Who Is Trying To Cover Up Ashis Singh? Is It Mohan, Pradeep Or Arun ? | Nirbhay Gumara Katha

  Рет қаралды 59,628

Nirbhay

Nirbhay

Күн бұрын

Who Is Trying To Cover Up Ashis Singh? Is It Mohan, Pradeep Or Arun ? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 495
@bijayakumarsahu4945
@bijayakumarsahu4945 2 ай бұрын
ମୋହନ ସରକାର କୁ ମଧ୍ୟ ଆମର ସଂନ୍ଦେହେ ହେଲାଣି
@AshokPanda-qt4qn
@AshokPanda-qt4qn 2 ай бұрын
Byasta Huantu Nahi Ahire kichhi Thiba Ame 100 din ta Apekhya kari baku padiba
@SubhransuPandaOfficial
@SubhransuPandaOfficial 2 ай бұрын
​@@AshokPanda-qt4qn 100 କାହିଁକି 5 ବର୍ଷ ତ ଅପେକ୍ଷା କରିବାକୁ ପଡିବ।
@AshokPanda-qt4qn
@AshokPanda-qt4qn 2 ай бұрын
@@SubhransuPandaOfficial Siti ta 50 barsa hela Vote Dei Sasan dekhi Asuchhu 5 barasa hele Chaliba
@AshokPanda-qt4qn
@AshokPanda-qt4qn 2 ай бұрын
Apan Bujhi jae thibe💐🤝
@mathsforcompetitiveandscho3189
@mathsforcompetitiveandscho3189 2 ай бұрын
ଏତେ ଜଲଦି ଠିକ ନୁହଁ
@manojpanda2956
@manojpanda2956 2 ай бұрын
ଆପଣ ଙ୍କୁ ଧନ୍ୟବାଦ ଯେତେ ସବୁ କମ୍,ସତରେ ମୋହନ ସରକାର ନିରବ କାହିଁକି, ଡକାୟତି ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି କାହିଁକି
@rabindarnathdash2512
@rabindarnathdash2512 2 ай бұрын
ଯଦି ନେତା, ଆଉ ଯେକୌଣସି ବିଭାଗର ଅଫିସର ମାନେ କିଣାବିକା ହେବେ, ତାହାହେଲେ ସାଧାରଣ ଜନତା ନ୍ୟାୟ ପାଇବେ କିପରି I
@rabinarayansahoo3444
@rabinarayansahoo3444 2 ай бұрын
ମୁଖ୍ୟମନ୍ତ୍ରୀ ଜଣେ ସଚ୍ଚୋଟ କିନ୍ତୁ ପ୍ରଶାସନିକ ଦକ୍ଷତା ର ଅଭାବ । ଯେତେ ଶୀଘ୍ର ମୁଖ୍ୟ ଶାସନ ସଚିବ ଓ ଡି ଜି ନ ବଦଳି ଛନ୍ତି କିଛି ଆଶା କରିବା ବୃଥା
@padmanayak9883
@padmanayak9883 2 ай бұрын
ସାର୍ ଆପଣ ପ୍ରକୃତ କଥା ଜଣାଇଛନ୍ତି ଜୟ ଜଗନ୍ନାଥ
@laxmidharabarik2952
@laxmidharabarik2952 2 ай бұрын
ସାର୍ 🙏 ସବୁଠାରୁ ଦୁଃଖର କଥା ଓଡିଶାରେ କାମଚଳା ଡିଜିପି ଓ ମୁଖ୍ୟ ଶାସନ ସଚିବ କାର୍ଯ୍ୟ କରୁଛନ୍ତି। ସେମାନେ ଆକ୍ସନ ନେବେ କେମିତି। କିନ୍ତୁ ଆଉ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶିଷ ସିଂହଙ୍କ କ୍ଷେତ୍ରରେ ନୀରବ ରହିବା ସବୁଠୁ ଦୁଃଖଦାୟକ କଥା। ❤❤❤
@pramodkumarmishra7657
@pramodkumarmishra7657 2 ай бұрын
ଯାହା ଜଣାପଡୁଛି, ପାଣ୍ଡିଆନଙ୍କୁ ମୋହନ ସରକାର ଭୟ କରୁଛନ୍ତି କିମ୍ବା କିଛି ସମ୍ ଝୋତା ହୋଇଛି ।
@ramakrishnamahapatro1271
@ramakrishnamahapatro1271 2 ай бұрын
ଆଶିଷ ଜୁନ 3ରେ join କଲାଣି। DIG ଷଡ଼ଙ୍ଗୀ ବାବୁ ଏବଂ CS ନୀରବ ରେ ବସିଛନ୍ତି। ମୋହନ ସରକାର ଟିକିଏ ଦୁର୍ବଳ ଥିଲା ପରି ଲାଗୁଛି। ଚନ୍ଦ୍ରବବୁ, ଆନ୍ଧ୍ର ରେ ଅନେକ ପରିବର୍ତ୍ତନ କଲେଣି।
@rashmibijaykumarmishra5543
@rashmibijaykumarmishra5543 2 ай бұрын
Yes
@rajeshkumarsing4384
@rajeshkumarsing4384 2 ай бұрын
ସାର୍ ଆପଣଙ୍କ ମାଧ୍ୟମରେ ସରକାରକୁ ଅଭିଯୋଗ ପହଞ୍ଚାଇବାକୁ ଅନୁରୋଧ, ସେମାନଙ୍କୁ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ
@pramodinidash4429
@pramodinidash4429 2 ай бұрын
ଦାସ ବାବୁ ଆପଣ କହିପାରିବେ କି ମୁଖ୍ୟମନ୍ତ୍ରୀ ଦିଲ୍ଲୀ କାହିକି ଯାଇଥିଲେ ଶୁଣନ୍ତୁ କାରଣ ପ୍ରଧାନମନ୍ତ୍ରୀ କହିଛନ୍ତି ସେକୌଣସିମତେ ନବୀନ ଲୋକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଟାନ ନେବେ ନାହିଁ
@basantajena5418
@basantajena5418 2 ай бұрын
ଏ ସରକାର ଆଜି ପର୍ଯ୍ୟନ୍ତ କାର୍ଯ୍ୟାରମ୍ଭ କରି ନାହାଁନ୍ତି | କେବଳ ପୁଲ ତୋ ନେଉଛନ୍ତି ଓ ଅନ୍ୟକୁ ଦେଉଛନ୍ତି | ଅତଏବ ଆଜିପଯ୍ୟନ୍ତ କାର୍ଯ୍ୟ ଶୂନ୍ୟ | ନିଷ୍କ୍ରିୟ ସରକାର | ବିଜେପି ମତଦାତା ନିଜକୁ ଠକାମୀ ର ଶିକାର ହୋଇଥିବା ଅନୁଭବ କରୁଛନ୍ତି | ଚନ୍ଦ୍ର ବାବୁ ନାଇଡ଼ୁ ଙ୍କ ଠାରୁ ଶିଖନ୍ତୁ |
@jagannathsahoo6022
@jagannathsahoo6022 2 ай бұрын
ମୋହନ ସରକାର କିଛି କରନ୍ତୁ. ଜନତା ଆପଣଙ୍କ ଉପରେ ଭରସା ରଖିଛନ୍ତି.
@bapisadangi3373
@bapisadangi3373 2 ай бұрын
Right
@saratmishra7100
@saratmishra7100 2 ай бұрын
ବବି ବାବୁ ଙ୍କ ଉପରେ କିଛି ଆକ୍ସନ ନେଲେକି? BJP ସରକାର ସନ୍ଦେହ ଘେରରେ। ଗୃହ department ନିଜେ CM ତାଙ୍କ ପାଖରେ ରଖିଛନ୍ତି।
@rashmibijaykumarmishra5543
@rashmibijaykumarmishra5543 2 ай бұрын
Absolutely
@anvlog1851
@anvlog1851 2 ай бұрын
ବବି ଦାସ ଙ୍କ ପରଦା ଉଠେଇବା କୂ କୁକୁର ପ୍ରସଙ୍ଗ ରହିଛି
@deepanjalimohanty9756
@deepanjalimohanty9756 2 ай бұрын
ଓଡ଼ିଶା ରେ ଏତେ ପରିମାଣ ରେ ଦୁର୍ନୀତି ଅଭିଯୋଗ ଆସିବା ପରେ ମଧ୍ୟ, ବିଜେପି ସରକାର କାହିଁକି ଚୁପ୍ ??? ଏହା ଦାୟିତ୍ଵ ହୀନ । ଏହା ଜନ ସାଧାରଣଙ୍କୁ ଧୋକା ।। ବିଜେପି ର ବଡ ନେତା ମାନେ ଏହାର ଉଚିତ୍ ତର୍ଜମା କରନ୍ତୁ। ନ ହେଲେ ଓଡ଼ିଶା ରୁ ବିଜେପି ହଜିଯିବ ।
@bapisadangi3373
@bapisadangi3373 2 ай бұрын
Right
@user-yw8vq3fb5v
@user-yw8vq3fb5v 2 ай бұрын
ଏହି କେତେଦିନର ହାବଭାବରୁ ଜଣାପଡି ଗଲାଣି ଏମାନଙ୍କର ଅଭିଜ୍ଞତା ଏବଂ ସାହସିକତା । ତେଣୁ ଏ ସରକାରଙ୍କୁ କୌଣସି ଅଧିକାରୀ ଖାତିର କରୁନାହାଁନ୍ତି । ପାଞ୍ଚ ବର୍ଷ ଯାହିତାହି ବିତିଯିବ ।
@swadhikarbetaj3768
@swadhikarbetaj3768 2 ай бұрын
ମୋହନ ସରକାରଙ୍କ ଉପରେ ବିଶ୍ୱାସ ଓ ଭରସା କରିବା ବୃଥା। ଆଗାମୀ ନିର୍ବାଚନ ରେ କଂଗ୍ରେସ।
@nareshpanda4485
@nareshpanda4485 2 ай бұрын
ଭରସା ରଖ ଆଉ ଅପେକ୍ଷା କର
@pramodkumarsahoo5962
@pramodkumarsahoo5962 2 ай бұрын
Amaku lajalaguchhi😅
@santoshkumarsahoo8671
@santoshkumarsahoo8671 2 ай бұрын
ନାଇଁ ଭାଇ କାର୍ଯାନୁଷ୍ଠାନ ନିଆଯିବ, ସମୟ କୁ କେବଳ ଅପେକ୍ଷା
@laxminarayanpanda1427
@laxminarayanpanda1427 2 ай бұрын
24 ବର୍ଷ ଧରି ନୀରବ ରହି ଥିବା ଲୋକେ ଏବେ ମୋହନ ସରକାର କୁ ଆସିବା କ୍ଷଣି ସମାଲୋଚନା କରୁଛନ୍ତି।
@mathsforcompetitiveandscho3189
@mathsforcompetitiveandscho3189 2 ай бұрын
Congress = khangress
@adityaprasad1673
@adityaprasad1673 2 ай бұрын
ଅପରାଜିତା madam ଥିଲେ ରେଜଲ୍ଟ ବାହାରି ସାରନ୍ତାଣି।
@rashmibijaykumarmishra5543
@rashmibijaykumarmishra5543 2 ай бұрын
True
@successodisha2581
@successodisha2581 2 ай бұрын
ଆପଣ ଯେତେ ନିରପେକ୍ଷ ହେଲେ କଣ ହେବ। ଏଇଠି ସବୁ ଗୋଟେ ଚାଉଳ ରେ ଗଢା। କାହା ଉପରେ କିଛି କାର୍ଯ୍ୟନୁଷ୍ଠାନ ହବନି। ପୂରା ଭାଷନ ଦେବା ସରକାର।
@hrushikeshsahoo5289
@hrushikeshsahoo5289 2 ай бұрын
ଓଡିଶାର ଲୋକ ମୋହନ ସରକାରଙ୍କ ଭାଷଣ ଶୁଣିବାକୁ ଭୋଟ ଦେଇ ନଥିଲେ। କାମ ନକଲେ ଲୋକମାନେ ପୁଣି ଓଲଟାଇ ଦେବେ। ମୋହନ ସରକାର ପାନଡିଆନ ଜାଲରେ ନ ଫସୁ ।
@rashmibijaykumarmishra5543
@rashmibijaykumarmishra5543 2 ай бұрын
Yeh Govt toh ab mujhe faltu lag raha hai... See the very young CM Pushkar Singh Dhami and Another Fire Brand Himant Biswa Sarma
@bapisadangi3373
@bapisadangi3373 2 ай бұрын
Right
@nrushinghnathsahu1630
@nrushinghnathsahu1630 2 ай бұрын
ଧିରେ ଧିରେ ଭରସା ତୁଟି ଯାଉଛି, ପାଣ୍ଡିଆନ୍ ଶାସନ ଏବେ ବି ଚାଲିଛି
@jagannathmishra5300
@jagannathmishra5300 2 ай бұрын
ଜଣା ପଡ଼ିବ କିଛି ଦିନ ଗଲେ; କଣ ପଦକ୍ଷେପ ନେଉଛନ୍ତି ବିଜେପି ସରକାର। ସେଥିରୁ ସରକାର ଙ୍କ ସମ୍ୟର୍ଥ କଣ ଜାଣିଯିବା।
@harekrushnamajhi71
@harekrushnamajhi71 2 ай бұрын
କାର୍ଯ୍ୟାନୁଷ୍ଠାନ ପାଇଁ ଏତେ ଡେରି କାହିଁକି??? ନିଷ୍ପତ୍ତି ନେବାରେ ଏତେ ଅବହେଳା??
@RanjanKumar-mx1ki
@RanjanKumar-mx1ki 2 ай бұрын
ମୁ ବୁଝି ପାରୁନି ଏତେସବୁ ପ୍ରମାଣ ସ୍ୱତେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ମୋହନ ସରକାର l ଲାଗୁଛି ସରକାରଙ୍କର କିଛି ଭୟ ରହୁଛି ଏପରିକା ବାବୁ ଓ bjd ର ରାଜନେତାଙ୍କ ଠାରୁ l
@aruppattnaik8368
@aruppattnaik8368 2 ай бұрын
ନୂଆ ମୁଖ୍ୟମନ୍ତ୍ରୀ କିଛି ଆଖିଦୃଶିଆ ପଦପେକ୍ଷ ନେଲେ ହିଁ ଜଣାପଡନ୍ତା ଓଡିଶାରେ ପରିବର୍ତ୍ତନ ହୋଇଛି ।
@bikramnayaknayak-jz1ym
@bikramnayaknayak-jz1ym 2 ай бұрын
Kichhi hebani sir odisha re kehi bhala nuhanti sir
@rashmibijaykumarmishra5543
@rashmibijaykumarmishra5543 2 ай бұрын
True .... Remember in UP, UK , MP and Rajasthan the CMs were extremely active since 1st day itself
@ManaskuArukh
@ManaskuArukh 2 ай бұрын
​@@rashmibijaykumarmishra5543oh really.. 🤔🙆‍♂️
@Ffffffeecvbutreerfhyhuj
@Ffffffeecvbutreerfhyhuj 2 ай бұрын
ଅନୁସନ୍ଧାନ କରନ୍ତୁ କେବେ କେଉଁଦିନ, ଅପେକ୍ଷା ର ଘଟିବ ଅନ୍ତ, ଆକ୍ସନ ମୋଡ଼ ରେ ବିଜେପି ସରକାର ଜୟ ଜଗନ୍ନାଥ...
@bijayakumarsahu4945
@bijayakumarsahu4945 2 ай бұрын
ଜଣେ ଆଈ ପି ଏସ ଅଫିସର ବିରୁଦ୍ଧରେ ଏତେ ପ୍ରଣାମ ଥାଇ କାହିଁକି ଆକ୍ସନ ହୋଇ ନାହିଁ
@hiteshkumarpradhan254
@hiteshkumarpradhan254 2 ай бұрын
Ei ta paribartan 😂😂😂
@nikunjabiharisahani2070
@nikunjabiharisahani2070 2 ай бұрын
DGP ଏବଂ Chief Secretary ପ୍ରଥମେ ବଦଳିବା ଦରକାର। ତା ପରେ ଏସବୁ ଉପରେ କାର୍ଯ୍ୟାନୁଷ୍ଠାନ।
@khiradharkawa8389
@khiradharkawa8389 2 ай бұрын
ଭାଷଣ ବାଜି ଦରକାର ନାହିଁ ମୋହନ ସରକାର ଏବେ action ଦରକାର ଅଛି। ଏବେ ତ power ଅଛି। କିଛି କରି ଦେଖାଅ, ଭାଷଣ ଆଉ ଦିଅନି।ଆମେ ବହୁତ ଭାଷଣ ଶୁଣିଛୁ।
@chhatishmohanta6403
@chhatishmohanta6403 2 ай бұрын
ମୋର ସମ୍ପୂର୍ଣ୍ଣ ବିଶ୍ଵାସ ଅଛି ଯେ ମୋହନ ସରକାର କାର୍ଯ୍ୟ ଗ୍ରହଣ କରିବ
@bapisadangi3373
@bapisadangi3373 2 ай бұрын
Right
@bijayakumarsahu4945
@bijayakumarsahu4945 2 ай бұрын
ଆଶିଷ ସିଂ ବିରୁଦ୍ଧରେ ଆକ୍ସନ ନେବାକୁ ଏତେ ବିଳମ୍ବ କାହିଁକି
@pratappadhi8400
@pratappadhi8400 2 ай бұрын
ଏମାନଙ୍କ ପାଖରେ ପଦବୀ, ସେମାନଙ୍କ ପାଖରେ କ୍ଷମତା
@duggulimelite428
@duggulimelite428 2 ай бұрын
ମୋହନ ସରକାର ଗୋଟିଏ ରବର ଷ୍ଟାମ୍ପ ହେବାକୁ ଯାଉଛି। ସେଥିଲାଗି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି
@PurnachandraBehera-if5tu
@PurnachandraBehera-if5tu 2 ай бұрын
ଆମ ବିଚାର ବିଭାଗ ର ଗଳାବାଟ ଦେଇ ବଡ଼ବଡ଼ିଆ ଖସି ଯାଉ ଛନ୍ତି।
@OdisharBikash
@OdisharBikash 2 ай бұрын
ଗୋଟିଏ constable ହେଇଥିଲେ suspent କି dismis କରିଥାନ୍ତେ ନି
@kamarajjena5461
@kamarajjena5461 2 ай бұрын
Sir, ମୋହନ ବାବୁ ବୋଧ ହୁଏ ନରମ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି. Up cm ଯୋଗୀ ଆଦିତ୍ୟ ନାଥ style ଆପଣେଇବାକୁ ପଡିବ. ନଚେତ ବଦନାମ ହୋଇଯିବେ. କୁର୍ଶୀ ବି ଯାଇପାରେ
@pradeepsutar9471
@pradeepsutar9471 2 ай бұрын
Very very good bro.❤
@gopalsamall8365
@gopalsamall8365 2 ай бұрын
ମୋହନ ସରକାର ଙ୍କ ଅପାରଗତା କୁ ପଦାକୁ ଆଣିବା ର ଉପକ୍ରମ l
@kishorechandrasekharmishra2658
@kishorechandrasekharmishra2658 2 ай бұрын
ସେ ଆଶୀଷ ସିଂହ ହୁଅନ୍ତୁ ବା ଅନ୍ୟ ଅଧିକାରୀ କାହାରି ବିରୁଦ୍ଧରେ ସେମିତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଏ ନୁଆ ସରକାର ନେବା ପରି ଲାଗୁନି।ଯଥେଷ୍ଟ ପ୍ରମାଣ ଥାଇ ମଧ୍ୟ ଦୁର୍ନୀତିଗ୍ରସ୍ତ ପୁର୍ବତନ ମନ୍ତ୍ରୀ ବା ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସାତସ୍ୱପ୍ନ। ପ୍ରକୃତରେ ଅନୈତିକ ଭିତିରି ବୁଝାମଣା କ'ଣ ତାହା ସାଧାରଣ ଜନତା ଜାଣିବେ କେମିତି ? ଓଡିଆ ଲୋକେ ଶୀଘ୍ର ଭୁଲିଯିବାରେ ମାହିର। ତେଣୁ ଆଉ କିଛି ମାସ ଭିତରେ ଲୋକେ ପାଣ୍ଡିଆନ୍ ଉପାକ୍ଷାନ ମଧ୍ୟ ଭୁଲିଯିବେ।
@nabaghanasahu3886
@nabaghanasahu3886 2 ай бұрын
ବହୁତ ସୁନ୍ଦର ଭାବେ ଉପସ୍ଥାପନ କରି ଛନ୍ତି। ମୋହନ ସରକାର ଙ୍କୁ କିଛି କାର୍ଯ୍ୟ କରି ଦେଖେଇବାକୁ ପଡ଼ିବ ।
@durgaprasadsamantaray7084
@durgaprasadsamantaray7084 2 ай бұрын
ନିଆଁ କୁ ଅଣ୍ଟି ରେ ପୁରେଇ ଧରିଲେ, ନିଜେ ହିଁ ପୋଡି ମରିବାକୁ ହେବ, ଏହା ମୋହନ ସରକାର ମନେ ରଖିବା ଉଚିତ।
@amitakar948
@amitakar948 2 ай бұрын
ଏମିତି ହେଲେ ତ ତରକାରୀ ଗୋଳିଆ ଘଣ୍ଟିଆ ହେଇଯିବ ଆଉ ସ୍ୱଦ ନଥିବ ସରକାର ଯେତେ ଶୀଘ୍ର କାର୍ଯାନୁଷ୍ଠାନ ଆରମ୍ଭ କରନ୍ତୁ
@jagdishkumarrath4631
@jagdishkumarrath4631 2 ай бұрын
ଏ ନୂଆ ସରକାର ଙ୍କ କାର୍ଯ କଲ।ପ ଦେଖିଲେ ଲାଗୁଛି ,ବହୁ ଆଡମ୍ବର ଲଘୁ କ୍ରିୟା
@Jagannath-oc9ht
@Jagannath-oc9ht 2 ай бұрын
କିଛି ନକଲେ ନାହିଁ କିନ୍ତୁ ଚୋରି ନକରନ୍ତୁ, ମର୍ଡର, ନାରି ଧର୍ଷଣ, ପିଲା ଚୋରି ନକରନ୍ତୁ,ଖଣି ଖାଦାନ, ନଦୀ ନାଳ ବିକ୍ରି ନକରନ୍ତୁ, ରାଜ୍ୟ ର ଆୟତନ ରକ୍ଷା କରନ୍ତୁ, ଜନତାଙ୍କୁ ନ୍ୟାୟ ଦିଅନ୍ତୁ ।
@AshokPanda-qt4qn
@AshokPanda-qt4qn 2 ай бұрын
Apekhya karantu Sabu Jana padiba Nichya
@SubhransuPandaOfficial
@SubhransuPandaOfficial 2 ай бұрын
​@@AshokPanda-qt4qn ଅପେକ୍ଷା କରିବାକୁ ଆମେ ଭୋଟ ଦେଇନଥିଲୁ , immediate action darkar.
@Stutee24
@Stutee24 2 ай бұрын
​@@SubhransuPandaOfficialKn dayakari vote deithile?
@SubhransuPandaOfficial
@SubhransuPandaOfficial 2 ай бұрын
@@Stutee24 କାହିଁକି ତମର ଫାଟୁଛି ??
@dwarikanath1958
@dwarikanath1958 2 ай бұрын
ଗୋଟି ଚାଳନାରେ ମାଷ୍ଟ୍ର ଙ୍କୁ ଡରୁଛନ୍ତି ସରକାର |
@trilochanpatnaik6321
@trilochanpatnaik6321 2 ай бұрын
ନବୀନ ଦାସ ବାବୁ! ଆପଣ କାହିଁକି ଏତେ ଗର୍ଜନ କରୁଛନ୍ତି ମୁଁ ଜାଣି ପାରୁ ନାହିଁ। ଓଡ଼ିଶାର ସାଢେ଼ ଚାରି କୋଟି ଜନତା ସମସ୍ତେ ଏ 5T ମାନଙ୍କ ଦୁର୍ନୀତି ଜାଣି ସାରିଛନ୍ତି। କିନ୍ତୁ ଏ ନୂଆ BJP ସରକାର ର ଯେଉଁ ମନ୍ତ୍ରୀ ମାନେ including CM କଣ ଏହା ଶୁଣି ନାହାଁନ୍ତି ନା ଜାଣି ନାହାଁନ୍ତି? ତେଣୁ ଆଉ କିଛି ନ କହି ଅନ୍ତତଃ ଆସନ୍ତା ପାଞ୍ଚ ବର୍ଷ ଅପେକ୍ଷା ତା ପରେ ଏ double engine ସରକାର BJD ଦଶା ଭୋଗିବେ ଓ ତା ପରେ ଓଡ଼ିଶା ବାସୀ ହାତ ଦେଖେଇ ଦେବେ।
@suryakantamohanty8276
@suryakantamohanty8276 2 ай бұрын
ଆଗରୁ ଶୁଣୁଥିଲୁ bjd bjp ଏକ ଏବେ ବିଶ୍ୱାସ ହେଇଗଲା ଆର ଥର କଂଗ୍ରେସ
@successodisha2581
@successodisha2581 2 ай бұрын
ଆପଣ ବୁଝି ପାରିନାହାନ୍ତି ଏବେ ଯାଏ। କିଛି ଇକୋ ସିଷ୍ଟମ୍ ନାହିଁ। ସବୁ ଗୋଟେ ପ୍ରକାର। ଖାଲି ପାର୍ଟି ଚେଜ ହେଇଚି। ବାକି ସବୁ ସମାନ। ନା ଆପଣ ମାନେ କଣ କହୁଛନ୍ତି।।।
@ppsahoo123
@ppsahoo123 2 ай бұрын
ଘଣ୍ଟ ଘୋଡେଇଲେ , ୨୦୨୯ ରେ କଂଗ୍ରେସ। ଉତ୍ତରପ୍ରଦେଶ ରେ ତ ବାଳ ଖାଇ ଯାଇଛି ଓଡ଼ିଶା ରେ ବି ବିଜେପି ବାଳ ଖାଇବ
@Mishkasgarden
@Mishkasgarden 2 ай бұрын
Bala thharu ahuritala khaiba BJP
@Dillip5331
@Dillip5331 2 ай бұрын
Ekdam right Bro ❤🎉
@sarbeswarpanda1504
@sarbeswarpanda1504 2 ай бұрын
Right ୨୦୨୯ ରେ ଭାଜପା ଦିଲ୍ଲୀ ଓ ଓଡ଼ିଶାରେ ଫ୍ଲୁପ୍ ହେବ।କଂଗ୍ରେସ କ୍ଷମତାକୁ ଫେରିବ
@user-od2fs9gq4v
@user-od2fs9gq4v 2 ай бұрын
ଜୟ ଶ୍ରୀ ଜଗନ୍ନାଥ
@pramodjena2534
@pramodjena2534 2 ай бұрын
You are right sir,we are also feel such
@kishorechoudhury7844
@kishorechoudhury7844 2 ай бұрын
ଯେବେ ମେଣ୍ଟ ସମ୍ଭାବନା ବଢ଼ୀଗଲା ଆମକୁ ଯାହା ଅନୁଭବ ହେଉଥିଲା ଏବେ ସେଇଭଳି ଲାଗୁଛି। BJP କୁ ଭୋଟ ଦେଇ ଭୂଲ୍ ହେଇଗଲାକି?
@sanju7678
@sanju7678 2 ай бұрын
CM sir.. Only one request is that to take strict action against corruption... PLease
@surendranarayanpanda8021
@surendranarayanpanda8021 2 ай бұрын
ମୋହନଙ୍କ ସରକାର ଆସିବାର 20 ଦିନ ହୋଇ ନାହିଁ.ଏତେ ବ୍ୟସ୍ତ ନହୋଇ ଅପେକ୍ଷାକର.
@hiteshkumarpradhan254
@hiteshkumarpradhan254 2 ай бұрын
20din amaku laguchi kahin kete Barsha 😢,
@pradoshnayak999
@pradoshnayak999 2 ай бұрын
Yes✌️
@surendranarayanpanda8021
@surendranarayanpanda8021 2 ай бұрын
ହାତରୁ ନିର୍ବାଚନୀ କାଳି ଲିଭିନି..ଏତେ ବ୍ୟସ୍ତ କାହିଁକି ଟିକିଏ ଧର୍ଯ୍ୟ ଧର.
@hiteshkumarpradhan254
@hiteshkumarpradhan254 2 ай бұрын
Hmm correct
@nareshpanda4485
@nareshpanda4485 2 ай бұрын
ହାତୀ ପାଡ଼ିବ ପାଡ଼ିବ ବୋଲି ଫୁସ
@prafullakumarpradhan8129
@prafullakumarpradhan8129 2 ай бұрын
କମଳ ରୁ ବାଳ ବଛା ଯାଏ ନି l କମଳ ରେ ବାଳ ରହିବ ହିଁ ରହିବ l ଆପଣ ଙ୍କ ନିର୍ଭୟ ରେ ଭୟର ଭୂମିକା ବା କଣ ?
@ananyaabhilipsasahoo-ny1ms
@ananyaabhilipsasahoo-ny1ms 2 ай бұрын
ଆଗରୁ ପ୍ରମାଣ ହୋଇଥିଲା କି ଓଡିଶା ବିଜେପି ଶାଖା ବିରୋଧୀ ଦଳ କାର୍ଯ୍ୟକ୍ରମ ଠିକ ଭାବରେ କରିପାରୁନଥିଲା,କେବଳ ମୋଦିଜୀ ଙ୍କ ପ୍ରଚାର ଯୋଗୁ ସରକାର ବଦଳିଲା.ଏବେ ଲାଗୁଛି ବିଜେପି ଓଡିଶା ଶାଖା ସରକାର ଚଳାଇବା କୁ ବି ଅସମର୍ଥ ହେବେ
@sureshchandradash6900
@sureshchandradash6900 2 ай бұрын
ଆଚାର୍ଯ୍ୟ ହେବାର କିଛି ନାହିଁ, ଦରଦ ନୂଆ ସରକାରଙ୍କ, MP ବୈଜନ୍ତ ପଣ୍ଡା କୁଆଡେ ଗଲେ
@bikramnayaknayak-jz1ym
@bikramnayaknayak-jz1ym 2 ай бұрын
Really sir you are telling right
@BikramMishra-ut3lv
@BikramMishra-ut3lv 2 ай бұрын
ଜୟ ଶ୍ରୀ ଜଗନ୍ନାଥ ❤❤❤❤❤❤❤❤❤❤❤❤❤❤❤❤❤
@BijayakumarSahoo-up7mq
@BijayakumarSahoo-up7mq 2 ай бұрын
ବିଜେଡି ଆଉ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାରଶ୍ବ ,, ତାଙ୍କ ଉପରେ ବିଶ୍ବାସ କରିବା ବୋକାମିର ପରିଚୟ ।
@kamallochanmahakud3733
@kamallochanmahakud3733 2 ай бұрын
Very good sir
@abhimajhi9238
@abhimajhi9238 2 ай бұрын
Thank you sir
@guruparida1054
@guruparida1054 2 ай бұрын
Yes
@aranyadiscodance
@aranyadiscodance 2 ай бұрын
Thanks sir very good messg ନମସ୍ତେ
@bipinbihariswain3511
@bipinbihariswain3511 2 ай бұрын
Really surprising. Why Mohan sarkar is too slow moving in action against corrupt police officials .
@prabhasray675
@prabhasray675 2 ай бұрын
Jay Jagannath
@debanandapattnaik4006
@debanandapattnaik4006 2 ай бұрын
Jadi Mohan sarkar ghanta ghodau thibe tebe 5 yrs pare janata Tara jawab debe.
@padmanabhabhattamishra9159
@padmanabhabhattamishra9159 2 ай бұрын
ଏ ସରକାର ଅର୍ଥାତ ମୋହନ ମାଝୀ ଓଡିଶା ପାଇଁ ଅନୁପଯୁକ୍ତ, ଏବଂ ଆମ୍ଭେମାନେ ବିଜେପି କୁ ଭରସା କରିବା ଆମର ମସ୍ତବଡ ଭୁଲ ହୋଇଛି, ଆଗାମୀ ନର୍ବାଚନରେ କଂଗ୍ରେସ ଭରସା କରିବା ଉଚିତ.
@laxminarayanpanda1427
@laxminarayanpanda1427 2 ай бұрын
ତମେ କଂଗ୍ରେସ କୁ ହିଁ ଭୋଟ ଦେଉଥିବା ଲୋକ। ନୀଳ ବର୍ଣ୍ଣ ଶୃଗାଳ।
@raghumaninayak9593
@raghumaninayak9593 2 ай бұрын
କର୍ଣ୍ଣାଟକରେ କଂଗ୍ରେସ ଅବସ୍ଥା କେମିତି ଅଛି...
@mathsforcompetitiveandscho3189
@mathsforcompetitiveandscho3189 2 ай бұрын
କି ଉଦ୍ଭଟ ଚିନ୍ତା
@rameshchandramahapatra7934
@rameshchandramahapatra7934 2 ай бұрын
Right
@AkhayBehera-q5o
@AkhayBehera-q5o 2 ай бұрын
Sir you are the only person who is opening gumar of BJD. I am proud of you.
@GeetajiBehera
@GeetajiBehera 2 ай бұрын
ଆପଣ " ମଦ ମୁକ୍ତ ଓଡ଼ିଶା " ଉପରେ ଗୁରୁତ୍ବ ଦିଅନ୍ତୁ🙏🙏🙏🙏
@basudevmohanty3504
@basudevmohanty3504 2 ай бұрын
Very strong question you are asking to Mohan govt
@dipakpanda9075
@dipakpanda9075 2 ай бұрын
ରାଜ୍ୟର ଅମଲାତନ୍ତ୍ର ଏବେ ବି ନବୀନ ସରକାର ଓ ପାଣ୍ଡୁ ଭକ୍ତ l ଆଉ ମୋହନ ବାବୁ ତ ନିଦl ବିଷ୍ଣୁ ଭଳି ନିଦ୍ରାରେ l
@sudhirbiswal2570
@sudhirbiswal2570 2 ай бұрын
Exactly
@somanathdas2884
@somanathdas2884 2 ай бұрын
Thank you
@diptiranjannayak279
@diptiranjannayak279 2 ай бұрын
ଅତି ଉତ୍ତମ analysis
@rajendramishra2583
@rajendramishra2583 2 ай бұрын
Excellent
@debiprasadpanda3490
@debiprasadpanda3490 2 ай бұрын
State Govt.should take it seriously and take exemplary action as every body is watching it. Another thing we have the patience to bear the previous govt for last 24 years butl we are becoming impatient within less than a fortnight, this is also applicable for Nirbhay.
@ChiankhuntaNews
@ChiankhuntaNews 2 ай бұрын
You are right
@krupasindhubehera184
@krupasindhubehera184 2 ай бұрын
Right sir🙏🙏🙏
@jr9991
@jr9991 2 ай бұрын
The government should take steps this matter immediately.
@rameshsatapathy383
@rameshsatapathy383 2 ай бұрын
Sir we are proud Of you real hero for odiss basi.thanks for urcoreage.
@sumitrabhanja660
@sumitrabhanja660 2 ай бұрын
Sir, Everyday I watch your news
@nareenreddy5316
@nareenreddy5316 2 ай бұрын
Sir, namaskar you are 👍 Only hopes on you Nirbhaya nirbhul nirnayak Thanks
@deepanjalimohanty9756
@deepanjalimohanty9756 2 ай бұрын
ଜୟ ଜଗନ୍ନାଥ 🙏🏻🙏🏻🙏🏻
@sundargarhsng9463
@sundargarhsng9463 2 ай бұрын
We the people of Odisha are eagerly waiting for the necessary action of our new Chief Minister.
@SachetSamarth
@SachetSamarth 2 ай бұрын
Always Nirbhay plays true facts...
@krushnakuna1341
@krushnakuna1341 2 ай бұрын
ମୋହନ ସରକାର କାର୍ଯ୍ଯାନୁଷ୍ଠାନ ନେବା ପାଇଁ ଭୟ କରୁଛି..
@basantapattnaik7812
@basantapattnaik7812 2 ай бұрын
ସାର ପ୍ରଣାମ 🙏🌹
@manjupravamishra8000
@manjupravamishra8000 2 ай бұрын
ଜୟ ଶ୍ରୀ ଜଗନ୍ନାଥ 🌹🙏
@manasmandal4983
@manasmandal4983 2 ай бұрын
🎉🎉🎉
@storywithabinash7300
@storywithabinash7300 2 ай бұрын
Sir, ଆପଣଙ୍କ ଭଳି ଜଣେ ବେକ୍ତିଙ୍କୁ ମୁଖ୍ୟ ମନ୍ତ୍ରୀ ଭାବେ ଓଡ଼ିଶା ଆଶା କରୁଥିଲା🙏
@santoshbiswal6256
@santoshbiswal6256 2 ай бұрын
Sir you are correct.your judgement is correct. But mohan babu is...
@arundhatibehera9197
@arundhatibehera9197 2 ай бұрын
ନୂଆ ସରକାର ଯେଉଁ ହିସାବରେ TAKE OFF କରିବ ବୋଲି ଭାବୁଥିଲୁ ସେ ହିସାବରେ TAKE OFF କଲାନାହିଁ । ଏବେର କିଛି ନୀରବତା ବିସ୍ଫୋରଣ ରୂପ ବି ନେଇପାରେ !! ଏଇଟା ବି ଆଶା ଅଛି।
@dhanesmurmu3728
@dhanesmurmu3728 2 ай бұрын
Action nebeni toh new government ku v next change karibu ame sohiparibuni corruption ..time Deba tike
@riyabarsa6676
@riyabarsa6676 2 ай бұрын
honorable CM Mohan Charan Majhi why could not take any action against IPS Ashish Singh people could not like listen to lecture of CM Mohan Majhi Odisha people only wants action against corrupted officers of Odisha
@rabinarayanpradahan9380
@rabinarayanpradahan9380 2 ай бұрын
୧୫ଦିନ ହେଲାଣି ଆମେ ଖାଲି ଦେଖୁଛୁ emotion କିନ୍ତୁ action କାହିଁ,,,,😅
@kabitasahoo8385
@kabitasahoo8385 2 ай бұрын
CMji, please save Odisha 🙏 🙏🙏🙏
@dhaneswarmohapatra3114
@dhaneswarmohapatra3114 2 ай бұрын
ନିଶ୍ଚିତ ଆସିବା ଦରକାର।
@cutybabyangel7092
@cutybabyangel7092 2 ай бұрын
ଆଶିଷ ସିଂ ବାହାରୁ ଥାଇକି negotiations ଚଲେଇଛନ୍ତି ବିଜେପି ମଧ୍ୟ ଦେଖୁଛି ସିଂ ବାବୁ କେତେ ରହସ୍ୟ ଖୋଲି ପାରୁଛନ୍ତି. ବିଜେଡି ବିରୁଦ୍ଧରେ
@gouttambehera3255
@gouttambehera3255 2 ай бұрын
First Viewers and comment. Hit Like 😮
АЗАРТНИК 4 |СЕЗОН 2 Серия
31:45
Inter Production
Рет қаралды 775 М.
Dad Makes Daughter Clean Up Spilled Chips #shorts
00:16
Fabiosa Stories
Рет қаралды 7 МЛН