When And Who Built Lord Jagannath Temple Of Puri, Episode-2 I NandighoshaTV

  Рет қаралды 815,744

Nandighosha TV

Nandighosha TV

Күн бұрын

Пікірлер: 420
@your3128
@your3128 4 жыл бұрын
ଜୀବନରେ ପ୍ରଥମ ଥର ଏମିତି ଗୋଟେ ଦୃଶ୍ୟ ଦେଖିକି ଖୁସି ଲାଗିଲା ଯେ studio କୁ ମନ୍ଦିର ରୂପ ଦିଆ ଯାଇଛି ଆଉ ଉପସ୍ଥାପକ ମହାଶୟ ଖାଲି ପାଦରେ ଉପସ୍ଥାପନା କରୁଛନ୍ତି 🙏 ଜୟ ଜଗନ୍ନାଥ
@rahasyamayajibana
@rahasyamayajibana 3 жыл бұрын
Jay purusottam jay jagannath
@biswanathpradhan1549
@biswanathpradhan1549 3 жыл бұрын
@@rahasyamayajibana I'm
@diptisahu6425
@diptisahu6425 3 жыл бұрын
R8
@sudeepsahoo6624
@sudeepsahoo6624 3 жыл бұрын
Ok
@bhagyadharmansingh6500
@bhagyadharmansingh6500 3 жыл бұрын
@@rahasyamayajibana 😂😭
@kailashchandrarout2551
@kailashchandrarout2551 Жыл бұрын
ଜୟ ଜଗନ୍ନାଥ।ନନ୍ଦିଘୋଷ TV କୁ ଧନ୍ୟ ବାଦ।
@somnathpatra2002
@somnathpatra2002 2 ай бұрын
ମୁଁ ସବବେଳେ ଗୋଟିଏ ଦ୍ୱନ୍ଦ ରେ ରହିଛି ଜଗନ୍ନାଥ ମନ୍ଦିର ର ସର୍ବୋଚ୍ଚ ଉପରେ ଯୋଉ ନୀଳ ଚକ୍ର ଟି ଅଛି ସେଇଟା ନିହାତି ବହୁତ୍ ଭାରି ଥିବ ଆଉ ସେତେବେଳେ ଏତେ କିଛି ଉନ୍ନତି ଭି ହେଇ ନଥିବ ତେବେ ଚକ୍ର ଟିକୁ କିପରି ଭାବେ ଉପରେ ସ୍ଥାପିତ କରାଯାଇଛି।। ଆଶା କରେ ମୋର ପ୍ରଶ୍ନ ଟି ର ଉଚିତ୍ ଏବଂ ଠିକ୍ ଉତ୍ତର ମିଳିବ 😢
@MohanDas-o2v
@MohanDas-o2v 2 ай бұрын
ମାନେ, ଓଡ଼ିଶାର ସମସ୍ତ ଇତିହାସ ର କୋୖଣସି ମୁଲ୍ୟନାହି, ସମସ୍ତେ ବେକାର ମିଛ ନିଜେ ନିଜର ବଡିମାର କଥା କହୁଛନ୍ତି। ମିଛ ମିଛୁଆ ମାନେ ମହାପଣ୍ଡିତ , ବିଚିତ୍ର ମୁର୍ଖ ମାନେ ଜଣାପଡ଼ୁଛି। ଖାଲି ଚକା ଚକା କଥା କହି ଜାଣନ୍ତି। ଭାକୁଡାପିଲେ ଇନ୍ଦ୍ର ଦୁମନ୍ୟ ଗୁଣ୍ଡିଚା ରାଣିଙ୍କ କଥାଟା କାହାଣି ନା କଣ, ଜଣାପଡ଼ୁଛି। ଭାକୁଡାପିଲାଏ ଆମକୁ ମିଛ କଥାକୁ ସ୍କୁଲରେ ପାଠ ପଢାଉଛ।
@divyakathamrita3868
@divyakathamrita3868 3 жыл бұрын
"ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବିଦ୍ଧି ଉଦୟ ॥ ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥ (ଏକାଦଶ ସ୍କନ୍ଧ ,ଏକବିଂଶ ଅଧ୍ୟାୟ,ଭାଗବତ) ଭଗବାନ ଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନ ଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନ ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ । 🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻 ଶ୍ରୀ ରବିନ୍ଦ୍ର ନାରାୟଣ ମିଶ୍ର ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ..........................................................................................................................
@asishkumarprustyjitu9987
@asishkumarprustyjitu9987 2 жыл бұрын
ଜୟ ଜଗନ୍ନାଥ ସାର 🙏
@nityanandabehera1689
@nityanandabehera1689 3 жыл бұрын
ତମେ ରହସ୍ଯମୟ ପ୍ରଭୁ । ତମକୁ ବୁଝିବା ଶକ୍ତି କାହା ପାଖରେ ଅଛି ପ୍ରଭୂ। ତମ ବିନା ଆଉ କେହି କହି ପାରିବେନି ତମର ସୃଷ୍ଟି । ତମ କଥା ଭାବିଲେ ମୁଣ୍ଡ ଘୂରେଇ ଦେଉଛି। ତମକୁ ଲେଖିଲେ ଲେଖା ସରୁନି ପ୍ରଭୂ। ତମକୁ ଭାବିଲେ ଭାବନା ଅସରନ୍ତି । ଆଖିରେ ନୀଳ ସମୁଦ୍ର ସୃଷ୍ଟି ହେଉଛି। ତମ ପାଦ ଧୌତ ପାଇଁ ପ୍ରଭୂ। ତମେ ସମଗ୍ର ସୃଷ୍ଟି ପ୍ରଭୂ।
@suryasahu1260
@suryasahu1260 2 ай бұрын
Jai Jagannath
@susantakanhar5873
@susantakanhar5873 2 жыл бұрын
ଆଦିବାସୀ ଙ୍କ ଠାରୁ ରାଜାମାନେ ଆଣିଛନ୍ତି
@ramakantapanda4856
@ramakantapanda4856 2 жыл бұрын
Jay jagannath
@narayanchandra8678
@narayanchandra8678 3 жыл бұрын
Jay jagannath
@sarojbhoi9738
@sarojbhoi9738 3 жыл бұрын
Jay jagannath
@bikashranjan79
@bikashranjan79 3 жыл бұрын
Jay jagannath
@chakradharmaharana2778
@chakradharmaharana2778 2 жыл бұрын
ଶ୍ରୀ ରାଧେରାଧେ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ରାଧେରାଧେ
@samarendramishram2635
@samarendramishram2635 2 жыл бұрын
Jay jagannath
@puspalatatung4527
@puspalatatung4527 Жыл бұрын
Jay jaynnatih 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@JitendraKumarNayak-ov2gl
@JitendraKumarNayak-ov2gl 20 күн бұрын
Jai jagannath ❤
@jagnyanarayanbishoyi1484
@jagnyanarayanbishoyi1484 2 жыл бұрын
Shreehari
@sudarshan368
@sudarshan368 4 жыл бұрын
Tv channel ku dhanyabad, ati gurutwapurna gabesana tatwa upasthapana karichamti.
@hariharmohanty8551
@hariharmohanty8551 3 жыл бұрын
ଜୟ ଜଗନ୍ନାଥ
@dillipkumarsahoo5758
@dillipkumarsahoo5758 3 жыл бұрын
ବହୁତ ବଢିୟା epesode ବହୁତ ଖୁସି ଲାଗୁଚି ଆମ ସୃଷ୍ଟି କର୍ତା ଙ୍କ ବିଷୟରେ ଏବଂ ଆଦି ବ୍ରହ୍ମ ଜୟ ଜଗନ୍ନାଥ 🙏🙏ପ୍ରଭୁ
@mrdavidosb4496
@mrdavidosb4496 4 жыл бұрын
1934 ନୁହେଁ 1134
@pitabashdas9810
@pitabashdas9810 2 жыл бұрын
Thanks
@kumaards9714
@kumaards9714 3 жыл бұрын
Apanamane ete research karantuni...kichhi paibeni.... Amara Purana hela sarbopari.... Chari Dham katha kou itihasa kahini.... Tenu, E dhama katha tame itihasare khojile paiba kouthu.... Mahapra Juga Juga dhari ethi bidyaman.... Karana....Adi guru Shankara charya...ajithu 2500 barsha purbaru asithile...se ethi mahaprabhu nku punar udhhara karithile o ethi govardhana matha sthapana karithile......Artha, Mahaprabhu.....Tanka purbaru bi patali heichhanti....Tenu "Manima Sebe thile, Ebe Achhanti ooooo Agaku bi thibe... 🙏Jay Jagannath🙏
@kantisimanaik159
@kantisimanaik159 Жыл бұрын
Thanks
@tripatimajhi3612
@tripatimajhi3612 2 жыл бұрын
super
@biswonathagochhayat5168
@biswonathagochhayat5168 4 жыл бұрын
Jay jaganatha swami nayana patha gami bhaba tume
@amulyanayak3759
@amulyanayak3759 Жыл бұрын
Jay Jagannath 🙏 swami
@ranjanpatra8963
@ranjanpatra8963 4 жыл бұрын
Jay jagannath
@chankynayak1172
@chankynayak1172 3 жыл бұрын
ସିଧା ସିଧା କହୁନ କାହିଁକି ମୋଗଲ ଇଂଗ୍ରେଜ଼ ମାନେ ଇତିହାସ କୁ ନଷ୍ଟ କରିଛନ୍ତି ବାମପନ୍ଥୀ କଂଗ୍ରେସୀ ମାନେ ସେହି କାର୍ଯ୍ୟ କୁ ଜାରି ରଖିବାରୁ ଇତିହାସ ବିଲୁପ୍ତ ହେଲା
@jyotiskmahajankhantiodiya2390
@jyotiskmahajankhantiodiya2390 2 жыл бұрын
Bahut vala lagila
@bhajanarghya8360
@bhajanarghya8360 2 жыл бұрын
Jay Indradumnya
@rajeshraj-ds4te
@rajeshraj-ds4te 3 жыл бұрын
Bahut sundar katha jay jagannath
@kashyappatel1563
@kashyappatel1563 4 жыл бұрын
ଲକଡାଉନ୍ ସମୟରେ ବହୁତ ଭଲ ପ୍ରୟାସ କରିଛି ନନ୍ଦିଘୋଷ ଟିଭି । ଏବର କିଛି ମୁର୍ଖ ଅନ୍ତତ ପକ୍ଷେ ଏ ସବୁ ଦେଖି ଆମର ଇତିହାସ କଥା ଜାଣିପାରିବେ। ପାଠଫାଠ ତ ଆଉ କେହି ପଢୁନାହାନ୍ତି । ବିନା ଜୋତାରେ ଆଙ୍କରିଙ୍ଗ୍ ପ୍ରଥମ କରି ଦେଖିଲି, ବଢିଆ ଲାଗିଲା । ବହୁତ ଭଲ ଭଲ ତଥ୍ୟ ଦିଆଯାଇଛି ଏ ପ୍ରୋଗ୍ରାମରେ । ଆଗରୁ ବହୁ ବହଗାଲିଆ ଏମିତି ପ୍ରୋଗ୍ରାମରେ ଆଙ୍କରିଂ କରୁଥିଲେ ବୋର୍ ଲାଗୁଥିଲା ପ୍ରଥମ କରି ନିଉଜ୍ ଆଙ୍କରମାନେ ଏହା କରିବା ଭଲ ଲାଗିଲା । ଜୟ ଜଗନ୍ନାଥ । ଆଉଟିକେ ଚିତ୍ର ଅଧିକ ଦେଲେ ଭଲ ହୁଅନ୍ତା । କାଶ୍ୟପ୍ ...
@pareshkumarofficial6816
@pareshkumarofficial6816 4 жыл бұрын
Jay Jagannath 🙏🙏
@rathenterprisespuri
@rathenterprisespuri 2 жыл бұрын
🙏
@samalbiswajit7618
@samalbiswajit7618 4 жыл бұрын
Koti odiara maudamani mahaprabhu jaganathaya namha
@asishkumarprustyjitu9987
@asishkumarprustyjitu9987 2 жыл бұрын
ଜୟ ଜୟ ଜଗନ୍ନାଥ 🙏
@sharatnayak5181
@sharatnayak5181 2 жыл бұрын
Hariom prabhuji jay.gurudev jay.jagannath
@PujaSingh-qc8te
@PujaSingh-qc8te 3 жыл бұрын
🙏🏻🙏🏻🙏🏻🌹🌹🙏🏻🙏🏻🙏🏻 so nice
@sureshchandragadaba7531
@sureshchandragadaba7531 2 жыл бұрын
Jaya Sri Jagannath 🙏🙏🙏🌼🌺🌸🌷🌼
@nrusinghdas7163
@nrusinghdas7163 4 жыл бұрын
Joy jagannath puri
@pritichunu7049
@pritichunu7049 Жыл бұрын
Jay Jagannath ❤
@bnpattnaik404
@bnpattnaik404 2 жыл бұрын
Jay Jagannath Swami
@Mr.Pradhanbabu545
@Mr.Pradhanbabu545 3 жыл бұрын
Sridhar
@bhajaram_sahu
@bhajaram_sahu 3 жыл бұрын
୧୧୩୪-୩୫ କୁ ୧୯୩୪-୩୫ ପଢା ହେଉଛି | କି ଉପସ୍ଥାପନା !! ଲଜ୍ଜା ଲାଗୁନି ????
@dwitikrushnarout4138
@dwitikrushnarout4138 3 жыл бұрын
Nice Avinash Bhai Nice explanation
@yosoumya
@yosoumya 2 жыл бұрын
ଚୋଡ଼ଗଙ୍ଗ ଦେବଙ୍କ ୬-୭ ପୁରୁଷ ପରେ ଅନଙ୍ଗଭୀମ ଦେବ ତୃତୀୟ । ଏଠି ମହାଶୟ କହିଲେଣି ସେ କୁଆଡେ ବାପ ପୁଅ 🤦🤦🤦
@indramani9334
@indramani9334 4 жыл бұрын
Jay jagannth swami nayanapathagamibhabatume prabhu
@rohitkumarsahu9734
@rohitkumarsahu9734 Жыл бұрын
ପୁରୀ ଠୁ ବହୁତ୍ ଭଲ ଶାନ୍ତି କୁଞ୍ଚ. ହରିଦ୍ଵାର. ଶିରିଡି. ପୁରୀ କୁ barbad କରି ସାରି ଲେ ନି.
@pritupanda6920
@pritupanda6920 2 жыл бұрын
Jay Jagannath swami 🙏🙏🙏
@saratchandrabishoyi2782
@saratchandrabishoyi2782 3 жыл бұрын
7
@RahulKumar-hy7kr
@RahulKumar-hy7kr 4 ай бұрын
Jay jagannath swami
@debabratajena5676
@debabratajena5676 4 жыл бұрын
Jay Jagannath MAHAPRAVU
@rajkumardharua3889
@rajkumardharua3889 3 жыл бұрын
Jay jagannath swami nayana patha gami bhaba tume ....🙏🙏🙏🙏
@sujitesahoo9398
@sujitesahoo9398 3 жыл бұрын
Ranpur jagannath mandir upara video kara odisha ra 1363 ra ranpur jagannath mandir pRatista haechi
@bimalpanda7559
@bimalpanda7559 2 ай бұрын
ତଥ୍ୟ ଭୁଲ ଅଛି l1934/35 ସମ୍ପର୍କରେ ଇତିହାସ ନୀରବ
@ashutoshk7
@ashutoshk7 Жыл бұрын
How did they get the heart of lord Krishna??
@laxmankumarsahu7881
@laxmankumarsahu7881 2 жыл бұрын
Jaya jagannath
@freefirefreefire1178
@freefirefreefire1178 3 жыл бұрын
Jai jagannath
@fakirbaral5313
@fakirbaral5313 2 ай бұрын
ଜୟ ଜଗନ୍ନାଥ ଭରସା
@malayakumar1361
@malayakumar1361 2 жыл бұрын
Jay Jagarnath 🙏🙏🙏
@srikanthchowdary8540
@srikanthchowdary8540 2 жыл бұрын
JAGANATH SWAMI NAYANA PATHO GAMI BHOBO TUME
@SanjaykumarBidika-e5o
@SanjaykumarBidika-e5o 2 ай бұрын
Sir🙏, ଇତିହାସ ଆଉ ମନ୍ଦିର ସାଥିରେ କଣ ଜାଣିବ ଇତିହାସ ରେ ମନ୍ଦିର ବିଷୟରେ ଜାଣିପାରିବ ନାହିଁ ଏହା ଶାସ୍ତ୍ର ବିଧିବିଧାନ ଅଟେ,
@Rockmadhu11
@Rockmadhu11 4 жыл бұрын
ପୁରୀ କୁ, ପୁରୁଷୋତ୍ତମ କ୍ଷେତ୍ର କଣ ପାଇଁ କୁହାଯାଏ,
@today2294
@today2294 3 жыл бұрын
PURUSHA je uttama se purushotama .......
@vivekanandanayak4367
@vivekanandanayak4367 2 жыл бұрын
Jay jagannath🙏
@mithunukumarsahoo9951
@mithunukumarsahoo9951 3 жыл бұрын
Jay jagannath
@prakastech1002
@prakastech1002 3 жыл бұрын
Jay Jagannath 🙏🙏🙏
@omofficial7788
@omofficial7788 2 ай бұрын
ତମକୁ କିଛି ଜଣା ନାହିଁ ଇ ନ୍ଦ୍ରଦ୍ମନ ଙ୍କ ରାଣୀ ଗୁଣ୍ଡିଚା ଙ୍କୁ ସପ୍ନରେ କହିଲେ ନୀଳ ମାଧବ ମୁ ଖରା ବର୍ଷା ସିତ ଖାଉଛି ଶୀଘ୍ର ଏକ ଉଚ ମନ୍ଦିର କର ବଇଲେ
@shiboprasadmohapatra8647
@shiboprasadmohapatra8647 3 жыл бұрын
JAY JAGANATHA 🙏🙏🙏💅
@MohanDas-o2v
@MohanDas-o2v 2 ай бұрын
ସବୁକିଛି ମିଛ ଭଳିଆ ଲାଗୁଚି। ଇତିହାସକୁ ପୁରାଣକୁ ପଣ୍ଡିତ କୁ କାହାକୁ କିଏ ମିସୁନି।
@hockytube
@hockytube 2 жыл бұрын
🙏🙏💐🌷JAY JAGANNATH🌷💐🙏🙏
@sureswarmeher1110
@sureswarmeher1110 3 жыл бұрын
Thank u sir for information
@ganeshnayak8637
@ganeshnayak8637 2 жыл бұрын
Mandira nirmata raja indradhuny mandira jana data etihad bhul purana tik
@sanjaygana2813
@sanjaygana2813 4 жыл бұрын
Jay jagannath
@sanjayganthayat1682
@sanjayganthayat1682 4 жыл бұрын
Jay jagannath
@sunlight2357
@sunlight2357 2 жыл бұрын
Mandir Amara ame hindu ..kemit hela kn pain hela kichi nain. Jay Jagannath
@souravjena8977
@souravjena8977 3 жыл бұрын
JAY SHREE JAGANNATH❤🙏❤😭❤🙏❤
@sukantakumarsushant4715
@sukantakumarsushant4715 2 жыл бұрын
ଭୁଲ୍ କହିଲେ ବନ୍ଧୁ ୧୯୩୪ ନୁହେଁ ତାହା ହେଉଛି ୧୧୩୪ ମସିହା. ଧନ୍ୟବାଦ
@santoshgantayat761
@santoshgantayat761 2 ай бұрын
1934-35 ନୁହଁ 1134-35 ବୋଲି କୁହନ୍ତୁ
@indiaguide8314
@indiaguide8314 3 жыл бұрын
Jay mahaprabhu
@souvagyaranjanmallik8943
@souvagyaranjanmallik8943 3 жыл бұрын
Jay Jagannath 🙏
@sangramsethi9800
@sangramsethi9800 3 жыл бұрын
Jay jagannth swime ki jay
@BapiVlogs22
@BapiVlogs22 4 жыл бұрын
Badhia Reporter good Humanity
@prasadmajhi5559
@prasadmajhi5559 3 жыл бұрын
🌅 Jay Jagannath 💩 Sundar 👍probchhok Bondhu pronam.lokolochon ku AniThhiba ru🙏
@sbsaraswati9871
@sbsaraswati9871 2 жыл бұрын
या तो पान खाओ या तो अपना प्रवचन करो दोनों एक साथ नहीं हो सकता सर
@ashokbhatia55jena7
@ashokbhatia55jena7 3 жыл бұрын
Khali padare apana upasthapana karuchanti ATI gouraba
@prasadmajhi5559
@prasadmajhi5559 3 жыл бұрын
🌅 Jay Jagannath 💩 Sundar omruth Rosa mohima 🚩 Sotyo sonaton moha sunyo Guru soron 🗽
@lakeestatepondicherry2531
@lakeestatepondicherry2531 Жыл бұрын
ଗୋଳମାଳ ଲାଗୁଛି । କୁହାଯାଏ ଶଙ୍କରାଚାର୍ଯ୍ୟ ଠାକୁରଙ୍କର ପ୍ରାଣ ପ୍ରତିଷ୍ଠା କରି ଥିଲେ। ଶଙ୍କରାଚାର୍ଯ୍ୟ କେବେ ଆସିଥିଲେ।
@Educationpoint100
@Educationpoint100 2 жыл бұрын
Tebe indradimna kie????
@prakashparida8333
@prakashparida8333 3 жыл бұрын
Jai jagannath 🙏🏼🙏🏼
@trilochanpatnaik6321
@trilochanpatnaik6321 2 жыл бұрын
କେହି ଜାଣି ନାହାଁନ୍ତି କେବଳ ନନ୍ଦିଘୋଷ ଟିଭି ସବୁ ଜାଣି ପ୍ରଚାର କରୁଛି। ଏପରିକି ଶ୍ରୀଜଗନ୍ନାଥ ମନ୍ଦିର ଗବେଷକ ମାନେ ବୋଧେ ଜାଣି ନଥିଲେ କେବଳ ନନ୍ଦିଘୋଷ ଟିଭି ର ପ୍ରତିନିଧି ଜାଣିଛନ୍ତି।
@sushantakumar3045
@sushantakumar3045 4 жыл бұрын
Thik vabare clarify kale nahni, tathapi dhanyabad apanku pravu nka bisaya re alochna karithibaur.
@jitendrapaikray6029
@jitendrapaikray6029 4 жыл бұрын
Kanhu janiba kalia lila
@prasantakumar3902
@prasantakumar3902 4 жыл бұрын
Jay jagaranath
@krantikumar8671
@krantikumar8671 3 жыл бұрын
ଘୋଡା ଟାପୁ ବାଜିବା ଘଟଣା କୋଉ ରାଜାଙ୍କ related ସେଟା କହିଲେନି... Full confused.... Clear ହେଲାନି। ଦୟା କରି ଆଉ ଗୋଟେ ପ୍ରୋଗ୍ରାମ କରନ୍ତୁ। ସେରିଏଲୀ କୁହନ୍ତୁ ଘଟଣାବଳୀ।🙏🏽
@muralikrishnapatanaik8154
@muralikrishnapatanaik8154 2 жыл бұрын
Jisu vijit jaganathpuri.worldtour.
@indiaguide8314
@indiaguide8314 3 жыл бұрын
🙏🏽
@ashiskumargochhayat7764
@ashiskumargochhayat7764 4 жыл бұрын
Jay jagannath
@laxmipriya6043
@laxmipriya6043 3 жыл бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁମେ
@ଶିକ୍ଷାଓଅନୁଷ୍ଠାନYtUniversity
@ଶିକ୍ଷାଓଅନୁଷ୍ଠାନYtUniversity 2 ай бұрын
ମୁଁ କରିବି ରଘୁନାଥ ମନ୍ଦିର
@prasantapattanaik862
@prasantapattanaik862 Жыл бұрын
ଆମର ପ୍ରାଚୀନ ତଥ୍ୟ ସାମାଜିକ ଚଳନି ବିଷୟରେ ଶୁଣିଲେ ବହୁତ୍ ଭଲ ଲାଗେ
إخفاء الطعام سرًا تحت الطاولة للتناول لاحقًا 😏🍽️
00:28
حرف إبداعية للمنزل في 5 دقائق
Рет қаралды 40 МЛН
Anubhuti Re Jagannath : Nrusingha Mohapatra || Jay Jagannath || Spiritual Knowledge Odia
10:44
Puri Jagannath Story !! Puri Ratha Yatra Story !! Odisha Temple Story
23:09
DIBYABRAMHA PRODUCTION
Рет қаралды 2,9 МЛН
Sri Jagannath and Kalapahad
7:08
Argus News
Рет қаралды 824 М.