Naveen Desperate To Remove Disgrace Caused By Pandian | No Comments

  Рет қаралды 42,131

Nirbhay

Nirbhay

Күн бұрын

Пікірлер: 220
@manjushaswain1037
@manjushaswain1037 3 ай бұрын
ବିଜେଡି ର ବିଧାୟକ ମାନେ ଏବେବି ଗଧ ମେନଢା । ଶାସନରେ ଥିଲାବେଳେ - ଚାହିଁ ଥିଲେ ସମସ୍ତେ ରିଜାଇନ କରିଥିଲେ ନା ନବୀନ ନା ଭୈରବ । ଭୈରବ ପାଖରେ ନବୀନ ର କିଛି ବଡ଼ ଦୃବଳତା ଲୁଚିଛି ସେଥିପାଇଁ ନବିନ ଭୈରବ କୁ ଛାଡିପାରୁ ନାହାନ୍ତି ।
@matrukrupa2024
@matrukrupa2024 2 ай бұрын
ନବୀନ ବାବୁ ଆପଣ ଜଣେ ଉତ୍ତମ ଉପସ୍ଥାପକ।ଜୟ ଜଗନ୍ନାଥ
@padmanavsahoo8432
@padmanavsahoo8432 3 ай бұрын
ସୁନ୍ଦର ଉପସ୍ଥାପନା ନବୀନ ଦାସ ମହାଶୟ ଙ୍କୁ କୋଟି ପ୍ରଣାମ 🙏
@rajanikantabiswal2669
@rajanikantabiswal2669 3 ай бұрын
ସାର୍ ପ୍ରଣାମ ନିର୍ଭୟ ଗୁମର କଥାର ପ୍ରଭାବ ମୋହନ ସରକାର ପିତାମ୍ବର ଆଚାର୍ଯ୍ୟ ଙ୍କୁ ଏ ଜି ନିଯୁକ୍ତି ଦେଇଛନ୍ତି ଆମମାନଙ୍କ ତରଫରୁ ଆପଣ କୁର୍ତ୍ତଞତା ଜଣାଇ ଦେବେ
@geetaranisamal6638
@geetaranisamal6638 3 ай бұрын
ପାଣ୍ଡିଆନ ନିକଟରେ ନବୀନ ଙ୍କ ର କିଛି ଦୁର୍ବଳତା ରହିଛି ତେଣୁ ସେ ତାଙ୍କୁ ଛାଡି ପାରୁ ନାହାନ୍ତି।
@Ambulrai
@Ambulrai 2 ай бұрын
Gay relationship bhai Gay Relationship
@prafullakumarpradhan8129
@prafullakumarpradhan8129 3 ай бұрын
ବହୁତ ଭଲ ଖବର କୀର୍ତ୍ତ ଦାସ ଗୁରାକ ମୁକ୍ତ ହସ୍ତରେ ପାୱାର ବାଣ୍ଟିଦେଲେ l
@jayantakumarmohanty9050
@jayantakumarmohanty9050 3 ай бұрын
ଅସଲ କଥା ହେଲା ନବୀନ ହିଁ ପ୍ରକୃତରେ ପାଣ୍ଡିଆନ୍ ର ମୂଖ୍ୟ କ୍ରୀତଦାସ ଥିଲେ.....ଏବେ ଅଟନ୍ତି ଏବଂ ଆଗକୁ ରହିବେ ବୋଲି ସାବ୍ୟସ୍ତ କରିଛନ୍ତି.....ତାମିଲ ମୁଠାରୁ ଖସିବା ସମ୍ଭବ ନୂହେଁ l
@brajakisoremohanty3723
@brajakisoremohanty3723 3 ай бұрын
Sabas.
@trilochanpatnaik6321
@trilochanpatnaik6321 3 ай бұрын
ନବୀନ ବାବୁ ଯେପରି ନିର୍ଲଜ୍ଜ ଏ ପଚାଶ ବିଧାୟକ ମାନେ ମଧ୍ୟ ସେହି ଏକା ପ୍ରକୃତି ର।
@chandipadapanda4707
@chandipadapanda4707 3 ай бұрын
ପାଣ୍ଡିଆନ ଅନ୍ଯ ସମସ୍ତ ସାମ୍ବାଦିକ ମାନଙ୍କୁ ଭୁଆଁ ବୁଲାଇ ପାରନ୍ତି କେବଳ ନିର୍ଭୟକୁ ଛାଡି,କାରଣ ଅସଲ ଗଣ୍ଠି କେବଳ ନବୀନ ଦାସ ହିଁ କହିପାରନ୍ତି ।ଧନ୍ଯବାଦ।
@rameshsethi1280
@rameshsethi1280 3 ай бұрын
ଓଡିଶା ରେ, ନବୀନ ପଟନାୟକ ସବୁଠାରୁ ନିକମା ମୁଖ୍ୟ ମନ୍ତ୍ରୀ ଥିଲେ, ଓଡ଼ିଆ ଙ୍କ, ଟିକସରେ ମଉଜ କରୁଥିଲେ, ବୁଝିବା ଲୋକ ଠିକ ବୁଝି ପାରୁଥିବେ
@kumarashis8504
@kumarashis8504 3 ай бұрын
What a joke 😂
@BibhuPrasadNaik-h9c
@BibhuPrasadNaik-h9c 3 ай бұрын
@@kumarashis8504 it's not a joke ... ବିରାଟ ସତ୍ୟ
@satyabansarangi7693
@satyabansarangi7693 3 ай бұрын
BJD ବିଷୟରେ କିଛି ଶୁଣିବାକୁ ଇଚ୍ଛା ହଉନି। କେବଳ ତାର ବର୍ବାଦ ହେବା ଆମେ ଦେଖିବାକୁ ଚାହୁଚୁ।
@Manoranjansahoo34680
@Manoranjansahoo34680 3 ай бұрын
👌👌👌👍👍👍
@RanjanBehera-ge1kf
@RanjanBehera-ge1kf 3 ай бұрын
Barbad Dekhiba Chala Sabu Andolan Kariba......
@gtilottamareddy3524
@gtilottamareddy3524 3 ай бұрын
Six maas pare Naveen Pattnaik death hoi paranti,ulluka mausa pandian khuai deichi bode tenu moha jauni.
@Bijaykumar9356-b4o
@Bijaykumar9356-b4o 3 ай бұрын
BJP ra barbad india re heba khub sigra wait kara Odisha re bjp rahu no problem😊
@mamatarout8827
@mamatarout8827 3 ай бұрын
🙏
@tanujamishra2999
@tanujamishra2999 3 ай бұрын
Amar satapathy bilkul justified katha kahichhanti.
@pratapchandrasamal2396
@pratapchandrasamal2396 3 ай бұрын
ସତରେ ପାଣ୍ଡୀଆନ୍ ଯନ୍ତ୍ର, ମନ୍ତ୍ର, ତନ୍ତ୍ର କରିଥିଲା। ନହେଲେ ଦେଢ଼ ମାସ ହେଲାଣି କିଛି ଲୋକଙ୍କ ଦିହରେ ଏବେବି ପାଣ୍ଡୁ ଭୂତ ଲାଗି ରହିଛି। ନା ଆପଣ କଣ କହୁଛନ୍ତି। କି powerful ଭୂତ ରେ ବାବା।
@diptiskumarbal3778
@diptiskumarbal3778 3 ай бұрын
Bhai mandira re pandian Bali pakouthila mu janichi. A sir nku tike pachara ea janichanti ki nahi
@pratapchandrasamal2396
@pratapchandrasamal2396 3 ай бұрын
ଗପ ମାରିବାର ବି ଗୋଟେ ସୀମା ଥାଏ।
@jyotirmayadas4981
@jyotirmayadas4981 3 ай бұрын
ବିଧାୟକମାନଙ୍କୁ ପାଞ୍ଚବର୍ଷ ପୋଷିବାକୁ ନିଜନିଜ ବିଭାଗର ମନ୍ତ୍ରୀ ଅଫିସର୍ ଙ୍କୁ ବ୍ଲାକମେଲ କରି ଲାଞ୍ଚ ନେବାସହ ନବୀନ ପାଣ୍ଡିଆନ୍ ଙ୍କ ସାନ୍ନିଧ୍ୟ ଲାଭ କରିବାକୁ ରାସ୍ତା ଖୋଲିଦେଲେ।
@niranjansahoo4971
@niranjansahoo4971 3 ай бұрын
ବହୁତ ବହୁତ ଧନ୍ୟବାଦ ଅମର ବାବୁ
@Vinood900
@Vinood900 3 ай бұрын
କ୍ରୀତଦାସ ନେତା ମାନେ ତାହାଲେ 😂 ଏବେ ତାମିଲ୍ ପାଣ୍ଡ କଳଙ୍କ ଧୋଇବେ 😂
@bijayakumarchoudhury959
@bijayakumarchoudhury959 3 ай бұрын
ନବୀନ ର ଗୁପ୍ତ ସେବା ସଂପର୍କରେ ଅବଗତ ହେଇଯିବ
@santoshpradhan2509
@santoshpradhan2509 3 ай бұрын
ଅମର ବାବୁ ଯାହା କହିଛନ୍ତି ଶହେରୁ ଶହେ ସତ ଏଥିରେ ଦ୍ଵିମତ ହେବାର କିଛିନାହିଁ ।
@MangarajJena-l8p
@MangarajJena-l8p 2 ай бұрын
ନବୀନ ପଟ୍ଟନାୟକ ଓଡ଼ିଶାରୁ ବିଦାହେଲେ ସବୁ ଠିକ୍ ହେବ
@dr.purnendutripathy5263
@dr.purnendutripathy5263 3 ай бұрын
ପାଣ୍ଡିଆନ କୁ ନ ଧରିଲେ,ନିଜେ ଲଙ୍ଗଳା ହେଇଯିବା ସମ୍ଭବ।
@sukantmahapatra8043
@sukantmahapatra8043 2 ай бұрын
High school ଓ college ପାଇଁ ଯୋଗ ଶିକ୍ଷକ ନିଯୁକ୍ତି ଦିଆଯାଉ
@trilochanpatnaik6321
@trilochanpatnaik6321 3 ай бұрын
ଅମର ବାବୁ ଅମର ରହେ।
@brajakishorepadhi4022
@brajakishorepadhi4022 3 ай бұрын
ନବୀନ ପଟ୍ଟନାୟକ ମଲା ପୂର୍ବରୁ ଶେଷ ଥର ପାଇଁ ପିଲା ଖେଳ, କଣ୍ଡେଇ ଖେଳ ଖେଳୁଚି।
@pramodbadajena2158
@pramodbadajena2158 3 ай бұрын
Tu kana Amara kire
@NimainCharanRay
@NimainCharanRay 3 ай бұрын
100℅ correct. Beautiful analysis.
@jyotirmayadas4981
@jyotirmayadas4981 3 ай бұрын
ହାରିବା ନେତା ବି ଛାୟା କ୍ୟାବିନେଟ୍ ରେ ଅଛନ୍ତି।ଏମାନେ ନିର୍ଲଜ ନାଉ,ଟେକିଟାକିଦେଲେ ପିଚାକୁ ଯାଉ।ପିଢାଯାକ ମାଡୁଥାଉ।
@rameshsethi1280
@rameshsethi1280 3 ай бұрын
😂😂😂
@dinabandhubehera6051
@dinabandhubehera6051 3 ай бұрын
Bahut sunder analysis
@matrukrupa2024
@matrukrupa2024 2 ай бұрын
ଲୁହାରେ କଳଙ୍କ ଲାଗିଲେ ନଷ୍ଟ ହୁଏ ସିନା ସୁଧାରେନା ପରି ପାଣ୍ଡିଆନ କଳଙ୍କ ସହଜରେ ଛାଡ଼ି ନ ପାରେ ।
@satyanaryanpraharaj5840
@satyanaryanpraharaj5840 3 ай бұрын
ନବୀନ ବାବୁ କଂ ମରମ ଅଛି ଜେ ପୋଡିବ ? ନବୀନ ବାବୁ ଏବେ ମୁଗଂରିଲାଲ ।ଏହି କଥା ବିଜେପି ର ଦେଖି ଦେଖି ଦେହତ୍ୟାଗ କରିବେ ।
@manasibalapanda4617
@manasibalapanda4617 3 ай бұрын
Sir apanka katha bahuta sunder
@laxmidharapanda6086
@laxmidharapanda6086 3 ай бұрын
କେବଳ ଶ୍ରଦ୍ଧା ପାଇଁ ନବୀନ ବଞ୍ଚିଥିବା ପର୍ଯ୍ୟନ୍ତ ପାଣ୍ଡିଆର କ୍ରୀତଦାସ ହୋଇ ରହିବାକୁ ବାଧ୍ୟ, ଅନ୍ୟ ଗତି ନାହିଁ ! ନବୀନ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଚାମଚା ଜାଣିବା ଉଚିତ !
@santoshnanda7811
@santoshnanda7811 3 ай бұрын
ସବୁ ବିଭାଗ 5t under ରେ ରହିବ.
@knbiswal3084
@knbiswal3084 3 ай бұрын
Sri Amar prasad Satapathy is very Experienced Well versed Polite Knowledge’s As I know him since 1990 At different stages Regards
@saratsahoo268
@saratsahoo268 3 ай бұрын
ଏ ସବୁ ବିଧାୟକ ମାନଙ୍କୁ ନବୀନ ଚିଂହି ଛନ୍ତି ତ?
@debiprasadpanda3490
@debiprasadpanda3490 3 ай бұрын
Brilliant Presentation.
@subashmishra5616
@subashmishra5616 2 ай бұрын
ସମ୍ବିଧାନ ବିରୋଧୀ ନବୀନ ପାଣ୍ଡୁ କେବେ ହେବ ଅପରାଧ ତଦନ୍ତ ସି ବି ଆଇ, ଇ ଡି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ଜୟ ଜଗନ୍ନାଥ
@sukantmahapatra8043
@sukantmahapatra8043 2 ай бұрын
ଖାଲି ଆୟ ବହିର୍ଭୁତ ସମ୍ପତ୍ତିରେ ସରକାରୀ ଚାକିରିଆ ମାନଙ୍କୁ ଧରା ନ ଯାଇ MP, MLA, ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ସହିତ ptivate job holder ଓ ବ୍ୟବସାୟୀ ମାନଙ୍କୁ ଧରା ଯାଉ
@bijaypanda1843
@bijaypanda1843 3 ай бұрын
ମୁଁ ମିସ କାରିଛି ଚର୍ଚ୍ଚା with ଲେଖା ଝିଡି଼ବ ହେ 😄👌👍
@debabratapanigrahi1873
@debabratapanigrahi1873 2 ай бұрын
Excellent analysis and revealing facts, the babus in GA dept to be kept an under watch .Lot of expectations from this Govt .
@bijaypanda1843
@bijaypanda1843 3 ай бұрын
ନୋ କୋମେନ୍ଟ 👌
@ajitkumarpanda6388
@ajitkumarpanda6388 3 ай бұрын
ଅମର ବାବୁ ଙ୍କ ବାଣ ବହୁତ୍ ଟାଣ ହେଲେ କାହାରି ସାହାସ ହେଉନି ଖୋଲା ଖୋଲି ପାଟି ଖୋଲିବା ପାଇଁ,,,,,
@sushriranjanjena7451
@sushriranjanjena7451 3 ай бұрын
ଓଡିଆ ରେ କଥାଅଛି ସବୁ ଚାଉର . ଏ ବେବି ରିମୋଟ
@bijaypanda1843
@bijaypanda1843 3 ай бұрын
😂😂😂😂👌👌👌ବର୍ବାଦ ପୁରା ବର୍ବାଦ
@krushnasahoo155
@krushnasahoo155 3 ай бұрын
ଆପଣଙ୍କ ଉପସ୍ଥାପନ ଭାରି ଖୁସି ଲାଗିଲା
@sukumarrana9091
@sukumarrana9091 3 ай бұрын
Absolutely correct
@hrusikeshmahapatra6735
@hrusikeshmahapatra6735 3 ай бұрын
ପାଣ୍ଡିଆ ପାଖରେ କୋ ଟିi କୋଟି ଟଙ୍କା ଅଛି ତେଣୁ ସେହି ଟଙ୍କା କୁ ହାତେଇବା ପାଇଁ ପାଣ୍ଡିଆ ପ୍ରେମ ରେ ଉବୁ ଦୁବୁ ନବୀନ
@dhaneswardas548
@dhaneswardas548 3 ай бұрын
ନବୀନ ବାବୁ କେବେ ବି ପାଣ୍ଡିଆନ୍ ବାବୁ ଙ୍କୁ ଛାଡି ରହିପାରିବେ ନାହିଁ। କାରଣ ନବୀନ ବାବୁ ଙ୍କ ସବୁ ଗଲ୍ ତି ଓ ଗୁପ୍ତ ଫାଇଲ ପାଣ୍ଡିଆନ୍ ବାବୁ ଙ୍କ ପାଖରେ ।କହି ଦେବିରେ ରାମା... ଏହି ଗପଟି ମୋର ମନେ ପଡୁନି। ଆପଣ ଜାଣନ୍ତି କି?
@TheUnknown79
@TheUnknown79 3 ай бұрын
Long live Nirbhay
@sukantmahapatra8043
@sukantmahapatra8043 2 ай бұрын
ଘର ଓ ଜାଗା ସହିତ ଆଧାର କାର୍ଡ link କରାଯାଉ, ଜଣା ପଡ଼ିବ କାହାର କେତେ ଜାଗା ଓ ଜମି
@lokeswarpadhan4307
@lokeswarpadhan4307 3 ай бұрын
Thanks Nirbhay.
@janardanpanda5378
@janardanpanda5378 3 ай бұрын
ଆମ ଓଡିଆରେ ଗୋଟିଏ ଢଗ ଅଛି ଅଲାଜୁକ ଗାଣ୍ଡୀରେ ଗଛ ଉଠିଲେ ବଂଉଶ ଜାକ ଛାଇ
@duryodhanmahanta7766
@duryodhanmahanta7766 3 ай бұрын
ବିଜେଡି ବୁଡ଼ି ବୁଡି ଯାଉଛି।
@parsurampanda3540
@parsurampanda3540 3 ай бұрын
Nice ଆପଣଙ୍କ ପ୍ରସାରଣ, ହେଲେ ଦୋଷୀ, ଅପରାଧୀଙ୍କୁ punishment ହେଉଛି କେଉଁଠି
@prasantakumarswain3419
@prasantakumarswain3419 3 ай бұрын
ଶାସ୍ତି ଦେବା କାମ ସରକାରଙ୍କର, ନବୀନ ଦାସ ବାବୁ ଆମକୁ କେବଳ ସଜାଗ ରହିବାକୁ କହୁଛନ୍ତି ।
@successodisha2581
@successodisha2581 3 ай бұрын
କେବଳ ବିଜେଡ଼ି ବିରୋଧ ରେ କହୁଛନ୍ତି । କେବେ ଥରେ ବିଜେପି କୁ ବି ସମାଲୋଚନା କରନ୍ତୁ । ନା ଆପଣ ମାନେ କଣ କହୁଛନ୍ତି 😅
@niranjandas4335
@niranjandas4335 3 ай бұрын
Beautiful
@SantoshChatterjee-u5q
@SantoshChatterjee-u5q 3 ай бұрын
ବିଧାନସଭାରେ ପ୍ରତ୍ୟେକ ବିଭାଗର ମନ୍ତ୍ରୀଙ୍କୁ ଘେରିବା ପାଇଁ କେବଳ ବିଧାୟକମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି l
@krushnachandrajena7383
@krushnachandrajena7383 3 ай бұрын
Namaskar sir
@sanatanmahapatra8894
@sanatanmahapatra8894 3 ай бұрын
Nabina not disgraced by pandian. Pandian disgraced by Nabina.
@anandachandrasahoo7377
@anandachandrasahoo7377 3 ай бұрын
ଏଥର ନାଲିବତୀ ଦିଅ
@samirnayak3768
@samirnayak3768 3 ай бұрын
ଏହା କେବଳ ବୁଢା ନବୀନ ର ଗୋଟିଏ ଚାଲ ,ଏହାଦ୍ୱାରା ହାରିବାର ବିଶ୍ଳେଷଣ ହେବନି, କେହି ବିଧାୟକ ଦଳ ଛାଡିବେନି ଓ ପାଣ୍ଡିଆନ ଦୋଷ କିଛି ନାହିଁ. ସେ ନେତା ଆଜି ନାହାନ୍ତି ବିଜେଡିରେ ଯିଏ ବିଜୁବାବୁଙ୍କ ନିତୀ ଆଦର୍ଶ କୁ ମାନିଛନ୍ତି.
@jchoudhury274
@jchoudhury274 3 ай бұрын
ନିର୍ଲଜ କ୍ରୀତଦାସ ମାନେ ଭାବୁ ଛନ୍ତି ପାଣ୍ଡୁ ହିଁ ଆମ ସର୍ବେ ସର୍ବl ଆଉ ନବୀନ ବାବୁ ଓଡ଼ିଶା ଓ ଓଡ଼ିଆ ବିଷୟ ରେ କିଛି ଜାଣନ୍ତି ନାହିଁ ନା କୁ ଖାଲି World no 1
@basantapattnaik7812
@basantapattnaik7812 3 ай бұрын
ପାଣ୍ଡୁ ଭୈରବ ହିଁ ସରବେ ସର୍ଭl ବିଜେଡି ର l ବିଜେଡି ର ଭବିଷ୍ୟତ ଅନ୍ଧାର ନିଶ୍ଚିତ
@pratyushpattanayak4807
@pratyushpattanayak4807 3 ай бұрын
ଯିଏ ପଇସା ଦେବ ଇଏ ତାଙ୍କ ଗୁଣ ଗାନ କରିବେ
@basantasahu3719
@basantasahu3719 2 ай бұрын
ଠିକ କହି ଅଛନ୍ତି 🙏
@Narmada-s3y
@Narmada-s3y 3 ай бұрын
ନବିନ ବୁଡାଇ ଲେ ନବିନଂକୁ ବୁଝୋଉଛନ୍ତି ଆପଣଙ୍କୁ🎉ନା ଆପଣମାନେ କଣ କହୁଛନ୍ତି🎉🎉🎉
@baijayantipanda9623
@baijayantipanda9623 3 ай бұрын
Right God bless you
@kishorelohar3120
@kishorelohar3120 3 ай бұрын
Bhasmasura.....pandu
@jayantakumarnanda5356
@jayantakumarnanda5356 3 ай бұрын
Very well expressed. Amar sir has guts and courage to put forth True facts.
@Bijaykumar9356-b4o
@Bijaykumar9356-b4o 3 ай бұрын
Apana nirbhaya re tk bjp sarkar bisayare kichi kuhantu Rajyapala nka pua ku kebe punishment diajiba se bisayare tk kuhantu Nirapekhya bichara karantu
@SoulJourney-c2l
@SoulJourney-c2l 3 ай бұрын
Mun bhi sei katha just Bhabu thili.... News jadi Nirbhaya name re open karicha.... then ta nirapekhya haba katha.... only gote party ku target kahin ki.... Actually Sir Aama Public Mananku ei bhali loka aau media and kichhi politicians se jou dala ra bhi huantu, Mendha boli bhabanti...... Sata katha Hela Kete Sundar Aama dunia .... kintu emiti sabu kichhi loka nka chalaki pain Sundar Dunia ta bhi Bisa bhali Laguchi.... Thakura Bharasha .... aapana bada jadi pranam 🙏 sana jadi mora Sneha ..... Aapananka comment mote bhala lagila jouta ki mo manare unki maru thila ..... 🙏😊
@Bijaykumar9356-b4o
@Bijaykumar9356-b4o 3 ай бұрын
​​@@SoulJourney-c2l I am just 27 years old... But mo kahiba katha aji kali kichi loka KZbin re channel open kariki nijaku sambadika bhabuchanti Jadi apana nijaku sambadika bhabucha tahele sathik sambadikata kariba darkar.... Ganatantra ra chathurta stambha kahuthiba media mane loka mananka swara heba darkar na.. Ki.... Kou nirdhistha party ra chatudar heba darkar.... Chi.... Chi... Re dunia Emananku sabu boycott kariba darkar
@prasantakumarswain3419
@prasantakumarswain3419 3 ай бұрын
ପାଣ୍ଡିଅନ୍ ର କଳଙ୍କ ଧୋଇବା ପାଇଁ ଏହା ଯଦି ଶେଷ ଚେଷ୍ଟା ହୋଇଥାଏ, ତାହାହେଲେ ମୁଁ ଶେଷ ସୁଯୋଗ ଦେଲି ।
@susantasahoo9544
@susantasahoo9544 3 ай бұрын
ବେହିଆ ଗାଣ୍ଡିରେ ବଥ ଉଠିଲେ ସେ କୁହେ ମୋ ଗାଣ୍ଡିକୁ ଛାଇ ହେଉଛି ।ନବୀନ ପଟ୍ଟନାୟକ ବାବୁ ସେହି ଭଳି ଏକ ବେହିଆ ନେତା।
@BirendraDas-xr1sk
@BirendraDas-xr1sk 3 ай бұрын
Amar Satpathy should be congratulated for his sarcastic comments.Keep it up for benefits of BJD party.
@gangadhardash3430
@gangadhardash3430 3 ай бұрын
🎉🎉🎉
@chandankumarnayak2677
@chandankumarnayak2677 3 ай бұрын
Wait for the time, when the time comes you will know everything, what is going on in navin Babu's mind.
@roshnimohapatra2797
@roshnimohapatra2797 3 ай бұрын
ଜୟ ଶ୍ରୀ ଜଗନ୍ନାଥ 🙏 ସାର୍ ନବୀନ ସାର୍ ଏ କଥାର ମର୍ମ ଭେଦି ଅର୍ଥ କୁ ବୁଝି ପାରୁଛନ୍ତି ତ?
@pramodbadajena2158
@pramodbadajena2158 3 ай бұрын
Budha pagala hoi galani A Budha Tauter gote SAKUNI
@samarmohapatra-jr3ne
@samarmohapatra-jr3ne 3 ай бұрын
ଯୁଦ୍ଧ ର ସେନାପତିଙ୍କୁ ଯୁଦ୍ଧ ବିଦ୍ୟା ମାଲୂମ ନାହିଁ , ଅନ୍ୟ କାନ୍ଧରେ ବନ୍ଧୁକ ରଖି ଗୁଳି ଜୀବନସାରା ଫୁଟାଉ ଥିଲେ
@biswanathsitha5142
@biswanathsitha5142 3 ай бұрын
Jeunmane nabin ku val manish boli bhabuchhanti ,mo matare semane manish chinhi nahanti ,Nabin jane faida badi pasu.
@girija2029
@girija2029 3 ай бұрын
ଯାହା ra mana tha e -----
@binodsahoo3374
@binodsahoo3374 3 ай бұрын
Tent, Traffic and Truth ?
@rajendraacharya5842
@rajendraacharya5842 3 ай бұрын
Amar Satapathy has told the right thing
@AkshyaKumarMohanty-b1u
@AkshyaKumarMohanty-b1u 3 ай бұрын
Chhaya CM Pandian Babu 😢 Still BJD under control of Pandian Babu !
@greatodishaodia3832
@greatodishaodia3832 3 ай бұрын
ଆଇଲା ମନ୍ଥରା
@mihirdwivedi8843
@mihirdwivedi8843 3 ай бұрын
Which MLA will look after Naveen Ji 's 5 T Deppt, pl it be clarified by Naveen Ji
@abhiramsahoo5642
@abhiramsahoo5642 3 ай бұрын
ନବୀନ ବାବୁ ଓ ପାଣ୍ଡିଆନଙ୍କ କଳାକୌଶଳ ଷଡଯନ୍ତ୍ର ଲୋକେ ଜାଣିପାରୁଛନ୍ତି ସତ,ହେଲେ ଆସନ୍ତା ବିଧାନସଭା ବୈଠକରେ ବିଜେଡିର ଆକ୍ରମଣକୁ ସରକାରୀ ଦଳ ଠିକଣା ଭାବେ ପ୍ରତିରୋଧ କରିନପାରିଲେ ସେମାନଙ୍କ ସାହସ ଆହୁରି ବଢିଯିବ ! ବିରୋଧୀଦଳକୁ ଅଙ୍କୁଶ ଲଗାଇବାକୁ ହେଲେ ସରକାର ତୁରନ୍ତ ନିର୍ଭୀକ ଭାବେ ଦୁର୍ନୀତି ଉପରେ ତଦନ୍ତ କରିବା ଦରକାର ! ଖାଲି ଇସ୍ତାହାରର ସୂଚୀପତ୍ର ଅନୁସାରେ ବିକାଶ କରି ଯେ ବିଜେଡି ମୁହଁ ବନ୍ଦ କରିହେବ,ଏ ବିଶ୍ବାସ କାହିଁକି ଆସୁନି !
@santoshnarayanbhagat2437
@santoshnarayanbhagat2437 3 ай бұрын
Best analices sir ji
@dwarikanathmohanty179
@dwarikanathmohanty179 3 ай бұрын
Nabin babu please enlighten the viewers about the secrecy of relationship between Naveen Patnaik ji and Pandian babu. Is it only politics or something beyond it?
@baghabatprasaddas8659
@baghabatprasaddas8659 3 ай бұрын
Sir. Vala alochana karantu
@chandankumarnayak2677
@chandankumarnayak2677 3 ай бұрын
Say anything but Naveen Patnaik is much better than coward Mohon Majhi.😂😂
@sudhirsasmal8518
@sudhirsasmal8518 3 ай бұрын
Sir, pl make an analysis why bjp lost in up.
@prajnangaming9671
@prajnangaming9671 3 ай бұрын
Amar Babu whitewashed Naveen Puppet through etiquette language.
@sudarsansahoo4011
@sudarsansahoo4011 3 ай бұрын
Chhaya cm pandian .
@pramodinidash4429
@pramodinidash4429 3 ай бұрын
Pandian is the best.
@santoshprasadmishra4977
@santoshprasadmishra4977 3 ай бұрын
It is a trial to restrict some BJD MLAs to mix with BJP.
@sudhirsasmal8518
@sudhirsasmal8518 3 ай бұрын
Sir, u r behind pandian"s fallout ok.but now this issue is gone and dead.forget him.
@manojkumardas1991
@manojkumardas1991 3 ай бұрын
Does not seem so.
@Saroj_lifestyle9178
@Saroj_lifestyle9178 2 ай бұрын
ତୋର କଣ ହେଲା ସେଇଠୁ
@swarupdas275
@swarupdas275 3 ай бұрын
NAVIN RA BACHALIAMI
@ajitnayak4342
@ajitnayak4342 3 ай бұрын
Sir,BJP government against re kn kuhantu,modi government against re na modi government pura sati,kain a bekaria katha sabu kahi loka nka vitare fight lagu6anti,appana desa ,jati pain jane bhala loka nuhanti
@prasantapanda1703
@prasantapanda1703 3 ай бұрын
ସାମ୍ବାଦିକ ମଉସା ଲୋକେ ସିନା ପାଣ୍ଡିଆନକୁ ଖରାପ ଭାବୁଛନ୍ତି କିନ୍ତୁ ପାଣ୍ଡିଆନ ଭଲ, ଖରାପ ହେଉଛି ହାରାମି ନବୀନ ପଟନାୟକ ନିଜେ, ନବୀନ ପଟନାୟକ ବହୁତ ଚାଲାକ ସେ ନିଜେ ସ୍ୱଚ୍ଛ ରହିବା ପାଇଁ ନିଜେ କିଛି ନକରି କରାଏ, ସେ ପାଣ୍ଡିଆନ ଦ୍ୱାରା ହେଉ କି ପ୍ୟାରୀ ଦ୍ୱାରା ହେଉ କି ବବି ଦ୍ୱାରା ହେଉ, କିନ୍ତୁ ଯେତେ ସବୁ ହତ୍ୟା ଧର୍ଷଣ ଚୋରି ଦୁର୍ନୀତି ହୁଏ ଓଡିଶାରେ ସବୁ ନବୀନ ପଟନାୟକ ଇଙ୍ଗିତରେ ହୁଏ କିନ୍ତୁ ଅଲଗା ନେତା ଅଫିସରଙ୍କ ମୁଣ୍ଡରେ ଦୋଷ ଲଦାଯାଏ, ଅଲଗାଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟେଇବାରେ ନବୀନ ପଟନାୟକ ହେଉଛି ସିଦ୍ଧହସ୍ତ, ମନ୍ତ୍ରୀ ନବ ଦାଶକୁ ବି ସେଇ ହାରାମି ନବୀନ ପଟନାୟକ ହତ୍ୟା କରେଇଛି, ପାଣ୍ଡିଆନ ବନ୍ଧା ହେଇ ଯଦି ହୁଏ ନବୀନ ବି ବନ୍ଧା ହବ ତେଣୁ ନବୀନ ଖାଲି ପାଣ୍ଡୁ ନୁହେଁ ସବୁ ଦୁର୍ନୀତିଖୋର ନେତାଙ୍କୁ ଘଣ୍ଟ ଘୋଡେଇବାକୁ ଚେଷ୍ଟା କରିବ
@SanjayMohanty-vo7gq
@SanjayMohanty-vo7gq 3 ай бұрын
Eniki nua sarkar katha kuhantu
World‘s Strongest Man VS Apple
01:00
Browney
Рет қаралды 63 МЛН
Un coup venu de l’espace 😂😂😂
00:19
Nicocapone
Рет қаралды 11 МЛН
What's in the clown's bag? #clown #angel #bunnypolice
00:19
超人夫妇
Рет қаралды 11 МЛН
Sanyashi Pandian has hijacked BJD । Nirbhay Gumara Katha
21:20
Nabin Nka Charcha With Berhampur MP Pradeep Panigrahi
45:16
Nirbhay
Рет қаралды 261 М.
Lenin Speaking The Language Of Pandian! । NO COMMENTS
4:44
World‘s Strongest Man VS Apple
01:00
Browney
Рет қаралды 63 МЛН