‘ସରକାର ଆମକୁ ଅଣଦେଖା କରୁଛନ୍ତି, ଆମ କାମ ବନ୍ଦ ହୋଇନି ଯଦି ୮ ମାସ ହେବ ଆମ ଦରମା କାଇଁ ଦେଉନାହାନ୍ତି’

  Рет қаралды 97,603

Nandighosha TV

Nandighosha TV

Күн бұрын

Пікірлер: 276
@ranajitjena4668
@ranajitjena4668 20 күн бұрын
ନିର୍ବାଚନ ସମୟରେ ଯଦି ଏହା ଠିକସେ ବୁଝିଥାନ୍ତ ଆଜି ଏ ଅବସ୍ଥା ହୁଏତ ଦେଖିବାକୁ ମିଳିନଥାନ୍ତା.
@sangramdas1542
@sangramdas1542 20 күн бұрын
Badhiya
@sureshbapun3977
@sureshbapun3977 20 күн бұрын
Right bhai Mishan shakti mahila nka pain bjd harichi Eka bale 50000 tanka ra voucher pain sarkar change karidale abe gandi phatuchi
@ishwarchandra3980
@ishwarchandra3980 20 күн бұрын
ବିଜେଡି ସରକାର ଥିଲା ବେଳେ କଣ 8/9 ମାସରେ ଥରେ ଦିଏ ଦରମା ? ବିଜେପି ସରକାର 4ମାସ ର ସରକାର ସେ କଥା ଆଗ ମନେ କର ! ଏମାନେ 8 ମାସ ହେଲାଣି ଦରମା ପାଇନାହାନ୍ତି !
@ranajitjena4668
@ranajitjena4668 20 күн бұрын
ଗାଲୁଆମାନେ କେବଳ ଗାଲୁଆ ଯୁକ୍ତି ରଖିଥାନ୍ତି ନିର୍ବାଚନ ପୂର୍ବରୁ କଣ ପାଇଁ ଭତ୍ତା ପାଇନଥିଲେ ଟିକେ ଏହି ବିଷୟରେ ଜାଣିଥିବା ଲୋକଙ୍କୁ ପଚାରି ନିଜର ଟିପ୍ପଣୀ ଦେଇଥିଲେ ଭଲହୋଇଥାନ୍ତା.
@UllasiSahu
@UllasiSahu 18 күн бұрын
Right
@manishapattanayak2152
@manishapattanayak2152 20 күн бұрын
ଆମ ନବୀନ ପଟ୍ଟନାୟକ Sir ଙ୍କ ସରକାର ସବୁଠୁ ବେଷ୍ଟ❤️🙏🏻 ପୁଣି ନବୀନ ବାବୁଙ୍କ ସରକାର ଆସିବା ଦରକାର ,ପୁଣି ଓଡ଼ିଶା ବାସୀଙ୍କ ମୁହଁରେ ହସ ଫୁଟିବ❤️👍 ଜୟ ନବୀନ ବାବୁ ଜିନ୍ଦାବାଦ ❤️🙏🏻☃️ ଜୟ ବିଜେଡି ଜିନ୍ଦାବାଦ❤️👍
@JituBisoyi-n3d
@JituBisoyi-n3d 20 күн бұрын
ଓଡ଼ିଶାରେ ନବିନବାବୁ ଥିଲେ ଭଲ ଥିଲା ସରକାର ବଦଳାଇ ଭୂଲ ହେଲା😢😢
@RanjitaRaika-lr6rq
@RanjitaRaika-lr6rq 19 күн бұрын
ତୁମେ ଠିକ କହିଛ ଭାଇ ନବୀନ ସରକାର ହିଁ ଭଲ ଥିଲା
@lilimohanty7610
@lilimohanty7610 17 күн бұрын
Bhai cheta pasila
@SubratSahoo-o9p
@SubratSahoo-o9p 16 күн бұрын
5year pare chinta karba😂😂
@kailashpattanayak7535
@kailashpattanayak7535 14 күн бұрын
Tu eka sarkar badalaedanu garuaechu
@MinaketanmohantyMohantyminaket
@MinaketanmohantyMohantyminaket 20 күн бұрын
ସରକାର କାଁହିଁକି ବଦଳେଇଲେ, ସରକାର ବଦଳେଇବାର ଲାଭ କେବଳ କଷ୍ଟ କଷ୍ଟ କଷ୍ଟ.........
@MinaketanmohantyMohantyminaket
@MinaketanmohantyMohantyminaket 20 күн бұрын
ମାଆ ମାନଙ୍କ କଥା ହୃଦୟ ସ୍ପର୍ଶୀ ତୁରନ୍ତ ସରକାର ବିଚାରକୁ ନେବା ଦରକାର.
@satyamotivationalvideo
@satyamotivationalvideo 15 күн бұрын
Thik heichi
@ChandiniNayak-z1u
@ChandiniNayak-z1u 14 күн бұрын
ଏମାନେ bjd କୁ ଭୋଟ ଦେଇଛନ୍ତି ଏବେ ନାମ ନିଅ ଲୋନେ କାଇଁ କରୁଥିଲ
@Nirashkumarnayak
@Nirashkumarnayak 20 күн бұрын
ଏହା ପରା ପରିବର୍ତନ ମାଡାମ. ନବୀନ ତୋ ଖରାପ ଥିଲା
@sayedakanizfatma380
@sayedakanizfatma380 20 күн бұрын
thik heichi yemanku.besi khaiba payin utpata hele.
@RanjitaRaika-lr6rq
@RanjitaRaika-lr6rq 19 күн бұрын
ତୁମେ ଭୁଲ କହୁଛ
@RutaPradhanRutaPradhan
@RutaPradhanRutaPradhan 3 күн бұрын
Ok
@arunrout9907
@arunrout9907 20 күн бұрын
ଆମେ ଭୋଟ ବିଜେଡି କୁ ଦେଇଥିଲେ ଆଜି ଏ ଦିନ ଦେଖି ବାକୁ ପଡିନଥାନ୍ତା
@ajitbagh3388
@ajitbagh3388 20 күн бұрын
Right
@subhransudalai8360
@subhransudalai8360 20 күн бұрын
ବିକଳ୍ପ ଏକମାତ୍ର ଭାରତ ହେଉ ବିଜେପି ମୁକ୍ତ
@jitendrapradhan7681
@jitendrapradhan7681 11 күн бұрын
ଭୋଟ ଦେଲାବେଳେ ଟିକେବି ଭାବିଲନି ଏବେ ଭଲ ହେଇଛି
@TapuRana-z2g
@TapuRana-z2g 6 күн бұрын
ମିଛକଥା କହୁଛନ୍ତି ଏହି ଦି ସବୁ ମିଛ
@arunrout9907
@arunrout9907 20 күн бұрын
ବହୁତ ଲୋକ ଅଛନ୍ତି ମହିଳା ସମିତି ରେ, ଭୋଟ ଦେଇଛନ୍ତି ବିଜେପି କୁ,
@dhanumajhi2614
@dhanumajhi2614 15 күн бұрын
Very good maa
@DhadubandhuLenka
@DhadubandhuLenka 18 күн бұрын
ତୁମକୁ ଧନ୍ୟବାଦ ଭୋଟ ଦେଇଚ ଚୁମେ ପାଅ ତୁମେ ଜାଣ ଭଲକିଏ ସବୁ ବଡ଼ ଦାଣ୍ଡକୁ ଜାଅ ଜୟ୍ ନବିନ ବାବୁଙ୍କ ଜୟ୍
@Crp-2000
@Crp-2000 14 күн бұрын
ଏଇଟା ହିଁ ପରିବର୍ତ୍ତନ 😂😂😂😂😂😂😂😂😂😂😂
@KabitaNayak-cn9sq
@KabitaNayak-cn9sq 15 күн бұрын
ସିଧା ଆଙ୍କ ଚାକିରି ରୁ ବାହାର କରାଯାଉ କିଛି ଦରକାର୍ ନାଇ ଏମାନେ
@anurekhasabar3207
@anurekhasabar3207 7 күн бұрын
Tu maa kn chakiri karuchi tame jhia na pua
@anurekhasabar3207
@anurekhasabar3207 7 күн бұрын
Tu debu ki ama 8 masa ra darama
@chudamanisunani7371
@chudamanisunani7371 20 күн бұрын
ଆଉ 4ବର୍ଷ 5ମାସ ଏଟା ତ ଟେଲର ସମ୍ପୂର୍ଣ କହନିବାକି ରହିଲା ନାରୀ ମାନଙ୍କୁ ଅବହେଳା ଓଡିଶା ଦୁର୍ଦଶା ଆଡକୁ ଯିବାକୁ ଯାଉଛି ବଳରାମ ଆମ ହଳଧର ପଡିଛନ୍ତି ସେଟା ସମଗ୍ର ଭରତ ଭୋଗିବାକୁ ପଡିବ କାଳିଆ ଭରସା ଜୟ ଜଗନ୍ନାଥ 🙏🙏🙏🙏ରକ୍ଷା କର ପ୍ରଭୁ
@DulceMaria25723
@DulceMaria25723 20 күн бұрын
Kichhi kama nahi only dramatic show😂😂😂
@basantkumarmohanty5588
@basantkumarmohanty5588 20 күн бұрын
ଏହି ମିଶନ୍ ଶକ୍ତି ବନ୍ଦ କରାଯାଉ ଏମାନଙ୍କ କିଛି କାମ ନାହିଁ
@SKGAMING99575
@SKGAMING99575 20 күн бұрын
Right
@mamatakumari3338
@mamatakumari3338 20 күн бұрын
ହ ତ ପ୍ରଭାତୀ ପରିଡା ମିଶନ୍ ଶକ୍ତି କୁ ନିନ୍ଦା କରି ଖଟି ଖଟି ଟଙ୍କା ଆଣିକି ବେକାର ଖର୍ଚ୍ଚ କରିଦେଉଛନ୍ତି ମିଶନ୍ ଶକ୍ତି କୁ ବନ୍ଦ କରିବା ଦରକାର
@rajaraju8095
@rajaraju8095 20 күн бұрын
Gandi mara paisa misan shakti Pandu ku pachare 😂😂😂😂😂😂
@hiranyasahoo3548
@hiranyasahoo3548 18 күн бұрын
ମହିଳା ମାନେ କଣ ଏବେ ମଜା ଲାଗୁଚି?
@rameshchandradash4605
@rameshchandradash4605 17 күн бұрын
ମାଆ ମାନେ ନବୀନ ଏତେ କାମ କଲା ତାଙ୍କୁ ଭୁଲି ଗଲ,
@Crp-2000
@Crp-2000 14 күн бұрын
ବହୁତ ଦିନ ଅୟସ କଲ ଏଥର 🤣🤣🤣🤣🤣🤣🤣🤣🤣🤣🤣🤣🐒
@BikashMallick-f5w
@BikashMallick-f5w 13 күн бұрын
ଇସିମେମ୍ବର୍ ଦରକାର୍ ନାହିଁ
@subashshrambutika5030
@subashshrambutika5030 20 күн бұрын
ପଇସା ଲାଳସାରେ ବିଜେପି କୁ vote ଦେଲେ ଏବେ କାନ୍ଦିଲେ କିଛି ହେବନି, ନବୀନ କୁ ତ ଖରାପ କହିଲେ ନା, ଆହୁରି କାନ୍ଦିବେ 5 ବର୍ଷ ପର୍ଯ୍ୟନ୍ତ..... ନିଜେ ଭୁଲ କରିକି ନିଜେ କି କାନ୍ଦିବେ......
@jamunatudu135
@jamunatudu135 19 күн бұрын
ଆମେ ବିଜେପି କୁ ଭୋଟ୍ ଦେଇ ନ ଥିଲୁ ତମେମାନେ ସବୁ ବିଜେପି କୁ ଭୋଟ୍ ଦେଇ ଜିତେଇଲ ଏଇନା ଆମେ ହୁଇରାଣ ହେଉଛୁ
@RanjitaRaika-lr6rq
@RanjitaRaika-lr6rq 19 күн бұрын
ଏହି ମାନେ bjp କୁ ଭୋଟ ଦେଇନାହାନ୍ତି କିନ୍ତୁ bjp ଚାଲାକ କରି ସବୁ ଭୋଟ ହାତେଇ ନେଇଛି
@bbsenapati2245
@bbsenapati2245 20 күн бұрын
Maa mane ta Naveen Patnaik ku vote delani. Ebe ea dasha pain apan mane dayee
@karttickmandal9524
@karttickmandal9524 15 күн бұрын
ଦରମା ଦବା ଦରକାର ନାହିଁ,ଆରେ ଚୁର ନୁବିଆ ଦିଦି ମାନେ ଚାକିରୀ ଛାଡିଦିଅ କିଏ କହୁଛି ସେ ବେକାର କାମ କରିବାକୁ ସେ କାମ ମୂଲ୍ୟ କଣ ବନ୍ଦ କର ଏ ଡ୍ରାମା, ତୁମକୁ ଦୁଇ ବର୍ଷ ଦିଆ ଯାଇ ଥିଲା ତିନି ବର୍ଷ ହେଲାଣି ଛାଡିଦିଅ ଆଉଜଣେ ପୋଷ୍ଟ ପାଉ,
@BiswamberBhutia-p7h
@BiswamberBhutia-p7h 19 күн бұрын
ଧୋକାଦିଆ ସହ ଧୋକା ହୁଏ ଜୟ ଜଗନ୍ନାଥ
@suniabehera-nk1sr
@suniabehera-nk1sr 20 күн бұрын
ମିଛରେ ରେଲ କରୁଛନ୍ତି
@Rashmi66643
@Rashmi66643 20 күн бұрын
Sata katha
@BudhimantaSingh-t3l
@BudhimantaSingh-t3l 20 күн бұрын
Thiki katha
@subhransudalai8360
@subhransudalai8360 20 күн бұрын
ମିଛ ଡ୍ରାମା କିଏ କରୁଛି ଜାଣିଛନ୍ତି, ଜାତି ଧର୍ମ କୁ ନେଇ ରାଜନୀତି କରୁଥିବା ଦଳ, ଆଉ ମୁଖିଆ ମିଛୁଆ ରାଧୁଆ ଗପ ଶୁଣାଉଛନ୍ତି
@mamatakumari3338
@mamatakumari3338 20 күн бұрын
ତୁମେ ଗଟେ ଅ ମଣିଷ ସେଥିପାଇଁ ତୁମେ ଜାଣିପାରୁନ
@suniabehera-nk1sr
@suniabehera-nk1sr 20 күн бұрын
@@mamatakumari3338 ତୁମେ ଯଦି ମଣିଷ କରି କି ଦେଖେଇ ଦିଅ
@rupalidas5828
@rupalidas5828 19 күн бұрын
Naveen sir nku hareila ta 🙏🙏🙏🙏aji odisha ra maa Mane kanducha
@SadhabanandaPanda
@SadhabanandaPanda 16 күн бұрын
ମିଶନ ଶକ୍ତି ବିଭାଗ କରି ନବୀନ ପଟ୍ଟନାୟକ ଯେଉଁ ଅର୍ଥ ଖର୍ଚ୍ଚର ବାଟ ବଣା କରି ଛନ୍ତି କାରଣ ବିଧାନସଭାରେ ଷ୍ଟାଣ୍ଡିଙ୍ଗି କମିଟି ପକ୍ଷରୁ ରିପୋର୍ଟ ଦାଖଲ ଅନୁସାରେ ମିଶନ ଶକ୍ତି ବିଭାଗ ଦ୍ଵାରା ଉପକୃତ ହୋଇନାହାନ୍ତି କେହିଜଣେ ଗରିବ ମା 😊😊😊
@SadhabanandaPanda
@SadhabanandaPanda 16 күн бұрын
ମିଶନ ଶକ୍ତି ବିଭାଗର ଅର୍ଥ ହେରଫେର ହୋଇଛି ବୋଲି ଆଞ୍ଚଳିକ ଗଣମାଧ୍ୟମରେ ଏବଂ ବିଧାନସଭାରେ ଷ୍ଟାଣ୍ଡିଙ୍ଗି କମିଟି ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ମିଶନ ଶକ୍ତି ବିଭାଗର ଅର୍ଥ ପାଣି ରେ ପଡ଼ିବା ସଂଗେ ସମାନ
@eswarsabar3547
@eswarsabar3547 20 күн бұрын
BJP vote dela nama nia
@lunapattanayak3283
@lunapattanayak3283 20 күн бұрын
ଅଧିକେ ଖାଇବ ବୋଲି ପରିବର୍ତ୍ତନ କରିଥଲ ଏବେ କଣ ହେଲା ଯିଏ ତୁମକୁ ନିଯୁକ୍ତିସୁଯୋଗ ଦେଇଥିଲା ତାକୁ ପଟାଏ ମାରିଲ ଏବେ ଭୋଗିବାକୁ ପଡିବ
@mahavirhills3026
@mahavirhills3026 20 күн бұрын
Misan sakti ku bahut sighara bandh karajau
@simple-g4k
@simple-g4k 20 күн бұрын
Thik band hau
@jhiliprabhaPatra
@jhiliprabhaPatra 17 күн бұрын
Thik katha 😅😅😅
@Sweet-k9v
@Sweet-k9v 17 күн бұрын
Thik katha rosei ghara kama chhadi khande khande vanity pakei chalile kn na amar meeting achhi ...😂
@jhiliprabhaPatra
@jhiliprabhaPatra 17 күн бұрын
@@Sweet-k9v mbk manankar kichi kama nahi khali micha kahiki toka dhariki buluchanti
@Sweet-k9v
@Sweet-k9v 17 күн бұрын
@jhiliprabhaPatra he prabhu 😅😅
@Sweet-k9v
@Sweet-k9v 17 күн бұрын
Ama kanas block re sabu MBK sabu CRP khali bjd pain tanka bantuthile .....aethire laja laguni tamaku puni kahucha tama kama ..... Are kou govt employee mane sabu tanka bantanti tama mana nka bhalia chhi laja laguni puni camera samnare chhida heicha
@sunilpadhi5944
@sunilpadhi5944 20 күн бұрын
ନାଈ ତମକୁ ନବୀନ ପଟ୍ଟନାୟକ ଗନ୍ଧାଉଥିଲେ
@SadhabanandaPanda
@SadhabanandaPanda 16 күн бұрын
ଆମେ କହୁନାହିଁ ଯିଏ ବିଭାଗ କରିଛି ସିଏ ରିପୋର୍ଟ ଦାଖଲ କରିଥିଲେ 😊😊😊
@sunilpadhi5944
@sunilpadhi5944 20 күн бұрын
ଖାଲି କନ୍ କନ୍ ହୋଉଥିଲ ମାସ କୁ 1000ପାଇବ
@sangrampatrapatra9004
@sangrampatrapatra9004 16 күн бұрын
ମିଶନ ଶକ୍ତି ନାଆରେ ଏମାନେ ସ୍ବାମୀ ମାନଙ୍କ ଅଗଚୋରୋ ରେ ବହୁତ୍ କୁକର୍ମ କରିଶନ୍ତି କୁଜି ନେତା ମାନଙ୍କ ସାଙ୍ଗରେ.. ସ୍ବାମୀ ମାନଙ୍କ ନିଃଶ୍ୱାସ ପଡ଼ିଛି ଏମାନଙ୍କୁ😅😅😅
@jogeshpradhan3649
@jogeshpradhan3649 20 күн бұрын
ଆପନମାନଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି ମା ମାନେ କିନ୍ତୁ AWC, ସ୍କୁଲ ର ପାଚିକା ସହାୟିକାଙ୍କ ସରକାରଙ୍କ ପ୍ରକ୍ରିୟା ଅନୁଯାଇ ଭିଲେଜ ରେ ଗ୍ରାମ ଶୋଭା ହୋଇ ନିଯୁକ୍ତି ମିଳିଥାଏ , ଆପନମାନେ କହିବେକି ଆପନମାନଙ୍କ ନିଯୁକ୍ତି ପ୍ରକ୍ରିୟା କେମିତି ହଇଥିଲା ?
@PritiRanjanSamal-r8i
@PritiRanjanSamal-r8i 14 күн бұрын
Right
@krushnachandrasahoo77
@krushnachandrasahoo77 20 күн бұрын
Madam mission shakti you are the main culprit in changes of govt..so don't make drama and enjoy what's going on...
@bikashkumar-cp1ro
@bikashkumar-cp1ro 19 күн бұрын
Very good
@damayantipradhan1329
@damayantipradhan1329 18 күн бұрын
Thik hoichhi mam
@soumitripadhan9307
@soumitripadhan9307 12 күн бұрын
ପୁଣି ବିଜେଡି ଫେରିବା ନିହାତି ଦରକାର
@KaberiMalik-u4f
@KaberiMalik-u4f 19 күн бұрын
Sarkar please amananka dabi purana karantu 🙏🏻🙏🏻
@srikantarauta8200
@srikantarauta8200 14 күн бұрын
ମିଶନଶକ୍ତି ଯିଏ କରିଥିଲା ତାଙ୍କୁହିଁ ତମେମାନେ ହିଁ ଚୂନଲଗାଇଛ ଏବେ ଭୋଗ ଏବେଭାଷଣ ମାରିଲେ କିଛି ହବନି ଯଦି ପାରୁଛ ଜୋରଯାର ବିରୋଧ କର
@rojinadas8842
@rojinadas8842 19 күн бұрын
Thik heichi navin nku hareibar fala milichi
@Sweet-k9v
@Sweet-k9v 17 күн бұрын
Tamar jou kama vote bele tanka bantiba kama samaste janichhanti
@Adityakumar-k2n7y
@Adityakumar-k2n7y 7 күн бұрын
Bulukaha❤
@LaxmidharSamal-gt1pg
@LaxmidharSamal-gt1pg 20 күн бұрын
Subhadra Yojana
@kalishparida8069
@kalishparida8069 15 күн бұрын
ଆଗରୃଗଲୁହ ଉଥିଲାକିଗାଡିନେଇଗଲ
@tu2ff952
@tu2ff952 12 күн бұрын
Bjd ପ୍ରଚାର କର କାମ କରନାହିଁ
@Sweet-k9v
@Sweet-k9v 17 күн бұрын
Nadighosh news ku au kichhi miluni are e mana nku au kie basi re pacharunahati tame kain pacharucha ete sie kn tama bhauni
@babujisahu7452
@babujisahu7452 18 күн бұрын
କାନ୍ଦିବା ଆଗକୁ ଅପେକ୍ଷାରେ ରୁହ
@RajendraJhankar
@RajendraJhankar 15 күн бұрын
ସରକାର କେ ନିଶ୍ୱାସ ପଡ଼ୁ crp mankar
@jharashripattanaik5884
@jharashripattanaik5884 20 күн бұрын
BJP Govt Ku vote deicha Nama nia
@parthasarathilenkavlog3850
@parthasarathilenkavlog3850 18 күн бұрын
@RajkishorMahapatra-pp9xw
@RajkishorMahapatra-pp9xw 20 күн бұрын
କିଛି କରୁନାହାନ୍ତି ଖାଲି ଗୁଲି ଖଟି ଶୁଦ୍ଧ ବେପାର
@SKGAMING99575
@SKGAMING99575 20 күн бұрын
Right
@KhusiBabu1517
@KhusiBabu1517 14 күн бұрын
Niru apa amaku banchaoo plz.
@KhusiBabu1517
@KhusiBabu1517 14 күн бұрын
Sarkar puni badaliba darkar. Bahuta dukhara bisaya Pila chhua neiki chaliba. Mun bi jane crp😭😭😭
@manaswinisatapathy6176
@manaswinisatapathy6176 18 күн бұрын
Subhadra paina ki
@Crp-2000
@Crp-2000 14 күн бұрын
ଠିକ୍ ହେଇଛି 😂😂😂😂😂😂😂😂😂😂
@DamodarKisku-v1e
@DamodarKisku-v1e 19 күн бұрын
ତୁମ ଦରମା ମାସେ ବନ୍ଦ, ଦୁଇ ମାସ ବି ବନ୍ଦ , ତିନି ମାସ ବି ବନ୍ଦ, ଚାରି ମାସରେ ବି ବନ୍ଦ ସେତେବେଳେ କଉଠି ଥିଲ ପୂର୍ବ ସରକାର ବନ୍ଦ କରି କରି ଥିଲା ଏବେ ନୂଆ ସରକାର ବନ୍ଦ ଖୋଲି କିଦେବେ.. ଧର୍ଯ୍ୟ ଧର
@bhanumatinaik4956
@bhanumatinaik4956 19 күн бұрын
Satare bahuta Kosta laguchhi sarkar nku kn kichhi bi sunajauni😢😢😢
@rameshchandradash4605
@rameshchandradash4605 14 күн бұрын
ବେଇମାନ କରିଛ ତୁମେ ଭୋଗିବ,
@KumarBishnu-mc9pk
@KumarBishnu-mc9pk 17 күн бұрын
ସରକାର ଦେବେ ବା ଟିକେ ଟାଇମ ଲାଗିବ 5 ମାଶେ ହେଇଛି 5 ବର୍ଷ ହଉ ଭୋଟ ଦେଲା ବେଳେ ଜାଣି ନଥିଲ ଏଇନା ଜାଣ
@arjunmajhi7424
@arjunmajhi7424 20 күн бұрын
ଆମେ ସମସ୍ତେ ବିଜେଡ଼ି କୁ ହି,ଁ ଦଦେଇଛୁ
@NimeiSahoo-z8h
@NimeiSahoo-z8h 8 күн бұрын
Missan Shakti hatajau jemiti agaru thila semiti heba nachet SC, St nka loun Kari adha tanka mission shakti ra mukhya bekti khaijanti
@shrabanipradhan6759
@shrabanipradhan6759 18 күн бұрын
Sato re dii Bahut costa aamo panchayat re MO Didi ra bi 12 month hela salary milini
@sabitapradhan8042
@sabitapradhan8042 12 күн бұрын
Nariku samman miluchhi dariku samman milibani .
@ajitbagh3388
@ajitbagh3388 20 күн бұрын
So sad
@sumantabehera7642
@sumantabehera7642 15 күн бұрын
Jay nabin Babu
@badleader6814
@badleader6814 18 күн бұрын
Vote delani bjp ku
@santoshidas1313
@santoshidas1313 16 күн бұрын
Darama jiajau
@msmansbeher89
@msmansbeher89 20 күн бұрын
ତୁମ୍ଭେ ଦରମା ଲୋଭରେ ପରିବର୍ତ୍ତନ କରିଛ😂😂😂😂
@jyotiswain4778
@jyotiswain4778 7 күн бұрын
Gplf intrest paisa kan karuchhanti aga sabu GPLF shg auditvheba abasyak.crp, bank mitra, koan delabele herfer karuchhanti 🙏🏾ethiru nibruta rahi karya kale bhala huanta. Sarkar nischa sunibe dharyavrakhantu🙏🏾 jay jagannath
@girijashankarsingh1035
@girijashankarsingh1035 14 күн бұрын
Maijhi sarkar ku bhagao
@sabitasahu1474
@sabitasahu1474 20 күн бұрын
Ea heuchi hasara luha
@himansupadhan3173
@himansupadhan3173 20 күн бұрын
ତୁମ ର ଚାକିରୀ କଣ ସରକାରୀ କି, ନବୀନ ଦେଇ ଥିଲେ ନବୀନ ଙ୍କୁ ମାଗ
@Sweet-k9v
@Sweet-k9v 17 күн бұрын
Correct bhai tanku tk bujhei dia
@khirabatisanani4319
@khirabatisanani4319 19 күн бұрын
Mision shakti ku v nabin karithile chek karantu c m sir bahut badmaci haechi
@LILIPTABISOI
@LILIPTABISOI 4 күн бұрын
Bahut badhia natak
@pradeeppradhan5545
@pradeeppradhan5545 14 күн бұрын
ଖାଲିକନକଳ😂😂😂
@shrabanipradhan6759
@shrabanipradhan6759 18 күн бұрын
Sato re Bahut costa laguchi mo bado Didi pain
@arjunmajhi7424
@arjunmajhi7424 20 күн бұрын
ମେ ସମସ୍ତେ ବିଜେଡ଼ି
@biswajitswain1875
@biswajitswain1875 15 күн бұрын
Nabin.kale.santi.aujia.kale.bantii
@satyanarayangond4518
@satyanarayangond4518 20 күн бұрын
Amankar kichi kama nai
@mamatapanigrahi7286
@mamatapanigrahi7286 19 күн бұрын
Sarkar tike katha sonantu
@Doc_Shree_07
@Doc_Shree_07 20 күн бұрын
Subhadra paisa pain vote deidela ebe nama nia
@SumantaDas-x8l
@SumantaDas-x8l 14 күн бұрын
Nabin patnayak Au there aside thikhb
@prabirmishra4990
@prabirmishra4990 11 күн бұрын
50000 ପାଇଛା ପା
@UfodnOdno
@UfodnOdno 14 күн бұрын
Vote deicha Kariba kn
@Crp-2000
@Crp-2000 14 күн бұрын
Very Instrestring 😂😂😂😂😂😂
@SibaRamreddy-x455s
@SibaRamreddy-x455s 8 күн бұрын
ଗାଣ୍ଡି ମର ଏଥର ଓଃ ମୋଦୀ ସବୁ ଗଳେଦେବ ଭାବିଲ
@shrabanipradhan6759
@shrabanipradhan6759 18 күн бұрын
Crp manaka Bahut Costa MO Didi jane crp 12month hela paisa milini karona khaiba sabu bhuli jaichi paisa kichi nahi
@jagabandhumishra6471
@jagabandhumishra6471 20 күн бұрын
Dharma sahibani sarakar ku. Kete niriha luha e maa manankara. Prabhati madam esabu bujhantu.
@sambhubemal9211
@sambhubemal9211 16 күн бұрын
Misan sakti band karntu
@kalishparida8069
@kalishparida8069 15 күн бұрын
ତମନବିନଘ ଇତାକୁପଚାରବେଧଦଳ
@ganeswarnayak8412
@ganeswarnayak8412 20 күн бұрын
Misan sakti madam mane tanka lutuchhanti
@Sweet-k9v
@Sweet-k9v 17 күн бұрын
Nadighosh chanel ku tk kahidia
@ganeswarnayak8412
@ganeswarnayak8412 20 күн бұрын
Subhadra yojana painahanti
@TikiliDalai-lc6mt
@TikiliDalai-lc6mt 19 күн бұрын
Vala heichi tame jemiti nabin ku hateicha semiti nama nei
Ice Cream or Surprise Trip Around the World?
00:31
Hungry FAM
Рет қаралды 21 МЛН
FOREVER BUNNY
00:14
Natan por Aí
Рет қаралды 28 МЛН
The Singing Challenge #joker #Harriet Quinn
00:35
佐助与鸣人
Рет қаралды 46 МЛН
Ice Cream or Surprise Trip Around the World?
00:31
Hungry FAM
Рет қаралды 21 МЛН