିକ୍ କରିଛନ୍ତି
@Userkapileswardhamkatana
@Userkapileswardhamkatana 4 ай бұрын
ଆରେ ଭାଇ ଯିଏ ମାରିଲା ତାଙ୍କୁକିଛି ପଚାରଯାଉ
@JatindraNaik-wd2mp
@JatindraNaik-wd2mp 4 ай бұрын
rama,vai,good
@anandarambhukta7939
@anandarambhukta7939 4 ай бұрын
Hy bro
@sadhudas2758
@sadhudas2758 4 ай бұрын
ଯାତ୍ରା ସମାଜକୁ କଳୁଷିତ କରୁଛି
@AnnoyedGiraffe-yn1sm
@AnnoyedGiraffe-yn1sm 4 ай бұрын
Samajare paribartan anibaku bahut mahapurush achanti tama bhali kalakaranka kichi abashyaka mainh
@Rohityadav0792
@Rohityadav0792 3 ай бұрын
Hindu sher❤️
@gouttammohanty9801
@gouttammohanty9801 4 ай бұрын
ଯାତ୍ର ନହୁଁ ଟଙ୍କା ରୋଜକାର fond
@KapilkumargPrad
@KapilkumargPrad 4 ай бұрын
Right
@kunmun9983
@kunmun9983 4 ай бұрын
❤❤❤bhai deha kn heigala Goosebumps ❤❤ Great Real actor
@jaydevadha488
@jaydevadha488 4 ай бұрын
Very Good Actor 🙏
@chandannahak333
@chandannahak333 4 ай бұрын
se pila good
@saratmohanty4255
@saratmohanty4255 4 ай бұрын
ପ୍ରବଳ ମାଡ ଦରକାର... କାରଣ ଏମାନେ କଳା ନାଁ ରେ ବହୁତ ଅଶ୍ଳିଳ ଏବଂ ଠାକୁରଙ୍କୁ ନେଇ ଫାଲତୁ ଅଭିନୟ ଚଲେଇଛନ୍ତି...... ଶଳା ନାଟୁଆ ଧେଟୁଆ କୁହନ୍ତି.... ଜାତିଧର୍ମ କୁ ନେଇ ବାଳ ନାଟକ ବନ୍ଦ କର.... ବେଧେଇ ଗୁଡିକ ଆଣି ଲଙ୍ଗଳା ନାଚ ଭଡୁଆକୁ କେବଳ ମାଡ ଦିଅ ବିରୋଧ କର..... ଯଦି ସାମାଜିକ ନାଟକ କରି ପାରୁନ ଘରେ ଚୁପ୍ ଚାପ ବସ.... ପୂର୍ବରୁ ମହାନ ନାଟ୍ୟକାର ଅନନ୍ତ ଓଝାଙ୍କ ନାଟକ ଆଉ ନାହିଁ.....
@sridharrout4859
@sridharrout4859 4 ай бұрын
Swarna mahala jatra sabu bahi bhala
@asutoshpanda7187
@asutoshpanda7187 4 ай бұрын
ନାଟକରେ ମଜି ଗଲା ପରେ ଦର୍ଶକ କିଛି ଜାଣି ପାରନ୍ତି ନାହିଁ ଏହା ପୂର୍ବରୁ ଦୁଃଖୀରାମ ସ୍ୱାଇଁଙ୍କୁ ମଧ୍ୟ ମାଡ ହୋଇଥିଲା ଏହା ସାଧାରଣ କଥା
@saratdas9022
@saratdas9022 4 ай бұрын
ଏ ମାଗିୟା ନନ୍ଦିଘୋଷ BJD ହେଲା ପଠାଣ ବିଜା ଜିଏ ମାଗିୟା ହିନ୍ଦୁମାନଙ୍କୁ ପଠାଣ କରିବାକୁ କହୁଛି ସେ ମାଗିୟାକୁ ଏଥର ନଗଳା କରିବାଡେଇବୁ ସଳାକୁ ତୁମ ବାଳ ଜାତରାକୁ ବଦ୍ଧ କରାଜିବ
@gautamnayaknayak6986
@gautamnayaknayak6986 4 ай бұрын
Tame mane kahuna ame abhinaya mana karuna
@lalitsha8889
@lalitsha8889 4 ай бұрын
ଓଡିଶା ରେ ଏ ଭଳି seen କରନ୍ତୁ ନାହିଁ👍🏻
@PrakashPrakash-g4x9f
@PrakashPrakash-g4x9f 4 ай бұрын
Aita first time amiti hela
@gayadharmtbehera7113
@gayadharmtbehera7113 4 ай бұрын
Tame jagannath sanskriti ku aaghata deichha
@PrashantaKumar-rf3eh
@PrashantaKumar-rf3eh 4 ай бұрын
କଳାକାରକୁ ମାରିବା ଠିକି ନୁହଁ. ଲେଖକ ଲେଖିଛି କଳାକାର ଅଭିନୟ କରୁଛି ଯଦି ମାରିବାର ଅଛି writer ପାଖକୁ jebaku ପଡିବ
@niranjanpatra5772
@niranjanpatra5772 4 ай бұрын
ଅଭିନୟ କଲାବେଳେ ବାରମ୍ବାର ଚିନ୍ତାକରି ଓ ଲେଖକଙ୍କ ସହ ସମନ୍ୱୟ ରକ୍ଷା କରି ଅଭିନୟ କରିବା ଉଚିତ l
@Economics365
@Economics365 4 ай бұрын
They should be given protection
@dillip7779
@dillip7779 4 ай бұрын
Subash real re tu perfect h rero.......
@khilarranjit2160
@khilarranjit2160 4 ай бұрын
ନାଟକର ସେଇ ଦୁଷ୍ୟ ଟିକୁ ଚେଞ୍ଚ କରନ୍ତୁ ନହେଲେ ଆମ ହିନ୍ଦୁ ସମାଜ ପଥର ମାଡ଼ ପରେ ଗୁଳି ମାଡ଼ କରିବେ ଜୟ ଜଗନ୍ନାଥ 🙏🙏🙏
@chunuramhansdah2525
@chunuramhansdah2525 4 ай бұрын
Hindu samaj re kon hinsa hi porom rasta
@bharatam8716
@bharatam8716 4 ай бұрын
Mendhagiha ta kire
@khilarranjit2160
@khilarranjit2160 4 ай бұрын
@@bharatam8716 kn pain
@lalitbhoi3115
@lalitbhoi3115 4 ай бұрын
ଏ ପରି ନାଟକ ଓ ସଂଳାପ କେତେବେଳେ ବି କଳାକାର ଷ୍ଟେଜରେ ଛୁରୀ ଚକୁ ପିଷ୍ଟଲ ର ସମ୍ମୁଖୀନ ହେବେ । କଥାବସ୍ତୁ କୁ କେହି ଅପେକ୍ଷା କରିବେ ନାହିଁ ସଂଳାପ ଲେଖାରେ ସଂଜଟ ହୁଅନ୍ତୁ ।
@bijayasatapathy8994
@bijayasatapathy8994 4 ай бұрын
ନାଟ୍ୟକାର ସଂଜତ ହୋଇ ସଂଳାପ ଲେଖିବା ଉଚିତ।
@dillipsantara4279
@dillipsantara4279 4 ай бұрын
Subas & 😮😮😮subas
@nishikantabirabar1385
@nishikantabirabar1385 4 ай бұрын
ଇଏ ସବୁ ଯାତ୍ରା ମାଲିକ ଯାତ୍ରା କମିଟି ର ମେମ୍ବର ମାନଙ୍କର ପ୍ଲାନ୍ , କେମିତି ବେପାର ହେବ ଇଏ ସବୁ ନିଜର ପ୍ଲାନ୍ ।
@pareshjena3654
@pareshjena3654 4 ай бұрын
ଯିଏ ମାଡ ଖାଇଛି ନବ ବାବୁ ତମେ ତାଙ୍କ ବାଇଟ ନ ନେଇ ସୁବାସ ବେହେରା ଙ୍କ ଇଣ୍ଟରଭିୟୁ ନେୟୁଛ
@santoshnanda6638
@santoshnanda6638 4 ай бұрын
Right
@SanjuktaraniPal
@SanjuktaraniPal 4 ай бұрын
Amiti story ban korajau
@Khantichandabalia
@Khantichandabalia 4 ай бұрын
ସେ dialog ବଦଳାଯାଉ ଜଲଦି 🙏, କାଇଁ କଉ ମୁସଲମାନ ସମାଜ ଉପରେ ତ ଏମିତି dialog କହୁନ, କାହିଁକି ନା ସେ ତମ *** ଅନ୍ଧାର କରିଦେବେ, ବହୁତ ଜଲଦି ବଦଳା ଯଉ ନହେଲେ ଆହୁରି ମାଡ ଖାଇବା ସେ 😎
@sadhudas2758
@sadhudas2758 4 ай бұрын
ଆଜିକାର ଯାତ୍ରା ସମାଜର ଚିତ୍ର ନୁହଁଇ
@sumantamohanta7776
@sumantamohanta7776 4 ай бұрын
Subah bhai gotia seen pain kotia apaman thik ki
@bbnayak407
@bbnayak407 4 ай бұрын
Thanks to the writer, artist & director, for whitch the audiences can't control themselves on an issue of religion. Salute to their original arts. Banibhusan Natak President, Siddhabata Jatra Committee Dihudipur, Pattamundai, Kendrapara.
@santoshbehera3359
@santoshbehera3359 4 ай бұрын
summertime north dakota
@satyamsibammohanty1255
@satyamsibammohanty1255 4 ай бұрын
ନିନ୍ଦାଘୋଷ ଟିଭି ଆଙ୍କର, ମୁସଲିମଙ୍କ ଅତ୍ୟାଚାର ଓ ମୁସଲିମ ଚରିତ୍ର ପ୍ରତି ଲୋକଙ୍କ ଘୃଣାଭାବର ଦୃଶ୍ୟକୁ କାଟିଦେବାକୁ କହୁଛନ୍ତି, ନାଟକ ହିଟ ହେବାର ମୂଳ କାରଣ କାଟିଦେଲେ ବେବାର ହେବ କେମିତି ??? ନିନ୍ଦାଘୋଷ ବାଲା ବୋଧହୁଏ ଏହାଦ୍ବାରା ଶଙ୍ଖ ଦଳର ଭୋଟ କମିଯିବ ବୋଲି ଭାବୁଛନ୍ତି !!!
@pratapkumarsahoo6614
@pratapkumarsahoo6614 4 ай бұрын
ଭଲ କଥା କହିଲେ king star subas babuଏଥିରେ ଦ୍ଵି ମତ ନାହିଁ
@sahadevsaha4721
@sahadevsaha4721 4 ай бұрын
Right କିନ୍ତୁ rightist ମାନଙ୍କୁ ସୁହାଇବ,Leftist ହଗୁରୁ ମାନଙ୍କୁ ପେଟ ରେ ପୀଡ଼ା ହେବ, ଜୟ ଜଗନ୍ନାଥ।
@laxmikantasahu6653
@laxmikantasahu6653 3 ай бұрын
Jay Jagannath jay Bajrang Jay Hind Jay Sanatan This is only acting not in real. So don’t do this type of bad thing
@sasmitapati227
@sasmitapati227 4 ай бұрын
Good natak. It's a good step for jago hindu Jago
@uttambehera-sh4dq
@uttambehera-sh4dq 4 ай бұрын
Writer Ganesh rout sir dailec paribartan karantu
@harikumar8806
@harikumar8806 4 ай бұрын
ତମେ ତ ସବୁ କହୁଛ ଠିକ୍ ଅଛି ସୀନ୍ କାଟି ଦିୟନ୍ତୁ
@rusibarasethy1384
@rusibarasethy1384 4 ай бұрын
Writer Director owner ,why not change their dilogue, immediate change it,
@Khantichandabalia
@Khantichandabalia 4 ай бұрын
ସେ part କୁ change କରି ମୁସଲମାନ ମାନଙ୍କୁ ହିନ୍ଦୁ କରିଲ ଦେଖିବା, କେତେ dum ଅଛି ତମର 😎.
@ashrumochansamal4202
@ashrumochansamal4202 4 ай бұрын
Odia jatra are much better than odia film
@tapanpatra9084
@tapanpatra9084 4 ай бұрын
ନ ବ ଭା ଇ ର ଗୁଟେଡ଼ାଇ ଲ ଗ ସ ବୁ ହି ନିଦୁ ଲ କ ମୁସଲ ମା ନ ବ ନା ଇ ଗୀ ସେଇ ଠୁ ହୀ ନି ଦୁ ଲ କର ଟେ ନ ସ ନ ବ ଢୁ ଛି
@gouttammohanty9801
@gouttammohanty9801 4 ай бұрын
କଲା କର ଏମିତି କହିକି ରୋଲ କରୁସଯ
@tapanpatra9084
@tapanpatra9084 4 ай бұрын
ତୁମେ ଦେବ ଗୋଡ ତାର ଙ୍ଗ ରେ ଦେ ଖି ଥିଲି ମୁଁ ଭାବି ଥି ଲି ମୁସୁଲ ମା ନ ହିନୁଦୁ ଜ ଉ ଠୀ ହିନ୍ଦୁ ମୁସୁଲ ମା ନ ହିଦେଖୁ ଥି ବେ ମା ଡ ହେ ଵ
@akumar9667
@akumar9667 4 ай бұрын
Copy natak Ama gaon Jagannath Tama gaon Allah..
@bajarangibhaijaan1573
@bajarangibhaijaan1573 4 ай бұрын
ବାଣ୍ଡ କଥା କହୁଛି nsws ଵାଲା ଯୋଉଟା କଥା ସେଇ କଥା କୁହ ଯାତ୍ରା ବହି ଯାହା ସେୟା କରିବେ ଜିଅନ୍ତା ନାଟକ
@kirandigal2502
@kirandigal2502 4 ай бұрын
Bhai a sicn kharap laguchi auu jati ki nei ki kahnki oprea kharap digo ku neba
@HemantaPanda-tp9rs
@HemantaPanda-tp9rs 4 ай бұрын
ପାଟିଚାଲିବାପାଇଏମିତିକର
@akruragahira6544
@akruragahira6544 4 ай бұрын
Viral heba pain
@binodsamal6602
@binodsamal6602 4 ай бұрын
Writter ku Jail ku nia
@subhasishswain792
@subhasishswain792 4 ай бұрын
Ethiru bujhi hauchi ki Odisha ra loka Odia film ku pratyakhana karichanti kintu jatra ku nuhen. Eha kalakar ra marjyada badhaila. Eha sarbocha puraskar thila se kalakarnku. Jai Jagannath
@janardanpatra5054
@janardanpatra5054 4 ай бұрын
Jatra stej re jemiti story lekha jaechhi sethire kichhi mistek nahi ame dekhila pare darsak bhabiba katha achhi.
@KrushnaChandraBadhai
@KrushnaChandraBadhai 4 ай бұрын
Paschim odisa re katkia opera band Kara bo
-5+3은 뭔가요? 📚 #shorts
0:19
5 분 Tricks
Рет қаралды 13 МЛН
UFC 287 : Перейра VS Адесанья 2
6:02
Setanta Sports UFC
Рет қаралды 486 М.
Headlines @11AM | 8th February 2025 | NandighoshaTV
2:09
Nandighosha TV
Рет қаралды 2,3 М.