Delhi Has Bharat Mandap To Host Events, Odisha Has Tent House | Nirbhay Gumara Katha

  Рет қаралды 21,063

Nirbhay

Nirbhay

Күн бұрын

Пікірлер: 132
@kushadhwajanahak186
@kushadhwajanahak186 18 сағат бұрын
ସାର୍ ନମସ୍କାର ବହୁତ ସୁନ୍ଦର ପ୍ରସ୍ତାବ ଟିଏ ଦେଲେ ସରକାର ଙ୍କୁ ଏହା ଅତ୍ୟନ୍ତ ଜରୁରୀ, ମୁଁ ବି ଆପଣଙ୍କ ମତରେ ସହମତି ପ୍ରକାଶ କରୁଛି,
@keshabnayak6219
@keshabnayak6219 14 сағат бұрын
ଉତ୍କୃଷ୍ଟ, ତଥା ଉତ୍ତମ ପ୍ରସ୍ତାବ.
@kishorechoudhury7844
@kishorechoudhury7844 17 сағат бұрын
ଧନ୍ୟବାଦ୍ ଆଜ୍ଞା। ସୁନ୍ଦର ପ୍ରସ୍ତାବ ଦେଇଛନ୍ତି। ଆଶା ସରକାର ଚିନ୍ତା କରିବେ।
@SurendraMishara-h1p
@SurendraMishara-h1p 18 сағат бұрын
ସାଦର ପ୍ରଣାମ, 🙏ଅତିଥିଦେବୋଭବ 🙏ପ୍ରବାସୀଭାଇ ଓ ଭଉଣୀମାନଙ୍କୁ ଓଡିଶାବାସୀଙ୍କ ତରଫରୁ ବହୁତ ବହୁତ ସ୍ୱାଗତ... ନବୀନଭାଇ, ଆପଣଙ୍କ ପ୍ରସ୍ତାବ ଅତି ଉଚ୍ଚକୋଟୀର.. ଆଶା ମୋହନ ସରକାର ଏହାକୁ ହୃଦୟଙ୍ଗମ କରିବେବୋଲି ଆମେ ଆଶା କରୁଛୁ... ଜୟ ଶ୍ରୀରାମ 🙏🙏🙏
@samarmohapatra-jr3ne
@samarmohapatra-jr3ne 18 сағат бұрын
ନବୀନ ବାବୁ ନୂଆ ବର୍ଷର ଅଭିନନ୍ଦନ, ଆପଣଙ୍କ ପ୍ରସ୍ତାବ ଗୁଡିକ ନିଶ୍ଚିତ ମୋହନ ସରକାର ବିଚାର କରିବେ ଆଶା ଅଛି , ପୂର୍ଵ ସରକାର ସବୁବେଳେ ଅଣଓଡ଼ିଆ ଧଳାହାତୀ ମାନଙ୍କୁ ମଥାରେ ବସାଉଥିଲେ, ସେମାନେ ଆମ ରାଜ୍ୟ ଉନ୍ନତି କେବେ ଚାହୁଁନଥିଲେ, , ସେ ମୁଖ୍ୟ ସବୁବେଳେ ଅନ୍ୟ ଦୁନିଆରେ ରହୁଥିଲେ
@kanhucharanmaity7099
@kanhucharanmaity7099 15 сағат бұрын
Thanksforyourdiscussion
@bimbadhardash286
@bimbadhardash286 17 сағат бұрын
ବହୁତ ସୁନ୍ଦର ପ୍ରସ୍ତାବ ମନକୁ ଛୁଇଁ ଗଲା।
@biswajeetnayak5019
@biswajeetnayak5019 17 сағат бұрын
ବହୁତ ସୁନ୍ଦର ପ୍ରସ୍ତାବ ନବୀନ ସାର୍ ସ୍ଥାୟୀ ଭାବେ ଜନତା ମଇଦାନ ରେ ଉତ୍କଳ ମଣ୍ଡପ କରାଗଲେ ବଡ଼ ବଡ଼ ଇଭେଣ୍ଟ ପାଇଁ ହେଉଥିବା ସମସ୍ୟା ଆଉ ରହନ୍ତା ନାହିଁ। ଆଶା କରୁଛି ମୋହନ ସାର୍ ଏ ବିଷୟରେ ଚିନ୍ତା କରିବେ।
@pitambarsahoo6171
@pitambarsahoo6171 16 сағат бұрын
ବହୁତ ଭଲ ପ୍ରସ୍ତାବ ।ସରକାର ଏହା ଗ୍ରହଣ କରନ୍ତୁ।
@Iloveyou-p7g
@Iloveyou-p7g 19 сағат бұрын
ଜୟ ଜଗନ୍ନାଥ
@manjupravamishra8000
@manjupravamishra8000 19 сағат бұрын
ଆପଣଙ୍କର ପ୍ରୋତ୍ସାହନମୂଳକ ପ୍ରସ୍ତାବ ବାସ୍ତବିକ୍ ସ୍ୱାଗତ ଯୋଗ୍ୟ ପଦକ୍ଷେପ 👍👌। ପ୍ରଣାମ ସାର୍ 🙏। ଜୟ ଶ୍ରୀ ଜଗନ୍ନାଥ 🙏🌹।
@premandasahoo4798
@premandasahoo4798 19 сағат бұрын
ସାର ନମସ୍କାର ପାଣ୍ଡିଆନ ର ରାଜନୀତି କରିବାର ଏତେ ଇଚ୍ଛା ତାହାଲେ ଯାଇକି ସେ ତାମିଲିନାଦୁ ଯାଇ ରାଜନୀତି କରନ୍ତୁ ଓଡିଶା ବାସୀ ତାକୁ ପସନ୍ଦ କରୁନାହାନ୍ତି
@SabitaKhuntia-ih5yq
@SabitaKhuntia-ih5yq 18 сағат бұрын
Jay Jagannath sir namaskar good analysis 🙏🙏💐💐
@jameshshukla3784
@jameshshukla3784 18 сағат бұрын
ବହୁତ ସୁନ୍ଦର ପ୍ରସ୍ତାବ
@AjayAju-n7i
@AjayAju-n7i 13 сағат бұрын
Thank you sir your decision
@durgaprasadsamantaray7084
@durgaprasadsamantaray7084 17 сағат бұрын
ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ
@niranjanpanda533
@niranjanpanda533 19 сағат бұрын
100%Right exllent praposal
@gyanabratamohanty4219
@gyanabratamohanty4219 17 сағат бұрын
ବହୁତ ସୁନ୍ଦର ପ୍ରସ୍ତାବ ନବୀନ ବାବୁ, ବାରମ୍ବାର ଖର୍ଚ୍ଚାନ୍ତ ହେବା ପରିବର୍ତ୍ତେ - ଓଡିଶା ମଣ୍ଡପ ଟିଏ ଗଢ଼ାହେବା ଜରୁରୀ | ସୈନିକ ସ୍କୁଲ ରୁ ଆଚାର୍ଯ୍ୟ ବିହାର ଓ ବାଣୀବିହାର ଯାଏ - ଖାଲି ବସ୍ତି | ବହୁତ ମଜାରେ, ଗୁରୁତ୍ୱପୂର୍ଣ ସ୍ଥାନରେ ଅଛନ୍ତି, କାହିଁକି ଛାଡ଼ିବେ ? ଦୁଇ ପଟିଆ କଥା କହୁଥିବା ନେତାଙ୍କ ଯୋଗୁଁ ବସ୍ତି, ସାଲିଆସାହି କି ଫୁଟପାଥ ଅବରୋଧକାରୀ ହଟିପାରିବେ ନାହିଁ 👍👍🙏🙏
@manojkumarsaint7803
@manojkumarsaint7803 14 сағат бұрын
Jay Shree Jagannath ❤
@basantapattnaik7812
@basantapattnaik7812 17 сағат бұрын
ସାର ପ୍ରଣାମ 🙏🌹
@kulamanigiri4493
@kulamanigiri4493 16 сағат бұрын
Thank you modijee and Mohan ch majhi.
@chandankumarroutray09
@chandankumarroutray09 16 сағат бұрын
ଉତ୍କଳ ମଣ୍ଡପମ ବହୁତ୍ ସୁନ୍ଦର୍ ପ୍ରସ୍ତାବ👌
@prabhasray675
@prabhasray675 13 сағат бұрын
Jay Jagannath Swami Narayan path gami
@neerennayak7417
@neerennayak7417 16 сағат бұрын
ବଢିଆ ପ୍ରସ୍ତାବ
@kailashchandramoharana9503
@kailashchandramoharana9503 16 сағат бұрын
Very good proposal sir.
@binayakpaikaray8221
@binayakpaikaray8221 18 сағат бұрын
ଆପଣଙ୍କ ପ୍ରସ୍ତାବ ଅଭିନନ୍ଦନୀୟ।
@alokkumardas1670
@alokkumardas1670 9 сағат бұрын
Appreciate your analysis 🙏 salute sir
@chakradharmohanta8751
@chakradharmohanta8751 12 сағат бұрын
Superb ❤
@srisaiatman
@srisaiatman 16 сағат бұрын
Very good proposal to odisha govt
@SwaymPravaDas
@SwaymPravaDas 13 сағат бұрын
Sir, right katha kahuchanti
@AlekhChandraDas-wh4pt
@AlekhChandraDas-wh4pt 17 сағат бұрын
There is need of odisha mandap as Delhi your comment is very. Nice
@sudhakarsahu3252
@sudhakarsahu3252 12 сағат бұрын
ଆପଣଙ୍କୁ କୋଟି ପ୍ରଣାମ ଆଜ୍ଞା 🙏, ଆପଣଙ୍କ ପ୍ରସ୍ତାବ ଅତ୍ୟନ୍ତ ସ୍ୱାଗତଯୋଗ୍ୟ, ଧନ୍ୟବାଦ ସାର୍,ଆମର ଓଡ଼ିଆ ମୂଖ୍ୟମନ୍ତ୍ରୀ ମୋହନ ସାର୍ ଆପଣଙ୍କ ନିର୍ଭୟ ଗୁମର କଥା ଶୁଣି ପ୍ରସ୍ତାବକୁ ଗ୍ରହଣ କରନ୍ତୁ।ଜୟ ଶ୍ରୀ ରାମ୍ 🙏🙏
@santoshnarayanbhagat2437
@santoshnarayanbhagat2437 18 сағат бұрын
Jay jagannath best analices sir
@akpanda833
@akpanda833 15 сағат бұрын
Pl visit unit 3 & see your self 2 km radius of Neelachal hospital . Bangladeshi more then 50000 settled
@pratapdash4863
@pratapdash4863 14 сағат бұрын
ସାର୍ ନମସ୍କାର ! ଓଡ଼ିଶା ର ବିକାଶ ପାଇଁ ଦଳଗତ ନିର୍ବିଶେଷରେ ଆପଣଙ୍କ ପ୍ରସ୍ତାବ ଖୁବ୍ ଉଚ୍ଚକୋଟିର l ଧନ୍ୟବାଦ୍ 🙏
@user-fu5zl6pz6m
@user-fu5zl6pz6m 18 сағат бұрын
Thanks for your valuable discussion.
@bijaymahanta802
@bijaymahanta802 15 сағат бұрын
Very good proposals.
@Kalandi18
@Kalandi18 12 сағат бұрын
ସାର୍ ଆପଣଙ୍କ ଉପସ୍ଥାପନ ଆଉ ସତ ସମ୍ବାଦ ଅତି ଉଚ୍ଚ କୋଟୀର ଆପଣଙ୍କୁ Best Journalist of the year 2024 ଦିଆ ଯିବା କଥା
@LingarajPradhan-j7m
@LingarajPradhan-j7m 13 сағат бұрын
Right news
@pallimadhuriodiafolksong2771
@pallimadhuriodiafolksong2771 10 сағат бұрын
ଜଗନ୍ନାଥ ମନ୍ଦିର ଚାରିପାର୍ଶ୍ଵ ରାସ୍ତା ହୋଇଛି କିନ୍ତୁ ତାର ଅସ୍ତିତ୍ୱ ହରାଇଛି |
@MarutiEntertainment5241
@MarutiEntertainment5241 13 сағат бұрын
Jay shree jagannath
@BhaktaHari-xy3lf
@BhaktaHari-xy3lf 18 сағат бұрын
You are 100 right
@kulamanigiri4493
@kulamanigiri4493 16 сағат бұрын
Good proposals should be accepted.
@ramanarayanpatra4389
@ramanarayanpatra4389 11 сағат бұрын
Nice proposal
@childcare6895
@childcare6895 15 сағат бұрын
I support 100%
@manjushaswain1037
@manjushaswain1037 17 сағат бұрын
ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରି ତାଙ୍କୁ ଥ ଇଥାନ କଲେ ‌ ପୁନର୍ବାର ସେଠାରେ ବସ୍ତି ଗଢ଼ି ଉଠିଵ ।ଏଇଟା ନିଶ୍ଚିତ ।
@niladripradhan1527
@niladripradhan1527 10 сағат бұрын
ଯାହା ନୁଆବର୍ଷର ପ୍ରଥମ ଦିନରେ ଆଶା କରାଯାଉଥିଲା ନିର୍ଭୟର ଏକ ନୂଆ ଚିନ୍ତନ ଆଜି ଦେଖି ଏବଂ ଶୁଣି ବହୁତ ଆନନ୍ଦ ଲାଗିଲା. ଜନତା ମୈଦାନରେ ସ୍ଥାୟୀ ମଣ୍ଡପ ଠାରୁ ଟ୍ରାଫିକ ଯାମ କମ କରିବାଲାଗି ରିଙ୍ଗ ରୋଡ ପର୍ଯ୍ୟନ୍ତ ଯେତେ ସବୁ ପ୍ରସ୍ତାବ ସ୍ୱାଗତଯୋଗ୍ୟ ସ୍ଥାୟୀ ଏବଂ ଦୁରଦୃଷ୍ଟି ସମ୍ପର୍ଣ୍ଣ ଚିନ୍ତା ଚେତନାର ଆତ୍ମପ୍ରକାଶ. ମୋର ଏକ ପ୍ରସ୍ତାବ ହେଲା ଜଣ ପ୍ରତିନିଧି ମାନେ ଶାଳୀନତା ସଂଯମତା ପୂର୍ବକ ପବିତ୍ର ବିଧାନସଭା ଗୃହର ଅସଂମ୍ମାନ ନକରିବାପାଇଁ କିଛି ଏକ ବ୍ୟବସ୍ତା ହେଵା ଦରକାର.
@sabitamishra3732
@sabitamishra3732 19 сағат бұрын
Odisha semiti mandap kariba uuchit
@arabindapati608
@arabindapati608 17 сағат бұрын
Excellent suggestions by you dear Nabin babu for improving infrastructure of BBSR!❤
@RanjanBehera-ge1kf
@RanjanBehera-ge1kf 18 сағат бұрын
☀️ ଆଜ୍ଞା, ମିଶନ ଶକ୍ତି ଦୁର୍ନୀତିର ତଦନ୍ତ ହେଉ ନାହିଁ କାହିଁକି..?
@prafullakumar2710
@prafullakumar2710 18 сағат бұрын
Sir good afternoon. This is a good suggestion I am with you.
@akhsyakumarbehera7298
@akhsyakumarbehera7298 17 сағат бұрын
ଓଡିଶା ଜଣେ ଦୂର ଦୃଷ୍ଟି ସଂପନ୍ନ ନେତା ଏ ପର୍ଯ୍ୟନ୍ତ ପାଇ ପାରିଲା ନାହିଁ. ତେଣୁ ଓଡ଼ିଶାର ଭବିଷ୍ୟତ ଏତେ ଉଜ୍ଜଳ ନୁହେଁ.ମୋଦି ବୁଲେଟ ଟ୍ରେନ୍ ଚଲେଇଲେଣି ଓଡ଼ିଶା କିନ୍ତୁ ଶଗଡ଼ ଗୁଳାରେ ଚାଲିଛି
@manjushaswain1037
@manjushaswain1037 17 сағат бұрын
ଓଡ଼ିଶା ମଣ୍ଡପମ୍ ପ୍ରସ୍ତାବ ଅଭିନନ୍ଦନୀୟ । ପ୍ରଧାନମନ୍ତ୍ରୀ ଓ ମୂଖ୍ୟ ମନ୍ତ୍ରୀ ଏହାକୁ ଗମ୍ଭୀର ତାର‌। ସହିତ ନେବେ ବୋଲି ଆଶା।
@rabindranayak1205
@rabindranayak1205 10 сағат бұрын
ଆପଣଙ୍କ ପ୍ରସ୍ତାବ ଖୁବ୍ ସ୍ଵାଗତ ଯୋଗ୍ୟ ସରକାର ଙ୍କୁ କଣ ଦେଖା ଯାଉନାହିଁ?,
@debaduttadash1
@debaduttadash1 18 сағат бұрын
Odisha lacks basic infrastructures for hosting international conferences and conventions. As a Pravasi Bharatiya, I would appeal to CM Majhi to build a convention center complex with a 18 hole golf course and other amenities in the outskirts of Bhubaneswar.
@roshnimohapatra2797
@roshnimohapatra2797 17 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏 ସାର ଆପଣଙ୍କର ପ୍ରସ୍ତାବ ଗୁଡ଼ିକ ଅତ୍ୟନ୍ତ ଗ୍ରହଣ ଯୋଗ୍ଯ ପ୍ରତ୍ୟେକ ଓଡ଼ିଆ ଏହାକୁ ସମର୍ଥନ ଜଣାଇବା ଆବଶ୍ୟକ ଏଥିନେଇ ଆପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରନ୍ତୁ 🙏
@kalyankumardas4423
@kalyankumardas4423 14 сағат бұрын
100%
@pratapchandrasamal2396
@pratapchandrasamal2396 14 сағат бұрын
ସୁନ୍ଦର ସ୍ଵାଗତ ଯୋଗ୍ୟ ପ୍ରସ୍ତାବ। କିନ୍ତୁ ଭିତର , ବାହାର ରିଙ୍ଗ ରୋଡ ସହିତ ମେଟ୍ରୋ ଲାଇନର ମଧ୍ୟ ଆବଶ୍ୟକତା ରହିଛି। ଯେପରି ଭାବରେ ଭୁବନେଶ୍ୱରରେ ଜନ ସଂଖ୍ୟା ବଢି ବଢି ଚାଲିଛି ଆଉ 10 ବର୍ଷ ପରେ ମେଟ୍ରୋର ଉପାଦେୟତା ଜଣା ପଡ଼ିବ।
@vidyafoundation2160
@vidyafoundation2160 17 сағат бұрын
Tourism has the best potentiality to be marketed on the World's Tourist Arena. 🙏Simantini
@santoshpurohit8540
@santoshpurohit8540 19 сағат бұрын
🙏 Namaskar....❤️👍
@darpanayak5043
@darpanayak5043 18 сағат бұрын
Very realistic proposal.
@santoshkumarkanungo6998
@santoshkumarkanungo6998 5 сағат бұрын
ଚାଟୁକାରକୁ ଧନ୍ୟବାଦ
@BenudharMohanty-on2hv
@BenudharMohanty-on2hv 11 сағат бұрын
ବାହାଦୂରୀ ମୋହନଙ୍କ ବିଜେପି ସରକାର କରିପାରେ ହେଲେ କୃତି ଭାସ୍କର୍ଯ୍ୟ ନବୀନ ପଟ୍ଟନାୟକ ବିଜେଡି ସରକାର ଙ୍କ ଏହାହିଁ ସତ୍ୟ❤
@AlekhChandraDas-wh4pt
@AlekhChandraDas-wh4pt 17 сағат бұрын
Hoping mohan sarkar will pay attention for permanent odisha mandap jaijagannath
@swarnalatasatapathy8513
@swarnalatasatapathy8513 16 сағат бұрын
👍
@sarojghosh1199
@sarojghosh1199 17 сағат бұрын
👍👍👍✌️✌️✌️🙏
@Jagannath-oc9ht
@Jagannath-oc9ht 18 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ।
@explorewithranjitswainrail1496
@explorewithranjitswainrail1496 16 сағат бұрын
All your points are valid and infrastructure work should be fastracked, though I beg to differ on your opinion about metro train. What has started is only phase 1, it has to have more corridors, and these things do take time, if we don't start now, it will be too late. We are already witnessing congestion in Jaydev Vihar Nandankanan stretch.
@pramodkumarmishra7657
@pramodkumarmishra7657 18 сағат бұрын
ସାର୍ ନମସ୍କାର, ଭୁବନେଶ୍ୱର ର ବିକାଶ ପାଇଁ ଆପଣଙ୍କର ଏହି ଗଭୀରତମ ଅନୁଶୀଳନ ବାସ୍ତବରେ ଚମକ୍ତାର । କିନ୍ତୁ ଏହି ପ୍ରସ୍ତାବ ଗୁଡ଼ିକ ମୋହନ ସରକାରଙ୍କ ପାଖରେ ପହଞ୍ଚିବ ତ!
@gopalsahoo1487
@gopalsahoo1487 11 сағат бұрын
Jai shree Ram
@mituprdhan2020
@mituprdhan2020 19 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🅾️‼️🅾️🙏🏻🙏🏻🌹🙏🏻
@niranjanrout6358
@niranjanrout6358 15 сағат бұрын
ଓଡ଼ିଆ ଲୋକଙ୍କ ଭାଗ୍ୟ ବଦଳି ଯିବ
@bijaypanda1843
@bijaypanda1843 11 сағат бұрын
ସମସ୍ତଙ୍କ ମନରେ ଅଛି କି ମୋଦି ଗାଁ ବୁଲିବେକି ବୃଦ୍ଧା ବୃଦ୍ଧି ଅପେକ୍ୟରେ
@bharatchandrabarik5921
@bharatchandrabarik5921 19 сағат бұрын
ସାରେ ନମସ୍କାର ମୋର ଗୋଟେ ପ୍ରସ୍ତାବ ଆପଣଙ୍କ ସପକ୍ଷରେ ଆପଣ ରାଜନୀତିକୁ ଆସିଲେ ବହୁତ୍ ଭଲ ହୁଅନ୍ତା
@PurnachandraBehera-if5tu
@PurnachandraBehera-if5tu 18 сағат бұрын
CTC bbsr ମଝିରେ ଗୋଟିଏ ସ୍ଥାନ ବଛା ଯାଉ।
@MamasdasDas-kf5dh
@MamasdasDas-kf5dh 18 сағат бұрын
ଆମେ ଭାବିବା ଆଗରୁ ଆପଣ ପ୍ରସ୍ତାବ ଦେଇସାରିଲେଣି । ମୋହନ ଭାଇ ଶୋଇଭାବେଳେ ଗୁମର କଥା ଶୁଣୁଛନ୍ତି । ନିର୍ଭୟ ମାଡିଡିଚାଲୂ ।
@rajendranarayansethi193
@rajendranarayansethi193 19 сағат бұрын
Really these are good proposals,that should be placed demand before the honerable Prime Minister.
@odishamoodisha_india
@odishamoodisha_india 18 сағат бұрын
Jay Naveen
@Jagannath-oc9ht
@Jagannath-oc9ht 18 сағат бұрын
ଆପଣଙ୍କ ପ୍ରସ୍ତାବସହ ସହମତ ଓଡିଶାରେ ଓଡିଶା ମଣ୍ଡଳପ ହେଉ। ଆଜି ହଁ ସରକାର ଏକ ପ୍ରସ୍ତାବ ନିଅନ୍ତୁ । ହଁ ହଁ ଠିକ୍ ଠିକ୍, ସବୁ ପ୍ରସ୍ତାବ ରେ ସହମତ।
@jayhind6187
@jayhind6187 11 сағат бұрын
ରୋଜି ରୋଟି ପାଇଁ ଗରୀବ ଲୋକ ବସ୍ତିରେ ଅଛନ୍ତିବସ୍ତି ବାସିନ୍ଦାଙ୍କୁ ସେହି ଏରିଆରେ ଥଇଥାନ କରାଯିବା ଦରକାର । ବସ୍ତି ଉଚ୍ଛେଦ କରାଯାଇ କୋଟି ପତି ଦଲାଲମାନଙ୍କୁ ସେ ଜାଗା ହସ୍ତାନ୍ତର କରିବା ଉଚ଼ିତ ହେବନି ।
@krushanaapatta3761
@krushanaapatta3761 13 сағат бұрын
Moha n cm is best government
@sumanapradhanChiku
@sumanapradhanChiku 11 сағат бұрын
ଆପଣଙ୍କ କଥା ମୋ ମନକୁ ଛୁଇଁଲା କିନ୍ତୁ ଏ ନୂତନ ସରକାରକୁ ସମାଲୋଚନା ନକରି ସହଯୋଗ କରିବା ଦରକାର କାରଣ ୨୪ ବର୍ଷରେ ଉନ୍ନତି ଦେଖିପାରିଲେ ନାହିଁ ୯ ମାସର ସରକାର ଠାରୁ ଆଶା କରିବା ଉଚିତ୍ ନୁହଁ
@ManmathnathSamantaray
@ManmathnathSamantaray 14 сағат бұрын
ଭଲ ପ୍ରସ୍ତାବ l ସରକାର ଗ୍ରହଣ କଲେ ଭଲ ହୁଅନ୍ତା l ଦେଖାଯାଉ ସରକାରଙ୍କ କାନରେ ପଡୁଛି କି ନାହିଁ l
@l.p.rajguru1681
@l.p.rajguru1681 16 сағат бұрын
ସାର୍ ନମସ୍କାର,କୋଟି କୋଟି ଟଂକା ଖର୍ଚ କରି ଓଡିଶା କନକ୍ଲେଭ,ପ୍ରବାସୀ ଭାରତୀୟ ସମ୍ମିଳନୀ ଏସବୁ କଣ ନଗଡା ଅପପୃଷ୍ଟି,ଦାନ ମାଝୀ କାନ୍ଧରେ ସ୍ତ୍ରୀ ଶବକୁ ଆଣିବା,ବେକାରୀ ଓ ଲ ଅର୍ଡର ଆଜିର ଓ ଅଖାଦ୍ୟ ମୂର୍ତ୍ୟୁ ଇତ୍ୟାଦି ଓଡିଶା ମାନଚିତ୍ରରୁ ଲିଭିଯିବ କୀ,
@kastucharansahu6656
@kastucharansahu6656 14 сағат бұрын
ପରପୋଷାରୁ ରକ୍ଷା ମିଳି ପାରନ୍ତା
@KishorAcharya-rc5lj
@KishorAcharya-rc5lj 18 сағат бұрын
Mohan Babu ଆଉ କେତେ ମାସ ଗଲେ ନିଗମ ଅଧ୍ୟକ୍ଷ,APP ନିଯୁକ୍ତି ଦେବେ ଏବଂ ବ୍ଲକରେ devlopment କାମ ଆରମ୍ଭ କରିବେ। ଓଡ଼ିଶା ବାସୀ ଭାବିଲେଣୀ ମୋହନ ଦ୍ଵାରା କିଛି ହେବ ନାହିଁ
@bijaypanda1843
@bijaypanda1843 11 сағат бұрын
ଭୁବନେଶ୍ୱର ର ବଡ଼ଗଡ଼ କୁ ଆସିବେ ବା 😄ବାବୁ ଭାଇ ଅଛନ୍ତି
@gopalsamall8365
@gopalsamall8365 14 сағат бұрын
ନିବାସୀ ଭାରତୀୟ ଦିବସ ଆବଶ୍ୟକ ନୁହେଁ କି? କରଣ କିଛି ଲୋକଙ୍କୁ ଏ ଦେଶ ନିଜର ଲାଗେନି l
@debendrakumaracharya4581
@debendrakumaracharya4581 17 сағат бұрын
ବସ୍ତି ରେ ଅନେକ ଗୋପାଳ ମାନେ ଗାଈଗୋରୁ ଗୁହାଳ କରି ରହୁଛନ୍ତି। ଆପାର୍ଟମେଣ୍ଟ ହେଲେ ସେମାନେ କୋଉଠି ରହିବେ?
@kishorchsrichandan307
@kishorchsrichandan307 15 сағат бұрын
ଜନତା ମଇଦାନ ରେ ଓଡ଼ିଶା ମଣ୍ଡପ ଠିକ୍ ଲାଗୁନାହିଁ, ରାସ୍ତା ବନ୍ଦ ହେଲେ ପର୍ଯ୍ୟାପ୍ତ ପରିମାଣର ବିକଳ୍ପ ରାସ୍ତା ହେବା ଦରକାର।
@abhijitpatnaik7438
@abhijitpatnaik7438 18 сағат бұрын
And the Credit goes to Dr Manmohan Singh for this initiative started in 2013
@PramodKumarNayak-i8d
@PramodKumarNayak-i8d 18 сағат бұрын
Sir Namaskar. The State Government should keep an eye upon the valuable proposals for the shake of safety, security and beauty of cities, so that the pillar of success of BJP led Govt.can be built.
@saratsahoo268
@saratsahoo268 15 сағат бұрын
ନବୀନ ଯୋଗୁଁ ଓଡିଶା କୁ ବିଶ୍ୱରେ ଜାଣନ୍ତି ଏତେ ଆଡମ୍ବର କ୍ୟା a
@bhubanmohanty3853
@bhubanmohanty3853 18 сағат бұрын
ଆଜ୍ଞା ରାଜନୈତିକ ~ ଅଫିସର ~ ବିଲଡର ମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ଭୁବନେଶ୍ୱର ~ କଟକରେ ଖେଳ ପଡ଼ିଆ ନାହିଁ । ବିକାଶ ନାମରେ ପାର୍କ ମଧ୍ୟ ବାଦ ପଡ଼ିନି । ସ୍ୱ ବିଜୁ ପଟ୍ଟନାୟକ ସୈନିକ ସ୍କୁଲ ପାଇଁ ଦେଇଥିବା ଜାଗା ମଧ୍ୟ ଏବେ ଏତେ ବର୍ଷ ପରେ ମୋହନ ସରକାର ଅଲଗା ସ୍ଥାନକୁ ଉଠେଇବା ପାଇଁ ଚିନ୍ତା ହେଲାଣି । ପ୍ରଥମେ ସ୍କୁଲ ଲାଗିକି ବି..ଏମ.ସି ସେଠି ଅଳିଆ ଗଦା ପାହାଡ଼ ଭଳିଆ ଗଦା ହେଇଛି ଓ ପରିବେଶ ଦୂଷିତ ହେଉଛି । ଏହି କଥା କୁହାଯାଉଛି ବୋଲି ସ୍କୁଲକୁ ଉଠେଇବା ଚିନ୍ତା କରା ଯାଉଛି । ମୋ ମତରେ ସରକାର ବଦଳିଛି ମାତ୍ର bureaucracy ନୁହଁ । ଖାଲି ମୋ ସରକାର ଟା ଆମ ସରକାର ହେଇଛି ... ଆଉ କିଛି ନୁହଁ । ଆପଣଙ୍କ କାର୍ଯ୍ୟକ୍ରମରେ ପାଣ୍ଡିଆନ ବୁଲିଲେ ମିଟିଙ୍ଗ କଲେ ଅଭିଯୋଗ ପତ୍ର ଆଣିଲେ ମାତ୍ର କଣ କଲେ ତାର ହିସାବ ନାହିଁ । ସେହିପରି ମୋହନ ସରକାରଙ୍କ ଅଭିଯୋଗ ପାଇଥିବାର କଣ ପୂରଣ ହେଇଛି ତାର ହିସାବ ନାହିଁ ।
@chandipadapanda4707
@chandipadapanda4707 17 сағат бұрын
ମାନ୍ଯବର ନବୀନ ପଟ୍ଟନାୟକ ତ ତାଙ୍କର ଶାସନ କାଳରେ ଓଡିଶାର କୋଣ ଅନୁକୋଣକୁ ବିଶ୍ବସ୍ତରୀୟ କରି ସାରିଥିଲେ ,କେବଳ ଏହି ଇଭେଣ୍ଟ ଟି ବାକି ରହିଯାଇ ଥିଲା ବୋଧହୁଏ ।
@rashmiranjan1325
@rashmiranjan1325 12 сағат бұрын
ସ୍ଵାଗତ ଯୋଗ୍ୟ
@sibakalyanmohanty3552
@sibakalyanmohanty3552 14 сағат бұрын
Yes it should be a good moment if odia has real ଅସ୍ମିତା they can express and bad man will be exposed। We can conclude that it's a chance for real odisha to great expose 👍
@Skstarvlog3735
@Skstarvlog3735 18 сағат бұрын
ଭାରତ ମଣ୍ଡପ g୨୦ ସମ୍ମିଳନୀ ପାଇଁ ହେଇଥିଲା
@manasdas5715
@manasdas5715 18 сағат бұрын
ଆଞ୍ଜା ଉତ୍ତମ ପ୍ରସ୍ତାବ କେତୋଟି ବାଢ଼ିଛନ୍ତି ରାଜ୍ୟ ସରକାରଙ୍କ ପାଖରେ ସେଥିପାଇଁ ଧନ୍ୟବାଦ, କିନ୍ତୁ ଆସ୍ତେ ଆସ୍ତେ ଅଶାନ୍ତ ହୋଇପଡ଼ିଲାଣି ରାଜଧାନୀ ଏବଂ ରାଜ୍ୟ ଟା ପ୍ରତିଦିନ ଲୁଟପାଟ, ମନ୍ଦିର ଠାକୁର ବି ଅସୁରକ୍ଷିତ ଏଥିସହିତ ଦିନରେ ବିଚ ରାସ୍ତାରେ ମାରଣାସ୍ତ୍ର, ବନ୍ଧୁକରେ ହତ୍ୟା , ଆମେ କେବଳ କହୁନୁ ମୋହନ ସରକାର ଙ୍କୁ ଏହା ପୂର୍ବ ସରକାରଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ବଢ଼ିଚାଲିଛି,ପୂର୍ବ ସରକାରଙ୍କ ସମୟରେ ସେଭଳି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କର ହତ୍ୟାକାଣ୍ଡ ପୋଲିସ ଉପସ୍ଥିତିରେ ପୁଣି ପୋଲିସ ଦ୍ଵାରା କିନ୍ତୁ ତଦନ୍ତ କଥା ସମସ୍ତେ ଜାଣନ୍ତି,ରାସ୍ତାକୁ ବାହାରିବାକୁ ଭୟ କଲେଣି ସମସ୍ତେ,ଜୋଗୀ ଙ୍କ ପରି ତାଗଡ଼ା ପଦକ୍ଷେପ ନନେଲେ ପରିସ୍ଥିତି ଆଗକୁ ଆହୁରି ଭୟଙ୍କର ହୋଇ ଅଶାନ୍ତ ଓଡ଼ିଶା ହୋଇପଡିବ👌😥🙏
@laxmidharsatapathy1167
@laxmidharsatapathy1167 14 сағат бұрын
ଭଲ ପ୍ରସ୍ତାବ ଗୁଡ଼ିକ ଦେଇଛନ୍ତି।ସରକାର ଆପଣଙ୍କ ର ପ୍ରସ୍ତାବ ଗୁଡ଼ିକ ଗ୍ରହଣ କରି,ସେଇ ଅନୁସାରେ କାର୍ଯ୍ୟ ଆଗେଇ ନେବା ଉଚିତ୍।ମୋ ମତରେ ଡବଲ ଇଞ୍ଜିନ ସରକାରଙ୍କ ପାଇଁ ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ। ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ନମସ୍କାର।
Правильный подход к детям
00:18
Beatrise
Рет қаралды 11 МЛН
News Fuse 08 JAN 2025
22:19
OTV
Рет қаралды 23 М.
Правильный подход к детям
00:18
Beatrise
Рет қаралды 11 МЛН